Linux-Old/C2/Synaptic-Package-Manager/Oriya

From Script | Spoken-Tutorial
Revision as of 12:48, 3 February 2015 by Pradeep (Talk | contribs)

Jump to: navigation, search
Time Narration
00:00
00:06
00:17
00:24
00:29 ପ୍ରଥମେ Synaptic package manager ଖୋଲିବା |
00:36
00:47
00:55
01:06
01:13
01:20
01:29 ଏଥିପାଇଁ Synaptic Package Manager ୱିଣ୍ଡୋକୁ ଯିବା
01:36 Settingକୁ ଯାଇ Preferencesରେ କ୍ଲିକ୍ କରନ୍ତୁ
01:44 ପ୍ରୋକ୍ସୀ ସେଟିଙ୍ଗ୍ କନଫିଗର୍ କରିବା ପାଇଁ Networkରେ କ୍ଲିକ୍ କରନ୍ତୁ |
01:55 ଏଠାରେ ପ୍ରଦର୍ଶିତ ମାନୁଆଲ୍ ପ୍ରୋକ୍ସୀ କନଫିଗରେଶନ୍ ମୁଁ ବ୍ୟବହାର କରୁଛି | ଆପଣ ନିଜ ପସନ୍ଦର ଅପ୍ସନ୍ ବାଛି Authentication ବଟନ୍ ରେ କ୍ଲିକ୍ କରନ୍ତୁ |

ସ୍କ୍ରୀନ୍ ରେ HTTP Authentication ୱିଣ୍ଡୋ ଦେଖାଦେବ |

02:21 ପରିବର୍ତ୍ତନଗୁଡିକର ଲାଗୁ ପାଇଁ “Apply”ରେ କ୍ଲିକ୍ କରନ୍ତୁ | ୱିଣ୍ଡୋ କ୍ଲୋଜ୍ କରିବାକୁ OKରେ କ୍ଲିକ୍ କରନ୍ତୁ |
02:38 ଏବେ ପୁଣି “Setting”କୁ ଯାଇ “Repositories”ରେ କ୍ଲିକ୍ କରନ୍ତୁ
02:46 ସ୍କ୍ରୀନ୍ ରେ Software Sources ୱିଣ୍ଡୋ ଦେଖାଯିବ
02:51 Download From ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରି ରିପୋଜିଟୋରି ଗୁଡିକର ତାଲିକା ଦେଖିବାକୁ ମାଉସ୍ ବଟନ୍ ଚାପି ଧରନ୍ତୁ |
03:05
03:12 ମୁଁ Server for India ବ୍ୟବହାର କରୁଛି | “Software Sources” ୱିଣ୍ଡୋ ବନ୍ଦ କରିବାକୁ Closeରେ କ୍ଲିକ୍ କରନ୍ତୁ |
03:26
03:34 ଏଥିପାଇଁ ଟୁଲ୍ ବାର୍ ରେ ଥିବା Reload ବଟନ୍ ରେ କ୍ଲିକ୍ କରନ୍ତୁ | ଏହା କିଛି ସେକେଣ୍ଡ୍ ନେଇପାରେ | ପ୍ୟାକେଜ୍ ଗୁଡିକ ଇଣ୍ଟର୍ନେଟ୍ ମାଧ୍ୟମରେ ଟ୍ରାନ୍ସଫର୍ ହୋଇ ଅପଡେଟ୍ ହେଉଥିବାର ଆମେ ଦେଖିବା |
03:59
04:14
04:19
04:34 ସମସ୍ତ ଡିପେଣ୍ଡେନ୍ସିଜ୍ ପ୍ୟାକେଜ୍ ଗୁଡିକୁ ଆପେ ଆପେ ଚିହ୍ନିତ କରିବାକୁ “Mark” ବଟନ୍ ରେ କ୍ଲିକ୍ କରନ୍ତୁ |
04:46
04:52 ଇନଷ୍ଟଲେଶନ୍ ଆରମ୍ଭ କରିବାକୁ “Apply” ବଟନ୍ ରେ କ୍ଲିକ୍ କରନ୍ତୁ |
05:05 ପୂର୍ବାନୁସାରେ, ଏହା କିଛି ସମୟ ନେଇପାରେ |
05:25
05:43
06:00 “Synaptic Package Manager” ୱିଣ୍ଡୋ ବନ୍ଦ କରନ୍ତୁ |
06:09
06:15 vlc ମିଡିଆ ପ୍ଲେୟାର୍ ତାଲିକାରେ ଅଛି | ଏହାର ଅର୍ଥ vlc ସଫଳ ଭାବରେ ଇନଷ୍ଟଲ୍ ହୋଇଛି | ସେହିଭଳି, ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଆମେ ଅନ୍ୟ ଆପ୍ଲିକେଶନ୍ସ ଇନଷ୍ଟଲ୍ କରିପାରିବା |
06:36 ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି ଆପ୍ଲିକେଶନ୍ ବା ପ୍ୟାକେଜ୍ କିପରି ଇନଷ୍ଟଲ୍ କରିବା |
06:51 ଏହା ଭାରତ ସରକାରଙ୍କ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |

ଏହି ବିଷୟରେ ଅଧିକ ସୂଚନା http://spoken-tutorial.org/NMEICT-Intro ରେ ଉପଲବ୍ଧ |

07:19

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Gaurav, Nancyvarkey, PoojaMoolya, Pradeep