Linux/C2/Working-with-Regular-Files/Oriya

From Script | Spoken-Tutorial
Revision as of 15:39, 16 January 2013 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Visual Cue Narration
0:00 ଲିନକ୍ସ ରେ "working with regular files" ସମ୍ବନ୍ଧରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
0:07 ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) ଏକତ୍ର ହୋଇ ଲିନକ୍ସ ଫାଇଲ୍ ସିଷ୍ଟମ୍ କୁ ଗଠନ କରନ୍ତି.
0:13 ପୁର୍ବ ଟ୍ୟୁଟୋରିଆଲ ରେ ଆମେ ଦେଖିଛେ ଯେ ଡାଇରେକ୍ଟ୍ ଟୋରୀଜ (directories) ସହିତ କିପରି କାର୍ଯ କରିବାକୁ ହୁଏ. ଆପଣ ଏହି ୱେବ୍ ସାଇଟ୍ ରେ ଟ୍ୟୁଟୋରିଆଲ ପାଇ ପାରିବେ.
0:25 ଏହି ଟ୍ୟୁଟୋରିଆଲ ରେ ଦେଖିବା ଆମେ ଦେଖିବା କିପରି ରେଗୁଲାର୍ ଫାଇଲସ୍ (regular files) କୁ ପରିଚାଳନା କରୁ.
0:31 ଆମେ ପୁର୍ବ ରୁ ଅନ୍ୟ ଟ୍ୟୁଟୋରିଆଲ ରେ ଦେଖିସାରିଛୁ ଯେ କିପରି ଆମେ cat କମାଣ୍ଡ୍ ର ବ୍ୟବହାର କରି ଫାଇଲ୍ ତିଆରି କରି ପାରିବା. ସବିଶେଷ ତଥ୍ୟ ପାଇଁ ଦୟାକରି ଏହି ୱେବ୍ ସାଇଟ୍ କୁ ଯାଅ.
0:46 ଚାଲ ଆମେ ଦେଖିବା ଫାଇଲ୍ କୁ କିପରି ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ କୋପି କରୁ. ଏହା ପାଇଁ ଆମ ପାଖରେ cp କମାଣ୍ଡ୍ ଅଛି.
0:55 ଚାଲ ଦେଖିବା କମାଣ୍ଡ୍ କିପରି ବ୍ୟବହାର ହୁଏ.
1:00 ସିଂଗଲ୍ ସାଇନ୍ କୁ କୋପି କରିବାକୁ ଆମେ cp space ଏକ କିମ୍ବା ଅଧିକ [OPTION]... space SOURCE ଫାଇଲ୍ ର ନାମ space ଲଖ୍ୟ ଫାଇଲ୍ ନାମ DEST.
1:15 ଏକ ସମୟରେ ବହୁତ ଫାଇଲସ୍ କୁ କୋପି ପାଇଁ ଆମେ ଲେଖିବା cp space ଏକ କିମ୍ବା ଅଧିକ [OPTION]... SOURCE ଫାଇଲ୍ ର ନାମ ଯାହାକୁ ଆମେ କୋପି କରିବାକୁ ଚାହୁଁ ଏବଂ ଲଖ୍ୟ DIRECTORY ର ନାମ ଯେଉଁଠି ଏହି ଫାଇଲସ୍ କୋପି ହେବ.
1:34 ଚାଲ ଏକ ଉଦାହରଣ ଦେଖିବା, ପ୍ରଥମେ ଆମେ ଟର୍ମିନାଲ୍ ଖୋଲିବା.
1:42 ଆମ ପାଖରେ ପୁର୍ବ ରୁ /home/anirban/arc/ ରେ test1 ନାମକ ଏକ ଫାଇଲ୍ ଅଛି.
1:49 test1 ରେ କଣ ଅଛି ଦେଖିବା ପାଇଁ ଆମେ $ cat test1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
2:00 test1 ରେ ଦେଖାଯାଉଥିବା କନ୍ଟେଟ (content) କୁ ଆମେ ଦେଖିପାରିବା, ଏବେ ଯଦି ଆମେ ଏହାକୁ test2 ନାମକ ଅନ୍ୟ ଫାଇଲ୍ କୁ କୋପି କରିବାକୁ ଚାହିଁବା ତେବେ ଆମେ $ cp test1 test2 ଲେଖିବା ଏବଂ ଏନ୍ଟର୍ ଦବାଇବା.
2:22 ବର୍ତମାନ ଫାଇଲ୍ କୋପି ହୋଇଯାଇଛି.
2:25 ଯଦି test2 ବିଦ୍ୟମାନ ନ ଥାଏ ଏହାକୁ ପ୍ରଥମେ ତିଆରି କରିବାକୁ ହେବ ଏବଂ ପରେ test1 ର କନ୍ଟେଟ (content) ଏଥିରେ କୋପି କରିବାକୁ ହେବ.
2:35 ଯଦି ଏହା ପୁର୍ବରୁ ବିଦ୍ୟମାନ ଥାଏ ତେବେ ଏହା ନିରବରେ ଅଧିକ ଲିଖିତ ହେବ. କୋପି କରାଯାଇଥିବା ଫାଇଲ୍ କୁ ଦେଖିବା ପାଇଁ $ cat test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
2:52 ଆପଣ ଫାଇଲ୍ ଗୁଡିକୁ ବିଭିନ୍ନ ଡାଇରେକ୍ଟ୍ ଟୋରୀଜ (directories) କୁ ଏବଂ ଡାଇରେକ୍ଟ୍ ଟୋରୀଜ ଠାରୁ କୋପି କରିପାରିବେ . ଉଦାହରଣ ସ୍ବରୁପ, $ cp /home/anirban/arc/demo1 /home/anirban/demo2 ଟାଇପ୍ କର ଏବଂ ଏନ୍ଟର୍ ଦବୟ ଦବାଅ.
3:31 ଏହା କଣ କରିବା ଯେ ଏହା ଫାଇଲ୍ demo1 କୁ ସୋର୍ସେ ଡାଇରେକ୍ଟ୍ ଟୋରୀ (directory) /home/anirban/arc/ ଠାରୁ destination directory /home/anirban କୁ କୋପି କରିବା, ଏହା demo2 ନାମକ ଏକ ଫାଇଲ୍ କୁ କୋପି କରିବ.
3:51 ଏହା ଦେଖିବା ପାଇଁ demo2 ସେଠାରେ ଅଛି, ls space /home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ
4:13 ଆମେ ଉପରକୁ scroll କରୁଁ ଯେପରି ଆପଣ ଦେଖିପାରିବେ demo2 ଏଠାରେ ଅଛି.
4:19 ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କର.
4:25 ଯଦି ଆପଣ destination directory ରେ ଫାଇଲ୍ ର ସେହି ଏକା ନାମ ରଖିବା ପାଇଁ ଚାହଁ, ଆପଣ ଫାଇଲ୍ ର ନାମ ମଧ୍ୟ ଉଲ୍ଲେଖ କରି ନ ପାର.
4:35 $ cp /home/anirban/arc/demo1 /home/anirban/ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
5:03 ଏହା ପୁଣି ଥରେ demo1 ଫାଇଲ୍ କୁ /home/anirban/arc/ directory ଠାରୁ /home/anirban directory କୁ ଏକ ଭଲ ଭାବରେ demo1 ଫାଇଲ୍ ନାମକ ସହିତ କୋପି କରିବ.
5:20 demo1 କୁ ଦେଖିବା ପୁର୍ବ ରୁ ls/home/anirban ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
5:33 ଏଠାରେ ଆଉଥରେ ଆମେ ଉପରକୁ scroll କରିବା ଏବଂ ଯେପରି ଆପଣ ଦେଖିପାରିବେ demo1 ଫାଇଲ୍ ଏଠାରେ ଅଛି.
5:40 ଆଉଥରେ ଆଗକୁ ଯିବା ପୁର୍ବରୁ ଚାଲ ଏବେ ଆମେ ସ୍କ୍ରିନ୍ ସଫା କର.
5:48 ଅନ୍ୟ ଏକ ଉଦାହରଣ, ତେବେ ଆମେ destination file ର ନାମ ଦେବା ପାଇଁ ଆବଶ୍ୟକ କରୁନାହୁଁ, ଯେପର୍ଯ୍ୟନ୍ତ ଆମେ ବହୁବିଧ ଫାଇଲ୍ ଗୁଡିକୁ କୋପି କରିବାକୁ ଚାହୁଁ.
5:56 ଆମେ ମାନୁ ଯେ ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ test1 test2 test3 ନାମକ ତିନୋଟି ଫାଇଲସ୍ ଅଛି.
6:04 ବର୍ତମାନ ଆମେ $ cp test1 test2 test3 /home/anirban/testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:27 ଏହା ସେମାନକଂର ନାମ ପରିବର୍ତନ ବିନା ସବୁ ତିନୋଟି ଜାକ ଫାଇଲସ୍ test1,test2 and test3 କୁ /home/anirban/testdir ଡାଇରେକ୍ଟ୍ ଟୋରୀ (directory) ରେ କୋପି କରିବା.
6:41 ଆପଣ ଦେଖିବେ ଯେ ଏହି ଫାଇଲ୍ ଗୁଡିକ ବାସ୍ତବରେ କୋପି ହୋଇଯାଇଛି. ଆମେ /home/anirban/testdir ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
7:03 ଯେପରି ଆପଣ ଦେଖି ପାରିବେ test1,test2 ଏବଂ test3 ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ ଅଟନ୍ତି.
7:10 ସେଠାରେ ବହୁତ ଅପସନ୍ସ (options) ଅଛି ଯାହା cp ସହିତ ଯାଏ. ଏଠାରେ ଆମେ ସେମାନକଂର କେବଳ ଅତି ଗୁରୁତ୍ତପୁର୍ଣ ଦେଖିବା.
7:18 ଚାଲ ଆମେ ପ୍ରଥମେ ସ୍ଲାଇଡସ୍ କୁ ଆଉଥରେ ଯିବା.
7:23 ଅପସନ୍ସ (options) ମଧ୍ୟରୁ -R (capital R) ଏକ ଗୁରୁତ୍ତପୁର୍ଣ ଅଟେ . ଏହା ଏକ ପୁର୍ଣ ଡାଇରେକ୍ଟ୍ ଟୋରୀ (directory) ଗଠନ ର ପୁନରାବର୍ତୀ କୋପି କୁ କାରଣ ଅଟେ.
7:33 ଚାଲ ଏବେ ଆମେ ଏକ ଉଦାହରଣ ଦେଖିବା.
7:38 ଚାଲ ଏବେ, testdir directory ର ସବୁ କନ୍ଟେଟସ୍ (contents) କୁ test ନାମକ ଡାଇରେକ୍ଟ୍ ଟୋରୀ (directory) କୁ କୋପି କରିବା ପାଇଁ ଚେଷ୍ଟା କର.
7:48 ଏଥିପାଇଁ ଆମେ cp testdir/ test ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
8:02 ଯେପରି ଆପଣ output ମେସେଜ୍ (message) ଠାରୁ ଦେଖିପାରିବେ.
8:06 ସାଧାରଣତ ଆମେ ଏକ ଡାଇରେକ୍ଟ୍ ଟୋରୀ (directory) ର କିଛି କନ୍ଟେଟସ୍ (contents) କୁ cp କମାଣ୍ଡ୍ ସହିତ କୋପି କରିପାରିବା ନାହିଁ.
8:14 କିନ୍ତୁ -R ଅପସନ୍ କୁ ବ୍ୟବହାର କରି, ଆମେ ଏହା କରିପାରିବା.
8:19 ବର୍ତମାନ ଆମେ cp -R testdir/ test ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
8:36 ଫାଇଲ୍ ଗୁଡିକ ଏବେ କୋପି ହୋଇଯାଇଛି, ଏହା ଦେଖିବା ପାଇଁ ଟେକ୍ସଟ୍ ଡାଇରେକ୍ଟ୍ ଟୋରୀ (text directory) ବାସ୍ତବରେ ବିଦ୍ୟମାନ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
8:47 ଯେପରି ଆପଣ ଦେଖିପାରିବେ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ବିଦ୍ୟମାନ. ଚାଲା ଏବେ ସ୍କ୍ରିନ୍ ସଫା କର.
8:57 test ଭିତରେ କନ୍ଟେଟସ୍ (contents) ଦେଖିବା ପାଇଁ ls test ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:08 ଆପଣ ଟେସ୍ଟ୍ ଡାଇରେକ୍ଟ୍ ଟୋରୀ (test directory) ର କନ୍ଟେଟସ୍ (contents) ଦେଖିପାରିବେ.
9:13 ବର୍ତମାନ ଆମେ ଆଉଥରେ ସ୍ଲାଇଡସ୍ ଯିବା.
9:16 ଆମେ ଦେଖିଛେ, ଯଦି ଏକ ଫାଇଲ୍ ଅନ୍ୟ ଫାଇଲ୍ କୁ କୋପି ଅଟେ ଯାହା ପୁର୍ବରୁ ବିଦ୍ୟମାନ, ତେବେ ବିଦ୍ୟମାନ ଫାଇଲ୍ ଅଧିକ ଲିଖିତ ଅଟେ.
9:25 ଏବେ କଣ, ଯଦି ଆମେ ଏକ ଗୁରୁତ୍ବପୁର୍ଣଫାଇଲ୍ କୁ ଅଜାଣତ ଭାବରେ ଅଧିକ ଲେଖିବା.
9:30 ଏଭଳି କିଛି ହେବାକୁ ପ୍ରତିରୋଧ କରିବା ପାଇଁ ଆମ ପାଖରେ -b ଅପସନ୍ ଅଛି.
9:36 ଏହା ପ୍ରତେକ ଗନ୍ତବ୍ୟ ଥିବା ଫାଇଲ୍ ର ବେକ୍ ଅପ୍ (back-up) ତିଆରି କରେ.
9:41 ଆମେ -i(interactive) ଅପସନ୍ ର ବ୍ୟବହାର କରିପାରିବା . ଏହା ସବୁବେଳେ ଆମକୁ କୌଣସି ଗନ୍ତବ୍ୟ ଫାଇଲ୍ କୁ ଅଧିକ ଲେଖିବା ପୁର୍ବରୁ ଚେତାବନୀ ଦିଏ.
9:54 ବର୍ତମାନ ଆସ ଦେଖ mv କମାଣ୍ଡ୍ କିପରି କାର୍ଯ୍ୟ କରେ.
9:59 ଏହା ମୋଭିନ୍ଗ୍ ଫାଇଲସ୍ (moving files) ପାଇଁ ବ୍ୟବହାର ଅଟେ. ବର୍ତମାନ ଦେଖିବା ତାହା କିପରି ଉପଯୋଗୀ ଅଟେ.
10:04 ଏହାର ଦୁଇଟି ମୁଖ୍ୟ ଉପଯୋଗୀ ଅଟେ.
10:07 ଏହା ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (a file or directory) ର ପୁର୍ନବାର ନାମ ଦେବା ପାଇଁ ବ୍ୟବହାର କରାଯାଇ ଥାଏ.
10:11 ଏହା ଫାଇଲସ୍ ର ଏକ ସମୁହ କୁ ଏକ ବିଭିନ୍ନ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରେ.
10:17 mv , cp ସହିତ ସମାନ ଅଟେ, ଯାହା ଆମେ ଆଗରୁ ଦେଖି ସାରିଛୁ. ତେଣୁ ଆସ ଶିଘ୍ର ଦେଖିବା mv କିପରି ବ୍ୟବହାର କରିପାରିବା.
10:29 ଟର୍ମିନାଲ୍ ଖୋଲ ଏବଂ $ mv test1 test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
10:43 ଏହା test1 ନାମକ ଏକ ଫାଇଲ୍ କୁ ପୁର୍ନବାର ନାମ ଦେବ, ଯାହା test2 ନାମକ ଏକ ଫାଇଲ୍ ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ ପୁର୍ବରୁ ଉପସ୍ଥିତ ଥିଲା.
10:52 ଯଦି test2 ପୁର୍ବରୁ ଉପସ୍ଥିତ ଅଛି ତେବେ ଏହା ଆପେ ଆପେ ଅଧିକ ଲିଖିତ ହୋଇଯିବ.
11:00 ଯଦି ଆମେ ଫାଇଲ୍ କୁ ଅଧିକ ଲେଖିତ ହେବା ପୁର୍ବରୁ ଚେତାବନି ଚାହୁଁ.
11:05 ଆମେ mv କମାଣ୍ଡ୍ ସହିତ -i ଅପସନ୍ ବ୍ୟବହାର କରିପାରିବା.
11:10 କୁହ, ଆମ ପାଖରେ anirban ନାମକ ଅନ୍ୟ ଏକ ଫାଇଲ୍ ଅଛି. ଏହି ଫାଇଲ୍ କୁ ମଧ୍ୟ ଆମେ test2 ରୁପରେ ନବୀକରଣ ଚାହୁଁ.
11:20 ଆମେ mv -i anirban test2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
11:32 ଯେପରି ଆପଣ ଦେଖିପାରିବେ ଚେତାବନୀ ଉପଲବ୍ଧି ଅଛି ଯାହା ପଚାରେ କଣ test2 ଅଧିକ ଲିଖିତ ହେବା ଉଚିତ କିମ୍ବା ନୁହେଁ.
11:41 ଯଦି ଆମେ y ଦବାଉଁ ଏବଂ ପରେ ଏନ୍ଟର୍ ଦବାଉଁ , ତେବେ ଫାଇଲ୍ ପ୍ରକୃତରେ ଅଧିକ ଲିଖିତ ହୋଇଯିବ.
11:49 cp ପରି ଆମେ ବହୁବିଧ ଫାଇଲସ୍ ସହିତ mv ର ବ୍ୟବହାର କରିପାରିବା କିନ୍ତୁ ଏହି କେସେ ରେ ଗନ୍ତବ୍ୟ ଡାଇରେକ୍ଟ୍ ଟୋରୀ (directory) ହେବ ଉଚିତ.
11:58 ଆଗକୁ ଯିବା ପୁର୍ବରୁ ଚାଲ ସ୍କ୍ରିନ୍ ସଫା କର.
12:03 ମନେକର, ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ abc.txt, pop.txt ଏବଂ push.tx ନାମକ ତିନୋଟି ଫାଇଲସ୍ ଅଛି.
12:14 ସେମାନକଂର ଉପସ୍ଥିତ ଦେଖିବା ପାଇଁ ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
12:21 ଫାଇଲସ୍ pop.txt,push.txt ଏବଂ abc.txt ଏଠାରେ ଅଛି. ଏବେ ଚାଲ ସ୍କ୍ରିନ୍ ସଫା କର.
12:36 ଏବେ ଆମେ ଏହି ତିନୋଟି ଫାଇଲସ୍ କୁ testdir ନାମକ ଡାଇରେକ୍ଟ୍ ଟୋରୀ (directory) କୁ ସ୍ଥାନାନ୍ତରିତ କରିବାକୁ ଚାହୁଁ.
12:46 ଆମେ କଣ କରିବା ଦରକାର, mv abc.txt pop.txt push.txt ଏବଂ ପରେ ଗନ୍ତବ୍ୟ ଫୋଲଡର୍ ର ନାମ ଟାଇପ୍ କର, ଯାହାକି testdir ଅଟେ ଏବଂ ଏନ୍ଟର୍ ଦବାଅ.
13:14 ସେମାନଂକୁ ଦେଖିବା ପାଇଁ ls testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:20 ଆପଣ abc, pop ଏବଂ push.txt ଫାଇଲ୍ ଗୁଡିକୁ ଦେଖିପାରିବେ.
13:27 ବର୍ତମାନ କିଛି ଅପସନ୍ ଗୁଡିକୁ ଦେଖିବା ଯାହା mv ସହିତ ଯାଏ. ଚାଲ ଏବେ ସ୍ଲାଇଡ୍ ଗୁଡିକୁ ଫେରିବା.
13:37 mv କମାଣ୍ଡ ସହିତ -b କିମ୍ବା –backup ଅପସନ୍ ଉପସ୍ତିତ ଅଛି. ଏହା ପ୍ରତେକ ଫାଇଲ୍ କୁ ଅଧିକ ଲିଖିତ ହେବା ପୁର୍ବରୁ ସେମାନଂକୁ ଗନ୍ତବ୍ୟ ରେ ବେକେ ଅପ୍ (backup) କରିବା.
13:48
13:58 ପରବର୍ତୀ କମାଣ୍ଡ ଆମେ ଦେଖିବା rm କମାଣ୍ଡ୍. ଏହି କମାଣ୍ଡ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ ଉପଯୋଗୀ ଅଟେ.
14:06 ଟର୍ମିନାଲ୍ କୁ ପୁଣି ଥରେ ଯାଅ ଏବଂ ls testdir ଟାଇପ୍ କର.
14:15 ଆମେ faq.txt ନାମକ ବିଦ୍ୟମାନ ଫାଇଲ୍ କୁ ଦେଖିପାରିବା. କୁହ ଆମେ ଏହାକୁ ଡିଲିଟ୍ କରିବାକୁ ଚାହୁଁ.
14:23 ଏହା ପାଇଁ ଆମେ $ rm testdir/faq.txt କର ଏବଂ ଏନ୍ଟର୍ ଦବାଅ.
14:37 ଏହି କମାଣ୍ଡ୍ faq.txt ଫାଇଲ୍ କୁ /testdir directory ଠାରୁ ମିଟାଇ ଦେବ.
14:46 ଫାଇଲ୍ ଗୁଡିକ ବାସ୍ତବରେ ମିଟାଇ ହୋଇଯାଇଛି କି ନାହିଁ ଏହା ଦେଖିବାକୁ ଚାଲ ଆଉଥରେ ls testdir ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
15:00 ଆମେ ଏବେ ଫାଇଲ୍ faq.txt ଦେଖି ପାରିବ ନାହିଁ.
15:05 ଆମେ ବହୁବିଧ ଫାଇଲ୍ ଗୁଡିକ ସହିତ rm କମାଣ୍ଡ୍ କୁ ମଧ୍ୟ ବ୍ୟବହାର କରି ପାରିବା.
15:10 testdir ଡାଇରେକ୍ଟ୍ ଟୋରୀ (directory) ରେ ଦୁଇଟି ଫାଇଲସ୍ abc2 ଏବଂ abc1 ଅନ୍ତର୍ଭୁକ୍ତ.
15:17 ମନେକର ଯେ ଆମେ abc1 and abc2 ଫାଇଲ୍ ଗୁଡିକୁ ହଟାଇବା ପାଇଁ ଚାହୁଁ.
15:23 ଏହା ପାଇଁ ଆମେ rm testdir/abc1 testdir/abc2 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
15:45 ଏହା abc1 ଏବଂ abc2 ଫାଇଲ୍ ଗୁଡିକୁ testdir directory ଠାରୁ ହଟାଇବା.
15:53 ଏହି ଫାଇଲ୍ ଗୁଡିକ ହଟି ଯାଇଛି କି ନାହିଁ ଦେଖିବା ପାଇଁ ଆଉଥରେ ls testdir ଟାଇପ୍ କର. ଆପଣ abc1 ଏବଂ abc2 ଫାଇଲ୍ ଗୁଡିକୁ ଦେଖିପାରିବେ ନାହିଁ.
16:07 ଆଗକୁ ଯିବା ପୁର୍ବରୁ ଚାଲ ଏବେ ସ୍କ୍ରିନ୍ ସଫା କର.
16:14 ବର୍ତମାନ ସ୍ଲାଇଡ୍ ଗୁଡିକୁ ଫେରିବା.
16:18 ଚାଲ ସଂଖିପ୍ତ ବିବରଣୀ କରିବା ଯାହା ଆମେ ଏବେ କହିଛୁ.
16:20 ଆମେ ଏକ ସିନ୍ଗଲୀ ଫାଇଲ୍ କୁ ଡିଲିଟ୍ କରିବା ପାଇଁ rm ଏବଂ ପୁଣି ଫାଇଲ୍ ର ନାମ ଲେଖିବା.
16:27 ବହୁବିଧ ଫାଇଲ୍ ଗୁଡିକୁ ଡିଲିଟ୍ କରିବା ପାଇଁ rm ଏବଂ ସେହି ବହୁବିଧ ଫାଇଲ୍ ଗୁଡିକର ନାମ ଲେଖ ଯାହା ଆମେ ଡିଲିଟ୍ କରିବାକୁ ଚାହୁଁ.
16:34 ବର୍ତମାନ rm କମାଣ୍ଡ୍ ର କିଛି ଅପସନ୍ ଗୁଡିକୁ ଚାଲ ଦେଖ.
16:40 ବେଳେ ବେଳେ ଫାଇଲ୍ ସୁରଖିତ ଅଟେ ଯାହା rm ର ଉପଯୋଗୀ କରି ମଧ୍ୟ ଡିଲିଟ୍ ହେବ ନାହିଁ. ଏହି କେସେ (case) ରେ ଆମ ପାଖରେ -f option ଅଛି, ଯାହା ଏକ ଫାଇଲ୍ କୁ ଡିଲିଟ୍ କରିବା ପାଇଁ ବ୍ୟବହାର ହୋଇପାରିବ.
16:57 ଅନ୍ୟ ସାମାନ୍ୟ ଅପସନ୍ -r option ଅଟେ. ଚାଲ ଦେଖିବା କେଉଁଠାରେ ଏହି ଅପସନ୍ ଉପଯୋଗୀ ଅଟେ.
17:07 ଚାଲ ଟର୍ମିନାଲ୍ କୁ ଫେରିବା.
17:12 ଡାଇରେକ୍ଟ୍ ଟୋରୀଜ (directories) ଡିଲିଟ୍ କରିବା ପାଇଁ ସାଧାରଣତ ଭାବରେ rm କମାଣ୍ଡ୍ ବ୍ୟବହାର ହୁଏ ନାହିଁ, ତାହା ପାଇଁ ଆମ ପାଖରେ rmdir କମାଣ୍ଡ ଅଛି.
17:21 କିନ୍ତୁ rmdir କମାଣ୍ଡ ସାଧାରଣତ ଭାବରେ ଡାଇରେକ୍ଟ୍ ଟୋରୀ (directory) କୁ କେବଳ ଡିଲିଟ୍ କରେ, ପରେ ଏହା ଖାଲି ଅଟେ.
17:27 ଯଦି ଆମେ ଏକ ଡାଇରେକ୍ଟ୍ ଟୋରୀ (directory) କୁ ଡିଲିଟ୍ କରିବାକୁ ଚାହୁଁ ଯାହାର କେତେକ ଫାଇଲସ୍ ଏବଂ subdirectories ଭିତରେ ଅଛି, ତେବେ ଆମେ କଣ କରୁଁ.
17:35 ଚାଲ ଏହା କରିବା ପାଇଁ rm କମାଣ୍ଡ୍ କୁ ଚେଷ୍ଟା କରିବା.
17:38 ଚାଲ ଆମେ testdir ରେ rm ଏବଂ directory ଟାଇପ୍ କରିବା ଯାହା ଆମେ ଡିଲିଟ୍ କରିବା ପାଇଁ ଚାହୁଁ ଏବଂ ଏନ୍ଟର୍ ଦବାଅ.
17:47 ଆଉଟ୍ ପୁଟ୍ ମେସେଜ୍(output message) ଠାରୁ ଆମେ ଦେଖିପାରିବା ଯେ testdir କୁ ଡିଲିଟ୍ କରିବା ପାଇଁ ଆମେ rm directory ର ବ୍ୟବହାର କରି ପାରିବା ନାହିଁ.
17:55 କିନ୍ତୁ ଯଦି ଆମେ -r ଏବଂ -f option ଯୋଡିବା ତେବେ ଆମେ ଏହା କରିପାରିବା.
18:03
18:16 ବର୍ତମାନ testdir directory ସଫଳ ପୁର୍ବକ ଡିଲିଟ୍ ହୋଇଯାଇଛି.
18:22 ବର୍ତମାନ ପରବର୍ତୀ କମାଣ୍ଡ କୁ ଅଧ୍ୟୟନ କରିବା ପାଇଁ ସ୍ଲାଇଡ୍ ଗୁଡିକୁ ଫେରିବା.
18:27 cmp କମାଣ୍ଡ.
18:29 ବେଳେ ବେଳେ ଆମେ ଯାଂଚ ର ଆବଶ୍ୟକତା କରୁ ଯେ କଣ ଦୁଇଟି ଫାଇଲ୍ ଗୁଡିକ ସମାନ ଅଟେ. ଯଦି ସେମାନେ ସମାନ ଅଟନ୍ତି ତେବେ ସେମାନକଂ ମଧ୍ୟରୁ ଗୋଟିଏ ଡିଲିଟ୍ କରି ପାର.
18:37 ମଧ୍ୟ ଦେଖିବାକୁ ଚାହିଁ ପାର କି କଣ ପୁର୍ବ ଅନୁବାଦ ଠାରୁ ଫାଇଲ୍ ବଦଳି ଯାଇଛି.
18:44

ଏଗୁଡି ଏବଂ କେତେକ ଅନ୍ୟ ଉଦ୍ୟେଶ ପାଇଁ ଆମେ cam କମାଣ୍ଡ୍ ର ବ୍ୟବହାର କରିପାରିବା.

18:49 ଏହା ଦୁଇଟି ଫାଇଲ୍ କୁ byte, byte ଦ୍ବାରା ତୁଳନା କରେ.
18:54 file1 ଏବଂ file2 କୁ ତୁଳନା କରିବା ପାଇଁ ଆମେ cmp file1 file2 ଲେଖିବାକୁ ହେବ.
19:03 ଯଦି ଦୁଇଟି ଫାଇଲ୍ ରେ ପୁର୍ଣ ରୁପରେ ସମାନ ବିଷୟ ବସ୍ତୁ ଥାଏ ତେବେ କୌଣସି ମେସେଜ୍ ଦେଖାଇବ ନାହିଁ.
19:11 କେବଳ ପ୍ରମପ୍ଟ୍ ମୁଦ୍ରିତ ହୋଇ ପାରିବ.
19:14 ଯଦି ସେମାନକଂର ବିଷୟ ବସ୍ତୁ ଅଲଗା ଅଟେ ତେବେ ଟର୍ମିନାଲ୍ ଉପରେ ପ୍ରଥମ ଅମେଳ ର ସ୍ଥାନ ମୁଦ୍ରିତ ହୋଇ ପାରିବ.
19:25 ଚାଲ ଦେଖିବା, cmp କେମିତି କାର୍ଯ୍ୟ କରେ. ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) ରେ sample1 ଏବଂ sample2 ନାମକ ଦୁଇଟି ଫାଇଲ୍ ଅଛି.
19:35 ଚାଲ ଦେଖିବା, ସେମାନେ କଣ ଧାରଣ କରନ୍ତି.
19:38 cat sampe1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ ଏବଂ ଏଥିରେ “This is a Linux file to test the cmp command” ଟେକଷ୍ଟ (text) ଅନ୍ତରଭୁକ୍ତ .
19:50 ଅନ୍ୟ ଫାଇଲ୍ sample2 ରେ ଟେକଷ୍ଟ (text) ଅନ୍ତରଭୁକ୍ତ ଏବଂ ଏହାକୁ ଦେଖିବା ପାଇଁ cat sample2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
20:00 ଏଥିରେ “This is a Unix file to test the cmp command" ଟେକଷ୍ଟ (text) ଅନ୍ତରଭୁକ୍ତ.
20:06 ବର୍ତମାନ ଆମେ cmp କମାଣ୍ଡ୍ କୁ ଏହି ଦୁଇଟି ଫାଇଲ୍ ଉପରେ ଲାଗୁ କରିବା.
20:11 ଆମେ cmp sample1 sample2 ଲେଖିବା ଅବନ୍ ଏନ୍ଟର୍ ଦବାଇବା.
20:23 ଯେଭଳି ଆମେ ଦେଖିପାରିବା ଦୁଇଟି ଫାଇଲ୍ sample1 ଏବଂ sample2 ମଧ୍ୟରେ ପ୍ରଥମ ପ୍ରଭେଦ ଚିହ୍ନିତ ହୋଇଛି.
20:32 ଚାଲ ପରବର୍ତୀ କମାଣ୍ଡ୍ କୁ ଯିବା ପୁର୍ବରୁ ସ୍କ୍ରିନ୍ କୁ ସଫା କରିବା.
20:38 ପରବର୍ତୀ କମାଣ୍ଡ୍ ଯାହା ଆମେ ଦେଖିବା ତାହା wc କମାଣ୍ଡ୍ ଅଟେ.
20:43 ଏହି କମାଣ୍ଡ୍ ଅଖୟର ର ସଂଖ୍ୟା, ସବ୍ଦ, ଏବଂ ଫାଇଲ୍ ରେ ଲାଇନ୍ କୁ ଗଣନା ପାଇଁ ବ୍ୟବହାର କରଯାଇଥାଏ.
20:50 ଆମ ପାଖରେ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (directory) ରେ sample3 ନାମକ ଏକ ଫାଇଲ୍ ଅଛି.
20:56 ଚାଲ ଏହାର ବିଷୟ ବସ୍ତୁ ଦେଖିବା ପାଇଁ ଆମେ cat sample3 ଟାଇପ୍ କରିବା ଏବଂ ଏନ୍ଟର୍ ଦବାଇବା.
21:05 ଏହା sample3 ର ବିଷୟ ବସ୍ତୁ ଅଟେ.
21:10 ବର୍ତମାନ ଏହି ଫାଇଲ୍ ଉପରେ wc command ର ବ୍ୟବହାର କରିବା.
21:14 ଏଥି ପାଇଁ ଆମେ wc sample3 ଲେଖିବା ଏବଂ ଏନ୍ଟର୍ ଦବାଇବା.
21:25 କମାଣ୍ଡ୍ ଦର୍ଶାଏ ଯେ ଫାଇଲ୍ ରେ 6 ଲାଇନସ୍, 67 ସବଦ୍, ଏବଂ 385 ଅଖୟର ଅଛି.
21:38 ଏଗୁଡିକ କିଛି କମାଣ୍ଡ୍ ଥିଲା ଯେଉଁ ଗୁଡିକ ଆମକୁ ଫାଇଲ୍ ଗୁଡିକ ସହିତ କାମ କରିବା ପାଇଁ ସାହାଯ୍ୟ କରେ.
21:43 ସେଠାରେ ବହୁତ ସାରା କମାଣ୍ଡ୍ ଅଛି. ଏହାଛଡା ପ୍ରତେକ କମାଣ୍ଡ୍ ଯାହା ଆମେ ଦେଖିଛେ ତାହାର ବହୁତ ଅପସନସ୍ ଅଛି.
21:51 ମୁଁ ଆପନଂକୁ man command ର ଉପଯୋଗୀ କରି ସେମାନକଂ ସମ୍ଵନ୍ଧରେ ଅଧିକ ଜାଣିବା ପାଇଁ ପ୍ରୋସଛାଇତ (encourage) କରେ.
22:00 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
22:04 ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି.
22:17 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
22:34 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ତିଥ ପାଇଁ ଧନ୍ୟବାଦ.

Contributors and Content Editors

Devraj, Manoranjan, PoojaMoolya, Pradeep