Difference between revisions of "Inkscape/C2/Align-and-distribute-objects/Oriya"

From Script | Spoken-Tutorial
Jump to: navigation, search
 
Line 389: Line 389:
 
|-
 
|-
 
|  08:21
 
|  08:21
| ସେଗୁଡିକୁ ୩ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ
+
| ସେଗୁଡିକୁ ୨ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ
  
 
|-
 
|-

Latest revision as of 15:14, 4 December 2018

Time Narration
00:01 Inkscapeରେ 'Align and distribute objects ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନ ବିଷୟରେ ଶିଖିବା
00:09 ଅବଜେକ୍ଟଗୁଡିକୁ ଆଲାଇନ୍ ଓ ଡିଷ୍ଟ୍ରିବ୍ୟୁଟ୍ କରିବା
00:12 ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିବା
00:16 ଅବଜେକ୍ଟ ମଧ୍ୟରେ ସ୍ପେସ୍ ସେଟ୍ କରିବା ଏବଂ ଟାଇଲ୍ ପ୍ୟାଟର୍ନ ବନାଇବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:24 ଉବୁଣ୍ଟୁ ଲିନକ୍ସ 12.04 OS
00:27 Inkscape ଭର୍ସନ୍ 0.48.4
00:31 Dash home କୁ ଯାଇ Inkscape ଟାଇପ୍ କରନ୍ତୁ
00:35 ଏବେ ଲୋଗୋ ଉପରେ କ୍ଲିକ୍ କରନ୍ତୁ
00:37 ପୂର୍ବରୁ ସେଭ୍ ହୋଇଥିବା Inkscape ଡକୁମେଣ୍ଟ ଖୋଲନ୍ତୁ
00:44 କାନଭାସ୍ ଉପରେ ରାଣ୍ଡମଲି ରଖାଯାଇଥିବା ୫ଟି ଭିନ୍ନ ଆକୃତିକୁ ଦେଖନ୍ତୁ
00:50 ନିଜ Inkscape କାନଭାସ୍ ଉପରେ ୫ଟି ଆକୃତି ତିଆରି କରନ୍ତୁ ଏବଂ ସେଗୁଡିକୁ ପ୍ରଦର୍ଶିତ ଅନୁସାରେ ରଖନ୍ତୁ
00:55 ଏବେ ଅବଜେକ୍ଟଗୁଡିକୁ ଆଲାଇନ୍ କରିବା ଆରମ୍ଭ କରନ୍ତୁ
00:59 'Object ମେନ୍ୟୁକୁ ଯାଇ 'Align and distribute' ଉପରେ କ୍ଲିକ୍ କରନ୍ତୁ
01:04 ଇଣ୍ଟରଫେସ୍ ର ଡାହଣ ପଟେ Align and distribute ଡାୟଲଗ୍ ବକ୍ସ ଖୋଲିଥାଏ
01:09 ଏଠାରେ ଦୁଇ ପ୍ରକାରର ପୋଜିସନ୍ ଉପଲବ୍ଧ ଅଛି
01:12 ଆଲାଇନ୍, ଯେଉଁଠାରେ ଅବଜେକ୍ଟସ୍ ର କେନ୍ଦ୍ର କିମ୍ବା ଧାର ପରସ୍ପର ସହିତ ଆଲାଇନ୍ ହୋଇଥାନ୍ତି
01:18 ଡିଷ୍ଟ୍ରିବ୍ୟୁଟ୍, ଯେଉଁଠାରେ ଅବଜେକ୍ଟଗୁଡ଼ିକର କେନ୍ଦ୍ର କିମ୍ବା ଧାର ଉପରେ ଆଧାର କରି ହରିଜୋଣ୍ଟାଲ୍ କିମ୍ୱା ଭର୍ଟିକାଲ୍ ଦିଗରେ ବଣ୍ଟାଯାଇଥାନ୍ତି
01:29 ଆମେ ଏହି ଅପ୍ସନ୍ସ କିମ୍ବା ସେଗୁଡ଼ିକର ସବ୍- ଅପ୍ସନ୍ସକୁ ବ୍ୟବହାର କରି ଅବଜେକ୍ଟଗୁଡିକୁ ବିଭିନ୍ନ ପ୍ରକାରରେ ଆଲାଇନ୍ କରିପାରିବା
01:36 ଏଠାରେ Relative to ନାମକ ଅନ୍ୟ ମହତ୍ତ୍ୱପୂର୍ଣ୍ଣ ଫିଚର ଅଛି
01:39 ଏହାର ଉପଯୋଗ କରି ଆମେ ଅବଜେକ୍ଟଗୁଡିକୁ ଯେକୌଣସି ରେଫରେନ୍ସ ସହିତ ଆଲାଇନ୍ କରିପାରିବା
01:44 ଏଠାରେ ଅପ୍ସନ୍ ଗୁଡିକୁ ଦେଖିବା ପାଇଁ ଡ୍ରପ୍-ଡାଉନ୍ ସୂଚୀ ଉପରେ କ୍ଲିକ୍ କରନ୍ତୁ
01:47 ଆମ ପାଖରେ 'Last selected, First selected, Biggest object, Smallest object, Page, Drawing ଓ Selection ଅଛି।
02:00 ଡିଫଲ୍ଟ ଭାବରେ ଅବଜେକ୍ଟସ୍ ପେଜ୍ ସହିତ ସମ୍ବନ୍ଧିତ ଆଲାଇନ୍ ହେବ
02:04 ଏହାର ତାତ୍ପର୍ଯ୍ୟ ଏହିକି ଯେ, ଚୟନିତ ଅବଜେକ୍ଟଗୁଡିକ ଆପଣଙ୍କ ପେଜ୍ ର ଡାଇମେନ୍ସନ୍ ଅନୁସାରେ Align and Distribut ଅପ୍ସନରେ କାର୍ଯ୍ୟ କରିବେ
02:13 କାନଭାସ୍ ଉପରେ ସମସ୍ତ ଅବଜେକ୍ଟ ଗୁଡିକୁ ଚୟନ କରିବା ପାଇଁ 'Ctrl + A ଦବାନ୍ତୁ
02:17 ପ୍ରଥମ ୫ଟି ଆଇକନ୍ ଅବଜେକ୍ଟସ୍ କୁ ଭର୍ଟିକଲ୍ ଦିଗରେ ଆଲାଇନ୍ କରିବା
02:22 ମୁଁ ପ୍ରଥମ ଆଇକନ୍ ଉପରେ କ୍ଲିକ୍ କରୁଛି
02:25 ଯେପରି ଟୂଲ୍ ଟିପ୍ ଦର୍ଶାଏ, ଅବଜେକ୍ଟର ଡାହାଣ କୋଣ anchor ର ବାମ କୋଣ ସହିତ ଆଲାଇନ୍ ହୋଇଥାଏ
02:32 ମନେରଖନ୍ତୁ, ଏଠାରେ anchor point ପେଜ୍ ଅଛି, କାରଣ Relative to' ଅପ୍ସନ୍ ପେଜ୍ ଅଛି
02:38 ଦେଖନ୍ତୁ, ଏବେ ଦୁଇଟି ଅବଜେକ୍ଟସ୍ ଓଭରଲ୍ୟାପ୍ ହୋଇଯାଇଛି
02:43 ବିଗତ କ୍ରମରେ ଓଭଲ୍ୟାପ୍, ଅବଜେକ୍ଟସ୍ ର ନିକଟତା କାରଣରୁ ହୋଇଥିଲା
02:48 ଆମେ Remove overlaps ଅପ୍ସନ୍ ଉପରେ କ୍ଲିକ୍ କରି ଏହାକୁ ଠିକ୍ କରିପାରିବା, ଯାହାକି Distribute ଅପ୍ସନ୍ ର ତଳେ ଅଛି
02:56 ଏବେ ଓଭରଲ୍ୟାପ୍ ହଟି ଗଲାଣି
02:58 ହରିଜୋଣ୍ଟଲ୍ ଏବଂ ଭର୍ଟିକଲ୍ ଉଭୟ ଦିଗରେ ଅବଜେକ୍ଟସ୍ ର ମଧ୍ୟ ଅନ୍ତରାଳକୁ ବ୍ୟବସ୍ଥିତ କରିବା ନିମନ୍ତେ,H ଓ V ଅପ୍ସନ୍ ର ଉପଯୋଗ କରନ୍ତୁ
03:06 ଏବେ, Alignର ତଳ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଏବଂ ଧ୍ୟାନଦିଅନ୍ତୁ ଯେ, ଅବଜେକ୍ଟଗୁଡିକ କିପରି ନିଜକୁ ଆଲାଇନ୍ କରୁଛନ୍ତି
03:14 ଅଲାଇନମେଣ୍ଟ୍ କୁ ଭଲଭାବରେ ବୁଝିବା ପାଇଁ ଅନ୍-ଡୁ ଅପ୍ସନ୍ CTRL + Z ର ଉପଯୋଗ କରନ୍ତୁ
03:21 ଟୁଲ୍ ଟିପ୍ସ, ଅଲାଇନମେଣ୍ଟ୍ କୁ ବୁଝିବା ନିମନ୍ତେ ବହୁତ ଉପଯୋଗୀ ହୋଇପାରେ
03:28 ଶେଷ ଆଇକନ୍ କେବଳ ଟେକ୍ସଟ୍ ଉପରେ କାର୍ଯ୍ୟ କରିଥାଏ. ତେଣୁ, ଆମେ ସେହି ବିଷୟରେ ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଶିଖିବା
03:35 ତା’ପରେ ଆମେ, Distribute ଅପ୍ସନ୍ ର ଉପଯୋଗ କରି ଅବଜେକ୍ଟସ୍ ମଧ୍ୟର ଅନ୍ତରାଳକୁ ବ୍ୟବସ୍ଥିତ କରିବା
03:40 ଯେହେତୁ ଅବଜେକ୍ଟଗୁଡିକ ଭର୍ଟିକାଲ୍ ଦିଗରେ ଅଛି, Distribute ଅପ୍ସନ୍ ମଧ୍ୟରେ ଶେଷ ଚାରୋଟି ଆଇକନ୍ସର ଉପଯୋଗ କରିଥାଉ
03:48 ପ୍ରଥମେ ମୁଁ ସେଗୁଡିକୁ କେନ୍ଦ୍ରରେ ଆଲାଇନ୍ କରୁଛି
03:51 ଏବେ Distribute ଭିତରେ ଥିବା ଅପ୍ସନ୍ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, ଅବଜେକ୍ଟଗୁଡିକ କିପରି ନିଜକୁ ଆଲାଇନ୍ କରୁଛନ୍ତି
03:58 ପୁଣିଥରେ, ଆଲାଇନମେଣ୍ଟ୍ କୁ ଭଲ ଭାବରେ ବୁଝିବା ପାଇଁ ଅନ୍-ଡୁ ଅପ୍ସନ୍ 'CTRL + Z ର ଉପଯୋଗ କରନ୍ତୁ
04:07 ଅଲାଇନମେଣ୍ଟ୍ କୁ ଭଲ ଭାବରେ ବୁଝିବା ପାଇଁ ଟୁଲ୍ ଟିପ୍ସକୁ ଦେଖନ୍ତୁ
04:13 ଦେଖନ୍ତୁ, Relative to ତଳେ Treat selection as group ଅପ୍ସନ୍ ଅଛି
04:19 ଏହା, ପୂରା ସମୂହ ଭାବରେ ଅବଜେକ୍ଟସ୍ କୁ ଆଲାଇନ୍ କରିବ
04:22 check box ରେ କ୍ଲିକ୍ କରନ୍ତୁ
04:24 ଏବେ, ଗୋଟିଏ ଗୋଟିଏ କରି ଆଇକନ୍ସ ଉପରେ କ୍ଲିକ୍ କରି ଦେଖନ୍ତୁ ଯେ, ଅବଜେକ୍ଟଗୁଡିକ ଅଲଗା ଅଲଗା ବଦଳରେ ସମୂହ ଭାବରେ ଆଲାଇନ୍ ହୋଇଯାଇଛନ୍ତି,
04:34 ବକ୍ସକୁ ଅନଚେକ୍ କରନ୍ତୁ
04:36 ଏବେ, ଅବଜେକ୍ଟଗୁଡିକ ଅଲଗା ଅଲଗା ଆଲାଇନ୍ ହେବେ
04:40 ତା’ପରେ, 'Last selected' ଅନୁସାରେ ଅବଜେକ୍ଟଗୁଡିକୁ ଆଲାଇନ୍ ଓ ବିତରିତ କରିବା
04:45 Relative to ଅପ୍ସନ୍ କୁ Last selected ରେ ବଦଳାଇବା
04:49 ସମସ୍ତ ଅବଜେକ୍ଟଗୁଡିକୁ କାନଭାସ୍ ମଧ୍ୟକୁ ଆଣି, ରେଣ୍ଡମଲୀ ସେଗୁଡିକୁ ରଖନ୍ତୁ
05:01 ଅବଜେକ୍ଟଗୁଡିକୁ ଗୋଟିଏ ଗୋଟଏ କରି ଚୟନ କରି ଶେଷରେ ବୃତ୍ତ ବାଛନ୍ତୁ
05:06 ପୂର୍ବପରି, ଆଇକନ୍ ଉପରେ ଗୋଟିଏ ପରେ ଗୋଟିଏ କରି କ୍ଲିକ୍ କରନ୍ତୁ
05:10 ଯେହେତୁ ଶେଷ ଚୟନିତ ଅବଜେକ୍ଟସ୍ ବୃତ୍ତ ଅଟେ, ଦେଖନ୍ତୁ, ବୃତ୍ତ ଅନୁସାରେ ଅବଜେକ୍ଟଗୁଡିକ ଆଲାଇନ୍ ହେଉଛନ୍ତି
05:19 ଏହିପ୍ରକାରେ, ଆପଣ Relative to ରେ ସୂଚୀବଦ୍ଧ ସମସ୍ତ ଅପ୍ସନ୍ସ ଯାଞ୍ଚ କରିପାରନ୍ତି ଏବଂ ଅବଜେକ୍ଟଗୁଡିକର ଆଲାଇନମେଣ୍ଟ୍ କୁ ଦେଖନ୍ତୁ
05:26 ଆମେ Align and Distribute ଡାୟଲଗ ବକ୍ସରେ ଥିବା ଆଡଭାନ୍ସ ଅପସନ୍ସ ବିଷୟରେ ଆଗାମୀ ଟ୍ୟୁଟୋରିଆଲ୍ ରେ ଶିଖିବା
05:32 ଏହି ଡାୟଲଗ ବକ୍ସକୁ ବନ୍ଦ କରନ୍ତୁ
05:37 ଏବେ ଆମେ, ରୋଜ୍ ଓ କଲମ୍ସରେ ଅବଜେକ୍ଟ ବ୍ୟବସ୍ଥିତ କରିବା ବିଷୟରେ ଶିଖିବା
05:41 'Object ମେନ୍ୟୁ କୁ ଯାଇ Rows and Columns ଉପରେ କ୍ଲିକ୍ କରନ୍ତୁ
05:46 'Rows and Columns ଡାୟଲଗ୍ ବକ୍ସ ଖୋଲିଲା
05:50 ଏହି ଅପସନ୍ସ କୁ ବ୍ୟବହାର କରି, ଆବଶ୍ୟକ ସ୍ପେସ୍ ଦେଇ, ଆମେ ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିପାରିବା
05:57 କାନଭାସ୍ ଉପରେ ଅବଜେକ୍ଟଗୁଡିକୁ ରେଣ୍ଡମଲୀ ବ୍ୟବସ୍ଥିତ କରନ୍ତୁ
06:01 ଏବେ, ଏହି ଅବଜେକ୍ଟଗୁଡିକୁ ୨ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ
06:05 ତେଣୁକରି: row ପାରାମିଟର କୁ ୨ କରନ୍ତୁ
06:09 ଧ୍ୟାନଦିଅନ୍ତୁ, ଯେତେବେଳେ row ପାରାମିଟର ବଦଳିଥାଏ, Column ପାରାମିଟର ଆପେ ଆପେ ବଦଳିଥାଏ
06:15 ତଳର ଡାହଣ ପଟରେ ଥିବା Arrange ବଟନ୍ ଉପରେ କ୍ଲିକ୍ କରନ୍ତୁ
06:19 Align ଅପସନ୍ ଅବଜେକ୍ଟଗୁଡିକୁ ଡାହଣ ପଟକୁ, ମଝିରେ ତଥା ବାମପଟକୁ ଆଲାଇନ୍ କରିବାରେ ସାହାଯ୍ୟ କରିଥାଏ
06:29 ଏଗୁଡିକୁ ଗୋଟିଏ ପରେ ଗୋଟିଏ ଯାଞ୍ଚ କରି ପରିବର୍ତ୍ତନକୁ ଦେଖନ୍ତୁ
06:37 ଆମେ Set spacing ଅପସନ୍ ର ଉପଯୋଗ କରି ଉଭୟ ରୋଜ୍ ଓ କଲମ୍ସ ପାଇଁ, ଅବଜେକ୍ଟଗୁଡିକ ମଧ୍ୟର ସ୍ପେସ୍ କୁ ସେଟ୍ କରିପାରିବା
06:45 ଏବେ, ସ୍ପେସ୍ ପାରାମିଟର୍ କୁ ରୋ ଏବଂ କଲମ୍ ଉଭୟଙ୍କ ପାଇଁ ୫ କରନ୍ତୁ
06:50 'Arrange ବଟନ୍ ଉପରେ କ୍ଲିକ୍ କରନ୍ତୁ
06:53 ଅବଜେକ୍ଟସ୍ ମଧ୍ୟର ସ୍ପେସ୍ କୁ ଦେଖନ୍ତୁ
06:56 ଏବେ ମୁଁ ଦେଖାଇବି କି Align and Distribute ର ଉପଯୋଗ କରି ପ୍ୟାଟର୍ନ କିପରି ତିଆରି କରାଯାଏ
07:01 ମୋ ପାଖରେ ଭିନ୍ନ ଭିନ୍ନ ଆକାର ଓ ରଙ୍ଗର ୪ଟି ବର୍ଗର ଗୋଟିଏ ନୂଆ Inkscape ଫାଇଲ୍ ଅଛି
07:06 ସବୁଗୁଡିକୁ ଚୟନ କରି, ବର୍ଗକୁ ବୁଲାନ୍ତୁ, ଯେଉଁଥିରୁ ତାହା ଡାୟମଣ୍ଡ ଆକୃତି ଭଳି ଦେଖାଯିବ
07:12 'Align and Distribute' ଡାୟଲଗ୍ ବକ୍ସ ଖୋଲନ୍ତୁ
07:15 Centre on vertical axis ଉପରେ କ୍ଲିକ୍ କରନ୍ତୁ
07:18 Centre on horizontal axis ଉପରେ କ୍ଲିକ୍ କରନ୍ତୁ
07:22 ଏକ ଟାଇଲ୍ ପ୍ୟାଟର୍ନ ଏବେ କାନଭାସ୍ ଉପରେ ତିଆରି ହୋଇଯାଇଛି
07:25 ଏହି ଅପସନ୍ସକୁ ରଚନାତ୍ମକ ରୂପରେ ଉପଯୋଗ କରି, ଆମେ ବହୁତ ୟୁନିକ୍ ପ୍ୟାଟର୍ନ ତିଆରି କରିପାରିବା
07:30 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ
07:34 ବିଭିନ୍ନ ଅବଜେକ୍ଟଗୁଡିକୁ ଆଲାଇନ୍ ଓ ଡିଷ୍ଟ୍ରିବ୍ୟୁଟ୍ କରିବା
07:37 ଅବଜେକ୍ଟଗୁଡିକୁ ରୋଜ୍ ଓ କଲମ୍ସରେ ବ୍ୟବସ୍ଥିତ କରିବା
07:40 ଅବଜେକ୍ଟଗୁଡିକ ମଧ୍ୟର ସ୍ପେସ୍ ସେଟ୍ କରିବା ଏବଂ ଟାଇଲ୍ ପ୍ୟାଟର୍ନ ତିଆରି କରିବା
07:45 ଆପଣଙ୍କ ପାଇଁ ୨ଟି ଆସାଇନମେଣ୍ଟ
07:47 ନିମ୍ନ ଡାଇମେନ୍ସନ୍ ବିଶିଷ୍ଟ ୫ଟି ବୃତ୍ତ ତିଆରି କରନ୍ତୁ
07:54 ସେଗୁଡିକୁ କାନଭାସ୍ ଉପରେ ଅନିୟମିତ ରୂପେ ବ୍ୟବସ୍ଥିତ କରି, ସବୁଗୁଡିକୁ ଚୟନ କରନ୍ତୁ
07:59 Align and Distribute ର ଉପଯୋଗ କରି Relative to ଅପସନ୍ସକୁ Biggest object ରେ ବଦଳାନ୍ତୁ
08:04 Align left edges ଉପରେ କ୍ଲିକ୍ କରନ୍ତୁ
08:06 Centre on horizontal axis ଉପରେ କ୍ଲିକ୍ କରନ୍ତୁ
08:10 100 * 100 ପିକ୍ସଲ୍ ଓ ନୀଳ ରଙ୍ଗର ୬ଟି ବର୍ଗ ତିଆରି କରନ୍ତୁ
08:17 ସମସ୍ତ ବର୍ଗଗୁଡ଼ିକର ଚୟନ କରି Rows and columns ଖୋଲନ୍ତୁ
08:21 ସେଗୁଡିକୁ ୨ଟି ରୋଜ୍ ଓ ୩ଟି କଲମ୍ସରେ ବ୍ୟବସ୍ଥିତ କରନ୍ତୁ
08:25 ଉଭୟ ଭର୍ଟିକଲ୍ ଓ ହରିଜୋଣ୍ଟଲ୍ ସ୍ପେସ୍ ପାରାମିଟର୍ ୨୦ ସେଟ୍ କରନ୍ତୁ
08:29 ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ୍
08:35 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଦୟାକରି ଏହାକୁ ଦେଖନ୍ତୁ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
08:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳା ମଧ୍ୟ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
08:51 ଅଧିକ ବିବରଣୀ ପାଇଁ ଆମକୁ ଲେଖନ୍ତୁ
08:54 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
09:03 ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
09:07 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
09:09 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble