Difference between revisions of "LibreOffice-Suite-Calc/C2/Basic-Data-Manipulation/Oriya"

From Script | Spoken-Tutorial
Jump to: navigation, search
(Created page with ' _ {| border=1 || VISUAL CUE || NARRATION |- || 00:00 ||ଲିବ୍ରେଅଫିସ୍ Calc (LibreOffice Calc) ରେ ଡାଟା ମେନ୍ୟୁପୁଲେସଅ…')
 
 
(4 intermediate revisions by 3 users not shown)
Line 1: Line 1:
    _
 
 
{| border=1
 
{| border=1
|| VISUAL CUE
+
|| '''Time'''
|| NARRATION
+
|| '''Narration'''
  
 
|-
 
|-
 
|| 00:00
 
|| 00:00
||ଲିବ୍ରେଅଫିସ୍  Calc  (LibreOffice Calc)  ରେ ଡାଟା ମେନ୍ୟୁପୁଲେସଅନ୍ (Data Manipulation) ର ମୌଳିକ ତଥ୍ୟ ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ କୁ ସ୍ବାଗତ.
+
|| ଲିବର୍ ଅଫିସ୍ Calcର ବେସିକ୍ ଡେଟା ମାନିପ୍ୟୁଲେଶନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
 +
 
 
|-
 
|-
 
|| 00:07
 
|| 00:07
||ଏହି ଟ୍ୟୁଟୋରିଆଲ ରେ ଆମେ ସମ୍ବନ୍ଧରେ ଶିଖିବା:
+
|| ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
 +
 
 
|-
 
|-
 
|| 00:09
 
|| 00:09
||ଫର୍ମୁଲା ର ମୌଳିକ ତଥ୍ୟ ର ପରିଚୟ.
+
|| ଫର୍ମୁଲାର ବେସିକ୍ ସହିତ ପରିଚୟ
 +
 
 
|-
 
|-
 
|| 00:12
 
|| 00:12
||Column ଗୁଡିକ ଦ୍ବାରା ସୋର୍ଟ୍ଇଂଗ୍ (Sorting) କରିବା.
+
|| Columns ଦ୍ୱାରା କ୍ରମବଦ୍ଧ କରିବା
 +
 
 
|-
 
|-
 
|| 00:15
 
|| 00:15
||ଡାଟା ଫିଲ୍ଟର୍ଇଂଗ୍ (Filtering) ମୌଳିକ ତଥ୍ୟ.
+
|| ଡେଟା ଫିଲ୍ଟରିଙ୍ଗ୍ ବେସିକ୍
 +
 
 
|-
 
|-
 
|| 00:17
 
|| 00:17
||ଏଠାରେ ଆମେ ଆମର ଅପେରଟିଂଗ୍ ଶିଷ୍ଟମ୍ ପରି ଉବଣ୍ଟୁ ଲିନକ୍ସ ଭରଜନ୍ 10.04 ଏବଂ ଲିବ୍ରେଅଫିସ୍  ସୁଟ୍ (LibreOffice  suite) ଭରଜନ୍ 3.3.4 ବ୍ୟବହାର କରୁଛୁ.
+
|| ଏଠାରେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩..ବ୍ୟବହାର କରୁଛୁ |
 +
 
 
|-
 
|-
 
|| 00:27
 
|| 00:27
||ଚାଲ୍ ଟ୍ୟୁଟୋରିଆଲ କୁ ଆରମ୍ଭ କରିବା ଲିବ୍ରେଅଫିସ୍  Calc  (LibreOffice Calc)  ରେ ମୌଳିକ ଫର୍ମୁଲା ଗୁଡିକ ସମ୍ବନ୍ଧରେ ଶିଖିକରି.
+
|| ଚାଲନ୍ତୁ, ଲିବର୍ ଅଫିସ୍ Calc ଦ୍ୱାରା ବ୍ୟବହୃତ ବେସିକ୍ ଫର୍ମୁଲା ଟ୍ୟୁଟୋରିଆଲ୍ ରୁ ଶିକ୍ଷା ଆରମ୍ଭ କରିବା |
 +
 
 
|-
 
|-
 
|| 00:35
 
|| 00:35
||ଫର୍ମୁଲା ଗୁଡିକ ସମୀକରଣ ଅଟନ୍ତି ଯାହା ନମ୍ବର୍ ଏବଂ ଭେରିଏବଲ୍ (numbers and variables) ଗୁଡିକର ବ୍ୟବହାର କରି ପରିଣାମ ପାଆନ୍ତି.
+
|| ଫର୍ମୁଲା ହେଉଛି, ପରିଣାମ ପାଇବା ପାଇଁ ନମ୍ୱର୍ସ ଓ ଭେରିଏବଲ୍ସ ବ୍ୟବହାର କରୁଥିବା ସମୀକରଣ |
 +
 
 
|-
 
|-
 
|| 00:41
 
|| 00:41
||ଏକ spreadsheet ରେ, ଭେରିଏବଲ୍ (variables) ଗୁଡିକ ସେଲ୍ ସ୍ଥାନ ଅଟନ୍ତି ଯାହା ସମୀକରଣ ପୁରା କରିବା ପାଇଁ ଆବଶ୍ୟକ ଡାଟା ଧାରଣ କରେ.
+
|| Spreadsheetରେ ଭେରିଏବଲ୍ସ ହେଉଛି ସେଲ୍ ଲୋକେଶନ୍, ଯାହା ଇକ୍ୱେଶନ୍ ପାଇଁ ଆବଶ୍ୟକୀୟ ତଥ୍ୟକୁ ରଖିଥାଏ |
 +
 
 
|-
 
|-
 
|| 00:47
 
|| 00:47
||ସବୁଠାରୁ ମୌଳିକ ଏରିଥିମେଟିକ୍ ଅପେରସନ୍ (arithmetic operations) ଯାହା କାର୍ଯ୍ୟକାରୀ ଅଟନ୍ତି ହେଲା: addition, subtraction, multiplication ଏବଂ division.
+
|| ସବୁଠାରୁ ମୌଳିକ ଗାଣିତିକ କାର୍ଯ୍ୟଗୁଡ଼ିକ ହେଉଛି ମିଶାଣ, ଫେଡାଣ, ଗୁଣନ ଓ ହରଣ |
 +
 
 
|-
 
|-
 
|| 00:56
 
|| 00:56
||ଚାଲ ଏବେ ପ୍ରଥମେ ଆମର “Personal-Finance-Tracker.ods” ଫାଇଲ୍ ଖୋଲିବା.
+
|| Personal-Finance-Tracker.ods ଫାଇଲ୍ ଖୋଲନ୍ତୁ |
 +
 
 
|-
 
|-
 
||01:02
 
||01:02
||ଚାଲ ଦେଖିବା ଆମର “personal finance tracker.ods” ଫାଇଲ୍ ରେ “Cost” ହେଡିଂଗ୍ ଅଧିନରେ ଉଲ୍ଲେଖ ଥିବା ସବୁ ଖର୍ଚ ର ବ୍ୟୟ କିପରି ଯୋଡିବା.
+
|| Personal-Finance-Tracker.ods ଫାଇଲ୍ ରେ, Cost ହେଡିଙ୍ଗ୍ ଅନ୍ତର୍ଗତ ଥିବା ସମସ୍ତ ଖର୍ଚ୍ଚକୁ କିପରି ମିଶାଯାଏ, ଚାଲନ୍ତୁ ଦେଖିବା |
 +
 
 
|-
 
|-
 
|| 01:13
 
|| 01:13
||ଆମେ “SUM TOTAL” ନାମକ ଏକ ଅଧିକ ହେଡିଂଗ୍  “Miscellaneous” ତଳେ ଦେବା.
+
|| ଠିକ୍ Miscellaneous ତଳେ Sum Total  ଭାବରେ ଆଉ ଏକ ହେଡିଙ୍ଗ୍ ଦିଅନ୍ତୁ |
 +
 
 
|-
 
|-
 
|| 01:19
 
|| 01:19
||ଏବଂ ଆମେ ସେଲ୍ A8 ଉପରେ କ୍ଲିକ୍ କରିବା ଏବଂ କ୍ରମାଂକ ସଂଖ୍ୟା 7 ଦେବା.
+
|| ଏବଂ A8 cell ଉପରେ କ୍ଲିକ୍ କରି ସିରିୟଲ୍ ନମ୍ୱର୍ 7 ଦିଅନ୍ତୁ |
 +
 
 
|-
 
|-
 
|| 01:25
 
|| 01:25
||ବର୍ତମାନ ସେଲ୍ ନମ୍ବର୍ “C8” ଉପରେ କ୍ଲିକ୍ କର ଯେଉଁଠାରେ ଆମେ ପୁରା ବ୍ୟୟ ଗୁଡିକ ପ୍ରଦଶ୍ରୀତ କରିବାକୁ ଚାହୁଁ.
+
|| ଏବେ C8 cell ଉପରେ କ୍ଲିକ୍ କରନ୍ତୁ, ଯେଉଁଠାରେ ସର୍ବମୋଟ ଖର୍ଚ୍ଚ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି |
 +
 
 
|-
 
|-
 
|| 01:32
 
|| 01:32
||ସବୁ ବ୍ୟୟ ଗୁଡିକୁ ଯୋଡିବା ପାଇଁ, ଆମେ ଟାଇପ୍ କରିବା “is equal to SUM”  ଏବଂ  brace ଗୁଡିକ ମଧ୍ୟରେ ଯେଉଁ column ଗୁଡିକ ଯୋଡା ହେବ, ତାହା ”C3 colon C7”.
+
|| ସମସ୍ତ ଖର୍ଚ୍ଚ ମିଶାଇବା ପାଇଁ ଆମେ, “is equal to SUM”  ଓ ବ୍ରାକେଟ୍ ମଧ୍ୟରେ ମିଶାଯିବାକୁ ଥିବା Column ରେଞ୍ଜ୍ C3 କଲନ୍ C7 ଟାଇପ୍ କରିବା |
 +
 
 
|-
 
|-
 
|| 01:44
 
|| 01:44
||ବର୍ତମାନ କି-ବୋଅର୍ଡ଼ (keyboard) ଉପରେ “Enter” ପ୍ରେସ୍ କର.
+
|| ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ |
 +
 
 
|-
 
|-
 
|| 01:47
 
|| 01:47
||ଆପଣ ଦେଖ ଯେ “Cost” ଅଧିନରେ ଥିବା ସବୁ ଆଇଟମ୍ ଗୁଡିକ ଯୋଡି ଯାଇଛି.
+
|| Cost ଅନ୍ତର୍ଗତ ଥିବା ସମସ୍ତ ଆଇଟମ୍ ମିଶିଯିବ |
 +
 
 
|-
 
|-
 
|| 01:51
 
|| 01:51
||ବର୍ତମାନ Calc ରେ subtract କିପରି କରୁଁ ଏହା ଶିଖିବା.
+
|| ଏବେ ଚାଲନ୍ତୁ ଫେଡାଣ ବା ସବଷ୍ଟ୍ରାକ୍ଟ ଶିଖିବା |
 +
 
 
|-
 
|-
 
|| 01:55
 
|| 01:55
||ଯଦି ଆମେ “House Rent” ଏବଂ “ Electricity Bill” ର ବ୍ୟୟ subtract କରିବାକୁ ଚାହୁଁ, ଏବଂ ଏହାକୁ ସେଲ୍ A9 ରେ ପ୍ରଦଶ୍ରୀତ କରିବା ପାଇଁ ଚାହୁଁ, ତେବେ ପ୍ରଥମେ ସେଲ୍  A9 ଉପରେ କ୍ଲିକ୍ କର.
+
|| ଯଦି ଆପଣ “ଘର ଭଡ଼ା” ଓ “ଇଲେକ୍ଟ୍ରିସିଟୀ ବିଲ୍”ର ଖର୍ଚ୍ଚକୁ ସବଷ୍ଟ୍ରାକ୍ଟ କରି A9 Cellରେ ପ୍ରଦର୍ଶିତ କରିବାକୁ ଚହୁଁଛନ୍ତି, ତେବେ ପ୍ରଥମେ A9 Cellରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 02:06
 
|| 02:06
||ବର୍ତମାନ ଏହି ସେଲ୍ ରେ ଟାଇପ୍  କର “is equal to” ଏବଂ braces ଭିତରେ ସେଲ୍ ସମ୍ବନ୍ଧିତ references ଯାହା ଅଟେ “C3 minus C4”.
+
|| ଏବେ, ଏହି Cellରେ is equal to ଓ ବ୍ରାକେଟ୍ ମଧ୍ୟରେ C3 minus C4  ଭାବରେ ସମ୍ୱନ୍ଧିତ Cell ରେଫରେନ୍ସ ଟାଇପ୍ କରନ୍ତୁ |
 +
 
 
|-
 
|-
 
|| 02:17
 
|| 02:17
||କି-ବୋଅର୍ଡ଼ ଉପରେ  “Enter” କି (key) ପ୍ରେସ୍ କର.
+
|| ଏଣ୍ଟର୍ ପ୍ରେସ୍ କରନ୍ତୁ |
 +
 
 
|-
 
|-
 
|| 02:20
 
|| 02:20
||ଆମେ ଦେଖୁଁ ଯେ ଦୁଇଟି ସେଲ୍ references ରେ ବ୍ୟୟ (cost) subtract ହୁଏ ଏବଂ ପରିଣାମ ସେଲ୍ ନମ୍ବର୍ A9 ରେ ପ୍ରଦଶ୍ରୀତ ଅଟେ.
+
|| ଦୁଇଟି Cell ରେଫରେନ୍ସରେ ଥିବା ଖର୍ଚ୍ଚ ସବଷ୍ଟ୍ରାକ୍ଟ ହେବା ସହିତ A9Cellରେ ପରିଣାମ ପ୍ରଦର୍ଶିତ ହୋଇଯିବ |
 +
 
 
|-
 
|-
 
|| 02:29
 
|| 02:29
||ଚାଲ ପରିବର୍ତନ ଗୁଡିକୁ undo କରିବା.
+
|| ପରିବର୍ତ୍ତନଗୁଡ଼ିକୁ Undo  କରନ୍ତୁ |
 +
 
 
|-
 
|-
 
|| 02:32
 
|| 02:32
||ସମାନ ଭାବରେ, ଆମେ ବିଭିନ୍ନ ସେଲ୍ ଗୁଡିକରେ ଡିଭାଇଡ୍ ଏବଂ ମଲ୍ଟିପୁଲ୍ (divide and multiply) କରିପାରିବା.
+
|| ସେହିପ୍ରକାରେ ବିଭିନ୍ନ Cellରେ ଡେଟାକୁ ଡିଭାଇଡ ଓ ମଲ୍ଟିପ୍ଲାଏ କରାଯାଇପାରିବ |
 +
 
 
|-
 
|-
 
|| 02:37
 
|| 02:37
||ନମ୍ବର୍ ଗୁଡିକର “Average” ପାଇବା ଏକ spreadsheet ରେ ଅନ୍ୟ ମୌଳିକ ଅପେରେସନ୍ ଅଟେ.
+
|| Spreadsheetରେ ଅନ୍ୟଏକ ବେସିକ୍ କାର୍ଯ୍ୟ ହେଉଛି, ସଂଖ୍ୟାଗୁଡ଼ିକର Average ପାଇବା |
 +
 
 
|-
 
|-
 
|| 02:43
 
|| 02:43
||ଚାଲ ଆମେ ଦେଖିବା ଏହା କିପରି କାର୍ଯ୍ୟ ସମ୍ପାଦନା ହୁଏ.
+
|| ଏହାକୁ କିପରି କରାଯାଏ, ଆସନ୍ତୁ ଦେଖିବା |
 +
 
 
|-
 
|-
 
|| 02:45
 
|| 02:45
||“SUM TOTAL” ସେଲ୍ ର ଠିକ୍ ତଳେ ଚାଲ heading ଦିଅ  “Average”.
+
|| SUM TOTAL ଠିକ୍ ତଳେ Average ନାମକ ହେଡିଙ୍ଗ୍ ଦିଅନ୍ତୁ |
 +
 
 
|-
 
|-
 
|| 02:50
 
|| 02:50
||ଏଠାରେ ଆମେ ପୁରା ବ୍ୟୟ ର average ପ୍ରଦଶ୍ରୀତ କରିବାକୁ ଚାହୁଁ.
+
|| ଏଠାରେ ଆମେ, ସମୁଦାୟ ଖର୍ଚ୍ଚର ହାରାହାରି ପ୍ରଦର୍ଶିତ କରିବାକୁ ଚାହୁଁଛେ |
 +
 
 
|-
 
|-
 
|| 02:55
 
|| 02:55
||ତେଣୁ ଏବେ “C9” ସେଲ୍ ଉପରେ କ୍ଲିକ୍ କର.
+
|| ତେଣୁ, C9 Cell ଉପରେ କ୍ଲିକ୍ କରିବା |
 +
 
 
|-
 
|-
 
|| 02:58
 
|| 02:58
||ବର୍ତମାନ ଆମେ ଟାଇପ୍ କରିବା  “is equal to” Average ଏବଂ braces ଭିତରେ Cost.
+
|| ଏବେ, is equal to ହାରାହାରି ଓ ବ୍ରାକେଟ୍ ମଧ୍ୟରେ ଖର୍ଚ୍ଚ ଟାଇପ୍ କରନ୍ତୁ |
 +
 
 
|-
 
|-
 
|| 03:04
 
|| 03:04
||କି-ବୋଅର୍ଡ଼ ଉପରେ “Enter” key ପ୍ରେସ୍ କର.
+
|| ଏଣ୍ଟର୍ ପ୍ରେସ୍ କରନ୍ତୁ |
 +
 
 
|-
 
|-
 
|| 03:07
 
|| 03:07
||ଆପଣ ଦେଖିବେ “Cost” କଲୋମ୍ (column) ର average ସେଲ୍ ରେ ପ୍ରଦଶ୍ରୀତ ହୁଏ.
+
|| Cellରେ Cost Columnର ହାରାହାରି ପ୍ରଦର୍ଶିତ ହେବ |
 +
 
 
|-
 
|-
 
|| 03:11
 
|| 03:11
||ଚାଲ ପରିବର୍ତନ ଗୁଡିକୁ undo କରିବା.
+
|| ପରିବର୍ତ୍ତନଗୁଡ଼ିକୁ Undo  କରନ୍ତୁ |
 +
 
 
|-
 
|-
 
|| 03:15
 
|| 03:15
||ଏହିପରି ଭାବରେ, ଏକ ଭୂସମାନ୍ତର ଧାଡିରେ ଅଶଂ ଗୁଡିକର average ପାଇ ପାରିବା.
+
|| ସେହିପରି, ଏକ ହୋରାଇଜୋଣ୍ଟାଲ୍ ରୋ’ରେ ଆପଣ ଏଲେମେଣ୍ଟସ୍ ର ଆଭରେଜ୍ ପାଇପାରିବେ |
 +
 
 
|-
 
|-
 
|| 03:20
 
|| 03:20
||advanced level ଟ୍ୟୁଟୋରିଆଲ ଗୁଡିକରେ ଆମେ ଫର୍ମୁଲା ଏବଂ ଅପେରଟର୍ ଗୁଡିକ ସମ୍ବନ୍ଧରେ ବହୁତ ଶିଖିବା.
+
|| ଆଡଭାନ୍ସ ଲେଭଲ୍ ଟ୍ୟୁଟୋରିଆଲ୍ ରେ ଆମେ ଫର୍ମୁଲା ଓ ଅପରେଟର୍ ବିଷୟରେ ଅଧିକ ଶିଖିବା |
 +
 
 
|-
 
|-
 
|| 03:25
 
|| 03:25
||ଚାଲ ଆମେ ଶିଖିବା ଏକ Calc spreadsheet ରେ ଡ଼ାଟା କିପରି “Sort” କରୁଁ. 
+
|| ଏବେ ଆସନ୍ତୁ ଡେଟାକୁ କିପରି କ୍ରମବଦ୍ଧ କରାଯାଏ, ତାହା ଶିଖିବା |
  
 
|-
 
|-
 
|| 03:30
 
|| 03:30
||ସର୍ଟ୍ କରିବା ଦ୍ବାରା ଶିଟ୍ ଉପରେ ସେଲ୍ ଗୁଡିକୁ ଇଚ୍ଛା ଅନୁସାରେ କ୍ରମବଧ କରୁଁ.
+
|| କ୍ରମବଦ୍ଧତା, ଶୀଟ୍ ରେ ଦୃଶ୍ୟମାନ Cellଗୁଡ଼ିକୁ ଆବଶ୍ୟକତାନୁସାରେ ବ୍ୟବସ୍ଥିତ କରିଥାଏ |
  
 
|-
 
|-
 
|| 03:35
 
|| 03:35
||Calc ରେ, ଆପଣ ତିନୋଟି ମାନଦଣ୍ଡ ପର୍ଯ୍ୟନ୍ତ ବ୍ୟବହାର କରି ଡାଟା ସର୍ଟ୍ କରିପାରିବେ, ଯାହା ଗୋଟିଏ ପରେ ଗୋଟିଏ ପ୍ରୋୟୋଗ ହୋଇଛି.  
+
|| Calcରେ ତିନୋଟି କ୍ରାଇଟେରିଆ ବ୍ୟବହାର କରି ଡେଟା କ୍ରମବଦ୍ଧ ହୋଇଥାଏ, ଯାହା ଗୋଟିଏ ପରେ ଗୋଟିଏ କରି ଲାଗୁ ହୋଇଥାଏ |
 +
   
 
|-
 
|-
 
|| 03:43
 
|| 03:43
||ଏହା ସୁବିଧାଜନକ ଅଟନ୍ତି ଯେବେ ଆପଣ ଏକ ବିଶେଷ ବସ୍ତୁ ଖୋଜିବା ପାଇଁ ଚାହାନ୍ତି ଏବଂ ଏହା ବହୁତ ଶକ୍ତିଶାଳୀ ହୁଏ ଯେବେ ଆପଣକଂ ପାଖରେ ଫିଲଟର୍ ଡାଟା ଥାଏ.
+
|| ଗୋଟିଏ ନିର୍ଦ୍ଦିଷ୍ଟ ଆଇଟମ୍ ଖୋଜିବା ସମୟରେ ସେଗୁଡ଼ିକ ହ୍ୟାଣ୍ଡୀ ହୋଇଥା’ନ୍ତି ଓ ଡେଟା ଫିଲ୍ଟର୍ ହୋଇସାରିବା ପରେ ଆହୁରି ଶକ୍ତିଶାଳୀ ହୋଇଯାଇଥା’ନ୍ତି |
 +
 
 
|-
 
|-
 
|| 03:51
 
|| 03:51
||ଚାଲ କୁହ, “Costs” ହେଡିଂଗ୍ ଅଧିନରେ ଯେଉଁ ଡାଟା ଆରୋହୀ କ୍ରମରେ ଅଛି ସେହି ଗୁଡିକୁ ଆପଣ ସର୍ଟ୍ କର.
+
|| ଧରନ୍ତୁ, ଆମେ ବର୍ଦ୍ଧିତ କ୍ରମରେ Costs ହେଡିଙ୍ଗ୍ ଅନ୍ତର୍ଗତ ଡେଟାକୁ କ୍ରମବଦ୍ଧ କରିବାକୁ ଚାହୁଁଛେ |
 +
 
 
|-
 
|-
 
|| 03:57
 
|| 03:57
||ତେଣୁ ପ୍ରଥମେ, ସେଲ୍ ଯାହା ସର୍ଟ୍ କରିବାକୁ ଆମେ ଚାହୁଁ ସେହିଗୁଡିକୁ ଚିହ୍ନିତ କରୁଁ “Cost” ସେଲ୍ ଉପରେ କ୍ଲିକ୍ କରି.
+
|| ତେଣୁ ପ୍ରଥମେ ଆମେ, “Cost” ସେଲ୍ ଉପରେ କ୍ଲିକ୍ କରି କ୍ରମବଦ୍ଧ ହେବାକୁ ଥିବା ସେଲ୍ସକୁ ହାଇଲାଇଟ୍ କରିବା |
 +
 
 
|-
 
|-
 
|| 04:03
 
|| 04:03
||ବର୍ତମାନ ବାମ ମାଉସ୍ ବଟନ୍ କୁ ଧରିକରି,  column ସହିତ ଏହାକୁ ଡ୍ରାଗ୍ କର ସେଲ୍ ର ଶେଷ ପର୍ଯ୍ୟନ୍ତ ଯାହା କହେ “2000”.
+
|| ବାମ ମାଉସ୍ ବଟନ୍ ଧରିରଖି “୨୦୦୦” ଲେଖାଥିବା ଶେଷ ସେଲ୍ ପର୍ଯ୍ୟନ୍ତ ସମଗ୍ର କଲମ୍ ଉପରେ ଡ୍ରାଗ୍ କରନ୍ତୁ |
 +
 
 
|-
 
|-
 
|| 04:12
 
|| 04:12
||ଏହା column ବାଛେ ଯାହାକୁ ଆମେ ସର୍ଟ୍ କରିବାକୁ ଚାହୁଁ.
+
|| ଏହା, ଆମେ କ୍ରମବଦ୍ଧ କରିବାକୁ ଚାହୁଁଥିବା କଲମ୍ କୁ ସିଲେକ୍ଟ କରିବ |
 +
 
 
|-
 
|-
 
|| 04:15
 
|| 04:15
||ବର୍ତମାନ ମେନ୍ୟୁ ବାର୍ ରେ “Data” ଅପସନ୍ ଉପରେ କ୍ଲିକ୍ କର ଏବଂ “Sort” ଉପରେ କ୍ଲିକ୍ କର.
+
|| ଏବେ, ମେନୁବାର୍ ରେ ଥିବା “Data” ଅପ୍ସନ୍ ଉପରେ କ୍ଲିକ୍ କରି “Sort” ବଟନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 04:21
 
|| 04:21
||ପରେ “Current Selection” କୁ ବାଚ୍ଛ.
+
|| ତା’ପରେ “Current Selection”କୁ ସିଲେକ୍ଟ କରନ୍ତୁ |
 +
 
 
|-
 
|-
 
|| 04:24
 
|| 04:24
||ଆପଣ ଦେଖ ଯେ “Sort criteria” ଏବଂ “Options” ପରି ନାମକ ଏକ ଡାଇଲୋଗ୍ ବୋକ୍ସ ଟ୍ୟାବସ୍ ସହିତ ଦେଖାଦିଏ.
+
|| ଦେଖନ୍ତୁ, “Sort Criteria” ଓ “Option” ଭାବରେ ଟ୍ୟାବ୍ ସହିତ ଏକ ଡାୟଲଗ୍ ବକ୍ସ ଦେଖାଯାଉଛି |
 +
 
 
|-
 
|-
 
|| 04:31
 
|| 04:31
||“Sort criteria” ଟ୍ୟାବ୍ ରେ “Sort by” field ରେ “Cost” କୁ ବାଛ.
+
|| “Sort Criteria” ଟ୍ୟାବ୍ ରେ, “Sort By” ଫିଲ୍ଡରେ ଥିବା “Cost” ସିଲେକ୍ଟ କରନ୍ତୁ |
 +
 
 
|-
 
|-
 
|| 04:37
 
|| 04:37
||“Cost” କୁ ଆରୋହୀ କ୍ରମରେ ସର୍ଟ୍ କରିବା ପାଇଁ, ଠିକ ପାଖରେ ଥିବା “Ascending” ଅପସନ୍ ଉପରେ କ୍ଲିକ୍ କର.
+
|| “Cost”କୁ ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ କରିବାକୁ, “Ascending” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 04:44
 
|| 04:44
||ବର୍ତମାନ “OK” ବଟନ୍ ଉପରେ କ୍ଲିକ୍ କର.
+
|| “OK” ବଟନ୍ ରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 04:47
 
|| 04:47
||ଆପଣ ଦେଖ ଯେ  column ଆରୋହୀ କ୍ରମରେ ସର୍ଟ୍ ହୋଇଥାଏ.
+
|| କଲମ୍ ଟି ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ ହେବାର ଆପଣ ଦେଖିବେ |
 +
 
 
|-
 
|-
 
|| 04:51
 
|| 04:51
||ଏହିପରି ଭାବରେ, ଅବରୋହଣ କ୍ରମରେ ସର୍ଟ୍ କରିବା ପାଇଁ, “Descending” ଉପରେ କ୍ଲିକ୍ କର ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର.
+
|| ସେହିପରି, ହ୍ରାସିତ କ୍ରମରେ କ୍ରମବଦ୍ଧ କରିବାକୁ, “Descending” ରେ କ୍ଲିକ୍ କରି “OK” କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 04:59
 
|| 04:59
||ଚାଲ ପରିବର୍ତନ ଗୁଡିକୁ undo କରିବା.
+
|| ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
 +
 
 
|-
 
|-
 
|| 05:02
 
|| 05:02
||ବିଭିନ୍ନ column ଗୁଡିକୁ ସର୍ଟ୍ କରିପାରିବା ପାଇଁ ପ୍ରଥମେ ସବୁ  column ଗୁଡିକୁ ପସନ୍ଦ କରିକି ଏବଂ ପରେ ସର୍ଟ୍ ଅପସନ୍ ଗୁଡିକୁ ପ୍ରୟୋଗ କରିବା.
+
|| ମଲ୍ଟିପଲ୍ କଲମ୍ ଗୁଡ଼ିକୁ ପ୍ରଥମେ ସିଲେକ୍ଟ କରି ଓ ତା’ପରେ Sort ଅପ୍ସନ୍ ଲାଗୁ କରି କ୍ରମବଦ୍ଧ କରାଯାଇପାରିବ |
 +
 
 
|-
 
|-
 
|| 05:09
 
|| 05:09
||କୁହ ଯେ, ଆମେ ସିରିଏଲ୍ ନମ୍ବର୍ ଗୁଡିକ (serial number) ସହିତ କୋସ୍ଟ୍  (cost) କୁ ସର୍ଟ୍ କରିବା ପାଇଁ ଚାହୁଁ. 
+
|| ଧରନ୍ତୁ, ଆମେ Cost ସହିତ କ୍ରମିକ ସଂଖ୍ୟାଗୁଡ଼ିକୁ କ୍ରମବଦ୍ଧ କରିବାକୁ ଚାହୁଁଛେ |
 +
 
 
|-
 
|-
 
|| 05:14
 
|| 05:14
||ତେଣୁ ପ୍ରଥମେ ଏହି column ଗୁଡିକୁ ବାଚ୍ଛ ଯେପରି ଆମେ ଆଗରୁ କରିଛେ.
+
|| ପୂର୍ବପରି, ପ୍ରଥମେ ଏହି କଲମ୍ ଗୁଡ଼ିକୁ ସିଲେକ୍ଟ କରନ୍ତୁ |
 +
 
 
|-
 
|-
 
|| 05:18
 
|| 05:18
||ବର୍ତମାନ ମେନ୍ୟୁ ବାର୍ ରେ “Data”  ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Sort” ଅପସନ୍ ଉପରେ କ୍ଲିକ୍ କର.
+
|| ଏବେ, ମେନୁବାର୍ ରେ ଥିବା Data ଅପ୍ସନ୍ ରେ କ୍ଲିକ୍ କରି Sort ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 05:24
 
|| 05:24
||ଡାଇଲୋଗ୍ ବୋକ୍ସ ରେ “Sort by” ଫିଲଡ଼ ରେ “Cost” ବାଚ୍ଛ ଯାହା ଦେଖାଦିଏ.
+
|| ପ୍ରଦର୍ଶିତ ଡାୟଲଗ୍ ବକ୍ସରେ Sort By ଫିଲ୍ଡରେ ଥିବା Costକୁ ପ୍ରଥମେ ସିଲେକ୍ଟ କରନ୍ତୁ |
 +
 
 
|-
 
|-
 
|| 05:30
 
|| 05:30
||ପରେ “Then by” ଫିଲଡ୍ ରେ “SN” ବାଛ.
+
|| ତା’ପରେ Then By ଫିଲ୍ଡରେ ଥିବା SNକୁ ସିଲେକ୍ଟ କରନ୍ତୁ |
 +
 
 
|-
 
|-
 
|| 05:35
 
|| 05:35
||ଦୁଇଟି ଅପସନ୍ ରେ “Descending” ଉପରେ କ୍ଲିକ୍ କର ଯାହା ସେମାନକଂ ପାଖରେ ଏବଂ ପରେ “OK” ବଟନ୍ ଉପରେ କ୍ଲିକ୍ କର.
+
|| ସେଗୁଡ଼ିକ ପାଖରେ ଥିବା ଉଭୟ ଅପ୍ସନ୍ ରେ ଥିବା Descending ଉପରେ କ୍ଲିକ୍ କରି OK କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 05:43
 
|| 05:43
||ଆପଣ ଦେଖ ଯେ ଦୁହେଁ ହେଡିଂଗ୍ ଗୁଡିକ ଅବରୋହଣ କ୍ରମରେ ସର୍ଟ୍  ହୋଇଥାଏ.
+
|| ଦେଖନ୍ତୁ, ଉଭୟ ହେଡିଙ୍ଗ୍ସ ହ୍ରାସିତ କ୍ରମରେ କ୍ରମବଦ୍ଧ ହୋଇଗଲା |
 +
 
 
|-
 
|-
 
|| 05:47
 
|| 05:47
||ଚାଲ ପରିବର୍ତନ ଗୁଡିକୁ undo କରିବା.
+
|| ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
 +
 
 
|-
 
|-
 
|| 05:49
 
|| 05:49
||ବର୍ତମାନ ଚାଲ ଶିଖିବା ଲିବ୍ରେ-ଅଫିସ୍ Calc ରେ ଡାଟା କିପରି ଫିଲଟର୍ କରୁଁ.
+
|| ଏବେ, ଡାଟା କିପରି ଫିଲ୍ଟର୍ କରାଯାଏ, ଆସନ୍ତୁ ଶିଖିବା |
 +
 
 
|-
 
|-
 
|| 05:53
 
|| 05:53
||ଏକ ଫିଲଟର୍ condition ଗୁଡିକର ଏକ ତାଲିକ ଅଟେ ଯାହା ପ୍ରତେକ entry କୁ ପୁରା କରିବା ପାଇଁ ପ୍ରଦଶ୍ରୀତ ହୋଇଥାଏ.
+
|| ପ୍ରଦର୍ଶିତ ହେବାପାଇଁ ପ୍ରତ୍ୟେକ ଏଣ୍ଟ୍ରୀ ପୂରଣ କରୁଥିବା ଅବସ୍ଥାର ଏକ ତାଲିକା ହେଉଛି ଫିଲ୍ଟର୍ |
 +
 
 
|-
 
|-
 
|| 06:00
 
|| 06:00
||spreadsheet ରେ ଏକ ଫିଲଟର୍ ପ୍ରୟୋଗ କରିବା ପାଇଁ, “Item” ନାମକ ସେଲ୍ ଉପରେ ଚାଲ କ୍ଲିକ୍ କରିବା.
+
|| ସ୍ପ୍ରେଡ୍ ଶୀଟ୍ ରେ ଏକ ଫିଲ୍ଟର୍ ଲାଗୁ କରିବା ପାଇଁ Item ସେଲ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 06:07
 
|| 06:07
||ବର୍ତମାନ ମେନ୍ୟୁ ବାର୍ ରେ “Data” ଅପସନ୍ ଉପରେ କ୍ଲିକ୍ କର ଏବଂ ପରେ “Filter” ଉପରେ କ୍ଲିକ୍ କର.
+
|| ଏବେ, ମେନୁବାର୍ ରେ ଥିବା Data  ଅପ୍ସନ୍ ଉପରେ କ୍ଲିକ୍ କରି Filter ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
||06:12
 
||06:12
||ପପ୍ ଅପ୍ ମେନ୍ୟୁ (pop up menu) ରେ “AutoFilter” ଅପସନ୍ ଉପରେ କ୍ଲିକ୍ କର.
+
|| ପପ୍-ଅପ୍ ମେନୁରେ AutoFilter ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 06:16
 
|| 06:16
|| ଆପଣ ଦେଖ ଯେ ହେଡିଂଗ୍ ଗୁଡିକ ଉପରେ ଏକ ଏରୋ ଚିହ୍ନ ଦେଖାଦିଏ.
+
|| ଦେଖନ୍ତୁ, ହେଡିଙ୍ଗ୍ସ ଉପରେ ଏକ ତୀର ଚିହ୍ନ ଦେଖାଯାଉଛି |
 +
 
 
|-
 
|-
 
|| 06:20
 
|| 06:20
||“Item” ନାମକ ସେଲ୍ ରେ ଡାଉନ୍ ଏରୋ ଉପରେ କ୍ଲିକ୍ କର.
+
|| Item ସେଲ୍ ଉପରେ ଥିବା ଡାଉନ୍ ଏରୋ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 06:24
 
|| 06:24
||ବର୍ତମାନ ଯଦି ଆପଣ କେବଳ “Electricity Bill” ସମ୍ବନ୍ଧିତ ଡାଟା ପ୍ରଦଶ୍ରୀତ କରିବା ପାଇଁ ଚାହଁ.
+
|| ଏବେ, ଧରନ୍ତୁ ଆପଣ ଯଦି କେବଳ Electricity Bill ସମ୍ପର୍କିତ ଡେଟା ପ୍ରଦର୍ଶନ କରିବାକୁ ଚାହାନ୍ତି,
 +
 
 
|-
 
|-
 
|| 06:29
 
|| 06:29
|| ତେଣୁ  “Electricity Bill” ଅପସନ୍ ଉପରେ କ୍ଲିକ୍ କର.
+
|| ତେବେ, Electricity Bill ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 06:34
 
|| 06:34
||ଆପଣ ଦେଖ ଯେ କେବେଳ “Electricity Bill” ସମ୍ବନ୍ଧିତ ଡାଟା ଶିଟ୍ (sheet) ରେ ପ୍ରଦଶ୍ରୀତ ହୋଇଛି.
+
|| ଦେଖନ୍ତୁ, ଶୀଟ୍ ରେ କେବଳ Electricity Bill ସମ୍ପର୍କିତ ଡାଟା ପ୍ରଦର୍ଶିତ ହେଲା |
 +
 
 
|-
 
|-
 
|| 06:40
 
|| 06:40
||ବଳକା ଥିବା ଅପସନ୍ ଗୁଡିକ ଫିଲଟର୍ ହୋଇଛି.
+
|| ଅବଶିଷ୍ଟ ଅପ୍ସନ୍ସ ଫିଲ୍ଟର୍ଡ ଆଉଟ୍ ହୋଇଗଲା |
 +
 
 
|-
 
|-
 
|| 06:43
 
|| 06:43
||ସବୁ ଡାଟା କୁ ଦେଖିବା ପାଇଁ, ଆଉଥରେ ”Item” ନାମକ ସେଲ୍ ଡାଉନ୍ ଲୋଅଡ଼ ଏରୋ ଉପରେ କ୍ଲିକ୍ କର ଏବଂ  “All” ଉପରେ କ୍ଲିକ୍ କର.
+
|| ସମସ୍ତ Data ଦେଖିବା ପାଇଁ, Item ସେଲ୍ ରେ ଥିବା ଡାଉନ୍ ଏରୋ ଉପରେ ପୁଣିଥରେ କ୍ଲିକ୍ କରି All ଉପରେ କ୍ଲିକ୍ କରନ୍ତୁ |
 +
 
 
|-
 
|-
 
|| 06:52
 
|| 06:52
||ଅମେ ଦେଖୁଁ ଯେ ପ୍ରକୃତରେ ଲେଖାହୋଇଥିବା ଡାଟା ସବକୁ ଦେଖିବାକୁ ଏବେ ଆମେ ସାମର୍ଥ୍ୟ ଅଟୁ.
+
|| ଦେଖନ୍ତୁ, ଆମେ ମୂଳତଃ ଲେଖିଥିବା ସମସ୍ତ Dataକୁ ଏବେ ଦେଖିବାକୁ ଆମେ ସମର୍ଥ |
 +
 
 
|-
 
|-
 
|| 06:59
 
|| 06:59
||“AutoFilter” ବ୍ୟତିତ, ସେଠାରେ ଦୁଇଟି ଅଧିକ ଫିଲଟର୍ ଅପସନ୍ ଗୁଡିକ ଅଛି, “Standard Filter” ଏବଂ “Advanced Filter” ଯେଉଁଗୁଡିକ ସମ୍ବନ୍ଧରେ ଆମେ ପଛରେ ଏହି କ୍ରମାକଂ ରେ ଶଖିବା.
+
||AutoFilter ବ୍ୟତୀତ, Standard Filter ଓ Advance Filter ନାମକ ଆହୁରି ଦୁଇଟି ଫିଲ୍ଟର୍ ଅପ୍ସନ୍ ଅଛି, ଯାହା ବିଷୟରେ ଆମେ ପରବର୍ତ୍ତୀ ଶୃଙ୍ଖଳାରେ ଶିଖିବା |
 +
 
 
|-
 
|-
 
|| 07:11
 
|| 07:11
||ଲିବ୍ରେଅଫିସ୍  Calc (LibreOffice Calc) ବିଷୟରେ ଏହା ଆମ ସ୍ପୋକେନ୍ ଟ୍ୟୁଟୋରିଆଲ ଶେଷ ପର୍ଯ୍ୟାୟ.
+
|| ଏହା ଆମକୁ ଲିବର୍ ଅଫିସ୍ Calc ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ସମାପ୍ତିକୁ ଆଣେ :
 +
 
 
|-
 
|-
 
|| 07:15
 
|| 07:15
||ସଂଖିପ୍ତରେ, ଆମେ ନିମ୍ନ ବିଷୟରେ ଶିଖିଲେ:  
+
|| ସଂକ୍ଷେପରେ ଆମେ ଯାହା ଶିଖିଲେ:
 +
 
 
|-
 
|-
 
|| 07:18
 
|| 07:18
||ଫର୍ମୁଲା ର ମୌଳିକ ତଥ୍ୟ ର ପରିଚୟ.
+
|| ଫର୍ମୁଲାର ବେସିକ୍ ସହିତ ପରିଚୟ
 +
 
 
|-
 
|-
 
|| 07:21
 
|| 07:21
||Column ଗୁଡିକ ଦ୍ବାରା ସର୍ଟ୍ କରିବା.
+
|| Columns ଦ୍ୱାରା କ୍ରମବଦ୍ଧ କରିବା
 +
 
 
|-
 
|-
 
|| 07:23
 
|| 07:23
||ଫିଲଟର୍ଇଂଗ୍ ଡାଟା (Filtering Data) ମୌଳିକ ତଥ୍ୟ.
+
||ଡେଟା ଫିଲ୍ଟରିଙ୍ଗ୍ ବେସିକ୍
 +
 
 
|-
 
|-
 
|| 07:26
 
|| 07:26
||ନିମ୍ନ ଲିଂକ୍ ରେ ଉପଲବ୍ଧ ଥିବା ଭିଡିଓ ଦେଖ.
+
|| ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
 +
 
 
|-
 
|-
 
|| 07:30
 
|| 07:30
||ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ସଂଖିପ୍ତରେ ବିବରଣୀ କରେ.
+
|| ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ
 +
 
 
|-
 
|-
 
|| 07:33
 
|| 07:33
||ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ୍ କରିପାରିବେ ଏବଂ ଦେଖିପାରିବେ.
+
||ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
 +
 
 
|-
 
|-
 
|| 07:37
 
|| 07:37
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍.
+
|| ସ୍ପୋକେନ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
 +
 
 
|-
 
|-
 
|| 07:40
 
|| 07:40
||ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshop) ପରିଚାଳନ କରନ୍ତି.
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନର ଆୟୋଜନ କରେ
 +
 
 
|-
 
|-
 
|| 07:43
 
|| 07:43
||ପ୍ରମାଣ ପତ୍ର ଦିଅନ୍ତି ଯେଉଁମାନେ ଅନଲାଇନ୍ ପରିଖ୍ୟI ରେ ପାସ୍ କରନ୍ତି.
+
|| ଅନ୍-ଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ
 +
 
 
|-
 
|-
 
|| 07:47
 
|| 07:47
||ଅଧିକ ଜାଣିବା ପାଇଁ ଦୟାକରି ଆମକୁ contact@spoken-tutorial.org ରେ ରେ ଲେଖନ୍ତୁ.
+
|| ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
 +
 
 
|-
 
|-
 
|| 07:53
 
|| 07:53
||ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଏକ ଭାଗ ଅଟେ.
+
|| ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
 +
 
 
|-
 
|-
 
|| 07:58
 
|| 07:58
||ଏହା ଆଇ. ସି. ଟି., (ICT), ଏମ. ଏଚ. ଆର. ଡି. (MHRD), ଭାରତ ସରକାରକଂ ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ.
+
|| ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ  
 +
 
 
|-
 
|-
 
|| 08:06
 
|| 08:06
||ଏହି ମିଶନ୍ ବିଷୟରେ ଅଧିକ ସୁଚନା ଉପଲବ୍ଧ ଅଛି:
+
|| ଏହି ମିଶନ୍ ଉପରେ ଅଧିକ ବିବରଣୀ
 +
 
 
|-
 
|-
 
|| 08:08
 
|| 08:08
||spoken hyphen tutorial dot org slash NMEICT hyphen Intro  
+
||http:spoken-tutorial.org slash NMEICT hyphen Intro (spoken-tutorial.org/NMEICT-Intro)ରେ ଉପଲବ୍ଧ
 +
 
 
|-
 
|-
 
|| 08:16
 
|| 08:16
||ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି । ଯୋଗଦାନ ପାଇଁ ଧନ୍ୟବାଦ.
+
||IIT ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |
 
|-
 
|-
 
|}
 
|}

Latest revision as of 11:04, 10 April 2017

Time Narration
00:00 ଲିବର୍ ଅଫିସ୍ Calcର ବେସିକ୍ ଡେଟା ମାନିପ୍ୟୁଲେଶନ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:09 ଫର୍ମୁଲାର ବେସିକ୍ ସହିତ ପରିଚୟ
00:12 Columns ଦ୍ୱାରା କ୍ରମବଦ୍ଧ କରିବା
00:15 ଡେଟା ଫିଲ୍ଟରିଙ୍ଗ୍ ର ବେସିକ୍
00:17 ଏଠାରେ ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
00:27 ଚାଲନ୍ତୁ, ଲିବର୍ ଅଫିସ୍ Calc ଦ୍ୱାରା ବ୍ୟବହୃତ ବେସିକ୍ ଫର୍ମୁଲା ଟ୍ୟୁଟୋରିଆଲ୍ ରୁ ଶିକ୍ଷା ଆରମ୍ଭ କରିବା |
00:35 ଫର୍ମୁଲା ହେଉଛି, ପରିଣାମ ପାଇବା ପାଇଁ ନମ୍ୱର୍ସ ଓ ଭେରିଏବଲ୍ସ ବ୍ୟବହାର କରୁଥିବା ସମୀକରଣ |
00:41 Spreadsheetରେ ଭେରିଏବଲ୍ସ ହେଉଛି ସେଲ୍ ଲୋକେଶନ୍, ଯାହା ଇକ୍ୱେଶନ୍ ପାଇଁ ଆବଶ୍ୟକୀୟ ତଥ୍ୟକୁ ରଖିଥାଏ |
00:47 ସବୁଠାରୁ ମୌଳିକ ଗାଣିତିକ କାର୍ଯ୍ୟଗୁଡ଼ିକ ହେଉଛି ମିଶାଣ, ଫେଡାଣ, ଗୁଣନ ଓ ହରଣ |
00:56 Personal-Finance-Tracker.ods ଫାଇଲ୍ ଖୋଲନ୍ତୁ |
01:02 Personal-Finance-Tracker.ods ଫାଇଲ୍ ରେ, Cost ହେଡିଙ୍ଗ୍ ଅନ୍ତର୍ଗତ ଥିବା ସମସ୍ତ ଖର୍ଚ୍ଚକୁ କିପରି ମିଶାଯାଏ, ଚାଲନ୍ତୁ ଦେଖିବା |
01:13 ଠିକ୍ Miscellaneous ତଳେ Sum Total ଭାବରେ ଆଉ ଏକ ହେଡିଙ୍ଗ୍ ଦିଅନ୍ତୁ |
01:19 ଏବଂ A8 cell ଉପରେ କ୍ଲିକ୍ କରି ସିରିୟଲ୍ ନମ୍ୱର୍ 7 ଦିଅନ୍ତୁ |
01:25 ଏବେ C8 cell ଉପରେ କ୍ଲିକ୍ କରନ୍ତୁ, ଯେଉଁଠାରେ ସର୍ବମୋଟ ଖର୍ଚ୍ଚ ପ୍ରଦର୍ଶିତ କରିବାକୁ ଚାହୁଁଛନ୍ତି |
01:32 ସମସ୍ତ ଖର୍ଚ୍ଚ ମିଶାଇବା ପାଇଁ ଆମେ, “is equal to SUM” ଓ ବ୍ରାକେଟ୍ ମଧ୍ୟରେ ମିଶାଯିବାକୁ ଥିବା Column ରେଞ୍ଜ୍ C3 କଲନ୍ C7 ଟାଇପ୍ କରିବା |
01:44 ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ |
01:47 Cost ଅନ୍ତର୍ଗତ ଥିବା ସମସ୍ତ ଆଇଟମ୍ ମିଶିଯିବ |
01:51 ଏବେ ଚାଲନ୍ତୁ ଫେଡାଣ ବା ସବଷ୍ଟ୍ରାକ୍ଟ ଶିଖିବା |
01:55 ଯଦି ଆପଣ “ଘର ଭଡ଼ା” ଓ “ଇଲେକ୍ଟ୍ରିସିଟୀ ବିଲ୍”ର ଖର୍ଚ୍ଚକୁ ସବଷ୍ଟ୍ରାକ୍ଟ କରି A9 Cellରେ ପ୍ରଦର୍ଶିତ କରିବାକୁ ଚହୁଁଛନ୍ତି, ତେବେ ପ୍ରଥମେ A9 Cellରେ କ୍ଲିକ୍ କରନ୍ତୁ |
02:06 ଏବେ, ଏହି Cellରେ is equal to ଓ ବ୍ରାକେଟ୍ ମଧ୍ୟରେ C3 minus C4 ଭାବରେ ସମ୍ୱନ୍ଧିତ Cell ରେଫରେନ୍ସ ଟାଇପ୍ କରନ୍ତୁ |
02:17 ଏଣ୍ଟର୍ ପ୍ରେସ୍ କରନ୍ତୁ |
02:20 ଦୁଇଟି Cell ରେଫରେନ୍ସରେ ଥିବା ଖର୍ଚ୍ଚ ସବଷ୍ଟ୍ରାକ୍ଟ ହେବା ସହିତ A9Cellରେ ପରିଣାମ ପ୍ରଦର୍ଶିତ ହୋଇଯିବ |
02:29 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
02:32 ସେହିପ୍ରକାରେ ବିଭିନ୍ନ Cellରେ ଡେଟାକୁ ଡିଭାଇଡ ଓ ମଲ୍ଟିପ୍ଲାଏ କରାଯାଇପାରିବ |
02:37 Spreadsheetରେ ଅନ୍ୟଏକ ବେସିକ୍ କାର୍ଯ୍ୟ ହେଉଛି, ସଂଖ୍ୟାଗୁଡ଼ିକର Average ପାଇବା |
02:43 ଏହାକୁ କିପରି କରାଯାଏ, ଆସନ୍ତୁ ଦେଖିବା |
02:45 SUM TOTAL ଠିକ୍ ତଳେ Average ନାମକ ହେଡିଙ୍ଗ୍ ଦିଅନ୍ତୁ |
02:50 ଏଠାରେ ଆମେ, ସମୁଦାୟ ଖର୍ଚ୍ଚର ହାରାହାରି ପ୍ରଦର୍ଶିତ କରିବାକୁ ଚାହୁଁଛେ |
02:55 ତେଣୁ, C9 Cell ଉପରେ କ୍ଲିକ୍ କରିବା |
02:58 ଏବେ, is equal to ହାରାହାରି ଓ ବ୍ରାକେଟ୍ ମଧ୍ୟରେ ଖର୍ଚ୍ଚ ଟାଇପ୍ କରନ୍ତୁ |
03:04 ଏଣ୍ଟର୍ ପ୍ରେସ୍ କରନ୍ତୁ |
03:07 Cellରେ Cost Columnର ହାରାହାରି ପ୍ରଦର୍ଶିତ ହେବ |
03:11 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
03:15 ସେହିପରି, ଏକ ହୋରାଇଜୋଣ୍ଟାଲ୍ ରୋ’ରେ ଆପଣ ଏଲେମେଣ୍ଟସ୍ ର ଆଭରେଜ୍ ପାଇପାରିବେ |
03:20 ଆଡଭାନ୍ସ ଲେଭଲ୍ ଟ୍ୟୁଟୋରିଆଲ୍ ରେ ଆମେ ଫର୍ମୁଲା ଓ ଅପରେଟର୍ ବିଷୟରେ ଅଧିକ ଶିଖିବା |
03:25 ଏବେ ଆସନ୍ତୁ ଡେଟାକୁ କିପରି କ୍ରମବଦ୍ଧ କରାଯାଏ, ତାହା ଶିଖିବା |
03:30 କ୍ରମବଦ୍ଧତା, ଶୀଟ୍ ରେ ଦୃଶ୍ୟମାନ Cellଗୁଡ଼ିକୁ ଆବଶ୍ୟକତାନୁସାରେ ବ୍ୟବସ୍ଥିତ କରିଥାଏ |
03:35 Calcରେ ତିନୋଟି କ୍ରାଇଟେରିଆ ବ୍ୟବହାର କରି ଡେଟା କ୍ରମବଦ୍ଧ ହୋଇଥାଏ, ଯାହା ଗୋଟିଏ ପରେ ଗୋଟିଏ କରି ଲାଗୁ ହୋଇଥାଏ |
03:43 ଗୋଟିଏ ନିର୍ଦ୍ଦିଷ୍ଟ ଆଇଟମ୍ ଖୋଜିବା ସମୟରେ ସେଗୁଡ଼ିକ ହ୍ୟାଣ୍ଡୀ ହୋଇଥା’ନ୍ତି ଓ ଡେଟା ଫିଲ୍ଟର୍ ହୋଇସାରିବା ପରେ ଆହୁରି ଶକ୍ତିଶାଳୀ ହୋଇଯାଇଥା’ନ୍ତି |
03:51 ଧରନ୍ତୁ, ଆମେ ବର୍ଦ୍ଧିତ କ୍ରମରେ Costs ହେଡିଙ୍ଗ୍ ଅନ୍ତର୍ଗତ ଡେଟାକୁ କ୍ରମବଦ୍ଧ କରିବାକୁ ଚାହୁଁଛେ |
03:57 ତେଣୁ ପ୍ରଥମେ ଆମେ, “Cost” ସେଲ୍ ଉପରେ କ୍ଲିକ୍ କରି କ୍ରମବଦ୍ଧ ହେବାକୁ ଥିବା ସେଲ୍ସକୁ ହାଇଲାଇଟ୍ କରିବା |
04:03 ବାମ ମାଉସ୍ ବଟନ୍ ଧରିରଖି “୨୦୦୦” ଲେଖାଥିବା ଶେଷ ସେଲ୍ ପର୍ଯ୍ୟନ୍ତ ସମଗ୍ର କଲମ୍ ଉପରେ ଡ୍ରାଗ୍ କରନ୍ତୁ |
04:12 ଏହା, ଆମେ କ୍ରମବଦ୍ଧ କରିବାକୁ ଚାହୁଁଥିବା କଲମ୍ କୁ ସିଲେକ୍ଟ କରିବ |
04:15 ଏବେ, ମେନୁବାର୍ ରେ ଥିବା “Data” ଅପ୍ସନ୍ ଉପରେ କ୍ଲିକ୍ କରି “Sort” ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:21 ତା’ପରେ “Current Selection”କୁ ସିଲେକ୍ଟ କରନ୍ତୁ |
04:24 ଦେଖନ୍ତୁ, “Sort Criteria” ଓ “Option” ଭାବରେ ଟ୍ୟାବ୍ ସହିତ ଏକ ଡାୟଲଗ୍ ବକ୍ସ ଦେଖାଯାଉଛି |
04:31 “Sort Criteria” ଟ୍ୟାବ୍ ରେ, “Sort By” ଫିଲ୍ଡରେ ଥିବା “Cost” ସିଲେକ୍ଟ କରନ୍ତୁ |
04:37 “Cost”କୁ ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ କରିବାକୁ, “Ascending” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
04:44 “OK” ବଟନ୍ ରେ କ୍ଲିକ୍ କରନ୍ତୁ |
04:47 କଲମ୍ ଟି ବର୍ଦ୍ଧିତ କ୍ରମରେ କ୍ରମବଦ୍ଧ ହେବାର ଆପଣ ଦେଖିବେ |
04:51 ସେହିପରି, ହ୍ରାସିତ କ୍ରମରେ କ୍ରମବଦ୍ଧ କରିବାକୁ, “Descending” ରେ କ୍ଲିକ୍ କରି “OK” କ୍ଲିକ୍ କରନ୍ତୁ |
04:59 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
05:02 ମଲ୍ଟିପଲ୍ କଲମ୍ ଗୁଡ଼ିକୁ ପ୍ରଥମେ ସିଲେକ୍ଟ କରି ଓ ତା’ପରେ Sort ଅପ୍ସନ୍ ଲାଗୁ କରି କ୍ରମବଦ୍ଧ କରାଯାଇପାରିବ |
05:09 ଧରନ୍ତୁ, ଆମେ Cost ସହିତ କ୍ରମିକ ସଂଖ୍ୟାଗୁଡ଼ିକୁ କ୍ରମବଦ୍ଧ କରିବାକୁ ଚାହୁଁଛେ |
05:14 ପୂର୍ବପରି, ପ୍ରଥମେ ଏହି କଲମ୍ ଗୁଡ଼ିକୁ ସିଲେକ୍ଟ କରନ୍ତୁ |
05:18 ଏବେ, ମେନୁବାର୍ ରେ ଥିବା Data ଅପ୍ସନ୍ ରେ କ୍ଲିକ୍ କରି Sort ଉପରେ କ୍ଲିକ୍ କରନ୍ତୁ |
05:24 ପ୍ରଦର୍ଶିତ ଡାୟଲଗ୍ ବକ୍ସରେ Sort By ଫିଲ୍ଡରେ ଥିବା Costକୁ ପ୍ରଥମେ ସିଲେକ୍ଟ କରନ୍ତୁ |
05:30 ତା’ପରେ Then By ଫିଲ୍ଡରେ ଥିବା SNକୁ ସିଲେକ୍ଟ କରନ୍ତୁ |
05:35 ସେଗୁଡ଼ିକ ପାଖରେ ଥିବା ଉଭୟ ଅପ୍ସନ୍ ରେ ଥିବା Descending ଉପରେ କ୍ଲିକ୍ କରି OK କ୍ଲିକ୍ କରନ୍ତୁ |
05:43 ଦେଖନ୍ତୁ, ଉଭୟ ହେଡିଙ୍ଗ୍ସ ହ୍ରାସିତ କ୍ରମରେ କ୍ରମବଦ୍ଧ ହୋଇଗଲା |
05:47 ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
05:49 ଏବେ, ଡାଟା କିପରି ଫିଲ୍ଟର୍ କରାଯାଏ, ଆସନ୍ତୁ ଶିଖିବା |
05:53 ପ୍ରଦର୍ଶିତ ହେବାପାଇଁ ପ୍ରତ୍ୟେକ ଏଣ୍ଟ୍ରୀ ପୂରଣ କରୁଥିବା ଅବସ୍ଥାର ଏକ ତାଲିକା ହେଉଛି ଫିଲ୍ଟର୍ |
06:00 ସ୍ପ୍ରେଡ୍ ଶୀଟ୍ ରେ ଏକ ଫିଲ୍ଟର୍ ଲାଗୁ କରିବା ପାଇଁ Item ସେଲ୍ ଉପରେ କ୍ଲିକ୍ କରନ୍ତୁ |
06:07 ଏବେ, ମେନୁବାର୍ ରେ ଥିବା Data ଅପ୍ସନ୍ ଉପରେ କ୍ଲିକ୍ କରି Filter ଉପରେ କ୍ଲିକ୍ କରନ୍ତୁ |
06:12 ପପ୍-ଅପ୍ ମେନୁରେ AutoFilter ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:16 ଦେଖନ୍ତୁ, ହେଡିଙ୍ଗ୍ସ ଉପରେ ଏକ ତୀର ଚିହ୍ନ ଦେଖାଯାଉଛି |
06:20 Item ସେଲ୍ ଉପରେ ଥିବା ଡାଉନ୍ ଏରୋ ଉପରେ କ୍ଲିକ୍ କରନ୍ତୁ |
06:24 ଏବେ, ଧରନ୍ତୁ ଆପଣ ଯଦି କେବଳ Electricity Bill ସମ୍ପର୍କିତ ଡେଟା ପ୍ରଦର୍ଶନ କରିବାକୁ ଚାହାନ୍ତି,
06:29 ତେବେ, Electricity Bill ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
06:34 ଦେଖନ୍ତୁ, ଶୀଟ୍ ରେ କେବଳ Electricity Bill ସମ୍ପର୍କିତ ଡାଟା ପ୍ରଦର୍ଶିତ ହେଲା |
06:40 ଅବଶିଷ୍ଟ ଅପ୍ସନ୍ସ ଫିଲ୍ଟର୍ଡ ଆଉଟ୍ ହୋଇଗଲା |
06:43 ସମସ୍ତ Data ଦେଖିବା ପାଇଁ, Item ସେଲ୍ ରେ ଥିବା ଡାଉନ୍ ଏରୋ ଉପରେ ପୁଣିଥରେ କ୍ଲିକ୍ କରି All ଉପରେ କ୍ଲିକ୍ କରନ୍ତୁ |
06:52 ଦେଖନ୍ତୁ, ଆମେ ମୂଳତଃ ଲେଖିଥିବା ସମସ୍ତ Dataକୁ ଏବେ ଦେଖିବାକୁ ଆମେ ସମର୍ଥ |
06:59 AutoFilter ବ୍ୟତୀତ, Standard Filter ଓ Advance Filter ନାମକ ଆହୁରି ଦୁଇଟି ଫିଲ୍ଟର୍ ଅପ୍ସନ୍ ଅଛି, ଯାହା ବିଷୟରେ ଆମେ ପରବର୍ତ୍ତୀ ଶୃଙ୍ଖଳାରେ ଶିଖିବା |
07:11 ଏହା ଆମକୁ ଲିବର୍ ଅଫିସ୍ Calc ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ :
07:15 ସଂକ୍ଷେପରେ ଆମେ ଯାହା ଶିଖିଲେ:
07:18 ଫର୍ମୁଲାର ବେସିକ୍ ସହିତ ପରିଚୟ
07:21 Columns ଦ୍ୱାରା କ୍ରମବଦ୍ଧ କରିବା
07:23 ଡେଟା ଫିଲ୍ଟରିଙ୍ଗ୍ ର ବେସିକ୍
07:26 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
07:30 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ
07:33 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
07:37 ସ୍ପୋକେନ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
07:40 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନର ଆୟୋଜନ କରେ
07:43 ଅନ୍-ଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକମାନଙ୍କୁ ପ୍ରମାଣପତ୍ର ଦିଏ
07:47 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
07:53 ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
07:58 ଏହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
08:06 ଏହି ମିଶନ୍ ଉପରେ ଅଧିକ ବିବରଣୀ
08:08 http:spoken-tutorial.org slash NMEICT hyphen Intro (spoken-tutorial.org/NMEICT-Intro)ରେ ଉପଲବ୍ଧ
08:16 IIT ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Devraj, Gaurav, Manoranjan, PoojaMoolya, Pradeep