Linux-Old/C2/Ubuntu-Desktop-10.10/Oriya

From Script | Spoken-Tutorial
Revision as of 14:39, 1 January 2013 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
0:00 ଉବଣ୍ଟୁ ଡ଼େସ୍କଟୋପ୍ ବିଷୟରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
0:04 ଏହି ଟ୍ୟୁଟୋରିଆଲକୁ ବ୍ୟବହାର କରି, ଆମେ gnome environment ର ଉବଣ୍ଟୁ ଡ଼େସ୍କଟୋପ୍ (Ubuntu Desktop) ସହିତ ପରିଚୟ ହେବା.
0:12 ଏହି ଉଦ୍ୟେଶ ପାଇଁ, ମୁଁ ଉବଣ୍ଟୁ 10.10 ର ବ୍ୟବହାର କରୁଛି.
0:19 ଆପଣ ଯାହା ବର୍ତମାନ ଦେଖୁଛନ୍ତି ତାହା ଉବଣ୍ଟୁ ଦେସ୍କଟୋପ୍ ଅଟେ.
0:24 ଆପଣ ମୁଖ୍ୟ ମେନ୍ୟୁ କୁ ବାମ ହାତର ଉପର ପାଖ କୋଣ ରେ ଦେଖିପାରିବେ.
0:31 ଏହାକୁ ଖୋଲିବା ପାଇଁ, ଆପଣ ALT + F1 ପ୍ରେସ୍ କରିପାରିବେ କିମ୍ବା ଆପ୍ଲିକେସନ୍ (application) ଗୁଡିକୁ ଯାଅ ଏବଂ ଏହା ଉପରେ କ୍ଲିକ୍ କର.
0:40 ସବୁ ସଂସ୍ଥାପିତ ହୋଇଥିବା ଆପ୍ଲିକେସନ୍ (application) ଗୁଡିକୁ ଏକ ଶ୍ରେଣୀଭୁକ୍ତ ଶୈଳୀ ରେ ଆପ୍ଲିକେସନ୍ ମେନ୍ୟୁ (application menu) ରେ ଅନ୍ତର୍ଭୁକ୍ତ.
0:48 ଚାଲ ଏହି ଆପ୍ଲିକେସନ୍ ମେନ୍ୟୁ (applications menu) ରେ କିଛି ଗୁରୁତ୍ତପୁର୍ଣ ଆପ୍ଲିକେସନ୍ ଗୁଡିକ ସହିତ ପରିଚୟ ହେବା.
0:55 ତେଣୁ ଚାଲ Applications->Accessories->Calculator କୁ ଯିବା.
1:04 କାଲକୁଲେଟେର୍ (calculator) ଅଂକ ବିଦ୍ୟା (arithmetic), ବୈଗ୍ନାନିକ, କିମ୍ବା ଆର୍ଥିକ ଗଣନା (scientific or financial calculations) କରିବା ପାଇଁ ସାହାଯ୍ୟ କରେ.
1:12 ଚାଲ ଏହାକୁ ଖୋଲିବା ପାଇଁ କାଲକୁଲେଟେର୍ (calculator) ଉପରେ କ୍ଲିକ୍ କର.
1:18 ଏବେ କିଛି ସରଳ ଗଣନା ପାଇଁ ଚେଷ୍ଟା କରିବା.
1:22 5*(into)8 ଟାଇପ୍ କର ଏବଂ = ଚିହ୍ନ ପ୍ରେସ୍ କର.
1:32 = ଚିହ୍ନ ଦବାଇବା ପରିବର୍ତେ, ଆପଣ enter key ମଧ୍ୟ ଟାଇପ୍ କରିପାରିବେ.
1:39 ବର୍ତମାନ କ୍ଲୋଜ୍ ବଟନ୍ (close button) ପ୍ରେସ୍ କରି ଏହି କାଲକୁଲେଟେର୍ (calculator) ର ବାହାରକୁ ଆସ.
1:46 ବର୍ତମାନ ଚାଲ ଏକ ଅନ୍ୟ ଆପ୍ଲିକେସନ୍ (application) କୁ ଦେଖିବା.
1:50 ଏହା ପାଇଁ ଆପ୍ଲିକେସନ୍ (application) ଗୁଡିକୁ ପୁଣି ଯିବା ଏବଂ ପରେ Accessories ଯିବା.
1:59 accessories ରେ, ଚାଲ Text Editor ଖୋଲିବା. ଏହା ଉପରେ କ୍ଲିକ୍ କର.
2:09 ତେଣୁ ବର୍ତମାନ ପାଇଁ ଆପଣ ଯାହା ସ୍କ୍ରିନ୍ ଉପରେ ଦେଖ ତାହା gedit Text Editor ଅଟେ.
2:16 ମୁଁ ଏଠାରେ କିଛି text ଟାଇପ୍ କରୁଛି ଏବଂ ଏହାକୁ ସେଭ୍ କରୁଛି. ଟାଇପ୍ "H-e-l-l-o W-o-r-l-d".
2:28 ଏହାକୁ ସେଭ୍ କରିବା ପାଇଁ CTRL + S ପ୍ରେସ୍ କରିପାରିବ କିମ୍ବା ପରେ ସେଭ୍ ରେ କ୍ଲିକ୍ କରିପାରିବ. ତେଣୁ ଚାଲ ମୁଁ ଫାଇଲ୍ କୁ ଯିବି ଏବଂ ପରେ ସେଭ୍ କରିବି.
2:45 ବର୍ତମାନ ଏକ ଛୋଟ ଡାଇଲୋଗ୍ ବୋକ୍ସ ଆସେ. ଏହା ଫାଇଲ୍ ନାମ ଏବଂ ସ୍ଥାନ (location) ଯେଉଁଠାରେ ଫାଇଲ୍ କୁ ସେଭ୍ କରିବାକୁ ପଡେ ବିଷୟରେ ପଚାରେ.
2:56 ତେଣୁ ମୁଁ ନାମ ଟାଇପ୍ କରୁଛି ଯେପରି "hello.txt" ଏବଂ ସ୍ଥାନ (location) ପାଇଁ ଡେସ୍କଟୋପ୍ (desktop) କୁ ବାଛେ ଏବଂ ସେଭ୍ ବଟନ୍ ଉପରେ କ୍ଲିକ୍ କର.
3:15 ବର୍ତମାନ ଚାଲ ଏହି gedit କୁ ବଂଦ କର ଏବଂ ଦେଖ ଯେ ଆମର ଫାଇଲ୍ ଡେସ୍କଟୋପ୍ (desktop) ରେ ସେଭ୍ ଅଟେ କି ନାହିଁ. ତେଣୁ ଏହାକୁ ବଂଦ କର.
3:24 ବର୍ତମାନ ଆପଣ ଡେସ୍କଟୋପ୍ (desktop) ଉପରେ hello.txt ଫାଇଲ୍ ଦେଖି ପାରିବେ. Now on the desktop you can see the file hello.txt.
3:30 ତେଣୁ ଆମର text ଫାଇଲ୍ ସଫଳ ପୁର୍ବକ ସେଭ୍ ହୋଇଛି.
3:35 ଚାଲ ଫାଇଲ୍ ଉପରେ double କ୍ଲିକ୍ କରି ଏହାକୁ ଖୋଲିବା.
3:40 Wow!! ଆମର text ଫାଇଲ୍, ଆମର ଲେଖାହୋଇଥିବା text ସହିତ ଖୋଲାହୁଏ.
3:44 ଇଣ୍ତେରନେଟ୍ ରେ gedit text editor ବିଷୟରେ ବହୁତ ସୁଚନା ଅଛି.
3:50 ଏହି ବିଷୟରେ www.spoken-tutorial.org ରେ ସ୍ପୋକେନ୍ ଟ୍ୟୁଟୋରିଆଲ ହୋଇପାରିବ.
4:00 ଚାଲ ଏହି text editor କୁ ବଂଦ କରିବା ଏବଂ accessories ଠାରୁ କିଛି ଆପ୍ଲିକେସନ୍ (application) ଦେଖିବା ଯାହା ଟର୍ମିନାଲ୍ ଅଟେ.
4:12 ତେଣୁ ଚାଲ Applications->Accessories କୁ ପୁଣି ଯିବା ଏବଂ ପରେ ଟର୍ମିନାଲ କୁ.
4:19 ଟର୍ମିନାଲ୍ କୁ କମାଣ୍ଡ୍ ଲାଇନ୍ କହନ୍ତି, କାରଣ ଏଠାରୁ ଆପଣ computer କୁ ଆଦେଶ ଦେଇପାରିବେ.
4:25 ପ୍ରକୃତରେ ଏହା GUI ଠାରୁ ବହୁତ ଶକ୍ତିଶାଳୀ ଅଟେ.
4:30 ବର୍ତମାନ ଚାଲ ଟର୍ମିନାଲ୍ ରେ ଏକ ଅନୁଭବ ପାଇଁପାଇବା ସରଳ କମାଣ୍ଡ୍ ଟାଇପ୍ କର. Now lets type a simple command to get a feel of terminal.
4:36 ତେଣୁ ଚାଲ 'ls' ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
4:41 ଆପଣ ଦେଖିପାରିବେ ଏହା କରେନ୍ଟ୍ ଡାଇରେକ୍ଟ୍ ଟୋରୀ (current directory) ରେ ସବୁ ଫାଇଲ୍ ଏବଂ ଫୋଲଡର୍ ଗୁଡିକର ତାଲିକା ଦିଏ.
4:48 ତେଣୁ ଏଠାରେ ଏହା ହୋମ୍ ଫୋଲଡର୍ ଠାରୁ ଫାଇଲ୍ ଏବଂ ଫୋଲଡର୍ ଗୁଡିକୁ ଦେଖାଉଛି.
4:55 ହୋମ୍ ଫୋଲଡର୍ କଣ ଅଟେ ଏହା ଆମେ ପରେ ଏହି ଟ୍ୟୁଟୋରିଆଲ ଦେଖିବା.
5:01 ଆମେ ଟର୍ମିନାଲ୍ ସହିତ ଏବେ ଆଉ ସମୟ ବିତାଇବା ନାହିଁ. www.spokentutorial.org ରେ ଲିନକ୍ସ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ଟର୍ମିନାଲ୍ କମାଣ୍ଡ୍ ଗୁଡିକୁ ଭଲ ଭାବରେ ବିଶ୍ଲେଷଣ କରାଯାଇଛି.
5:17 ଟର୍ମିନାଲ୍ କୁ ବଂଦ କର.
5:20 ବର୍ତମାନ ଚାଲ ପରବର୍ତୀ ଆପ୍ଲିକେସନ୍ କୁ ଯିବା ଯାହା ଫାୟାରଫୋକ୍ସ ୱେବ୍ ବ୍ରାଉଜର୍ (Firefox Web Browser) ଅଟେ. ଚାଲ ଏହାକୁ ଖୋଲିବା.
5:27 ଏହା ପାଇଁ applications-> Internet-> Firefox web Browser କୁ ଯିବା. ଏହା ଉପରେ କ୍ଲିକ୍ କର.
5:36 world wide web କୁ ଏକସେସ୍ (access) କରିବା ପାଇଁ ଫାୟାରଫୋକ୍ସ ର ବ୍ୟବହାର ହୋଇଥାଏ. ବର୍ତମାନ ଆପଣ ଦେଖିପାରିବେ ଯେ ଫାୟାରଫୋକ୍ସ ଖୋଲା ଅଛି
5:43 ଚାଲ ଏବେ gmail site କୁ ଯିବା. ଏହା ପାଇଁ ଆଡ୍ରେସ୍ ବାର୍ (address bar) କୁ ଯାଅ କିମ୍ବା F6 ପ୍ରେସ୍ କର. ମୁଁ ଏବେ F6 ପ୍ରେସ୍ କରୁଛି.
5:53 ହଁ ! ମୁଁ ଆଡ୍ରେସ୍ ବାର୍ ରେ ଅଛି ଏବଂ ବର୍ତମାନ ଆଡ୍ରେସ୍ ବାର୍ (address bar) କୁ ସଫା କରିବା ପାଇଁ ମୁଁ backspace ପ୍ରେସ୍ କରେ.
6:00 ମୁଁ www.gmail.com କରୁଛି
6:04 ଯେପରି ମୁଁ ଟାଇପ୍ କରେ, ଫାୟାରଫୋକ୍ସ କିଛି ସମ୍ଭବ ପ୍ରସ୍ତାବ ଦେଇ ପାରେ.
6:09 ଆପଣ ଏଗୁଡିକ ମଧ୍ୟରୁ ଗୋଟିଏ କୁ ବାଛି ପାର କିମ୍ବା ଏହାର ପୁରା ଠିକଣା ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:15 ଫାୟାରଫୋକ୍ସ ୱେବ୍ ସାଇଟ୍ କୁ ସିଧାସଳଖ ଯୋଡି ପାରିବ କିମ୍ବା ଏହା ଲୋଗ୍-ଇନ୍ ଏବଂ password ପାଇଁ ପଚାରି ପାରିବ.
6:22 ବର୍ତମାନ ଚାଲ ୟୁଜର୍ ନେମ୍ (username) ଏବଂ password ଟାଇପ୍ କର ଏବଂ ଏନ୍ଟର୍ ଦବାଅ.
6:36 ବର୍ତମାନ ଆପଣ ସ୍କ୍ରିନ୍ (screen) ଉପରେ ଖୋଲାଥିବା gmail ୱେବ୍ ପେଜ୍ କୁ ଦେଖିପାରିବେ. ତେଣୁ ଚାଲ ଏହା ବଂଦ କରିବା ଏବଂ ଆଗକୁ ଯିବା.
6:45 ବର୍ତମାନ ଚାଲ ଅଫିସ୍ ମେନ୍ୟୁ (office menu) କୁ ଯିବା ଯାହା applications->Office ଅଟେ.
6:53 ପରେ ଆଗକୁ ଏହି ଅଫିସ୍ ମେନ୍ୟୁ (office menu) ରେ ଆମ ପାଖରେ openoffice word processor spreadsheet ଏବଂ presentation ଅଛି.
7:03 ସେଠାରେ ଏହି ବିଷୟ ଉପରେ ଇଣ୍ତେରନେଟ୍ ରେ ବହୁତ ସୁଚନା ଅଛି.
7:07 ଆମର ୱେବ୍ ସାଇଟ୍ ର ଭବିଷ୍ୟତରେ ଏହି ବିଷୟ ଗୁଡିକ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲସ୍ ହେବ.
7:12 ଏବେ ଆମେ Sound ଏବଂ Video ମେନ୍ୟୁ କୁ ଖୋଜିବା. ଏଥିପାଇଁ Applications-> Sound ଏବଂ Video କୁ ଯିବା.
7:21 ଏଥିରେ ଏକ ଗୁରୁତ୍ବ ପୁର୍ଣ ଆପ୍ଲିକେସନ୍ ଆମ ପାଖରେ ଅଛି ଯାହା Movie Player ଅଟେ. ଏହା video ଏବଂ ଗୀତ ଗୁଡିକୁ ଚାଲିବା ପାଇଁ ବ୍ୟବହାର ହୋଇଛି. ସ୍ବାଭାବିକ ଭାବରେ, ଏହା କେବଳ open format video files କୁ ଚଲାଏ.
7:35 ତେଣୁ ମୁଁ ଏକ ନମୁନା file କୁ ଚାଳାଉଛି ଯାହା ମୋ ପେନ୍-ଡ୍ରାଇଭି (pen-drive) ରେ ଅଛି. ବର୍ତମାନ ମୁଁ ପେନ୍-ଡ୍ରାଇଭି (pen-drive) କୁ ଏକ usb slot ରେ ପୁରାଉଛି. ପେନ୍-ଡ୍ରାଇଭି (pen-drive) ଖୋଲିଲା.
7:48 ଯଦି ଏହା ଖୋଲେ ନାହିଁ, ଆପଣ ଏହାକୁ ଡେସ୍କଟୋପ୍ (desktop) ଠାରୁ ଆକସେସ୍ (access) କରିପାରିବେ.
7:53 ଚାଲ ତଳେ ବାମ ହାତ କୋଣରେ ଥିବା ଆଇକନ୍ ଉପରେ କ୍ଲିକ୍ କରିବା. ଯଦି ଆମେ କ୍ଲିକ୍ କରିବା, ଏହା କେବଳ ଡେସ୍କଟୋପ୍ (desktop) ଦେଖାଏ. ଯଦି ଆମେ ଏହାକୁ ଆଉଥରେ କ୍ଲିକ୍ କରିବା, ଏହା ଡେସ୍କଟୋପ୍ (desktop) ସହିତ ଆଗରୁ ଖୋଲାଥିବା ଫାଇଲ୍ ଗୁଡିକୁ ଦେଖାଏ.
8:08 ଆମେ Windows key କିମ୍ବା D କୁ ଏକ ସମୟରେ ପ୍ରେସ୍ କରି ଡେସ୍କଟୋପ୍ (desktop) କୁ ମଧ୍ୟ ଯାଇ ପାରିବା. ଦୟାକରି ଧ୍ୟାନ ଦିଏ ଉବଣ୍ଟୁ ର ପୁର୍ବ ଅନୁବାଦ ରେ ଡେସ୍କଟୋପ୍ କୁ ଯିବା ପାଇଁ Clt+Alt+D ବ୍ୟବହାର ହୋଇଥାଏ. ବ୍ୟବହାରି ମାନଂକୁ ଏହି ଭରଜନ ର ଭିନ୍ନତାକୁ ପରିଚାଳନା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ. ଚାଲ ବର୍ତମାନ Windows key ଏବଂ D ପ୍ରେସ୍ କର.
8:37 ଏଠାରେ ଆପଣ ଦେଖିପାରିବେ ଆପଣକଂର ପେନ୍-ଡ୍ରାଇଭି (pen-drive) ଡେସ୍କଟୋପ୍ ରେ ଉପସ୍ତିତ ଅଛି.
8:42 ଚାଲ ଏହା ଉପରେ କ୍ଲିକ୍ କରି ଏହାକୁ ଖୋଲିବା.
8:46 ବର୍ତମାନ ମୁଁ ମୁଭି ଫାଇଲ୍ (movie file) କୁ ଚଳାଇବା ପାଇଁ ଏହାକୁ ବାଛୁଛି ଯାହା Ubuntu Humanity.ogv.
8:57 ଏଠାରେ ମୋ ଫାଇଲ୍ ଅଛି, ବର୍ତମାନ ଏହାକୁ ଖୋଲିବା ପାଇଁ ଏଥିରେ ଡବଲ୍ କ୍ଲିକ୍ କରୁଛି.
9:09 ସ୍ବାଭାବିକ ଭାବରେ, ଏହା movie-player ରେ ଖୋଲେ. ଚାଲ ଏହାକୁ ବନ୍ଦ କରିବା.
9:13 ବର୍ତମାନ ଏହି ଡେସ୍କଟୋପ୍ (desktop) ଉପରେ କିଛି ଗୁରୁତ୍ବପୁର୍ଣ ଜିନିଷ ଗୁଡିକୁ ଦେଖିବା.
9:18 ଏଥିପାଇଁ ଚାଲ ଏବେ Places menu କୁ ଯିବା. ଏଥିରେ ଆମ ପାଖରେ ହୋମ୍ ଫୋଲଡର୍ ଅଛି.
9:27 ଚାଲ ଏହାକୁ ଖୋଲ. ହୋମ୍ ଫୋଲଡର୍ ଉପରେ କ୍ଲିକ୍ କର.
9:29 ଉବଣ୍ଟୁରେ ପ୍ରତେକ ବ୍ୟବହାରି ମାନଂକ ପାଇଁ ଏକ ଅସାଧାରଣ ହୋମ୍ ଫୋଲଡର୍ ଅଛି.
9:34 ଆମେ କହିପାରିବା ଯେ ହୋମ୍ ଫୋଲଡର୍ ଆମର ଘର ଅଟେ ଯେଉଁଠାରେ ଆମେ ଆମର ଫାଇଲ୍ ଏବଂ ଫୋଲଡର୍ ଗୁଡିକୁ ସଂଚୟ କରିପାରିବା.
9:42 ଯେପର୍ଯ୍ୟନ୍ତ ଆମେ ଅନୁମତି ନ ଦେବା, ସେମାନଂକୁ ଅନ୍ୟମାନେ କେହି ଦେଖିପାରିବେ ନାହିଁ. ଫାଇଲ୍ ଅନୁମତି ଉପରେ ଅଧିକ ସୁଚାନା ଲିନକ୍ସ ସ୍ପୋକେନ୍ ଟ୍ୟୁଟୋରିଆଲ ରେ ଉପଲବ୍ଧ ଅଛି ଯାହା www.spoken-tutorial.org ଅଟେ.
9:56 ଆମର ହୋମ୍ ଫୋଲଡର୍ ରେ, ଆମେ ଅନ୍ୟ ଫୋଲଡର୍ ଗୁଡିକ, ଯଥା Desktop, Documents, Downloads, Videos ଇତ୍ୟାଦି ଦେଖିପାରିବା.
10:08 ଲିନକ୍ସ ରେ, ସବୁକିଛି ଏକ ଫାଇଲ୍ ଅଟେ. ଚାଲ double କ୍ଲିକ୍ କରି ଡେସ୍କଟୋପ୍ ଫୋଲଡର୍ (desktop folder) ଖୋଲିବା.
10:16 ଆମେ ଦେଖିପାରିବା ଯେ ସେହି ଏକା ସମାନ "hello.txt" ଫାଇଲ୍ ଯାହା କି ଏଠାରେ text editor ରେ ସେଭ୍ କରିଥିଲେ.
10:25 ତେଣୁ ଏହି ଫୋଲଡର୍ ଏବଂ ଡେସ୍କଟୋପ୍ ଏକା ଅଟନ୍ତି. ଚାଲ ବର୍ତମାନ ଏହି ଫୋଲଡର୍ କୁ ବଂଦ କରିବା.
10:31 ଆପଣ ମାନେ କଣ ଡେସ୍କଟୋପ୍ ର ଏକା ବିଷୟବସ୍ତୁ ଦେଖି ବିରକ୍ତି ମନେ କରୁନାହାନ୍ତି? ଚାଲ ଏହାକୁ ପରିବର୍ତନ କରିବା.
10:37 ଏଥିପାଇଁ System->Preferences->Appearance କୁ ଯିବା. ଏହା ଉପରେ କ୍ଲିକ୍ କର.
10:44 ଏଠାରେ themes tab ଅଧିନରେ, ଆମ ପାଖରେ ବହୁତ ପୁର୍ବରୁ installed ବିଷୟବସ୍ତୁ ଅଛି. ଚାଲ ଆମେ "Clearlooks" କୁ ବାଛିବା.
10:52 ଯେପରି ଆପଣ ତାହା ଉପରେ କ୍ଲିକ୍ କରିବେ, ଆପଣ ଦେଖିପାରିବେ ଯେ ଆପନଂକର ମେସିନ୍ ରେ ପରିବର୍ତ୍ତନ ଗୁଡିକ ବ୍ୟବହାରଯୋଗ୍ୟ ହୋଇଛି.
10:58 ତଳେ ବାମ ହାତ କୋଣରେ ଥିବା ଡେସ୍କଟୋପ୍ ଆଇକନ୍ ରେ କ୍ଲିକ୍ କରି ଆପଣ ଏହାକୁ ଭଲ ଭାବରେ ଦେଖିପାରିବେ. ଚାଲ ଏହି ଆଇକନ୍ ରେ ଆଉଥରେ କ୍ଲିକ୍ କରି ଫୋଲଡର୍ କୁ ଫେରଯିବା.
11:10 ସେହି ବିଷୟବସ୍ତୁ ଗୁଡିକୁ ଦେଖ ଯେଉଁଗୁଡିକୁ ଆପଣ ପସଂଦ କରନ୍ତି ଏବଂ ବାହାରକୁ ଯିବାପାଇଁ କ୍ଲୋଜ୍ ବଟନ୍ (close button) ଉପରେ କ୍ଲିକ୍ କର.
11:18 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
11:21 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲୁ ଉବଣ୍ଟୁ ଡେସ୍କଟୋପ୍ (Ubuntu Desktop), ମେନ୍ ମେନ୍ୟୁ, ଏବଂ ଅନ୍ୟ ଆଇକନ୍ ଗୁଡିକ ସମ୍ବଧରେ ଯାହା ଉବଣ୍ଟୁ ସ୍କ୍ରିନ୍ (Ubuntu screen) ଉପରେ ଦେଖାଯାଏ.
11:31 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ, ଏହା ଆଇ. ସି. ଟି. (ICT) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
11:41 ଏହି ବିଷୟରେ ଅଧିକ ସୁଚନା ପାଇଁ ନିମ୍ନରେ ଥିବା ଲିଂକ୍ ରେ ଉପଲବ୍ଧ ଅଛି www.spoken-tutorial.org/NMEICT-Intro.
11:47 ଏହି script ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।

ଉପସ୍ତିଥ ପାଇଁ ଧନ୍ୟବାଦ.

Contributors and Content Editors

Manoranjan, Nancyvarkey