Advanced-Cpp/C2/Polymorphism/Oriya

From Script | Spoken-Tutorial
Jump to: navigation, search
Time Narration
00:02 ବନ୍ଧୁଗଣ, Polymorphism in C++ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ:
00:10 Polymorphism, Virtual Function, ବିଷୟରେ ଶିଖିବା
00:13 ଏହାକୁ ଗୋଟିଏ ଉଦାହରଣ ସାହାଯ୍ୟରେ କରନ୍ତୁ
00:16 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:

Ubuntu OS ଭର୍ସନ୍ 11.10, g++ କମ୍ପାଇଲର୍ ଭର୍ସନ୍ 4.6.1

00:27 ଚାଲନ୍ତୁ polymorphismର ଗୋଟିଏ ପରିଚୟରୁ ଆରମ୍ଭ କରିବା
00:31 ବିଭିନ୍ନ ଆକାର ନେବା ପାଇଁ, Polymorphism ଏକ କ୍ଷମତା ଅଟେ
00:36 ସମାନ ନାମ ଥିବା ଗୋଟିଏ ଫଙ୍କଶନକୁ ବିଭିନ୍ନ ମାର୍ଗରେ ବ୍ୟବହାର କରିବା ପାଇଁ ଏହା ଏକ କୌଶଳ ଅଟେ
00:42 ଚାଲନ୍ତୁ virtual ଫଙ୍କଶନକୁ ଦେଖିବା
00:45 Virtual ଫଙ୍କଶନ୍ ଗୋଟିଏ କ୍ଲାସର member ଫଙ୍କଶନ୍ ଅଟେ
00:49 ଏହାର derived କ୍ଲାସରେ ଏହାକୁ ଓଭରରାଇଡ୍ କରିପାରିବେ
00:53 ଏହା କୀୱର୍ଡ virtual ସହିତ ଘୋଷଣା କରାଯାଏ
00:57 run-timeରେ Virtual ଫଙ୍କଶନର କଲକୁ ସମାଧାନ କରାଯାଏ
01:01 ବର୍ତ୍ତମାନ, ଚାଲନ୍ତୁ virtual ଫଙ୍କଶନ୍ ଉପରେ ଥିବା ଗୋଟିଏ ଉଦାହରଣକୁ ଦେଖିବା
01:06 କୋଡ୍ ଲେଖାଯାଇ ସାରିଛି
01:08 ଚାଲନ୍ତୁ ଏହାକୁ ବୁଝିବା
01:10 ଧ୍ୟାନଦିଅନ୍ତୁ ଯେ ଫାଇଲ୍ ନାମ virtual.cpp ଅଟେ
01:15 ଏହି ପ୍ରୋଗ୍ରାମରେ, ଗୋଟିଏ rectangle, parallelogram ଓ triangleର କ୍ଷେତ୍ରଫଳକୁ ଗଣନା କରନ୍ତୁ
01:22 iostream, ଏହା ହେଡର୍ ଫାଇଲ୍ ଅଟେ
01:25 ଏଠାରେ std namespaceକୁ ବ୍ୟବହାର କରନ୍ତୁ
01:29 ତା’ପରେ, Parallelogram ନାମକ ଗୋଟିଏ କ୍ଲାସ୍ ଅଛି
01:33 ଏହା base କ୍ଲାସ୍ ଅଟେ
01:35 ଏଥିରେ, width, height ଓ ar ଭାବେ integer ଭେରିଏବଲଗୁଡିକୁ ଘୋଷଣା କରନ୍ତୁ
01:42 ଏଗୁଡିକ protected ଭାବେ ଘୋଷିତ ହୋଇଛନ୍ତି
01:45 ତା’ପରେ public ଭାବେ ଘୋଷିତ ହୋଇଥିବା, set_values() ଫଙ୍କଶନ୍ ଅଛି
01:50 ଏଠାରେ, a ଓ b ଭାବେ ଦୁଇଟି ଆର୍ଗୁମେଣ୍ଟକୁ ଘୋଷଣା କରାଯାଇଛି
01:55 ତା’ପରେ, public membersକୁ ବ୍ୟବହାର କରି protected membersକୁ ଆକ୍ସେସ୍ କରନ୍ତୁ
02:00 ଏହା virtual function area() ଅଟେ
02:04 ଏଠାରେ parallelogramର କ୍ଷେତ୍ରଫଳକୁ ଗଣନା କରନ୍ତୁ
02:07 ତା’ପରେ derived କ୍ଲାସ୍ ଭାବେ ଗୋଟିଏ Rectangle କ୍ଲାସ୍ ଅଛି
02:12 ଏହା Parallelogram ନାମକ base କ୍ଲାସର ପ୍ରପର୍ଟୀଗୁଡିକୁ ଇନହେରିଟ୍ କରିବ
02:17 ଏଠାରେ ଫଙ୍କଶନ୍ area()କୁ override କରନ୍ତୁ
02:21 ତା’ପରେ rectangleର କ୍ଷେତ୍ରଫଳକୁ ଗଣନା କରନ୍ତୁ
02:23 ଏବଂ ଭାଲ୍ୟୂକୁ ପ୍ରିଣ୍ଟ କରନ୍ତୁ
02:25 ଏଠାରେ triangle ନାମକ ଅନ୍ୟ ଏକ derived କ୍ଲାସ୍ ଅଛି
02:29 ଏହା ମଧ୍ୟ Parallelogram ନାମକ base କ୍ଲାସର ପ୍ରପର୍ଟୀଗୁଡିକୁ ଇନହେରିଟ୍ କରିବ
02:35 ପୁନର୍ବାର ଏଠାରେ ଫଙ୍କଶନ୍ area()କୁ override କରନ୍ତୁ
02:39 ତା’ପରେ triangleର କ୍ଷେତ୍ରଫଳକୁ ଗଣନା କରନ୍ତୁ
02:41 ଏବଂ ଭାଲ୍ୟୁକୁ ପ୍ରିଣ୍ଟ କରନ୍ତୁ
02:43 ଏହା main() ଫଙ୍କଶନ୍ ଅଟେ
02:46 ଏଠାରେ କ୍ଲାସ୍ Parallelogramର, p ଭାବେ ଗୋଟିଏ ଅବଜେକ୍ଟ ସୃଷ୍ଟି କରନ୍ତୁ
02:52 ଏଠାରେ pointer parallelକୁ ଦେଖିପାରିବେ
02:56 ଏହା parallelogram କ୍ଲାସର pointer ଅଟେ
03:00 ଏହାକୁ Base pointer କୁହାଯାଏ
03:03 base କ୍ଲାସର Pointer, derived କ୍ଲାସର ଅବଜେକ୍ଟକୁ ପଏଣ୍ଟ କରିପାରିବ
03:08 ଏଠାରେ Rectangle ଓ Triangle କ୍ଲାସର ଅବଜେକ୍ଟଗୁଡିକୁ ସୃଷ୍ଟି କରନ୍ତୁ
03:14 ଏଠାରେ, pର ଆଡ୍ରେସରେ parallelକୁ ଆସାଇନ୍ କରାଯାଇଛି
03:18 ତା’ପରେ 3 ଓ 2 ଭାବେ ଆର୍ଗୁମେଣ୍ଟଗୁଡିକୁ ପାସ୍ କରନ୍ତୁ
03:23 ତା’ପରେ ଫଙ୍କଶନ୍ area()କୁ କଲ୍ କରନ୍ତୁ
03:26 ଏଠାରେ, rectର ଆଡ୍ରେସରେ parallelକୁ ଆସାଇନ୍ କରାଯାଇଛି
03:30 Rectangle କ୍ଲାସର rect ଅବଜେକ୍ଟ ଅଟେ
03:33 ପୁନର୍ବାର 4 ଓ 5 ଭାବେ ଆର୍ଗୁମେଣ୍ଟଗୁଡିକୁ ପାସ୍ କରନ୍ତୁ
03:37 ଏବଂ ଫଙ୍କଶନ୍ area()କୁ କଲ୍ କରନ୍ତୁ
03:40 ଏବଂ ଶେଷରେ, Triangleର ଆଡ୍ରେସରେ parallelକୁ ଆସାଇନ୍ କରନ୍ତୁ
03:45 trgl
03:47 କ୍ଲାସ୍ Triangleର ଏହା ଅବଜେକ୍ଟ ଅଟେ
03:51 ଏଠାରେ, 6 ଓ 5କୁ ଆର୍ଗୁମେଣ୍ଟ ଭାବେ ପାସ୍ କରନ୍ତୁ
03:54 ଏବଂ area() ଫଙ୍କଶନକୁ କଲ୍ କରନ୍ତୁ
03:56 ଏବଂ ଏହା return ଷ୍ଟେଟମେଣ୍ଟ ଅଟେ
03:59 ବର୍ତ୍ତମାନ, ପ୍ରୋଗ୍ରାମକୁ ନିଷ୍ପାଦନ କରନ୍ତୁ
04:02 କୀବୋର୍ଡ ଉପରେ Ctrl, Alt ଓ T କୀକୁ ଏକ ସଙ୍ଗେ ଦାବି ଟର୍ମିନଲ୍ ୱିଣ୍ଡୋକୁ ଖୋଲନ୍ତୁ
04:09 କମ୍ପାଇଲ୍ କରିବା ପାଇଁ, ଟାଇପ୍ କରନ୍ତୁ: g++ ସ୍ପେସ୍ virtual.cpp ସ୍ପେସ୍ -o ସ୍ପେସ୍ vir, Enter ଦାବନ୍ତୁ
04:20 ଟାଇପ୍ କରନ୍ତୁ: ./vir, Enter ଦାବନ୍ତୁ
04:24 ପ୍ରଦର୍ଶିତ ନିମ୍ନଲିଖିତ ଆଉଟପୁଟକୁ ଦେଖନ୍ତୁ:
04:27 Area of parallelogram is 6
04:29 Area of rectangle is 20
04:31 and Area of triangle is 15
04:34 slidesକୁ ଫେରିଆସନ୍ତୁ
04:36 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ-
04:39 Polymorphism
04:41 Virtual function, ଉଦାହରଣ Virtual int area()
04:45 ଏକ ଆସାଇନମେଣ୍ଟ ଭାବେ: rectangle, square ଓ triangleର ପରିସୀମାକୁ ଗଣନା କରନ୍ତୁ
04:50 ପରିସୀମାକୁ ଗୋଟିଏ Virtual ଫଙ୍କଶନ୍ ଭାବେ ସୃଷ୍ଟି କରନ୍ତୁ
04:54 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
04:57 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
05:00 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
05:04 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
05:06 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
05:09 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
05:14 ଅଧିକ ବିବରଣୀ ପାଇଁ ଦୟାକରି, contact@spoken-tutorial.orgକୁ ଲେଖନ୍ତୁ
05:21 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
05:25 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
05:32 ଏହି ମିଶନ୍ ଉପରେ ଅଧିକ ବିବରଣୀ http://spoken-tutorial.org/NMEICT-Introରେ ଉପଲବ୍ଧ
05:37 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep