Difference between revisions of "Linux/C2/File-System/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 !Time !Narration |- | 0:00 |ଲିନକ୍ସ ଫାଇଲ୍ ସିଷ୍ଟମ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ…')
 
 
(11 intermediate revisions by 4 users not shown)
Line 1: Line 1:
 
{| border=1
 
{| border=1
!Time
+
|'''Time'''
!Narration
+
|'''Narration'''
 +
 
 
|-
 
|-
| 0:00
+
| 00:00
|ଲିନକ୍ସ ଫାଇଲ୍ ସିଷ୍ଟମ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
+
||ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
 
|-
 
|-
| 0:04
+
| 00:04
|I am using Ubuntu 10.04.
+
|| ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
 +
 
 
|-
 
|-
| 0:07
+
| 00:07
|We assume that you know how to get started with the Linux operating system and have some basic idea about commands.
+
|| ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ବିଷୟରେ ଆପଣଙ୍କର କିଛି ମୌଳିକ ଧାରଣା ଅଛି ବୋଲି ଆମେ ଭାବୁଛୁ |
 +
 
 
|-
 
|-
| 0:13
+
| 00:13
|If you are interested, it is available through another spoken tutorial, on the following website http://spoken-tutorial.org
+
|| ଆପଣ ଯଦି ଆଗ୍ରହୀ, ତେବେ ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
 +
 
 
|-
 
|-
| 0:25
+
| 00:25
|Also note that linux is case sensitive.
+
|| ଲିନକ୍ସ୍, କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ |
 +
 
 
|-
 
|-
| 0:28
+
| 00:28
| All the commands used in this tutorial are in lower case unless otherwise mentioned.
+
|| ଉଲ୍ଲେଖ କରାଯାଇନଥିଲେ, ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ହେଉଥିବା ସମସ୍ତ କମାଣ୍ଡ୍ ଛୋଟ ଅକ୍ଷରରେ ଥାଏ |
 +
 
 
|-
 
|-
| 0:36
+
| 00:36
|In Linux almost everything is a file.
+
|| ଲିନକ୍ସ୍ ରେ ପ୍ରାୟ ସବୁକିଛି ହେଉଛି ଫାଇଲ୍ |
 +
 
 
|-
 
|-
| 0:39
+
| 00:39
|So what is a file? In real life we know that a file is where we store our documents and papers.
+
||ତେବେ ଫାଇଲ୍ କ’ଣ? ବାସ୍ତବ ଜୀବନରେ ଆମେ ନିଜର ଡକ୍ୟୁମେଣ୍ଟ୍ ଓ ପେପର୍ ଫାଇଲ୍ ରେ ରଖିଥାଉ ବୋଲି ଜାଣିଛେ |
 +
 
 
|-
 
|-
| 0:47
+
| 00:47
|Similarly in Linux a file is a container for storing information.
+
|| ସେହିଭଳି ଲିନକ୍ସ୍ ରେ ଏକ ଫାଇଲ୍ ହେଉଛି ସୂଚନା ଷ୍ଟୋରିଙ୍ଗ୍ ପାଇଁ ଏକ ଧାରକ |
 +
 
 
|-
 
|-
| 0:53
+
| 00:53
|Next what is a directory?  
+
|| ଏକ ଡିରେକ୍ଟୋରୀ କ’ଣ?
 +
 
 
|-
 
|-
| 0:56
+
| 00:56
|A directory can be understood as a collection of files and other (sub)directories.
+
|| ଫାଇଲ୍ ର ଓ ଅନ୍ୟ (ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ସ୍ଥାନକୁ ଆମେ ଡିରେକ୍ଟୋରୀ ବୋଲି ବୁଝିପାରିବା |
 +
 
 
|-
 
|-
| 1:02
+
| 01:02
|A directory helps us in organising our files in a systematic manner.
+
|| ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଂଗଠିତ କରିବାରେ ଡିରେକ୍ଟୋରୀ ସାହାଯ୍ୟ କରେ |
 +
 
 
|-
 
|-
| 1:08
+
| 01:08
|This is like what we call folders in Windows.
+
|| ଏହା ୱିଣ୍ଡୋଜ୍ ର ଫୋଲ୍ଡର୍ ପରି |
 +
 
 
|-
 
|-
| 1:12
+
| 01:12
| It allows different users to have their own directories with their files which others cannot access or modify.
+
|| ୟୁଜର୍ ମାନେ ନିଜ ଫାଇଲ୍ସ ସହ ନିଜର ଡିରେକ୍ଟୋରୀଗୁଡିକ ରଖିପାରିବେ, ଯାହା ଅନ୍ୟମାନେ ଆକ୍ସେସ୍ କିମ୍ୱା ପରିବର୍ତ୍ତନ କରିପାରିବେ ନାହିଁ |
 +
 
 
|-
 
|-
| 1:20
+
| 01:20
|Also if there are no directories, all the files on the system need to have unique names,which would be very difficult to maintain.
+
|| ଅଧିକନ୍ତୁ, ଯଦି କୌଣସି ଡିରେକ୍ଟୋରୀ ନଥାଏ, ତେବେ ସିଷ୍ଟମ୍ ରେ ସମସ୍ତ ଫାଇଲ୍ କୁ ସ୍ୱତନ୍ତ୍ର ନାମ ରଖିବାକୁ ହେବ, ଯାହା ମେଣ୍ଟେନ୍ କରିବା କଷ୍ଟକର |
 +
 
 
|-
 
|-
| 1:31
+
| 01:31
|Though these definitions of files and directories are good to get a general feel about them, they are not entirely accurate.
+
|| ଯଦିଓ ଫାଇଲ୍ସ ଓ ଡିରେକ୍ଟୋରୀସ୍ ବିଷୟରେ ସାଧାରଣ ଜ୍ଞାନ ପାଇବା ପାଇଁ ଏହି ସଜ୍ଞାଗୁଡିକ ଉତ୍ତମ, କିନ୍ତୁ ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ | 
 +
 
 
|-
 
|-
| 1:42
+
| 01:42
|As well as its contents, a file has a name and some properties, or “administrative information”; that is, the file’s creation/modification date and its permissions.
+
|| ତତସମେତ ଫାଇଲ୍ ର କଣ୍ଟେଣ୍ଟ୍, ରେ ଏକ ନାମ ଓ କିଛି ପ୍ରପର୍ଟି କିମ୍ୱା ’ଆଡମିନିଷ୍ଟ୍ରେଟିଭ୍ ଇନ୍ଫର୍ମେସନ୍” ଥାଏ, ଯାହା ହେଉଛି ଫାଇଲ୍ ର କ୍ରିଏଶନ୍/ମୋଡିଫିକେଶନ୍ ତାରିଖ ଓ ତାହାର ଅନୁମତି |
 +
 
 
|-
 
|-
| 1:55
+
| 01:55
|The properties are stored in the file’s inode, a special block of data in the file system that also contains the length of the file and where on the disk it’s stored.
+
|| ପ୍ରପର୍ଟିଗୁଡିକ ଫାଇଲ୍ ର ଆଇନୋଡ୍ ନାମକ ଫାଇଲ୍ ସିଷ୍ଟମ୍ ର ଏକ ସ୍ୱତନ୍ତ୍ର ଡାଟା ବ୍ଲକ୍ ରେ ରହିଥାଏ, ଯେଉଁଥିରେ ଫାଇଲ୍ ର ଦୈର୍ଘ୍ୟ ଓ ଡିସ୍କ୍ ରେ ଏହାର ସ୍ଥାନର ସୂଚନା ଥାଏ | 
 +
 
 
|-
 
|-
| 2:08
+
| 02:08
|The system uses the number of the file’s inode; the directory structure just names the file for our benefit as its easier for us to remember names than large numbers.
+
|| ସିଷ୍ଟମ୍ ଟି ଫାଇଲ୍ ର ଆଇନୋଡ୍ ସଂଖ୍ୟା ବ୍ୟବହାର କରିଥାଏ; ବୃହତ ସଂଖ୍ୟା ଅପେକ୍ଷା ନାମ ମନେରଖିବା ସହଜ ହେଉଥିବାରୁ ଡିରେକ୍ଟୋରୀ ସଂରଚନାଟି ଆମର ସୁବିଧା ପାଇଁ ଫାଇଲ୍ ର ନାମକରଣ କରେ |
 +
 
 
|-
 
|-
|2:23
+
|02:23
|Contrary to its oversimplified definition, a directory doesnot actually store other files ,it is itself a file that holds the inode numbers and names of other files.
+
|| ଏହାର ଅତି ସରଳ ସଜ୍ଞା ବିପରୀତେ, ଏକ ଡିରେକ୍ଟୋରୀ ବାସ୍ତବରେ ଅନ୍ୟ ଫାଇଲ୍ ଷ୍ଟୋର୍ କରେ ନାହିଁ, ଏହା ହେଉଛି ନିଜେ ଗୋଟିଏ ଫାଇଲ୍, ଯେଉଁଥିରେ ଆଇନୋଡ୍ ସଂଖ୍ୟା ଓ ନାମ ରହିଥାଏ |
 +
 
 
|-
 
|-
| 2:37
+
| 02:37
|In fact in Linux there are three kinds of files:
+
|| ବାସ୍ତବରେ ଲିନକ୍ସ୍ ରେ ତିନିପ୍ରକାର ଫାଇଲ୍ ଥାଏ :
 +
 
 
|-
 
|-
| 2:41
+
| 02:41
|1 Regular Files or Ordinary files: It contains only data , as a stream of characters.
+
||1 ନିୟମିତ ଫାଇଲ୍ କିମ୍ୱା ସାଧାରଣ ଫାଇଲ୍ : କ୍ୟାରେକ୍ଟର୍ ଷ୍ଟ୍ରିମ୍ ଭାବରେ ଏଥିରେ କେବଳ ଡାଟା ଥାଏ |
 +
 
 
|-
 
|-
| 2:48
+
| 02:48
|2 Directories: As we just saw in the previous slides.
+
||2 ଡିରେକ୍ଟୋରୀ: ଯେପରି ଆମେ ପୂର୍ବ ସ୍ଲାଇଡ୍ ଗୁଡ଼ିକରେ ଦେଖିଲେ
 +
 
 
|-
 
|-
| 2:52
+
| 02:52
|3 Device Files: All hardware devices and peripherals are represented as files in Linux.
+
||3 ଡିଭାଇସ୍ ଫାଇଲ୍: ଲିନକ୍ସ୍ ରେ ସବୁ ହାର୍ଡୱେର୍ ଡିଭାଇସେସ୍ ଓ ପେରିଫେରାଲ୍ସକୁ ଫାଇଲ୍ ଭାବରେ ଦର୍ଶାଯାଇଥାଏ |
 +
 
 
|-
 
|-
| 2:59
+
| 02:59
|A CD, a Harddisk or even an usb stick, everything is a file in Linux. But why is this so? This helps to read and write these devices in a way similar to that for ordinary files.
+
|| CD, ହାର୍ଡ୍ ଡିସ୍କ୍ କିମ୍ବା ଏକ usb ଷ୍ଟିକ୍ ହେଉନା କାହିଁକି, ଲିନକ୍ସ୍ ରେ ସବୁ ଫାଇଲ୍ ଅଟେ | କିନ୍ତୁ ଏପରି କାହିଁକି? ଏହା, ସାଧାରଣ ଫାଇଲ୍ ଗୁଡ଼ିକ ଭଳି ଏହିସବୁ ଡିଭାଇସ୍ ରେ ରିଡ୍ ଓ ରାଇଟ୍ କରିବାରେ ସାହାଯ୍ୟ କରେ |
 +
 
 
|-
 
|-
| 3:15
+
| 03:15
|All files in Linux are related, in short all form a family much like we do.
+
|| ଆମମାନଙ୍କ ଭଳି ଲିନକ୍ସ୍ ରେ ସବୁ ଫାଇଲ୍ ପରସ୍ପର ସହିତ ମିଶି ଏକ ପରିବାର ଗଠନ କରିଥାନ୍ତି |
 +
 
 
|-
 
|-
| 3:22
+
| 03:22
|A directory containing say some files and subdirectories will have a parent – child relationship with each other. This gives rise to the Linux File System Tree.
+
|| ଏକ ଡିରେକ୍ଟୋରୀରେ ଥିବା କିଛି ଫାଇଲ୍ ଓ ସବ୍ ଡିରେକ୍ଟୋରୀ ମଧ୍ୟରେ ପ୍ୟାରେଣ୍ଟ୍-ଚାଇଲ୍ଡ୍ ସମ୍ପର୍କ ଥାଏ | ଏହା, ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଟ୍ରୀ ଗଠନ କରିଥାଏ |
 +
 
 
|-
 
|-
| 3:34
+
| 03:34
|At the top is the root( denoted by a frontslash /). It contains all the other files and directories.
+
|| ଶୀର୍ଷରେ ରୁଟ୍(ଫ୍ରଣ୍ଟ୍ ସ୍ଲାସ୍ ଦ୍ୱାରା ଚିହ୍ନିତ) ଅଛି | ଏଥିରେ ଅନ୍ୟ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ରହିଥାଏ |
 +
 
 
|-
 
|-
| 3:42
+
| 03:42
|This also helps in easy navigation from one file or directory to other, if we know the correct path.
+
|| ସଠିକ ପାଥ୍ ଜାଣିଥିଲେ, ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀରୁ ଅନ୍ୟକୁ ସହଜ ନେଭିଗେଶନ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରେ |
 +
 
 
|-
 
|-
| 3:51
+
| 03:51
|As we work with a Linux file system, it seems that we are moving along this tree.
+
|| ଆମେ ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ସହିତ କାମ କରିବାବେଳେ, ଏହି ଟ୍ରୀ ମଧ୍ୟରେ ଗତି କରିବା ଭଳି ଲାଗେ |
 +
 
 
|-
 
|-
| 3:56
+
| 03:56
|One command and there you are teleported from one place to other.
+
|| ଗୋଟିଏ କମାଣ୍ଡ୍ ରେ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେଲିପୋର୍ଟ୍ କରନ୍ତି |
 +
 
 
|-
 
|-
| 4:01
+
| 04:01
|Sounds interesting!! Indeed it is. As we will see.
+
|| ରୋଚକ ଲାଗୁଛି!! ନିଶ୍ଚିତରେ ଏହା ଏପରି | ଯେମିତି କି ଆମେ ଦେଖିବା |
 +
 
 
|-
 
|-
| 4:05
+
| 04:05
|When we login into the Linux system we are by default in a home directory.
+
|| ଲିନକ୍ସ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ |
 +
 
 
|-
 
|-
| 4:11
+
| 04:11
|Now Switch to the terminal.
+
|| ଏବେ, ଟର୍ମିନାଲ୍ କୁ ଯାଆନ୍ତୁ |
 +
 
 
|-
 
|-
| 4:13
+
| 04:13
| Ctrl+alt+T helps to start a terminal in Ubuntu.
+
|| ଟର୍ମିନାଲ୍ ଆରମ୍ଭ କରିବାକୁ Ctrl+alt+T ସାହାଯ୍ୟ କରେ |
 +
 
 
|-
 
|-
| 4:17
+
| 04:17
|This command may not work in all unix systems, however. A general procedure to open a terminal is already explained in another spoken tutorial.
+
|| ଅବଶ୍ୟ, ଏହି କମାଣ୍ଡ୍, ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ହୋଇଛି |
 +
 
 
|-
 
|-
| 4:27
+
| 04:27
|To see the home directory , Type at the command prompt
+
||ହୋମ୍ ଡିରେକ୍ଟୋରୀ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ H-O-M-E ଟାଇପ୍ କରି" ଏଣ୍ଟର୍ ଦାବନ୍ତୁ |
"echo space dollar H-O-M-E in capital" and press enter.
+
 
 
|-
 
|-
| 4:40
+
| 04:40
|This gives the pathname of our home directory.
+
|| ଏହା ହୋମ୍ ଡିରେକ୍ଟୋରୀର ପାଥ୍ ନେମ୍ ଦିଏ |
 +
 
 
|-
 
|-
| 4:44
+
| 04:44
|We can move around from one directory to other.
+
|| ଆମେ ଗୋଟିଏ ଡିରେକ୍ଟୋରୀରୁ ଅନ୍ୟକୁ ଯାଇପାରିବା |
 +
 
 
|-
 
|-
| 4:47
+
| 04:47
|But any time we can be in one directory and this directory is known as the current directory or working directory. Now go back to slides.
+
|| ମାତ୍ର, ଯେକୌଣସି ସମୟରେ ଆମେ ଗୋଟିଏ ଡିରେକ୍ଟୋରୀରେ ରହିପାରୁ ଓ ଏହି ଡିରେକ୍ଟୋରୀକୁ କରେଣ୍ଟ୍ ଡିରେକ୍ଟୋରୀ ବା ୱର୍କିଂ ଡିରେକ୍ଟୋରୀ କୁହାଯାଏ | ଏବେ ସ୍ଲାଇଡ୍ସକୁ ଫେରିଯିବା |
 +
 
 
|-
 
|-
| 4:56
+
| 04:56
|The pwd command helps us to see the current directory. pwd stands for present working directory.
+
|| କରେଣ୍ଟ୍ ଡିରେକ୍ଟୋରୀ ଦେଖିବା ପାଇଁ ଆମକୁ ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ ବା pwd କମାଣ୍ଡ୍ ସାହାଯ୍ୟ କରେ |
 +
 
 
|-
 
|-
| 5:03
+
| 05:03
|Type at the command prompt "pwd" and press enter. Now this is our present working directory.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "pwd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏବେ, ଏହା ହେଉଛି ଆମର ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ |
 +
 
 
|-
 
|-
| 5:13
+
| 05:13
|We have said that we can move from one directory to other.
+
|| ଗୋଟିଏ ରୁ ଅନ୍ୟଏକ ଡିରେକ୍ଟୋରୀକୁ ଯାଇପାରିବା ବୋଲି ଆମେ କହିସାରିଛୁ |
 +
 
 
|-
 
|-
| 5:17
+
| 05:17
|But how do we do so? We have the cd command for this purpose.
+
|| ମାତ୍ର ଏହା କିପରି କରିବା? ଏଥିପାଇଁ ଏକ cd କମାଣ୍ଡ୍ ଅଛି |
 +
 
 
|-
 
|-
| 5:22
+
| 05:22
|You have to type the command cd followed by the pathname of the directory you want to move to.
+
|| ଆମ ଇପ୍ସିତ ଡିରେକ୍ଟୋରୀକୁ ଯିବାପାଇଁ cd କମାଣ୍ଡ୍ ପରେ ଡିରେକ୍ଟୋରୀର ପାଥ୍ ନେମ୍ ଟାଇପ୍ କରିବାକୁ ପଡିବ |
 +
 
 
|-
 
|-
| 5:28
+
| 05:28
|Lets again see our current directory by typing pwd at the command prompt and press enter.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଓ ଏଣ୍ଟର୍ ଦାବି ପୁଣିଥରେ ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା |
 +
 
 
|-
 
|-
|5:37
+
|05:37
| So, now we are placed in this directory.
+
||ଏବେ, ଆମେ ଏହି ଡିରେକ୍ଟୋରୀକୁ ଆସିଗଲୁ |
 +
 
 
|-
 
|-
| 5:41
+
| 05:41
|Now say we want to move to slash usr directory. So, type
+
||ମନେକରନ୍ତୁ, ଏବେ ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଯିବାକୁ ଚାହୁଁଛେ | ତେଣୁ, “cd ସ୍ପେସ୍ ସ୍ଲାସ୍ usr” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ମନେରଖନ୍ତୁ, ଲିନକ୍ସ୍ ରେ ସ୍ଲାସ୍ ର ଅର୍ଥ ହେଉଛି ଫ୍ରଣ୍ଟ୍ ସ୍ଲାସ୍ |
"cd space slash usr" . Remember here slash in linux means front slash and press enter.
+
 
 
|-
 
|-
| 5:56
+
| 05:56
|Now lets see our current directory. Type pwd and press enter.
+
|| ଏବେ, ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 6:03
+
| 06:03
|Yes we have moved to slash usr directory.
+
|| ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଆସିଯାଇଛୁ |
 +
 
 
|-
 
|-
| 6:08
+
| 06:08
|The problem here is the pathnames can be very long, this is because these are Absolute Pathnames that enlist the entire path staring from the root directory.
+
|| ଏଠାରେ ସମସ୍ୟାଟି ହେଉଛି ପାଥ୍ ନାମ ଖୁବ୍ ଦୀର୍ଘ ହୋଇପାରେ, କାରଣ ଏଗୁଡିକ ଆବ୍ସୋଲ୍ୟୁଟ୍ ପାଥ୍ ନେମ୍, ଯେଉଁଥିରେ ରୁଟ୍ ଡିରେକ୍ଟୋରୀରୁ ଆରମ୍ଭ କରି ସମଗ୍ର ପାଥ୍ ରହିଥାଏ |
 +
 
 
|-
 
|-
| 6:18
+
| 06:18
|Instead we may use Relative pathnames that begin from the current directory.
+
|| ଏହା ବଦଳରେ ଆମେ, କରେଣ୍ଟ୍ ଡିରେକ୍ଟୋରୀରୁ ଆରମ୍ଭ ହୋଇଥିବା ରିଲେଟିଭ୍ ପାଥ୍ ନାମ ବ୍ୟବହାର କରିପାରିବା |
 +
 
 
|-
 
|-
| 6:23
+
| 06:23
|Here we need to know two special characters.
+
||ଏଠାରେ ଆମକୁ ଦୁଇଟି ସ୍ୱତନ୍ତ୍ର କ୍ୟାରେକ୍ଟର୍ ଜାଣିବା ଆବଶ୍ୟକ |
'''dot''' that represent the current directory and '''dot dot''' that represent the parent directory of the current directory.
+
“dot” ଯାହା କରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ ଓ '''dot dot''' ଯାହା କରେଣ୍ଟ୍ ଡିରେକ୍ଟୋରୀର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ |
 +
 
 
|-
 
|-
| 6:36
+
| 06:36
|Now let us have a brief session on cd command
+
|| ଏବେ, cd କମାଣ୍ଡ୍ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିବା |
 +
 
 
|-
 
|-
| 6:40
+
| 06:40
|The command cd without any argument is used to move back to the home directory.
+
|| ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ, କୌଣସି ଆର୍ଗ୍ୟୁମେଣ୍ଟ୍ ବିନା cd କମାଣ୍ଡ୍ ବ୍ୟବହୃତ ହୋଇଥାଏ |
 +
 
 
|-
 
|-
| 6:46
+
| 06:46
|Type at the command prompt "cd" and press enter.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 6:51
+
| 06:51
|Now check our current directory by the pwd command.
+
|| ଏବେ, pwd କମାଣ୍ଡ୍ ଦ୍ୱାରା  ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ |
 +
 
 
|-
 
|-
| 6:55
+
| 06:55
|So, now we are back in our home directory
+
||ବର୍ତ୍ତମାନ ଆମେ ହୋମ୍ ଡିରେକ୍ଟୋରୀକୁ ଫେରିଆସିଛେ /home/gnuhata [ ନ୍ୟାରେସନ୍- ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା ]
<nowiki>/home/gnuhata [ narration- slash home slash gnuhata ] </nowiki>
+
 
 
|-
 
|-
| 7:01
+
| 07:01
|Now let us move to music directory. Type at the command prompt "cd space Music(M in capital) slash" and press enter
+
|| ଏବେ ମ୍ୟୁଜିକ୍ ଡିରେକ୍ଟୋରୀକୁ ଯିବା | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ମ୍ୟୁଜିକ(କ୍ୟାପିଟାଲ୍ M) ସ୍ଲାସ୍" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 7:13
+
| 07:13
|Now check our current directory by the pwd command. pwd and press enter. See, we have moved /home/gnuhata/Music
+
|| pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ ଏବେ /home/gnuhata/Musicକୁ ଚାଲିଆସିଛେ |
 +
 
 
|-
 
|-
| 7:26
+
| 07:26
|Let us go to the parent directory from Music. For that you have to use cd command with dot dot.
+
|| ମ୍ୟୁଜିକ୍ ରୁ ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଯିବା | ଏଥିପାଇଁ ଆପଣଙ୍କୁ ଡଟ୍ ଡଟ୍ ସହିତ cd କମାଣ୍ଡ୍ ବ୍ୟବହାର କରିବାକୁ ହେବ |
 +
 
 
|-
 
|-
| 7:33
+
| 07:33
|Type at the command prompt cd space dot dot and press enter.
+
|| କମାଣ୍ଡ୍ ପ୍ରମ୍ପ୍ଟ ରେ cd ସ୍ପେସ୍ ଡଟ୍ ଡଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 7:40
+
| 07:40
|Now check our present directory by typing pwd. We are again in /home/gnuhata
+
|| ଏବେ pwd ଟାଇପ୍ କରି ଆମର ପ୍ରେଜେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ ପୁଣି /home/gnuhataରେ ଅଛେ |
 +
 
 
|-
 
|-
| 7:51
+
| 07:51
|Now lets try to move to a subdirectory of the current directory using dot.
+
|| ଏବେ ଡଟ୍ ବ୍ୟବହାର କରି କରେଣ୍ଟ୍ ଡିରେକ୍ଟୋରୀର ସବ୍ ଡିରେକ୍ଟୋରୀକୁ ଯିବାକୁ ଚେଷ୍ଟା କରିବା |
 +
 
 
|-
 
|-
| 7:58
+
| 07:58
|Type at the command prompt cd space dot slash Documents(D in capital) slash. Press enter.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ cd ସ୍ପେସ୍ ଡଟ୍ ସ୍ଲାସ୍ ଡକ୍ୟୁମେଣ୍ଟ୍ସ୍(କ୍ୟାପିଟାଲ୍ D) ସ୍ଲାସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 8:09
+
| 08:09
|Check our current directory by typing pwd. We are at /home/gnuhata/Documents
+
|| pwd ଟାଇପ୍ କରି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhata/Documentsରେ ଅଛେ |
 +
 
 
|-
 
|-
| 8:19
+
| 08:19
|Let me clear the screen by pressing control L. So you can see clearly.
+
|| କଣ୍ଟ୍ରୋଲ୍ L ଦାବି ସ୍କ୍ରୀନ୍ କ୍ଲିଅର୍ କରିବି, ଯେଉଁଥିରୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ |
 +
 
 
|-
 
|-
| 8:23
+
| 08:23
|To go back to our home directory by cd command.
+
||cd କମାଣ୍ଡ୍ ଦ୍ୱାରା ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ cd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
Type cd and press enter.
+
 
 
|-
 
|-
| 8:32
+
| 08:32
|Again check our current directory by pwd command. We are back to /home/gnuhata .
+
|| pwd କମାଣ୍ଡ୍ ଦ୍ୱାରା ପୁଣି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhataକୁ ଫେରିଆସିଛେ |
 +
 
 
|-
 
|-
| 8:41
+
| 08:41
|<nowiki>We can combine any number of .. [narration - dot dot] separated by / [narration- slash] in a relative path . </nowiki>
+
||<nowiki> ଏକ ରିଲେଟିଭ୍ ପାଥ୍ ରେ ଆମେ / [ନ୍ୟାରେସନ୍- ସ୍ଲାସ୍] ଦ୍ୱାରା ପୃଥକ ହୋଇଥିବା ଯେକୌଣସି ସଂଖ୍ୟକ .. [ନ୍ୟାରେସନ୍ – ଡଟ୍ ଡଟ୍] ଏକତ୍ର କରିପାରିବା | </nowiki>
 +
 
 
|-
 
|-
| 8:47
+
| 08:47
|In this slide, we can see the file system hierarchy. Root or / is at the top. home and bin are two sub-directories under root. username , here the directory named gnuhata is a sub-directory under home.
+
|| ଏହି ସ୍ଲାଇଡ୍ ରେ ଆମେ, ଫାଇଲ୍ ସିଷ୍ଟମ୍ ହାଇରାର୍କି ଦେଖିପାରିବା | ରୁଟ୍ କିମ୍ୱା / ଶୀର୍ଷରେ ଥାଏ | ହୋମ୍ ଓ ବିନ୍ ହେଉଛି ରୁଟ୍ ଅନ୍ତର୍ଗତ ଦୁଇଟି ସବ୍ ଡିରେକ୍ଟୋରୀ |
 +
ୟୁଜର୍ ନେମ୍, ଏଠାରେ ହୋମ୍ ଅନ୍ତର୍ଗତ gnuhata ନାମକ ଡିରେକ୍ଟୋରୀ ଏକ ସବ୍ ଡିରେକ୍ଟୋରୀ ଅଟେ |
 +
 
 
|-
 
|-
| 9:05
+
| 09:05
| So, now we are in /home/gnuhata. Now how can we go to the bin directory?  
+
|| ତେବେ, ଆମେ ବର୍ତ୍ତମାନ /home/gnuhataରେ ଅଛେ | ଏବେ ଆମେ ବିନ୍ ଡିରେକ୍ଟୋରୀକୁ କିପରି ଯିବା?
 +
 
 
|-
 
|-
| 9:12
+
| 09:12
|Type at the command prompt
+
||କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ଡଟ୍ ଡଟ୍ ସ୍ଲାସ୍ ଡଟ୍ ଡଟ୍ ସ୍ଲାସ୍ ବିନ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
"cd space dot dot slash dot dot slash bin" and press enter.
+
 
 
|-
 
|-
| 9:23
+
| 09:23
|Check our current directory by the command pwd.
+
||pwd କମାଣ୍ଡ୍ ଦ୍ୱାରା କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /bin[ନ୍ୟାରେସନ୍ – ସ୍ଲାସ୍ ବିନ୍] ରେ ଅଛେ |
<nowiki>We are at /bin [narration - slash bin] </nowiki>
+
 
 
|-
 
|-
| 9:30
+
| 09:30
|<nowiki>The first .. [narration-dot dot] takes us from /home/gnuhata [narration - slash home slash gnuhata] to /home [narration - slash home] .
+
||<nowiki> ପ୍ରଥମ .. [ନ୍ୟାରେସନ୍-ଡଟ୍ ଡଟ୍] ଆମକୁ /home/gnuhata [ନ୍ୟାରେସନ୍ – ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା]ରୁ /home [ନ୍ୟାରେସନ୍-ସ୍ଲାସ୍ ହୋମ୍]କୁ ନେଇଯାଏ |</nowiki>
 +
 
 
|-
 
|-
| 9:37
+
| 09:37
|The next takes us from /home to </nowiki>root.
+
||<nowiki> ପରବର୍ତ୍ତୀ ଟି ଆମକୁ /home ରୁ </nowiki>rootକୁ ନେଇଯାଏ |
 +
 
 
|-
 
|-
| 9:43
+
| 09:43
|Now from / or root, we have moved to /bin directory.
+
|| ବର୍ତ୍ତମାନ / ବା ରୁଟ୍ ରୁ ଆମେ, /bin ଡିରେକ୍ଟୋରୀକୁ ଚାଲିଆସିଛେ |
 +
 
 
|-
 
|-
| 9:48
+
| 09:48
|Go back to our home directory by the command cd.
+
|| cd କମାଣ୍ଡ୍ ଦ୍ୱାରା ଆମର ହୋମ୍ ଡିରେକ୍ଟୋରୀକୁ ଯିବା |
 +
 
 
|-
 
|-
| 9:52
+
| 09:52
|To create a directory we use the mkdir command.
+
|| ଡିରେକ୍ଟୋରୀ ତିଆରି କରିବାକୁ ଆମେ mkdir କମାଣ୍ଡ୍ ବ୍ୟବହାର କରୁ |
  
 
|-
 
|-
| 9:56
+
| 09:56
|You have to type the command and name of directory to be created and a directory would be created under the current directory.
+
|| ଆପଣଙ୍କୁ ତିଆରି କରିବାକୁ ଥିବା ଡିରେକ୍ଟୋରୀର ନାମ ଓ କମାଣ୍ଡ୍ ଟାଇପ୍ କରିବାକୁ ହେବ ଏବଂ କରେଣ୍ଟ୍ ଡିରେକ୍ଟୋରୀରେ ଏକ ଡିରେକ୍ଟୋରୀ ତିଆରି ହୋଇଯିବ |
 +
 
 
|-
 
|-
 
| 10:04
 
| 10:04
|To create a directory named testdir, type the command "mkdir space testdir" and press enter.
+
|| Testdir ନାମକ ଡିରେକ୍ଟୋରୀ ତିଆରି କରିବାକୁ, "mkdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 10:15
 
| 10:15
|This creates the testdir directory successfully.
+
|| ଏହା ସଫଳତାର ସହ testdir ଡିରେକ୍ଟୋରୀ ଗଠନ କରେ |
 +
 
 
|-
 
|-
 
| 10:19
 
| 10:19
|Note that, there is no explicit notification of successful directory creation or removal.
+
|| ଲକ୍ଷ୍ୟ କରନ୍ତୁ, ସଫଳତାପୂର୍ବକ ଡିରେକ୍ଟୋରୀ ଗଠନ କିମ୍ୱା ଅପସାରଣର କୌଣସି ସ୍ପଷ୍ଟ ନୋଟିଫିକେସନ୍ ନାହିଁ |
 +
 
 
|-
 
|-
 
| 10:25
 
| 10:25
| If you do not get any error message, it denotes successful execution.
+
|| ଯଦି କୌଣସି ଏରର୍ ମେସେଜ୍ ନଆସେ, ତେବେ ଏହା ସଫଳ ଏକଜେକ୍ୟୁସନ୍ କୁ ଦର୍ଶାଏ |
 +
 
 
|-
 
|-
 
| 10:30
 
| 10:30
|We can also use the relative or absolute pathname to create a directory anywhere in the tree provided we have the permission to do so and a directory by that name does not already exist.
+
|| ଟ୍ରୀ’ର ଯେକୌଣସି ସ୍ଥାନରେ ଡିରେକ୍ଟୋରୀ ତିଆରି କରିବାକୁ ଆମେ ରିଲେଟିଭ୍ ବା ଆବ୍ସୋଲ୍ୟୁଟ୍ ପାଥନେମ୍ ବ୍ୟବହାର କରିପାରିବା, ମାତ୍ର ଏପରି କରିବାର ଅନୁମତି ଥିବା ଏବଂ ସେହି ନାମରେ ଆଉ କୌଣସି ଡିରେକ୍ଟୋରୀ ପୂର୍ବରୁ ନଥିବା ଦରକାର |
 +
 
 
|-
 
|-
 
| 10:43
 
| 10:43
|This process can be used for making multiple directories or even a hierarchy of directories.
+
|| ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଗଠନ କରିବାରେ ଏହି ପ୍ରକ୍ରିୟା ବ୍ୟବହୃତ ହୋଇପାରେ |
 +
 
 
|-
 
|-
 
| 10:49
 
| 10:49
|Type "mkdir space test1 space test2 and press enter ,this will make two directories named test1 and test2 under the present directory.
+
|| "mkdir ସ୍ପେସ୍ test1 ସ୍ପେସ୍ test2” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ, ଏହା ପ୍ରେଜେଣ୍ଟ୍ ଡିରେକ୍ଟୋରୀରେ test1 test2 ନାମକ  ଦୁଇଟି ଡିରେକ୍ଟୋରୀ ଗଠନ କରିବ |
 +
 
 
|-
 
|-
 
| 11:06
 
| 11:06
|Type "mkdir space testtree space testtree slash test3".
+
|| "mkdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ |
 +
 
 
|-
 
|-
 
| 11:20
 
| 11:20
|This will make a directory testtree and another directory test3 which is a sub-directory under testtree.
+
|| ଏହା testtree ନାମକ ଡିରେକ୍ଟୋରୀ ଓ ତା’ ତଳେ test3 ନାମକ ସବ୍ ଡିରେକ୍ଟୋରୀ ଗଠନ କରିବ |
 +
 
 
|-
 
|-
 
| 11:28
 
| 11:28
|So, we have created four directories namely testdir,test1,test2 and testtree in the current directory, out of which first three are empty and the last one contains a subdirectory namely test3.
+
|| ଆମେ କରେଣ୍ଟ୍ ଡିରେକ୍ଟୋରୀରେ testdir,test1,test2 testtree ନାମକ ଚାରୋଟି ଡିରେକ୍ଟୋରୀ ତିଆରି କରିଛେ, ଯେଉଁଥିରୁ ପ୍ରଥମ ତିନୋଟି ଖାଲି ଏବଂ ଶେଷଟିରେ test3 ନାମକ ସବ୍ ଡିରେକ୍ଟୋରୀ ରହିଛି |
 +
 
 
|-
 
|-
 
| 11:47
 
| 11:47
|Similar to mkdir is the rmdir command which is used for removing a directory or directories.
+
|| mkdir ଭଳି rmdir କମାଣ୍ଡ୍ ଅଛି, ଯାହା ଏକ ବା ଏକାଧିକ ଡିରେକ୍ଟୋରୀ ରିମୁଭ୍ କରିବାରେ ବ୍ୟବହୃତ ହୋଇଥାଏ |
 +
 
 
|-
 
|-
 
| 11:56
 
| 11:56
|The command "rmdir space test1" removes the test1 directory successfully.
+
|| "rmdir ସ୍ପେସ୍ test1" କମାଣ୍ଡ୍ ଟି test1 ଡିରେକ୍ଟୋରୀକୁ ସଫଳତାର ସହିତ ରିମୁଭ୍ କରେ |
 +
 
 
|-
 
|-
 
| 12:09
 
| 12:09
|A directory can be removed only if you are its owner, your current directory is hierarchically above the directory to be removed and the directory is empty.
+
|| ଆପଣ ଡିରେକ୍ଟୋରୀର ଓନର୍ ହୋଇଥିଲେ ହିଁ ଏହା ରିମୁଭ୍ କରିପାରିବେ, ଆପଣଙ୍କର କରେଣ୍ଟ୍ ଡିରେକ୍ଟୋରୀଟି ରିମୁଭ୍ ହେବାକୁ ଥିବା ଡିରେକ୍ଟୋରୀର ହାଇରାର୍କି ଭାବେ ଉପରେ ଥାଏ  ଓ ତାହା ଖାଲି ଅଛି |
 +
 
 
|-
 
|-
 
| 12:23
 
| 12:23
|Now type at the command prompt
+
|| ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ
"cd space testtree slash test3"
+
 
 
|-
 
|-
 
| 12:35
 
| 12:35
|So, we are now in test3 directory which is a subdirectory under testtree.
+
|| ଆମେ ବର୍ତ୍ତମାନ testtree ତଳେ ଥିବା test3 ସବ୍ ଡିରେକ୍ଟୋରୀରେ ଅଛେ |
 +
 
 
|-
 
|-
 
| 12:42
 
| 12:42
|Lets try to remove the testdir directory by typing the command "rmdir space testdir". Press enter.
+
|| "rmdir ସ୍ପେସ୍ testdir" କମାଣ୍ଡ୍ ଟାଇପ୍ କରି ଓ ଏଣ୍ଟର୍ ଦାବି testdir ଡିରେକ୍ଟୋରୀକୁ ରିମୁଭ୍ କରିବାକୁ ଚେଷ୍ଟା କରିବା |
 +
 
 
|-
 
|-
 
| 12:55
 
| 12:55
|We see it can't be done, because the current directory is not hierarchically above the directory to be removed.
+
|| ଏହା ହେବନାହିଁ, କାରଣ କରେଣ୍ଟ୍ ଡିରେକ୍ଟୋରୀଟି, ରିମୁଭ୍ ହେବାକୁ ଥିବା ହାଇରାର୍କି ଭାବେ ଡିରେକ୍ଟୋରୀର ଉପରେ ନାହିଁ |
 +
 
 
|-
 
|-
 
| 13:02
 
| 13:02
|So,we have to go to the directory which is hierarchically above testdir directory.
+
|| ତେଣୁ ଆମକୁ ହାଇରାର୍କି ଭାବେ testdir ଡିରେକ୍ଟୋରୀ ଉପରେ ଥିବା ଡିରେକ୍ଟୋରୀକୁ ଯିବାକୁ ପଡିବ |
 +
 
 
|-
 
|-
 
| 13:08
 
| 13:08
|Type "cd space dot dot" and press enter.
+
|| "cd ସ୍ପେସ୍ ଡଟ୍ ଡଟ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 13:14
 
| 13:14
|Now, go back to our parent directory by typing the command "cd space dot dot".
+
|| ଏବେ, "cd ସ୍ପେସ୍ ଡଟ୍ ଡଟ୍" କମାଣ୍ଡ୍ ଟାଇପ୍ କରି ଆମର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଫେରିଯିବା |
 +
 
 
|-
 
|-
 
| 13:20
 
| 13:20
|Now, again try the previous command.
+
|| ଏବେ, ପୁଣି ପୂର୍ବ କମାଣ୍ଡ୍ ଚେଷ୍ଟା କରିବା |
 +
 
 
|-
 
|-
 
| 13:24
 
| 13:24
|Type "rmdir space testdir". Press enter.
+
|| "rmdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 13:30
 
| 13:30
|The testdir directory is successfully deleted. Note that, testdir directory was also empty.
+
|| testdirଟି ସଫଳତାର ସହିତ ଡିଲିଟ୍ ହୋଇଯାଇଛି | ଲକ୍ଷ୍ୟ କରନ୍ତୁ, testdir ଟି ମଧ୍ୟ ଖାଲି ଅଛି |
 +
 
 
|-
 
|-
 
| 13:38
 
| 13:38
|Multiple directories or a hierarchy of directories can be removed at once.So, try to delete the testtree directory along with its subdirectory test3.
+
|| ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଏକାଥରେ ରିମୁଭ୍ କରାଯାଇପାରେ | test3 ସବ୍ ଡିରେକ୍ଟୋରୀ ସହିତ testtree ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚେଷ୍ଟା କରନ୍ତୁ |
 +
 
 
|-
 
|-
 
| 13:48
 
| 13:48
|Type at the command prompt
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "rmdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3 " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
"rmdir space testtree space testtree slash test3 "press enter.
+
 
 
|-
 
|-
 
| 14:02
 
| 14:02
|See, it is giving the error message that 'testree' directory cannot be removed because testtree is not empty.
+
|| ଦେଖନ୍ତୁ, ଏହା ଏକ ଏରର୍ ମେସେଜ୍ ଦେଉଛି ଯେ, 'testree' ଡିରେକ୍ଟୋରୀ ରିମୁଭ୍ ହୋଇପାରିବନି, କାରଣ ତାହା ଖାଲି ନାହିଁ |
 +
 
 
|-
 
|-
 
| 14:11
 
| 14:11
|But one thing which you may miss is that testtree/test3 has been deleted as it was empty.
+
|| ଯେଉଁ ଜିନିଷଟି ଆପଣ ଛାଡିଦେଇପାରିଥା’ନ୍ତି, ତାହା ହେଉଛି testtree/test3ଟି ଖାଲି ଥିବାରୁ  ଡିଲିଟ୍ ହୋଇଯାଇଛି |
 +
 
 
|-
 
|-
 
| 14:19
 
| 14:19
|To check that, type at the command prompt "cd space testtree" and press enter.
+
|| ତାହା ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 14:27
 
| 14:27
|Now type "ls" and press enter. See, the directory contains nothing. So, test3 was deleted.
+
|| ଏବେ "ls" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଦେଖନ୍ତୁ, ଡିରେକ୍ଟୋରୀରେ କିଛି ନାହିଁ | test3 ଡିଲିଟ୍ ହୋଇଯାଇଛି |
 +
 
 
|-
 
|-
 
| 14:36
 
| 14:36
|So in this linux tutorial we have learnt about Linux Files and directories and how to work with Linux Directories. See them, move between them, make them,remove them.
+
|| ଏହି ଲିନକ୍ସ୍ ଟ୍ୟୁଟୋରିଆଲ୍ ରେ ଆମେ, ଲିନକ୍ସ୍ ଫାଇଲ୍ ଓ ଡିରେକ୍ଟୋରୀ ଏବଂ ଲିନକ୍ସ୍ ଡିରେକ୍ଟୋରୀରେ କାମ କରିବା ସହିତ ସେଗୁଡିକୁ ଦେଖିବା, ସେଗୁଡ଼ିକ ମଧ୍ୟରେ ମୁଭ୍ କରିବା, ତିଆରି କରିବା ଓ ରିମୁଭ୍ କରିବା ବିଷୟରେ ଶିଖିଲେ |
 +
 
 
|-
 
|-
 
| 14:49
 
| 14:49
|This brings me to the end of this tutorial. Spoken Tutorials are a part of the Talk to a Teacher project, supported by the National Mission on Education through ICT.
+
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
| 15:03
 
| 15:03
|More information this is available at the following link
+
|| ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
 +
 
 
|-
 
|-
 
| 15:08
 
| 15:08
|This script has been contributed by ----------------------(name of the translator) and this is -----------------------(name of the recorder) from --------------------------(name of the place)signing off . Thanks for joining.
+
|| ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
+
 
|}
 
|}

Latest revision as of 16:12, 10 April 2017

Time Narration
00:00 ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
00:07 ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ବିଷୟରେ ଆପଣଙ୍କର କିଛି ମୌଳିକ ଧାରଣା ଅଛି ବୋଲି ଆମେ ଭାବୁଛୁ |
00:13 ଆପଣ ଯଦି ଆଗ୍ରହୀ, ତେବେ ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
00:25 ଲିନକ୍ସ୍, କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ |
00:28 ଉଲ୍ଲେଖ କରାଯାଇନଥିଲେ, ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ହେଉଥିବା ସମସ୍ତ କମାଣ୍ଡ୍ ଛୋଟ ଅକ୍ଷରରେ ଥାଏ |
00:36 ଲିନକ୍ସ୍ ରେ ପ୍ରାୟ ସବୁକିଛି ହେଉଛି ଫାଇଲ୍ |
00:39 ତେବେ ଫାଇଲ୍ କ’ଣ? ବାସ୍ତବ ଜୀବନରେ ଆମେ ନିଜର ଡକ୍ୟୁମେଣ୍ଟ୍ ଓ ପେପର୍ ଫାଇଲ୍ ରେ ରଖିଥାଉ ବୋଲି ଜାଣିଛେ |
00:47 ସେହିଭଳି ଲିନକ୍ସ୍ ରେ ଏକ ଫାଇଲ୍ ହେଉଛି ସୂଚନା ଷ୍ଟୋରିଙ୍ଗ୍ ପାଇଁ ଏକ ଧାରକ |
00:53 ଏକ ଡିରେକ୍ଟୋରୀ କ’ଣ?
00:56 ଫାଇଲ୍ ର ଓ ଅନ୍ୟ (ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ସ୍ଥାନକୁ ଆମେ ଡିରେକ୍ଟୋରୀ ବୋଲି ବୁଝିପାରିବା |
01:02 ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଂଗଠିତ କରିବାରେ ଡିରେକ୍ଟୋରୀ ସାହାଯ୍ୟ କରେ |
01:08 ଏହା ୱିଣ୍ଡୋଜ୍ ର ଫୋଲ୍ଡର୍ ପରି |
01:12 ୟୁଜର୍ ମାନେ ନିଜ ଫାଇଲ୍ସ ସହ ନିଜର ଡିରେକ୍ଟୋରୀଗୁଡିକ ରଖିପାରିବେ, ଯାହା ଅନ୍ୟମାନେ ଆକ୍ସେସ୍ କିମ୍ୱା ପରିବର୍ତ୍ତନ କରିପାରିବେ ନାହିଁ |
01:20 ଅଧିକନ୍ତୁ, ଯଦି କୌଣସି ଡିରେକ୍ଟୋରୀ ନଥାଏ, ତେବେ ସିଷ୍ଟମ୍ ରେ ସମସ୍ତ ଫାଇଲ୍ କୁ ସ୍ୱତନ୍ତ୍ର ନାମ ରଖିବାକୁ ହେବ, ଯାହା ମେଣ୍ଟେନ୍ କରିବା କଷ୍ଟକର |
01:31 ଯଦିଓ ଫାଇଲ୍ସ ଓ ଡିରେକ୍ଟୋରୀସ୍ ବିଷୟରେ ସାଧାରଣ ଜ୍ଞାନ ପାଇବା ପାଇଁ ଏହି ସଜ୍ଞାଗୁଡିକ ଉତ୍ତମ, କିନ୍ତୁ ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ |
01:42 ତତସମେତ ଫାଇଲ୍ ର କଣ୍ଟେଣ୍ଟ୍, ରେ ଏକ ନାମ ଓ କିଛି ପ୍ରପର୍ଟି କିମ୍ୱା ’ଆଡମିନିଷ୍ଟ୍ରେଟିଭ୍ ଇନ୍ଫର୍ମେସନ୍” ଥାଏ, ଯାହା ହେଉଛି ଫାଇଲ୍ ର କ୍ରିଏଶନ୍/ମୋଡିଫିକେଶନ୍ ତାରିଖ ଓ ତାହାର ଅନୁମତି |
01:55 ପ୍ରପର୍ଟିଗୁଡିକ ଫାଇଲ୍ ର ଆଇନୋଡ୍ ନାମକ ଫାଇଲ୍ ସିଷ୍ଟମ୍ ର ଏକ ସ୍ୱତନ୍ତ୍ର ଡାଟା ବ୍ଲକ୍ ରେ ରହିଥାଏ, ଯେଉଁଥିରେ ଫାଇଲ୍ ର ଦୈର୍ଘ୍ୟ ଓ ଡିସ୍କ୍ ରେ ଏହାର ସ୍ଥାନର ସୂଚନା ଥାଏ |
02:08 ସିଷ୍ଟମ୍ ଟି ଫାଇଲ୍ ର ଆଇନୋଡ୍ ସଂଖ୍ୟା ବ୍ୟବହାର କରିଥାଏ; ବୃହତ ସଂଖ୍ୟା ଅପେକ୍ଷା ନାମ ମନେରଖିବା ସହଜ ହେଉଥିବାରୁ ଡିରେକ୍ଟୋରୀ ସଂରଚନାଟି ଆମର ସୁବିଧା ପାଇଁ ଫାଇଲ୍ ର ନାମକରଣ କରେ |
02:23 ଏହାର ଅତି ସରଳ ସଜ୍ଞା ବିପରୀତେ, ଏକ ଡିରେକ୍ଟୋରୀ ବାସ୍ତବରେ ଅନ୍ୟ ଫାଇଲ୍ ଷ୍ଟୋର୍ କରେ ନାହିଁ, ଏହା ହେଉଛି ନିଜେ ଗୋଟିଏ ଫାଇଲ୍, ଯେଉଁଥିରେ ଆଇନୋଡ୍ ସଂଖ୍ୟା ଓ ନାମ ରହିଥାଏ |
02:37 ବାସ୍ତବରେ ଲିନକ୍ସ୍ ରେ ତିନିପ୍ରକାର ଫାଇଲ୍ ଥାଏ :
02:41 1 ନିୟମିତ ଫାଇଲ୍ କିମ୍ୱା ସାଧାରଣ ଫାଇଲ୍ : କ୍ୟାରେକ୍ଟର୍ ଷ୍ଟ୍ରିମ୍ ଭାବରେ ଏଥିରେ କେବଳ ଡାଟା ଥାଏ |
02:48 2 ଡିରେକ୍ଟୋରୀ: ଯେପରି ଆମେ ପୂର୍ବ ସ୍ଲାଇଡ୍ ଗୁଡ଼ିକରେ ଦେଖିଲେ
02:52 3 ଡିଭାଇସ୍ ଫାଇଲ୍: ଲିନକ୍ସ୍ ରେ ସବୁ ହାର୍ଡୱେର୍ ଡିଭାଇସେସ୍ ଓ ପେରିଫେରାଲ୍ସକୁ ଫାଇଲ୍ ଭାବରେ ଦର୍ଶାଯାଇଥାଏ |
02:59 CD, ହାର୍ଡ୍ ଡିସ୍କ୍ କିମ୍ବା ଏକ usb ଷ୍ଟିକ୍ ହେଉନା କାହିଁକି, ଲିନକ୍ସ୍ ରେ ସବୁ ଫାଇଲ୍ ଅଟେ | କିନ୍ତୁ ଏପରି କାହିଁକି? ଏହା, ସାଧାରଣ ଫାଇଲ୍ ଗୁଡ଼ିକ ଭଳି ଏହିସବୁ ଡିଭାଇସ୍ ରେ ରିଡ୍ ଓ ରାଇଟ୍ କରିବାରେ ସାହାଯ୍ୟ କରେ |
03:15 ଆମମାନଙ୍କ ଭଳି ଲିନକ୍ସ୍ ରେ ସବୁ ଫାଇଲ୍ ପରସ୍ପର ସହିତ ମିଶି ଏକ ପରିବାର ଗଠନ କରିଥାନ୍ତି |
03:22 ଏକ ଡିରେକ୍ଟୋରୀରେ ଥିବା କିଛି ଫାଇଲ୍ ଓ ସବ୍ ଡିରେକ୍ଟୋରୀ ମଧ୍ୟରେ ପ୍ୟାରେଣ୍ଟ୍-ଚାଇଲ୍ଡ୍ ସମ୍ପର୍କ ଥାଏ | ଏହା, ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଟ୍ରୀ ଗଠନ କରିଥାଏ |
03:34 ଶୀର୍ଷରେ ରୁଟ୍(ଫ୍ରଣ୍ଟ୍ ସ୍ଲାସ୍ ଦ୍ୱାରା ଚିହ୍ନିତ) ଅଛି | ଏଥିରେ ଅନ୍ୟ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ରହିଥାଏ |
03:42 ସଠିକ ପାଥ୍ ଜାଣିଥିଲେ, ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀରୁ ଅନ୍ୟକୁ ସହଜ ନେଭିଗେଶନ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରେ |
03:51 ଆମେ ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ସହିତ କାମ କରିବାବେଳେ, ଏହି ଟ୍ରୀ ମଧ୍ୟରେ ଗତି କରିବା ଭଳି ଲାଗେ |
03:56 ଗୋଟିଏ କମାଣ୍ଡ୍ ରେ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେଲିପୋର୍ଟ୍ କରନ୍ତି |
04:01 ରୋଚକ ଲାଗୁଛି!! ନିଶ୍ଚିତରେ ଏହା ଏପରି | ଯେମିତି କି ଆମେ ଦେଖିବା |
04:05 ଲିନକ୍ସ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ |
04:11 ଏବେ, ଟର୍ମିନାଲ୍ କୁ ଯାଆନ୍ତୁ |
04:13 ଟର୍ମିନାଲ୍ ଆରମ୍ଭ କରିବାକୁ Ctrl+alt+T ସାହାଯ୍ୟ କରେ |
04:17 ଅବଶ୍ୟ, ଏହି କମାଣ୍ଡ୍, ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ହୋଇଛି |
04:27 ହୋମ୍ ଡିରେକ୍ଟୋରୀ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ H-O-M-E ଟାଇପ୍ କରି" ଏଣ୍ଟର୍ ଦାବନ୍ତୁ |
04:40 ଏହା ହୋମ୍ ଡିରେକ୍ଟୋରୀର ପାଥ୍ ନେମ୍ ଦିଏ |
04:44 ଆମେ ଗୋଟିଏ ଡିରେକ୍ଟୋରୀରୁ ଅନ୍ୟକୁ ଯାଇପାରିବା |
04:47 ମାତ୍ର, ଯେକୌଣସି ସମୟରେ ଆମେ ଗୋଟିଏ ଡିରେକ୍ଟୋରୀରେ ରହିପାରୁ ଓ ଏହି ଡିରେକ୍ଟୋରୀକୁ କରେଣ୍ଟ୍ ଡିରେକ୍ଟୋରୀ ବା ୱର୍କିଂ ଡିରେକ୍ଟୋରୀ କୁହାଯାଏ | ଏବେ ସ୍ଲାଇଡ୍ସକୁ ଫେରିଯିବା |
04:56 କରେଣ୍ଟ୍ ଡିରେକ୍ଟୋରୀ ଦେଖିବା ପାଇଁ ଆମକୁ ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ ବା pwd କମାଣ୍ଡ୍ ସାହାଯ୍ୟ କରେ |
05:03 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "pwd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏବେ, ଏହା ହେଉଛି ଆମର ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ |
05:13 ଗୋଟିଏ ରୁ ଅନ୍ୟଏକ ଡିରେକ୍ଟୋରୀକୁ ଯାଇପାରିବା ବୋଲି ଆମେ କହିସାରିଛୁ |
05:17 ମାତ୍ର ଏହା କିପରି କରିବା? ଏଥିପାଇଁ ଏକ cd କମାଣ୍ଡ୍ ଅଛି |
05:22 ଆମ ଇପ୍ସିତ ଡିରେକ୍ଟୋରୀକୁ ଯିବାପାଇଁ cd କମାଣ୍ଡ୍ ପରେ ଡିରେକ୍ଟୋରୀର ପାଥ୍ ନେମ୍ ଟାଇପ୍ କରିବାକୁ ପଡିବ |
05:28 କମାଣ୍ଡ୍ ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଓ ଏଣ୍ଟର୍ ଦାବି ପୁଣିଥରେ ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା |
05:37 ଏବେ, ଆମେ ଏହି ଡିରେକ୍ଟୋରୀକୁ ଆସିଗଲୁ |
05:41 ମନେକରନ୍ତୁ, ଏବେ ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଯିବାକୁ ଚାହୁଁଛେ | ତେଣୁ, “cd ସ୍ପେସ୍ ସ୍ଲାସ୍ usr” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ମନେରଖନ୍ତୁ, ଲିନକ୍ସ୍ ରେ ସ୍ଲାସ୍ ର ଅର୍ଥ ହେଉଛି ଫ୍ରଣ୍ଟ୍ ସ୍ଲାସ୍ |
05:56 ଏବେ, ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:03 ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଆସିଯାଇଛୁ |
06:08 ଏଠାରେ ସମସ୍ୟାଟି ହେଉଛି ପାଥ୍ ନାମ ଖୁବ୍ ଦୀର୍ଘ ହୋଇପାରେ, କାରଣ ଏଗୁଡିକ ଆବ୍ସୋଲ୍ୟୁଟ୍ ପାଥ୍ ନେମ୍, ଯେଉଁଥିରେ ରୁଟ୍ ଡିରେକ୍ଟୋରୀରୁ ଆରମ୍ଭ କରି ସମଗ୍ର ପାଥ୍ ରହିଥାଏ |
06:18 ଏହା ବଦଳରେ ଆମେ, କରେଣ୍ଟ୍ ଡିରେକ୍ଟୋରୀରୁ ଆରମ୍ଭ ହୋଇଥିବା ରିଲେଟିଭ୍ ପାଥ୍ ନାମ ବ୍ୟବହାର କରିପାରିବା |
06:23 ଏଠାରେ ଆମକୁ ଦୁଇଟି ସ୍ୱତନ୍ତ୍ର କ୍ୟାରେକ୍ଟର୍ ଜାଣିବା ଆବଶ୍ୟକ |

“dot” ଯାହା କରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ ଓ dot dot ଯାହା କରେଣ୍ଟ୍ ଡିରେକ୍ଟୋରୀର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ |

06:36 ଏବେ, cd କମାଣ୍ଡ୍ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିବା |
06:40 ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ, କୌଣସି ଆର୍ଗ୍ୟୁମେଣ୍ଟ୍ ବିନା cd କମାଣ୍ଡ୍ ବ୍ୟବହୃତ ହୋଇଥାଏ |
06:46 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:51 ଏବେ, pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ |
06:55 ବର୍ତ୍ତମାନ ଆମେ ହୋମ୍ ଡିରେକ୍ଟୋରୀକୁ ଫେରିଆସିଛେ /home/gnuhata [ ନ୍ୟାରେସନ୍- ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା ]
07:01 ଏବେ ମ୍ୟୁଜିକ୍ ଡିରେକ୍ଟୋରୀକୁ ଯିବା | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ମ୍ୟୁଜିକ(କ୍ୟାପିଟାଲ୍ M) ସ୍ଲାସ୍" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
07:13 pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ ଏବେ /home/gnuhata/Musicକୁ ଚାଲିଆସିଛେ |
07:26 ମ୍ୟୁଜିକ୍ ରୁ ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଯିବା | ଏଥିପାଇଁ ଆପଣଙ୍କୁ ଡଟ୍ ଡଟ୍ ସହିତ cd କମାଣ୍ଡ୍ ବ୍ୟବହାର କରିବାକୁ ହେବ |
07:33 କମାଣ୍ଡ୍ ପ୍ରମ୍ପ୍ଟ ରେ cd ସ୍ପେସ୍ ଡଟ୍ ଡଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:40 ଏବେ pwd ଟାଇପ୍ କରି ଆମର ପ୍ରେଜେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ ପୁଣି /home/gnuhataରେ ଅଛେ |
07:51 ଏବେ ଡଟ୍ ବ୍ୟବହାର କରି କରେଣ୍ଟ୍ ଡିରେକ୍ଟୋରୀର ସବ୍ ଡିରେକ୍ଟୋରୀକୁ ଯିବାକୁ ଚେଷ୍ଟା କରିବା |
07:58 କମାଣ୍ଡ୍ ପ୍ରମ୍ପ୍ଟ୍ ରେ cd ସ୍ପେସ୍ ଡଟ୍ ସ୍ଲାସ୍ ଡକ୍ୟୁମେଣ୍ଟ୍ସ୍(କ୍ୟାପିଟାଲ୍ D) ସ୍ଲାସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:09 pwd ଟାଇପ୍ କରି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhata/Documentsରେ ଅଛେ |
08:19 କଣ୍ଟ୍ରୋଲ୍ L ଦାବି ସ୍କ୍ରୀନ୍ କ୍ଲିଅର୍ କରିବି, ଯେଉଁଥିରୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ |
08:23 cd କମାଣ୍ଡ୍ ଦ୍ୱାରା ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ cd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:32 pwd କମାଣ୍ଡ୍ ଦ୍ୱାରା ପୁଣି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhataକୁ ଫେରିଆସିଛେ |
08:41 ଏକ ରିଲେଟିଭ୍ ପାଥ୍ ରେ ଆମେ / [ନ୍ୟାରେସନ୍- ସ୍ଲାସ୍] ଦ୍ୱାରା ପୃଥକ ହୋଇଥିବା ଯେକୌଣସି ସଂଖ୍ୟକ .. [ନ୍ୟାରେସନ୍ – ଡଟ୍ ଡଟ୍] ଏକତ୍ର କରିପାରିବା |
08:47 ଏହି ସ୍ଲାଇଡ୍ ରେ ଆମେ, ଫାଇଲ୍ ସିଷ୍ଟମ୍ ହାଇରାର୍କି ଦେଖିପାରିବା | ରୁଟ୍ କିମ୍ୱା / ଶୀର୍ଷରେ ଥାଏ | ହୋମ୍ ଓ ବିନ୍ ହେଉଛି ରୁଟ୍ ଅନ୍ତର୍ଗତ ଦୁଇଟି ସବ୍ ଡିରେକ୍ଟୋରୀ |

ୟୁଜର୍ ନେମ୍, ଏଠାରେ ହୋମ୍ ଅନ୍ତର୍ଗତ gnuhata ନାମକ ଡିରେକ୍ଟୋରୀ ଏକ ସବ୍ ଡିରେକ୍ଟୋରୀ ଅଟେ |

09:05 ତେବେ, ଆମେ ବର୍ତ୍ତମାନ /home/gnuhataରେ ଅଛେ | ଏବେ ଆମେ ବିନ୍ ଡିରେକ୍ଟୋରୀକୁ କିପରି ଯିବା?
09:12 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ଡଟ୍ ଡଟ୍ ସ୍ଲାସ୍ ଡଟ୍ ଡଟ୍ ସ୍ଲାସ୍ ବିନ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:23 pwd କମାଣ୍ଡ୍ ଦ୍ୱାରା କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /bin[ନ୍ୟାରେସନ୍ – ସ୍ଲାସ୍ ବିନ୍] ରେ ଅଛେ |
09:30 ପ୍ରଥମ .. [ନ୍ୟାରେସନ୍-ଡଟ୍ ଡଟ୍] ଆମକୁ /home/gnuhata [ନ୍ୟାରେସନ୍ – ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା]ରୁ /home [ନ୍ୟାରେସନ୍-ସ୍ଲାସ୍ ହୋମ୍]କୁ ନେଇଯାଏ |
09:37 ପରବର୍ତ୍ତୀ ଟି ଆମକୁ /home ରୁ rootକୁ ନେଇଯାଏ |
09:43 ବର୍ତ୍ତମାନ / ବା ରୁଟ୍ ରୁ ଆମେ, /bin ଡିରେକ୍ଟୋରୀକୁ ଚାଲିଆସିଛେ |
09:48 cd କମାଣ୍ଡ୍ ଦ୍ୱାରା ଆମର ହୋମ୍ ଡିରେକ୍ଟୋରୀକୁ ଯିବା |
09:52 ଡିରେକ୍ଟୋରୀ ତିଆରି କରିବାକୁ ଆମେ mkdir କମାଣ୍ଡ୍ ବ୍ୟବହାର କରୁ |
09:56 ଆପଣଙ୍କୁ ତିଆରି କରିବାକୁ ଥିବା ଡିରେକ୍ଟୋରୀର ନାମ ଓ କମାଣ୍ଡ୍ ଟାଇପ୍ କରିବାକୁ ହେବ ଏବଂ କରେଣ୍ଟ୍ ଡିରେକ୍ଟୋରୀରେ ଏକ ଡିରେକ୍ଟୋରୀ ତିଆରି ହୋଇଯିବ |
10:04 Testdir ନାମକ ଡିରେକ୍ଟୋରୀ ତିଆରି କରିବାକୁ, "mkdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
10:15 ଏହା ସଫଳତାର ସହ testdir ଡିରେକ୍ଟୋରୀ ଗଠନ କରେ |
10:19 ଲକ୍ଷ୍ୟ କରନ୍ତୁ, ସଫଳତାପୂର୍ବକ ଡିରେକ୍ଟୋରୀ ଗଠନ କିମ୍ୱା ଅପସାରଣର କୌଣସି ସ୍ପଷ୍ଟ ନୋଟିଫିକେସନ୍ ନାହିଁ |
10:25 ଯଦି କୌଣସି ଏରର୍ ମେସେଜ୍ ନଆସେ, ତେବେ ଏହା ସଫଳ ଏକଜେକ୍ୟୁସନ୍ କୁ ଦର୍ଶାଏ |
10:30 ଟ୍ରୀ’ର ଯେକୌଣସି ସ୍ଥାନରେ ଡିରେକ୍ଟୋରୀ ତିଆରି କରିବାକୁ ଆମେ ରିଲେଟିଭ୍ ବା ଆବ୍ସୋଲ୍ୟୁଟ୍ ପାଥନେମ୍ ବ୍ୟବହାର କରିପାରିବା, ମାତ୍ର ଏପରି କରିବାର ଅନୁମତି ଥିବା ଏବଂ ସେହି ନାମରେ ଆଉ କୌଣସି ଡିରେକ୍ଟୋରୀ ପୂର୍ବରୁ ନଥିବା ଦରକାର |
10:43 ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଗଠନ କରିବାରେ ଏହି ପ୍ରକ୍ରିୟା ବ୍ୟବହୃତ ହୋଇପାରେ |
10:49 "mkdir ସ୍ପେସ୍ test1 ସ୍ପେସ୍ test2” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ, ଏହା ପ୍ରେଜେଣ୍ଟ୍ ଡିରେକ୍ଟୋରୀରେ test1 ଓ test2 ନାମକ ଦୁଇଟି ଡିରେକ୍ଟୋରୀ ଗଠନ କରିବ |
11:06 "mkdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ |
11:20 ଏହା testtree ନାମକ ଡିରେକ୍ଟୋରୀ ଓ ତା’ ତଳେ test3 ନାମକ ସବ୍ ଡିରେକ୍ଟୋରୀ ଗଠନ କରିବ |
11:28 ଆମେ କରେଣ୍ଟ୍ ଡିରେକ୍ଟୋରୀରେ testdir,test1,test2 ଓ testtree ନାମକ ଚାରୋଟି ଡିରେକ୍ଟୋରୀ ତିଆରି କରିଛେ, ଯେଉଁଥିରୁ ପ୍ରଥମ ତିନୋଟି ଖାଲି ଏବଂ ଶେଷଟିରେ test3 ନାମକ ସବ୍ ଡିରେକ୍ଟୋରୀ ରହିଛି |
11:47 mkdir ଭଳି rmdir କମାଣ୍ଡ୍ ଅଛି, ଯାହା ଏକ ବା ଏକାଧିକ ଡିରେକ୍ଟୋରୀ ରିମୁଭ୍ କରିବାରେ ବ୍ୟବହୃତ ହୋଇଥାଏ |
11:56 "rmdir ସ୍ପେସ୍ test1" କମାଣ୍ଡ୍ ଟି test1 ଡିରେକ୍ଟୋରୀକୁ ସଫଳତାର ସହିତ ରିମୁଭ୍ କରେ |
12:09 ଆପଣ ଡିରେକ୍ଟୋରୀର ଓନର୍ ହୋଇଥିଲେ ହିଁ ଏହା ରିମୁଭ୍ କରିପାରିବେ, ଆପଣଙ୍କର କରେଣ୍ଟ୍ ଡିରେକ୍ଟୋରୀଟି ରିମୁଭ୍ ହେବାକୁ ଥିବା ଡିରେକ୍ଟୋରୀର ହାଇରାର୍କି ଭାବେ ଉପରେ ଥାଏ ଓ ତାହା ଖାଲି ଅଛି |
12:23 ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ
12:35 ଆମେ ବର୍ତ୍ତମାନ testtree ତଳେ ଥିବା test3 ସବ୍ ଡିରେକ୍ଟୋରୀରେ ଅଛେ |
12:42 "rmdir ସ୍ପେସ୍ testdir" କମାଣ୍ଡ୍ ଟାଇପ୍ କରି ଓ ଏଣ୍ଟର୍ ଦାବି testdir ଡିରେକ୍ଟୋରୀକୁ ରିମୁଭ୍ କରିବାକୁ ଚେଷ୍ଟା କରିବା |
12:55 ଏହା ହେବନାହିଁ, କାରଣ କରେଣ୍ଟ୍ ଡିରେକ୍ଟୋରୀଟି, ରିମୁଭ୍ ହେବାକୁ ଥିବା ହାଇରାର୍କି ଭାବେ ଡିରେକ୍ଟୋରୀର ଉପରେ ନାହିଁ |
13:02 ତେଣୁ ଆମକୁ ହାଇରାର୍କି ଭାବେ testdir ଡିରେକ୍ଟୋରୀ ଉପରେ ଥିବା ଡିରେକ୍ଟୋରୀକୁ ଯିବାକୁ ପଡିବ |
13:08 "cd ସ୍ପେସ୍ ଡଟ୍ ଡଟ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:14 ଏବେ, "cd ସ୍ପେସ୍ ଡଟ୍ ଡଟ୍" କମାଣ୍ଡ୍ ଟାଇପ୍ କରି ଆମର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଫେରିଯିବା |
13:20 ଏବେ, ପୁଣି ପୂର୍ବ କମାଣ୍ଡ୍ ଚେଷ୍ଟା କରିବା |
13:24 "rmdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:30 testdirଟି ସଫଳତାର ସହିତ ଡିଲିଟ୍ ହୋଇଯାଇଛି | ଲକ୍ଷ୍ୟ କରନ୍ତୁ, testdir ଟି ମଧ୍ୟ ଖାଲି ଅଛି |
13:38 ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଏକାଥରେ ରିମୁଭ୍ କରାଯାଇପାରେ | test3 ସବ୍ ଡିରେକ୍ଟୋରୀ ସହିତ testtree ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚେଷ୍ଟା କରନ୍ତୁ |
13:48 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "rmdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3 " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
14:02 ଦେଖନ୍ତୁ, ଏହା ଏକ ଏରର୍ ମେସେଜ୍ ଦେଉଛି ଯେ, 'testree' ଡିରେକ୍ଟୋରୀ ରିମୁଭ୍ ହୋଇପାରିବନି, କାରଣ ତାହା ଖାଲି ନାହିଁ |
14:11 ଯେଉଁ ଜିନିଷଟି ଆପଣ ଛାଡିଦେଇପାରିଥା’ନ୍ତି, ତାହା ହେଉଛି testtree/test3ଟି ଖାଲି ଥିବାରୁ ଡିଲିଟ୍ ହୋଇଯାଇଛି |
14:19 ତାହା ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
14:27 ଏବେ "ls" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଦେଖନ୍ତୁ, ଡିରେକ୍ଟୋରୀରେ କିଛି ନାହିଁ | test3 ଡିଲିଟ୍ ହୋଇଯାଇଛି |
14:36 ଏହି ଲିନକ୍ସ୍ ଟ୍ୟୁଟୋରିଆଲ୍ ରେ ଆମେ, ଲିନକ୍ସ୍ ଫାଇଲ୍ ଓ ଡିରେକ୍ଟୋରୀ ଏବଂ ଲିନକ୍ସ୍ ଡିରେକ୍ଟୋରୀରେ କାମ କରିବା ସହିତ ସେଗୁଡିକୁ ଦେଖିବା, ସେଗୁଡ଼ିକ ମଧ୍ୟରେ ମୁଭ୍ କରିବା, ତିଆରି କରିବା ଓ ରିମୁଭ୍ କରିବା ବିଷୟରେ ଶିଖିଲେ |
14:49 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
15:03 ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
15:08 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep