Difference between revisions of "Linux/C2/File-System/Oriya"

From Script | Spoken-Tutorial
Jump to: navigation, search
 
(9 intermediate revisions by 3 users not shown)
Line 1: Line 1:
 
{| border=1
 
{| border=1
!Time
+
|'''Time'''
! ବିବରଣୀ
+
|'''Narration'''
 +
 
 
|-
 
|-
| 0:00
+
| 00:00
|ଲିନକ୍ସ ଫାଇଲ୍ ସିଷ୍ଟମ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
+
||ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
 
|-
 
|-
| 0:04
+
| 00:04
|ମୁଁ ଉବଣ୍ଟୁ 10.04 ବ୍ୟବହାର କରୁଛି.
+
|| ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
 +
 
 
|-
 
|-
| 0:07
+
| 00:07
|ଆମେ ମାନୁଁ ଯେ ଲିନକ୍ସ ଅପେରଟିଂଗ୍ ସିଷ୍ଟମ (Linux operating system) ସହିତ କିପରି ଆରମ୍ଭ କରିବାକୁ ହୁଏ ଏବଂ ଏହାର କମାଣ୍ଡ୍ ଗୁଡିକ ସମ୍ବନ୍ଧରେ କିଛି ମୌଳିକ ଧାରଣ ଏହା ଆପଣ ଜାଣନ୍ତି.
+
|| ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ବିଷୟରେ ଆପଣଙ୍କର କିଛି ମୌଳିକ ଧାରଣା ଅଛି ବୋଲି ଆମେ ଭାବୁଛୁ |
 +
 
 
|-
 
|-
| 0:13
+
| 00:13
|ଯଦି ଆପଣ ଆଗ୍ରହି ଅଟନ୍ତି, ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧି ଅଛି
+
|| ଆପଣ ଯଦି ଆଗ୍ରହୀ, ତେବେ ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
 +
 
 
|-
 
|-
| 0:25
+
| 00:25
|ଏହା ଧ୍ୟାନ ଦିଏ ଯେ ଲିନକ୍ସ ସେନସିଟିଭ (sensitive) କେସ୍ ଅଟେ.
+
|| ଲିନକ୍ସ୍, କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ |
 +
 
 
|-
 
|-
| 0:28
+
| 00:28
|ଏହି ଟ୍ୟୁଟୋରିଆଲ ରେ ବ୍ୟବହୃତ ସବୁ କମାଣ୍ଡ ଗୁଡିକ ଲୋୟର କେସ୍ ରେ ଅଛି ଯେପର୍ଯ୍ଯନ୍ତ ଉଲ୍ଲେଖ ହୋଇନାହିଁ.
+
|| ଉଲ୍ଲେଖ କରାଯାଇନଥିଲେ, ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ହେଉଥିବା ସମସ୍ତ କମାଣ୍ଡ୍ ଛୋଟ ଅକ୍ଷରରେ ଥାଏ |
 +
 
 
|-
 
|-
| 0:36
+
| 00:36
|ଲିନକ୍ସ ରେ ପ୍ରାୟ ସବୁକିଛି ଏକ ଫାଇଲ୍ ଅଟେ.
+
|| ଲିନକ୍ସ୍ ରେ ପ୍ରାୟ ସବୁକିଛି ହେଉଛି ଫାଇଲ୍ |
 +
 
 
|-
 
|-
| 0:39
+
| 00:39
|ଫାଇଲ୍ କଣ ଅଟେ ? ପ୍ରକୃତରେ ଆମେ ଜାଣୁ ଫାଇଲ୍ ଏହା ଅଟେ ଯେଉଁଥିରେ ଆମେ ଆମର ଡକୁମେଂଟ୍ସ (documents) ଏବଂ ପେପରସ୍ (papers) ସଂଚୟ କରୁ.
+
||ତେବେ ଫାଇଲ୍ କ’ଣ? ବାସ୍ତବ ଜୀବନରେ ଆମେ ନିଜର ଡକ୍ୟୁମେଣ୍ଟ୍ ଓ ପେପର୍ ଫାଇଲ୍ ରେ ରଖିଥାଉ ବୋଲି ଜାଣିଛେ |
 +
 
 
|-
 
|-
| 0:47
+
| 00:47
|ଏକା ସଦୃଶ, ଏକ ଲିନକ୍ସ ମଧ୍ୟ ଫାଇଲ୍ ସୁଚନା କୁ ଗଛିତ କରିବା ପାଇଁ ଏକ ଜାଗା ଅଟେ.
+
|| ସେହିଭଳି ଲିନକ୍ସ୍ ରେ ଏକ ଫାଇଲ୍ ହେଉଛି ସୂଚନା ଷ୍ଟୋରିଙ୍ଗ୍ ପାଇଁ ଏକ ଧାରକ |
 +
 
 
|-
 
|-
| 0:53
+
| 00:53
|ପରବର୍ତୀ, ଡାଇରେକ୍ଟ୍ ଟୋରୀ (directory) କଣ ଅଟେ ?
+
|| ଏକ ଡିରେକ୍ଟୋରୀ କ’ଣ?
 +
 
 
|-
 
|-
| 0:56
+
| 00:56
|ଡାଇରେକ୍ଟ୍ ଟୋରୀ (directory) କୁ ଫାଇଲସ୍ (files) ଏବଂ ଅନ୍ୟ ଉପ- ଡାଇରେକ୍ଟ୍ ଟୋରୀଜ (sub-directories) ସଂଗ୍ରହ ରୁପରେ ବୁଝିବାକୁ ପଡିବ.
+
|| ଫାଇଲ୍ ର ଓ ଅନ୍ୟ (ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ସ୍ଥାନକୁ ଆମେ ଡିରେକ୍ଟୋରୀ ବୋଲି ବୁଝିପାରିବା |
 +
 
 
|-
 
|-
| 1:02
+
| 01:02
|ଡାଇରେକ୍ଟ୍ ଟୋରୀ (directory)  ଆମକୁ ଆମର ଫାଇଲସ୍ (files) ରେ ନିୟମିତ ପ୍ରଥା ରେ ଆୟୋଜନ କରିବା ପାଇଁ ସାହାଜ୍ୟ କରେ.
+
|| ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଂଗଠିତ କରିବାରେ ଡିରେକ୍ଟୋରୀ ସାହାଯ୍ୟ କରେ |
 +
 
 
|-
 
|-
| 1:08
+
| 01:08
|ଏହା ଏହିପରି ଅଟେ ଯାହାକୁ ଆମେ ୱିନଡୋଜ  ରେ ଫୋଲଡରସ୍ (folders) କହୁ.
+
|| ଏହା ୱିଣ୍ଡୋଜ୍ ର ଫୋଲ୍ଡର୍ ପରି |
 +
 
 
|-
 
|-
| 1:12
+
| 01:12
|ଏହା ଅନୁମତି ଦିଏ ଅଲଗା ଅଲଗା ୟୂଜରସ୍ ମାନଂକୁ ସେମାନେ ନିଜର ଡାଇରେକ୍ଟ୍ ଟୋରୀଜ (directories) ସହିତ ଫାଇଲସ୍ (files) ରଖିପାରିବେ ଯାହା ଅନ୍ୟମାନେ ପ୍ରବେଶ କିମ୍ବା ପରିବର୍ତନ କରିପାରିବେ ନାହିଁ.
+
|| ୟୁଜର୍ ମାନେ ନିଜ ଫାଇଲ୍ସ ସହ ନିଜର ଡିରେକ୍ଟୋରୀଗୁଡିକ ରଖିପାରିବେ, ଯାହା ଅନ୍ୟମାନେ ଆକ୍ସେସ୍ କିମ୍ୱା ପରିବର୍ତ୍ତନ କରିପାରିବେ ନାହିଁ |
 +
 
 
|-
 
|-
| 1:20
+
| 01:20
|ଯଦି ସେଠାରେ ଡାଇରେକ୍ଟ୍ ଟୋରୀଜ (directories) ନ ଥାଏ, ସିଷ୍ଟମ ରେ ସବୁ ଫାଇଲସ୍ ଗୁଡିକର ଅଲଗା ଅଲଗା ଅସାଧାରଣ ନାମ ଦେବା ଦରକାର, ଯାହା ଚାଲୁରଖିବା ବହୁତ କଷ୍ଟ  ହେବ.
+
|| ଅଧିକନ୍ତୁ, ଯଦି କୌଣସି ଡିରେକ୍ଟୋରୀ ନଥାଏ, ତେବେ ସିଷ୍ଟମ୍ ରେ ସମସ୍ତ ଫାଇଲ୍ କୁ ସ୍ୱତନ୍ତ୍ର ନାମ ରଖିବାକୁ ହେବ, ଯାହା ମେଣ୍ଟେନ୍ କରିବା କଷ୍ଟକର |
 +
 
 
|-
 
|-
| 1:31
+
| 01:31
|ଯଦିଓ ଫାଇଲସ୍ ଏବଂ  ଡାଇରେକ୍ଟ୍ ଟୋରୀଜ (directories) ର ପରିଭାଷା ସେମାନକଂ ସମ୍ଭନ୍ଧରେ ଏକ ସାଧାରଣ ସୁଚନା ଦେବା ପାଇଁ ଠିକ୍ ଅଟେ, କିନ୍ତୁ ଏହା ସେମାନକଂ ପାଇଁ ପୁରା ଠିକ୍ ନୁହେଁ.
+
|| ଯଦିଓ ଫାଇଲ୍ସ ଓ ଡିରେକ୍ଟୋରୀସ୍ ବିଷୟରେ ସାଧାରଣ ଜ୍ଞାନ ପାଇବା ପାଇଁ ଏହି ସଜ୍ଞାଗୁଡିକ ଉତ୍ତମ, କିନ୍ତୁ ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ
 +
 
 
|-
 
|-
| 1:42
+
| 01:42
|ଫାଇଲ୍ ର ନାମ ଏବଂ କିଛି ଗୁଣ  କିମ୍ବା ପ୍ରଶାସନିକ ସୁଚନା ଯାହା ଏହାର  କନ୍ଟେଟସ୍ (contents) ର ସହିତ ଅଛି; ଯାହା ସେହି ଫାଇଲ୍ ର ରଚନା/ରୁପନ୍ତର ତାରିଖ ଏବଂ ଏହାର ଅନୁମତି ସମ୍ବନ୍ଧରେ ସୁଚନା ଦିଏ. 
+
|| ତତସମେତ ଫାଇଲ୍ ର କଣ୍ଟେଣ୍ଟ୍, ରେ ଏକ ନାମ କିଛି ପ୍ରପର୍ଟି କିମ୍ୱା ’ଆଡମିନିଷ୍ଟ୍ରେଟିଭ୍ ଇନ୍ଫର୍ମେସନ୍” ଥାଏ, ଯାହା ହେଉଛି ଫାଇଲ୍ ର କ୍ରିଏଶନ୍/ମୋଡିଫିକେଶନ୍ ତାରିଖ ଓ ତାହାର ଅନୁମତି |
 +
 
 
|-
 
|-
| 1:55
+
| 01:55
|ଏହି ସୁଚନା ଫାଇଲ୍ ର inode ରେ ଗଛିତ ଅଛି, ଯାହା ଫାଇଲ୍ ସିଷ୍ଟମ ରେ ଡାଟା ର ଏକ ବିଶେଷ ଅବରୋଧ ଏବଂ ଏଥିରେ ମଧ୍ୟ ଫାଇଲ୍ ର ଲମ୍ଭା ଏବଂ disk ର କେଉଁ ଠାରେ ସଂଚୟ ଅଛି ଅନ୍ତର୍ଭୂକ୍ତ.
+
|| ପ୍ରପର୍ଟିଗୁଡିକ ଫାଇଲ୍ ର ଆଇନୋଡ୍ ନାମକ ଫାଇଲ୍ ସିଷ୍ଟମ୍ ର ଏକ ସ୍ୱତନ୍ତ୍ର ଡାଟା ବ୍ଲକ୍ ରେ ରହିଥାଏ, ଯେଉଁଥିରେ ଫାଇଲ୍ ର ଦୈର୍ଘ୍ୟ ଓ ଡିସ୍କ୍ ରେ ଏହାର ସ୍ଥାନର ସୂଚନା ଥାଏ | 
 +
 
 
|-
 
|-
| 2:08
+
| 02:08
|ସିଷ୍ଟମ ଫାଇଲ୍ ର inode ନମ୍ବର୍ କୁ ବ୍ୟବହାର କରେ. ଆମର ସୁବିଧା ପାଇଁ ଡାଇରେକ୍ଟ୍ ଟୋରୀ (directory) ଆକାର ଫାଇଲ୍ ର ନାମ ଦିଏ, ଯେପରି ଆମକୁ ବହୁତ ନମ୍ବର୍ସ୍ ଠାରୁ ବେଶୀ ନାମ ମନେରଖିବାକୁ ସୁବିଧା ହୋଇଥାଏ.
+
|| ସିଷ୍ଟମ୍ ଟି ଫାଇଲ୍ ର ଆଇନୋଡ୍ ସଂଖ୍ୟା ବ୍ୟବହାର କରିଥାଏ; ବୃହତ ସଂଖ୍ୟା ଅପେକ୍ଷା ନାମ ମନେରଖିବା ସହଜ ହେଉଥିବାରୁ ଡିରେକ୍ଟୋରୀ ସଂରଚନାଟି ଆମର ସୁବିଧା ପାଇଁ ଫାଇଲ୍ ର ନାମକରଣ କରେ |
 +
 
 
|-
 
|-
|2:23
+
|02:23
|ଡାଇରେକ୍ଟ୍ ଟୋରୀ (directory) କୁ ଅତିସରଳ ପରିଭାଷା ରେ ବିରୋଧ କରେ ଯେ, ଏକ ଡାଇରେକ୍ଟ୍ ଟୋରୀ (directory) ବାସ୍ତବରେ ଅନ୍ୟ ଫାଇଲସ୍ କୁ ଗଛିତ କରେ ନାହିଁ, କିନ୍ତୁ ଏହା ନିଜେ ଏକ ଫାଇଲ୍ ଅଟେ ଯାହା ଅନ୍ୟ ଫାଇଲ୍ ଗୁଡିକର inode ଏବଂ ନମବର୍ସ୍ (numbers) ଏବଂ ନାମ କୁ ଧାରଣ କରେ.
+
|| ଏହାର ଅତି ସରଳ ସଜ୍ଞା ବିପରୀତେ, ଏକ ଡିରେକ୍ଟୋରୀ ବାସ୍ତବରେ ଅନ୍ୟ ଫାଇଲ୍ ଷ୍ଟୋର୍ କରେ ନାହିଁ, ଏହା ହେଉଛି ନିଜେ ଗୋଟିଏ ଫାଇଲ୍, ଯେଉଁଥିରେ ଆଇନୋଡ୍ ସଂଖ୍ୟା ଓ ନାମ ରହିଥାଏ |
 +
 
 
|-
 
|-
| 2:37
+
| 02:37
|ପ୍ରକୃତରେ ଲିନକ୍ସ ରେ ତିନି ପ୍ରକାରର ଫାଇଲସ୍ ଅଛି:
+
|| ବାସ୍ତବରେ ଲିନକ୍ସ୍ ରେ ତିନିପ୍ରକାର ଫାଇଲ୍ ଥାଏ :
 +
 
 
|-
 
|-
| 2:41
+
| 02:41
| 1 Regular Files or Ordinary files - ଏଥିରେ କେବେଳ ଅଖ୍ୟର ର ଧାର ର ରୁପ ପରି ଡାଟା (data) ଅନ୍ତର୍ଭୁକ୍ତ.
+
||1 ନିୟମିତ ଫାଇଲ୍ କିମ୍ୱା ସାଧାରଣ ଫାଇଲ୍ : କ୍ୟାରେକ୍ଟର୍ ଷ୍ଟ୍ରିମ୍ ଭାବରେ ଏଥିରେ କେବଳ ଡାଟା ଥାଏ |
 +
 
 
|-
 
|-
| 2:48
+
| 02:48
|2 Directories: ଯାହାକି ଆମେ ପୁର୍ବ  ସ୍ଲାଇଡ୍ ଗୁଡିକରେ ରେ ଦେଖିଥିଲୁ.
+
||2 ଡିରେକ୍ଟୋରୀ: ଯେପରି ଆମେ ପୂର୍ବ ସ୍ଲାଇଡ୍ ଗୁଡ଼ିକରେ ଦେଖିଲେ
 +
 
 
|-
 
|-
| 2:52
+
| 02:52
|3 Device Files: ସବୁ hardware ଉପକରଣ ଏବଂ ପ୍ରାନ୍ତ ସମ୍ବଂଧିୟ (peripherals) କୁ ଲିନକ୍ସ ରେ ଫାଇଲସ୍ ରୁପରେ ପ୍ରସ୍ତୁତ କରାଯାଇଛି.
+
||3 ଡିଭାଇସ୍ ଫାଇଲ୍: ଲିନକ୍ସ୍ ରେ ସବୁ ହାର୍ଡୱେର୍ ଡିଭାଇସେସ୍ ଓ ପେରିଫେରାଲ୍ସକୁ ଫାଇଲ୍ ଭାବରେ ଦର୍ଶାଯାଇଥାଏ |
 +
 
 
|-
 
|-
| 2:59
+
| 02:59
|ଲିନକ୍ସ ରେ ସବୁ ଉପକରଣ ଯେପରି CD, Harddisk, ଏପରି usb stick ସବୁ କିଛି ଏକ ଫାଇଲ୍ ଅଟେ . କିନ୍ତୁ ଏହା ଏପରି କାହିଁକି ? ଏହା ଏହି ଉପକରଣ କୁ ସାଧାରଣ ଫାଇଲ୍ ଗୁଡିକ ପରି ସମାନ ରୁପରେ ଲେଖିବାକୁ ଏବଂ ପଡିବାକୁ ସାହାଜ୍ୟ କରେ.
+
|| CD, ହାର୍ଡ୍ ଡିସ୍କ୍ କିମ୍ବା ଏକ usb ଷ୍ଟିକ୍ ହେଉନା କାହିଁକି, ଲିନକ୍ସ୍ ରେ ସବୁ ଫାଇଲ୍ ଅଟେ | କିନ୍ତୁ ଏପରି କାହିଁକି? ଏହା, ସାଧାରଣ ଫାଇଲ୍ ଗୁଡ଼ିକ ଭଳି ଏହିସବୁ ଡିଭାଇସ୍ ରେ ରିଡ୍ ଓ ରାଇଟ୍ କରିବାରେ ସାହାଯ୍ୟ କରେ |
 +
 
 
|-
 
|-
| 3:15
+
| 03:15
|ଲିନକ୍ସ ରେ ସବୁ ଫାଇଲସ୍ ସମ୍ବଂଧିତ ଅଟେ, ସଂଖେପରେ, ସେମାନେ ଆମ ଭଳି ଏକ ପରିବାର ପରି ଅଟନ୍ତି.
+
|| ଆମମାନଙ୍କ ଭଳି ଲିନକ୍ସ୍ ରେ ସବୁ ଫାଇଲ୍ ପରସ୍ପର ସହିତ ମିଶି ଏକ ପରିବାର ଗଠନ କରିଥାନ୍ତି |
 +
 
 
|-
 
|-
| 3:22
+
| 03:22
|ଡାଇରେକ୍ଟ୍ ଟୋରୀ (directory) ରେ ଅନ୍ତର୍ଭୁକ୍ତ କିଛି ଫାଇଲସ୍ ଏବଂ ଉପ- ଡାଇରେକ୍ଟ୍ ଟୋରୀଜ (sub-directories) ର ସମ୍ପର୍କ ଅଭିଭାବକ ଏବଂ ପିଲା ପରି ଅଟେ. ଏହା ଲିନକ୍ସ ଫାଇଲ୍ ସିଷ୍ଟମ ଟ୍ରି (tree) କୁ ଜନ୍ମ ଦିଏ.
+
|| ଏକ ଡିରେକ୍ଟୋରୀରେ ଥିବା କିଛି ଫାଇଲ୍ ଓ ସବ୍ ଡିରେକ୍ଟୋରୀ ମଧ୍ୟରେ ପ୍ୟାରେଣ୍ଟ୍-ଚାଇଲ୍ଡ୍ ସମ୍ପର୍କ ଥାଏ | ଏହା, ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଟ୍ରୀ ଗଠନ କରିଥାଏ |
 +
 
 
|-
 
|-
| 3:34
+
| 03:34
|ସବୁଠାରୁ ଉପରେ ରୂଟ୍ (root) ଅଟେ ଯେପରି frontslash / ଦ୍ବାରା ସୁଚାଇ ଦିଆଯାଏ. ଏହା ସବୁ ଅନ୍ୟ ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ (directories) କୁ ଅନ୍ତର୍ଭୁକ୍ତ କରେ.
+
|| ଶୀର୍ଷରେ ରୁଟ୍(ଫ୍ରଣ୍ଟ୍ ସ୍ଲାସ୍ ଦ୍ୱାରା ଚିହ୍ନିତ) ଅଛି | ଏଥିରେ ଅନ୍ୟ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ରହିଥାଏ |
 +
 
 
|-
 
|-
| 3:42
+
| 03:42
|ଯଦି ଆମେ ଠିକ୍ ରାସ୍ତା  ଜାଣୁ, ତେବେ ଏହା ଆମକୁ ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (directory) ଠାରୁ ଅନ୍ୟ କୁ ଯିବା ପାଇଁ ସାହାଜ୍ୟ କରେ.
+
|| ସଠିକ ପାଥ୍ ଜାଣିଥିଲେ, ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀରୁ ଅନ୍ୟକୁ ସହଜ ନେଭିଗେଶନ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରେ |
 +
 
 
|-
 
|-
| 3:51
+
| 03:51
|ଯେପରି ଆମେ ଲିନକ୍ସ ଫାଇଲ୍ ସିଷ୍ଟମ ରେ କାମ କରୁ, ଏଥିରୁ ଜଣା ପଡେ ଯେ ଆମେ ଟ୍ରି (tree) ସହିତ ଆଗକୁ ଯାଉଛୁ.
+
|| ଆମେ ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ସହିତ କାମ କରିବାବେଳେ, ଏହି ଟ୍ରୀ ମଧ୍ୟରେ ଗତି କରିବା ଭଳି ଲାଗେ |
 +
 
 
|-
 
|-
| 3:56
+
| 03:56
|ଏକ କମାଣ୍ଡ ଏବଂ ଆପଣ ଏକ ଜାଗା ରୁ ଅନ୍ୟ ଏକ ଜାଗା କୁ teleported ହୋଇଯାଏ.
+
|| ଗୋଟିଏ କମାଣ୍ଡ୍ ରେ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେଲିପୋର୍ଟ୍ କରନ୍ତି |
 +
 
 
|-
 
|-
| 4:01
+
| 04:01
|Sounds ଆନଂଦ ଦାୟକ ! ସତରେ ଏହା ଅଟେ. ଯେପରି ଆମେ ଦେଖିବା.
+
|| ରୋଚକ ଲାଗୁଛି!! ନିଶ୍ଚିତରେ ଏହା ଏପରି | ଯେମିତି କି ଆମେ ଦେଖିବା |
 +
 
 
|-
 
|-
| 4:05
+
| 04:05
|ଯେବେ ଆମେ ଲିନକ୍ସ ସିଷ୍ଟମ ରେ ଲୋଗ-ଇନ୍ (login) କରନ୍ତି ଆମେ ସ୍ବାଭାବିକ ଭାବରେ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ରେ ଅଛୁ. 
+
|| ଲିନକ୍ସ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ |
 +
 
 
|-
 
|-
| 4:11
+
| 04:11
|ଏବେ, ଟର୍ମିନାଲ୍ କୁ ଯିବା.
+
|| ଏବେ, ଟର୍ମିନାଲ୍ କୁ ଯାଆନ୍ତୁ |
 +
 
 
|-
 
|-
| 4:13
+
| 04:13
|ଉବଣ୍ଟୁ ରେ ଟର୍ମିନାଲ୍ କୁ ଆରମ୍ଭ କରିବା ପାଇଁ Ctrl+alt+T ସାହାଜ୍ୟ କରେ.
+
|| ଟର୍ମିନାଲ୍ ଆରମ୍ଭ କରିବାକୁ Ctrl+alt+T ସାହାଯ୍ୟ କରେ |
 +
 
 
|-
 
|-
| 4:17
+
| 04:17
|ଏହି କମାଣ୍ଡ ସବୁ ୟୁନିକ୍ସ୍ ସିଷ୍ଟମ (unix system) ରେ କାମ କରି ନ ପାରେ. ଟର୍ମିନାଲ୍ କୁ  ଖୋଲିବା ପାଇଁ ଏକ ସାମାନ୍ୟ ପ୍ରକ୍ରିୟI ପୁର୍ବରୁ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ବ୍ୟାଖା ହୋଇଛି.
+
|| ଅବଶ୍ୟ, ଏହି କମାଣ୍ଡ୍, ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ହୋଇଛି |
 +
 
 
|-
 
|-
| 4:27
+
| 04:27
|ହୋମ୍-ଡାଇରେକ୍ଟ୍ ଟୋରୀ (home directory) କୁ ଦେଖିବା ପାଇଁ, କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "echo space dollar H-O-M-E in capital" ଏବଂ ଏନ୍ଟର୍ ଦବାଅ.
+
||ହୋମ୍ ଡିରେକ୍ଟୋରୀ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ H-O-M-E ଟାଇପ୍ କରି" ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 4:40
+
| 04:40
|ଏହା ଆମ ହୋମ୍-ଡାଇରେକ୍ଟ୍ ଟୋରୀ (home directory) ର ପାଥ୍ ନେମ୍ (pathname) ଦିଏ.
+
|| ଏହା ହୋମ୍ ଡିରେକ୍ଟୋରୀର ପାଥ୍ ନେମ୍ ଦିଏ |
 +
 
 
|-
 
|-
| 4:44
+
| 04:44
|ଆମେ ଏକ  ଡାଇରେକ୍ଟ୍ ଟୋରୀ (directory) ଠାରୁ ଅନ୍ୟ କୁ ଯାଇପାରିବା.
+
|| ଆମେ ଗୋଟିଏ ଡିରେକ୍ଟୋରୀରୁ ଅନ୍ୟକୁ ଯାଇପାରିବା |
 +
 
 
|-
 
|-
| 4:47
+
| 04:47
|କିନ୍ତୁ ଯେକୌଣସି ସମୟରେ ଆମେ କୌଣସି ଏକ ଡାଇରେକ୍ଟ୍ ଟୋରୀ (directory) ରେ ରହିପାରିବା ଏବଂ ଏହି ଡାଇରେକ୍ଟ୍ ଟୋରୀ (directory) କୁ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କିମ୍ବା ଓର୍କିଂଗ୍ ଡାଇରେକ୍ଟ୍ ଟୋରୀ (working directory) କହନ୍ତି. ଏବେ ସ୍ଲାଇଡ୍  ଗୁଡିକ ର ପଛକୁ ଯିବା.
+
|| ମାତ୍ର, ଯେକୌଣସି ସମୟରେ ଆମେ ଗୋଟିଏ ଡିରେକ୍ଟୋରୀରେ ରହିପାରୁ ଓ ଏହି ଡିରେକ୍ଟୋରୀକୁ କରେଣ୍ଟ୍ ଡିରେକ୍ଟୋରୀ ବା ୱର୍କିଂ ଡିରେକ୍ଟୋରୀ କୁହାଯାଏ | ଏବେ ସ୍ଲାଇଡ୍ସକୁ ଫେରିଯିବା |
 +
 
 
|-
 
|-
| 4:56
+
| 04:56
|pwd କମାଣ୍ଡ୍ ଆମକୁ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖିବା ପାଇଁ ସାହାଜ୍ୟ କରେ . pwd ପ୍ରେଜେଣ୍ଟ ଓର୍କିଂଗ୍ ଡାଇରେକ୍ଟ୍ ଟୋରୀ (present working directory) ପାଇଁ ଦଣ୍ଡାୟମାନ.
+
|| କରେଣ୍ଟ୍ ଡିରେକ୍ଟୋରୀ ଦେଖିବା ପାଇଁ ଆମକୁ ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ ବା pwd କମାଣ୍ଡ୍ ସାହାଯ୍ୟ କରେ |
 +
 
 
|-
 
|-
| 5:03
+
| 05:03
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "pwd" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ବର୍ତମାନ ଏହା ଆମର ପ୍ରେଜେଣ୍ଟ ଓର୍କିଂଗ୍ ଡାଇରେକ୍ଟ୍ ଟୋରୀ (present working directory) ଅଟେ.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "pwd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏବେ, ଏହା ହେଉଛି ଆମର ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ |
 +
 
 
|-
 
|-
| 5:13
+
| 05:13
|ଆମେ କହିଛେ ଯେ ଆମେ ଏକ  ଡାଇରେକ୍ଟ୍ ଟୋରୀ (directory) ଠାରୁ ଅନ୍ୟ କୁ ଯାଇପାରିବା.
+
|| ଗୋଟିଏ ରୁ ଅନ୍ୟଏକ ଡିରେକ୍ଟୋରୀକୁ ଯାଇପାରିବା ବୋଲି ଆମେ କହିସାରିଛୁ |
 +
 
 
|-
 
|-
| 5:17
+
| 05:17
|କିନ୍ତୁ ଆମେ କିପରି କରୁଁ ? ଏହା ପାଇଁ ଆମର ପାଖରେ cd କମାଣ୍ଡ୍ ଅଛି.
+
|| ମାତ୍ର ଏହା କିପରି କରିବା? ଏଥିପାଇଁ ଏକ cd କମାଣ୍ଡ୍ ଅଛି |
 +
 
 
|-
 
|-
| 5:22
+
| 05:22
|ଯେଉଁ ଡାଇରେକ୍ଟ୍ ଟୋରୀ (directory) କୁ ଆପଣ ଯିବା ପାଇଁ ଚାହୁଁଛ, ତାହାର ପାଥ୍ ନେମ୍ (pathname)  ଟାଇପ୍ କରିବା ପରେ cd କମାଣ୍ଡ୍ ଟାଇପ୍ କର.
+
|| ଆମ ଇପ୍ସିତ ଡିରେକ୍ଟୋରୀକୁ ଯିବାପାଇଁ cd କମାଣ୍ଡ୍ ପରେ ଡିରେକ୍ଟୋରୀର ପାଥ୍ ନେମ୍ ଟାଇପ୍ କରିବାକୁ ପଡିବ |
 +
 
 
|-
 
|-
| 5:28
+
| 05:28
|ଚାଲ ପୁଣିଥରେ,  କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "pwd" ଟାଇପ୍ କରକି ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖିବା ଏବଂ entar ଦବାଅ.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଓ ଏଣ୍ଟର୍ ଦାବି ପୁଣିଥରେ ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା |
 +
 
 
|-
 
|-
|5:37
+
|05:37
|ତେଣୁ, ଏବେ ଆମେ ଏହି ଡାଇରେକ୍ଟ୍ ଟୋରୀ (directory) ରେ ଉପସ୍ତିତ ଅଛୁ. 
+
||ଏବେ, ଆମେ ଏହି ଡିରେକ୍ଟୋରୀକୁ ଆସିଗଲୁ |
 +
 
 
|-
 
|-
| 5:41
+
| 05:41
|ବର୍ତମାନ କୁହ, ଆମେ slash usr directory କୁ ଯିବା ପାଇଁ ଚାହୁଁ. ତେଣୁ "cd space slash usr" ଟାଇପ୍ କର. ମନେରଖ ଏଠାରେ ଲିନକ୍ସ ରେ ସ୍ଲାଶ୍ (slash) ମାନେ ଫ୍ରଣ୍ଟ ସ୍ଲାଶ୍  (front slash) ଏବଂ ଏନ୍ଟର୍ ଦବାଅ.
+
||ମନେକରନ୍ତୁ, ଏବେ ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଯିବାକୁ ଚାହୁଁଛେ | ତେଣୁ, “cd ସ୍ପେସ୍ ସ୍ଲାସ୍ usr” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ମନେରଖନ୍ତୁ, ଲିନକ୍ସ୍ ରେ ସ୍ଲାସ୍ ର ଅର୍ଥ ହେଉଛି ଫ୍ରଣ୍ଟ୍ ସ୍ଲାସ୍ |
 +
 
 
|-
 
|-
| 5:56
+
| 05:56
|ଏବେ, ଆମେ ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖିବା.
+
|| ଏବେ, ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 6:03
+
| 06:03
|ହଁ ଆମେ slash usr directory କୁ ଚାଲିଯାଇଛୁ.
+
|| ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଆସିଯାଇଛୁ |
 +
 
 
|-
 
|-
| 6:08
+
| 06:08
|ଏଠାରେ ଅସୁବିଧା ହେଲା କି ପାଥ୍ ନେମ୍ (pathname) ବହୁତ ଲମ୍ବା ହୋଇପାରିବ, କାରଣ ଏଗୁଡିକ Absolute Pathnames ଅଟେ ଯାହାକି ମୁଳ ଡାଇରେକ୍ଟ୍ ଟୋରୀ  (directory) ଠାରୁ ଆରମ୍ଭ କରି ପୁରା ପାଥ (entire path) ର ତାଲିକା ଦିଏ.
+
|| ଏଠାରେ ସମସ୍ୟାଟି ହେଉଛି ପାଥ୍ ନାମ ଖୁବ୍ ଦୀର୍ଘ ହୋଇପାରେ, କାରଣ ଏଗୁଡିକ ଆବ୍ସୋଲ୍ୟୁଟ୍ ପାଥ୍ ନେମ୍, ଯେଉଁଥିରେ ରୁଟ୍ ଡିରେକ୍ଟୋରୀରୁ ଆରମ୍ଭ କରି ସମଗ୍ର ପାଥ୍ ରହିଥାଏ |
 +
 
 
|-
 
|-
| 6:18
+
| 06:18
|ଏହା ପରିବର୍ତେ ଆମେ ରେଲେଟିବି ପାଥ୍ ନେମେସ୍ (Relative pathnames) ର ବ୍ୟବହାର କରିପାରୁ ଯାହା କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ଠାରୁ ଆରମ୍ଭ ହୁଏ.
+
|| ଏହା ବଦଳରେ ଆମେ, କରେଣ୍ଟ୍ ଡିରେକ୍ଟୋରୀରୁ ଆରମ୍ଭ ହୋଇଥିବା ରିଲେଟିଭ୍ ପାଥ୍ ନାମ ବ୍ୟବହାର କରିପାରିବା |
 +
 
 
|-
 
|-
| 6:23
+
| 06:23
|ଏଠାରେ ଆମେ ଦୁଇଟି ବିଶେଷ ଗୁଣ କୁ ଜାଣିବା ପାଇଁ ଆବଶ୍ୟକ. dot ଯାହା କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦର୍ଶାଏ ଏବଂ dot dot ଯାହା କରେନ୍ଟ୍  ଡାଇରେକ୍ଟ୍ ଟୋରୀ ର ପରେନ୍ଟ୍  ଡାଇରେକ୍ଟ୍ ଟୋରୀ (parent directory) କୁ ଦର୍ଶାଏ.
+
||ଏଠାରେ ଆମକୁ ଦୁଇଟି ସ୍ୱତନ୍ତ୍ର କ୍ୟାରେକ୍ଟର୍ ଜାଣିବା ଆବଶ୍ୟକ |
 +
“dot” ଯାହା କରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ ଓ '''dot dot''' ଯାହା କରେଣ୍ଟ୍ ଡିରେକ୍ଟୋରୀର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ |
 +
 
 
|-
 
|-
| 6:36
+
| 06:36
|ବର୍ତମାନ ଚାଲ cd command ଉପରେ ଏକ ସଂଖିପ୍ତ କାର୍ଯକ୍ରମ କରିବା.
+
|| ଏବେ, cd କମାଣ୍ଡ୍ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିବା |
 +
 
 
|-
 
|-
| 6:40
+
| 06:40
|କୌଣସି ଯୁକ୍ତି ବିନା ହୋମ୍ ଡାଇରେକ୍ଟ୍ ଟୋରୀ (home directory) ର ପଛକୁ ଯିବା ପାଇଁ cd କମାଣ୍ଡ୍ ର ବ୍ୟବହାର କରୁଛେ. 
+
|| ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ, କୌଣସି ଆର୍ଗ୍ୟୁମେଣ୍ଟ୍ ବିନା cd କମାଣ୍ଡ୍ ବ୍ୟବହୃତ ହୋଇଥାଏ |
 +
 
 
|-
 
|-
| 6:46
+
| 06:46
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ cd ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 6:51
+
| 06:51
|ବର୍ତମାନ pwd କମାଣ୍ଡ ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ଦେଖି ପାରିବା.
+
|| ଏବେ, pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ |
 +
 
 
|-
 
|-
| 6:55
+
| 06:55
|ତେଣୁ ବର୍ତମାନ ଆମେ ଫେରିଛୁ ଆମର ହୋମ୍ ଡାଇରେକ୍ଟ୍ ଟୋରୀ କୁ (home directory) /home/gnuhata [ narration- slash home slash gnuhata ]
+
||ବର୍ତ୍ତମାନ ଆମେ ହୋମ୍ ଡିରେକ୍ଟୋରୀକୁ ଫେରିଆସିଛେ /home/gnuhata [ ନ୍ୟାରେସନ୍- ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା ]
 +
 
 
|-
 
|-
| 7:01
+
| 07:01
|ଏବେ ଚାଲ ଆମେ ମ୍ୟୁଜିକ୍ ଡାଇରେକ୍ଟ୍ ଟୋରୀ (home directory) କ୍ ଯିବା. କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "cd space Music(M in capital) slash ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଏବେ ମ୍ୟୁଜିକ୍ ଡିରେକ୍ଟୋରୀକୁ ଯିବା | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ମ୍ୟୁଜିକ(କ୍ୟାପିଟାଲ୍ M) ସ୍ଲାସ୍" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 7:13
+
| 07:13
|ବର୍ତମାନ pwd command ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ନିୟନ୍ତ୍ରଣ କର. pwd ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଦେଖ ଆମେ /home/gnuhata/Music କୁ ଯାଇଛୁ.
+
|| pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ ଏବେ /home/gnuhata/Musicକୁ ଚାଲିଆସିଛେ |
 +
 
 
|-
 
|-
| 7:26
+
| 07:26
|ବର୍ତମାନ  ମ୍ୟୁଜିକ୍ (music) ଠାରୁ ପେରେନ୍ଟ୍ ଡାଇରେକ୍ଟ୍ ଟୋରୀ (parent directory) କୁ ଯିବା. ଏହା ପାଇଁ ଆପଣଂକୁ cd command ସହିତ dot dot ବ୍ୟବହାର କରିବାକୁ ପଡିବ.
+
|| ମ୍ୟୁଜିକ୍ ରୁ ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଯିବା | ଏଥିପାଇଁ ଆପଣଙ୍କୁ ଡଟ୍ ଡଟ୍ ସହିତ cd କମାଣ୍ଡ୍ ବ୍ୟବହାର କରିବାକୁ ହେବ |
 +
 
 
|-
 
|-
| 7:33
+
| 07:33
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ cd space dot dot ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| କମାଣ୍ଡ୍ ପ୍ରମ୍ପ୍ଟ ରେ cd ସ୍ପେସ୍ ଡଟ୍ ଡଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 7:40
+
| 07:40
|ବେ pwd ଟାଇପ୍ କରି ଆମର ବର୍ତମାନ ଡାଇରେକ୍ଟ୍ ଟୋରୀ (directory) କୁ ନିୟନ୍ତ୍ରଣ କର. ଆମେ ପୁଣିଥରେ  /home/gnuhata ରେ ଅଛୁ.
+
|| ଏବେ pwd ଟାଇପ୍ କରି ଆମର ପ୍ରେଜେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ ପୁଣି /home/gnuhataରେ ଅଛେ |
 +
 
 
|-
 
|-
| 7:51
+
| 07:51
|ବର୍ତମାନ ଚାଲ  dot ର ବ୍ୟବହାର କରି କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ର ସବ୍ ଡାଇରେକ୍ଟ୍ ଟୋରୀ (subdirectory) କୁ ଯିବା. 
+
|| ଏବେ ଡଟ୍ ବ୍ୟବହାର କରି କରେଣ୍ଟ୍ ଡିରେକ୍ଟୋରୀର ସବ୍ ଡିରେକ୍ଟୋରୀକୁ ଯିବାକୁ ଚେଷ୍ଟା କରିବା |
 +
 
 
|-
 
|-
| 7:58
+
| 07:58
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ cd space dot slash Documents(D in capital) slash ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ cd ସ୍ପେସ୍ ଡଟ୍ ସ୍ଲାସ୍ ଡକ୍ୟୁମେଣ୍ଟ୍ସ୍(କ୍ୟାପିଟାଲ୍ D) ସ୍ଲାସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 8:09
+
| 08:09
|pwd ଟାଇପ୍ କରି ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ନିୟନ୍ତ୍ରଣ କର. ଆମେ /home/gnuhata/Documents ରେ ଅଛୁ.
+
|| pwd ଟାଇପ୍ କରି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhata/Documentsରେ ଅଛେ |
 +
 
 
|-
 
|-
| 8:19
+
| 08:19
|ଏବେ ctrl+ L ଦବାଇ ସ୍କ୍ରିନ୍ (screen) କୁ ମୁଁ କ୍ଲିଅର୍ (clear)  କରୁଛି.  ତେଣୁ ଆପଣ ପରିଷ୍କାର ଦେଖିପାରିବେ.
+
|| କଣ୍ଟ୍ରୋଲ୍ L ଦାବି ସ୍କ୍ରୀନ୍ କ୍ଲିଅର୍ କରିବି, ଯେଉଁଥିରୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ |
 +
 
 
|-
 
|-
| 8:23
+
| 08:23
|cd command ଦ୍ବାରା ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଆଉଥରେ ଯାଅ. cd ଟାଇପ୍ କର ଏବଂ ଏନ୍ଟର୍ ଦାବାଅ.
+
||cd କମାଣ୍ଡ୍ ଦ୍ୱାରା ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ cd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 8:32
+
| 08:32
|ପୁଣି pwd command ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ନିୟନ୍ତ୍ରଣ କର. ଆମେ /home/gnuhata କୁ ଆଉଥରେ ଆସିଛୁ.
+
|| pwd କମାଣ୍ଡ୍ ଦ୍ୱାରା ପୁଣି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhataକୁ ଫେରିଆସିଛେ |
 +
 
 
|-
 
|-
| 8:41
+
| 08:41
|ଆମେ ଏକ ରିଲେଟିଭ୍ ପାଥ୍ (relative path) ରେ ଯେକୌଣସି dot dot କୁ ଯୋଡି ପାରିବା ଯାହା slash ଦ୍ବାର ଅଲଗା ହୁଏ.  
+
||<nowiki> ଏକ ରିଲେଟିଭ୍ ପାଥ୍ ରେ ଆମେ / [ନ୍ୟାରେସନ୍- ସ୍ଲାସ୍] ଦ୍ୱାରା ପୃଥକ ହୋଇଥିବା ଯେକୌଣସି ସଂଖ୍ୟକ .. [ନ୍ୟାରେସନ୍ – ଡଟ୍ ଡଟ୍] ଏକତ୍ର କରିପାରିବା | </nowiki>
 +
 
 
|-
 
|-
| 8:47
+
| 08:47
|ଏହି ସ୍ଲାଇଡ୍ (slide) ରେ, ଆମେ ଫାଇଲ୍ ସିଷ୍ଟମ (file system) ର ଅନୁକ୍ରମ ଦେଖି ପାରିବା. Root କିମ୍ବା slash (/) ସବୁଠାରୁ ଉପରେ. ରୂଟ୍ (root) ଅଧିନରେ ଦୁଇଟି sub-directories ଅଛି: ହୋମ୍ ଏବଂ ବିନ୍ (home and bin). ୟୁଜରନେମ୍ (username), ଏଠାରେ gnuhata ନାମକ ଡାଇରେକ୍ଟ୍ ଟୋରୀ (directory), ହୋମ୍ (home) ଅଧିନରେ ଏକ sub-directory ଅଟେ.
+
|| ଏହି ସ୍ଲାଇଡ୍ ରେ ଆମେ, ଫାଇଲ୍ ସିଷ୍ଟମ୍ ହାଇରାର୍କି ଦେଖିପାରିବା | ରୁଟ୍ କିମ୍ୱା / ଶୀର୍ଷରେ ଥାଏ | ହୋମ୍ ବିନ୍ ହେଉଛି ରୁଟ୍ ଅନ୍ତର୍ଗତ ଦୁଇଟି ସବ୍ ଡିରେକ୍ଟୋରୀ |
 +
ୟୁଜର୍ ନେମ୍, ଏଠାରେ ହୋମ୍ ଅନ୍ତର୍ଗତ gnuhata ନାମକ ଡିରେକ୍ଟୋରୀ ଏକ ସବ୍ ଡିରେକ୍ଟୋରୀ ଅଟେ |
 +
 
 
|-
 
|-
| 9:05
+
| 09:05
|ତେଣୁ ଏବେ, ଆମେ /home/gnuhata ରେ ଅଛୁ. ବର୍ତମାନ ଆମେ ବିନ୍ ଡାଇରେକ୍ଟ୍ ଟୋରୀ (bin directory) କୁ କପରି ଯିବା?  
+
|| ତେବେ, ଆମେ ବର୍ତ୍ତମାନ /home/gnuhataରେ ଅଛେ | ଏବେ ଆମେ ବିନ୍ ଡିରେକ୍ଟୋରୀକୁ କିପରି ଯିବା?
 +
 
 
|-
 
|-
| 9:12
+
| 09:12
|କମାଣ୍ଡ ପ୍ରୋମପ୍ଟ୍ (command prompt) ରେ ଟାଇପ୍ କର "cd space dot dot slash dot dot slash bin" ଏବଂ ଏନ୍ଟର୍ ଦବାଅ.
+
||କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ଡଟ୍ ଡଟ୍ ସ୍ଲାସ୍ ଡଟ୍ ଡଟ୍ ସ୍ଲାସ୍ ବିନ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 9:23
+
| 09:23
|pwd କମାଣ୍ଡ ଦ୍ବାରା ଆମର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) କୁ ନିୟନ୍ତ୍ରଣ କର. ଆମେ slash bin ରେ ଅଛୁ.
+
||pwd କମାଣ୍ଡ୍ ଦ୍ୱାରା କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /bin[ନ୍ୟାରେସନ୍ – ସ୍ଲାସ୍ ବିନ୍] ରେ ଅଛେ |
 +
 
 
|-
 
|-
| 9:30
+
| 09:30
|ପ୍ରଥମ dot dot ଆମକୁ slash home slash gnuhata ଠାରୁ slash home କୁ ନେଇ ଯାଏ. 
+
||<nowiki> ପ୍ରଥମ .. [ନ୍ୟାରେସନ୍-ଡଟ୍ ଡଟ୍] ଆମକୁ /home/gnuhata [ନ୍ୟାରେସନ୍ – ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା]ରୁ /home [ନ୍ୟାରେସନ୍-ସ୍ଲାସ୍ ହୋମ୍]କୁ ନେଇଯାଏ |</nowiki>
 +
 
 
|-
 
|-
| 9:37
+
| 09:37
|ପରବର୍ତୀ ଆମକୁ slash home ଠାରୁ ରୂଟ୍ (root) କୁ ନେଇଯାଏ .
+
||<nowiki> ପରବର୍ତ୍ତୀ ଟି ଆମକୁ /home ରୁ </nowiki>rootକୁ ନେଇଯାଏ |
 +
 
 
|-
 
|-
| 9:43
+
| 09:43
|ବର୍ତମାନ slash or root ଠାରୁ ଆମେ /bin directory କୁ ଯାଇଛୁ .
+
|| ବର୍ତ୍ତମାନ / ବା ରୁଟ୍ ରୁ ଆମେ, /bin ଡିରେକ୍ଟୋରୀକୁ ଚାଲିଆସିଛେ |
 +
 
 
|-
 
|-
| 9:48
+
| 09:48
|cd କମାଣ୍ଡ୍ ଦ୍ବାରା ଆମର ହୋମ୍ ଡାଇରେକ୍ଟ୍ ଟୋରୀ (home directory) କୁ ଆଉଥରେ ଯିବା.
+
|| cd କମାଣ୍ଡ୍ ଦ୍ୱାରା ଆମର ହୋମ୍ ଡିରେକ୍ଟୋରୀକୁ ଯିବା |
 +
 
 
|-
 
|-
| 9:52
+
| 09:52
|ଏକ ଡାଇରେକ୍ଟ୍ ଟୋରୀ  (directory) ତିଆରି କରିବା ପାଇଁ ଆମେ mkdir କମାଣ୍ଡ୍ ବ୍ୟବହାର କରୁ.
+
|| ଡିରେକ୍ଟୋରୀ ତିଆରି କରିବାକୁ ଆମେ mkdir କମାଣ୍ଡ୍ ବ୍ୟବହାର କରୁ |
 +
 
 
|-
 
|-
| 9:56
+
| 09:56
|ଆପଣ କମାଣ୍ଡ୍ ଏବଂ ଡାଇରେକ୍ଟ୍ ଟୋରୀ  (directory) ର ନାମ ତିଆରି କରିବାକୁ ଏହା କୁ ଟାଇପ୍ କରିବାକୁ ହୁଏ ଏବଂ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ଅଧିନରେ ଏକ ଡାଇରେକ୍ଟ୍ ଟୋରୀ (directory) ତିଆରି ହୋଇପାରିବ.
+
|| ଆପଣଙ୍କୁ ତିଆରି କରିବାକୁ ଥିବା ଡିରେକ୍ଟୋରୀର ନାମ ଓ କମାଣ୍ଡ୍ ଟାଇପ୍ କରିବାକୁ ହେବ ଏବଂ କରେଣ୍ଟ୍ ଡିରେକ୍ଟୋରୀରେ ଏକ ଡିରେକ୍ଟୋରୀ ତିଆରି ହୋଇଯିବ |
 +
 
 
|-
 
|-
 
| 10:04
 
| 10:04
|testdir ନାମକ ଡାଇରେକ୍ଟ୍ ଟୋରୀ  (directory) କୁ ତିଆରି କରିବା ପାଇଁ "mkdir space testdir" କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| Testdir ନାମକ ଡିରେକ୍ଟୋରୀ ତିଆରି କରିବାକୁ, "mkdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 10:15
 
| 10:15
|ଏହା ସଫଳପୁର୍ବକ  testdir ଡାଇରେକ୍ଟ୍ ଟୋରୀ  (directory) ତିଆରି କରେ.
+
|| ଏହା ସଫଳତାର ସହ testdir ଡିରେକ୍ଟୋରୀ ଗଠନ କରେ |
 +
 
 
|-
 
|-
 
| 10:19
 
| 10:19
|ଧ୍ୟାନ ଦିଏ, ସେଠାରେ ଡାଇରେକ୍ଟ୍ ଟୋରୀ  (directory) ସଫଳପୁର୍ବକ ତିଆରି ହେବା ଏବଂ ମିଟାଇ ଦେବା ର କୌଣସି ସ୍ପଷ୍ଟ ସୁଚନା ମିଳି ନ ଥାଏ.
+
|| ଲକ୍ଷ୍ୟ କରନ୍ତୁ, ସଫଳତାପୂର୍ବକ ଡିରେକ୍ଟୋରୀ ଗଠନ କିମ୍ୱା ଅପସାରଣର କୌଣସି ସ୍ପଷ୍ଟ ନୋଟିଫିକେସନ୍ ନାହିଁ |
 +
 
 
|-
 
|-
 
| 10:25
 
| 10:25
|ଯଦି ଆପଣ କୌଣସି ଏରର୍ ମେସଜ୍ (error message) ନ ପାଆନ୍ତି, ତେବେ ସୁଚାଏ କି ଏହା ସଫଳପୁର୍ବକ କାର୍ଯକାରୀ. 
+
|| ଯଦି କୌଣସି ଏରର୍ ମେସେଜ୍ ନଆସେ, ତେବେ ଏହା ସଫଳ ଏକଜେକ୍ୟୁସନ୍ କୁ ଦର୍ଶାଏ |
 +
 
 
|-
 
|-
 
| 10:30
 
| 10:30
|ଟ୍ରି (tree) ରେ ଯେକୌଣସି ଡାଇରେକ୍ଟ୍ ଟୋରୀ  (directory) ତିଆରି କରିବା ପାଇଁ ଆମେ ରେଲେଟିଭ୍ (relative) କିମ୍ବା ଅବସେଲୁଟ୍ ପାଥନେମ୍ (absolute pathname) ର ବ୍ୟବହାର କରିପାରିବା.
+
|| ଟ୍ରୀ’ର ଯେକୌଣସି ସ୍ଥାନରେ ଡିରେକ୍ଟୋରୀ ତିଆରି କରିବାକୁ ଆମେ ରିଲେଟିଭ୍ ବା ଆବ୍ସୋଲ୍ୟୁଟ୍ ପାଥନେମ୍ ବ୍ୟବହାର କରିପାରିବା, ମାତ୍ର ଏପରି କରିବାର ଅନୁମତି ଥିବା ଏବଂ ସେହି ନାମରେ ଆଉ କୌଣସି ଡିରେକ୍ଟୋରୀ ପୂର୍ବରୁ ନଥିବା ଦରକାର |
 +
 
 
|-
 
|-
 
| 10:43
 
| 10:43
| ଏହି  ପ୍ରକ୍ରିଆ ଏକାଧିକ ଡାଇରେକ୍ଟ୍ ଟୋରୀଜ୍ (directories) କିମ୍ବା ଡାଇରେକ୍ଟ୍ ଟୋରୀଜ୍ (directories) ର ଅନୁକ୍ରମ ତିଆରି କରିବା ପାଇଁ ବ୍ୟବହାର କରିପାରିବା.
+
|| ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଗଠନ କରିବାରେ ଏହି ପ୍ରକ୍ରିୟା ବ୍ୟବହୃତ ହୋଇପାରେ |
 +
 
 
|-
 
|-
 
| 10:49
 
| 10:49
|"mkdir space test1 space test2 ଟାଇପ୍ କର ଏବଂ ଏନ୍ଟର୍ ଦବାଅ, ଏହା ପ୍ରେଜେଣ୍ଟ ଡାଇରେକ୍ଟ୍ ଟୋରୀ  (present directory) ଅଧିନରେ ରେ test1 ଏବଂ test2 ନାମକ ଦୁଇଟି ଡାଇରେକ୍ଟ୍ ଟୋରୀଜ୍ (directories) ତିଆରି ହେବ.
+
|| "mkdir ସ୍ପେସ୍ test1 ସ୍ପେସ୍ test2” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ, ଏହା ପ୍ରେଜେଣ୍ଟ୍ ଡିରେକ୍ଟୋରୀରେ test1 test2 ନାମକ ଦୁଇଟି ଡିରେକ୍ଟୋରୀ ଗଠନ କରିବ |
 +
 
 
|-
 
|-
 
| 11:06
 
| 11:06
|"mkdir space testtree space testtree slash test3" ଟାଇପ୍ କର.
+
|| "mkdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ |
 +
 
 
|-
 
|-
 
| 11:20
 
| 11:20
|ଏହା ଏକ testtree ଡାଇରେକ୍ଟ୍ ଟୋରୀ  (directory) ତିଆରି କରେ ଏବଂ ଅନ୍ୟ directory test3 ଯାହାକି testtree ଅଧିନରେ ଏକ sub-directory ଅଟେ.
+
|| ଏହା testtree ନାମକ ଡିରେକ୍ଟୋରୀ ଓ ତା’ ତଳେ test3 ନାମକ ସବ୍ ଡିରେକ୍ଟୋରୀ ଗଠନ କରିବ |
 +
 
 
|-
 
|-
 
| 11:28
 
| 11:28
|ତେଣୁ, ଆମେ testdir,test1,test2 ଏବଂ testtree ନାମକ ଚାରୋଟି ଡାଇରେକ୍ଟ୍ ଟୋରୀଜ୍ (directories)  କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ରେ ତିଆରି କରିଛେ, ସେମାନକଂ ଭିତରୁ ପ୍ରଥମ ତିନୋଟି ଖାଲି ଅଟେ ଏବଂ ଶେଷଟି  test3 ନାମକ subdirectory ଧାରଣ କରେ.
+
|| ଆମେ କରେଣ୍ଟ୍ ଡିରେକ୍ଟୋରୀରେ testdir,test1,test2 testtree ନାମକ ଚାରୋଟି ଡିରେକ୍ଟୋରୀ ତିଆରି କରିଛେ, ଯେଉଁଥିରୁ ପ୍ରଥମ ତିନୋଟି ଖାଲି ଏବଂ ଶେଷଟିରେ test3 ନାମକ ସବ୍ ଡିରେକ୍ଟୋରୀ ରହିଛି |
 +
 
 
|-
 
|-
 
| 11:47
 
| 11:47
| mkdir ସଦୃଶ rmdir ଏକ କମାଣ୍ଡ ଅଟେ ଯାହାକି ଡାଇରେକ୍ଟ୍ ଟୋରୀ  (directory) ଏବଂ ଡାଇରେକ୍ଟ୍ ଟୋରୀଜ୍ (directories) କୁ ମିଟାଇବା ପାଇଁ ବ୍ୟବହାର ହୋଇଥାଏ.
+
|| mkdir ଭଳି rmdir କମାଣ୍ଡ୍ ଅଛି, ଯାହା ଏକ ବା ଏକାଧିକ ଡିରେକ୍ଟୋରୀ ରିମୁଭ୍ କରିବାରେ ବ୍ୟବହୃତ ହୋଇଥାଏ |
 +
 
 
|-
 
|-
 
| 11:56
 
| 11:56
|"rmdir space test1" କମାଣ୍ଡ test1 directory କୁ ସଫଳ ଭାବରେ ମିଟାଏ. 
+
|| "rmdir ସ୍ପେସ୍ test1" କମାଣ୍ଡ୍ ଟି test1 ଡିରେକ୍ଟୋରୀକୁ ସଫଳତାର ସହିତ ରିମୁଭ୍ କରେ |
 +
 
 
|-
 
|-
 
| 12:09
 
| 12:09
|ଆପଣ ଏକ  ଡାଇରେକ୍ଟ୍ ଟୋରୀ  (directory) କୁ ମିଟାଇ ପରିବେ ଯଦି ଏହାର ଆପଣ ମାଲିକ ଅଟନ୍ତି, ଯଦି ଆପଣକଂର କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ସେହି ଡାଇରେକ୍ଟ୍ ଟୋରୀ (directory) ର ଅନୁକ୍ରମ ଉପରେ,  ଯାହାକୁ ମିଟାଇବା କୁ ଚାହଁ ଏବଂ ଡାଇରେକ୍ଟ୍ ଟୋରୀ (directory) ଖାଲି ଅଟେ.
+
|| ଆପଣ ଡିରେକ୍ଟୋରୀର ଓନର୍ ହୋଇଥିଲେ ହିଁ ଏହା ରିମୁଭ୍ କରିପାରିବେ, ଆପଣଙ୍କର କରେଣ୍ଟ୍ ଡିରେକ୍ଟୋରୀଟି ରିମୁଭ୍ ହେବାକୁ ଥିବା ଡିରେକ୍ଟୋରୀର ହାଇରାର୍କି ଭାବେ ଉପରେ ଥାଏ ଓ ତାହା ଖାଲି ଅଛି |
 +
 
 
|-
 
|-
 
| 12:23
 
| 12:23
|ବର୍ତମାନ କମାଣ୍ଡ ପ୍ରୋମପ୍ଟ୍ (command prompt) ରେ "cd space testtree slash test3" ଟାଇପ୍ କର.
+
|| ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ
 +
 
 
|-
 
|-
 
| 12:35
 
| 12:35
|ତେଣୁ, ଆମେ ଏବେ test3 directory ରେ ଅଛୁ ଯାହାକି testtree ଅଧିନରେ ଏକ subdirectory ଅଟେ.
+
|| ଆମେ ବର୍ତ୍ତମାନ testtree ତଳେ ଥିବା test3 ସବ୍ ଡିରେକ୍ଟୋରୀରେ ଅଛେ |
 +
 
 
|-
 
|-
 
| 12:42
 
| 12:42
|ଚାଲ ଆମେ  "rmdir space testdir" କମାଣ୍ଡ୍ ଟାଇପ୍ କରି testdir ଡାଇରେକ୍ଟ୍ ଟୋରୀ (directory) କୁ ମିଟାଇବା. ଏନ୍ଟର୍ ଦବାଅ.
+
|| "rmdir ସ୍ପେସ୍ testdir" କମାଣ୍ଡ୍ ଟାଇପ୍ କରି ଓ ଏଣ୍ଟର୍ ଦାବି testdir ଡିରେକ୍ଟୋରୀକୁ ରିମୁଭ୍ କରିବାକୁ ଚେଷ୍ଟା କରିବା |
 +
 
 
|-
 
|-
 
| 12:55
 
| 12:55
|ଆମେ ଦେଖୁଁ ଏହା ହୋଇପାରିବ ନାହିଁ, କାରଣ କରେନ୍ଟ୍  ଡାଇରେକ୍ଟ୍ ଟୋରୀ (current directory) ସେହି ଡାଇରେକ୍ଟ୍ ଟୋରୀ (directory) ର ଅନୁକ୍ରମ ଉପରେ ନାହିଁ,  ଯାହାକୁ ମିଟାଇବା କୁ ଚାହଁ.
+
|| ଏହା ହେବନାହିଁ, କାରଣ କରେଣ୍ଟ୍ ଡିରେକ୍ଟୋରୀଟି, ରିମୁଭ୍ ହେବାକୁ ଥିବା ହାଇରାର୍କି ଭାବେ ଡିରେକ୍ଟୋରୀର ଉପରେ ନାହିଁ |
 +
 
 
|-
 
|-
 
| 13:02
 
| 13:02
|ତେଣୁ, ଆମେ ସେହି ଡାଇରେକ୍ଟ୍ ଟୋରୀ (directory) କୁ ଯିବାକୁ ବାଧ୍ୟ ଯାହା ଅନୁକ୍ରମ ରେ testdir ଡାଇରେକ୍ଟ୍ ଟୋରୀ (directory) ଉପରେ ଅଛି.
+
|| ତେଣୁ ଆମକୁ ହାଇରାର୍କି ଭାବେ testdir ଡିରେକ୍ଟୋରୀ ଉପରେ ଥିବା ଡିରେକ୍ଟୋରୀକୁ ଯିବାକୁ ପଡିବ |
 +
 
 
|-
 
|-
 
| 13:08
 
| 13:08
|"cd space dot dot" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| "cd ସ୍ପେସ୍ ଡଟ୍ ଡଟ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 13:14
 
| 13:14
|ବର୍ତମାନ "cd space dot dot" କମାଣ୍ଡ୍ ଟାଇପ୍ କରି ଆମର ପରେନ୍ଟ୍  ଡାଇରେକ୍ଟ୍ ଟୋରୀ (parent directory) କୁ ପୁଣି ଥରେ ଯିବା.
+
|| ଏବେ, "cd ସ୍ପେସ୍ ଡଟ୍ ଡଟ୍" କମାଣ୍ଡ୍ ଟାଇପ୍ କରି ଆମର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଫେରିଯିବା |
 +
 
 
|-
 
|-
 
| 13:20
 
| 13:20
|ବର୍ତମାନ ଆଉ ଥରେ ପୁର୍ବ କମାଣ୍ଡ୍ କୁ ଚେଷ୍ଟା କର.
+
|| ଏବେ, ପୁଣି ପୂର୍ବ କମାଣ୍ଡ୍ ଚେଷ୍ଟା କରିବା |
 +
 
 
|-
 
|-
 
| 13:24
 
| 13:24
|"rmdir space testdir" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| "rmdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 13:30
 
| 13:30
|testdir ଡାଇରେକ୍ଟ୍ ଟୋରୀ (directory) ସଫଳ ପୁର୍ବକ ହଟିଯାଇଛି. ଧ୍ୟାନ ଦିଅ ଯେ, testdir ଡାଇରେକ୍ଟ୍ ଟୋରୀ (directory) ଭି ଖାଲି ଥିଲା.
+
|| testdirଟି ସଫଳତାର ସହିତ ଡିଲିଟ୍ ହୋଇଯାଇଛି | ଲକ୍ଷ୍ୟ କରନ୍ତୁ, testdir ଟି ମଧ୍ୟ ଖାଲି ଅଛି |
 +
 
 
|-
 
|-
 
| 13:38
 
| 13:38
|ଏକାଧିକ ଡାଇରେକ୍ଟ୍ ଟୋରୀଜ୍ (directories) କିମ୍ବା ଡାଇରେକ୍ଟ୍ ଟୋରୀଜ୍ ର ଅନୁକ୍ରମ କୁ ଥରେ କେବେଳ ହଟା ଯାଇପାରିବ. ତେଣୁ testdir ଡାଇରେକ୍ଟ୍ ଟୋରୀ (directory) ଏବଂ ଏହାର subdirectory test3 କୁ ଏକା ସାଥିରେ ହଟାଇଵ ପାଇଁ ଚେଷ୍ଟା କର.
+
|| ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଏକାଥରେ ରିମୁଭ୍ କରାଯାଇପାରେ | test3 ସବ୍ ଡିରେକ୍ଟୋରୀ ସହିତ testtree ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚେଷ୍ଟା କରନ୍ତୁ |
 +
 
 
|-
 
|-
 
| 13:48
 
| 13:48
|କମାଣ୍ଡ୍ ପ୍ରୋମପ୍ଟ୍ (command prompt) ରେ "rmdir space testtree space testtree slash test3 " ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| କମାଣ୍ଡ୍ ପ୍ରମ୍ପ୍ଟ୍ ରେ "rmdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3 " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 14:02
 
| 14:02
|ଦେଖ, ଏହା ଏରର୍ ମେସଜ୍ (error message) ଦେଉଛୁ ଯାହା 'testree' ଡାଇରେକ୍ଟ୍ ଟୋରୀ (directory) କୁ ହଟାଇପାରିବ ନାହିଁ କାରଣ testtree ଖାଲି ନାହିଁ.
+
|| ଦେଖନ୍ତୁ, ଏହା ଏକ ଏରର୍ ମେସେଜ୍ ଦେଉଛି ଯେ, 'testree' ଡିରେକ୍ଟୋରୀ ରିମୁଭ୍ ହୋଇପାରିବନି, କାରଣ ତାହା ଖାଲି ନାହିଁ |
 +
 
 
|-
 
|-
 
| 14:11
 
| 14:11
|କିନ୍ତୁ ଏକ ଜିନିଷ ଆପଣ ଭୁଲି ପାର କି testtree/test3 ହଟି ଯାଇଛି କାରଣ ଏହା ଖାଲି ଥିଲା.
+
|| ଯେଉଁ ଜିନିଷଟି ଆପଣ ଛାଡିଦେଇପାରିଥା’ନ୍ତି, ତାହା ହେଉଛି testtree/test3ଟି ଖାଲି ଥିବାରୁ  ଡିଲିଟ୍ ହୋଇଯାଇଛି |
 +
 
 
|-
 
|-
 
| 14:19
 
| 14:19
|ତାହାକୁ ଚେକ୍ (check) କରିବାକୁ କମାଣ୍ଡ୍ ପ୍ରୋମପ୍ଟ୍ (command prompt) ରେ "cd space testtree" ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ତାହା ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 14:27
 
| 14:27
|ବର୍ତମାନ୍ "ls" ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଦେଖ, ଡାଇରେକ୍ଟ୍ ଟୋରୀ (directory) ରେ କିଛି ଅନ୍ତର୍ଭୁକ୍ତ ନାହିଁ. ତେଣୁ  test3 ହଟି ଯାଇଥିଲା.
+
|| ଏବେ "ls" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଦେଖନ୍ତୁ, ଡିରେକ୍ଟୋରୀରେ କିଛି ନାହିଁ | test3 ଡିଲିଟ୍ ହୋଇଯାଇଛି |
 +
 
 
|-
 
|-
 
| 14:36
 
| 14:36
|ତେଣୁ, ଏହି ଲିନକ୍ସ ଟ୍ୟୁଟୋରିଆଲ ରେ, ଆମେ ଲିନକ୍ସ ଫାଇଲସ୍ ଏବଂ ଡାଇରେକ୍ଟ୍ ଟୋରୀଜ୍ (directories) ଏବଂ ଲିନକ୍ସ ଡାଇରେକ୍ଟ୍ ଟୋରୀଜ୍ (directories) ସହିତ କିପରି ଆମେ କାମ କରୁ ଏହା ଏହା ସମ୍ଵନ୍ଧରେ ଶିଖିଲୁ. ସେମାନଂକୁ ଦେଖିବା, ସେମାନକଂ ମଧ୍ୟକୁ ଯିବା, ସେମାନଂକୁ ତିଆରିବା ଏବଂ ହଟାଇବା.
+
|| ଏହି ଲିନକ୍ସ୍ ଟ୍ୟୁଟୋରିଆଲ୍ ରେ ଆମେ, ଲିନକ୍ସ୍ ଫାଇଲ୍ ଓ ଡିରେକ୍ଟୋରୀ ଏବଂ ଲିନକ୍ସ୍ ଡିରେକ୍ଟୋରୀରେ କାମ କରିବା ସହିତ ସେଗୁଡିକୁ ଦେଖିବା, ସେଗୁଡ଼ିକ ମଧ୍ୟରେ ମୁଭ୍ କରିବା, ତିଆରି କରିବା ଓ ରିମୁଭ୍ କରିବା ବିଷୟରେ ଶିଖିଲେ |
 +
 
 
|-
 
|-
 
| 14:49
 
| 14:49
|ଏହା ଆମ ଟ୍ୟୁଟୋରିଆଲ ଶେଷ ପର୍ଯ୍ୟାୟ .  ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର  ଏକ ଭାଗ, ଯାହାକି ଆଇ. ସି. ଟି.(ICTମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି.
+
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
| 15:03
 
| 15:03
|ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
+
|| ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
 +
 
 
|-
 
|-
 
| 15:08
 
| 15:08
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି
+
|| ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
ଉପସ୍ତିଥ ପାଇଁ ଧନ୍ୟବାଦ.
+
 
|}
 
|}

Latest revision as of 16:12, 10 April 2017

Time Narration
00:00 ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 ମୁଁ ଉବୁଣ୍ଟୁ 10.04 ବ୍ୟବହାର କରୁଛି |
00:07 ଲିନକ୍ସ୍ ଅପରେଟିଙ୍ଗ୍ ସିଷ୍ଟମ୍ ରେ କାମ ଆରମ୍ଭ କରିବା ଓ କମାଣ୍ଡ୍ ବିଷୟରେ ଆପଣଙ୍କର କିଛି ମୌଳିକ ଧାରଣା ଅଛି ବୋଲି ଆମେ ଭାବୁଛୁ |
00:13 ଆପଣ ଯଦି ଆଗ୍ରହୀ, ତେବେ ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ଉପଲବ୍ଧ ଅଛି |
00:25 ଲିନକ୍ସ୍, କେସ୍ ସେନ୍ସିଟିଭ୍ ବୋଲି ମଧ୍ୟ ମନେରଖନ୍ତୁ |
00:28 ଉଲ୍ଲେଖ କରାଯାଇନଥିଲେ, ଏହି ଟ୍ୟୁଟୋରିଆଲ୍ ରେ ବ୍ୟବହୃତ ହେଉଥିବା ସମସ୍ତ କମାଣ୍ଡ୍ ଛୋଟ ଅକ୍ଷରରେ ଥାଏ |
00:36 ଲିନକ୍ସ୍ ରେ ପ୍ରାୟ ସବୁକିଛି ହେଉଛି ଫାଇଲ୍ |
00:39 ତେବେ ଫାଇଲ୍ କ’ଣ? ବାସ୍ତବ ଜୀବନରେ ଆମେ ନିଜର ଡକ୍ୟୁମେଣ୍ଟ୍ ଓ ପେପର୍ ଫାଇଲ୍ ରେ ରଖିଥାଉ ବୋଲି ଜାଣିଛେ |
00:47 ସେହିଭଳି ଲିନକ୍ସ୍ ରେ ଏକ ଫାଇଲ୍ ହେଉଛି ସୂଚନା ଷ୍ଟୋରିଙ୍ଗ୍ ପାଇଁ ଏକ ଧାରକ |
00:53 ଏକ ଡିରେକ୍ଟୋରୀ କ’ଣ?
00:56 ଫାଇଲ୍ ର ଓ ଅନ୍ୟ (ସବ୍) ଡିରେକ୍ଟୋରୀଗୁଡିକର ସଂଗ୍ରହ ସ୍ଥାନକୁ ଆମେ ଡିରେକ୍ଟୋରୀ ବୋଲି ବୁଝିପାରିବା |
01:02 ବ୍ୟବସ୍ଥିତ ଢଙ୍ଗରେ ଫାଇଲ୍ ଗୁଡିକ ସଂଗଠିତ କରିବାରେ ଡିରେକ୍ଟୋରୀ ସାହାଯ୍ୟ କରେ |
01:08 ଏହା ୱିଣ୍ଡୋଜ୍ ର ଫୋଲ୍ଡର୍ ପରି |
01:12 ୟୁଜର୍ ମାନେ ନିଜ ଫାଇଲ୍ସ ସହ ନିଜର ଡିରେକ୍ଟୋରୀଗୁଡିକ ରଖିପାରିବେ, ଯାହା ଅନ୍ୟମାନେ ଆକ୍ସେସ୍ କିମ୍ୱା ପରିବର୍ତ୍ତନ କରିପାରିବେ ନାହିଁ |
01:20 ଅଧିକନ୍ତୁ, ଯଦି କୌଣସି ଡିରେକ୍ଟୋରୀ ନଥାଏ, ତେବେ ସିଷ୍ଟମ୍ ରେ ସମସ୍ତ ଫାଇଲ୍ କୁ ସ୍ୱତନ୍ତ୍ର ନାମ ରଖିବାକୁ ହେବ, ଯାହା ମେଣ୍ଟେନ୍ କରିବା କଷ୍ଟକର |
01:31 ଯଦିଓ ଫାଇଲ୍ସ ଓ ଡିରେକ୍ଟୋରୀସ୍ ବିଷୟରେ ସାଧାରଣ ଜ୍ଞାନ ପାଇବା ପାଇଁ ଏହି ସଜ୍ଞାଗୁଡିକ ଉତ୍ତମ, କିନ୍ତୁ ସଂପୂର୍ଣ୍ଣ ରୂପେ ଠିକ୍ ନୁହେଁ |
01:42 ତତସମେତ ଫାଇଲ୍ ର କଣ୍ଟେଣ୍ଟ୍, ରେ ଏକ ନାମ ଓ କିଛି ପ୍ରପର୍ଟି କିମ୍ୱା ’ଆଡମିନିଷ୍ଟ୍ରେଟିଭ୍ ଇନ୍ଫର୍ମେସନ୍” ଥାଏ, ଯାହା ହେଉଛି ଫାଇଲ୍ ର କ୍ରିଏଶନ୍/ମୋଡିଫିକେଶନ୍ ତାରିଖ ଓ ତାହାର ଅନୁମତି |
01:55 ପ୍ରପର୍ଟିଗୁଡିକ ଫାଇଲ୍ ର ଆଇନୋଡ୍ ନାମକ ଫାଇଲ୍ ସିଷ୍ଟମ୍ ର ଏକ ସ୍ୱତନ୍ତ୍ର ଡାଟା ବ୍ଲକ୍ ରେ ରହିଥାଏ, ଯେଉଁଥିରେ ଫାଇଲ୍ ର ଦୈର୍ଘ୍ୟ ଓ ଡିସ୍କ୍ ରେ ଏହାର ସ୍ଥାନର ସୂଚନା ଥାଏ |
02:08 ସିଷ୍ଟମ୍ ଟି ଫାଇଲ୍ ର ଆଇନୋଡ୍ ସଂଖ୍ୟା ବ୍ୟବହାର କରିଥାଏ; ବୃହତ ସଂଖ୍ୟା ଅପେକ୍ଷା ନାମ ମନେରଖିବା ସହଜ ହେଉଥିବାରୁ ଡିରେକ୍ଟୋରୀ ସଂରଚନାଟି ଆମର ସୁବିଧା ପାଇଁ ଫାଇଲ୍ ର ନାମକରଣ କରେ |
02:23 ଏହାର ଅତି ସରଳ ସଜ୍ଞା ବିପରୀତେ, ଏକ ଡିରେକ୍ଟୋରୀ ବାସ୍ତବରେ ଅନ୍ୟ ଫାଇଲ୍ ଷ୍ଟୋର୍ କରେ ନାହିଁ, ଏହା ହେଉଛି ନିଜେ ଗୋଟିଏ ଫାଇଲ୍, ଯେଉଁଥିରେ ଆଇନୋଡ୍ ସଂଖ୍ୟା ଓ ନାମ ରହିଥାଏ |
02:37 ବାସ୍ତବରେ ଲିନକ୍ସ୍ ରେ ତିନିପ୍ରକାର ଫାଇଲ୍ ଥାଏ :
02:41 1 ନିୟମିତ ଫାଇଲ୍ କିମ୍ୱା ସାଧାରଣ ଫାଇଲ୍ : କ୍ୟାରେକ୍ଟର୍ ଷ୍ଟ୍ରିମ୍ ଭାବରେ ଏଥିରେ କେବଳ ଡାଟା ଥାଏ |
02:48 2 ଡିରେକ୍ଟୋରୀ: ଯେପରି ଆମେ ପୂର୍ବ ସ୍ଲାଇଡ୍ ଗୁଡ଼ିକରେ ଦେଖିଲେ
02:52 3 ଡିଭାଇସ୍ ଫାଇଲ୍: ଲିନକ୍ସ୍ ରେ ସବୁ ହାର୍ଡୱେର୍ ଡିଭାଇସେସ୍ ଓ ପେରିଫେରାଲ୍ସକୁ ଫାଇଲ୍ ଭାବରେ ଦର୍ଶାଯାଇଥାଏ |
02:59 CD, ହାର୍ଡ୍ ଡିସ୍କ୍ କିମ୍ବା ଏକ usb ଷ୍ଟିକ୍ ହେଉନା କାହିଁକି, ଲିନକ୍ସ୍ ରେ ସବୁ ଫାଇଲ୍ ଅଟେ | କିନ୍ତୁ ଏପରି କାହିଁକି? ଏହା, ସାଧାରଣ ଫାଇଲ୍ ଗୁଡ଼ିକ ଭଳି ଏହିସବୁ ଡିଭାଇସ୍ ରେ ରିଡ୍ ଓ ରାଇଟ୍ କରିବାରେ ସାହାଯ୍ୟ କରେ |
03:15 ଆମମାନଙ୍କ ଭଳି ଲିନକ୍ସ୍ ରେ ସବୁ ଫାଇଲ୍ ପରସ୍ପର ସହିତ ମିଶି ଏକ ପରିବାର ଗଠନ କରିଥାନ୍ତି |
03:22 ଏକ ଡିରେକ୍ଟୋରୀରେ ଥିବା କିଛି ଫାଇଲ୍ ଓ ସବ୍ ଡିରେକ୍ଟୋରୀ ମଧ୍ୟରେ ପ୍ୟାରେଣ୍ଟ୍-ଚାଇଲ୍ଡ୍ ସମ୍ପର୍କ ଥାଏ | ଏହା, ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଟ୍ରୀ ଗଠନ କରିଥାଏ |
03:34 ଶୀର୍ଷରେ ରୁଟ୍(ଫ୍ରଣ୍ଟ୍ ସ୍ଲାସ୍ ଦ୍ୱାରା ଚିହ୍ନିତ) ଅଛି | ଏଥିରେ ଅନ୍ୟ ସମସ୍ତ ଫାଇଲ୍ ଓ ଡିରେକ୍ଟୋରୀ ରହିଥାଏ |
03:42 ସଠିକ ପାଥ୍ ଜାଣିଥିଲେ, ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀରୁ ଅନ୍ୟକୁ ସହଜ ନେଭିଗେଶନ୍ କରିବାରେ ମଧ୍ୟ ଏହା ସାହାଯ୍ୟ କରେ |
03:51 ଆମେ ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ସହିତ କାମ କରିବାବେଳେ, ଏହି ଟ୍ରୀ ମଧ୍ୟରେ ଗତି କରିବା ଭଳି ଲାଗେ |
03:56 ଗୋଟିଏ କମାଣ୍ଡ୍ ରେ ଆପଣ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଟେଲିପୋର୍ଟ୍ କରନ୍ତି |
04:01 ରୋଚକ ଲାଗୁଛି!! ନିଶ୍ଚିତରେ ଏହା ଏପରି | ଯେମିତି କି ଆମେ ଦେଖିବା |
04:05 ଲିନକ୍ସ୍ ରେ ଲଗ୍ଇନ୍ କଲେ ବାଇ ଡିଫଲ୍ଟ୍ ଆମେ ହୋମ୍ ଡିରେକ୍ଟୋରୀରେ ଥାଉ |
04:11 ଏବେ, ଟର୍ମିନାଲ୍ କୁ ଯାଆନ୍ତୁ |
04:13 ଟର୍ମିନାଲ୍ ଆରମ୍ଭ କରିବାକୁ Ctrl+alt+T ସାହାଯ୍ୟ କରେ |
04:17 ଅବଶ୍ୟ, ଏହି କମାଣ୍ଡ୍, ସମସ୍ତ ୟୁନିକ୍ସ୍ ସିଷ୍ଟମ୍ ରେ କାମ କରିନପାରେ | ଟର୍ମିନାଲ୍ ଖୋଲିବାର ଏକ ସାଧାରଣ ପ୍ରକ୍ରିୟା ଅନ୍ୟଏକ ସ୍ପୋକେନ୍ ଟ୍ୟୁଟୋରିଆଲ୍ ରେ ବର୍ଣ୍ଣିତ ହୋଇଛି |
04:27 ହୋମ୍ ଡିରେକ୍ଟୋରୀ ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "ଇକୋ ସ୍ପେସ୍ ଡଲାର୍ କ୍ୟାପିଟାଲ୍ ରେ H-O-M-E ଟାଇପ୍ କରି" ଏଣ୍ଟର୍ ଦାବନ୍ତୁ |
04:40 ଏହା ହୋମ୍ ଡିରେକ୍ଟୋରୀର ପାଥ୍ ନେମ୍ ଦିଏ |
04:44 ଆମେ ଗୋଟିଏ ଡିରେକ୍ଟୋରୀରୁ ଅନ୍ୟକୁ ଯାଇପାରିବା |
04:47 ମାତ୍ର, ଯେକୌଣସି ସମୟରେ ଆମେ ଗୋଟିଏ ଡିରେକ୍ଟୋରୀରେ ରହିପାରୁ ଓ ଏହି ଡିରେକ୍ଟୋରୀକୁ କରେଣ୍ଟ୍ ଡିରେକ୍ଟୋରୀ ବା ୱର୍କିଂ ଡିରେକ୍ଟୋରୀ କୁହାଯାଏ | ଏବେ ସ୍ଲାଇଡ୍ସକୁ ଫେରିଯିବା |
04:56 କରେଣ୍ଟ୍ ଡିରେକ୍ଟୋରୀ ଦେଖିବା ପାଇଁ ଆମକୁ ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ ବା pwd କମାଣ୍ଡ୍ ସାହାଯ୍ୟ କରେ |
05:03 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "pwd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଏବେ, ଏହା ହେଉଛି ଆମର ପ୍ରେଜେଣ୍ଟ୍ ୱର୍କିଂ ଡିରେକ୍ଟୋରୀ |
05:13 ଗୋଟିଏ ରୁ ଅନ୍ୟଏକ ଡିରେକ୍ଟୋରୀକୁ ଯାଇପାରିବା ବୋଲି ଆମେ କହିସାରିଛୁ |
05:17 ମାତ୍ର ଏହା କିପରି କରିବା? ଏଥିପାଇଁ ଏକ cd କମାଣ୍ଡ୍ ଅଛି |
05:22 ଆମ ଇପ୍ସିତ ଡିରେକ୍ଟୋରୀକୁ ଯିବାପାଇଁ cd କମାଣ୍ଡ୍ ପରେ ଡିରେକ୍ଟୋରୀର ପାଥ୍ ନେମ୍ ଟାଇପ୍ କରିବାକୁ ପଡିବ |
05:28 କମାଣ୍ଡ୍ ପ୍ରମ୍ପ୍ଟ୍ ରେ pwd ଟାଇପ୍ କରି ଓ ଏଣ୍ଟର୍ ଦାବି ପୁଣିଥରେ ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା |
05:37 ଏବେ, ଆମେ ଏହି ଡିରେକ୍ଟୋରୀକୁ ଆସିଗଲୁ |
05:41 ମନେକରନ୍ତୁ, ଏବେ ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଯିବାକୁ ଚାହୁଁଛେ | ତେଣୁ, “cd ସ୍ପେସ୍ ସ୍ଲାସ୍ usr” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ମନେରଖନ୍ତୁ, ଲିନକ୍ସ୍ ରେ ସ୍ଲାସ୍ ର ଅର୍ଥ ହେଉଛି ଫ୍ରଣ୍ଟ୍ ସ୍ଲାସ୍ |
05:56 ଏବେ, ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖିବା | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:03 ଆମେ ସ୍ଲାସ୍ usr ଡିରେକ୍ଟୋରୀକୁ ଆସିଯାଇଛୁ |
06:08 ଏଠାରେ ସମସ୍ୟାଟି ହେଉଛି ପାଥ୍ ନାମ ଖୁବ୍ ଦୀର୍ଘ ହୋଇପାରେ, କାରଣ ଏଗୁଡିକ ଆବ୍ସୋଲ୍ୟୁଟ୍ ପାଥ୍ ନେମ୍, ଯେଉଁଥିରେ ରୁଟ୍ ଡିରେକ୍ଟୋରୀରୁ ଆରମ୍ଭ କରି ସମଗ୍ର ପାଥ୍ ରହିଥାଏ |
06:18 ଏହା ବଦଳରେ ଆମେ, କରେଣ୍ଟ୍ ଡିରେକ୍ଟୋରୀରୁ ଆରମ୍ଭ ହୋଇଥିବା ରିଲେଟିଭ୍ ପାଥ୍ ନାମ ବ୍ୟବହାର କରିପାରିବା |
06:23 ଏଠାରେ ଆମକୁ ଦୁଇଟି ସ୍ୱତନ୍ତ୍ର କ୍ୟାରେକ୍ଟର୍ ଜାଣିବା ଆବଶ୍ୟକ |

“dot” ଯାହା କରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ ଓ dot dot ଯାହା କରେଣ୍ଟ୍ ଡିରେକ୍ଟୋରୀର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ପ୍ରତିନିଧିତ୍ୱ କରେ |

06:36 ଏବେ, cd କମାଣ୍ଡ୍ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିବା |
06:40 ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ, କୌଣସି ଆର୍ଗ୍ୟୁମେଣ୍ଟ୍ ବିନା cd କମାଣ୍ଡ୍ ବ୍ୟବହୃତ ହୋଇଥାଏ |
06:46 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:51 ଏବେ, pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ |
06:55 ବର୍ତ୍ତମାନ ଆମେ ହୋମ୍ ଡିରେକ୍ଟୋରୀକୁ ଫେରିଆସିଛେ /home/gnuhata [ ନ୍ୟାରେସନ୍- ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା ]
07:01 ଏବେ ମ୍ୟୁଜିକ୍ ଡିରେକ୍ଟୋରୀକୁ ଯିବା | କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ମ୍ୟୁଜିକ(କ୍ୟାପିଟାଲ୍ M) ସ୍ଲାସ୍" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
07:13 pwd କମାଣ୍ଡ୍ ଦ୍ୱାରା ଆମର କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | pwd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଆମେ ଏବେ /home/gnuhata/Musicକୁ ଚାଲିଆସିଛେ |
07:26 ମ୍ୟୁଜିକ୍ ରୁ ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଯିବା | ଏଥିପାଇଁ ଆପଣଙ୍କୁ ଡଟ୍ ଡଟ୍ ସହିତ cd କମାଣ୍ଡ୍ ବ୍ୟବହାର କରିବାକୁ ହେବ |
07:33 କମାଣ୍ଡ୍ ପ୍ରମ୍ପ୍ଟ ରେ cd ସ୍ପେସ୍ ଡଟ୍ ଡଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:40 ଏବେ pwd ଟାଇପ୍ କରି ଆମର ପ୍ରେଜେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ ପୁଣି /home/gnuhataରେ ଅଛେ |
07:51 ଏବେ ଡଟ୍ ବ୍ୟବହାର କରି କରେଣ୍ଟ୍ ଡିରେକ୍ଟୋରୀର ସବ୍ ଡିରେକ୍ଟୋରୀକୁ ଯିବାକୁ ଚେଷ୍ଟା କରିବା |
07:58 କମାଣ୍ଡ୍ ପ୍ରମ୍ପ୍ଟ୍ ରେ cd ସ୍ପେସ୍ ଡଟ୍ ସ୍ଲାସ୍ ଡକ୍ୟୁମେଣ୍ଟ୍ସ୍(କ୍ୟାପିଟାଲ୍ D) ସ୍ଲାସ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:09 pwd ଟାଇପ୍ କରି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhata/Documentsରେ ଅଛେ |
08:19 କଣ୍ଟ୍ରୋଲ୍ L ଦାବି ସ୍କ୍ରୀନ୍ କ୍ଲିଅର୍ କରିବି, ଯେଉଁଥିରୁ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ |
08:23 cd କମାଣ୍ଡ୍ ଦ୍ୱାରା ହୋମ୍ ଡିରେକ୍ଟୋରୀକୁ ଫେରିବା ପାଇଁ cd ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:32 pwd କମାଣ୍ଡ୍ ଦ୍ୱାରା ପୁଣି କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /home/gnuhataକୁ ଫେରିଆସିଛେ |
08:41 ଏକ ରିଲେଟିଭ୍ ପାଥ୍ ରେ ଆମେ / [ନ୍ୟାରେସନ୍- ସ୍ଲାସ୍] ଦ୍ୱାରା ପୃଥକ ହୋଇଥିବା ଯେକୌଣସି ସଂଖ୍ୟକ .. [ନ୍ୟାରେସନ୍ – ଡଟ୍ ଡଟ୍] ଏକତ୍ର କରିପାରିବା |
08:47 ଏହି ସ୍ଲାଇଡ୍ ରେ ଆମେ, ଫାଇଲ୍ ସିଷ୍ଟମ୍ ହାଇରାର୍କି ଦେଖିପାରିବା | ରୁଟ୍ କିମ୍ୱା / ଶୀର୍ଷରେ ଥାଏ | ହୋମ୍ ଓ ବିନ୍ ହେଉଛି ରୁଟ୍ ଅନ୍ତର୍ଗତ ଦୁଇଟି ସବ୍ ଡିରେକ୍ଟୋରୀ |

ୟୁଜର୍ ନେମ୍, ଏଠାରେ ହୋମ୍ ଅନ୍ତର୍ଗତ gnuhata ନାମକ ଡିରେକ୍ଟୋରୀ ଏକ ସବ୍ ଡିରେକ୍ଟୋରୀ ଅଟେ |

09:05 ତେବେ, ଆମେ ବର୍ତ୍ତମାନ /home/gnuhataରେ ଅଛେ | ଏବେ ଆମେ ବିନ୍ ଡିରେକ୍ଟୋରୀକୁ କିପରି ଯିବା?
09:12 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ ଡଟ୍ ଡଟ୍ ସ୍ଲାସ୍ ଡଟ୍ ଡଟ୍ ସ୍ଲାସ୍ ବିନ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:23 pwd କମାଣ୍ଡ୍ ଦ୍ୱାରା କରେଣ୍ଟ୍ ଡିରେକ୍ଟୋରୀ ଦେଖନ୍ତୁ | ଆମେ /bin[ନ୍ୟାରେସନ୍ – ସ୍ଲାସ୍ ବିନ୍] ରେ ଅଛେ |
09:30 ପ୍ରଥମ .. [ନ୍ୟାରେସନ୍-ଡଟ୍ ଡଟ୍] ଆମକୁ /home/gnuhata [ନ୍ୟାରେସନ୍ – ସ୍ଲାସ୍ ହୋମ୍ ସ୍ଲାସ୍ ନୁହାଟା]ରୁ /home [ନ୍ୟାରେସନ୍-ସ୍ଲାସ୍ ହୋମ୍]କୁ ନେଇଯାଏ |
09:37 ପରବର୍ତ୍ତୀ ଟି ଆମକୁ /home ରୁ rootକୁ ନେଇଯାଏ |
09:43 ବର୍ତ୍ତମାନ / ବା ରୁଟ୍ ରୁ ଆମେ, /bin ଡିରେକ୍ଟୋରୀକୁ ଚାଲିଆସିଛେ |
09:48 cd କମାଣ୍ଡ୍ ଦ୍ୱାରା ଆମର ହୋମ୍ ଡିରେକ୍ଟୋରୀକୁ ଯିବା |
09:52 ଡିରେକ୍ଟୋରୀ ତିଆରି କରିବାକୁ ଆମେ mkdir କମାଣ୍ଡ୍ ବ୍ୟବହାର କରୁ |
09:56 ଆପଣଙ୍କୁ ତିଆରି କରିବାକୁ ଥିବା ଡିରେକ୍ଟୋରୀର ନାମ ଓ କମାଣ୍ଡ୍ ଟାଇପ୍ କରିବାକୁ ହେବ ଏବଂ କରେଣ୍ଟ୍ ଡିରେକ୍ଟୋରୀରେ ଏକ ଡିରେକ୍ଟୋରୀ ତିଆରି ହୋଇଯିବ |
10:04 Testdir ନାମକ ଡିରେକ୍ଟୋରୀ ତିଆରି କରିବାକୁ, "mkdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
10:15 ଏହା ସଫଳତାର ସହ testdir ଡିରେକ୍ଟୋରୀ ଗଠନ କରେ |
10:19 ଲକ୍ଷ୍ୟ କରନ୍ତୁ, ସଫଳତାପୂର୍ବକ ଡିରେକ୍ଟୋରୀ ଗଠନ କିମ୍ୱା ଅପସାରଣର କୌଣସି ସ୍ପଷ୍ଟ ନୋଟିଫିକେସନ୍ ନାହିଁ |
10:25 ଯଦି କୌଣସି ଏରର୍ ମେସେଜ୍ ନଆସେ, ତେବେ ଏହା ସଫଳ ଏକଜେକ୍ୟୁସନ୍ କୁ ଦର୍ଶାଏ |
10:30 ଟ୍ରୀ’ର ଯେକୌଣସି ସ୍ଥାନରେ ଡିରେକ୍ଟୋରୀ ତିଆରି କରିବାକୁ ଆମେ ରିଲେଟିଭ୍ ବା ଆବ୍ସୋଲ୍ୟୁଟ୍ ପାଥନେମ୍ ବ୍ୟବହାର କରିପାରିବା, ମାତ୍ର ଏପରି କରିବାର ଅନୁମତି ଥିବା ଏବଂ ସେହି ନାମରେ ଆଉ କୌଣସି ଡିରେକ୍ଟୋରୀ ପୂର୍ବରୁ ନଥିବା ଦରକାର |
10:43 ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଗଠନ କରିବାରେ ଏହି ପ୍ରକ୍ରିୟା ବ୍ୟବହୃତ ହୋଇପାରେ |
10:49 "mkdir ସ୍ପେସ୍ test1 ସ୍ପେସ୍ test2” ଟାଇପ୍ କରି ଏଣ୍ଟର୍ ଦାବନ୍ତୁ, ଏହା ପ୍ରେଜେଣ୍ଟ୍ ଡିରେକ୍ଟୋରୀରେ test1 ଓ test2 ନାମକ ଦୁଇଟି ଡିରେକ୍ଟୋରୀ ଗଠନ କରିବ |
11:06 "mkdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ |
11:20 ଏହା testtree ନାମକ ଡିରେକ୍ଟୋରୀ ଓ ତା’ ତଳେ test3 ନାମକ ସବ୍ ଡିରେକ୍ଟୋରୀ ଗଠନ କରିବ |
11:28 ଆମେ କରେଣ୍ଟ୍ ଡିରେକ୍ଟୋରୀରେ testdir,test1,test2 ଓ testtree ନାମକ ଚାରୋଟି ଡିରେକ୍ଟୋରୀ ତିଆରି କରିଛେ, ଯେଉଁଥିରୁ ପ୍ରଥମ ତିନୋଟି ଖାଲି ଏବଂ ଶେଷଟିରେ test3 ନାମକ ସବ୍ ଡିରେକ୍ଟୋରୀ ରହିଛି |
11:47 mkdir ଭଳି rmdir କମାଣ୍ଡ୍ ଅଛି, ଯାହା ଏକ ବା ଏକାଧିକ ଡିରେକ୍ଟୋରୀ ରିମୁଭ୍ କରିବାରେ ବ୍ୟବହୃତ ହୋଇଥାଏ |
11:56 "rmdir ସ୍ପେସ୍ test1" କମାଣ୍ଡ୍ ଟି test1 ଡିରେକ୍ଟୋରୀକୁ ସଫଳତାର ସହିତ ରିମୁଭ୍ କରେ |
12:09 ଆପଣ ଡିରେକ୍ଟୋରୀର ଓନର୍ ହୋଇଥିଲେ ହିଁ ଏହା ରିମୁଭ୍ କରିପାରିବେ, ଆପଣଙ୍କର କରେଣ୍ଟ୍ ଡିରେକ୍ଟୋରୀଟି ରିମୁଭ୍ ହେବାକୁ ଥିବା ଡିରେକ୍ଟୋରୀର ହାଇରାର୍କି ଭାବେ ଉପରେ ଥାଏ ଓ ତାହା ଖାଲି ଅଛି |
12:23 ଏବେ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree ସ୍ଲାସ୍ test3" ଟାଇପ୍ କରନ୍ତୁ
12:35 ଆମେ ବର୍ତ୍ତମାନ testtree ତଳେ ଥିବା test3 ସବ୍ ଡିରେକ୍ଟୋରୀରେ ଅଛେ |
12:42 "rmdir ସ୍ପେସ୍ testdir" କମାଣ୍ଡ୍ ଟାଇପ୍ କରି ଓ ଏଣ୍ଟର୍ ଦାବି testdir ଡିରେକ୍ଟୋରୀକୁ ରିମୁଭ୍ କରିବାକୁ ଚେଷ୍ଟା କରିବା |
12:55 ଏହା ହେବନାହିଁ, କାରଣ କରେଣ୍ଟ୍ ଡିରେକ୍ଟୋରୀଟି, ରିମୁଭ୍ ହେବାକୁ ଥିବା ହାଇରାର୍କି ଭାବେ ଡିରେକ୍ଟୋରୀର ଉପରେ ନାହିଁ |
13:02 ତେଣୁ ଆମକୁ ହାଇରାର୍କି ଭାବେ testdir ଡିରେକ୍ଟୋରୀ ଉପରେ ଥିବା ଡିରେକ୍ଟୋରୀକୁ ଯିବାକୁ ପଡିବ |
13:08 "cd ସ୍ପେସ୍ ଡଟ୍ ଡଟ୍ " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:14 ଏବେ, "cd ସ୍ପେସ୍ ଡଟ୍ ଡଟ୍" କମାଣ୍ଡ୍ ଟାଇପ୍ କରି ଆମର ପ୍ୟାରେଣ୍ଟ୍ ଡିରେକ୍ଟୋରୀକୁ ଫେରିଯିବା |
13:20 ଏବେ, ପୁଣି ପୂର୍ବ କମାଣ୍ଡ୍ ଚେଷ୍ଟା କରିବା |
13:24 "rmdir ସ୍ପେସ୍ testdir" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:30 testdirଟି ସଫଳତାର ସହିତ ଡିଲିଟ୍ ହୋଇଯାଇଛି | ଲକ୍ଷ୍ୟ କରନ୍ତୁ, testdir ଟି ମଧ୍ୟ ଖାଲି ଅଛି |
13:38 ଏକାଧିକ ଡିରେକ୍ଟୋରୀ କିମ୍ୱା ଡିରେକ୍ଟୋରୀଗୁଡିକର ହାଇରାର୍କି ଏକାଥରେ ରିମୁଭ୍ କରାଯାଇପାରେ | test3 ସବ୍ ଡିରେକ୍ଟୋରୀ ସହିତ testtree ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚେଷ୍ଟା କରନ୍ତୁ |
13:48 କମାଣ୍ଡ୍ ପ୍ରମ୍ପ୍ଟ୍ ରେ "rmdir ସ୍ପେସ୍ testtree ସ୍ପେସ୍ testtree ସ୍ଲାସ୍ test3 " ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
14:02 ଦେଖନ୍ତୁ, ଏହା ଏକ ଏରର୍ ମେସେଜ୍ ଦେଉଛି ଯେ, 'testree' ଡିରେକ୍ଟୋରୀ ରିମୁଭ୍ ହୋଇପାରିବନି, କାରଣ ତାହା ଖାଲି ନାହିଁ |
14:11 ଯେଉଁ ଜିନିଷଟି ଆପଣ ଛାଡିଦେଇପାରିଥା’ନ୍ତି, ତାହା ହେଉଛି testtree/test3ଟି ଖାଲି ଥିବାରୁ ଡିଲିଟ୍ ହୋଇଯାଇଛି |
14:19 ତାହା ଦେଖିବାକୁ କମାଣ୍ଡ୍ ପ୍ରମ୍ପ୍ଟ୍ ରେ "cd ସ୍ପେସ୍ testtree" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
14:27 ଏବେ "ls" ଟାଇପ୍ କରି ଏଣ୍ଟର୍ ଦାବନ୍ତୁ | ଦେଖନ୍ତୁ, ଡିରେକ୍ଟୋରୀରେ କିଛି ନାହିଁ | test3 ଡିଲିଟ୍ ହୋଇଯାଇଛି |
14:36 ଏହି ଲିନକ୍ସ୍ ଟ୍ୟୁଟୋରିଆଲ୍ ରେ ଆମେ, ଲିନକ୍ସ୍ ଫାଇଲ୍ ଓ ଡିରେକ୍ଟୋରୀ ଏବଂ ଲିନକ୍ସ୍ ଡିରେକ୍ଟୋରୀରେ କାମ କରିବା ସହିତ ସେଗୁଡିକୁ ଦେଖିବା, ସେଗୁଡ଼ିକ ମଧ୍ୟରେ ମୁଭ୍ କରିବା, ତିଆରି କରିବା ଓ ରିମୁଭ୍ କରିବା ବିଷୟରେ ଶିଖିଲେ |
14:49 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
15:03 ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
15:08 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep