Moodle-Learning-Management-System/C2/Formatting-Course-material-in-Moodle/Oriya

From Script | Spoken-Tutorial
Revision as of 18:36, 4 March 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Moodleରେ Formatting course material ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ

Moodleରେ ଥିବା Resources ଅତିରିକ୍ତ course materialକୁ ଯୋଡ଼ିବା ଡିଫଲ୍ଟ text editorରେ ଥିବା Formatting ବିକଳ୍ପଗୁଡ଼ିକ ବିଷୟରେ ଶିଖିବା

00:21 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ

Ubuntu Linux OS 16.04, XAMPP 5.6.30 ମାଧ୍ୟମରେ ପ୍ରାପ୍ତ Apache, MariaDB ଓ PHP Moodle 3.3 ଓ Firefox ୱେବ୍ ବ୍ରାଉଜର୍ ବ୍ୟବହାର କରାଯାଉଛି ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ

00:48 ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ
00:56 ଏହି ଟ୍ୟୁଟୋରିଆଲରେ ଆପଣଙ୍କ site administrator ଆପଣଙ୍କୁ ଜଣେ teacher ଭାବେ ପଞ୍ଜୀକୃତ କରିଛନ୍ତି ଏବଂ ଆପଣଙ୍କୁ ଅତିକମରେ ଗୋଟିଏ କୋର୍ସ ଆସାଇନ୍ କରାଯାଇଥିବା ଗ୍ରହଣ କରାଯାଇଛି
01:06 ଏହି ଟ୍ୟୁଟୋରିଆଲ୍ ଶିଖୁଥିବା ଶିକ୍ଷାର୍ଥୀମାନଙ୍କର Moodleରେ ଗୋଟିଏ teacher login ଥିବା ଆବଶ୍ୟକ

Administratorଙ୍କ ଦ୍ଵାରା ସେମାନଙ୍କୁ ଅତି କମରେ ଗୋଟିଏ course ଆସାଇନ୍ କରାଯିବା ଆବଶ୍ୟକ ଏବଂ ସେମାନଙ୍କୁ ଦିଆଯାଇଥିବା କୋର୍ସ ସମ୍ବନ୍ଧିତ କିଛି ସାମଗ୍ରୀ ଅପଲୋଡ୍ କରାଯାଇଛି

01:21 ଯଦି ନାହିଁ, ତେବେ ଦୟାକରି ଏହି ୱେବସାଇଟ୍‌ରେ ଥିବା ପ୍ରଯୋଜ୍ୟ Moodle ଟ୍ୟୁଟୋରିଆଲଗୁଡ଼ିକୁ ରେଫର୍ କରନ୍ତୁ
01:27 ବ୍ରାଉଜର୍‌କୁ ଫେରିଆସିବା ସହିତ ନିଜର Moodle siteକୁ ଖୋଲନ୍ତୁ
01:31 ନିଜର teacher username ଓ password ଦ୍ଵାରା ଲଗ୍-ଇନ୍ କରନ୍ତୁ
01:36 ବର୍ତ୍ତମାନ ଆମେ teacher dashboardରେ ଅଛେ
01:39 ବାମ କଡ଼ରେ ଥିବା navigation menuର My Coursesରେ Calculus ଥିବା ଦେଖନ୍ତୁ
01:45 Calculus courseରେ କ୍ଲିକ୍ କରନ୍ତୁ
01:48 ଆମେ ପୂର୍ବରୁ announcements ଏବଂ କିଛି ସାଧାରଣ courseର ସମ୍ପୂର୍ଣ୍ଣ ବିବରଣୀ ଦେଇସାରିଛେ
01:54 ବର୍ତ୍ତମାନ ଆମେ କିଛି ଅତିରିକ୍ତ course material ଯୋଡ଼ିବା
01:58 Moodleରେ ଥିବା ସମସ୍ତ course materialକୁ Resources କୁହାଯାଏ.

ଏହି materialକୁ ଜଣେ ଶିକ୍ଷକ ଶିଖିବା ସମୟରେ ସହାୟକ ଭାବେ ବ୍ୟବହାର କରନ୍ତି

02:09 Resources, ନିଜ ପାଖରେ ଥିବା ଲେକଚର୍ ନୋଟ୍, ବହି କିମ୍ବା Wikipedia links ଭଳି କିଛି ବାହ୍ୟ ରିସୋର୍ସ ହୋଇପାରେ
02:19 ଚାଲନ୍ତୁ ଆରମ୍ଭ କରିବା.

ପେଜ୍‌ର ଉପର ଡାହାଣ କଡ଼ରେ ଥିବା gear ଆଇକନ୍ ଏବଂ ତା’ପରେ Turn Editing Onରେ କ୍ଲିକ୍ କରନ୍ତୁ

02:29 ଧ୍ୟାନ ଦିଅନ୍ତୁ ଯେ, courseରେ ଯେକୌଣସି ପରିବର୍ତ୍ତନ କରିବା ପାଇଁ ଆପଣଙ୍କୁ editing onକୁ ଚାଲୁ ରଖିବା ଦରକାର
02:36 Basic Calculus ବିଭାଗର ନିମ୍ନ ଡାହାଣ କଡ଼ରେ ଥିବା Add an activity or resource ଲିଙ୍କରେ କ୍ଲିକ୍ କରନ୍ତୁ
02:44 Resourcesର ତାଲିକା ଥିବା ଗୋଟିଏ ପପ୍-ଅପ୍ ଖୋଲିଯିବ
02:48 ତଲକୁ ସ୍କ୍ରୋଲ୍ କରନ୍ତୁ ଏବଂ ତାଲିକାରୁ Page ଚୟନ କରନ୍ତୁ. ଯେକୌଣସି resourceକୁ ଚୟନ କରିବା ଦ୍ଵାରା ଏହାର ଡାହାଣ କଡ଼ରେ ଏହା ବିଷୟରେ ଥିବା ସମ୍ପୂର୍ଣ୍ଣ ବିବରଣୀକୁ ପଢ଼ନ୍ତୁ
03:01 ପପ୍-ଅପ୍ ସ୍କ୍ରୀନ୍‌ର ନିମ୍ନ ଭାଗରେ ଥିବା Add ବଟନ୍‌ରେ କ୍ଲିକ୍ କରନ୍ତୁ
03:06 Name ଫିଲ୍ଡରେ Lecture 1 Notes ଟାଇପ୍ କରନ୍ତୁ
03:12 ତା’ପରେ Description ବକ୍ସରେ Involutes and construction of Involute of circle ଟାଇପ୍ କରନ୍ତୁ
03:22 Display description on course page ବିକଳ୍ପକୁ ଚେକ୍ କରନ୍ତୁ
03:27 Page Content ବକ୍ସକୁ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ. BasicCalculus-Involutes.odt ଫାଇଲ୍‌ରୁ ଟେକ୍ସଟ୍ କପୀ ଓ ପେଷ୍ଟ କରନ୍ତୁ
03:40 ପରବର୍ତ୍ତୀ ସୋପାନରେ ଆମେ ଇମେଜ୍ ଅପଲୋଡ୍ କରିବା. ଏହି ଫାଇଲ୍, ଏହି ଟ୍ୟୁଟୋରିଆଲର Code Files ଲିଙ୍କରେ ଉପଲବ୍ଧ ଅଛି
03:51 ବର୍ତ୍ତମାନ ଏହି ଟେକ୍ସଟ୍‌କୁ format କରନ୍ତୁ. Menu widgetsକୁ ପ୍ରସାରିତ କରିବା ପାଇଁ editorର ଉପର ବାମ କଡ଼ରେ ଥିବା ଡାଉନ୍-ଆରୋରେ କ୍ଲିକ୍ କରନ୍ତୁ
04:03 ପ୍ରଦର୍ଶିତ ହେଲା ଭଳି ହେଡିଂଗୁଡ଼ିକୁ ଅଧିକ ପ୍ରୋମିନେଣ୍ଟ କରନ୍ତୁ
04:07 Text editorରେ ଥିବା ବିକଳ୍ପଗୁଡ଼ିକ ଅନ୍ୟ ଯେକୌଣସି ସାଧାରଣ text editorରେ ଥିବା ଭଳି ସମାନ ଅଟେ. ଏଠାରେ ଆମେ Bold, Italics, Unordered ଓ Ordered lists ବିକଳ୍ପଗୁଡ଼ିକୁ ଦେଖିପାରିବା
04:24 ଗୋଟିଏ ଟେକ୍ସଟ୍‌କୁ hyperlink ଓ unlink କରିବା ପାଇଁ ଥିବା ବିକଳ୍ପଗୁଡ଼ିକୁ ମଧ୍ୟ ଦେଖିବାକୁ ପାଇବେ
04:30 ଗୋଟିଏ ଇମେଜ୍‌କୁ ଯୋଡ଼ିବା ପାଇଁ ମଧ୍ୟ ବିକଳ୍ପ ଅଛି. ଟେକ୍ସଟ୍ Figure 1 shows the involute of a circle ପରେ ଗୋଟିଏ ଇମେଜ୍‌କୁ ଯୋଡ଼ନ୍ତୁ
04:41 ଇମେଜ୍ ପାଇଁ ସ୍ଥାନ ରଖିବା ସକାଶେ Enter ଦାବନ୍ତୁ. ତା’ପରେ Image ଆଇକନ୍‌ରେ କ୍ଲିକ୍ କରନ୍ତୁ
04:48 Image properties ଥିବା ୱିଣ୍ଡୋ ଦେଖା ଦେବ. ଯଦି ଆପଣ ଗୋଟିଏ external imageକୁ ଯୋଡ଼ିବାକୁ ଚାହାନ୍ତି, ତେବେ ଏଠାରେ ଆପଣ imageର URL ଦେଇପାରିବେ
04:58 ଗୋଟିଏ ଇମେଜ୍ ଅପଲୋଡ୍ କରିବା ପାଇଁ Browse Repositories ବଟନ୍ ଉପରେ କ୍ଲିକ୍ କରନ୍ତୁ
05:04 File Picker ଟାଇଟଲ୍ ଥିବା ଗୋଟିଏ ପପ୍-ଅପ୍ ୱିଣ୍ଡୋ ଖୋଲିବ
05:09 Upload a file ଉପରେ କ୍ଲିକ୍ କରନ୍ତୁ. ତା’ପରେ Choose File କିମ୍ବା Browse ବଟନ୍‌ରେ କ୍ଲିକ୍ କରନ୍ତୁ ଏବଂ ନିଜ ମେସିନ୍‌ରେ ଥିବା ଫାଇଲ୍ ଚୟନ କରନ୍ତୁ
05:19 ଏହି image, Code Files ଲିଙ୍କରେ ମଧ୍ୟ ଉପଲବ୍ଧ ଅଛି. ଆପଣ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରିପାରିବେ
05:26 Upload this file ବଟନ୍‌ରେ କ୍ଲିକ୍ କରନ୍ତୁ
05:29 ବର୍ଣ୍ଣନା ପାଇଁ This is the involute of a circle ଟାଇପ୍ କରନ୍ତୁ
05:36 ଶେଷରେ ଇମେଜ୍ ଇନସର୍ଟ କରିବା ପାଇଁ Save image ବଟନ୍‌ରେ କ୍ଲିକ୍ କରନ୍ତୁ
05:42 ପରବର୍ତ୍ତୀ ବିକଳ୍ପ ଗୋଟିଏ mediaକୁ ଯୋଡ଼ିବା ପାଇଁ ଅଛି. ଏହା ଗୋଟିଏ URL, video କିମ୍ବା audio ଫାଇଲ୍ ହୋଇପାରେ. ପୁନର୍ବାର ଏହା ଗୋଟିଏ external URL ହୋଇପାରେ କିମ୍ବା ନିଜ ମେସିନ୍‌ରୁ ଅପଲୋଡ୍ କରାଯାଇପାରେ
05:58 ପରବର୍ତ୍ତୀ ବିକଳ୍ପ Manage Files ଅଟେ. ଏହା ଉପରେ କ୍ଲିକ୍ କରନ୍ତୁ
06:04 ଆପଣ ଚାହୁଁଥିବା ଫାଇଲ୍ ସେଟ୍‌କୁ ଷ୍ଟୋର୍ ଓ ଡିସପ୍ଲେ କରିବା ପାଇଁ Manage Files ବିକଳ୍ପ ଅଛି. ଏଥିରେ assignment submissions, resource files ଇତ୍ୟାଦି ସାମିଲ ହୋଇପାରେ
06:17 ଏହି courseରେ ଥିବା ଅନ୍ୟ ଯେକୌଣସି resource ଦ୍ଵାରା ଏଗୁଡ଼ିକୁ ବ୍ୟବହାର କରାଯାଇପାରିବ. ଧ୍ୟାନ ଦିଅନ୍ତୁ ଯେ, ଆମେ ବର୍ତ୍ତମାନ ଅପଲୋଡ୍ କରିଥିବା image ମଧ୍ୟ ଏଠାରେ ଉପସ୍ଥିତ ଅଛି
06:27 ଏହି ପପ୍-ଅପ୍ ବକ୍ସର ବାମ କଡ଼ରେ 3ଟି ଆଇକନ୍ ଅଛି
06:32 ପ୍ରଥମଟି File picker ଅଟେ. ଏହା ଉପରେ କ୍ଲିକ୍ କରନ୍ତୁ
06:37 Server files, recent files ଇତ୍ୟାଦି ଦେଖିବା ପାଇଁ ଏଥିରେ ବିକଳ୍ପଗୁଡ଼ିକ ଅଛି. Server files ହେଉଛି ସେହି ଫାଇଲ୍ ଯାହା, କୋର୍ସର ଅନ୍ୟ କୌଣସି ସ୍ଥାନରେ ବ୍ୟବହାର ହୋଇଥିବ ଏବଂ ପୁନଃ ବ୍ୟବହୃତ ହୋଇପାରିବ
06:52 X ଆଇକନ୍ ଉପରେ କ୍ଲିକ୍ କରି ବର୍ତ୍ତମାନ ଏହାକୁ ବନ୍ଦ କରନ୍ତୁ
06:57 ତା’ପରେ ଦ୍ଵିତୀୟ ଆଇକନ୍ Create Folder ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:04 New folder name ଫିଲ୍ଡରେ Assignments ଟାଇପ୍ କରନ୍ତୁ
07:10 ତା’ପରେ ଏହାକୁ ଖୋଲିବା ପାଇଁ Assignments ଫୋଲ୍ଡର୍‌ରେ କ୍ଲିକ୍ କରନ୍ତୁ
07:15 Assignments ଫୋଲ୍ଡର୍‌କୁ ନିଜ ଫାଇଲ୍‌କୁ ଡ୍ରାଗ୍ କରି ଆଣନ୍ତୁ
07:20 ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଅପଲୋଡ୍ ହୋଇଥିବା ଫାଇଲ୍ ଉପରେ କ୍ଲିକ୍ କରନ୍ତୁ
07:24 ଫାଇଲ୍ ନେମ୍ ଓ ଅଥର୍‌କୁ ରୂପାନ୍ତର କରିବା ପାଇଁ ଏବଂ ଫାଇଲ୍ ଡାଉନଲୋଡ୍ କିମ୍ବା ଡିଲିଟ୍ କରିବା ପାଇଁ ମଧ୍ୟ ଏହି ପପ୍-ଅପ୍‌ରେ ବିକଳ୍ପଗୁଡିକ ଅଛି
07:34 ମୁଁ କିଛି ବଦଳାଇବାକୁ ଚାହୁଁ ନାହିଁ. ତେଣୁ, ପପ୍-ଅପ୍‌ର ନିମ୍ନ ଭାଗରେ ଥିବା Cancel ବଟନ୍‌ରେ କ୍ଲିକ୍ କରନ୍ତୁ
07:41 ବର୍ତ୍ତମାନ ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଏହି ଛୋଟ ଆସାଇନମେଣ୍ଟ କରନ୍ତୁ:

Reference Material ନାମକ ଗୋଟିଏ ଫୋଲ୍ଡର୍ ତିଆରି କରନ୍ତୁ. ଫୋଲ୍ଡର୍‌ଟି ଯେପରି ସବ୍-ଫୋଲ୍ଡର୍ Assignments ମଧ୍ୟରେ ନରହି Files ଫୋଲ୍ଡର୍ ମଧ୍ୟରେ ରହିବ, ତାହା ସୁନିଶ୍ଚିତ କରନ୍ତୁ

07:57 3ଟି ଫାଇଲ୍ ଅପଲୋଡ୍ କରନ୍ତୁ. ଆପଣ ସେଗୁଡ଼ିକୁ ଏହି ଟ୍ୟୁଟୋରିଆଲର Code files ଲିଙ୍କରେ ପାଇପାରିବେ
08:05 ଏହି ଆସାଇନମେଣ୍ଟକୁ ସମ୍ପୂର୍ଣ୍ଣ କରିସାରିବା ପରେ ଏହି ଟ୍ୟୁଟୋରିଆଲକୁ ଛାଡ଼ିଥିବା ସ୍ଥାନରୁ ଆରମ୍ଭ କରନ୍ତୁ
08:10 ବର୍ତ୍ତମାନ ଆପଣଙ୍କ File managerରେ ନିଶ୍ଚିତ ରୂପେ Assignments ଓ Reference Material ନାମକ ଦୁଇଟି ଫୋଲ୍ଡର୍ ରହିବା ଦରକାର
08:18 ଏବଂ involutes-img1.png ନାମକ ଆଉ ଗୋଟିଏ ଫାଇଲ୍ ଅଛି
08:26 ଉପର ଡାହାଣ କଡ଼ରେ ଥିବା X ଆଇକନ୍‌ରେ କ୍ଲିକ୍ କରି ପପ୍-ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
08:33 ଫର୍ମାଟିଙ୍ଗର ପରବର୍ତ୍ତୀ ବିକଳ୍ପଗୁଡ଼ିକ ହେଉଛି,

Underline, Strikethrough, Subscript ଓ Superscript

08:45 ଏଗୁଡ଼ିକ ପରେ Align ଓ indent ବିକଳ୍ପ ରହିବ. ଏଗୁଡ଼ିକ ଅନ୍ୟ text editor ଭଳି କାର୍ଯ୍ୟ କରନ୍ତି
08:53 ପରବର୍ତ୍ତୀ ବିକଳ୍ପ equation editorକୁ କିପରି ବ୍ୟବହାର କରାଯାଏ, ଚାଲନ୍ତୁ ଶିଖିବା
08:59 ଏହା ମଧ୍ୟରେ ଥିବା ଗୋଟିଏ ସମୀକରଣ ସହିତ ମୁଁ ଏହି ବାକ୍ୟକୁ ଯୋଡ଼ିବା ପାଇଁ ଚାହୁଁଛି. ତେଣୁ, equation editor ଆଇକନ୍‌ରେ କ୍ଲିକ୍ କରନ୍ତୁ. ତା’ପରେ ସମୀକରଣକୁ ଟାଇପ୍ କରିବା ପାଇଁ equation editor ବ୍ୟବହାର କରନ୍ତୁ
09:14 ସମୀକରଣକୁ ଟାଇପ୍ କରିବା ପାଇଁ LaTeXର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବିବରଣୀ Additional Reading Material ଲିଙ୍କରେ ଅଛି. ଆପଣ ସମାପ୍ତ କରିସାରିବା ପରେ Save equation ବଟନ୍‌ରେ କ୍ଲିକ୍ କରନ୍ତୁ
09:29 ଅନ୍ୟ ଯେକୌଣସି text editorରେ କାମ କରିବା ପାଇଁ Insert character, insert table ଓ clear formatting ଭଳି ବିକଳ୍ପଗୁଡ଼ିକ ଅଛି
09:40 ପରବର୍ତ୍ତୀ ଦୁଇଟି ବିକଳ୍ପ Undo ଓ Redo ଅଟେ. ଯଦି ସେଠାରେ କିଛି ଅନସେଭଡ୍ ଟେକ୍ସଟ୍ ଥାଏ, ତେବେ ସେଗୁଡ଼ିକ ଏନାବଲ୍ ରହିଥିବ
09:51 ଏହା ପରେ accessibility ପାଇଁ ଦୁଇଟି ବିକଳ୍ପ ଅଛି. ପ୍ରଥମ ଆଇକନ୍‌କୁ Accessibility checker କୁହାଯାଏ. ଦ୍ଵିତୀୟଟି screen reader helper ଅଟେ
10:05 Accessible websitesର ସମ୍ପୂର୍ଣ୍ଣ ବିବରଣୀ ଏବଂ ଏହି ବିକଳ୍ପଗୁଡ଼ିକ, Additional Reading Material ଲିଙ୍କରେ ଅଛି
10:14 ଶେଷ ବିକଳ୍ପଟି Editor viewରୁ HTML code ଭ୍ୟୁକୁ ଟଗଲ୍ କରିବା ପାଇଁ ଅଛି. ଇମେଜ୍, ଭିଡିଓ, PPT, ଇଣ୍ଟରାକ୍ଟିଭ୍ କଣ୍ଟେଣ୍ଟ ଇତ୍ୟାଦିକୁ ଏମ୍ବେଡ୍ କରିବା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ
10:30 ପୁନର୍ବାର HTML ପାଇଁ ଟଗଲ୍‌ରେ କ୍ଲିକ୍ କରନ୍ତୁ. ଏହା ଦ୍ଵାରା ଆମେ ନର୍ମାଲ୍ editor viewକୁ ଫେରିଯିବା
10:39 ଏହି ପ୍ରଦର୍ଶନ ପାଇଁ bold, italics ଓ list ବିକଳ୍ପଗୁଡ଼ିକୁ ବ୍ୟବହାର କରି ମୁଁ ଟେକ୍ସଟ୍‌କୁ ଫର୍ମାଟ୍ କରିଛି. ଆପଣ ଏହିପରି ନିଜ କଣ୍ଟେଣ୍ଟ ପାଇଁ କରନ୍ତୁ
10:52 ଆପଣଙ୍କର ଫର୍ମାଟିଙ୍ଗ ସମାପ୍ତ ହେବା ପରେ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Save and display ବଟନ୍‌ରେ କ୍ଲିକ୍ କରନ୍ତୁ
11:01 ବର୍ତ୍ତମାନ ଆମେ Moodleରୁ logout କରିପାରିବା
11:05 ବର୍ତ୍ତମାନ ଛାତ୍ରୀ Priya Sinhaକୁ ଏହି ପେଜ୍ ଏହିପରି ଦେଖାଯିବ
11:11 ଏଥି ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ସଂକ୍ଷିପ୍ତରେ
11:19 ଏହି ଟ୍ୟୁଟୋରିଆଲରେ ଆମେ

Moodleରେ ଥିବା Resources Course material ଯୋଡ଼ିବା ଡିଫଲ୍ଟ text editorରେ ଥିବା Formatting ବିକଳ୍ପଗୁଡ଼ିକ ବିଷୟରେ ଶିଖିଲେ

11:34 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି.

Basic Calculusରେ ଗୋଟିଏ ନୂଆ resource ଫୋଲ୍ଡର୍ ଯୋଡ଼ନ୍ତୁ File Managerରୁ reference filesକୁ ଯୋଡ଼ନ୍ତୁ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ଦେଖନ୍ତୁ

11:51 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

12:00 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ


12:10 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ କରନ୍ତୁ
12:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:27 IIT Bombay ତରଫରୁ

ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି

12:38 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep