Linux/C2/Basic-Commands/Oriya

From Script | Spoken-Tutorial
Revision as of 11:47, 27 December 2012 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time ବିବରଣୀ
0:00 ପ୍ରିୟ ବଂଧୁ, ଲିନକ୍ସ ଅପେରଟିଂଗ୍ ସିଷ୍ଟମ ବିଷୟରେ ରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ .
0:05 ଏହି ଟ୍ୟୁଟୋରିଆଲ ରେ ଆମେ କିଛି ବେସିକ କମାଣ୍ଡସ (basic commands) ଅଧ୍ୟୟନ କରିବା .
0:10 ମୁଁ ଉବଣ୍ତୁ 10.04 ର ବ୍ୟବହାର କରୁଛି .
0:12 ଆମେ ମାନିବା ଯେ ଲିନକ୍ସ ଅପେରଟିଂଗ୍ ସହିତ ଆରମ୍ଭ କିପରି କରିବାକୁ ହୁଏ, ଏହା ଆପଣ ଜାଣନ୍ତି.
0:17 ଯଦି ଆପଣ ଆଗ୍ରହୀ ଅଟନ୍ତି, ଏହା http://spoken-tutorial.org ୱେବ୍ ସାଇଟ୍ ରେ ଅନ୍ୟ ଏକ ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ଉପଲବ୍ଧି ଅଛି .
0:26 ଏହି ଟ୍ୟୁଟୋରିଆଲ ରେ, ଆମେ ଦେଖିବା କମାଣ୍ଡସ (commands) କଣ ଏବଂ ଏକ କମାଣ୍ଡ ଇଣ୍ତେର୍ ପ୍ରିଟେର୍ (command interpreter) କଣ ଅଟେ .
0:33 ପରେ, ଆମେ ଶିଖିବା ମେନ୍ କମାଣ୍ଡ (man command) ଲିନକ୍ସ ରେ ବ୍ୟବହାର କରି ହେଲପ୍ କିପରି ପାଇବାକୁ ହୁଏ .
0:39 ବର୍ତମାନ, ପ୍ରଥମ ପ୍ରଶ୍ନ, "କମାଣ୍ଡସ (commands) କଣ ଅଟେ" .
0:43 ଅତି ସାଧାରଣ ସବଦରେ, ଆମେ କହିପାରିବେ, ଲିନକ୍ସ କମାଣ୍ଡସ (Linux commands) ଏଭଳି ସବ୍ଦ ଅଟେ ଯାହା କିଇଡ (keyed) କାରଣ ହେତୁ କିଛି କାର୍ଯ ଦେଖାଇଥାଏ .
0:52 ଲିନକ୍ସ କମାଣ୍ଡ କଦାଚିତ୍ ଲମ୍ବାରେ ଚାରି ଅକ୍ଷର ଠାରୁ ବେଶୀ ଅଟେ ଯେଭଳି, Is , who , ps, ଆଦି .
0:59 କମାଣ୍ଡସ (commands) ଲୋୟର କେସ୍ (lower case) ରେ ହୁଏ ଏବଂ ସେଗୁଡିକ ସେନସିଟିଭ କେସ୍ ଅଟନ୍ତି । ଚାଲନ୍ତୁ ଏକ ଉଦାହରଣ ଦେଖିବା .
1:05 ଆପ୍ଲିକେସନ (applications menu) ମେନ୍ୟୁ କୁ ଯିବା .
1:08 ଆକ୍ସେସାରୀଜ (accessories) କୁ ବାଛ ଏବଂ ଉପଲବ୍ଧ ଅପ୍ସନସସ (options) ଠାରୁ ଟର୍ମିନାଲ୍ (terminal) ଉପରେ କ୍ଲିକ୍ କର .
1:14 କିମ୍ବା ଟର୍ମିନାଲ୍ ଓଣ୍ଡୋ ଖୋଲିବା ପାଇଁ ଆପଣକଂ କିବୋଡ (keyboard) ରେ Ctrl Alt T ପ୍ରେସ୍ କର .
1:20 ଏବେ ଆମେ ଏକ ପ୍ରୋମପଟ୍ ($) ଦେଖିପାରିବା ଏବଂ ଏହାର ଠିକ ପରେ ଏକ ବ୍ଲିନକିଂଗ୍ କର୍ର୍ ସର ଅଛି. ଯେଉଁଠାରେ ଆମେ କମାଣ୍ଡ ଟାଇପ୍ କରିବା ଦରକାର .
1:29 ସବ୍ଦ ରେ who ଟାଇପ୍ କର ଏବଂ ଏଣ୍ଟର ପ୍ରେସ୍ କର .
1:34 ଆମେ ଲୋଗ୍ଗେଡ଼ ଇନ୍ (logged in) ୟୂଜରସ୍ କଂର (users) ନାମ ଦେଖିପାରିବା. ପ୍ରକୃତରେ ଆମେ ଏକ କମାଣ୍ଡ who କୁ ଏବେ କାର୍ଯକାରୀ କରିଛେ, ଯାହା ଦେଖାଏ ସିଷ୍ଟମ ରେ କିଏ ଲୋଗ୍ଗେଡ଼ ଇନ୍ ଅଛନ୍ତି .
1:47 କିନ୍ତୁ ଯେଉଁ ଏନ୍ଟିଟି (entity) କିଛି ଗୁଡିଏ କମାଣ୍ଡସ (commands) ପରିବର୍ତନ ହେଇଛି ସେଗୁଡିକ କିଛି ନୁହେଁ କେବଳ କାର୍ଯ ରେ କିଛି ଅଖ୍ୟର ଅଟେ ?
1:54 ଏହା କମାଣ୍ଡ ଇଣ୍ଟରପ୍ରେଟର୍ (Command Interpreter) ର କାର୍ଯ ଅଟେ, ଯାହାକୁ ଶେଏଲ୍ (sheel) କହନ୍ତି.
1:59 ଆମେ ଶେଏଲ୍ (shell) କୁ ପ୍ରୋଗ୍ରାମ ଭଳି ବର୍ଣନା କରିପାରିବା, ଯାହା ଆମର ଏବଂ ଲିନକ୍ସ ସିଷ୍ଟମ ର ମଧ୍ୟରେ ଇଣ୍ଟର୍ ଫେସ୍ (interface) ରୁପରେ କାମ କରେ.
2:08 ଅପେରଟିଂଗ୍ ସିଷ୍ଟମ (operating system) କୁ କାର୍ଯକାରୀ ପାଇଁ କମାଣ୍ଡସ (commands) ଏନ୍ଟର୍ କରିବାକୁ ଆମକୁ ଅନୁମତି ଦିଏ .
2:13 ଲିନକ୍ସ ରେ ବହୁବିଧ ଶେଲେସ୍ ଇନ୍ ଷ୍ଟଲଡ (shells installed) କରିବା ସମ୍ଭବ ହୁଏ, ଏବଂ ଯେଉଁଗୁଡିକ ଉପଯୋଗୀ କର୍ତା ସେମାନକଂ ପସଂଦର ଏହାକୁ ବାଛିଥାନ୍ତି .
2:22 ଲିନକ୍ସ ରେ, ସାଧାରଣ ମାନର ଶେଲ ସବୁବେଳେ /bin/sh ରୁପରେ ଇନ୍ ଷ୍ଟଲଡ (installed) ଅଟେ, ଯାହାକୁ ବେଶ୍ (bash) କହନ୍ତି, the GNU Bourne-Again SHell, from the GNU suite of tools .
2:35 ଯେଉଁ କମାଣ୍ଡସ (commands) କୁ ଆମେ ଏହି ଟ୍ୟୁଟୋରିଆଲ ରେ ବିସ୍ତାରିତ କରିବା ସେଗୁଡିକ ଜେନେରିକ (generic) ଅଟେ ଏବଂ ସାମାନ୍ୟ ଭିନ୍ନତା ସହିତଏହିଗୁଡିକ ଅଧିକାଂଶ ଲିନକ୍ସ ଶେଲ୍ସ୍ (Linux shells) ରେ ଚାଲିପାରିବେ .
2:44 ତଥାପି, ଆମେ ଏହି ଟ୍ୟୁଟୋରିଆଲ ରେ ପ୍ରଦଶ୍ରନ ପାଇଁ ବେଶ୍ (bash) କୁ ଶେଲ୍ (shell) ରୁପରେ ବ୍ୟବହାର କରି ପାରିବା .
2:51 ଏହାର କାରଣ ଯେ, ବେଶ୍ (besh) ସବୁଠାରୁ ଲୋକପ୍ରିୟ ଶେଏଲ୍ (shell) ଅଟେ ଏବଂ ପ୍ରାୟ ସବୁ ୟୁନ୍କୁସ୍ (UNIX) କୁ portable ଅଟେ.
2:58 ଅନ୍ୟ ଶେଲେସ୍ (shells) Bourne shell ର ଅନ୍ତରଭୁକ୍ତ ଯିଏ କି ମୋଳିକ UNIX Shell, C Shell ଏବଂ Korn shell ଅଟେ .
3:08 କେଉଁ ଶେଲ୍ (shell) ଆମେ ବ୍ୟବହାର କରୁଛୁତାହା ତାହା ଦେଖିବାକୁ .
3:11 ଟର୍ମିନାଲ୍ (terminal) କୁ ଯାଅ ଏବଂ command echo space dollar in capital SHELL ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
3:27 ସାଧାରଣ ଭାବରେ, /bin/bash ଆଉଟ ପୁଟ୍ (output) ଅଟେ ଯାହା ଆମକୁ ବେଶ୍ ଶେଲ୍ (besh shell ) ଦିଏ .
3:34 ସେଠାରେ ବହୁତ ପ୍ରକାରର ଉପାୟ ଅଛି ଯାହାଦ୍ବାର ଆମେ ଭିନ୍ନ ଶେଲ୍ସ୍ କୁ ସକ୍ରିୟ କରିପାରିବା, ଯେଉଁଗୁଡିକ ଉନ୍ନତ ଟ୍ୟୁଟୋରିଆଲ (Advanced tutorials) ରେ ବିସ୍ତାରିତ ହୋଇପାରିବ .
3:42 କମାଣ୍ଡସ (commands) ପ୍ରକୃତରେ ଫାଇଲସ୍ ଅଟେ ଯେଉଁଥିରେ ପ୍ରୋଗ୍ରାମସ୍ ହୁଏ, ଯାହା ବାରମ୍ବାର C ରେ ଲେଖାହୋଇଥାଏ .
3:47 ଏହି ଫାଇଲସ୍ directories ରେ ଅନ୍ତରଭୁକ୍ତ ଅଟେ. କମାଣ୍ଡ (command) କେଉଁଠାରେ ସଂଚୟ ହୁଏ, ଏହାକୁ ପାଇବା ପାଇଁ ଆମେ ଟାଇପ୍ କମାଣ୍ଡ (type command) ର ବ୍ୟବହାର କରିପାରିବ.
3:55 command prompt ରେ Type--space-- ps ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
4:03 ଏହା ଦେଖାଏ ଯେ ps ପ୍ରକୃତରେ /bin directory ରେ ଏକ ସଂଚୟ ଫାଇଲ୍ ଅଟେ .
4:09 ଯେବେ ଆମେ କମାଣ୍ଡ prompt (command prompt ) ରେ କମାଣ୍ଡ ଦିଅନ୍ତି, ତେବେ ଶେଏଲ୍ (shell ) directories ସୁଚୀ ରେ, କମାଣ୍ଡ ର ନାମରେ ଏକ ସମକଖ୍ୟ ଫାଇଲ୍ ପାଇଁ ଖୋଜେ.
4:18 ଯଦି ଏହା ମିଳିଥାଏ, ତେବେ ସେହି ଫାଇଲ୍ ର ଅନୁରୁପ ପ୍ରୋଗ୍ରାମ କୁ କାର୍ଯକାରୀ କରିଥାଏ. ନାହିଁତ “command not found” error ଦେଇଥାଏ.
4:27 ଖୋଯା ହୋଇଥିବା directories ର ସୁଚୀ PATH variable ଦ୍ବାର ନିର୍ଦିଷ୍ଟ ଭାବରେ କୁହାଯାଇଛି, ଯାହାକୁ ଆମେ ପଛରେ ଦେଖିବା.
4:34 ବର୍ତମାନ ପାଇଁ, ଯଦି ଆମେ ଏହି ସୁଚୀ କୁ ଦେଖିବାକୁ ଚାହିଁବା, ତବେ କେବଳ echo space dollar PATH, କମାଣ୍ଡ (command) ଟାଇପ୍ କର.
4:44 ବଡ ଅଖ୍ୟର ରେ ଏବଂ ଏନ୍ଟର୍ ଦବାଅ
4:52 ଯେବେ କମାଣ୍ଡସ (commands ) ବିଷୟରେ କହନ୍ତି, ସେଠାରେ ଏକ ଗୁରୁତ୍ତପୁର୍ଣ ଜିନିଷ ଅଛି ଯାହା ଆମେ ଜାଣିବାକୁ ଚାହାନ୍ତି .
4:57 ଲିନକ୍ସ କମାଣ୍ଡସ (linux commands ) ଦୁଇ ପ୍ରକାର ଅଟେ: External commands ଏବଂ internal commands.
5:02 ଏବେ, ସେହିଗୁଡିକ external commands, ଯେଉଁଗୁଡିକ ଅଲଗା ଫାଇଲସ୍ କିମ୍ବା ପ୍ରୋଗ୍ରାମସ୍ ରୁପରେ ବିଦ୍ୟମାନ ଥାଏ.
5:07 ଲିନକ୍ସ ରେ ଅଧିକାଂଶ କମାଣ୍ଡସ (commands ) ଏହି ପ୍ରକାର ଅଟେ. କିନ୍ତୁ କିଛି କମାଣ୍ଡସ (commands ) ଏପରି ଅଟେ ଯାହାର କାର୍ଯ ସମ୍ପାଦନ ଶେଏଲ୍ (shell) ରେ ଲେଖାହୋଇଛି ଏବଂ ସେମାନେ ଅଲଗା ଫାଇଲ୍ ଭାବରେ ବିଦ୍ୟମାନ ନୁହେଁ .
5:18 ଏଗୁଡିକ internal commands ଅଟେ .
5:20 ଇକୋ କମାଣ୍ଡ (echo command), ଯାହା ଆମେ ପଛରେ ଦେଖିବା, ବାସ୍ତବରେ ଏକ internal commands ଅଟେ .
5:25 ଟର୍ମିନାଲ୍ କୁ ଯାଅ ଏବଂ କମାଣ୍ଡ (command) ଟାଇପ୍ କର.
5:33 space echo ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
5:40 ଆଉଟ୍ ପୁଟ୍ (output) ଇକୋ ଭଳି ଏକ shell built-in ଦେଖାଏ.
5:43 ଅତଃ: ଫାଇଲ୍ ନାମ ଦେବା ପରିବର୍ତେ ଏହା ଦେଖାଏ ଯେ ଇକୋ କମାଣ୍ଡ (echo command) ର କାର୍ଯ ସମ୍ପାଦନ ଶେଏଲ୍ (shell) ର internal ଅଟେ. ତେଣୁ ଏହା କୁ internal command କହନ୍ତି.
5:56 ଅନ୍ୟ ଏକ ଗୁରୁତ୍ତ ପୁର୍ଣ ଜିନିଷ ଯାହା ଆମେ ବୂଝିବା ଦରକାର, ଏହା କମାଣ୍ଡ (command) ର ଗଠନ ପ୍ରଣାଳୀ ଅଟେ.
6:01 କମାଣ୍ଡସ (commands) ଏକ କିମ୍ବା ଏକ ଠାରୁ ଅଧିକ ସବ୍ଦ ହୋଇପାରିବ, ଯାହାକି white spaces ଦ୍ବାର ଅଲଗା ହୋଇପାରିବ .
6:08 ଦିତୀୟ କେସ (case) ରେ, ପ୍ରଥମ ସବ୍ଦ କମାଣ୍ଡ (command) ର ପ୍ରକୃତ ନାମ ଅଟେ ଯାହାକି ଅନ୍ୟ ସବ୍ଦ ର ଯୁକ୍ତି ସମୁହ ଅଟେ.
6:16 ଯୁକ୍ତି, options or expressions କିମ୍ବା file names ହୋଇପାରିବ .
6:20 ନିର୍ଦିଷ୍ଟ ଭାବରେ ଅପସନ ର ଆଧାର ଉପରେ ଏକ କମାଣ୍ଡ (command) ଅଲଗା ଅଲଗା କାର୍ଯ କରିପାରିବ .
6:26 ସାଧାରଣତ: ସେମାନକଂର ପ୍ରଥମ ଏକ କିମ୍ବା double minus ଚିନ୍ନ ଦ୍ବାରା ଅଗ୍ରଗତି ଅଟେ ଯାହାକି short and long option କହନ୍ତି .
6:35 ଟର୍ମିନାଲ୍ ୱିନଡୋ (terminal window) କୁ ଯିଅ ଏବଂ କମାଣ୍ଡସ (commands) ଟାଇପ୍ କର ଏବଂ ସେମାନକଂର ଆଉଟ୍ ପୁଟସ୍ (outputs) ଦେଖ .
6:40 ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
6:44 ପରେ, ls ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:49 ପୁଣି, clear ଟାଇପ୍ କରଏବଂ ଏନ୍ଟର୍ ଦବାଅ .
6:55 ls space minus a ଟାଇପ୍ କର ଏବଂ ଏନ୍ଟର୍ ଦବାଅ .
7:04 ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
7:11 ଏବେ ls space minus minus all ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
7:19 ପୁଣିଥରେ, ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
7:23 ବର୍ତମାନ ls space minus d ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
7:32 ଏହି ମୁହୁର୍ତ ରେ, ଏହା ବୁଝିବା ଯଥେଷ୍ଟ ଅଟେ, କିପରି ଅପସନସ୍ ପରିବର୍ତନ ସହିତ କମାଣ୍ଡ (command) ର ଗତିବିଧି ପରିବର୍ତନ ହୁଏ .
7:40 ଲିନକ୍ସ ରେ ଆମର ବହୁତ ସଂଖ୍ୟକ କମାଣ୍ଡସ (commands) ଅଛି.
7:45 ପ୍ରତେକକଂର ବହୁତ ଅଲଗା ଅଲଗା ଅପସନସ୍ (options) ଅଛି.
7:48 କମାଣ୍ଡସ (commands) କୁ ଏକା ସାଥିରେ ସଂଯୁକ୍ତ କରିପାରିବା ଯାହାକୁ ଆମେ ପରେ ଦେଖିବା. ତେଣୁ ଆମେ ଏତେ ସାରା କମାଣ୍ଡସକୁ କିପରି ମୁଣ୍ଡ (mind) ରେ ରଖିବା ?
7:55 ପ୍ରକୃତରେ ଆପଣକଂର ଏହା ଦରକାର ନାହିଁ. କାରଣ ଲିନକ୍ସ ରେ ଉତ୍ କୃଷ୍ଟ୍ ଅନଲାଇନ୍ ହେଲ୍ପ୍ (excellent online help) ସୁବିଧା ଉପଲବ୍ଧି ଅଛି .
8:01 man command ସିଷ୍ଟମ ଉପରେ ସବୁ ଉପଲବ୍ଧ କମାଣ୍ଡ ସମ୍ବଧରେ ଲିଖିତ ପ୍ରମାଣ ପ୍ରଦାନ କରେ .
8:08 ଉଦାହରଣ ପାଇଁ, ls command ସମ୍ବନ୍ଧରେ ଜାଣିବା ପାଇଁ, ଆପଣଂକୁ ଟର୍ମିନାଲ୍ କୁ ଯିବାକୁ ପଡିବ .
8:16 ତର୍କ ଭଳି ls ର ସହିତ man command ଟାଇପ୍ କର, ଯାହା type man space ls ଏବଂ ଏଣ୍ଟର୍ ଦବାଅ .
8:30 ବାହାରକୁ ଆସିବାକୁ q ଦବାଅ.
8:35 man, ସିଷ୍ଟମର ମ୍ୟାନୁଆଲ ପେଜର୍ (manual pager) ଅଟେ. ପ୍ରତେକ ତର୍କ ଯାହା man କୁ ଦିଆଯାଇଛି, ସେଗୁଡିକ ସାଧାରଣତ: ଏକ ପ୍ରୋଗ୍ରାମର ନାମ, utility କିମ୍ବା function .
8:43 ମ୍ୟାନୁଆଲ ପେଜ (manual page) ପ୍ରତେକ ତର୍କ ଗୁଡିକ ସହିତ ସଂଯୁକ୍ତ ହୋଇଛି ଯାହା ପାଇଛୁ ଏବଂ ଦର୍ଶାଯାଇଛି .
8:49 ଯଦି ଏକ section ପ୍ରଦାନ ହୋଇଛି, ଏହା man କୁ ମ୍ୟାନୁଆଲ (manual) ର ସେହି section ରେ ସିଧା ଦେଖିବା ପାଇଁ କହିବ .
8:55 ସ୍ବାଭାବିକ ଭାବରେ ସବୁ ଉପଲବ୍ଧ sections ରେ ଖୋଜେ, ଯାହା ଏକ ପୁର୍ବ ନିର୍ଧାରିତ କାର୍ଯ ଏବଂ ପାଇଥିବା first page ରେ କେବଳ ଦେଖାଏ, ଯଦିଓ ପେଜେ ବିଭିନ୍ନ sections ରେ ବିଦ୍ୟମାନ .
9:07 ଆପଣ man command ର ସମ୍ବନ୍ଧରେ ଜାଣିବା ପାଇଁ man command କୁ ବ୍ୟବହାର କରିପାରିବା .
9:14 ଟର୍ମିନାଲ୍ କୁ ଯାଅ ଏବଂ man space man ଟାଇପ କର ଏବଂ ଏଣ୍ଟର୍ ଦବାଅ .
9:23 ବାହାରକୁ ଆସିବାକୁ q ଦବାଅ .
9:26 man command ର କେତେକ ଅପସନସ୍ (options) ଅଛି .
9:30 ଏଠାରେ, ମୁଁ ଆପନଂକୁ ସବୁଠୁଁ ବ୍ୟବହାରି ହୋଇଥିବ ଜିନିଷ ସମ୍ବନ୍ଧରେ କହିବି. କେବେ କେବେ ଆମେ ଜାଣୁ ଆମେ କଣ କରିବାକୁ ଚାହୁଁ କିନ୍ତୁ ସଠିକ୍ କମାଣ୍ଡ ଜାଣିନୁ. ତେବେ ଆମେ କଣ କରିବା ?
9:41 man, -k ପ୍ରଦାନ କରେ ଯାହା ଏକ keyword ନିଏ ଏବଂ କମାଣ୍ଡସ୍ (commands) ର ସୁଚୀ ଏବଂ ସେମାନକଂର ସଂଖିପ୍ତ ଉଦେଶ୍ୟ କୁ ବତାଏ .
9:50 ଉଦାହରଣ ପାଇଁ, ଏକ directory ତିଆରି କର, ଆମେ ସଠିକ୍ କମାଣ୍ଡ ଜାଣି ନ ଥାଉଁ ,
9:56 ତେଣୁ, ଆମେ command prompt କୁ ପାର ଏବଂ man space minus k space directories ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
10:12 ବର୍ତମାନ, ଆମେ ପ୍ରତେକ କମାଣ୍ଡସ୍ (commands) ଖୋଜି କରି ଦେଖିବା ଯେ ପ୍ରକୃତରେ ଆମେ କଣ ଚାହୁଁ .
10:17 ଏକା ଜିନିଷ apropos command ର ବ୍ୟବହାର କରି ପ୍ରାପ୍ତ କରିପାରିବା .
10:21 command prompt ରେ apropos space directories ଟାଇପ୍ କର ଏବଂ ଆଉଟ୍ ପୁଟ୍ (output) କୁ ଦେଖିବା ପାଇଁ ଏଣ୍ଟର୍ ଦବାଅ .
10:36 କେବେ କେବେ ବହୁତ ଅଧିକ ସବିଶେଷ ତଥ୍ୟ ଆମେ ଚାହୁଁନା. ଆମେ କେବେଳ ଜାଣିବାକୁ ଚାହୁଁ କମାଣ୍ଡ (command) କଣ କରେ .
10:40 ସେହି ସ୍ତିତି ରେ, ଆମେ what is command କିମ୍ବା man –f ର ବ୍ୟବହାର କରିପାରିବା. ଦୁହେଁ କମାଣ୍ଡ (command) ସମ୍ବନ୍ଧରେ ଏକ ବାକ୍ୟ ରେ ବିବରଣୀ ଦିଏ .
10:52 ଟର୍ମିନାଲ୍ (terminal) କୁ ଯାଅ, ଟର୍ମିନାଲ୍ ୱିନଡୋ (terminal window) କୁ ମୁକ୍ତ କରିବାପାଇଁ clear ଟାଇପ୍ କର.
10:58 ବର୍ତମାନ, what is space ls ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
11:06 କିଛି କମାଣ୍ଡସ (commands) ର କେତେକ ଅପସନ୍ସସ (options) ଅଛି. ଆମେ ବିଭିନ୍ନ ଅପସନ୍ସସ (options) ର ଏକ ସୁଚୀ କୁ ପ୍ରାପ୍ତ କରିବାକୁ ଚାହିଁ ପାର ଯାହା ଏକ କମାଣ୍ଡର ଅଛି .
11:13 ପରେ, ଆମେ minus help option ବ୍ୟବହାର କରିବା .
11:18 command prompt କୁ ଯାଅ ଏବଂ ls space minus minus help ଟାଇପ୍ କର ଏବଂ ଏଣ୍ଟର୍ ଦବାଅ .
11:29 ମୁଁ ଉପରକୁ scroll କରିବି, ଯାହା ଫଳରେ ଆପଣ ସବୁ ଅପସନ୍ସସ (options) ମ୍ୟାନୁଆଲ ପେଜ (manual page) ଉପରେ ଦେଖିପାରିବେ .
11:45 ଲିନକ୍ସ ସ୍ପୋକେନ୍ ଟ୍ୟୁଟୋରିଆଲ (Linux Spoken tutorial) ର ଏହି ଭାଗ ପାଇଁ କେବଳ ଏତିକି. ସ୍ପୋକେନ୍ ଟ୍ୟୁଟୋରିଆଲସ (Spoken tutorials) ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟ (Talk to a Teacher project) ର ଭାଗ, ଯାହାକି ଆଇ. ସି. ଟି.(ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ପାଇଥାଏ .
11:56 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି: http://spoken-tutorial.org/NMEICT-Intro.
12:00 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ତିଥ ପାଇଁ ଧନ୍ୟବାଦ|}

Contributors and Content Editors

Devraj, Manoranjan, PoojaMoolya, Pradeep