Difference between revisions of "Health-and-Nutrition/C2/Side-lying-hold-for-breastfeeding/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 |<center>Time</center> |<center>Narration</center> |- |00:01 | ବନ୍ଧୁଗଣ, କଡ଼ କରି ଶୋ‍ଇ ସ୍ତନ୍ୟପାନ କରାଇ...")
 
Line 1: Line 1:
{|border=1  
+
{|border=1  
 
|<center>Time</center>
 
|<center>Time</center>
 
|<center>Narration</center>
 
|<center>Narration</center>
Line 5: Line 5:
 
|-  
 
|-  
 
|00:01
 
|00:01
| ବନ୍ଧୁଗଣ, କଡ଼ କରି ଶୋ‍ଇ ସ୍ତନ୍ୟପାନ କରାଇବା ପାଇଁ ଧରିବା ସକାଶେ ଥିବା କୌଶଳର ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
+
| ସ୍ତନ୍ୟପାନ କରାଇବା ପାଇଁ କଡ଼ କରି ଶୋଇ ଧରିବା ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
  
 
|-  
 
|-  
 
| 00:06
 
| 00:06
| ଏହି ଟ୍ୟୁଟୋରିଆଲ୍‍ରେ, ସ୍ତନ୍ୟପାନ କରିବା ପାଇଁ ଜଣେ ମା’ ଓ ତାଙ୍କର ଶିଶୁ ସକାଶେ ସଠିକ୍ ଧରିବା କୌଶଳ ଚୟନ କରିବା ବିଷୟରେ ଆମେ ଶିଖିବା  
+
| ଏହି ଟ୍ୟୁଟୋରିଆଲରେ, ସ୍ତନ୍ୟପାନ କରିବା ପାଇଁ ଜଣେ ମା’ ଓ ତାଙ୍କର ଶିଶୁକୁ ସଠିକ୍ ଧରିବା କୌଶଳ ଚୟନ କରିବା ବିଷୟରେ ଆମେ ଶିଖିବା  
  
|-  
+
|-
 
|00:13
 
|00:13
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ କଡ଼ କରି ଶୋ‍ଇବା ପଦ୍ଧତିରେ କିପରି ଧରିବେ  
+
| ସ୍ତନ୍ୟପାନ ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ କଡ଼ କରି ଶୋଇବା ପଦ୍ଧତିରେ କିପରି ଧରିବେ  
  
 
|-  
 
|-  
 
|00:20
 
|00:20
| ଚାଲନ୍ତୁ ଆରମ୍ଭ କରିବା. ସାରା ପୃଥିବୀରେ ମା’ମାନେ ନିଜର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରର ଧରିବା ଉପାୟ ଅବଲମ୍ବନ କରନ୍ତି
+
| ଚାଲନ୍ତୁ ଆରମ୍ଭ କରିବା.  
 +
ସାରା ପୃଥିବୀରେ ମା’ମାନେ ନିଜର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରରେ ଧରିଥା’ନ୍ତି
  
 
|-  
 
|-  
 
| 00:27
 
| 00:27
| ଏହା ପୂର୍ବରୁ ଗୋଟିଏ ଟ୍ୟୁଟୋରିଆଲ୍‌ରେ ଆଲୋଚନା କରାଯାଇଥିବା ଭଳି,
+
|   ପୂର୍ବରୁ ଗୋଟିଏ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି,
ମା’ ଓ ତାଙ୍କର ଶିଶୁ ପାଇଁ ସ୍ତନ୍ୟପାନ କରାଇବା ସକାଶେ ସେଇଟି ହେଉଛି ସବୁଠାରୁ ଭଲ ଧରିବାର କୌଶଳ, ଯେଉଁଥିରେ ଉଭୟ ମା’ ଓ ଶିଶୁ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟ ଆରାମ ଅନୁଭବ କରନ୍ତି
+
ଜଣେ ମା’ଙ୍କ ପାଇଁ ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଇବାର ସବୁଠାରୁ ଭଲ ଉପାୟ ହେଉଛି, ଯେଉଁଥିରେ ଉଭୟ ମା’ ଓ ଶିଶୁ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ
  
 
|-  
 
|-  
 
| 00:40
 
| 00:40
| ଶିଶୁ ମା’ଙ୍କର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋ‍ଇପାରେ
+
| ଶିଶୁ ମା’ଙ୍କର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋଇଥାଏ
  
 
|-  
 
|-  
Line 34: Line 35:
 
|-  
 
|-  
 
| 00:49
 
| 00:49
| ଧରିବା ପାଇଁ କଡ଼ କରି ଶୋ‍ଇବା ଭଳି ଗୋଟିଏ ନୂଆ ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା  
+
| ଧରିବା ପାଇଁ କଡ଼ କରି ଶୋଇବା ଭଳି ଗୋଟିଏ ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା  
  
 
|-  
 
|-  
 
| 00:54
 
| 00:54
| ମା’ ରାତିରେ ସ୍ତନ୍ୟପାନ କରିବା ସମୟରେ ଏହି ପଦ୍ଧତିକୁ ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଏ
+
| ଏହି ପଦ୍ଧତିର ପରାମର୍ଶ ସେତେବେଳେ ଦିଆଯାଇଥାଏ, ଯଦି ମା’ ରାତିରେ ସ୍ତନ୍ୟପାନ କରାଉଥିବେ
  
 
|-  
 
|-  
 
| 00:59
 
| 00:59
| କିମ୍ବା ମା’ଙ୍କର ଅସ୍ତ୍ରୋପଚାର ଦ୍ଵାରା ଯଦି ପ୍ରସବ କରାଯାଇଥାଏ
+
| କିମ୍ବା ମା’ଙ୍କର ଅସ୍ତ୍ରୋପଚାର ଦ୍ଵାରା ପ୍ରସବ କରାଯାଇଥିବ
  
 
|-  
 
|-  
 
| 01:03
 
| 01:03
| କିମ୍ବା ଯେତେବେଳେ ମା’ ଥକି ଯାଇଥାନ୍ତି
+
| କିମ୍ବା ଯେତେବେଳେ ମା’ ଥକି ଯାଇଥିବେ
  
 
|-  
 
|-  
 
|01:06
 
|01:06
| ନିଜର ଶିଶୁକୁ ଖୁଆଇବା ପୂର୍ବରୁ, ମା’ ନିଶ୍ଚିତ ରୂପେ ନିଜ ହାତକୁ ସାବୁନ୍ ଓ ପାଣିରେ ସଫା କରିବା ସହିତ ଭଲ ଭାବେ ଶୁଖାଇବା ଆବଶ୍ୟକ
+
| ଶିଶୁକୁ ଖୁଆଇବା ପୂର୍ବରୁ, ମା’ ନିଶ୍ଚିତ ରୂପେ ନିଜ ହାତକୁ ସାବୁନ୍ ଓ ପାଣିରେ ସଫା କରି ଶୁଖାଇବା ଉଚିତ
  
 
|-  
 
|-  
 
|01:14
 
|01:14
| ତା’ପରେ ସେ ଗୋଟିଏ ଗ୍ଲାସ୍ ଫୁଟା ଯାଇ ଥଣ୍ଡା କରାଯାଇଥିବା ପାଣି ପିଇବା ଆବଶ୍ୟକ
+
| ତା’ପରେ ସେ ଗୋଟିଏ ଗ୍ଲାସ୍ ଫୁଟା ଯାଇ ଥଣ୍ଡା କରାଯାଇଥିବା ପାଣି ପିଇବେ
  
 
|-  
 
|-  
 
|01:18
 
|01:18
| ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନକୁ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋ‍ଇଥାଏ.
+
| ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନକୁ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ.
ତେଣୁ ସେମାନେ ପ୍ରତିଦିନ ପିଉଥିବା ପାଣିର ପରିମାଣକୁ ବୃଦ୍ଧି କରିବା ଆବଶ୍ୟକ  
+
ତେଣୁ, ସେମାନଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ
  
 
|-  
 
|-  
 
| 01:30
 
| 01:30
| ତା’ପରେ, ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି ସେଇଟିକୁ ଅନାବୃତ କରିବା ଆବଶ୍ୟକ
+
| ତା’ପରେ, ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ତାହାକୁ ଅନାବୃତ କରିବେ
  
 
|-  
 
|-  
 
|01:35
 
|01:35
| ସେ, ସ୍ତନ ଉପରେ ବ୍ରା କିମ୍ବା ବ୍ଲାଉଜ୍‍ର ଚାପ ପଡ଼ୁ ନାହିଁ ବୋଲି ସୁନିଶ୍ଚିତ କରିବା ଆବଶ୍ୟକ
+
| ବ୍ରା କିମ୍ବା ବ୍ଲାଉଜ୍‌ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
  
 
|-  
 
|-  
 
| 01:41
 
| 01:41
| ତା’ପରେ, ସେ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ସେହି କଡ଼କରି ଆରାମରେ ଶୋ‍ଇ ପଡ଼ିବା ଆବଶ୍ୟକ
+
| ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ସେହି କଡ଼କରି ଆରାମରେ ଶୋଇବେ
  
 
|-  
 
|-  
 
| 01:48
 
| 01:48
| ସେ ନିଜର ମୁଣ୍ଡ ତଳେ ଗୋଟିଏ ତକିଆ ରଖିବା ଆବଶ୍ୟକ ଏବଂ ଶୋ‍ଇବା ସମୟରେ ଗଡ଼ି ନଯିବା ପାଇଁ ନିଜର ଗୋଡ଼ ମଝିରେ ଗୋଟିଏ ତକିଆ ରଖିବା ଆବଶ୍ୟକ
+
| ସେ ନିଜର ମୁଣ୍ଡ ତଳେ ଗୋଟିଏ ତକିଆ ରଖିବା ସହିତ ଶୋଇବା ସମୟରେ ଗଡ଼ି ନଯିବା ପାଇଁ ନିଜର ଗୋଡ଼ ମଝିରେ ମଧ୍ୟ ତକିଆ ରଖିବା ଉଚିତ
  
 
|-  
 
|-  
 
|01:57
 
|01:57
| ଏହି ଛବିରେ ଥିବା ମା’ ନିଜର ଛୁଆକୁ ନିଜର ଡାହାଣ ସ୍ତନରୁ କ୍ଷୀର ଖୁଆଉଛନ୍ତି. ତେଣୁ ସେ ଡାହାଣ ପଟକୁ ମୁହଁ କରି ଶୋ‍ଇଛନ୍ତି
+
| ଏହି ଛବିରେ ଥିବା ମା’ ନିଜର ପିଲାକୁ ଡାହାଣ ସ୍ତନରୁ କ୍ଷୀର ଖୁଆଉଥିବାରୁ ସେ ଡାହାଣ ପଟକୁ ମୁହଁ କରି ଶୋଇଛନ୍ତି
  
 
|-  
 
|-  
 
| 02:06
 
| 02:06
| ତା’ପରେ, ଶିଶୁର ଶରୀରକୁ ସଠିକ୍ ସ୍ଥାନରେ ରଖିବା ବିଷୟରେ ଶିଖିବା  
+
| ତା’ପରେ, ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଶିଖିବା  
  
 
|-  
 
|-  
 
| 02:12
 
| 02:12
| ଶିଶୁକୁ ମା’ଙ୍କ କଡ଼ରେ ଏପରି ରଖନ୍ତୁ, ଯେପରି ତା’ର ପେଟ ମା’ଙ୍କ ଶରୀର ଦ୍ଵାରା ସାମାନ୍ୟ ଚାପି ହୋ‍ଇ ରହିବ
+
| ଶିଶୁକୁ ମା’ଙ୍କ କଡ଼ରେ ଏପରି ରଖନ୍ତୁ, ଯେପରି ତା’ର ପେଟ ମା’ଙ୍କ ଶରୀର ଦ୍ଵାରା ସାମାନ୍ୟ ଚାପି ହୋଇରହିବ
  
 
|-  
 
|-  
 
| 02:21
 
| 02:21
| ମା’ ଶିଶୁର ପିଠିକୁ ନିଜେ ଶୋ‍ଇଥିବା ପାର୍ଶ୍ଵର ହାତ ସାହଯ୍ୟରେ ସପୋର୍ଟ ଦେବା ଆବଶ୍ୟକ
+
| ମା’ ଯେଉଁ ପଟିଆ ଶୋଇଥିବେ, ସେହି ହାତରେ ଶିଶୁର ଆଶ୍ରା ଦେବେ   
  
 
|-  
 
|-  
 
| 02:29
 
| 02:29
| ଏହି ଛବିରେ ଥିବା ମା’ ନିଜର ଶିଶୁକୁ ଡାହାଣ ହାତ ସାହାଯ୍ୟରେ ତା’ର ପିଠିକୁ ସପୋର୍ଟ ଦେଇଛନ୍ତି  
+
| ଏହି ଛବିରେ ଥିବା ମା’ ନିଜର ଶିଶୁକୁ ଡାହାଣ ହାତରେ ଆଶ୍ରା ଦେଇଛନ୍ତି  
  
 
|-  
 
|-  
 
|02:36
 
|02:36
| ଶିଶୁକୁ ନିଜ ଶରୀର ସହିତ ଲାଗି କରି ରଖିବା ପାଇଁ, ମା’ ତା’ର ପଛ ପଟେ ଗୋଟିଏ ତକିଆ ରଖିପାରିବେ  
+
| ଶିଶୁକୁ ନିଜ ଶରୀର ସହିତ ଲାଗି କରି ରଖିବା ପାଇଁ, ମା’ ତା’ ପଛପଟେ ଗୋଟିଏ ତକିଆ ରଖିପାରିବେ  
  
 
|-  
 
|-  
Line 115: Line 116:
 
|-  
 
|-  
 
|03:06
 
|03:06
| ସେ ସର୍ବଦା ନିଜର ପିଠିକୁ ସିଧା ରଖିବା ଆବଶ୍ୟକ ଏବଂ ଶିଶୁକୁ ସ୍ତନ ନିକଟକୁ ଆଣିବା ଆବଶ୍ୟକ
+
| ସେ ସର୍ବଦା ନିଜର ପିଠିକୁ ସିଧା ରଖିବେ ଏବଂ ଶିଶୁକୁ ସ୍ତନ ନିକଟକୁ ଆଣିବେ
  
 
|-  
 
|-  
Line 123: Line 124:
 
|-  
 
|-  
 
| 03:21
 
| 03:21
| ଆପଣ ଲକ୍ଷ୍ୟ କରିଥିବେ ଯେ, ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ସେତେବେଳେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ଦିଗରେ ରହିଥାନ୍ତି
+
| ଆପଣ ଲକ୍ଷ୍ୟ କରିଥିବେ ଯେ, ଆମେ ଖାଦ୍ୟ ଖାଇବାବେଳେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ଦିଗରେ ରହିଥାଏ
  
 
|-  
 
|-  
Line 131: Line 132:
 
|-  
 
|-  
 
| 03:39
 
| 03:39
| ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହୋ‍ଇଥାଏ
+
| ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହୋଇଥାଏ
  
 
|-  
 
|-  
 
| 03:44
 
| 03:44
| ବର୍ତ୍ତମାନ ଆମେ ଶିଶୁର ଶରୀରକୁ ଧରି ରଖିବାର ତୃତୀୟ ସୋପାନ ବିଷୟରେ ଜାଣିବା  
+
| ଏବେ ଆମେ ଶିଶୁର ଶରୀରକୁ ଧରି ରଖିବାର ତୃତୀୟ ସୋପାନ ବିଷୟରେ ଜାଣିବା  
  
 
|-  
 
|-  
 
|03:50
 
|03:50
| ମା’ ଶିଶୁର ପିଠିକୁ ନିଜ ହାତ ଦ୍ଵାରା ସପୋର୍ଟ ଦେବା ଆବଶ୍ୟକ
+
| ମା’ ଶିଶୁର ପିଠିକୁ ନିଜ ହାତ ଦ୍ଵାରା ଆଶ୍ରା ଦେବା ଉଚିତ
  
 
|-  
 
|-  
Line 151: Line 152:
 
|-  
 
|-  
 
|04:07
 
|04:07
| ଶିଶୁର ନାକ ନିପଲ୍ ସହିତ ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ  
+
| ଶିଶୁର ନାକ ନିପ୍ପଲ୍ ସିଧାରେ ରହିବା ଆବଶ୍ୟକ  
  
 
|-  
 
|-  
 
|04:13
 
|04:13
| ଏବଂ ତା’ର ଥୋଡ଼ି ଅଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବା ଆବଶ୍ୟକ
+
| ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବ
  
 
|-  
 
|-  
 
|04:17
 
|04:17
| ଏହା ଦ୍ଵାରା ଲାଚିଂ ସମୟରେ ଆରିଓଲାର ନିମ୍ନ ଅଂଶର ବହୁତ ଭାଗ ଶିଶୁ ପାଟିରେ ରହିଥିବା ସୁନିଶ୍ଚିତ ହୋ‍ଇଥାଏ
+
| ଏହା ଦ୍ଵାରା ଲାଚିଂ ସମୟରେ ଆରିଓଲାର ନିମ୍ନ ଅଂଶର ବହୁତ ଭାଗ ଶିଶୁ ପାଟିରେ ରହିପାରିବ
  
 
|-  
 
|-  
 
|04:25
 
|04:25
| ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ନିମ୍ନ ମାଢ଼ିକୁ ବ୍ୟବହାର କରିବ
+
| ଏବଂ ସେ ନିମ୍ନ ମାଢ଼ିକୁ ବ୍ୟବହାର କରି ଭଲ ଭାବରେ ଅଧିକ କ୍ଷୀର ପିଇପାରିବ
  
 
|-  
 
|-  
 
|04:32
 
|04:32
| ଦୟାକରି ଧ୍ୟାନ ଦିଅନ୍ତୁ- ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ଅଂଶ ଆରିଓଲା ଅଟେ
+
| ଦୟାକରି ଧ୍ୟାନ ଦିଅନ୍ତୁ- ନିପ୍ପଲ୍‌ର ଚାରିପଟେ ଥିବା ଗାଢ଼ କଳା ଅଂଶକୁ ଆରିଓଲା କୁହାଯାଏ
  
 
|-  
 
|-  
Line 175: Line 176:
 
|-  
 
|-  
 
|04:46
 
|04:46
| ଖାଲିଥିବା ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ C ଆକାରର କପ୍ ଭଳି ଧରି ରଖିବା ଆବଶ୍ୟକ
+
| ଖାଲିଥିବା ହାତର ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ମା’ ସ୍ତନକୁ C ଆକାରର କପ୍ ଭଳି ଧରି ରଖିବେ
  
 
|-  
 
|-  
 
|04:55
 
|04:55
| ଏହି ଛବିରେ ଥିବା ମା’ ନିଜର ଡାହାଣ ସ୍ତନକୁ ଧରିବା ପାଇଁ ବାମ ହାତକୁ ବ୍ୟବହାର କରିବେ
+
| ଏହି ଛବିରେ ଥିବା ମା’ ନିଜର ଡାହାଣ ସ୍ତନକୁ ଧରିବା ପାଇଁ ବାମ ହାତକୁ ବ୍ୟବହାର କରିଛନ୍ତି
  
 
|-  
 
|-  
 
| 05:05
 
| 05:05
| ସ୍ତନକୁ ଧରିଥିବା ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସିଧାରେ ରହିବା ଆବଶ୍ୟକ
+
| ସ୍ତନକୁ ଧରିଥିବା ଆଙ୍ଗୁଠିଗୁଡ଼ିକ ଶିଶୁର ଓଠ ସିଧାରେ ରହିବା ଉଚିତ
  
 
|-  
 
|-  
Line 191: Line 192:
 
|-  
 
|-  
 
|05:18
 
|05:18
| ଆମେ ଯେତେବେଳେ ବଡ଼ା ପାଓ କିମ୍ବା ବର୍ଗର୍ ଖାଉ, ସେତେବେଳେ ଆମର ଓଠଗୁଡ଼ିକ ହରିଜଣ୍ଟାଲି ଖୋଲିଥାଏ  
+
| ଆମେ ଯେତେବେଳେ ବଡ଼ା ପାଓ କିମ୍ବା ବର୍ଗର୍ ଖାଉ, ସେତେବେଳେ ଆମର ଓଠଗୁଡ଼ିକ ହରିଯଣ୍ଟାଲୀ ଖୋଲିଥାଏ  
  
 
|-  
 
|-  
 
|05:25
 
|05:25
| ବଡ଼ା ପାଓ କିମ୍ବା ବର୍ଗର୍‍ର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ତାକୁ ହରିଜଣ୍ଟାଲି ଧରିଥାଉ
+
| ବଡ଼ା ପାଓ କିମ୍ବା ବର୍ଗ‌ର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ତାକୁ ହରିଯଣ୍ଟାଲୀ ଧରିଥାଉ
 
   
 
   
 
|-  
 
|-  
 
|05:31
 
|05:31
| ଏଠାରେ, ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ଓଠର ସିଧାରେ ଅଛନ୍ତି
+
| ଏଠାରେ, ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଓଠ ସିଧାରେ ଅଛି
  
 
|-  
 
|-  
 
| 05:37
 
| 05:37
| ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍‍କୁ ଭର୍ଟିକାଲି ଧରିବା ତେବେ, ବଡ଼ ଖଣ୍ଡ ଖାଇପାରିବା ନାହିଁ  
+
| ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍‌କୁ ଭର୍ଟିକଲୀ ଧରିବା, ତେବେ ବଡ଼ ଖଣ୍ଡ ଖାଇପାରିବା ନାହିଁ  
  
 
|-  
 
|-  
 
| 05:44
 
| 05:44
 
| ସେହିପରି, ଶିଶୁର ଓଠର ଅବସ୍ଥିତିକୁ ଦେଖନ୍ତୁ.
 
| ସେହିପରି, ଶିଶୁର ଓଠର ଅବସ୍ଥିତିକୁ ଦେଖନ୍ତୁ.
ଏଠାରେ ଓଠଗୁଡ଼ିକ ହରିଜଣ୍ଟାଲ୍ ଅବସ୍ଥାରେ ଅଛନ୍ତି
+
ଏଠାରେ ଓଠ ହରିଯଣ୍ଟାଲୀ ଅଛି
  
 
|-  
 
|-  
 
|05:51
 
|05:51
| ତେଣୁ ମା’ଙ୍କର ଆଙ୍ଗୁଠିଗୁଡ଼ିକ ଓ ବୁଢ଼ା ଆଙ୍ଗୁଠି ମଧ୍ୟ ସ୍ତନ ଉପରେ ହରିଜଣ୍ଟାଲି ରହିବା ଆବଶ୍ୟକ
+
| ତେଣୁ, ମା’ଙ୍କର ଆଙ୍ଗୁଠିଗୁଡ଼ିକ ଓ ବୁଢ଼ା ଆଙ୍ଗୁଠି ମଧ୍ୟ ସ୍ତନ ଉପରେ ହରିଯଣ୍ଟାଲୀ ରହିବା ଦରକାର
  
 
|-  
 
|-  
 
|05:59
 
|05:59
| ଏହା ଦ୍ଵାରା ଆରିଓଲାର ନିମ୍ନ ଅଂଶର ଗୋଟିଏ ବଡ଼ ଭାଗ ପାଟିରେ ନେବା ପାଇଁ ଶିଶୁକୁ ସହଜ ହେବ  
+
| ଏହାଦ୍ଵାରା ଆରିଓଲାର ନିମ୍ନ ଅଂଶର ଗୋଟିଏ ବଡ଼ ଭାଗ ପାଟିରେ ନେବା ପାଇଁ ଶିଶୁକୁ ସହଜ ହେବ  
  
 
|-  
 
|-  
 
| 06:05
 
| 06:05
| ଏହା ସହିତ ଶିଶୁର ଓଠଠାରୁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ, ନିପଲ୍‍ଠାରୁ ତିନି ଆଙ୍ଗୁଳି ଦୂରରେ ରହିବା ଆବଶ୍ୟକ  
+
| ଏହା ସହିତ ଶିଶୁର ଓଠଠାରୁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ, ନିପ୍ପଲ୍‌ଠାରୁ ତିନି ଆଙ୍ଗୁଳି ଦୂରରେ ରହିବା ଆବଶ୍ୟକ  
  
 
|-  
 
|-  
 
| 06:18
 
| 06:18
| ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ, ଯଦି ଆମେ ଏହାକୁ ଅତି ନିକଟରେ ଧରି ରଖିବା ତେବେ, ଆଙ୍ଗୁଠିଗୁଡ଼ିକ ବଡ଼ ଖଣ୍ଡ ନେବା ସମୟରେ ପାଟିକୁ ବାଧା ଦେବେ  
+
| ପୁନର୍ବାର, ଅତି ନିକଟରୁ ଧରି ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା, ତେବେ ଆଙ୍ଗୁଠିଗୁଡ଼ିକ ବଡ଼ ଖଣ୍ଡ ନେବା ସମୟରେ ପାଟିକୁ ବାଧା ଦେବେ  
  
 
|-  
 
|-  
 
| 06:28
 
| 06:28
| ଯଦି ଆମେ ବହୁତ ଦୂରରେ ଧରି ରଖିବା ତେବେ, ଆମ ପାଟିରେ ଧରି ରହିବା ଭଳି ଏହା ସଠିକ ଆକାରରେ ରହିବ ନାହିଁ  
+
| ଏହାକୁ ବହୁତ ଦୂରରୁ ଧରିରଖିଲେ, ଆମ ପାଟି ମଧ୍ୟରେ ଏହା ଠିକ ଭାବେ ଖାପ ହେବ ନାହିଁ
  
 
|-  
 
|-  
 
| 06:34
 
| 06:34
| ତେଣୁ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିଥାଉ  
+
| ତେଣୁ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିଥାଉ  
  
 
|-  
 
|-  
 
| 06:40
 
| 06:40
| ସେହିପରି ଶିଶୁ ପାଇଁ, ଛବିରେ ଦେଖାଯାଇଥିବା ଭଳି ନିପଲ୍‍ଠାରୁ ତିନି ଆଙ୍ଗୁଳି ଦୂରତା ହେଉଛି ସଠିକ୍ ଦୂରତା  
+
| ସେହିପରି ଶିଶୁ ପାଇଁ, ଛବିରେ ଦେଖାଯାଇଥିବା ଭଳି ତିନି ଆଙ୍ଗୁଠି ହେଉଛି ନିପ୍ପଲ୍‌ଠାରୁ ସଠିକ୍ ଦୂରତା  
  
 
|-  
 
|-  
 
| 06:49
 
| 06:49
| ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ନିମ୍ନ ଅଂଶକୁ ଶିଶୁ ପାଟିରେ ନେବା ସମୟରେ ମା’ଙ୍କର ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ  
+
| ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ
  
 
|-  
 
|-  
 
| 06:58
 
| 06:58
| ମା’ କେବଳ ନିପଲ୍‍କୁ ଚାପିବେ ନାହିଁ, ଯାହା ଦ୍ଵାରା ବହୁତ କମ୍ କ୍ଷୀର ବାହାରି ଥାଏ  
+
| ମା’ କେବଳ ନିପ୍ପଲ୍‌କୁ ଚାପିବେ ନାହିଁ, ଯାହା ଦ୍ଵାରା ବହୁତ କମ୍ କ୍ଷୀର ବାହାରି ଥାଏ  
  
 
|-  
 
|-  
 
| 07:05
 
| 07:05
| ଅଧିକ କ୍ଷୀର ପାଇଁ ମା’ ଆରିଓଲାର ନିମ୍ନରେ ଥିବା ବଡ଼ କ୍ଷୀରର ଧାରଗୁଡ଼ିକୁ ଚାପନ୍ତୁ
+
| ବରଂ ଅଧିକ କ୍ଷୀର ବାହାରିବା ପାଇଁ ଆରିଓଲାର ନିମ୍ନ ଅଂଶରେ ଥିବା କ୍ଷୀର ନାଳୀଗୁଡ଼ିକ ଉପରେ ମଧ୍ୟ ଚାପ ଦେବେ
  
 
|-  
 
|-  
 
|07:12
 
|07:12
| ଏବଂ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସ୍ତନ ସଠିକ୍ ଆକାରରେ ରହିଛି
+
| ଏବଂ ଶିଶୁ ଗଭୀର ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ
  
 
|-  
 
|-  
 
| 07:19
 
| 07:19
| ବଡ଼ା ପାଓ କିମ୍ବା ବର୍ଗର୍‍ର ଉଦାହରଣକୁ ଫେରିଆସନ୍ତୁ  
+
| ବଡ଼ା ପାଓ କିମ୍ବା ବର୍ଗର୍‌ର ଉଦାହରଣକୁ ଫେରିଆସନ୍ତୁ  
  
 
|-  
 
|-  
 
| 07:24
 
| 07:24
| ବଡ଼ା ପାଓ କିମ୍ବା ବର୍ଗର୍‍କୁ ସଠିକ ଭାବେ ଧରିବା ପରେ, ବଡ଼ ଖଣ୍ଡ ନେବା ପାଇଁ ଆମେ ସର୍ବଦା ଏହାକୁ ଚାପି ଧରିଥାଉ
+
| ବଡ଼ା ପାଓ କିମ୍ବା ବର୍ଗର୍‌କୁ ସଠିକ ଭାବେ ଧରିବା ପରେ, ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
  
 
|-  
 
|-  
 
|07:32
 
|07:32
 
| ସେହିପରି, ମା’ କଡ଼ରୁ ସ୍ତନକୁ C ଆକାରରେ ଧରି ସାମାନ୍ୟ ଚାପ ଦେବା ଆବଶ୍ୟକ.
 
| ସେହିପରି, ମା’ କଡ଼ରୁ ସ୍ତନକୁ C ଆକାରରେ ଧରି ସାମାନ୍ୟ ଚାପ ଦେବା ଆବଶ୍ୟକ.
ସ୍ତନର ଗୋଟିଏ ବଡ଼ ଅଂଶ ପାଟିରେ ନେବାରେ ଏହା ସାହାଯ୍ୟ କରିବ
+
ଏହା ଦ୍ଵାରା ଶିଶୁକୁ ସ୍ତନର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ
  
 
|-  
 
|-  
 
| 07:46
 
| 07:46
| କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ କ‍ଇଁଚି ଆକାରରେ ଧରି ଚାପିବେ ନାହିଁ  
+
| କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ କଇଁଚି ଆକାରରେ ଧରି ଚାପିବେ ନାହିଁ  
  
 
|-  
 
|-  
 
| 07:53
 
| 07:53
| କ‍ଇଁଚି ଆକାରରେ ଚାପିବା ଦ୍ଵାରା ସ୍ତନ ଚିମୁଟି ହେବ ଏବଂ ନିପଲ୍ ଫିଡିଂର କାରଣ ହେବ
+
| ଏଥିରୁ ମା’ଙ୍କୁ କଷ୍ଟ ହେବ ଏବଂ ଶିଶୁକୁ କମ୍ କ୍ଷୀର ମିଳିବ
  
 
|-  
 
|-  
 
| 08:00
 
| 08:00
| ବୁଢ଼ା ଆଙ୍ଗୁଠି ଓ ଅଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଭାବେ ଚାପ ପଡ଼ୁଥିବା ମଧ୍ୟ ସୁନିଶ୍ଚିତ କରନ୍ତୁ
+
| ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
  
 
|-  
 
|-  
 
| 08:07
 
| 08:07
| ଅନ୍ୟଥା, ନିପଲ୍ ଉପର କିମ୍ବା ତଳ ଆଡ଼କୁ ସ୍ଥାନାନ୍ତର ହୋ‍ଇଯିବ
+
| ଅନ୍ୟଥା, ନିପ୍ପଲ୍ ଉପର କିମ୍ବା ତଳ ଆଡ଼କୁ ଘୁଞ୍ଚିଯିବ
  
 
|-  
 
|-  
 
| 08:14
 
| 08:14
| ଏବଂ ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋ‍ଇପାରିବ ନାହିଁ  
+
| ଏବଂ ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋଇପାରିବ ନାହିଁ  
  
 
|-  
 
|-  
 
| 08:19
 
| 08:19
| ବର୍ତ୍ତମାନ ଶିଶୁକୁ କଡ଼ କରି ଶୋ‍ଇ ଧରିବା ପଦ୍ଧତିରେ ଧରାଯାଇଛି ଏବଂ ସ୍ତନ୍ୟପାନ ପାଇଁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ପ୍ରସ୍ତୁତ  
+
| ଏବେ, ଶିଶୁକୁ କଡ଼ କରି ଶୋଇବା ପଦ୍ଧତିରେ ଧରାଯାଇଛି ଏବଂ ସେ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ  
  
 
|-  
 
|-  
 
|08:27
 
|08:27
| ସମାନ ସିରିଜ୍‍ର ଅନ୍ୟ ଭିଡିଓରେ ଶିଶୁର ସ୍ତନ ସହିତ ସଠିକ୍ ସଂଯୋଗ ହେବା ବିଷୟରେ ବର୍ଣ୍ଣନା କରାଯାଇଛି  
+
| ଏହି ସିରିଜ୍‌ର ଅନ୍ୟ ଏକ ଭିଡିଓରେ ଶିଶୁର ସ୍ତନ ସହିତ ସଠିକ୍ ସଂଯୋଗ ହେବା ବିଷୟରେ ବର୍ଣ୍ଣନା କରାଯାଇଛି  
  
 
|-  
 
|-  
 
| 08:34
 
| 08:34
| ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା କ୍ଷଣି, ମା’ ନିଜ ସ୍ତନରୁ ହାତ କାଢ଼ିଦେବା ଆବଶ୍ୟକ
+
| ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା କ୍ଷଣି, ମା’ ନିଜ ସ୍ତନରୁ ହାତ କାଢ଼ିଦେବେ
  
 
|-  
 
|-  
 
| 08:41
 
| 08:41
| ସେ ଶିଶୁର ପିଠିକୁ ଧରିବା ଏବଂ ତାକୁ ନିଜର ନିକଟକୁ ଆଣିବା ପାଇଁ ଏହି ହାତକୁ ବ୍ୟବହାର କରିବା ଉଚିତ୍
+
| ସେ ଶିଶୁର ପିଠିକୁ ଧରି ତାକୁ ନିଜ ନିକଟକୁ ଆଣିବା ପାଇଁ ଏହି ହାତକୁ ବ୍ୟବହାର କରିବେ
  
 
|-  
 
|-  
 
| 08:49
 
| 08:49
| ମା’ ନିଜର ଅନ୍ୟ ହାତଟିକୁ ଶିଶୁର ପିଠିରୁ କାଢ଼ିଆଣି, ଏହା ଉପରେ 90 ଡିଗ୍ରୀରେ ଭରା ଦେଇ ଶୋ‍ଇବେ
+
| ମା’ ନିଜର ଅନ୍ୟ ହାତଟିକୁ ଶିଶୁର ପିଠିରୁ କାଢ଼ିଆଣି, ଏହା ଉପରେ 90 ଡିଗ୍ରୀରେ ଭରା ଦେଇ ଶୋଇବେ
  
 
|-  
 
|-  
 
| 08:58
 
| 08:58
| ସେ ସେହି ବାହୁର କହୁଣୀକୁ ବଙ୍କା କରିବା ଆବଶ୍ୟକ. ତା’ପରେ ସେ ସେହି ହାତକୁ ତକିଆ ତଳେ ରଖିବା ଆବଶ୍ୟକ
+
| ସେ ସେହି ବାହୁର କହୁଣୀକୁ ବଙ୍କା କରିବେ, ତା’ପରେ ସେ ସେହି ହାତକୁ ତକିଆ ତଳେ ରଖିବେ
  
 
|-  
 
|-  
Line 317: Line 318:
 
|-  
 
|-  
 
| 09:11
 
| 09:11
| ଶିଶୁର ପିଠିକୁ ଧରିବା ଏବଂ ତା’କୁ ନିଜ ଶରୀର ସହିତ ଲାଗି କରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରୁଛନ୍ତି  
+
| ଶିଶୁର ପିଠିକୁ ଧରିବା ଏବଂ ତା’କୁ ନିଜ ଶରୀର ସହିତ ଲଗାଇ ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରୁଛନ୍ତି  
  
 
|-  
 
|-  
Line 329: Line 330:
 
|-  
 
|-  
 
| 09:26
 
| 09:26
| ତାଙ୍କର ଡାହାଣ କହୁଣୀ ବଙ୍କା ହୋ‍ଇଛି
+
| ତାଙ୍କର ଡାହାଣ କହୁଣୀ ବଙ୍କା ହୋଇଛି
  
 
|-  
 
|-  
 
| 09:29
 
| 09:29
| ତାଙ୍କର ଡାହାଣ ହାତ ତକିଆ ତଳେ  
+
| ଏବଂ ଡାହାଣ ହାତ ତକିଆ ତଳେ ଅଛି
  
 
|-  
 
|-  
 
| 09:33
 
| 09:33
| ପ୍ରଥମ ସ୍ତନରୁ ଖୁଆଇସାରିବା ପରେ, ଯଦି ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବାକୁ ଚାହନ୍ତି ତେବେ, ତାଙ୍କୁ କଡ଼ ବଦଳାଇ ଶୋ‍ଇବାକୁ ପଡ଼ିବ
+
| ପ୍ରଥମ ସ୍ତନରୁ ଖୁଆଇସାରିବା ପରେ, ଯଦି ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ତେବେ ତାଙ୍କୁ କଡ଼ ବଦଳାବାକୁ ପଡ଼ିବ
 
   
 
   
 
|-  
 
|-  
Line 345: Line 346:
 
|-  
 
|-  
 
|09:50
 
|09:50
| ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ ଧନ୍ୟବାଦ  
+
| ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
+
 
|}
 
|}

Revision as of 02:58, 3 September 2019

Time
Narration
00:01 ସ୍ତନ୍ୟପାନ କରାଇବା ପାଇଁ କଡ଼ କରି ଶୋଇ ଧରିବା ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ, ସ୍ତନ୍ୟପାନ କରିବା ପାଇଁ ଜଣେ ମା’ ଓ ତାଙ୍କର ଶିଶୁକୁ ସଠିକ୍ ଧରିବା କୌଶଳ ଚୟନ କରିବା ବିଷୟରେ ଆମେ ଶିଖିବା
00:13 ସ୍ତନ୍ୟପାନ ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ କଡ଼ କରି ଶୋଇବା ପଦ୍ଧତିରେ କିପରି ଧରିବେ
00:20 ଚାଲନ୍ତୁ ଆରମ୍ଭ କରିବା.

ସାରା ପୃଥିବୀରେ ମା’ମାନେ ନିଜର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରରେ ଧରିଥା’ନ୍ତି

00:27 ପୂର୍ବରୁ ଗୋଟିଏ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି,

ଜଣେ ମା’ଙ୍କ ପାଇଁ ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଇବାର ସବୁଠାରୁ ଭଲ ଉପାୟ ହେଉଛି, ଯେଉଁଥିରେ ଉଭୟ ମା’ ଓ ଶିଶୁ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ

00:40 ଶିଶୁ ମା’ଙ୍କର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋଇଥାଏ
00:45 ଏବଂ ଯଥେଷ୍ଟ କ୍ଷୀର ପାନ କରିଥାଏ
00:49 ଧରିବା ପାଇଁ କଡ଼ କରି ଶୋଇବା ଭଳି ଗୋଟିଏ ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା
00:54 ଏହି ପଦ୍ଧତିର ପରାମର୍ଶ ସେତେବେଳେ ଦିଆଯାଇଥାଏ, ଯଦି ମା’ ରାତିରେ ସ୍ତନ୍ୟପାନ କରାଉଥିବେ
00:59 କିମ୍ବା ମା’ଙ୍କର ଅସ୍ତ୍ରୋପଚାର ଦ୍ଵାରା ପ୍ରସବ କରାଯାଇଥିବ
01:03 କିମ୍ବା ଯେତେବେଳେ ମା’ ଥକି ଯାଇଥିବେ
01:06 ଶିଶୁକୁ ଖୁଆଇବା ପୂର୍ବରୁ, ମା’ ନିଶ୍ଚିତ ରୂପେ ନିଜ ହାତକୁ ସାବୁନ୍ ଓ ପାଣିରେ ସଫା କରି ଶୁଖାଇବା ଉଚିତ
01:14 ତା’ପରେ ସେ ଗୋଟିଏ ଗ୍ଲାସ୍ ଫୁଟା ଯାଇ ଥଣ୍ଡା କରାଯାଇଥିବା ପାଣି ପିଇବେ
01:18 ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନକୁ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ.

ତେଣୁ, ସେମାନଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ

01:30 ତା’ପରେ, ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ତାହାକୁ ଅନାବୃତ କରିବେ
01:35 ବ୍ରା କିମ୍ବା ବ୍ଲାଉଜ୍‌ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
01:41 ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ସେହି କଡ଼କରି ଆରାମରେ ଶୋଇବେ
01:48 ସେ ନିଜର ମୁଣ୍ଡ ତଳେ ଗୋଟିଏ ତକିଆ ରଖିବା ସହିତ ଶୋଇବା ସମୟରେ ଗଡ଼ି ନଯିବା ପାଇଁ ନିଜର ଗୋଡ଼ ମଝିରେ ମଧ୍ୟ ତକିଆ ରଖିବା ଉଚିତ
01:57 ଏହି ଛବିରେ ଥିବା ମା’ ନିଜର ପିଲାକୁ ଡାହାଣ ସ୍ତନରୁ କ୍ଷୀର ଖୁଆଉଥିବାରୁ ସେ ଡାହାଣ ପଟକୁ ମୁହଁ କରି ଶୋଇଛନ୍ତି
02:06 ତା’ପରେ, ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଶିଖିବା
02:12 ଶିଶୁକୁ ମା’ଙ୍କ କଡ଼ରେ ଏପରି ରଖନ୍ତୁ, ଯେପରି ତା’ର ପେଟ ମା’ଙ୍କ ଶରୀର ଦ୍ଵାରା ସାମାନ୍ୟ ଚାପି ହୋଇରହିବ
02:21 ମା’ ଯେଉଁ ପଟିଆ ଶୋଇଥିବେ, ସେହି ହାତରେ ଶିଶୁର ଆଶ୍ରା ଦେବେ
02:29 ଏହି ଛବିରେ ଥିବା ମା’ ନିଜର ଶିଶୁକୁ ଡାହାଣ ହାତରେ ଆଶ୍ରା ଦେଇଛନ୍ତି
02:36 ଶିଶୁକୁ ନିଜ ଶରୀର ସହିତ ଲାଗି କରି ରଖିବା ପାଇଁ, ମା’ ତା’ ପଛପଟେ ଗୋଟିଏ ତକିଆ ରଖିପାରିବେ
02:42 ସେମାନଙ୍କ ମଧ୍ୟରେ ବ୍ୟବଧାନ ଯେତେ କମ୍ ହେବ, ଶିଶୁକୁ ସ୍ତନ ନିକଟରେ ପହଞ୍ଚିବା ସେତେ ସହଜ ହେବ
02:49 ଏବଂ ଶିଶୁକୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସହଜ ହେବ
02:55 ମନେରଖନ୍ତୁ- ମା’ କଦାପି ନିଜ ପିଠିକୁ ବଙ୍କା କରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ, ଏହା ଦ୍ଵାରା ଶିଶୁର ପେଟ ଏବଂ ମା’ଙ୍କ ଶରୀର ମଧ୍ୟରେ ବ୍ୟବଧାନ ବଢ଼ିଯିବ
03:06 ସେ ସର୍ବଦା ନିଜର ପିଠିକୁ ସିଧା ରଖିବେ ଏବଂ ଶିଶୁକୁ ସ୍ତନ ନିକଟକୁ ଆଣିବେ
03:12 ଦ୍ଵିତୀୟ ଜରୁରୀ କଥା ହେଉଛି ଶିଶୁର ସମ୍ପୂର୍ଣ୍ଣ ଶରୀରକୁ କେଉଁ ଭଳି ଧରିବେ
03:21 ଆପଣ ଲକ୍ଷ୍ୟ କରିଥିବେ ଯେ, ଆମେ ଖାଦ୍ୟ ଖାଇବାବେଳେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ଦିଗରେ ରହିଥାଏ
03:31 ସେହିପରି ସ୍ତନ୍ୟପାନ ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଆବଶ୍ୟକ
03:39 ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହୋଇଥାଏ
03:44 ଏବେ ଆମେ ଶିଶୁର ଶରୀରକୁ ଧରି ରଖିବାର ତୃତୀୟ ସୋପାନ ବିଷୟରେ ଜାଣିବା
03:50 ମା’ ଶିଶୁର ପିଠିକୁ ନିଜ ହାତ ଦ୍ଵାରା ଆଶ୍ରା ଦେବା ଉଚିତ
03:54 ଅନ୍ୟଥା, ଶିଶୁକୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ
04:01 ତା’ପରେ ଶିଶୁର ନାକ ଓ ଥୋଡ଼ିର ଅବସ୍ଥିତି ବିଷୟରେ ଜାଣିବା
04:07 ଶିଶୁର ନାକ ନିପ୍ପଲ୍ ସିଧାରେ ରହିବା ଆବଶ୍ୟକ
04:13 ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବ
04:17 ଏହା ଦ୍ଵାରା ଲାଚିଂ ସମୟରେ ଆରିଓଲାର ନିମ୍ନ ଅଂଶର ବହୁତ ଭାଗ ଶିଶୁ ପାଟିରେ ରହିପାରିବ
04:25 ଏବଂ ସେ ନିମ୍ନ ମାଢ଼ିକୁ ବ୍ୟବହାର କରି ଭଲ ଭାବରେ ଅଧିକ କ୍ଷୀର ପିଇପାରିବ
04:32 ଦୟାକରି ଧ୍ୟାନ ଦିଅନ୍ତୁ- ନିପ୍ପଲ୍‌ର ଚାରିପଟେ ଥିବା ଗାଢ଼ କଳା ଅଂଶକୁ ଆରିଓଲା କୁହାଯାଏ
04:39 ବର୍ତ୍ତମାନ ଶିଶୁକୁ ଭଲ ଭାବରେ ଧରାଯାଇଛି, ସ୍ତନକୁ ଧରିରଖିବା ବିଷୟରେ ଚାଲନ୍ତୁ ଜାଣିବା
04:46 ଖାଲିଥିବା ହାତର ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ମା’ ସ୍ତନକୁ C ଆକାରର କପ୍ ଭଳି ଧରି ରଖିବେ
04:55 ଏହି ଛବିରେ ଥିବା ମା’ ନିଜର ଡାହାଣ ସ୍ତନକୁ ଧରିବା ପାଇଁ ବାମ ହାତକୁ ବ୍ୟବହାର କରିଛନ୍ତି
05:05 ସ୍ତନକୁ ଧରିଥିବା ଆଙ୍ଗୁଠିଗୁଡ଼ିକ ଶିଶୁର ଓଠ ସିଧାରେ ରହିବା ଉଚିତ
05:13 କାହିଁକି? ଗୋଟିଏ ସରଳ ଉଦାହରଣ ବ୍ୟବହାର କରି ଚାଲନ୍ତୁ ଏହାକୁ ବୁଝିବା
05:18 ଆମେ ଯେତେବେଳେ ବଡ଼ା ପାଓ କିମ୍ବା ବର୍ଗର୍ ଖାଉ, ସେତେବେଳେ ଆମର ଓଠଗୁଡ଼ିକ ହରିଯଣ୍ଟାଲୀ ଖୋଲିଥାଏ
05:25 ବଡ଼ା ପାଓ କିମ୍ବା ବର୍ଗ‌ର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ତାକୁ ହରିଯଣ୍ଟାଲୀ ଧରିଥାଉ
05:31 ଏଠାରେ, ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଓଠ ସିଧାରେ ଅଛି
05:37 ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍‌କୁ ଭର୍ଟିକଲୀ ଧରିବା, ତେବେ ବଡ଼ ଖଣ୍ଡ ଖାଇପାରିବା ନାହିଁ
05:44 ସେହିପରି, ଶିଶୁର ଓଠର ଅବସ୍ଥିତିକୁ ଦେଖନ୍ତୁ.

ଏଠାରେ ଓଠ ହରିଯଣ୍ଟାଲୀ ଅଛି

05:51 ତେଣୁ, ମା’ଙ୍କର ଆଙ୍ଗୁଠିଗୁଡ଼ିକ ଓ ବୁଢ଼ା ଆଙ୍ଗୁଠି ମଧ୍ୟ ସ୍ତନ ଉପରେ ହରିଯଣ୍ଟାଲୀ ରହିବା ଦରକାର
05:59 ଏହାଦ୍ଵାରା ଆରିଓଲାର ନିମ୍ନ ଅଂଶର ଗୋଟିଏ ବଡ଼ ଭାଗ ପାଟିରେ ନେବା ପାଇଁ ଶିଶୁକୁ ସହଜ ହେବ
06:05 ଏହା ସହିତ ଶିଶୁର ଓଠଠାରୁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ, ନିପ୍ପଲ୍‌ଠାରୁ ତିନି ଆଙ୍ଗୁଳି ଦୂରରେ ରହିବା ଆବଶ୍ୟକ
06:18 ପୁନର୍ବାର, ଅତି ନିକଟରୁ ଧରି ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା, ତେବେ ଆଙ୍ଗୁଠିଗୁଡ଼ିକ ବଡ଼ ଖଣ୍ଡ ନେବା ସମୟରେ ପାଟିକୁ ବାଧା ଦେବେ
06:28 ଏହାକୁ ବହୁତ ଦୂରରୁ ଧରିରଖିଲେ, ଆମ ପାଟି ମଧ୍ୟରେ ଏହା ଠିକ ଭାବେ ଖାପ ହେବ ନାହିଁ
06:34 ତେଣୁ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିଥାଉ
06:40 ସେହିପରି ଶିଶୁ ପାଇଁ, ଛବିରେ ଦେଖାଯାଇଥିବା ଭଳି ତିନି ଆଙ୍ଗୁଠି ହେଉଛି ନିପ୍ପଲ୍‌ଠାରୁ ସଠିକ୍ ଦୂରତା
06:49 ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ
06:58 ମା’ କେବଳ ନିପ୍ପଲ୍‌କୁ ଚାପିବେ ନାହିଁ, ଯାହା ଦ୍ଵାରା ବହୁତ କମ୍ କ୍ଷୀର ବାହାରି ଥାଏ
07:05 ବରଂ ଅଧିକ କ୍ଷୀର ବାହାରିବା ପାଇଁ ଆରିଓଲାର ନିମ୍ନ ଅଂଶରେ ଥିବା କ୍ଷୀର ନାଳୀଗୁଡ଼ିକ ଉପରେ ମଧ୍ୟ ଚାପ ଦେବେ
07:12 ଏବଂ ଶିଶୁ ଗଭୀର ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ
07:19 ବଡ଼ା ପାଓ କିମ୍ବା ବର୍ଗର୍‌ର ଉଦାହରଣକୁ ଫେରିଆସନ୍ତୁ
07:24 ବଡ଼ା ପାଓ କିମ୍ବା ବର୍ଗର୍‌କୁ ସଠିକ ଭାବେ ଧରିବା ପରେ, ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
07:32 ସେହିପରି, ମା’ କଡ଼ରୁ ସ୍ତନକୁ C ଆକାରରେ ଧରି ସାମାନ୍ୟ ଚାପ ଦେବା ଆବଶ୍ୟକ.

ଏହା ଦ୍ଵାରା ଶିଶୁକୁ ସ୍ତନର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ

07:46 କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ କଇଁଚି ଆକାରରେ ଧରି ଚାପିବେ ନାହିଁ
07:53 ଏଥିରୁ ମା’ଙ୍କୁ କଷ୍ଟ ହେବ ଏବଂ ଶିଶୁକୁ କମ୍ କ୍ଷୀର ମିଳିବ
08:00 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
08:07 ଅନ୍ୟଥା, ନିପ୍ପଲ୍ ଉପର କିମ୍ବା ତଳ ଆଡ଼କୁ ଘୁଞ୍ଚିଯିବ
08:14 ଏବଂ ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋଇପାରିବ ନାହିଁ
08:19 ଏବେ, ଶିଶୁକୁ କଡ଼ କରି ଶୋଇବା ପଦ୍ଧତିରେ ଧରାଯାଇଛି ଏବଂ ସେ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ
08:27 ଏହି ସିରିଜ୍‌ର ଅନ୍ୟ ଏକ ଭିଡିଓରେ ଶିଶୁର ସ୍ତନ ସହିତ ସଠିକ୍ ସଂଯୋଗ ହେବା ବିଷୟରେ ବର୍ଣ୍ଣନା କରାଯାଇଛି
08:34 ଶିଶୁ ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା କ୍ଷଣି, ମା’ ନିଜ ସ୍ତନରୁ ହାତ କାଢ଼ିଦେବେ
08:41 ସେ ଶିଶୁର ପିଠିକୁ ଧରି ତାକୁ ନିଜ ନିକଟକୁ ଆଣିବା ପାଇଁ ଏହି ହାତକୁ ବ୍ୟବହାର କରିବେ
08:49 ମା’ ନିଜର ଅନ୍ୟ ହାତଟିକୁ ଶିଶୁର ପିଠିରୁ କାଢ଼ିଆଣି, ଏହା ଉପରେ 90 ଡିଗ୍ରୀରେ ଭରା ଦେଇ ଶୋଇବେ
08:58 ସେ ସେହି ବାହୁର କହୁଣୀକୁ ବଙ୍କା କରିବେ, ତା’ପରେ ସେ ସେହି ହାତକୁ ତକିଆ ତଳେ ରଖିବେ
09:04 ଏହି ଛବିରେ ମା’ ତାଙ୍କର ଡାହାଣ ସ୍ତନକୁ ବାମ ହାତ ସାହାଯ୍ୟରେ କାଢ଼ିଛନ୍ତି
09:11 ଶିଶୁର ପିଠିକୁ ଧରିବା ଏବଂ ତା’କୁ ନିଜ ଶରୀର ସହିତ ଲଗାଇ ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରୁଛନ୍ତି
09:19 ଶିଶୁର ପିଠିରୁ ସେ ନିଜର ଡାହାଣ ହାତକୁ କାଢ଼ିଦେଇଛନ୍ତି
09:22 ସେ ଏହାକୁ ନିଜ ଶରୀର ସହିତ 90 ଡିଗ୍ରୀ କୋଣ କରି ରଖିଛନ୍ତି
09:26 ତାଙ୍କର ଡାହାଣ କହୁଣୀ ବଙ୍କା ହୋଇଛି
09:29 ଏବଂ ଡାହାଣ ହାତ ତକିଆ ତଳେ ଅଛି
09:33 ପ୍ରଥମ ସ୍ତନରୁ ଖୁଆଇସାରିବା ପରେ, ଯଦି ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବାକୁ ଚାହାନ୍ତି, ତେବେ ତାଙ୍କୁ କଡ଼ ବଦଳାବାକୁ ପଡ଼ିବ
09:43 ଏହି ଛବିରେ ଥିବା ମା’ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବା ପାଇଁ ବାମ କଡ଼କୁ ବୁଲି ଯାଇଛନ୍ତି
09:50 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep