Linux-AWK/C2/Overview-of-Linux-AWK/Oriya

From Script | Spoken-Tutorial
Revision as of 07:51, 22 July 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Overview of Linux AWK Commands ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ, Linux AWK ଏବଂ ସେହି ଶୃଙ୍ଖଳାରେ କଭର୍ କରାଯାଇଥିବା ଟ୍ୟୁଟୋରିଲଗୁଡ଼ିକ ବିଷୟରେ ଶିଖିବା
00:17 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ Ubuntu Linux 16.04 OS ବ୍ୟବହାର କରୁଛି
00:24 ଗୋଟିଏ ଫାଇଲ୍‌ରୁ ଡେଟା ଖୋଜିବା ଓ ଏକ୍ସଟ୍ରାକ୍ଟ କରିବା ପାଇଁ AWK ବ୍ୟବହୃତ ହୋଇଥାଏ
00:30 AWK ବ୍ୟବହାର କରି ଆମେ ଡେଟା ମାନିପୁଲେଟ୍ କରି ରିପୋର୍ଟ ଜେନେରେଟ୍ ମଧ୍ୟ କରିପାରିବା
00:36 ଯେକୌଣସି ପ୍ରୋଗ୍ରାମିଙ୍ଗ୍ ଲାଙ୍ଗୁଏଜ୍ ଭଳି, AWKରେ ମଧ୍ୟ "ଭେରିଏବଲ୍ସ”

"ଅପରେଟର୍ସ”

00:41 “କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍”

“ଲୂପ୍ସ”

00:45 “ସିଙ୍ଗଲ୍ ଓ ମଲ୍ଟି ଡାଇମେନ୍ସନଲ୍ ଆରେ”

“ବିଲ୍ଟ-ଇନ୍ ଫଙ୍କଶନ୍ସ” ଓ “ୟୁଜର୍ ଡିଫାଇଣ୍ଡ ଫଙ୍କଶନ୍ସ” ଅଛି

00:52 ଖୋଜିବା ପ୍ରକ୍ରିୟା ସମୟରେ - ଗୋଟିଏ ଫାଇଲ୍ ସହିତ ରେକର୍ଡଗୁଡ଼ିକର ଏକ ଶୃଙ୍ଖଳା ଭାବରେ ବ୍ୟବହାର କରାଯିବ
00:58 ପ୍ରତ୍ୟେକ ଲାଇନ୍‌କୁ ବହୁବିଧ ଫିଲ୍ଡ ସହ ଏକ ସିଙ୍ଗଲ୍ ରେକର୍ଡ ଭାବେ ବିଚାର କରାଯିବ
01:04 ତା’ପରେ, ପ୍ରଦତ୍ତ ପାଟର୍ନ ପାଇଁ AWK ଖୋଜିବ ଏବଂ ଇଚ୍ଛିତ କାର୍ଯ୍ୟ କରିବ
01:11 ଏବେ ଆମେ, ଏହି ଶୃଙ୍ଖଳାରେ ସଂକ୍ଷିପ୍ତ ଭାବେ କିଛି ପୃଥକ୍ AWK ଟ୍ୟୁଟୋରିଆଲ୍ ଦେଇ ଯିବା
01:18 “Basics of AWK”

ଏହି ଟ୍ୟୁଟୋରିଆଲ୍, AWKରେ ଥିବା କିଛି ମୌଳିକ କାର୍ଯ୍ୟ ବର୍ଣ୍ଣନା କରିଥାଏ, ଯେପରି

01:25 ପ୍ରୋସେସ୍ କରାଯାଇଥିବା ଆଉଟପୁଟ୍‌କୁ କିପରି ପ୍ରିଣ୍ଟ କରିବା ଏବଂ ରେଗୁଲର୍ ଏକ୍ସପ୍ରେସନ୍ କିପରି ବ୍ୟବହାର କରିବା
01:31 ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା
------------Add the audio (Basic of AWK from 04:09 to 04:15)---------------
01:43 "ଭେରିଏବଲ୍ସ ଓ ଅପରେଟର୍ସ”

ଏଠାରେ ଆମେ ଶିଖିବା "ୟୁଜର୍ ଡିଫାଇଣ୍ଡ୍ ଭେରିଏବଲ୍ସ"କୁ କିପରି ବ୍ୟବହାର କରାଯାଏ

01:51 “ଭେରିଏବଲ୍”କୁ ଆରମ୍ଭ କରିବା

“ଅପରେଟର୍ସ”

01:55 "ଷ୍ଟ୍ରିଙ୍ଗ୍ କନ୍କାଟିନେଶନ୍” ଓ “ଅପରେଟର୍” ମେଳ କରିବା

AWKରେ “BEGIN” ଓ “END” ଷ୍ଟେଟମେଣ୍ଟ୍

02:03 ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା
----------Add the audio (Variables and Operators - 03:50 to 03:59 )-------------
02:16 "ବିଲ୍ଟ-ଇନ୍ ଭେରିଏବଲ୍ସ”
02:18 ଏହି ଟ୍ୟୁଟୋରିଆଲ୍, AWKରେ ଥିବା ନିମ୍ନଲିଖିତ “ବିଲ୍ଟ-ଇନ୍ ଭେରିଏବଲ୍ସ” ବିଷୟରେ ବର୍ଣ୍ଣନା କରିଥାଏ, ଯେପରି:
02:24 RS, FS

ORS, OFS NR, NF ARGV, ARGC

02:34 AWK ସ୍କ୍ରିପ୍ଟ କିପରି ଲେଖାଯାଏ, ତାହା ମଧ୍ୟ ଟ୍ୟୁଟୋରିଆଲ୍ ଆମକୁ ଶିଖାଇଥାଏ
02:39 ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା
---------------Add the audio (Built-In variables -11:49 to 11:59 )------------
02:53 “କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍”

ଏହି ଟ୍ୟୁଟୋରିଆଲରେ ଆମେ, “କଣ୍ଡିଶନଲ୍ ଷ୍ଟେଟମେଣ୍ଟସ୍” କିପରି ବ୍ୟବହାର କରାଯାଏ, ତାହା ଶିଖିବା, ଯେପରି: AWKରେ If, else, else if

03:04 ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା
---------------Add the audio (Conditional statements -02:50 to 03:02 )------------
03:21 “Loops” - ଏଠାରେ ଆମେ, AWKରେ ଥିବା “କଣ୍ଡିଶନଲ୍ ଲୂପ୍ସ” ବିଷୟରେ ଆଲୋଚନା କରିବା, ଯେପରି For, While ଓ Do-While Loop
03:31 AWK ବ୍ୟବହାର କରି ଆମେ “ସର୍ଚ୍ଚ ପାଟର୍ନ” ମଧ୍ୟ ଶିଖିବା
03:35 ଗୋଟିଏ କିମ୍ୱା ଏକାଧିକ ଫାଇଲ୍‌ରୁ ଡେଟା ପ୍ରୋସେସ୍ କରିବା
03:40 ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା
---------------Add the audio (Loops in awk -04:06 to 04:14 )------------
03:53 "ବେସିକ୍ସ ଅଫ୍ ସିଙ୍ଗଲ୍ ଡାଇମେନ୍ସନଲ୍ ଆରେ” ଟ୍ୟୁଟୋରିଆଲ୍

“ଆରେ ଏଲେମେଣ୍ଟସ୍” ଆସାଇନ୍ କରିବା ବିଷୟରେ ବର୍ଣ୍ଣନା କରିଥାଏ

03:59 ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ଦେଖିବା

“AWK ଆରେ” ଇଣ୍ଡେକ୍ସ କରିବା

04:04 “ଆସୋସିଏଟିଭ୍ ଆରେ”ର ଲାଭ
04:07 ଏକ ନିର୍ଦ୍ଦିଷ୍ଟ ଇଣ୍ଡେକ୍ସଠାରେ ଏକ “ଆରେ”ରେ କୌଣସି “ଏଲେମେଣ୍ଟ” ବିଦ୍ୟମାନ ଅଛି କି ନାହିଁ ଯାଞ୍ଚ କରିବା
04:14 ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା
---------------Add the audio (Basics of Single Dimensional Array - 03:10 to 03:22 )------------
04:30 “ସିଙ୍ଗଲ୍ ଡାଇମେନ୍ସନଲ୍ ଆରେ” ଉପରେ ଏହି ଉନ୍ନତ ସ୍ତରର ଟ୍ୟୁଟୋରିଆଲ୍ ବର୍ଣ୍ଣନା କରେ -

ଫାଇଲ୍ ସହିତ AWK ଆରେ ବ୍ୟବହାର କରିବା ଗୋଟିଏ “ଆରେ”ର “ଏଲେମେଣ୍ଟସ୍” ସ୍କାନ୍ କରିବା

04:41 For Loopର ନୂଆ ଭେରିଏଶନ୍

ଏକ "ଆରେ ଏଲେମେଣ୍ଟ୍” ଡିଲିଟ୍ କରିବା

04:47 ସମଗ୍ର "ଆରେ” ଡିଲିଟ୍ କରିବା
04:50 ARGC ଓ ARGVର ଭାଲ୍ୟୁ
04:54 ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା
---------------Add the audio (More on Single Dimensional Array in awk from 04:59 to 05:09)------------
05:08 “ମଲ୍ଟି ଡାଇମେନ୍ସନଲ୍ ଆରେ ଇନ୍ AWK” ବର୍ଣ୍ଣନା କରେ
05:12 ମଲ୍ଟିପଲ୍ ଇଣ୍ଡାଇସେସ୍‌ର ଏକ ଶୃଙ୍ଖଳା ଦ୍ୱାରା ଗୋଟିଏ “ଏଲେମେଣ୍ଟ”କୁ ଚିହ୍ନଟ କରିବା
05:17 ଗୋଟିଏ ଏକକ "ଷ୍ଟ୍ରିଙ୍ଗ୍"ରେ ଶ୍ରେଣୀବଦ୍ଧ କରିବା
05:20 AWKରେ 2 by 2 "ମଲ୍ଟି ଡାଇମେନ୍ସନଲ୍ ଆରେ” ତିଆରି କରିବା
05:24 ଏକ 2 by 2 "ମେଟ୍ରିକ୍ସ"ର "ଟ୍ରାନ୍ସପୋଜ୍” ତିଆରି କରିବା
05:28 "ମଲ୍ଟି ଡାଇମେନ୍ସନଲ୍ ଆରେ” ସ୍କାନ୍ କରିବା
05:31 Slipt Function ସହିତ For Loopକୁ ମିଶାଇବା
05:35 ଚାଲନ୍ତୁ, ଏହି ଟ୍ୟୁଟୋରିଆଲ୍ ଉପରେ ଏକ ନଜର ପକାଇବା
---------------Add the audio (multidimensional array - 06:24 to 06:33 ) ------------
05:48 “ବିଲ୍ଟ-ଇନ୍ ଫଙ୍କଶନ୍ସ”.

ଏଥିରେ ଆମେ, “AWK ବିଲ୍ଟ-ଇନ୍ ଫଙ୍କଶନ୍ସ” ବିଷୟରେ ଶିଖିବା, ଯେପରି: “ଆରିଥମେଟିକ୍ ଫଙ୍କଶନ୍ସ”

05:57 “ରାଣ୍ଡମ୍ ଫଙ୍କଶନ୍ସ”

“ଷ୍ଟ୍ରିଙ୍ଗ୍ ଫଙ୍କଶନ୍ସ”

06:01 “ଇନପୁଟ୍ ଓ ଆଉଟପୁଟ୍ ଫଙ୍କଶନ୍ସ” ତଥା “ଟାଇମ୍ ଷ୍ଟାମ୍ପ୍ ଫଙ୍କଶନ୍ସ”
06:07 ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା
---------------Add the audio (Built-in Functions - from 10:01 to 10:14)------------
06:23 "ୟୁଜର୍ ଡିଫାଇଣ୍ଡ ଫଙ୍କଶନ୍ସ” ଟ୍ୟୁଟୋରିଆଲରେ ଆମେ ଶିଖିବା -

ଆମର ନିଜସ୍ୱ “ଫଙ୍କଶନ୍”

06:30 “ଫଙ୍କଶନ୍ କଲ୍”

“ରିଟର୍ନ ଷ୍ଟେଟମେଣ୍ଟ” ଓ “ରିଭର୍ସ ଫଙ୍କଶନ୍” କିପରି ତିଆରି କରିବା

06:37 ଏହି ଟ୍ୟୁଟୋରିଆଲର ଏକ ଝଲକ ଏଠାରେ ଦିଆଗଲା
---------------Add the audio (User defined functions -03:28 to 03:41 )------------
06:54 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ସଂକ୍ଷିପ୍ତରେ

07:00 ଏହି ଟ୍ୟୁଟୋରିଆଲରେ ଆମେ, AWK ବିଷୟରେ ଶିଖିଲେ ଏବଂ ଏହି ଶୃଙ୍ଖଳାରେ ଥିବା ଟ୍ୟୁଟୋରିଆଲ୍ ମଧ୍ୟ ଦେଇ ଗଲେ
07:08 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

07:16 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

07:26 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି?

ଦୟାକରି ସାଇଟ୍‌କୁ ଯାଆନ୍ତୁ.

07:31 ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ.

ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ

07:38 ଆମ ଟିମ୍‌ରୁ କେହିଜଣେ ତାହାର ଉତ୍ତର ଦେବେ.
07:42 ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି.
07:47 ଦୟାକରି ସେଥିରେ କୌଣସି ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ
07:52 ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ.

ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା

08:01 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

08:12 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep