Koha-Library-Management-System/C2/Access-to-Library-Account-on-Web/Oriya

From Script | Spoken-Tutorial
Revision as of 14:17, 19 March 2019 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 Access your Library Account on the Web ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, Webରେ ଜଣେ ପେଟ୍ରନ୍ ଭାବେ ନିଜ ଲାଇବ୍ରେରୀ ଆକାଉଣ୍ଟକୁ ଆକ୍ସେସ୍ କରିବା
00:15 ଏବଂ ତାହାର ଲାଭଗୁଡ଼ିକ ବିଷୟରେ ଶିଖିବା
00:18 ଏହି ଟ୍ୟୁଟୋରିଆଲ ରେକର୍ଡ କରିବାକୁ ମୁଁ ଫାୟାରଫକ୍ସ ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି.
00:24 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କ System Administratorରେ, ଗୋଟିଏ Serverରେ Koha Library ଇନଷ୍ଟଲ୍ ହୋଇଥିବା ଦରକାର
00:32 ଏହି Koha ଲାଇବ୍ରେରୀରେ, Superlibrarian ବା Library Staff କେତେକ Item Types ତିଆରି କରିଛନ୍ତି
00:40 ଏହି ଟ୍ୟୁଟୋରିଆଲର ଅନୁମାନ ଯେ, ଆପଣ ଏହି Koha ଲାଇବ୍ରେରୀର URL ଜାଣିଥିବେ
00:46 ଏବଂ ଆପଣ ଏହି ଲାଇବ୍ରେରୀର ଜଣେ ପେଟ୍ରନ୍ ହୋଇଥିବେ
00:50 ଯଦି ନୁହେଁ, ତେବେ ଏହାପାଇଁ ନିଜର Librarian ବା System Administratorଙ୍କୁ ସମ୍ପର୍କ କରନ୍ତୁ
00:57 ଚାଲନ୍ତୁ ଆରମ୍ଭ କରିବା. ଆପଣଙ୍କ ୱେବ୍ ବ୍ରାଉଜର୍ ଖୋଲି ଟାଇପ୍ କରନ୍ତୁ: http://127.0.1.1/8000
01:12 ଦୟାକରି ଧ୍ୟାନ ଦିଅନ୍ତୁ ଯେ - ଇନଷ୍ଟଲେଶନ୍ ସମୟରେ ଆପଣଙ୍କ Sys-Ad ଦ୍ୱାରା ଦିଆଯାଇଥିବା Port Number ଓ Domain ଉପରେ URL ଭିତ୍ତି କରିଥାଏ.
01:21 ଏବେ Enter ଦାବନ୍ତୁ
01:24 Welcome to Spoken Tutorial Library ଶୀର୍ଷକ ଥିବା ଗୋଟିଏ ନୂଆ OPAC ପେଜ୍ ଖୋଲିବ
01:32 OPAC ପେଜ୍‌ର ଉପର ଡାହାଣପଟ କୋଣରେ ଥିବା Login to Your Account ଉପରେ କ୍ଲିକ୍ କରନ୍ତୁ
01:40 ଏହି ଲଗ୍-ଇନ୍, ଲାଇବ୍ରେରୀର Patronମାନଙ୍କ ପାଇଁ ଅଟେ
01:44 ଖୋଲିଥିବା ନୂଆ ୱିଣ୍ଡୋରେ ଆମକୁ Patron Login ଓ ପାସୱର୍ଡ ଦେବାକୁ ହେବ:
01:52 ଏକ ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ Ms. Reena Shah ଭାବରେ ଜଣେ Patron ତିଆରି କରିଥିବା କଥା ମନେପକାନ୍ତୁ
02:00 ମୁଁ Reena ଭାବରେ ଲଗ୍-ଇନ୍ କରିବି ଏବଂ ଏଠାରେ ପାସୱର୍ଡ ଟାଇପ୍ କରିବି
02:05 ଯଦି ଆପଣ ଭିନ୍ନ ପେଟ୍ରନ୍ ତିଆରି କରିଥା’ନ୍ତି, ତେବେ ସେହି ଲଗ୍-ଇନ୍ ବିବରଣୀକୁ ଏଠାରେ ବ୍ୟବହାର କରନ୍ତୁ
02:11 ଏକ ନୂଆ ପେଜ୍ Hello, Reena Shah ଖୋଲିବ
02:15 Patronର ବିବରଣୀ ଏହି ପେଜ୍ ରେ ଦେଖାଦେଇଥାଏ
02:20 ଏହି ପେଜ୍ Checked Out (1) Items ପାଇଁ ବିବରଣୀ ଦେଖାଇଥାଏ, ଯେପରି:
02:25 Title- Exploring Biology
02:28 Sharma, Sanjay
02:30 Due- 10/08/2018
02:36 Barcode- 00002
02:41 Fines- No
02:44 ମନେରଖନ୍ତୁ, ଏହି ଏଣ୍ଟ୍ରୀକୁ ପୂର୍ବବର୍ତ୍ତୀ ଏକ ଟ୍ୟୁଟୋରିଆଲର ଏକ ଆସାଇନମେଣ୍ଟରେ ତିଆରି କରାଯାଇଥିଲା
02:50 ପେଜ୍‌ର ବାମପଟେ ଥିବା ଅନ୍ୟ ଟାବ୍‌ଗୁଡ଼ିକୁ ଦେଖନ୍ତୁ
02:55 Your Summary, Your Fines,
02:59 Your Personal Details, Your Tags,
03:04 Change Your Password, Your Search History,
03:08 Your Reading History, Your Privacy,
03:12 Your Purchase Suggestions, Your Messaging ଓ Your Lists
03:20 ଏହି ଟାବ୍‌ଗୁଡ଼ିକୁ କ୍ଲିକ୍ କଲେ, Patronର ବିବରଣୀ ଖୋଲିଥାଏ.

ଏହିସବୁ ଟାବ୍ ବିଷୟରେ, ପରେ, ଏହି ଟ୍ୟୁଟୋରିଆଲରେ ମୁଁ ବର୍ଣ୍ଣନା କରିବି

03:30 OPAC ଇଣ୍ଟରଫେସ୍‌ର ଉପର ବାମପଟ କୋଣରେ ଦୁଇଟି ଟାବ୍ ଥିବା ଦେଖନ୍ତୁ: Cart ଓ Lists
03:39 ଯଦି ଆପଣ ଅନ୍ୟ କୌଣସି Library Itemକୁ Cartରେ ଯୋଡ଼ିବାକୁ ଚାହୁଁଛନ୍ତି, ତେବେ ନିମ୍ନଲିଖିତ କରନ୍ତୁ
03:45 ଏହି ଶୃଙ୍ଖଳାରେ ପୂର୍ବରୁ ବର୍ଣ୍ଣିତ ହୋଇଥିବା ଭଳି OPACରେ ଆଇଟମ୍ ଖୋଜନ୍ତୁ
03:51 ମୁଁ Microbiology ବହି ଖୋଜିବି. ଆପଣ, ନିଜ ଲାଇବ୍ରେରୀରୁ ଚାହୁଁଥିବା ଆଇଟମ୍ ଖୋଜିପାରନ୍ତି
04:00 ସେହି କୀ’ୱର୍ଡର ସର୍ଚ୍ଚ ପରିଣାମ ଦେଖାଦେବ
04:04 ପ୍ରତ୍ୟେକ ଶୀର୍ଷକରେ ନିମ୍ନ ଅପ୍ସନ୍ସ ଦେଖାଦେବ - Place Hold, Save to Lists, Add to Cart
04:15 ଧ୍ୟାନ ଦିଅନ୍ତୁ ଯେ, କେବଳ Library ଦ୍ୱାରା ଜାରି କରାଯାଇପାରୁଥିବା Items ପାଇଁ Place Hold ଅପ୍ସନ୍ ଦେଖାଦେବ
04:23 କୌଣସି ନିର୍ଦ୍ଦିଷ୍ଟ ଆଇଟମକୁ କାର୍ଟରେ ଯୋଡ଼ିବା ପାଇଁ Add to Cart ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
04:30 ଯଦି ଏକାଧିକ ଆଇଟମ୍ ଯୋଡ଼ିବାକୁ ଅଛି, ତେବେ ନିମ୍ନଲିଖିତ ପଦାଙ୍କ କରନ୍ତୁ
04:37 Items ତାଲିକାର ଠିକ୍ ଉପରେ ଥିବା Select Titles To: ଟାଗ୍ ଦେଖନ୍ତୁ
04:45 କାର୍ଟରେ ଅନେକ ଆଇଟମ୍ ଯୋଡ଼ିବା ପାଇଁ, ସମ୍ୱନ୍ଧିତ Itemର ବାମପଟେ ଥିବା ରେଡିଓ ବଟନ୍ ଉପରେ କ୍ଲିକ୍ କରନ୍ତୁ
04:53 ଏବେ, ଉପରକୁ ଯାଆନ୍ତୁ. With Selected Titles ଭାବରେ Select Titles To ଟାଗ୍ ଦେଖାଦେବ
05:04 ଡ୍ରପ୍-ଡାଉନ୍‌ରୁ Cart ଉପରେ କ୍ଲିକ୍ କରନ୍ତୁ. ସମସ୍ତ ଚୟନିତ ଆଇଟମ୍ କାର୍ଟରେ ଯୋଡ଼ି ହୋଇଯିବ
05:12 ଏବେ, ଇଣ୍ଟରଫେସ୍‌ର ଉପର ବାମପଟ କୋଣରେ ଥିବା Cart ଟାବ୍ କୁ ଯାଆନ୍ତୁ
05:20 ଡ୍ରପ୍-ଡାଉନ୍‌ରୁ Items in Your Cart: 2 ଉପରେ କ୍ଲିକ୍ କରନ୍ତୁ.
05:25 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ସଂଖ୍ୟା 2, ଚୟନିତ ଆଇଟମ୍‌ର ସମୁଦାୟ ସଂଖ୍ୟାକୁ ଦେଖାଇଥାଏ
05:31 ଯେହେତୁ ମୁଁ 2ଟି ଆଇଟମ୍ ଚୟନ କରିଛି, ତେଣୁ ଏଠାରେ ସଂଖ୍ୟା ହେଉଛି 2
05:36 ଯଦି ଆପଣ ଭିନ୍ନ ସଂଖ୍ୟକ ଆଇଟମ୍ ଚୟନ କରିଥା’ନ୍ତି, ତେବେ ସେହି ସଂଖ୍ୟା ଆପଣଙ୍କର ଇଣ୍ଟରଫେସ୍ ରେ ଦେଖାଦେବ
05:44 କ୍ଲିକ୍ କଲେ, ନିମ୍ନ ଅପ୍ସନ୍ସ ସହିତ ଏକ ନୂଆ ୱିଣ୍ଡୋ Your Cart ଦେଖାଦେବ

More Details, Send,

05:54 Download, Print,
05:58 Empty And Close.
06:01 ଆପଣ ନିଜେ ଏହି ଅପ୍ସନ୍‌କୁ ଏକ୍ସପ୍ଲୋର୍ କରିପାରନ୍ତି
06:04 ଏକ୍ସପ୍ଲୋର୍ କରିସାରିବା ପରେ, ଏହି ୱିଣ୍ଡୋକୁ ବନ୍ଦ କରିଦିଅନ୍ତୁ
06:08 ଏହା କରିବା ପାଇଁ, ପେଜ୍‌ର ଉପର ବାମପଟ କୋଣକୁ ଯାଆନ୍ତୁ ଏବଂ ଛକି ବଟନ୍ ଉପରେ କ୍ଲିକ୍ କରନ୍ତୁ
06:15 ଆମେ ଏବେ OPAC Interfaceରେ ଅଛେ
06:19 Listsରେ ଗୋଟିଏ Item ଯୋଡ଼ାଯିବାକୁ ଥିବା କ୍ଷେତ୍ରରେ, ପ୍ରତ୍ୟେକ Item ତଳେ ଥିବା Save to Lists ଉପରେ କ୍ଲିକ୍ କରନ୍ତୁ
06:31 କ୍ଲିକ୍ କଲେ, ସେହି ନିର୍ଦ୍ଦିଷ୍ଟ ଆଇଟମର ଶୀର୍ଷକ ସହିତ Add to Lists ନାମକ ଏକ ନୂଆ ୱିଣ୍ଡୋ ଖୋଲିବ
06:39 ମୋ ମାମଲାରେ ଏହା ହେଉଛି Industrial Microbiology, Patel, Arvind H
06:45 Add to New Listରେ ଥିବା List Name ପାଇଁ ଫିଲ୍ଡରେ ଲିଷ୍ଟ୍ ପାଇଁ ନାମ ଟାଇପ୍ କରନ୍ତୁ
06:55 ଏହା ସମ୍ପୂର୍ଣ୍ଣ ଭାବେ କେବଳ ଆପଣଙ୍କ ସନ୍ଦର୍ଭ ପାଇଁ ଅଟେ
06:58 ମୁଁ ଏଠାରେ Microbiology ଟାଇପ୍ କରିବି
07:02 ଆପଣ, ନିଜ ଆବଶ୍ୟକତା ଅନୁସାରେ ନାମ ଦେଇପାରନ୍ତି
07:07 ତା’ପରେ, Catagory ବିଭାଗରେ, ଡ୍ରପ୍-ଡାଉନ୍‌ରୁ Private ଉପରେ କ୍ଲିକ୍ କରନ୍ତୁ, ଯଦି ତାହା Koha ଦ୍ୱାରା ଚୟନ କରାନଯାଇଥାଏ
07:19 ଏହା, ତାଲିକାଟି କେବଳ ଆପଣଙ୍କୁ ହିଁ ଦେଖାଯିବାର ସୁନିଶ୍ଚିତ କରିଥାଏ
07:24 ଏବେ, ପେଜ୍ ତଳେ ଥିବା Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
07:30 ଆମେ ଏବେ ପୁଣିଥରେ OPAC Interfaceରେ ଅଛେ
07:34 OPAC Interfaceର ଉପର ବାମପଟ କୋଣରେ ଥିବା Lists ଟାବ୍ ଉପରେ କ୍ଲିକ୍ କରନ୍ତୁ
07:42 ଡ୍ରପ୍-ଡାଉନ୍‌ରୁ ମୁଁ Microbiology ଉପରେ କ୍ଲିକ୍ କରିବି
07:46 ଯଦି ଆପଣ କୌଣସି ଭିନ୍ନ ନାମ ଦେଇଥା’ନ୍ତି, ତେବେ ସେହି ନାମ ଉପରେ କ୍ଲିକ୍ କରନ୍ତୁ
07:53 ସେଭ୍ କରାଯାଇଥିବା ଆଇଟମଗୁଡ଼ିକ ଏବେ Listରେ ଦେଖାଦେବ
07:58 ବାମପଟେ ଥିବା ଟାବ୍ ଗୁଡ଼ିକୁ ଦେଖନ୍ତୁ
08:03 ଆରମ୍ଭ କରିବା ପାଇଁ ମୁଁ , Your Personal Details ଟାବ୍ ଉପରେ କ୍ଲିକ୍ କରିବି
08:09 Ms. Reena Shahର ବିବରଣୀ ସହିତ ଗୋଟିଏ ନୂଆ ପେଜ୍ ଖୋଲିବ
08:16 ଏହାପରେ, ସେହି ପେଜ୍‌ର ବାମପଟେ ଥିବା Your Reading History ଉପରେ କ୍ଲିକ୍ କରନ୍ତୁ
08:24 ନିମ୍ନ ବିବରଣୀ ସହ Checkout History ନାମକ ଗୋଟିଏ ପେଜ୍ ଖୋଲିବ:

Title, Item Type,

08:33 Call No ଓ Date.
08:38 ଏବେ, ସେହି ପେଜ୍‌ର ବାମପଟେ ଥିବା Your Purchase Suggestions ଉପରେ କ୍ଲିକ୍ କରନ୍ତୁ
08:46 ଗୋଟିଏ ନୂଆ ପେଜ୍ Your Purchase Suggestions ଖୋଲିବ
08:51 New Purchase Suggestion ଟାବ୍ ଉପରେ କ୍ଲିକ୍ କରନ୍ତୁ
08:57 Enter A New Purchase Suggestion ଶୀର୍ଷକ ସହ ଗୋଟିଏ ନୂଆ ପେଜ୍ ଖୋଲିବ
09:04 ଏଠାରେ ଆମକୁ କେତେକ ବିବରଣୀ ପୂରଣ କରିବାକୁ କୁହାଯିବ
09:09 Title, Author, Copyright Date,
09:15 Standard Number (ISBN, ISSN କିମ୍ୱା ଅନ୍ୟ),
09:21 Publisher, Collection Title,
09:26 Publication Place, Item Type,
09:31 Reason for suggestion: ଓ Notes.
09:35 ଧ୍ୟାନ ଦିଅନ୍ତୁ ଯେ, ନାଲି ରଙ୍ଗରେ ଚିହ୍ନିତ ହୋଇଥିବା Title ଫିଲ୍ଡ ବାଧ୍ୟତାମୂଳକ ଅଟେ
09:41 ମୁଁ Title ଭାବରେ Genetics ଲେଖିବି
09:45 ତା’ପରେ ମୁଁ, 1234567891 ଭାବରେ Standard Number (ISBN, ISSN କିମ୍ୱା ଅନ୍ୟ) ଲେଖିବି
10:00 ଏବେ, ପେଜ୍ ତଳେ ଥିବା Submit Your Suggestion ଉପରେ କ୍ଲିକ୍ କରନ୍ତୁ
10:05 ଗୋଟିଏ ନୂଆ ପେଜ୍ Your Purchase Suggestions ପୁଣି ଖୋଲିବ
10:11 ଏଥିସହିତ ଆମେ, Koha Libraryରେ ଗୋଟିଏ ବହି ଖୋଜିବା ପାଇଁ ଜଣେ ପେଟ୍ରନ୍ କିପରି OPAC ବ୍ୟବହାର କରିପାରିବେ, ତାହା ଶିଖିଲେ
10:20 ଶେଷରେ, ପେଜ୍‌ର ଉପର ଡାହାଣପଟ କୋଣରେ ଥିବା Logout ଉପରେ କ୍ଲିକ୍ କରି OPACରୁ ଲଗ୍-ଆଉଟ୍ କରନ୍ତୁ
10:29 ଏଥିସହିତ ଆମେ, ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
10:33 ସଂକ୍ଷିପ୍ତରେ,

ଏହି ଟ୍ୟୁଟୋରିଆଲରେ ଆମେ, Webରେ ଜଣେ ପେଟ୍ରନ୍ ଭାବେ ନିଜ ଲାଇବ୍ରେରୀ ଆକାଉଣ୍ଟକୁ ଆକ୍ସେସ୍ କରିବା ଏବଂ ତାହାର ଲାଭଗୁଡ଼ିକ ବିଷୟରେ ଶିଖିଲେ

10:48 ଆସାଇନମେଣ୍ଟ ପାଇଁ, ଅନ୍ୟ ଏକ ବହି ପାଇଁ ଗୋଟିଏ Purchase Suggestion ତିଆରି କରନ୍ତୁ
10:54 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

11:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

11:12 ଦୟାକରି ଏହି ଫୋରମରେ ନିଜ ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ୍ କରନ୍ତୁ.
11:16 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

11:28 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep