Difference between revisions of "Koha-Library-Management-System/C2/Create-a-SuperLibrarian/Oriya"

From Script | Spoken-Tutorial
Jump to: navigation, search
(Created page with "{| border =1 | <center>'''Time'''</center> | <center>'''Narration'''</center> |- | 00:01 | ବନ୍ଧୁଗଣ, ଗୋଟିଏ Superlibrarian ତିଆରି ଉପରେ...")
 
 
Line 9: Line 9:
 
|-
 
|-
 
| 00:06
 
| 00:06
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା- ଗୋଟିଏ ପ୍ୟାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ିବା,
+
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା- ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ିବା,
  
 
|-
 
|-
 
| 00:11
 
| 00:11
| ଗୋଟିଏ ପ୍ୟାଟ୍ରନ୍ ତିଆରି କରିବା,
+
| ଗୋଟିଏ ପାଟ୍ରନ୍ ତିଆରି କରିବା,
  
 
|-
 
|-
Line 25: Line 25:
 
|-
 
|-
 
| 00:22
 
| 00:22
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବଣ୍ଟୁ Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି
+
| ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବୁଣ୍ଟୁ Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି
  
 
|-
 
|-
| 00:34
+
| 00:35
 
| ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
 
| ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
  
 
|-
 
|-
| 00:40
+
| 00:42
 
| ଏହି ଟ୍ୟୁଟୋରିଆଲ୍‌କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ
 
| ଏହି ଟ୍ୟୁଟୋରିଆଲ୍‌କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ
  
 
|-
 
|-
| 00:46
+
| 00:48
 
| ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ
 
| ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ
  
 
|-
 
|-
| 00:51
+
| 00:53
 
| ଅଧିକ ବିବରଣୀ ପାଇଁ ଏହି ୱେବସାଇଟରେ ଥିବା Koha Spoken Tutorialର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ
 
| ଅଧିକ ବିବରଣୀ ପାଇଁ ଏହି ୱେବସାଇଟରେ ଥିବା Koha Spoken Tutorialର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ
  
 
|-
 
|-
| 00:58
+
| 01:00
| ଚାଲନ୍ତୁ କିପରି ଗୋଟିଏ ପ୍ୟାଟ୍ରନ୍ ଶ୍ରେଣୀକୁ ଯୋଡ଼ାଯାଏ, ତାହା ଶିଖିବାରୁ ଆରମ୍ଭ କରିବା
+
| ଚାଲନ୍ତୁ କିପରି ଗୋଟିଏ ପାଟ୍ରନ୍ ଶ୍ରେଣୀକୁ ଯୋଡ଼ାଯାଏ, ତାହା ଶିଖିବାରୁ ଆରମ୍ଭ କରିବା
  
 
|-
 
|-
| 01:03
+
| 01:05
| ନିଜର ଡାଟାବେସ୍ ଆଡ୍ମିନିଷ୍ଟ୍ରେଟର୍ ୟୁଜରନେମ୍ ଓ ପାସୱର୍ଡ ବ୍ୟବହାର କରି Kohaରେ ଲଗ୍-ଇନ୍ କରନ୍ତୁ
+
| ନିଜର ଡାଟାବେସ୍ ଆଡ୍‌ମିନିଷ୍ଟ୍ରେଟର୍ ୟୁଜରନେମ୍ ଓ ପାସୱର୍ଡ ବ୍ୟବହାର କରି Kohaରେ ଲଗ୍-ଇନ୍ କରନ୍ତୁ
  
 
|-
 
|-
| 01:11
+
| 01:13
 
| Koha Administrationରେ କ୍ଲିକ୍ କରନ୍ତୁ
 
| Koha Administrationରେ କ୍ଲିକ୍ କରନ୍ତୁ
  
 
|-
 
|-
| 01:15
+
| 01:18
| ପ୍ୟାଟ୍ରନ୍ ଓ ସର୍କୁଲେଶନ୍ ଅଧିନରେ ଥିବା Patron categoriesରେ କ୍ଲିକ୍ କରନ୍ତୁ
+
| ପାଟ୍ରନ୍ ଓ ସର୍କୁଲେଶନ୍ ଅଧିନରେ ଥିବା Patron categoriesରେ କ୍ଲିକ୍ କରନ୍ତୁ
  
 
|-
 
|-
| 01:21
+
| 01:24
| ପ୍ୟାଟ୍ରନ୍ କ୍ୟାଟେଗୋରୀ ନାମକ ଗୋଟିଏ ନୂଆ ପେଜ୍ ଖୋଲିବ
+
| ପାଟ୍ରନ୍ କ୍ୟାଟେଗୋରୀ ନାମକ ଗୋଟିଏ ନୂଆ ପେଜ୍ ଖୋଲିବ
  
 
|-
 
|-
| 01:25
+
| 01:28
 
| New Categoryରେ କ୍ଲିକ୍ କରନ୍ତୁ
 
| New Categoryରେ କ୍ଲିକ୍ କରନ୍ତୁ
  
 
|-
 
|-
| 01:28
+
| 01:31
 
| New category ନାମକ ଗୋଟିଏ ନୂଆ ପେଜ୍ ଖୋଲିବ, ଯେଉଁଥିରେ କିଛି ବିବରଣୀ ପୂରଣ କରିବା ପାଇଁ ପ୍ରମ୍ପ୍ଟ କରାଯାଇଛି
 
| New category ନାମକ ଗୋଟିଏ ନୂଆ ପେଜ୍ ଖୋଲିବ, ଯେଉଁଥିରେ କିଛି ବିବରଣୀ ପୂରଣ କରିବା ପାଇଁ ପ୍ରମ୍ପ୍ଟ କରାଯାଇଛି
  
 
|-
 
|-
| 01:35
+
| 01:38
 
| ପୂର୍ବେ କୁହାଯାଇଥିବା ଭଳି, ଧ୍ୟାନ ଦିଅନ୍ତୁ ଯେ, ନାଲିରେ ଚିହ୍ନିତ ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ
 
| ପୂର୍ବେ କୁହାଯାଇଥିବା ଭଳି, ଧ୍ୟାନ ଦିଅନ୍ତୁ ଯେ, ନାଲିରେ ଚିହ୍ନିତ ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ
  
 
|-
 
|-
| 01:41
+
| 01:45
 
| ମୁଁ ଏଠାରେ କିଛି ବିବରଣୀ ପୂରଣ କରିଛି. ଦୟାକରି ସେହିପରି କରନ୍ତୁ
 
| ମୁଁ ଏଠାରେ କିଛି ବିବରଣୀ ପୂରଣ କରିଛି. ଦୟାକରି ସେହିପରି କରନ୍ତୁ
  
 
|-
 
|-
| 01:47
+
| 01:51
 
| କ୍ୟାଟେଗୋରୀ ପ୍ରକାର ପାଇଁ ଡ୍ରପ୍-ଡାଉନ୍ ତାଲିକାରୁ Staff ଚୟନ କରନ୍ତୁ
 
| କ୍ୟାଟେଗୋରୀ ପ୍ରକାର ପାଇଁ ଡ୍ରପ୍-ଡାଉନ୍ ତାଲିକାରୁ Staff ଚୟନ କରନ୍ତୁ
  
 
|-
 
|-
| 01:53
+
| 01:57
 
| ଶାଖାଗୁଡ଼ିକର ସଂଖ୍ୟାକୁ ସୀମିତ କରିବା ପାଇଁ All Branches ଚୟନ କରନ୍ତୁ
 
| ଶାଖାଗୁଡ଼ିକର ସଂଖ୍ୟାକୁ ସୀମିତ କରିବା ପାଇଁ All Branches ଚୟନ କରନ୍ତୁ
  
 
|-
 
|-
| 01:58
+
| 02:02
 
| ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ
 
| ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ
  
 
|-
 
|-
| 02:03
+
| 02:07
| ଲେଖାଯାଇଥିବା କ୍ୟାଟେଗୋରୀ ନାମ, ପ୍ୟାଟ୍ରନ୍ କ୍ୟାଟେଗୋରୀ ପେଜ୍‌ରେ ଦୃଶ୍ୟମାନ ହେବ
+
| ଲେଖାଯାଇଥିବା କ୍ୟାଟେଗୋରୀ ନାମ, ପାଟ୍ରନ୍ କ୍ୟାଟେଗୋରୀ ପେଜ୍‌ରେ ଦୃଶ୍ୟମାନ ହେବ
  
 
|-
 
|-
| 02:09
+
| 02:14
 
| ମୋ କ୍ଷେତ୍ରରେ, ଏହା Library Staff ପ୍ରଦର୍ଶନ କରିବ
 
| ମୋ କ୍ଷେତ୍ରରେ, ଏହା Library Staff ପ୍ରଦର୍ଶନ କରିବ
  
 
|-
 
|-
| 02:13
+
| 02:19
| ଏହା ସହିତ ଗୋଟିଏ ପ୍ୟାଟ୍ରନ୍ କ୍ୟାଟେଗୋରୀ ତିଆରି ହୋଇଯାଇଛି
+
| ଏହା ସହିତ ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀ ତିଆରି ହୋଇଯାଇଛି
  
 
|-
 
|-
| 02:17
+
| 02:23
| ତା’ପରେ ଆମେ, ଗୋଟିଏ ପ୍ୟାଟ୍ରନ୍ କିପରି ତିଆରି କରାଯାଏ ଶିଖିବା
+
| ତା’ପରେ ଆମେ, ଗୋଟିଏ ପାଟ୍ରନ୍ କିପରି ତିଆରି କରାଯାଏ ଶିଖିବା
  
 
|-
 
|-
| 02:21
+
| 02:28
 
| ଉପର ବାମପଟ କୋଣରେ ଥିବା Home ଉପରେ କ୍ଲିକ୍ କରନ୍ତୁ
 
| ଉପର ବାମପଟ କୋଣରେ ଥିବା Home ଉପରେ କ୍ଲିକ୍ କରନ୍ତୁ
  
 
|-
 
|-
|02:25
+
|02:32
 
| Create a Patron ବୋଲି ପ୍ରମ୍ପ୍ଟ କରୁଥିବା ଗୋଟିଏ ଡାୟଲଗ୍ ବକ୍ସ ସହିତ Koha ହୋମ୍-ପେଜ୍ ଖୋଲିଯିବ
 
| Create a Patron ବୋଲି ପ୍ରମ୍ପ୍ଟ କରୁଥିବା ଗୋଟିଏ ଡାୟଲଗ୍ ବକ୍ସ ସହିତ Koha ହୋମ୍-ପେଜ୍ ଖୋଲିଯିବ
  
 
|-
 
|-
|02:32
+
|02:39
| ଗୋଟିଏ ପ୍ୟାଟର୍ନ ତିଆରି କରିବା ବାଧ୍ୟତାମୂଳକ ଅଟେ. ଅନ୍ୟଥା, ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ରୋଲ୍‌ରେ Kohaର କିଛି ଅଂଶ କାର୍ଯ୍ୟ କରିବ ନାହିଁ
+
| ଗୋଟିଏ ପାଟ୍ରନ୍ ତିଆରି କରିବା ବାଧ୍ୟତାମୂଳକ ଅଟେ. ଅନ୍ୟଥା, ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ରୋଲ୍ରେ Kohaର କିଛି ଅଂଶ କାର୍ଯ୍ୟ କରିବ ନାହିଁ
  
 
|-
 
|-
|02:42
+
|02:50
| ଡାୟଲଗ୍-ବକ୍ସରେ ପ୍ରମ୍ପ୍ଟ କରାଯାଇଥିବା Create Patronରେ କ୍ଲିକ୍ କରନ୍ତୁ
+
| ଡାଏଲଗ୍-ବକ୍ସରେ ପ୍ରମ୍ପ୍ଟ କରାଯାଇଥିବା Create Patronରେ କ୍ଲିକ୍ କରନ୍ତୁ
  
 
|-
 
|-
| 02:48
+
| 02:56
| ଅନ୍ୟ ଭାବେ, ଆପଣ Koha ହୋମ୍ ପେଜ୍ ଉପରେ ଥିବା ପ୍ୟାଟ୍ରନ୍ ରେ କ୍ଲିକ୍ କରିପାରିବେ
+
| ଅନ୍ୟ ଭାବେ, ଆପଣ Koha ହୋମ୍ ପେଜ୍ ଉପରେ ଥିବା ପ୍ୟାଟ୍ରନ୍‌ରେ କ୍ଲିକ୍ କରିପାରିବେ
  
 
|-
 
|-
|02:54
+
|03:02
 
| ମୁଁ Create Patronରେ କ୍ଲିକ୍ କରିବି
 
| ମୁଁ Create Patronରେ କ୍ଲିକ୍ କରିବି
  
 
|-
 
|-
|02:58
+
|03:06
 
| ଗୋଟିଏ ନୂଆ ପେଜ୍ ଖୋଲିଯିବ. ଟାବ୍ New Patron ଉପରେ କ୍ଲିକ୍ କରନ୍ତୁ
 
| ଗୋଟିଏ ନୂଆ ପେଜ୍ ଖୋଲିଯିବ. ଟାବ୍ New Patron ଉପରେ କ୍ଲିକ୍ କରନ୍ତୁ
  
 
|-
 
|-
| 03:04
+
| 03:12
 
| ଡ୍ରପ୍-ଡାଉନ୍‌ରୁ Library Staffକୁ ଚୟନ କରନ୍ତୁ
 
| ଡ୍ରପ୍-ଡାଉନ୍‌ରୁ Library Staffକୁ ଚୟନ କରନ୍ତୁ
  
 
|-
 
|-
| 03:09
+
| 03:17
| ଗୋଟିଏ ନୂଆ ପେଜ୍, ପ୍ୟାଟ୍ରନ୍ ଯୋଡ଼ନ୍ତୁ (ଲାଇବ୍ରେରୀ ଷ୍ଟାଫ୍) ଖୋଲିଯିବ
+
| ଗୋଟିଏ ନୂଆ ପେଜ୍, ପାଟ୍ରନ୍ ଯୋଡ଼ନ୍ତୁ (ଲାଇବ୍ରେରୀ ଷ୍ଟାଫ୍) ଖୋଲିଯିବ
  
 
|-
 
|-
| 03:14
+
| 03:22
 
| ବର୍ତ୍ତମାନ, ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ, ଯେପରି:
 
| ବର୍ତ୍ତମାନ, ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ, ଯେପରି:
ପ୍ୟାଟ୍ରନ୍ ପରିଚୟ,
+
ପାଟ୍ରନ୍ ପରିଚୟ,
 
ମୁଖ୍ୟ ଠିକଣା,
 
ମୁଖ୍ୟ ଠିକଣା,
 
ଯୋଗାଯୋଗ, ଆଦି
 
ଯୋଗାଯୋଗ, ଆଦି
  
 
|-
 
|-
|03:26
+
|03:34
 
| ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ କିଛି ବିବରଣୀ ପୂରଣ କରିଛି
 
| ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ କିଛି ବିବରଣୀ ପୂରଣ କରିଛି
  
 
|-
 
|-
| 03:31
+
| 03:39
 
| ଏଠାରେ ତାଲିକାଭୁକ୍ତ ଥିବା କୌଣସି ଫିଲ୍ଡ ପାଇଁ ଯଦି ଆପଣଙ୍କ ପାଖରେ ସୂଚନା ନଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ
 
| ଏଠାରେ ତାଲିକାଭୁକ୍ତ ଥିବା କୌଣସି ଫିଲ୍ଡ ପାଇଁ ଯଦି ଆପଣଙ୍କ ପାଖରେ ସୂଚନା ନଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ
  
 
|-
 
|-
| 03:38
+
| 03:47
 
| ଭିଡିଓକୁ ପଜ୍ କରନ୍ତୁ ଏବଂ ସମସ୍ତ ବିବରଣୀ ପୂରଣ କରିବା ପରେ ଭିଡିଓକୁ ପୁନଃ ଚାଲୁ କରନ୍ତୁ
 
| ଭିଡିଓକୁ ପଜ୍ କରନ୍ତୁ ଏବଂ ସମସ୍ତ ବିବରଣୀ ପୂରଣ କରିବା ପରେ ଭିଡିଓକୁ ପୁନଃ ଚାଲୁ କରନ୍ତୁ
  
 
|-
 
|-
|03:44
+
|03:53
| ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ଅଧୀନରେ Card Number ଫିଲ୍ଡକୁ ଚିହ୍ନଟ କରନ୍ତୁ
+
| ଲାଇବ୍ରେରୀ ମ୍ୟାନେଜ୍‌ମେଣ୍ଟ ଅଧୀନରେ Card Number ଫିଲ୍ଡକୁ ଚିହ୍ନଟ କରନ୍ତୁ
  
 
|-
 
|-
| 03:51
+
| 04:01
 
| ଧ୍ୟାନ ଦିଅନ୍ତୁ ଯେ, ସଂଖ୍ୟା 1, Koha ଦ୍ଵାରା ସ୍ଵଚାଳିତ ଭାବେ ତିଆରି ହୋଇଛି
 
| ଧ୍ୟାନ ଦିଅନ୍ତୁ ଯେ, ସଂଖ୍ୟା 1, Koha ଦ୍ଵାରା ସ୍ଵଚାଳିତ ଭାବେ ତିଆରି ହୋଇଛି
  
 
|-
 
|-
| 03:56
+
| 04:07
| ଅତଏବ, ଆପଣ ନିଜର Koha ଇଣ୍ଟରଫେସ୍‌ରେ ଗୋଟିଏ ଭିନ୍ନ ସଂଖ୍ୟାକୁ ଦେଖିବେ
+
| ଅତଏବ, ଆପଣ ନିଜର Koha ଇଣ୍ଟରଫେସ୍ ରେ ଗୋଟିଏ ଭିନ୍ନ ସଂଖ୍ୟାକୁ ଦେଖିବେ
  
 
|-
 
|-
| 04:02
+
| 04:13
 
| ତା’ପରେ ହେଉଛି, ଲାଇବ୍ରେରୀ
 
| ତା’ପରେ ହେଉଛି, ଲାଇବ୍ରେରୀ
  
 
|-
 
|-
| 04:05
+
| 04:16
 
| ଡ୍ରପ୍-ଡାଉନ୍‌ରୁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ଚୟନ କରନ୍ତୁ
 
| ଡ୍ରପ୍-ଡାଉନ୍‌ରୁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ଚୟନ କରନ୍ତୁ
  
 
|-
 
|-
| 04:10
+
| 04:21
 
|  ଏହି ଅଧ୍ୟାୟରେ ପୂର୍ବେ ତିଆରି କରାଯାଇଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ମନେପକାନ୍ତୁ
 
|  ଏହି ଅଧ୍ୟାୟରେ ପୂର୍ବେ ତିଆରି କରାଯାଇଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ମନେପକାନ୍ତୁ
  
 
|-
 
|-
| 04:17
+
| 04:28
 
| ଯଦି ଆପଣ ଗୋଟିଏ ଭିନ୍ନ ନାମ ଦେଇଥିଲେ, ତେବେ ଏଠାରେ ସେହି ନାମକୁ ଚୟନ କରନ୍ତୁ
 
| ଯଦି ଆପଣ ଗୋଟିଏ ଭିନ୍ନ ନାମ ଦେଇଥିଲେ, ତେବେ ଏଠାରେ ସେହି ନାମକୁ ଚୟନ କରନ୍ତୁ
  
 
|-
 
|-
|04:22
+
|04:34
| କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍ରୁ Library Staffକୁ ଚୟନ କରନ୍ତୁ
+
| କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍‌ରୁ Library Staffକୁ ଚୟନ କରନ୍ତୁ
  
 
|-
 
|-
|04:27
+
|04:40
| OPAC/ଷ୍ଟାଫ୍ ଲଗ୍-ଇନ୍ ବିଭାଗ ଅଧୀନରେ ୟୁଜର୍ନେମ୍ ଓ ପାସ୍ୱର୍ଡ ଲେଖନ୍ତୁ
+
| OPAC/ଷ୍ଟାଫ୍ ଲଗ୍-ଇନ୍ ବିଭାଗ ଅଧୀନରେ ୟୁଜର୍‌ମ୍ ଓ ପାସ୍ୱର୍ଡ ଲେଖନ୍ତୁ
  
 
|-
 
|-
| 04:34
+
| 04:47
 
| ପ୍ରତ୍ୟେକ ନୂଆ ୟୁଜର୍, ଗୋଟିଏ ନୂଆ ୟୁଜର୍ ନେମ୍ ଓ ପାସୱର୍ଡ ତିଆରି କରିବା ଉଚିତ୍
 
| ପ୍ରତ୍ୟେକ ନୂଆ ୟୁଜର୍, ଗୋଟିଏ ନୂଆ ୟୁଜର୍ ନେମ୍ ଓ ପାସୱର୍ଡ ତିଆରି କରିବା ଉଚିତ୍
  
 
|-
 
|-
| 04:40
+
| 04:53
| ମୁଁ ୟୁଜର୍ ନେମ୍କୁ Bella ଓ
+
| ମୁଁ ୟୁଜର୍ ନେମ୍‌କୁ Bella ଓ
  
 
|-
 
|-
| 04:43
+
| 04:57
 
| ପାସୱର୍ଡକୁ library ଭାବେ ଲେଖିବି
 
| ପାସୱର୍ଡକୁ library ଭାବେ ଲେଖିବି
  
 
|-
 
|-
|04:46
+
|05:00
 
| ପୁନର୍ବାର, Confirm password: ଫିଲ୍ଡରେ ସମାନ ପାସୱର୍ଡକୁ ଲେଖନ୍ତୁ  
 
| ପୁନର୍ବାର, Confirm password: ଫିଲ୍ଡରେ ସମାନ ପାସୱର୍ଡକୁ ଲେଖନ୍ତୁ  
  
 
|-
 
|-
|04:52
+
|05:06
 
| ଏହି ୟୁଜର୍ ନେମ୍ ଓ ପାସୱର୍ଡକୁ ମନେରଖନ୍ତୁ
 
| ଏହି ୟୁଜର୍ ନେମ୍ ଓ ପାସୱର୍ଡକୁ ମନେରଖନ୍ତୁ
  
 
|-
 
|-
| 04:56
+
| 05:10
 
| ଜଣେ ଷ୍ଟାଫ୍‌ଙ୍କୁ ଅଧିକାର/ଅନୁମତି ଦେବା ପାଇଁ ଏହା କିଛି ସମୟ ପରେ ବ୍ୟବହାର କରାଯିବ
 
| ଜଣେ ଷ୍ଟାଫ୍‌ଙ୍କୁ ଅଧିକାର/ଅନୁମତି ଦେବା ପାଇଁ ଏହା କିଛି ସମୟ ପରେ ବ୍ୟବହାର କରାଯିବ
  
 
|-
 
|-
|05:02
+
|05:17
| ସମସ୍ତ ବିବରଣୀ ପୂରଣ କରାଯିବା ପରେ, ପେଜ୍ ର ଉପରକୁ ଯାଇ Saveରେ କ୍ଲିକ୍ କରନ୍ତୁ
+
| ସମସ୍ତ ବିବରଣୀ ପୂରଣ କରାଯିବା ପରେ, ପେଜ୍‌ର ଉପରକୁ ଯାଇ Saveରେ କ୍ଲିକ୍ କରନ୍ତୁ
  
 
|-
 
|-
|05:09
+
|05:25
| ପ୍ୟାଟ୍ରନ୍‌ର ନାମ ଓ କାର୍ଡ ନମ୍ବର୍ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
+
| ପ୍ୟାଟ୍ରନ୍ ର ନାମ ଓ କାର୍ଡ ନମ୍ବର୍ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
  
 
|-
 
|-
| 05:15
+
| 05:31
| ଏହି କ୍ଷେତ୍ରରେ, ପୂର୍ବେ ଲେଖାଯାଇଥିବା ଅନୁସାରେ କାର୍ଡ ନମ୍ବର୍ 1 ସହିତ Ms Bella Tony ଭାବେ ପେଜ୍ ର ପ୍ୟାଟ୍ରନ୍ ଅଛି
+
| ଏହି କ୍ଷେତ୍ରରେ, ପୂର୍ବେ ଲେଖାଯାଇଥିବା ଅନୁସାରେ କାର୍ଡ ନମ୍ବର୍ 1 ସହିତ Ms Bella Tony ଭାବେ ପେଜ୍‌ର ପାଟ୍ରନ୍ ଅଛି
 
   
 
   
 
|-
 
|-
|05:24
+
|05:41
| ବିଭାଗକୁ ଏଡିଟ୍ କରିବା ପାଇଁ Edit ଟାବ୍ରେ କ୍ଲିକ୍ କରନ୍ତୁ, ଯାହା ସମ୍ୱନ୍ଧିତ ବିଭାଗର ତଳେ ସ୍ଥାପିତ କରାଯାଇଛି
+
| ବିଭାଗକୁ ଏଡିଟ୍ କରିବା ପାଇଁ Edit ଟାବ୍‌ରେ କ୍ଲିକ୍ କରନ୍ତୁ, ଯାହା ସମ୍ୱନ୍ଧିତ ବିଭାଗର ତଳେ ସ୍ଥାପିତ କରାଯାଇଛି
  
 
|-
 
|-
|05:32
+
|05:49
| ବର୍ତ୍ତମାନ, ପ୍ୟାଟ୍ରନ୍ଗୁଡ଼ିକୁ କିପରି ଅନୁମତି ଦିଆଯାଏ, ଚାଲନ୍ତୁ ଶିଖିବା
+
| ବର୍ତ୍ତମାନ, ପ୍ୟାଟ୍ରନ୍‌ଗୁଡ଼ିକୁ କିପରି ଅନୁମତି ଦିଆଯାଏ, ଚାଲନ୍ତୁ ଶିଖିବା
  
 
|-
 
|-
|05:36
+
|05:55
 
| ସମାନ ପେଜ୍‌ରେ, ଟାବ୍ Moreକୁ ଚିହ୍ନଟ କରନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ
 
| ସମାନ ପେଜ୍‌ରେ, ଟାବ୍ Moreକୁ ଚିହ୍ନଟ କରନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ
  
 
|-
 
|-
|05:44
+
|06:03
 
| Set permissions for Bella Tony ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
 
| Set permissions for Bella Tony ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
  
 
|-
 
|-
|05:51
+
|06:09
 
| (superlibrarian) ସମସ୍ତ ଲାଇବ୍ରେରିଆନ୍ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
 
| (superlibrarian) ସମସ୍ତ ଲାଇବ୍ରେରିଆନ୍ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
  
 
|-
 
|-
|05:58
+
|06:16
 
| ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ
 
| ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ
  
 
|-
 
|-
|06:03
+
|06:21
 
| ବର୍ତ୍ତମାନ, ସମସ୍ତ ଲାଇବ୍ରେରୀ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ରହିଥିବା, Superlibrarian Ms Bella Tony ତିଆରି କରାଗଲା
 
| ବର୍ତ୍ତମାନ, ସମସ୍ତ ଲାଇବ୍ରେରୀ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ରହିଥିବା, Superlibrarian Ms Bella Tony ତିଆରି କରାଗଲା
  
 
|-
 
|-
|06:12
+
|06:30
 
| ଏହି superlibrarian ଆକାଉଣ୍ଟ ସହିତ ଜଣେ ଷ୍ଟାଫ୍‌ଙ୍କୁ ଅଧିକାର/ଅନୁମତି ପ୍ରଦାନ କରିହେବ
 
| ଏହି superlibrarian ଆକାଉଣ୍ଟ ସହିତ ଜଣେ ଷ୍ଟାଫ୍‌ଙ୍କୁ ଅଧିକାର/ଅନୁମତି ପ୍ରଦାନ କରିହେବ
  
 
|-
 
|-
| 06:19
+
| 06:37
 
| ତେଣୁ, Koha ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍‌ରେ ଏହାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି
 
| ତେଣୁ, Koha ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍‌ରେ ଏହାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି
  
 
|-
 
|-
|06:25
+
|06:43
 
| ବର୍ତ୍ତମାନ ଚାଲନ୍ତୁ, ଜଣେ ଷ୍ଟାଫ୍‌ଙ୍କୁ କିପରି ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଆକ୍ସେସ୍ ପ୍ରଦାନ କରାଯାଏ, ଶିଖିବା
 
| ବର୍ତ୍ତମାନ ଚାଲନ୍ତୁ, ଜଣେ ଷ୍ଟାଫ୍‌ଙ୍କୁ କିପରି ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଆକ୍ସେସ୍ ପ୍ରଦାନ କରାଯାଏ, ଶିଖିବା
  
 
|-
 
|-
|06:31
+
|06:50
 
| ଜଣେ ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ୟୁଜର୍ ଭାବେ ନିଜର ସାମ୍ପ୍ରତିକ ସେସନ୍‌ରୁ ଲଗ୍-ଆଉଟ୍ କରନ୍ତୁ
 
| ଜଣେ ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ୟୁଜର୍ ଭାବେ ନିଜର ସାମ୍ପ୍ରତିକ ସେସନ୍‌ରୁ ଲଗ୍-ଆଉଟ୍ କରନ୍ତୁ
  
 
|-
 
|-
| 06:36
+
| 06:56
 
| ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ No Library Setରେ କ୍ଲିକ୍ କରନ୍ତୁ
 
| ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ No Library Setରେ କ୍ଲିକ୍ କରନ୍ତୁ
  
 
|-
 
|-
| 06:43
+
| 07:03
 
| ଡ୍ରପ୍-ଡାଉନ୍‌ରେ ଥିବା Log outରେ କ୍ଲିକ୍ କରନ୍ତୁ
 
| ଡ୍ରପ୍-ଡାଉନ୍‌ରେ ଥିବା Log outରେ କ୍ଲିକ୍ କରନ୍ତୁ
  
 
|-
 
|-
|06:47
+
|07:08
 
| ବର୍ତ୍ତମାନ Superlibrarian ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ
 
| ବର୍ତ୍ତମାନ Superlibrarian ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ
  
 
|-
 
|-
|06:52
+
|07:13
 
| ଜଣେ Superlibrarian, ଅନ୍ୟ ଜଣେ ଷ୍ଟାଫ୍‌ଙ୍କୁ ଅନ୍ୟ କୌଣସି ମଡ୍ୟୁଲ୍‌କୁ ଆକ୍ସେସ୍ କରିବା ପାଇଁ ଅଧିକାର କିମ୍ବା ଅନୁମତି ପ୍ରଦାନ କରିପାରିବେ
 
| ଜଣେ Superlibrarian, ଅନ୍ୟ ଜଣେ ଷ୍ଟାଫ୍‌ଙ୍କୁ ଅନ୍ୟ କୌଣସି ମଡ୍ୟୁଲ୍‌କୁ ଆକ୍ସେସ୍ କରିବା ପାଇଁ ଅଧିକାର କିମ୍ବା ଅନୁମତି ପ୍ରଦାନ କରିପାରିବେ
  
 
|-
 
|-
| 07:00
+
| 07:22
 
| ଉଦାହରଣସ୍ଵରୂପ- Cataloging ମଡ୍ୟୁଲ୍, Circulation ମଡ୍ୟୁଲ୍,
 
| ଉଦାହରଣସ୍ଵରୂପ- Cataloging ମଡ୍ୟୁଲ୍, Circulation ମଡ୍ୟୁଲ୍,
  
 
|-
 
|-
| 07:05
+
| 07:27
 
| Serial Control, Acquisition, ଆଦି
 
| Serial Control, Acquisition, ଆଦି
  
 
|-
 
|-
|07:10
+
|07:32
| ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଗୋଟିଏ ପ୍ୟାଟ୍ରନ୍ ତିଆରି କରନ୍ତୁ
+
| ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଗୋଟିଏ ପାଟ୍ରନ୍ ତିଆରି କରନ୍ତୁ
  
 
|-
 
|-
| 07:14
+
| 07:36
| New Patron ଟାବ୍ ଉପରେ କ୍ଲିକ୍ କରନ୍ତୁ. ଡ୍ରପ୍-ଡାଉନ୍ ରୁ Library Staff ଚୟନ କରନ୍ତୁ
+
| New Patron ଟାବ୍ ଉପରେ କ୍ଲିକ୍ କରନ୍ତୁ. ଡ୍ରପ୍-ଡାଉନ୍‌ରୁ Library Staff ଚୟନ କରନ୍ତୁ
  
 
|-
 
|-
| 07:21
+
| 07:43
 
| ସାଲୁଟେଶନ୍‌କୁ Ms. ଭାବେ ଚୟନ କରନ୍ତୁ. ସରନେମ୍‌କୁ Samruddhi ଭାବେ ଲେଖନ୍ତୁ
 
| ସାଲୁଟେଶନ୍‌କୁ Ms. ଭାବେ ଚୟନ କରନ୍ତୁ. ସରନେମ୍‌କୁ Samruddhi ଭାବେ ଲେଖନ୍ତୁ
  
 
|-
 
|-
|07:29
+
|07:51
 
| କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍‌ରୁ Library Staff ଚୟନ କରନ୍ତୁ
 
| କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍‌ରୁ Library Staff ଚୟନ କରନ୍ତୁ
  
 
|-
 
|-
| 07:35
+
| 07:57
 
| ଅନ୍ୟ କୌଣସି ବିକଳ୍ପ ଚୟନ କରନ୍ତୁ ନାହିଁ
 
| ଅନ୍ୟ କୌଣସି ବିକଳ୍ପ ଚୟନ କରନ୍ତୁ ନାହିଁ
  
 
|-
 
|-
|07:39
+
|08:01
 
| ବିଭାଗ OPAC/Staff login ଅଧୀନରେ,
 
| ବିଭାଗ OPAC/Staff login ଅଧୀନରେ,
 +
ୟୁଜରନେମ୍ ଭାବେ Samruddhi ଏବଂ ପାସୱର୍ଡ ଭାବେ patron ଲେଖନ୍ତୁ
  
 
|-
 
|-
| 07:43
+
|08:13
| ୟୁଜରନେମ୍ ଭାବେ Samruddhi ଏବଂ ପାସୱର୍ଡ ଭାବେ patron ଲେଖନ୍ତୁ
+
 
+
|-
+
|07:51
+
 
| ପୁନର୍ବାର, Confirm ପାସୱର୍ଡ ଫିଲ୍ଡରେ ସମାନ ପାସୱର୍ଡ ଲେଖନ୍ତୁ
 
| ପୁନର୍ବାର, Confirm ପାସୱର୍ଡ ଫିଲ୍ଡରେ ସମାନ ପାସୱର୍ଡ ଲେଖନ୍ତୁ
  
 
|-
 
|-
|07:57
+
|08:19
 
| ଜଣେ ଷ୍ଟାଫ୍ ଭାବେ ଆଗକୁ ଲଗ୍-ଇନ୍ ପାଇଁ ବ୍ୟବହାର କରିବା ସକାଶେ ଏହି ୟୁଜରନେମ୍ ଓ ପାସୱର୍ଡକୁ ମନେରଖନ୍ତୁ
 
| ଜଣେ ଷ୍ଟାଫ୍ ଭାବେ ଆଗକୁ ଲଗ୍-ଇନ୍ ପାଇଁ ବ୍ୟବହାର କରିବା ସକାଶେ ଏହି ୟୁଜରନେମ୍ ଓ ପାସୱର୍ଡକୁ ମନେରଖନ୍ତୁ
  
 
|-
 
|-
|08:05
+
|08:27
| ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍‌ର ଉପରି ଭାଗରେ ଥିବା Saveରେ କ୍ଲିକ୍ କରନ୍ତୁ
+
| ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍‌ର ଉପରିଭାଗରେ ଥିବା Saveରେ କ୍ଲିକ୍ କରନ୍ତୁ
  
 
|-
 
|-
|08:12
+
|08:34
| ବର୍ତ୍ତମାନ, ଏହି ନିର୍ଦ୍ଦିଷ୍ଟ ପ୍ୟାଟ୍ରନ୍ ପାଇଁ ଅନୁମତି ପ୍ରଦାନ କରନ୍ତୁ
+
| ବର୍ତ୍ତମାନ, ଏହି ନିର୍ଦ୍ଦିଷ୍ଟ ପାଟ୍ରନ୍ ପାଇଁ ଅନୁମତି ପ୍ରଦାନ କରନ୍ତୁ
  
 
|-
 
|-
|08:16
+
|08:39
| More ଟାବ୍‌କୁ ଯାଆନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ
+
| More ଟାବ୍ କୁ ଯାଆନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ
  
 
|-
 
|-
|08:22
+
|08:45
 
| ଶୀର୍ଷକ Set permissions for Samruddhi ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
 
| ଶୀର୍ଷକ Set permissions for Samruddhi ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
  
 
|-
 
|-
| 08:28
+
| 08:52
| ଏହା, ଆମେ ତିଆରି କରିଥିବା ପ୍ୟାଟ୍ରନ୍‌ର ନାମ ଅଟେ
+
| ଏହା, ଆମେ ତିଆରି କରିଥିବା ପାଟ୍ରନ୍‌ର ନାମ ଅଟେ
  
 
|-
 
|-
|08:32
+
|08:57
 
| (circulate) ଚେକ୍ ଆଉଟ୍ ଓ ଚେକ୍ ଇନ୍ ଆଇଟମଗୁଡ଼ିକ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
 
| (circulate) ଚେକ୍ ଆଉଟ୍ ଓ ଚେକ୍ ଇନ୍ ଆଇଟମଗୁଡ଼ିକ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
  
 
|-
 
|-
|08:38
+
|09:04
 
| ତା’ପରେ, ଷ୍ଟାଫ୍ ଲଗ୍-ଇନ୍ ପାଇଁ ଆବଶ୍ୟକ (catalogue) ନିମନ୍ତେ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
 
| ତା’ପରେ, ଷ୍ଟାଫ୍ ଲଗ୍-ଇନ୍ ପାଇଁ ଆବଶ୍ୟକ (catalogue) ନିମନ୍ତେ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
  
 
|-
 
|-
|08:46
+
|09:12
 
| (borrowers) Add, modify and view patron information ଉପରେ କ୍ଲିକ୍ କରନ୍ତୁ
 
| (borrowers) Add, modify and view patron information ଉପରେ କ୍ଲିକ୍ କରନ୍ତୁ
  
 
|-
 
|-
|08:52
+
|09:19
 
| ତା’ପରେ, ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
 
| ତା’ପରେ, ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
  
 
|-
 
|-
| 08:56
+
| 09:24
 
| reserve for others Place and modify holds for patronsରେ କ୍ଲିକ୍ କରନ୍ତୁ
 
| reserve for others Place and modify holds for patronsରେ କ୍ଲିକ୍ କରନ୍ତୁ
  
 
|-
 
|-
| 09:03
+
| 09:31
 
| ତା’ପରେ Edit catalog ଟାବ୍‌କୁ ଆସନ୍ତୁ
 
| ତା’ପରେ Edit catalog ଟାବ୍‌କୁ ଆସନ୍ତୁ
  
 
|-
 
|-
| 09:07
+
| 09:35
 
| ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ (Modify bibliographic/holdings data) ପାଇଁ ଏଡିଟ୍ କ୍ୟାଟାଲଗ୍ (editcatalogue)ରେ କ୍ଲିକ୍ କରନ୍ତୁ
 
| ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ (Modify bibliographic/holdings data) ପାଇଁ ଏଡିଟ୍ କ୍ୟାଟାଲଗ୍ (editcatalogue)ରେ କ୍ଲିକ୍ କରନ୍ତୁ
  
 
|-
 
|-
|09:17
+
|09:46
 
| ତା’ପରେ, Acquisition ଟାବ୍‌କୁ ଆସନ୍ତୁ. ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Acquisition ଏବଂ/କିମ୍ବା ପରାମର୍ଶ ପରିଚାଳନା ସକାଶେ  (acquisition)ରେ କ୍ଲିକ୍ କରନ୍ତୁ
 
| ତା’ପରେ, Acquisition ଟାବ୍‌କୁ ଆସନ୍ତୁ. ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Acquisition ଏବଂ/କିମ୍ବା ପରାମର୍ଶ ପରିଚାଳନା ସକାଶେ  (acquisition)ରେ କ୍ଲିକ୍ କରନ୍ତୁ
  
 
|-
 
|-
|09:30
+
|09:59
 
| ତା’ପରେ, tool ଟାବ୍ ପାଇଁ ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
 
| ତା’ପରେ, tool ଟାବ୍ ପାଇଁ ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
  
 
|-
 
|-
| 09:36
+
| 10:05
| ଏବଂ ପ୍ୟାଟ୍ରନ୍ ଇମେଜ୍‌କୁ ବ୍ୟାଚ୍‌ରେ କିମ୍ୱା ଏକ ସମୟରେ ଗୋଟିଏ ଅପଲୋଡ୍ କରିବା ପାଇଁ (batch_upload_patron_images)ରେ କ୍ଲିକ୍ କରନ୍ତୁ
+
| ଏବଂ ପାଟ୍ରନ୍ ଇମେଜ୍‌କୁ ବ୍ୟାଚ୍‌ରେ କିମ୍ବା ଏକ ସମୟରେ ଗୋଟିଏ ଅପଲୋଡ୍ କରିବା ପାଇଁ (batch_upload_patron_images)ରେ କ୍ଲିକ୍ କରନ୍ତୁ
  
 
|-
 
|-
|09:47
+
|10:16
 
| (edit_patrons) Perform batch modification of patrons ରେ କ୍ଲିକ୍ କରନ୍ତୁ
 
| (edit_patrons) Perform batch modification of patrons ରେ କ୍ଲିକ୍ କରନ୍ତୁ
  
 
|-
 
|-
|09:55
+
|10:24
| ପ୍ୟାଟ୍ରନ୍ ଡାଟା ଇମ୍ପୋର୍ଟ କରିବା ପାଇଁ (import_patrons)କୁ ମଧ୍ୟ ଚୟନ କରନ୍ତୁ
+
| ପାଟ୍ରନ୍ ଡାଟା ଇମ୍ପୋର୍ଟ କରିବା ପାଇଁ (import_patrons)କୁ ମଧ୍ୟ ଚୟନ କରନ୍ତୁ
  
 
|-
 
|-
|10:01
+
|10:30
 
| Edit authorities ଉପରେ ମଧ୍ୟ କ୍ଲିକ୍ କରନ୍ତୁ
 
| Edit authorities ଉପରେ ମଧ୍ୟ କ୍ଲିକ୍ କରନ୍ତୁ
  
 
|-
 
|-
|10:07
+
|10:36
 
| ଏବେ, ରିପୋର୍ଟ ମଡ୍ୟୁଲ୍ ଆକ୍ସେସ୍‌ର ଅନୁମତି ପାଇଁ (reports) ଟାବ୍କୁ ଯାଆନ୍ତୁ
 
| ଏବେ, ରିପୋର୍ଟ ମଡ୍ୟୁଲ୍ ଆକ୍ସେସ୍‌ର ଅନୁମତି ପାଇଁ (reports) ଟାବ୍କୁ ଯାଆନ୍ତୁ
  
 
|-
 
|-
| 10:14
+
| 10:43
 
| ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Execute SQL reports ପାଇଁ (execute _reports)କୁ ଚୟନ କରନ୍ତୁ
 
| ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Execute SQL reports ପାଇଁ (execute _reports)କୁ ଚୟନ କରନ୍ତୁ
  
 
|-
 
|-
|10:23
+
|10:52
 
| ତା’ପରେ ପେଜ୍‌ର ନିମ୍ନଭାଗରେ ଥିବା Save ଉପରେ କ୍ଲିକ୍ କରନ୍ତୁ
 
| ତା’ପରେ ପେଜ୍‌ର ନିମ୍ନଭାଗରେ ଥିବା Save ଉପରେ କ୍ଲିକ୍ କରନ୍ତୁ
  
 
|-
 
|-
|10:28
+
|10:57
| ଏହା ସହିତ, Ms. Samruddhi ନାମକ ଜଣେ ଲାଇବ୍ରେରୀ ଷ୍ଟାଫ୍ ଙ୍କୁ ସମସ୍ତ ଆବଶ୍ୟକ ଅଧିକାର ପ୍ରଦାନ କରାଗଲା
+
| ଏହା ସହିତ, Ms. Samruddhi ନାମକ ଜଣେ ଲାଇବ୍ରେରୀ ଷ୍ଟାଫ୍‌ଙ୍କୁ ସମସ୍ତ ଆବଶ୍ୟକ ଅଧିକାର ପ୍ରଦାନ କରାଗଲା
  
 
|-
 
|-
|10:37
+
|11:06
 
| ବର୍ତ୍ତମାନ, superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ  
 
| ବର୍ତ୍ତମାନ, superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ  
  
 
|-
 
|-
| 10:42
+
| 11:11
| ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ଉପରେ କ୍ଲିକ୍ କରି ଡ୍ରପ୍-ଡାଉନ୍ରେ ଥିବା Log outରେ କ୍ଲିକ୍ କରନ୍ତୁ
+
| ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ଉପରେ କ୍ଲିକ୍ କରି ଡ୍ରପ୍-ଡାଉନ୍‌ରେ ଥିବା Log outରେ କ୍ଲିକ୍ କରନ୍ତୁ
  
 
|-
 
|-
|10:54
+
|11:23
 
| ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
 
| ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
  
 
|-
 
|-
|10:58
+
|11:27
 
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ,
 
| ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ,
  
 
|-
 
|-
| 11:03
+
| 11:33
| ଗୋଟିଏ ପ୍ୟାଟ୍ରନ୍ କ୍ୟାଟେଗୋରୀ ଯୋଡ଼ିବା, ଗୋଟିଏ ପ୍ୟାଟ୍ରନ୍ ତିଆରି କରିବା,
+
| ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀ ଯୋଡ଼ିବା, ଗୋଟିଏ ପାଟ୍ରନ୍ ତିଆରି କରିବା,
  
 
|-
 
|-
| 11:08
+
| 11:39
| ଗୋଟିଏ Superlibrarian ତିଆରି କରିବା, ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍ଙ୍କୁ ଆକ୍ସେସ୍ ପ୍ରଦାନ କରିବା
+
| ଗୋଟିଏ Superlibrarian ତିଆରି କରିବା, ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍‌ଙ୍କୁ ଆକ୍ସେସ୍ ପ୍ରଦାନ କରିବା
  
 
|-
 
|-
|11:16
+
|11:47
| ଆସାଇନମେଣ୍ଟ ଭାବେ, Research Scholar ନାମକ ଗୋଟିଏ ନୂଆ ପ୍ୟାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ନ୍ତୁ
+
| ଆସାଇନମେଣ୍ଟ ଭାବେ, Research Scholar ନାମକ ଗୋଟିଏ ନୂଆ ପାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ନ୍ତୁ
  
 
|-
 
|-
|11:23
+
|11:54
| Superlibrarian ପାଇଁ ଆସାଇନମେଣ୍ଟ: ନିମ୍ନଲିଖିତ କାର୍ଯ୍ୟ ପାଇଁ ଜଣେ ନୂଆ ଷ୍ଟାଫ୍ ଙ୍କୁ ଯୋଡ଼ନ୍ତୁ
+
| Superlibrarian ପାଇଁ ଆସାଇନମେଣ୍ଟ: ନିମ୍ନଲିଖିତ କାର୍ଯ୍ୟ ପାଇଁ ଜଣେ ନୂଆ ଷ୍ଟାଫ୍‌ଙ୍କୁ ଯୋଡ଼ନ୍ତୁ
  
 
|-
 
|-
| 11:30
+
| 12:01
 
| ସମସ୍ତ Cataloging ଅଧିକାରଗୁଡ଼ିକୁ ଆସାଇନ୍ କରନ୍ତୁ ଏବଂ ସମସ୍ତ Acquisition ଅଧିକାରଗୁଡ଼ିକୁ ଯୋଡ଼ନ୍ତୁ
 
| ସମସ୍ତ Cataloging ଅଧିକାରଗୁଡ଼ିକୁ ଆସାଇନ୍ କରନ୍ତୁ ଏବଂ ସମସ୍ତ Acquisition ଅଧିକାରଗୁଡ଼ିକୁ ଯୋଡ଼ନ୍ତୁ
  
 
|-
 
|-
| 11:37
+
| 12:09
 
| ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
 
| ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
  
 
|-
 
|-
| 11:45
+
| 12:17
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
  
 
|-
 
|-
|11:56
+
|12:28
 
| ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
 
| ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
  
 
|-
 
|-
| 12:00
+
| 12:32
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
 
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
  
 
|-
 
|-
|12:12
+
|12:45
 
| ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
| ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
  
 
|}
 
|}

Latest revision as of 01:24, 13 April 2019

Time
Narration
00:01 ବନ୍ଧୁଗଣ, ଗୋଟିଏ Superlibrarian ତିଆରି ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା- ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ିବା,
00:11 ଗୋଟିଏ ପାଟ୍ରନ୍ ତିଆରି କରିବା,
00:14 Superlibrarian ତିଆରି କରିବା ଏବଂ
00:17 ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍‌ଙ୍କୁ ଆକ୍ସେସ୍ ପ୍ରଦାନ କରିବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବୁଣ୍ଟୁ Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି
00:35 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
00:42 ଏହି ଟ୍ୟୁଟୋରିଆଲ୍‌କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଆବଶ୍ୟକ
00:48 ଏବଂ Kohaରେ Adminକୁ ମଧ୍ୟ ଆକ୍ସେସ୍ ଥିବା ଆବଶ୍ୟକ
00:53 ଅଧିକ ବିବରଣୀ ପାଇଁ ଏହି ୱେବସାଇଟରେ ଥିବା Koha Spoken Tutorialର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ
01:00 ଚାଲନ୍ତୁ କିପରି ଗୋଟିଏ ପାଟ୍ରନ୍ ଶ୍ରେଣୀକୁ ଯୋଡ଼ାଯାଏ, ତାହା ଶିଖିବାରୁ ଆରମ୍ଭ କରିବା
01:05 ନିଜର ଡାଟାବେସ୍ ଆଡ୍‌ମିନିଷ୍ଟ୍ରେଟର୍ ୟୁଜରନେମ୍ ଓ ପାସୱର୍ଡ ବ୍ୟବହାର କରି Kohaରେ ଲଗ୍-ଇନ୍ କରନ୍ତୁ
01:13 Koha Administrationରେ କ୍ଲିକ୍ କରନ୍ତୁ
01:18 ପାଟ୍ରନ୍ ଓ ସର୍କୁଲେଶନ୍ ଅଧିନରେ ଥିବା Patron categoriesରେ କ୍ଲିକ୍ କରନ୍ତୁ
01:24 ପାଟ୍ରନ୍ କ୍ୟାଟେଗୋରୀ ନାମକ ଗୋଟିଏ ନୂଆ ପେଜ୍ ଖୋଲିବ
01:28 New Categoryରେ କ୍ଲିକ୍ କରନ୍ତୁ
01:31 New category ନାମକ ଗୋଟିଏ ନୂଆ ପେଜ୍ ଖୋଲିବ, ଯେଉଁଥିରେ କିଛି ବିବରଣୀ ପୂରଣ କରିବା ପାଇଁ ପ୍ରମ୍ପ୍ଟ କରାଯାଇଛି
01:38 ପୂର୍ବେ କୁହାଯାଇଥିବା ଭଳି, ଧ୍ୟାନ ଦିଅନ୍ତୁ ଯେ, ନାଲିରେ ଚିହ୍ନିତ ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ
01:45 ମୁଁ ଏଠାରେ କିଛି ବିବରଣୀ ପୂରଣ କରିଛି. ଦୟାକରି ସେହିପରି କରନ୍ତୁ
01:51 କ୍ୟାଟେଗୋରୀ ପ୍ରକାର ପାଇଁ ଡ୍ରପ୍-ଡାଉନ୍ ତାଲିକାରୁ Staff ଚୟନ କରନ୍ତୁ
01:57 ଶାଖାଗୁଡ଼ିକର ସଂଖ୍ୟାକୁ ସୀମିତ କରିବା ପାଇଁ All Branches ଚୟନ କରନ୍ତୁ
02:02 ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ
02:07 ଲେଖାଯାଇଥିବା କ୍ୟାଟେଗୋରୀ ନାମ, ପାଟ୍ରନ୍ କ୍ୟାଟେଗୋରୀ ପେଜ୍‌ରେ ଦୃଶ୍ୟମାନ ହେବ
02:14 ମୋ କ୍ଷେତ୍ରରେ, ଏହା Library Staff ପ୍ରଦର୍ଶନ କରିବ
02:19 ଏହା ସହିତ ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀ ତିଆରି ହୋଇଯାଇଛି
02:23 ତା’ପରେ ଆମେ, ଗୋଟିଏ ପାଟ୍ରନ୍ କିପରି ତିଆରି କରାଯାଏ ଶିଖିବା
02:28 ଉପର ବାମପଟ କୋଣରେ ଥିବା Home ଉପରେ କ୍ଲିକ୍ କରନ୍ତୁ
02:32 Create a Patron ବୋଲି ପ୍ରମ୍ପ୍ଟ କରୁଥିବା ଗୋଟିଏ ଡାୟଲଗ୍ ବକ୍ସ ସହିତ Koha ହୋମ୍-ପେଜ୍ ଖୋଲିଯିବ
02:39 ଗୋଟିଏ ପାଟ୍ରନ୍ ତିଆରି କରିବା ବାଧ୍ୟତାମୂଳକ ଅଟେ. ଅନ୍ୟଥା, ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ରୋଲ୍ରେ Kohaର କିଛି ଅଂଶ କାର୍ଯ୍ୟ କରିବ ନାହିଁ
02:50 ଡାଏଲଗ୍-ବକ୍ସରେ ପ୍ରମ୍ପ୍ଟ କରାଯାଇଥିବା Create Patronରେ କ୍ଲିକ୍ କରନ୍ତୁ
02:56 ଅନ୍ୟ ଭାବେ, ଆପଣ Koha ହୋମ୍ ପେଜ୍ ଉପରେ ଥିବା ପ୍ୟାଟ୍ରନ୍‌ରେ କ୍ଲିକ୍ କରିପାରିବେ
03:02 ମୁଁ Create Patronରେ କ୍ଲିକ୍ କରିବି
03:06 ଗୋଟିଏ ନୂଆ ପେଜ୍ ଖୋଲିଯିବ. ଟାବ୍ New Patron ଉପରେ କ୍ଲିକ୍ କରନ୍ତୁ
03:12 ଡ୍ରପ୍-ଡାଉନ୍‌ରୁ Library Staffକୁ ଚୟନ କରନ୍ତୁ
03:17 ଗୋଟିଏ ନୂଆ ପେଜ୍, ପାଟ୍ରନ୍ ଯୋଡ଼ନ୍ତୁ (ଲାଇବ୍ରେରୀ ଷ୍ଟାଫ୍) ଖୋଲିଯିବ
03:22 ବର୍ତ୍ତମାନ, ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ, ଯେପରି:

ପାଟ୍ରନ୍ ପରିଚୟ, ମୁଖ୍ୟ ଠିକଣା, ଯୋଗାଯୋଗ, ଆଦି

03:34 ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ କିଛି ବିବରଣୀ ପୂରଣ କରିଛି
03:39 ଏଠାରେ ତାଲିକାଭୁକ୍ତ ଥିବା କୌଣସି ଫିଲ୍ଡ ପାଇଁ ଯଦି ଆପଣଙ୍କ ପାଖରେ ସୂଚନା ନଥାଏ, ତେବେ ତାହାକୁ ସେହିପରି ଖାଲି ଛାଡ଼ିଦିଅନ୍ତୁ
03:47 ଭିଡିଓକୁ ପଜ୍ କରନ୍ତୁ ଏବଂ ସମସ୍ତ ବିବରଣୀ ପୂରଣ କରିବା ପରେ ଭିଡିଓକୁ ପୁନଃ ଚାଲୁ କରନ୍ତୁ
03:53 ଲାଇବ୍ରେରୀ ମ୍ୟାନେଜ୍‌ମେଣ୍ଟ ଅଧୀନରେ Card Number ଫିଲ୍ଡକୁ ଚିହ୍ନଟ କରନ୍ତୁ
04:01 ଧ୍ୟାନ ଦିଅନ୍ତୁ ଯେ, ସଂଖ୍ୟା 1, Koha ଦ୍ଵାରା ସ୍ଵଚାଳିତ ଭାବେ ତିଆରି ହୋଇଛି
04:07 ଅତଏବ, ଆପଣ ନିଜର Koha ଇଣ୍ଟରଫେସ୍ ରେ ଗୋଟିଏ ଭିନ୍ନ ସଂଖ୍ୟାକୁ ଦେଖିବେ
04:13 ତା’ପରେ ହେଉଛି, ଲାଇବ୍ରେରୀ
04:16 ଡ୍ରପ୍-ଡାଉନ୍‌ରୁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ଚୟନ କରନ୍ତୁ
04:21 ଏହି ଅଧ୍ୟାୟରେ ପୂର୍ବେ ତିଆରି କରାଯାଇଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀକୁ ମନେପକାନ୍ତୁ
04:28 ଯଦି ଆପଣ ଗୋଟିଏ ଭିନ୍ନ ନାମ ଦେଇଥିଲେ, ତେବେ ଏଠାରେ ସେହି ନାମକୁ ଚୟନ କରନ୍ତୁ
04:34 କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍‌ରୁ Library Staffକୁ ଚୟନ କରନ୍ତୁ
04:40 OPAC/ଷ୍ଟାଫ୍ ଲଗ୍-ଇନ୍ ବିଭାଗ ଅଧୀନରେ ୟୁଜର୍‌ମ୍ ଓ ପାସ୍ୱର୍ଡ ଲେଖନ୍ତୁ
04:47 ପ୍ରତ୍ୟେକ ନୂଆ ୟୁଜର୍, ଗୋଟିଏ ନୂଆ ୟୁଜର୍ ନେମ୍ ଓ ପାସୱର୍ଡ ତିଆରି କରିବା ଉଚିତ୍
04:53 ମୁଁ ୟୁଜର୍ ନେମ୍‌କୁ Bella ଓ
04:57 ପାସୱର୍ଡକୁ library ଭାବେ ଲେଖିବି
05:00 ପୁନର୍ବାର, Confirm password: ଫିଲ୍ଡରେ ସମାନ ପାସୱର୍ଡକୁ ଲେଖନ୍ତୁ
05:06 ଏହି ୟୁଜର୍ ନେମ୍ ଓ ପାସୱର୍ଡକୁ ମନେରଖନ୍ତୁ
05:10 ଜଣେ ଷ୍ଟାଫ୍‌ଙ୍କୁ ଅଧିକାର/ଅନୁମତି ଦେବା ପାଇଁ ଏହା କିଛି ସମୟ ପରେ ବ୍ୟବହାର କରାଯିବ
05:17 ସମସ୍ତ ବିବରଣୀ ପୂରଣ କରାଯିବା ପରେ, ପେଜ୍‌ର ଉପରକୁ ଯାଇ Saveରେ କ୍ଲିକ୍ କରନ୍ତୁ
05:25 ପ୍ୟାଟ୍ରନ୍ ର ନାମ ଓ କାର୍ଡ ନମ୍ବର୍ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
05:31 ଏହି କ୍ଷେତ୍ରରେ, ପୂର୍ବେ ଲେଖାଯାଇଥିବା ଅନୁସାରେ କାର୍ଡ ନମ୍ବର୍ 1 ସହିତ Ms Bella Tony ଭାବେ ପେଜ୍‌ର ପାଟ୍ରନ୍ ଅଛି
05:41 ବିଭାଗକୁ ଏଡିଟ୍ କରିବା ପାଇଁ Edit ଟାବ୍‌ରେ କ୍ଲିକ୍ କରନ୍ତୁ, ଯାହା ସମ୍ୱନ୍ଧିତ ବିଭାଗର ତଳେ ସ୍ଥାପିତ କରାଯାଇଛି
05:49 ବର୍ତ୍ତମାନ, ପ୍ୟାଟ୍ରନ୍‌ଗୁଡ଼ିକୁ କିପରି ଅନୁମତି ଦିଆଯାଏ, ଚାଲନ୍ତୁ ଶିଖିବା
05:55 ସମାନ ପେଜ୍‌ରେ, ଟାବ୍ Moreକୁ ଚିହ୍ନଟ କରନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ
06:03 Set permissions for Bella Tony ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
06:09 (superlibrarian) ସମସ୍ତ ଲାଇବ୍ରେରିଆନ୍ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
06:16 ତା’ପରେ ପେଜ୍ ତଳେ ଥିବା Save ଉପରେ କ୍ଲିକ୍ କରନ୍ତୁ
06:21 ବର୍ତ୍ତମାନ, ସମସ୍ତ ଲାଇବ୍ରେରୀ କାର୍ଯ୍ୟକଳାପ ପାଇଁ ଆକ୍ସେସ୍ ରହିଥିବା, Superlibrarian Ms Bella Tony ତିଆରି କରାଗଲା
06:30 ଏହି superlibrarian ଆକାଉଣ୍ଟ ସହିତ ଜଣେ ଷ୍ଟାଫ୍‌ଙ୍କୁ ଅଧିକାର/ଅନୁମତି ପ୍ରଦାନ କରିହେବ
06:37 ତେଣୁ, Koha ଲାଇବ୍ରେରୀ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍‌ରେ ଏହାର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି
06:43 ବର୍ତ୍ତମାନ ଚାଲନ୍ତୁ, ଜଣେ ଷ୍ଟାଫ୍‌ଙ୍କୁ କିପରି ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଆକ୍ସେସ୍ ପ୍ରଦାନ କରାଯାଏ, ଶିଖିବା
06:50 ଜଣେ ଡାଟାବେସ୍ ଆଡମିନିଷ୍ଟ୍ରେଟର୍ ୟୁଜର୍ ଭାବେ ନିଜର ସାମ୍ପ୍ରତିକ ସେସନ୍‌ରୁ ଲଗ୍-ଆଉଟ୍ କରନ୍ତୁ
06:56 ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ No Library Setରେ କ୍ଲିକ୍ କରନ୍ତୁ
07:03 ଡ୍ରପ୍-ଡାଉନ୍‌ରେ ଥିବା Log outରେ କ୍ଲିକ୍ କରନ୍ତୁ
07:08 ବର୍ତ୍ତମାନ Superlibrarian ଆକାଉଣ୍ଟରେ ଲଗ୍-ଇନ୍ କରନ୍ତୁ
07:13 ଜଣେ Superlibrarian, ଅନ୍ୟ ଜଣେ ଷ୍ଟାଫ୍‌ଙ୍କୁ ଅନ୍ୟ କୌଣସି ମଡ୍ୟୁଲ୍‌କୁ ଆକ୍ସେସ୍ କରିବା ପାଇଁ ଅଧିକାର କିମ୍ବା ଅନୁମତି ପ୍ରଦାନ କରିପାରିବେ
07:22 ଉଦାହରଣସ୍ଵରୂପ- Cataloging ମଡ୍ୟୁଲ୍, Circulation ମଡ୍ୟୁଲ୍,
07:27 Serial Control, Acquisition, ଆଦି
07:32 ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଗୋଟିଏ ପାଟ୍ରନ୍ ତିଆରି କରନ୍ତୁ
07:36 New Patron ଟାବ୍ ଉପରେ କ୍ଲିକ୍ କରନ୍ତୁ. ଡ୍ରପ୍-ଡାଉନ୍‌ରୁ Library Staff ଚୟନ କରନ୍ତୁ
07:43 ସାଲୁଟେଶନ୍‌କୁ Ms. ଭାବେ ଚୟନ କରନ୍ତୁ. ସରନେମ୍‌କୁ Samruddhi ଭାବେ ଲେଖନ୍ତୁ
07:51 କ୍ୟାଟେଗୋରୀ ପାଇଁ ଡ୍ରପ୍-ଡାଉନ୍‌ରୁ Library Staff ଚୟନ କରନ୍ତୁ
07:57 ଅନ୍ୟ କୌଣସି ବିକଳ୍ପ ଚୟନ କରନ୍ତୁ ନାହିଁ
08:01 ବିଭାଗ OPAC/Staff login ଅଧୀନରେ,

ୟୁଜରନେମ୍ ଭାବେ Samruddhi ଏବଂ ପାସୱର୍ଡ ଭାବେ patron ଲେଖନ୍ତୁ

08:13 ପୁନର୍ବାର, Confirm ପାସୱର୍ଡ ଫିଲ୍ଡରେ ସମାନ ପାସୱର୍ଡ ଲେଖନ୍ତୁ
08:19 ଜଣେ ଷ୍ଟାଫ୍ ଭାବେ ଆଗକୁ ଲଗ୍-ଇନ୍ ପାଇଁ ବ୍ୟବହାର କରିବା ସକାଶେ ଏହି ୟୁଜରନେମ୍ ଓ ପାସୱର୍ଡକୁ ମନେରଖନ୍ତୁ
08:27 ସମସ୍ତ ବିବରଣୀ ପୂରଣ କରିସାରିବା ପରେ ପେଜ୍‌ର ଉପରିଭାଗରେ ଥିବା Saveରେ କ୍ଲିକ୍ କରନ୍ତୁ
08:34 ବର୍ତ୍ତମାନ, ଏହି ନିର୍ଦ୍ଦିଷ୍ଟ ପାଟ୍ରନ୍ ପାଇଁ ଅନୁମତି ପ୍ରଦାନ କରନ୍ତୁ
08:39 More ଟାବ୍ କୁ ଯାଆନ୍ତୁ ଏବଂ Set Permissionsରେ କ୍ଲିକ୍ କରନ୍ତୁ
08:45 ଶୀର୍ଷକ Set permissions for Samruddhi ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
08:52 ଏହା, ଆମେ ତିଆରି କରିଥିବା ପାଟ୍ରନ୍‌ର ନାମ ଅଟେ
08:57 (circulate) ଚେକ୍ ଆଉଟ୍ ଓ ଚେକ୍ ଇନ୍ ଆଇଟମଗୁଡ଼ିକ ପାଇଁ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
09:04 ତା’ପରେ, ଷ୍ଟାଫ୍ ଲଗ୍-ଇନ୍ ପାଇଁ ଆବଶ୍ୟକ (catalogue) ନିମନ୍ତେ ଥିବା ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ
09:12 (borrowers) Add, modify and view patron information ଉପରେ କ୍ଲିକ୍ କରନ୍ତୁ
09:19 ତା’ପରେ, ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
09:24 reserve for others Place and modify holds for patronsରେ କ୍ଲିକ୍ କରନ୍ତୁ
09:31 ତା’ପରେ Edit catalog ଟାବ୍‌କୁ ଆସନ୍ତୁ
09:35 ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ (Modify bibliographic/holdings data) ପାଇଁ ଏଡିଟ୍ କ୍ୟାଟାଲଗ୍ (editcatalogue)ରେ କ୍ଲିକ୍ କରନ୍ତୁ
09:46 ତା’ପରେ, Acquisition ଟାବ୍‌କୁ ଆସନ୍ତୁ. ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Acquisition ଏବଂ/କିମ୍ବା ପରାମର୍ଶ ପରିଚାଳନା ସକାଶେ (acquisition)ରେ କ୍ଲିକ୍ କରନ୍ତୁ
09:59 ତା’ପରେ, tool ଟାବ୍ ପାଇଁ ଏଠାରେ ଥିବା ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ
10:05 ଏବଂ ପାଟ୍ରନ୍ ଇମେଜ୍‌କୁ ବ୍ୟାଚ୍‌ରେ କିମ୍ବା ଏକ ସମୟରେ ଗୋଟିଏ ଅପଲୋଡ୍ କରିବା ପାଇଁ (batch_upload_patron_images)ରେ କ୍ଲିକ୍ କରନ୍ତୁ
10:16 (edit_patrons) Perform batch modification of patrons ରେ କ୍ଲିକ୍ କରନ୍ତୁ
10:24 ପାଟ୍ରନ୍ ଡାଟା ଇମ୍ପୋର୍ଟ କରିବା ପାଇଁ (import_patrons)କୁ ମଧ୍ୟ ଚୟନ କରନ୍ତୁ
10:30 Edit authorities ଉପରେ ମଧ୍ୟ କ୍ଲିକ୍ କରନ୍ତୁ
10:36 ଏବେ, ରିପୋର୍ଟ ମଡ୍ୟୁଲ୍ ଆକ୍ସେସ୍‌ର ଅନୁମତି ପାଇଁ (reports) ଟାବ୍କୁ ଯାଆନ୍ତୁ
10:43 ଯୁକ୍ତ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ Execute SQL reports ପାଇଁ (execute _reports)କୁ ଚୟନ କରନ୍ତୁ
10:52 ତା’ପରେ ପେଜ୍‌ର ନିମ୍ନଭାଗରେ ଥିବା Save ଉପରେ କ୍ଲିକ୍ କରନ୍ତୁ
10:57 ଏହା ସହିତ, Ms. Samruddhi ନାମକ ଜଣେ ଲାଇବ୍ରେରୀ ଷ୍ଟାଫ୍‌ଙ୍କୁ ସମସ୍ତ ଆବଶ୍ୟକ ଅଧିକାର ପ୍ରଦାନ କରାଗଲା
11:06 ବର୍ତ୍ତମାନ, superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ
11:11 ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ ଉପରେ କ୍ଲିକ୍ କରି ଡ୍ରପ୍-ଡାଉନ୍‌ରେ ଥିବା Log outରେ କ୍ଲିକ୍ କରନ୍ତୁ
11:23 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
11:27 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ,
11:33 ଗୋଟିଏ ପାଟ୍ରନ୍ କ୍ୟାଟେଗୋରୀ ଯୋଡ଼ିବା, ଗୋଟିଏ ପାଟ୍ରନ୍ ତିଆରି କରିବା,
11:39 ଗୋଟିଏ Superlibrarian ତିଆରି କରିବା, ଗୋଟିଏ ନିର୍ଦ୍ଦିଷ୍ଟ ମଡ୍ୟୁଲ୍ ପାଇଁ ଜଣେ ଷ୍ଟାଫ୍‌ଙ୍କୁ ଆକ୍ସେସ୍ ପ୍ରଦାନ କରିବା
11:47 ଆସାଇନମେଣ୍ଟ ଭାବେ, Research Scholar ନାମକ ଗୋଟିଏ ନୂଆ ପାଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ନ୍ତୁ
11:54 Superlibrarian ପାଇଁ ଆସାଇନମେଣ୍ଟ: ନିମ୍ନଲିଖିତ କାର୍ଯ୍ୟ ପାଇଁ ଜଣେ ନୂଆ ଷ୍ଟାଫ୍‌ଙ୍କୁ ଯୋଡ଼ନ୍ତୁ
12:01 ସମସ୍ତ Cataloging ଅଧିକାରଗୁଡ଼ିକୁ ଆସାଇନ୍ କରନ୍ତୁ ଏବଂ ସମସ୍ତ Acquisition ଅଧିକାରଗୁଡ଼ିକୁ ଯୋଡ଼ନ୍ତୁ
12:09 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:28 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
12:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:45 ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep