LibreOffice-Suite-Calc/C2/Basic-Data-Manipulation/Oriya

From Script | Spoken-Tutorial
Revision as of 12:40, 15 January 2013 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
    _
VISUAL CUE NARRATION
00:00 ଲିବ୍ରେଅଫିସ୍ Calc (LibreOffice Calc) ରେ ଡାଟା ମେନ୍ୟୁପୁଲେସଅନ୍ (Data Manipulation) ର ମୌଳିକ ତଥ୍ୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
00:07 ଏହି ଟ୍ୟୁଟୋରିଆଲ ରେ ଆମେ ସମ୍ବନ୍ଧରେ ଶିଖିବା:
00:09 ଫର୍ମୁଲା ର ମୌଳିକ ତଥ୍ୟ ର ପରିଚୟ.
00:12 Column ଗୁଡିକ ଦ୍ବାରା ସୋର୍ଟ୍ଇଂଗ୍ (Sorting) କରିବା.
00:15 ଡାଟା ଫିଲ୍ଟର୍ଇଂଗ୍ (Filtering) ର ମୌଳିକ ତଥ୍ୟ.
00:17 ଏଠାରେ ଆମେ ଆମର ଅପେରଟିଂଗ୍ ଶିଷ୍ଟମ୍ ପରି ଉବଣ୍ଟୁ ଲିନକ୍ସ ଭରଜନ୍ 10.04 ଏବଂ ଲିବ୍ରେଅଫିସ୍ ସୁଟ୍ (LibreOffice suite) ଭରଜନ୍ 3.3.4 ବ୍ୟବହାର କରୁଛୁ.
00:27 ଚାଲ୍ ଟ୍ୟୁଟୋରିଆଲ କୁ ଆରମ୍ଭ କରିବା ଲିବ୍ରେଅଫିସ୍ Calc (LibreOffice Calc) ରେ ମୌଳିକ ଫର୍ମୁଲା ଗୁଡିକ ସମ୍ବନ୍ଧରେ ଶିଖିକରି.
00:35 ଫର୍ମୁଲା ଗୁଡିକ ସମୀକରଣ ଅଟନ୍ତି ଯାହା ନମ୍ବର୍ ଏବଂ ଭେରିଏବଲ୍ (numbers and variables) ଗୁଡିକର ବ୍ୟବହାର କରି ପରିଣାମ ପାଆନ୍ତି.
00:41 ଏକ spreadsheet ରେ, ଭେରିଏବଲ୍ (variables) ଗୁଡିକ ସେଲ୍ ସ୍ଥାନ ଅଟନ୍ତି ଯାହା ସମୀକରଣ ପୁରା କରିବା ପାଇଁ ଆବଶ୍ୟକ ଡାଟା ଧାରଣ କରେ.
00:47 ସବୁଠାରୁ ମୌଳିକ ଏରିଥିମେଟିକ୍ ଅପେରସନ୍ (arithmetic operations) ଯାହା କାର୍ଯ୍ୟକାରୀ ଅଟନ୍ତି ହେଲା: addition, subtraction, multiplication ଏବଂ division.
00:56 ଚାଲ ଏବେ ପ୍ରଥମେ ଆମର “Personal-Finance-Tracker.ods” ଫାଇଲ୍ ଖୋଲିବା.
01:02 ଚାଲ ଦେଖିବା ଆମର “personal finance tracker.ods” ଫାଇଲ୍ ରେ “Cost” ହେଡିଂଗ୍ ଅଧିନରେ ଉଲ୍ଲେଖ ଥିବା ସବୁ ଖର୍ଚ ର ବ୍ୟୟ କିପରି ଯୋଡିବା.
01:13 ଆମେ “SUM TOTAL” ନାମକ ଏକ ଅଧିକ ହେଡିଂଗ୍ “Miscellaneous” ତଳେ ଦେବା.
01:19 ଏବଂ ଆମେ ସେଲ୍ A8 ଉପରେ କ୍ଲିକ୍ କରିବା ଏବଂ କ୍ରମାଂକ ସଂଖ୍ୟା 7 ଦେବା.
01:25 ବର୍ତମାନ ସେଲ୍ ନମ୍ବର୍ “C8” ଉପରେ କ୍ଲିକ୍ କର ଯେଉଁଠାରେ ଆମେ ପୁରା ବ୍ୟୟ ଗୁଡିକ ପ୍ରଦଶ୍ରୀତ କରିବାକୁ ଚାହୁଁ.
01:32 ସବୁ ବ୍ୟୟ ଗୁଡିକୁ ଯୋଡିବା ପାଇଁ, ଆମେ ଟାଇପ୍ କରିବା “is equal to SUM” ଏବଂ brace ଗୁଡିକ ମଧ୍ୟରେ ଯେଉଁ column ଗୁଡିକ ଯୋଡା ହେବ, ତାହା ”C3 colon C7”.
01:44 ବର୍ତମାନ କି-ବୋଅର୍ଡ଼ (keyboard) ଉପରେ “Enter” ପ୍ରେସ୍ କର.
01:47 ଆପଣ ଦେଖ ଯେ “Cost” ଅଧିନରେ ଥିବା ସବୁ ଆଇଟମ୍ ଗୁଡିକ ଯୋଡି ଯାଇଛି.
01:51 ବର୍ତମାନ Calc ରେ subtract କିପରି କରୁଁ ଏହା ଶିଖିବା.
01:55 ଯଦି ଆମେ “House Rent” ଏବଂ “ Electricity Bill” ର ବ୍ୟୟ subtract କରିବାକୁ ଚାହୁଁ, ଏବଂ ଏହାକୁ ସେଲ୍ A9 ରେ ପ୍ରଦଶ୍ରୀତ କରିବା ପାଇଁ ଚାହୁଁ, ତେବେ ପ୍ରଥମେ ସେଲ୍ A9 ଉପରେ କ୍ଲିକ୍ କର.
02:06 ବର୍ତମାନ ଏହି ସେଲ୍ ରେ ଟାଇପ୍ କର “is equal to” ଏବଂ braces ଭିତରେ ସେଲ୍ ସମ୍ବନ୍ଧିତ references ଯାହା ଅଟେ “C3 minus C4”.
02:17 କି-ବୋଅର୍ଡ଼ ଉପରେ “Enter” କି (key) ପ୍ରେସ୍ କର.
02:20 ଆମେ ଦେଖୁଁ ଯେ ଦୁଇଟି ସେଲ୍ references ରେ ବ୍ୟୟ (cost) subtract ହୁଏ ଏବଂ ପରିଣାମ ସେଲ୍ ନମ୍ବର୍ A9 ରେ ପ୍ରଦଶ୍ରୀତ ଅଟେ.
02:29 ଚାଲ ପରିବର୍ତନ ଗୁଡିକୁ undo କରିବା.
02:32 ସମାନ ଭାବରେ, ଆମେ ବିଭିନ୍ନ ସେଲ୍ ଗୁଡିକରେ ଡିଭାଇଡ୍ ଏବଂ ମଲ୍ଟିପୁଲ୍ (divide and multiply) କରିପାରିବା.
02:37 ନମ୍ବର୍ ଗୁଡିକର “Average” ପାଇବା ଏକ spreadsheet ରେ ଅନ୍ୟ ମୌଳିକ ଅପେରେସନ୍ ଅଟେ.
02:43 ଚାଲ ଆମେ ଦେଖିବା ଏହା କିପରି କାର୍ଯ୍ୟ ସମ୍ପାଦନା ହୁଏ.
02:45 “SUM TOTAL” ସେଲ୍ ର ଠିକ୍ ତଳେ ଚାଲ heading ଦିଅ “Average”.
02:50 ଏଠାରେ ଆମେ ପୁରା ବ୍ୟୟ ର average ପ୍ରଦଶ୍ରୀତ କରିବାକୁ ଚାହୁଁ.
02:55 ତେଣୁ ଏବେ “C9” ସେଲ୍ ଉପରେ କ୍ଲିକ୍ କର.
02:58 ବର୍ତମାନ ଆମେ ଟାଇପ୍ କରିବା “is equal to” Average ଏବଂ braces ଭିତରେ Cost.
03:04 କି-ବୋଅର୍ଡ଼ ଉପରେ “Enter” key ପ୍ରେସ୍ କର.
03:07 ଆପଣ ଦେଖିବେ “Cost” କଲୋମ୍ (column) ର average ସେଲ୍ ରେ ପ୍ରଦଶ୍ରୀତ ହୁଏ.
03:11 ଚାଲ ପରିବର୍ତନ ଗୁଡିକୁ undo କରିବା.
03:15 ଏହିପରି ଭାବରେ, ଏକ ଭୂସମାନ୍ତର ଧାଡିରେ ଅଶଂ ଗୁଡିକର average ପାଇ ପାରିବା.
03:20 advanced level ଟ୍ୟୁଟୋରିଆଲ ଗୁଡିକରେ ଆମେ ଫର୍ମୁଲା ଏବଂ ଅପେରଟର୍ ଗୁଡିକ ସମ୍ବନ୍ଧରେ ବହୁତ ଶିଖିବା.
03:25 ଚାଲ ଆମେ ଶିଖିବା ଏକ Calc spreadsheet ରେ ଡ଼ାଟା କିପରି “Sort” କରୁଁ.
03:30 ସର୍ଟ୍ କରିବା ଦ୍ବାରା ଶିଟ୍ ଉପରେ ସେଲ୍ ଗୁଡିକୁ ଇଚ୍ଛା ଅନୁସାରେ କ୍ରମବଧ କରୁଁ.
03:35 Calc ରେ, ଆପଣ ତିନୋଟି ମାନଦଣ୍ଡ ପର୍ଯ୍ୟନ୍ତ ବ୍ୟବହାର କରି ଡାଟା ସର୍ଟ୍ କରିପାରିବେ, ଯାହା ଗୋଟିଏ ପରେ ଗୋଟିଏ ପ୍ରୋୟୋଗ ହୋଇଛି.
03:43 ଏହା ସୁବିଧାଜନକ ଅଟନ୍ତି ଯେବେ ଆପଣ ଏକ ବିଶେଷ ବସ୍ତୁ ଖୋଜିବା ପାଇଁ ଚାହାନ୍ତି ଏବଂ ଏହା ବହୁତ ଶକ୍ତିଶାଳୀ ହୁଏ ଯେବେ ଆପଣକଂ ପାଖରେ ଫିଲଟର୍ ଡାଟା ଥାଏ.
03:51 ଚାଲ କୁହ, “Costs” ହେଡିଂଗ୍ ଅଧିନରେ ଯେଉଁ ଡାଟା ଆରୋହୀ କ୍ରମରେ ଅଛି ସେହି ଗୁଡିକୁ ଆପଣ ସର୍ଟ୍ କର.
03:57 ତେଣୁ ପ୍ରଥମେ, ସେଲ୍ ଯାହା ସର୍ଟ୍ କରିବାକୁ ଆମେ ଚାହୁଁ ସେହିଗୁଡିକୁ ଚିହ୍ନିତ କରୁଁ “Cost” ସେଲ୍ ଉପରେ କ୍ଲିକ୍ କରି.
04:03 ବର୍ତମାନ ବାମ ମାଉସ୍ ବଟନ୍ କୁ ଧରିକରି, column ସହିତ ଏହାକୁ ଡ୍ରାଗ୍ କର ସେଲ୍ ର ଶେଷ ପର୍ଯ୍ୟନ୍ତ ଯାହା କହେ “2000”.
04:12 ଏହା column ବାଛେ ଯାହାକୁ ଆମେ ସର୍ଟ୍ କରିବାକୁ ଚାହୁଁ.
04:15 ବର୍ତମାନ ମେନ୍ୟୁ ବାର୍ ରେ “Data” ଅପସନ୍ ଉପରେ କ୍ଲିକ୍ କର ଏବଂ “Sort” ଉପରେ କ୍ଲିକ୍ କର.
04:21 ପରେ “Current Selection” କୁ ବାଚ୍ଛ.
04:24 ଆପଣ ଦେଖ ଯେ “Sort criteria” ଏବଂ “Options” ପରି ନାମକ ଏକ ଡାଇଲୋଗ୍ ବୋକ୍ସ ଟ୍ୟାବସ୍ ସହିତ ଦେଖାଦିଏ.
04:31 “Sort criteria” ଟ୍ୟାବ୍ ରେ “Sort by” field ରେ “Cost” କୁ ବାଛ.
04:37 “Cost” କୁ ଆରୋହୀ କ୍ରମରେ ସର୍ଟ୍ କରିବା ପାଇଁ, ଠିକ ପାଖରେ ଥିବା “Ascending” ଅପସନ୍ ଉପରେ କ୍ଲିକ୍ କର.
04:44 ବର୍ତମାନ “OK” ବଟନ୍ ଉପରେ କ୍ଲିକ୍ କର.
04:47 ଆପଣ ଦେଖ ଯେ column ଆରୋହୀ କ୍ରମରେ ସର୍ଟ୍ ହୋଇଥାଏ.
04:51 ଏହିପରି ଭାବରେ, ଅବରୋହଣ କ୍ରମରେ ସର୍ଟ୍ କରିବା ପାଇଁ, “Descending” ଉପରେ କ୍ଲିକ୍ କର ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର.
04:59 ଚାଲ ପରିବର୍ତନ ଗୁଡିକୁ undo କରିବା.
05:02 ବିଭିନ୍ନ column ଗୁଡିକୁ ସର୍ଟ୍ କରିପାରିବା ପାଇଁ ପ୍ରଥମେ ସବୁ column ଗୁଡିକୁ ପସନ୍ଦ କରିକି ଏବଂ ପରେ ସର୍ଟ୍ ଅପସନ୍ ଗୁଡିକୁ ପ୍ରୟୋଗ କରିବା.
05:09 କୁହ ଯେ, ଆମେ ସିରିଏଲ୍ ନମ୍ବର୍ ଗୁଡିକ (serial number) ସହିତ କୋସ୍ଟ୍ (cost) କୁ ସର୍ଟ୍ କରିବା ପାଇଁ ଚାହୁଁ.
05:14 ତେଣୁ ପ୍ରଥମେ ଏହି column ଗୁଡିକୁ ବାଚ୍ଛ ଯେପରି ଆମେ ଆଗରୁ କରିଛେ.
05:18 ବର୍ତମାନ ମେନ୍ୟୁ ବାର୍ ରେ “Data” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Sort” ଅପସନ୍ ଉପରେ କ୍ଲିକ୍ କର.
05:24 ଡାଇଲୋଗ୍ ବୋକ୍ସ ରେ “Sort by” ଫିଲଡ଼ ରେ “Cost” ବାଚ୍ଛ ଯାହା ଦେଖାଦିଏ.
05:30 ପରେ “Then by” ଫିଲଡ୍ ରେ “SN” ବାଛ.
05:35 ଦୁଇଟି ଅପସନ୍ ରେ “Descending” ଉପରେ କ୍ଲିକ୍ କର ଯାହା ସେମାନକଂ ପାଖରେ ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର.
05:43 ଆପଣ ଦେଖ ଯେ ଦୁହେଁ ହେଡିଂଗ୍ ଗୁଡିକ ଅବରୋହଣ କ୍ରମରେ ସର୍ଟ୍ ହୋଇଥାଏ.
05:47 ଚାଲ ପରିବର୍ତନ ଗୁଡିକୁ undo କରିବା.
05:49 ବର୍ତମାନ ଚାଲ ଶିଖିବା ଲିବ୍ରେ-ଅଫିସ୍ Calc ରେ ଡାଟା କିପରି ଫିଲଟର୍ କରୁଁ.
05:53 ଏକ ଫିଲଟର୍ condition ଗୁଡିକର ଏକ ତାଲିକ ଅଟେ ଯାହା ପ୍ରତେକ entry କୁ ପୁରା କରିବା ପାଇଁ ପ୍ରଦଶ୍ରୀତ ହୋଇଥାଏ.
06:00 spreadsheet ରେ ଏକ ଫିଲଟର୍ ପ୍ରୟୋଗ କରିବା ପାଇଁ, “Item” ନାମକ ସେଲ୍ ଉପରେ ଚାଲ କ୍ଲିକ୍ କରିବା.
06:07 ବର୍ତମାନ ମେନ୍ୟୁ ବାର୍ ରେ “Data” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Filter” ଉପରେ କ୍ଲିକ୍ କର.
06:12 ପପ୍ ଅପ୍ ମେନ୍ୟୁ (pop up menu) ରେ “AutoFilter” ଅପସନ୍ ଉପରେ କ୍ଲିକ୍ କର.
06:16 ଆପଣ ଦେଖ ଯେ ହେଡିଂଗ୍ ଗୁଡିକ ଉପରେ ଏକ ଏରୋ ଚିହ୍ନ ଦେଖାଦିଏ.
06:20 “Item” ନାମକ ସେଲ୍ ରେ ଡାଉନ୍ ଏରୋ ଉପରେ କ୍ଲିକ୍ କର.
06:24 ବର୍ତମାନ ଯଦି ଆପଣ କେବଳ “Electricity Bill” ସମ୍ବନ୍ଧିତ ଡାଟା ପ୍ରଦଶ୍ରୀତ କରିବା ପାଇଁ ଚାହଁ.
06:29 ତେଣୁ “Electricity Bill” ଅପସନ୍ ଉପରେ କ୍ଲିକ୍ କର.
06:34 ଆପଣ ଦେଖ ଯେ କେବେଳ “Electricity Bill” ସମ୍ବନ୍ଧିତ ଡାଟା ଶିଟ୍ (sheet) ରେ ପ୍ରଦଶ୍ରୀତ ହୋଇଛି.
06:40 ବଳକା ଥିବା ଅପସନ୍ ଗୁଡିକ ଫିଲଟର୍ ହୋଇଛି.
06:43 ସବୁ ଡାଟା କୁ ଦେଖିବା ପାଇଁ, ଆଉଥରେ ”Item” ନାମକ ସେଲ୍ ର ଡାଉନ୍ ଲୋଅଡ଼ ଏରୋ ଉପରେ କ୍ଲିକ୍ କର ଏବଂ “All” ଉପରେ କ୍ଲିକ୍ କର.
06:52 ଅମେ ଦେଖୁଁ ଯେ ପ୍ରକୃତରେ ଲେଖାହୋଇଥିବା ଡାଟା ସବକୁ ଦେଖିବାକୁ ଏବେ ଆମେ ସାମର୍ଥ୍ୟ ଅଟୁ.
06:59 “AutoFilter” ବ୍ୟତିତ, ସେଠାରେ ଦୁଇଟି ଅଧିକ ଫିଲଟର୍ ଅପସନ୍ ଗୁଡିକ ଅଛି, “Standard Filter” ଏବଂ “Advanced Filter” ଯେଉଁଗୁଡିକ ସମ୍ବନ୍ଧରେ ଆମେ ପଛରେ ଏହି କ୍ରମାକଂ ରେ ଶଖିବା.
07:11 ଲିବ୍ରେଅଫିସ୍ Calc (LibreOffice Calc) ବିଷୟରେ ଏହା ଆମ ସ୍ପୋକେନ୍ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
07:15 ସଂଖିପ୍ତରେ, ଆମେ ନିମ୍ନ ବିଷୟରେ ଶିଖିଲେ:
07:18 ଫର୍ମୁଲା ର ମୌଳିକ ତଥ୍ୟ ର ପରିଚୟ.
07:21 Column ଗୁଡିକ ଦ୍ବାରା ସର୍ଟ୍ କରିବା.
07:23 ଫିଲଟର୍ଇଂଗ୍ ଡାଟା (Filtering Data) ର ମୌଳିକ ତଥ୍ୟ.
07:26 ନିମ୍ନ ଲିଂକ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖ.
07:30 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ସଂଖିପ୍ତରେ ବିବରଣୀ କରେ.
07:33 ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ଦେଖିପାରିବେ.
07:37 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍.
07:40 ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି.
07:43 ପ୍ରମାଣ ପତ୍ର ଦିଅନ୍ତି ଯେଉଁମାନେ ଅନଲାଇନ୍ ପରିଖ୍ୟI ରେ ପାସ୍ କରନ୍ତି.
07:47 ଅଧିକ ଜାଣିବା ପାଇଁ ଦୟାକରି ଆମକୁ contact@spoken-tutorial.org ରେ ରେ ଲେଖନ୍ତୁ.
07:53 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ.
07:58 ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
08:06 ଏହି ମିଶନ୍ ବିଷୟରେ ଅଧିକ ସୁଚନା ଉପଲବ୍ଧ ଅଛି:
08:08 spoken hyphen tutorial dot org slash NMEICT hyphen Intro
08:16 ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଯୋଗଦାନ ପାଇଁ ଧନ୍ୟବାଦ.

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep