Linux/C2/File-Attributes/Oriya

From Script | Spoken-Tutorial
Revision as of 11:18, 23 October 2013 by Devraj (Talk | contribs)

Jump to: navigation, search
Time Narration
0:00 ଲିନକ୍ସ ଫାଇଲ୍ ଆଟ୍ରିବୂଟ୍ସ (Linux File Attributes) ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
0:05 ଏହି ଟ୍ୟୁଟୋରିଆଲ ପାଇଁ ପୁର୍ବରୁ example1, example2, example3, example4, example5 ଏବଂ testchown ନାମକ ଖାଲି ଫାଇଲ୍ ଗୁଡିକ ତିଆରି କରିବା ଆବଶ୍ୟକ .
0:18 test_chown ଏବଂ directory1 ନାମକ ଖାଲି directories ତିଆରି କର .
0:25 ଏକ ଫାଇଲ୍ ଆଟ୍ରିବ୍ୟୁଟ୍ (File Attribute) ହେଉଛି ମେଟା ଡାଟା (metadata) , ଯାହା ଏକ computer file ର ବର୍ଣ୍ଣନା ଦିଏ ବା ତା ସହିତ ସଂଯୋଜିତ .
0:33 ଫାଇଲ୍ ଆଟ୍ରିବ୍ୟୁଟ୍ (File Attribute) ଫାଇଲ୍ ର ବିଶେଷତ୍ବ ବର୍ଣନା କରେ , ଯଥା - owner, file type, access permissions, ଇତ୍ୟାଦି .
0:45 c-h own କମାଣ୍ଡ୍ ଫାଇଲ୍ ବା directory ର ମାଲିକାନା ପରିବର୍ତନ ପାଇଁ ବ୍ୟବହାର ହୁଏ . ଏହା ଏକ admin command . କେବଳ ରୁଟ୍ ୟୁଜର୍ (root user) ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା କୁ ପରିବର୍ତନ କରି ପାରିବ.
1:00 chown କମାଣ୍ଡ୍ ର syntax ହେଲା - chown space options space ownername space filename or directoryname .
1:13 ଆମେ Chown କମାଣ୍ଡ୍ ସହିତ ନିମ୍ନ ଅପସନ୍ସ୍ ଦେଇ ପାରିବା .
1:18 -R : ତୁମେ ବର୍ତ୍ତମାନ ଥିବା directoryର sub-directory ରେ ଥିବା ଫାଇଲ୍ ଗୁଡିକର ଅନୁମତି କୁ ବଦେଳେଇବା ପାଇଁ .
1:28 -c : ପ୍ରତେକ ଫାଇଲ୍ ପାଇଁ ଅନୁମତି ବଦଳାଏ.
1:33 -f : chown କୁ error ମେସେଜ୍ ପ୍ରଦର୍ଶନ କରିବାରୁ ପ୍ରତିରୋଧ କରେ .
1:37 ବର୍ତମାନ ଆମେ କିଛି ଉଦାହରଣ ଦେଖିବା .
1:40 ତେଣୁ ଟର୍ମିନାଲ୍ କୁ ଯିବା. ଏବେ ଆମେ directory କୁ ଯିବା ଯେଉଁ ଠାରେ ଆମେ ଖାଲି ଫାଇଲ୍ ଏବଂ ଫୋଲଡର୍ ଗୁଡିକୁ ତିଆରି କରିଛେ . ସେଥିପାଇଁ cd space Desktop slash file attribute ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
1:56 ବର୍ତମାନ କମାଣ୍ଡ୍

$ ls space -l space testchown ଅର୍ଥାତ୍‌ t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ.

2:11 ଏଠାରେ ଆମେ ଫାଇଲ୍ 'testchown' ର owner ଦେଖିପାରିବା ଯାହା shahid ଅଟେ.
2:18 ଫାଇଲ୍ ର owner ବଦେଳେଇବା ପାଇଁ କମାଣ୍ଡ ଟାଇପ୍ କର

$ sudo space c-h own space ଅର୍ଥାତ୍‌ a-n-u-s-h-a anusha space testchown ଅର୍ଥାତ୍‌ t-e-s-t-c-h-o-w-n ଏବଂ ଏନ୍ଟର୍ ଦବାଅ.

2:36 sudo password କୁ ଏନ୍ଟର୍ କର ଏବଂ ଆଉଥରେ ଏନ୍ଟର୍ ଦବାଅ.
2:44 ବର୍ତମାନ $ ls space -l space t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ.

ଏଠାରେ ଆମେ ଦେଖିପାରିବା ଫାଇଲ୍ ର ନୁଆ owner anusha .

3:03 ଏବେ ଆମେ ଦେଖିବା directory ର owner କିପରି ପରିବର୍ତନ କରାଯାଏ .
3:07 $ ls -l କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.

ଏଠାରେ ଆମେ directory 'testchown' ର owner ଦେଖିପାରିବା ଯାହା ହେଉଚି shahid .

3:21 ଡାଇରେକ୍ଟ୍ ଟୋରୀ (directory) ର owner ବଦେଳେଇବା ପାଇଁ କମାଣ୍ଡ୍ ଟାଇପ୍ କର .
3:26 $ sudo space chown space minus capital R space a-n-u-s-h-a anushaspacetest_chown ଯାହା ଡାଇରେକ୍ଟ୍ ଟୋରୀ (directory) ର ନାମ ଅଟେ ଏବଂ ଏନ୍ଟର୍ ଦବାଅ.
3:44 ଯଦି ଆବଶ୍ୟକ ହୁଏ ତେବେ sudo password କୁ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ.
3:49 ଆମର ସୁବିଧା ପାଇଁ ମୁଁ Clt+Lପ୍ରେସ୍ କରି ସ୍କ୍ରିନ୍ କୁ ସଫା କରିବି. ବର୍ତମାନ $ ls space –l ଟାଇପ୍ କର ଏବଂ ଏନ୍ଟର୍ ଦବାଅ.

ଏଠାରେ ଆମେ ଦେଖିବା ଯେ directory ର ନୁଆ owner anusha.

4:06 chmod କମାଣ୍ଡ୍ ଏକ ବା ଏକାଧିକ ଫାଇଲ୍ ର access mode ବା permissions ବଦେଳାଇବା ପାଇଁ ବ୍ୟବହାର ହୁଏ.
4:13 chmod କମାଣ୍ଡ୍ Syntax ହେଲା - chmod space [options] space mode space filename space chmod space [options] space filename. ଆମେ chmod କମାଣ୍ଡ୍ ସହିତ ନିମ୍ନ options ଦେଇପାରିବା .
4:29 -c : ପରିବର୍ତନ ହୋଇଥିବା ଫାଇଲ୍ ଗୁଡିକ ସମ୍ବନ୍ଧରେ ସୁଚନା ପ୍ରିଣ୍ଟ୍ କରିବା ପାଇଁ .
4:34 -f : ଯେଉଁ ଫାଇଲ୍ ଗୁଡିକୁ chmod ପରିବର୍ତନ କରିପାରିବ ନାହିଁ ତା’ର ୟୁଜର୍ ଦର୍ଶାଅ ନାହିଁ.
4:41 ନିମ୍ନ ପ୍ରକାରର access ବା permissions ଅଛି .
4:44 r : Read ଅର୍ଥାତ ପଢ.

w : Write ଅର୍ଥାତ ଲେଖ

x : Execute ଅର୍ଥାତ ସମ୍ପାଦନା

s : Set user (or group) ID ଅର୍ଥାତ ୟୁଜର୍ କିମ୍ବା ଗ୍ରୁପ୍ ର ID ସେଟ୍ କରିବା

4:54 ବିକଳ୍ପ ଭାବେ, ଆମେ ଏକ three-digit octal number ଦ୍ବାରା permission ଗୁଡିକୁ ନିର୍ଦିଷ୍ଟ କରି ପାରିବା .
5:00 ପ୍ରଥମ ଅଂକ owner permission ପାଇଁ , ଦିତିୟଟି group permission ପାଇଁ , ଏବଂ ତୃତୀୟଟି ଅନ୍ୟମାନକଂର permission ପାଇଁ ହୋ‌ଇଥାଏ.
5:09 permission ଗୁଡିକ ନିମ୍ନଲିଖିତ octal values ଯୋଡି କରି ଗଣନା କରାଯାଏ

4 ଅର୍ଥ ପଡିବା

2 ଅର୍ଥ ଲେଖିବା

1 ଅର୍ଥ ସମ୍ପାଦନା

5:20 ବର୍ତମାନ ଆମେ chmodର କିଛି ଉଦାହରଣ ଦେଖିବା . ଟର୍ମିନାଲ୍ କୁ ଯିବା ଏବଂ ଫାଇଲ୍‌ example1 କୁ execute-by-user permission ଯୋଡିବା ପାଇଁ କମାଣ୍ଡ ଏନ୍ଟର୍ କରିବା.
5:30 ତାହା ପୁର୍ବରୁ ମୁଁ CTRL+L କୁ ଦବାଇ କରି ଆଉଥରେ ସ୍କ୍ରିନ୍ କୁ ସଫା କରିବି .
5:36 ଏବେ ଟାଇପ୍ କର $ chmod space u+x space example1 ଏବଂ ଏନ୍ଟର୍ ଦବାଅ.
5:49 ବର୍ତମାନ ଟାଇପ୍ କର $ ls space -l space example1 ଏବଂ ପରିବର୍ତନ ଗୁଡିକୁ ଦେଖିବା ପାଇଁ ଏନ୍ଟର୍ ଦବାଅ .
6:01 ଏଠାରେ ଫାଇଲ୍‌ example1 କୁ owner ଦ୍ବାରା read/write/execute permission , ଗ୍ରୁପ୍ (group) ଦ୍ବାରା read/execute permission , ଅନ୍ୟ (others) ଦ୍ବାରା execute-only permission କେମିତି ଦିଆଯିବ ଦେଖିପାରିବ.
6:15 ବର୍ତମାନ $chmod space 751 space example1 କମଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:26 ଏବେ $ ls space -l space example1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:35 ଏଠାରେ ଆମେ ଦେଖିପାରିବା ଯେ ଉପର କମାଣ୍ଡ୍ ଫାଇଲ୍‌ example1 କୁ ଓନର୍ (owner) ଦ୍ବାରା read/write/execute ର ଅନୁମତି, ଗ୍ରୁପ୍ ଦ୍ବାରା read/write ର ଅନୁମତି, ଏବଂ ଅନ୍ୟ ଦ୍ବାରା execute-only ଅନୁମତି ନିର୍ଦ୍ଧାରଣ କରିଛି.
6:52 ଫାଇଲ୍‌ example1 କୁ ସମସ୍ତଙ୍କ ପାଇଁ read-only permission ନିର୍ଧାରଣ କରିବାକୁ ଏହି କମାଣ୍ଡ୍ ଟାଇପ୍ କର
$ chmod space =r space example1  ଏବଂ ଏନ୍ଟର୍ ଦବାଅ. 
7:08 ବର୍ତମାନ $ls space -l space example1 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ
7:19 ଏଠାରେ ଆମେ ଦେଖିପାରିବା ଯେ ସମସ୍ତ ୟୁଜର୍ସ ପାଇଁ file example1 କୁ read-only permission ନିର୍ଧାରଣ କରାଯାଇଛି.
7:30 ଅନୁମତି କୁ ଟିକ ନିକ୍ ଭାବରେ ବଦେଳେଇବା ଏବଂ ସବୁ ୟୁଜର୍ସ୍ ପାଇଁ read and execute ଅନୁମତି କୁ ନିର୍ଧାରଣ ପାଇଁ ଏବଂ directory1 directory ର onwerକୁ write access ଦେବା ପାଇଁ କମାଣ୍ଡ୍ ଟାଇପ୍ କର.
7:44 $ chmod space minus capital R space 755 space directory1

ଏନ୍ଟର୍ ଦବାଅ.

8:00 ବର୍ତମାନ ଟାଇପ୍ କର $ ls space -l ଏବଂ ପରିବର୍ତନ ଦେଖିବା ପାଇଁ ଏନ୍ଟର୍ ଦବାଅ.
8:09 ୟୁଜର୍ କୁ file example2 ଉପରେ execute ଅନୁମତି ଦେବାପାଇଁ

$chmod space u+x space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.

8:27 ବର୍ତମାନ $ ls space -l space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
8:40 ଏଠାରେ ଆମେ ଦେଖିପାରିବା ଯେ ୟୁଜର୍ କୁ example 2 ଉପରେ execute ଅନୁମତି ନିର୍ଧାରଣ କରାଯାଇଛି.
8:50 file example3 ପାଇଁ ଗ୍ରୁପ୍ କୁ write ଅନୁମତି ଯୋଡିବା କୁ ଏହି କମାଣ୍ଡ୍ $ chmod space g+w space example3 କୁ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:10 ଏବଂ ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:23 ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ କୁ write ଅନୁମତି ଯୋଡି ଦିଆଯାଇଛି.
9:30 write ଅନୁମତି ହଟାଇବା ପାଇଁ $ chmod space a-w space example3 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:45 ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:55 ଏଠାରେ ଆମେ ଦେଖିପାରିବା ସମସ୍ତଙ୍କ ପାଇଁ write ଅନୁମତି ହଟିଯାଇଛି.
10:02 chgrp କମାଣ୍ଡ କୁ ବ୍ୟବହାର କରି ଏକ କିମ୍ବା ଅଧିକ ଫାଇଲ୍ ର ଗ୍ରୁପ୍ newgroup କୁ ପରିବର୍ତନ କରାଯାଏ .
10:10 Newgroup ଏକ ଗ୍ରୁପ୍ ID ନମ୍ବର୍ ହେଇପାରେ କିମ୍ବା /etc/group ରେ ଅବସ୍ଥିତ ଏକ ଗ୍ରୁପ୍ ନାମ .
10:20 କେବଳ ଫାଇଲ୍ ର owner କିମ୍ବା ଏକ privileged user ଗ୍ରୁପ୍ ବଦେଳେଇ ପାରିବ .
10:26 chgrp କମାଣ୍ଡ୍ ର syntax ହେଲା - chgrp space [options] space newgroup space files space chgrp space [options].
10:36 ବର୍ତମାନ୍ ଟର୍ମିନାଲ୍ କୁ ଚାଲ . ଏବେ ଆମେ chgrp କମାଣ୍ଡ ର କିଛି ଉଦାହରଣ ଦେଖିବା .
$ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. 
10:57 ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ ଅନୁମତି ୟୁଜର୍ shahid ପାଇଁ ଅଛି .
11:03 ଗ୍ରୁପ୍ ଅନୁମତି ବଦେଳେଇବା ପାଇଁ କମାଣ୍ଡ୍ $ sudo space chgrp space rohit space example4 ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
11:20 ଏନ୍ଟର୍ ଦବାଅ. ଆବଶ୍ୟକ ହେଲେ sudo password ଏନ୍ଟର୍ କର .
11:27 ବର୍ତମାନ $ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
11:38 ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ shahidଠାରୁ rohitକୁ ପରିବର୍ତନ ହୋଇଯାଇଛି.
11:46 inode ନମ୍ବର୍ device କୁ assign କରାଯାଇଥିବା ଏକ unique integer.
11:51 inode ଏକ ରେଗୁଲାର୍‌ ଫାଇଲ୍ କିମ୍ବା ଏକ directory ସମ୍ବନ୍ଧରେ ମୌଳିକ ସୁଚନା ଷ୍ଟୋର୍‌‍ କରେ.
11:57 ସବୁ ଫାଇଲ୍ ଗୁଡିକ inodes ପାଇଁ ହାର୍ଡ଼ ଲିଂକସ୍ (hard links) ଅଟେ.
12:00 ଯେତେବେଳେ ଏକ ପ୍ରୋଗ୍ରାମ ନାମ ଦ୍ବାରା ଏକ ଫାଇଲ୍ କୁ ସୁଚିତ କରେ, ତେବେ ସିଷ୍ଟମ ପ୍ରକୃତରେ ଅନୁରୁପୀ inodeକୁ ସର୍ଚ୍‌ କରିବାକୁ ସେହି ଫାଇଲ୍ ର ନାମକୁ ବ୍ୟବହାର କରେ .
12:12 ଆମେ ଏକ ଫାଇଲ୍ ର inode ନମ୍ବର୍ ଦେଖିବା ପାଇଁ ls space -i କମାଣ୍ଡ୍ ବ୍ୟବହାର କରି ପାରିବା.
12:19 $ ls space -i space example5 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
12:29 ଫାଇଲ୍ ର ପୁର୍ବରୁ ଲେଖାହୋଇଥିବା ନମ୍ବର୍ ଫାଇଲ୍ ର inodeନମ୍ବର୍ ଅଟେ.
12:35 Inode ଗୁଡ଼ିକ ସଠିକ୍ ଭାବରେ ଏକ ସମୟରେ କେବଳ ଗୋଟିଏ directory ସହିତ ସଂଯୁକ୍ତ ହୋ‌ଇଥାଏ.
12:41 ଗୋଟିଏ ସିଙ୍ଗଲ୍‌ inode ସହିତ ଏକାଧିକ directory କୁ ସଂଯୋଗ କରିବାକୁ Hard links ବ୍ୟବହାର ହୋଇଥାଏ . ଲିଂକ୍ ତିଆରି କରିବା ପାଇଁ In କମାଣ୍ଡ୍ ଅଛି.
12:52 ହାର୍ଡ଼ ଲିଂକ୍ (Hard link) ତିଆରି କରିବା ପାଇଁ In କମାଣ୍ଡ୍ ର syntax ହେଲା
12:57 ln space source space link , ଯେଉଁଠାରେ source ଏକ ବିଦ୍ୟମାନ ଫାଇଲ୍ ଏବଂ ଲିଂକ୍ ,ତିଆରି କରିବାକୁ ଥିବା ଫାଇଲ୍ .
13:06 ବର୍ତମାନ ଆମେ ହାର୍ଡ଼ ଲିଂକସ୍ (Hard links) ର କିଛି ଉଦାହରଣ ଦେଖିବା .
13:10 ମୁଁ ଆଉଥରେ ସ୍କ୍ରିନ୍ ସଫା କରୁଛି . ବର୍ତମାନ $ ln space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:25 ଉଭୟ ଫାଇଲ୍ ର inode ନମ୍ବର୍ ପ୍ରଦର୍ଶିତ କରିବା ପାଇଁ $ ls space -i space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:41 ଏଠାରେ ଆମେ ଦେଖିପାରବା ଯେ ଉଭୟ ଫାଇଲ୍ ର inode ନମ୍ବର୍ ସମାନ , ଫାଇଲ୍ example1 ପାଇଁ ହାର୍ଡ଼ ଲିଂକ୍ (Hard link) ହେଲା ଫାଇଲ୍ exampleln .
13:54 Soft link symbolic link ଏକ ବିଶେଷ ପ୍ରକାର ଫାଇଲ୍ , ଯେଉଁଥିରେ absolute ବା relative path ରୂପେ ଅନ୍ୟ ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍‌ଟୋରୀ (directory) ର reference ଅନ୍ତରଭୁକ୍ତ ହୋ‌ଇଥାଏ .
14:07 soft link ତିଆରି କରିବା ପାଇଁ In କମାଣ୍ଡ୍ ର syntax ହେଲା
14:12 ln space -s space {target-filename} space {symbolic-filename}.
14:19 ବର୍ତମାନ ଆମେ soft link ର କିଛି ଉଦାହରଣ ଦେଖିବା.
14:25 soft link ତିଆରି କରିବା ପାଇଁ $ ln space -s space example1 space examplesoft କମାଣ୍ଡ ଟାଇପ୍ କର.
14:40 ଏନ୍ଟର୍ ଦବାଅ.
14:43 ବର୍ତମାନ, ଉଭୟ ଫାଇଲ୍ ର inode ନମ୍ବର୍ ଏବଂ ଲିଷ୍ଟ୍‌ ପ୍ରଦର୍ଶିତ କରିବା ପାଇଁ

$ ls space -li space example1 space examplesoft କମାଣ୍ଡ୍ ଟାଇପ୍ କର.

15:01 ଏନ୍ଟର୍ ଦବାଅ.
15:03 ଏଠାରେ ଆମେ ଦେଖିପାରିବା ଯେ ଉଭୟ ଫାଇଲ୍ ର inodeନମ୍ବର୍ ଅଲଗା ଏବଂ examplesoft ହେଉଛି example1 ର ଏକ ସୋଫଟ୍ ଲିଂକ୍ (soft link) .
15:16 ତେଣୁ, ଏହି ଟ୍ୟୁଟୋରିଆଲ ରେ, ଆମେ Linux File Attributes ସମ୍ବନ୍ଧରେ ଶିଖିଛେ , ଯେପରିକି ଏକ ଫାଇଲ୍ ର ଅନୁମତି, ଓନର୍ ଶିପ୍ (ownership), ଏବଂ ଗ୍ରୁପ୍ ପରିବର୍ତନ କରିବା.
15:26 ଆମେ ଫାଇଲ୍ ର inode, soft ଏବଂ hard links ସମ୍ବନ୍ଧରେ ମଧ୍ୟ ଶିଖିଲୁ .
15:31 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
15:35 ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
15:44 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
15:50 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ଥିତି ପାଇଁ ଧନ୍ୟବାଦ.

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep