PHP-and-MySQL/C2/Arithmatic-Operators/Oriya

From Script | Spoken-Tutorial
Revision as of 17:53, 13 July 2018 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:00 ବନ୍ଧୁଗଣ, ମୌଳିକ Arithmetic Operators ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ
00:03 ପ୍ରଥମେ ମୁଁ plus, minus, multiply ଓ divide ଅପରେଶନଗୁଡିକୁ ଆଲୋଚନା କରିବି
00:09 ଏଗୁଡିକ ପ୍ଲସ୍ (+), ମାଇନସ୍ (-), ଗୁଣନକୁ ଗୋଟିଏ ଆଷ୍ଟେରିସ୍କ (*) ଭାବେ ଏବଂ ବିଭକ୍ତକୁ ଗୋଟିଏ ଫରୱାର୍ଡ ସ୍ଲାଶ୍ ଭାବେ (/) ଲେଖାଯାଇଥାଏ
00:17 ତେଣୁ ମୋ’ ପାଖରେ ଦୁଇଟି ଭେରିଏବଲ୍ ଅଛି
00:20 ମୁଁ $num1 ନାମକ ଗୋଟିଏ ଭେରିଏବଲ୍ ସୃଷ୍ଟି କରିବି ଏବଂ ତାହାକୁ save କରିବି ଯେହେତୁ ଭେଲ୍ୟୁ 10 ସହିତ ସମାନ ଏବଂ $num2, 2 ସହିତ ସମାନ
00:30 ତେଣୁ ଏଗୁଡିକ ଉଭୟ, ଡେସିମାଲ୍ ପଏଣ୍ଟ ନଥିବା integer ଅଟନ୍ତି
00:34 ଠିକ୍ ଅଛି, ବର୍ତ୍ତମାନ ମୁଁ num1 ଓ num2କୁ ଏକାଠି ଯୋଗ କରିବାକୁ ଚାହୁଁଛି
00:40 ତେଣୁ $num1ରେ ଯୁକ୍ତ ହୋଇଥିବା $num2ର ଉତ୍ତରକୁ ମୁଁ echo କରିବି
00:44 ଚାଲନ୍ତୁ ଏହାକୁ ପରୀକ୍ଷା କରିବା
00:47 ତେଣୁ ତାହା 12 ଅଟେ. 10 ଓ 2, num1 ଓ num2; ଯେତେବେଳେ 10 ଓ 2 ଯୁକ୍ତ ହେବେ, ଉତ୍ତର 12 ହେବ
00:55 ଠିକ୍ ଅଛି. ବର୍ତ୍ତମାନ ବିଯୁକ୍ତକୁ ଚେଷ୍ଟା କରନ୍ତୁ. ଆମେ ସେଠାରେ କେବଳ ବିଯୁକ୍ତ ଚିହ୍ନକୁ ପ୍ରତିସ୍ଥାପନ କରିବା
01:01 Refresh କରିବା ଦ୍ଵାରା ତାହା 8 ହେବ
01:05 ବର୍ତ୍ତମାନ ଗୁଣନକୁ ଚେଷ୍ଟା କରନ୍ତୁ. 10 ଟାଇମ 2, 20 ଅଟେ ଏବଂ ଆମେ 20 ପ୍ରାପ୍ତ କଲେ
01:11 ତା’ପରେ 10 ବିଭକ୍ତ 2, ଏହା 10ର ଅଧା ଯାହା 5 ଅଟେ
01:18 ବର୍ତ୍ତମାନ ଆମେ ଏହାର ଶେଷରେ କିଛିକୁ ସଂଯୁକ୍ତ କରିପାରିବା
01:24 ତେଣୁ ଏହାକୁ num2 ଦ୍ଵାରା ବିଭକ୍ତ କରନ୍ତୁ
01:27 ମୁଁ ଚିନ୍ତା କରିବା ଅନୁସାରେ ଏହି ଅପରେଶନ୍ num1 ଓ num2କୁ ଯୋଗ କରିବ ଯାହା 10 ଓ 2 ଅଟେ ଏବଂ 12 ପ୍ରଦାନ କରିବ ଏବଂ ତା’ପରେ 12 ବିଭକ୍ତ 2 ହେବ
01:39 ତେଣୁ 12 ବିଭକ୍ତ 2 ନିଶ୍ଚିତରୂପେ 6 ପ୍ରଦାନ କରିବ
01:43 କିନ୍ତୁ ପ୍ରକୃତରେ ଏହା num2କୁ ଗ୍ରହଣ କରିବ ଏବଂ ଏହାକୁ num2 ଦ୍ଵାରା ବିଭକ୍ତ କରିବ ଯାହା 1 ପ୍ରଦାନ କରିବ ଏବଂ ଏଥିରେ num1କୁ ଯୋଗ କରିବ
01:56 ଏହାର ଅର୍ଥ 6 ବ୍ୟତିତ ଆମେ 11 ପ୍ରାପ୍ତ କରିବା
02:00 ବର୍ତ୍ତମାନ ଏହାର କାରଣ ହେଉଛି ଯେ ସର୍ବଦା ଡିଭିଜନ୍ ଅପରେଟର୍ ଆଡିଶନ୍ ଅପରେଟର୍ ପୂର୍ବରୁ କାର୍ଯ୍ୟ କରିଥାଏ. ସମାନ ଗୁଣନ ସହିତ ମଧ୍ୟ ହୋଇଥାଏ
02:10 ବର୍ତ୍ତମାନ ଏହାକୁ ସମାଧାନ କରିବା ପାଇଁ ଆମେ ବ୍ରାକେଟଗୁଡିକୁ ପ୍ରଦାନ କରିବା
02:16 ବ୍ରାକେଟଗୁଡିକ ସୂଚିତ କରିବେ ଯେ – ଆମେ ଅପରେଶନକୁ ପ୍ରଥମେ ସମ୍ପାଦନ କରିବା, ଏହା ମଧ୍ୟରେ ଥିବା ଉପରେ ଆପଣ ଯାହା କିଛି କରିପାରନ୍ତି ଏବଂ ତା’ପରେ ଯାହା ଥିବ ତାହାକୁ ବିଭକ୍ତ କରିଚାଲନ୍ତୁ ତାହା ଗୋଟିଏ ଇଣ୍ଟିଜର୍ କିମ୍ବା ଭେରିଏବଲ୍ ହୋଇପାରେ
02:29 ତେଣୁ, ଏଠାରେ ଥିବା num1କୁ num2 ସହିତ ଯୁକ୍ତ କରିବ ଯାହା 10 ପ୍ଲସ୍ 2 ଅଟେ ଏବଂ 12 ପ୍ରାପ୍ତ ହେବ, 2 ଦ୍ଵାରା ବିଭକ୍ତ ହେବ ଯାହା 6 ପ୍ରଦାନ କରିବ
02:39 ତାହାକୁ refresh କରନ୍ତୁ ଏବଂ ଏହା କାମ କରୁଥିବା ଆମେ ଦେଖିପାରିବା
02:43 ତେଣୁ ଏଗୁଡିକ ମୌଳିକ arithmetic operators ଅଟନ୍ତି ଯାହାକୁ ବ୍ୟବହାର କରିବା ସରଳ ଅଟେ
02:48 ଯଦି ଆପଣ କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସେଗୁଡିକ କାର୍ଯ୍ୟ କରୁଛନ୍ତି ବୋଲି ସୁନିଶ୍ଚିତ ହେବା ପାଇଁ ସର୍ବଦା ଗଣନାଗୁଡିକୁ କାଲକ୍ୟୁଲେଟର୍ ସହିତ ଯାଞ୍ଚ କରନ୍ତୁ
02:55 ଏଗୁଡିକରୁ ଆଉ କିଛିକୁ ଆମେ ଖୁବ୍ ଶୀଘ୍ର ଦେଖିବା
02:58 ଆମେ increment arithmetic operator ବିଷୟରେ ଶିଖିବା ଯାହା 1 ଦ୍ଵାରା ବର୍ଦ୍ଧିତ ହେବ କିନ୍ତୁ ମୁଁ ତାହାକୁ ଟିକେ ପରେ ବ୍ୟବହାର କରିବି
03:05 ଏଗୁଡିକୁ ଅଭ୍ୟାସ କରିବା ପାଇଁ ଆପଣ ସେଗୁଡିକୁ ଭଲ ଭାବେ ଶିଖିଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ
03:09 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଧନ୍ୟବାଦ

Contributors and Content Editors

Pradeep