Difference between revisions of "Linux/C2/File-System/Oriya"

From Script | Spoken-Tutorial
Jump to: navigation, search
Line 1: Line 1:
 
{| border=1
 
{| border=1
!Time
+
|'''Time'''
!Narration
+
|'''Narration'''
 
|-
 
|-
| 0:00
+
| 00:00
|ଲିନକ୍ସ ଫାଇଲ୍ ସିଷ୍ଟମ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
+
||ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 
|-
 
|-
| 0:04
+
| 00:04
|ମୁଁ ଉବଣ୍ଟୁ 10.04 ବ୍ୟବହାର କରୁଛି.
+
|| ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
 
|-
 
|-
| 0:07
+
| 00:07
|ଆମେ ଧରିନେବା ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍ ଗୁଡିକ ସମ୍ବନ୍ଧରେ କିଛି ମୌଳିକ ଧାରଣା ଆପଣ ଜାଣନ୍ତି.
+
|| ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ବିଷୟରେ ଆପଣଙ୍କର କିଛି ମୌଳିକ ଧାରଣା ଅଛି ବୋଲି ଆମେ ଭାବୁଛୁ |
 
|-
 
|-
| 0:13
+
| 00:13
|ଯଦି ଆପଣ ଆଗ୍ରହି , ଏହା http://spoken-tutorial.org ୱେବ୍ସାଇଟ୍‌ରେ ଅନ୍ୟ ଏକ ସ୍ପୋକେନ୍‌ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧ
+
|| ଆପଣ ଯଦି ଆଗ୍ରହୀ, ତେବେ ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
 
|-
 
|-
| 0:25
+
| 00:25
|ଧ୍ୟାନ ଦିଅ ଯେ ଲିନକ୍ସ କେସ୍ ସେନସିଟିଭ (sensitive).
+
|| ଲିନକ୍ସ୍, କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ |
 
|-
 
|-
| 0:28
+
| 00:28
|ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଗୁଡିକ ଲୋୟର କେସ୍ ରେ ଅଛି ଯେପର୍ଯ୍ଯନ୍ତ ଅନ୍ୟଥା ଉଲ୍ଲେଖ ହୋଇନାହିଁ.
+
|| ଉଲ୍ଲେଖ କରାଯାଇନଥିଲେ, ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ହେଉଥିବା ସମସ୍ତ କମାଣ୍ଡ୍ ଛୋଟ ଅକ୍ଷରରେ ଥାଏ |
 
|-
 
|-
| 0:36
+
| 00:36
|ଲିନକ୍ସ ରେ ପ୍ରାୟ ସବୁକିଛି ଏକ ଫାଇଲ୍ .
+
|| ଲିନକ୍ସ୍ ରେ ପ୍ରାୟ ସବୁକିଛି ହେଉଛି ଫାଇଲ୍ |
 
|-
 
|-
| 0:39
+
| 00:39
|ତେଣୁ, ଫାଇଲ୍ କଣ ? ପ୍ରକୃତରେ ଆମେ ଜାଣୁ ଫାଇଲ୍ ଏହା ଯେଉଁଥିରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ସଂଚୟ କରୁ.
+
||ତେବେ ଫାଇଲ୍ କ’ଣ? ବାସ୍ତବ ଜୀବନରେ ଆମେ ନିଜର ଡକ୍ୟୁମେଣ୍ଟ୍ ଓ ପେପର୍ ଫାଇଲ୍ ରେ ରଖିଥାଉ ବୋଲି ଜାଣିଛେ |
 
|-
 
|-
| 0:47
+
| 00:47
|ସେହିଭଳି, ଲିନକ୍ସରେ ଏକ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା .
+
|| ସେହିଭଳି ଲିନକ୍ସ୍ ରେ ଏକ ଫାଇଲ୍ ହେଉଛି ସୂଚନା ଷ୍ଟୋରିଙ୍ଗ୍ ପାଇଁ ଏକ ଧାରକ |
 
|-
 
|-
| 0:53
+
| 00:53
|ତାପରେ, ଡାଇରେକ୍ଟ୍ ଟୋରୀ (directory) କଣ ?
+
|| ଏକ ଡିରେକ୍ଟୋରୀ କ’ଣ?
 
|-
 
|-
| 0:56
+
| 00:56
|ଡାଇରେକ୍ଟ୍ ଟୋରୀ (directory) କୁ ଫାଇଲସ୍ (files) ଏବଂ ଅନ୍ୟ ଉପ-ଡାଇରେକ୍ଟ୍ ଟୋରୀଜ (sub-directories) ସଂଗ୍ରହ ରୁପରେ ବୁଝିବାକୁ ପଡିବ.
+
|| ଫାଇଲ୍ ର ଓ ଅନ୍ୟ (ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ସ୍ଥାନକୁ ଆମେ ଡିରେକ୍ଟୋରୀ ବୋଲି ବୁଝିପାରିବା |
 
|-
 
|-
| 1:02
+
| 01:02
|ଡାଇରେକ୍ଟ୍‌ଟୋରୀ (directory) ଆମକୁ ଆମର ଫାଇଲ (file) ଗୁଡ଼ିକୁ ସୁଚିନ୍ତିତ ଭାବେ ବ୍ୟବସ୍ଥିତ କରିବା ପାଇଁ ସାହାଯ୍ୟ କରେ
+
|| ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଂଗଠିତ କରିବାରେ ଡିରେକ୍ଟୋରୀ ସାହାଯ୍ୟ କରେ |
 
|-
 
|-
| 1:08
+
| 01:08
|ଏହା ୱିନଡୋଜ୍‌ ଫୋଲଡର ପରି
+
|| ଏହା ୱିଣ୍ଡୋଜ୍ ଫୋଲ୍ଡର୍ ପରି |
 
|-
 
|-
| 1:12
+
| 01:12
|ଏହା ଅଲଗା ଅଲଗା ୟୂଜରସ୍ ମାନଂକୁ ସେମାନେ ନିଜର ଡାଇରେକ୍ଟ୍ ଟୋରୀଜ (directories) ସହିତ ଫାଇଲସ୍ (files) ରଖିବାକୁ ଅନୁମତି ଦିଏ ଯାହା୍କୁ ଅନ୍ୟମାନେ ପ୍ରବେଶ କିମ୍ବା ପରିବର୍ତନ କରିପାରିବେ ନାହିଁ.
+
|| ୟୁଜର୍ ମାନେ ନିଜ ଫାଇଲ୍ସ ସହ ନିଜର ଡିରେକ୍ଟୋରୀଗୁଡିକ ରଖିପାରିବେ, ଯାହା ଅନ୍ୟମାନେ ଆକ୍ସେସ୍ କିମ୍ୱା ପରିବର୍ତ୍ତନ କରିପାରିବେ ନାହିଁ |
 
|-
 
|-
| 1:20
+
| 01:20
|ଯଦି କୌଣସି ଡାଇରେକ୍ଟ୍ ଟୋରୀ (directories) ନଥାନ୍ତା, ତେବେ ସିଷ୍ଟମ ରେ ସବୁ ଫାଇଲ କୁ ଅଲଗା ଅଲଗା ୟୁନିକ୍‌ ନାମ ଦେବା ଦରକାର ପଡ଼ିଥାନ୍ତା , ଯାହା ବଜାୟ ରଖିବା ବହୁତ କଷ୍ଟ ହେବ.
+
|| ଅଧିକନ୍ତୁ, ଯଦି କୌଣସି ଡିରେକ୍ଟୋରୀ ନଥାଏ, ତେବେ ସିଷ୍ଟମ୍ ରେ ସମସ୍ତ ଫାଇଲ୍ କୁ ସ୍ୱତନ୍ତ୍ର ନାମ ରଖିବାକୁ ହେବ, ଯାହା ମେଣ୍ଟେନ୍ କରିବା କଷ୍ଟକର |
 
|-
 
|-
| 1:31
+
| 01:31
|ଯଦିଓ ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories)ର ଏହି ପରିଭାଷା ସେଗୁଡ଼ିକ ସମ୍ଭନ୍ଧରେ ଏକ ସାଧାରଣ ଧାରଣା ଦେବା ପାଇଁ ଠିକ୍ , ଏହା କିନ୍ତୁ ପୁରା ଠିକ୍ ନୁହେଁ .
+
|| ଯଦିଓ ଫାଇଲ୍ସ ଓ ଡିରେକ୍ଟୋରୀସ୍ ବିଷୟରେ ସାଧାରଣ ଜ୍ଞାନ ପାଇବା ପାଇଁ ଏହି ସଜ୍ଞାଗୁଡିକ ଉତ୍ତମ, କିନ୍ତୁ ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ
 
|-
 
|-
| 1:42
+
| 01:42
|କନ୍ଟେଟସ୍ (contents) ସହିତ ଗୋଟିଏ ଫାଇଲ୍ ର ନାମ ଏବଂ କିଛି properties, ବା “administrative information” ରହିଥାଏ ; ଯେମିତି ସେହି ଫାଇଲ୍ ର ସୃଷ୍ଟି/ରୁପନ୍ତର ତାରିଖ ଏବଂ ଏହାର permissions
+
|| ତତସମେତ ଫାଇଲ୍ ର କଣ୍ଟେଣ୍ଟ୍, ରେ ଏକ ନାମ କିଛି ପ୍ରପର୍ଟି କିମ୍ୱା ’ଆଡମିନିଷ୍ଟ୍ରେଟିଭ୍ ଇନ୍ଫର୍ମେସନ୍” ଥାଏ, ଯାହା ହେଉଛି ଫାଇଲ୍ ର କ୍ରିଏଶନ୍/ମୋଡିଫିକେଶନ୍ ତାରିଖ ଓ ତାହାର ଅନୁମତି |
 
|-
 
|-
| 1:55
+
| 01:55
|ଏହି ସୁଚନା ଫାଇଲ୍ ର inodeରେ ଗଛିତ ଅଛି, ଯାହା ଫାଇଲ୍ ସିଷ୍ଟମ ରେ ଡାଟା ର ଏକ ବିଶେଷ ଅଂଶ ଏବଂ ଏଥିରେ ମଧ୍ୟ ଫାଇଲ୍ ର ଲମ୍ବ ଏବଂ disk ର କେଉଁ ଠାରେ ଏହା ସଂଚୟ ଅଛି ତାହା ଅନ୍ତର୍ଭୂକ୍ତ .
+
|| ପ୍ରପର୍ଟିଗୁଡିକ ଫାଇଲ୍ ର ଆଇନୋଡ୍ ନାମକ ଫାଇଲ୍ ସିଷ୍ଟମ୍ ର ଏକ ସ୍ୱତନ୍ତ୍ର ଡାଟା ବ୍ଲକ୍ ରେ ରହିଥାଏ, ଯେଉଁଥିରେ ଫାଇଲ୍ ର ଦୈର୍ଘ୍ୟ ଓ ଡିସ୍କ୍ ରେ ଏହାର ସ୍ଥାନର ସୂଚନା ଥାଏ | 
 
|-
 
|-
| 2:08
+
| 02:08
|ସିଷ୍ଟମ ଫାଇଲ୍ ର inode ନମ୍ବର୍ କୁ ହିଁ ବ୍ୟବହାର କରେ . ଆମର ସୁବିଧା ପାଇଁ directory structure ଏକ ଫାଇଲ୍ ର ନାମ ଦେଇଥାଏ , ଯେହେତୁ ଆମ ପାଇଁ ଏକ ବଡ଼ ସଂଖ୍ୟା ଠାରୁ ନାମ ମନେରଖିବା ବେଶୀ ସହଜ .
+
|| ସିଷ୍ଟମ୍ ଟି ଫାଇଲ୍ ର ଆଇନୋଡ୍ ସଂଖ୍ୟା ବ୍ୟବହାର କରିଥାଏ; ବୃହତ ସଂଖ୍ୟା ଅପେକ୍ଷା ନାମ ମନେରଖିବା ସହଜ ହେଉଥିବାରୁ ଡିରେକ୍ଟୋରୀ ସଂରଚନାଟି ଆମର ସୁବିଧା ପାଇଁ ଫାଇଲ୍ ର ନାମକରଣ କରେ |
 
|-
 
|-
|2:23
+
|02:23
|directoryର  ଅତିସରଳ ପରିଭାଷା ଠାରୁ ଅଲଗା ଯେ, ଏକ ଡାଇରେକ୍ଟ୍ ଟୋରୀ (directory) ବାସ୍ତବରେ ଅନ୍ୟ ଫାଇଲସ୍ କୁ ଗଛିତ କରେ ନାହିଁ, କିନ୍ତୁ ଏହା ନିଜେ ଏକ ଫାଇଲ୍ , ଯାହା ଅନ୍ୟ ଫାଇଲ୍ ଗୁଡିକର inode ନମବର୍ସ୍ (numbers) ଏବଂ ନାମ କୁ ଧାରଣ କରେ.
+
|| ଏହାର ଅତି ସରଳ ସଜ୍ଞା ବିପରୀତେ, ଏକ ଡିରେକ୍ଟୋରୀ ବାସ୍ତବରେ ଅନ୍ୟ ଫାଇଲ୍ ଷ୍ଟୋର୍ କରେ ନାହିଁ, ଏହା ହେଉଛି ନିଜେ ଗୋଟିଏ ଫାଇଲ୍, ଯେଉଁଥିରେ ଆଇନୋଡ୍ ସଂଖ୍ୟା ଓ ନାମ ରହିଥାଏ |
 
|-
 
|-
| 2:37
+
| 02:37
|ପ୍ରକୃତରେ ଲିନକ୍ସ ରେ ତିନି ପ୍ରକାରର ଫାଇଲ ଅଛି:
+
|| ବାସ୍ତବରେ ଲିନକ୍ସ୍ ରେ ତିନିପ୍ରକାର ଫାଇଲ୍ ଥାଏ :
 
|-
 
|-
| 2:41
+
| 02:41
| 1 Regular Files or Ordinary files - ଏଥିରେ characterଗୁଡ଼ିକର stream ରୂପେ କେବେଳ ଡାଟା (data) ଅନ୍ତର୍ଭୁକ୍ତ.
+
||1 ନିୟମିତ ଫାଇଲ୍ କିମ୍ୱା ସାଧାରଣ ଫାଇଲ୍ : କ୍ୟାରେକ୍ଟର୍ ଷ୍ଟ୍ରିମ୍ ଭାବରେ ଏଥିରେ କେବଳ ଡାଟା ଥାଏ |
 
|-
 
|-
| 2:48
+
| 02:48
|2 Directories: ଯାହାକି ଆମେ ପୁର୍ବ ସ୍ଲାଇଡ୍ ଗୁଡିକରେ ଦେଖିଥିଲୁ.
+
||2 ଡିରେକ୍ଟୋରୀ: ଯେପରି ଆମେ ପୂର୍ବ ସ୍ଲାଇଡ୍ ଗୁଡ଼ିକରେ ଦେଖିଲେ
 
|-
 
|-
| 2:52
+
| 02:52
|3 Device Files: ସବୁ hardware ଉପକରଣ ଏବଂ peripherals ଲିନକ୍ସ ରେ ଫାଇଲସ୍ ରୂପେ ପ୍ରତିରୂପିତ ହୋ‌ଇଥାଏ .
+
||3 ଡିଭାଇସ୍ ଫାଇଲ୍: ଲିନକ୍ସ୍ ରେ ସବୁ ହାର୍ଡୱେର୍ ଡିଭାଇସେସ୍ ଓ ପେରିଫେରାଲ୍ସକୁ ଫାଇଲ୍ ଭାବରେ ଦର୍ଶାଯାଇଥାଏ |
 +
 
 
|-
 
|-
| 2:59
+
| 02:59
|ଲିନକ୍ସ ରେ ସବୁ ଉପକରଣ ଯେପରି CD, Harddisk, ଏପରିକି USB stick, ସବୁ କିଛି ଏକ ଏକ ଫାଇଲ୍ . କିନ୍ତୁ ଏହା ଏପରି କାହିଁକି ? ଏହା ଏହି ଉପକରଣଗୁଡିକୁ ସାଧାରଣ ଫାଇଲ୍ ଗୁଡିକ ପରି ସମାନ ରୁପେ ଲେଖିବା ପଢ଼ିବାରେ ସାହାଜ୍ୟ କରେ.
+
|| CD, ହାର୍ଡ୍ ଡିସ୍କ୍ କିମ୍ବା ଏକ usb ଷ୍ଟିକ୍ ହେଉନା କାହିଁକି, ଲିନକ୍ସ୍ ରେ ସବୁ ଫାଇଲ୍ ଅଟେ | କିନ୍ତୁ ଏପରି କାହିଁକି? ଏହା, ସାଧାରଣ ଫାଇଲ୍ ଗୁଡ଼ିକ ଭଳି ଏହିସବୁ ଡିଭାଇସ୍ ରେ ରିଡ୍ ରାଇଟ୍ କରିବାରେ ସାହାଯ୍ୟ କରେ |
 
|-
 
|-
| 3:15
+
| 03:15
|ଲିନକ୍ସ ରେ ସବୁ ଫାଇଲସ୍ ସମ୍ବଂଧିତ , ସଂକ୍ଷେପରେ, ସେମାନେ ଆମ ଭଳି ଏକ ପରିବାର ପରି .
+
|| ଆମମାନଙ୍କ ଭଳି ଲିନକ୍ସ୍ ରେ ସବୁ ଫାଇଲ୍ ପରସ୍ପର ସହିତ ମିଶି ଏକ ପରିବାର ଗଠନ କରିଥାନ୍ତି |
 
|-
 
|-
| 3:22
+
| 03:22
|ଡାଇରେକ୍ଟ୍ ଟୋରୀ (directory) ରେ ଅନ୍ତର୍ଭୁକ୍ତ କିଛି ଫାଇଲସ୍ ଏବଂ ଉପ-ଡାଇରେକ୍ଟ୍ ଟୋରୀଜ (sub-directories) ର ସମ୍ପର୍କ parent – child ସମ୍ପର୍କ ଭଳି . ଏହା Linux File System Tree ସୃଷ୍ଟି କରିଥାଏ .
+
|| ଏକ ଡିରେକ୍ଟୋରୀରେ ଥିବା କିଛି ଫାଇଲ୍ ଓ ସବ୍ ଡିରେକ୍ଟୋରୀ ମଧ୍ୟରେ ପ୍ୟାରେଣ୍ଟ୍-ଚାଇଲ୍ଡ୍ ସମ୍ପର୍କ ଥାଏ | ଏହା, ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଟ୍ରୀ ଗଠନ କରିଥାଏ |
 
|-
 
|-
| 3:34
+
| 03:34
|ସବୁଠୁଁ ଉପରେ frontslash( /) ଦ୍ବାରା ସୂଚିତ root  ଥାଏ . ଏହା ସମସ୍ତ ଅନ୍ୟ ଫାଇଲସ୍ ଏବଂ directories କୁ ଅନ୍ତର୍ଭୁକ୍ତ କରେ.
+
|| ଶୀର୍ଷରେ ରୁଟ୍(ଫ୍ରଣ୍ଟ୍ ସ୍ଲାସ୍ ଦ୍ୱାରା ଚିହ୍ନିତ) ଅଛି | ଏଥିରେ ଅନ୍ୟ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ରହିଥାଏ |
 
|-
 
|-
| 3:42
+
| 03:42
|ଯଦି ଆମେ ସଠିକ୍ path ଜାଣୁ , ଏହା ଆମକୁ ଏକ ଫାଇଲ୍ କିମ୍ବା directoryରୁ ଅନ୍ୟ ଫାଇଲ୍ କିମ୍ବା directoryରୁ କୁ ଯିବାରେ ସାହାଜ୍ୟ କରେ.
+
|| ସଠିକ ପାଥ୍ ଜାଣିଥିଲେ, ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀରୁ ଅନ୍ୟକୁ ସହଜ ନେଭିଗେଶନ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରେ |
 
|-
 
|-
| 3:51
+
| 03:51
|ଯେବେ ଆମେ ଲିନକ୍ସ ଫାଇଲ୍ ସିଷ୍ଟମ ରେ କାମ କରୁ , ଆମକୁ ଲାଗେ ଯେମିତି ଆମେଏହି ଟ୍ରି (tree) ରେ ଆଗକୁ ଯାଉଛୁ.
+
|| ଆମେ ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ସହିତ କାମ କରିବାବେଳେ, ଏହି ଟ୍ରୀ ମଧ୍ୟରେ ଗତି କରିବା ଭଳି ଲାଗେ |
 
|-
 
|-
| 3:56
+
| 03:56
|ଏକ କମାଣ୍ଡ ଦ୍ୱାରା ତୁମେ ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ teleported ହୋଇଯାଅ .
+
|| ଗୋଟିଏ କମାଣ୍ଡ୍ ରେ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେଲିପୋର୍ଟ୍ କରନ୍ତି |
 
|-
 
|-
| 4:01
+
| 04:01
|ଆକର୍ଷଣୀୟ ଲାଗୁଛି ! ବାସ୍ତବିକ୍‌ ଏହା ଏମିତି . ଯେପରି ଆମେ ଦେଖିବା.
+
|| ରୋଚକ ଲାଗୁଛି!! ନିଶ୍ଚିତରେ ଏହା ଏପରି | ଯେମିତି କି ଆମେ ଦେଖିବା |
 
|-
 
|-
| 4:05
+
| 04:05
|ଯେବେ ଆମେ ଲିନକ୍ସ ସିଷ୍ଟମ ରେ ଲୋଗ-ଇନ୍ (login) କରୁ , ଆମେ by default home directoryରେ ଅଛୁ.
+
|| ଲିନକ୍ସ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ |
 
|-
 
|-
| 4:11
+
| 04:11
|ଏବେ, ଟର୍ମିନାଲ୍ କୁ ଯିବା.
+
|| ଏବେ, ଟର୍ମିନାଲ୍ କୁ ଯାଆନ୍ତୁ |
 
|-
 
|-
| 4:13
+
| 04:13
|ଉବଣ୍ଟୁ ରେ ଟର୍ମିନାଲ୍ କୁ ଆରମ୍ଭ କରିବା ପାଇଁ Ctrl+alt+T ସାହାଜ୍ୟ କରେ .
+
|| ଟର୍ମିନାଲ୍ ଆରମ୍ଭ କରିବାକୁ Ctrl+alt+T ସାହାଯ୍ୟ କରେ |
 
|-
 
|-
| 4:17
+
| 04:17
|ଏହି କମାଣ୍ଡ ସବୁ ୟୁନିକ୍ସ୍ ସିଷ୍ଟମ (unix system) ରେ କାମ କରି ନ ପାରେ . ଟର୍ମିନାଲ୍ କୁ  ଖୋଲିବା ପାଇଁ ଏକ general procedure ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖା କରାଯାଇଛି.
+
|| ଅବଶ୍ୟ, ଏହି କମାଣ୍ଡ୍, ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ହୋଇଛି |
 
|-
 
|-
| 4:27
+
| 04:27
| home directory କୁ ଦେଖିବା ପାଇଁ, କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "echo space dollar H-O-M-E capital ରେ" ଟାଇପ୍‌ କର ଏବଂ ଏନ୍ଟର୍ ଦବାଅ .
+
||ହୋମ୍ ଡିରେକ୍ଟୋରୀ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ H-O-M-E ଟାଇପ୍ କରି" ଏଣ୍ଟର୍ ଦାବନ୍ତୁ |
 
|-
 
|-
| 4:40
+
| 04:40
|ଏହା ଆମ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ର ପାଥ୍ ନେମ୍ (pathname) ଦିଏ.
+
|| ଏହା ହୋମ୍ ଡିରେକ୍ଟୋରୀର ପାଥ୍ ନେମ୍ ଦିଏ |
 
|-
 
|-
| 4:44
+
| 04:44
|ଆମେ ଗୋଟିଏ ଡାଇରେକ୍ଟ୍ ଟୋରୀ (directory)ରୁ ଅନ୍ୟକୁ ଯାଇପାରିବା.
+
|| ଆମେ ଗୋଟିଏ ଡିରେକ୍ଟୋରୀରୁ ଅନ୍ୟକୁ ଯାଇପାରିବା |
 
|-
 
|-
| 4:47
+
| 04:47
|କିନ୍ତୁ କୌଣସି ଏକ ସମୟରେ ଆମେ ଗୋଟିଏ ନିର୍ଦ୍ଦିଷ୍ଟ directoryରେ ହିଁ ରହିପାରିବା ଏବଂ ଏହି directoryକୁ current directory ବା working directory କହନ୍ତି . ଏବେ ସ୍ଲାଇଡ୍ ଗୁଡିକ ର ପଛକୁ ଯିବା .
+
|| ମାତ୍ର, ଯେକୌଣସି ସମୟରେ ଆମେ ଗୋଟିଏ ଡିରେକ୍ଟୋରୀରେ ରହିପାରୁ ଓ ଏହି ଡିରେକ୍ଟୋରୀକୁ କରେଣ୍ଟ୍ ଡିରେକ୍ଟୋରୀ ବା ୱର୍କିଂ ଡିରେକ୍ଟୋରୀ କୁହାଯାଏ | ଏବେ ସ୍ଲାଇଡ୍ସକୁ ଫେରିଯିବା |
 
|-
 
|-
| 4:56
+
| 04:56
|pwd କମାଣ୍ଡ୍ ଆମକୁ current directoryକୁ ଦେଖିବା ପାଇଁ ସାହାଜ୍ୟ କରେ .  pwd ଅର୍ଥ present working directory .
+
|| କରେଣ୍ଟ୍ ଡିରେକ୍ଟୋରୀ ଦେଖିବା ପାଇଁ ଆମକୁ ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ ବା pwd କମାଣ୍ଡ୍ ସାହାଯ୍ୟ କରେ |
 
|-
 
|-
| 5:03
+
| 05:03
|command promptରେ "pwd" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ବର୍ତମାନ ଏହା ଆମର present working directory .
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "pwd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏବେ, ଏହା ହେଉଛି ଆମର ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ |
 
|-
 
|-
| 5:13
+
| 05:13
|ଆମେ କହିଛେ ଯେ ଆମେ ଏକ ଡାଇରେକ୍ଟ୍ ଟୋରୀ (directory)ରୁ ଅନ୍ୟ କୁ ଯାଇପାରିବା.
+
|| ଗୋଟିଏ ରୁ ଅନ୍ୟଏକ ଡିରେକ୍ଟୋରୀକୁ ଯାଇପାରିବା ବୋଲି ଆମେ କହିସାରିଛୁ |
 
|-
 
|-
| 5:17
+
| 05:17
|କିନ୍ତୁ ଏହା ଆମେ କିପରି କରିବା ? ଏପାଇଁ ଆମର ପାଖରେ cd କମାଣ୍ଡ୍ ଅଛି.
+
|| ମାତ୍ର ଏହା କିପରି କରିବା? ଏଥିପାଇଁ ଏକ cd କମାଣ୍ଡ୍ ଅଛି |
 
|-
 
|-
| 5:22
+
| 05:22
|ଯେଉଁ directoryକୁ ତୁମେ ଯିବାକୁ ଚାହୁଁଛ, cd କମାଣ୍ଡ୍ ପରେ ତାହାର pathname  ଟାଇପ୍ କର.
+
|| ଆମ ଇପ୍ସିତ ଡିରେକ୍ଟୋରୀକୁ ଯିବାପାଇଁ cd କମାଣ୍ଡ୍ ପରେ ଡିରେକ୍ଟୋରୀର ପାଥ୍ ନେମ୍ ଟାଇପ୍ କରିବାକୁ ପଡିବ |
 
|-
 
|-
| 5:28
+
| 05:28
|ଚାଲ ପୁଣିଥରେ, command prompt ରେ "pwd" ଟାଇପ୍ କରି ଆମର current directory କୁ ଦେଖିବା ଏବଂ entar ଦବାଅ .
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଓ ଏଣ୍ଟର୍ ଦାବି ପୁଣିଥରେ ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା |
 
|-
 
|-
|5:37
+
|05:37
|ତେଣୁ, ଏବେ ଆମେ ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ଥିତ ଅଛୁ. 
+
||ଏବେ, ଆମେ ଏହି ଡିରେକ୍ଟୋରୀକୁ ଆସିଗଲୁ |
 
|-
 
|-
| 5:41
+
| 05:41
|ବର୍ତମାନ ଧର , ଆମେ slash usr directory କୁ ଯିବାକୁ ଚାହୁଁ. ତେଣୁ "cd space slash usr" ଟାଇପ୍ କର . ଏଠାରେ ମନେରଖ ଲିନକ୍ସ ରେ ସ୍ଲାଶ୍ (slash) ମାନେ ଫ୍ରଣ୍ଟ ସ୍ଲାଶ୍  (front slash) . ଏବେ ଏନ୍ଟର୍ ଦବାଅ.
+
||ମନେକରନ୍ତୁ, ଏବେ ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଯିବାକୁ ଚାହୁଁଛେ | ତେଣୁ, “cd ସ୍ପେସ୍ ସ୍ଲାସ୍ usr” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ମନେରଖନ୍ତୁ, ଲିନକ୍ସ୍ ରେ ସ୍ଲାସ୍ ର ଅର୍ଥ ହେଉଛି ଫ୍ରଣ୍ଟ୍ ସ୍ଲାସ୍ |
 
|-
 
|-
| 5:56
+
| 05:56
|ଏବେ ଚାଲ ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖିବା. "pwd" ଟାଇପ୍ କର ଏବଂ ଏନ୍ଟର୍ ଦବାଅ
+
|| ଏବେ, ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 6:03
+
| 06:03
|ହଁ , ଆମେ slashusr directory କୁ ଚାଲିଯାଇଛୁ .
+
|| ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଆସିଯାଇଛୁ |
 
|-
 
|-
| 6:08
+
| 06:08
|ଏଠାରେ ଅସୁବିଧା ହେଲା କି ପାଥ୍ ନେମ୍ (pathname) ବହୁତ ଲମ୍ବା ହୋଇପାରେ . କାରଣ ଏଗୁଡିକ Absolute Pathnames , ଯାହାକି root directory ଠାରୁ ଆରମ୍ଭ କରି ପୁରା ପାଥ (entire path) ର ତାଲିକା ଦିଏ .
+
|| ଏଠାରେ ସମସ୍ୟାଟି ହେଉଛି ପାଥ୍ ନାମ ଖୁବ୍ ଦୀର୍ଘ ହୋଇପାରେ, କାରଣ ଏଗୁଡିକ ଆବ୍ସୋଲ୍ୟୁଟ୍ ପାଥ୍ ନେମ୍, ଯେଉଁଥିରେ ରୁଟ୍ ଡିରେକ୍ଟୋରୀରୁ ଆରମ୍ଭ କରି ସମଗ୍ର ପାଥ୍ ରହିଥାଏ |
 
|-
 
|-
| 6:18
+
| 06:18
|ଏହା ପରିବର୍ତେ ଆମେ Relative pathnames ର ବ୍ୟବହାର କରିପାରିବା ଯାହା current directory ଠାରୁ ଆରମ୍ଭ ହୁଏ.
+
|| ଏହା ବଦଳରେ ଆମେ, କରେଣ୍ଟ୍ ଡିରେକ୍ଟୋରୀରୁ ଆରମ୍ଭ ହୋଇଥିବା ରିଲେଟିଭ୍ ପାଥ୍ ନାମ ବ୍ୟବହାର କରିପାରିବା |
 
|-
 
|-
| 6:23
+
| 06:23
|ଏଠାରେ ଆମେ ଦୁଇଟି special characters କୁ ଜାଣିବା ଆବଶ୍ୟକ .dot ଯାହା current directory କୁ ଦର୍ଶାଏ ଏବଂ dot dot ଯାହା current directory ର parent directory କୁ ଦର୍ଶାଏ .
+
||ଏଠାରେ ଆମକୁ ଦୁଇଟି ସ୍ୱତନ୍ତ୍ର କ୍ୟାରେକ୍ଟର୍ ଜାଣିବା ଆବଶ୍ୟକ |
 +
“dot” ଯାହା କରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ ଓ '''dot dot''' ଯାହା କରେଣ୍ଟ୍ ଡିରେକ୍ଟୋରୀର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ |
 
|-
 
|-
| 6:36
+
| 06:36
|ବର୍ତମାନ ଚାଲ cd command ଉପରେ ଏକ ସଂଖିପ୍ତ କାର୍ଯକ୍ରମ କରିବା.
+
|| ଏବେ, cd କମାଣ୍ଡ୍ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିବା |
 
|-
 
|-
| 6:40
+
| 06:40
|home directoryକୁ ଫେରିବା ପାଇଁ କୌଣସି argument ବିନା cd କମାଣ୍ଡ୍ ର ବ୍ୟବହାର କରାଯାଏ .
+
|| ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ, କୌଣସି ଆର୍ଗ୍ୟୁମେଣ୍ଟ୍ ବିନା cd କମାଣ୍ଡ୍ ବ୍ୟବହୃତ ହୋଇଥାଏ |
 
|-
 
|-
| 6:46
+
| 06:46
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ cd ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 6:51
+
| 06:51
|ବର୍ତମାନ pwd କମାଣ୍ଡ ଦ୍ବାରା ଆମର କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) କୁ ଦେଖି ପାରିବା.
+
|| ଏବେ, pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ |
 
|-
 
|-
| 6:55
+
| 06:55
|ତେଣୁ, ବର୍ତମାନ ଆମେ ଫେରିଛୁ ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ /home/gnuhata[ narration- slash home slash gnuhata ]
+
||ବର୍ତ୍ତମାନ ଆମେ ହୋମ୍ ଡିରେକ୍ଟୋରୀକୁ ଫେରିଆସିଛେ
 +
<nowiki>/home/gnuhata [ ନ୍ୟାରେସନ୍- ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା ] </nowiki>
 
|-
 
|-
| 7:01
+
| 07:01
|ଏବେ ଚାଲ ମ୍ୟୁଜିକ୍ ଡାଇରେକ୍ଟ୍ ଟୋରୀ କ୍ ଯିବା . କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "cd space Music (M in capital) slash ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଏବେ ମ୍ୟୁଜିକ୍ ଡିରେକ୍ଟୋରୀକୁ ଯିବା | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ମ୍ୟୁଜିକ(କ୍ୟାପିଟାଲ୍ M) ସ୍ଲାସ୍" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 
|-
 
|-
| 7:13
+
| 07:13
|ବର୍ତମାନ pwd command ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ପରୀକ୍ଷା କର. Pwd ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଦେଖ, ଆମେ /home/gnuhata/Music କୁ ଯାଇଛୁ.
+
|| pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ ଏବେ /home/gnuhata/Musicକୁ ଚାଲିଆସିଛେ |
 
|-
 
|-
| 7:26
+
| 07:26
|ବର୍ତମାନ, ମ୍ୟୁଜିକ୍ (music)ଠାରୁ parent directory କୁ ଯିବା . ଏହା ପାଇଁ ତୁମକୁ cd command ସହିତ dot dot ବ୍ୟବହାର କରିବାକୁ ପଡିବ.
+
|| ମ୍ୟୁଜିକ୍ ରୁ ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଯିବା | ଏଥିପାଇଁ ଆପଣଙ୍କୁ ଡଟ୍ ଡଟ୍ ସହିତ cd କମାଣ୍ଡ୍ ବ୍ୟବହାର କରିବାକୁ ହେବ |
 
|-
 
|-
| 7:33
+
| 07:33
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ cd space dot dot ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| କମାଣ୍ଡ୍ ପ୍ରମ୍ପ୍ଟ ରେ cd ସ୍ପେସ୍ ଡଟ୍ ଡଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 7:40
+
| 07:40
|ଏବେ pwd ଟାଇପ୍ କରି ଆମର present directory ପରୀକ୍ଷା କର . ଆମେ ପୁଣିଥରେ  /home/gnuhata ରେ ଅଛୁ.
+
|| ଏବେ pwd ଟାଇପ୍ କରି ଆମର ପ୍ରେଜେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ ପୁଣି /home/gnuhataରେ ଅଛେ |
 
|-
 
|-
| 7:51
+
| 07:51
|ବର୍ତମାନ ଚାଲ dot ର ବ୍ୟବହାର କରି current directoryର subdirectory କୁ ଯିବା . 
+
|| ଏବେ ଡଟ୍ ବ୍ୟବହାର କରି କରେଣ୍ଟ୍ ଡିରେକ୍ଟୋରୀର ସବ୍ ଡିରେକ୍ଟୋରୀକୁ ଯିବାକୁ ଚେଷ୍ଟା କରିବା |
 
|-
 
|-
| 7:58
+
| 07:58
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ cd space dot slash Documents(D in capital) slash ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ cd ସ୍ପେସ୍ ଡଟ୍ ସ୍ଲାସ୍ ଡକ୍ୟୁମେଣ୍ଟ୍ସ୍(କ୍ୟାପିଟାଲ୍ D) ସ୍ଲାସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 8:09
+
| 08:09
|pwd ଟାଇପ୍ କରି ଆମର current directory କୁ ଯାଅ . ଆମେ /home/gnuhata/Documents ରେ ଅଛୁ.
+
|| pwd ଟାଇପ୍ କରି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhata/Documentsରେ ଅଛେ |
 
|-
 
|-
| 8:19
+
| 08:19
|ଏବେ ctrl+ L ଦବାଇ ସ୍କ୍ରିନ୍ (screen) କୁ ମୁଁ କ୍ଲିଅର୍ (clear) କରୁଛି.  ଫଳରେ ଆପଣ ପରିଷ୍କାର ଦେଖିପାରିବେ.
+
|| କଣ୍ଟ୍ରୋଲ୍ L ଦାବି ସ୍କ୍ରୀନ୍ କ୍ଲିଅର୍ କରିବି, ଯେଉଁଥିରୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ |
 
|-
 
|-
| 8:23
+
| 08:23
|cd command ଦ୍ବାରା ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଫେରିଯାଅ . cd ଟାଇପ୍ କର ଏବଂ ଏନ୍ଟର୍ ଦାବାଅ .
+
||cd କମାଣ୍ଡ୍ ଦ୍ୱାରା ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ cd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 8:32
+
| 08:32
|ପୁଣି pwd command ଦ୍ବାରା ଆମର କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) କୁ ଯାଅ. ଆମେ /home/gnuhata କୁ ଫେରିଆସିଛୁ.
+
|| pwd କମାଣ୍ଡ୍ ଦ୍ୱାରା ପୁଣି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhataକୁ ଫେରିଆସିଛେ |
 
|-
 
|-
| 8:41
+
| 08:41
|ଆମେ ଏକ ରିଲେଟିଭ୍ ପାଥ୍ (relative path) ରେ ଯେକୌଣସି ସଂଖ୍ୟକ dot dot (..) slash ଦ୍ବାର ଅଲଗା କରି ଯୋଡି ପାରିବା .
+
||<nowiki> ଏକ ରିଲେଟିଭ୍ ପାଥ୍ ରେ ଆମେ / [ନ୍ୟାରେସନ୍- ସ୍ଲାସ୍] ଦ୍ୱାରା ପୃଥକ ହୋଇଥିବା ଯେକୌଣସି ସଂଖ୍ୟକ .. [ନ୍ୟାରେସନ୍ – ଡଟ୍ ଡଟ୍] ଏକତ୍ର କରିପାରିବା | </nowiki>
 
|-
 
|-
| 8:47
+
| 08:47
|ଏହି ସ୍ଲାଇଡ୍ (slide) ରେ, ଆମେ file system hierarchy ଦେଖି ପାରିବା . Root କିମ୍ବା slash (/) ସବୁଠାରୁ ଉପରେ. ରୂଟ୍ (root) ଅଧିନରେ ଦୁଇଟି sub-directories ଅଛି: ହୋମ୍ ଏବଂ ବିନ୍ (home and bin). ୟୁଜରନେମ୍ (username), ଏଠାରେ gnuhata ନାମକ ଡାଇରେକ୍ଟ୍ ଟୋରୀ (directory), ହୋମ୍ (home) ଅଧିନରେ ଏକ sub-directory ଅଟେ.
+
|| ଏହି ସ୍ଲାଇଡ୍ ରେ ଆମେ, ଫାଇଲ୍ ସିଷ୍ଟମ୍ ହାଇରାର୍କି ଦେଖିପାରିବା | ରୁଟ୍ କିମ୍ୱା / ଶୀର୍ଷରେ ଥାଏ | ହୋମ୍ ବିନ୍ ହେଉଛି ରୁଟ୍ ଅନ୍ତର୍ଗତ ଦୁଇଟି ସବ୍ ଡିରେକ୍ଟୋରୀ | ୟୁଜର୍ ନେମ୍, ଏଠାରେ ହୋମ୍ ଅନ୍ତର୍ଗତ gnuhata ନାମକ ଡିରେକ୍ଟୋରୀ ଏକ ସବ୍ ଡିରେକ୍ଟୋରୀ ଅଟେ |
 
|-
 
|-
| 9:05
+
| 09:05
|ତେଣୁ ଏବେ, ଆମେ /home/gnuhata ରେ ଅଛୁ . ବର୍ତମାନ ଆମେ ବିନ୍ ଡାଇରେକ୍ଟ୍ ଟୋରୀ (bin directory) କୁ କପରି ଯିବା?  
+
|| ତେବେ, ଆମେ ବର୍ତ୍ତମାନ /home/gnuhataରେ ଅଛେ | ଏବେ ଆମେ ବିନ୍ ଡିରେକ୍ଟୋରୀକୁ କିପରି ଯିବା?
 
|-
 
|-
| 9:12
+
| 09:12
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ ଟାଇପ୍ କର "cd space dot dot slash dot dot slash bin" ଏବଂ ଏନ୍ଟର୍ ଦବାଅ .
+
||କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ଡଟ୍ ଡଟ୍ ସ୍ଲାସ୍ ଡଟ୍ ଡଟ୍ ସ୍ଲାସ୍ ବିନ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
| 9:23
+
| 09:23
|pwd କମାଣ୍ଡ ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ପରୀକ୍ଷା କର. ଆମେ slash bin ରେ ଅଛୁ.
+
||pwd କମାଣ୍ଡ୍ ଦ୍ୱାରା କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ |
 +
<nowiki> ଆମେ /bin[ନ୍ୟାରେସନ୍ – ସ୍ଲାସ୍ ବିନ୍] </nowiki>ରେ ଅଛେ
 
|-
 
|-
| 9:30
+
| 09:30
|ପ୍ରଥମ dot dot ଆମକୁ slash home slash gnuhata ଠାରୁ slash home କୁ ନେଇଯାଏ
+
|| <nowiki> ପ୍ରଥମ .. [ନ୍ୟାରେସନ୍-ଡଟ୍ ଡଟ୍] ଆମକୁ /home/gnuhata [ନ୍ୟାରେସନ୍ – ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା]ରୁ /home [ନ୍ୟାରେସନ୍-ସ୍ଲାସ୍ ହୋମ୍]କୁ ନେଇଯାଏ |</nowiki>
 +
<nowiki>
 +
 
 
|-
 
|-
| 9:37
+
| 09:37
|ତା’ପରଟି ଆମକୁ slash home ଠାରୁ ରୂଟ୍ (root) କୁ ନେଇଯାଏ .
+
|| <nowiki>ପରବର୍ତ୍ତୀ ଟି ଆମକୁ /home ରୁ </nowiki>rootକୁ ନେଇଯାଏ |
 
|-
 
|-
| 9:43
+
| 09:43
|ବର୍ତମାନ slash ବା root ଠାରୁ ଆମେ /bin directory କୁ ଯାଇଛୁ .
+
|| ବର୍ତ୍ତମାନ / ବା ରୁଟ୍ ରୁ ଆମେ, /bin ଡିରେକ୍ଟୋରୀକୁ ଚାଲିଆସିଛେ |
 
|-
 
|-
| 9:48
+
| 09:48
|cd କମାଣ୍ଡ୍ ଦ୍ବାରା ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଫେରିଯିବା.
+
|| cd କମାଣ୍ଡ୍ ଦ୍ୱାରା ଆମର ହୋମ୍ ଡିରେକ୍ଟୋରୀକୁ ଯିବା |
 
|-
 
|-
| 9:52
+
| 09:52
|ଏକ ଡାଇରେକ୍ଟ୍ ଟୋରୀ (directory) ତିଆରି କରିବା ପାଇଁ ଆମେ mkdir କମାଣ୍ଡ୍ ବ୍ୟବହାର କରୁ .
+
|| ଡିରେକ୍ଟୋରୀ ତିଆରି କରିବାକୁ ଆମେ mkdir କମାଣ୍ଡ୍ ବ୍ୟବହାର କରୁ |
 +
 
 
|-
 
|-
| 9:56
+
| 09:56
|ତୁମକୁ କମାଣ୍ଡ୍ ଏବଂ ତିଆରି କରିବାକୁ ଥିବା ଡାଇରେକ୍ଟ୍ ଟୋରୀ (directory) ର ନାମ ଟାଇପ୍ କରିବାକୁ ହେବ , ଏବଂ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ଅଧିନରେ ଏକ ଡାଇରେକ୍ଟ୍ ଟୋରୀ (directory) ତିଆରି ହୋଇଯିବ.
+
|| ଆପଣଙ୍କୁ ତିଆରି କରିବାକୁ ଥିବା ଡିରେକ୍ଟୋରୀର ନାମ ଓ କମାଣ୍ଡ୍ ଟାଇପ୍ କରିବାକୁ ହେବ ଏବଂ କରେଣ୍ଟ୍ ଡିରେକ୍ଟୋରୀରେ ଏକ ଡିରେକ୍ଟୋରୀ ତିଆରି ହୋଇଯିବ |
 
|-
 
|-
 
| 10:04
 
| 10:04
|testdir ନାମକ ଡାଇରେକ୍ଟ୍ ଟୋରୀ  (directory) କୁ ତିଆରି କରିବା ପାଇଁ "mkdir space testdir" କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| Testdir ନାମକ ଡିରେକ୍ଟୋରୀ ତିଆରି କରିବାକୁ, "mkdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
| 10:15
 
| 10:15
|ଏହା ସଫଳପୁର୍ବକ testdir ଡାଇରେକ୍ଟ୍ ଟୋରୀ (directory) ତିଆରି କରେ .
+
|| ଏହା ସଫଳତାର ସହ testdir ଡିରେକ୍ଟୋରୀ ଗଠନ କରେ |
 
|-
 
|-
 
| 10:19
 
| 10:19
|ଧ୍ୟାନ ଦିଅ ଯେ, ଡାଇରେକ୍ଟ୍ ଟୋରୀ (directory)ର ସଫଳପୁର୍ବକ ତିଆରି ଏବଂ ହଟାଇବା ର କୌଣସି explicit notification (ସ୍ପଷ୍ଟ ସୁଚନା) ନ ଥାଏ.
+
|| ଲକ୍ଷ୍ୟ କରନ୍ତୁ, ସଫଳତାପୂର୍ବକ ଡିରେକ୍ଟୋରୀ ଗଠନ କିମ୍ୱା ଅପସାରଣର କୌଣସି ସ୍ପଷ୍ଟ ନୋଟିଫିକେସନ୍ ନାହିଁ |
 
|-
 
|-
 
| 10:25
 
| 10:25
|ଯଦି ତୁମେ କୌଣସି ଏରର୍ ମେସଜ୍ (error message) ନ ପାଅ , ତେବେ ଏହା ସଫଳପୁର୍ବକ execution (କାର୍ଯକାରୀ) ସୁଚାଏ . 
+
|| ଯଦି କୌଣସି ଏରର୍ ମେସେଜ୍ ନଆସେ, ତେବେ ଏହା ସଫଳ ଏକଜେକ୍ୟୁସନ୍ କୁ ଦର୍ଶାଏ |
 
|-
 
|-
 
| 10:30
 
| 10:30
|ଟ୍ରି (tree) ରେ ଯେକୌଣସି ସ୍ଥାନରେ ଡାଇରେକ୍ଟ୍ ଟୋରୀ (directory) ତିଆରି କରିବାକୁ ଆମେ relative କିମ୍ବା absolute pathname ର ବ୍ୟବହାର କରିପାରିବା, ଯଦି ଆମ ପାଖରେ ତାହା କରିବାକୁ permission ଅଛି ଓ ସେହି ନାମରେ କୌଣସି directory ଏବେ ସୁଦ୍ଧା ନାହିଁ .
+
|| ଟ୍ରୀ’ର ଯେକୌଣସି ସ୍ଥାନରେ ଡିରେକ୍ଟୋରୀ ତିଆରି କରିବାକୁ ଆମେ ରିଲେଟିଭ୍ ବା ଆବ୍ସୋଲ୍ୟୁଟ୍ ପାଥନେମ୍ ବ୍ୟବହାର କରିପାରିବା, ମାତ୍ର ଏପରି କରିବାର ଅନୁମତି ଥିବା ଏବଂ ସେହି ନାମରେ ଆଉ କୌଣସି ଡିରେକ୍ଟୋରୀ ପୂର୍ବରୁ ନଥିବା ଦରକାର |
 
|-
 
|-
 
| 10:43
 
| 10:43
| ଏହି ପ୍ରକ୍ରିୟା ଏକାଧିକ (multiple) ଡାଇରେକ୍ଟ୍ ଟୋରୀଜ୍ (directories) କିମ୍ବା ଡାଇରେକ୍ଟ୍ ଟୋରୀଜ୍ (directories) ଗୁଡ଼ିକର ଏକ hierarchy ତିଆରି କରିବା ପାଇଁ ବ୍ୟବହାର କରିପାରିବା .
+
|| ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଗଠନ କରିବାରେ ଏହି ପ୍ରକ୍ରିୟା ବ୍ୟବହୃତ ହୋଇପାରେ |
 
|-
 
|-
 
| 10:49
 
| 10:49
|"mkdir space test1 space test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ ,  
+
|| "mkdir ସ୍ପେସ୍ test1 ସ୍ପେସ୍ test2” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ, ଏହା ପ୍ରେଜେଣ୍ଟ୍ ଡିରେକ୍ଟୋରୀରେ test1 test2 ନାମକ ଦୁଇଟି ଡିରେକ୍ଟୋରୀ ଗଠନ କରିବ |
ଏହା ପ୍ରେଜେଣ୍ଟ ଡାଇରେକ୍ଟ୍ ଟୋରୀ  (present directory) ଅଧିନରେ ରେ test1 ଏବଂ test2 ନାମକ ଦୁଇଟି ଡାଇରେକ୍ଟ୍ ଟୋରୀଜ୍ (directories) ତିଆରି କରିବ.
+
 
|-
 
|-
 
| 11:06
 
| 11:06
|"mkdir space testtree space testtree slash test3" ଟାଇପ୍ କର.
+
|| "mkdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ |
 
|-
 
|-
 
| 11:20
 
| 11:20
|ଏହା testtree ଡାଇରେକ୍ଟ୍ ଟୋରୀ (directory) ଏବଂ ଅନ୍ୟ ଏକ directory test3 ଯାହାକି testtreeଅଧିନରେ ଏକ sub-directory ତିଆରି କରିବ .
+
|| ଏହା testtree ନାମକ ଡିରେକ୍ଟୋରୀ ଓ ତା’ ତଳେ test3 ନାମକ ସବ୍ ଡିରେକ୍ଟୋରୀ ଗଠନ କରିବ |
 
|-
 
|-
 
| 11:28
 
| 11:28
|ତେଣୁ, ଆମେ testdir, test1, test2 ଏବଂ testtree ନାମକ ଚାରୋଟି ଡାଇରେକ୍ଟ୍ ଟୋରୀଜ୍ (directories) କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ରେ ତିଆରି କରିଛେ, ସେମାନକଂ ଭିତରୁ ପ୍ରଥମ ତିନୋଟି ଖାଲି ଅଛି ଏବଂ ଶେଷଟି  test3 ନାମକ subdirectory ଧାରଣ କରେ.
+
|| ଆମେ କରେଣ୍ଟ୍ ଡିରେକ୍ଟୋରୀରେ testdir,test1,test2 testtree ନାମକ ଚାରୋଟି ଡିରେକ୍ଟୋରୀ ତିଆରି କରିଛେ, ଯେଉଁଥିରୁ ପ୍ରଥମ ତିନୋଟି ଖାଲି ଏବଂ ଶେଷଟିରେ test3 ନାମକ ସବ୍ ଡିରେକ୍ଟୋରୀ ରହିଛି |
 
|-
 
|-
 
| 11:47
 
| 11:47
| mkdir ସଦୃଶ rmdir କମାଣ୍ଡ ଡାଇରେକ୍ଟ୍ ଟୋରୀ (directory) ଏବଂ ଡାଇରେକ୍ଟ୍ ଟୋରୀଜ୍ (directories) କୁ ହଟାଇବା ପାଇଁ ବ୍ୟବହୃତ ହୋଇଥାଏ.
+
|| mkdir ଭଳି rmdir କମାଣ୍ଡ୍ ଅଛି, ଯାହା ଏକ ବା ଏକାଧିକ ଡିରେକ୍ଟୋରୀ ରିମୁଭ୍ କରିବାରେ ବ୍ୟବହୃତ ହୋଇଥାଏ |
 
|-
 
|-
 
| 11:56
 
| 11:56
|"rmdir space test1" କମାଣ୍ଡ test1 directory କୁ ସଫଳ ଭାବରେ ହଟାଏ .
+
|| "rmdir ସ୍ପେସ୍ test1" କମାଣ୍ଡ୍ ଟି test1 ଡିରେକ୍ଟୋରୀକୁ ସଫଳତାର ସହିତ ରିମୁଭ୍ କରେ |
 
|-
 
|-
 
| 12:09
 
| 12:09
|ତୁମେଏକ ଡାଇରେକ୍ଟ୍ ଟୋରୀ (directory) କୁ ହଟାଇ ପରିବ ଯଦି ତୁମେଏହାର owner, ଏବଂ ଯଦି hierarchy ଅନୁସାରେ ତୁମର current directory ସେହି directoryର ଉପରେ ଅଛି, ଏବଂ ଡାଇରେକ୍ଟ୍ ଟୋରୀ (directory)ଟି ଖାଲି ଅଛି .
+
|| ଆପଣ ଡିରେକ୍ଟୋରୀର ଓନର୍ ହୋଇଥିଲେ ହିଁ ଏହା ରିମୁଭ୍ କରିପାରିବେ, ଆପଣଙ୍କର କରେଣ୍ଟ୍ ଡିରେକ୍ଟୋରୀଟି ରିମୁଭ୍ ହେବାକୁ ଥିବା ଡିରେକ୍ଟୋରୀର ହାଇରାର୍କି ଭାବେ ଉପରେ ଥାଏ  ଓ ତାହା ଖାଲି ଅଛି |
 
|-
 
|-
 
| 12:23
 
| 12:23
|ବର୍ତମାନ କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "cd space testtree slash test3" ଟାଇପ୍ କର .
+
|| ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ
 
|-
 
|-
 
| 12:35
 
| 12:35
|ତେଣୁ, ଆମେ ଏବେ test3 directory ରେ ଅଛୁ ଯାହାକି testtree ଅଧିନରେ ଏକ subdirectory .
+
|| ଆମେ ବର୍ତ୍ତମାନ testtree ତଳେ ଥିବା test3 ସବ୍ ଡିରେକ୍ଟୋରୀରେ ଅଛେ |
 
|-
 
|-
 
| 12:42
 
| 12:42
|ଚାଲ ଆମେ "rmdir space testdir" କମାଣ୍ଡ୍ ଟାଇପ୍ କରି testdir ଡାଇରେକ୍ଟ୍ ଟୋରୀ (directory) କୁ ମିଟାଇବା. ଏନ୍ଟର୍ ଦବାଅ.
+
|| "rmdir ସ୍ପେସ୍ testdir" କମାଣ୍ଡ୍ ଟାଇପ୍ କରି ଓ ଏଣ୍ଟର୍ ଦାବି testdir ଡିରେକ୍ଟୋରୀକୁ ରିମୁଭ୍ କରିବାକୁ ଚେଷ୍ଟା କରିବା |
 
|-
 
|-
 
| 12:55
 
| 12:55
|ଆମେ ଦେଖୁଁ ଏହା ହୋଇପାରିବ ନାହିଁ, କାରଣ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) hierarchy ଅନୁସାରେ ସେହି ଡାଇରେକ୍ଟ୍ ଟୋରୀ (directory) ଉପରେ ନାହିଁ .
+
|| ଏହା ହେବନାହିଁ, କାରଣ କରେଣ୍ଟ୍ ଡିରେକ୍ଟୋରୀଟି, ରିମୁଭ୍ ହେବାକୁ ଥିବା ହାଇରାର୍କି ଭାବେ ଡିରେକ୍ଟୋରୀର ଉପରେ ନାହିଁ |
 
|-
 
|-
 
| 13:02
 
| 13:02
|ତେଣୁ, ଆମକୁ ସେହି ଡାଇରେକ୍ଟ୍ ଟୋରୀ (directory) କୁ ଯିବାକୁ ପଡ଼ିବ ଯାହା hierarchy ଅନୁସାରେ (ଅନୁକ୍ରମରେ) testdir ଡାଇରେକ୍ଟ୍ ଟୋରୀ (directory) ଉପରେ ଅଛି .
+
|| ତେଣୁ ଆମକୁ ହାଇରାର୍କି ଭାବେ testdir ଡିରେକ୍ଟୋରୀ ଉପରେ ଥିବା ଡିରେକ୍ଟୋରୀକୁ ଯିବାକୁ ପଡିବ |
 
|-
 
|-
 
| 13:08
 
| 13:08
|"cd space dot dot" ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| "cd ସ୍ପେସ୍ ଡଟ୍ ଡଟ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
| 13:14
 
| 13:14
|ବର୍ତମାନ "cd space dot dot" କମାଣ୍ଡ୍ ଟାଇପ୍ କରି ଆମର parent directory କୁ ଫେରିଯିବା .
+
|| ଏବେ, "cd ସ୍ପେସ୍ ଡଟ୍ ଡଟ୍" କମାଣ୍ଡ୍ ଟାଇପ୍ କରି ଆମର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଫେରିଯିବା |
 
|-
 
|-
 
| 13:20
 
| 13:20
|ବର୍ତମାନ ଆଉ ଥରେ ପୁର୍ବ କମାଣ୍ଡ୍ କୁ ଚେଷ୍ଟା କର .
+
|| ଏବେ, ପୁଣି ପୂର୍ବ କମାଣ୍ଡ୍ ଚେଷ୍ଟା କରିବା |
 
|-
 
|-
 
| 13:24
 
| 13:24
|"rmdir space testdir" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| "rmdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
| 13:30
 
| 13:30
|testdir ଡାଇରେକ୍ଟ୍ ଟୋରୀ (directory) ସଫଳ ପୁର୍ବକ ହଟିଯାଇଛି . ଧ୍ୟାନ ଦିଅ ଯେ, testdir ଡାଇରେକ୍ଟ୍ ଟୋରୀ (directory) ବି ଖାଲି ଥିଲା.
+
|| testdirଟି ସଫଳତାର ସହିତ ଡିଲିଟ୍ ହୋଇଯାଇଛି | ଲକ୍ଷ୍ୟ କରନ୍ତୁ, testdir ଟି ମଧ୍ୟ ଖାଲି ଅଛି |
 
|-
 
|-
 
| 13:38
 
| 13:38
|ଏକାଧିକ ଡାଇରେକ୍ଟ୍ ଟୋରୀଜ୍ (directories) କିମ୍ବା ଡାଇରେକ୍ଟ୍ ଟୋରୀଜ୍ ର hierarchy କୁ କେବେଳ ଥରେ ହଟା ଯାଇପାରିବ . ତେଣୁ testdir ଡାଇରେକ୍ଟ୍ ଟୋରୀ (directory) ଏବଂ ଏହାର subdirectory test3 କୁ ଏକା ସାଥିରେ ହଟାଇବା ପାଇଁ ଚେଷ୍ଟାକର.
+
|| ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଏକାଥରେ ରିମୁଭ୍ କରାଯାଇପାରେ | test3 ସବ୍ ଡିରେକ୍ଟୋରୀ ସହିତ testtree ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚେଷ୍ଟା କରନ୍ତୁ |
 
|-
 
|-
 
| 13:48
 
| 13:48
|କମାଣ୍ଡ୍ ପ୍ରୋମପ୍ଟ୍ (command prompt) ରେ "rmdir space testtree space testtree slash test3 "ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "rmdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3 " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
| 14:02
 
| 14:02
|ଦେଖ, ଏହା ଏରର୍ ମେସଜ୍ (error message) ଦେଉଛି ଯେ 'testree' ଡାଇରେକ୍ଟ୍ ଟୋରୀ (directory) କୁ ହଟାଯାଇପାରିବ ନାହିଁ କାରଣ testtree ଖାଲି ନାହିଁ .
+
|| ଦେଖନ୍ତୁ, ଏହା ଏକ ଏରର୍ ମେସେଜ୍ ଦେଉଛି ଯେ, 'testree' ଡିରେକ୍ଟୋରୀ ରିମୁଭ୍ ହୋଇପାରିବନି, କାରଣ ତାହା ଖାଲି ନାହିଁ |
 
|-
 
|-
 
| 14:11
 
| 14:11
|କିନ୍ତୁ ଗୋଟିଏ ଜିନିଷ ଆପଣ ଆଉ ପାଇବନି ଯେ testtree/test3 ହଟି ଯାଇଛି କାରଣ ଏହା ଖାଲି ଥିଲା .
+
|| ଯେଉଁ ଜିନିଷଟି ଆପଣ ଛାଡିଦେଇପାରିଥା’ନ୍ତି, ତାହା ହେଉଛି testtree/test3ଟି ଖାଲି ଥିବାରୁ  ଡିଲିଟ୍ ହୋଇଯାଇଛି |
 
|-
 
|-
 
| 14:19
 
| 14:19
|ତାହାକୁ ଚେକ୍ (check) କରିବାକୁ କମାଣ୍ଡ୍ ପ୍ରୋମପ୍ଟ୍ (command prompt) ରେ "cd space testtree" ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
+
|| ତାହା ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 
|-
 
|-
 
| 14:27
 
| 14:27
|ବର୍ତମାନ୍ "ls" ଟାଇପ୍ କର ଏବଂ ଏନ୍ଟର୍ ଦବାଅ . ଦେଖ ଯେ , ଡାଇରେକ୍ଟ୍ ଟୋରୀ (directory) ରେ କିଛି ରହିନାହିଁ . ତେଣୁ  test3 ହଟି ଯାଇଥିଲା.
+
|| ଏବେ "ls" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଦେଖନ୍ତୁ, ଡିରେକ୍ଟୋରୀରେ କିଛି ନାହିଁ | test3 ଡିଲିଟ୍ ହୋଇଯାଇଛି |
 
|-
 
|-
 
| 14:36
 
| 14:36
|ତେଣୁ, ଏହି ଲିନକ୍ସ ଟ୍ୟୁଟୋରିଆଲ ରେ, ଆମେ ଶିଖିଲୁ ଲିନକ୍ସ ଫାଇଲସ୍ ଡାଇରେକ୍ଟ୍ ଟୋରୀଜ୍ (directories) ଏବଂ ଲିନକ୍ସ ଡାଇରେକ୍ଟ୍ ଟୋରୀଜ୍ (directories) ସହିତ କିପରି କାମ କରାଯାଏ, ସେଗୁଡ଼ିକୁ ଦେଖିବା, ସେଗୁଡ଼ିକ ମଧ୍ୟକୁ ଯିବା, ସେଗୁଡ଼ିକୁ ତିଆରିବା ଏବଂ ହଟାଇବା .
+
|| ଏହି ଲିନକ୍ସ୍ ଟ୍ୟୁଟୋରିଆଲ୍ ରେ ଆମେ, ଲିନକ୍ସ୍ ଫାଇଲ୍ ଡିରେକ୍ଟୋରୀ ଏବଂ ଲିନକ୍ସ୍ ଡିରେକ୍ଟୋରୀରେ କାମ କରିବା ସହିତ ସେଗୁଡିକୁ ଦେଖିବା, ସେଗୁଡ଼ିକ ମଧ୍ୟରେ ମୁଭ୍ କରିବା, ତିଆରି କରିବା ଓ ରିମୁଭ୍ କରିବା ବିଷୟରେ ଶିଖିଲେ |
 
|-
 
|-
 
| 14:49
 
| 14:49
|ଏହା ଆମ ଟ୍ୟୁଟୋରିଆଲ ଶେଷ ପର୍ଯ୍ୟାୟ .  ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ .
+
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 
|-
 
|-
 
| 15:03
 
| 15:03
|ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
+
|| ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
 
|-
 
|-
 
| 15:08
 
| 15:08
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି . ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି
+
|| ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
ଉପସ୍ଥିତି ପାଇଁ ଧନ୍ୟବାଦ.
+
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 +
 
 
|}
 
|}

Revision as of 20:39, 6 February 2015

Time Narration
00:00 ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
00:07 ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ବିଷୟରେ ଆପଣଙ୍କର କିଛି ମୌଳିକ ଧାରଣା ଅଛି ବୋଲି ଆମେ ଭାବୁଛୁ |
00:13 ଆପଣ ଯଦି ଆଗ୍ରହୀ, ତେବେ ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
00:25 ଲିନକ୍ସ୍, କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ |
00:28 ଉଲ୍ଲେଖ କରାଯାଇନଥିଲେ, ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ହେଉଥିବା ସମସ୍ତ କମାଣ୍ଡ୍ ଛୋଟ ଅକ୍ଷରରେ ଥାଏ |
00:36 ଲିନକ୍ସ୍ ରେ ପ୍ରାୟ ସବୁକିଛି ହେଉଛି ଫାଇଲ୍ |
00:39 ତେବେ ଫାଇଲ୍ କ’ଣ? ବାସ୍ତବ ଜୀବନରେ ଆମେ ନିଜର ଡକ୍ୟୁମେଣ୍ଟ୍ ଓ ପେପର୍ ଫାଇଲ୍ ରେ ରଖିଥାଉ ବୋଲି ଜାଣିଛେ |
00:47 ସେହିଭଳି ଲିନକ୍ସ୍ ରେ ଏକ ଫାଇଲ୍ ହେଉଛି ସୂଚନା ଷ୍ଟୋରିଙ୍ଗ୍ ପାଇଁ ଏକ ଧାରକ |
00:53 ଏକ ଡିରେକ୍ଟୋରୀ କ’ଣ?
00:56 ଫାଇଲ୍ ର ଓ ଅନ୍ୟ (ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ସ୍ଥାନକୁ ଆମେ ଡିରେକ୍ଟୋରୀ ବୋଲି ବୁଝିପାରିବା |
01:02 ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଂଗଠିତ କରିବାରେ ଡିରେକ୍ଟୋରୀ ସାହାଯ୍ୟ କରେ |
01:08 ଏହା ୱିଣ୍ଡୋଜ୍ ର ଫୋଲ୍ଡର୍ ପରି |
01:12 ୟୁଜର୍ ମାନେ ନିଜ ଫାଇଲ୍ସ ସହ ନିଜର ଡିରେକ୍ଟୋରୀଗୁଡିକ ରଖିପାରିବେ, ଯାହା ଅନ୍ୟମାନେ ଆକ୍ସେସ୍ କିମ୍ୱା ପରିବର୍ତ୍ତନ କରିପାରିବେ ନାହିଁ |
01:20 ଅଧିକନ୍ତୁ, ଯଦି କୌଣସି ଡିରେକ୍ଟୋରୀ ନଥାଏ, ତେବେ ସିଷ୍ଟମ୍ ରେ ସମସ୍ତ ଫାଇଲ୍ କୁ ସ୍ୱତନ୍ତ୍ର ନାମ ରଖିବାକୁ ହେବ, ଯାହା ମେଣ୍ଟେନ୍ କରିବା କଷ୍ଟକର |
01:31 ଯଦିଓ ଫାଇଲ୍ସ ଓ ଡିରେକ୍ଟୋରୀସ୍ ବିଷୟରେ ସାଧାରଣ ଜ୍ଞାନ ପାଇବା ପାଇଁ ଏହି ସଜ୍ଞାଗୁଡିକ ଉତ୍ତମ, କିନ୍ତୁ ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ |
01:42 ତତସମେତ ଫାଇଲ୍ ର କଣ୍ଟେଣ୍ଟ୍, ରେ ଏକ ନାମ ଓ କିଛି ପ୍ରପର୍ଟି କିମ୍ୱା ’ଆଡମିନିଷ୍ଟ୍ରେଟିଭ୍ ଇନ୍ଫର୍ମେସନ୍” ଥାଏ, ଯାହା ହେଉଛି ଫାଇଲ୍ ର କ୍ରିଏଶନ୍/ମୋଡିଫିକେଶନ୍ ତାରିଖ ଓ ତାହାର ଅନୁମତି |
01:55 ପ୍ରପର୍ଟିଗୁଡିକ ଫାଇଲ୍ ର ଆଇନୋଡ୍ ନାମକ ଫାଇଲ୍ ସିଷ୍ଟମ୍ ର ଏକ ସ୍ୱତନ୍ତ୍ର ଡାଟା ବ୍ଲକ୍ ରେ ରହିଥାଏ, ଯେଉଁଥିରେ ଫାଇଲ୍ ର ଦୈର୍ଘ୍ୟ ଓ ଡିସ୍କ୍ ରେ ଏହାର ସ୍ଥାନର ସୂଚନା ଥାଏ |
02:08 ସିଷ୍ଟମ୍ ଟି ଫାଇଲ୍ ର ଆଇନୋଡ୍ ସଂଖ୍ୟା ବ୍ୟବହାର କରିଥାଏ; ବୃହତ ସଂଖ୍ୟା ଅପେକ୍ଷା ନାମ ମନେରଖିବା ସହଜ ହେଉଥିବାରୁ ଡିରେକ୍ଟୋରୀ ସଂରଚନାଟି ଆମର ସୁବିଧା ପାଇଁ ଫାଇଲ୍ ର ନାମକରଣ କରେ |
02:23 ଏହାର ଅତି ସରଳ ସଜ୍ଞା ବିପରୀତେ, ଏକ ଡିରେକ୍ଟୋରୀ ବାସ୍ତବରେ ଅନ୍ୟ ଫାଇଲ୍ ଷ୍ଟୋର୍ କରେ ନାହିଁ, ଏହା ହେଉଛି ନିଜେ ଗୋଟିଏ ଫାଇଲ୍, ଯେଉଁଥିରେ ଆଇନୋଡ୍ ସଂଖ୍ୟା ଓ ନାମ ରହିଥାଏ |
02:37 ବାସ୍ତବରେ ଲିନକ୍ସ୍ ରେ ତିନିପ୍ରକାର ଫାଇଲ୍ ଥାଏ :
02:41 1 ନିୟମିତ ଫାଇଲ୍ କିମ୍ୱା ସାଧାରଣ ଫାଇଲ୍ : କ୍ୟାରେକ୍ଟର୍ ଷ୍ଟ୍ରିମ୍ ଭାବରେ ଏଥିରେ କେବଳ ଡାଟା ଥାଏ |
02:48 2 ଡିରେକ୍ଟୋରୀ: ଯେପରି ଆମେ ପୂର୍ବ ସ୍ଲାଇଡ୍ ଗୁଡ଼ିକରେ ଦେଖିଲେ
02:52 3 ଡିଭାଇସ୍ ଫାଇଲ୍: ଲିନକ୍ସ୍ ରେ ସବୁ ହାର୍ଡୱେର୍ ଡିଭାଇସେସ୍ ଓ ପେରିଫେରାଲ୍ସକୁ ଫାଇଲ୍ ଭାବରେ ଦର୍ଶାଯାଇଥାଏ |
02:59 CD, ହାର୍ଡ୍ ଡିସ୍କ୍ କିମ୍ବା ଏକ usb ଷ୍ଟିକ୍ ହେଉନା କାହିଁକି, ଲିନକ୍ସ୍ ରେ ସବୁ ଫାଇଲ୍ ଅଟେ | କିନ୍ତୁ ଏପରି କାହିଁକି? ଏହା, ସାଧାରଣ ଫାଇଲ୍ ଗୁଡ଼ିକ ଭଳି ଏହିସବୁ ଡିଭାଇସ୍ ରେ ରିଡ୍ ଓ ରାଇଟ୍ କରିବାରେ ସାହାଯ୍ୟ କରେ |
03:15 ଆମମାନଙ୍କ ଭଳି ଲିନକ୍ସ୍ ରେ ସବୁ ଫାଇଲ୍ ପରସ୍ପର ସହିତ ମିଶି ଏକ ପରିବାର ଗଠନ କରିଥାନ୍ତି |
03:22 ଏକ ଡିରେକ୍ଟୋରୀରେ ଥିବା କିଛି ଫାଇଲ୍ ଓ ସବ୍ ଡିରେକ୍ଟୋରୀ ମଧ୍ୟରେ ପ୍ୟାରେଣ୍ଟ୍-ଚାଇଲ୍ଡ୍ ସମ୍ପର୍କ ଥାଏ | ଏହା, ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଟ୍ରୀ ଗଠନ କରିଥାଏ |
03:34 ଶୀର୍ଷରେ ରୁଟ୍(ଫ୍ରଣ୍ଟ୍ ସ୍ଲାସ୍ ଦ୍ୱାରା ଚିହ୍ନିତ) ଅଛି | ଏଥିରେ ଅନ୍ୟ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ରହିଥାଏ |
03:42 ସଠିକ ପାଥ୍ ଜାଣିଥିଲେ, ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀରୁ ଅନ୍ୟକୁ ସହଜ ନେଭିଗେଶନ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରେ |
03:51 ଆମେ ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ସହିତ କାମ କରିବାବେଳେ, ଏହି ଟ୍ରୀ ମଧ୍ୟରେ ଗତି କରିବା ଭଳି ଲାଗେ |
03:56 ଗୋଟିଏ କମାଣ୍ଡ୍ ରେ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେଲିପୋର୍ଟ୍ କରନ୍ତି |
04:01 ରୋଚକ ଲାଗୁଛି!! ନିଶ୍ଚିତରେ ଏହା ଏପରି | ଯେମିତି କି ଆମେ ଦେଖିବା |
04:05 ଲିନକ୍ସ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ |
04:11 ଏବେ, ଟର୍ମିନାଲ୍ କୁ ଯାଆନ୍ତୁ |
04:13 ଟର୍ମିନାଲ୍ ଆରମ୍ଭ କରିବାକୁ Ctrl+alt+T ସାହାଯ୍ୟ କରେ |
04:17 ଅବଶ୍ୟ, ଏହି କମାଣ୍ଡ୍, ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ହୋଇଛି |
04:27 ହୋମ୍ ଡିରେକ୍ଟୋରୀ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ H-O-M-E ଟାଇପ୍ କରି" ଏଣ୍ଟର୍ ଦାବନ୍ତୁ |
04:40 ଏହା ହୋମ୍ ଡିରେକ୍ଟୋରୀର ପାଥ୍ ନେମ୍ ଦିଏ |
04:44 ଆମେ ଗୋଟିଏ ଡିରେକ୍ଟୋରୀରୁ ଅନ୍ୟକୁ ଯାଇପାରିବା |
04:47 ମାତ୍ର, ଯେକୌଣସି ସମୟରେ ଆମେ ଗୋଟିଏ ଡିରେକ୍ଟୋରୀରେ ରହିପାରୁ ଓ ଏହି ଡିରେକ୍ଟୋରୀକୁ କରେଣ୍ଟ୍ ଡିରେକ୍ଟୋରୀ ବା ୱର୍କିଂ ଡିରେକ୍ଟୋରୀ କୁହାଯାଏ | ଏବେ ସ୍ଲାଇଡ୍ସକୁ ଫେରିଯିବା |
04:56 କରେଣ୍ଟ୍ ଡିରେକ୍ଟୋରୀ ଦେଖିବା ପାଇଁ ଆମକୁ ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ ବା pwd କମାଣ୍ଡ୍ ସାହାଯ୍ୟ କରେ |
05:03 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "pwd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏବେ, ଏହା ହେଉଛି ଆମର ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ |
05:13 ଗୋଟିଏ ରୁ ଅନ୍ୟଏକ ଡିରେକ୍ଟୋରୀକୁ ଯାଇପାରିବା ବୋଲି ଆମେ କହିସାରିଛୁ |
05:17 ମାତ୍ର ଏହା କିପରି କରିବା? ଏଥିପାଇଁ ଏକ cd କମାଣ୍ଡ୍ ଅଛି |
05:22 ଆମ ଇପ୍ସିତ ଡିରେକ୍ଟୋରୀକୁ ଯିବାପାଇଁ cd କମାଣ୍ଡ୍ ପରେ ଡିରେକ୍ଟୋରୀର ପାଥ୍ ନେମ୍ ଟାଇପ୍ କରିବାକୁ ପଡିବ |
05:28 କମାଣ୍ଡ୍ ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଓ ଏଣ୍ଟର୍ ଦାବି ପୁଣିଥରେ ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା |
05:37 ଏବେ, ଆମେ ଏହି ଡିରେକ୍ଟୋରୀକୁ ଆସିଗଲୁ |
05:41 ମନେକରନ୍ତୁ, ଏବେ ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଯିବାକୁ ଚାହୁଁଛେ | ତେଣୁ, “cd ସ୍ପେସ୍ ସ୍ଲାସ୍ usr” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ମନେରଖନ୍ତୁ, ଲିନକ୍ସ୍ ରେ ସ୍ଲାସ୍ ର ଅର୍ଥ ହେଉଛି ଫ୍ରଣ୍ଟ୍ ସ୍ଲାସ୍ |
05:56 ଏବେ, ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:03 ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଆସିଯାଇଛୁ |
06:08 ଏଠାରେ ସମସ୍ୟାଟି ହେଉଛି ପାଥ୍ ନାମ ଖୁବ୍ ଦୀର୍ଘ ହୋଇପାରେ, କାରଣ ଏଗୁଡିକ ଆବ୍ସୋଲ୍ୟୁଟ୍ ପାଥ୍ ନେମ୍, ଯେଉଁଥିରେ ରୁଟ୍ ଡିରେକ୍ଟୋରୀରୁ ଆରମ୍ଭ କରି ସମଗ୍ର ପାଥ୍ ରହିଥାଏ |
06:18 ଏହା ବଦଳରେ ଆମେ, କରେଣ୍ଟ୍ ଡିରେକ୍ଟୋରୀରୁ ଆରମ୍ଭ ହୋଇଥିବା ରିଲେଟିଭ୍ ପାଥ୍ ନାମ ବ୍ୟବହାର କରିପାରିବା |
06:23 ଏଠାରେ ଆମକୁ ଦୁଇଟି ସ୍ୱତନ୍ତ୍ର କ୍ୟାରେକ୍ଟର୍ ଜାଣିବା ଆବଶ୍ୟକ |

“dot” ଯାହା କରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ ଓ dot dot ଯାହା କରେଣ୍ଟ୍ ଡିରେକ୍ଟୋରୀର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ |

06:36 ଏବେ, cd କମାଣ୍ଡ୍ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିବା |
06:40 ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ, କୌଣସି ଆର୍ଗ୍ୟୁମେଣ୍ଟ୍ ବିନା cd କମାଣ୍ଡ୍ ବ୍ୟବହୃତ ହୋଇଥାଏ |
06:46 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:51 ଏବେ, pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ |
06:55 ବର୍ତ୍ତମାନ ଆମେ ହୋମ୍ ଡିରେକ୍ଟୋରୀକୁ ଫେରିଆସିଛେ

/home/gnuhata [ ନ୍ୟାରେସନ୍- ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା ]

07:01 ଏବେ ମ୍ୟୁଜିକ୍ ଡିରେକ୍ଟୋରୀକୁ ଯିବା | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ମ୍ୟୁଜିକ(କ୍ୟାପିଟାଲ୍ M) ସ୍ଲାସ୍" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
07:13 pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ ଏବେ /home/gnuhata/Musicକୁ ଚାଲିଆସିଛେ |
07:26 ମ୍ୟୁଜିକ୍ ରୁ ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଯିବା | ଏଥିପାଇଁ ଆପଣଙ୍କୁ ଡଟ୍ ଡଟ୍ ସହିତ cd କମାଣ୍ଡ୍ ବ୍ୟବହାର କରିବାକୁ ହେବ |
07:33 କମାଣ୍ଡ୍ ପ୍ରମ୍ପ୍ଟ ରେ cd ସ୍ପେସ୍ ଡଟ୍ ଡଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:40 ଏବେ pwd ଟାଇପ୍ କରି ଆମର ପ୍ରେଜେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ ପୁଣି /home/gnuhataରେ ଅଛେ |
07:51 ଏବେ ଡଟ୍ ବ୍ୟବହାର କରି କରେଣ୍ଟ୍ ଡିରେକ୍ଟୋରୀର ସବ୍ ଡିରେକ୍ଟୋରୀକୁ ଯିବାକୁ ଚେଷ୍ଟା କରିବା |
07:58 କମାଣ୍ଡ୍ ପ୍ରମ୍ପ୍ଟ୍ ରେ cd ସ୍ପେସ୍ ଡଟ୍ ସ୍ଲାସ୍ ଡକ୍ୟୁମେଣ୍ଟ୍ସ୍(କ୍ୟାପିଟାଲ୍ D) ସ୍ଲାସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:09 pwd ଟାଇପ୍ କରି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhata/Documentsରେ ଅଛେ |
08:19 କଣ୍ଟ୍ରୋଲ୍ L ଦାବି ସ୍କ୍ରୀନ୍ କ୍ଲିଅର୍ କରିବି, ଯେଉଁଥିରୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ |
08:23 cd କମାଣ୍ଡ୍ ଦ୍ୱାରା ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ cd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:32 pwd କମାଣ୍ଡ୍ ଦ୍ୱାରା ପୁଣି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhataକୁ ଫେରିଆସିଛେ |
08:41 ଏକ ରିଲେଟିଭ୍ ପାଥ୍ ରେ ଆମେ / [ନ୍ୟାରେସନ୍- ସ୍ଲାସ୍] ଦ୍ୱାରା ପୃଥକ ହୋଇଥିବା ଯେକୌଣସି ସଂଖ୍ୟକ .. [ନ୍ୟାରେସନ୍ – ଡଟ୍ ଡଟ୍] ଏକତ୍ର କରିପାରିବା |
08:47 ଏହି ସ୍ଲାଇଡ୍ ରେ ଆମେ, ଫାଇଲ୍ ସିଷ୍ଟମ୍ ହାଇରାର୍କି ଦେଖିପାରିବା | ରୁଟ୍ କିମ୍ୱା / ଶୀର୍ଷରେ ଥାଏ | ହୋମ୍ ଓ ବିନ୍ ହେଉଛି ରୁଟ୍ ଅନ୍ତର୍ଗତ ଦୁଇଟି ସବ୍ ଡିରେକ୍ଟୋରୀ | ୟୁଜର୍ ନେମ୍, ଏଠାରେ ହୋମ୍ ଅନ୍ତର୍ଗତ gnuhata ନାମକ ଡିରେକ୍ଟୋରୀ ଏକ ସବ୍ ଡିରେକ୍ଟୋରୀ ଅଟେ |
09:05 ତେବେ, ଆମେ ବର୍ତ୍ତମାନ /home/gnuhataରେ ଅଛେ | ଏବେ ଆମେ ବିନ୍ ଡିରେକ୍ଟୋରୀକୁ କିପରି ଯିବା?
09:12 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ଡଟ୍ ଡଟ୍ ସ୍ଲାସ୍ ଡଟ୍ ଡଟ୍ ସ୍ଲାସ୍ ବିନ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:23 pwd କମାଣ୍ଡ୍ ଦ୍ୱାରା କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ |

ଆମେ /bin[ନ୍ୟାରେସନ୍ – ସ୍ଲାସ୍ ବିନ୍] ରେ ଅଛେ

09:30 ପ୍ରଥମ .. [ନ୍ୟାରେସନ୍-ଡଟ୍ ଡଟ୍] ଆମକୁ /home/gnuhata [ନ୍ୟାରେସନ୍ – ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା]ରୁ /home [ନ୍ୟାରେସନ୍-ସ୍ଲାସ୍ ହୋମ୍]କୁ ନେଇଯାଏ |

|- | 09:37 || <nowiki>ପରବର୍ତ୍ତୀ ଟି ଆମକୁ /home ରୁ rootକୁ ନେଇଯାଏ |

09:43 ବର୍ତ୍ତମାନ / ବା ରୁଟ୍ ରୁ ଆମେ, /bin ଡିରେକ୍ଟୋରୀକୁ ଚାଲିଆସିଛେ |
09:48 cd କମାଣ୍ଡ୍ ଦ୍ୱାରା ଆମର ହୋମ୍ ଡିରେକ୍ଟୋରୀକୁ ଯିବା |
09:52 ଡିରେକ୍ଟୋରୀ ତିଆରି କରିବାକୁ ଆମେ mkdir କମାଣ୍ଡ୍ ବ୍ୟବହାର କରୁ |
09:56 ଆପଣଙ୍କୁ ତିଆରି କରିବାକୁ ଥିବା ଡିରେକ୍ଟୋରୀର ନାମ ଓ କମାଣ୍ଡ୍ ଟାଇପ୍ କରିବାକୁ ହେବ ଏବଂ କରେଣ୍ଟ୍ ଡିରେକ୍ଟୋରୀରେ ଏକ ଡିରେକ୍ଟୋରୀ ତିଆରି ହୋଇଯିବ |
10:04 Testdir ନାମକ ଡିରେକ୍ଟୋରୀ ତିଆରି କରିବାକୁ, "mkdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
10:15 ଏହା ସଫଳତାର ସହ testdir ଡିରେକ୍ଟୋରୀ ଗଠନ କରେ |
10:19 ଲକ୍ଷ୍ୟ କରନ୍ତୁ, ସଫଳତାପୂର୍ବକ ଡିରେକ୍ଟୋରୀ ଗଠନ କିମ୍ୱା ଅପସାରଣର କୌଣସି ସ୍ପଷ୍ଟ ନୋଟିଫିକେସନ୍ ନାହିଁ |
10:25 ଯଦି କୌଣସି ଏରର୍ ମେସେଜ୍ ନଆସେ, ତେବେ ଏହା ସଫଳ ଏକଜେକ୍ୟୁସନ୍ କୁ ଦର୍ଶାଏ |
10:30 ଟ୍ରୀ’ର ଯେକୌଣସି ସ୍ଥାନରେ ଡିରେକ୍ଟୋରୀ ତିଆରି କରିବାକୁ ଆମେ ରିଲେଟିଭ୍ ବା ଆବ୍ସୋଲ୍ୟୁଟ୍ ପାଥନେମ୍ ବ୍ୟବହାର କରିପାରିବା, ମାତ୍ର ଏପରି କରିବାର ଅନୁମତି ଥିବା ଏବଂ ସେହି ନାମରେ ଆଉ କୌଣସି ଡିରେକ୍ଟୋରୀ ପୂର୍ବରୁ ନଥିବା ଦରକାର |
10:43 ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଗଠନ କରିବାରେ ଏହି ପ୍ରକ୍ରିୟା ବ୍ୟବହୃତ ହୋଇପାରେ |
10:49 "mkdir ସ୍ପେସ୍ test1 ସ୍ପେସ୍ test2” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ, ଏହା ପ୍ରେଜେଣ୍ଟ୍ ଡିରେକ୍ଟୋରୀରେ test1 ଓ test2 ନାମକ ଦୁଇଟି ଡିରେକ୍ଟୋରୀ ଗଠନ କରିବ |
11:06 "mkdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ |
11:20 ଏହା testtree ନାମକ ଡିରେକ୍ଟୋରୀ ଓ ତା’ ତଳେ test3 ନାମକ ସବ୍ ଡିରେକ୍ଟୋରୀ ଗଠନ କରିବ |
11:28 ଆମେ କରେଣ୍ଟ୍ ଡିରେକ୍ଟୋରୀରେ testdir,test1,test2 ଓ testtree ନାମକ ଚାରୋଟି ଡିରେକ୍ଟୋରୀ ତିଆରି କରିଛେ, ଯେଉଁଥିରୁ ପ୍ରଥମ ତିନୋଟି ଖାଲି ଏବଂ ଶେଷଟିରେ test3 ନାମକ ସବ୍ ଡିରେକ୍ଟୋରୀ ରହିଛି |
11:47 mkdir ଭଳି rmdir କମାଣ୍ଡ୍ ଅଛି, ଯାହା ଏକ ବା ଏକାଧିକ ଡିରେକ୍ଟୋରୀ ରିମୁଭ୍ କରିବାରେ ବ୍ୟବହୃତ ହୋଇଥାଏ |
11:56 "rmdir ସ୍ପେସ୍ test1" କମାଣ୍ଡ୍ ଟି test1 ଡିରେକ୍ଟୋରୀକୁ ସଫଳତାର ସହିତ ରିମୁଭ୍ କରେ |
12:09 ଆପଣ ଡିରେକ୍ଟୋରୀର ଓନର୍ ହୋଇଥିଲେ ହିଁ ଏହା ରିମୁଭ୍ କରିପାରିବେ, ଆପଣଙ୍କର କରେଣ୍ଟ୍ ଡିରେକ୍ଟୋରୀଟି ରିମୁଭ୍ ହେବାକୁ ଥିବା ଡିରେକ୍ଟୋରୀର ହାଇରାର୍କି ଭାବେ ଉପରେ ଥାଏ ଓ ତାହା ଖାଲି ଅଛି |
12:23 ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ
12:35 ଆମେ ବର୍ତ୍ତମାନ testtree ତଳେ ଥିବା test3 ସବ୍ ଡିରେକ୍ଟୋରୀରେ ଅଛେ |
12:42 "rmdir ସ୍ପେସ୍ testdir" କମାଣ୍ଡ୍ ଟାଇପ୍ କରି ଓ ଏଣ୍ଟର୍ ଦାବି testdir ଡିରେକ୍ଟୋରୀକୁ ରିମୁଭ୍ କରିବାକୁ ଚେଷ୍ଟା କରିବା |
12:55 ଏହା ହେବନାହିଁ, କାରଣ କରେଣ୍ଟ୍ ଡିରେକ୍ଟୋରୀଟି, ରିମୁଭ୍ ହେବାକୁ ଥିବା ହାଇରାର୍କି ଭାବେ ଡିରେକ୍ଟୋରୀର ଉପରେ ନାହିଁ |
13:02 ତେଣୁ ଆମକୁ ହାଇରାର୍କି ଭାବେ testdir ଡିରେକ୍ଟୋରୀ ଉପରେ ଥିବା ଡିରେକ୍ଟୋରୀକୁ ଯିବାକୁ ପଡିବ |
13:08 "cd ସ୍ପେସ୍ ଡଟ୍ ଡଟ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:14 ଏବେ, "cd ସ୍ପେସ୍ ଡଟ୍ ଡଟ୍" କମାଣ୍ଡ୍ ଟାଇପ୍ କରି ଆମର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଫେରିଯିବା |
13:20 ଏବେ, ପୁଣି ପୂର୍ବ କମାଣ୍ଡ୍ ଚେଷ୍ଟା କରିବା |
13:24 "rmdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:30 testdirଟି ସଫଳତାର ସହିତ ଡିଲିଟ୍ ହୋଇଯାଇଛି | ଲକ୍ଷ୍ୟ କରନ୍ତୁ, testdir ଟି ମଧ୍ୟ ଖାଲି ଅଛି |
13:38 ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଏକାଥରେ ରିମୁଭ୍ କରାଯାଇପାରେ | test3 ସବ୍ ଡିରେକ୍ଟୋରୀ ସହିତ testtree ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚେଷ୍ଟା କରନ୍ତୁ |
13:48 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "rmdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3 " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
14:02 ଦେଖନ୍ତୁ, ଏହା ଏକ ଏରର୍ ମେସେଜ୍ ଦେଉଛି ଯେ, 'testree' ଡିରେକ୍ଟୋରୀ ରିମୁଭ୍ ହୋଇପାରିବନି, କାରଣ ତାହା ଖାଲି ନାହିଁ |
14:11 ଯେଉଁ ଜିନିଷଟି ଆପଣ ଛାଡିଦେଇପାରିଥା’ନ୍ତି, ତାହା ହେଉଛି testtree/test3ଟି ଖାଲି ଥିବାରୁ ଡିଲିଟ୍ ହୋଇଯାଇଛି |
14:19 ତାହା ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
14:27 ଏବେ "ls" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଦେଖନ୍ତୁ, ଡିରେକ୍ଟୋରୀରେ କିଛି ନାହିଁ | test3 ଡିଲିଟ୍ ହୋଇଯାଇଛି |
14:36 ଏହି ଲିନକ୍ସ୍ ଟ୍ୟୁଟୋରିଆଲ୍ ରେ ଆମେ, ଲିନକ୍ସ୍ ଫାଇଲ୍ ଓ ଡିରେକ୍ଟୋରୀ ଏବଂ ଲିନକ୍ସ୍ ଡିରେକ୍ଟୋରୀରେ କାମ କରିବା ସହିତ ସେଗୁଡିକୁ ଦେଖିବା, ସେଗୁଡ଼ିକ ମଧ୍ୟରେ ମୁଭ୍ କରିବା, ତିଆରି କରିବା ଓ ରିମୁଭ୍ କରିବା ବିଷୟରେ ଶିଖିଲେ |
14:49 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
15:03 ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
15:08 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep