Koha-Library-Management-System/C2/Receive-Serials/Oriya

From Script | Spoken-Tutorial
Revision as of 14:36, 18 March 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 How to receive Serials ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, Serials ପ୍ରାପ୍ତ କରିବା

Late Serialsର ଦାବି କରିବା Serials Expiration ଯାଞ୍ଚ କରିବା Serials ନବୀକରଣ କରିବା ଏବଂ Serials ଖୋଜିବା ବିଷୟରେ ଶିଖିବା

00:23 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି Ubuntu Linux Operating System 16.04 ଏବଂ

Koha version 16.05

00:36 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ Library Science ଜାଣିଥିବା ଉଚିତ
00:41 ଏହାର ଅଭ୍ୟାସ ପାଇଁ ଆପଣଙ୍କ ସିଷ୍ଟମରେ Koha ଇନଷ୍ଟଲ୍ ହୋଇଥିବା ଦରକାର
00:47 ତଥା Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ
00:51 ଅଧିକ ବିବରଣୀ ପାଇଁ ଦୟାକରି ଏହି ୱେବସାଇଟରେ ଥିବା Koha Spoken Tutorialର ଶୃଙ୍ଖଳାକୁ ଦେଖନ୍ତୁ
00:58 Serials ପ୍ରାପ୍ତ କରିବା ପାଇଁ, Kohaରେ Superlibrarian Bella ଓ ତାଙ୍କର ପାସୱର୍ଡ ସହିତ ଲଗ୍-ଇନ୍ କରନ୍ତୁ
01:06 Homepageରେ Serials ଉପରେ କ୍ଲିକ୍ କରନ୍ତୁ
01:11 ନୂଆ ପେଜ୍‌ର ଉପରେ Title ଫିଲ୍ଡ ଥିବାର ଦେଖନ୍ତୁ
01:17 Journalର ଶୀର୍ଷକରୁ ପ୍ରଥମ କିମ୍ୱା ଯେକୌଣସି ଶବ୍ଦ ଲେଖନ୍ତୁ. ଉଦାହରଣସ୍ୱରୂପ, ମୁଁ Indian ଟାଇପ୍ କରିବି
01:25 ଫିଲ୍ଡର ଡାହାଣପଟେ ଥିବା Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
01:30 ଗୋଟିଏ ନୂଆ ପେଜ୍ Serials Subscriptions ଖୋଲିବ
01:34 ଏହି ପେଜ୍, ନିମ୍ନଲିଖିତ ପାଇଁ ବିବରଣୀ ଦେଖାଇବ:

ISSN, Title, Notes, Library, Location, Call Number, Expiration Date, Actions

01:55 ଟେବଲର ପୂରା ଡାହାଣପଟେ ଥିବା Actions ଟାବ୍ ଉପରେ କ୍ଲିକ୍ କରନ୍ତୁ
02:00 ଡ୍ରପ୍-ଡାଉନ୍‌ରୁ Serial Receive ଚୟନ କରନ୍ତୁ
02:05 ଟେବଲ୍ ସହିତ Serial Edition Indian Journal of Microbiology ନାମକ ଅନ୍ୟଏକ ପେଜ୍ ଖୋଲିବ
02:12 ଏହି ଟେବଲରେ, Status ବିଭାଗରେ ଥିବା ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରି Arrived ଚୟନ କରନ୍ତୁ
02:20 ତା’ପରେ, ପେଜ୍ ତଳେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ
02:25 ନିମ୍ନ ଶୀର୍ଷକ ସହିତ ଅନ୍ୟଏକ ପେଜ୍ ଖୋଲିବ: Serial collection information for Indian Journal of Microbiology.

ଏଠାରେ ଆମେ Subscription summary ଦେଖିପାରିବା

02:37 ଏହିଭଳି ଆମେ Serials ପ୍ରାପ୍ତ କରିପାରିବା
02:41 ଏବେ ଚାଲନ୍ତୁ, Late Serials ଦାବି କରିବା ବିଷୟରେ ଶିଖିବା
02:46 Serials ଭେଣ୍ଡରମାନଙ୍କ ପାଖକୁ Koha ଇମେଲ୍ ପଠାଇପାରିବ, ଯଦି କୌଣସି ପ୍ରକାରର ବିଳମ୍ୱ ସମସ୍ୟା ଥିବ
02:53 ଉଦାହରଣସ୍ୱରୂପ,

4ଟି serials Issues ମଧ୍ୟରୁ, ଲାଇବ୍ରେରୀ କେବଳ 1,2 ଓ 4 ନମ୍ୱର୍ Issue ପ୍ରାପ୍ତ କରିଛି. 3 ନମ୍ୱର୍ Issue ପ୍ରାପ୍ତ ହୋଇନାହିଁ

03:08 ଏହିପରି ମାମଲାରେ, 3 ନମ୍ୱର୍ Issue ପାଇଁ ଏକ ଦାବି ପଠାଯାଇପାରେ, ଯାହା ଏପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ
03:15 ମୁଖ୍ୟ Serial ପେଜ୍‌ର ବାମପଟକୁ, Claims ନାମକ ଏକ ଅପ୍ସନ୍ ଅଛି
03:21 Claims ଉପରେ କ୍ଲିକ୍ କରନ୍ତୁ
03:24 ଗୋଟିଏ ଡାୟଲଗ୍ ବକ୍ସ ସହିତ ଏକ ନୂଆ ପେଜ୍ ଖୋଲିବ:

No claims notice defined. Please define one. Please define one ଉପରେ କ୍ଲିକ୍ କରନ୍ତୁ

03:35 ଗୋଟିଏ ନୂଆ ପେଜ୍ Notices and Slips ଖୋଲିବ
03:39 Notices and Slipsରେ, Select a Libraryକୁ ଯାଆନ୍ତୁ

ଡ୍ରପ୍-ଡାଉନ୍‌ରୁ ନିଜ ଲାଇବ୍ରେରୀ ନାମ ଚୟନ କରନ୍ତୁ

03:49 ମୁଁ Spoken Tutorial ଚୟନ କରିବି
03:53 Select a Library ଟାବ୍‌ରେ, New Notice ଟାବ୍‌ରେ କ୍ଲିକ୍ କରନ୍ତୁ
04:00 Add Notice ଶୀର୍ଷକ ସହିତ ଏକ ନୂଆ ପେଜ୍ ଖୋଲିବ
04:05 ସେହି ପେଜ୍‌ରେ, Library ପାଇଁ Koha ଡିଫଲ୍ଟ ଭାବରେ ଲାଇବ୍ରେରୀ ନାମ ଚୟନ କରିବ
04:12 ମୋ କ୍ଷେତ୍ରରେ ଏହା, Spoken Tutorial Library ଚୟନ କରିବ
04:17 Koha Module ପାଇଁ, ଡ୍ରପ୍-ଡାଉନ୍‌ରୁ, Claim Serial Issue ଚୟନ କରନ୍ତୁ
04:24 ଧ୍ୟାନ ଦିଅନ୍ତୁ ଯେ, ଡ୍ରପ୍-ଡାଉନ୍‌ରୁ Claim Serial Issue ଚୟନ କରାଯିବା କ୍ଷଣି Koha,

All Libraries ଭାବେ ଲାଇବ୍ରେରୀ ପାଇଁ ଫିଲ୍ଡକୁ ସ୍ୱଚାଳିତ ଭାବେ ଚୟନ କରିବ

04:38 ତେଣୁ, ପୁଣିଥରେ ଲାଇବ୍ରେରୀ ଟାବ୍କୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍ରୁ Spoken Tutorial Library ଚୟନ କରନ୍ତୁ
04:47 ଚାଲନ୍ତୁ, ଆଗକୁ ବଢ଼ିବା
04:49 Code ପାଇଁ ଥିବା ଫିଲ୍ଡରେ ଟାଇପ୍ କରନ୍ତୁ: Claim
04:53 Name ପାଇଁ ଥିବା ଫିଲ୍ଡରେ ଟାଇପ୍ କରନ୍ତୁ: Unsupplied Issues
04:59 ତା’ପରେ, Email ବିଭାଗରେ କ୍ଲିକ୍ କରନ୍ତୁ
05:04 Message Subject ପାଇଁ ଥିବା ଫିଲ୍ଡରେ ଟାଇପ୍ କରନ୍ତୁ: Unsupplied Issues
05:11 Message Body ବିଭାଗରେ: ଭେଣ୍ଡର୍ ପାଇଁ ଇମେଲ୍ ଟାଇପ୍ କରନ୍ତୁ
05:17 ମୋ କ୍ଷେତ୍ରରେ ଭେଣ୍ଡର୍ ହେଉଛି Mumbai Journal Supplier
05:22 ମୁଁ, ମୋ ଭେଣ୍ଡର୍ ପାଇଁ ଗୋଟିଏ ଛୋଟ ଇମେଲ୍ ଲେଖିଛି. ଆପଣ, ଭିଡିଓକୁ ପଜ୍ କରି ନିଜ ଲାଇବ୍ରେରୀର ଭେଣ୍ଡର୍ ପାଖକୁ ଏକ ଇମେଲ୍ ଲେଖିପାରନ୍ତି
05:31 ଏହାପରେ, ଯଦି ଆବଶ୍ୟକ ହୁଏ, ତେବେ ଆପଣ Phone, Print ଓ SMS ପାଇଁ ବିବରଣୀ ପୂରଣ କରିପାରିବେ ସେଗୁଡ଼ିକୁ ମୁଁ ଖାଲି ଛାଡ଼ିଦେବି
05:43 ଏବେ, ପେଜ୍ ତଳେ ଥିବା Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
05:48 ଗୋଟିଏ ନୂଆ ପେଜ୍ Notices and Slips ଖୋଲିବ
05:52 Notices and Slipsରେ Select a Library ଠାବ କରନ୍ତୁ.
05:58 Spoken Tutorial Libraryକୁ ସ୍ୱଚାଳିତ ଭାବେ Koha ଚୟନ କରିଦେଇଛି
06:03 ଆବଶ୍ୟକତା ଅନୁସାରେ ଆପଣ ଡ୍ରପ୍-ଡାଉନ୍‌ରୁ ନିଜ ଲାଇବ୍ରେରୀ ଚୟନ କରିପାରନ୍ତି
06:08 ସେହି ପେଜ୍‌ରେ ଥିବା ନିମ୍ନ ଟାବ୍‌ରେ ପୂରଣ କରାଯାଇଥିବା ବିବରଣୀ ସହ ଏକ ଟେବଲ୍ ଅଛି

Library, Module, Code, Name, Copy Notice ଓ Actions

06:28 Koha Homepageକୁ ଫେରି ଆସନ୍ତୁ. ଏହା କରିବା ପାଇଁ, ପୂରା ବାମପଟ କୋଣକୁ ଯାଆନ୍ତୁ ଏବଂ Home ଉପରେ କ୍ଲିକ୍ କରନ୍ତୁ
06:39 Koha Homepageରେ Serials ଉପରେ କ୍ଲିକ୍ କରନ୍ତୁ
06:44 ଖୋଲିଥିବା ନୂଆ ପେଜ୍‌ରେ, ବାମପଟକୁ ଯାଆନ୍ତୁ ଏବଂ Claims ଉପରେ କ୍ଲିକ୍ କରନ୍ତୁ
06:51 ନୂଆ ପେଜ୍‌ରେ, Vendor ଫିଲ୍ଡ ପାଇଁ, ଡ୍ରପ୍-ଡାଉନ୍‌ରୁ ଆବଶ୍ୟକ ଭେଣ୍ଡର୍ ଚୟନ କରନ୍ତୁ
06:58 ଯେହେତୁ ମୋ ପାଖରେ Journal ପାଇଁ କେବଳ ଗୋଟିଏ ଭେଣ୍ଡର୍ ଅଛି, ମୁଁ Mumbai Journal Supplier ଭେଣ୍ଡର୍ ଚୟନ କରିବି
07:06 ଏହାପରେ, ଫିଲ୍ଡର ଡାହାଣପଟେ ଥିବା OK ବଟନ୍ ଉପରେ କ୍ଲିକ୍ କରନ୍ତୁ
07:12 Missing Issues ଶୀର୍ଷକ ସହିତ ଏକ ନୂଆ ପେଜ୍ ଖୋଲିବ
07:17 ନୂଆ ପେଜ୍‌ରେ, Mumbai Journal Supplier ପାଇଁ ବାମପଟେ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
07:25 ଆପଣ ନିଜ ଭେଣ୍ଡର୍ ଅନୁସାରେ ଚେକ୍-ବକ୍ସ ଉପରେ କ୍ଲିକ୍ କରିପାରନ୍ତି
07:29 ଏବେ, ପେଜ୍ ତଳେ ଥିବା Send Notification ବଟନ୍ ଉପରେ କ୍ଲିକ୍ କରନ୍ତୁ
07:36 ସେହି ପେଜ୍ ପୁଣିଥରେ ଖୋଲିବ ଏବଂ ଏଥିସହିତ ଭେଣ୍ଡର୍ ପାଖକୁ ଗୋଟିଏ ଇମେଲ୍ ପଠାଯାଇଥାଏ
07:42 ଧ୍ୟାନ ଦିଅନ୍ତୁ ଯେ, ସମ୍ପର୍କିତ ଭେଣ୍ଡର୍ ନିକଟକୁ Koha Serverରୁ ଇମେଲ୍ ପଠାଯାଇଥାଏ
07:48 ଏବେ ଆମେ Check Expiration ବିଷୟରେ ଶିଖିବା
07:52 Subscriptionsର ସମୟ ସମାପ୍ତ ହେବାକୁ ଥିଲେ, ତାହା ଯାଞ୍ଚ କରିବା ପାଇଁ Check Expirationର ବ୍ୟବହାର କରାଯାଇଥାଏ
07:59 ସେହି ପେଜ୍‌ରେ, ବାମପଟକୁ ଯାଆନ୍ତୁ ଏବଂ Check Expiration ଉପରେ କ୍ଲିକ୍ କରନ୍ତୁ
08:06 Check Expiration ପେଜ୍ ଖୋଲିବ
08:10 ଏବେ Filter Results ପାଇଁ ଥିବା ବିଭାଗରେ, Libraryକୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Spoken Tutorial Library ଚୟନ କରନ୍ତୁ.

ଆପଣ ଏଠାରେ ନିଜ ଲାଇବ୍ରେରୀର ଚୟନ କରିପାରିବେ

08:26 ତା’ପରେ Expiring Beforeର ଉଲ୍ଲେଖ ରହିଛି
08:30 ଏହା, ସେହି ସମସ୍ତ Journalର ସମ୍ପୂର୍ଣ୍ଣ ତାଲିକାକୁ ଦେଖାଇବ, ଯାହାର ସମୟ ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ସମାପ୍ତ ହୋଇଯିବ
08:38 Expiring Before ପାଇଁ ମୁଁ 01/01/2019 ଲେଖିବି
08:47 ଏବେ, ପେଜ୍ ତଳେ ଥିବା Search ବଟନ୍ ଉପରେ କ୍ଲିକ୍ କରନ୍ତୁ
08:52 ସେହି ପେଜ୍‌ରେ, ଏକ ଟେବୁଲର୍ ଫର୍ମରେ ଜର୍ନଲଗୁଡ଼ିକର ଏକ ତାଲିକା ଦେଖାଦେବ, ଯାହାର ସମୟ 01/01/2019 ସୁଦ୍ଧା ସମାପ୍ତ ହୋଇଯିବାର ଅଛି
09:04 ଆମେ ନିମ୍ନଲିଖିତ ବିବରଣୀ ମଧ୍ୟ ଦେଖିପାରିବା -

ISSN, Title, Library, OPAC Note, Nonpublic Note, Expiration Date ଓ Actions

09:23 ଏବେ, Actions ଟାବ୍‌ରେ ଥିବା Renew ବଟନ୍‌ରେ କ୍ଲିକ୍ କରନ୍ତୁ
09:29 Subscription Renewal for Indian Journal of Microbiology ଶୀର୍ଷକ ଏକ ନୂଆ ୱିଣ୍ଡୋ ଖୋଲିବ
09:37 ଏହି ପେଜ୍‌ରେ, ନିମ୍ନ ଲିଖିତ ଏଣ୍ଟର୍ କରନ୍ତୁ:

Start Date ପାଇଁ ନିଜ ଆବଶ୍ୟକତା ଅନୁସାରେ ତାରିଖ ଲେଖନ୍ତୁ. ମୁଁ 01/01/2018 ଲେଖିବି

09:51 ଏହାପରେ ହେଉଛି Subscription Length
09:54 ନିମ୍ନଲିଖିତ ତିନୋଟି ଫିଲ୍ଡ ମଧ୍ୟରୁ ଗୋଟିଏ ପୂରଣ କରିବାକୁ ପରାମର୍ଶ ଦିଆଯାଉଛି -

Number of NUM, ଯାହାର ଅର୍ଥ ହେଉଛି Issues Number of Weeks ଏବଂ Number of Months

10:09 ମୋ Journal ତ୍ରୈମାସିକ ପ୍ରକାଶନ ହୋଇଥିବାରୁ, ଡିଫଲ୍ଟ ଭାବେ Koha, Number of NUM ଭାବେ 4ଚୟନ କରିବ
10:18 ଆପଣ, ନିଜ ଆବଶ୍ୟକତା ଅନୁସାରେ ଲେଖିପାରନ୍ତି
10:22 Note for the librarian that will manage your renewal request ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ
10:30 ତା’ପରେ, ପେଜ୍ ତଳେ ଥିବା Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
10:35 Subscription Renewed ବାର୍ତ୍ତା ଥିବା ଏକ ୱିଣ୍ଡୋ ଦେଖାଦେବ
10:40 ଏହି ୱିଣ୍ଡୋକୁ ବନ୍ଦ କରିବା ପାଇଁ, ଉପର ବାମପଟ କୋଣକୁ ଯାଇ ଛକି ଚିହ୍ନରେ କ୍ଲିକ୍ କରନ୍ତୁ
10:47 ପୁଣିଥରେ, ଆଉ ଗୋଟିଏ ପପ୍-ଅପ୍ ବାର୍ତ୍ତା ଦେଖାଦେବ:
10:51 To display this page, Firefox must send information that will repeat any action (such as a search or order confirmation) that was performed earlier
11:03 ଏହି ବାର୍ତ୍ତାରେ ଥିବା ଦୁଇଟି ଅପ୍ସନ୍

Cancel ଓ Resend ମଧ୍ୟରୁ Resend ଉପରେ କ୍ଲିକ୍ କରନ୍ତୁ

11:11 ଆମେ Check Expiration ପେଜ୍‌କୁ ଆସିଲେ
11:15 ଏଠାରେ, Filter Results ପାଇଁ ଥିବା ବିଭାଗରେ Expiring Beforeକୁ 01/12/2019 ଭାବରେ ଚୟନ କରନ୍ତୁ.

କେବଳ Expiring Date ଉଲ୍ଲେଖ କରିବା ପାଇଁ ମନେରଖନ୍ତୁ

11:32 ଏହା, ସମସ୍ତ Journalର ସମ୍ପୂର୍ଣ୍ଣ ତାଲିକାକୁ ଦେଖାଇବ, ଯାହାର ସମୟ ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ସମାପ୍ତ ହୋଇଯିବ
11:39 ଏବେ, Filter Results ବିଭାଗ ତଳେ ଥିବା Search ବଟନ୍‌କୁ କ୍ଲିକ୍ କରନ୍ତୁ
11:45 ସେହି ପେଜ୍‌ରେ, ଏକ ଟେବୁଲର୍ ଫର୍ମରେ ଜର୍ନଲଗୁଡ଼ିକର ଏକ ତାଲିକା ଦେଖାଦେବ, ଯାହାର ସମୟ 01/01/2019 ସୁଦ୍ଧା ସମାପ୍ତ ହୋଇଯିବାର ଅଛି
11:56 ଆମେ ନିମ୍ନଲିଖିତ ବିବରଣୀ ମଧ୍ୟ ଦେଖିପାରିବା -

ISSN, Title, Library, OPAC Note, Nonpublic Note, Expiration Date ଓ Actions

12:15 ଏହିପରି ଭାବେ ଆମେ - Serials ପାଇଁ ଶେଡ୍ୟୁଲ୍ ତିଆରି କରିପାରିବା ଏବଂ Volume and Issuesର ଆଗମନ ଅନୁସାରେ ସେଗୁଡ଼ିକୁ ପ୍ରାପ୍ତ କରିପାରିବା
12:25 ଆପଣ ଏବେ Koha Superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରିପାରିବେ
12:30 Koha Interfaceର ଉପର ଡାହାଣପଟ କୋଣକୁ ଯାଆନ୍ତୁ Spoken Tutorial Library ଉପରେ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Log Out ଚୟନ କରନ୍ତୁ
12:42 ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
12:46 ସଂକ୍ଷିପ୍ତରେ –

ଏହି ଟ୍ୟୁଟୋରିଆଲରେ ଆମେ, Serials ପ୍ରାପ୍ତ କରିବା Late Serials ଦାବି କରିବା Serials Expiration ଯାଞ୍ଚ କରିବା Serialsର ନବୀକରଣ କରିବା ଏବଂ Serials ଖୋଜିବା ବିଷୟରେ ଶିଖିଲେ

13:04 ପୂର୍ବର ଏକ ଟ୍ୟୁଟୋରିଆଲରେ, Journal of Molecular Biology ପାଇଁ ଏକ ନୂଆ ସବସ୍କ୍ରିପ୍ସନ୍ ଯୋଡ଼ାଯାଇଥିଲା
13:11 ଏକ ଆସାଇନମେଣ୍ଟ ଭାବେ, ସେହି ସବସ୍କ୍ରିପ୍ସନ୍‌ର ନବୀକରଣ କରନ୍ତୁ
13:15 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ
13:19 ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
13:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

13:31 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
13:35 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ,, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
13:46 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep