Difference between revisions of "Ubuntu-Linux-on-Virtual-Box/C2/Installing-VirtualBox-in-Windows-OS/Oriya"
From Script | Spoken-Tutorial
(Created page with "{| border=1 | <center>Time</center> | <center>Time</center> |- | 00:01 | Windows Operating Sysemରେ ଥିବା VirtualBoxକୁ ଇନଷ୍ଟଲ୍ କରିବା...") |
|||
Line 4: | Line 4: | ||
|- | |- | ||
| 00:01 | | 00:01 | ||
− | | Windows Operating | + | | Windows Operating Systemରେ ଥିବା VirtualBoxକୁ ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
|- | |- | ||
| 00:08 | | 00:08 | ||
− | | ଏହି ଟ୍ୟୁଟୋରିଆଲରେ ଆମେ, VirtualBoxକୁ କିପରି ଡାଉନଲୋଡ୍ କରି ତାହାକୁ Windows Osରେ କିପରି ଇନଷ୍ଟଲ୍ କରିବା ବିଷୟରେ ଶିଖିବା | + | | ଏହି ଟ୍ୟୁଟୋରିଆଲରେ ଆମେ, VirtualBoxକୁ କିପରି ଡାଉନଲୋଡ୍ କରି ତାହାକୁ Windows Osରେ କିପରି ଇନଷ୍ଟଲ୍ କରିବା ବିଷୟରେ ଶିଖିବା |
|- | |- | ||
Line 28: | Line 28: | ||
|- | |- | ||
| 00:38 | | 00:38 | ||
− | | ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି | + | | ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି |
|- | |- | ||
| 00:44 | | 00:44 | ||
| VirtualBox କ’ଣ? | | VirtualBox କ’ଣ? | ||
− | | VirtualBox ହେଉଛି Virtualization ପାଇଁ ଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍ | + | | VirtualBox ହେଉଛି Virtualization ପାଇଁ ଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍ |
|- | |- | ||
| 00:52 | | 00:52 | ||
− | | ମୂଳ ମେଶିନ୍, ଯାହା ହେଉଛି (ହୋଷ୍ଟ୍)ରେ ଆମେ ଏକାଧିକ OS ଇନଷ୍ଟଲ୍ କରି ବ୍ୟବହାର କରିପାରିବା | + | | ମୂଳ ମେଶିନ୍, ଯାହା ହେଉଛି (ହୋଷ୍ଟ୍)ରେ ଆମେ ଏକାଧିକ OS ଇନଷ୍ଟଲ୍ କରି ବ୍ୟବହାର କରିପାରିବା |
|- | |- | ||
| 01:00 | | 01:00 | ||
− | | ମୂଳ ମେଶିନରେ Windows, Linux କିମ୍ୱା Mac OS ଥାଇପାରେ | + | | ମୂଳ ମେଶିନରେ Windows, Linux କିମ୍ୱା Mac OS ଥାଇପାରେ |
|- | |- | ||
| 01:07 | | 01:07 | ||
− | | ଗୋଟିଏ VirtualBox ଭିତରେ ଏକ OS ଇନଷ୍ଟଲ୍ କରିବା ପାଇଁ, ମୂଳ ମେଶିନରେ ନିମ୍ନଲିଖିତ କନଫିଗରେଶନ୍ ଥିବା ଦରକାର | + | | ଗୋଟିଏ VirtualBox ଭିତରେ ଏକ OS ଇନଷ୍ଟଲ୍ କରିବା ପାଇଁ, ମୂଳ ମେଶିନରେ ନିମ୍ନଲିଖିତ କନଫିଗରେଶନ୍ ଥିବା ଦରକାର |
|- | |- | ||
Line 58: | Line 58: | ||
|- | |- | ||
| 01:23 | | 01:23 | ||
− | | 50 GB କିମ୍ୱା ତା’ଠାରୁ ଅଧିକ ହାର୍ଡ ଡିସ୍କ ଖାଲି ସ୍ଥାନ ଏବଂ BIOSରେ Virtualization ଏନାବଲ୍ ହୋଇଥିବା ଦରକାର | + | | 50 GB କିମ୍ୱା ତା’ଠାରୁ ଅଧିକ ହାର୍ଡ ଡିସ୍କ ଖାଲି ସ୍ଥାନ ଏବଂ BIOSରେ Virtualization ଏନାବଲ୍ ହୋଇଥିବା ଦରକାର |
|- | |- | ||
| 01:34 | | 01:34 | ||
− | | VirtualBox ସହଜରେ ଚାଲିବାକୁ ଏହା ସୁନିଶ୍ଚିତ କରିବ | + | | VirtualBox ସହଜରେ ଚାଲିବାକୁ ଏହା ସୁନିଶ୍ଚିତ କରିବ |
|- | |- | ||
Line 82: | Line 82: | ||
|- | |- | ||
| 01:56 | | 01:56 | ||
− | | VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବା ପାଇଁ, ଏକ ୱେବ୍ ବ୍ରାଉଜରରେ ନିମ୍ନ ଲିଙ୍କ୍କୁ ଯାଆନ୍ତୁ | + | | VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବା ପାଇଁ, ଏକ ୱେବ୍ ବ୍ରାଉଜରରେ ନିମ୍ନ ଲିଙ୍କ୍କୁ ଯାଆନ୍ତୁ |
− | Www ଡଟ୍ | + | Www ଡଟ୍ virtualbox ଡଟ୍ ଅର୍ଗ୍ ସ୍ଲାଶ୍ wiki ସ୍ଲାଶ୍ downloads (www.virtualbox.org/wiki/downloads) |
|- | |- | ||
| 02:14 | | 02:14 | ||
− | | ମୋ ମେଶିନ୍ରେ ଏକ Firefox ୱେବ୍ ବ୍ରାଉଜର୍ରେ ମୁଁ ଏହି URLକୁ ଖୋଲି ରଖିଛି | + | | ମୋ ମେଶିନ୍ରେ ଏକ Firefox ୱେବ୍ ବ୍ରାଉଜର୍ରେ ମୁଁ ଏହି URLକୁ ଖୋଲି ରଖିଛି |
|- | |- | ||
| 02:21 | | 02:21 | ||
− | | ଏକାଧିକ Host ପାଇଁ VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବାକୁ ଏହି ପେଜ୍ ଲିଙ୍କ୍ ଦେଖାଉଛି | + | | ଏକାଧିକ Host ପାଇଁ VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବାକୁ ଏହି ପେଜ୍ ଲିଙ୍କ୍ ଦେଖାଉଛି |
|- | |- | ||
| 02:30 | | 02:30 | ||
− | | ଏହି ରେକର୍ଡିଙ୍ଗ୍ ସମୟରେ VirtualBoxର ଲାଟେଷ୍ଟ୍ ଭର୍ସନ୍ 5.2.18 ଥିଲା | + | | ଏହି ରେକର୍ଡିଙ୍ଗ୍ ସମୟରେ VirtualBoxର ଲାଟେଷ୍ଟ୍ ଭର୍ସନ୍ 5.2.18 ଥିଲା |
|- | |- | ||
| 02:39 | | 02:39 | ||
− | | ଭବିଷ୍ୟତରେ ଆପଣ ଏହି ଟ୍ୟୁଟୋରିଆଲ୍ ଦେଖିବା ସମୟରେ ଏହା ଭିନ୍ନ ହୋଇପାରେ | + | | ଭବିଷ୍ୟତରେ ଆପଣ ଏହି ଟ୍ୟୁଟୋରିଆଲ୍ ଦେଖିବା ସମୟରେ ଏହା ଭିନ୍ନ ହୋଇପାରେ |
|- | |- | ||
Line 107: | Line 107: | ||
|- | |- | ||
| 02:48 | | 02:48 | ||
− | | ଏହା, Windows OS ପାଇଁ VirtualBoxକୁ ଡାଉନଲୋଡ୍ କରିବ | + | | ଏହା, Windows OS ପାଇଁ VirtualBoxକୁ ଡାଉନଲୋଡ୍ କରିବ |
|- | |- | ||
| 02:53 | | 02:53 | ||
− | | ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଡାଉନଲୋଡ୍ କିଛି ସମୟ ନେଇପାରେ | + | | ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଡାଉନଲୋଡ୍ କିଛି ସମୟ ନେଇପାରେ |
|- | |- | ||
| 02:58 | | 02:58 | ||
− | | ଜରୁରୀ ସୂଚନା: VirtualBoxକୁ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଆମ ମେଶିନ୍ରେ Virtualization ଏନାବଲ୍ ଅଛି | + | | ଜରୁରୀ ସୂଚନା: VirtualBoxକୁ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଆମ ମେଶିନ୍ରେ Virtualization ଏନାବଲ୍ ଅଛି |
|- | |- | ||
| 03:08 | | 03:08 | ||
− | | ଆସନ୍ତୁ ଦେଖିବା, Windows 8 କିମ୍ୱା 10 ମେଶିନରେ Virtualization ଏନାବଲ୍ ହୋଇଛି କି ନାହିଁ | + | | ଆସନ୍ତୁ ଦେଖିବା, Windows 8 କିମ୍ୱା 10 ମେଶିନରେ Virtualization ଏନାବଲ୍ ହୋଇଛି କି ନାହିଁ |
|- | |- | ||
| 03:16 | | 03:16 | ||
− | | ୱିଣ୍ଡୋର ତଳ ବାମପଟେ ଥିବା Taskbarକୁ ଯାଆନ୍ତୁ | + | | ୱିଣ୍ଡୋର ତଳ ବାମପଟେ ଥିବା Taskbarକୁ ଯାଆନ୍ତୁ |
− | ରାଇଟ୍ କ୍ଲିକ୍ କରି Task Manager ସିଲେକ୍ଟ କରନ୍ତୁ | + | ରାଇଟ୍ କ୍ଲିକ୍ କରି Task Manager ସିଲେକ୍ଟ କରନ୍ତୁ |
|- | |- | ||
| 03:25 | | 03:25 | ||
− | | Task Manager ୱିଣ୍ଡୋ ଖୋଲିବ | + | | Task Manager ୱିଣ୍ଡୋ ଖୋଲିବ |
|- | |- | ||
| 03:29 | | 03:29 | ||
− | | ଯଦି ଆପଣ ଏହାକୁ ପ୍ରଥମ ଥର ପାଇଁ ଖୋଲୁଥା’ନ୍ତି, ତେବେ ଏହି ୱିଣ୍ଡୋ ତଳେ ଥିବା More Details ଉପରେ କ୍ଲିକ୍ କରନ୍ତୁ | + | | ଯଦି ଆପଣ ଏହାକୁ ପ୍ରଥମ ଥର ପାଇଁ ଖୋଲୁଥା’ନ୍ତି, ତେବେ ଏହି ୱିଣ୍ଡୋ ତଳେ ଥିବା More Details ଉପରେ କ୍ଲିକ୍ କରନ୍ତୁ |
ତା’ପରେ Performance ଟାବ୍ ଉପରେ କ୍ଲିକ୍ କରନ୍ତୁ | ତା’ପରେ Performance ଟାବ୍ ଉପରେ କ୍ଲିକ୍ କରନ୍ତୁ | ||
|- | |- | ||
| 03:40 | | 03:40 | ||
− | | Performance ଟାବ୍ରେ, ତଳ ଡାହାଣପଟେ Virtualization ଅଛି | + | | Performance ଟାବ୍ରେ, ତଳ ଡାହାଣପଟେ Virtualization ଅଛି |
|- | |- | ||
| 03:46 | | 03:46 | ||
− | | ଆମ ମେଶିନ୍ରେ Virtualization ଏନାବଲ୍ ହୋଇଛି କି ନାହିଁ , ଏହା ଆମକୁ କହିଥାଏ | + | | ଆମ ମେଶିନ୍ରେ Virtualization ଏନାବଲ୍ ହୋଇଛି କି ନାହିଁ , ଏହା ଆମକୁ କହିଥାଏ |
|- | |- | ||
| 03:53 | | 03:53 | ||
− | | ଯଦି ଏହା ଏନାବଲ୍ ହୋଇନଥାଏ, ତେବେ ତାହାକୁ BIOS ସେଟିଙ୍ଗ୍ କୁ ଯାଇ ଏନାବଲ୍ କରନ୍ତୁ | + | | ଯଦି ଏହା ଏନାବଲ୍ ହୋଇନଥାଏ, ତେବେ ତାହାକୁ BIOS ସେଟିଙ୍ଗ୍ କୁ ଯାଇ ଏନାବଲ୍ କରନ୍ତୁ |
|- | |- | ||
| 03:59 | | 03:59 | ||
− | | ଯେହେତୁ ଭିନ୍ନ ଭିନ୍ନ କମ୍ପ୍ୟୁଟରରେ BIOS ସେଟିଙ୍ଗ୍ ଭିନ୍ନ ହୋଇଥାଏ, ତେଣୁ ତାହାର ଡେମୋ ଆମେ ଦେଖାଇପାରିବୁ ନାହିଁ | + | | ଯେହେତୁ ଭିନ୍ନ ଭିନ୍ନ କମ୍ପ୍ୟୁଟରରେ BIOS ସେଟିଙ୍ଗ୍ ଭିନ୍ନ ହୋଇଥାଏ, ତେଣୁ ତାହାର ଡେମୋ ଆମେ ଦେଖାଇପାରିବୁ ନାହିଁ |
|- | |- | ||
| 04:06 | | 04:06 | ||
− | | ଯଦି ଆପଣ ଜଣେ ଟେକ୍ନିକଲ୍ ବ୍ୟକ୍ତି ହୋଇନଥା’ନ୍ତି, ତେବେ ଜଣେ System Administratorଙ୍କ ସାହାଯ୍ୟରେ ଏହା କରନ୍ତୁ | + | | ଯଦି ଆପଣ ଜଣେ ଟେକ୍ନିକଲ୍ ବ୍ୟକ୍ତି ହୋଇନଥା’ନ୍ତି, ତେବେ ଜଣେ System Administratorଙ୍କ ସାହାଯ୍ୟରେ ଏହା କରନ୍ତୁ |
|- | |- | ||
| 04:13 | | 04:13 | ||
− | | ଯଦି BIOSରେ Virtualization ଅପ୍ସନ୍ ଉପଲବ୍ଧ ନଥିବ, ତେବେ ସେହି ମେଶିନ୍ରେ VirtualBoxକୁ ଇନଷ୍ଟଲ୍ କରିହେବ ନାହିଁ | + | | ଯଦି BIOSରେ Virtualization ଅପ୍ସନ୍ ଉପଲବ୍ଧ ନଥିବ, ତେବେ ସେହି ମେଶିନ୍ରେ VirtualBoxକୁ ଇନଷ୍ଟଲ୍ କରିହେବ ନାହିଁ |
|- | |- | ||
| 04:22 | | 04:22 | ||
− | | ମୋ ମାମଲାରେ, ଏହା ଏନାବଲ୍ ହୋଇସାରିଛି | + | | ମୋ ମାମଲାରେ, ଏହା ଏନାବଲ୍ ହୋଇସାରିଛି |
|- | |- | ||
| 04:26 | | 04:26 | ||
− | | ଏବେ, ଉପର ଡାହାଣପଟ କୋଣରେ ଥିବା X ଆଇକନ୍ ଉପରେ କ୍ଲିକ୍ କରି Taskbarକୁ ବନ୍ଦ କରନ୍ତୁ | + | | ଏବେ, ଉପର ଡାହାଣପଟ କୋଣରେ ଥିବା X ଆଇକନ୍ ଉପରେ କ୍ଲିକ୍ କରି Taskbarକୁ ବନ୍ଦ କରନ୍ତୁ |
|- | |- | ||
Line 173: | Line 173: | ||
|- | |- | ||
| 04:37 | | 04:37 | ||
− | | Virtualbox.exe ଫାଇଲ୍ ଆଉନଲୋଡ୍ କରିଥିବା ଫୋଲ୍ଡର୍କୁ ଯାଆନ୍ତୁ | + | | Virtualbox.exe ଫାଇଲ୍ ଆଉନଲୋଡ୍ କରିଥିବା ଫୋଲ୍ଡର୍କୁ ଯାଆନ୍ତୁ |
|- | |- | ||
| 04:43 | | 04:43 | ||
− | | ଫାଇଲ୍ ଉପରେ ରାଇଟ୍-କ୍ଲିକ୍ କରି Run As Administrator ସିଲେକ୍ଟ କରନ୍ତୁ | + | | ଫାଇଲ୍ ଉପରେ ରାଇଟ୍-କ୍ଲିକ୍ କରି Run As Administrator ସିଲେକ୍ଟ କରନ୍ତୁ |
|- | |- | ||
| 04:49 | | 04:49 | ||
− | | ଦେଖାଦେଇଥିବା User Account Control ଡାୟଲଗ୍ ବକ୍ସରେ Yes ଉପରେ କ୍ଲିକ୍ କରନ୍ତୁ | + | | ଦେଖାଦେଇଥିବା User Account Control ଡାୟଲଗ୍ ବକ୍ସରେ Yes ଉପରେ କ୍ଲିକ୍ କରନ୍ତୁ |
|- | |- | ||
| 04:56 | | 04:56 | ||
− | | ଏକ ସ୍ୱାଗତ ବାର୍ତ୍ତା ସହିତ Oracle VM VirtualBox 5.2.18 Setup ୱିଣ୍ଡୋ ଦେଖାଦେବ | + | | ଏକ ସ୍ୱାଗତ ବାର୍ତ୍ତା ସହିତ Oracle VM VirtualBox 5.2.18 Setup ୱିଣ୍ଡୋ ଦେଖାଦେବ |
|- | |- | ||
| 05:06 | | 05:06 | ||
− | | ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ | + | | ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
|- | |- | ||
| 05:12 | | 05:12 | ||
− | | ପରବର୍ତ୍ତୀ ସ୍କ୍ରୀନ୍ ହେଉଛି Custom Setup | + | | ପରବର୍ତ୍ତୀ ସ୍କ୍ରୀନ୍ ହେଉଛି Custom Setup |
|- | |- | ||
| 05:16 | | 05:16 | ||
− | | ଯଦି ଆମେ ଇନଷ୍ଟଲେଶନ୍ର ସ୍ଥାନ ବଦଳାଇବାକୁ ଚାହିଁବା, ତେବେ ତାହା କରିପାରିବା | + | | ଯଦି ଆମେ ଇନଷ୍ଟଲେଶନ୍ର ସ୍ଥାନ ବଦଳାଇବାକୁ ଚାହିଁବା, ତେବେ ତାହା କରିପାରିବା |
|- | |- | ||
| 05:22 | | 05:22 | ||
− | | Browse ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଇନଷ୍ଟଲେଶନ୍ ପାଇଁ ନିଜ ଇଚ୍ଛାର ସ୍ଥାନ ବାଛନ୍ତୁ | + | | Browse ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଇନଷ୍ଟଲେଶନ୍ ପାଇଁ ନିଜ ଇଚ୍ଛାର ସ୍ଥାନ ବାଛନ୍ତୁ |
|- | |- | ||
| 05:29 | | 05:29 | ||
− | | ମୁଁ ତାହାକୁ ଡିଫଲ୍ଟ ସ୍ଥାନରେ ହିଁ ଇନଷ୍ଟଲ୍ କରିବାକୁ ଚାହୁଁଥିବାରୁ ଏହାକୁ ଛାଡ଼ିଦେବି | + | | ମୁଁ ତାହାକୁ ଡିଫଲ୍ଟ ସ୍ଥାନରେ ହିଁ ଇନଷ୍ଟଲ୍ କରିବାକୁ ଚାହୁଁଥିବାରୁ ଏହାକୁ ଛାଡ଼ିଦେବି |
|- | |- | ||
| 05:35 | | 05:35 | ||
− | | ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ | + | | ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
|- | |- | ||
| 05:40 | | 05:40 | ||
− | | ପରବର୍ତ୍ତୀ Custom Setup ସ୍କ୍ରୀନ୍ରେ ଆମେ, ଆମ ଆବଶ୍ୟକତା ଅନୁସାରେ କେତେକ ଫିଚର୍ସ ସିଲେକ୍ଟ କରିବା | + | | ପରବର୍ତ୍ତୀ Custom Setup ସ୍କ୍ରୀନ୍ରେ ଆମେ, ଆମ ଆବଶ୍ୟକତା ଅନୁସାରେ କେତେକ ଫିଚର୍ସ ସିଲେକ୍ଟ କରିବା |
− | ଡିଫଲ୍ଟ ଭାବେ ସମସ୍ତ ଅପ୍ସନ୍ ସିଲେକ୍ଟ ହୋଇଥିବ | + | ଡିଫଲ୍ଟ ଭାବେ ସମସ୍ତ ଅପ୍ସନ୍ ସିଲେକ୍ଟ ହୋଇଥିବ |
|- | |- | ||
| 05:52 | | 05:52 | ||
− | | ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ | + | | ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
|- | |- | ||
| 05:56 | | 05:56 | ||
− | | ପରବର୍ତ୍ତୀ ୱିଣ୍ଡୋ, | + | | ପରବର୍ତ୍ତୀ ୱିଣ୍ଡୋ, Network ବିଷୟରେ କିଛି ଚେତାବନୀ ବାର୍ତ୍ତା ଦେଖାଏ |
|- | |- | ||
| 06:01 | | 06:01 | ||
− | | ଇନଷ୍ଟଲେଶନ୍ ସମୟରେ ସାମୟିକ ଭାବେ ଇଣ୍ଟର୍ନେଟ୍ ବିଚ୍ଛିନ୍ନ ରହିବ ବୋଲି ଏହି ବାର୍ତ୍ତା କୁହେ | + | | ଇନଷ୍ଟଲେଶନ୍ ସମୟରେ ସାମୟିକ ଭାବେ ଇଣ୍ଟର୍ନେଟ୍ ବିଚ୍ଛିନ୍ନ ରହିବ ବୋଲି ଏହି ବାର୍ତ୍ତା କୁହେ |
|- | |- | ||
| 06:09 | | 06:09 | ||
− | | ୱିଣ୍ଡୋ ତଳେ ଥିବା Yes ବଟନ୍ ଉପରେ କ୍ଲିକ୍ କରନ୍ତୁ | + | | ୱିଣ୍ଡୋ ତଳେ ଥିବା Yes ବଟନ୍ ଉପରେ କ୍ଲିକ୍ କରନ୍ତୁ |
|- | |- | ||
| 06:13 | | 06:13 | ||
− | | ଏବେ ଆମେ Ready to Install ସ୍କ୍ରୀନ୍କୁ ଆସିଲେ | + | | ଏବେ ଆମେ Ready to Install ସ୍କ୍ରୀନ୍କୁ ଆସିଲେ |
|- | |- | ||
| 06:18 | | 06:18 | ||
− | | ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ Install ଉପରେ କ୍ଲିକ୍ କରନ୍ତୁ | + | | ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ Install ଉପରେ କ୍ଲିକ୍ କରନ୍ତୁ |
|- | |- | ||
| 06:22 | | 06:22 | ||
− | | ଏହି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ | + | | ଏହି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ |
|- | |- | ||
| 06:25 | | 06:25 | ||
− | | Windows Security ନାମକ ଏକ ପପ୍-ଅପ୍ ୱିଣ୍ଡୋ ଆପଣ ଦେଖିପାରନ୍ତି | + | | Windows Security ନାମକ ଏକ ପପ୍-ଅପ୍ ୱିଣ୍ଡୋ ଆପଣ ଦେଖିପାରନ୍ତି |
|- | |- | ||
| 06:30 | | 06:30 | ||
− | | ଏହି ସଫ୍ଟୱେର୍କୁ ଆମେ ଇନଷ୍ଟଲ୍ କରିବାକୁ ଚାହୁଁଛେ କି ନାହିଁ ବୋଲି ଏହା ପଚାରିଥାଏ | + | | ଏହି ସଫ୍ଟୱେର୍କୁ ଆମେ ଇନଷ୍ଟଲ୍ କରିବାକୁ ଚାହୁଁଛେ କି ନାହିଁ ବୋଲି ଏହା ପଚାରିଥାଏ |
− | Install ବଟନ୍ ଉପରେ କ୍ଲିକ୍ କରନ୍ତୁ | + | Install ବଟନ୍ ଉପରେ କ୍ଲିକ୍ କରନ୍ତୁ |
|- | |- | ||
| 06:39 | | 06:39 | ||
− | | ସପୂର୍ଣ୍ଣ ହୋଇଯିବା ପରେ ଆମେ, Oracle VM VirtualBox installation is complete ବାର୍ତ୍ତା ଦେଖିପାରିବା | + | | ସପୂର୍ଣ୍ଣ ହୋଇଯିବା ପରେ ଆମେ, Oracle VM VirtualBox installation is complete ବାର୍ତ୍ତା ଦେଖିପାରିବା |
|- | |- | ||
| 06:47 | | 06:47 | ||
− | | ଏହି ସ୍କ୍ରୀନ୍ରେ Start Oracle VM VirtualBox after installation ଅପ୍ସନ୍ ଅଛି | + | | ଏହି ସ୍କ୍ରୀନ୍ରେ Start Oracle VM VirtualBox after installation ଅପ୍ସନ୍ ଅଛି |
− | ଡିଫଲ୍ଟ ଭାବେ ତାହା ସିଲେକ୍ଟ ହୋଇଥିବ | + | ଡିଫଲ୍ଟ ଭାବେ ତାହା ସିଲେକ୍ଟ ହୋଇଥିବ |
|- | |- | ||
| 06:58 | | 06:58 | ||
− | | ମୁଁ ତୁରନ୍ତ ହିଁ VM ଆରମ୍ଭ କରିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଅନ୍ସିଲେକ୍ଟ କରିଦେବି | + | | ମୁଁ ତୁରନ୍ତ ହିଁ VM ଆରମ୍ଭ କରିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଅନ୍ସିଲେକ୍ଟ କରିଦେବି |
|- | |- | ||
| 07:03 | | 07:03 | ||
− | | ଶେଷରେ, Finish ବଟନ୍ ଉପରେ କ୍ଲିକ୍ କରନ୍ତୁ | + | | ଶେଷରେ, Finish ବଟନ୍ ଉପରେ କ୍ଲିକ୍ କରନ୍ତୁ |
|- | |- | ||
| 07:08 | | 07:08 | ||
− | | ଏବେ ଆମେ, ଡେସ୍କଟପ୍ ଉପରେ VirtualBox ପାଇଁ ଶର୍ଟକଟ୍ ଆଇକନ୍ ଦେଖିପାରିବା | + | | ଏବେ ଆମେ, ଡେସ୍କଟପ୍ ଉପରେ VirtualBox ପାଇଁ ଶର୍ଟକଟ୍ ଆଇକନ୍ ଦେଖିପାରିବା |
|- | |- | ||
| 07:16 | | 07:16 | ||
− | | ଆପ୍ଲିକେଶନ୍କୁ ଆରମ୍ଭ କରିବା ପାଇଁ VirtualBox ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ | + | | ଆପ୍ଲିକେଶନ୍କୁ ଆରମ୍ଭ କରିବା ପାଇଁ VirtualBox ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
|- | |- | ||
| 07:21 | | 07:21 | ||
− | | VirtualBox ଆପ୍ଲିକେଶନ୍ ଖୋଲିବ | + | | VirtualBox ଆପ୍ଲିକେଶନ୍ ଖୋଲିବ. ଇନଷ୍ଟଲେଶନ୍ ସଫଳ ହେଲା ବୋଲି ଏହା ସୂଚିତ କରିଥାଏ |
|- | |- | ||
| 07:28 | | 07:28 | ||
− | | ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଲେ | + | | ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଲେ |
ସଂକ୍ଷିପ୍ତରେ - | ସଂକ୍ଷିପ୍ତରେ - | ||
Line 294: | Line 294: | ||
|- | |- | ||
| 07:41 | | 07:41 | ||
− | | ଏକ Windows 10 ମେଶିନରେ VirtualBoxକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରିବା | + | | ଏକ Windows 10 ମେଶିନରେ VirtualBoxକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରିବା |
|- | |- | ||
| 07:46 | | 07:46 | ||
− | | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ | + | | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
|- | |- | ||
| 07:54 | | 07:54 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି | + | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି |
|- | |- | ||
Line 310: | Line 310: | ||
|- | |- | ||
| 08:06 | | 08:06 | ||
− | | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍କୁ ଯାଆନ୍ତୁ | + | | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍କୁ ଯାଆନ୍ତୁ |
|- | |- | ||
| 08:12 | | 08:12 | ||
− | | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ | + | | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ |
− | ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ | + | ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବେ |
|- | |- | ||
| 08:23 | | 08:23 | ||
− | | ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି | + | | ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି |
|- | |- | ||
| 08:29 | | 08:29 | ||
− | | ଦୟାକରି ସେଥିରେ କୌଣସି ପ୍ରକାରର ସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ | + | | ଦୟାକରି ସେଥିରେ କୌଣସି ପ୍ରକାରର ସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ |
|- | |- | ||
| 08:34 | | 08:34 | ||
− | | ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ | + | | ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା |
|- | |- | ||
| 08:43 | | 08:43 | ||
− | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ | + | | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
− | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | + | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
|- | |- | ||
| 08:55 | | 08:55 | ||
− | | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | + | | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
− | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ | + | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |
|} | |} |
Revision as of 10:49, 18 February 2019
|
| |
00:01 | Windows Operating Systemରେ ଥିବା VirtualBoxକୁ ଇନଷ୍ଟଲ୍ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ | |
00:08 | ଏହି ଟ୍ୟୁଟୋରିଆଲରେ ଆମେ, VirtualBoxକୁ କିପରି ଡାଉନଲୋଡ୍ କରି ତାହାକୁ Windows Osରେ କିପରି ଇନଷ୍ଟଲ୍ କରିବା ବିଷୟରେ ଶିଖିବା | |
00:18 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି: Windows OS ଭର୍ସନ୍ 10 | |
00:24 | VirtualBox ଭର୍ସନ୍ 5.2.18 | |
00:29 | Firefox ୱେବ୍ ବ୍ରାଉଜର୍ | |
00:32 | ହେଲେ, ଆପଣ ନିଜ ପସନ୍ଦର ବ୍ରାଉଜର୍ ବ୍ୟବହାର କରିପାରିବେ | |
00:38 | ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି | |
00:44 | VirtualBox କ’ଣ? | VirtualBox ହେଉଛି Virtualization ପାଇଁ ଏକ ମାଗଣା ଏବଂ ମୁକ୍ତ ଉତ୍ସ ସଫ୍ଟୱେର୍ |
00:52 | ମୂଳ ମେଶିନ୍, ଯାହା ହେଉଛି (ହୋଷ୍ଟ୍)ରେ ଆମେ ଏକାଧିକ OS ଇନଷ୍ଟଲ୍ କରି ବ୍ୟବହାର କରିପାରିବା | |
01:00 | ମୂଳ ମେଶିନରେ Windows, Linux କିମ୍ୱା Mac OS ଥାଇପାରେ | |
01:07 | ଗୋଟିଏ VirtualBox ଭିତରେ ଏକ OS ଇନଷ୍ଟଲ୍ କରିବା ପାଇଁ, ମୂଳ ମେଶିନରେ ନିମ୍ନଲିଖିତ କନଫିଗରେଶନ୍ ଥିବା ଦରକାର | |
01:15 | i3 କିମ୍ୱା ତା’ଠାରୁ ଅଧିକ ପ୍ରୋସେସର୍ | |
01:19 | 4 GB କିମ୍ୱା ତା’ଠାରୁ ଅଧିକ RAM
| |
01:23 | 50 GB କିମ୍ୱା ତା’ଠାରୁ ଅଧିକ ହାର୍ଡ ଡିସ୍କ ଖାଲି ସ୍ଥାନ ଏବଂ BIOSରେ Virtualization ଏନାବଲ୍ ହୋଇଥିବା ଦରକାର | |
01:34 | VirtualBox ସହଜରେ ଚାଲିବାକୁ ଏହା ସୁନିଶ୍ଚିତ କରିବ | |
01:40 | ଯଦି ମୂଳ ମେଶିନରେ Windows OS ଥାଏ, ତେବେ ତାହା ନିମ୍ନ ମଧ୍ୟରୁ ଯେକୌଣସି ଗୋଟିଏ ଭର୍ସନର ହୋଇଥିବା ଦରକାର: | |
01:47 | Windows 7, | |
01:49 | Windows 8 କିମ୍ୱା Windows 10 | |
01:53 | ଏବେ ଇନଷ୍ଟଲେଶନ୍ ଆରମ୍ଭ କରିବା | |
01:56 | VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବା ପାଇଁ, ଏକ ୱେବ୍ ବ୍ରାଉଜରରେ ନିମ୍ନ ଲିଙ୍କ୍କୁ ଯାଆନ୍ତୁ
Www ଡଟ୍ virtualbox ଡଟ୍ ଅର୍ଗ୍ ସ୍ଲାଶ୍ wiki ସ୍ଲାଶ୍ downloads (www.virtualbox.org/wiki/downloads) | |
02:14 | ମୋ ମେଶିନ୍ରେ ଏକ Firefox ୱେବ୍ ବ୍ରାଉଜର୍ରେ ମୁଁ ଏହି URLକୁ ଖୋଲି ରଖିଛି | |
02:21 | ଏକାଧିକ Host ପାଇଁ VirtualBoxର ଲାଟେଷ୍ଟ୍ ଭର୍ସନ୍ ଡାଉନଲୋଡ୍ କରିବାକୁ ଏହି ପେଜ୍ ଲିଙ୍କ୍ ଦେଖାଉଛି | |
02:30 | ଏହି ରେକର୍ଡିଙ୍ଗ୍ ସମୟରେ VirtualBoxର ଲାଟେଷ୍ଟ୍ ଭର୍ସନ୍ 5.2.18 ଥିଲା | |
02:39 | ଭବିଷ୍ୟତରେ ଆପଣ ଏହି ଟ୍ୟୁଟୋରିଆଲ୍ ଦେଖିବା ସମୟରେ ଏହା ଭିନ୍ନ ହୋଇପାରେ | |
02:44 | ଏବେ, Windows Hosts ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ | |
02:48 | ଏହା, Windows OS ପାଇଁ VirtualBoxକୁ ଡାଉନଲୋଡ୍ କରିବ | |
02:53 | ଆପଣଙ୍କର ଇଣ୍ଟର୍ନେଟ୍ ସ୍ପୀଡ୍ ଉପରେ ନିର୍ଭର କରି ଡାଉନଲୋଡ୍ କିଛି ସମୟ ନେଇପାରେ | |
02:58 | ଜରୁରୀ ସୂଚନା: VirtualBoxକୁ ଇନଷ୍ଟଲ୍ କରିବା ପୂର୍ବରୁ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଆମ ମେଶିନ୍ରେ Virtualization ଏନାବଲ୍ ଅଛି | |
03:08 | ଆସନ୍ତୁ ଦେଖିବା, Windows 8 କିମ୍ୱା 10 ମେଶିନରେ Virtualization ଏନାବଲ୍ ହୋଇଛି କି ନାହିଁ | |
03:16 | ୱିଣ୍ଡୋର ତଳ ବାମପଟେ ଥିବା Taskbarକୁ ଯାଆନ୍ତୁ
ରାଇଟ୍ କ୍ଲିକ୍ କରି Task Manager ସିଲେକ୍ଟ କରନ୍ତୁ | |
03:25 | Task Manager ୱିଣ୍ଡୋ ଖୋଲିବ | |
03:29 | ଯଦି ଆପଣ ଏହାକୁ ପ୍ରଥମ ଥର ପାଇଁ ଖୋଲୁଥା’ନ୍ତି, ତେବେ ଏହି ୱିଣ୍ଡୋ ତଳେ ଥିବା More Details ଉପରେ କ୍ଲିକ୍ କରନ୍ତୁ
ତା’ପରେ Performance ଟାବ୍ ଉପରେ କ୍ଲିକ୍ କରନ୍ତୁ | |
03:40 | Performance ଟାବ୍ରେ, ତଳ ଡାହାଣପଟେ Virtualization ଅଛି | |
03:46 | ଆମ ମେଶିନ୍ରେ Virtualization ଏନାବଲ୍ ହୋଇଛି କି ନାହିଁ , ଏହା ଆମକୁ କହିଥାଏ | |
03:53 | ଯଦି ଏହା ଏନାବଲ୍ ହୋଇନଥାଏ, ତେବେ ତାହାକୁ BIOS ସେଟିଙ୍ଗ୍ କୁ ଯାଇ ଏନାବଲ୍ କରନ୍ତୁ | |
03:59 | ଯେହେତୁ ଭିନ୍ନ ଭିନ୍ନ କମ୍ପ୍ୟୁଟରରେ BIOS ସେଟିଙ୍ଗ୍ ଭିନ୍ନ ହୋଇଥାଏ, ତେଣୁ ତାହାର ଡେମୋ ଆମେ ଦେଖାଇପାରିବୁ ନାହିଁ | |
04:06 | ଯଦି ଆପଣ ଜଣେ ଟେକ୍ନିକଲ୍ ବ୍ୟକ୍ତି ହୋଇନଥା’ନ୍ତି, ତେବେ ଜଣେ System Administratorଙ୍କ ସାହାଯ୍ୟରେ ଏହା କରନ୍ତୁ | |
04:13 | ଯଦି BIOSରେ Virtualization ଅପ୍ସନ୍ ଉପଲବ୍ଧ ନଥିବ, ତେବେ ସେହି ମେଶିନ୍ରେ VirtualBoxକୁ ଇନଷ୍ଟଲ୍ କରିହେବ ନାହିଁ | |
04:22 | ମୋ ମାମଲାରେ, ଏହା ଏନାବଲ୍ ହୋଇସାରିଛି | |
04:26 | ଏବେ, ଉପର ଡାହାଣପଟ କୋଣରେ ଥିବା X ଆଇକନ୍ ଉପରେ କ୍ଲିକ୍ କରି Taskbarକୁ ବନ୍ଦ କରନ୍ତୁ | |
04:33 | ଏବେ ଆସନ୍ତୁ VirtualBoxକୁ ଇନଷ୍ଟଲ୍ କରିବା | |
04:37 | Virtualbox.exe ଫାଇଲ୍ ଆଉନଲୋଡ୍ କରିଥିବା ଫୋଲ୍ଡର୍କୁ ଯାଆନ୍ତୁ | |
04:43 | ଫାଇଲ୍ ଉପରେ ରାଇଟ୍-କ୍ଲିକ୍ କରି Run As Administrator ସିଲେକ୍ଟ କରନ୍ତୁ | |
04:49 | ଦେଖାଦେଇଥିବା User Account Control ଡାୟଲଗ୍ ବକ୍ସରେ Yes ଉପରେ କ୍ଲିକ୍ କରନ୍ତୁ | |
04:56 | ଏକ ସ୍ୱାଗତ ବାର୍ତ୍ତା ସହିତ Oracle VM VirtualBox 5.2.18 Setup ୱିଣ୍ଡୋ ଦେଖାଦେବ | |
05:06 | ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ | |
05:12 | ପରବର୍ତ୍ତୀ ସ୍କ୍ରୀନ୍ ହେଉଛି Custom Setup | |
05:16 | ଯଦି ଆମେ ଇନଷ୍ଟଲେଶନ୍ର ସ୍ଥାନ ବଦଳାଇବାକୁ ଚାହିଁବା, ତେବେ ତାହା କରିପାରିବା | |
05:22 | Browse ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଇନଷ୍ଟଲେଶନ୍ ପାଇଁ ନିଜ ଇଚ୍ଛାର ସ୍ଥାନ ବାଛନ୍ତୁ | |
05:29 | ମୁଁ ତାହାକୁ ଡିଫଲ୍ଟ ସ୍ଥାନରେ ହିଁ ଇନଷ୍ଟଲ୍ କରିବାକୁ ଚାହୁଁଥିବାରୁ ଏହାକୁ ଛାଡ଼ିଦେବି | |
05:35 | ଆଗକୁ ବଢ଼ିବା ପାଇଁ ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ | |
05:40 | ପରବର୍ତ୍ତୀ Custom Setup ସ୍କ୍ରୀନ୍ରେ ଆମେ, ଆମ ଆବଶ୍ୟକତା ଅନୁସାରେ କେତେକ ଫିଚର୍ସ ସିଲେକ୍ଟ କରିବା
ଡିଫଲ୍ଟ ଭାବେ ସମସ୍ତ ଅପ୍ସନ୍ ସିଲେକ୍ଟ ହୋଇଥିବ | |
05:52 | ୱିଣ୍ଡୋ ତଳେ ଥିବା Next ବଟନ୍ ଉପରେ କ୍ଲିକ୍ କରନ୍ତୁ | |
05:56 | ପରବର୍ତ୍ତୀ ୱିଣ୍ଡୋ, Network ବିଷୟରେ କିଛି ଚେତାବନୀ ବାର୍ତ୍ତା ଦେଖାଏ | |
06:01 | ଇନଷ୍ଟଲେଶନ୍ ସମୟରେ ସାମୟିକ ଭାବେ ଇଣ୍ଟର୍ନେଟ୍ ବିଚ୍ଛିନ୍ନ ରହିବ ବୋଲି ଏହି ବାର୍ତ୍ତା କୁହେ | |
06:09 | ୱିଣ୍ଡୋ ତଳେ ଥିବା Yes ବଟନ୍ ଉପରେ କ୍ଲିକ୍ କରନ୍ତୁ | |
06:13 | ଏବେ ଆମେ Ready to Install ସ୍କ୍ରୀନ୍କୁ ଆସିଲେ | |
06:18 | ଇନଷ୍ଟଲେଶନ୍ ଆରମ୍ଭ କରିବା ପାଇଁ Install ଉପରେ କ୍ଲିକ୍ କରନ୍ତୁ | |
06:22 | ଏହି ଇନଷ୍ଟଲେଶନ୍ କିଛି ସମୟ ନେଇପାରେ | |
06:25 | Windows Security ନାମକ ଏକ ପପ୍-ଅପ୍ ୱିଣ୍ଡୋ ଆପଣ ଦେଖିପାରନ୍ତି | |
06:30 | ଏହି ସଫ୍ଟୱେର୍କୁ ଆମେ ଇନଷ୍ଟଲ୍ କରିବାକୁ ଚାହୁଁଛେ କି ନାହିଁ ବୋଲି ଏହା ପଚାରିଥାଏ
Install ବଟନ୍ ଉପରେ କ୍ଲିକ୍ କରନ୍ତୁ | |
06:39 | ସପୂର୍ଣ୍ଣ ହୋଇଯିବା ପରେ ଆମେ, Oracle VM VirtualBox installation is complete ବାର୍ତ୍ତା ଦେଖିପାରିବା | |
06:47 | ଏହି ସ୍କ୍ରୀନ୍ରେ Start Oracle VM VirtualBox after installation ଅପ୍ସନ୍ ଅଛି
ଡିଫଲ୍ଟ ଭାବେ ତାହା ସିଲେକ୍ଟ ହୋଇଥିବ | |
06:58 | ମୁଁ ତୁରନ୍ତ ହିଁ VM ଆରମ୍ଭ କରିବାକୁ ଚାହୁଁନାହିଁ, ତେଣୁ ମୁଁ ଏହାକୁ ଅନ୍ସିଲେକ୍ଟ କରିଦେବି | |
07:03 | ଶେଷରେ, Finish ବଟନ୍ ଉପରେ କ୍ଲିକ୍ କରନ୍ତୁ | |
07:08 | ଏବେ ଆମେ, ଡେସ୍କଟପ୍ ଉପରେ VirtualBox ପାଇଁ ଶର୍ଟକଟ୍ ଆଇକନ୍ ଦେଖିପାରିବା | |
07:16 | ଆପ୍ଲିକେଶନ୍କୁ ଆରମ୍ଭ କରିବା ପାଇଁ VirtualBox ଆଇକନ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ | |
07:21 | VirtualBox ଆପ୍ଲିକେଶନ୍ ଖୋଲିବ. ଇନଷ୍ଟଲେଶନ୍ ସଫଳ ହେଲା ବୋଲି ଏହା ସୂଚିତ କରିଥାଏ | |
07:28 | ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆସିଲେ
ସଂକ୍ଷିପ୍ତରେ - | |
07:34 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ:
Virtualization ଏନାବଲ୍ ହୋଇଛି କି ନାହିଁ ଦେଖିବା ଏବଂ | |
07:41 | ଏକ Windows 10 ମେଶିନରେ VirtualBoxକୁ ଡାଉନଲୋଡ୍ କରି ଇନଷ୍ଟଲ୍ କରିବା | |
07:46 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ | |
07:54 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି | |
08:02 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ: | |
08:06 | ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର କୌଣସି ପ୍ରଶ୍ନ ଅଛି କି? ଦୟାକରି ସାଇଟ୍କୁ ଯାଆନ୍ତୁ | |
08:12 | ଯେଉଁଠାରେ ଆପଣଙ୍କର ପ୍ରଶ୍ନ ଅଛି, ସେହି ମିନିଟ୍ ଓ ସେକେଣ୍ଡ୍ ବାଛନ୍ତୁ
ସଂକ୍ଷିପ୍ତରେ ନିଜ ପ୍ରଶ୍ନକୁ ବର୍ଣ୍ଣନା କରନ୍ତୁ. ଆମ ଟିମ୍ରୁ କେହିଜଣେ ତାହାର ଉତ୍ତର ଦେବେ | |
08:23 | ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନୋତ୍ତର ପାଇଁ Spoken Tutorial Forum ରହିଛି | |
08:29 | ଦୟାକରି ସେଥିରେ କୌଣସି ପ୍ରକାରର ସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପଚାରନ୍ତୁ ନାହିଁ | |
08:34 | ଏହା, କ୍ଲଟର୍ ହ୍ରାସ କରିବାରେ ସାହାଯ୍ୟ କରିବ. ଅଳ୍ପ କ୍ଲଟର୍ ସାହାଯ୍ୟରେ ଆମେ, ଏହିସବୁ ଆଲୋଚନାକୁ ଶିକ୍ଷଣୀୟ ସାମଗ୍ରୀ ଭାବରେ ବ୍ୟବହାର କରିପାରିବା | |
08:43 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ | |
08:55 | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |