BASH/C2/More-on-Arrays/Oriya

From Script | Spoken-Tutorial
Jump to: navigation, search
Time Narration
00:02 BASH ରେ More on Arrays ଉପରେ ସ୍ପୋକନ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା
00:10 ଏକ Arrayରୁ ଗୋଟିଏ ଏଲେମେଣ୍ଟ ବାହାର କରିବା
00:13 ଏକ Arrayରେ ଗୋଟିଏ ଏଲେମେଣ୍ଟକୁ ବଦଳାଇବା
00:16 ଏକ Array ରେ ଗୋଟିଏ ଏଲେମେଣ୍ଟକୁ ଯୋଗ କରିବା ଓ
00:19 ଏକ Arrayରୁ ଗୋଟିଏ ଏଲେମେଣ୍ଟକୁ କାଢିବା
00:22 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡିବ Linux Operating System ସହିତ
00:28 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:34 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି

ଉବୁଣ୍ଟୁ ଲିନକ୍ସ 12.04 OS ଓ

00:41 GNU Bash ଭର୍ସନ୍ 4.1.10
00:45 ଦୟାକରି ଧ୍ୟାନଦିଅନ୍ତୁ ଯେ, ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ବା ଊର୍ଦ୍ଧ୍ଵର ସୁପାରିସ କରାଯାଉଛି
00:50 ଚାଲନ୍ତୁ ଦେଖିବା ଏକ elementକୁ କିପରି ଆମେ ଏକ ଆରେରୁ ବାହାର କରିବା
00:55 ଏକ ଆରେରେ ଥିବା ଏଲେମେଣ୍ଟଗୁଡିକୁ ଯେକୌଣସି ସ୍ଥାନରୁ ବାହାର କରାଯାଇପାରେ
01:00 ଏଠାରେ ଅବସ୍ଥିତି ହେଉଛି index number
01:04 ମନେରଖନ୍ତୁ, index number ସର୍ବଦା ଶୂନରୁ ଆରମ୍ଭ ହୁଏ
01:09 ସିଣ୍ଟାକ୍ସ ନିମ୍ନାନୁସାରେ ଅଟେ:
01:12 ArrayName ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ At ଚିହ୍ନ କୋଲନ୍ position କୋଲନ୍ ଉଲ୍ଲିଖିତ ଅବସ୍ଥିତିରୁ କଢାଯିବାକୁ ଥିବା “ଏଲେମେଣ୍ଟଗୁଡ଼ିକର ସଂଖ୍ୟା”
01:25 ଚାଲନ୍ତୁ ଏହାକୁ ଏକ ଉଦାହରଣ ସାହାଯ୍ୟରେ ବୁଝିବା
01:29 Ctrl+Alt ଓ T କୁ ଏକସଙ୍ଗରେ ଦାବି terminal ଖୋଲନ୍ତୁ
01:37 ଟାଇପ୍ କରନ୍ତୁ : gedit ସ୍ପେସ୍ array2.sh ସ୍ପେସ୍ & (ଆମ୍ପର୍ସେଣ୍ଡ ଚିହ୍ନ). Enter ଦାବନ୍ତୁ
01:47 ଏବେ ନିଜର array2.sh ଫାଇଲରେ, ଏଠାରେ ଦେଖାଯାଇଥିବା ପରି code ଟାଇପ୍ କରନ୍ତୁ
01:54 ଏବେ ଚାଲନ୍ତୁ, ପ୍ରୋଗ୍ରାମକୁ ବୁଝିବା
01:56 ଏହା ହେଉଛି Shebang line
01:59 ନିମ୍ନ ଏଲେମେଣ୍ଟସ୍ ସହିତ ଏହି Declare କମାଣ୍ଡ Linux ନାମକ ଏକ Array ଡିକ୍ଲେର୍ କରେ
02:06 Debian, Redhat, Ubuntu ଓ Fedora
02:11 ଏହି echo କମାଣ୍ଡ, array ମଧ୍ୟରେ ଥିବା ସମସ୍ତ ଏଲେମେଣ୍ଟକୁ ପ୍ରିଣ୍ଟ କରିବ
02:16 ପରବର୍ତ୍ତୀ echo କମାଣ୍ଡ କଢ଼ାଯାଇଥିବା ଏଲେମେଣ୍ଟଗୁଡିକୁ ପ୍ରିଣ୍ଟ କରିବ
02:21 ${Linux[@]:1:2 କମାଣ୍ଡ, One ଇଣ୍ଡେକ୍ସରୁ ଆରମ୍ଭ କରି ଦୁଇଟି ଏଲେମେଣ୍ଟସ୍ ପ୍ରିଣ୍ଟ କରିବ, ଯାହା ହେଉଛି Redhat
02:34 ଏବେ, ଟର୍ମିନଲ୍ କୁ ଫେରିଚାଲନ୍ତୁ
02:36 ପ୍ରଥମେ ଆମେ “chmod” ସ୍ପେସ “plus x ସ୍ପେସ୍ array2.sh” ଟାଇପକରି ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା. ଏଣ୍ଟର୍ ଦାବନ୍ତୁ
02:50 “ଡଟ୍ ସ୍ଲାଶ୍ array2.sh” ଟାଇପକରି ଏଣ୍ଟର୍ ଦାବନ୍ତୁ
02:56 ଆମେ, Original elements in an array Linux: Debian Redhat Ubuntu Fedora” ଆଉଟପୁଟ ପାଇବା
03:06 ଦୁଇଟି ଏଲେମେଣ୍ଟ, ଯାହା index one(Redhat) ରୁ ଆରମ୍ଭ : ରେଡହ୍ୟାଟ୍ ଓ ଉବୁଣ୍ଟୁ
03:12 ଆମେ “slides”କୁ ଫେରିଯିବା
03:15 ଗୋଟିଏ ଆରେରେ ଏକ ଏଲେମେଣ୍ଟକୁ କିପରି ବଦଳାଯାଏ, ଦେଖିବା
03:19 ନିମ୍ନଲିଖିତ ସିଣ୍ଟାକ୍ସ ବ୍ୟବହାରକରି ଏକ ଆରେରେ ଥିବା ଏକ ଏଲେମେଣ୍ଟ କୁ ବଦଳାଇହେବ
03:25 ArrayName ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ 'n' ଇକ୍ୱାଲ୍ସ ଟୁ ସିଙ୍ଗଲ୍ କ୍ୱୋଟ୍ ମଧ୍ୟରେ 'NewWord.'
03:34 ଏଠାରେ ‘n’ ହେଉଛି “index number” ବା “element number”
03:38 ଟେକ୍ସଟ୍ ଏଡିଟରକୁ ଫେରିଆସନ୍ତୁ
03:41 Linux[2]= 'Mandriva'
03:45 ଏହି କମାଣ୍ଡ, ତୃତୀୟ ଏଲେମେଣ୍ଟ “Ubuntu”କୁ “Mandriva” ସହିତ ବଦଳାଇଦେବ
03:51 ଏହି “echo” କମାଣ୍ଡ, ବଦଳ ପରେ, “Linux” ଆରେରେ ଥିବା ସମସ୍ତ ଏଲେମେଣ୍ଟ କୁ ପ୍ରଦର୍ଶିତ କରିବ
03:58 Terminalକୁ ଫେରିଚାଲନ୍ତୁ
04:01 ଆମେ ଆଉଥରେ ନିଷ୍ପାଦନ କରିବା
04:04 ଏହା, All elements after replacement: Debian, Redhat, Mandriva Fedora ପ୍ରଦର୍ଶିତ କରିବ
04:12 ବର୍ତ୍ତମାନ slidesକୁ ଫେରିଚାଲନ୍ତୁ
04:14 ଆରେରେ କିପରି ଏକ ଏଲେମେଣ୍ଟ ଯୋଗ କରାଯାଏ, ଦେଖିବା
04:18 ArrayName ଇକ୍ୱାଲ୍ ଟୁ, ଗୋଲ ବ୍ରାକେଟ୍ ଆରମ୍ଭ , ଡବଲ୍ କ୍ୱୋଟ୍ ମଧ୍ୟରେ ଡଲାର ଚିହ୍ନ, କର୍ଲୀ ବ୍ରାକେଟ୍ ଆରମ୍ଭ ArrayName, ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ At ଚିହ୍ନ ସ୍କ୍ୱୟାର୍ ବ୍ରାକେଟ୍ ଶେଷ, କର୍ଲୀ ବ୍ରାକେଟ୍ ଶେଷ

ସ୍ପେସ୍ ଡବଲ କ୍ୱୋଟ୍ ମଧ୍ୟରେ New_Word_1 ସ୍ପେସ୍ ଡବଲ କୋଟ୍ ମଧ୍ୟରେ New_Word_2 ଓ ଗୋଲ ବ୍ରାକେଟ୍ ଶେଷ

04:45 ଚାଲନ୍ତୁ, ଏକ ଉଦାହରଣ ଦ୍ୱାରା ଏହାକୁ ବୁଝିବା
04:50 କୋଡ୍ ଫାଇଲ୍ କୁ ଫେରିଚାଲନ୍ତୁ
04:52 ହାଇଲାଇଟ୍ ହୋଇଥିବା କମାଣ୍ଡ, array Linux ସହିତ ଏକ ନୂଆ ଏଲେମେଣ୍ଟ Suseକୁ Append କରିବ
04:59 “Suse”କୁ ଆପେଣ୍ଡ କଲାପରେ ଆମେ ସମସ୍ତ ଏଲେମେଣ୍ଟକୁ “echo” କରିବା
05:05 ଟର୍ମିନାଲକୁ ଫେରିଚାଲନ୍ତୁ
05:07 ମୁଁ promptକୁ କ୍ଲିଅର୍ କରିଦେଉଛି
05:09 ଆମେ ପ୍ରୋଗ୍ରାମ୍ କୁ ପୁଣି ଥରେ ନିଷ୍ପାଦନ କରିବା
05:12 ଆଉଟପୁଟ ଭାବେ ପ୍ରଦର୍ଶିତ ହେବ : All elements after appending Suse : Debian Redhat Mandriva Fedora ଓ Suse
05:22 ବର୍ତ୍ତମାନ “slides”କୁ ଫେରିଆସିବା
05:24 ଏକ ଆରେରୁ କିପରି ଏକ ଏଲେମେଣ୍ଟକୁ ବାହାର କରାଯାଏ, ଆମେ ଦେଖିବା
05:29 ନିମ୍ନ ସିଣ୍ଟାକ୍ସ ବ୍ୟବହାର କରି ଏକ ଏଲେମେଣ୍ଟକୁ ଏକ ଆରେରୁ ବାହାର କରାଯାଇପାରିବ
05:35 “unset ସ୍ପେସ୍ ArrayName” ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ “index number” ସ୍କ୍ୱୟାର୍ ବ୍ରାକେଟ୍ ଶେଷ
05:44 ଆମେ କୋଡ୍ ଫାଇଲ୍ କୁ ଫେରିବା
05:46 ଏଠାରେ ଆମେ “unset” କମାଣ୍ଡ ବ୍ୟବହାର କରୁଛୁ
05:50 ଏବଂ ଆମେ “Linux” ଆରେରେ ଥିବା ତୃତୀୟ ଏଲେମେଣ୍ଟ “Mandrive”କୁ ବାହାର କରିଦେବା
05:56 ତା’ପରେ “Mandrive” ବାହାର ହେଲାପରେ ଆମେ ସମସ୍ତ ଏଲେମେଣ୍ଟ କୁ ପୁନର୍ବାର “echo” କରିବା
06:02 ବର୍ତ୍ତମାନ Terminal କୁ ଫେରିଯିବା
06:04 ଆମେ ପ୍ରୋଗ୍ରାମ୍ କୁ ନିଷ୍ପାଦନ କରିବା
06:07 “Mandrive”କୁ କଢାଯିବାପରେ ଏହାହେଉଛି ସମସ୍ତ ଉପାଦନର ସୂଚୀ
06:12 “Debian Redhat Fedora ଏବଂ Suse”
06:16 ଏହା ଆମକୁ ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
06:19 ଆମର “slides”କୁ ଫେରିଯିବା
06:21 ସଂକ୍ଷିପ୍ତରେ
06:23 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ
06:25 ଆରେରୁ ଏକ ଏଲେମେଣ୍ଟକୁ ବାହାର କରିବା
06:28 ଆରେରେ ଏକ ଏଲେମେଣ୍ଟକୁ ବଦଳ କରିବା
06:30 ଆରେରେ ଏକ ଏଲେମେଣ୍ଟ ଯୋଗ କରିବା ଏବଂ
06:32 ଆରେରୁ ଏକ ଏଲେମେଣ୍ଟକୁ କାଢିଦେବା
06:36 ଏକ ଆସାଇନମେଣ୍ଟ ଭାବେ - 7 ଦୀର୍ଘ ବିଶିଷ୍ଟ ଏକ ଆରେ names2 ଘୋଷଣା କରନ୍ତୁ ଏବଂ ନିମ୍ନଲିଖିତ କାର୍ଯ୍ୟ କରନ୍ତୁ
06:44 ଇଣ୍ଡେକ୍ସ twoରୁ ଆରମ୍ଭ ହୋଇଥିବା ତିନୋଟି ଉପାଦନକୁ ବାହାର କରନ୍ତୁ
06:48 ତୃତୀୟ ଏଲେମେଣ୍ଟକୁ “Debian” ସହ ବଦଳାଇ ପ୍ରଦର୍ଶିତ କରାନ୍ତୁ
06:55 ଆରେର ଶେଷରେ ଯେକୌଣସି ଦୁଇଟି ନାମ ଆପେଣ୍ଡ କରନ୍ତୁ
06:58 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:01 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ସାରାଂଶିତ କରେ
07:04 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
07:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
07:12 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
07:15 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
07:19 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:27 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:31 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:38 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
07:50 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
07:55 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble