Koha-Library-Management-System/C2/Close-a-Budget/Oriya

From Script | Spoken-Tutorial
Revision as of 14:44, 18 March 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 How to Close a Budget ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, ଏକ Budget ବନ୍ଦ କରିବାର ପଦାଙ୍କ ବିଷୟରେ ଶିଖିବା
00:14 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି

Ubuntu Linux OS 16.04 ଏବଂ Koha version 16.05.

00:28 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ Library Science ଜାଣିଥିବା ଉଚିତ
00:34 ଏହାର ଅଭ୍ୟାସ ପାଇଁ ଆପଣଙ୍କ ସିଷ୍ଟମ୍‌ରେ Koha ଇନଷ୍ଟଲ୍ ହୋଇଥିବା ଦରକାର
00:40 ତଥା Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ
00:44 ଅଧିକ ବିବରଣୀ ପାଇଁ ଦୟାକରି ଏହି ୱେବସାଇଟରେ ଥିବା Koha Spoken Tutorialର ଶୃଙ୍ଖଳାକୁ ଦେଖନ୍ତୁ
00:51 ଚାଲନ୍ତୁ, ଏକ Budget ବନ୍ଦ କରିବା ବିଷୟରେ ଶିଖିବା
00:55 ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଧ୍ୟାନ ଦିଅନ୍ତୁ ଯେ,

ଏକ ପୁରୁଣା ବଜେଟ୍‌ରୁ ଅପ୍ରାପ୍ତ ଅର୍ଡର୍ସ ଓ ଖର୍ଚ୍ଚ ହୋଇନଥିବା ଆବଶ୍ୟକ ଫଣ୍ଡକୁ

01:04 ଏକ ନୂଆ ବଜେଟ୍‌କୁ ନେବାପାଇଁ
01:07 ଏକ Budget ବନ୍ଦ କରାଯାଏ
01:11 ପୂର୍ବ ବଜେଟ୍‌ରୁ, ଯାହା ହେଉଛି

Spoken Tutorial Library 2016-2017 Phase I

01:20 ଏକ ନୂଆ ବଜେଟ୍‌କୁ, ଯାହା ହେଉଛି

Spoken Tutorial Library 2017-2018 Phase II

01:29 ଦୟାକରି ଧ୍ୟାନ ଦିଅନ୍ତୁ -

ଗୋଟିଏ ବଜେଟ୍ ବନ୍ଦ କରିବା ପୂର୍ବରୁ, ଗତ ବର୍ଷ ବଜେଟ୍‌ର ଡୁପ୍ଲିକେଟ୍ କରିବା ପାଇଁ ପରାମର୍ଶ ଦିଆଯାଉଛି

01:38 ଏହା କରିବା ପାଇଁ, ପୂର୍ବ ବଜେଟ୍‌ର ଫଣ୍ଡ ନିର୍ମାଣ, ନିଶ୍ଚିତ ଭାବେ ନୂଆ ବଜେଟ୍‌ରେ ବିଦ୍ୟମାନ ରହିଥିବା ଦରକାର
01:46 ଏକ ବଜେଟ୍ ବନ୍ଦ କରିବା ପାଇଁ ନିମ୍ନଲିଖିତ କରନ୍ତୁ:

Superlibrarian Username ଓ ପାସୱର୍ଡ ସହିତ ଲଗ୍-ଇନ୍ କରନ୍ତୁ

01:56 Koha Homepageରେ ଥିବା Acquisitions ଉପରେ କ୍ଲିକ୍ କରନ୍ତୁ
02:01 ବାମପଟେ ଥିବା ଅପ୍ସନଗୁଡ଼ିକ ମଧ୍ୟରୁ Budget ଉପରେ କ୍ଲିକ୍ କରନ୍ତୁ
02:07 Budget Administration ପେଜ୍ ରେ ଥିବା Active Budgets ଟାବ୍‌ରେ ସମ୍ପର୍କିତ Budget ଅଛି
02:16 ମୋ ମାମଲାରେ ତାହା ହେଉଛି Spoken Tutorial Library 2016-2017 Phase I
02:24 Actions ଟାବ୍‌ରେ କ୍ଲିକ୍ କରନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Close ଚୟନ କରନ୍ତୁ
02:32 Close ଚୟନ କରାଗଲେ, ଗୋଟିଏ ନୂଆ ପେଜ୍ ଖୋଲିବ
02:37 ଏହା The unreceived orders from the following funds will be moved ବୋଲି କହିଥାଏ
02:44 ସେହି ପେଜ୍‌ରେ, ଆମ ପାଖରେ Select a Budget ଅଛି
02:49 ଡ୍ରପ୍-ଡାଉନ୍‌ରୁ Budget ଚୟନ କରନ୍ତୁ, ଯେଉଁଠାକୁ ଆପଣ ନିଜର Unreceived Orders ନେବାକୁ ଚାହୁଁଛନ୍ତି
02:57 ମୁଁ Spoken Tutorial Library 2017-2018 Phase II ଚୟନ କରିବି

ଡୁପ୍ଲିକେଟ୍ ବଜେଟ୍‌ରେ ସେହି Fund Detailsକୁ ତିଆରି କରିବାକୁ ପଡ଼ିବ

03:11 ଏଥିରୁ, ଖର୍ଚ୍ଚ ହୋଇନଥିବା ବଜେଟ୍‌କୁ ସେଠାକୁ ନେବାରେ ଆମକୁ ସହାୟତା ମିଳିବ
03:17 ଏହାପରେ ହେଉଛି Move remaining unspent funds
03:22 ଏହା ଉପରେ କ୍ଲିକ୍ କଲେ, ଖର୍ଚ୍ଚ ହୋଇନଥିବା ଧନ ନୂଆ Budgetକୁ ଚାଲିଯିବ
03:28 ଗତ ବର୍ଷର ଖର୍ଚ୍ଚ ହୋଇନଥିବା ଧନକୁ ଯଦି ଆପଣ ନୂଆ Budgetରେ ରଖିବାକୁ ଚାହାନ୍ତି, ତେବେ ଏହା କରନ୍ତୁ

ମୁଁ ଏହି ବକ୍ସକୁ ଖାଲି ଛାଡ଼ିଦେବି

03:40 ସମସ୍ତ ବିବରଣୀ ପୁରଣ ହୋଇଯିବା ପରେ, ପେଜ୍ ତଳେ ଥିବା Move Unreceived Orders ବଟନ୍ ଉପରେ କ୍ଲିକ୍ କରନ୍ତୁ
03:49 ନିମ୍ନ ବାର୍ତ୍ତା ଥାଇ ଗୋଟିଏ ଡାୟଲଗ୍ ବକ୍ସ ଦେଖାଦେବ
03:53 You have chosen to move all unreceived orders from 'Spoken Tutorial Library 2016-2017 Phase I' to 'Spoken Tutorial Library 2017-2018, Phase II'
04:11 This action cannot be reversed. Do you wish to continue?
04:17 ଏହା ମନେରଖିବା ଜରୁରୀ ଅଟେ କି, ଥରେ ସମ୍ପୂର୍ଣ୍ଣ ହୋଇଯିବା ପରେ ଆପଣ ଏହି ପ୍ରକ୍ରିୟାକୁ Undo କରିପାରିବେ ନାହିଁ
04:24 ଡାୟଲଗ୍ ବକ୍ସ ତଳେ ଥିବା OK ଉପରେ କ୍ଲିକ୍ କରନ୍ତୁ
04:30 ଗୋଟିଏ ନୂଆ ପେଜ୍ ଖୋଲିବ.

Report after moving unreceived orders from Budget Spoken Tutorial Library 2016-2017 Phase I (01/04/2016 - 31/03/2017) to Spoken Tutorial Library 2017-2018 Phase II (01/04/2017 - 31/03/2018)

04:49 Movedର ବିବରଣୀ ସହିତ ଏହି ପେଜ୍ Order Numbersକୁ ଦେଖାଇବ
04:55 ଏହା ସହିତ ଆମେ, ଆର୍ଥିକ ବର୍ଷର Budgetକୁ ବନ୍ଦ କଲେ
05:00 ଆମେ ଏବେ ଆଗାମୀ ବର୍ଷର Budget ତିଆରି କରିପାରିବା
05:06 ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
05:10 ସଂକ୍ଷିପ୍ତରେ -

ଏହି ଟ୍ୟୁଟୋରିଆଲରେ ଆମେ, ଏକ Budget ବନ୍ଦ କରିବାର ପଦାଙ୍କ ବିଷୟରେ ଶିଖିଲେ

05:19 ଆସାଇନମେଣ୍ଟ -

ପୂର୍ବର ଗୋଟିଏ ଟ୍ୟୁଟୋରିଆଲରେ ଆପଣ, ଟଙ୍କା 50 ଲକ୍ଷର ଏକ ନୂଆ Budget ଯୋଡ଼ିଥିଲେ. ଏକ ଆସାଇନମେଣ୍ଟ ଭାବେ, ସେହି Budgetକୁ ବନ୍ଦ କରନ୍ତୁ

05:33 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
05:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:

କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି

05:47 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
05:51 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ୍ କରନ୍ତୁ.

http://spoken-tutorial.org/NMEICT-Intro

05:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ,, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
06:08 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep