Difference between revisions of "LibreOffice-Suite-Calc/C2/Basic-Data-Manipulation/Oriya"

From Script | Spoken-Tutorial
Jump to: navigation, search
(Created page with ' _ {| border=1 || VISUAL CUE || NARRATION |- || 00:00 ||ଲିବ୍ରେଅଫିସ୍ Calc (LibreOffice Calc) ରେ ଡାଟା ମେନ୍ୟୁପୁଲେସଅ…')
 
(Blanked the page)
Line 1: Line 1:
    _
 
{| border=1
 
|| VISUAL CUE
 
|| NARRATION
 
  
|-
 
|| 00:00
 
||ଲିବ୍ରେଅଫିସ୍  Calc  (LibreOffice Calc)  ରେ ଡାଟା ମେନ୍ୟୁପୁଲେସଅନ୍ (Data Manipulation) ର ମୌଳିକ ତଥ୍ୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
 
|-
 
|| 00:07
 
||ଏହି ଟ୍ୟୁଟୋରିଆଲ ରେ ଆମେ ସମ୍ବନ୍ଧରେ ଶିଖିବା:
 
|-
 
|| 00:09
 
||ଫର୍ମୁଲା ର ମୌଳିକ ତଥ୍ୟ ର ପରିଚୟ.
 
|-
 
|| 00:12
 
||Column ଗୁଡିକ ଦ୍ବାରା ସୋର୍ଟ୍ଇଂଗ୍ (Sorting) କରିବା.
 
|-
 
|| 00:15
 
||ଡାଟା ଫିଲ୍ଟର୍ଇଂଗ୍ (Filtering) ର ମୌଳିକ ତଥ୍ୟ.
 
|-
 
|| 00:17
 
||ଏଠାରେ ଆମେ ଆମର ଅପେରଟିଂଗ୍ ଶିଷ୍ଟମ୍ ପରି ଉବଣ୍ଟୁ ଲିନକ୍ସ ଭରଜନ୍ 10.04 ଏବଂ ଲିବ୍ରେଅଫିସ୍  ସୁଟ୍ (LibreOffice  suite) ଭରଜନ୍ 3.3.4 ବ୍ୟବହାର କରୁଛୁ.
 
|-
 
|| 00:27
 
||ଚାଲ୍ ଟ୍ୟୁଟୋରିଆଲ କୁ ଆରମ୍ଭ କରିବା ଲିବ୍ରେଅଫିସ୍  Calc  (LibreOffice Calc)  ରେ ମୌଳିକ ଫର୍ମୁଲା ଗୁଡିକ ସମ୍ବନ୍ଧରେ ଶିଖିକରି.
 
|-
 
|| 00:35
 
||ଫର୍ମୁଲା ଗୁଡିକ ସମୀକରଣ ଅଟନ୍ତି ଯାହା ନମ୍ବର୍ ଏବଂ ଭେରିଏବଲ୍ (numbers and variables) ଗୁଡିକର ବ୍ୟବହାର କରି ପରିଣାମ ପାଆନ୍ତି.
 
|-
 
|| 00:41
 
||ଏକ spreadsheet ରେ, ଭେରିଏବଲ୍ (variables) ଗୁଡିକ ସେଲ୍ ସ୍ଥାନ ଅଟନ୍ତି ଯାହା ସମୀକରଣ ପୁରା କରିବା ପାଇଁ ଆବଶ୍ୟକ ଡାଟା ଧାରଣ କରେ.
 
|-
 
|| 00:47
 
||ସବୁଠାରୁ ମୌଳିକ ଏରିଥିମେଟିକ୍ ଅପେରସନ୍ (arithmetic operations) ଯାହା କାର୍ଯ୍ୟକାରୀ ଅଟନ୍ତି ହେଲା: addition, subtraction, multiplication ଏବଂ division.
 
|-
 
|| 00:56
 
||ଚାଲ ଏବେ ପ୍ରଥମେ ଆମର “Personal-Finance-Tracker.ods” ଫାଇଲ୍ ଖୋଲିବା.
 
|-
 
||01:02
 
||ଚାଲ ଦେଖିବା ଆମର “personal finance tracker.ods” ଫାଇଲ୍ ରେ “Cost” ହେଡିଂଗ୍ ଅଧିନରେ ଉଲ୍ଲେଖ ଥିବା ସବୁ ଖର୍ଚ ର ବ୍ୟୟ କିପରି ଯୋଡିବା.
 
|-
 
|| 01:13
 
||ଆମେ “SUM TOTAL” ନାମକ ଏକ ଅଧିକ ହେଡିଂଗ୍  “Miscellaneous” ତଳେ ଦେବା.
 
|-
 
|| 01:19
 
||ଏବଂ ଆମେ ସେଲ୍ A8 ଉପରେ କ୍ଲିକ୍ କରିବା ଏବଂ କ୍ରମାଂକ ସଂଖ୍ୟା 7 ଦେବା.
 
|-
 
|| 01:25
 
||ବର୍ତମାନ ସେଲ୍ ନମ୍ବର୍ “C8” ଉପରେ କ୍ଲିକ୍ କର ଯେଉଁଠାରେ ଆମେ ପୁରା ବ୍ୟୟ ଗୁଡିକ ପ୍ରଦଶ୍ରୀତ କରିବାକୁ ଚାହୁଁ.
 
|-
 
|| 01:32
 
||ସବୁ ବ୍ୟୟ ଗୁଡିକୁ ଯୋଡିବା ପାଇଁ, ଆମେ ଟାଇପ୍ କରିବା “is equal to SUM”  ଏବଂ  brace ଗୁଡିକ ମଧ୍ୟରେ ଯେଉଁ column ଗୁଡିକ ଯୋଡା ହେବ, ତାହା ”C3 colon C7”.
 
|-
 
|| 01:44
 
||ବର୍ତମାନ କି-ବୋଅର୍ଡ଼ (keyboard) ଉପରେ “Enter” ପ୍ରେସ୍ କର.
 
|-
 
|| 01:47
 
||ଆପଣ ଦେଖ ଯେ “Cost” ଅଧିନରେ ଥିବା ସବୁ ଆଇଟମ୍ ଗୁଡିକ ଯୋଡି ଯାଇଛି.
 
|-
 
|| 01:51
 
||ବର୍ତମାନ Calc ରେ subtract କିପରି କରୁଁ ଏହା ଶିଖିବା.
 
|-
 
|| 01:55
 
||ଯଦି ଆମେ “House Rent” ଏବଂ “ Electricity Bill” ର ବ୍ୟୟ subtract କରିବାକୁ ଚାହୁଁ, ଏବଂ ଏହାକୁ ସେଲ୍ A9 ରେ ପ୍ରଦଶ୍ରୀତ କରିବା ପାଇଁ ଚାହୁଁ,  ତେବେ ପ୍ରଥମେ ସେଲ୍  A9 ଉପରେ କ୍ଲିକ୍ କର.
 
|-
 
|| 02:06
 
||ବର୍ତମାନ ଏହି ସେଲ୍ ରେ ଟାଇପ୍  କର “is equal to” ଏବଂ braces ଭିତରେ ସେଲ୍ ସମ୍ବନ୍ଧିତ references ଯାହା ଅଟେ “C3 minus C4”.
 
|-
 
|| 02:17
 
||କି-ବୋଅର୍ଡ଼ ଉପରେ  “Enter” କି (key) ପ୍ରେସ୍ କର.
 
|-
 
|| 02:20
 
||ଆମେ ଦେଖୁଁ ଯେ ଦୁଇଟି ସେଲ୍ references ରେ ବ୍ୟୟ (cost) subtract ହୁଏ ଏବଂ ପରିଣାମ ସେଲ୍ ନମ୍ବର୍ A9 ରେ ପ୍ରଦଶ୍ରୀତ ଅଟେ.
 
|-
 
|| 02:29
 
||ଚାଲ ପରିବର୍ତନ ଗୁଡିକୁ undo କରିବା.
 
|-
 
|| 02:32
 
||ସମାନ ଭାବରେ, ଆମେ ବିଭିନ୍ନ ସେଲ୍ ଗୁଡିକରେ ଡିଭାଇଡ୍ ଏବଂ ମଲ୍ଟିପୁଲ୍ (divide and multiply) କରିପାରିବା.
 
|-
 
|| 02:37
 
||ନମ୍ବର୍ ଗୁଡିକର “Average” ପାଇବା ଏକ spreadsheet ରେ ଅନ୍ୟ ମୌଳିକ ଅପେରେସନ୍ ଅଟେ.
 
|-
 
|| 02:43
 
||ଚାଲ ଆମେ ଦେଖିବା ଏହା କିପରି କାର୍ଯ୍ୟ ସମ୍ପାଦନା ହୁଏ.
 
|-
 
|| 02:45
 
||“SUM TOTAL” ସେଲ୍ ର ଠିକ୍ ତଳେ ଚାଲ heading ଦିଅ  “Average”.
 
|-
 
|| 02:50
 
||ଏଠାରେ ଆମେ ପୁରା ବ୍ୟୟ ର average ପ୍ରଦଶ୍ରୀତ କରିବାକୁ ଚାହୁଁ.
 
|-
 
|| 02:55
 
||ତେଣୁ ଏବେ “C9” ସେଲ୍ ଉପରେ କ୍ଲିକ୍ କର.
 
|-
 
|| 02:58
 
||ବର୍ତମାନ ଆମେ ଟାଇପ୍ କରିବା  “is equal to” Average ଏବଂ braces ଭିତରେ Cost.
 
|-
 
|| 03:04
 
||କି-ବୋଅର୍ଡ଼ ଉପରେ “Enter” key ପ୍ରେସ୍ କର.
 
|-
 
|| 03:07
 
||ଆପଣ ଦେଖିବେ “Cost” କଲୋମ୍ (column) ର average ସେଲ୍ ରେ ପ୍ରଦଶ୍ରୀତ ହୁଏ.
 
|-
 
|| 03:11
 
||ଚାଲ ପରିବର୍ତନ ଗୁଡିକୁ undo କରିବା.
 
|-
 
|| 03:15
 
||ଏହିପରି ଭାବରେ, ଏକ ଭୂସମାନ୍ତର ଧାଡିରେ ଅଶଂ ଗୁଡିକର average ପାଇ ପାରିବା.
 
|-
 
|| 03:20
 
||advanced level ଟ୍ୟୁଟୋରିଆଲ ଗୁଡିକରେ ଆମେ ଫର୍ମୁଲା ଏବଂ ଅପେରଟର୍ ଗୁଡିକ ସମ୍ବନ୍ଧରେ ବହୁତ ଶିଖିବା.
 
|-
 
|| 03:25
 
||ଚାଲ ଆମେ ଶିଖିବା ଏକ Calc spreadsheet ରେ ଡ଼ାଟା କିପରି  “Sort” କରୁଁ. 
 
 
|-
 
|| 03:30
 
||ସର୍ଟ୍ କରିବା ଦ୍ବାରା ଶିଟ୍ ଉପରେ ସେଲ୍ ଗୁଡିକୁ ଇଚ୍ଛା ଅନୁସାରେ କ୍ରମବଧ କରୁଁ.
 
 
|-
 
|| 03:35
 
||Calc ରେ, ଆପଣ ତିନୋଟି ମାନଦଣ୍ଡ ପର୍ଯ୍ୟନ୍ତ ବ୍ୟବହାର କରି ଡାଟା ସର୍ଟ୍ କରିପାରିବେ, ଯାହା  ଗୋଟିଏ ପରେ ଗୋଟିଏ ପ୍ରୋୟୋଗ ହୋଇଛି. 
 
|-
 
|| 03:43
 
||ଏହା ସୁବିଧାଜନକ ଅଟନ୍ତି ଯେବେ ଆପଣ ଏକ ବିଶେଷ ବସ୍ତୁ ଖୋଜିବା ପାଇଁ ଚାହାନ୍ତି ଏବଂ ଏହା ବହୁତ ଶକ୍ତିଶାଳୀ ହୁଏ ଯେବେ ଆପଣକଂ ପାଖରେ ଫିଲଟର୍ ଡାଟା ଥାଏ.
 
|-
 
|| 03:51
 
||ଚାଲ କୁହ, “Costs” ହେଡିଂଗ୍ ଅଧିନରେ ଯେଉଁ ଡାଟା ଆରୋହୀ କ୍ରମରେ ଅଛି ସେହି ଗୁଡିକୁ ଆପଣ ସର୍ଟ୍ କର.
 
|-
 
|| 03:57
 
||ତେଣୁ ପ୍ରଥମେ,  ସେଲ୍ ଯାହା ସର୍ଟ୍ କରିବାକୁ ଆମେ ଚାହୁଁ ସେହିଗୁଡିକୁ ଚିହ୍ନିତ କରୁଁ “Cost” ସେଲ୍ ଉପରେ କ୍ଲିକ୍ କରି.
 
|-
 
|| 04:03
 
||ବର୍ତମାନ ବାମ ମାଉସ୍ ବଟନ୍ କୁ ଧରିକରି,  column ସହିତ ଏହାକୁ ଡ୍ରାଗ୍ କର ସେଲ୍ ର ଶେଷ ପର୍ଯ୍ୟନ୍ତ ଯାହା କହେ “2000”.
 
|-
 
|| 04:12
 
||ଏହା column ବାଛେ ଯାହାକୁ ଆମେ ସର୍ଟ୍ କରିବାକୁ ଚାହୁଁ.
 
|-
 
|| 04:15
 
||ବର୍ତମାନ ମେନ୍ୟୁ ବାର୍ ରେ “Data” ଅପସନ୍ ଉପରେ କ୍ଲିକ୍ କର ଏବଂ “Sort” ଉପରେ କ୍ଲିକ୍ କର.
 
|-
 
|| 04:21
 
||ପରେ “Current Selection” କୁ ବାଚ୍ଛ.
 
|-
 
|| 04:24
 
||ଆପଣ ଦେଖ ଯେ “Sort criteria” ଏବଂ “Options” ପରି ନାମକ ଏକ ଡାଇଲୋଗ୍ ବୋକ୍ସ ଟ୍ୟାବସ୍ ସହିତ ଦେଖାଦିଏ.
 
|-
 
|| 04:31
 
||“Sort criteria” ଟ୍ୟାବ୍ ରେ  “Sort by” field ରେ “Cost” କୁ ବାଛ.
 
|-
 
|| 04:37
 
||“Cost” କୁ ଆରୋହୀ କ୍ରମରେ ସର୍ଟ୍ କରିବା ପାଇଁ, ଠିକ ପାଖରେ ଥିବା “Ascending” ଅପସନ୍ ଉପରେ କ୍ଲିକ୍ କର.
 
|-
 
|| 04:44
 
||ବର୍ତମାନ “OK” ବଟନ୍ ଉପରେ କ୍ଲିକ୍ କର.
 
|-
 
|| 04:47
 
||ଆପଣ ଦେଖ ଯେ  column ଆରୋହୀ କ୍ରମରେ ସର୍ଟ୍ ହୋଇଥାଏ.
 
|-
 
|| 04:51
 
||ଏହିପରି ଭାବରେ, ଅବରୋହଣ କ୍ରମରେ ସର୍ଟ୍ କରିବା ପାଇଁ, “Descending” ଉପରେ କ୍ଲିକ୍ କର ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର.
 
|-
 
|| 04:59
 
||ଚାଲ ପରିବର୍ତନ ଗୁଡିକୁ undo କରିବା.
 
|-
 
|| 05:02
 
||ବିଭିନ୍ନ column ଗୁଡିକୁ ସର୍ଟ୍ କରିପାରିବା ପାଇଁ ପ୍ରଥମେ ସବୁ  column ଗୁଡିକୁ ପସନ୍ଦ କରିକି ଏବଂ ପରେ ସର୍ଟ୍ ଅପସନ୍ ଗୁଡିକୁ ପ୍ରୟୋଗ କରିବା.
 
|-
 
|| 05:09
 
||କୁହ ଯେ, ଆମେ ସିରିଏଲ୍ ନମ୍ବର୍ ଗୁଡିକ (serial number) ସହିତ କୋସ୍ଟ୍  (cost) କୁ ସର୍ଟ୍ କରିବା ପାଇଁ ଚାହୁଁ. 
 
|-
 
|| 05:14
 
||ତେଣୁ ପ୍ରଥମେ ଏହି column ଗୁଡିକୁ ବାଚ୍ଛ ଯେପରି ଆମେ ଆଗରୁ କରିଛେ.
 
|-
 
|| 05:18
 
||ବର୍ତମାନ ମେନ୍ୟୁ ବାର୍ ରେ “Data”  ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Sort” ଅପସନ୍ ଉପରେ କ୍ଲିକ୍ କର.
 
|-
 
|| 05:24
 
||ଡାଇଲୋଗ୍ ବୋକ୍ସ ରେ “Sort by” ଫିଲଡ଼ ରେ “Cost” ବାଚ୍ଛ ଯାହା ଦେଖାଦିଏ.
 
|-
 
|| 05:30
 
||ପରେ “Then by” ଫିଲଡ୍ ରେ “SN” ବାଛ.
 
|-
 
|| 05:35
 
||ଦୁଇଟି ଅପସନ୍ ରେ “Descending” ଉପରେ କ୍ଲିକ୍ କର ଯାହା ସେମାନକଂ ପାଖରେ ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର.
 
|-
 
|| 05:43
 
||ଆପଣ ଦେଖ ଯେ ଦୁହେଁ ହେଡିଂଗ୍ ଗୁଡିକ ଅବରୋହଣ କ୍ରମରେ ସର୍ଟ୍  ହୋଇଥାଏ.
 
|-
 
|| 05:47
 
||ଚାଲ ପରିବର୍ତନ ଗୁଡିକୁ undo କରିବା.
 
|-
 
|| 05:49
 
||ବର୍ତମାନ ଚାଲ ଶିଖିବା ଲିବ୍ରେ-ଅଫିସ୍ Calc ରେ ଡାଟା କିପରି ଫିଲଟର୍ କରୁଁ.
 
|-
 
|| 05:53
 
||ଏକ ଫିଲଟର୍ condition ଗୁଡିକର ଏକ ତାଲିକ ଅଟେ ଯାହା ପ୍ରତେକ entry କୁ ପୁରା କରିବା ପାଇଁ ପ୍ରଦଶ୍ରୀତ ହୋଇଥାଏ.
 
|-
 
|| 06:00
 
||spreadsheet ରେ ଏକ ଫିଲଟର୍ ପ୍ରୟୋଗ କରିବା ପାଇଁ, “Item” ନାମକ ସେଲ୍ ଉପରେ ଚାଲ କ୍ଲିକ୍ କରିବା.
 
|-
 
|| 06:07
 
||ବର୍ତମାନ ମେନ୍ୟୁ ବାର୍ ରେ “Data” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Filter” ଉପରେ କ୍ଲିକ୍ କର.
 
|-
 
||06:12
 
||ପପ୍ ଅପ୍ ମେନ୍ୟୁ (pop up menu) ରେ “AutoFilter” ଅପସନ୍ ଉପରେ କ୍ଲିକ୍ କର.
 
|-
 
|| 06:16
 
|| ଆପଣ ଦେଖ ଯେ ହେଡିଂଗ୍ ଗୁଡିକ ଉପରେ ଏକ ଏରୋ ଚିହ୍ନ ଦେଖାଦିଏ.
 
|-
 
|| 06:20
 
||“Item” ନାମକ ସେଲ୍ ରେ ଡାଉନ୍ ଏରୋ ଉପରେ କ୍ଲିକ୍ କର.
 
|-
 
|| 06:24
 
||ବର୍ତମାନ ଯଦି ଆପଣ କେବଳ  “Electricity Bill” ସମ୍ବନ୍ଧିତ ଡାଟା ପ୍ରଦଶ୍ରୀତ କରିବା ପାଇଁ ଚାହଁ.
 
|-
 
|| 06:29
 
|| ତେଣୁ  “Electricity Bill” ଅପସନ୍ ଉପରେ କ୍ଲିକ୍ କର.
 
|-
 
|| 06:34
 
||ଆପଣ ଦେଖ ଯେ କେବେଳ “Electricity Bill” ସମ୍ବନ୍ଧିତ ଡାଟା ଶିଟ୍ (sheet) ରେ ପ୍ରଦଶ୍ରୀତ ହୋଇଛି.
 
|-
 
|| 06:40
 
||ବଳକା ଥିବା ଅପସନ୍ ଗୁଡିକ ଫିଲଟର୍ ହୋଇଛି.
 
|-
 
|| 06:43
 
||ସବୁ ଡାଟା କୁ ଦେଖିବା ପାଇଁ, ଆଉଥରେ ”Item” ନାମକ ସେଲ୍ ର ଡାଉନ୍ ଲୋଅଡ଼ ଏରୋ ଉପରେ କ୍ଲିକ୍ କର ଏବଂ  “All” ଉପରେ କ୍ଲିକ୍ କର.
 
|-
 
|| 06:52
 
||ଅମେ ଦେଖୁଁ ଯେ ପ୍ରକୃତରେ ଲେଖାହୋଇଥିବା ଡାଟା ସବକୁ ଦେଖିବାକୁ ଏବେ ଆମେ ସାମର୍ଥ୍ୟ ଅଟୁ.
 
|-
 
|| 06:59
 
||“AutoFilter” ବ୍ୟତିତ, ସେଠାରେ ଦୁଇଟି ଅଧିକ ଫିଲଟର୍ ଅପସନ୍ ଗୁଡିକ ଅଛି, “Standard Filter” ଏବଂ “Advanced Filter” ଯେଉଁଗୁଡିକ ସମ୍ବନ୍ଧରେ ଆମେ ପଛରେ ଏହି କ୍ରମାକଂ ରେ ଶଖିବା.
 
|-
 
|| 07:11
 
||ଲିବ୍ରେଅଫିସ୍  Calc  (LibreOffice Calc) ବିଷୟରେ ଏହା ଆମ ସ୍ପୋକେନ୍ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ.
 
|-
 
|| 07:15
 
||ସଂଖିପ୍ତରେ, ଆମେ ନିମ୍ନ ବିଷୟରେ ଶିଖିଲେ:
 
|-
 
|| 07:18
 
||ଫର୍ମୁଲା ର ମୌଳିକ ତଥ୍ୟ ର ପରିଚୟ.
 
|-
 
|| 07:21
 
||Column ଗୁଡିକ ଦ୍ବାରା ସର୍ଟ୍ କରିବା.
 
|-
 
|| 07:23
 
||ଫିଲଟର୍ଇଂଗ୍ ଡାଟା (Filtering Data) ର ମୌଳିକ ତଥ୍ୟ.
 
|-
 
|| 07:26
 
||ନିମ୍ନ ଲିଂକ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖ.
 
|-
 
|| 07:30
 
||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ସଂଖିପ୍ତରେ ବିବରଣୀ କରେ.
 
|-
 
|| 07:33
 
||ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ଦେଖିପାରିବେ.
 
|-
 
|| 07:37
 
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍.
 
|-
 
|| 07:40
 
||ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି.
 
|-
 
|| 07:43
 
||ପ୍ରମାଣ ପତ୍ର ଦିଅନ୍ତି ଯେଉଁମାନେ ଅନଲାଇନ୍ ପରିଖ୍ୟI ରେ ପାସ୍ କରନ୍ତି.
 
|-
 
|| 07:47
 
||ଅଧିକ ଜାଣିବା ପାଇଁ ଦୟାକରି ଆମକୁ contact@spoken-tutorial.org ରେ ରେ ଲେଖନ୍ତୁ.
 
|-
 
|| 07:53
 
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ.
 
|-
 
|| 07:58
 
||ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
 
|-
 
|| 08:06
 
||ଏହି ମିଶନ୍ ବିଷୟରେ ଅଧିକ ସୁଚନା ଉପଲବ୍ଧ ଅଛି:
 
|-
 
|| 08:08
 
||spoken hyphen tutorial dot org slash NMEICT hyphen Intro
 
|-
 
|| 08:16
 
||ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଯୋଗଦାନ ପାଇଁ ଧନ୍ୟବାଦ.
 
|-
 
|}
 

Revision as of 10:58, 12 January 2015

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep