Linux/C2/File-Attributes/Oriya

From Script | Spoken-Tutorial
Revision as of 15:26, 16 January 2013 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
0:00 ଲିନକ୍ସ ଫାଇଲ୍ ଆଟ୍ରିବୂଟ୍ସ (Linux File Attributes) ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
0:05 ଏହି ଟ୍ୟୁଟୋରିଆଲ ପାଇଁ ଆପଣଂକୁ ପୁର୍ବରୁ ଖାଲି ଫାଇଲ୍ ଗୁଡିକ ଯଥା example1, example2, example3, example4, example5 ଏବଂ testchown ନାମକ ତିଆରି କରିବା ଆବଶ୍ୟକ.
0:18 ଦୟାକରି test_chown ନାମକ ଖାଲି ଡାଇରେକ୍ଟ୍ ଟୋରୀଜ (directories) ଏବଂ ଡାଇରେକ୍ଟ୍ ଟୋରୀ (directory) 1 କୁ ମଧ୍ୟ ତିଆରି କର.
0:25 ଏକ ଫାଇଲ୍ ଆଟ୍ରିବୂଟ୍ (File Attribute) ମେଟା ଡାଟା (metadata) ଅଟେ ଯାହା ବର୍ଣନା କରେ କିମ୍ବା ଏହା ଏକ computer file ସହିତ ସଂଯୋଗ ଅଟେ.
0:33 ଫାଇଲ୍ ଆଟ୍ରିବୂଟ୍ (File Attribute) ଫାଇଲ୍ ର ମାଲିକ, ଫାଇଲ୍ ର ପ୍ରକାର, ଉପଯୋଗୀ ର ଅନୁମତି, ଆଦି ବିଶେଷତ୍ବ କୁ ବର୍ଣନା କରେ.
0:45 c-h own କମାଣ୍ଡ୍ ଫାଇଲ୍ ଏବଂ ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା କୁ ପରିବର୍ତନ ପାଇଁ ବ୍ୟବହାର ହୁଏ. ଏହା ଏକ ଏଡମିନ୍ କମାଣ୍ଡ୍ (admin command), ଯାହାର ରୁଟ୍ ୟୁଜର୍ (root user) ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା କୁ ପରିବର୍ତନ କରି ପାରିବ.
1:00 Chown କମାଣ୍ଡ୍ ର ସବ୍ଦ ବିନ୍ୟାସ ଏହି ପ୍ରକାର ଅଟେ- chown space options space ownername space filename or directoryname.
1:13 ଆମେ Chown କମାଣ୍ଡ୍ ସହିତ ନିମ୍ନ ରେ ଥିବା ଅପସନ୍ସ୍ ଦେଇ ପାର.
1:18
1:28
1:33
1:37 ବର୍ତମାନ ଆମେ କିଛି ଉଦାହରଣ ଦେଖିବା.
1:40 ତେଣୁ ଟର୍ମିନାଲ୍ କୁ ଯିବା. ଏବେ ଆମେ ଡାଇରେକ୍ଟ୍ ଟୋରୀ (directory) କୁ ଯିବା ଯେଉଁ ଠାରେ ଆମେ ଖାଲି ଫାଇଲ୍ ଏବଂ ଫୋଲଡର୍ ଗୁଡିକୁ ତିଆରି କରିଛେ. ସେଥିପାଇଁ cd space Desktop slash file attribute ଟାଇପ୍ ଏବଂ ଏନ୍ଟର୍ ଦବାଅ.
1:56 ବର୍ତମାନ କମାଣ୍ଡ୍ $ ls space -l spacetestchown that is t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
2:11 ଏଠାରେ ଆମେ ଫାଇଲ୍ 'testchown' ର ମାଲିକ ଦେଖିପାରିବା ଯାହା shahid ଅଟେ.
2:18 ଫାଇଲ୍ ର ମାଲିକାନା ବଦେଳେଇବା ପାଇଁ $ sudo space c-h own space that is a-n-u-s-h-a anusha space testchown that is t-e-s-t-c-h-o-w-n କମାଣ୍ଡ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
2:36 sudo password କୁ ଏନ୍ଟର୍ କର ଏବଂ ଆଉଥରେ ଏନ୍ଟର୍ ଦବାଅ.
2:44 ବର୍ତମାନ $ ls space -l space t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଏଠାରେ ଆମେ ଦେଖିପାରିବା ଫାଇଲ୍ ର ନୁଆ ମାଲିକ anusha ଅଟେ.
3:03 ଏବେ ଆମେ ଦେଖିବା ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା କିପରି ପରିବର୍ତନ ହୁଏ.
3:07 $ ls -l କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଏଠାରେ ଆମେ ଡାଇରେକ୍ଟ୍ ଟୋରୀ (directory) 'testchown' ର ମାଲିକ ଦେଖିପାରିବା ଯାହା shahid ଅଟେ.
3:21 ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା ବଦେଳେଇବା ପାଇଁ କମାଣ୍ଡ୍ ଟାଇପ୍ କର.
3:26 $ sudo space chown space minus capital R space a-n-u-s-h-a anusha spacetest_chown ଯାହା ଡାଇରେକ୍ଟ୍ ଟୋରୀ (directory) ର ନାମ ଅଟେ ଏବଂ ଏନ୍ଟର୍ ଦବାଅ.
3:44 ଯଦି ଆବଶ୍ୟକ ହୁଏ ତେବେ sudo password କୁ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ.
3:49 ଆମର ସୁବିଧା ପାଇଁ ମୁଁ Clt+L ପ୍ରେସ୍ କରି ସ୍କ୍ରିନ୍ କୁ ସଫା କରିବି. ବର୍ତମାନ $ ls space –l ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଏଠାରେ ଆମେ ଦେଖିବା anusha ଡାଇରେକ୍ଟ୍ ଟୋରୀ (directory) ର ନୁଆ ମାଲିକ ଅଟେ.
4:06 chmod କମାଣ୍ଡ୍ ଏକ କିମ୍ବା ଅଧିକ ଫାଇଲ୍ ର ଅନୁମତି ଏବଂ କାର୍ଯ ପ୍ରଣାଳୀ ର ଉପଯୋଗୀ ବଦେଳେଇବା ପାଇଁ ବ୍ୟବହାର ହୁଏ.
4:13 chmod କମାଣ୍ଡ୍ ର ସବ୍ଦ ବିନ୍ୟାସ ଏହିପରି ଅଟେ - chmod space [options] space mode space filename space chmod space [options] space filename. chmod କମାଣ୍ଡ୍ ସହିତ ନିମ୍ନ୍ନ ବିକଳ୍ପ ଦେଇପାର.
4:29
4:34
4:41 ସେଠାରେ ନିମ୍ନ୍ନ ପ୍ରକାର ର ଉପୋଯୋଗୀ କିମ୍ବା ଅନୁମତି ଅଛି.
4:44 r : Read ଅର୍ଥାତ ପଡ଼.

w : Write ଅର୍ଥାତ ଲେଖ

x : Execute ଅର୍ଥାତ ସମ୍ପାଦନା

s : Set user (or group) ID ଅର୍ଥାତ ୟୁଜର୍ କିମ୍ବା ଗ୍ରୁପ୍ ର ID ସେଟ୍ କରିବା

4:54 ବିକଳ୍ପ ରୁପ ରେ, ତିନି ଅକଂ ବିଶିଷ୍ଟ ଅଷ୍ଟାଧାରୀ ନମ୍ବର ଦ୍ବାରା ଅନୁମତି ଗୁଡିକୁ ନିର୍ଦିଷ୍ଟ କରି ପାର.
5:00 ପ୍ରଥମ ଅଂକ ମାଲିକ ର ଅନୁମତି ପାଇଁ ଅଟେ, ଦିତିୟ ଟି ସମୁହ ମାନକଂର ଅନୁମତି ପାଇଁ ଅଟେ, ଏବଂ ତୃତୀୟ ଟି ଅନ୍ୟମାନକଂର ଅନୁମତି ପାଇଁ ଅଟେ.
5:09 ଅନୁମତିଗୁଡିକ ନିମ୍ନଲିଖିତ ଅଷ୍ଟାଧାରୀ ମୁଲ୍ୟ ଗୁଡିକର ଯୋଡିବା ଦ୍ବାରା ଗଣନା କରାଯାଏ

4 ତାହା ପଡିବା

2 ତାହା ଲେଖିବା

1 ତାହା ସମ୍ପାଦନା

5:20 ବର୍ତମାନ ଆମେ chmod ର କିଛି ଉଦାହରଣ ଦେଖିବା. ଟର୍ମିନାଲ୍ କୁ ଯିବା ଏବଂ execute-by-user ଅନୁମତି କୁ file example1 କୁ ଯୋଡିବା ପାଇଁ କମାଣ୍ଡ ଏନ୍ଟର୍ କରିବା.
5:30 ତାହା ପୁର୍ବରୁ ମୁଁ CTRL+L କୁ ଦବାଇ କରି ଆଉଥରେ ସ୍କ୍ରିନ୍ କୁ ସଫା କରିବି.
5:36 ଏବେ $ chmod space u+x space example1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
5:49 ବର୍ତମାନ $ ls space -l space example1 ଟାଇପ୍ କର ଏବଂ ପରିବର୍ତନ ଗୁଡିକୁ ଦେଖିବା ପାଇଁ ଏନ୍ଟର୍ ଦବାଅ.
6:01 ଏଠାରେ ମାଲିକ ଦ୍ବାରା ପଡ଼ା/ଲେଖା/ସମ୍ପାଦନା ଅନୁମତି, ଗ୍ରୁପ୍ ଦ୍ବାରା ଲେଖା/ସମ୍ପାଦନା ଅନୁମତି, ଅନ୍ୟ ଦ୍ବାରା execute-only ଅନୁମତିକୁ file example1 ରେ ନିର୍ଦିଷ୍ଟ କରିବା ପାଇଁ ଆପଣ ଦେଖିପାରିବେ.
6:15 ବର୍ତମାନ $ chmod space 751 space example1 କମଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:26 ଏବେ $ ls space -l space example1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:35 ଏଠାରେ ଆମେ ଦେଖିପାରିବା ଯେ ଉପରେ ଦିଆଯାଇଥିବା କମାଣ୍ଡ୍ ର ଓନର୍ (owner) ଦ୍ବାରା read/write/execute ର ଅନୁମତି, ଗ୍ରୁପ୍ ଦ୍ବାରା read/write ର ଅନୁମତି, ଏବଂ ଅନ୍ୟ ଦ୍ବାରା execute-only ଅନୁମତିକୁ file example1 ରେ ନିର୍ଦିଷ୍ଟ କରିବାକୁ ଦିଆଯାଇଛି.
6:52 read-only permission file example1 କୁ ନିର୍ଧାରଣ କରିବା ପାଇଁ ଏହି କମାଣ୍ଡ୍ $ chmod space =r space example1 କୁ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
7:08 ବର୍ତମାନ $ ls space -l space example1 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ
7:19 ଏଠାରେ ଆମେ ଦେଖିପାରିବା ଯେ ସମସ୍ତ ୟୁଜର୍ସ ପାଇଁ read-only permission file example1 କୁ ନିର୍ଧାରଣ କରାଯାଇଛି.
7:30 ଅନୁମତି କୁ ଟିକ ନିକ୍ ଭାବରେ ବଦେଳେଇବା ଏବଂ ସବୁ ୟୁଜର୍ସ୍ ପାଇଁ read and execute ଅନୁମତି କୁ ନିର୍ଧାରଣ ପାଇଁ ଏବଂ directory1 directory ର onwer କୁ write access ଦେବା ପାଇଁ କମାଣ୍ଡ୍ ଟାଇପ୍ କର.
7:44 $ chmod space minus capital R space 755 space directory1 ଏନ୍ଟର୍ ଦବାଅ.
8:00 ବର୍ତମାନ $ ls space -l ଟାଇପ୍ କର ଏବଂ ପରିବର୍ତନ ଦେଖିବା ପାଇଁ ଏନ୍ଟର୍ ଦବାଅ.
8:09 ୟୁଜର୍ କୁ file example2 ଉପରେ execute ଅନୁମତି ଦେବାପାଇଁ $ chmod space u+x space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
8:27 ବର୍ତମାନ $ ls space -l space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
8:40 ଏଠାରେ ଆମେ ଦେଖିପାରିବା ଯେ ୟୁଜର୍ କୁ example 2 ଉପରେ execute ଅନୁମତି ନିର୍ଧାରଣ କରାଯାଇଛି.
8:50 file example3 ପାଇଁ ଗ୍ରୁପ୍ କୁ write ଅନୁମତି ଯୋଡିବା କୁ ଏହି କମାଣ୍ଡ୍ $ chmod space g+w space example3 କୁ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:10 ଏବଂ ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:23 ଏଠାରେ ଆମେ ଦେଖିପାରିବା ଗ୍ରୁପ୍ କୁ write ଅନୁମତି ଯୋଡି ଦିଆଯାଇଛି.
9:30 write ଅନୁମତି ହଟାଇବା ପାଇଁ $ chmod space a-w space example3 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:45 ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
9:55 ଏଠାରେ ଆମେ ଦେଖିପାରିବା write ଅନୁମତି ପାଇଁ ସବୁ ହଟିଯାଇଛି.
10:02 chgrp କମାଣ୍ଡ କୁ ବ୍ୟବହାର କରି ଏକ କିମ୍ବା ଅଧିକ ଫାଇଲ୍ ଗୁଡିକର ଗ୍ରୁପ୍ newgroup କୁ ପରିବର୍ତନ କରୁ.
10:10 Newgroup ଏକ ଗ୍ରୁପ୍ ID ନମ୍ବର୍ ହେଇପାରେ କିମ୍ବା /etc/group ରେ ଅବସ୍ଥିତ ଏକ ଗ୍ରୁପ୍ ନାମ ଅଟେ.
10:20 କେବଳ ଫାଇଲ୍ ର onwer କିମ୍ବା ଏକ ବିଶେଷ ଉପଯୋଗୀ କର୍ତ୍ତା ଗ୍ରୁପ୍ ବଦେଳେଇ ପାରନ୍ତି.
10:26 chgrp କମାଣ୍ଡ୍ ପାଇଁ ସବ୍ଦ ବିନ୍ୟାସ ଏହି ପ୍ରକାର ଅଟେ - chgrp space [options] space newgroup space files space chgrp space [options].
10:36 ବର୍ତମାନ୍ ଟର୍ମିନାଲ୍ କୁ ଚାଲ. ଏବେ ଆମେ chgrp କମାଣ୍ଡ ର କିଛି ଉଦାହରଣ ଦେଖିବା. $ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
10:57 ଏଠାରେ ଆମେ ଦେଖିପାରିବା ଗ୍ରୁପ୍ ଅନୁମତି ୟୁଜର୍ shahid ପାଇଁ ଅଟେ.
11:03 ଗ୍ରୁପ୍ ଅନୁମତି ବଦେଳେଇବା ପାଇଁ କମାଣ୍ଡ୍ $ sudo space chgrp space rohit space example4 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
11:20 ଏନ୍ଟର୍ ଦବାଅ. ଯଦି ଆବଶ୍ୟକ ହୁଏ sudo password ଏନ୍ଟର୍ ଦବାଅ.
11:27 ବର୍ତମାନ $ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
11:38 ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ shahid ଠାରୁ rohit କୁ ପରିବର୍ତନ ହୋଇଯାଇଛି.
11:46 inode ନମ୍ବର୍ ଏକ ଅସାଧାରଣ ପୁର୍ଣIକଂ ଅଟେ ଯାହା device କୁ ନିର୍ଧାରଣ କରେ.
11:51 inode ଏକ ନିୟମିତ ଫାଇଲ୍ କିମ୍ବା ଏକ ଡାଇରେକ୍ଟ୍ ଟୋରୀ (directory) ସମ୍ବନ୍ଧରେ ମୌଳିକ ସୁଚନା ଏକତ୍ରିତ କରେ.
11:57 ସବୁ ଫାଇଲ୍ ଗୁଡିକ inodes ପାଇଁ ହାର୍ଡ଼ ଲିଂକସ୍ (hard links) ଅଟେ.
12:00 ଯେତେବେଳେ ଏକ ପ୍ରୋଗ୍ରାମ ନାମ ଦ୍ବାରା ଏକ ଫାଇଲ୍ କୁ ସୁଚିତ କରେ, ତେବେ ସିଷ୍ଟମ ପ୍ରକୃତରେ ଅନୁରୁପୀ inode କୁ ସେହି ଫାଇଲ୍ ର ନାମ କୁ ଖୋଜେ.
12:12 ଆମେ ଫାଇଲ୍ ର inode ନମ୍ବର୍ ଦେଖିବା ପାଇଁ ls space -i କମାଣ୍ଡ୍ ବ୍ୟବହାର କରିବା.
12:19 $ ls space -i space example5 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
12:29 ଫାଇଲ୍ ର ପୁର୍ବରୁ ଲେଖାହୋଇଥିବା ନମ୍ବର୍ ଫାଇଲ୍ ର inode ନମ୍ବର୍ ଅଟେ.
12:35 Inodes ସଠିକ୍ ଭାବରେ ଏକ ସମୟରେ ଏକ ଡାଇରେକ୍ଟ୍ ଟୋରୀ (directory) ସହିତ ସଂଯୁକ୍ତ ଅଟେ.
12:41 ହାର୍ଡ଼ ଲିଂକସ୍ (Hard links) ଏକ ଗୋଟିଏ inode ସହିତ ଏକାଧିକ ଡାଇରେକ୍ଟ୍ ଟୋରୀ (directory) କୁ ସଂଯୋଗ ହୋଇପାରିବ. ଲିଂକ୍ ତିଆରି କରିବା ପାଇଁ In କମାଣ୍ଡ୍ ଅଛି.
12:52 ହାର୍ଡ଼ ଲିଂକ୍ (Hard link) ତିଆରି କରିବା ପାଇଁ In କମାଣ୍ଡ୍ ର ଏହି ପ୍ରକାର ର ସବ୍ଦ ବିନ୍ୟାସ ଅଛି.
12:57 ln space source space link ଯାହା ସୌର୍ସେ (source) ଏକ ବିଦ୍ୟମାନ ଫାଇଲ୍ ଅଟେ ଏବଂ ଲିଂକ୍ ଫାଇଲ୍ ଅଟେ ତିଆରି କରିବା ପାଇଁ.
13:06 ବର୍ତମାନ ଆମେ ହାର୍ଡ଼ ଲିଂକସ୍ (Hard links) ର କିଛି ଉଦାହରଣ ଦେଖିବା.
13:10 ମୁଁ ଆଉଥରେ ସ୍କ୍ରିନ୍ ସଫା କରୁଛି. ବର୍ତମାନ $ ln space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:25 ଦୁଇଟି ଫାଇଲ୍ ର inode ନମ୍ବର୍ ପ୍ରଦଶ୍ରୀତ କରିବା ପାଇଁ $ ls space -i space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
13:41 ଏଠାରେ ଆମେ ଦେଖିପାରବା ଯେ ଦୁଇଟି ଫାଇଲ୍ ର inode ନମ୍ବର୍ ସମାନ ଅଟେ, file example1 ପାଇଁ ହାର୍ଡ଼ ଲିଂକ୍ (Hard link) file exampleln ଅଟେ.
13:54 Soft link symbolic link ଏକ ବିଶେଷ ପ୍ରକାର ଫାଇଲ୍ ଅଟେ ଯେଉଁଥିରେ ଅନ୍ୟ ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (directory) ର ସନ୍ଦର୍ଭ ପୁର୍ଣ କିମ୍ବା ରେଲେଟିଭ୍ ପାଥ୍ (absolute or relative path) ରୁପ୍ ରେ ଅନ୍ତରଭୁକ୍ତ.
14:07 ସୋଫଟ୍ ଲିଂକ୍ (soft link) ତିଆରି କରିବା ପାଇଁ In କମାଣ୍ଡ୍ ର ଏହି ପ୍ରକାର ର ସବ୍ଦ ବିନ୍ୟାସ ଅଛି.
14:12 ln space -s space {target-filename} space {symbolic-filename}.
14:19 ବର୍ତମାନ ଆମେ ସୋଫଟ୍ ଲିଂକ୍ (soft link) ର କିଛି ଉଦାହରଣ ଦେଖିବା.
14:25 ସୋଫଟ୍ ଲିଂକ୍ (soft link) କୁ ତିଆରି କରିବା ପାଇଁ $ ln space -s space example1 space examplesoft କମାଣ୍ଡ ଟାଇପ୍ କର.
14:40 ଏନ୍ଟର୍ ଦବାଅ.
14:43 ବର୍ତମାନ inode ନମ୍ବର୍ ଏବଂ ଦୁଇଟି ଫାଇଲ୍ ର ସୁଚୀ ପ୍ରଦଶ୍ରୀତ କରିବା ପାଇଁ $ ls space -li space example1 space examplesoft କମାଣ୍ଡ୍ ଟାଇପ୍ କର.
15:01 ଏନ୍ଟର୍ ଦବାଅ.
15:03 ଏଠାରେ ଆମେ ଦେଖିପାରିବା ଦୁଇଟି ଫାଇଲ୍ ର inode ନମ୍ବର୍ ଅଲଗା ଅଟେ ଏବଂ examplesoft example1 ର ଏକ ସୋଫଟ୍ ଲିଂକ୍ (soft link) ଅଟେ.
15:16 ତେଣୁ, ଏହି ଟ୍ୟୁଟୋରିଆଲ ରେ, ଆମେ ଲିନକ୍ସ ଫାଇଲ୍ ଆଟ୍ରିବୂଟ୍ସ (Linux File Attributes) ସମ୍ବନ୍ଧରେ ଶିଖିଛେ ଯେପରି ଅନୁମତି ର ପରିବର୍ତନ, ଓନର୍ ଶିପ୍ (ownership), ଏବଂ ଏକ ଫାଇଲ୍ ର ଗ୍ରୁପ୍.
15:26 ଆମେ ଫାଇଲ୍ ର inode, soft and hard links ସମ୍ବନ୍ଧରେ ମଧ୍ୟ ଶିଖିଲୁ.
15:31 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
15:35 ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଏକ ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି.
15:44 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
15:50 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ତିଥ ପାଇଁ ଧନ୍ୟବାଦ.

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep