Inkscape/C2/Text-tool-features/Oriya

From Script | Spoken-Tutorial
Jump to: navigation, search
Time Narration
00:01 Inkscape ବ୍ୟବହାର କରି Text Tool Features ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:09 ମାନୁଆଲ୍ କର୍ନିଙ୍ଗ୍,ସ୍ପେଲ୍ ଚେକିଙ୍ଗ୍
00:12 ସୁପରସ୍କ୍ରିପ୍ଟ,ଓ ସବସ୍କ୍ରିପ୍ଟ
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:17 ଉବୁଣ୍ଟୁ ଲିନକ୍ସ 12.04 OS
00:20 Inkscape ଭର୍ସନ୍ 0.48.4
00:24 ମୁଁ ଏହିଟ୍ୟୁଟୋରିଆଲ୍ କୁ ସର୍ବାଧିକ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି. ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ
00:33 Inkscape ଖୋଲନ୍ତୁ
00:35 ପୂର୍ବରୁ, ଏହି ଶୃଙ୍ଖଳାରେ ଆମେ, Text Tool ବ୍ୟବହାର କରି ଟେକ୍ସଟ୍ କ୍ରିଏଟ୍ ଓ ଫର୍ମାଟ୍ ବିଷୟରେ ଶିଖିଥିଲେ
00:40 ଏବେ, Text Toolର କିଛି ମହତ୍ଵପୂର୍ଣ୍ଣ ଫିଚର୍ସ ବିଷୟରେ ଶିଖିବା ତାହା ଉପରେ କ୍ଲିକ୍ କରନ୍ତୁ
00:45 Manual Kerningରୁ ଆରମ୍ଭ କରିବା
00:48 Horizontal kerning, Vertical shift ଓ Character rotation କୁ manual kerns କୁହାଯାଏ
00:54 Spoken ଶବ୍ଦ ଟାଇପ୍ କରନ୍ତୁ
00:58 S ପରେ କର୍ସର୍ କୁ ରଖନ୍ତୁ
01:01 ଚୟନିତ ଅକ୍ଷର ପରେ Horizontal Kerning ସ୍ପେସ୍ ଆଡ୍ କରେ
01:05 S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ବୃଦ୍ଧି କିମ୍ୱା ହ୍ରାସ କରିବା ପାଇଁ ଅପ୍ ଓ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ
01:13 ଦେଖନ୍ତୁ, କେବଳ S ଓ P ଅକ୍ଷର ମଧ୍ୟରେ ସ୍ପେସ୍ ଲାଗୁ ହେଲା
01:19 ମୁଁ Horizontal Kerning ପାରାମିଟର୍ କୁ 3 ରଖିବି
01:24 ପରବର୍ତ୍ତୀ ଆଇକନ୍ Vertical Shift, ଚୟନିତ ଅକ୍ଷର ପରେ ଥିବା ଅକ୍ଷରଗୁଡ଼ିକୁ ଉପରକୁ କିମ୍ୱା ତଳକୁ ଶିଫ୍ଟ କରେ
01:30 ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରନ୍ତୁ
01:34 କର୍ସର୍ ଉପରକୁ ଓ ତଳକୁ ଶିଫ୍ଟ ହେବାପରେ ଅକ୍ଷରଗୁଡ଼ିକୁ ଦେଖନ୍ତୁ
01:39 ଏହି ପାରାମିଟର୍ କୁ 15 ରଖନ୍ତୁ
01:42 ଏହାପରେ ଆମେ, Character Rotation ବ୍ୟବହାର କରି ଆମ କ୍ୟାରେକ୍ଟର୍ସକୁ ରୋଟେଟ୍ କରିବା
01:47 ଏହି ଆଇକନ୍, କର୍ସର୍ ର ଠିକ୍ ପରେ ଥିବା କେବଳ ଗୋଟିଏ ଅକ୍ଷରକୁ ରୋଟେଟ୍ କରେ
01:51 ତେଣୁ, ଅକ୍ଷର e ପୂର୍ବରୁ କର୍ସର୍ କୁ ରଖନ୍ତୁ
01:55 Character Rotationର ଅପ୍ ଓ ଡାଉନ୍ ଆରୋଜ୍ ଉପରେ କ୍ଲିକ୍ କରି ଅକ୍ଷର e ରୋଟେଟ୍ ହେଉଥିବାର ଦେଖନ୍ତୁ
02:02 ଏକାଧିକ କ୍ୟାରେକ୍ଟର୍ ରେ Kerns ଲାଗୁ କରିବା ପାଇଁ, ପ୍ରଥମେ କ୍ୟାରେକ୍ଟର୍ସ ଚୟନ କରି, ତା’ପରେ ଭାଲ୍ୟୁଜ୍ ଦିଅନ୍ତୁ
02:09 ମୁଁ P ଓ o ଅକ୍ଷରକୁ ଚୟନ କରି Horizontal Kerning ପାରାମିଟର୍ 5
02:17 Vertical Shift ପାରାମିଟର୍ 10
02:21 ଓ Character Rotation ପାରାମିଟର୍ କୁ 20 ଦେବି
02:24 ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ
02:26 Kerns କାଢିବା ପାଇଁ, Text Menuକୁ ଯାଇ
02:29 Remove Manual Kerns ଉପରେ କ୍ଲିକ୍ କରନ୍ତୁ
02:32 Manual Kernsକୁ କେବଳ Regular Textରେ ବ୍ୟବହାର କରିହେବ
02:35 Flowed Textରେ ଏହି ଅପ୍ସନଗୁଡ଼ିକ ଡିଜାବଲ୍ ରହିବ
02:39 ଯାଞ୍ଚ କରିବା ପାଇଁ, ଗୋଟିଏ Text Box ବନାନ୍ତୁ
02:43 ଦେଖନ୍ତୁ, ଏବେ Manual Kerns ଅପ୍ସନ୍ ଡିଜାବଲ୍ ହୋଇଗଲା
02:47 ଏହାକୁ Undo କରିବା ପାଇଁ Ctrl+Z ଦାବନ୍ତୁ
02:51 ଏହାପରେ ଆମେ Spell Check ଫିଚର୍ ବିଷୟରେ ଶିଖିବା
02:54 Spell Check ଫିଚର୍ ବୁଝାଇବାକୁ, ମୁଁ ପୂର୍ବରୁ ସେଭ୍ କରିଥିବା Libre Office Writeରୁ ଟେକ୍ସଟ୍ କପୀ କରିବି
03:01 ସବୁ ଟେକ୍ସଟ୍ ଚୟନ କରିବାକୁ Ctrl + A ଏବଂ କପୀ କରିବାକୁ Ctrl + C ଦାବନ୍ତୁ
03:08 ଏବେ, Inkscapeକୁ ଫେରିଆସନ୍ତୁ
03:10 କାନଭାସ୍ ଉପରେ କ୍ଲିକ୍ କରି ଟେକ୍ସଟ୍ ପେଷ୍ଟ କରିବାକୁ Ctrl + V ଦବାନ୍ତୁ
03:15 Text Menuକୁ ଯାଇ Check Spelling ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
03:19 ଏକ ନୂଆ ଡାୟଲଗ୍ ବକ୍ସ ଦେଖାଦେଲା
03:22 ଚୟନିତ ହୋଇଥାଉ ବା ନହୋଇଥାଉ, ସମସ୍ତ ଟେକ୍ସଟ୍ ଚେକ୍ଡ ହେଲା
03:27 ଯେତେବେଳେ ଗୋଟିଏ ସନ୍ଦିଗ୍ଧ ଶବ୍ଦ ମିଳେ, ତାହା ଏକ ନାଲି ବକ୍ସ ଦ୍ୱାରା ଚିହ୍ନାଙ୍କିତ ହେବ ଏବଂ କର୍ସର, ସେହି ଟେକ୍ସଟ୍ ପୂର୍ବରୁ ରହିବ
03:33 http ଶବ୍ଦ ପାଇଁ ପରାମର୍ଶର ଏକ ତାଲିକା ପ୍ରଦର୍ଶିତ ହୁଏ
03:37 ଯେହେତୁ ବନାନ ସଠିକ୍ ଅଟେ, ଆମେ ଏହି ଶବ୍ଦକୁ ଶବ୍ଦକୋଷରେ ଯୋଡ଼ିଦେବା
03:41 ଏଥିପାଇଁ, Add to Dictionary ବଟନ୍ ଉପରେ କ୍ଲିକ୍ କରନ୍ତୁ
03:45 ଏହି କାରଣରୁ Spell Checker ସର୍ବଦା ସଠିକ୍ ବନାନ ବିଶିଷ୍ଟ ଶବ୍ଦକୁ ଗ୍ରହଣ କରିବ
03:50 ଏହାପରେ Turorial ଶବ୍ଦଟି ଚିହ୍ନାଙ୍କିତ ହୋଇଛି
03:53 ଯେହେତୁ ବନାନ ଭୁଲ ଅଛି, ପରାମର୍ଶ ତାଲିକାରୁ ସଠିକ୍ ଶବ୍ଦ ଚୟନ କରନ୍ତୁ, ଯାହା ହେଉଛି tutorial.
03:59 ଏବେ Accept ଉପରେ କ୍ଲିକ୍ କରନ୍ତୁ
04:02 ଯଦି ଆପଣ Ignore ଉପରେ କ୍ଲିକ୍ କରନ୍ତି, ତେବେ ଡକୁମେଣ୍ଟରେ ଥିବା ଅନ୍ୟ ସମସ୍ତ ସମାନ ବନାନ ବିଶିଷ୍ଟ ଶବ୍ଦଗୁଡ଼ିକ ଅଣଦେଖା ହୋଇଯିବ
04:08 Ignore Once ଉପରେ କ୍ଲିକ କଲେ ଶବ୍ଦଟି ଗୋଟିଏ ଥର ଅଣଦେଖା ହେବ, ଅର୍ଥାତ୍ କେବଳ ପ୍ରଥମ ଥର
04:14 ବନାନ ଯାଞ୍ଚ ପ୍ରକ୍ରିୟା ବନ୍ଦ କରିବାକୁ ହେଲେ Stop ଉପରେ କ୍ଲିକ୍ କରିବାକୁ ହେବ
04:18 Start ବଟନ୍ କ୍ଲିକ୍ କରି ଆମେ ପ୍ରକ୍ରିୟାକୁ ପୁଣି ଆରମ୍ଭ କରିପାରିବା
04:22 ଉପର ଡାହାଣପଟେ ଥିବା ଟେକ୍ସଟ୍ ରୁ ବନାନ ଯାଞ୍ଚ ଆରମ୍ଭ ହୋଇ କାନଭାସ୍ ର ତଳକୁ ଯିବ
04:27 ଏହି ଡାୟଲଗ୍ ବକ୍ସକୁ ବନ୍ଦ କରି ଗୋଟିଏ ପାଖରେ ରଖନ୍ତୁ
04:32 ଏହାପରେ ଆମେ, Superscript ଓ Subscript ଲେଖିବା ବିଷୟରେ ଶିଖିବା
04:36 ଗାଣିତିକ ଫର୍ମୂଲା ଟାଇପ୍ କରନ୍ତୁ (a+b)2 = a2+b2+2ab.(a + b whole square is equal to a square plus b square plus 2ab).
04:44 ଆମକୁ ତିନୋଟି ସ୍ଥାନରେ ସଂଖ୍ୟା 2କୁ Square ଭାବରେ ବଦଳାଇବାକୁ ହେବ
04:48 ପ୍ରଥମେ 2କୁ ସିଲେକ୍ଟ କରନ୍ତୁ. Tool controls barକୁ ଯାଆନ୍ତୁ Toggle, Superscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ
04:56 ସମାନ ଭାବରେ ବଳକା 2ଗୁଡ଼ିକୁ ବଦଳାନ୍ତୁ
04:59 ଏହାପରେ ଆମେ, Subscript ବ୍ୟବହାର କରି ଏକ କେମିକଲ୍ ଫର୍ମୂଲା ଲେଖିବା
05:04 ଟାଇପ୍ କରନ୍ତୁ H2SO4
05:07 ଏଠାରେ 2 ଓ 4କୁ Subscriptରେ ଲେଖିବା
05:11 ପ୍ରଥମେ 2 ସିଲେକ୍ଟ କରନ୍ତୁ Tool Controls Barକୁ ଯାଇ Toggle Subscript ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:17 ସମାନ ଭାବରେ ବଳକା 4କୁ ବଦଳାନ୍ତୁ
05:19 ସଂକ୍ଷିପ୍ତରେ
05:21 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିଲେ,
05:24 ମାନୁଆଲ୍ କର୍ନିଙ୍ଗ୍,ସ୍ପେଲ୍ ଚେକିଙ୍ଗ୍
05:26 ସୂପର୍ ସ୍କ୍ରିପ୍ଟ ଓ,ସବସ୍କ୍ରିପ୍ଟ
05:29 ଆପଣଙ୍କ ପାଇଁ 2ଟି ଆସାଇନମେଣ୍ଟ
05:31 How are you ଲେଖି ଫଣ୍ଟ ସାଇଜ୍ କୁ 75ରେ ବଦଳାନ୍ତୁ
05:36 w ପାଖରେ କର୍ସର୍ କୁ ରଖି Horizontal Kerning ପାରାମିଟର୍ କୁ -20 କରନ୍ତୁ
05:42 are ଶବ୍ଦକୁ ସିଲେକ୍ଟ କରନ୍ତୁ ଓ Vertical Shiftକୁ 40ରେ ବଦଳାନ୍ତୁ
05:47 you ଶବ୍ଦକୁ ସିଲେକ୍ଟ କରି Character Rotationକୁ -30ରେ ବଦଳାନ୍ତୁ
05:52 Subscript ଓ Superscript ବ୍ୟବହାର କରି ନିମ୍ନ ଫର୍ମୂଲାକୁ ଲେଖନ୍ତୁ
05:57 Silver sulfate - Ag₂SO₄
06:00 a2−b2=(a−b)(a+b)
06:06 ସମ୍ପୂର୍ଣ୍ଣ କରାଯାଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ
06:09 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ ଦୟାକରି ଏହାକୁ ଦେଖନ୍ତୁ
06:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
06:22 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
06:24 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
06:30 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
06:34 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
06:36 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep