Inkscape/C3/Design-a-CD-label/Oriya

From Script | Spoken-Tutorial
Jump to: navigation, search
Time Narration
00:00 Inkscape ବ୍ୟବହାର କରି Design a CD Label ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ଏକ CD ଲେବଲ୍ ଟେମ୍ପଲେଟ୍ କ୍ରିଏଟ୍ କରିବା
00:11 ଏକ CD ଲେବଲ୍ ଡିଜାଇନ୍ କରିବା
00:13 PNG ଭାବରେ ଫାଇଲ୍ ସେଭ୍ କରିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:18 ଉବୁଣ୍ଟୁ ଲିନକ୍ସ 12.04 OS
00:21 Inkscape ଭର୍ସନ୍ 0.48.4
00:25 Inkscape ଖୋଲନ୍ତୁ
00:27 File ଉପରେ କ୍ଲିକ୍ କରି Document Propertiesକୁ ଯାଆନ୍ତୁ
00:32 Width ଓ Hight ପାରାମିଟର୍ କୁ 425 ପିକ୍ସେଲ୍ସରେ ବଦଳାନ୍ତୁ
00:37 ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ
00:40 Rectangle Tool ବ୍ୟବହାର କରି ଏକ ବର୍ଗ ବନାନ୍ତୁ. ତାହାକୁ ନାଲି ରଙ୍ଗ ଦିଅନ୍ତୁ
00:45 Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ
00:47 Tool Controls Barରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ
00:54 ଏହାପରେ Ellipse Tool ବ୍ୟବହାର କରି ଏକ ବୃତ୍ତ ଆଙ୍କନ୍ତୁ
00:58 ପୁଣିଥରେ, Selector Tool ଉପରେ କ୍ଲିକ୍ କରନ୍ତୁ
01:01 Tool Controls Barରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ
01:07 ଉଭୟ ବୃତ୍ତ ଓ ବର୍ଗକୁ ସିଲେକ୍ଟ କରନ୍ତୁ
01:11 Object ମେନୁକୁ ଯାଆନ୍ତୁ.
01:13 Align and Distribute ଉପରେ କ୍ଲିକ୍ କରନ୍ତୁ
01:16 Relative to କୁ Page ଅପ୍ସନ୍ ରେ ସେଟ୍ କରନ୍ତୁ
01:19 ଅବଜେକ୍ଟଗୁଡ଼ିକୁ କେନ୍ଦ୍ରରେ ଆଲାଇନ୍ କରନ୍ତୁ
01:22 Path ମେନୁକୁ ଯାଆନ୍ତୁ. Difference ଚୟନ କରନ୍ତୁ
01:26 ଏବେ, ଆଉ ଗୋଟିଏ ବୃତ୍ତ ଆଙ୍କନ୍ତୁ
01:28 ପୁଣିଥରେ, Selector Tool ଉପରେ କ୍ଲିକ୍ କରନ୍ତୁ
01:31 Width ଓ Hight ପାରାମିଟର୍ କୁ 85ରେ ବଦଳାନ୍ତୁ
01:35 ତାହାକୁ, Align and Distribute ବ୍ୟବହାର କରି ପେଜ୍ ମଝିକୁ ଆଲାଇନ୍ କରନ୍ତୁ
01:41 ଉଭୟ ଆକୃତିକୁ ସିଲେକ୍ଟ କରନ୍ତୁ
01:44 ଯେହେତୁ ଏହା ଗୋଟିଏ Template ଅଟେ, ଆମେ ରଙ୍ଗକୁ ଧଳାରେ ବଦଳାଇବା
01:49 ତେଣୁ, ଏହା ଏବେ ଦେଖା ନଦେଇପାରେ
01:51 Layer ମେନୁକୁ ଯାଇ Layer ଉପରେ କ୍ଲିକ୍ କରନ୍ତୁ
01:55 ସାମ୍ପ୍ରତିକ ଲେୟର୍ ର ନାଁକୁ CD Templateରେ ବଦଳାନ୍ତୁ
02:00 ଭୁଲବଶତଃ, ଲେୟର୍ ରେ ଏଲେମେଣ୍ଟର ଚଳନିକୁ ଏଡ଼ାଇବା ପାଇଁ ଲେୟର୍ କୁ ଲକ୍ କରନ୍ତୁ
02:05 ଆଉ ଗୋଟିଏ ଲେୟର୍ କ୍ରିଏଟ୍ କରି ତାକୁ CD Design ନାମ ଦିଅନ୍ତୁ
02:10 ତାକୁ CD Tamplate ଲେୟର୍ ତଳେ ରଖନ୍ତୁ
02:13 ଏବେ ଆମ CD Template ପ୍ରସ୍ତୁତ
02:16 ଭବିଷ୍ୟତରେ ଆମେ ଏହାକୁ ବିଭିନ୍ନ CD ତିଆରି ପାଇଁ ବ୍ୟବହାର କରିପାରିବା
02:20 ଫାଇଲ୍ କୁ SVGରେ ସେଭ୍ କରନ୍ତୁ
02:23 Fileକୁ ଯାଇ Save As ଉପରେ କ୍ଲିକ୍ କରନ୍ତୁ
02:26 ମୁଁ ଏହାକୁ Desktopରେ ସେଭ୍ କରିବି
02:29 ମୁଁ ଏହାକୁ CD Template ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି
02:35 ଏବେ ଆମେ, CD Design ଲେୟର୍ ଉପରେ କାମ କରିବା
02:39 ଗୋଟିଏ ବ୍ୟାକଗ୍ରାଉଣ୍ଡ ଡିଜାଇନ୍ କରନ୍ତୁ
02:41 ଏଥିପାଇଁ, Rectangle Tool ବ୍ୟବହାର କରି ଏକ ବର୍ଗ ବନାନ୍ତୁ.
02:46 ରଙ୍ଗ ଧଳା ହୋଇଥିବାରୁ ଏହା ଦେଖା ନଦେଇପାରେ
02:49 ରଙ୍ଗକୁ ଫିକା ନୀଳ କରନ୍ତୁ
02:52 Selector Tool ଟୂଲ୍ ଉପରେ କ୍ଲିକ୍ କରନ୍ତୁ
02:56 ତା’ପରେ Width ଓ Hight ପାରାମିଟର୍ କୁ 425ରେ ବଦଳାନ୍ତୁ
03:01 ମଝିକୁ ଆଲାଇନ୍ କରନ୍ତୁ
03:03 ଏବେ ଆମେ, ସୀମା ମଧ୍ୟରେ Background Colorକୁ ଦେଖିପାରୁଛେ
03:08 ବର୍ତ୍ତମାନ ଏକ ରେଖାଚିତ୍ର ଆଙ୍କନ୍ତୁ
03:11 ଏକ ଗ୍ରେଡିଏଣ୍ଟ ଗ୍ରୀନ୍ ଆଙ୍କନ୍ତୁ
03:14 Bezier Tool ଚୟନ କରି ଗୋଟିଏ ବଙ୍କା ରେଖାଚିତ୍ର ଆଙ୍କନ୍ତୁ
03:19 ଏହାପରେ Spoken Tutorial Logo ଇମ୍ପୋର୍ଟ କରନ୍ତୁ
03:23 ଏହି ଲୋଗୋ, Code Files ଲିଙ୍କରେ ଆପଣଙ୍କୁ ପ୍ରଦାନ କରାଯାଇଛି
03:27 Fileକୁ ଯାଇ Import ଉପରେ କ୍ଲିକ୍ କରନ୍ତୁ
03:32 ଲୋଗୋକୁ ରିସାଇଜ୍ କରି ରେଖାଚିତ୍ର ଉପରେ ତାହାକୁ ରଖନ୍ତୁ
03:37 ଲୋଗୋର ଡାହାଣ ପଟକୁ Spoken Tutorial ଟାଇପ୍ କରନ୍ତୁ
03:41 ଫଣ୍ଟ ସାଇଜ୍ କୁ 20 କରନ୍ତୁ
03:44 ପରବର୍ତ୍ତୀ ଲାଇନ୍ ରେ Partner with us...help bridge the digital divide ଟାଇପ୍ କରନ୍ତୁ
03:51 ଫଣ୍ଟ ସାଇଜ୍ କୁ 8 କରନ୍ତୁ
03:54 CD Label ତଳକୁ ମୁଁ ଯୋଗାଯୋଗ ବିବରଣୀ ଟାଇପ୍ କରିବି
03:59 ମୁଁ ପୂର୍ବରୁ ସେଭ୍ କରିସାରିଥିବା LebreOffice Writer ଫାଇଲ୍ ରୁ ଯୋଗାଯୋଗ ବିବରଣୀ କପୀ କରି
04:05 ତାହାକୁ ତଳେ ପେଷ୍ଟ କରୁଛି
04:08 Contact Usକୁ Bold କରି ତାହାକୁ ମଝିରେ ଆଲାଇନ୍ କରନ୍ତୁ
04:13 ଟେକ୍ସଟ୍ ରଙ୍ଗକୁ ନୀଳ କରନ୍ତୁ
04:16 ଏବେ ଆମେ, CD Labelର ଡାହାଣକୁ କିଛି ଇମେଜେସ୍ ଆଡ୍ କରିବା
04:21 ମୁଁ, ଏକ Image Collage ତିଆରି କରି ତାହାକୁ ମୋର Document ଫୋଲ୍ଡର୍ ରେ ସେଭ୍ କରିସାରିଛି
04:26 ସେହି ଇମେଜ୍ ଟିକୁ Code Files ରେ ଆପଣଙ୍କୁ ପ୍ରଦାନ କରାଯାଇଛି
04:30 ଆପଣ ସେଭ୍ କରିଥିବା ଫୋଲ୍ଡରରେ ଯାଞ୍ଚ କରନ୍ତୁ
04:34 ପ୍ରଥମେ File, ତା’ପରେ Import ଓ ଶେଷରେ Image1ରେ କ୍ଲିକ୍ କରନ୍ତୁ
04:40 ଏବେ, Imageଟି ଏଠାକୁ ଇମ୍ପୋର୍ଟ ହେଲା. ଏହାକୁ ରିସାଇଜ୍ କରନ୍ତୁ
04:48 ମୁଁ ଏହାକୁ CD Lableର ଡାହାଣପଟେ ରଖିବି
04:51 File ଓ Save As କ୍ଲିକ୍ କରି SVG ଫାଇଲ୍ କୁ ସେଭ୍ କରନ୍ତୁ
04:57 ମୁଁ ଏହାକୁ ST, CD Label ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି
05:03 ଏବେ ଆମ CD Lable ପ୍ରସ୍ତୁତ
05:06 ଏବେ, PNG ଫର୍ମାଟ୍ ରେ ଏକ୍ସପୋର୍ଟ କରିବା ବିଷୟରେ ଶିଖିବା
05:10 Fileକୁ ଯାଇ Export Bitmap ଉପରେ କ୍ଲିକ୍ କରନ୍ତୁ
05:14 ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେବ
05:16 Export Areaରେ ଥିବା ପେଜ୍ ଟାବ୍ ରେ କ୍ଲିକ୍ କରନ୍ତୁ
05:21 Bitmap Sizeରେ dpiକୁ 300ରେ ବଦଳାନ୍ତୁ
05:26 ତାହାପରେ Browse ବଟନ୍ ଉପରେ କ୍ଲିକ୍ କରନ୍ତୁ
05:29 ମୁଁ, ଫାଇଲ୍ ସେଭ୍ କରିବାକୁ Desktop ଚୟନ କରିବି,
05:33 ଆଉ ଏହାକୁ ST-CD-Lable ନାମ ଦେଇ ସେଭ୍ ଉପରେ କ୍ଲିକ୍ କରିବି
05:42 ଶେଷରେ Export ବଟନ୍ ଉପରେ କ୍ଲିକ୍ କରନ୍ତୁ
05:46 ଚାଲନ୍ତୁ, ଏବେ Desktopକୁ ଯାଇ ଆମ ଫାଇଲ୍ କୁ ଦେଖିବା
05:50 ଆମ CD Lable ଏହିପରି ଦେଖାଯାଉଛି
05:53 ସଂକ୍ଷିପ୍ତରେ
05:55 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, ଏକ CD ଲେବଲ୍ ଟେମ୍ପଲେଟ୍ କ୍ରିଏଟ୍ କରିବା
06:00 ଏକ CD ଲେବଲ୍ ଡିଜାଇନ୍ କରିବା
06:02 PNG ଫର୍ମାଟ୍ ରେ ଫାଇଲ୍ ସେଭ୍ କରିବା
06:05 ଏକ ଆସାଇନମେଣ୍ଟ ଭାବେ
06:07 Inkscape ପାଇଁ ଏକ CD ଲେବଲ୍ କ୍ରିଏଟ୍ କrantu
06:10 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
06:13 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଦେଖନ୍ତୁ
06:19 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
06:27 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
06:29 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:35 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
06:39 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep