Linux-Ubuntu/C2/Synaptic-Package-Manager/Oriya

From Script | Spoken-Tutorial
Revision as of 14:33, 1 January 2013 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
0:00 ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ର ବ୍ୟବହାର ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
0:06 ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବାକୁ ଯାଉଛୁ ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ଉପଯୋଗିତ ଉବଣ୍ଟୁ ରେ ପ୍ରୟୋଗ କିପରି ସଂସ୍ଥାପିତ କରେ.
0:17 ଏହି ଟ୍ୟୁଟୋରିଆଲ କୁ ବ୍ୟାଖ୍ୟI କରିବାକୁ ମୁଁ gnome environment desktop ସହିତ ଉବଣ୍ଟୁ 10.04 ର ବ୍ୟବହାର କରୁଛି.
0:24 ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ର ବ୍ୟବହାର କରିବା ପାଇଁ ଆପଣକଂ ପାଖରେ administrative rights ହେବା ଦରକାର.
0:29 ଇଣ୍ଟରନେଟ୍ ସମ୍ପର୍କ (connection) ଭଲଭାବରେ କାମ କରିବା ଉଚିତ. ତେଣୁ ପ୍ରଥମେ ଚାଲ ଏବେ ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manage) ଖୋଲ.
0:36 ଏଥିପାଇଁ, ଦୟାକରି System->Administration କୁ ଯାଅ ଏବଂ ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ଉପରେ କ୍ଲିକ୍ କର.
0:47 ଏଠାରେ, ଏକ authentication ଡାଇଲୋଗ୍ ବୋକ୍ସ ଦେଖାଦିଏ ଯାହା password ପାଇଁ ପଚାରେ.
0:55 ଚାଲ ଏବେ password ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
1:06 ଯେବେ ଆମେ ପ୍ରଥମ ଥର ପାଇଁ ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) କୁ ବ୍ୟବହାର କରୁଁ, ଏକ introduction ଡାଇଲୋଗ୍ ବୋକ୍ସ ଦେଖାଦିଏ.
1:13 ଏହି ଡାଇଲୋଗ୍ ବୋକ୍ସ ରେ ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ର ବ୍ୟବହାର ସମ୍ବନ୍ଧିତ ସୁଚନା ଅଛି.
1:20 ଚାଲ ଏବେ ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ରେ ଏକ ଏପ୍ଲିକେସନ୍ କିମ୍ବା ପେକେଜ୍ ସଂସ୍ଥାପିତ କରିବା ପାଇଁ ପ୍ରୋକ୍ସି ଏବଂ ରିପୋଜିଟୋରୀ (Proxy and Repository) କନଫିଗର (configure) କର.
1:29 ଏହା କରିବା ପାଇଁ ଚାଲ ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ ୱିନଡୋ (Synaptic package manager window) କୁ ଯିବା.
1:36 ଦୟାକରି ସେଟିଂଗ୍ (Setting) କୁ ଯାଅ ଏବଂ ପ୍ରେଫେରେନ୍ସେସ୍ (Preferences) ରେ କ୍ଲିକ୍ କର.
1:44 ପ୍ରେଫେରେନ୍ସେସ୍ ୱିନଡୋ (Preference Window) ରେ କେତେକ ଟ୍ୟାବ୍ ଗୁଡିକ ଅଛି ଯାହା ସ୍କ୍ରିନ୍ ଉପରେ ଦେଖାଦିଏ. ପ୍ରୋକ୍ସି ସେଟିଂଗ୍ ଗୁଡିକୁ (proxy settings) କନଫିଗର୍ (configure) ପାଇଁ Network ଉପରେ କ୍ଲିକ୍ କର.
1:55 ସେଠାରେ Proxy Server ଅଧିନରେ ଦୁଇଟି ଅପସନ୍ ଅଛି: Direct Connection and Manual Proxy Connection. ମୁଁ Manual Proxy Configuration କୁ ବ୍ୟବହାର କରୁଛି ଯେପରି ଏଠାରେ ଦେଖାଏ. ଆପଣ ଆପଣକଂର ଗ୍ରହଣୀୟ ଅପସନ୍ ବାଛିପାର ଏବଂ authentication button ଉପରେ କ୍ଲିକ୍ କର

HTTP Authentication window ସ୍କ୍ରିନ୍ ଉପରେ ଦେଖାଦିଏ.

2:21 ଦୟାକରି ୟୁଜର୍ ନାମ ଏବଂ password ଏନ୍ଟର୍ କର ଯଦି ଆବଶ୍ୟକତା ଅଟେ ତେବେ OK ରେ କ୍ଲିକ୍ କର. ବର୍ତମାନ ପରିବର୍ତନ କୁ ପ୍ରୟୋଗ କରିବା ପାଇଁ “Apply” ରେ କ୍ଲିକ୍ କର. ୱିନଡୋ କୁ ବଂଦ କରିବାକୁ OK ଉପରେ କ୍ଲିକ୍ କର.
2:38 ବର୍ତମାନ ଆଉଥରେ ସେଟିଂଗ୍ କୁ ଯାଅ ଏବଂ “Repositories” ଉପରେ କ୍ଲିକ୍ କର.
2:46 ସ୍କ୍ରିନ୍ ଉପରେ Software Sources window ଦେଖାଦିଏ.
2:51 Ubuntu software କୁ ଡ଼ାଉନଲୋଡ୍ କରିବା ପାଇଁ କେତେକ ଉସ୍ଚ୍ଛ (sources) ଅଛି. ଡାଉନ୍ ଲୋଡ୍ ଫର୍ମ୍, ଡ୍ରପ୍ ଡାଉନ୍ ମେନ୍ୟୁ (“Download From” drop down menu) ଉପରେ କ୍ଲିକ୍ କର ଏବଂ repositories ସୁଚୀ କୁ ଦେଖିବା ପାଇଁ ମାଉସ୍ ବଟନ୍ (mouse button) କୁ ଧରି ରଖ.
3:05 “Other..” ଗ୍ଲୋବ୍ (globe) ର ଆରପଟରେ ସରଭର୍ (server) ଗୁଡିକର ଏକ ସୁଚୀ ଦେଖାଏ.
3:12 ଏହି ୱିନଡୋ କୁ ବଂଦ କରିବା ପାଇଁ କେନସଲ (cancel) ଉପରେ କ୍ଲିକ୍ କର. ମୁଁ “Server for India” ର ବ୍ୟବହାର କରୁଛି ଯାହା ଏଠାରେ ଦେଖାଦିଏ. “Software Sources” ୱିନଡୋ କୁ ବଂଦ କରିବା ପାଇଁ “Close” ଉପରେ କ୍ଲିକ୍ କର.
3:26 ଏହି ଟୁଲ୍ କୁ କିପରି ବ୍ୟବହାର କରାଯାଏ ଏହା ଶିଖିବା ପାଇଁ, ଉଦାହରଣ ସ୍ବରୁପ, ମୁ ବର୍ତମାନ vlc ପ୍ଲେୟାର୍ (player) ସଂସ୍ଥାପିତ କରିବି.
3:34 ଯଦି ଆପଣ ପ୍ରଥମ ଥର ପାଇଁ ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ବ୍ୟବହାର କରୁଚ୍ଛ, ତେବେ ଆପଣଂକୁ ପେକେଜ୍ ଗୁଡିକୁ ରିଲୋଡ୍ (reload) କରିବା ଦରକାର ଅଟେ. ଏହା କରିବା ପାଇଁ ଟୁଲ୍ ବାର୍ (tool bar) ର ରିଲୋଡ୍ ବଟନ୍ (“Reload” button) ଉପରେ କ୍ଲିକ୍ କର.ଏହା କିଛି ସେକେଣ୍ଡ୍ ନେଇପାରେ. ଏଠାରେ ଆମେ ଦେଖିପାରିବା ଯେ ପେକେଜ୍ ଗୁଡିକ ଇଣ୍ତେରନେଟ୍ ମାଧ୍ୟମରେ ବଦଳି କରାଯାଉଛିଏବଂ updated କରାଯାଉଛି.
3:59 ଯେବେ reloading ର ପ୍ରକ୍ରିୟା ର ପୁରା ହୋଇଯାଏ, ତେବେ କୁଇକ୍ ସର୍ଚ୍ ବୋକ୍ସ (quick search box) କୁ ଯାଅ ଯାହା ଟୁଲ୍ ବାର୍ ରେ ଅଛି ଏବଂ “vlc" ଟାଇପ୍ କର.
4:14 ଏଠାରେ ଆମେ ଦେଖି ପାରିବା ସବୁ vlc ପେକେଜ୍ ଗୁଡିକ ସୁଚିବଦ୍ଧ ଅଟେ.
4:19 “vlc package” କୁ ବାଛିବା ପାଇଁ, ଦୟାକରି ଚେକ୍ ବୋକ୍ସ (check box) ଉପରେ କ୍ଲିକ୍ କର ଏବଂ ମେନ୍ୟୁ ବାର୍ ଠାରୁ “Mark for installation” ଅପସନ୍ କୁ ବାଛ ଯାହା ଦେଖାଦିଏ.
4:34 ଏକ ଡାଇଲୋଗ୍ ବୋକ୍ସ (dialog box), repository ପେକେଜ୍ ଗୁଡିକର ର ସବୁ ସୁଚୀ ପ୍ରଦଶ୍ରନ ଦେଖାଏ. ସ୍ବୟଂ କ୍ରିୟା ଭାବରେ, ସବୁ ନିର୍ଭରଯୋଗ୍ୟ ପେକେଜ୍ ଗୁଡିକୁ ଚିହ୍ନକୃତ କରିବା ପାଇଁ ମାର୍କ ବଟନ୍ ଉପରେ କ୍ଲିକ୍ କର.
4:46 ଟୁଲ୍ ବାର୍ କୁ ଯିବା ଏବଂ “apply” button ଉପରେ କ୍ଲିକ୍ କରିବା. Go to the tool bar and click on the “apply” button.
4:52 ଏକ ସରମର୍ମ ୱିନଡୋ ସଂସ୍ଥାପିତ କରିବା ପାଇଁ ପେକେଜ୍ ଗୁଡିକର ସବିଶେଷ ପ୍ରଦଶ୍ରନ ଦେଖାଏ. ସଂସ୍ଥାପନ ଆରମ୍ଭ କରିବା ପାଇଁ Apply” ବଟନ୍ ଉପରେ କ୍ଲିକ୍ କର.
5:05 ସଂସ୍ଥାପନ ର ପ୍ରକ୍ରିୟା କିଛି ସମୟ ନିଏ ଯାହାକି ସଂସ୍ଥାପିତ ହେବା ପାଇଁ ପେକେଜ୍ ଗୁଡିକର ସଂଖ୍ୟI ଏବଂ ଆକାର ଉପରେ ନିର୍ଭର କରେ. ପୁର୍ବ ଭଳି ଏହା କିଛି ସମୟ ନିଏ.
5:25 "ଡ଼ାଉନ୍ ଲୋଡିଂଗ୍ ପେକେଜ୍ ଫାଇଲ୍" (“Downloading Package File”) ୱିନଡୋ ବଂଦ ହୋଇଯିବ ଯେତେବେଳେ ସଂସ୍ଥାପନ ପୁରା ହୋଇଯାଏ.
5:43 ବର୍ତମାନ ଆମେ ଦେଖିପାରିବା ଯେ ପରିବର୍ତନ ଗୁଡିକ ଉପଯୋଗ ହେଉଛି.
6:00 ଆମେ ଦେଖୁଁ ଯେ ବର୍ତମାନ vlc ସଂସ୍ଥାପିତ ହେଇଛି. ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ୱିନଡୋ କୁ ବଂଦ କର.
6:09 ବର୍ତମାନ, ଯାଂଚ କର ଯଦି vlc player ସଫଳପୁର୍ବକ ସଂସ୍ଥାପିତ ହୋଇଯାଇଛି.
6:15 ଏହା କରିବା ପାଇଁ, ଚାଲ Applications->Sound & Video ଯିବା. ଏଠାରେ ଆମେ ଦେଖିପାରିବା vlc media player ସୁଚୀବଦ୍ଧ ଅଟେ. ଏହାର ଅର୍ଥାତ vlc ସଫଳପୁର୍ବକ ସଂସ୍ଥାପିତ ହୋଇଯାଇଛି. ଏହିପରି ଭାବରେ ଆମେ ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ର ବ୍ୟବହାର କରି ଅନ୍ୟ ଆପ୍ଲିକେସନ୍ ଗୁଡିକୁ ସଂସ୍ଥାପିତ କରିପାରିବା.a
6:36 ଚାଲ ମୁଁ ସଂଖିପ୍ତ ବିବରଣୀ ଦେଉଛି... ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲୁ. କିପରି ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ରେ ପ୍ରୋକ୍ସି ଏବଂ Repository କନଫିଗର୍ (configure) କରୁଁ . କିପରି ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ର ବ୍ୟବହାର କରି ଏକ ଆପ୍ଲିକେସନ୍ କୁ ସଂସ୍ଥାପିତ କରିପାରୁଁ.
6:51 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ, ଏହା ଆଇ. ସି. ଟି. (ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ. ଏହି ମିଶନ୍ ବିଷୟରେ ଅଧିକ ସୁଚନା ପାଇଁ ନିମ୍ନରେ ଥିବା ଲିଂକ୍ ରେ ଉପଲବ୍ଧ ଅଛି.
7:19 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ତିଥ ପାଇଁ ଧନ୍ୟବାଦ.

Contributors and Content Editors

Manoranjan