Difference between revisions of "Linux/C2/File-Attributes/Oriya"

From Script | Spoken-Tutorial
Jump to: navigation, search
(Created page with '{| border=1 !Time !Narration |- | 0:00 |ଲିନକ୍ସ ଫାଇଲ୍ ଆଟ୍ରିବୂଟ୍ସ (Linux File Attributes) ବିଷୟରେ ଏହି ସ୍ପୋକେ…')
 
 
(5 intermediate revisions by 3 users not shown)
Line 1: Line 1:
 
{| border=1
 
{| border=1
!Time
+
|'''Time'''
!Narration
+
|'''Narration'''
 +
 
 
|-
 
|-
| 0:00
+
| 00:00
|ଲିନକ୍ସ ଫାଇଲ୍ ଆଟ୍ରିବୂଟ୍ସ (Linux File Attributes) ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
+
||ଲିନକ୍ସ୍ ଫାଇଲ୍ ଆଟ୍ରିବ୍ୟୁଟ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
 
|-
 
|-
| 0:05
+
| 00:05
|ଏହି ଟ୍ୟୁଟୋରିଆଲ ପାଇଁ ଆପଣଂକୁ ପୁର୍ବରୁ ଖାଲି ଫାଇଲ୍ ଗୁଡିକ ଯଥା example1, example2, example3, example4, example5 ଏବଂ testchown ନାମକ ତିଆରି କରିବା ଆବଶ୍ୟକ.
+
|| example1, example2, example3, example4, example5, ଓ testchown ନାମକ ଖାଲି ଫାଇଲ୍ ସୃଷ୍ଟି କରିବା ହେଉଛି ଏହି ଟ୍ୟୁଟୋରିଆଲ୍ ର ପ୍ରାକ୍ ଆବଶ୍ୟକତା |
 +
 
 
|-
 
|-
|0:18
+
|00:18
|ଦୟାକରି test_chown ନାମକ ଖାଲି ଡାଇରେକ୍ଟ୍ ଟୋରୀଜ (directories) ଏବଂ ଡାଇରେକ୍ଟ୍ ଟୋରୀ (directory)  1 କୁ ମଧ୍ୟ ତିଆରି କର.
+
|| test_chown ଓ directory1 ନାମକ ଦୁଇଟି ଖାଲି ଡାଇରେକ୍ଟୋରୀ କ୍ରିଏଟ୍ କରନ୍ତୁ |
 +
 
 
|-
 
|-
| 0:25
+
| 00:25
|ଏକ ଫାଇଲ୍ ଆଟ୍ରିବୂଟ୍ (File Attribute) ମେଟା ଡାଟା (metadata) ଅଟେ ଯାହା ବର୍ଣନା କରେ କିମ୍ବା ଏହା ଏକ computer file ସହିତ ସଂଯୋଗ ଅଟେ.
+
|| ଫାଇଲ୍ ଆଟ୍ରିବ୍ୟୁଟ୍ ହେଉଛି ମେଟାଡାଟା, ଯାହା କମ୍ପ୍ୟୁଟର୍ ଫାଇଲ୍ ସହିତ ଜଡିତ ଥାଏ କିମ୍ୱା ଏହାକୁ ବ୍ୟାଖ୍ୟା କରେ |
 +
 
 
|-
 
|-
|0:33
+
|00:33
|ଫାଇଲ୍ ଆଟ୍ରିବୂଟ୍ (File Attribute) ଫାଇଲ୍ ର ମାଲିକ, ଫାଇଲ୍ ପ୍ରକାର, ଉପଯୋଗୀ ର ଅନୁମତି, ଆଦି ବିଶେଷତ୍ବ କୁ ବର୍ଣନା କରେ.
+
|| ଫାଇଲ୍ ଆଟ୍ରିବ୍ୟୁଟ୍ ହେଉଛି ବିଶେଷତା, ଯାହା ଏକ ଫାଇଲ୍ କୁ ବ୍ୟାଖ୍ୟା କରେ, ଯେପରି ଓନର୍,ଫାଇଲ୍ ପ୍ରକାର, ଆକ୍ସେସ୍ ଅନୁମତି, ଇତ୍ୟାଦି |
 +
 
 
|-
 
|-
| 0:45
+
| 00:45
|c-h own କମାଣ୍ଡ୍ ଫାଇଲ୍ ଏବଂ  ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା କୁ ପରିବର୍ତନ ପାଇଁ ବ୍ୟବହାର ହୁଏ. ଏହା ଏକ ଏଡମିନ୍ କମାଣ୍ଡ୍ (admin command), ଯାହାର  ରୁଟ୍ ୟୁଜର୍ (root user) ଫାଇଲ୍ କିମ୍ବା  ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା କୁ ପରିବର୍ତନ କରି ପାରିବ.
+
|| c-h ଓନ୍ କମାଣ୍ଡ୍ ଟି ଫାଇଲ୍ ବା ଡାଇରେକ୍ଟୋରୀର ଓନର୍ ସିପ୍ ବଦଳାଇବା ପାଇଁ ବ୍ୟବହୃତ ହୁଏ | ଏହା ଏକ ଆଡମିନ୍ କମାଣ୍ଡ୍ ଅଟେ, କେବଳ ରୁଟ୍ ୟୁଜର୍ ଫାଇଲ୍ ଓ ଡାଇରେକ୍ଟୋରୀର ଓନର୍ ବଦଳାଇପାରେ |
 +
 
 
|-
 
|-
| 1:00
+
| 01:00
|Chown କମାଣ୍ଡ୍ ର ସବ୍ଦ ବିନ୍ୟାସ ଏହି ପ୍ରକାର ଅଟେ- chown space options space ownername space filename or directoryname.
+
|| chown କମାଣ୍ଡ୍ ର ସିଣ୍ଟାକ୍ସ୍ ହେଉଛି '''<nowiki>chown ସ୍ପେସ୍ ଅପ୍ସନ୍ସ୍ ସ୍ପେସ୍ ଓନର୍ ନେମ୍ ସ୍ପେସ୍ ଫାଇଲ୍ ନେମ୍ କିମ୍ୱା ଡାଇରେକ୍ଟୋରୀ ନେମ୍ </nowiki>'''
 +
 
 
|-
 
|-
| 1:13
+
| 01:13
|ଆମେ Chown କମାଣ୍ଡ୍ ସହିତ ନିମ୍ନ ରେ ଥିବା ଅପସନ୍ସ୍ ଦେଇ ପାର.
+
||chown କମାଣ୍ଡ୍ ସହିତ ଆମେ ନିମ୍ନ ଅପ୍ସନ୍ ଦେଇପାରିବା |
 +
 
 
|-
 
|-
|1:18
+
|01:18
|-R : ଯେଉଁ ଫାଇଲ୍ ଗୁଡିକ ଡାଇରେକ୍ଟ୍ ଟୋରୀ (directory) ର ସବ୍ ଡାଇରେକ୍ଟ୍ ଟୋରୀ (sub-directory) ରେ ଅଛନ୍ତି ସେମାନକଂର ଅନୁମତି କୁ ବଦେଳେଇବା ପାଇଁ ଆପଣ ସେଠାରେ ଏବେ ଅଛନ୍ତି.
+
||'''-R''' : ଆମେ ବର୍ତ୍ତମାନ ଯେଉଁ ଡାଇରେକ୍ଟୋରୀରେ ଅଛେ, ତାହାର ସବ୍ ଡାଇରେକ୍ଟୋରୀରେ ଥିବା ଫାଇଲ୍ ଗୁଡିକର ପର୍ମିସନ୍ ବଦଳାଇବା ପାଇଁ |
 +
 
 
|-
 
|-
|1:28
+
|01:28
|-c : ପ୍ରତେକ ଫାଇଲ୍ ପାଇଁ ଅନୁମତି ବଦଳାଏ
+
||'''-c ''': ପ୍ରତି ଫାଇଲ୍ ପାଇଁ ପର୍ମିସନ୍ ବଦଳାଏ |
 +
 
 
|-
 
|-
|1:33
+
|01:33
|-f : ch own କୁ ଏରୋର (error) ମେସେଜ୍ ପ୍ରଦଶ୍ରିତ ଠାରୁ ପ୍ରତିରୋଧ କରେ
+
||'''-f''' : ଏରର୍ ମେସେଜ୍ ଦେଖାଇବାରୁ ch ownକୁ ପ୍ରତିରୋଧ କରେ |
 +
 
 
|-
 
|-
| 1:37
+
| 01:37
|ବର୍ତମାନ ଆମେ କିଛି ଉଦାହରଣ ଦେଖିବା.
+
||ଏବେ ଆମେ କିଛି ଉଦାହରଣ ଦେଖିବା  
 +
 
 
|-
 
|-
| 1:40
+
| 01:40
|ତେଣୁ ଟର୍ମିନାଲ୍ କୁ ଯିବା. ଏବେ ଆମେ ଡାଇରେକ୍ଟ୍ ଟୋରୀ (directory) କୁ ଯିବା ଯେଉଁ ଠାରେ ଆମେ ଖାଲି ଫାଇଲ୍ ଏବଂ ଫୋଲଡର୍ ଗୁଡିକୁ ତିଆରି କରିଛେ. ସେଥିପାଇଁ cd space Desktop slash file attribute ଟାଇପ୍ ଏବଂ ଏନ୍ଟର୍ ଦବାଅ.
+
|| ଟର୍ମିନାଲ୍ କୁ ଯାଆନ୍ତୁ | ଖାଲି ଫାଇଲ୍ ଓ ଫୋଲ୍ଡର୍ ତିଆରି କରିଥିବା ଡାଇରେକ୍ଟୋରୀକୁ ଯିବା | ସେଥିପାଇଁ cd ସ୍ପେସ୍ ଡେସ୍କଟପ୍ ସ୍ଲାସ୍ ଫାଇଲ୍ ଆଟ୍ରିବ୍ୟୁଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 1:56
+
| 01:56
|ବର୍ତମାନ କମାଣ୍ଡ୍ $ ls space -l spacetestchown that is t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ. 
+
|| ଏବେ $ ls ସ୍ପେସ୍ -l ସ୍ପେସ୍ t-e-s-t-c-h-o-w-n (testchown)ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 2:11
+
| 02:11
|ଏଠାରେ ଆମେ ଫାଇଲ୍ 'testchown' ର ମାଲିକ ଦେଖିପାରିବା ଯାହା shahid ଅଟେ.
+
||ଏଠାରେ 'testchown' ଫାଇଲ୍ ଓନର୍ ସାହିଦ୍ ବୋଲି ଆମେ ଦେଖିପାରୁଛେ |
 +
 
 
|-
 
|-
| 2:18
+
| 02:18
|ଫାଇଲ୍ ର ମାଲିକାନା ବଦେଳେଇବା ପାଇଁ $ sudo space c-h own space that is a-n-u-s-h-a anusha space testchown that is t-e-s-t-c-h-o-w-n କମାଣ୍ଡ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
||ଫାଇଲ୍ ର ଓନର୍ ବଦଳାଇବାକୁ $ sudo ସ୍ପେସ୍ c-h own ସ୍ପେସ୍ a-n-u-s-h-a anusha ସ୍ପେସ୍ testchown ଅର୍ଥାତ୍ t-e-s-t-c-h-o-w-n ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 2:36
+
| 02:36
|sudo password କୁ ଏନ୍ଟର୍ କର ଏବଂ ଆଉଥରେ ଏନ୍ଟର୍ ଦବାଅ. 
+
|| (Sudo)ସୁଡୋ ପାଶୱର୍ଡ୍ ଏଣ୍ଟର୍ କରି ପୁଣି ଏଣ୍ଟର୍ ଦାବନ୍ତୁ | ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 2:44
+
| 02:44
|ବର୍ତମାନ $ ls space -l space t-e-s-t-c-h-o-w-n ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଏଠାରେ ଆମେ ଦେଖିପାରିବା ଫାଇଲ୍ ର ନୁଆ ମାଲିକ anusha ଅଟେ.
+
|| ଏବେ $ ls ସ୍ପେସ୍ -l ସ୍ପେସ୍ t-e-s-t-c-h-o-w-n ଟାଇପ୍ କରି ଏଣ୍ଟର୍ ଦାବନ୍ତୁ ଅନୁଶା ଏହି ଫାଇଲ୍ ର ନୂଆ ଓନର୍ ବୋଲି ଆମେ ଦେଖିପାରିବା |
 +
 
 
|-
 
|-
| 3:03
+
| 03:03
|ଏବେ ଆମେ ଦେଖିବା ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା  କିପରି ପରିବର୍ତନ ହୁଏ. 
+
|| ଡାଇରେକ୍ଟୋରୀର ଓନର୍ କିପରି ବଦଳାଯିବ, ଏବେ ତାହା ଦେଖିବା |
 +
 
 
|-
 
|-
|3:07
+
|03:07
|$ ls -l କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଏଠାରେ ଆମେ ଡାଇରେକ୍ଟ୍ ଟୋରୀ (directory) 'testchown' ର ମାଲିକ ଦେଖିପାରିବା ଯାହା shahid ଅଟେ.
+
||$ ls –l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
'test_chown' ଡାଇରେକ୍ଟୋରୀର ଓନର୍ ସାହିଦ୍ ବୋଲି ଆମେ ଦେଖିପାରିବା |
 +
 
 
|-
 
|-
| 3:21
+
| 03:21
|ଡାଇରେକ୍ଟ୍ ଟୋରୀ (directory) ର ମାଲିକାନା ବଦେଳେଇବା ପାଇଁ କମାଣ୍ଡ୍ ଟାଇପ୍ କର. 
+
||ଡାଇରେକ୍ଟୋରୀର ଓନର୍ ବଦଳାଇବାକୁ କମାଣ୍ଡ୍ ଟାଇପ୍ କରନ୍ତୁ
 +
 
 
|-
 
|-
|3:26
+
|03:26
|$ sudo space chown space minus capital R space a-n-u-s-h-a anusha spacetest_chown ଯାହା ଡାଇରେକ୍ଟ୍ ଟୋରୀ (directory) ର ନାମ ଅଟେ ଏବଂ ଏନ୍ଟର୍ ଦବାଅ.
+
|| $ ସୁଡୋ ସ୍ପେସ୍ chown ସ୍ପେସ୍ ମାଇନସ୍ କ୍ୟାପିଟାଲ୍ R ସ୍ପେସ୍ a-n-u-s-h-a anusha ସ୍ପେସ୍ ଡାଇରେକ୍ଟୋରୀ ନାମ test_chown ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|3:44
+
|03:44
|ଯଦି ଆବଶ୍ୟକ ହୁଏ ତେବେ sudo password କୁ ଏନ୍ଟର୍ କର ଏବଂ ଏନ୍ଟର୍ ଦବାଅ. 
+
|| ଆବଶ୍ୟକ ହେଲେ ସୁଡୋ ପାଶ୍-ୱର୍ଡ୍ ଟାଇପ୍ କରି ପୁଣି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 3:49
+
| 03:49
|ଆମର  ସୁବିଧା ପାଇଁ ମୁଁ Clt+L ପ୍ରେସ୍ କରି ସ୍କ୍ରିନ୍ କୁ ସଫା କରିବି. ବର୍ତମାନ $ ls space –l ଟାଇପ୍ କର ଏବଂ ଏନ୍ଟର୍ ଦବାଅ. ଏଠାରେ ଆମେ ଦେଖିବା anusha ଡାଇରେକ୍ଟ୍ ଟୋରୀ (directory) ର ନୁଆ ମାଲିକ ଅଟେ.
+
|| ଆମ ସୁବିଧା ଅନୁସାରେ Clt+L ଦାବି ମୁଁ ସ୍କ୍ରୀନ୍ କ୍ଲିଅର୍ କରିବି | ଏବେ  $ ls ସ୍ପେସ୍ -l ଟାଇପ୍ କରି ଏଣ୍ଟର୍ ଦାଵନ୍ତୁ | ଏହି ଡାଇରେକ୍ଟୋରୀର ନୂଆ ଓନର୍ ଅନୁଶା ବୋଲି ଆମେ ଦେଖିପାରିବା |
 +
 
 
|-
 
|-
| 4:06
+
| 04:06
|chmod କମାଣ୍ଡ୍ ଏକ କିମ୍ବା ଅଧିକ ଫାଇଲ୍ ର ଅନୁମତି ଏବଂ କାର୍ଯ ପ୍ରଣାଳୀ ର ଉପଯୋଗୀ ବଦେଳେଇବା ପାଇଁ ବ୍ୟବହାର ହୁଏ.
+
|| chmod କମାଣ୍ଡ୍ ଟି ଗୋଟିଏ କିମ୍ୱା ଏକାଧିକ ଫାଇଲ୍ ର ଆକ୍ସେସ୍ ମୋଡ୍ ବା ପର୍ମିସନ୍ ବଦଳାଇବାରେ ବ୍ୟବହୃତ ହୁଏ |
 +
 
 
|-
 
|-
| 4:13
+
| 04:13
| chmod କମାଣ୍ଡ୍ ର ସବ୍ଦ ବିନ୍ୟାସ ଏହିପରି ଅଟେ -  chmod space [options] space mode space filename space chmod space [options] space filename. chmod କମାଣ୍ଡ୍ ସହିତ ନିମ୍ନ୍ନ ବିକଳ୍ପ  ଦେଇପାର.
+
|| Chmod କମାଣ୍ଡ୍ ପାଇଁ ସିଣ୍ଟାକ୍ସ୍ ହେଉଛି <nowiki>chmod ସ୍ପେସ୍ [ଅପ୍ସନ୍] ସ୍ପେସ୍ ମୋଡ୍ ସ୍ପେସ୍ ଫାଇଲ୍ ନାମ </nowiki>
 +
Chmod କମାଣ୍ଡ୍ ସହିତ ଆମେ ନିମ୍ନ ଅପ୍ସନ୍ସ ଦେଇପାରିବା |
 +
 
 
|-
 
|-
|4:29
+
|04:29
|-c : ପରିବର୍ତନ ହୋଇଥିବା ଫାଇଲ୍ ଗୁଡିକର ସୁଚନା ସମ୍ବନ୍ଧରେ ପ୍ରିଣ୍ଟ୍ କରିବା ପାଇଁ.
+
|| -c : ବଦଳିଥିବା ଫାଇଲ୍ ଗୁଡିକ ବିଷୟରେ ଥିବା ସୂଚନା ପ୍ରିଣ୍ଟ୍ କରେ |
 +
 
 
|-
 
|-
|4:34
+
|04:34
|-f : ୟୁଜର୍ ର ଫାଇଲ୍ ଗୁଡିକ ଦୃଷ୍ଟି ଆସେ ନାହିଁ ଯେଉଁଗୁଡିକୁ chmod ପରିବର୍ତନ କରିପାରିବ ନାହିଁ. 
+
|-f : chmod ବଦଳାଇ ପାରୁନଥିବା ଫାଇଲ୍ ଗୁଡିକର ୟୁଜର୍ ଙ୍କୁ ନୋଟିଫାଏ କରେନି |
 +
 
 
|-
 
|-
| 4:41
+
| 04:41
| ସେଠାରେ ନିମ୍ନ୍ନ ପ୍ରକାର ର ଉପୋଯୋଗୀ କିମ୍ବା ଅନୁମତି ଅଛି
+
|| ଏଠାରେ ନିମ୍ନ ପ୍ରକାରର ଆକ୍ସେସ୍ ବା ପର୍ମିସନ୍ ଅଛି  
 +
 
 
|-
 
|-
|4:44
+
|04:44
|r : Read ଅର୍ଥାତ ପଡ଼. 
+
|| r : ରିଡ୍
 +
w : ରାଇଟ୍
 +
x : ଏକଜେକ୍ୟୁଟ୍
 +
s : ୟୁଜର୍ (କିମ୍ୱା ଗ୍ରୁପ୍) ID ସେଟ୍ କରେ
  
w : Write ଅର୍ଥାତ ଲେଖ
+
|-
 +
| 04:54
 +
|| ବିକଳ୍ପ ଭାବରେ, ତିନି ଅଙ୍କବିଶିଷ୍ଟ ଓକ୍ଟାଲ୍ ସଂଖ୍ୟା ଦ୍ୱାରା ଆମେ ପର୍ମିସନ୍ ନିର୍ଦ୍ଦିଷ୍ଟ କରିପାରିବା |
  
x : Execute ଅର୍ଥାତ ସମ୍ପାଦନା
 
 
s : Set user (or group) ID ଅର୍ଥାତ ୟୁଜର୍ କିମ୍ବା ଗ୍ରୁପ୍ ର ID ସେଟ୍ କରିବା
 
 
|-
 
|-
| 4:54
+
|05:00
| ବିକଳ୍ପ ରୁପ ରେ, ତିନି ଅକଂ ବିଶିଷ୍ଟ ଅଷ୍ଟାଧାରୀ  ନମ୍ବର ଦ୍ବାରା ଅନୁମତି ଗୁଡିକୁ ନିର୍ଦିଷ୍ଟ କରି ପାର. 
+
|| ପ୍ରଥମ ଅଙ୍କଟି ଓନର୍ ପର୍ମିସନ୍ ପାଇଁ, ଦ୍ୱିତୀୟଟି ଗ୍ରୁପ୍ ପର୍ମିସନ୍ ପାଇଁ ଓ ତୃତୀୟଟି ଅନ୍ୟମାନଙ୍କ ପର୍ମିସନ୍ କୁ ବୁଝାଏ |
 +
 
 
|-
 
|-
|5:00
+
| 05:09
|ପ୍ରଥମ ଅଂକ ମାଲିକ ର ଅନୁମତି ପାଇଁ ଅଟେ, ଦିତିୟ ଟି ସମୁହ ମାନକଂର ଅନୁମତି ପାଇଁ ଅଟେ, ଏବଂ ତୃତୀୟ ଟି ଅନ୍ୟମାନକଂର ଅନୁମତି ପାଇଁ ଅଟେ.
+
|| ନିମ୍ନ ଓକ୍ଟାଲ୍ ମୂଲ୍ୟ ଯୋଗ କରି ପର୍ମିସନ୍ସ ଗଣନା କରାଯାଏ:
|-
+
| 5:09
+
| ଅନୁମତିଗୁଡିକ ନିମ୍ନଲିଖିତ ଅଷ୍ଟାଧାରୀ ମୁଲ୍ୟ ଗୁଡିକର ଯୋଡିବା ଦ୍ବାରା ଗଣନା କରାଯାଏ
+
  
4 ତାହା ପଡିବା
+
4 ହେଉଛି ରିଡ୍
 +
2ହେଉଛି ରାଇଟ୍
 +
1 ହେଉଛି ଏକଜେକ୍ୟୁଟ୍
  
2 ତାହା ଲେଖିବା
+
|-
 +
| 05:20
 +
|| ଏବେ ଆମେ chmodର କିଛି ଉଦାହରଣ ଦେଖିବା | ଟର୍ମିନାଲ୍ କୁ ଯାଇ example1 ଫାଇଲ୍ ରେ ଏକଜେକ୍ୟୁଟ୍-ବାଏ-ୟୁଜର୍ ପର୍ମିସନ୍ ଯୋଡିବାକୁ କମାଣ୍ଡ୍ ଏଣ୍ଟର୍ କରନ୍ତୁ |
  
1  ତାହା ସମ୍ପାଦନା
 
 
|-
 
|-
| 5:20
+
| 05:30
|ବର୍ତମାନ ଆମେ chmod ର କିଛି ଉଦାହରଣ ଦେଖିବା. ଟର୍ମିନାଲ୍ କୁ ଯିବା ଏବଂ execute-by-user ଅନୁମତି କୁ file example1 କୁ ଯୋଡିବା ପାଇଁ କମାଣ୍ଡ ଏନ୍ଟର୍ କରିବା.
+
|| ତାହାପୂର୍ବରୁ ମୁଁ ପୁଣିଥରେ Clt+l ଦାବି ସ୍କ୍ରୀନ୍ କ୍ଲିଅର୍ କରିବି |
 +
 
 
|-
 
|-
|5:30
+
| 05:36
|ତାହା ପୁର୍ବରୁ ମୁଁ CTRL+L କୁ ଦବାଇ କରି ଆଉଥରେ ସ୍କ୍ରିନ୍ କୁ ସଫା କରିବି.
+
|| ଏବେ ଆମେ $ chmod ସ୍ପେସ୍ u+x ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବିବା |
 +
 
 
|-
 
|-
| 5:36
+
| 05:49
|ଏବେ $ chmod space u+x space example1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଏବେ $ ls ସ୍ପେସ୍ example1 ଟାଇପ୍ କରି ପରବର୍ତ୍ତନଗୁଡିକ ଦେଖିବା ପାଇଁ ଏଣ୍ଟର୍ ଦାବିବା |
 +
 
 
|-
 
|-
| 5:49
+
|06:01
|ବର୍ତମାନ $ ls space -l space example1 ଟାଇପ୍ କର ଏବଂ ପରିବର୍ତନ ଗୁଡିକୁ ଦେଖିବା ପାଇଁ ଏନ୍ଟର୍ ଦବାଅ. 
+
|| example1 ପାଇଁ ଓନର୍ ଦ୍ୱାରା ରିଡ୍/ରାଇଟ୍/ଏକଜେକ୍ୟୁଟ୍ ପର୍ମିସନ୍, ଗ୍ରୁପ୍ ଦ୍ୱାରା ରିଡ୍/ଏକଜେକ୍ୟୁଟ୍ ପର୍ମିସନ୍ ଓ ଅନ୍ୟମାନଙ୍କ ଦ୍ୱାରା କେବଳ ଏକଜେକ୍ୟୁଟ୍ ପର୍ମିସନ୍ ଦେବାର ଆପଣ ଦେଖିପାରିବେ
 +
 
 
|-
 
|-
|6:01
+
| 06:15
|ଏଠାରେ ମାଲିକ ଦ୍ବାରା ପଡ଼ା/ଲେଖା/ସମ୍ପାଦନା ଅନୁମତି, ଗ୍ରୁପ୍ ଦ୍ବାରା ଲେଖା/ସମ୍ପାଦନା ଅନୁମତି, ଅନ୍ୟ ଦ୍ବାରା execute-only ଅନୁମତିକୁ file example1 ରେ ନିର୍ଦିଷ୍ଟ କରିବା ପାଇଁ ଆପଣ ଦେଖିପାରିବେ.
+
|| ଏବେ $ chmod ସ୍ପେସ୍ 751 ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 6:15
+
| 06:26
|ବର୍ତମାନ  $ chmod space 751 space example1 କମଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. 
+
|| ବର୍ତ୍ତମାନ, $ ls ସ୍ପେସ୍ -l ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 6:26
+
|06:35
| ଏବେ $ ls space -l space example1 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଉପରୋକ୍ତ କମାଣ୍ଡ୍ ଟି example1 ପାଇଁ ଓନର୍ ଦ୍ୱାରା ରିଡ୍/ରାଇଟ୍/ଏକଜେକ୍ୟୁଟ୍ ପର୍ମିସନ୍, ଗ୍ରୁପ୍ ଦ୍ୱାରା ରିଡ୍/ଏକଜେକ୍ୟୁଟ୍ ପର୍ମିସନ୍ ଓ ଅନ୍ୟମାନଙ୍କ ଦ୍ୱାରା କେବଳ ଏକଜେକ୍ୟୁଟ୍ ଦେଇଥିବାର ଆମେ ଦେଖିପାରୁଛେ |
 +
 
 
|-
 
|-
|6:35
+
| 06:52
|ଏଠାରେ ଆମେ ଦେଖିପାରିବା ଯେ ଉପରେ ଦିଆଯାଇଥିବା କମାଣ୍ଡ୍ ର ଓନର୍ (owner)  ଦ୍ବାରା read/write/execute ର ଅନୁମତି, ଗ୍ରୁପ୍ ଦ୍ବାରା read/write ର ଅନୁମତି, ଏବଂ ଅନ୍ୟ ଦ୍ବାରା execute-only ଅନୁମତିକୁ file example1 ରେ ନିର୍ଦିଷ୍ଟ କରିବାକୁ ଦିଆଯାଇଛି.
+
|| ସମସ୍ତଙ୍କ ପାଇଁ example1 ଫାଇଲ୍ ରେ କେବଳ ରିଡ୍ କରିବାର ପର୍ମିସନ୍ ଦେବା ପାଇଁ $ chmod ସ୍ପେସ୍ <nowiki>=r ସ୍ପେସ୍ </nowiki>example1 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 6:52
+
| 07:08
|read-only permission file example1 କୁ ନିର୍ଧାରଣ କରିବା ପାଇଁ ଏହି କମାଣ୍ଡ୍ $ chmod space =r space example1 କୁ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଏବେ $ ls ସ୍ପେସ୍ -l ସ୍ପେସ୍ example1 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 7:08
+
|07:19
|ବର୍ତମାନ  $ ls space -l space example1 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ
+
|| example1 ଫାଇଲ୍ ରେ ସମସ୍ତଙ୍କ ପାଇଁ କେବଳ ରିଡ୍ କରିବାର ପର୍ମିସନ୍ ଦିଆହୋଇଥିବାର ଆମେ ଦେଖିପାରୁଛେ |
 +
 
 
|-
 
|-
|7:19
+
| 07:30
|ଏଠାରେ ଆମେ ଦେଖିପାରିବା ଯେ ସମସ୍ତ ୟୁଜର୍ସ ପାଇଁ read-only permission file example1 କୁ ନିର୍ଧାରଣ କରାଯାଇଛି.
+
|| ରିକର୍ସିଭ୍ ଭାବରେ ପର୍ମିସନ୍ ବଦଳାଇ ସମସ୍ତଙ୍କ ପାଇଁ ରିଡ୍ ଓ ଏକଜେକ୍ୟୁଟ୍ ଆକ୍ସେସ୍ ଓ directory1 ନାମକ ଡାଇରେକ୍ଟୋରୀର ଓନର୍ ପାଇଁ ରାଇଟ୍ ଆକ୍ସେସ୍ ଦେବାକୁ ଏହି କମାଣ୍ଡ୍ ଟାଇପ କରନ୍ତୁ
 +
 
 
|-
 
|-
| 7:30
+
|07:44
|ଅନୁମତି କୁ ଟିକ ନିକ୍ ଭାବରେ ବଦେଳେଇବା ଏବଂ ସବୁ ୟୁଜର୍ସ୍ ପାଇଁ read and execute ଅନୁମତି କୁ ନିର୍ଧାରଣ ପାଇଁ ଏବଂ  directory1 directory ର onwer କୁ write access ଦେବା ପାଇଁ କମାଣ୍ଡ୍ ଟାଇପ୍ କର.
+
|| $ chmod ସ୍ପେସ୍ ମାଇନସ୍ କ୍ୟାପିଟାଲ୍ R ସ୍ପେସ୍ 755 ସ୍ପେସ୍ directory1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
|7:44
+
| 08:00
| $ chmod space minus capital R space 755 space directory1 ଏନ୍ଟର୍ ଦବାଅ. 
+
|| ଏବେ, $ ls ସ୍ପେସ୍ –l ଟାଇପ୍ କରି ପରିବର୍ତ୍ତନଗୁଡିକ ଦେଖିବାକୁ ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 8:00
+
| 08:09
| ବର୍ତମାନ $ ls space -l ଟାଇପ୍ କର ଏବଂ ପରିବର୍ତନ ଦେଖିବା ପାଇଁ ଏନ୍ଟର୍ ଦବାଅ.
+
|| example2 ଫାଇଲ୍ ଉପରେ ୟୁଜର୍ ଙ୍କୁ ଏକଜେକ୍ୟୁଟ୍ ପର୍ମିସନ୍ ଦେବାକୁ $ chmod ସ୍ପେସ୍ u+x ସ୍ପେସ୍ example2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 8:09
+
| 08:27
|ୟୁଜର୍ କୁ file example2 ଉପରେ execute ଅନୁମତି ଦେବାପାଇଁ  $ chmod space u+x space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. 
+
|| ବର୍ତ୍ତମାନ $ ls ସ୍ପେସ୍ -l ସ୍ପେସ୍ example2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 8:27
+
|08:40
|ବର୍ତମାନ $ ls space -l space example2 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ. 
+
|| example2 ଉପରେ ୟୁଜର୍ ଙ୍କୁ ଏକଜେକ୍ୟୁଟ୍ ପର୍ମିସନ୍ ଦିଆହୋଇଥିବାର ଆମେ ଦେଖିପାରୁଛେ |
 +
 
 
|-
 
|-
|8:40
+
| 08:50
|ଏଠାରେ ଆମେ ଦେଖିପାରିବା ଯେ ୟୁଜର୍ କୁ example 2 ଉପରେ execute ଅନୁମତି ନିର୍ଧାରଣ କରାଯାଇଛି.
+
|| ଗ୍ରୁପ୍ କୁ example3 ଫାଇଲ୍ ପାଇଁ ରାଇଟ୍ ପର୍ମିସନ୍ ଆଡ୍ କରିବାକୁ $ chmod ସ୍ପେସ୍ g+w ସ୍ପେସ୍ example3 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 8:50
+
| 09:10
|file example3 ପାଇଁ ଗ୍ରୁପ୍ କୁ write ଅନୁମତି ଯୋଡିବା କୁ ଏହି କମାଣ୍ଡ୍ $ chmod space g+w space example3 କୁ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଏବଂ ଏବେ $ ls ସ୍ପେସ୍ -l ସ୍ପେସ୍ example3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 9:10
+
| 09:23
|ଏବଂ ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଗ୍ରୁପ୍ ସହିତ ରାଇଟ୍ ପର୍ମିସନ୍ ଯୋଗ ହୋଇଥିବାର ଆମେ ଦେଖିପାରୁଛେ |
 +
 
 
|-
 
|-
|9:23
+
| 09:30
|ଏଠାରେ ଆମେ ଦେଖିପାରିବା ଗ୍ରୁପ୍ କୁ write ଅନୁମତି ଯୋଡି ଦିଆଯାଇଛି. 
+
|| ସବୁଗୁଡ଼ିକ ପାଇଁ ରାଇଟ୍ ପର୍ମିସନ୍ ରିମୁଭ୍ କରିବାକୁ $ chmod ସ୍ପେସ୍ a-w ସ୍ପେସ୍ example3 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
| 9:30
+
| 09:45
|write ଅନୁମତି ହଟାଇବା ପାଇଁ $ chmod space a-w space example3 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ବର୍ତ୍ତମାନ $ ls ସ୍ପେସ୍ -l ସ୍ପେସ୍ example3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
| 9:45
+
| 09:55
| ବର୍ତମାନ $ ls space -l space example3 ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ସବୁଗୁଡିକ ପାଇଁ ରାଇଟ୍ ପର୍ମିସନ୍ ରିମୁଭ୍ ହୋଇଯାଇଥିବାର ଆମେ ଦେଖିପାରୁଛେ |
|-
+
 
|9:55
+
|ଏଠାରେ ଆମେ ଦେଖିପାରିବା write ଅନୁମତି ପାଇଁ ସବୁ ହଟିଯାଇଛି. 
+
 
|-
 
|-
 
| 10:02
 
| 10:02
|chgrp କମାଣ୍ଡ କୁ ବ୍ୟବହାର କରି ଏକ କିମ୍ବା ଅଧିକ ଫାଇଲ୍ ଗୁଡିକର ଗ୍ରୁପ୍ newgroup କୁ ପରିବର୍ତନ କରୁ. 
+
|| ଗୋଟିଏ କିମ୍ୱା ଏକାଧିକ ଫାଇଲ୍ ଗ୍ରୁପ୍ ବଦଳାଇ ନୂଆ ଗ୍ରୁପ୍ କରିବାକୁ chgrp କମାଣ୍ଡ୍ ବ୍ୟବହୃତ ହୁଏ |
 +
 
 
|-
 
|-
|10:10
+
| 10:10
|Newgroup ଏକ ଗ୍ରୁପ୍ ID ନମ୍ବର୍  ହେଇପାରେ କିମ୍ବା /etc/group ରେ ଅବସ୍ଥିତ ଏକ ଗ୍ରୁପ୍ ନାମ ଅଟେ. 
+
|| ନୂତନ ଗ୍ରୁପ୍ ଟି /etc/group ରେ ଥିବା ଏକ ଗ୍ରୁପ୍ ID ସଂଖ୍ୟା ବା ଏକ ଗ୍ରୁପ୍ ନାମ ହୋଇପାରେ |
 +
 
 
|-
 
|-
 
|10:20
 
|10:20
|କେବଳ ଫାଇଲ୍ ର onwer କିମ୍ବା ଏକ ବିଶେଷ ଉପଯୋଗୀ କର୍ତ୍ତା ଗ୍ରୁପ୍ ବଦେଳେଇ ପାରନ୍ତି
+
|| ଫାଇଲ୍ ର ଓନର୍ କିମ୍ୱା ବିଶେଷାଧିକାର ପ୍ରାପ୍ତ ୟୁଜର୍ ହିଁ ଗ୍ରୁପ୍ ବଦଳାଇ ପାରନ୍ତି |
 +
 
 
|-
 
|-
 
| 10:26
 
| 10:26
|chgrp କମାଣ୍ଡ୍ ପାଇଁ ସବ୍ଦ ବିନ୍ୟାସ ଏହି ପ୍ରକାର ଅଟେ - chgrp space [options] space newgroup space files space chgrp space [options].
+
|| chgrp କମାଣ୍ଡ୍ ପାଇଁ ସିଣ୍ଟାକ୍ସ୍ ହେଉଛି <nowiki>chgrp ସ୍ପେସ୍ [options] ସ୍ପେସ୍ newgroup ସ୍ପେସ୍ files.</nowiki>
 +
 
 
|-
 
|-
 
| 10:36
 
| 10:36
|ବର୍ତମାନ୍ ଟର୍ମିନାଲ୍ କୁ ଚାଲ. ଏବେ ଆମେ  chgrp କମାଣ୍ଡ ର କିଛି ଉଦାହରଣ ଦେଖିବା. $ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଟର୍ମିନାଲ୍ କୁ ଯିବା | ଏବେ chgrp କମାଣ୍ଡ୍ ର କିଛି ଉଦାହରଣ ଦେଖିବା | $ ls ସ୍ପେସ୍ -l ସ୍ପେସ୍ example4 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|10:57
 
|10:57
|ଏଠାରେ ଆମେ ଦେଖିପାରିବା ଗ୍ରୁପ୍ ଅନୁମତି ୟୁଜର୍ shahid ପାଇଁ ଅଟେ. 
+
|| ଏଠାରେ ଗ୍ରୁପ୍ ପର୍ମିସନ୍ ଟି shahid ଙ୍କ ପାଇଁ ଥିବାର ଆମେ ଦେଖିପାରୁଛେ |
 +
 
 
|-
 
|-
 
| 11:03
 
| 11:03
|ଗ୍ରୁପ୍ ଅନୁମତି ବଦେଳେଇବା ପାଇଁ କମାଣ୍ଡ୍ $ sudo space chgrp space rohit space example4 ଟାଇପ୍ କର ଏବଂ ଏନ୍ଟର୍ ଦବାଅ. 
+
|| ଗ୍ରୁପ୍ ପର୍ମିସନ୍ ବଦଳାଇବାକୁ $ sudo ସ୍ପେସ୍ chgrp ସ୍ପେସ୍ rohit ସ୍ପେସ୍ example4 କମାଣ୍ଡ୍ ଟାଇପ୍ କରି
 +
 
 
|-
 
|-
 
|11:20
 
|11:20
|ଏନ୍ଟର୍ ଦବାଅ. ଯଦି ଆବଶ୍ୟକ ହୁଏ sudo password ଏନ୍ଟର୍ ଦବାଅ.
+
|| ଏଣ୍ଟର୍ ଦାବନ୍ତୁଆବଶ୍ୟକ ହେଲେ ସୁଡୋ ପାଶୱର୍ଡ ଏଣ୍ଟର୍ କରନ୍ତୁ |
 +
 
 
|-
 
|-
 
| 11:27
 
| 11:27
|ବର୍ତମାନ $ ls space -l space example4 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଏବେ $ ls ସ୍ପେସ୍ -l ସ୍ପେସ୍ example4 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|11:38
 
|11:38
|ଏଠାରେ ଆମେ ଦେଖିପାରିବା ଯେ ଗ୍ରୁପ୍ shahid ଠାରୁ rohit କୁ ପରିବର୍ତନ ହୋଇଯାଇଛି.
+
|| ଗ୍ରୁପ୍ ଟି shahid ରୁ rohitକୁ ବଦଳି ଯାଇଥିବାର ଆମେ ଦେଖିପାରୁଛେ |
 +
 
 
|-
 
|-
 
| 11:46
 
| 11:46
| inode ନମ୍ବର୍ ଏକ ଅସାଧାରଣ ପୁର୍ଣIକଂ ଅଟେ ଯାହା device କୁ ନିର୍ଧାରଣ କରେ.
+
|| ଆଇନୋଡ୍ ହେଉଛି ଡିଭାଇସ୍ କୁ ଆସାଇନ୍ କରାଯାଇଥିବା ଏକ ସ୍ୱତନ୍ତ୍ର ସଂଖ୍ୟା |
 +
 
 
|-
 
|-
 
|11:51
 
|11:51
|inode ଏକ ନିୟମିତ ଫାଇଲ୍ କିମ୍ବା ଏକ ଡାଇରେକ୍ଟ୍ ଟୋରୀ (directory) ସମ୍ବନ୍ଧରେ ମୌଳିକ ସୁଚନା ଏକତ୍ରିତ କରେ.
+
|| ଏକ ନିୟମିତ ଫାଇଲ୍ ବା ଡାଇରେକ୍ଟୋରୀ ବିଷୟରେ ମୌଳିକ ସୂଚନା ଆଇନୋଡ୍ ଷ୍ଟୋର୍ କରିଥାଏ |
 +
 
 
|-
 
|-
 
|11:57
 
|11:57
|ସବୁ ଫାଇଲ୍ ଗୁଡିକ inodes ପାଇଁ ହାର୍ଡ଼ ଲିଂକସ୍ (hard links) ଅଟେ.
+
|| ଆଇନୋଡ୍ ସହିତ ସବୁ ଫାଇଲ୍ ଗୁଡିକ ହାର୍ଡ୍ ଲିଙ୍କ୍ ହୋଇଥାଏ |
 +
 
 
|-
 
|-
 
|12:00
 
|12:00
|ଯେତେବେଳେ ଏକ ପ୍ରୋଗ୍ରାମ ନାମ ଦ୍ବାରା ଏକ ଫାଇଲ୍ କୁ ସୁଚିତ କରେ, ତେବେ ସିଷ୍ଟମ ପ୍ରକୃତରେ ଅନୁରୁପୀ inode କୁ ସେହି ଫାଇଲ୍ ନାମ କୁ ଖୋଜେ.
+
|| ଏକ ପ୍ରୋଗ୍ରାମ୍ ନାମ ଦ୍ୱାରା ଏକ ଫାଇଲ୍ କୁ ରେଫର୍ କରିବାବେଳେ, ତତ୍ ସମ୍ବନ୍ଧିତ ଆଇନୋଡ୍ ଖୋଜିବା ପାଇଁ ସିଷ୍ଟମ୍ ଟି ବାସ୍ତବରେ ଫାଇଲ୍ ନାମ ବ୍ୟବହାର କରେ |
 +
 
 
|-
 
|-
 
| 12:12
 
| 12:12
|ଆମେ ଫାଇଲ୍ ର inode ନମ୍ବର୍ ଦେଖିବା ପାଇଁ ls space -i କମାଣ୍ଡ୍ ବ୍ୟବହାର କରିବା.
+
|| ଏକ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଦେଖିବାକୁ ls ସ୍ପେସ୍ –i କମାଣ୍ଡ୍ ବ୍ୟବହାର କରିପାରିବା |
 +
 
 
|-
 
|-
 
|12:19
 
|12:19
|$ ls space -i space example5 କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
||$ ls ସ୍ପେସ୍ -i ସ୍ପେସ୍ example5 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
 
|12:29
 
|12:29
|ଫାଇଲ୍ ର ପୁର୍ବରୁ ଲେଖାହୋଇଥିବା ନମ୍ବର୍ ଫାଇଲ୍ ର inode ନମ୍ବର୍ ଅଟେ. 
+
|| ଫାଇଲ୍ ପୂର୍ବରୁ ଲିଖିତ ସଂଖ୍ୟା ହେଉଛି ଫାଇଲ୍ ର ଆଇନୋଡ୍ ସଂଖ୍ୟା |
 +
 
 
|-
 
|-
 
| 12:35
 
| 12:35
| Inodes  ସଠିକ୍ ଭାବରେ ଏକ ସମୟରେ ଏକ ଡାଇରେକ୍ଟ୍ ଟୋରୀ (directory) ସହିତ ସଂଯୁକ୍ତ ଅଟେ.
+
|| ଆଇନୋଡ୍ ଗୁଡିକ ଗୋଟିଏ ସମୟରେ ଏକ ନିର୍ଦ୍ଦିଷ୍ଟ ଡିରେକ୍ଟୋରୀ ସହିତ ଜଡିତ ଥାଆନ୍ତି |
 +
 
 
|-
 
|-
 
|12:41
 
|12:41
| ହାର୍ଡ଼ ଲିଂକସ୍ (Hard links) ଏକ ଗୋଟିଏ inode ସହିତ ଏକାଧିକ ଡାଇରେକ୍ଟ୍ ଟୋରୀ (directory) କୁ ସଂଯୋଗ ହୋଇପାରିବ. ଲିଂକ୍ ତିଆରି କରିବା ପାଇଁ In କମାଣ୍ଡ୍ ଅଛି.
+
||ହାର୍ଡ୍ ଲିଙ୍କ୍ ଗୁଡିକ ଏକ ସିଙ୍ଗଲ୍ ଆଇନୋଡ୍ ସହିତ ଏକାଧିକ ଡାଇରେକ୍ଟୋରୀ ସହିତ ଜଡିତ ଥାଆନ୍ତି |ଲିଙ୍କ୍ ତିଆରି କରିବାର କମାଣ୍ଡ୍ ହେଉଛି ln
 +
 
 
|-
 
|-
 
| 12:52
 
| 12:52
| ହାର୍ଡ଼ ଲିଂକ୍ (Hard link) ତିଆରି କରିବା ପାଇଁ In କମାଣ୍ଡ୍ ର ଏହି ପ୍ରକାର ର ସବ୍ଦ ବିନ୍ୟାସ ଅଛି.
+
|| ହାର୍ଡ୍ ଲିଙ୍କ୍ ତିଆରି କରିବା ପାଇଁ ln କମାଣ୍ଡ୍ ର ସିଣ୍ଟାକ୍ସ୍ ହେଉଛି
 +
 
 
|-
 
|-
 
|12:57
 
|12:57
|ln space source space link ଯାହା ସୌର୍ସେ (source) ଏକ ବିଦ୍ୟମାନ ଫାଇଲ୍ ଅଟେ ଏବଂ ଲିଂକ୍ ଫାଇଲ୍ ଅଟେ ତିଆରି କରିବା ପାଇଁ.
+
|| ln ସ୍ପେସ୍ ସୋର୍ସ୍ ସ୍ପେସ୍ ଲିଙ୍କ୍ ଯେଉଁଠାରେ ସୋର୍ସ୍ ହେଉଛି ଏକ ବିଦ୍ୟମାନ ଫାଇଲ୍ ଓ ଲିଙ୍କ୍ ହେଉଛି ତିଆରି କରିବାକୁ ଥିବା ଫାଇଲ୍ |
 +
 
 
|-
 
|-
 
| 13:06
 
| 13:06
|ବର୍ତମାନ ଆମେ ହାର୍ଡ଼ ଲିଂକସ୍ (Hard links) ର କିଛି ଉଦାହରଣ ଦେଖିବା.
+
|| ଏବେ ଆମେ ହାର୍ଡ୍ ଲିଙ୍କ୍ ର କିଛି ଉଦାହରଣ ଦେଖିବା
 +
 
 
|-
 
|-
 
|13:10
 
|13:10
|ମୁଁ ଆଉଥରେ ସ୍କ୍ରିନ୍ ସଫା କରୁଛି. ବର୍ତମାନ  $ ln space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ମୁଁ ସ୍କ୍ରୀନ୍ ଟିକୁ ପୁଣି କ୍ଲିଅର୍ କରିଦେଉଛି | ଏବେ, $ ln ସ୍ପେସ୍ example1 ସ୍ପେସ୍ exampleln କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
| 13:25
 
| 13:25
|ଦୁଇଟି ଫାଇଲ୍ ର inode ନମ୍ବର୍ ପ୍ରଦଶ୍ରୀତ କରିବା ପାଇଁ $ ls space -i space example1 space exampleln କମାଣ୍ଡ୍ ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
+
|| ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଦେଖାଇବାକୁ $ ls ସ୍ପେସ୍ -i ସ୍ପେସ୍ example1 ସ୍ପେସ୍ exampleln କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
 +
 
 
|-
 
|-
 
|13:41
 
|13:41
|ଏଠାରେ ଆମେ ଦେଖିପାରବା ଯେ ଦୁଇଟି ଫାଇଲ୍ ର inode ନମ୍ବର୍ ସମାନ ଅଟେ, file example1 ପାଇଁ ହାର୍ଡ଼ ଲିଂକ୍ (Hard link) file exampleln ଅଟେ.
+
|| ଏଠାରେ ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ସମାନ ବୋଲି ଆମେ ଦେଖିପାରୁଛେ, exampleln ହେଉଛି example1 ଫାଇଲ୍ ପାଇଁ ହାର୍ଡ୍ ଲିଙ୍କ୍ |
 +
 
 
|-
 
|-
 
| 13:54
 
| 13:54
|Soft link symbolic link ଏକ ବିଶେଷ ପ୍ରକାର ଫାଇଲ୍ ଅଟେ ଯେଉଁଥିରେ ଅନ୍ୟ ଏକ ଫାଇଲ୍ କିମ୍ବା ଡାଇରେକ୍ଟ୍ ଟୋରୀ (directory) ର ସନ୍ଦର୍ଭ ପୁର୍ଣ କିମ୍ବା ରେଲେଟିଭ୍ ପାଥ୍ (absolute or relative path) ରୁପ୍ ରେ ଅନ୍ତରଭୁକ୍ତ.
+
|| ସଫ୍ଟ୍ ଲିଙ୍କ୍ ସିମ୍ବୋଲିକ୍ ଲିଙ୍କ୍ ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ଫାଇଲ୍ ଯାହା ଅନ୍ୟ ଫାଇଲ୍ ବା ଡାଇରେକ୍ଟୋରୀ ପାଇଁ ଆବ୍ସୋଲ୍ୟୁଟ୍ ବା ରିଲେଟିଭ୍ ପାଥ୍ ରୂପରେ ଏକ ରେଫରେନ୍ସ୍ ରଖିଥାଏ |
 +
 
 
|-
 
|-
 
| 14:07
 
| 14:07
|ସୋଫଟ୍ ଲିଂକ୍ (soft link) ତିଆରି କରିବା ପାଇଁ In କମାଣ୍ଡ୍ ର ଏହି ପ୍ରକାର ର ସବ୍ଦ ବିନ୍ୟାସ ଅଛି.
+
|| ସଫ୍ଟ୍ ଲିଙ୍କ୍ ତିଆରି କରିବାକୁ ln କମାଣ୍ଡ୍ ର ସିଣ୍ଟାକ୍ସ ହେଉଛି
 +
 
 
|-
 
|-
 
|14:12
 
|14:12
|ln space -s space {target-filename} space {symbolic-filename}
+
|| ln ସ୍ପେସ୍ -s ସ୍ପେସ୍ {ଟାର୍ଗେଟ୍-ଫାଇଲ୍ ନାମ} ସ୍ପେସ୍ {ସିମ୍ବୋଲିକ୍-ଫାଇଲ୍ ନାମ}  
 +
 
 
|-
 
|-
 
| 14:19
 
| 14:19
|ବର୍ତମାନ ଆମେ ସୋଫଟ୍ ଲିଂକ୍ (soft link) ର କିଛି ଉଦାହରଣ ଦେଖିବା
+
|| ଏବେ ସଫ୍ଟ୍ ଲିଙ୍କ୍ ର କିଛି ଉଦାହରଣ ଦେଖିବା
 +
 
 
|-
 
|-
 
| 14:25
 
| 14:25
| ସୋଫଟ୍ ଲିଂକ୍ (soft link) କୁ ତିଆରି କରିବା ପାଇଁ $ ln space -s space example1 space examplesoft କମାଣ୍ଡ ଟାଇପ୍ କର.
+
|| ସଫ୍ଟ୍ ଲିଙ୍କ୍ ତିଆରି କରିବାକୁ $ ln ସ୍ପେସ୍ -s ସ୍ପେସ୍ example1 ସ୍ପେସ୍ examplesoft କମାଣ୍ଡ୍ ଟାଇପ୍ କରି
 +
 
 
|-
 
|-
 
|14:40
 
|14:40
|ଏନ୍ଟର୍ ଦବାଅ. 
+
|| ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
 
| 14:43
 
| 14:43
|ବର୍ତମାନ inode ନମ୍ବର୍ ଏବଂ ଦୁଇଟି ଫାଇଲ୍ ର ସୁଚୀ ପ୍ରଦଶ୍ରୀତ କରିବା ପାଇଁ $ ls space -li space example1 space examplesoft କମାଣ୍ଡ୍ ଟାଇପ୍ କର.
+
|| ଏବେ ଉଭୟ ଫାଇଲ୍ ର ତାଲିକା ଓ ଆଇନୋଡ୍ ସଂଖ୍ୟା ପ୍ରଦର୍ଶିତ କରିବାକୁ $ ls ସ୍ପେସ୍ -li ସ୍ପେସ୍ example1 ସ୍ପେସ୍ examplesoft କମାଣ୍ଡ୍ ଟାଇପ୍ କରି
 +
 
 
|-
 
|-
 
|15:01
 
|15:01
|ଏନ୍ଟର୍ ଦବାଅ. 
+
|| ଏଣ୍ଟର୍ ଦାବନ୍ତୁ
 +
 
 
|-
 
|-
 
|15:03
 
|15:03
|ଏଠାରେ ଆମେ ଦେଖିପାରିବା ଦୁଇଟି ଫାଇଲ୍ ର inode ନମ୍ବର୍ ଅଲଗା ଅଟେ ଏବଂ examplesoft example1 ର ଏକ ସୋଫଟ୍ ଲିଂକ୍ (soft link) ଅଟେ.
+
|| ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଭିନ୍ନ ଥିବାର ଆମେ ଦେଖିପାରୁଛେ ଓ examplesoft ହେଉଛି example1ର ଏକ ସଫ୍ଟ ଲିଙ୍କ୍
 +
 
 
|-
 
|-
 
| 15:16
 
| 15:16
|ତେଣୁ, ଏହି ଟ୍ୟୁଟୋରିଆଲ ରେ, ଆମେ ଲିନକ୍ସ ଫାଇଲ୍ ଆଟ୍ରିବୂଟ୍ସ (Linux File Attributes) ସମ୍ବନ୍ଧରେ ଶିଖିଛେ ଯେପରି ଅନୁମତି ର ପରିବର୍ତନ, ଓନର୍ ଶିପ୍ (ownership), ଏବଂ ଏକ ଫାଇଲ୍ ର ଗ୍ରୁପ୍
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ପର୍ମିସନ୍, ଓନର୍ ଶିପ୍ ଫାଇଲ୍ ର ଗ୍ରୁପ୍ ବଦଳାଇବା ଭଳି ଲିନକ୍ସ୍ ଫାଇଲ୍ସ ଆଟ୍ରିବ୍ୟୁଟ୍ସ ବିଷୟରେ ଶିଖିଲେ |
 +
 
 
|-
 
|-
 
|15:26
 
|15:26
|ଆମେ ଫାଇଲ୍ ର inode, soft and hard links ସମ୍ବନ୍ଧରେ ମଧ୍ୟ ଶିଖିଲୁ.
+
|| ଗୋଟିଏ ଫାଇଲ୍ ର ଆଇନୋଡ୍, ସଫ୍ଟ ଓ ହାର୍ଡ୍ ଲିଙ୍କ୍ ମଧ୍ୟ ଜାଣିଲେ |
 +
 
 
|-
 
|-
 
|15:31
 
|15:31
|ଏହା ଆମ ଟ୍ୟୁଟୋରିଆଲ ଶେଷ ପର୍ଯ୍ୟାୟ. 
+
|| ଏହା ଟ୍ୟୁଟୋରିଆଲ୍ ସମାପ୍ତିକୁ ଆଣେ |
 +
 
 
|-
 
|-
 
|15:35
 
|15:35
|ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ  (Talk to a Teacher project) ର  ଏକ ଭାଗ, ଯାହାକି ଆଇ. ସି. ଟି.(ICTମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଛି.
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
 +
 
 
|-
 
|-
 
|15:44
 
|15:44
| ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି:
+
|| ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
 +
 
 
|-
 
|-
 
|15:50
 
|15:50
|ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି
+
|| ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
ଉପସ୍ତିଥ ପାଇଁ ଧନ୍ୟବାଦ.
+
|}

Latest revision as of 16:30, 10 April 2017

Time Narration
00:00 ଲିନକ୍ସ୍ ଫାଇଲ୍ ଆଟ୍ରିବ୍ୟୁଟ୍ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:05 example1, example2, example3, example4, example5, ଓ testchown ନାମକ ଖାଲି ଫାଇଲ୍ ସୃଷ୍ଟି କରିବା ହେଉଛି ଏହି ଟ୍ୟୁଟୋରିଆଲ୍ ର ପ୍ରାକ୍ ଆବଶ୍ୟକତା |
00:18 test_chown ଓ directory1 ନାମକ ଦୁଇଟି ଖାଲି ଡାଇରେକ୍ଟୋରୀ କ୍ରିଏଟ୍ କରନ୍ତୁ |
00:25 ଫାଇଲ୍ ଆଟ୍ରିବ୍ୟୁଟ୍ ହେଉଛି ମେଟାଡାଟା, ଯାହା କମ୍ପ୍ୟୁଟର୍ ଫାଇଲ୍ ସହିତ ଜଡିତ ଥାଏ କିମ୍ୱା ଏହାକୁ ବ୍ୟାଖ୍ୟା କରେ |
00:33 ଫାଇଲ୍ ଆଟ୍ରିବ୍ୟୁଟ୍ ହେଉଛି ବିଶେଷତା, ଯାହା ଏକ ଫାଇଲ୍ କୁ ବ୍ୟାଖ୍ୟା କରେ, ଯେପରି ଓନର୍,ଫାଇଲ୍ ପ୍ରକାର, ଆକ୍ସେସ୍ ଅନୁମତି, ଇତ୍ୟାଦି |
00:45 c-h ଓନ୍ କମାଣ୍ଡ୍ ଟି ଫାଇଲ୍ ବା ଡାଇରେକ୍ଟୋରୀର ଓନର୍ ସିପ୍ ବଦଳାଇବା ପାଇଁ ବ୍ୟବହୃତ ହୁଏ | ଏହା ଏକ ଆଡମିନ୍ କମାଣ୍ଡ୍ ଅଟେ, କେବଳ ରୁଟ୍ ୟୁଜର୍ ଫାଇଲ୍ ଓ ଡାଇରେକ୍ଟୋରୀର ଓନର୍ ବଦଳାଇପାରେ |
01:00 chown କମାଣ୍ଡ୍ ର ସିଣ୍ଟାକ୍ସ୍ ହେଉଛି chown ସ୍ପେସ୍ ଅପ୍ସନ୍ସ୍ ସ୍ପେସ୍ ଓନର୍ ନେମ୍ ସ୍ପେସ୍ ଫାଇଲ୍ ନେମ୍ କିମ୍ୱା ଡାଇରେକ୍ଟୋରୀ ନେମ୍
01:13 chown କମାଣ୍ଡ୍ ସହିତ ଆମେ ନିମ୍ନ ଅପ୍ସନ୍ ଦେଇପାରିବା |
01:18 -R : ଆମେ ବର୍ତ୍ତମାନ ଯେଉଁ ଡାଇରେକ୍ଟୋରୀରେ ଅଛେ, ତାହାର ସବ୍ ଡାଇରେକ୍ଟୋରୀରେ ଥିବା ଫାଇଲ୍ ଗୁଡିକର ପର୍ମିସନ୍ ବଦଳାଇବା ପାଇଁ |
01:28 -c : ପ୍ରତି ଫାଇଲ୍ ପାଇଁ ପର୍ମିସନ୍ ବଦଳାଏ |
01:33 -f : ଏରର୍ ମେସେଜ୍ ଦେଖାଇବାରୁ ch ownକୁ ପ୍ରତିରୋଧ କରେ |
01:37 ଏବେ ଆମେ କିଛି ଉଦାହରଣ ଦେଖିବା
01:40 ଟର୍ମିନାଲ୍ କୁ ଯାଆନ୍ତୁ | ଖାଲି ଫାଇଲ୍ ଓ ଫୋଲ୍ଡର୍ ତିଆରି କରିଥିବା ଡାଇରେକ୍ଟୋରୀକୁ ଯିବା | ସେଥିପାଇଁ cd ସ୍ପେସ୍ ଡେସ୍କଟପ୍ ସ୍ଲାସ୍ ଫାଇଲ୍ ଆଟ୍ରିବ୍ୟୁଟ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
01:56 ଏବେ $ ls ସ୍ପେସ୍ -l ସ୍ପେସ୍ t-e-s-t-c-h-o-w-n (testchown)ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
02:11 ଏଠାରେ 'testchown' ଫାଇଲ୍ ର ଓନର୍ ସାହିଦ୍ ବୋଲି ଆମେ ଦେଖିପାରୁଛେ |
02:18 ଫାଇଲ୍ ର ଓନର୍ ବଦଳାଇବାକୁ $ sudo ସ୍ପେସ୍ c-h own ସ୍ପେସ୍ a-n-u-s-h-a anusha ସ୍ପେସ୍ testchown ଅର୍ଥାତ୍ t-e-s-t-c-h-o-w-n ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
02:36 (Sudo)ସୁଡୋ ପାଶୱର୍ଡ୍ ଏଣ୍ଟର୍ କରି ପୁଣି ଏଣ୍ଟର୍ ଦାବନ୍ତୁ | ଏଣ୍ଟର୍ ଦାବନ୍ତୁ |
02:44 ଏବେ $ ls ସ୍ପେସ୍ -l ସ୍ପେସ୍ t-e-s-t-c-h-o-w-n ଟାଇପ୍ କରି ଏଣ୍ଟର୍ ଦାବନ୍ତୁ ଅନୁଶା ଏହି ଫାଇଲ୍ ର ନୂଆ ଓନର୍ ବୋଲି ଆମେ ଦେଖିପାରିବା |
03:03 ଡାଇରେକ୍ଟୋରୀର ଓନର୍ କିପରି ବଦଳାଯିବ, ଏବେ ତାହା ଦେଖିବା |
03:07 $ ls –l କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ

'test_chown' ଡାଇରେକ୍ଟୋରୀର ଓନର୍ ସାହିଦ୍ ବୋଲି ଆମେ ଦେଖିପାରିବା |

03:21 ଡାଇରେକ୍ଟୋରୀର ଓନର୍ ବଦଳାଇବାକୁ କମାଣ୍ଡ୍ ଟାଇପ୍ କରନ୍ତୁ
03:26 $ ସୁଡୋ ସ୍ପେସ୍ chown ସ୍ପେସ୍ ମାଇନସ୍ କ୍ୟାପିଟାଲ୍ R ସ୍ପେସ୍ a-n-u-s-h-a anusha ସ୍ପେସ୍ ଡାଇରେକ୍ଟୋରୀ ନାମ test_chown ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:44 ଆବଶ୍ୟକ ହେଲେ ସୁଡୋ ପାଶ୍-ୱର୍ଡ୍ ଟାଇପ୍ କରି ପୁଣି ଏଣ୍ଟର୍ ଦାବନ୍ତୁ |
03:49 ଆମ ସୁବିଧା ଅନୁସାରେ Clt+L ଦାବି ମୁଁ ସ୍କ୍ରୀନ୍ କ୍ଲିଅର୍ କରିବି | ଏବେ $ ls ସ୍ପେସ୍ -l ଟାଇପ୍ କରି ଏଣ୍ଟର୍ ଦାଵନ୍ତୁ | ଏହି ଡାଇରେକ୍ଟୋରୀର ନୂଆ ଓନର୍ ଅନୁଶା ବୋଲି ଆମେ ଦେଖିପାରିବା |
04:06 chmod କମାଣ୍ଡ୍ ଟି ଗୋଟିଏ କିମ୍ୱା ଏକାଧିକ ଫାଇଲ୍ ର ଆକ୍ସେସ୍ ମୋଡ୍ ବା ପର୍ମିସନ୍ ବଦଳାଇବାରେ ବ୍ୟବହୃତ ହୁଏ |
04:13 Chmod କମାଣ୍ଡ୍ ପାଇଁ ସିଣ୍ଟାକ୍ସ୍ ହେଉଛି chmod ସ୍ପେସ୍ [ଅପ୍ସନ୍] ସ୍ପେସ୍ ମୋଡ୍ ସ୍ପେସ୍ ଫାଇଲ୍ ନାମ

Chmod କମାଣ୍ଡ୍ ସହିତ ଆମେ ନିମ୍ନ ଅପ୍ସନ୍ସ ଦେଇପାରିବା |

04:29 -c : ବଦଳିଥିବା ଫାଇଲ୍ ଗୁଡିକ ବିଷୟରେ ଥିବା ସୂଚନା ପ୍ରିଣ୍ଟ୍ କରେ |
04:34 -f : chmod ବଦଳାଇ ପାରୁନଥିବା ଫାଇଲ୍ ଗୁଡିକର ୟୁଜର୍ ଙ୍କୁ ନୋଟିଫାଏ କରେନି |
04:41 ଏଠାରେ ନିମ୍ନ ପ୍ରକାରର ଆକ୍ସେସ୍ ବା ପର୍ମିସନ୍ ଅଛି
04:44 r : ରିଡ୍

w : ରାଇଟ୍ x : ଏକଜେକ୍ୟୁଟ୍ s : ୟୁଜର୍ (କିମ୍ୱା ଗ୍ରୁପ୍) ID ସେଟ୍ କରେ

04:54 ବିକଳ୍ପ ଭାବରେ, ତିନି ଅଙ୍କବିଶିଷ୍ଟ ଓକ୍ଟାଲ୍ ସଂଖ୍ୟା ଦ୍ୱାରା ଆମେ ପର୍ମିସନ୍ ନିର୍ଦ୍ଦିଷ୍ଟ କରିପାରିବା |
05:00 ପ୍ରଥମ ଅଙ୍କଟି ଓନର୍ ପର୍ମିସନ୍ ପାଇଁ, ଦ୍ୱିତୀୟଟି ଗ୍ରୁପ୍ ପର୍ମିସନ୍ ପାଇଁ ଓ ତୃତୀୟଟି ଅନ୍ୟମାନଙ୍କ ପର୍ମିସନ୍ କୁ ବୁଝାଏ |
05:09 ନିମ୍ନ ଓକ୍ଟାଲ୍ ମୂଲ୍ୟ ଯୋଗ କରି ପର୍ମିସନ୍ସ ଗଣନା କରାଯାଏ:

4 ହେଉଛି ରିଡ୍ 2ହେଉଛି ରାଇଟ୍ 1 ହେଉଛି ଏକଜେକ୍ୟୁଟ୍

05:20 ଏବେ ଆମେ chmodର କିଛି ଉଦାହରଣ ଦେଖିବା | ଟର୍ମିନାଲ୍ କୁ ଯାଇ example1 ଫାଇଲ୍ ରେ ଏକଜେକ୍ୟୁଟ୍-ବାଏ-ୟୁଜର୍ ପର୍ମିସନ୍ ଯୋଡିବାକୁ କମାଣ୍ଡ୍ ଏଣ୍ଟର୍ କରନ୍ତୁ |
05:30 ତାହାପୂର୍ବରୁ ମୁଁ ପୁଣିଥରେ Clt+l ଦାବି ସ୍କ୍ରୀନ୍ କ୍ଲିଅର୍ କରିବି |
05:36 ଏବେ ଆମେ $ chmod ସ୍ପେସ୍ u+x ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବିବା |
05:49 ଏବେ $ ls ସ୍ପେସ୍ example1 ଟାଇପ୍ କରି ପରବର୍ତ୍ତନଗୁଡିକ ଦେଖିବା ପାଇଁ ଏଣ୍ଟର୍ ଦାବିବା |
06:01 example1 ପାଇଁ ଓନର୍ ଦ୍ୱାରା ରିଡ୍/ରାଇଟ୍/ଏକଜେକ୍ୟୁଟ୍ ପର୍ମିସନ୍, ଗ୍ରୁପ୍ ଦ୍ୱାରା ରିଡ୍/ଏକଜେକ୍ୟୁଟ୍ ପର୍ମିସନ୍ ଓ ଅନ୍ୟମାନଙ୍କ ଦ୍ୱାରା କେବଳ ଏକଜେକ୍ୟୁଟ୍ ପର୍ମିସନ୍ ଦେବାର ଆପଣ ଦେଖିପାରିବେ
06:15 ଏବେ $ chmod ସ୍ପେସ୍ 751 ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:26 ବର୍ତ୍ତମାନ, $ ls ସ୍ପେସ୍ -l ସ୍ପେସ୍ example1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
06:35 ଉପରୋକ୍ତ କମାଣ୍ଡ୍ ଟି example1 ପାଇଁ ଓନର୍ ଦ୍ୱାରା ରିଡ୍/ରାଇଟ୍/ଏକଜେକ୍ୟୁଟ୍ ପର୍ମିସନ୍, ଗ୍ରୁପ୍ ଦ୍ୱାରା ରିଡ୍/ଏକଜେକ୍ୟୁଟ୍ ପର୍ମିସନ୍ ଓ ଅନ୍ୟମାନଙ୍କ ଦ୍ୱାରା କେବଳ ଏକଜେକ୍ୟୁଟ୍ ଦେଇଥିବାର ଆମେ ଦେଖିପାରୁଛେ |
06:52 ସମସ୍ତଙ୍କ ପାଇଁ example1 ଫାଇଲ୍ ରେ କେବଳ ରିଡ୍ କରିବାର ପର୍ମିସନ୍ ଦେବା ପାଇଁ $ chmod ସ୍ପେସ୍ =r ସ୍ପେସ୍ example1 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:08 ଏବେ $ ls ସ୍ପେସ୍ -l ସ୍ପେସ୍ example1 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
07:19 example1 ଫାଇଲ୍ ରେ ସମସ୍ତଙ୍କ ପାଇଁ କେବଳ ରିଡ୍ କରିବାର ପର୍ମିସନ୍ ଦିଆହୋଇଥିବାର ଆମେ ଦେଖିପାରୁଛେ |
07:30 ରିକର୍ସିଭ୍ ଭାବରେ ପର୍ମିସନ୍ ବଦଳାଇ ସମସ୍ତଙ୍କ ପାଇଁ ରିଡ୍ ଓ ଏକଜେକ୍ୟୁଟ୍ ଆକ୍ସେସ୍ ଓ directory1 ନାମକ ଡାଇରେକ୍ଟୋରୀର ଓନର୍ ପାଇଁ ରାଇଟ୍ ଆକ୍ସେସ୍ ଦେବାକୁ ଏହି କମାଣ୍ଡ୍ ଟାଇପ କରନ୍ତୁ
07:44 $ chmod ସ୍ପେସ୍ ମାଇନସ୍ କ୍ୟାପିଟାଲ୍ R ସ୍ପେସ୍ 755 ସ୍ପେସ୍ directory1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:00 ଏବେ, $ ls ସ୍ପେସ୍ –l ଟାଇପ୍ କରି ପରିବର୍ତ୍ତନଗୁଡିକ ଦେଖିବାକୁ ଏଣ୍ଟର୍ ଦାବନ୍ତୁ |
08:09 example2 ଫାଇଲ୍ ଉପରେ ୟୁଜର୍ ଙ୍କୁ ଏକଜେକ୍ୟୁଟ୍ ପର୍ମିସନ୍ ଦେବାକୁ $ chmod ସ୍ପେସ୍ u+x ସ୍ପେସ୍ example2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:27 ବର୍ତ୍ତମାନ $ ls ସ୍ପେସ୍ -l ସ୍ପେସ୍ example2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:40 example2 ଉପରେ ୟୁଜର୍ ଙ୍କୁ ଏକଜେକ୍ୟୁଟ୍ ପର୍ମିସନ୍ ଦିଆହୋଇଥିବାର ଆମେ ଦେଖିପାରୁଛେ |
08:50 ଗ୍ରୁପ୍ କୁ example3 ଫାଇଲ୍ ପାଇଁ ରାଇଟ୍ ପର୍ମିସନ୍ ଆଡ୍ କରିବାକୁ $ chmod ସ୍ପେସ୍ g+w ସ୍ପେସ୍ example3 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:10 ଏବଂ ଏବେ $ ls ସ୍ପେସ୍ -l ସ୍ପେସ୍ example3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
09:23 ଗ୍ରୁପ୍ ସହିତ ରାଇଟ୍ ପର୍ମିସନ୍ ଯୋଗ ହୋଇଥିବାର ଆମେ ଦେଖିପାରୁଛେ |
09:30 ସବୁଗୁଡ଼ିକ ପାଇଁ ରାଇଟ୍ ପର୍ମିସନ୍ ରିମୁଭ୍ କରିବାକୁ $ chmod ସ୍ପେସ୍ a-w ସ୍ପେସ୍ example3 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
09:45 ବର୍ତ୍ତମାନ $ ls ସ୍ପେସ୍ -l ସ୍ପେସ୍ example3 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
09:55 ସବୁଗୁଡିକ ପାଇଁ ରାଇଟ୍ ପର୍ମିସନ୍ ରିମୁଭ୍ ହୋଇଯାଇଥିବାର ଆମେ ଦେଖିପାରୁଛେ |
10:02 ଗୋଟିଏ କିମ୍ୱା ଏକାଧିକ ଫାଇଲ୍ ର ଗ୍ରୁପ୍ ବଦଳାଇ ନୂଆ ଗ୍ରୁପ୍ କରିବାକୁ chgrp କମାଣ୍ଡ୍ ବ୍ୟବହୃତ ହୁଏ |
10:10 ନୂତନ ଗ୍ରୁପ୍ ଟି /etc/group ରେ ଥିବା ଏକ ଗ୍ରୁପ୍ ID ସଂଖ୍ୟା ବା ଏକ ଗ୍ରୁପ୍ ନାମ ହୋଇପାରେ |
10:20 ଫାଇଲ୍ ର ଓନର୍ କିମ୍ୱା ବିଶେଷାଧିକାର ପ୍ରାପ୍ତ ୟୁଜର୍ ହିଁ ଗ୍ରୁପ୍ ବଦଳାଇ ପାରନ୍ତି |
10:26 chgrp କମାଣ୍ଡ୍ ପାଇଁ ସିଣ୍ଟାକ୍ସ୍ ହେଉଛି chgrp ସ୍ପେସ୍ [options] ସ୍ପେସ୍ newgroup ସ୍ପେସ୍ files.
10:36 ଟର୍ମିନାଲ୍ କୁ ଯିବା | ଏବେ chgrp କମାଣ୍ଡ୍ ର କିଛି ଉଦାହରଣ ଦେଖିବା | $ ls ସ୍ପେସ୍ -l ସ୍ପେସ୍ example4 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
10:57 ଏଠାରେ ଗ୍ରୁପ୍ ପର୍ମିସନ୍ ଟି shahid ଙ୍କ ପାଇଁ ଥିବାର ଆମେ ଦେଖିପାରୁଛେ |
11:03 ଗ୍ରୁପ୍ ପର୍ମିସନ୍ ବଦଳାଇବାକୁ $ sudo ସ୍ପେସ୍ chgrp ସ୍ପେସ୍ rohit ସ୍ପେସ୍ example4 କମାଣ୍ଡ୍ ଟାଇପ୍ କରି
11:20 ଏଣ୍ଟର୍ ଦାବନ୍ତୁଆବଶ୍ୟକ ହେଲେ ସୁଡୋ ପାଶୱର୍ଡ ଏଣ୍ଟର୍ କରନ୍ତୁ |
11:27 ଏବେ $ ls ସ୍ପେସ୍ -l ସ୍ପେସ୍ example4 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
11:38 ଗ୍ରୁପ୍ ଟି shahid ରୁ rohitକୁ ବଦଳି ଯାଇଥିବାର ଆମେ ଦେଖିପାରୁଛେ |
11:46 ଆଇନୋଡ୍ ହେଉଛି ଡିଭାଇସ୍ କୁ ଆସାଇନ୍ କରାଯାଇଥିବା ଏକ ସ୍ୱତନ୍ତ୍ର ସଂଖ୍ୟା |
11:51 ଏକ ନିୟମିତ ଫାଇଲ୍ ବା ଡାଇରେକ୍ଟୋରୀ ବିଷୟରେ ମୌଳିକ ସୂଚନା ଆଇନୋଡ୍ ଷ୍ଟୋର୍ କରିଥାଏ |
11:57 ଆଇନୋଡ୍ ସହିତ ସବୁ ଫାଇଲ୍ ଗୁଡିକ ହାର୍ଡ୍ ଲିଙ୍କ୍ ହୋଇଥାଏ |
12:00 ଏକ ପ୍ରୋଗ୍ରାମ୍ ନାମ ଦ୍ୱାରା ଏକ ଫାଇଲ୍ କୁ ରେଫର୍ କରିବାବେଳେ, ତତ୍ ସମ୍ବନ୍ଧିତ ଆଇନୋଡ୍ ଖୋଜିବା ପାଇଁ ସିଷ୍ଟମ୍ ଟି ବାସ୍ତବରେ ଫାଇଲ୍ ନାମ ବ୍ୟବହାର କରେ |
12:12 ଏକ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଦେଖିବାକୁ ls ସ୍ପେସ୍ –i କମାଣ୍ଡ୍ ବ୍ୟବହାର କରିପାରିବା |
12:19 $ ls ସ୍ପେସ୍ -i ସ୍ପେସ୍ example5 କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
12:29 ଫାଇଲ୍ ପୂର୍ବରୁ ଲିଖିତ ସଂଖ୍ୟା ହେଉଛି ଫାଇଲ୍ ର ଆଇନୋଡ୍ ସଂଖ୍ୟା |
12:35 ଆଇନୋଡ୍ ଗୁଡିକ ଗୋଟିଏ ସମୟରେ ଏକ ନିର୍ଦ୍ଦିଷ୍ଟ ଡିରେକ୍ଟୋରୀ ସହିତ ଜଡିତ ଥାଆନ୍ତି |
12:41 ହାର୍ଡ୍ ଲିଙ୍କ୍ ଗୁଡିକ ଏକ ସିଙ୍ଗଲ୍ ଆଇନୋଡ୍ ସହିତ ଏକାଧିକ ଡାଇରେକ୍ଟୋରୀ ସହିତ ଜଡିତ ଥାଆନ୍ତି |ଲିଙ୍କ୍ ତିଆରି କରିବାର କମାଣ୍ଡ୍ ହେଉଛି ln
12:52 ହାର୍ଡ୍ ଲିଙ୍କ୍ ତିଆରି କରିବା ପାଇଁ ln କମାଣ୍ଡ୍ ର ସିଣ୍ଟାକ୍ସ୍ ହେଉଛି
12:57 ln ସ୍ପେସ୍ ସୋର୍ସ୍ ସ୍ପେସ୍ ଲିଙ୍କ୍ ଯେଉଁଠାରେ ସୋର୍ସ୍ ହେଉଛି ଏକ ବିଦ୍ୟମାନ ଫାଇଲ୍ ଓ ଲିଙ୍କ୍ ହେଉଛି ତିଆରି କରିବାକୁ ଥିବା ଫାଇଲ୍ |
13:06 ଏବେ ଆମେ ହାର୍ଡ୍ ଲିଙ୍କ୍ ର କିଛି ଉଦାହରଣ ଦେଖିବା
13:10 ମୁଁ ସ୍କ୍ରୀନ୍ ଟିକୁ ପୁଣି କ୍ଲିଅର୍ କରିଦେଉଛି | ଏବେ, $ ln ସ୍ପେସ୍ example1 ସ୍ପେସ୍ exampleln କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:25 ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଦେଖାଇବାକୁ $ ls ସ୍ପେସ୍ -i ସ୍ପେସ୍ example1 ସ୍ପେସ୍ exampleln କମାଣ୍ଡ୍ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
13:41 ଏଠାରେ ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ସମାନ ବୋଲି ଆମେ ଦେଖିପାରୁଛେ, exampleln ହେଉଛି example1 ଫାଇଲ୍ ପାଇଁ ହାର୍ଡ୍ ଲିଙ୍କ୍ |
13:54 ସଫ୍ଟ୍ ଲିଙ୍କ୍ ସିମ୍ବୋଲିକ୍ ଲିଙ୍କ୍ ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର ଫାଇଲ୍ ଯାହା ଅନ୍ୟ ଫାଇଲ୍ ବା ଡାଇରେକ୍ଟୋରୀ ପାଇଁ ଆବ୍ସୋଲ୍ୟୁଟ୍ ବା ରିଲେଟିଭ୍ ପାଥ୍ ରୂପରେ ଏକ ରେଫରେନ୍ସ୍ ରଖିଥାଏ |
14:07 ସଫ୍ଟ୍ ଲିଙ୍କ୍ ତିଆରି କରିବାକୁ ln କମାଣ୍ଡ୍ ର ସିଣ୍ଟାକ୍ସ ହେଉଛି
14:12 ln ସ୍ପେସ୍ -s ସ୍ପେସ୍ {ଟାର୍ଗେଟ୍-ଫାଇଲ୍ ନାମ} ସ୍ପେସ୍ {ସିମ୍ବୋଲିକ୍-ଫାଇଲ୍ ନାମ}
14:19 ଏବେ ସଫ୍ଟ୍ ଲିଙ୍କ୍ ର କିଛି ଉଦାହରଣ ଦେଖିବା
14:25 ସଫ୍ଟ୍ ଲିଙ୍କ୍ ତିଆରି କରିବାକୁ $ ln ସ୍ପେସ୍ -s ସ୍ପେସ୍ example1 ସ୍ପେସ୍ examplesoft କମାଣ୍ଡ୍ ଟାଇପ୍ କରି
14:40 ଏଣ୍ଟର୍ ଦାବନ୍ତୁ
14:43 ଏବେ ଉଭୟ ଫାଇଲ୍ ର ତାଲିକା ଓ ଆଇନୋଡ୍ ସଂଖ୍ୟା ପ୍ରଦର୍ଶିତ କରିବାକୁ $ ls ସ୍ପେସ୍ -li ସ୍ପେସ୍ example1 ସ୍ପେସ୍ examplesoft କମାଣ୍ଡ୍ ଟାଇପ୍ କରି
15:01 ଏଣ୍ଟର୍ ଦାବନ୍ତୁ
15:03 ଉଭୟ ଫାଇଲ୍ ର ଆଇନୋଡ୍ ସଂଖ୍ୟା ଭିନ୍ନ ଥିବାର ଆମେ ଦେଖିପାରୁଛେ ଓ examplesoft ହେଉଛି example1ର ଏକ ସଫ୍ଟ ଲିଙ୍କ୍
15:16 ଏହି ଟ୍ୟୁଟୋରିଆଲ୍ ରେ ଆମେ ପର୍ମିସନ୍, ଓନର୍ ଶିପ୍ ଓ ଫାଇଲ୍ ର ଗ୍ରୁପ୍ ବଦଳାଇବା ଭଳି ଲିନକ୍ସ୍ ଫାଇଲ୍ସ ଆଟ୍ରିବ୍ୟୁଟ୍ସ ବିଷୟରେ ଶିଖିଲେ |
15:26 ଗୋଟିଏ ଫାଇଲ୍ ର ଆଇନୋଡ୍, ସଫ୍ଟ ଓ ହାର୍ଡ୍ ଲିଙ୍କ୍ ମଧ୍ୟ ଜାଣିଲେ |
15:31 ଏହା ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
15:35 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଯାହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
15:44 ଏହି ବିଷୟରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ |
15:50 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep