Difference between revisions of "Health-and-Nutrition/C2/Physical-methods-to-increase-the-amount-of-breastmilk/Oriya"

From Script | Spoken-Tutorial
Jump to: navigation, search
(Created page with " {|border=1 | Time |Narration |- |00:02 | ବନ୍ଧୁଗଣ, ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ପରିମାଣ ବୃଦ...")
 
 
Line 6: Line 6:
 
|-
 
|-
 
|00:02
 
|00:02
| ବନ୍ଧୁଗଣ, ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
+
| ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ମାତ୍ରା ବଢ଼ାଇବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
  
 
|-
 
|-
 
| 00:08
 
| 00:08
| ଏହି ଟ୍ୟୁଟୋରିଆଲ୍‍ରେ, ବିଭିନ୍ନ ଶାରୀରିକ ଉପାୟଗୁଡ଼ିକୁ ବ୍ୟବହାର କରି କିପରି ସ୍ତନରେ କ୍ଷୀରର ପରିମାନକୁ ବୃଦ୍ଧି କରାଯାଇପାରିବ ଆମେ ଶିଖିବା
+
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ମାତ୍ରାକୁ ବଢ଼ାଇବାର ଭିନ୍ନ ଭିନ୍ନ କୌଶଳ
  
 
|-
 
|-
 
| 00:17
 
| 00:17
| ଚାଲନ୍ତୁ ପ୍ରଥମେ କଙ୍ଗାରୁ ମଦର୍ କେଆର୍ ଉପାୟରୁ ଆରମ୍ଭ କରିବା
+
| ପ୍ରଥମେ କଙ୍ଗାରୁ ମଦର୍ କେଆର୍‌ରୁ ଆରମ୍ଭ କରିବା
  
 
|-
 
|-
 
| 00:20
 
| 00:20
| ଏହି ଉପାୟରେ ଶିଶୁ ଯେତେ ସମୟ ସମ୍ଭବ ହେବ ସେତେବେଳ ପର୍ଯ୍ୟନ୍ତ ମା’ଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ଲାଗିକରି ରହିବ
+
| ଏଥିରେ ଶିଶୁକୁ ମା’ଙ୍କ ନଗ୍ନ ଶରୀର ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖାଯାଇଥାଏ
  
 
|-
 
|-
 
| 00:27
 
| 00:27
| ଧ୍ୟାନ ଦିଅନ୍ତୁ ଯେ, କଙ୍ଗାରୁ ମଦର୍ କେଆର୍ ପଦ୍ଧତିକୁ ସମାନ ସିରିଜ୍‍ର ଅନ୍ୟ ଗୋଟିଏ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଛି
+
| ଧ୍ୟାନ ଦିଅନ୍ତୁ ଯେ, କଙ୍ଗାରୁ ମଦର୍ କେଆର୍ ପଦ୍ଧତିକୁ ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
  
 
|-
 
|-
 
| 00:34
 
| 00:34
| ତା’ପରେ ଆମେ ଲେଟ୍ ଡାଉନ୍ ରିଫ୍ଲେକ୍ସ କିମ୍ବା କ୍ସିଟୋସିନ୍ ରିଫ୍ଲେକ୍ସକୁ କିପରି ଉନ୍ନତ କରାଯିବ ସେ ବିଷୟରେ ଶିଖିବା.
+
| ତା’ପରେ ଆମେ, ଲେଟ୍ ଡାଉନ୍ ରିଫ୍ଲେକ୍ସ ବା ଅକ୍ସିଟୋସିନ୍ ରିଫ୍ଲେକ୍ସକୁ କିପରି ଉନ୍ନତ କରାଯିବ, ତାହା ଶିଖିବା.
ଏହା ପୂର୍ବରୁ, ଅକ୍ସିଟୋସିନ୍ କ’ଣ ଜାଣିବା ଆବଶ୍ୟକ?
+
ପ୍ରଥମେ ଆସନ୍ତୁ, ଅକ୍ସିଟୋସିନ୍ କ’ଣ ଜାଣିବା  
  
 
|-
 
|-
 
|00:44
 
|00:44
| ଅକ୍ସିଟୋସିନ୍ ହେଉଛି ଗୋଟିଏ ହର୍ମୋନ୍ ଯାହା, ଲେଟ୍ ଡାଉନ୍ ରିଫ୍ଲେକ୍ସକୁ ଷ୍ଟିମୁଲେଟ୍ କରିଥାଏ ଯାହା ଦ୍ଵାରା ଶିଶୁ ବିଷୟରେ ଚିନ୍ତା କରିବା କ୍ଷଣି କ୍ଷୀର ବାହାରକୁ ଠେଲି ହୋ‍ଇ ଆସିଥାଏ
+
| ଅକ୍ସିଟୋସିନ୍ ହେଉଛି ଗୋଟିଏ ହର୍ମୋନ୍, ଯାହା ଲେଟ୍ ଡାଉନ୍ ରିଫ୍ଲେକ୍ସକୁ ଉତ୍ତେଜିତ କରିଥାଏ, ଯାହାଦ୍ଵାରା ଶିଶୁ ବିଷୟରେ ଚିନ୍ତା କରିବା କ୍ଷଣି କ୍ଷୀର ବାହାରକୁ ଠେଲି ହୋଇ ଆସିଥାଏ
  
 
|-
 
|-
 
| 00:54
 
| 00:54
| ତେଣୁ କ୍ଷୀରକୁ ବାହାରକୁ ଆଣିବା ପାଇଁ ପ୍ରଥମେ ମା’ ଶାନ୍ତ ହୋ‍ଇ ବସିବେ ଏବଂ ତା’ପରେ ନିଜର ଶାନ୍ତ ଶିଶୁକୁ ଦେଖିବେ
+
| ତେଣୁ, କ୍ଷୀରକୁ ବାହାରକୁ ଆଣିବା ପାଇଁ ପ୍ରଥମେ ମା’ ଆରାମ କରିବେ ଏବଂ ତା’ପରେ ନିଜର ଶାନ୍ତ ଶିଶୁକୁ ଦେଖିବେ
  
 
|-
 
|-
 
| 01:01
 
| 01:01
| ସେ ନିଜ ଶିଶୁର ଅଧୁଆ କପଡ଼ାଗୁଡ଼ିକୁ ଶୁଙ୍ଘି ପାରିବେ ଏବଂ ଆଶ୍ଵସ୍ତିକର ସଙ୍ଗୀତ ମଧ୍ୟ ଶୁଣିବେ
+
| ସେ ନିଜ ଶିଶୁର ଅଧୁଆ କପଡ଼ାଗୁଡ଼ିକୁ ଶୁଙ୍ଘିପାରିବେ ଏବଂ ଆନନ୍ଦଦାୟକ ଗୀତ ମଧ୍ୟ ଶୁଣିପାରିବେ
  
 
|-
 
|-
Line 47: Line 47:
 
|-
 
|-
 
| 01:16
 
| 01:16
| ପିଠିର ଉପର ଅଂଶରେ ଏବଂ ସ୍ତନର ମାଲିସ୍ କରିବା
+
| ପିଠିର ଉପର ଅଂଶ ଏବଂ ସ୍ତନ ମାଲିସ୍ କରିବା
  
 
|-
 
|-
 
| 01:20
 
| 01:20
| ଉଷୁମ୍ ପାଣି ସେକ କିପରି କାର୍ଯ୍ୟ କରେ ଚାଲନ୍ତୁ ଦେଖିବା
+
| ଉଷୁମ୍ ପାଣି ସେକ ବିଷୟରେ ଚାଲନ୍ତୁ ଜାଣିବା
  
 
|-
 
|-
 
| 01:24
 
| 01:24
| ମା’ ଉଷୁମ୍ ପାଣିରେ ଗାଧୋ‍ଇବା ଉଚିତ୍ କିମ୍ବା ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା ରଖିବା ଉଚିତ୍
+
| ମା’ ଉଷୁମ୍ ପାଣିରେ ଗାଧୋଇବେ, ନଚେତ୍ ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା ରଖିବେ
  
 
|-
 
|-
 
| 01:30
 
| 01:30
| ଏହି ଉଭୟ ଉପାୟ, ସ୍ତନରେ କ୍ଷୀରର କ୍ଷରଣ ଏବଂ କ୍ଷୀରକୁ ବାହାରକୁ ଆଣିବାରେ ସାହାଯ୍ୟ କରିବ
+
| ଉଭୟ ଉପାୟରେ, ସ୍ତନରେ କ୍ଷୀର ସଂଚାର ହେବ ଏବଂ କ୍ଷୀର ବାହାରକୁ ବାହାରିବ
  
 
|-
 
|-
 
| 01:36
 
| 01:36
| ତା’ପରେ ଚାଲନ୍ତୁ ମାଲିସ୍ ବିଷୟରେ ଜାଣିବା
+
| ଏବେ ମାଲିସ୍ ବିଷୟରେ ଜାଣିବା
  
 
|-
 
|-
 
| 01:40
 
| 01:40
| ପିଠିର ଉପର ଅଂଶ ଓ ବେକରେ ମାଲିସ୍ କରିବା ଦ୍ଵାରା କ୍ଷୀର ସହଜରେ କ୍ଷରଣ ହୋ‍ଇଥାଏ, ଯେହେତୁ ସମାନ ସ୍ନାୟୁ ପିଠିର ଉପର ଅଂଶ ଓ ସ୍ତନ ସହିତ ସଂଯୁକ୍ତ ରହିଥାଏ
+
| ପିଠିର ଉପର ଅଂଶ ଓ ବେକରେ ମାଲିସ୍ କଲେ କ୍ଷୀର ସହଜରେ ବାହାରିଥାଏ, କାରଣ ପିଠିର ଉପର ଅଂଶ ଓ ସ୍ତନରେ ସମାନ ସ୍ନାୟୁ ରହିଥାଏ
  
 
|-
 
|-
 
|01:49
 
|01:49
| ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ମାଲିସ୍ କରିବା ଦ୍ଵାରା କ୍ଷୀରର ଧାରଗୁଡ଼ିକ ଖୋଲିଯାଇଥାଏ
+
| ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ମାଲିସ୍ କଲେ କ୍ଷୀରର ସ୍ନାୟୁଗୁଡ଼ିକ ଖୋଲିଯାଇଥାଏ
  
 
|-
 
|-
 
| 01:53
 
| 01:53
| କ୍ଷୀର ସହଜରେ କ୍ଷରଣ ହେବା ଏବଂ ସ୍ତନ ସମ୍ପୂର୍ଣ୍ଣ ରୂପେ ଖାଲି ହୋ‍ଇଯିବା ଦ୍ଵାରା କ୍ଷୀର ଅଧିକ ଉତ୍ପାଦନ ହୋ‍ଇଥାଏ
+
| ଏଥିରୁ କ୍ଷୀର ସହଜରେ ବାହାରିବ ଏବଂ ସ୍ତନ ସମ୍ପୂର୍ଣ୍ଣ ରୂପେ ଖାଲି ହେବ ତଥା କ୍ଷୀର ଅଧିକ ମାତ୍ରାରେ ଉତ୍ପନ୍ନ ହେବ
  
 
|-
 
|-
 
| 02:01
 
| 02:01
| ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବାର ଅନ୍ୟ ଏକ ଉପାୟ ହେଉଛି, ଶିଶୁକୁ ସଠିକତାର ସହ ଲାଚ୍ କରିବା
+
| ସ୍ତନରେ କ୍ଷୀରର ମାତ୍ରା ବଢ଼ାଇବାର ଅନ୍ୟ ଏକ ଉପାୟ ହେଉଛି, ଶିଶୁକୁ ସଠିକତାର ସହ ଲାଚ୍ କରିବା
  
 
|-
 
|-
 
| 02:09
 
| 02:09
| ଏହାକୁ କିପରି କରାଯାଏ ଚାଲନ୍ତୁ ଦେଖିବା
+
| ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
  
 
|-
 
|-
 
| 02:12
 
| 02:12
| ଶିଶୁର ଉପର ଓଠରେ ନିପଲ୍‍କୁ ଘଷିବା.
+
| ଶିଶୁର ଉପର ଓଠରେ ନିପ୍ପଲ୍‌କୁ ସ୍ପର୍ଶ କରାନ୍ତୁ, ଯେଉଁଥିରୁ ଶିଶୁ ପାଟିକୁ ପୂରା ଖୋଲିବ ଏବଂ ସଠିକ୍ ଲାଚ୍ ହେବା ସହିତ ଶିଶୁ ଯଥେଷ୍ଟ କ୍ଷୀର ପାଇପାରିବ
ଏହା ଶିଶୁର ପାଟିକୁ ପୂରା ଖୋଲିବାରେ ସାହାଯ୍ୟ କରିବ ଏବଂ ସଠିକ୍ ଲାଚ୍ ହେବା ସହିତ ଶିଶୁ ଯଥେଷ୍ଟ କ୍ଷୀର ପାଇପାରିବ
+
  
 
|-
 
|-
 
| 02:24
 
| 02:24
| ସ୍ତନ୍ୟପାନ କରିବା ସମୟରେ ଏହା ସୁନିଶ୍ଚିତ କରନ୍ତୁ-
+
| ସ୍ତନ୍ୟପାନ କରିବା ସମୟରେ ଧ୍ୟାନ ଦିଅନ୍ତୁ-
  
 
|-
 
|-
 
| 02:27
 
| 02:27
| ମା’ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ କରୁଛନ୍ତି,
+
| ମା’ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଧରିଛନ୍ତି,
  
 
|-
 
|-
 
| 02:30
 
| 02:30
| ଶିଶୁର ପେଟ ମା’ଙ୍କର ପେଟକୁ ସ୍ପର୍ଶ କରୁଥିବା ଆବଶ୍ୟକ,
+
| ଶିଶୁର ପେଟ ମା’ଙ୍କର ପେଟକୁ ସ୍ପର୍ଶ କରୁଛି,
  
 
|-
 
|-
 
| 02:34
 
| 02:34
| ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବ,
+
| ଶିଶୁର ମୁଣ୍ଡ, ବେକ ଓ ଶରୀର ଗୋଟିଏ ସରଳରେଖାରେ ରହିଛି,
  
 
|-
 
|-
 
| 02:39
 
| 02:39
| ଶିଶୁର ନାକ ମାଙ୍କର ନିପଲ୍ ସହିତ ଗୋଟିଏ ସରଳରେଖାରେ ରହିଥିବ,
+
| ଶିଶୁର ନାକ ମା’ଙ୍କର ନିପ୍ପଲ୍ ସିଧାରେ ରହିଛି,
  
 
|-
 
|-
 
| 02:43
 
| 02:43
| ଥୋଡ଼ି ଆଗକୁ ରହିବା ସହିତ ମାଙ୍କର ସ୍ତନ ସହିତ ଚାପି ହୋ‍ଇ ରହିବା ଆବଶ୍ୟକ ଏବଂ ନିମ୍ନ ଓଠ ମୋଡ଼ି ହୋ‍ଇ ବାହାରକୁ ରହିଥିବ
+
| ଥୋଡ଼ି ଆଗକୁ ରହିବା ସହିତ ମା’ଙ୍କର ସ୍ତନ ସହିତ ଚାପି ହୋଇ ରହିଛି ଏବଂ ତଳ ଓଠ ମୋଡ଼ି ହୋଇ ବାହାରକୁ ରହିଛି
  
 
|-
 
|-
 
| 02:50
 
| 02:50
| ସୁନିଶ୍ଚିତ କରନ୍ତୁ ଯେ, ଲାଚିଂ ସମୟରେ ଶିଶୁ ନିମ୍ନ ଆରିଓଲାର ଅଧିକ ଭାଗ ପାଟିରେ ରହିଥିବ, ଉପର ଆରିଓଲା, ନିମ୍ନ ଆରିଓଲା ଅପେକ୍ଷା ଅଧିକ ଦୃଶ୍ୟମାନ ହେବ
+
| ସୁନିଶ୍ଚିତ କରନ୍ତୁ ଯେ, ଲାଚିଂ ସମୟରେ ଆରିଓଲାର ତଳ ଭାଗର ଅଧିକାଂଶ ଶିଶୁ ପାଟିରେ ରହିଥିବ, ଆରିଓଲାର ଉପରଭାଗ, ତଳ ଭାଗ ଅପେକ୍ଷା ଅଧିକ ଦେଖାଦେଉଥିବ
  
 
|-
 
|-
 
| 03:01
 
| 03:01
| ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆରିଓଲା ହେଉଛି ନିପଲ୍ ଚାରିପଟେ ଥିବା ଗାଢ଼ କଳା ଅଂଶ  
+
| ଆରିଓଲା ହେଉଛି ନିପ୍ପଲ୍ ଚାରିପଟେ ଥିବା ଗାଢ଼ କଳା ଅଂଶ  
  
 
|-
 
|-
 
|03:05
 
|03:05
| ତା’ପରେ ଚାଲନ୍ତୁ ଅନ୍ୟ ଗୋଟିଏ ଶାରୀରିକ ଉପାୟକୁ ଦେଖିବା, ଯେଉଁଥିରେ ସ୍ତନ ଉପରେ ସାମାନ୍ୟ ଚାପ ପ୍ରଦାନ କରାଯାଇଥାଏ
+
| ଅନ୍ୟ ଗୋଟିଏ ଉପାୟ ହେଉଛି, ସ୍ତନ ଉପରେ ହାଲୁକା ଚାପ ପକାଇବା
  
 
|-
 
|-
 
| 03:12
 
| 03:12
| ଏହା କରିବା ପାଇଁ, ସ୍ତନ୍ୟପାନ କରିବା ସମୟରେ ସ୍ତନକୁ ସାଧାରଣ ଭାବେ ଧରି ସାମାନ୍ୟ ଚାପ ପ୍ରଦାନ କରନ୍ତୁ
+
| ସ୍ତନ୍ୟପାନ ସମୟରେ ସ୍ତନକୁ ଉପରେ ହାଲୁକା ଚାପ ପକାନ୍ତୁ
  
 
|-
 
|-
 
| 03:17
 
| 03:17
| କ୍ଷୀର ଗ୍ରନ୍ଥିଗୁଡ଼ିକ ଉପରେ ସାମାନ୍ୟ ଚାପ ଦେବା ଦ୍ଵାରା ଅଧିକ କ୍ଷୀର କ୍ଷରଣ ହେବାରେ ସାହାଯ୍ୟ ମିଳିଥାଏ
+
| କ୍ଷୀର ଗ୍ରନ୍ଥିଗୁଡ଼ିକ ଉପରେ ସାମାନ୍ୟ ଚାପ ଦେଲେ ଅଧିକ କ୍ଷୀର ବାହାରିଥାଏ
  
 
|-
 
|-
 
| 03:22
 
| 03:22
| ଶିଶୁ ପ୍ରତ୍ୟେକ ଥର ଶୋଶିବା ସମୟରେ ଏହା ଅଧିକ କ୍ଷୀର କ୍ଷରଣ କରିବାରେ ସାହାଯ୍ୟ କରିଥାଏ
+
| ଯେବେବି ଶିଶୁ ଶୋଷିବ ଅଧିକ କ୍ଷୀର ମିଳିବ
  
 
|-
 
|-
 
| 03:27
 
| 03:27
| ସମାନ ସିରିଜ୍‍ର ଅନ୍ୟ ଏକ ଟ୍ୟୁଟୋରିଆଲ୍‍ରେ ସ୍ତନ ଉପରେ ସାମାନ୍ୟ ଚାପ ଦେବା ଉପାୟକୁ ବର୍ଣ୍ଣନା କରାଯାଇଛି
+
| ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ସ୍ତନକୁ ହାଲୁକା ଚାପିବା ବିଷୟରେ ବର୍ଣ୍ଣନା କରାଯାଇଛି
  
 
|-
 
|-
 
| 03:33
 
| 03:33
| ଗୋଟିଏ ଚମତ୍କାର କଥା ହେଉଛି ଯେ, ରାତି ସମୟରେ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ. କାହିଁକି ଚାଲନ୍ତୁ ବୁଝିବା?
+
| ଗୋଟିଏ ଚମତ୍କାର କଥା ହେଉଛି ଯେ, ରାତିରେ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ.  
 +
କାହିଁକି ଚାଲନ୍ତୁ ବୁଝିବା
  
 
|-
 
|-
 
|03:41
 
|03:41
| ରାତି ସମୟରେ କ୍ଷୀରରେ ପ୍ରୋଲାକ୍‌ଟିନ୍ ହର୍ମୋନ୍‍ର ପରିମାଣ ଅଧିକ ହୋ‍ଇଥାଏ
+
| ରାତିରେ ସ୍ତନର କ୍ଷୀରରେ ପ୍ରୋଲେକ୍ଟିନ୍ ହର୍ମୋନ୍‌ର ପରିମାଣ ଅଧିକ ଥାଏ
  
 
|-
 
|-
 
| 03:46
 
| 03:46
| ରାତି ସମୟରେ ଶିଶୁ ଅଧିକ ସ୍ତନ୍ୟପାନ କରିବା ଦ୍ଵାରା ସ୍ତନ୍ୟପାନ କରିବା ସମୟରେ ଏହା କ୍ଷୀରର ପରିମାଣ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହା ଶିଶୁର ଶାରୀରିକ ବୃଦ୍ଧିରେ ସହାୟକ ହୋ‍ଇଥାଏ
+
| ରାତିରେ ଅଧିକ ସ୍ତନ୍ୟପାନ କରାଇଲେ କ୍ଷୀରର ମାତ୍ରା ବଢ଼ିଥାଏ ଏବଂ ଏହା ଶିଶୁର ବିକାଶରେ ସହାୟକ ହୋଇଥାଏ
  
 
|-
 
|-
 
| 03:56
 
| 03:56
| ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବାର ଅନ୍ୟ ଏକ କାରଣ ହେଉଛି, ବାରମ୍ବାର ସ୍ତନ୍ୟପାନ କରାଇବାର ଅବଧି
+
| ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବାର ଅନ୍ୟ ଏକ ଉପାୟ ହେଉଛି, ବାରମ୍ବାର ସ୍ତନ୍ୟପାନ କରାଇବା
  
 
|-
 
|-
 
| 04:04
 
| 04:04
| 24 ଘଣ୍ଟା ମଧ୍ୟରେ ଶିଶୁକୁ ଅତିକମ୍‍ରେ 10-12 ଥର ସ୍ତନ୍ୟପାନ କରାଇବା ଉଚିତ୍.
+
| 24 ଘଣ୍ଟା ମଧ୍ୟରେ ଶିଶୁକୁ ଅତିକମରେ 10-12 ଥର ସ୍ତନ୍ୟପାନ କରାଇବା ଉଚିତ
ଏବଂ ରାତି ସମୟରେ ଶିଶୁକୁ ଅତିକମ୍‍ରେ 2-3 ଥର ସ୍ତନ୍ୟପାନ କରାଇବା ଜରୁରୀ ଅଟେ
+
ଏବଂ ରାତିରେ ଶିଶୁକୁ ଅତିକମରେ 2-3 ଥର ସ୍ତନ୍ୟପାନ କରାଇବା ଜରୁରୀ ଅଟେ
  
 
|-
 
|-
Line 169: Line 169:
 
|-
 
|-
 
| 04:17
 
| 04:17
| ଭୋକିଲା ହେବାର ପୂର୍ବ ସଂକେତଗୁଡ଼ିକୁ ଦେଖନ୍ତୁ, ଯେପରି ଶିଶୁ ନିଜର ହାତ ଓ ଗୋଡ଼କୁ ଚାଳନା କରିବା.
+
| ଶିଶୁ ଭୋକିଲା ହେବାର ସଂକେତଗୁଡ଼ିକୁ ବୁଝନ୍ତୁ, ଯେପରି ହାତ ଓ ଗୋଡ଼କୁ ହଲାଇବା.
  
 
|-
 
|-
 
| 04:24
 
| 04:24
| ଶିଶୁଟି ସେହି ବସ୍ତୁ ଆଡ଼କୁ ମୁହଁ ବୁଲାଇବା ସହିତ ପାଟିକୁ ଖୋଲିଥାଏ, ଯାହା ତା’ର ଗାଲକୁ ଛୁଇଁଥାଏ
+
| ତା’ ଗାଲକୁ ଛୁଉଁଥିବା ପ୍ରତ୍ୟେକ ବସ୍ତୁ ଆଡ଼କୁ ମୁହଁ ବୁଲାଇବା ସହିତ ପାଟିକୁ ଖୋଲିବା
  
 
|-
 
|-
 
| 04:30
 
| 04:30
| ମନେରଖନ୍ତୁ, ଶିଶୁ କାନ୍ଦିବା ହେଉଛି ସ୍ତନ୍ୟପାନରେ ବିଳମ୍ବ ହେବାର ସଂକେତ. ତେଣୁ ପୂର୍ବ ସଂକେତ ଆଧାରରେ ଶିଶୁକୁ ସ୍ତନ୍ୟପାନ କରାନ୍ତୁ
+
| ମନେରଖନ୍ତୁ, କାନ୍ଦୁଥିବା ଶିଶୁ ବହୁତ ଭୋକିଲା ଥାଏ, ତେଣୁ ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ତାକୁ ସ୍ତନ୍ୟପାନ କରାନ୍ତୁ
  
 
|-
 
|-
 
| 04:39
 
| 04:39
| ଲୁକାୟିତ ଥିବା କ୍ଷୀରର ନିଷ୍କାସନ ହେବା ମଧ୍ୟ ଜରୁରୀ ଅଟେ.
+
| ପଶ୍ଚାତ୍ କ୍ଷୀର ବାହାରିବା ମଧ୍ୟ ଜରୁରୀ ଅଟେ.
ଲୁକ୍କାୟିତ କ୍ଷୀର ହେଉଛି, ସ୍ତନର ପଛ ଭାଗରେ ଥିବା କ୍ଷୀର
+
ପଶ୍ଚାତ୍ କ୍ଷୀର ହେଉଛି, ସ୍ତନର ପଛ ଭାଗରେ ଥିବା କ୍ଷୀର
  
 
|-
 
|-
 
| 04:49
 
| 04:49
| ଏହା ଫ୍ୟାଟ୍‍ରୁ ତିଆରି ହୋ‍ଇଥାଏ. ଏହା ବହଳିଆ ହୋ‍ଇଥାଏ
+
| ଏହା ଫ୍ୟାଟ୍‌ରୁ ତିଆରି ହେବା ସହ ବହୁତ ବହଳିଆ ହୋଇଥାଏ
  
 
|-
 
|-
 
| 04:53
 
| 04:53
| ତେଣୁ ମା’ ଗୋଟିଏ ସ୍ତନ ସମ୍ପୂର୍ଣ୍ଣ ଖାଲି ହେବା ସୁନିଶ୍ଚିତ ହେବା ପରେ ଅନ୍ୟ ସ୍ତନରୁ କ୍ଷୀର ପ୍ରଦାନ କରିବା ଉଚିତ୍
+
| ତେଣୁ ମା’, ପ୍ରଥମ ସ୍ତନକୁ ସମ୍ପୂର୍ଣ୍ଣ ଖାଲି କରିବା ପରେ ହିଁ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବା ଉଚିତ
  
 
|-
 
|-
 
| 05:00
 
| 05:00
| ବର୍ତ୍ତମାନ, ଶିଶୁକୁ ସ୍ତନ୍ୟପାନ କରାଇବା ପରେ ସ୍ତନରୁ କ୍ଷୀର ନିଷ୍କାସନ କରିବା ବିଷୟରେ ଚାଲନ୍ତୁ ଆଲୋଚନା କରିବା
+
| ଏବେ ଆମେ, ଶିଶୁକୁ ସ୍ତନ୍ୟପାନ କରାଇବା ପରେ କ୍ଷୀର ବାହାର କରିବା ବିଷୟରେ ଚାଲନ୍ତୁ ଆଲୋଚନା କରିବା
  
 
|-
 
|-
 
|05:06
 
|05:06
| ନିଶ୍କାସନ ହେଉଛି, ମା’ ନିଜ ହାତରେ କ୍ଷୀର କାଢ଼ିବା
+
| ଏଥିରେ, ମା’ ନିଜ ହାତରେ କ୍ଷୀର କାଢ଼ନ୍ତି
  
 
|-
 
|-
 
| 05:11
 
| 05:11
| ଏହା କରିବା ପାଇଁ, ମା’ ନିଜର ଆଙ୍ଗୁଠି ଓ ବୁଢ଼ା ଆଙ୍ଗୁଠିକୁ ଆରିଓଲାର ଧାରରେ ଏବଂ ସ୍ତନର ଚର୍ମ ଉପରେ ରଖିବେ
+
| ଏହା କରିବା ପାଇଁ, ଆରିଓଲା ଓ ତାହାର ବାହାର ଭାଗରେ  ମା’ ନିଜର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ରଖିବେ
  
 
|-
 
|-
 
| 05:19
 
| 05:19
| ତା’ପରେ ଆରିଓଲାକୁ ଭିତର ଆଡ଼କୁ ଛାତି ପର୍ଯ୍ୟନ୍ତ ଚାପ ପ୍ରଦାନ କରନ୍ତୁ, ଚାପ ଦେବେ ଏବଂ ଛାଡ଼ିଦେବେ
+
| ତା’ପରେ, ଆରିଓଲାକୁ ଛାତି ଭିତର ଆଡ଼କୁ ଚାପିବେ ଓ ଛାଡ଼ିଦେବେ
  
 
|-
 
|-
 
| 05:26
 
| 05:26
| ଶିଶୁ ସମ୍ପୂର୍ଣ୍ଣ କ୍ଷୀର ଚୁସିପାରୁଥିଲେ ମଧ୍ୟ ଏହାକୁ କରାଯାଇଥାଏ
+
| ଶିଶୁକୁ ସମ୍ପୂର୍ଣ୍ଣ କ୍ଷୀର ଖୁଆଇସାରିବା ପରେ ମଧ୍ୟ ଏହାକୁ କରିବା ଉଚିତ
  
 
|-
 
|-
Line 218: Line 218:
 
|-
 
|-
 
| 05:35
 
| 05:35
| ବାରମ୍ବାର କ୍ଷୀରକୁ କାଢ଼ିଦେବା ଦ୍ଵାରା ସ୍ତନରେ କ୍ଷୀରର ପରିମାଣରେ ବୃଦ୍ଧି ହେବ
+
| ହାତରେ କ୍ଷୀରକୁ କାଢ଼ିଲେ କ୍ଷୀରର ମାତ୍ରାରେ ବୃଦ୍ଧି ହୋଇଥାଏ
  
 
|-
 
|-
 
| 05:40
 
| 05:40
| ସର୍ବଦା ନିମ୍ନଲିଖିତ କଥାକୁ ମନେରଖନ୍ତୁ: ଅପ୍ରାକୃତିକ ନିପଲ୍ ଏବଂ ଫର୍ମୁଲା କ୍ଷୀର ବ୍ୟବହାର କରନ୍ତୁ ନାହିଁ, ଏହା ମା’ର କ୍ଷୀରର ପରିମାଣକୁ ହ୍ରାସ କରିଥାଏ
+
| ମନେରଖନ୍ତୁ: ପ୍ଲାଷ୍ଟିକ୍ ନିପଲ୍ ଏବଂ ବୋତଲ କ୍ଷୀର ବ୍ୟବହାର କରନ୍ତୁ ନାହିଁ, ଏହା ମା’ଙ୍କ କ୍ଷୀରର ପରିମାଣକୁ ହ୍ରାସ କରିଥାଏ
  
 
|-
 
|-
 
|05:50
 
|05:50
| ଶିଶୁକୁ ଗାଈ କିମ୍ବା ଛେଳି କିମ୍ବା ଫର୍ମୁଲା କ୍ଷୀର ପ୍ରଦାନ କରନ୍ତୁ ନାହିଁ
+
| ଗାଈ କିମ୍ବା ଛେଳି କିମ୍ବା ବୋତଲ କ୍ଷୀର ଦିଅନ୍ତୁ ନାହିଁ
  
 
|-
 
|-
 
|05:54
 
|05:54
| ବିପଲ୍ ଶିଲ୍ଡ ବ୍ୟବହାର କରନ୍ତୁ ନାହିଁ, ଯେହେତୁ ଶିଶୁ ପାଇଁ ଏହା ଦ୍ଵନ୍ଦ୍ଵର କାରଣ ହୋ‍ଇଥାଏ
+
| ପ୍ଲାଷ୍ଟିକ୍ ନିପ୍ପଲ୍ ର ବ୍ୟବହାର କରନ୍ତୁ ନାହିଁ, ଏଥିରୁ ଶିଶୁ ଭ୍ରମିତ ହୋଇଥାଏ
  
 
|-
 
|-
 
| 05:59
 
| 05:59
| ମନେରଖନ୍ତୁ, ଶିଶୁର ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ତା’କୁ ସ୍ତନ୍ୟପାନ କରାଇବା ଉଚିତ୍
+
| ମନେରଖନ୍ତୁ, ଶିଶୁ ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ତା’କୁ ସ୍ତନ୍ୟପାନ କରାନ୍ତୁ
  
 
|-
 
|-
 
| 06:06
 
| 06:06
| ସ୍ଵସ୍ଥ୍ୟ କର୍ମୀମାନେ ସଠିକ୍ ଲାଚିଂ ବିଷୟରେ ମା’ଙ୍କୁ ସାହାଯ୍ୟ କରିବା ସହିତ ତାଙ୍କର ଆତ୍ମବିଶ୍ଵାସ ବଢ଼ାଇବା ଉଚିତ୍
+
| ସଠିକ୍ ଲାଚିଂ ବିଷୟରେ ମା’ଙ୍କୁ ଜଣାଇ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କର ଆତ୍ମବିଶ୍ଵାସ ବଢ଼ାଇବା ଉଚିତ
  
 
|-
 
|-
 
| 06:12
 
| 06:12
| ପ୍ରତ୍ୟେକ ଦିନ ଶିଶୁର ଓଜନ 25 ରୁ 30 ଗ୍ରାମ୍ ବୃଦ୍ଧି ହେଉଛି କି ନାହିଁ ସୁନିଶ୍ଚିତ କରିବା ପାଇଁ ଦୈନିକ ଶିଶୁର ଓଜନକୁ ମନିଟର୍ କରନ୍ତୁ
+
| ପ୍ରତ୍ୟେକ ଦିନ ଶିଶୁର ଓଜନ 25 ରୁ 30 ଗ୍ରାମ୍ ବୃଦ୍ଧି ହେବା ଉଚିତ, ସେଥିପାଇଁ ଦୈନିକ ଶିଶୁର ଓଜନ ମାପନ୍ତୁ
  
 
|-
 
|-
 
|06:21
 
|06:21
| ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉପରେ ଥିବା ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆମେ ଆସିଯାଇଛେ.
+
| ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ.
ଆମ ସହିତ ଜଡ଼ିତ ହୋ‍ଇଥିବାରୁ ଧନ୍ୟବାଦ
+
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
  
 
|}
 
|}

Latest revision as of 04:55, 2 September 2019

Time Narration
00:02 ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ମାତ୍ରା ବଢ଼ାଇବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ମାତ୍ରାକୁ ବଢ଼ାଇବାର ଭିନ୍ନ ଭିନ୍ନ କୌଶଳ
00:17 ପ୍ରଥମେ କଙ୍ଗାରୁ ମଦର୍ କେଆର୍‌ରୁ ଆରମ୍ଭ କରିବା
00:20 ଏଥିରେ ଶିଶୁକୁ ମା’ଙ୍କ ନଗ୍ନ ଶରୀର ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖାଯାଇଥାଏ
00:27 ଧ୍ୟାନ ଦିଅନ୍ତୁ ଯେ, କଙ୍ଗାରୁ ମଦର୍ କେଆର୍ ପଦ୍ଧତିକୁ ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
00:34 ତା’ପରେ ଆମେ, ଲେଟ୍ ଡାଉନ୍ ରିଫ୍ଲେକ୍ସ ବା ଅକ୍ସିଟୋସିନ୍ ରିଫ୍ଲେକ୍ସକୁ କିପରି ଉନ୍ନତ କରାଯିବ, ତାହା ଶିଖିବା.

ପ୍ରଥମେ ଆସନ୍ତୁ, ଅକ୍ସିଟୋସିନ୍ କ’ଣ ଜାଣିବା

00:44 ଅକ୍ସିଟୋସିନ୍ ହେଉଛି ଗୋଟିଏ ହର୍ମୋନ୍, ଯାହା ଲେଟ୍ ଡାଉନ୍ ରିଫ୍ଲେକ୍ସକୁ ଉତ୍ତେଜିତ କରିଥାଏ, ଯାହାଦ୍ଵାରା ଶିଶୁ ବିଷୟରେ ଚିନ୍ତା କରିବା କ୍ଷଣି କ୍ଷୀର ବାହାରକୁ ଠେଲି ହୋଇ ଆସିଥାଏ
00:54 ତେଣୁ, କ୍ଷୀରକୁ ବାହାରକୁ ଆଣିବା ପାଇଁ ପ୍ରଥମେ ମା’ ଆରାମ କରିବେ ଏବଂ ତା’ପରେ ନିଜର ଶାନ୍ତ ଶିଶୁକୁ ଦେଖିବେ
01:01 ସେ ନିଜ ଶିଶୁର ଅଧୁଆ କପଡ଼ାଗୁଡ଼ିକୁ ଶୁଙ୍ଘିପାରିବେ ଏବଂ ଆନନ୍ଦଦାୟକ ଗୀତ ମଧ୍ୟ ଶୁଣିପାରିବେ
01:09 କ୍ଷୀରକୁ ବାହରକୁ ଆଣିବାର ଅନ୍ୟ ଉପାୟଗୁଡ଼ିକ ହେଉଛି – ଉଷୁମ୍ ପାଣି ସେକ,
01:16 ପିଠିର ଉପର ଅଂଶ ଏବଂ ସ୍ତନ ମାଲିସ୍ କରିବା
01:20 ଉଷୁମ୍ ପାଣି ସେକ ବିଷୟରେ ଚାଲନ୍ତୁ ଜାଣିବା
01:24 ମା’ ଉଷୁମ୍ ପାଣିରେ ଗାଧୋଇବେ, ନଚେତ୍ ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା ରଖିବେ
01:30 ଉଭୟ ଉପାୟରେ, ସ୍ତନରେ କ୍ଷୀର ସଂଚାର ହେବ ଏବଂ କ୍ଷୀର ବାହାରକୁ ବାହାରିବ
01:36 ଏବେ ମାଲିସ୍ ବିଷୟରେ ଜାଣିବା
01:40 ପିଠିର ଉପର ଅଂଶ ଓ ବେକରେ ମାଲିସ୍ କଲେ କ୍ଷୀର ସହଜରେ ବାହାରିଥାଏ, କାରଣ ପିଠିର ଉପର ଅଂଶ ଓ ସ୍ତନରେ ସମାନ ସ୍ନାୟୁ ରହିଥାଏ
01:49 ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ମାଲିସ୍ କଲେ କ୍ଷୀରର ସ୍ନାୟୁଗୁଡ଼ିକ ଖୋଲିଯାଇଥାଏ
01:53 ଏଥିରୁ କ୍ଷୀର ସହଜରେ ବାହାରିବ ଏବଂ ସ୍ତନ ସମ୍ପୂର୍ଣ୍ଣ ରୂପେ ଖାଲି ହେବ ତଥା କ୍ଷୀର ଅଧିକ ମାତ୍ରାରେ ଉତ୍ପନ୍ନ ହେବ
02:01 ସ୍ତନରେ କ୍ଷୀରର ମାତ୍ରା ବଢ଼ାଇବାର ଅନ୍ୟ ଏକ ଉପାୟ ହେଉଛି, ଶିଶୁକୁ ସଠିକତାର ସହ ଲାଚ୍ କରିବା
02:09 ଏହା କିପରି କରାଯାଏ, ଚାଲନ୍ତୁ ଦେଖିବା
02:12 ଶିଶୁର ଉପର ଓଠରେ ନିପ୍ପଲ୍‌କୁ ସ୍ପର୍ଶ କରାନ୍ତୁ, ଯେଉଁଥିରୁ ଶିଶୁ ପାଟିକୁ ପୂରା ଖୋଲିବ ଏବଂ ସଠିକ୍ ଲାଚ୍ ହେବା ସହିତ ଶିଶୁ ଯଥେଷ୍ଟ କ୍ଷୀର ପାଇପାରିବ
02:24 ସ୍ତନ୍ୟପାନ କରିବା ସମୟରେ ଧ୍ୟାନ ଦିଅନ୍ତୁ-
02:27 ମା’ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଧରିଛନ୍ତି,
02:30 ଶିଶୁର ପେଟ ମା’ଙ୍କର ପେଟକୁ ସ୍ପର୍ଶ କରୁଛି,
02:34 ଶିଶୁର ମୁଣ୍ଡ, ବେକ ଓ ଶରୀର ଗୋଟିଏ ସରଳରେଖାରେ ରହିଛି,
02:39 ଶିଶୁର ନାକ ମା’ଙ୍କର ନିପ୍ପଲ୍ ସିଧାରେ ରହିଛି,
02:43 ଥୋଡ଼ି ଆଗକୁ ରହିବା ସହିତ ମା’ଙ୍କର ସ୍ତନ ସହିତ ଚାପି ହୋଇ ରହିଛି ଏବଂ ତଳ ଓଠ ମୋଡ଼ି ହୋଇ ବାହାରକୁ ରହିଛି
02:50 ସୁନିଶ୍ଚିତ କରନ୍ତୁ ଯେ, ଲାଚିଂ ସମୟରେ ଆରିଓଲାର ତଳ ଭାଗର ଅଧିକାଂଶ ଶିଶୁ ପାଟିରେ ରହିଥିବ, ଆରିଓଲାର ଉପରଭାଗ, ତଳ ଭାଗ ଅପେକ୍ଷା ଅଧିକ ଦେଖାଦେଉଥିବ
03:01 ଆରିଓଲା ହେଉଛି ନିପ୍ପଲ୍ ଚାରିପଟେ ଥିବା ଗାଢ଼ କଳା ଅଂଶ
03:05 ଅନ୍ୟ ଗୋଟିଏ ଉପାୟ ହେଉଛି, ସ୍ତନ ଉପରେ ହାଲୁକା ଚାପ ପକାଇବା
03:12 ସ୍ତନ୍ୟପାନ ସମୟରେ ସ୍ତନକୁ ଉପରେ ହାଲୁକା ଚାପ ପକାନ୍ତୁ
03:17 କ୍ଷୀର ଗ୍ରନ୍ଥିଗୁଡ଼ିକ ଉପରେ ସାମାନ୍ୟ ଚାପ ଦେଲେ ଅଧିକ କ୍ଷୀର ବାହାରିଥାଏ
03:22 ଯେବେବି ଶିଶୁ ଶୋଷିବ ଅଧିକ କ୍ଷୀର ମିଳିବ
03:27 ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ସ୍ତନକୁ ହାଲୁକା ଚାପିବା ବିଷୟରେ ବର୍ଣ୍ଣନା କରାଯାଇଛି
03:33 ଗୋଟିଏ ଚମତ୍କାର କଥା ହେଉଛି ଯେ, ରାତିରେ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ.

କାହିଁକି ଚାଲନ୍ତୁ ବୁଝିବା

03:41 ରାତିରେ ସ୍ତନର କ୍ଷୀରରେ ପ୍ରୋଲେକ୍ଟିନ୍ ହର୍ମୋନ୍‌ର ପରିମାଣ ଅଧିକ ଥାଏ
03:46 ରାତିରେ ଅଧିକ ସ୍ତନ୍ୟପାନ କରାଇଲେ କ୍ଷୀରର ମାତ୍ରା ବଢ଼ିଥାଏ ଏବଂ ଏହା ଶିଶୁର ବିକାଶରେ ସହାୟକ ହୋଇଥାଏ
03:56 ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବାର ଅନ୍ୟ ଏକ ଉପାୟ ହେଉଛି, ବାରମ୍ବାର ସ୍ତନ୍ୟପାନ କରାଇବା
04:04 24 ଘଣ୍ଟା ମଧ୍ୟରେ ଶିଶୁକୁ ଅତିକମରେ 10-12 ଥର ସ୍ତନ୍ୟପାନ କରାଇବା ଉଚିତ

ଏବଂ ରାତିରେ ଶିଶୁକୁ ଅତିକମରେ 2-3 ଥର ସ୍ତନ୍ୟପାନ କରାଇବା ଜରୁରୀ ଅଟେ

04:15 ଶିଶୁକୁ ଭୋକିଲା ରଖନ୍ତୁ ନାହିଁ
04:17 ଶିଶୁ ଭୋକିଲା ହେବାର ସଂକେତଗୁଡ଼ିକୁ ବୁଝନ୍ତୁ, ଯେପରି ହାତ ଓ ଗୋଡ଼କୁ ହଲାଇବା.
04:24 ତା’ ଗାଲକୁ ଛୁଉଁଥିବା ପ୍ରତ୍ୟେକ ବସ୍ତୁ ଆଡ଼କୁ ମୁହଁ ବୁଲାଇବା ସହିତ ପାଟିକୁ ଖୋଲିବା
04:30 ମନେରଖନ୍ତୁ, କାନ୍ଦୁଥିବା ଶିଶୁ ବହୁତ ଭୋକିଲା ଥାଏ, ତେଣୁ ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ତାକୁ ସ୍ତନ୍ୟପାନ କରାନ୍ତୁ
04:39 ପଶ୍ଚାତ୍ କ୍ଷୀର ବାହାରିବା ମଧ୍ୟ ଜରୁରୀ ଅଟେ.

ପଶ୍ଚାତ୍ କ୍ଷୀର ହେଉଛି, ସ୍ତନର ପଛ ଭାଗରେ ଥିବା କ୍ଷୀର

04:49 ଏହା ଫ୍ୟାଟ୍‌ରୁ ତିଆରି ହେବା ସହ ବହୁତ ବହଳିଆ ହୋଇଥାଏ
04:53 ତେଣୁ ମା’, ପ୍ରଥମ ସ୍ତନକୁ ସମ୍ପୂର୍ଣ୍ଣ ଖାଲି କରିବା ପରେ ହିଁ ଅନ୍ୟ ସ୍ତନରୁ କ୍ଷୀର ଖୁଆଇବା ଉଚିତ
05:00 ଏବେ ଆମେ, ଶିଶୁକୁ ସ୍ତନ୍ୟପାନ କରାଇବା ପରେ କ୍ଷୀର ବାହାର କରିବା ବିଷୟରେ ଚାଲନ୍ତୁ ଆଲୋଚନା କରିବା
05:06 ଏଥିରେ, ମା’ ନିଜ ହାତରେ କ୍ଷୀର କାଢ଼ନ୍ତି
05:11 ଏହା କରିବା ପାଇଁ, ଆରିଓଲା ଓ ତାହାର ବାହାର ଭାଗରେ ମା’ ନିଜର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ରଖିବେ
05:19 ତା’ପରେ, ଆରିଓଲାକୁ ଛାତି ଭିତର ଆଡ଼କୁ ଚାପିବେ ଓ ଛାଡ଼ିଦେବେ
05:26 ଶିଶୁକୁ ସମ୍ପୂର୍ଣ୍ଣ କ୍ଷୀର ଖୁଆଇସାରିବା ପରେ ମଧ୍ୟ ଏହାକୁ କରିବା ଉଚିତ
05:31 ଦୁଇଥର ସ୍ତନ୍ୟପାନ କରାଇବା ମଧ୍ୟରେ ମା’ କ୍ଷୀରକୁ କାଢ଼ିଦେବା ଆବଶ୍ୟକ
05:35 ହାତରେ କ୍ଷୀରକୁ କାଢ଼ିଲେ କ୍ଷୀରର ମାତ୍ରାରେ ବୃଦ୍ଧି ହୋଇଥାଏ
05:40 ମନେରଖନ୍ତୁ: ପ୍ଲାଷ୍ଟିକ୍ ନିପଲ୍ ଏବଂ ବୋତଲ କ୍ଷୀର ବ୍ୟବହାର କରନ୍ତୁ ନାହିଁ, ଏହା ମା’ଙ୍କ କ୍ଷୀରର ପରିମାଣକୁ ହ୍ରାସ କରିଥାଏ
05:50 ଗାଈ କିମ୍ବା ଛେଳି କିମ୍ବା ବୋତଲ କ୍ଷୀର ଦିଅନ୍ତୁ ନାହିଁ
05:54 ପ୍ଲାଷ୍ଟିକ୍ ନିପ୍ପଲ୍ ର ବ୍ୟବହାର କରନ୍ତୁ ନାହିଁ, ଏଥିରୁ ଶିଶୁ ଭ୍ରମିତ ହୋଇଥାଏ
05:59 ମନେରଖନ୍ତୁ, ଶିଶୁ ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ତା’କୁ ସ୍ତନ୍ୟପାନ କରାନ୍ତୁ
06:06 ସଠିକ୍ ଲାଚିଂ ବିଷୟରେ ମା’ଙ୍କୁ ଜଣାଇ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କର ଆତ୍ମବିଶ୍ଵାସ ବଢ଼ାଇବା ଉଚିତ
06:12 ପ୍ରତ୍ୟେକ ଦିନ ଶିଶୁର ଓଜନ 25 ରୁ 30 ଗ୍ରାମ୍ ବୃଦ୍ଧି ହେବା ଉଚିତ, ସେଥିପାଇଁ ଦୈନିକ ଶିଶୁର ଓଜନ ମାପନ୍ତୁ
06:21 ଶାରୀରିକ ଉପାୟରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Indiantranslators2012, Pradeep