Difference between revisions of "LibreOffice-Suite-Calc/C2/Basic-Data-Manipulation/Oriya"

From Script | Spoken-Tutorial
Jump to: navigation, search
 
Line 1: Line 1:
 
 
{| border=1
 
{| border=1
 
|| '''Time'''
 
|| '''Time'''
Line 211: Line 210:
 
|| 04:51
 
|| 04:51
 
|| ସେହିପରି, ହ୍ରାସିତ କ୍ରମରେ କ୍ରମବଦ୍ଧ କରିବାକୁ, “Descending” ରେ କ୍ଲିକ୍ କରି “OK” କ୍ଲିକ୍ କରନ୍ତୁ |
 
|| ସେହିପରି, ହ୍ରାସିତ କ୍ରମରେ କ୍ରମବଦ୍ଧ କରିବାକୁ, “Descending” ରେ କ୍ଲିକ୍ କରି “OK” କ୍ଲିକ୍ କରନ୍ତୁ |
 +
 
|-
 
|-
 
|| 04:59
 
|| 04:59
Line 294: Line 294:
 
|| 06:40
 
|| 06:40
 
|| ଅବଶିଷ୍ଟ ଅପ୍ସନ୍ସ ଫିଲ୍ଟର୍ଡ ଆଉଟ୍ ହୋଇଗଲା |
 
|| ଅବଶିଷ୍ଟ ଅପ୍ସନ୍ସ ଫିଲ୍ଟର୍ଡ ଆଉଟ୍ ହୋଇଗଲା |
 +
 
|-
 
|-
 
|| 06:43
 
|| 06:43
Line 301: Line 302:
 
|| 06:52
 
|| 06:52
 
|| ଦେଖନ୍ତୁ, ଆମେ ମୂଳତଃ ଲେଖିଥିବା ସମସ୍ତ Dataକୁ ଏବେ ଦେଖିବାକୁ ଆମେ ସମର୍ଥ |
 
|| ଦେଖନ୍ତୁ, ଆମେ ମୂଳତଃ ଲେଖିଥିବା ସମସ୍ତ Dataକୁ ଏବେ ଦେଖିବାକୁ ଆମେ ସମର୍ଥ |
 +
 
|-
 
|-
 
|| 06:59
 
|| 06:59
Line 327: Line 329:
 
|-
 
|-
 
|| 07:26
 
|| 07:26
||* ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
+
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
  
 
|-
 
|-
 
|| 07:30
 
|| 07:30
||* ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ
+
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ
  
 
|-
 
|-
 
|| 07:33
 
|| 07:33
||*ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
+
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
  
 
|-
 
|-
Line 343: Line 345:
 
|-
 
|-
 
|| 07:40
 
|| 07:40
||* ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନର ଆୟୋଜନ କରେ
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନର ଆୟୋଜନ କରେ
  
 
|-
 
|-
 
|| 07:43
 
|| 07:43
||* ଅନ୍-ଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ
+
|| ଅନ୍-ଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ
  
 
|-
 
|-
 
|| 07:47
 
|| 07:47
||* ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
+
|| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
  
 
|-
 
|-
 
|| 07:53
 
|| 07:53
||* ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
  
 
|-
 
|-
 
|| 07:58
 
|| 07:58
||* ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
+
|| ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
  
 
|-
 
|-
 
|| 08:06
 
|| 08:06
||* ଏହି ମିଶନ୍ ଉପରେ ଅଧିକ ବିବରଣୀ
+
|| ଏହି ମିଶନ୍ ଉପରେ ଅଧିକ ବିବରଣୀ
  
 
|-
 
|-
 
|| 08:08
 
|| 08:08
||*http:spoken-tutorial.org slash NMEICT hyphen Intro (spoken-tutorial.org/NMEICT-Intro)ରେ ଉପଲବ୍ଧ
+
||http:spoken-tutorial.org slash NMEICT hyphen Intro (spoken-tutorial.org/NMEICT-Intro)ରେ ଉପଲବ୍ଧ
  
 
|-
 
|-
 
|| 08:16
 
|| 08:16
||IIT ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
+
||IIT ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
+
 
+
 
|-
 
|-
 
 
|}
 
|}

Latest revision as of 11:04, 10 April 2017

Time Narration
00:00 ଲିବର୍ ଅଫିସ୍ Calcର ବେସିକ୍ ଡେଟା ମାନିପ୍ୟୁଲେଶନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:09 ଫର୍ମୁଲାର ବେସିକ୍ ସହିତ ପରିଚୟ
00:12 Columns ଦ୍ୱାରା କ୍ରମବଦ୍ଧ କରିବା
00:15 ଡେଟା ଫିଲ୍ଟରିଙ୍ଗ୍ ର ବେସିକ୍
00:17 ଏଠାରେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:27 ଚାଲନ୍ତୁ, ଲିବର୍ ଅଫିସ୍ Calc ଦ୍ୱାରା ବ୍ୟବହୃତ ବେସିକ୍ ଫର୍ମୁଲା ଟ୍ୟୁଟୋରିଆଲ୍ ରୁ ଶିକ୍ଷା ଆରମ୍ଭ କରିବା |
00:35 ଫର୍ମୁଲା ହେଉଛି, ପରିଣାମ ପାଇବା ପାଇଁ ନମ୍ୱର୍ସ ଓ ଭେରିଏବଲ୍ସ ବ୍ୟବହାର କରୁଥିବା ସମୀକରଣ |
00:41 Spreadsheetରେ ଭେରିଏବଲ୍ସ ହେଉଛି ସେଲ୍ ଲୋକେଶନ୍, ଯାହା ଇକ୍ୱେଶନ୍ ପାଇଁ ଆବଶ୍ୟକୀୟ ତଥ୍ୟକୁ ରଖିଥାଏ |
00:47 ସବୁଠାରୁ ମୌଳିକ ଗାଣିତିକ କାର୍ଯ୍ୟଗୁଡ଼ିକ ହେଉଛି ମିଶାଣ, ଫେଡାଣ, ଗୁଣନ ଓ ହରଣ |
00:56 Personal-Finance-Tracker.ods ଫାଇଲ୍ ଖୋଲନ୍ତୁ |
01:02 Personal-Finance-Tracker.ods ଫାଇଲ୍ ରେ, Cost ହେଡିଙ୍ଗ୍ ଅନ୍ତର୍ଗତ ଥିବା ସମସ୍ତ ଖର୍ଚ୍ଚକୁ କିପରି ମିଶାଯାଏ, ଚାଲନ୍ତୁ ଦେଖିବା |
01:13 ଠିକ୍ Miscellaneous ତଳେ Sum Total ଭାବରେ ଆଉ ଏକ ହେଡିଙ୍ଗ୍ ଦିଅନ୍ତୁ |
01:19 ଏବଂ A8 cell ଉପରେ କ୍ଲିକ୍ କରି ସିରିୟଲ୍ ନମ୍ୱର୍ 7 ଦିଅନ୍ତୁ |
01:25 ଏବେ C8 cell ଉପରେ କ୍ଲିକ୍ କରନ୍ତୁ, ଯେଉଁଠାରେ ସର୍ବମୋଟ ଖର୍ଚ୍ଚ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି |
01:32 ସମସ୍ତ ଖର୍ଚ୍ଚ ମିଶାଇବା ପାଇଁ ଆମେ, “is equal to SUM” ଓ ବ୍ରାକେଟ୍ ମଧ୍ୟରେ ମିଶାଯିବାକୁ ଥିବା Column ରେଞ୍ଜ୍ C3 କଲନ୍ C7 ଟାଇପ୍ କରିବା |
01:44 ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ |
01:47 Cost ଅନ୍ତର୍ଗତ ଥିବା ସମସ୍ତ ଆଇଟମ୍ ମିଶିଯିବ |
01:51 ଏବେ ଚାଲନ୍ତୁ ଫେଡାଣ ବା ସବଷ୍ଟ୍ରାକ୍ଟ ଶିଖିବା |
01:55 ଯଦି ଆପଣ “ଘର ଭଡ଼ା” ଓ “ଇଲେକ୍ଟ୍ରିସିଟୀ ବିଲ୍”ର ଖର୍ଚ୍ଚକୁ ସବଷ୍ଟ୍ରାକ୍ଟ କରି A9 Cellରେ ପ୍ରଦର୍ଶିତ କରିବାକୁ ଚହୁଁଛନ୍ତି, ତେବେ ପ୍ରଥମେ A9 Cellରେ କ୍ଲିକ୍ କରନ୍ତୁ |
02:06 ଏବେ, ଏହି Cellରେ is equal to ଓ ବ୍ରାକେଟ୍ ମଧ୍ୟରେ C3 minus C4 ଭାବରେ ସମ୍ୱନ୍ଧିତ Cell ରେଫରେନ୍ସ ଟାଇପ୍ କରନ୍ତୁ |
02:17 ଏଣ୍ଟର୍ ପ୍ରେସ୍ କରନ୍ତୁ |
02:20 ଦୁଇଟି Cell ରେଫରେନ୍ସରେ ଥିବା ଖର୍ଚ୍ଚ ସବଷ୍ଟ୍ରାକ୍ଟ ହେବା ସହିତ A9Cellରେ ପରିଣାମ ପ୍ରଦର୍ଶିତ ହୋଇଯିବ |
02:29 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
02:32 ସେହିପ୍ରକାରେ ବିଭିନ୍ନ Cellରେ ଡେଟାକୁ ଡିଭାଇଡ ଓ ମଲ୍ଟିପ୍ଲାଏ କରାଯାଇପାରିବ |
02:37 Spreadsheetରେ ଅନ୍ୟଏକ ବେସିକ୍ କାର୍ଯ୍ୟ ହେଉଛି, ସଂଖ୍ୟାଗୁଡ଼ିକର Average ପାଇବା |
02:43 ଏହାକୁ କିପରି କରାଯାଏ, ଆସନ୍ତୁ ଦେଖିବା |
02:45 SUM TOTAL ଠିକ୍ ତଳେ Average ନାମକ ହେଡିଙ୍ଗ୍ ଦିଅନ୍ତୁ |
02:50 ଏଠାରେ ଆମେ, ସମୁଦାୟ ଖର୍ଚ୍ଚର ହାରାହାରି ପ୍ରଦର୍ଶିତ କରିବାକୁ ଚାହୁଁଛେ |
02:55 ତେଣୁ, C9 Cell ଉପରେ କ୍ଲିକ୍ କରିବା |
02:58 ଏବେ, is equal to ହାରାହାରି ଓ ବ୍ରାକେଟ୍ ମଧ୍ୟରେ ଖର୍ଚ୍ଚ ଟାଇପ୍ କରନ୍ତୁ |
03:04 ଏଣ୍ଟର୍ ପ୍ରେସ୍ କରନ୍ତୁ |
03:07 Cellରେ Cost Columnର ହାରାହାରି ପ୍ରଦର୍ଶିତ ହେବ |
03:11 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
03:15 ସେହିପରି, ଏକ ହୋରାଇଜୋଣ୍ଟାଲ୍ ରୋ’ରେ ଆପଣ ଏଲେମେଣ୍ଟସ୍ ର ଆଭରେଜ୍ ପାଇପାରିବେ |
03:20 ଆଡଭାନ୍ସ ଲେଭଲ୍ ଟ୍ୟୁଟୋରିଆଲ୍ ରେ ଆମେ ଫର୍ମୁଲା ଓ ଅପରେଟର୍ ବିଷୟରେ ଅଧିକ ଶିଖିବା |
03:25 ଏବେ ଆସନ୍ତୁ ଡେଟାକୁ କିପରି କ୍ରମବଦ୍ଧ କରାଯାଏ, ତାହା ଶିଖିବା |
03:30 କ୍ରମବଦ୍ଧତା, ଶୀଟ୍ ରେ ଦୃଶ୍ୟମାନ Cellଗୁଡ଼ିକୁ ଆବଶ୍ୟକତାନୁସାରେ ବ୍ୟବସ୍ଥିତ କରିଥାଏ |
03:35 Calcରେ ତିନୋଟି କ୍ରାଇଟେରିଆ ବ୍ୟବହାର କରି ଡେଟା କ୍ରମବଦ୍ଧ ହୋଇଥାଏ, ଯାହା ଗୋଟିଏ ପରେ ଗୋଟିଏ କରି ଲାଗୁ ହୋଇଥାଏ |
03:43 ଗୋଟିଏ ନିର୍ଦ୍ଦିଷ୍ଟ ଆଇଟମ୍ ଖୋଜିବା ସମୟରେ ସେଗୁଡ଼ିକ ହ୍ୟାଣ୍ଡୀ ହୋଇଥା’ନ୍ତି ଓ ଡେଟା ଫିଲ୍ଟର୍ ହୋଇସାରିବା ପରେ ଆହୁରି ଶକ୍ତିଶାଳୀ ହୋଇଯାଇଥା’ନ୍ତି |
03:51 ଧରନ୍ତୁ, ଆମେ ବର୍ଦ୍ଧିତ କ୍ରମରେ Costs ହେଡିଙ୍ଗ୍ ଅନ୍ତର୍ଗତ ଡେଟାକୁ କ୍ରମବଦ୍ଧ କରିବାକୁ ଚାହୁଁଛେ |
03:57 ତେଣୁ ପ୍ରଥମେ ଆମେ, “Cost” ସେଲ୍ ଉପରେ କ୍ଲିକ୍ କରି କ୍ରମବଦ୍ଧ ହେବାକୁ ଥିବା ସେଲ୍ସକୁ ହାଇଲାଇଟ୍ କରିବା |
04:03 ବାମ ମାଉସ୍ ବଟନ୍ ଧରିରଖି “୨୦୦୦” ଲେଖାଥିବା ଶେଷ ସେଲ୍ ପର୍ଯ୍ୟନ୍ତ ସମଗ୍ର କଲମ୍ ଉପରେ ଡ୍ରାଗ୍ କରନ୍ତୁ |
04:12 ଏହା, ଆମେ କ୍ରମବଦ୍ଧ କରିବାକୁ ଚାହୁଁଥିବା କଲମ୍ କୁ ସିଲେକ୍ଟ କରିବ |
04:15 ଏବେ, ମେନୁବାର୍ ରେ ଥିବା “Data” ଅପ୍ସନ୍ ଉପରେ କ୍ଲିକ୍ କରି “Sort” ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:21 ତା’ପରେ “Current Selection”କୁ ସିଲେକ୍ଟ କରନ୍ତୁ |
04:24 ଦେଖନ୍ତୁ, “Sort Criteria” ଓ “Option” ଭାବରେ ଟ୍ୟାବ୍ ସହିତ ଏକ ଡାୟଲଗ୍ ବକ୍ସ ଦେଖାଯାଉଛି |
04:31 “Sort Criteria” ଟ୍ୟାବ୍ ରେ, “Sort By” ଫିଲ୍ଡରେ ଥିବା “Cost” ସିଲେକ୍ଟ କରନ୍ତୁ |
04:37 “Cost”କୁ ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ କରିବାକୁ, “Ascending” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
04:44 “OK” ବଟନ୍ ରେ କ୍ଲିକ୍ କରନ୍ତୁ |
04:47 କଲମ୍ ଟି ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ ହେବାର ଆପଣ ଦେଖିବେ |
04:51 ସେହିପରି, ହ୍ରାସିତ କ୍ରମରେ କ୍ରମବଦ୍ଧ କରିବାକୁ, “Descending” ରେ କ୍ଲିକ୍ କରି “OK” କ୍ଲିକ୍ କରନ୍ତୁ |
04:59 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
05:02 ମଲ୍ଟିପଲ୍ କଲମ୍ ଗୁଡ଼ିକୁ ପ୍ରଥମେ ସିଲେକ୍ଟ କରି ଓ ତା’ପରେ Sort ଅପ୍ସନ୍ ଲାଗୁ କରି କ୍ରମବଦ୍ଧ କରାଯାଇପାରିବ |
05:09 ଧରନ୍ତୁ, ଆମେ Cost ସହିତ କ୍ରମିକ ସଂଖ୍ୟାଗୁଡ଼ିକୁ କ୍ରମବଦ୍ଧ କରିବାକୁ ଚାହୁଁଛେ |
05:14 ପୂର୍ବପରି, ପ୍ରଥମେ ଏହି କଲମ୍ ଗୁଡ଼ିକୁ ସିଲେକ୍ଟ କରନ୍ତୁ |
05:18 ଏବେ, ମେନୁବାର୍ ରେ ଥିବା Data ଅପ୍ସନ୍ ରେ କ୍ଲିକ୍ କରି Sort ଉପରେ କ୍ଲିକ୍ କରନ୍ତୁ |
05:24 ପ୍ରଦର୍ଶିତ ଡାୟଲଗ୍ ବକ୍ସରେ Sort By ଫିଲ୍ଡରେ ଥିବା Costକୁ ପ୍ରଥମେ ସିଲେକ୍ଟ କରନ୍ତୁ |
05:30 ତା’ପରେ Then By ଫିଲ୍ଡରେ ଥିବା SNକୁ ସିଲେକ୍ଟ କରନ୍ତୁ |
05:35 ସେଗୁଡ଼ିକ ପାଖରେ ଥିବା ଉଭୟ ଅପ୍ସନ୍ ରେ ଥିବା Descending ଉପରେ କ୍ଲିକ୍ କରି OK କ୍ଲିକ୍ କରନ୍ତୁ |
05:43 ଦେଖନ୍ତୁ, ଉଭୟ ହେଡିଙ୍ଗ୍ସ ହ୍ରାସିତ କ୍ରମରେ କ୍ରମବଦ୍ଧ ହୋଇଗଲା |
05:47 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
05:49 ଏବେ, ଡାଟା କିପରି ଫିଲ୍ଟର୍ କରାଯାଏ, ଆସନ୍ତୁ ଶିଖିବା |
05:53 ପ୍ରଦର୍ଶିତ ହେବାପାଇଁ ପ୍ରତ୍ୟେକ ଏଣ୍ଟ୍ରୀ ପୂରଣ କରୁଥିବା ଅବସ୍ଥାର ଏକ ତାଲିକା ହେଉଛି ଫିଲ୍ଟର୍ |
06:00 ସ୍ପ୍ରେଡ୍ ଶୀଟ୍ ରେ ଏକ ଫିଲ୍ଟର୍ ଲାଗୁ କରିବା ପାଇଁ Item ସେଲ୍ ଉପରେ କ୍ଲିକ୍ କରନ୍ତୁ |
06:07 ଏବେ, ମେନୁବାର୍ ରେ ଥିବା Data ଅପ୍ସନ୍ ଉପରେ କ୍ଲିକ୍ କରି Filter ଉପରେ କ୍ଲିକ୍ କରନ୍ତୁ |
06:12 ପପ୍-ଅପ୍ ମେନୁରେ AutoFilter ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:16 ଦେଖନ୍ତୁ, ହେଡିଙ୍ଗ୍ସ ଉପରେ ଏକ ତୀର ଚିହ୍ନ ଦେଖାଯାଉଛି |
06:20 Item ସେଲ୍ ଉପରେ ଥିବା ଡାଉନ୍ ଏରୋ ଉପରେ କ୍ଲିକ୍ କରନ୍ତୁ |
06:24 ଏବେ, ଧରନ୍ତୁ ଆପଣ ଯଦି କେବଳ Electricity Bill ସମ୍ପର୍କିତ ଡେଟା ପ୍ରଦର୍ଶନ କରିବାକୁ ଚାହାନ୍ତି,
06:29 ତେବେ, Electricity Bill ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:34 ଦେଖନ୍ତୁ, ଶୀଟ୍ ରେ କେବଳ Electricity Bill ସମ୍ପର୍କିତ ଡାଟା ପ୍ରଦର୍ଶିତ ହେଲା |
06:40 ଅବଶିଷ୍ଟ ଅପ୍ସନ୍ସ ଫିଲ୍ଟର୍ଡ ଆଉଟ୍ ହୋଇଗଲା |
06:43 ସମସ୍ତ Data ଦେଖିବା ପାଇଁ, Item ସେଲ୍ ରେ ଥିବା ଡାଉନ୍ ଏରୋ ଉପରେ ପୁଣିଥରେ କ୍ଲିକ୍ କରି All ଉପରେ କ୍ଲିକ୍ କରନ୍ତୁ |
06:52 ଦେଖନ୍ତୁ, ଆମେ ମୂଳତଃ ଲେଖିଥିବା ସମସ୍ତ Dataକୁ ଏବେ ଦେଖିବାକୁ ଆମେ ସମର୍ଥ |
06:59 AutoFilter ବ୍ୟତୀତ, Standard Filter ଓ Advance Filter ନାମକ ଆହୁରି ଦୁଇଟି ଫିଲ୍ଟର୍ ଅପ୍ସନ୍ ଅଛି, ଯାହା ବିଷୟରେ ଆମେ ପରବର୍ତ୍ତୀ ଶୃଙ୍ଖଳାରେ ଶିଖିବା |
07:11 ଏହା ଆମକୁ ଲିବର୍ ଅଫିସ୍ Calc ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ :
07:15 ସଂକ୍ଷେପରେ ଆମେ ଯାହା ଶିଖିଲେ:
07:18 ଫର୍ମୁଲାର ବେସିକ୍ ସହିତ ପରିଚୟ
07:21 Columns ଦ୍ୱାରା କ୍ରମବଦ୍ଧ କରିବା
07:23 ଡେଟା ଫିଲ୍ଟରିଙ୍ଗ୍ ର ବେସିକ୍
07:26 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:30 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ
07:33 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:37 ସ୍ପୋକେନ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
07:40 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନର ଆୟୋଜନ କରେ
07:43 ଅନ୍-ଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ
07:47 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:53 ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:58 ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:06 ଏହି ମିଶନ୍ ଉପରେ ଅଧିକ ବିବରଣୀ
08:08 http:spoken-tutorial.org slash NMEICT hyphen Intro (spoken-tutorial.org/NMEICT-Intro)ରେ ଉପଲବ୍ଧ
08:16 IIT ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep