LibreOffice-Suite-Calc/C2/Introduction-to-LibreOffice-Calc/Oriya

From Script | Spoken-Tutorial
Revision as of 12:58, 11 January 2013 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Visual Cue Narration
00:00 ଲିବ୍ରେଅଫିସ୍ Calc (LibreOffice Calc) ର ପରିଚୟ ନିମନ୍ତେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
00:06 ଏହି ଟ୍ୟୁଟୋରିଆଲ ରେ ଆମେ ଶିଖିବା:
00:08 ଲିବ୍ରେଅଫିସ୍ Calc (LibreOffice Calc) ର ପରିଚୟ ସମ୍ବନ୍ଧରେ.
00:12 ଲିବ୍ରେଅଫିସ୍ Calc (LibreOffice Calc) ରେ ବିଭିନ୍ନ ଟୁଲ୍ ବାର୍ ଗୁଡିକ ବିଷୟରେ.
00:16 Calc ରେ ଏକ ନୁଆ ଡକ୍ୟୁମେନ୍ଟ୍ କିପରି ଖୋଲିବା.
00:18 ଏକ ବିଦ୍ୟମାନ ଥିବା ଡକ୍ୟୁମେନ୍ଟ୍ କିପରି ଖୋଲିବା.
00:21 Calc ରେ ଏକ ଡକ୍ୟୁମେନ୍ଟ୍ କୁ କିପରି ସେଭ୍ ଏବଂ ବଂଦ କରିବା.
00:26 ଲିବ୍ରେଅଫିସ୍ Calc (LibreOffice Calc) ଲିବ୍ରେଅଫିସ୍ ସୁଟ୍ ର spreadsheet ଅଂଶ ଅଟେ.
00:32 ଯେପରି ରାଇଟର୍, ଟେକ୍ସଟ information ସହିତ ବ୍ୟାପକ ରୁପରେ କାର୍ଯ୍ୟ କରେ, spreadsheet ସଂଖ୍ୟାତ୍ମକ information ସହିତ ବ୍ୟାପକ ରୁପରେ କାର୍ଯ୍ୟ କରେ.
00:40 ଏହା ସଂଖ୍ୟା ଗୁଡିକର ଭାଷା ପାଇଁ ଏକ ସଫ୍ଟୱୟାର (Software) କୁହାଯାଇପାରିବ.
00:44 ଏହା ମାଇକ୍ରୋସୋଫ୍ଟ୍ ଅଫିସ୍ ସୁଟ୍ (Microsoft Office Suite) ରେ ମାଇକ୍ରୋସୋଫ୍ଟ୍ ଏକସିଲ୍ (Microsoft Excel) ର ସମାନ ଅଟେ.
00:49 ଏହା ଏକ ଫ୍ରି ଏବଂ ଅପେନ୍ ସୋର୍ସ୍ ସଫ୍ଟୱୟାର (Software) ଅଟେ ତେଣୁ, ଏହା କୋପି ହୋଇପାରିବ, ପୁନଃ ବ୍ୟବହାର ଏବଂ ବିନା ମୁଲ୍ୟରେ ବିତରଣ ହୋଇପାରିବ.
00:57 ଲିବ୍ରେଅଫିସ୍ ସୁଟ୍ (LibreOffice suite) ସହିତ ଆରମ୍ଭ କରିବା ପାଇଁ, ଆପଣ Microsoft Windows 2000 କିମ୍ବା ଏହାର ଉଚ ସଂସ୍କରଣ ଗୁଡିକ ଯଥା MS Windows XP କିମ୍ବା MS Windows 7 ବ୍ୟବହାର କରିପାରିବେ କିମ୍ବା ଆପଣ ଆପଣକଂ ଅପେରଟିଂଗ୍ ଶିଷ୍ଟମ୍ ପରି GNU/Linux ବ୍ୟବହାର କରିପାରିବେ.
01:14 ଏଠାରେ ଆମେ ଅପେରଟିଂଗ୍ ଶିଷ୍ଟମ୍ ପରି ଉବଣ୍ଟୁ ଲିନକ୍ସ ଭରଜନ୍ 10.04 ଏବଂ ଲିବ୍ରେଅଫିସ୍ ସୁଟ୍ (LibreOffice suite) ଭରଜନ୍ 3.3.4 ବ୍ୟବହାର କରୁଛୁ.
01:26 ଯଦି ଆପଣକଂ ପାଖରେ ଲିବ୍ରେଅଫିସ୍ ସୁଟ୍ (LibreOffice suite) ସଂସ୍ଥାପିତ ହୋଇ ନ ଥାଏ, Calc, ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ର ବ୍ୟବହାର କରି ସଂସ୍ଥାପିତ କରିପାରିବ.
01:35 ସିନପ୍ଟିକ୍ ପେକେଜ୍ ମ୍ୟାନେଜର୍ (Synaptic package manager) ବିଷୟରେ ଅଧିକ ସୁଚନା ଜାଣିବା ପାଇଁ, ଦୟାକରି ଏହି ୱେବ୍ ସାଇଟ୍ ରେ ଉବଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲକୁ ନିର୍ଦେଶ କର ଏବଂ ଏହି ୱେବ୍ ସାଇଟ୍ ରେ ନିର୍ଦେଶ ନାମା ଗୁଡିକୁ ଅନୁକରଣ କରି ଲିବ୍ରେଅଫିସ୍ ସୁଟ୍ (LibreOffice suite) ଡାଉନ୍ ଲୋଅଡ୍ କର.
01:50 ପୁର୍ଣ ନିର୍ଦେଶ ନାମା ଲିବ୍ରେଅଫିସ୍ ସୁଟ୍ (LibreOffice suite) ର ପ୍ରଥମ ଟ୍ୟୁଟୋରିଆଲ ରେ ଉପଲବ୍ଧ ଅଛି
01:56 ମନେରଖ, ଯେବେ ସଂସ୍ଥାପିତ କରୁଛ, Calc ପାଇଁ “Complete” ସଂସ୍ଥାପନ ର ବ୍ୟବହାର କର.
02:01 ଯଦି ଆପଣକଂ ପାଖରେ ଲିବ୍ରେଅଫିସ୍ ସୁଟ୍ (LibreOffice suite) ଆଗରୁ ସଂସ୍ଥାପିତ ହୋଇଛି, ଆପଣକଂର ସ୍କ୍ରିନ୍ ର ବାମ ପାଖ ଉପରେ “Applications” ଅପସନ୍ ରେ କ୍ଲିକ୍ କରି ଆପଣ ଲିବ୍ରେଅଫିସ୍ Calc (LibreOffice Calc) ପାଇବେ ଏବଂ ପରେ “Office” ଏବଂ ତାପରେ “LibreOffice” ଅପସନ୍ ଉପରେ କ୍ଲିକ୍ କର.
02:17 ବିଭିନ୍ନ ଲିବ୍ରେଅଫିସ୍ ଅଂଶଗୁଡିକ ସହିତ ଏକ ନୁଆ ଡାଇଲୋଗ୍ ବୋକ୍ସ ଖୋଲିବ.
02:22 ଲିବ୍ରେଅଫିସ୍ Calc (LibreOffice Calc) କୁ ଏକସେସ୍ କରିବା ପାଇଁ, ନୁଆ ଡାଇଲୋଗ୍ ବୋକ୍ସ ରେ “Spreadsheet” ଅଂଶ ଉପରେ କ୍ଲିକ୍ କର.
02:30 ଏହା ମୁଖ୍ୟ Calc ୱିନଡୋ ରେ ଏକ ଖାଲି ଡକ୍ୟୁମେନ୍ଟ୍ ଖୋଲିବ.
02:35 ବର୍ତମାନ ଚାଲ Calc ୱିନଡୋ ର ମୁଖ୍ୟ ଅଂଶ ସମ୍ବନ୍ଧରେ ଶିଖିବା.
02:40 Calc ରେ ଡକ୍ୟୁମେନ୍ଟ୍ କୁ ଏକ workbook କହନ୍ତି. ଏକ workbook ରେ spreadsheets ନାମକ କେତେକ sheets ଅନ୍ତର୍ଭୁକ୍ତ.
02:48 ପ୍ରତେକ spreadsheets ରେ cells ଅନ୍ତର୍ଭୁକ୍ତ ଯାହା rows ଏବଂ columns ରେ ସଜାଯାଇଛି. ପ୍ରତେକ row ଏକ ସଂଖ୍ୟା ଦ୍ବାରା ଏବଂ ପ୍ରତେକ column ଏକ ଅଖୟର ଦ୍ବାରା ଚିହ୍ନିତ ଅଟେ.
02:58 ଏକ ବିଶେଷ cell, ଯାହା ଏକ row ଏବଂ ଏକ column ର ଏକ intersection କୁ ନିର୍ଦେଶ କରେ ଯାହା ଏହାର ଉପଯୁକ୍ତ row number ଏବଂ column alphabet ଦ୍ବାରା ଚିହ୍ନିତ ଅଟେ.
03:09 Cells, ପରିଚାଳନ ଏବଂ ପ୍ରଦଶ୍ରନ ପାଇଁ କେତେକ ଅଧିକ data elements ର ସୁଚନା ଧରି ରଖିପାରିବ ଯେପରି text, numbers, formulas.
03:18 ପ୍ରତେକ spreadsheet ରେ କେତେକ sheets ରହିପାରିବ ଏବଂ ପ୍ରତେକ sheet ରେ ଏକ million ଠାରୁ ଅଧିକ rows ଏବଂ ଏକ ହଜାରେ columns ରହିପାରିବ ଯାହା କି ଆମ କୁ ଏକ ସିଂଗଲେ ଶିଟ୍ (single sheet) ରେ ଏକ ବିଲିୟନ୍ ଠାରୁ ଅଧିକ କିମ୍ବା ଶହେ କୋଟି cells ଦିଏ.
03:33 Calc ୱିନଡୋ ରେ ବିଭିନ୍ନ ଟୂଲ୍ ବାର୍ ଗୁଡିକ ଅଛି ଯଥା: title bar, menu bar, standard toolbar, formatting bar, formula bar ଏବଂ status bar.
03:45 ଏହି ଟୂଲ୍ ବାର୍ ଗୁଡିକ ବ୍ୟତିତ, ଏଠାରେ ଉପରେ “Input line” ଏବଂ “Name box” ନାମକ ଦୁଇଟି ଅତିରିକ୍ତ ଫିଲଡସ୍ (additional fields) ଅଛି.
03:54 ଟୂଲ୍ ବାର୍ ଗୁଡିକରେ ସବୁଠାରୁ ସାଧାରଣ ଉପଯୋଗୀ ଅପସନ୍ ଗୁଡିକୁ ଅନ୍ତର୍ଭୁକ୍ତ ଯାହା ସମ୍ବନ୍ଧରେ ଆମେ ଆଗକୁ ଟ୍ୟୁଟୋରିଆଲ ଗୁଡିକରେ ଶିଖିବା.
04:02 ବର୍ତମାନ ଆପଣ spreadsheet ର ବାମ କୋଣ ତଳେ Sheet1”, “Sheet 2” and “Sheet 3” ନାମକ ତିନୋଟି sheet tab ଗୁଡିକ ଦେଖିପାରିବେ.
04:13 ଏହି ଟ୍ୟାବ ଗୁଡିକ ଏକ white tab ଥିବା visible sheet ସହିତ ପ୍ରତେକ ବ୍ୟକ୍ତିଗତ sheet କୁ ଏକସେସ୍ ପାଇଁ ସଖ୍ୟମ କରେ.
04:21 ଅନ୍ୟ sheet tab ଉପରେ କ୍ଲିକ୍ କରିବା ଦ୍ବାରା ଏହା ବିଶେଷ sheet ପ୍ରଦଶ୍ରୀତ କରେ, ଏବଂ ଏହି tab ଧଳା ରେ ବଦଳିଯାଏ.
04:28 spreadsheet ର ମୁଖ୍ୟ ଭାଗ, ଏକ ଗ୍ରୀଡ ର ଫର୍ମ୍ ରେ ବିଭିନ୍ନ cell ଗୁଡିକ ଧାରଣ କରେ ଯେଉଁଠାରେ ଡାଟା ପ୍ରବେଶ କରାଯାଇଛି. ପ୍ରତେକ cell ଏକ column ଏବଂ ଏକ row ର intersection ଅଟେ.
04:41 column ଗୁଡିକ ଉପରେ ଏବଂ row ଗୁଡିକର ବାମର ଶେଷରେ ଗ୍ରେ (gray) ବାକ୍ସ ଗୁଡିକ ଏକ ପର୍ଯ୍ୟାୟ ଅଟେ ଯାହା ଅଖୟର ଏବଂ ସଂଖ୍ୟା ଗୁଡିକୁ ଧାରଣ କରେ.
04:53 columns “A” ଠାରୁ ଆରମ୍ଭ ହୁଏ ଏବଂ ଡାହାଣ ଆଡକୁ ଯାଏ, ଏବଂ rows “1” ଠାରୁ ଆରମ୍ଭ ହୁଏ ଏବଂ ତଳକୁ ଯାଏ.
05:01 ଏହି column ଏବଂ row headers cell ସଂଦର୍ଭ ଗୁଡିକ ତିଆରିକରେ ଯାହା “Name Box” ଫିଲଡ଼ ରେ ଦେଖାଦିଏ.
05:07 Calc ରେ ବିଭିନ୍ନ ଅଂଶ ଗୁଡିକୁ ସମ୍ବନ୍ଧରେ ଶିଖିବା ପରେ ଆମେ ଏବେ ଶିଖିବା ଲିବ୍ରେ ଅଫିସ୍ Calc ରେ ଏକ ନୁଆ ଡକ୍ୟୁମେଂଟ୍ କିପରି ଖୋଲିବା.
05:17 ଆପଣ standard toolbar ରେ “New” ଆଇକନ୍ ଉପରେ କ୍ଲିକ୍ କରି କିମ୍ବା ମେନ୍ୟୁ ବାର୍ ରେ “File” ଅପସନ୍ ଉପରେ କ୍ଲିକ୍ କରି ଏବଂ ପରେ “New” ଅପସନ୍ ରେ କ୍ଲିକ୍ କରି ଏବଂ ପରେ ଶେଷରେ “Spreadsheet” ଅପସନ୍ ଉପରେ କ୍ଲିକ୍ କରି ଏକ ନୁଆ ଡକ୍ୟୁମେଂଟ୍ ଖୋଲିପାରିବେ.
05:33 ଆପଣ ଦେଖ ଯେ ଦୁଇଟି ଘଟଣାରେ ଏକ ନୁଆ Calc ୱିନଡୋ ଖୋଲା ହୁଏ.
05:39 ବର୍ତମାନ ଆମେ ଶିଖିବା spreadsheet ରେ ଏକ “Personal Finance Tracker” କିପରି ତିଆରି କରୁଁ.
05:45 ଚାଲ ଦେଖିବା ଏକ spreadsheet ରେ କିଛି cells ରେ ଡାଟା କିପରି ପ୍ରବେଶ କରାଉଁ.
05:50 ତେଣୁ spreadsheet ର ପ୍ରଥମ sheet ରେ cell ସମ୍ବନ୍ଧିତ A1 ଉପରେ କ୍ଲିକ୍ କର.
05:56 ଚାଲ ଏବେ ହେଡିଂଗ୍ SN” ଟାଇପ୍ କରିବା ଯାହା ବିଷୟ ଗୁଡିକର serial number କୁ ସୁଚାଏ ଯାହା spreadsheet ରେ ପ୍ରତିରୁପ ହେବ.
06:05 ବର୍ତମାନ cell ସମ୍ବନ୍ଧିତ B1 ଉପରେ କ୍ଲିକ୍ କର ଏବଂ ଅନ୍ୟ ହେଡିଂଗ୍ “Items” ଉପରେ ଟାଇପ୍ କର.
06:11 ସବୁ ଆଇଟମ୍ ର ନାମ ଯାହା ଆମେ spreadsheet ରେ ବ୍ୟବହାର କରିବା ତାହା ଏହି ହେଡିଂଗ୍ ର ଅଧିନରେ ରହିବ.
06:18 ସମାନଭାବରେ, ଗୋଟିଏ ପରେ ଗୋଟିଏ C1, D1, E1, F1 ଏବଂ G1 cell ଗୁଡିକ ଉପରେ କ୍ଲିକ୍ କର ଏବଂ କ୍ରମଅନୁସାରେ “Cost”, “Spent”, “Received”, “Date” ଏବଂ “Account” ହେଡିଂଗ୍ ଗୁଡିକ ଲେଖ.
06:33 ଆମେ ପରେ ଏହି ପ୍ରତେକ columns ରେ ଡାଟା ଇନସର୍ଟ୍ (insert) କରିବା.
06:39 ଥରେ ଆପଣକଂର spreadsheet ଲେଖା ହୋଇସରିଲା ପରେ, ଆପଣ ଏହାକୁ ଭିବିଷ୍ୟତ ରେ ବ୍ୟବହାର ପାଇଁ ସେଭ୍ କରିବା ଉଚିତ.
06:44 ଏହି ଫାଇଲ୍ କୁ ସେଭ୍ କରିବାପାଇଁ, ମେନ୍ୟୁ ବାର୍ ରେ “File” ଉପରେ କ୍ଲିକ୍ କର ଏବଂ ପରେ “Save As” ଅପସନ୍ ଉପରେ କ୍ଲିକ୍ କର.
06:51 ସ୍କ୍ରିନ୍ ଉପରେ ଏକ ଡାଇଲୋଗ୍ ବୋକ୍ସ ଦେଖାଦିଏ ଯେଉଁଠାରେ ଆପଣଂକୁ ଆପଣକଂର ଫାଇଲ୍ ନାମ ଏଣ୍ଟର କରିବା ପାଇଁ ଦରକାର ଅଟେ ଯାହା “Name” ଫିଲଡ୍ ଅଧିନରେ ଅଛି.
06:59 ତେଣୁ ଫାଇଲ୍ ର ନାମ ଏଣ୍ଟର କର ଯେପରି “Personal Finance Tracker”.
07:04 “Name” ଫିଲଡ୍ ତଳେ ଆପଣକଂ ପାଖରେ “Save in folder” ଫିଲଡ୍ ଅଛି ଯେଉଁଠାରେ ଆପନଂକୁ ଫୋଲଡର୍ ର ନାମ ଏଣ୍ଟର କରିବା ଆବଶ୍ୟକ ଅଟେ ଯାହା ଆପଣକଂର ସେଭ୍ ହୋଇଥିବା ଫାଇଲ୍ କୁ ଅନ୍ତର୍ଭକ୍ତ କରିବ.
07:14 ତେଣୁ “Save in folder” ଫିଲଡ୍ ରେ ଡାଉନ୍ ଏରୋ (down arrow) ଉପରେ କ୍ଲିକ୍ କର.
07:18 ଫୋଲଡର୍ ଅପସନସ୍ ର ଏକ ତାଲିକା ଦେଖାଦିଏ. ଏଠାରେ ଆମେ ଫୋଲଡର୍ ବାଛିପାରିବା ଯେଉଁଠାରେ ଆମେ ଆମର ଫାଇଲ୍ କୁ ସେଭ୍ କରିବା ପାଇଁ ଚାହୁଁ.
07:26 ଆମେ ଡେକସ୍ଟୋପ୍ ଅପସନ୍ ଉପରେ କ୍ଲିକ୍ କରିବା.
07:28 ତେଣୁ ଫାଇଲ୍ ଡେକସ୍ଟୋପ୍ ଉପରେ ସେଭ୍ ହୋଇଯିବ.
07:34 ବର୍ତମାନ ଡାଇଲୋଗ୍ ବୋକ୍ସ ରେ “File type” ଅପସନ୍ ଉପରେ କ୍ଲିକ୍ କର.
07:37 ଏହା ଆପଣଂକୁ ଫାଇଲ୍ ଟାଇପ୍ ଅପସନ୍ ଗୁଡିକର କିମ୍ବା ଫାଇଲ୍ extension ଗୁଡିକର ଏକ ତାଲିକା ଦେଖାଏ ଯେଉଁଠିରେ ଆପଣ ଆପଣକଂର ଫାଇଲ୍ ସେଭ୍ କରିପାରିବେ.
07:46 ଲିବ୍ରେ ଅଫିସ୍ Calc ରେ ଡିଫଲଟ୍ ଫାଇଲ୍ ଟାଇପ୍ “ODF Spreadsheet” ଅଟେ ଯାହା “dot ods” extension ପ୍ରଦାନ କରେ.
07:56 ODF, Open Document Format ପାଇଁ ଅବସ୍ଥାପିତ ଯାହା ଏକ open standard ଅଟେ.
08:01 dot ods format ରେ ସେଭ୍ କରିବା ବ୍ୟତିତ, ଯାହା ଲିବ୍ରେ ଅଫିସ୍ Calc ରେ ଖୋଲିପାରିବ, ଆପଣ ଆପଣକଂର ଫାଇଲ୍ dot xml, dot xlsx ଏବଂ dot xls format ରେ ମଧ୍ୟ ସେଭ୍ କରିପାରିବେ ଯାହା MS Office Excel program ରେ ଖୋଲିପାରିବ.
08:20 dot csv, ଅନ୍ୟ ପ୍ରଚଳିତ ଫାଇଲ୍ extension ଅଟେ ଯାହା ଅଧିକ ପ୍ରୋଗ୍ରାମ ଗୁଡିକରେ ଖୋଲେ.
08:28 ଏହାର ବ୍ୟବହାର ପ୍ରାୟ, ଏକ ଟେକେସ୍ଟ୍ ଫାଇଲ୍ ଫର୍ମାଟ୍ (text file format) ରେ spreadsheet ଡାଟା କୁ ସଂଚିତ କରିବା ପାଇଁ କରାଯାଇଥାଏ, ଯାହା ଫାଇଲ୍ ର ସାଇଜ୍ ବହୁତ ଅଧିକ କମ୍ କରେ ଏବଂ ସହଜରେ ସ୍ଥାନାନ୍ତରିତ ଅଟେ.
08:38 ଆମେ “ODF Spreadsheet” ଅପସନ୍ ଉପରେ କ୍ଲିକ୍ କରିବା.
08:43 ଆପଣ ଦେଖ କି “ODF Spreadsheet ଏବଂ brackets ମଧ୍ୟରେ, dot ods” ଫାଇଲ୍ ଟାଇପ୍ କର, ଯାହା “File type” ଅପସନ୍ ର ଠିକ୍ ପରେ ପ୍ରଦଶ୍ରୀତ ଅଟେ.
08:53 “Save” ବଟନ୍ ଉପରେ କ୍ଲିକ୍ କର.
08:55 ଏହା ଆପଣଂକୁ ଟାଇଟଲ୍ ବାର୍ ଉପରେ ଆପଣକଂର ପସଂଦର ଫାଇଲ୍ ନେମ୍ ଏବଂ extension ସହିତ Calc ୱିନଡୋ କୁ ପଛକୁ ନେଇଯାଏ.
09:03 ଉପରେ ଥିବା ଆଲୋଚତି ଫର୍ମାଟ୍ ଗୁଡିକ ଆହୁରି ମଧ୍ୟ, spreadsheet “dot html” format ରେ ମଧ୍ୟ ସେଭ୍ ହୋଇପାରିବ ଯାହା ଏକ ୱେବ୍ ପେଜ୍ ଫର୍ମାଟ୍ ଅଟେ.
09:13 ଏହା ସମାନ ଭାବରେ ହୋଇଛି ଯେପରି ଆଗରୁ ସ୍ପଷ୍ଟ ହେଇଛି.
09:18 ତେଣୁ ମେନ୍ୟୁ ବାର୍ ରେ “File” ଅପସନ୍ ଉପରେ କ୍ଲିକ୍ କର ଏବଂ ପୁଣି “Save As” ଅପସନ୍ ଉପରେ କ୍ଲିକ୍ କର.
09:24 ବର୍ତମାନ ”File Type” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “HTML Document ଏବଂ braces ଭିତରେ OpenOffice dot org Calc” ଅପସନ୍ ଉପରେ କ୍ଲିକ୍ କର.
09:36 ଏହି ଅପସନ୍ ଡକ୍ୟୁମେନ୍ଟ୍ କୁ “dot html” extension ଦିଏ.
09:41 “Save” ବଟନ୍ ଉପରେ କ୍ଲିକ୍ କର.
09:44 ବର୍ତମାନ ଡାଇଲୋଗ୍ ବୋକ୍ସ ରେ “Ask when not saving in ODF format” ଅପସନ୍ କୁ ବାଛ.
09:50 ଶେଷରେ “Keep Current Format” ଅପସନ୍ ଉପରେ କ୍ଲିକ୍ କର.
09:54 ଆପଣ ଦେଖ ଯେ dot html extension ସହିତ ଡକ୍ୟୁମେନ୍ଟ୍ ସେଭ୍ ହୋଇଯାଇଛି.
10:00 ଏହି ଫର୍ମାଟ୍ ର ବ୍ୟବହାର କରାଯାଏ ଯେତେବେଳେ ଆମେ ଆମର spreadsheet କୁ ଏକ ୱେବ୍ ପେଜ୍ ଭଳି ଦେଖିବାକୁ ଚାହଁ ଯାହା ଏକ ୱେବ୍ ବ୍ରାଉଜର୍ ପ୍ରୋଗ୍ରାମ୍ ଦ୍ବାରା ଖୋଲା ହୋଇପାରିବ.
10:10 ଡକ୍ୟୁମେନ୍ଟ୍ କୁ standard tool bar ରେ “Export Directly as PDF” ଅପସନ୍ ଉପରେ କ୍ଲିକ୍ କରି PDF ଫର୍ମାଟ୍ କୁ ମଧ୍ୟ export କରାଯାଇପାରିବ.
10:20 ଆଗରୁ ଯେପରି, ଜାଗା ବାଛ ଯେଉଁଠାରେ ଆପଣ ସେଭ୍ କରିବା ପାଇଁ ଚାହଁ.
10:24 ବିକଳ୍ପ ରୁପରେ, ଆପଣ ମେନ୍ୟୁ ବାର୍ ରେ “File” ଅପସନ୍ ଉପରେ କ୍ଲିକ୍ କରି ପାରିବ ଏବଂ ପରେ “Export as pdf” ଅପସନ୍ ଉପରେ କ୍ଲିକ୍ କର.
10:33 ଡାଇଲୋଗ୍ ବୋକ୍ସ ରେ ଦେଖାଯାଉ ଥିବା “Export” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Save” ବଟନ୍ ଉପରେ କ୍ଲିକ୍ କର.
10:40 ଏକ pdf ଫାଇଲ୍ ତିଆରି ହୋଇଯିବ.
10:44 ଚାଲ File ଏବଂ ପରେ Close ଉପରେ କ୍ଲିକ୍ କରି ଏହି ଡକ୍ୟୁମେନ୍ଟ୍ କୁ ବଂଦ କର.
10:50 ପରବର୍ତୀ, ଆମେ ଶିଖିବା ଲିବ୍ରେ ଅଫିସ୍ Calc ରେ ଏକ ବିଦ୍ୟମାନ ଥିବା ଡକ୍ୟୁମେନ୍ଟ୍ କୁ କିପରି ଖୋଲିବା.
10:56 ଏକ ବିଦ୍ୟମାନ ଥିବା ଡକ୍ୟୁମେନ୍ଟ୍ କୁ ଖୋଲିବା ପାଇଁ, ସବୁଠାରୁ ଉପର ମେନ୍ୟୁ ବାର୍ ରେ “File” ଉପରେ କ୍ଲିକ୍ କର ଏବଂ ପରେ “Open” ଅପସନ୍ ଉପରେ କ୍ଲିକ୍ କର.
11:06 ସ୍କ୍ରିନ୍ ଉପରେ ଏକ ଡାଇଲୋଗ୍ ବୋକ୍ସ ଦେଖାଦିଏ.
11:09 ଏଠାରେ ଏହି ଫୋଲଡର୍ ପାଅ ଯେଉଁଠାରେ ଆପଣ ଆପଣକଂର ଡକ୍ୟୁମେନ୍ଟ୍ ସେଭ୍ କରିଚ୍ଛ.
11:14 ତେଣୁ, ଡାଇଲୋଗ୍ ବୋକ୍ସ ର ବାମ କୋଣ ଉପରେ small pencil ବଟନ୍ କ୍ଲିକ୍ କର. ଏହାର ନାମ “Type a file name” ଅଟେ.
11:23 ଏହା ଏକ “Location Bar” ଫିଲଡ୍ ଖୋଲେ.
11:25 ଏଠାରେ ଫାଇଲ୍ ର ନାମ ଟାଇପ୍ କର ଯାହାକୁ ଆପଣ ଖୋଜୁଛ.
11:30 ତେଣୁ ଆମେ ଫାଇଲ୍ ର ନାମ “Personal Finance Tracker” ଟାଇପ୍ କର.
11:35 ବର୍ତମାନ ଦେଖାଦେଇଥିବା ଫାଇଲ୍ ନାମ ଗୁଡିକ ସୁଚୀ ରେ “Personal Finance Tracker dot ods” ବାଛ.
11:43 ବର୍ତମାନ “Open” ବଟନ୍ ଉପରେ କ୍ଲିକ୍ କର.
11:45 ଆପଣ ଦେଖ file Personal Finance Tracker.ods ଖୋଲେ
11:51 ବିକଳ୍ପ ରୁପରେ, ସବୁଠାରୁ ଉପରେ ଟୂଲ୍ ବାର୍ ରେ “Open” ଆଇକନ୍ ରେ କ୍ଲିକ୍ କରି ଏକ ବିଦ୍ୟମାନ ଥିବା ଫାଇଲ୍ ଖୋଲିପାରିବେ ଏବଂ ଆଗକୁ ଏହି ପ୍ରକ୍ରିଆ ସମାନ ଭାବରେ କରୁଛୁ.
12:02 ଆପଣ ଫାଇଲ୍ ଗୁଡିକୁ “dot xls” ଏବଂ “dot xlsx” extensions ସହିତ ଖୋଲି ପାରିବେ ଯାହା Calc ରେ Microsoft Excel ଦ୍ବାରା ଉପଯୋଗୀ ଅଟେ.
12:13 ପରେ ଆପଣ ଦେଖିବେ କିପରି ଏକ ଫାଇଲ୍ କୁ ପରିବର୍ତନ ଏବଂ ସେଭ୍ ସମାନ ପ୍ରକାର ଫାଇଲ୍ ନାମ ଅଧିନରେ କରିବେ.
12:20 ତେଣୁ ଚାଲ, bold ହେଡିଂଗ୍ ଗୁଡିକୁ ତିଆରି କରି ଏବଂ ସେମାନକଂର ଫଣ୍ଟ୍ ସାଇଜ୍ ବଡାଇ ଫାଇଲ୍ ପରିବର୍ତନ କରିବା.
12:26 ତେଣୁ ପ୍ରଥମେ cell referenced A1 ଉପରେ କ୍ଲିକ୍ କର. ମାଉସ୍ ବଟନ୍ ର ବାମ ରେ କ୍ଲିକ୍ କରି “SN”, “Cost”, “Spent”, “Received”, “Date” ଏବଂ “Account” ହେଡିଂଗ୍ ଗୁଡିକୁ ବାଛ ଏବଂ ପରେ ଏହାକୁ ସମସ୍ତ ହେଡିଂଗ୍ ଗୁଡିକ ସହିତ ଡ୍ରାଗ୍ କର.
12:42 ଏହା ଟେକେସ୍ଟ୍ କୁ ବାଛେ ଏବଂ ଏହାକୁ ଚିହ୍ନକୃତ କରେ. ବର୍ତମାନ ବାମ ମାଉସ୍ ବଟନ୍ କୁ ଛାଡ. ଟେକେସ୍ଟ୍ ଏବେବି ଚିହ୍ନକୃତ ହେବା ଉଚିତ. ବର୍ତମାନ standard toolbar ରେ “Bold” ଆଇକନ୍ ଉପରେ କ୍ଲିକ୍ କର.
12:56 ହେଡିଂଗ୍ ଗୁଡିକ ଏହିପରି ଭାବରେ bold ହୁଏ.
12:59 ବର୍ତମାନ ଚାଲ ହେଡିଂଗ୍ ଗୁଡିକର ଫଣ୍ଟ୍ ସାଇଜ୍ ବଡ଼େଇବା.
13:03 ତେଣୁ ଚାଲ ହେଡିଂଗ୍ ଗୁଡିକୁ ବାଛ ଏବଂ ପରେ ଟୂଲ୍ ବାର୍ ରେ “Font Size” ଫିଲଡ୍ ଉପରେ କ୍ଲିକ୍ କର.
13:09 ଡ୍ରପ୍ ଡାଉନ୍ ମେନ୍ୟୁ ରେ, ଚାଲ “14” ବାଛ.
13:13 ତେଣୁ ଆପଣ ଦେଖ ଯେ ହେଡିଂଗ୍ ଗୁଡିକର ଫଣ୍ଟ୍ ସାଇଜ୍ ବଡିଯାଏ.
13:17 ବର୍ତମାନ ଚାଲ ଆମେ ବ୍ୟବହାର କରୁଥିବା ଫଣ୍ଟ୍ ଷ୍ଟାଇଲ୍ ପରିବର୍ତନ କରିବା.
13:21 ତେଣୁ “Font Name” ଫିଲଡ଼ ରେ ଡାଉନ୍ ଏରୋ ଉପରେ କ୍ଲିକ୍ କର ଏବଂ ପରେ “Bitstream Charter” ପରି ଫଣ୍ଟ୍ ନାମ ବାଛ.
13:31 ଆବଶ୍ୟକତା ଅନୁସାରେ ପରିବର୍ତନ କରିବା ପରେ, “Save” ଆଇକନ୍ ଉପରେ କ୍ଲିକ୍ କର.
13:36 ଥରେ ଆପଣ ଆପଣକଂର ଡକ୍ୟୁମେନ୍ଟ୍ କୁ ସେଭ୍ କରିଦେଲା ପରେ, ଆପଣ ଏହାକୁ ଚାହିଁଲେ ବଂଦ କରିପାରନ୍ତି, କେବଳ ମେନ୍ୟୁ ବାର୍ ରେ “File” menu ଉପରେ କ୍ଲିକ୍ କର ଏବଂ “Close” ଅପସନ୍ ଉପରେ କ୍ଲିକ୍ କର.
13:46 ଏହା ଆପଣକଂର ଫାଇଲ୍ କୁ ବଂଦ କରେ.
13:50 ଲିବ୍ରେ ଅଫିସ୍ Calc (LibreOffice Calc) ବିଷୟରେ ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
13:54 ସଂଖିପ୍ତରେ, ଆମେ ନିମ୍ନ ବିଷୟରେ ଶିଖିଲେ:
13:57 ଲିବ୍ରେ ଅଫିସ୍ Calc ର ପରିଚୟ.
14:01 ଲିବ୍ରେ ଅଫିସ୍ Calc ରେ ବିଭିନ୍ନ ଟୂଲ୍ ବାର୍ ଗୁଡିକ ବିଷୟରେ.
14:04 Calc ରେ ଏକ ନୁଆ ଡକ୍ୟୁମେନ୍ଟ୍ କିପରି ଖୋଲିବା.
14:07 ଏକ ବିଦ୍ୟମାନ ଥିବା ଡକ୍ୟୁମେନ୍ଟ୍ କିପରି ଖୋଲିବା.
14:10 Calc ରେ ଏକ ଡକ୍ୟୁମେନ୍ଟ୍ କିପରି ସେଭ୍ ଏବଂ ବଂଦ କରୁଁ.
14:14 ବ୍ୟାପକ ନିର୍ଦ୍ଧାରିତ କାର୍ଯ୍ୟ. Calc ରେ ଏକ ନୁଆ ଡକ୍ୟୁମେନ୍ଟ୍ ଖୋଲ
14:20 “Spreadsheet Practice.ods” ନାମ ଅଧିନରେ ଏହାକୁ ସେଭ୍ କର.
14:25 “Serial number”, “Name”, “Department” ଏବଂ “Salary” ଭଳି ହେଡିଂଗ୍ ଗୁଡିକୁ ଲେଖ.
14:31 ହେଡିଂଗ୍ ଗୁଡିକୁ ଗୁରୁତ୍ବ ଦିଏ. ହେଡିଂଗ୍ ଗୁଡିକର ଫଣ୍ଟ୍ ସାଇଜ୍ 16 କୁ ବଡାଅ. ଫାଇଲ୍ କୁ ବଂଦ କର.
14:39 ନିମ୍ନ ଲିଂକ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖ.
14:42 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ସଂଖିପ୍ତରେ ବିବରଣୀ କରେ.
14:45 ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ଦେଖିପାରିବେ.
14:49 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍.
14:52 ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି.
14:59 ପ୍ରମାଣ ପତ୍ର ଦିଅନ୍ତି ଯେଉଁମାନେ ଅନଲାଇନ୍ ପରିଖ୍ୟI ରେ ପାସ୍ କରନ୍ତି.
15:00 ଅଧିକ ଜାଣିବା ପାଇଁ ଦୟାକରି ଆମକୁ contact@spoken-tutorial.org ରେ ରେ ଲେଖନ୍ତୁ.
15:05 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ.
15:10 ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
15:17 ଏହି ମିଶନ୍ ବିଷୟରେ ଅଧିକ ସୁଚନା ଉପଲବ୍ଧ ଅଛି:
15:21 spoken hyphen tutorial dot org slash NMEICT hyphen Intro
15:28 ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଯୋଗଦାନ ପାଇଁ ଧନ୍ୟବାଦ.

Contributors and Content Editors

Manoranjan, PoojaMoolya, Pradeep