PHP-and-MySQL/C2/Loops-Do-While-Statement/Oriya

From Script | Spoken-Tutorial
Revision as of 18:15, 13 July 2018 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ ପୁନର୍ବାର ସ୍ଵାଗତ! ଏହି ଟ୍ୟୁଟୋରିଆଲରେ ଆମେ do-while ଲୂପ୍ ବିଷୟରେ ଶିଖିବା
00:05 ଏହାକୁ do-while ଷ୍ଟେଟମେଣ୍ଟ ମଧ୍ୟ କୁହାଯାଏ. ଆପଣ ଏହାକୁ ଗୋଟିଏ loop କିମ୍ବା ଗୋଟିଏ statement ଭାବେ ମଧ୍ୟ ଚୟନ କରିପାରିବେ
00:12 ଆଧାର while ଲୂପ୍ ଭଳି ସମାନ ଅଟେ ଯଦିଓ condition, ଲୂପର START ରେ ପ୍ରତିରୋଧ ହେଲେ ମଧ୍ୟ ENDରେ ଯାଞ୍ଚ ହୋଇଛି
00:20 କର୍ଲୀ ବ୍ରାକେଟ୍ ସହିତ ଆମର ବ୍ଲକ୍ ମଧ୍ୟରେ do ଏବଂ ଶେଷରେ while ଅଛି. ତା’ପରେ ଏଠାରେ ଗୋଟିଏ condition ଅଛି. ତେଣୁ ଏହା condition ଅଟେ
00:29 ବର୍ତ୍ତମାନ ମୁଁ ଗୋଟିଏ ଛୋଟ ପ୍ରୋଗ୍ରାମ୍ ଲେଖିବାକୁ ଯାଉଛି- ପ୍ରତ୍ୟେକ ଥର ମୁଁ ସଂଖ୍ୟାଗୁଡିକରେ ବୃଦ୍ଧି କରିବା ସହିତ ମୋ’ର while ଲୂପରେ କରିଥିବା ଭଳି ପ୍ରତ୍ୟେକ ଲାଇନରେ echo କରିବାକୁ ଚାହୁଁଛି
00:41 ବର୍ତ୍ତମାନ condition – ଯେତେବେଳେ ସଂଖ୍ୟାଟି 10ରେ ପହଞ୍ଚିବ, ମୋ’ର name ନାମକ ଗୋଟିଏ ଭେରିଏବଲ୍ ଆବଶ୍ୟକ ଯାହା ଅନ୍ୟ ଏକ ନାମକୁ ପରିବର୍ତ୍ତନ ହେବ ଯେଉଁଠି loop ବନ୍ଦ ହୋଇଯିବ
01:00 ଆରମ୍ଭ କରିବା ପାଇଁ ମୁଁ $num = 1 ଟାଇପ୍ କରିବି
01:04 ତା’ପରେ ମୋ’ର nameକୁ Alex ଭାବେ ଟାଇପ୍ କରିବି
01:09 loop ପାଇଁ ମୁଁ ଆବଶ୍ୟକ କରୁଥିବା condition ହେଉଛି – while $name == Alex
01:15 ଯେତେବେଳ ପର୍ଯ୍ୟନ୍ତ name, Alex ସହିତ ସମାନ ହେଉଥିବ ଏହା ଲୂପ୍ କରିବ. ତେଣୁ ଗୋଟିଏ ନିର୍ଦ୍ଦିଷ୍ଟ କଣ୍ଡିଶନରେ କୌଣସି ସ୍ଥାନରେ ମୋତେ ଘୋଷଣା କରିବାକୁ ହେବ – ନାମକୁ Billyରେ ପରିବର୍ତ୍ତନ କରିବା ଦ୍ଵାରା ଲୂପ୍ ଆଉ ଆଗକୁ ବଢିବ ନାହିଁ କାରଣ ନାମ Alex ସହିତ ସମାନ ନୁହେଁ
01:31 ବର୍ତ୍ତମାନ do ଲୂପ୍ ମଧ୍ୟରେ ଗୋଟିଏ if ଷ୍ଟେଟମେଣ୍ଟକୁ ସଂଯୁକ୍ତ କରନ୍ତୁ. ମନେରଖନ୍ତୁ ଯେ ଆପଣ if ଷ୍ଟେଟମେଣ୍ଟ ମଧ୍ୟରେ if ଷ୍ଟେଟମେଣ୍ଟକୁ ରଖିପାରିବେ

loops ମଧ୍ୟରେ if ଷ୍ଟେଟମେଣ୍ଟ, loops ମଧ୍ୟରେ loops ଏବଂ ଯେତେବେଳ ପର୍ଯ୍ୟନ୍ତ ଆପଣଙ୍କ କୋଡ୍ ସଠିକ୍ ଭାବେ କାର୍ଯ୍ୟ ଓ ପ୍ରବାହ କରୁଥିବ ଏବଂ ଅସୀମ ଭେଲ୍ୟୁଗୁଡିକ ସୃଷ୍ଟି କରୁନଥିବ ସେତେବେଳ ପର୍ଯ୍ୟନ୍ତ ଆପଣ ଯାହା କରିବେ ତାହାର କିଛି ସୀମା ନାହିଁ

01:55 ବର୍ତ୍ତମାନ do ଟାଇପ୍ କରନ୍ତୁ
01:57 ପ୍ରଥମେ ସଂଖ୍ୟାର ଭେଲ୍ୟୁକୁ echo କରନ୍ତୁ
02:00 ଆପଣ ଗୋଟିଏ ସଂକ୍ଷିପ୍ତ HTML code ସହିତ ଲାଇନକୁ ବ୍ରେକ୍ କରିବା ପାଇଁ କନକାନେଟ୍ କରିପାରିବେ
02:05 ଏଠାରେ $num++ ଟାଇପ୍ କରନ୍ତୁ ଯାହା $num +1 ସହିତ ସମାନ ଅଟେ
02:14 ତା’ପରେ ମୋ’ର if ଷ୍ଟେଟମେଣ୍ଟ ରହିବ - if $num, ଗ୍ରେଟର୍ ଦ୍ୟାନ୍ ଅର୍ ଇକ୍ଵାଲ ଟୁ 10 (>=) ହୁଏ ତେବେ echo କରନ୍ତୁ ନାହିଁ
02:26 ମୁଁ $nameକୁ Billyରେ ପରିବର୍ତ୍ତନ କରିବାକୁ ଚାହୁଁଛି
02:30 ପୂର୍ବାଲୋକନ କରନ୍ତୁ. ମନେରଖନ୍ତୁ ଯେ ମୁଁ ଏଠାରେ କର୍ଲୀ ବ୍ରାକେଟ୍ ବ୍ୟବହାର କରୁ ନାହିଁ କାରଣ ମୋ’ର କୋଡର ଗୋତିଏ ଲାଇନ୍ ଅଛି ଯାହା if ଷ୍ଟେଟମେଣ୍ଟ ପରେ ବ୍ଲକ୍ ମଧ୍ୟରେ ନିଷ୍ପାଦନ ହେବା ଆବଶ୍ୟକ
02:42 ତେଣୁ ମୋ’ର କେବଳ କୋଡର ଗୋଟିଏ ଲାଇନ୍ ଆବଶ୍ୟକ କାରଣ ଏହା ସ୍ଵଚ୍ଛ ଦେଖାଯାଉଛି
02:46 ଯାହା କରିସାରିଛନ୍ତି ତାହାକୁ ଆଉ ଥରେ ମନେପକାନ୍ତୁ. 1ରେ ସେଟ୍ ହୋଇଥିବା ସଂଖ୍ୟା ମୁଁ ପ୍ରାପ୍ତ କରିଛି
02:51 ଏହା ମୋ’ର number ଭେରିଏବଲ୍ ଅଟେ, ଏହା ବୃଦ୍ଧି ହୋଇପାରେ ଏବଂ ୟୁଜର୍ ପ୍ରତି ଏକୋ ହୋଇପାରେ
02:57 ମୋ’ର ନାମ Alexରେ ସେଟ୍ ହୋଇଛି
03:00 ଆମେ ଆମର do ଆରମ୍ଭ କରିବା
03:02 ତଥାପି ମୋ’ର ନାମ Alex ଅଛି
03:04 ଏଠାରେ condition ନାହିଁ; ତେଣୁ ଏହା କାହା ସାହାଯ୍ୟ ବିନା ରନ୍ କରିବ
03:07 ତେଣୁ ସଂଖ୍ୟାକୁ echo କରନ୍ତୁ ଯାହା 1 ଅଟେ
03:10 ଆମେ ଏହାକୁ 1 ଦ୍ଵାରା ବୃଦ୍ଧି କରିବା ଯାହା 2 ସହିତ ସମାନ ହେବ
03:14 ବର୍ତ୍ତମାନ ଯଦି ଆମେ ସଂଖ୍ୟାକୁ ନେବା ଯାହା ସାମ୍ପ୍ରତିକ 2 ଠାରୁ ବଡ କିମ୍ବା 10 ସହିତ ସମାନ ହୁଏ, (ଯାହା ଏହା ନୁହେଁ) ତେବେ ଏହା ସହିତ ଜାରି ରଖନ୍ତୁ
03:26 ଏହା ନୁହେଁ. ତେଣୁ ଏହାକୁ ଏଡାଇ ଦିଅନ୍ତୁ. ଏହା name = Alex ବୋଲି କହିବ. ଏବଂ ତା’ପରେ ଉପରକୁ ଫେରିଆସନ୍ତୁ
03:34 ଏହା ଏବେ ମଧ୍ୟ 2 ରହିବ. ଏହାର ଅର୍ଥ ଲୂପ ସେହି କୋଡର ବ୍ଲକରେ ଅଟକି ଯାଇଛି
03:41 ଏହା 2କୁ echo କରିବ
03:43 ଏହା ୱାନକୁ ସଂଯୁକ୍ତ କରିବ ଯାହା 3 ହୋଇପାରେ
03:46 ଏବଂ ତା’ପରେ ଏହା, is 3 bigger than or equal to 10? ବୋଲି କହିବ
03:51 ନା ଏହା ନୁହେଁ. ତେଣୁ name, Billyକୁ ପରିବର୍ତ୍ତନ ହୋଇନାହିଁ, ବରଂ ଏହା ବାକି କୋଡ୍ ସହିତ କାର୍ଯ୍ୟ କରିବ
03:58 ଏବେ ମଧ୍ୟ ନାମ Alex ଅଟେ
04:00 ତେଣୁ, ଲୂପ ଜାରି ରହିବ. ଏହି କ୍ଷେତ୍ରରେ ଏହା 10 ପ୍ରାପ୍ତ କରିବା ପର୍ଯ୍ୟନ୍ତ ଜାରି ରହିବ କିନ୍ତୁ ୟୁଜରଙ୍କୁ 9 ଏକୋ ପ୍ରାପ୍ତ ହେବ
04:09 ବର୍ତ୍ତମାନ $num, 10 ହେବ
04:11 if କଣ୍ଡିଶନ୍ True ହେବ
04:13 name, Billyରେ ସେଟ୍ ହୋଇଯିବ ଏବଂ while କଣ୍ଡିଶନରେ ଏହା Alex ସହିତ ସମାନ ହେବ ନାହିଁ. ତେଣୁ while ଲୂପ୍ ବନ୍ଦ ହୋଇଯିବ ଏବଂ ଏଠାରେ ନିମ୍ନରେ ଥିବା କୋଡ୍ ଜାରି ରହିବ
04:25 ତେଣୁ ଏହି କୋଡକୁ ନିଷ୍ପାଦନ କରନ୍ତୁ. Dowhileloop ଉପରେ କ୍ଲିକ୍ କରନ୍ତୁ
04:31 ଠିକ୍ ଅଛି, ଆମେ 9 ପର୍ଯ୍ୟନ୍ତ ସମସ୍ତ 1, 2, 3 ପ୍ରାପ୍ତ କରିଛନ୍ତି
04:35 ନିଶ୍ଚିତରୂପେ ଆମ condition ସକ୍ଷମ ହୋଇଛି. ଆମ $name, Billyକୁ ପରିବର୍ତ୍ତନ ହୋଇଯାଇଛି. ନାମ ଆଉ Alex ସହିତ ସମାନ ହୋଇ ରହିବ ନାହିଁ
04:43 ତେଣୁ, ଏଠାରେ ଆମ loop ବନ୍ଦ ହୋଇଯାଇଛି
04:45 ବର୍ତ୍ତମାନ ifକୁ 11ରେ ପରିବର୍ତ୍ତନ କରନ୍ତୁ କିମ୍ବା ଆପଣ $numକୁ 0ରେ ପରିବର୍ତ୍ତନ କରିପାରିବେ
04:50 ବର୍ତ୍ତମାନ ଏହା କାମ କରିବ ନାହିଁ ଏବଂ କାହିଁକି ଆପଣ ଦେଖିପାରିବେ
04:54 ଆମେ 0 ରୁ 9 ପ୍ରାପ୍ତ କରିଛେ
04:57 ଆପଣଙ୍କର ଆରମ୍ଭ ସଂଖ୍ୟା ଏହାର କାରଣ ଅଟେ
05:02 ମୁଁ ପୂର୍ବେ କହିଥିବା ଭଳି ଏହା ସାମ୍ପ୍ରତିକ ସଂଖ୍ୟାକୁ echo କରିବ, ତା’ପରେ ଏହା ଗୋଟିଏ 1ରେ ବୃଦ୍ଧିକୁ ପରିବର୍ତ୍ତନ କରିବ ଏବଂ ତା’ପରେ ଏହା ଏହାକୁ if ଷ୍ଟେଟମେଣ୍ଟରେ ତୂଳନା କରିବ
05:13 ତେଣୁ ଯାହା ଦେଖିପାରୁ ନାହାଁନ୍ତି ତାହା ସହିତ ଆପଣ ତୂଳନା କରୁଛନ୍ତି
05:16 ଯଦି ଆପଣ ଏହାକୁ 11ରେ ପରିବର୍ତ୍ତନ କରନ୍ତି ତେବେ ଏହାକୁ 11ରେ ତୂଳନା କରନ୍ତୁ, ତା’ପରେ ଏହାକୁ Billyକୁ ପରିବର୍ତ୍ତନ କରନ୍ତୁ ଏବଂ ଏହା ଲୂପକୁ ବନ୍ଦ କରିଦେବ
05:23 ଆମେ କଦାପି 11ର ଭେଲ୍ୟୁକୁ ଦେଖିପାରିବା ନାହିଁ, ଏହା କେବଳ ଗୋଟିଏ ଆଭ୍ୟନ୍ତରୀଣ ତୂଳନା ଅଟେ
05:27 ଯଦି ଏହାକୁ refresh କରିବେ ତେବେ ବର୍ତ୍ତମାନ ଏଠାରେ 1 ରୁ 10 ଥିବା ଦେଖିପାରିବେ
05:31 ତାହା ମୌଳିକ ଭାବେ do-while ଲୂପ୍ ଅଟେ. ଯଦିଓ ସେମାନେ ପାଖାପାଖି ସମାନ ଅଟନ୍ତି, ଲଜିକ୍ ଭଳି ଗୋଟିଏ ପ୍ରୋଗ୍ରାମ୍ ମଧ୍ୟରେ ରନ୍ କରିବା ସମୟରେ while ଲୂପ୍ ଅପେକ୍ଷା do-while ଲୂପ୍ ଅଧିକ ଦରକାରୀ ହୋଇଥାଏ
05:44 ତେଣୁ ଏହାକୁ ଅଭ୍ୟାସ କରନ୍ତୁ, ଚେଷ୍ଟା କରିବା ସହିତ କିଛି ଭେଲ୍ୟୁଗୁଡିକୁ enter କରନ୍ତୁ. ବର୍ତ୍ତମାନ ମୁଁ ସୃଷ୍ଟି କରିଥିବା ପ୍ରୋଗ୍ରାମକୁ ପୁନଃସୃଷ୍ଟି କରିବା ପାଇଁ ଚେଷ୍ଟା କରନ୍ତୁ
05:52 ବହୁତ ଶୀଘ୍ର loops ଉପରେ ଆଉ ଅଧିକ ଟ୍ୟୁଟୋରିଆଲ୍ ଉପଲବ୍ଧ ହେବ; ତେଣୁ ଦେଖିବା ଜାରି ରଖନ୍ତୁ
05:56 ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ

Contributors and Content Editors

Pradeep