LaTeX/C2/Mathematical-Typesetting/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Mathematical Typesetting in LaTeX ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହା, Kannan Moudgalya ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି
00:08 ମନେପକାଇଦେଉଛି: ଏହାକୁ LaTeX କୁହଯାଏ, latex ନୁହେଁ
00:15 ଏହି ଟ୍ୟୁଟୋରିଆଲରେ ଆମେ, LaTeXରେ କିପରି ଗାଣିତିକ ଚିହ୍ନଗୁଡିକୁ ସୃଷ୍ଟି କରାଯାଏ, ଶିଖିବା
00:20 ନିର୍ଦ୍ଦିଷ୍ଟ ଭାବେ, କିପରି ଗାଣିତିକ ମୋଡରେ ପ୍ରବେଶ କରିବା ଓ ବାହାର ହେବା. spaceଗୁଡିକର ଭୂମିକା ଏବଂ ସେମାନଙ୍କୁ ସୃଷ୍ଟି କରିବା,
00:29 ଗାଣିତିକ ଚିହ୍ନଗୁଡିକ
00:31 ଶେଷରେ, A M S math package ଏବଂ matrices ସୃଷ୍ଟି କରିବା ପାଇଁ ଏହାର ବ୍ୟବହାର
00:37 ମୁଁ ଏହି ଟ୍ୟୁଟୋରିଆଲକୁ, 10,000ରୁ କମ୍ ଟଙ୍କା ଲାପଟପରେ ନିର୍ମାଣ କରୁଛି
00:43 ମୁଁ Ubuntu Linux, TeXworks ଓ LaTeXକୁ ବ୍ୟବହାର କରୁଛି
00:47 ପ୍ରାକଆବଶ୍ୟକତାଗୁଡିକ ହେଉଛି- LaTeX ଉପରେ ଥିବା ମୌଳିକ ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକ,
00:53 side-by-side ଟ୍ୟୁଟୋରିଆଲ୍ ଉପରେ ଜ୍ଞାନ ଥିବା ଆବଶ୍ୟକ
00:56 ଏହି ସବୁ ଆମ ୱେବସାଇଟରେ ଉପଲବ୍ଧ ଅଛି
01:00 ଫାଇଲ୍ maths.texକୁ ବ୍ୟବହାର କରନ୍ତୁ
01:04 ଆମ ୱେବ ପେଜରେ ଏହା ଗୋଟିଏ କୋଡ୍ ଫାଇଲ୍ ଭାବେ ଉପଲବ୍ଧ ଅଛି ଯେଉଁଠାରେ ଏହି ଟ୍ୟୁଟୋରିଆଲକୁ ପ୍ରାପ୍ତ କଲେ
01:11 ସମାନ ସ୍ଥାନରୁ, TeX user group, Indiaରୁ ଏହି pdf ଫାଇଲକୁ ପ୍ରାପ୍ତ କରନ୍ତୁ
01:17 ଆସାଇନମେଣ୍ଟଗୁଡିକର ସମାଧାନ କରିବା ସମୟରେ ଏହାକୁ ବ୍ୟବହାର କରନ୍ତୁ
01:20 TeXworks ୱିଣ୍ଡୋକୁ ଯା’ନ୍ତୁ
01:24 ଫାଇଲ୍ maths.texକୁ ଖୋଲା ସରିଛି
01:27 ଦୟାକରି ଏହି ଫାଇଲକୁ ଡାଉନଲୋଡ୍ କରନ୍ତୁ ଏବଂ ମୋ’ ସହିତ ଅଭ୍ୟାସ କରନ୍ତୁ
01:32 କମାଣ୍ଡଗୁଡିକୁ ଦେଖିସାରିଛେ ଯାହା ଏହି ଫାଇଲର ଉପରେ ଅବସ୍ଥିତ ଅଛନ୍ତି
01:36 ଏହି କମାଣ୍ଡ paragraph indentକୁ ବାହାର କରିଦେବ
01:42 ଏହି ଷ୍ଟେଟମେଣ୍ଟର ପ୍ରଭାବକୁ ଗୋଟିଏ ଆସାଇନମେଣ୍ଟ ମାଧ୍ୟମରେ ଅଧ୍ୟୟନ କରିବା
01:47 ଚାଲନ୍ତୁ ଗ୍ରୀକ୍ ଚିହ୍ନଗୁଡିକରୁ ଆରମ୍ଭ କରିବା ଯେଉଁଗୁଡିକ ଗଣିତରେ ବ୍ୟବହାର କରାଯାଏ
01:52 LaTeXରେ ଗାଣିତିକ ମୋଡରେ ପ୍ରବେଶ କରିବା ପାଇଁ dollar ଚିହ୍ନକୁ ବ୍ୟବହାର କରନ୍ତୁ
01:57 ଚାଲନ୍ତୁ alphaରୁ ଆରମ୍ଭ କରିବା. dollar back slash alpha dollar, ଲେଖନ୍ତୁ
02:06 କମ୍ପାଇଲ୍ କରନ୍ତୁ ଏବଂ ଦେଖନ୍ତୁ ଯେ ଗ୍ରୀକ୍ ଲେଟର୍ alphaକୁ pdfରେ ପ୍ରାପ୍ତ କରିଛନ୍ତି
02:15 ପ୍ରଥମ ଡଲାର୍, ଗାଣିତିକ ମୋଡରେ ପ୍ରବେଶ କରିବାକୁ ସୂଚିତ କରିଥାଏ
02:20 ଦ୍ଵିତୀୟ ଡଲାର୍, ଏହି ମୋଡରୁ ବାହାର ହେବାକୁ ସୂଚିତ କରିଥାଏ
02:24 ବର୍ତ୍ତମାନ ଠାରୁ, ନିର୍ଦ୍ଦିଷ୍ଟ ଭାବେ ଡଲାର୍ କିମ୍ବା ବ୍ୟାକ୍ ସ୍ଲାଶକୁ ଉଲ୍ଲେଖ କରାଯିବ ନାହିଁ
02:30 କିନ୍ତୁ ଯାହା ସ୍କ୍ରୀନରେ ପ୍ରଦର୍ଶିତ ହେବ ଅବିକଳ ସେହି କାର୍ଯ୍ୟ କରିବେ
02:34 ସେହିପରି, beta, gamma ଓ deltaକୁ ଲେଖନ୍ତୁ. କମ୍ପାଇଲ୍ କରନ୍ତୁ
02:50 ମୁଁ tex ଫାଇଲକୁ ସେଭ୍ କଲି ନାହିଁ, ଯେହେତୁ ଏହାକୁ TeXworks ଅଟୋମାଟିକଲୀ କରିଛି
02:56 ଏଗୁଡିକୁ ଡିଲିଟ୍ କରନ୍ତୁ
03:00 ଏହାପରେ, ଗାଣିତିକ ଏକ୍ସପ୍ରେଶନଗୁଡିକରେ spaceର କନସେପ୍ଟକୁ ଆଲୋଚନା କରିବା
03:05 alpha aକୁ କିପରି ସୃଷ୍ଟି କରିବା, ଯାହା alpha ଓ aର ପ୍ରଡକ୍ଟ ଅଟେ?
03:12 alpha aକୁ ଚେଷ୍ଟା କରନ୍ତୁ
03:17 କମ୍ପାଇଲ୍ କରନ୍ତୁ
03:21 LaTeX ଅଭିଯୋଗ କରେ ଯେ alpha a ଗୋଟିଏ ଅପରିଭାଷିତ କଣ୍ଟ୍ରୋଲ୍ sequence ଅଟେ
03:27 ଏହି କମାଣ୍ଡକୁ ସେ ବୁଝିପାରୁନାହିଁ ବୋଲି କହିଥାଏ. ଏହାକୁ ବନ୍ଦ କରନ୍ତୁ
03:34 ପ୍ରତ୍ୟେକ କମାଣ୍ଡ ପରେ LaTeX ଏହାକୁ ଗୋଟିଏ space ସାହାଯ୍ୟରେ ନିୟନ୍ତ୍ରଣ କରିଥାଏ
03:39 alpha ପରେ ଗୋଟିଏ ସ୍ପେସ୍ ଦିଅନ୍ତୁ
03:44 କମ୍ପାଇଲେଶନକୁ ବନ୍ଦ କରିଦିଅନ୍ତୁ. କମ୍ପାଇଲ୍ କରନ୍ତୁ; ଏହା ସମସ୍ୟାର ସମାଧାନ କରିଦେଇଛି
03:52 ଯେହେତୁ ଏହା ଗୋଟିଏ କମାଣ୍ଡକୁ ବାହାର କରିବା ପାଇଁ ବ୍ୟବହୃତ ହୁଏ, ସ୍ପେସ୍ pdfରେ ଦୃଶ୍ୟମାନ ହେବ ନାହିଁ
03:57 ଯଦି ଆପଣ ଆଉଟପୁଟରେ spacesକୁ ପ୍ରବେଶ କରିବାକୁ ଚାହାଁନ୍ତି, ତେବେ କ’ଣ କରିବେ?
04:03 ବର୍ତ୍ତମାନ ଯାହା ଆମେ କରିବା, LaTeXକୁ ନିର୍ଦ୍ଦିଷ୍ଟ ଭାବେ କହିବାକୁ ହେବ
04:07 ଗୋଟିଏ ନୁତନ ଲାଇନ୍ ଆରମ୍ଭ କରିବା ପାଇଁ LaTeXକୁ ନିର୍ଦ୍ଦେଶ ଦିଅନ୍ତୁ
04:11 alpha backslash ସ୍ପେସ୍ a, ଲେଖନ୍ତୁ
04:17 ଏହାକୁ କମ୍ପାଇଲ୍ କରନ୍ତୁ
04:20 ଏହା ଗୋଟିଏ space କରିଛି
04:23 ଯଦି ଆପଣ ଅଧିକ space ଅବଶ୍ୟକ କରନ୍ତି, ବର୍ତ୍ତମାନ କଲା ଭଳିquadକୁ ବ୍ୟବହାର କରନ୍ତୁ
04:31 ଏହାକୁ କମ୍ପାଇଲ୍ କରନ୍ତୁ
04:34 ଆପଣ ଦେଖିପାରିବେ ଯେ, quad ଗୋଟିଏ ବିଶାଳ spaceକୁ ଛାଡିଦେଇଛି
04:40 ବର୍ତ୍ତମାନ ଚାଲନ୍ତୁ ଅନ୍ୟ ଏକ ବିଷୟକୁ ଆଲୋଚନା କରିବା
04:43 ଶେଷ ଦୁଇଟି ଲାଇନକୁ ଡିଲିଟ୍ କରିବା ସହ କମ୍ପାଇଲ୍ କରନ୍ତୁ
04:50 ଯେତେବେଳେ ଟେକ୍ସଟରୁ ଗାଣିତିକ ମୋଡକୁ ଯା’ନ୍ତି, ଫଣ୍ଟରେ କ’ଣ ପରିବର୍ତ୍ତନ ହୁଏ?
04:56 ଏହାକୁ ବୁଝିବା ପାଇଁ, Product of alpha and a isକୁ ଲେଖନ୍ତୁ
05:04 କମ୍ପାଇଲ୍ କରନ୍ତୁ
05:07 ଆପଣ ଦେଖିପାରିବେ ଯେ ଏହି ଦୁଇଟିର a ଭିନ୍ନ ଅଟେ
05:14 ଏହି aକୁ ଲେଖିବା ଦ୍ଵାରା ଏହାର ସମାଧାନ ହୋଇଛି, dollar ଚିହ୍ନଗୁଡିକରେ ମଧ୍ୟ
05:25 ଏହାକୁ କମ୍ପାଇଲ୍ କରନ୍ତୁ
05:27 ବର୍ତ୍ତମାନ ଏହି ଦୁଇଟି a ର ଫଣ୍ଟ ଏକାପ୍ରକାରର ଅଟନ୍ତି
05:32 ଭେରିଏବଲଗୁଡିକର ଫଣ୍ଟକୁ ସମାନ ନ’ରଖିବା, ଗୋଟିଏ ସାଧାରଣ ତୃଟି ଅଟେ
05:37 ଏଗୁଡିକୁ ସମାଧାନ କରନ୍ତୁ
05:40 କମ୍ପାଇଲ୍ କରନ୍ତୁ
05:43 ବର୍ତ୍ତମାନ ମାଇନସ୍ ଚିହ୍ନଗୁଡିକୁ ସୃଷ୍ଟି କରିବା ନିୟମକୁ ଆଲୋଚନା କରିବା
05:48 ଧରିନିଅନ୍ତୁ, minus alphaକୁ ସୃଷ୍ଟି କରିବାକୁ ଚାହାଁନ୍ତି ଏବଂ କମ୍ପାଇଲ୍ କରନ୍ତୁ
05:58 କମ୍ପାଇଲ୍ କରନ୍ତୁ
06:01 ଧ୍ୟାନଦିଅନ୍ତୁ ଯେ ଏଠାରେ ମାଇନସ୍ ଚିହ୍ନ ଗୋଟିଏ ଛୋଟ ଡ୍ୟାଶ୍ ଭାବେ ଦୃଶ୍ୟମାନ ହେବ
06:07 ଡଲାର୍ ଚିହ୍ନ ଭିତରେ, ମାଇନସ୍ ଚିହ୍ନକୁ ମଧ୍ୟ କପୀ କରନ୍ତୁ
06:15 ପୁନର୍ବାର କମ୍ପାଇଲ୍ କରନ୍ତୁ
06:18 ବର୍ତ୍ତମାନ ମାଇନସ୍ ଚିହ୍ନରେ ଦେଖାଯାଉଥିବା ପାର୍ଥକ୍ୟକୁ ଦେଖନ୍ତୁ. ଦ୍ଵିତୀୟଟି ଆମର ଆବଶ୍ୟକ ଅଟେ, ଡାଶ୍ ବ୍ୟବହୃତ ହେବ ନାହିଁ
06:27 ଶିକ୍ଷାର୍ଥୀଙ୍କ ଦ୍ଵାରା, ଡଲାର୍ ମଧ୍ୟରେ ମାଇନସ୍ ଚିହ୍ନ ନ’ରଖିବା ଗୋଟିଏ ସାଧାରଣ ତୃଟି ଅଟେ
06:33 ଏହି ସମସ୍ତଙ୍କୁ ଡିଲିଟ୍ କରନ୍ତୁ
06:36 ତା’ପରେ ଚାଲନ୍ତୁ frac କମାଣ୍ଡକୁ ଆଲୋଚନା କରିବା ଯାହା ଫ୍ରାକ୍ସନଗୁଡିକୁ ସୃଷ୍ଟି କରିବାରେ ବ୍ୟବହୃତ ହୁଏ
06:43 frac a b. କମ୍ପାଇଲ୍ କରନ୍ତୁ
06:50 ଏହା a by b ସୃଷ୍ଟି କରିବ. କମାଣ୍ଡ frac, ଗୋଟିଏ ସ୍ପେସ୍ ଦ୍ଵାରା ଟର୍ମିନେଟ୍ ହୋଇଛି. ଏହା ଦୁଇଟି ଆର୍ଗୁମେଣ୍ଟକୁ ଖୋଜିଥାଏ
07:00 ପ୍ରଥମ କ୍ୟାରେକ୍ଟର୍ aକୁ, ପ୍ରଥମ argument ଭାବେ ନିଆଯାଏ. ଏହା ନ୍ୟୁମରେଟରରେ ପରିଣତ ହୁଏ
07:07 ଦ୍ଵିତୀୟ କ୍ୟାରେକ୍ଟର୍ bକୁ, ଦ୍ଵିତୀୟ argument ଭାବେ ନିଆଯାଏ; ଏହା ଡିନୋମିନେଟରରେ ପରିଣତ ହୁଏ
07:13 a ଓ bର ଆକାର ଅଟୋମାଟିକଲୀ ହ୍ରାସ ହେବାର ଲକ୍ଷ୍ୟ କରନ୍ତୁ
07:20 ଲମ୍ବା କ୍ୟାରେକ୍ଟରଗୁଡିକ ପାଇଁ ଆମେ କ’ଣ କରିବା?
07:24 ab by cdକୁ ସୃଷ୍ଟି କରିବାକୁ ଚାହିଁଲେ କ’ଣ କରିବେ? ଏହାକୁ ଚେଷ୍ଟା କରନ୍ତୁ
07:31 LaTeXରେ, ଏକରୁ ଅଧିକ କ୍ୟାରେକ୍ଟର୍ ବିଶିଷ୍ଟ argumentଗୁଡିକ braces ଦ୍ଵାରା ଆବଦ୍ଧ ହୋଇଥା’ନ୍ତି
07:37 ଉଦାହରଣସ୍ଵରୂପ, ଏଠାରେ bracesକୁ ରଖନ୍ତୁ
07:41 ଯେତେବେଳେ ଏହାକୁ କମ୍ପାଇଲ୍ କରିବେ, ଆବଶ୍ୟକ ଆଉଟପୁଟ୍ ପ୍ରାପ୍ତ ହେବ
07:47 braces ମଧ୍ୟରେ ଥିବା ସମସ୍ତ ଏଣ୍ଟ୍ରୀଗୁଡିକୁ, ଗୋଟିଏ ସିଙ୍ଗଲ୍ argument ଭାବେ ଗ୍ରହଣ କରାଯାଏ
07:52 ପରିଣାମସ୍ଵରୂପ, ଜଣେ କୌଣସି ଏକ ଜଟିଳ ଏକ୍ସପ୍ରେସନକୁ braces ମଧ୍ୟରେ ପ୍ରବେଶ କରାଇପାରିବେ. ଏହି ସବୁକୁ ଡିଲିଟ୍ କରିଦିଅନ୍ତୁ
08:01 ବର୍ତ୍ତମାନ ଚାଲନ୍ତୁ subscripts ଓ superscriptsକୁ ଦେଖିବା
08:05 x ଅଣ୍ଡରସ୍କୋର୍ a, x sub aକୁ ସୃଷ୍ଟି କରିବ
08:14 aର ଆକାର ଅଟୋମାଟିକଲୀ ହ୍ରାସ ହେବା ସହିତ ଗୋଟିଏ ଉପଯୁକ୍ତ ଲେବଲକୁ ଆସିଯିବ
08:19 ଯଦି abକୁ subscript ଭାବେ ରଖିବାକୁ ଚାହାଁନ୍ତି ତେବେ କ’ଣ କରିବେ? bracesକୁ ବ୍ୟବହାର କରନ୍ତୁ. ଏହାକୁ ନିଜେ ଚେଷ୍ଟା କରନ୍ତୁ
08:28 Superscriptsଗୁଡିକ caret କିମ୍ବା up arrow ଚିହ୍ନ ଦ୍ଵାରା ସୃଷ୍ଟି ହୋଇଥାଏ
08:33 ଉଦାହରଣସ୍ଵରୂପ, ଯଦି ଆପଣ x ଟୁ ଦି ପାୱର୍ 3କୁ ସୃଷ୍ଟି କରିବାକୁ ଚାହାଁନ୍ତି ତେବେ, ଲେଖନ୍ତୁ: x up arrow 3
08:43 ଆପଣ subscripts ଓ superscriptsକୁ ଏକସଙ୍ଗରେ ମଧ୍ୟ ରଖିପାରିବେ
08:48 x sub a superscript bକୁ ଏହି ଭାବେ ରଖିବା ସହ କମ୍ପାଇଲ୍ କରନ୍ତୁ
08:58 ପୁନର୍ବାର, bracesକୁ ବ୍ୟବହାର କରି, ଜଟିଳ subscripts ଓ superscriptsକୁ ସୃଷ୍ଟି କରାଯାଇପାରିବ. ଏହାକୁ ଡିଲିଟ୍ କରନ୍ତୁ
09:08 ଠିକ୍ ଅଛି..ତା’ପରେ Matricesକୁ ଆଲୋଚନା କରିବା
09:12 a m s math ପ୍ୟାକେଜରେ ମେଟ୍ରିକ୍ସର କିଛି ଡେଫିନିଶନଗୁଡିକ ଅଛି ଯାହା ମୋ’ର ପସନ୍ଦ ଅଟେ
09:19 usepackage କମାଣ୍ଡ ମାଧ୍ୟମରେ ଏହାକୁ ସଯୁଂକ୍ତ କରନ୍ତୁ
09:26 ampersand ଯାହା and ଚିହ୍ନକୁ ସୂଚିତ କରେ, କଲମଗୁଡିକୁ ଅଲଗା କରିବା ପାଇଁ ବ୍ୟବହୃତ ହୁଏ
09:31 ବର୍ତ୍ତମାନ ଗୋଟିଏ ମେଟ୍ରିକ୍ସକୁ ସୃଷ୍ଟି କରନ୍ତୁ
09:34 begin matrix, a ଓ b, end matrixକୁ ଲେଖନ୍ତୁ. ଡଲାର୍ ଚିହ୍ନଗୁଡିକୁ ଭୁଲନ୍ତୁ ନାହିଁ
09:44 କମ୍ପାଇଲ୍ କରନ୍ତୁ ଏବଂ ଆଶାନୁରୂପ ମେଟ୍ରିକ୍ସକୁ ଦେଖନ୍ତୁ
09:49 ବର୍ତ୍ତମାନ ଧରିନିଅନ୍ତୁ, ଏଥିରେ ଆପଣ ଦ୍ଵିତୀୟ ରୋ’କୁ ଯୋଗ କରିବାକୁ ଚାହାଁନ୍ତି, ଦୁଇଟି back slashesକୁ ରଖନ୍ତୁ, ଅର୍ଥାତ୍ ପରବର୍ତ୍ତି ଲାଇନକୁ ଯା’ନ୍ତୁ
09:59 ଧରିନିଅନ୍ତୁ ଯେ ଦ୍ଵିତୀୟ ରୋ’ରେ c, d, e ନାମକ ତିନୋଟିକୁ ପ୍ରବେଶ କରିବାକୁ ଚାହାଁନ୍ତି. ଏହାକୁ କମ୍ପାଇଲ୍ କରିବା ସହ ବର୍ତ୍ତମାନ ସଂଯୁକ୍ତ ହୋଇଥିବା ଦ୍ଵିତୀୟ ରୋ’କୁ ଦେଖନ୍ତୁ
10:11 begin ଓ endରେ, ମେଟ୍ରିକ୍ସ, pmatrixକୁ ପରିବର୍ତ୍ତନ ହେବାର ଅନୁମାନ କରନ୍ତୁ
10:17 କମ୍ପାଇଲ୍ କରିବା ସହ ଏହା ପ୍ରାପ୍ତ କରିବେ
10:21 ବର୍ତ୍ତମାନ ଏହା ଆପଣଙ୍କର ଅନୁଧ୍ୟାନ କରିବା ସମୟ ଅଟେ. ବର୍ତ୍ତମାନ ସ୍ଲାଇଡକୁ ଫେରିଆସନ୍ତୁ
10:28 ଏହି ଟ୍ୟୁଟୋରିଆଲରେ ଯାହା ଶିଖିଲେ, ସାରାଂଶିତ କରନ୍ତୁ
10:31 spaceକୁ ବ୍ୟବହାର କରି ଗାଣିତିକ ମୋଡରେ ପ୍ରବେଶ କରିବା ଓ ବାହାର ହେବା ଏବଂ ସେମାନଙ୍କୁ ସୃଷ୍ଟି କରିବା
10:37 Fractions, subscripts ଓ superscripts. braces ମଧ୍ୟରେ ଗୋଟିଏ argumentକୁ ପରିଭାଷିତ କରିବା
10:44 matrices ସୃଷ୍ଟି କରିବା ପାଇଁ ଥିବା amsmath ପ୍ୟାକେଜ୍
10:48 କିଛି ଆସାଇନମେଣ୍ଟ ଦେଉଛି
10:51 ଆସାଇନମେଣ୍ଟ spaces – ଛୋଟ ଓ ବଡ ଉପରେ ପର୍ଯ୍ୟବସିତ ଅଟେ, ଦୟାକରି ଭିଡିଓକୁ pause କରନ୍ତୁ, ସ୍ଲାଇଡକୁ ପଢନ୍ତୁ ଏବଂ ଆସାଇନମେଣ୍ଟ କରନ୍ତୁ
11:01 ଏହି ଆସାଇନମେଣ୍ଟ braces ବ୍ୟବହାର କରି ଫ୍ରାକ୍ସନ୍ ଉପରେ ପର୍ଯ୍ୟବସିତ ଅଟେ
11:06 ଏହି ଆସାଇନମେଣ୍ଟ subscripts ଓ superscripts ଉପରେ ପର୍ଯ୍ୟବସିତ ଅଟେ
11:11 ଏହି ଆସାଇନମେଣ୍ଟ ମାଧ୍ୟମରେ, ଆମେ ମେଟ୍ରିକ୍ସକୁ ସୃଷ୍ଟି କରିବା ପାଇଁ କିଛି ଅଧିକ ମେଥଡ୍ ଶିଖିବା
11:17 ଏହି ଆସାଇନମେଣ୍ଟ ଅଧିକ ଗାଣିତିକ ଚିହ୍ନଗୁଡିକୁ ସୃଷ୍ଟି କରିବା ଉପରେ ପର୍ଯ୍ୟବସିତ ଅଟେ
11:21 ଏହା TUG India LaTeX ଗାଇଡ୍ ଉପରେ ଆଧାରିତ ଅଟେ. ବର୍ତ୍ତମାନ ସେହି ଡକୁମେଣ୍ଟକୁ ଦେଖନ୍ତୁ
11:29 ଏହି ଡକୁମେଣ୍ଟକୁ ଆମ ୱେବ ପେଜରୁ ଡାଉନଲୋଡ୍ କରିବା ପାଇଁ କହି ସାରିଛି
11:34 ଏହି ଡକୁମେଣ୍ଟରେ ପ୍ରଦତ୍ତ କିଛି ଚିହ୍ନଗୁଡିକୁ ପୁନଃ ସୃଷ୍ଟି କରନ୍ତୁ
11:39 ପରବର୍ତ୍ତି ଆସାଇନମେଣ୍ଟ ମାଧ୍ୟମରେ ଅଧିକ ଚିହ୍ନଗୁଡିକୁ ଚେଷ୍ଟା କରନ୍ତୁ
11:43 ଏହି ଆସାଇନମେଣ୍ଟ TUG India ଡକୁମେଣ୍ଟ ଉପରେ ମଧ୍ୟ ପର୍ଯ୍ୟବସିତ ଅଟେ
11:48 ଏହି ଆସାଇନମେଣ୍ଟରେ ପାରାଗ୍ରାଫ ଇଣ୍ଡେଣ୍ଟ ଉପରେ ପ୍ରୟୋଗ କରନ୍ତୁ
11:53 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
11:56 ଏହି ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
12:00 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
12:04 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚାଲନ୍ତି. ପ୍ରମାଣପତ୍ର ଦିଆଯାଏ. ଦୟାକରି ଆମକୁ ସମ୍ପର୍କ କରନ୍ତୁ
12:11 ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ନେଇ ଆପଣଙ୍କର କିଛି ପ୍ରଶ୍ନ ଅଛି କି? ଏହି ସାଇଟକୁ ଯା’ନ୍ତୁ. ଆପଣଙ୍କର ପ୍ରଶ୍ନ ଥିବା minute ଓ secondକୁ ଚୟନ କରନ୍ତୁ
12:20 ଆପଣଙ୍କ ପ୍ରଶ୍ନକୁ ସଂକ୍ଷିପ୍ତରେ ବର୍ଣ୍ଣନା କରନ୍ତୁ. ଆମ ଟିମରୁ କେହି ଜଣେ ସେଗୁଡିକର ଉତ୍ତର ଦେବେ
12:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ଫୋରମ୍ ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡିକ ପାଇଁ ଉଦ୍ଦିଷ୍ଟ ଅଟେ. ଦୟାକରି ସେଗୁଡିକ ଉପରେ ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନଗୁଡିକୁ ପୋଷ୍ଟ କରନ୍ତୁ ନାହିଁ
12:36 ଏହା କ୍ଲଟରକୁ ହ୍ରାସ କରିବାରେ ସାହାଯ୍ୟ କରିବ. ଏହି କ୍ଲଟର୍ ସହିତ, ଆମେ ଏହି ଆଲୋଚନାଗୁଡିକୁ instructionalmaterial ଭାବେ ବ୍ୟବହାର କରିପାରିବା
12:44 ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକରେ ଅଣଆଲୋଚିତ ଟପିକ୍ ପାଇଁ ଏହି ଆଡ୍ରେସରେ ଥିବା stack exchangeକୁ ଯା’ନ୍ତୁ
12:50 LaTeX ଉପରେ ଉତ୍ତର ପ୍ରାପ୍ତ କରିବା ପାଇଁ ଏହା ଗୋଟିଏ ଉତ୍ତମ ସ୍ଥାନ ଅଟେ
12:53 ଆପଣଙ୍କର, ଆମ କର୍ମଶାଳା, ପ୍ରମାଣପତ୍ର ପ୍ରଭୃତି ଉପରେ ମଧ୍ୟ ପ୍ରଶ୍ନ ଥାଇପାରେ. ଏଥିପାଇଁ, ଏହି ମେଲ୍ ଆଡ୍ରେସରେ ଆମ ସହିତ ସମ୍ପର୍କରେ ରୁହନ୍ତୁ
13:03 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ ଅଟେ
13:09 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep