Difference between revisions of "Linux/C2/File-System/Oriya"

From Script | Spoken-Tutorial
Jump to: navigation, search
 
(10 intermediate revisions by 4 users not shown)
Line 1: Line 1:
 
{| border=1
 
{| border=1
!Time
+
|'''Time'''
! ବିବରଣୀ
+
|'''Narration'''
 +
 
 
|-
 
|-
| 0:00
+
| 00:00
|ଲିନକ୍ସ ଫାଇଲ୍ ସିଷ୍ଟମ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
+
||ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
 
|-
 
|-
| 0:04
+
| 00:04
|ମୁଁ ଉବଣ୍ଟୁ 10.04 ବ୍ୟବହାର କରୁଛି.
+
|| ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
 +
 
 
|-
 
|-
| 0:07
+
| 00:07
|ଆମେ ମାନୁଁ ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍ ଗୁଡିକ ସମ୍ବନ୍ଧରେ କିଛି ମୌଳିକ ଧାରଣ ଏହା ଆପଣ ଜାଣନ୍ତି.
+
|| ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ବିଷୟରେ ଆପଣଙ୍କର କିଛି ମୌଳିକ ଧାରଣା ଅଛି ବୋଲି ଆମେ ଭାବୁଛୁ |
 +
 
 
|-
 
|-
| 0:13
+
| 00:13
|ଯଦି ଆପଣ ଆଗ୍ରହି ଅଟନ୍ତି, ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧି ଅଛି
+
|| ଆପଣ ଯଦି ଆଗ୍ରହୀ, ତେବେ ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
 +
 
 
|-
 
|-
| 0:25
+
| 00:25
|ଏହା ଧ୍ୟାନ ଦିଏ ଯେ ଲିନକ୍ସ ସେନସିଟିଭ (sensitive) କେସ୍ ଅଟେ.
+
|| ଲିନକ୍ସ୍, କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ |
 +
 
 
|-
 
|-
| 0:28
+
| 00:28
|ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଗୁଡିକ ଲୋୟର କେସ୍ ରେ ଅଛି ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ.
+
|| ଉଲ୍ଲେଖ କରାଯାଇନଥିଲେ, ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ହେଉଥିବା ସମସ୍ତ କମାଣ୍ଡ୍ ଛୋଟ ଅକ୍ଷରରେ ଥାଏ |
 +
 
 
|-
 
|-
| 0:36
+
| 00:36
|ଲିନକ୍ସ ରେ ପ୍ରାୟ ସବୁକିଛି ଏକ ଫାଇଲ୍ ଅଟେ.
+
|| ଲିନକ୍ସ୍ ରେ ପ୍ରାୟ ସବୁକିଛି ହେଉଛି ଫାଇଲ୍ |
 +
 
 
|-
 
|-
| 0:39
+
| 00:39
|ଫାଇଲ୍ କଣ ଅଟେ ? ପ୍ରକୃତରେ ଆମେ ଜାଣୁ ଫାଇଲ୍ ଏହା ଅଟେ ଯେଉଁଥିରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ସଂଚୟ କରୁ.
+
||ତେବେ ଫାଇଲ୍ କ’ଣ? ବାସ୍ତବ ଜୀବନରେ ଆମେ ନିଜର ଡକ୍ୟୁମେଣ୍ଟ୍ ଓ ପେପର୍ ଫାଇଲ୍ ରେ ରଖିଥାଉ ବୋଲି ଜାଣିଛେ |
 +
 
 
|-
 
|-
| 0:47
+
| 00:47
|ଏକା ସଦୃଶ, ଏକ ଲିନକ୍ସ ମଧ୍ୟ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା ଅଟେ.
+
|| ସେହିଭଳି ଲିନକ୍ସ୍ ରେ ଏକ ଫାଇଲ୍ ହେଉଛି ସୂଚନା ଷ୍ଟୋରିଙ୍ଗ୍ ପାଇଁ ଏକ ଧାରକ |
 +
 
 
|-
 
|-
| 0:53
+
| 00:53
|ପରବର୍ତୀ, ଡାଇରେକ୍ଟ୍ ଟୋରୀ (directory) କଣ ଅଟେ ?
+
|| ଏକ ଡିରେକ୍ଟୋରୀ କ’ଣ?
 +
 
 
|-
 
|-
| 0:56
+
| 00:56
|ଡାଇରେକ୍ଟ୍ ଟୋରୀ (directory) କୁ ଫାଇଲସ୍ (files) ଏବଂ ଅନ୍ୟ ଉପ- ଡାଇରେକ୍ଟ୍ ଟୋରୀଜ (sub-directories) ସଂଗ୍ରହ ରୁପରେ ବୁଝିବାକୁ ପଡିବ.
+
|| ଫାଇଲ୍ ର ଓ ଅନ୍ୟ (ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ସ୍ଥାନକୁ ଆମେ ଡିରେକ୍ଟୋରୀ ବୋଲି ବୁଝିପାରିବା |
 +
 
 
|-
 
|-
| 1:02
+
| 01:02
|ଡାଇରେକ୍ଟ୍ ଟୋରୀ (directory)  ଆମକୁ ଆମର ଫାଇଲସ୍ (files) ରେ ନିୟମିତ ପ୍ରଥା ରେ ଆୟୋଜନ କରିବା ପାଇଁ ସାହାଜ୍ୟ କରେ.
+
|| ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଂଗଠିତ କରିବାରେ ଡିରେକ୍ଟୋରୀ ସାହାଯ୍ୟ କରେ |
 +
 
 
|-
 
|-
| 1:08
+
| 01:08
|ଏହା ଏହିପରି ଅଟେ ଯାହାକୁ ଆମେ ୱିନଡୋଜ  ରେ ଫୋଲଡରସ୍ (folders) କହୁ.
+
|| ଏହା ୱିଣ୍ଡୋଜ୍ ର ଫୋଲ୍ଡର୍ ପରି |
 +
 
 
|-
 
|-
| 1:12
+
| 01:12
|ଏହା ଅନୁମତି ଦିଏ ଅଲଗା ଅଲଗା ୟୂଜରସ୍ ମାନଂକୁ ସେମାନେ ନିଜର ଡାଇରେକ୍ଟ୍ ଟୋରୀଜ (directories) ସହିତ ଫାଇଲସ୍ (files) ରଖିପାରିବେ ଯାହା ଅନ୍ୟମାନେ ପ୍ରବେଶ କିମ୍ବା ପରିବର୍ତନ କରିପାରିବେ ନାହିଁ.
+
|| ୟୁଜର୍ ମାନେ ନିଜ ଫାଇଲ୍ସ ସହ ନିଜର ଡିରେକ୍ଟୋରୀଗୁଡିକ ରଖିପାରିବେ, ଯାହା ଅନ୍ୟମାନେ ଆକ୍ସେସ୍ କିମ୍ୱା ପରିବର୍ତ୍ତନ କରିପାରିବେ ନାହିଁ |
 +
 
 
|-
 
|-
| 1:20
+
| 01:20
|ଯଦି ସେଠାରେ ଡାଇରେକ୍ଟ୍ ଟୋରୀଜ (directories) ନ ଥାଏ, ସିଷ୍ଟମ ରେ ସବୁ ଫାଇଲସ୍ ଗୁଡିକର ଅଲଗା ଅଲଗା ଅସାଧାରଣ ନାମ ଦେବା ଦରକାର, ଯାହା ଚାଲୁରଖିବା ବହୁତ କଷ୍ଟ  ହେବ.
+
|| ଅଧିକନ୍ତୁ, ଯଦି କୌଣସି ଡିରେକ୍ଟୋରୀ ନଥାଏ, ତେବେ ସିଷ୍ଟମ୍ ରେ ସମସ୍ତ ଫାଇଲ୍ କୁ ସ୍ୱତନ୍ତ୍ର ନାମ ରଖିବାକୁ ହେବ, ଯାହା ମେଣ୍ଟେନ୍ କରିବା କଷ୍ଟକର |
 +
 
 
|-
 
|-
| 1:31
+
| 01:31
|ଯଦିଓ ଫାଇଲସ୍ ଏବଂ  ଡାଇରେକ୍ଟ୍ ଟୋରୀଜ (directories) ର ପରିଭାଷା ସେମାନକଂ ସମ୍ଭନ୍ଧରେ ଏକ ସାଧାରଣ ସୁଚନା ଦେବା ପାଇଁ ଠିକ୍ ଅଟେ, କିନ୍ତୁ ଏହା ସେମାନକଂ ପାଇଁ ପୁରା ଠିକ୍ ନୁହେଁ.
+
|| ଯଦିଓ ଫାଇଲ୍ସ ଓ ଡିରେକ୍ଟୋରୀସ୍ ବିଷୟରେ ସାଧାରଣ ଜ୍ଞାନ ପାଇବା ପାଇଁ ଏହି ସଜ୍ଞାଗୁଡିକ ଉତ୍ତମ, କିନ୍ତୁ ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ
 +
 
 
|-
 
|-
| 1:42
+
| 01:42
|ଫାଇଲ୍ ର ନାମ ଏବଂ କିଛି ଗୁଣ  କିମ୍ବା ପ୍ରଶାସନିକ ସୁଚନା ଯାହା ଏହାର  କନ୍ଟେଟସ୍ (contents) ର ସହିତ ଅଛି; ଯାହା ସେହି ଫାଇଲ୍ ର ରଚନା/ରୁପନ୍ତର ତାରିଖ ଏବଂ ଏହାର ଅନୁମତି ସମ୍ବନ୍ଧରେ ସୁଚନା ଦିଏ. 
+
|| ତତସମେତ ଫାଇଲ୍ ର କଣ୍ଟେଣ୍ଟ୍, ରେ ଏକ ନାମ କିଛି ପ୍ରପର୍ଟି କିମ୍ୱା ’ଆଡମିନିଷ୍ଟ୍ରେଟିଭ୍ ଇନ୍ଫର୍ମେସନ୍” ଥାଏ, ଯାହା ହେଉଛି ଫାଇଲ୍ ର କ୍ରିଏଶନ୍/ମୋଡିଫିକେଶନ୍ ତାରିଖ ଓ ତାହାର ଅନୁମତି |
 +
 
 
|-
 
|-
| 1:55
+
| 01:55
|ଏହି ସୁଚନା ଫାଇଲ୍ ର inode ରେ ଗଛିତ ଅଛି, ଯାହା ଫାଇଲ୍ ସିଷ୍ଟମ ରେ ଡାଟା ର ଏକ ବିଶେଷ ଅବରୋଧ ଏବଂ ଏଥିରେ ମଧ୍ୟ ଫାଇଲ୍ ର ଲମ୍ଭା ଏବଂ disk ର କେଉଁ ଠାରେ ସଂଚୟ ଅଛି ଅନ୍ତର୍ଭୂକ୍ତ.
+
|| ପ୍ରପର୍ଟିଗୁଡିକ ଫାଇଲ୍ ର ଆଇନୋଡ୍ ନାମକ ଫାଇଲ୍ ସିଷ୍ଟମ୍ ର ଏକ ସ୍ୱତନ୍ତ୍ର ଡାଟା ବ୍ଲକ୍ ରେ ରହିଥାଏ, ଯେଉଁଥିରେ ଫାଇଲ୍ ର ଦୈର୍ଘ୍ୟ ଓ ଡିସ୍କ୍ ରେ ଏହାର ସ୍ଥାନର ସୂଚନା ଥାଏ | 
 +
 
 
|-
 
|-
| 2:08
+
| 02:08
|ସିଷ୍ଟମ ଫାଇଲ୍ ର inode ନମ୍ବର୍ କୁ ବ୍ୟବହାର କରେ. ଆମର ସୁବିଧା ପାଇଁ ଡାଇରେକ୍ଟ୍ ଟୋରୀ (directory) ଆକାର ଫାଇଲ୍ ର ନାମ ଦିଏ, ଯେପରି ଆମକୁ ବହୁତ ନମ୍ବର୍ସ୍ ଠାରୁ ବେଶୀ ନାମ ମନେରଖିବାକୁ ସୁବିଧା ହୋଇଥାଏ.
+
|| ସିଷ୍ଟମ୍ ଟି ଫାଇଲ୍ ର ଆଇନୋଡ୍ ସଂଖ୍ୟା ବ୍ୟବହାର କରିଥାଏ; ବୃହତ ସଂଖ୍ୟା ଅପେକ୍ଷା ନାମ ମନେରଖିବା ସହଜ ହେଉଥିବାରୁ ଡିରେକ୍ଟୋରୀ ସଂରଚନାଟି ଆମର ସୁବିଧା ପାଇଁ ଫାଇଲ୍ ର ନାମକରଣ କରେ |
 +
 
 
|-
 
|-
|2:23
+
|02:23
|ଡାଇରେକ୍ଟ୍ ଟୋରୀ (directory) କୁ ଅତିସରଳ ପରିଭାଷା ରେ ବିରୋଧ କରେ ଯେ, ଏକ ଡାଇରେକ୍ଟ୍ ଟୋରୀ (directory) ବାସ୍ତବରେ ଅନ୍ୟ ଫାଇଲସ୍ କୁ ଗଛିତ କରେ ନାହିଁ, କିନ୍ତୁ ଏହା ନିଜେ ଏକ ଫାଇଲ୍ ଅଟେ ଯାହା ଅନ୍ୟ ଫାଇଲ୍ ଗୁଡିକର inode ଏବଂ ନମବର୍ସ୍ (numbers) ଏବଂ ନାମ କୁ ଧାରଣ କରେ.
+
|| ଏହାର ଅତି ସରଳ ସଜ୍ଞା ବିପରୀତେ, ଏକ ଡିରେକ୍ଟୋରୀ ବାସ୍ତବରେ ଅନ୍ୟ ଫାଇଲ୍ ଷ୍ଟୋର୍ କରେ ନାହିଁ, ଏହା ହେଉଛି ନିଜେ ଗୋଟିଏ ଫାଇଲ୍, ଯେଉଁଥିରେ ଆଇନୋଡ୍ ସଂଖ୍ୟା ଓ ନାମ ରହିଥାଏ |
 +
 
 
|-
 
|-
| 2:37
+
| 02:37
|ପ୍ରକୃତରେ ଲିନକ୍ସ ରେ ତିନି ପ୍ରକାରର ଫାଇଲସ୍ ଅଛି:
+
|| ବାସ୍ତବରେ ଲିନକ୍ସ୍ ରେ ତିନିପ୍ରକାର ଫାଇଲ୍ ଥାଏ :
 +
 
 
|-
 
|-
| 2:41
+
| 02:41
| 1 Regular Files or Ordinary files - ଏଥିରେ କେବେଳ ଅଖ୍ୟର ର ଧାର ର ରୁପ ପରି ଡାଟା (data) ଅନ୍ତର୍ଭୁକ୍ତ.
+
||1 ନିୟମିତ ଫାଇଲ୍ କିମ୍ୱା ସାଧାରଣ ଫାଇଲ୍ : କ୍ୟାରେକ୍ଟର୍ ଷ୍ଟ୍ରିମ୍ ଭାବରେ ଏଥିରେ କେବଳ ଡାଟା ଥାଏ |
 +
 
 
|-
 
|-
| 2:48
+
| 02:48
|2 Directories: ଯାହାକି ଆମେ ପୁର୍ବ  ସ୍ଲାଇଡ୍ ଗୁଡିକରେ ରେ ଦେଖିଥିଲୁ.
+
||2 ଡିରେକ୍ଟୋରୀ: ଯେପରି ଆମେ ପୂର୍ବ ସ୍ଲାଇଡ୍ ଗୁଡ଼ିକରେ ଦେଖିଲେ
 +
 
 
|-
 
|-
| 2:52
+
| 02:52
|3 Device Files: ସବୁ hardware ଉପକରଣ ଏବଂ ପ୍ରାନ୍ତ ସମ୍ବଂଧିୟ (peripherals) କୁ ଲିନକ୍ସ ରେ ଫାଇଲସ୍ ରୁପରେ ପ୍ରସ୍ତୁତ କରାଯାଇଛି.
+
||3 ଡିଭାଇସ୍ ଫାଇଲ୍: ଲିନକ୍ସ୍ ରେ ସବୁ ହାର୍ଡୱେର୍ ଡିଭାଇସେସ୍ ଓ ପେରିଫେରାଲ୍ସକୁ ଫାଇଲ୍ ଭାବରେ ଦର୍ଶାଯାଇଥାଏ |
 +
 
 
|-
 
|-
| 2:59
+
| 02:59
|ଲିନକ୍ସ ରେ ସବୁ ଉପକରଣ ଯେପରି CD, Harddisk, ଏପରି usb stick ସବୁ କିଛି ଏକ ଫାଇଲ୍ ଅଟେ . କିନ୍ତୁ ଏହା ଏପରି କାହିଁକି ? ଏହା ଏହି ଉପକରଣ କୁ ସାଧାରଣ ଫାଇଲ୍ ଗୁଡିକ ପରି ସମାନ ରୁପରେ ଲେଖିବାକୁ ଏବଂ ପଡିବାକୁ ସାହାଜ୍ୟ କରେ.
+
|| CD, ହାର୍ଡ୍ ଡିସ୍କ୍ କିମ୍ବା ଏକ usb ଷ୍ଟିକ୍ ହେଉନା କାହିଁକି, ଲିନକ୍ସ୍ ରେ ସବୁ ଫାଇଲ୍ ଅଟେ | କିନ୍ତୁ ଏପରି କାହିଁକି? ଏହା, ସାଧାରଣ ଫାଇଲ୍ ଗୁଡ଼ିକ ଭଳି ଏହିସବୁ ଡିଭାଇସ୍ ରେ ରିଡ୍ ଓ ରାଇଟ୍ କରିବାରେ ସାହାଯ୍ୟ କରେ |
 +
 
 
|-
 
|-
| 3:15
+
| 03:15
|ଲିନକ୍ସ ରେ ସବୁ ଫାଇଲସ୍ ସମ୍ବଂଧିତ ଅଟେ, ସଂଖେପରେ, ସେମାନେ ଆମ ଭଳି ଏକ ପରିବାର ପରି ଅଟନ୍ତି.
+
|| ଆମମାନଙ୍କ ଭଳି ଲିନକ୍ସ୍ ରେ ସବୁ ଫାଇଲ୍ ପରସ୍ପର ସହିତ ମିଶି ଏକ ପରିବାର ଗଠନ କରିଥାନ୍ତି |
 +
 
 
|-
 
|-
| 3:22
+
| 03:22
|ଡାଇରେକ୍ଟ୍ ଟୋରୀ (directory) ରେ ଅନ୍ତର୍ଭୁକ୍ତ କିଛି ଫାଇଲସ୍ ଏବଂ ଉପ- ଡାଇରେକ୍ଟ୍ ଟୋରୀଜ (sub-directories) ର ସମ୍ପର୍କ ଅଭିଭାବକ ଏବଂ ପିଲା ପରି ଅଟେ. ଏହା ଲିନକ୍ସ ଫାଇଲ୍ ସିଷ୍ଟମ ଟ୍ରି (tree) କୁ ଜନ୍ମ ଦିଏ.
+
|| ଏକ ଡିରେକ୍ଟୋରୀରେ ଥିବା କିଛି ଫାଇଲ୍ ଓ ସବ୍ ଡିରେକ୍ଟୋରୀ ମଧ୍ୟରେ ପ୍ୟାରେଣ୍ଟ୍-ଚାଇଲ୍ଡ୍ ସମ୍ପର୍କ ଥାଏ | ଏହା, ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଟ୍ରୀ ଗଠନ କରିଥାଏ |
 +
 
 
|-
 
|-
| 3:34
+
| 03:34
|ସବୁଠାରୁ ଉପରେ ରୂଟ୍ (root) ଅଟେ ଯେପରି frontslash / ଦ୍ବାରା ସୁଚାଇ ଦିଆଯାଏ. ଏହା ସବୁ ଅନ୍ୟ ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) କୁ ଅନ୍ତର୍ଭୁକ୍ତ କରେ.
+
|| ଶୀର୍ଷରେ ରୁଟ୍(ଫ୍ରଣ୍ଟ୍ ସ୍ଲାସ୍ ଦ୍ୱାରା ଚିହ୍ନିତ) ଅଛି | ଏଥିରେ ଅନ୍ୟ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ରହିଥାଏ |
 +
 
 
|-
 
|-
| 3:42
+
| 03:42
|ଯଦି ଆମେ ଠିକ୍ ରାସ୍ତା  ଜାଣୁ, ତେବେ ଏହା ଆମକୁ ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (directory) ଠାରୁ ଅନ୍ୟ କୁ ଯିବା ପାଇଁ ସାହାଜ୍ୟ କରେ.
+
|| ସଠିକ ପାଥ୍ ଜାଣିଥିଲେ, ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀରୁ ଅନ୍ୟକୁ ସହଜ ନେଭିଗେଶନ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରେ |
 +
 
 
|-
 
|-
| 3:51
+
| 03:51
|ଯେପରି ଆମେ ଲିନକ୍ସ ଫାଇଲ୍ ସିଷ୍ଟମ ରେ କାମ କରୁ, ଏଥିରୁ ଜଣା ପଡେ ଯେ ଆମେ ଟ୍ରି (tree) ସହିତ ଆଗକୁ ଯାଉଛୁ.
+
|| ଆମେ ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ସହିତ କାମ କରିବାବେଳେ, ଏହି ଟ୍ରୀ ମଧ୍ୟରେ ଗତି କରିବା ଭଳି ଲାଗେ |
 +
 
 
|-
 
|-
| 3:56
+
| 03:56
|ଏକ କମାଣ୍ଡ ଏବଂ ଆପଣ ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ teleported ହୋଇଯାଏ.
+
|| ଗୋଟିଏ କମାଣ୍ଡ୍ ରେ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେଲିପୋର୍ଟ୍ କରନ୍ତି |
 +
 
 
|-
 
|-
| 4:01
+
| 04:01
|Sounds ଆନଂଦ ଦାୟକ ! ସତରେ ଏହା ଅଟେ. ଯେପରି ଆମେ ଦେଖିବା.
+
|| ରୋଚକ ଲାଗୁଛି!! ନିଶ୍ଚିତରେ ଏହା ଏପରି | ଯେମିତି କି ଆମେ ଦେଖିବା |
 +
 
 
|-
 
|-
| 4:05
+
| 04:05
|ଯେବେ ଆମେ ଲିନକ୍ସ ସିଷ୍ଟମ ରେ ଲୋଗ-ଇନ୍ (login) କରନ୍ତି ଆମେ ସ୍ବାଭାବିକ ଭାବରେ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ରେ ଅଛୁ. 
+
|| ଲିନକ୍ସ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ |
 +
 
 
|-
 
|-
| 4:11
+
| 04:11
|ଏବେ, ଟର୍ମିନାଲ୍ କୁ ଯିବା.
+
|| ଏବେ, ଟର୍ମିନାଲ୍ କୁ ଯାଆନ୍ତୁ |
 +
 
 
|-
 
|-
| 4:13
+
| 04:13
|ଉବଣ୍ଟୁ ରେ ଟର୍ମିନାଲ୍ କୁ ଆରମ୍ଭ କରିବା ପାଇଁ Ctrl+alt+T ସାହାଜ୍ୟ କରେ.
+
|| ଟର୍ମିନାଲ୍ ଆରମ୍ଭ କରିବାକୁ Ctrl+alt+T ସାହାଯ୍ୟ କରେ |
 +
 
 
|-
 
|-
| 4:17
+
| 04:17
|ଏହି କମାଣ୍ଡ ସବୁ ୟୁନିକ୍ସ୍ ସିଷ୍ଟମ (unix system) ରେ କାମ କରି ନ ପାରେ. ଟର୍ମିନାଲ୍ କୁ  ଖୋଲିବା ପାଇଁ ଏକ ସାମାନ୍ୟ ପ୍ରକ୍ରିୟI ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖା ହୋଇଛି.
+
|| ଅବଶ୍ୟ, ଏହି କମାଣ୍ଡ୍, ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ହୋଇଛି |
 +
 
 
|-
 
|-
| 4:27
+
| 04:27
|ହୋମ୍-ଡାଇରେକ୍ଟ୍ ଟୋରୀ (home directory) କୁ ଦେଖିବା ପାଇଁ, କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "echo space dollar H-O-M-E in capital" ଏବଂ ଏନ୍ଟର୍ ଦବାଅ.
+
||ହୋମ୍ ଡିରେକ୍ଟୋରୀ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ H-O-M-E ଟାଇପ୍ କରି" ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 4:40
+
| 04:40
|ଏହା ଆମ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ର ପାଥ୍ ନେମ୍ (pathname) ଦିଏ.
+
|| ଏହା ହୋମ୍ ଡିରେକ୍ଟୋରୀର ପାଥ୍ ନେମ୍ ଦିଏ |
 +
 
 
|-
 
|-
| 4:44
+
| 04:44
|ଆମେ ଏକ  ଡାଇରେକ୍ଟ୍ ଟୋରୀ (directory) ଠାରୁ ଅନ୍ୟ କୁ ଯାଇପାରିବା.
+
|| ଆମେ ଗୋଟିଏ ଡିରେକ୍ଟୋରୀରୁ ଅନ୍ୟକୁ ଯାଇପାରିବା |
 +
 
 
|-
 
|-
| 4:47
+
| 04:47
|କିନ୍ତୁ ଯେକୌଣସି ସମୟରେ ଆମେ କୌଣସି ଏକ ଡାଇରେକ୍ଟ୍ ଟୋରୀ (directory) ରେ ରହିପାରିବା ଏବଂ ଏହି ଡାଇରେକ୍ଟ୍ ଟୋରୀ (directory) କୁ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କିମ୍ବା ଓର୍କିଂଗ୍ ଡାଇରେକ୍ଟ୍ ଟୋରୀ (working directory) କହନ୍ତି. ଏବେ ସ୍ଲାଇଡ୍  ଗୁଡିକ ର ପଛକୁ ଯିବା.
+
|| ମାତ୍ର, ଯେକୌଣସି ସମୟରେ ଆମେ ଗୋଟିଏ ଡିରେକ୍ଟୋରୀରେ ରହିପାରୁ ଓ ଏହି ଡିରେକ୍ଟୋରୀକୁ କରେଣ୍ଟ୍ ଡିରେକ୍ଟୋରୀ ବା ୱର୍କିଂ ଡିରେକ୍ଟୋରୀ କୁହାଯାଏ | ଏବେ ସ୍ଲାଇଡ୍ସକୁ ଫେରିଯିବା |
 +
 
 
|-
 
|-
| 4:56
+
| 04:56
|pwd କମାଣ୍ଡ୍ ଆମକୁ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖିବା ପାଇଁ ସାହାଜ୍ୟ କରେ . pwd ପ୍ରେଜେଣ୍ଟ ଓର୍କିଂଗ୍ ଡାଇରେକ୍ଟ୍ ଟୋରୀ (present working directory) ପାଇଁ ଦଣ୍ଡାୟମାନ.
+
|| କରେଣ୍ଟ୍ ଡିରେକ୍ଟୋରୀ ଦେଖିବା ପାଇଁ ଆମକୁ ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ ବା pwd କମାଣ୍ଡ୍ ସାହାଯ୍ୟ କରେ |
 +
 
 
|-
 
|-
| 5:03
+
| 05:03
|Type at the command prompt "pwd" and press enter. Now this is our present working directory.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "pwd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏବେ, ଏହା ହେଉଛି ଆମର ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ |
 +
 
 
|-
 
|-
| 5:13
+
| 05:13
|We have said that we can move from one directory to other.
+
|| ଗୋଟିଏ ରୁ ଅନ୍ୟଏକ ଡିରେକ୍ଟୋରୀକୁ ଯାଇପାରିବା ବୋଲି ଆମେ କହିସାରିଛୁ |
 +
 
 
|-
 
|-
| 5:17
+
| 05:17
|But how do we do so? We have the cd command for this purpose.
+
|| ମାତ୍ର ଏହା କିପରି କରିବା? ଏଥିପାଇଁ ଏକ cd କମାଣ୍ଡ୍ ଅଛି |
 +
 
 
|-
 
|-
| 5:22
+
| 05:22
|You have to type the command cd followed by the pathname of the directory you want to move to.
+
|| ଆମ ଇପ୍ସିତ ଡିରେକ୍ଟୋରୀକୁ ଯିବାପାଇଁ cd କମାଣ୍ଡ୍ ପରେ ଡିରେକ୍ଟୋରୀର ପାଥ୍ ନେମ୍ ଟାଇପ୍ କରିବାକୁ ପଡିବ |
 +
 
 
|-
 
|-
| 5:28
+
| 05:28
|Lets again see our current directory by typing pwd at the command prompt and press enter.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଓ ଏଣ୍ଟର୍ ଦାବି ପୁଣିଥରେ ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା |
 +
 
 
|-
 
|-
|5:37
+
|05:37
| So, now we are placed in this directory.
+
||ଏବେ, ଆମେ ଏହି ଡିରେକ୍ଟୋରୀକୁ ଆସିଗଲୁ |
 +
 
 
|-
 
|-
| 5:41
+
| 05:41
|Now say we want to move to slash usr directory. So, type
+
||ମନେକରନ୍ତୁ, ଏବେ ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଯିବାକୁ ଚାହୁଁଛେ | ତେଣୁ, “cd ସ୍ପେସ୍ ସ୍ଲାସ୍ usr” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ମନେରଖନ୍ତୁ, ଲିନକ୍ସ୍ ରେ ସ୍ଲାସ୍ ର ଅର୍ଥ ହେଉଛି ଫ୍ରଣ୍ଟ୍ ସ୍ଲାସ୍ |
"cd space slash usr" . Remember here slash in linux means front slash and press enter.
+
 
 
|-
 
|-
| 5:56
+
| 05:56
|Now lets see our current directory. Type pwd and press enter.
+
|| ଏବେ, ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 6:03
+
| 06:03
|Yes we have moved to slash usr directory.
+
|| ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଆସିଯାଇଛୁ |
 +
 
 
|-
 
|-
| 6:08
+
| 06:08
|The problem here is the pathnames can be very long, this is because these are Absolute Pathnames that enlist the entire path staring from the root directory.
+
|| ଏଠାରେ ସମସ୍ୟାଟି ହେଉଛି ପାଥ୍ ନାମ ଖୁବ୍ ଦୀର୍ଘ ହୋଇପାରେ, କାରଣ ଏଗୁଡିକ ଆବ୍ସୋଲ୍ୟୁଟ୍ ପାଥ୍ ନେମ୍, ଯେଉଁଥିରେ ରୁଟ୍ ଡିରେକ୍ଟୋରୀରୁ ଆରମ୍ଭ କରି ସମଗ୍ର ପାଥ୍ ରହିଥାଏ |
 +
 
 
|-
 
|-
| 6:18
+
| 06:18
|Instead we may use Relative pathnames that begin from the current directory.
+
|| ଏହା ବଦଳରେ ଆମେ, କରେଣ୍ଟ୍ ଡିରେକ୍ଟୋରୀରୁ ଆରମ୍ଭ ହୋଇଥିବା ରିଲେଟିଭ୍ ପାଥ୍ ନାମ ବ୍ୟବହାର କରିପାରିବା |
 +
 
 
|-
 
|-
| 6:23
+
| 06:23
|Here we need to know two special characters.
+
||ଏଠାରେ ଆମକୁ ଦୁଇଟି ସ୍ୱତନ୍ତ୍ର କ୍ୟାରେକ୍ଟର୍ ଜାଣିବା ଆବଶ୍ୟକ |
'''dot''' that represent the current directory and '''dot dot''' that represent the parent directory of the current directory.
+
“dot” ଯାହା କରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ ଓ '''dot dot''' ଯାହା କରେଣ୍ଟ୍ ଡିରେକ୍ଟୋରୀର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ |
 +
 
 
|-
 
|-
| 6:36
+
| 06:36
|Now let us have a brief session on cd command
+
|| ଏବେ, cd କମାଣ୍ଡ୍ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିବା |
 +
 
 
|-
 
|-
| 6:40
+
| 06:40
|The command cd without any argument is used to move back to the home directory.
+
|| ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ, କୌଣସି ଆର୍ଗ୍ୟୁମେଣ୍ଟ୍ ବିନା cd କମାଣ୍ଡ୍ ବ୍ୟବହୃତ ହୋଇଥାଏ |
 +
 
 
|-
 
|-
| 6:46
+
| 06:46
|Type at the command prompt "cd" and press enter.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 6:51
+
| 06:51
|Now check our current directory by the pwd command.
+
|| ଏବେ, pwd କମାଣ୍ଡ୍ ଦ୍ୱାରା  ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ |
 +
 
 
|-
 
|-
| 6:55
+
| 06:55
|So, now we are back in our home directory
+
||ବର୍ତ୍ତମାନ ଆମେ ହୋମ୍ ଡିରେକ୍ଟୋରୀକୁ ଫେରିଆସିଛେ /home/gnuhata [ ନ୍ୟାରେସନ୍- ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା ]
<nowiki>/home/gnuhata [ narration- slash home slash gnuhata ] </nowiki>
+
 
 
|-
 
|-
| 7:01
+
| 07:01
|Now let us move to music directory. Type at the command prompt "cd space Music(M in capital) slash" and press enter
+
|| ଏବେ ମ୍ୟୁଜିକ୍ ଡିରେକ୍ଟୋରୀକୁ ଯିବା | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ମ୍ୟୁଜିକ(କ୍ୟାପିଟାଲ୍ M) ସ୍ଲାସ୍" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 7:13
+
| 07:13
|Now check our current directory by the pwd command. pwd and press enter. See, we have moved /home/gnuhata/Music
+
|| pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ ଏବେ /home/gnuhata/Musicକୁ ଚାଲିଆସିଛେ |
 +
 
 
|-
 
|-
| 7:26
+
| 07:26
|Let us go to the parent directory from Music. For that you have to use cd command with dot dot.
+
|| ମ୍ୟୁଜିକ୍ ରୁ ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଯିବା | ଏଥିପାଇଁ ଆପଣଙ୍କୁ ଡଟ୍ ଡଟ୍ ସହିତ cd କମାଣ୍ଡ୍ ବ୍ୟବହାର କରିବାକୁ ହେବ |
 +
 
 
|-
 
|-
| 7:33
+
| 07:33
|Type at the command prompt cd space dot dot and press enter.
+
|| କମାଣ୍ଡ୍ ପ୍ରମ୍ପ୍ଟ ରେ cd ସ୍ପେସ୍ ଡଟ୍ ଡଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 7:40
+
| 07:40
|Now check our present directory by typing pwd. We are again in /home/gnuhata
+
|| ଏବେ pwd ଟାଇପ୍ କରି ଆମର ପ୍ରେଜେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ ପୁଣି /home/gnuhataରେ ଅଛେ |
 +
 
 
|-
 
|-
| 7:51
+
| 07:51
|Now lets try to move to a subdirectory of the current directory using dot.
+
|| ଏବେ ଡଟ୍ ବ୍ୟବହାର କରି କରେଣ୍ଟ୍ ଡିରେକ୍ଟୋରୀର ସବ୍ ଡିରେକ୍ଟୋରୀକୁ ଯିବାକୁ ଚେଷ୍ଟା କରିବା |
 +
 
 
|-
 
|-
| 7:58
+
| 07:58
|Type at the command prompt cd space dot slash Documents(D in capital) slash. Press enter.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ cd ସ୍ପେସ୍ ଡଟ୍ ସ୍ଲାସ୍ ଡକ୍ୟୁମେଣ୍ଟ୍ସ୍(କ୍ୟାପିଟାଲ୍ D) ସ୍ଲାସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 8:09
+
| 08:09
|Check our current directory by typing pwd. We are at /home/gnuhata/Documents
+
|| pwd ଟାଇପ୍ କରି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhata/Documentsରେ ଅଛେ |
 +
 
 
|-
 
|-
| 8:19
+
| 08:19
|Let me clear the screen by pressing control L. So you can see clearly.
+
|| କଣ୍ଟ୍ରୋଲ୍ L ଦାବି ସ୍କ୍ରୀନ୍ କ୍ଲିଅର୍ କରିବି, ଯେଉଁଥିରୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ |
 +
 
 
|-
 
|-
| 8:23
+
| 08:23
|To go back to our home directory by cd command.
+
||cd କମାଣ୍ଡ୍ ଦ୍ୱାରା ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ cd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
Type cd and press enter.
+
 
 
|-
 
|-
| 8:32
+
| 08:32
|Again check our current directory by pwd command. We are back to /home/gnuhata .
+
|| pwd କମାଣ୍ଡ୍ ଦ୍ୱାରା ପୁଣି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhataକୁ ଫେରିଆସିଛେ |
 +
 
 
|-
 
|-
| 8:41
+
| 08:41
|<nowiki>We can combine any number of .. [narration - dot dot] separated by / [narration- slash] in a relative path . </nowiki>
+
||<nowiki> ଏକ ରିଲେଟିଭ୍ ପାଥ୍ ରେ ଆମେ / [ନ୍ୟାରେସନ୍- ସ୍ଲାସ୍] ଦ୍ୱାରା ପୃଥକ ହୋଇଥିବା ଯେକୌଣସି ସଂଖ୍ୟକ .. [ନ୍ୟାରେସନ୍ – ଡଟ୍ ଡଟ୍] ଏକତ୍ର କରିପାରିବା | </nowiki>
 +
 
 
|-
 
|-
| 8:47
+
| 08:47
|In this slide, we can see the file system hierarchy. Root or / is at the top. home and bin are two sub-directories under root. username , here the directory named gnuhata is a sub-directory under home.
+
|| ଏହି ସ୍ଲାଇଡ୍ ରେ ଆମେ, ଫାଇଲ୍ ସିଷ୍ଟମ୍ ହାଇରାର୍କି ଦେଖିପାରିବା | ରୁଟ୍ କିମ୍ୱା / ଶୀର୍ଷରେ ଥାଏ | ହୋମ୍ ଓ ବିନ୍ ହେଉଛି ରୁଟ୍ ଅନ୍ତର୍ଗତ ଦୁଇଟି ସବ୍ ଡିରେକ୍ଟୋରୀ |
 +
ୟୁଜର୍ ନେମ୍, ଏଠାରେ ହୋମ୍ ଅନ୍ତର୍ଗତ gnuhata ନାମକ ଡିରେକ୍ଟୋରୀ ଏକ ସବ୍ ଡିରେକ୍ଟୋରୀ ଅଟେ |
 +
 
 
|-
 
|-
| 9:05
+
| 09:05
| So, now we are in /home/gnuhata. Now how can we go to the bin directory?  
+
|| ତେବେ, ଆମେ ବର୍ତ୍ତମାନ /home/gnuhataରେ ଅଛେ | ଏବେ ଆମେ ବିନ୍ ଡିରେକ୍ଟୋରୀକୁ କିପରି ଯିବା?
 +
 
 
|-
 
|-
| 9:12
+
| 09:12
|Type at the command prompt
+
||କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ଡଟ୍ ଡଟ୍ ସ୍ଲାସ୍ ଡଟ୍ ଡଟ୍ ସ୍ଲାସ୍ ବିନ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
"cd space dot dot slash dot dot slash bin" and press enter.
+
 
 
|-
 
|-
| 9:23
+
| 09:23
|Check our current directory by the command pwd.
+
||pwd କମାଣ୍ଡ୍ ଦ୍ୱାରା କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /bin[ନ୍ୟାରେସନ୍ – ସ୍ଲାସ୍ ବିନ୍] ରେ ଅଛେ |
<nowiki>We are at /bin [narration - slash bin] </nowiki>
+
 
 
|-
 
|-
| 9:30
+
| 09:30
|<nowiki>The first .. [narration-dot dot] takes us from /home/gnuhata [narration - slash home slash gnuhata] to /home [narration - slash home] .
+
||<nowiki> ପ୍ରଥମ .. [ନ୍ୟାରେସନ୍-ଡଟ୍ ଡଟ୍] ଆମକୁ /home/gnuhata [ନ୍ୟାରେସନ୍ – ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା]ରୁ /home [ନ୍ୟାରେସନ୍-ସ୍ଲାସ୍ ହୋମ୍]କୁ ନେଇଯାଏ |</nowiki>
 +
 
 
|-
 
|-
| 9:37
+
| 09:37
|The next takes us from /home to </nowiki>root.
+
||<nowiki> ପରବର୍ତ୍ତୀ ଟି ଆମକୁ /home ରୁ </nowiki>rootକୁ ନେଇଯାଏ |
 +
 
 
|-
 
|-
| 9:43
+
| 09:43
|Now from / or root, we have moved to /bin directory.
+
|| ବର୍ତ୍ତମାନ / ବା ରୁଟ୍ ରୁ ଆମେ, /bin ଡିରେକ୍ଟୋରୀକୁ ଚାଲିଆସିଛେ |
 +
 
 
|-
 
|-
| 9:48
+
| 09:48
|Go back to our home directory by the command cd.
+
|| cd କମାଣ୍ଡ୍ ଦ୍ୱାରା ଆମର ହୋମ୍ ଡିରେକ୍ଟୋରୀକୁ ଯିବା |
 +
 
 
|-
 
|-
| 9:52
+
| 09:52
|To create a directory we use the mkdir command.
+
|| ଡିରେକ୍ଟୋରୀ ତିଆରି କରିବାକୁ ଆମେ mkdir କମାଣ୍ଡ୍ ବ୍ୟବହାର କରୁ |
  
 
|-
 
|-
| 9:56
+
| 09:56
|You have to type the command and name of directory to be created and a directory would be created under the current directory.
+
|| ଆପଣଙ୍କୁ ତିଆରି କରିବାକୁ ଥିବା ଡିରେକ୍ଟୋରୀର ନାମ ଓ କମାଣ୍ଡ୍ ଟାଇପ୍ କରିବାକୁ ହେବ ଏବଂ କରେଣ୍ଟ୍ ଡିରେକ୍ଟୋରୀରେ ଏକ ଡିରେକ୍ଟୋରୀ ତିଆରି ହୋଇଯିବ |
 +
 
 
|-
 
|-
 
| 10:04
 
| 10:04
|To create a directory named testdir, type the command "mkdir space testdir" and press enter.
+
|| Testdir ନାମକ ଡିରେକ୍ଟୋରୀ ତିଆରି କରିବାକୁ, "mkdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 10:15
 
| 10:15
|This creates the testdir directory successfully.
+
|| ଏହା ସଫଳତାର ସହ testdir ଡିରେକ୍ଟୋରୀ ଗଠନ କରେ |
 +
 
 
|-
 
|-
 
| 10:19
 
| 10:19
|Note that, there is no explicit notification of successful directory creation or removal.
+
|| ଲକ୍ଷ୍ୟ କରନ୍ତୁ, ସଫଳତାପୂର୍ବକ ଡିରେକ୍ଟୋରୀ ଗଠନ କିମ୍ୱା ଅପସାରଣର କୌଣସି ସ୍ପଷ୍ଟ ନୋଟିଫିକେସନ୍ ନାହିଁ |
 +
 
 
|-
 
|-
 
| 10:25
 
| 10:25
| If you do not get any error message, it denotes successful execution.
+
|| ଯଦି କୌଣସି ଏରର୍ ମେସେଜ୍ ନଆସେ, ତେବେ ଏହା ସଫଳ ଏକଜେକ୍ୟୁସନ୍ କୁ ଦର୍ଶାଏ |
 +
 
 
|-
 
|-
 
| 10:30
 
| 10:30
|We can also use the relative or absolute pathname to create a directory anywhere in the tree provided we have the permission to do so and a directory by that name does not already exist.
+
|| ଟ୍ରୀ’ର ଯେକୌଣସି ସ୍ଥାନରେ ଡିରେକ୍ଟୋରୀ ତିଆରି କରିବାକୁ ଆମେ ରିଲେଟିଭ୍ ବା ଆବ୍ସୋଲ୍ୟୁଟ୍ ପାଥନେମ୍ ବ୍ୟବହାର କରିପାରିବା, ମାତ୍ର ଏପରି କରିବାର ଅନୁମତି ଥିବା ଏବଂ ସେହି ନାମରେ ଆଉ କୌଣସି ଡିରେକ୍ଟୋରୀ ପୂର୍ବରୁ ନଥିବା ଦରକାର |
 +
 
 
|-
 
|-
 
| 10:43
 
| 10:43
|This process can be used for making multiple directories or even a hierarchy of directories.
+
|| ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଗଠନ କରିବାରେ ଏହି ପ୍ରକ୍ରିୟା ବ୍ୟବହୃତ ହୋଇପାରେ |
 +
 
 
|-
 
|-
 
| 10:49
 
| 10:49
|Type "mkdir space test1 space test2 and press enter ,this will make two directories named test1 and test2 under the present directory.
+
|| "mkdir ସ୍ପେସ୍ test1 ସ୍ପେସ୍ test2” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ, ଏହା ପ୍ରେଜେଣ୍ଟ୍ ଡିରେକ୍ଟୋରୀରେ test1 test2 ନାମକ  ଦୁଇଟି ଡିରେକ୍ଟୋରୀ ଗଠନ କରିବ |
 +
 
 
|-
 
|-
 
| 11:06
 
| 11:06
|Type "mkdir space testtree space testtree slash test3".
+
|| "mkdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ |
 +
 
 
|-
 
|-
 
| 11:20
 
| 11:20
|This will make a directory testtree and another directory test3 which is a sub-directory under testtree.
+
|| ଏହା testtree ନାମକ ଡିରେକ୍ଟୋରୀ ଓ ତା’ ତଳେ test3 ନାମକ ସବ୍ ଡିରେକ୍ଟୋରୀ ଗଠନ କରିବ |
 +
 
 
|-
 
|-
 
| 11:28
 
| 11:28
|So, we have created four directories namely testdir,test1,test2 and testtree in the current directory, out of which first three are empty and the last one contains a subdirectory namely test3.
+
|| ଆମେ କରେଣ୍ଟ୍ ଡିରେକ୍ଟୋରୀରେ testdir,test1,test2 testtree ନାମକ ଚାରୋଟି ଡିରେକ୍ଟୋରୀ ତିଆରି କରିଛେ, ଯେଉଁଥିରୁ ପ୍ରଥମ ତିନୋଟି ଖାଲି ଏବଂ ଶେଷଟିରେ test3 ନାମକ ସବ୍ ଡିରେକ୍ଟୋରୀ ରହିଛି |
 +
 
 
|-
 
|-
 
| 11:47
 
| 11:47
|Similar to mkdir is the rmdir command which is used for removing a directory or directories.
+
|| mkdir ଭଳି rmdir କମାଣ୍ଡ୍ ଅଛି, ଯାହା ଏକ ବା ଏକାଧିକ ଡିରେକ୍ଟୋରୀ ରିମୁଭ୍ କରିବାରେ ବ୍ୟବହୃତ ହୋଇଥାଏ |
 +
 
 
|-
 
|-
 
| 11:56
 
| 11:56
|The command "rmdir space test1" removes the test1 directory successfully.
+
|| "rmdir ସ୍ପେସ୍ test1" କମାଣ୍ଡ୍ ଟି test1 ଡିରେକ୍ଟୋରୀକୁ ସଫଳତାର ସହିତ ରିମୁଭ୍ କରେ |
 +
 
 
|-
 
|-
 
| 12:09
 
| 12:09
|A directory can be removed only if you are its owner, your current directory is hierarchically above the directory to be removed and the directory is empty.
+
|| ଆପଣ ଡିରେକ୍ଟୋରୀର ଓନର୍ ହୋଇଥିଲେ ହିଁ ଏହା ରିମୁଭ୍ କରିପାରିବେ, ଆପଣଙ୍କର କରେଣ୍ଟ୍ ଡିରେକ୍ଟୋରୀଟି ରିମୁଭ୍ ହେବାକୁ ଥିବା ଡିରେକ୍ଟୋରୀର ହାଇରାର୍କି ଭାବେ ଉପରେ ଥାଏ  ଓ ତାହା ଖାଲି ଅଛି |
 +
 
 
|-
 
|-
 
| 12:23
 
| 12:23
|Now type at the command prompt
+
|| ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ
"cd space testtree slash test3"
+
 
 
|-
 
|-
 
| 12:35
 
| 12:35
|So, we are now in test3 directory which is a subdirectory under testtree.
+
|| ଆମେ ବର୍ତ୍ତମାନ testtree ତଳେ ଥିବା test3 ସବ୍ ଡିରେକ୍ଟୋରୀରେ ଅଛେ |
 +
 
 
|-
 
|-
 
| 12:42
 
| 12:42
|Lets try to remove the testdir directory by typing the command "rmdir space testdir". Press enter.
+
|| "rmdir ସ୍ପେସ୍ testdir" କମାଣ୍ଡ୍ ଟାଇପ୍ କରି ଓ ଏଣ୍ଟର୍ ଦାବି testdir ଡିରେକ୍ଟୋରୀକୁ ରିମୁଭ୍ କରିବାକୁ ଚେଷ୍ଟା କରିବା |
 +
 
 
|-
 
|-
 
| 12:55
 
| 12:55
|We see it can't be done, because the current directory is not hierarchically above the directory to be removed.
+
|| ଏହା ହେବନାହିଁ, କାରଣ କରେଣ୍ଟ୍ ଡିରେକ୍ଟୋରୀଟି, ରିମୁଭ୍ ହେବାକୁ ଥିବା ହାଇରାର୍କି ଭାବେ ଡିରେକ୍ଟୋରୀର ଉପରେ ନାହିଁ |
 +
 
 
|-
 
|-
 
| 13:02
 
| 13:02
|So,we have to go to the directory which is hierarchically above testdir directory.
+
|| ତେଣୁ ଆମକୁ ହାଇରାର୍କି ଭାବେ testdir ଡିରେକ୍ଟୋରୀ ଉପରେ ଥିବା ଡିରେକ୍ଟୋରୀକୁ ଯିବାକୁ ପଡିବ |
 +
 
 
|-
 
|-
 
| 13:08
 
| 13:08
|Type "cd space dot dot" and press enter.
+
|| "cd ସ୍ପେସ୍ ଡଟ୍ ଡଟ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 13:14
 
| 13:14
|Now, go back to our parent directory by typing the command "cd space dot dot".
+
|| ଏବେ, "cd ସ୍ପେସ୍ ଡଟ୍ ଡଟ୍" କମାଣ୍ଡ୍ ଟାଇପ୍ କରି ଆମର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଫେରିଯିବା |
 +
 
 
|-
 
|-
 
| 13:20
 
| 13:20
|Now, again try the previous command.
+
|| ଏବେ, ପୁଣି ପୂର୍ବ କମାଣ୍ଡ୍ ଚେଷ୍ଟା କରିବା |
 +
 
 
|-
 
|-
 
| 13:24
 
| 13:24
|Type "rmdir space testdir". Press enter.
+
|| "rmdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 13:30
 
| 13:30
|The testdir directory is successfully deleted. Note that, testdir directory was also empty.
+
|| testdirଟି ସଫଳତାର ସହିତ ଡିଲିଟ୍ ହୋଇଯାଇଛି | ଲକ୍ଷ୍ୟ କରନ୍ତୁ, testdir ଟି ମଧ୍ୟ ଖାଲି ଅଛି |
 +
 
 
|-
 
|-
 
| 13:38
 
| 13:38
|Multiple directories or a hierarchy of directories can be removed at once.So, try to delete the testtree directory along with its subdirectory test3.
+
|| ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଏକାଥରେ ରିମୁଭ୍ କରାଯାଇପାରେ | test3 ସବ୍ ଡିରେକ୍ଟୋରୀ ସହିତ testtree ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚେଷ୍ଟା କରନ୍ତୁ |
 +
 
 
|-
 
|-
 
| 13:48
 
| 13:48
|Type at the command prompt
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "rmdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3 " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
"rmdir space testtree space testtree slash test3 "press enter.
+
 
 
|-
 
|-
 
| 14:02
 
| 14:02
|See, it is giving the error message that 'testree' directory cannot be removed because testtree is not empty.
+
|| ଦେଖନ୍ତୁ, ଏହା ଏକ ଏରର୍ ମେସେଜ୍ ଦେଉଛି ଯେ, 'testree' ଡିରେକ୍ଟୋରୀ ରିମୁଭ୍ ହୋଇପାରିବନି, କାରଣ ତାହା ଖାଲି ନାହିଁ |
 +
 
 
|-
 
|-
 
| 14:11
 
| 14:11
|But one thing which you may miss is that testtree/test3 has been deleted as it was empty.
+
|| ଯେଉଁ ଜିନିଷଟି ଆପଣ ଛାଡିଦେଇପାରିଥା’ନ୍ତି, ତାହା ହେଉଛି testtree/test3ଟି ଖାଲି ଥିବାରୁ  ଡିଲିଟ୍ ହୋଇଯାଇଛି |
 +
 
 
|-
 
|-
 
| 14:19
 
| 14:19
|To check that, type at the command prompt "cd space testtree" and press enter.
+
|| ତାହା ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 14:27
 
| 14:27
|Now type "ls" and press enter. See, the directory contains nothing. So, test3 was deleted.
+
|| ଏବେ "ls" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଦେଖନ୍ତୁ, ଡିରେକ୍ଟୋରୀରେ କିଛି ନାହିଁ | test3 ଡିଲିଟ୍ ହୋଇଯାଇଛି |
 +
 
 
|-
 
|-
 
| 14:36
 
| 14:36
|So in this linux tutorial we have learnt about Linux Files and directories and how to work with Linux Directories. See them, move between them, make them,remove them.
+
|| ଏହି ଲିନକ୍ସ୍ ଟ୍ୟୁଟୋରିଆଲ୍ ରେ ଆମେ, ଲିନକ୍ସ୍ ଫାଇଲ୍ ଓ ଡିରେକ୍ଟୋରୀ ଏବଂ ଲିନକ୍ସ୍ ଡିରେକ୍ଟୋରୀରେ କାମ କରିବା ସହିତ ସେଗୁଡିକୁ ଦେଖିବା, ସେଗୁଡ଼ିକ ମଧ୍ୟରେ ମୁଭ୍ କରିବା, ତିଆରି କରିବା ଓ ରିମୁଭ୍ କରିବା ବିଷୟରେ ଶିଖିଲେ |
 +
 
 
|-
 
|-
 
| 14:49
 
| 14:49
|This brings me to the end of this tutorial. Spoken Tutorials are a part of the Talk to a Teacher project, supported by the National Mission on Education through ICT.
+
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
| 15:03
 
| 15:03
|More information this is available at the following link
+
|| ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
 +
 
 
|-
 
|-
 
| 15:08
 
| 15:08
|This script has been contributed by ----------------------(name of the translator) and this is -----------------------(name of the recorder) from --------------------------(name of the place)signing off . Thanks for joining.
+
|| ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
+
 
|}
 
|}

Latest revision as of 16:12, 10 April 2017

Time Narration
00:00 ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
00:07 ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ବିଷୟରେ ଆପଣଙ୍କର କିଛି ମୌଳିକ ଧାରଣା ଅଛି ବୋଲି ଆମେ ଭାବୁଛୁ |
00:13 ଆପଣ ଯଦି ଆଗ୍ରହୀ, ତେବେ ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
00:25 ଲିନକ୍ସ୍, କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ |
00:28 ଉଲ୍ଲେଖ କରାଯାଇନଥିଲେ, ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ହେଉଥିବା ସମସ୍ତ କମାଣ୍ଡ୍ ଛୋଟ ଅକ୍ଷରରେ ଥାଏ |
00:36 ଲିନକ୍ସ୍ ରେ ପ୍ରାୟ ସବୁକିଛି ହେଉଛି ଫାଇଲ୍ |
00:39 ତେବେ ଫାଇଲ୍ କ’ଣ? ବାସ୍ତବ ଜୀବନରେ ଆମେ ନିଜର ଡକ୍ୟୁମେଣ୍ଟ୍ ଓ ପେପର୍ ଫାଇଲ୍ ରେ ରଖିଥାଉ ବୋଲି ଜାଣିଛେ |
00:47 ସେହିଭଳି ଲିନକ୍ସ୍ ରେ ଏକ ଫାଇଲ୍ ହେଉଛି ସୂଚନା ଷ୍ଟୋରିଙ୍ଗ୍ ପାଇଁ ଏକ ଧାରକ |
00:53 ଏକ ଡିରେକ୍ଟୋରୀ କ’ଣ?
00:56 ଫାଇଲ୍ ର ଓ ଅନ୍ୟ (ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ସ୍ଥାନକୁ ଆମେ ଡିରେକ୍ଟୋରୀ ବୋଲି ବୁଝିପାରିବା |
01:02 ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଂଗଠିତ କରିବାରେ ଡିରେକ୍ଟୋରୀ ସାହାଯ୍ୟ କରେ |
01:08 ଏହା ୱିଣ୍ଡୋଜ୍ ର ଫୋଲ୍ଡର୍ ପରି |
01:12 ୟୁଜର୍ ମାନେ ନିଜ ଫାଇଲ୍ସ ସହ ନିଜର ଡିରେକ୍ଟୋରୀଗୁଡିକ ରଖିପାରିବେ, ଯାହା ଅନ୍ୟମାନେ ଆକ୍ସେସ୍ କିମ୍ୱା ପରିବର୍ତ୍ତନ କରିପାରିବେ ନାହିଁ |
01:20 ଅଧିକନ୍ତୁ, ଯଦି କୌଣସି ଡିରେକ୍ଟୋରୀ ନଥାଏ, ତେବେ ସିଷ୍ଟମ୍ ରେ ସମସ୍ତ ଫାଇଲ୍ କୁ ସ୍ୱତନ୍ତ୍ର ନାମ ରଖିବାକୁ ହେବ, ଯାହା ମେଣ୍ଟେନ୍ କରିବା କଷ୍ଟକର |
01:31 ଯଦିଓ ଫାଇଲ୍ସ ଓ ଡିରେକ୍ଟୋରୀସ୍ ବିଷୟରେ ସାଧାରଣ ଜ୍ଞାନ ପାଇବା ପାଇଁ ଏହି ସଜ୍ଞାଗୁଡିକ ଉତ୍ତମ, କିନ୍ତୁ ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ |
01:42 ତତସମେତ ଫାଇଲ୍ ର କଣ୍ଟେଣ୍ଟ୍, ରେ ଏକ ନାମ ଓ କିଛି ପ୍ରପର୍ଟି କିମ୍ୱା ’ଆଡମିନିଷ୍ଟ୍ରେଟିଭ୍ ଇନ୍ଫର୍ମେସନ୍” ଥାଏ, ଯାହା ହେଉଛି ଫାଇଲ୍ ର କ୍ରିଏଶନ୍/ମୋଡିଫିକେଶନ୍ ତାରିଖ ଓ ତାହାର ଅନୁମତି |
01:55 ପ୍ରପର୍ଟିଗୁଡିକ ଫାଇଲ୍ ର ଆଇନୋଡ୍ ନାମକ ଫାଇଲ୍ ସିଷ୍ଟମ୍ ର ଏକ ସ୍ୱତନ୍ତ୍ର ଡାଟା ବ୍ଲକ୍ ରେ ରହିଥାଏ, ଯେଉଁଥିରେ ଫାଇଲ୍ ର ଦୈର୍ଘ୍ୟ ଓ ଡିସ୍କ୍ ରେ ଏହାର ସ୍ଥାନର ସୂଚନା ଥାଏ |
02:08 ସିଷ୍ଟମ୍ ଟି ଫାଇଲ୍ ର ଆଇନୋଡ୍ ସଂଖ୍ୟା ବ୍ୟବହାର କରିଥାଏ; ବୃହତ ସଂଖ୍ୟା ଅପେକ୍ଷା ନାମ ମନେରଖିବା ସହଜ ହେଉଥିବାରୁ ଡିରେକ୍ଟୋରୀ ସଂରଚନାଟି ଆମର ସୁବିଧା ପାଇଁ ଫାଇଲ୍ ର ନାମକରଣ କରେ |
02:23 ଏହାର ଅତି ସରଳ ସଜ୍ଞା ବିପରୀତେ, ଏକ ଡିରେକ୍ଟୋରୀ ବାସ୍ତବରେ ଅନ୍ୟ ଫାଇଲ୍ ଷ୍ଟୋର୍ କରେ ନାହିଁ, ଏହା ହେଉଛି ନିଜେ ଗୋଟିଏ ଫାଇଲ୍, ଯେଉଁଥିରେ ଆଇନୋଡ୍ ସଂଖ୍ୟା ଓ ନାମ ରହିଥାଏ |
02:37 ବାସ୍ତବରେ ଲିନକ୍ସ୍ ରେ ତିନିପ୍ରକାର ଫାଇଲ୍ ଥାଏ :
02:41 1 ନିୟମିତ ଫାଇଲ୍ କିମ୍ୱା ସାଧାରଣ ଫାଇଲ୍ : କ୍ୟାରେକ୍ଟର୍ ଷ୍ଟ୍ରିମ୍ ଭାବରେ ଏଥିରେ କେବଳ ଡାଟା ଥାଏ |
02:48 2 ଡିରେକ୍ଟୋରୀ: ଯେପରି ଆମେ ପୂର୍ବ ସ୍ଲାଇଡ୍ ଗୁଡ଼ିକରେ ଦେଖିଲେ
02:52 3 ଡିଭାଇସ୍ ଫାଇଲ୍: ଲିନକ୍ସ୍ ରେ ସବୁ ହାର୍ଡୱେର୍ ଡିଭାଇସେସ୍ ଓ ପେରିଫେରାଲ୍ସକୁ ଫାଇଲ୍ ଭାବରେ ଦର୍ଶାଯାଇଥାଏ |
02:59 CD, ହାର୍ଡ୍ ଡିସ୍କ୍ କିମ୍ବା ଏକ usb ଷ୍ଟିକ୍ ହେଉନା କାହିଁକି, ଲିନକ୍ସ୍ ରେ ସବୁ ଫାଇଲ୍ ଅଟେ | କିନ୍ତୁ ଏପରି କାହିଁକି? ଏହା, ସାଧାରଣ ଫାଇଲ୍ ଗୁଡ଼ିକ ଭଳି ଏହିସବୁ ଡିଭାଇସ୍ ରେ ରିଡ୍ ଓ ରାଇଟ୍ କରିବାରେ ସାହାଯ୍ୟ କରେ |
03:15 ଆମମାନଙ୍କ ଭଳି ଲିନକ୍ସ୍ ରେ ସବୁ ଫାଇଲ୍ ପରସ୍ପର ସହିତ ମିଶି ଏକ ପରିବାର ଗଠନ କରିଥାନ୍ତି |
03:22 ଏକ ଡିରେକ୍ଟୋରୀରେ ଥିବା କିଛି ଫାଇଲ୍ ଓ ସବ୍ ଡିରେକ୍ଟୋରୀ ମଧ୍ୟରେ ପ୍ୟାରେଣ୍ଟ୍-ଚାଇଲ୍ଡ୍ ସମ୍ପର୍କ ଥାଏ | ଏହା, ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଟ୍ରୀ ଗଠନ କରିଥାଏ |
03:34 ଶୀର୍ଷରେ ରୁଟ୍(ଫ୍ରଣ୍ଟ୍ ସ୍ଲାସ୍ ଦ୍ୱାରା ଚିହ୍ନିତ) ଅଛି | ଏଥିରେ ଅନ୍ୟ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ରହିଥାଏ |
03:42 ସଠିକ ପାଥ୍ ଜାଣିଥିଲେ, ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀରୁ ଅନ୍ୟକୁ ସହଜ ନେଭିଗେଶନ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରେ |
03:51 ଆମେ ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ସହିତ କାମ କରିବାବେଳେ, ଏହି ଟ୍ରୀ ମଧ୍ୟରେ ଗତି କରିବା ଭଳି ଲାଗେ |
03:56 ଗୋଟିଏ କମାଣ୍ଡ୍ ରେ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେଲିପୋର୍ଟ୍ କରନ୍ତି |
04:01 ରୋଚକ ଲାଗୁଛି!! ନିଶ୍ଚିତରେ ଏହା ଏପରି | ଯେମିତି କି ଆମେ ଦେଖିବା |
04:05 ଲିନକ୍ସ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ |
04:11 ଏବେ, ଟର୍ମିନାଲ୍ କୁ ଯାଆନ୍ତୁ |
04:13 ଟର୍ମିନାଲ୍ ଆରମ୍ଭ କରିବାକୁ Ctrl+alt+T ସାହାଯ୍ୟ କରେ |
04:17 ଅବଶ୍ୟ, ଏହି କମାଣ୍ଡ୍, ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ହୋଇଛି |
04:27 ହୋମ୍ ଡିରେକ୍ଟୋରୀ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ H-O-M-E ଟାଇପ୍ କରି" ଏଣ୍ଟର୍ ଦାବନ୍ତୁ |
04:40 ଏହା ହୋମ୍ ଡିରେକ୍ଟୋରୀର ପାଥ୍ ନେମ୍ ଦିଏ |
04:44 ଆମେ ଗୋଟିଏ ଡିରେକ୍ଟୋରୀରୁ ଅନ୍ୟକୁ ଯାଇପାରିବା |
04:47 ମାତ୍ର, ଯେକୌଣସି ସମୟରେ ଆମେ ଗୋଟିଏ ଡିରେକ୍ଟୋରୀରେ ରହିପାରୁ ଓ ଏହି ଡିରେକ୍ଟୋରୀକୁ କରେଣ୍ଟ୍ ଡିରେକ୍ଟୋରୀ ବା ୱର୍କିଂ ଡିରେକ୍ଟୋରୀ କୁହାଯାଏ | ଏବେ ସ୍ଲାଇଡ୍ସକୁ ଫେରିଯିବା |
04:56 କରେଣ୍ଟ୍ ଡିରେକ୍ଟୋରୀ ଦେଖିବା ପାଇଁ ଆମକୁ ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ ବା pwd କମାଣ୍ଡ୍ ସାହାଯ୍ୟ କରେ |
05:03 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "pwd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏବେ, ଏହା ହେଉଛି ଆମର ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ |
05:13 ଗୋଟିଏ ରୁ ଅନ୍ୟଏକ ଡିରେକ୍ଟୋରୀକୁ ଯାଇପାରିବା ବୋଲି ଆମେ କହିସାରିଛୁ |
05:17 ମାତ୍ର ଏହା କିପରି କରିବା? ଏଥିପାଇଁ ଏକ cd କମାଣ୍ଡ୍ ଅଛି |
05:22 ଆମ ଇପ୍ସିତ ଡିରେକ୍ଟୋରୀକୁ ଯିବାପାଇଁ cd କମାଣ୍ଡ୍ ପରେ ଡିରେକ୍ଟୋରୀର ପାଥ୍ ନେମ୍ ଟାଇପ୍ କରିବାକୁ ପଡିବ |
05:28 କମାଣ୍ଡ୍ ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଓ ଏଣ୍ଟର୍ ଦାବି ପୁଣିଥରେ ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା |
05:37 ଏବେ, ଆମେ ଏହି ଡିରେକ୍ଟୋରୀକୁ ଆସିଗଲୁ |
05:41 ମନେକରନ୍ତୁ, ଏବେ ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଯିବାକୁ ଚାହୁଁଛେ | ତେଣୁ, “cd ସ୍ପେସ୍ ସ୍ଲାସ୍ usr” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ମନେରଖନ୍ତୁ, ଲିନକ୍ସ୍ ରେ ସ୍ଲାସ୍ ର ଅର୍ଥ ହେଉଛି ଫ୍ରଣ୍ଟ୍ ସ୍ଲାସ୍ |
05:56 ଏବେ, ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:03 ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଆସିଯାଇଛୁ |
06:08 ଏଠାରେ ସମସ୍ୟାଟି ହେଉଛି ପାଥ୍ ନାମ ଖୁବ୍ ଦୀର୍ଘ ହୋଇପାରେ, କାରଣ ଏଗୁଡିକ ଆବ୍ସୋଲ୍ୟୁଟ୍ ପାଥ୍ ନେମ୍, ଯେଉଁଥିରେ ରୁଟ୍ ଡିରେକ୍ଟୋରୀରୁ ଆରମ୍ଭ କରି ସମଗ୍ର ପାଥ୍ ରହିଥାଏ |
06:18 ଏହା ବଦଳରେ ଆମେ, କରେଣ୍ଟ୍ ଡିରେକ୍ଟୋରୀରୁ ଆରମ୍ଭ ହୋଇଥିବା ରିଲେଟିଭ୍ ପାଥ୍ ନାମ ବ୍ୟବହାର କରିପାରିବା |
06:23 ଏଠାରେ ଆମକୁ ଦୁଇଟି ସ୍ୱତନ୍ତ୍ର କ୍ୟାରେକ୍ଟର୍ ଜାଣିବା ଆବଶ୍ୟକ |

“dot” ଯାହା କରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ ଓ dot dot ଯାହା କରେଣ୍ଟ୍ ଡିରେକ୍ଟୋରୀର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ |

06:36 ଏବେ, cd କମାଣ୍ଡ୍ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିବା |
06:40 ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ, କୌଣସି ଆର୍ଗ୍ୟୁମେଣ୍ଟ୍ ବିନା cd କମାଣ୍ଡ୍ ବ୍ୟବହୃତ ହୋଇଥାଏ |
06:46 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:51 ଏବେ, pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ |
06:55 ବର୍ତ୍ତମାନ ଆମେ ହୋମ୍ ଡିରେକ୍ଟୋରୀକୁ ଫେରିଆସିଛେ /home/gnuhata [ ନ୍ୟାରେସନ୍- ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା ]
07:01 ଏବେ ମ୍ୟୁଜିକ୍ ଡିରେକ୍ଟୋରୀକୁ ଯିବା | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ମ୍ୟୁଜିକ(କ୍ୟାପିଟାଲ୍ M) ସ୍ଲାସ୍" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
07:13 pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ ଏବେ /home/gnuhata/Musicକୁ ଚାଲିଆସିଛେ |
07:26 ମ୍ୟୁଜିକ୍ ରୁ ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଯିବା | ଏଥିପାଇଁ ଆପଣଙ୍କୁ ଡଟ୍ ଡଟ୍ ସହିତ cd କମାଣ୍ଡ୍ ବ୍ୟବହାର କରିବାକୁ ହେବ |
07:33 କମାଣ୍ଡ୍ ପ୍ରମ୍ପ୍ଟ ରେ cd ସ୍ପେସ୍ ଡଟ୍ ଡଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:40 ଏବେ pwd ଟାଇପ୍ କରି ଆମର ପ୍ରେଜେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ ପୁଣି /home/gnuhataରେ ଅଛେ |
07:51 ଏବେ ଡଟ୍ ବ୍ୟବହାର କରି କରେଣ୍ଟ୍ ଡିରେକ୍ଟୋରୀର ସବ୍ ଡିରେକ୍ଟୋରୀକୁ ଯିବାକୁ ଚେଷ୍ଟା କରିବା |
07:58 କମାଣ୍ଡ୍ ପ୍ରମ୍ପ୍ଟ୍ ରେ cd ସ୍ପେସ୍ ଡଟ୍ ସ୍ଲାସ୍ ଡକ୍ୟୁମେଣ୍ଟ୍ସ୍(କ୍ୟାପିଟାଲ୍ D) ସ୍ଲାସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:09 pwd ଟାଇପ୍ କରି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhata/Documentsରେ ଅଛେ |
08:19 କଣ୍ଟ୍ରୋଲ୍ L ଦାବି ସ୍କ୍ରୀନ୍ କ୍ଲିଅର୍ କରିବି, ଯେଉଁଥିରୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ |
08:23 cd କମାଣ୍ଡ୍ ଦ୍ୱାରା ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ cd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:32 pwd କମାଣ୍ଡ୍ ଦ୍ୱାରା ପୁଣି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhataକୁ ଫେରିଆସିଛେ |
08:41 ଏକ ରିଲେଟିଭ୍ ପାଥ୍ ରେ ଆମେ / [ନ୍ୟାରେସନ୍- ସ୍ଲାସ୍] ଦ୍ୱାରା ପୃଥକ ହୋଇଥିବା ଯେକୌଣସି ସଂଖ୍ୟକ .. [ନ୍ୟାରେସନ୍ – ଡଟ୍ ଡଟ୍] ଏକତ୍ର କରିପାରିବା |
08:47 ଏହି ସ୍ଲାଇଡ୍ ରେ ଆମେ, ଫାଇଲ୍ ସିଷ୍ଟମ୍ ହାଇରାର୍କି ଦେଖିପାରିବା | ରୁଟ୍ କିମ୍ୱା / ଶୀର୍ଷରେ ଥାଏ | ହୋମ୍ ଓ ବିନ୍ ହେଉଛି ରୁଟ୍ ଅନ୍ତର୍ଗତ ଦୁଇଟି ସବ୍ ଡିରେକ୍ଟୋରୀ |

ୟୁଜର୍ ନେମ୍, ଏଠାରେ ହୋମ୍ ଅନ୍ତର୍ଗତ gnuhata ନାମକ ଡିରେକ୍ଟୋରୀ ଏକ ସବ୍ ଡିରେକ୍ଟୋରୀ ଅଟେ |

09:05 ତେବେ, ଆମେ ବର୍ତ୍ତମାନ /home/gnuhataରେ ଅଛେ | ଏବେ ଆମେ ବିନ୍ ଡିରେକ୍ଟୋରୀକୁ କିପରି ଯିବା?
09:12 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ଡଟ୍ ଡଟ୍ ସ୍ଲାସ୍ ଡଟ୍ ଡଟ୍ ସ୍ଲାସ୍ ବିନ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:23 pwd କମାଣ୍ଡ୍ ଦ୍ୱାରା କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /bin[ନ୍ୟାରେସନ୍ – ସ୍ଲାସ୍ ବିନ୍] ରେ ଅଛେ |
09:30 ପ୍ରଥମ .. [ନ୍ୟାରେସନ୍-ଡଟ୍ ଡଟ୍] ଆମକୁ /home/gnuhata [ନ୍ୟାରେସନ୍ – ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା]ରୁ /home [ନ୍ୟାରେସନ୍-ସ୍ଲାସ୍ ହୋମ୍]କୁ ନେଇଯାଏ |
09:37 ପରବର୍ତ୍ତୀ ଟି ଆମକୁ /home ରୁ rootକୁ ନେଇଯାଏ |
09:43 ବର୍ତ୍ତମାନ / ବା ରୁଟ୍ ରୁ ଆମେ, /bin ଡିରେକ୍ଟୋରୀକୁ ଚାଲିଆସିଛେ |
09:48 cd କମାଣ୍ଡ୍ ଦ୍ୱାରା ଆମର ହୋମ୍ ଡିରେକ୍ଟୋରୀକୁ ଯିବା |
09:52 ଡିରେକ୍ଟୋରୀ ତିଆରି କରିବାକୁ ଆମେ mkdir କମାଣ୍ଡ୍ ବ୍ୟବହାର କରୁ |
09:56 ଆପଣଙ୍କୁ ତିଆରି କରିବାକୁ ଥିବା ଡିରେକ୍ଟୋରୀର ନାମ ଓ କମାଣ୍ଡ୍ ଟାଇପ୍ କରିବାକୁ ହେବ ଏବଂ କରେଣ୍ଟ୍ ଡିରେକ୍ଟୋରୀରେ ଏକ ଡିରେକ୍ଟୋରୀ ତିଆରି ହୋଇଯିବ |
10:04 Testdir ନାମକ ଡିରେକ୍ଟୋରୀ ତିଆରି କରିବାକୁ, "mkdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
10:15 ଏହା ସଫଳତାର ସହ testdir ଡିରେକ୍ଟୋରୀ ଗଠନ କରେ |
10:19 ଲକ୍ଷ୍ୟ କରନ୍ତୁ, ସଫଳତାପୂର୍ବକ ଡିରେକ୍ଟୋରୀ ଗଠନ କିମ୍ୱା ଅପସାରଣର କୌଣସି ସ୍ପଷ୍ଟ ନୋଟିଫିକେସନ୍ ନାହିଁ |
10:25 ଯଦି କୌଣସି ଏରର୍ ମେସେଜ୍ ନଆସେ, ତେବେ ଏହା ସଫଳ ଏକଜେକ୍ୟୁସନ୍ କୁ ଦର୍ଶାଏ |
10:30 ଟ୍ରୀ’ର ଯେକୌଣସି ସ୍ଥାନରେ ଡିରେକ୍ଟୋରୀ ତିଆରି କରିବାକୁ ଆମେ ରିଲେଟିଭ୍ ବା ଆବ୍ସୋଲ୍ୟୁଟ୍ ପାଥନେମ୍ ବ୍ୟବହାର କରିପାରିବା, ମାତ୍ର ଏପରି କରିବାର ଅନୁମତି ଥିବା ଏବଂ ସେହି ନାମରେ ଆଉ କୌଣସି ଡିରେକ୍ଟୋରୀ ପୂର୍ବରୁ ନଥିବା ଦରକାର |
10:43 ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଗଠନ କରିବାରେ ଏହି ପ୍ରକ୍ରିୟା ବ୍ୟବହୃତ ହୋଇପାରେ |
10:49 "mkdir ସ୍ପେସ୍ test1 ସ୍ପେସ୍ test2” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ, ଏହା ପ୍ରେଜେଣ୍ଟ୍ ଡିରେକ୍ଟୋରୀରେ test1 ଓ test2 ନାମକ ଦୁଇଟି ଡିରେକ୍ଟୋରୀ ଗଠନ କରିବ |
11:06 "mkdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ |
11:20 ଏହା testtree ନାମକ ଡିରେକ୍ଟୋରୀ ଓ ତା’ ତଳେ test3 ନାମକ ସବ୍ ଡିରେକ୍ଟୋରୀ ଗଠନ କରିବ |
11:28 ଆମେ କରେଣ୍ଟ୍ ଡିରେକ୍ଟୋରୀରେ testdir,test1,test2 ଓ testtree ନାମକ ଚାରୋଟି ଡିରେକ୍ଟୋରୀ ତିଆରି କରିଛେ, ଯେଉଁଥିରୁ ପ୍ରଥମ ତିନୋଟି ଖାଲି ଏବଂ ଶେଷଟିରେ test3 ନାମକ ସବ୍ ଡିରେକ୍ଟୋରୀ ରହିଛି |
11:47 mkdir ଭଳି rmdir କମାଣ୍ଡ୍ ଅଛି, ଯାହା ଏକ ବା ଏକାଧିକ ଡିରେକ୍ଟୋରୀ ରିମୁଭ୍ କରିବାରେ ବ୍ୟବହୃତ ହୋଇଥାଏ |
11:56 "rmdir ସ୍ପେସ୍ test1" କମାଣ୍ଡ୍ ଟି test1 ଡିରେକ୍ଟୋରୀକୁ ସଫଳତାର ସହିତ ରିମୁଭ୍ କରେ |
12:09 ଆପଣ ଡିରେକ୍ଟୋରୀର ଓନର୍ ହୋଇଥିଲେ ହିଁ ଏହା ରିମୁଭ୍ କରିପାରିବେ, ଆପଣଙ୍କର କରେଣ୍ଟ୍ ଡିରେକ୍ଟୋରୀଟି ରିମୁଭ୍ ହେବାକୁ ଥିବା ଡିରେକ୍ଟୋରୀର ହାଇରାର୍କି ଭାବେ ଉପରେ ଥାଏ ଓ ତାହା ଖାଲି ଅଛି |
12:23 ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ
12:35 ଆମେ ବର୍ତ୍ତମାନ testtree ତଳେ ଥିବା test3 ସବ୍ ଡିରେକ୍ଟୋରୀରେ ଅଛେ |
12:42 "rmdir ସ୍ପେସ୍ testdir" କମାଣ୍ଡ୍ ଟାଇପ୍ କରି ଓ ଏଣ୍ଟର୍ ଦାବି testdir ଡିରେକ୍ଟୋରୀକୁ ରିମୁଭ୍ କରିବାକୁ ଚେଷ୍ଟା କରିବା |
12:55 ଏହା ହେବନାହିଁ, କାରଣ କରେଣ୍ଟ୍ ଡିରେକ୍ଟୋରୀଟି, ରିମୁଭ୍ ହେବାକୁ ଥିବା ହାଇରାର୍କି ଭାବେ ଡିରେକ୍ଟୋରୀର ଉପରେ ନାହିଁ |
13:02 ତେଣୁ ଆମକୁ ହାଇରାର୍କି ଭାବେ testdir ଡିରେକ୍ଟୋରୀ ଉପରେ ଥିବା ଡିରେକ୍ଟୋରୀକୁ ଯିବାକୁ ପଡିବ |
13:08 "cd ସ୍ପେସ୍ ଡଟ୍ ଡଟ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:14 ଏବେ, "cd ସ୍ପେସ୍ ଡଟ୍ ଡଟ୍" କମାଣ୍ଡ୍ ଟାଇପ୍ କରି ଆମର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଫେରିଯିବା |
13:20 ଏବେ, ପୁଣି ପୂର୍ବ କମାଣ୍ଡ୍ ଚେଷ୍ଟା କରିବା |
13:24 "rmdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:30 testdirଟି ସଫଳତାର ସହିତ ଡିଲିଟ୍ ହୋଇଯାଇଛି | ଲକ୍ଷ୍ୟ କରନ୍ତୁ, testdir ଟି ମଧ୍ୟ ଖାଲି ଅଛି |
13:38 ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଏକାଥରେ ରିମୁଭ୍ କରାଯାଇପାରେ | test3 ସବ୍ ଡିରେକ୍ଟୋରୀ ସହିତ testtree ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚେଷ୍ଟା କରନ୍ତୁ |
13:48 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "rmdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3 " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
14:02 ଦେଖନ୍ତୁ, ଏହା ଏକ ଏରର୍ ମେସେଜ୍ ଦେଉଛି ଯେ, 'testree' ଡିରେକ୍ଟୋରୀ ରିମୁଭ୍ ହୋଇପାରିବନି, କାରଣ ତାହା ଖାଲି ନାହିଁ |
14:11 ଯେଉଁ ଜିନିଷଟି ଆପଣ ଛାଡିଦେଇପାରିଥା’ନ୍ତି, ତାହା ହେଉଛି testtree/test3ଟି ଖାଲି ଥିବାରୁ ଡିଲିଟ୍ ହୋଇଯାଇଛି |
14:19 ତାହା ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
14:27 ଏବେ "ls" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଦେଖନ୍ତୁ, ଡିରେକ୍ଟୋରୀରେ କିଛି ନାହିଁ | test3 ଡିଲିଟ୍ ହୋଇଯାଇଛି |
14:36 ଏହି ଲିନକ୍ସ୍ ଟ୍ୟୁଟୋରିଆଲ୍ ରେ ଆମେ, ଲିନକ୍ସ୍ ଫାଇଲ୍ ଓ ଡିରେକ୍ଟୋରୀ ଏବଂ ଲିନକ୍ସ୍ ଡିରେକ୍ଟୋରୀରେ କାମ କରିବା ସହିତ ସେଗୁଡିକୁ ଦେଖିବା, ସେଗୁଡ଼ିକ ମଧ୍ୟରେ ମୁଭ୍ କରିବା, ତିଆରି କରିବା ଓ ରିମୁଭ୍ କରିବା ବିଷୟରେ ଶିଖିଲେ |
14:49 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
15:03 ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
15:08 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep