Difference between revisions of "Health-and-Nutrition/C2/Nipple-conditions/Oriya"

From Script | Spoken-Tutorial
Jump to: navigation, search
(One intermediate revision by the same user not shown)
Line 5: Line 5:
 
|-
 
|-
 
| 00:01
 
| 00:01
| ବନ୍ଧୁଗଣ, ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପଲ୍ ଅବସ୍ଥା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
+
| ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପ୍ପଲ୍ ଅବସ୍ଥା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
  
 
|-
 
|-
 
| 00:06
 
| 00:06
|ଏହି ଟ୍ୟୁଟୋରିଆଲ୍‍ରେ ଆମେ ଘା କିମ୍ବା ଫାଟି ଯାଇଥିବା ନିପଲ୍ ଏବଂ
+
|ଏହି ଟ୍ୟୁଟୋରିଆଲରେ ଆମେ ଫାଟି ଯାଇଥିବା ଯନ୍ତ୍ରଣାଦାୟକ ନିପ୍ପଲ୍ 
  
 
|-
 
|-
 
| 00:11
 
| 00:11
| ଦାବି ହୋ‍ଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ବିଷୟରେ ଜାଣିବା
+
| ଏବଂ ଚେପଟା କିମ୍ବା ଓଲଟା ନିପ୍ପଲ୍ ବିଷୟରେ ଜାଣିବା
  
 
|-
 
|-
 
| 00:15
 
| 00:15
| ପ୍ରଥମ ନିପଲ୍ ଅବସ୍ଥା ହେଉଛି, ଘା କିମ୍ବା ଫାଟି ଥିବା ନିପଲ୍
+
| ପ୍ରଥମ ହେଉଛି, ଫାଟି ଯାଇଥିବା ଯନ୍ତ୍ରଣାଦାୟକ ନିପ୍ପଲ୍
  
 
|-
 
|-
 
| 00:20
 
| 00:20
|ଏହି ଅବସ୍ଥାରେ ମା’ଙ୍କର ନିପଲ୍ ଫାଟି ଯାଇଥାଏ ଏବଂ ରକ୍ତ ବାହାରୁ ଥାଏ
+
|ଏଥିରେ ମା’ଙ୍କର ନିପ୍ପଲ୍ ଫାଟିଯାଇ ସେଥିରୁ ରକ୍ତ ବାହାରିଥାଏ
  
 
|-
 
|-
 
| 00:26
 
| 00:26
| ଏହି କାରଣରୁ ନିପଲ୍ କୁଣ୍ଡେଇ ହୁଏ ଓ ଶୁଖି ଯାଇଥାଏ
+
| ଏହି କାରଣରୁ ନିପ୍ପଲ୍ କୁଣ୍ଡେଇ ହୁଏ ଓ ଶୁଖି ଯାଇଥାଏ
  
 
|-
 
|-
 
| 00:30
 
| 00:30
| ବର୍ତ୍ତମାନ ଚାଲନ୍ତୁ ନିପଲ୍‍ରେ ଘା ହେବା କିମ୍ବା ଫାଟିଯିବାର କାରଣଗୁଡ଼ିକୁ ଆଲୋଚନା କରିବା, ଯେଉଁଗୁଡ଼ିକ ହେଉଛି -
+
| ଏବେ ଚାଲନ୍ତୁ ତାହାର କାରଣଗୁଡ଼ିକୁ ଆଲୋଚନା କରିବା, ଯେଉଁଗୁଡ଼ିକ ହେଉଛି -
  
 
|-
 
|-
 
| 00:36
 
| 00:36
| ନିପଲ୍ ଫିଡିଙ୍ଗ,
+
| ନିପ୍ପଲ୍‌ରୁ ସ୍ତନ୍ୟପାନ କରାଇବା,
  
 
|-
 
|-
 
| 00:38
 
| 00:38
| ଫଙ୍ଗାଲ୍ କିମ୍ବା ବ୍ୟାକ୍ଟେରିଆ ସଂକ୍ରମଣ,
+
| ଫଙ୍ଗଲ୍ ବା ବ୍ୟାକ୍ଟେରିଆ ସଂକ୍ରମଣ,
  
 
|-
 
|-
 
| 00:41
 
| 00:41
| ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପରେ ସ୍ତନକୁ ସଫା କରିବା ଅଭ୍ୟାସ ଏବଂ
+
| ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପରେ ସ୍ତନକୁ ସଫା କରିବାର ଅଭ୍ୟାସ  
  
 
|-
 
|-
 
| 00:45
 
| 00:45
| ଟଙ୍ଗ ଟାଇ ଥିବା ଶିଶୁ ବିଷୟରେ ଆଲୋଚନା କରିବା
+
| ଏବଂ ଶିଶୁର ଜିଭ ଯୋଡ଼ିହୋଇଥିବା
 
 
 
|-
 
|-
 
| 00:47
 
| 00:47
| ଚାଲନ୍ତୁ ନିପଲ୍ ଫିଡିଙ୍ଗରୁ ଆରମ୍ଭ କରିବା
+
| ଚାଲନ୍ତୁ ନିପ୍ପଲ୍ ଫୀଡିଙ୍ଗରୁ ଆରମ୍ଭ କରିବା
  
 
|-
 
|-
 
| 00:50
 
| 00:50
| ସ୍ତନ ଘା ତଥା ଫାଟିବାର ମୁଖ୍ୟ ଓ ପ୍ରଥମ କାରଣ ହେଉଛି ନିପଲ୍ ଫିଡିଙ୍ଗ
+
| ସ୍ତନ ଖଣ୍ଡିଆ ହେବା ତଥା ଫାଟିବାର ମୁଖ୍ୟ ଓ ପ୍ରଥମ କାରଣ ହେଉଛି ନିପ୍ପଲ୍ ଫୀଡିଙ୍ଗ
  
 
|-
 
|-
 
| 00:56
 
| 00:56
| ନିପଲ୍ ଫିଡିଙ୍ଗ ସମୟରେ ଶିଶୁ ପାଟିର କଠିନ ସ୍ତର ସହିତ ନିପଲ୍ ଘଷି ହୋ‍ଇଥାଏ
+
| ନିପ୍ପଲ୍ ଫୀଡିଙ୍ଗ ସମୟରେ ଶିଶୁ ପାଟିର କଠିନ ସ୍ତର ସହିତ ନିପ୍ପଲ୍ ଦାବିହୋଇଥାଏ
  
 
|-
 
|-
 
| 01:03
 
| 01:03
| ଶିଶୁ ନିପଲ୍‍କୁ ଏହି କଠିନ ସ୍ତର ଓ ଜିଭ ମଧ୍ୟରେ ଚିମୁଟି ଥାଏ
+
| ଶିଶୁ ନିପ୍ପଲ୍‌କୁ ସେହି କଠିନ ସ୍ତର ଓ ଜିଭ ମଝିରେ ରଗଡ଼ିଦେଇଥାଏ
  
 
|-
 
|-
 
| 01:08
 
| 01:08
| ଏହି ଚିମୁଟିବା ସ୍ତନ୍ୟପାନକୁ ଯନ୍ତ୍ରଣାଦାୟକ କରିଥାଏ ଏବଂ ପରିଣାମ ସ୍ଵରୂପ ଘା କିମ୍ବା ଫାଟି ଯାଇଥାଏ
+
| ରଗଡ଼ିବା କାରଣରୁ ସ୍ତନ୍ୟପାନ ଯନ୍ତ୍ରଣାଦାୟକ ହୋଇଥାଏ ଏବଂ ନିପ୍ପଲ୍ ଫାଟିଯାଇଥାଏ
  
 
|-
 
|-
 
| 01:17
 
| 01:17
| ସଠିକ୍ ଲାଚିଂ ନ ହେବା ଦ୍ଵାରା ନିପଲ୍ ଫିଡିଙ୍ଗ ହୋ‍ଇଥାଏ
+
| ଭୁଲ ଲାଚିଂ କାରଣରୁ ନିପ୍ପଲ୍ ଫୀଡିଙ୍ଗ ହୋଇଥାଏ
  
 
|-
 
|-
 
| 01:20
 
| 01:20
| ତେଣୁ ନିପଲ୍ ଫିଡିଙ୍ଗ ଦ୍ଵାରା ହେଉଥିବା ଘା କିମ୍ବା ସ୍ତନକୁ ଫାଟିବାରୁ ରୋକିବା ପାଇଁ ସଠିକ୍ ଲାଚିଂର ମୁଖ୍ୟ ଭୂମିକା ରହିଛି
+
| ତେଣୁ, ସଠିକ୍ ଲାଚିଂ କଲେ ନିପ୍ପଲ୍ ଫୀଡିଙ୍ଗ ଦ୍ଵାରା ହେଉଥିବା ଖଣ୍ଡିଆ କିମ୍ବା ସ୍ତନ ଫାଟିବାକୁ ଏଡ଼ାଇହୁଏ
  
 
|-
 
|-
 
| 01:29
 
| 01:29
| ଧ୍ୟାନ ଦିଅନ୍ତୁ ଯେ, ଆମେ ଏହି ସିରିଜ୍‍ର ଅନ୍ୟ ଟ୍ୟୁଟୋରିଆଲ୍‍ରେ ସଠିକ୍ ଲାଚିଂର କୌଶଳ ବିଷୟରେ ଆଲୋଚନା କରିସାରିଛେ
+
| ଧ୍ୟାନ ଦିଅନ୍ତୁ ଯେ, ଆମେ ଏହି ସିରିଜ୍‌ର ଅନ୍ୟ ଟ୍ୟୁଟୋରିଆଲରେ ସଠିକ୍ ଲାଚିଂ ବିଷୟରେ ଆଲୋଚନା କରିସାରିଛେ
  
 
|-
 
|-
 
| 01:37
 
| 01:37
| ମନେରଖନ୍ତୁ, ସଠିକ୍ ଲାଚିଙ୍ଗ ସମୟରେ ଘା କିମ୍ବା ଫାଟିଥିବା ନିପଲ୍ ଆଘାତ ପ୍ରାପ୍ତ ହୋ‍ଇଥାଏ
+
| ମନେରଖନ୍ତୁ, ସଠିକ୍ ଲାଚିଙ୍ଗ ସମୟରେ ମଧ୍ୟ ଖଣ୍ଡିଆ ହୋଇଥିବା କିମ୍ବା ଫାଟିଥିବା ନିପ୍ପଲ୍‌ରେ ଯନ୍ତ୍ରଣା ହୋଇଥାଏ
  
 
|-
 
|-
 
| 01:43
 
| 01:43
| ଯଦି ମା’ ସଠିକ୍ ଲାଚିଙ୍ଗ କୌଶଳକୁ ଜାରି ରଖନ୍ତି ତେବେ, ଧୀରେ ଧୀରେ ଯନ୍ତ୍ରଣା ହେବା ବନ୍ଦ ହୋ‍ଇଯାଇଥାଏ
+
| ଯଦି ମା’ ସଠିକ୍ ଲାଚିଙ୍ଗ କରନ୍ତି, ତେବେ ଧୀରେଧୀରେ ଯନ୍ତ୍ରଣା କମ ହୋଇଥାଏ
  
 
|-
 
|-
 
| 01:51
 
| 01:51
| ପରବର୍ତ୍ତି ହେଉଛି ଫଙ୍ଗାଲ୍ କିମ୍ବା ବ୍ୟାକ୍ଟେରିଆ ସଂକ୍ରମଣ
+
| ପରବର୍ତ୍ତୀ ହେଉଛି ଫଙ୍ଗଲ୍ ବା ବ୍ୟାକ୍ଟେରିଆ ସଂକ୍ରମଣ
  
 
|-
 
|-
 
| 01:56
 
| 01:56
| ଯଦି ମା’ ଫଙ୍ଗାଲ୍ କିମ୍ବା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋ‍ଇଥାନ୍ତି ତେବେ, ସେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ
+
| ଯଦି ମା’ ଫଙ୍ଗଲ୍ କିମ୍ବା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇଥା’ନ୍ତି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ
  
 
|-
 
|-
 
| 02:03
 
| 02:03
| ତା’ପରେ ହେଉଛି, ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ସଫା କରିବା କିଛି ମା’ଙ୍କର ଗୋଟିଏ ଅଭ୍ୟାସ
+
| ତା’ପରେ ହେଉଛି, ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ସଫା କରିବା କିଛି ମା’ଙ୍କର ଅଭ୍ୟାସ ଥାଏ
  
 
|-
 
|-
 
| 02:09
 
| 02:09
| ଏହା ଦ୍ଵାରା ନିପଲ୍‍ଗୁଡ଼ିକ ସୁଷ୍କ ହୋ‍ଇଯାଇଥାଏ
+
| ଏହା ଦ୍ଵାରା ନିପଲ୍‌ଡ଼ିକ ଶୁଷ୍କ ହୋଇଯାଏ
  
 
|-
 
|-
 
| 02:13
 
| 02:13
| ତେଣୁକରି ଏହି ଅଭ୍ୟାସକୁ ଛାଡ଼ିବା ଆବଶ୍ୟକ
+
| ତେଣୁ, ଏହି ଅଭ୍ୟାସକୁ ଛାଡ଼ିବା ଦରକାର
  
 
|-
 
|-
 
|  02:16
 
|  02:16
| ମନେରଖନ୍ତୁ, ମା’ ଗାଧୋ‍ଇବା ବେଳେ କେବଳ ଥରେ ନିପଲ୍‍ଗୁଡ଼ିକୁ ସଫା କରିପାରିବେ
+
| ମନେରଖନ୍ତୁ, ମା’ ଗାଧୋଇବା ବେଳେ କେବଳ ଥରେ ନିପ୍ପଲ୍ ଗୁଡ଼ିକୁ ସଫା କରିପାରିବେ
  
 
|-
 
|-
 
| 02:21
 
| 02:21
| ହେଲେ, ଥରେ ନିପଲ୍ ଫାଟିବା ଆରମ୍ଭ କଲେ, ମା’ ପ୍ରତ୍ୟେକ ସ୍ତନ୍ୟପାନ ପରେ ଏହାକୁ ସଫା କରିବା ଆବଶ୍ୟକ
+
| ହେଲେ, ଥରେ ନିପ୍ପଲ୍ ଫାଟିବା ଆରମ୍ଭ ହେଲେ, ମା’ ପ୍ରତ୍ୟେକ ସ୍ତନ୍ୟପାନ ପରେ ଏହାକୁ ସଫା କରିବେ
  
 
|-
 
|-
 
| 02:28
 
| 02:28
| ସଫା କରି ସାରିବା ପରେ, ମା’ ନିଜର ଲୁକ୍କାୟିତ କ୍ଷୀରକୁ ଘା ଉପରେ ପ୍ରୟୋଗ କରିବା ଆବଶ୍ୟକ
+
| ସଫା କରିସାରିବା ପରେ, ମା’ ନିଜର କ୍ଷୀରକୁ ଖଣ୍ଡିଆ ଉପରେ ଲଗାଇବା ଉଚିତ
  
 
|-
 
|-
 
| 02:32
 
| 02:32
| ଯେହେତୁ ଲୁକ୍କାୟିତ କ୍ଷୀରରେ ସଂକ୍ରମଣକୁ ଭଲ କରିବା ଓ ରୋକିବା ପାଇଁ ଉପାଦାନଗୁଡ଼ିକ ରହିଛି
+
| ଯେହେତୁ ସେଥିରେ ସଂକ୍ରମଣକୁ ଭଲ କରିବା ଓ ରୋକିବା ପାଇଁ ଉପାଦାନ ରହିଛି
  
 
|-
 
|-
 
| 02:39
 
| 02:39
| ତେଣୁ ଶିଶୁର ପାଟିରୁ ନିପଲ୍ ଫଟା ଦେଇ ବ୍ୟାକ୍ଟେରିଆଗୁଡ଼ିକୁ ପ୍ରବେଶ କରିବାରେ ବାଧକ ହୋ‍ଇଥାଏ
+
| ତେଣୁ, ଏହା ଶିଶୁର ପାଟିରୁ ବ୍ୟାକ୍ଟେରିଆଗୁଡ଼ିକୁ ନିପ୍ପଲ୍ ଫଟା ଦେଇ ପ୍ରବେଶ କରିବାକୁ ରୋକିଥାଏ
  
 
|-
 
|-
 
| 02:46
 
| 02:46
| ପରବର୍ତ୍ତୀ ହେଉଛି ଟଙ୍ଗ ଟାଏ ଥିବା ଶିଶୁ
+
| ପରବର୍ତ୍ତୀ ହେଉଛି ଶିଶୁର ଯୋଡ଼ିହୋଇଥିବା ଜିଭ
  
 
|-
 
|-
 
| 02:50
 
| 02:50
| ଟଙ୍ଗ ଟାଏ ହେଉଛି ଗୋଟିଏ ଅବସ୍ଥା, ଯେଉଁଥିରେ ଶିଶୁର ଜିଭ, ପାଟି ଭିତର ନିମ୍ନ ଅଂଶ ସହିତ ଯୋଡ଼ି ହୋ‍ଇଯାଇଥାଏ
+
| ଏହି ଅବସ୍ଥାରେ ଶିଶୁର ଜିଭ, ପାଟି ଭିତର ତଳ ଅଂଶ ସହିତ ଯୋଡ଼ି ହୋଇଯାଇଥାଏ
  
 
|-
 
|-
 
| 02:58
 
| 02:58
| ଏହା ବହୁତ ବିରଳ ଅଟେ
+
| ଏହା ବହୁତ ବିରଳ
  
 
|-
 
|-
 
| 03:01
 
| 03:01
| ସାଧାରଣତଃ ଟଙ୍ଗ ଟାଏ ଥିବା ଶିଶୁ ନିପଲ୍ ଫିଡିଙ୍ଗ କରିଥାନ୍ତି
+
| ସାଧାରଣତଃ ଏହିପରି ଶିଶୁ ନିପ୍ପଲ୍ ଫୀଡିଙ୍ଗ କରିଥା’ନ୍ତି
  
 
|-
 
|-
 
| 03:06
 
| 03:06
| ଯଦି ଶିଶୁଠାରେ ଟଙ୍ଗ ଟାଏ ଦେଖାଦିଏ ତେବେ, କେବଳ ସଠିକ ଲାଚିଂ ଯଥେଷ୍ଟ ହୋ‍ଇ ନ ଥାଏ, ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋ‍ଇଥାଏ
+
| ଯଦି ଶିଶୁଠାରେ ଏହା ଦେଖାଦିଏ, ତେବେ କେବଳ ସଠିକ ଲାଚିଂ ସହିତ ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋଇଥାଏ
  
 
|-
 
|-
 
| 03:16
 
| 03:16
| ତେଣୁ ଏଭଳି କ୍ଷେତ୍ରରେ ମା’ ସର୍ବଦା ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ
+
| ତେଣୁ, ଏଭଳି କ୍ଷେତ୍ରରେ ମା’ଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ
  
 
|-
 
|-
 
| 03:22
 
| 03:22
| ବର୍ତ୍ତମାନ ଚାଲନ୍ତୁ ଘା କିମ୍ବା ଫଟା ନିପଲ୍‍ର ଉପଚାର ବିଷୟରେ ଆଲୋଚନା କରିବା
+
| ଏବେ ଆମେ ଖଣ୍ଡିଆ କିମ୍ବା ଫଟା ନିପ୍ପଲ୍‌ର ଉପଚାର ବିଷୟରେ ଆଲୋଚନା କରିବା
  
 
|-
 
|-
 
| 03:27
 
| 03:27
| ଯଦି ଜଣେ ମା’ଙ୍କର ନିପଲ୍‍ରେ ଘା କିମ୍ବା ଫାଟି ଯାଇଥାଏ ତେବେ, ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ ଓ ନିପଲ୍‍କୁ ପରୀକ୍ଷା କରିବା ଆବଶ୍ୟକ,
+
| ଯଦି ଜଣେ ମା’ଙ୍କ ନିପ୍ପଲ୍‌ରେ ଖଣ୍ଡିଆ କିମ୍ବା ଫାଟି ଯାଇଥାଏ, ତେବେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ ଓ ନିପ୍ପଲ୍‌କୁ ପରୀକ୍ଷା କରିବେ
  
 
|-
 
|-
Line 165: Line 165:
 
|-
 
|-
 
| 03:42
 
| 03:42
| ଏହା ଦ୍ଵାରା ସ୍ତନ ନରମ ହୋ‍ଇଯିବ ଏବଂ ଶିଶୁ ସହଜରେ ସଂଯୁକ୍ତ ହୋ‍ଇଯିବ
+
| ଏହା ଦ୍ଵାରା ସ୍ତନ ନରମ ହୋଇଯିବ ଏବଂ ଶିଶୁ ସହଜରେ ଯୋଡ଼ି ହୋଇଯିବ
  
 
|-
 
|-
 
| 03:47
 
| 03:47
| ଏହା ବ୍ୟତିତ କ୍ଷୀର କାଢ଼ିବା ଦ୍ଵାରା ସଂକ୍ରମଣ, ନିପଲ୍ ଫିସର୍ ଓ ମାଷ୍ଟିଟିସ୍‍ ହେବାର ଭୟ ରହେ ନାହିଁ
+
| ଏହା ବ୍ୟତୀତ, କ୍ଷୀର କାଢ଼ିଦେଲେ ସଂକ୍ରମଣ, ନିପ୍ପଲ୍ ଫିସର୍ ଓ ମାଷ୍ଟାଇଟିସ୍‌ର ଭୟ ରୁହେ ନାହିଁ
  
 
|-
 
|-
 
| 03:55
 
| 03:55
| ତା’ପରେ ମା’ଙ୍କୁ ନିଜର ଶିଶୁକୁ ସ୍ତନ ସହିତ ସଠିକତାର ସହ ସଂଯୁକ୍ତ କରିବାରେ ସାହାଯ୍ୟ କରନ୍ତୁ
+
| ତା’ପରେ, ମା’ଙ୍କ ସ୍ତନ ସହିତ ଶିଶୁକୁ ସଠିକତାର ସହ ଯୋଡ଼ିବାରେ ସାହାଯ୍ୟ କରନ୍ତୁ
  
 
|-
 
|-
 
| 04:01
 
| 04:01
| ମନେରଖନ୍ତୁ, ବାରମ୍ବାର ସ୍ତନ୍ୟପାନ କରାଇବା ସ୍ତନରେ କ୍ଷୀର କ୍ଷରଣ ହେବାର କାରକଗୁଡ଼ିକ ମଧ୍ୟରୁ ଗୋଟିଏ
+
| ମନେରଖନ୍ତୁ, କ୍ଷୀର ତିଆରି ହେବା ବାରମ୍ବାର ସ୍ତନ୍ୟପାନ କରାଇବା ଉପରେ ନିର୍ଭର କରିଥାଏ
  
 
|-
 
|-
 
| 04:09
 
| 04:09
| ତେଣୁ ମା’ ସ୍ତନ୍ୟପାନ କରାଇବା ବନ୍ଦ କରିବା ଉଚିତ୍ ନୁହେଁ
+
| ତେଣୁ, ମା’ଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବା ଉଚିତ ନୁହେଁ
  
 
|-
 
|-
 
| 04:13
 
| 04:13
| ସ୍ତନ୍ୟପାନ କରାଇବା ସମୟରେ ସେ ସେହି ପାର୍ଶ୍ଵରୁ ସ୍ତନ୍ୟପାନ କରାଇବା ଆରମ୍ଭ କରିବେ ଯେଉଁଥିରେ ଯନ୍ତ୍ରଣା କମ୍ ହୋ‍ଇଥାଏ
+
| ସ୍ତନ୍ୟପାନ କରାଇବା ସମୟରେ କମ ଯନ୍ତ୍ରଣା ଥିବା ସ୍ତନରୁ ଆରମ୍ଭ କରନ୍ତୁ
  
 
|-
 
|-
 
| 04:20
 
| 04:20
| ଯଦି ତଥାପି ସ୍ତନ୍ୟପାନ ଯନ୍ତ୍ରଣାଦାୟକ ହୁଏ ତେବେ, ନିଜ ହାତ ସାହାଯ୍ୟରେ କ୍ଷୀରକୁ କାଢ଼ି ଶିଶୁକୁ ଗୋଟିଏ ଚାମଚ କିମ୍ବା କପ୍ ସାହାଯ୍ୟରେ ପିଆଇ ପାରିବେ
+
| ଯଦି ସ୍ତନ୍ୟପାନ ଯନ୍ତ୍ରଣାଦାୟକ ହୁଏ, ତେବେ ନିଜ ହାତରେ କ୍ଷୀର କାଢ଼ି ଶିଶୁକୁ ଗୋଟିଏ ଚାମଚ କିମ୍ବା କପ୍ ସାହାଯ୍ୟରେ ପିଆଇ ପାରିବେ
  
 
|-
 
|-
 
| 04:32
 
| 04:32
| ପୂର୍ବରୁ ଆଲୋଚନା କରାଯାଇଥିବା ଭଳି ପ୍ରଭାବିତ ସ୍ଥାନରେ ଲୁକ୍କାୟିତ କ୍ଷୀରର କିଛି ବୁନ୍ଦା ପ୍ରୟୋଗ କରନ୍ତୁ
+
| ପୂର୍ବରୁ ଆଲୋଚିତ ଅନୁସାରେ, ପ୍ରତ୍ୟେକ ସ୍ତନ୍ୟପାନ ପରେ ପ୍ରଭାବିତ ସ୍ଥାନରେ କ୍ଷୀରର କିଛି ବୁନ୍ଦା ଲଗାନ୍ତୁ
  
 
|-
 
|-
 
| 04:42
 
| 04:42
| ମନେରଖନ୍ତୁ, ଘା କିମ୍ବା ଫାଟି ଯାଇଥିବା, ଏପରିକି ସୁସ୍ଥ ନିପଲ୍ ଉପରେ ନିମ୍ନଲିଖିତ ଜିନିଷ ପ୍ରୟୋଗ କରିବେ ନାହିଁ -
+
| ମନେରଖନ୍ତୁ, ଖଣ୍ଡିଆ କିମ୍ବା ଫାଟି ଯାଇଥିବା, ଏପରିକି ସୁସ୍ଥ ନିପ୍ପଲ୍ ଉପରେ ମଧ୍ୟ ନିମ୍ନଲିଖିତ ଜିନିଷ ଲଗାଇବେ ନାହିଁ -
  
 
|-
 
|-
Line 205: Line 205:
 
|-
 
|-
 
| 04:54
 
| 04:54
| ଏଗୁଡ଼ିକରେ ପୋଡ଼ିବା କାରକ ଥାଇପାରେ
+
| ଏଗୁଡ଼ିକରୁ ଜ୍ୱଳନ ହୋଇପାରେ
  
 
|-
 
|-
 
| 04:57
 
| 04:57
| ଏହା ଜଣେ ମା’ଙ୍କର ଘା କିମ୍ବା ଫାଟିଥିବା ନିପଲ୍‍ର ଅବସ୍ଥାକୁ ଆହୁରି ଖରାପ କରିଦେବ
+
| ଏହା ଜଣେ ମା’ଙ୍କର ଖଣ୍ଡିଆ କିମ୍ବା ଫାଟିଥିବା ନିପ୍ପଲ୍‌କୁ ଆହୁରି ଖରାପ କରିଦେବ
  
 
|-
 
|-
 
| 05:03
 
| 05:03
| ପରିସ୍ଥିତି ବହୁତ ଖରାପ ହେବା କ୍ଷେତ୍ରରେ ମା’ ଡାକ୍ତର କିମ୍ବା ସ୍ଵାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ
+
| ଏପରି କ୍ଷେତ୍ରରେ ମା’ ଡାକ୍ତର କିମ୍ବା ସ୍ଵାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରିବା ଉଚିତ
  
 
|-
 
|-
 
| 05:09
 
| 05:09
| ନିପଲ୍‍ରେ ଘା କିମ୍ବା ଫଟାକୁ ରୋକିବା ପାଇଁ ଜନ୍ମ ପରେ ପରେ ସ୍ତନ୍ୟପାନ କରାଇବା ଆରମ୍ଭ କରିଦିଅନ୍ତୁ
+
| ଜନ୍ମର ତୁରନ୍ତ ପରେ ସ୍ତନ୍ୟପାନ ଆରମ୍ଭ କରିଦେଲେ ଖଣ୍ଡିଆ କିମ୍ୱା ଫଟାକୁ ଏଡ଼ାଇହେବ
  
 
|-
 
|-
 
| 05:15
 
| 05:15
| ସର୍ବଦା ସ୍ତନ୍ୟପାନ ସମୟରେ ଶିଶୁ ନିବିଡ଼ତାର ସହ ଲାଚ୍ ହୋ‍ଇଥିବା ସୁନିଶ୍ଚିତ କରନ୍ତୁ
+
| ସ୍ତନ୍ୟପାନ ସମୟରେ ଶିଶୁ ନିବିଡ଼ତାର ସହ ଲାଚ୍ ହୋଇଥିବା ଜରୁରୀ ଅଟେ
  
 
|-
 
|-
 
| 05:22
 
| 05:22
| ଆଲୋଚନା ହେବାକୁ ଥିବା ପରବର୍ତ୍ତି ନିପଲ୍ ଅବସ୍ଥା ହେଉଛି, ଦାବି ହୋ‍ଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍
+
| ଏବେ ଆମେ ଚେପଟା କିମ୍ବା ଓଲଟା ନିପ୍ପଲ୍ ବିଷୟରେ ଆଲୋଚନା କରିବା
  
 
|-
 
|-
 
| 05:28
 
| 05:28
| ଦାବି ହୋ‍ଇଯାଇଥିବା ନିପଲ୍‍ଗୁଡ଼ିକ ଆରିଓଲା ସ୍ତରରୁ ଉପରକୁ ବାହାରି ନ ଥାଏ
+
| ଚେପଟା ନିପ୍ପଲ୍‌ଗୁଡ଼ିକ ଆରିଓଲା ସ୍ତରରୁ ଉପରକୁ ବାହାରିନଥାଏ
  
 
|-
 
|-
 
| 05:33
 
| 05:33
| ଯେତେବେଳେ କି ଇନଭର୍ଟେଡ୍ ନିପଲ୍‍ଗୁଡ଼ିକ ସାଧାରଣତଃ ଭିତରକୁ ପଶିଯାଇଥାଏ
+
| ଯେତେବେଳେ କି ଓଲଟା ନିପ୍ପଲ୍‌ଗୁଡ଼ିକ ସାଧାରଣତଃ ଭିତରକୁ ପଶିଯାଇଥାଏ
  
 
|-
 
|-
 
| 05:38
 
| 05:38
| ମା’ମାନେ ଏହି ସତ୍ୟକୁ ବୁଝିବା ଅତ୍ୟନ୍ତ ଜରୁରୀ ଅଟେ ଯେ, ସ୍ତନ୍ୟପାନ କରାଇବା ପାଇଁ ଦାବି ହୋ‍ଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ଗୋଟିଏ ବାଧକ ନୁହେଁ
+
| ମା’ଙ୍କୁ ଏହା ବୁଝିବା ଅତ୍ୟନ୍ତ ଜରୁରୀ ଅଟେ ଯେ, ସ୍ତନ୍ୟପାନ କରାଇବା ପାଇଁ ଚେପଟା କିମ୍ବା ଓଲଟା ନିପ୍ପଲ୍ କୌଣସି ବାଧକ ନୁହେଁ
  
 
|-
 
|-
 
| 05:48
 
| 05:48
| ସଠିକ୍ ଲାଚିଂ ହେବା ସମୟରୁ ଶିଶୁ ଆରିଓଲା ସହିତ ଲାଚ୍ ହୋ‍ଇଥାଏ, ନିପଲ୍ ସହିତ ନୁହେଁ
+
| ସଠିକ୍ ଲାଚିଂ ହେବା ସମୟରୁ ଶିଶୁ ଆରିଓଲା ସହିତ ଲାଚ୍ ହୋଇଥାଏ, ନିପ୍ପଲ୍ ସହିତ ନୁହେଁ
  
 
|-
 
|-
 
| 05:56
 
| 05:56
| ଧ୍ୟାନ ଦିଅନ୍ତୁ ଯେ, ଦାବି ହୋ‍ଇଯାଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ଥିବା କ୍ଷେତ୍ରରେ, ମା’ ପ୍ରସବର ପ୍ରଥମ ସପ୍ତାହରେ ସାହାଯ୍ୟ ଆବଶ୍ୟକ କରନ୍ତି
+
| ମା’ଙ୍କର ଚେପଟା କିମ୍ବା ଓଲଟା ନିପ୍ପଲ୍ ଥିଲେ  ଶିଶୁ ଜନ୍ମର ପ୍ରଥମ ସପ୍ତାହରେ ତାଙ୍କୁ ସାହାଯ୍ୟ ଦରକାର
  
 
|-
 
|-
 
| 06:03
 
| 06:03
|ଏହି ସମୟରେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଜଣାଇବା ଆବଶ୍ୟକ
+
|ଏହି ସମୟରେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଜଣାଇବା ଉଚିତ
  
 
|-
 
|-
Line 257: Line 257:
 
|-
 
|-
 
| 06:11
 
| 06:11
| ମନେରଖନ୍ତୁ, ମାଙ୍କର ଦାବି ହୋ‍ଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍ ଥିବା କ୍ଷେତ୍ରରେ ପ୍ରଭାବଶାଳୀ ସଂଯୋଗ ପାଇଁ ଧରିବା ସକାଶେ ଉତ୍ତମ ଉପାୟଗୁଡ଼ିକ ହେଉଛି – କ୍ରସ୍ କ୍ରାଡଲ୍ ହୋଲ୍ଡ,
+
| ମନେରଖନ୍ତୁ, ମା’ଙ୍କର ଚେପଟା କିମ୍ବା ଓଲଟା ନିପ୍ପଲ୍ ଥିବା କ୍ଷେତ୍ରରେ ପ୍ରଭାବଶାଳୀ ସଂଯୋଗ ପାଇଁ ଉତ୍ତମ ଉପାୟଗୁଡ଼ିକ ହେଉଛି – କ୍ରସ୍ କ୍ରେଡଲ୍ ହୋଲ୍ଡ,
  
 
|-
 
|-
 
| 06:22
 
| 06:22
| ଫୁଟବଲ୍ ହୋଲ୍ଡ ଓ ସେମି-ରେକ୍ଲାଇନିଂ ପୋଜିଶନ୍
+
| ଫୁଟବଲ୍ ହୋଲ୍ଡ ଓ ସେମି-ରିକ୍ଲାଇନିଂ ପୋଜିଶନ୍
  
 
|-
 
|-
 
|  06:26
 
|  06:26
| ପୂର୍ବ ଟ୍ୟୁଟୋରିଆଲ୍‍ରେ ଆଲୋଚନା ହୋ‍ଇଥିବା ଭଳି, ଯେକୌଣସି ଧରିବା କୌଶଳରେ ସବୁଠାରୁ ଜରୁରୀ କଥା ହେଉଛି, ମା’ ସ୍ତନକୁ ସଠିକ୍ ଭାବେ ଧାରଣ କରିବା
+
| ପୂର୍ବ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି, ଯେକୌଣସି ଧରିବା କୌଶଳରେ ସବୁଠାରୁ ଜରୁରୀ କଥା ହେଉଛି, ମା’ ସ୍ତନକୁ ସଠିକ୍ ଭାବେ ଧରିବା
  
 
|-
 
|-
 
| 06:37
 
| 06:37
| ଯେଉଁଠି ଶିଶୁର ଓଠ ଓ ମା’ଙ୍କର ଆଙ୍ଗୁଠି ସମାନ ଦିଗରେ ରହିବେ
+
| ଯେଉଁଥିରେ ଶିଶୁର ଓଠ ଓ ମା’ଙ୍କର ଆଙ୍ଗୁଠି ସମାନ ଦିଗରେ ରହିବ
  
 
|-
 
|-
 
| 06:42
 
| 06:42
| ଧ୍ୟାନ ଦିଅନ୍ତୁ ଯେ, ଭୁଲ ଲାଚିଂ ନିପଲ୍‍ରେ ଘା ହେବାର କାରଣ ହେବ
+
| ଧ୍ୟାନ ଦିଅନ୍ତୁ ଯେ, ଭୁଲ ଲାଚିଂ କାରଣରୁ ନିପ୍ପଲ୍‌ରେ ଖଣ୍ଡିଆ ହୋଇଥାଏ
  
 
|-
 
|-
 
|  06:47
 
|  06:47
| ମନେରଖନ୍ତୁ, କ୍ଷୀର ଖୁଆଇବା ବଟଲ୍ କିମ୍ବା ନିପଲ୍ ଶିଲ୍ଡ ବ୍ୟବହାର କରନ୍ତୁ ନାହିଁ
+
| ମନେରଖନ୍ତୁ, କ୍ଷୀର ଖୁଆଇବା ବୋତଲ କିମ୍ବା ପ୍ଲାଷ୍ଟିକ୍ ନିପ୍ପଲ୍ ବ୍ୟବହାର କରନ୍ତୁ ନାହିଁ
  
 
|-
 
|-
 
| 06:52
 
| 06:52
| ଏହା ଦ୍ଵାରା ଶିଶୁକୁ ଦାବି ହୋ‍ଇଥିବା କିମ୍ବା ଇନଭର୍ଟେଡ୍ ନିପଲ୍‍ ଥିବା ସ୍ତନରୁ ସ୍ତନ୍ୟପାନ କରିବା କଷ୍ଟକର ହେବ
+
| ଏହାଦ୍ଵାରା ଶିଶୁକୁ ଚେପଟା କିମ୍ବା ଓଲଟା ନିପଲ୍ ଥିବା ସ୍ତନରୁ ସ୍ତନ୍ୟପାନ କରିବା କଷ୍ଟକର ହେବ
  
 
|-
 
|-
Line 289: Line 289:
 
|-
 
|-
 
| 07:04
 
| 07:04
| ଏହା ମା’ଙ୍କ ଠାରେ ଅକ୍ସିଟୋସିନ୍ ରିଫ୍ଲେକ୍ସ୍କୁ ଷ୍ଟିମୁଲେଟ୍ କରିବାରେ ସାହାଯ୍ୟ କରିଥାଏ ଏବଂ ସ୍ତନରୁ କ୍ଷୀର ସହଜରେ ବାହାରି ଆସିଥାଏ
+
| ଏହା ମା’ଙ୍କଠାରେ ଅକ୍ସିଟୋସିନ୍ ରିଫ୍ଲେକ୍ସକୁ ତିଆରି କରିବ ଏବଂ ସ୍ତନରୁ କ୍ଷୀର ସହଜରେ ବାହାରିବ
  
 
|-
 
|-
 
| 07:12
 
| 07:12
| ସର୍ବଦା ମନେରଖନ୍ତୁ, ଏହି ଅଧିକାଂଶ ନିପଲ୍ ଅବସ୍ଥାକୁ ସୁଧାରିବା ପାଇଁ ସଠିକ୍ ଲାଚିଂର ମୁଖ୍ୟ ଭୂମିକା ରହିଛି
+
| ସର୍ବଦା ମନେରଖନ୍ତୁ, ସଠିକ୍ ଲାଚିଂ ଦ୍ୱାରା ନିପ୍ପଲ୍‌ର ଅଧିକାଂଶ ସମସ୍ୟାକୁ ଦୂର କରାଯାଇପାରିବ
  
 
|-
 
|-
 
| 07:19
 
| 07:19
| ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପଲ୍ ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆମେ ଆସିଯାଇଛେ  
+
| ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପ୍ପଲ୍ ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ  
  
 
|-
 
|-
 
| 07:26
 
| 07:26
|ଏହି ଟ୍ୟୁଟୋରିଆଲ୍‍ରେ ଆମେ ଘା କିମ୍ବା ଫାଟିଥିବା
+
|ଏହି ଟ୍ୟୁଟୋରିଆଲରେ ଆମେ ଖଣ୍ଡିଆ କିମ୍ବା ଫାଟିଥିବା
  
 
|-
 
|-
 
| 07:31
 
| 07:31
| ଦାବି ହୋ‍ଇଥିବା ଏବଂ ଇନଭର୍ଟେଡ୍ ନିପଲ୍ ବିଷୟରେ ଜାଣିଲେ
+
| ଚେପଟା ଏବଂ ଓଲଟା ନିପ୍ପଲ୍ ବିଷୟରେ ଜାଣିଲେ
  
 
|-
 
|-
Line 313: Line 313:
 
|-
 
|-
 
| 07:40
 
| 07:40
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
  
 
|-
 
|-
 
| 07:47
 
| 07:47
|ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
  
 
|-
 
|-
 
| 07:52
 
| 07:52
|ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ
+
| ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
  
 
|-
 
|-
 
| 07:59
 
| 07:59
| ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ବିଶେଷ ଅଟେ
+
| ଏହି ଟ୍ୟୁଟୋରିଆଲ୍ “ମା’ ଓ ଶିଶୁ ପୋଷଣ” ପ୍ରୋଜେକ୍ଟର ଅଂଶ.
  
 
|-
 
|-
 
| 08:04
 
| 08:04
|ଏହି ଟ୍ୟୁଟୋରିଆଲ୍‍ର ଡୋମେନ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଏବଂ Dr. Taru Jindal, MS Obstetrics and Gynecology ଉପସ୍ଥିତ ଅଛନ୍ତି
+
| ଏହି ଟ୍ୟୁଟୋରିଆଲର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଏବଂ ଡାକ୍ତର ତରୁଣ ଜିନ୍ଦଲ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଉପସ୍ଥିତ ଅଛନ୍ତି
ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଆରତି ଆନ୍‍ବାଲାଗନ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ରଜନି ସାୱନ୍ତ, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ, ଧନ୍ୟବାଦ
+
ଆଇଆଇଟି ବମ୍ବେ ତରଫରୁ ଅମିତ କୁମାରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Revision as of 13:36, 2 September 2019

Time
Narration
00:01 ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପ୍ପଲ୍ ଅବସ୍ଥା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଫାଟି ଯାଇଥିବା ଯନ୍ତ୍ରଣାଦାୟକ ନିପ୍ପଲ୍
00:11 ଏବଂ ଚେପଟା କିମ୍ବା ଓଲଟା ନିପ୍ପଲ୍ ବିଷୟରେ ଜାଣିବା
00:15 ପ୍ରଥମ ହେଉଛି, ଫାଟି ଯାଇଥିବା ଯନ୍ତ୍ରଣାଦାୟକ ନିପ୍ପଲ୍
00:20 ଏଥିରେ ମା’ଙ୍କର ନିପ୍ପଲ୍ ଫାଟିଯାଇ ସେଥିରୁ ରକ୍ତ ବାହାରିଥାଏ
00:26 ଏହି କାରଣରୁ ନିପ୍ପଲ୍ କୁଣ୍ଡେଇ ହୁଏ ଓ ଶୁଖି ଯାଇଥାଏ
00:30 ଏବେ ଚାଲନ୍ତୁ ତାହାର କାରଣଗୁଡ଼ିକୁ ଆଲୋଚନା କରିବା, ଯେଉଁଗୁଡ଼ିକ ହେଉଛି -
00:36 ନିପ୍ପଲ୍‌ରୁ ସ୍ତନ୍ୟପାନ କରାଇବା,
00:38 ଫଙ୍ଗଲ୍ ବା ବ୍ୟାକ୍ଟେରିଆ ସଂକ୍ରମଣ,
00:41 ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପରେ ସ୍ତନକୁ ସଫା କରିବାର ଅଭ୍ୟାସ
00:45 ଏବଂ ଶିଶୁର ଜିଭ ଯୋଡ଼ିହୋଇଥିବା
00:47 ଚାଲନ୍ତୁ ନିପ୍ପଲ୍ ଫୀଡିଙ୍ଗରୁ ଆରମ୍ଭ କରିବା
00:50 ସ୍ତନ ଖଣ୍ଡିଆ ହେବା ତଥା ଫାଟିବାର ମୁଖ୍ୟ ଓ ପ୍ରଥମ କାରଣ ହେଉଛି ନିପ୍ପଲ୍ ଫୀଡିଙ୍ଗ
00:56 ନିପ୍ପଲ୍ ଫୀଡିଙ୍ଗ ସମୟରେ ଶିଶୁ ପାଟିର କଠିନ ସ୍ତର ସହିତ ନିପ୍ପଲ୍ ଦାବିହୋଇଥାଏ
01:03 ଶିଶୁ ନିପ୍ପଲ୍‌କୁ ସେହି କଠିନ ସ୍ତର ଓ ଜିଭ ମଝିରେ ରଗଡ଼ିଦେଇଥାଏ
01:08 ରଗଡ଼ିବା କାରଣରୁ ସ୍ତନ୍ୟପାନ ଯନ୍ତ୍ରଣାଦାୟକ ହୋଇଥାଏ ଏବଂ ନିପ୍ପଲ୍ ଫାଟିଯାଇଥାଏ
01:17 ଭୁଲ ଲାଚିଂ କାରଣରୁ ନିପ୍ପଲ୍ ଫୀଡିଙ୍ଗ ହୋଇଥାଏ
01:20 ତେଣୁ, ସଠିକ୍ ଲାଚିଂ କଲେ ନିପ୍ପଲ୍ ଫୀଡିଙ୍ଗ ଦ୍ଵାରା ହେଉଥିବା ଖଣ୍ଡିଆ କିମ୍ବା ସ୍ତନ ଫାଟିବାକୁ ଏଡ଼ାଇହୁଏ
01:29 ଧ୍ୟାନ ଦିଅନ୍ତୁ ଯେ, ଆମେ ଏହି ସିରିଜ୍‌ର ଅନ୍ୟ ଟ୍ୟୁଟୋରିଆଲରେ ସଠିକ୍ ଲାଚିଂ ବିଷୟରେ ଆଲୋଚନା କରିସାରିଛେ
01:37 ମନେରଖନ୍ତୁ, ସଠିକ୍ ଲାଚିଙ୍ଗ ସମୟରେ ମଧ୍ୟ ଖଣ୍ଡିଆ ହୋଇଥିବା କିମ୍ବା ଫାଟିଥିବା ନିପ୍ପଲ୍‌ରେ ଯନ୍ତ୍ରଣା ହୋଇଥାଏ
01:43 ଯଦି ମା’ ସଠିକ୍ ଲାଚିଙ୍ଗ କରନ୍ତି, ତେବେ ଧୀରେଧୀରେ ଯନ୍ତ୍ରଣା କମ ହୋଇଥାଏ
01:51 ପରବର୍ତ୍ତୀ ହେଉଛି ଫଙ୍ଗଲ୍ ବା ବ୍ୟାକ୍ଟେରିଆ ସଂକ୍ରମଣ
01:56 ଯଦି ମା’ ଫଙ୍ଗଲ୍ କିମ୍ବା ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋଇଥା’ନ୍ତି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ
02:03 ତା’ପରେ ହେଉଛି, ପ୍ରତ୍ୟେକ ଥର ସ୍ତନ୍ୟପାନ କରାଇବା ପୂର୍ବରୁ ସ୍ତନକୁ ସଫା କରିବା କିଛି ମା’ଙ୍କର ଅଭ୍ୟାସ ଥାଏ
02:09 ଏହା ଦ୍ଵାରା ନିପଲ୍‌ଡ଼ିକ ଶୁଷ୍କ ହୋଇଯାଏ
02:13 ତେଣୁ, ଏହି ଅଭ୍ୟାସକୁ ଛାଡ଼ିବା ଦରକାର
02:16 ମନେରଖନ୍ତୁ, ମା’ ଗାଧୋଇବା ବେଳେ କେବଳ ଥରେ ନିପ୍ପଲ୍ ଗୁଡ଼ିକୁ ସଫା କରିପାରିବେ
02:21 ହେଲେ, ଥରେ ନିପ୍ପଲ୍ ଫାଟିବା ଆରମ୍ଭ ହେଲେ, ମା’ ପ୍ରତ୍ୟେକ ସ୍ତନ୍ୟପାନ ପରେ ଏହାକୁ ସଫା କରିବେ
02:28 ସଫା କରିସାରିବା ପରେ, ମା’ ନିଜର କ୍ଷୀରକୁ ଖଣ୍ଡିଆ ଉପରେ ଲଗାଇବା ଉଚିତ
02:32 ଯେହେତୁ ସେଥିରେ ସଂକ୍ରମଣକୁ ଭଲ କରିବା ଓ ରୋକିବା ପାଇଁ ଉପାଦାନ ରହିଛି
02:39 ତେଣୁ, ଏହା ଶିଶୁର ପାଟିରୁ ବ୍ୟାକ୍ଟେରିଆଗୁଡ଼ିକୁ ନିପ୍ପଲ୍ ଫଟା ଦେଇ ପ୍ରବେଶ କରିବାକୁ ରୋକିଥାଏ
02:46 ପରବର୍ତ୍ତୀ ହେଉଛି ଶିଶୁର ଯୋଡ଼ିହୋଇଥିବା ଜିଭ
02:50 ଏହି ଅବସ୍ଥାରେ ଶିଶୁର ଜିଭ, ପାଟି ଭିତର ତଳ ଅଂଶ ସହିତ ଯୋଡ଼ି ହୋଇଯାଇଥାଏ
02:58 ଏହା ବହୁତ ବିରଳ
03:01 ସାଧାରଣତଃ ଏହିପରି ଶିଶୁ ନିପ୍ପଲ୍ ଫୀଡିଙ୍ଗ କରିଥା’ନ୍ତି
03:06 ଯଦି ଶିଶୁଠାରେ ଏହା ଦେଖାଦିଏ, ତେବେ କେବଳ ସଠିକ ଲାଚିଂ ସହିତ ଅସ୍ତ୍ରୋପଚାର ମଧ୍ୟ ଆବଶ୍ୟକ ହୋଇଥାଏ
03:16 ତେଣୁ, ଏଭଳି କ୍ଷେତ୍ରରେ ମା’ଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ
03:22 ଏବେ ଆମେ ଖଣ୍ଡିଆ କିମ୍ବା ଫଟା ନିପ୍ପଲ୍‌ର ଉପଚାର ବିଷୟରେ ଆଲୋଚନା କରିବା
03:27 ଯଦି ଜଣେ ମା’ଙ୍କ ନିପ୍ପଲ୍‌ରେ ଖଣ୍ଡିଆ କିମ୍ବା ଫାଟି ଯାଇଥାଏ, ତେବେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ ଓ ନିପ୍ପଲ୍‌କୁ ପରୀକ୍ଷା କରିବେ
03:37 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କୁ ନିଜ ହାତ ସାହାଯ୍ୟରେ କିଛି କ୍ଷୀର କାଢ଼ିବା ପାଇଁ କୁହନ୍ତୁ
03:42 ଏହା ଦ୍ଵାରା ସ୍ତନ ନରମ ହୋଇଯିବ ଏବଂ ଶିଶୁ ସହଜରେ ଯୋଡ଼ି ହୋଇଯିବ
03:47 ଏହା ବ୍ୟତୀତ, କ୍ଷୀର କାଢ଼ିଦେଲେ ସଂକ୍ରମଣ, ନିପ୍ପଲ୍ ଫିସର୍ ଓ ମାଷ୍ଟାଇଟିସ୍‌ର ଭୟ ରୁହେ ନାହିଁ
03:55 ତା’ପରେ, ମା’ଙ୍କ ସ୍ତନ ସହିତ ଶିଶୁକୁ ସଠିକତାର ସହ ଯୋଡ଼ିବାରେ ସାହାଯ୍ୟ କରନ୍ତୁ
04:01 ମନେରଖନ୍ତୁ, କ୍ଷୀର ତିଆରି ହେବା ବାରମ୍ବାର ସ୍ତନ୍ୟପାନ କରାଇବା ଉପରେ ନିର୍ଭର କରିଥାଏ
04:09 ତେଣୁ, ମା’ଙ୍କୁ ସ୍ତନ୍ୟପାନ କରାଇବା ବନ୍ଦ କରିବା ଉଚିତ ନୁହେଁ
04:13 ସ୍ତନ୍ୟପାନ କରାଇବା ସମୟରେ କମ ଯନ୍ତ୍ରଣା ଥିବା ସ୍ତନରୁ ଆରମ୍ଭ କରନ୍ତୁ
04:20 ଯଦି ସ୍ତନ୍ୟପାନ ଯନ୍ତ୍ରଣାଦାୟକ ହୁଏ, ତେବେ ନିଜ ହାତରେ କ୍ଷୀର କାଢ଼ି ଶିଶୁକୁ ଗୋଟିଏ ଚାମଚ କିମ୍ବା କପ୍ ସାହାଯ୍ୟରେ ପିଆଇ ପାରିବେ
04:32 ପୂର୍ବରୁ ଆଲୋଚିତ ଅନୁସାରେ, ପ୍ରତ୍ୟେକ ସ୍ତନ୍ୟପାନ ପରେ ପ୍ରଭାବିତ ସ୍ଥାନରେ କ୍ଷୀରର କିଛି ବୁନ୍ଦା ଲଗାନ୍ତୁ
04:42 ମନେରଖନ୍ତୁ, ଖଣ୍ଡିଆ କିମ୍ବା ଫାଟି ଯାଇଥିବା, ଏପରିକି ସୁସ୍ଥ ନିପ୍ପଲ୍ ଉପରେ ମଧ୍ୟ ନିମ୍ନଲିଖିତ ଜିନିଷ ଲଗାଇବେ ନାହିଁ -
04:49 ସାବୁନ୍, ତେଲ, ଲୋଶନ୍, ବାମ୍ ଏବଂ ପର୍ଫ୍ୟୁମ୍
04:54 ଏଗୁଡ଼ିକରୁ ଜ୍ୱଳନ ହୋଇପାରେ
04:57 ଏହା ଜଣେ ମା’ଙ୍କର ଖଣ୍ଡିଆ କିମ୍ବା ଫାଟିଥିବା ନିପ୍ପଲ୍‌କୁ ଆହୁରି ଖରାପ କରିଦେବ
05:03 ଏପରି କ୍ଷେତ୍ରରେ ମା’ ଡାକ୍ତର କିମ୍ବା ସ୍ଵାସ୍ଥ୍ୟକର୍ମୀଙ୍କ ସହ ପରାମର୍ଶ କରିବା ଉଚିତ
05:09 ଜନ୍ମର ତୁରନ୍ତ ପରେ ସ୍ତନ୍ୟପାନ ଆରମ୍ଭ କରିଦେଲେ ଖଣ୍ଡିଆ କିମ୍ୱା ଫଟାକୁ ଏଡ଼ାଇହେବ
05:15 ସ୍ତନ୍ୟପାନ ସମୟରେ ଶିଶୁ ନିବିଡ଼ତାର ସହ ଲାଚ୍ ହୋଇଥିବା ଜରୁରୀ ଅଟେ
05:22 ଏବେ ଆମେ ଚେପଟା କିମ୍ବା ଓଲଟା ନିପ୍ପଲ୍ ବିଷୟରେ ଆଲୋଚନା କରିବା
05:28 ଚେପଟା ନିପ୍ପଲ୍‌ଗୁଡ଼ିକ ଆରିଓଲା ସ୍ତରରୁ ଉପରକୁ ବାହାରିନଥାଏ
05:33 ଯେତେବେଳେ କି ଓଲଟା ନିପ୍ପଲ୍‌ଗୁଡ଼ିକ ସାଧାରଣତଃ ଭିତରକୁ ପଶିଯାଇଥାଏ
05:38 ମା’ଙ୍କୁ ଏହା ବୁଝିବା ଅତ୍ୟନ୍ତ ଜରୁରୀ ଅଟେ ଯେ, ସ୍ତନ୍ୟପାନ କରାଇବା ପାଇଁ ଚେପଟା କିମ୍ବା ଓଲଟା ନିପ୍ପଲ୍ କୌଣସି ବାଧକ ନୁହେଁ
05:48 ସଠିକ୍ ଲାଚିଂ ହେବା ସମୟରୁ ଶିଶୁ ଆରିଓଲା ସହିତ ଲାଚ୍ ହୋଇଥାଏ, ନିପ୍ପଲ୍ ସହିତ ନୁହେଁ
05:56 ମା’ଙ୍କର ଚେପଟା କିମ୍ବା ଓଲଟା ନିପ୍ପଲ୍ ଥିଲେ ଶିଶୁ ଜନ୍ମର ପ୍ରଥମ ସପ୍ତାହରେ ତାଙ୍କୁ ସାହାଯ୍ୟ ଦରକାର
06:03 ଏହି ସମୟରେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଜଣାଇବା ଉଚିତ
06:08 ଏହା ତାଙ୍କର ଆତ୍ମବିଶ୍ଵାସକୁ ବଢ଼ାଇବ
06:11 ମନେରଖନ୍ତୁ, ମା’ଙ୍କର ଚେପଟା କିମ୍ବା ଓଲଟା ନିପ୍ପଲ୍ ଥିବା କ୍ଷେତ୍ରରେ ପ୍ରଭାବଶାଳୀ ସଂଯୋଗ ପାଇଁ ଉତ୍ତମ ଉପାୟଗୁଡ଼ିକ ହେଉଛି – କ୍ରସ୍ କ୍ରେଡଲ୍ ହୋଲ୍ଡ,
06:22 ଫୁଟବଲ୍ ହୋଲ୍ଡ ଓ ସେମି-ରିକ୍ଲାଇନିଂ ପୋଜିଶନ୍
06:26 ପୂର୍ବ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି, ଯେକୌଣସି ଧରିବା କୌଶଳରେ ସବୁଠାରୁ ଜରୁରୀ କଥା ହେଉଛି, ମା’ ସ୍ତନକୁ ସଠିକ୍ ଭାବେ ଧରିବା
06:37 ଯେଉଁଥିରେ ଶିଶୁର ଓଠ ଓ ମା’ଙ୍କର ଆଙ୍ଗୁଠି ସମାନ ଦିଗରେ ରହିବ
06:42 ଧ୍ୟାନ ଦିଅନ୍ତୁ ଯେ, ଭୁଲ ଲାଚିଂ କାରଣରୁ ନିପ୍ପଲ୍‌ରେ ଖଣ୍ଡିଆ ହୋଇଥାଏ
06:47 ମନେରଖନ୍ତୁ, କ୍ଷୀର ଖୁଆଇବା ବୋତଲ କିମ୍ବା ପ୍ଲାଷ୍ଟିକ୍ ନିପ୍ପଲ୍ ବ୍ୟବହାର କରନ୍ତୁ ନାହିଁ
06:52 ଏହାଦ୍ଵାରା ଶିଶୁକୁ ଚେପଟା କିମ୍ବା ଓଲଟା ନିପଲ୍ ଥିବା ସ୍ତନରୁ ସ୍ତନ୍ୟପାନ କରିବା କଷ୍ଟକର ହେବ
07:00 ମା’ ଶିଶୁକୁ ଯଥେଷ୍ଟ ନିଜ ଶରୀରର ସ୍ପର୍ଶ ଦେବା ଆବଶ୍ୟକ
07:04 ଏହା ମା’ଙ୍କଠାରେ ଅକ୍ସିଟୋସିନ୍ ରିଫ୍ଲେକ୍ସକୁ ତିଆରି କରିବ ଏବଂ ସ୍ତନରୁ କ୍ଷୀର ସହଜରେ ବାହାରିବ
07:12 ସର୍ବଦା ମନେରଖନ୍ତୁ, ସଠିକ୍ ଲାଚିଂ ଦ୍ୱାରା ନିପ୍ପଲ୍‌ର ଅଧିକାଂଶ ସମସ୍ୟାକୁ ଦୂର କରାଯାଇପାରିବ
07:19 ସ୍ତନ୍ୟପାନ କରାଉଥିବା ମା’ଙ୍କର ନିପ୍ପଲ୍ ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ
07:26 ଏହି ଟ୍ୟୁଟୋରିଆଲରେ ଆମେ ଖଣ୍ଡିଆ କିମ୍ବା ଫାଟିଥିବା
07:31 ଚେପଟା ଏବଂ ଓଲଟା ନିପ୍ପଲ୍ ବିଷୟରେ ଜାଣିଲେ
07:34 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
07:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
07:47 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:52 ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
07:59 ଏହି ଟ୍ୟୁଟୋରିଆଲ୍ “ମା’ ଓ ଶିଶୁ ପୋଷଣ” ପ୍ରୋଜେକ୍ଟର ଅଂଶ.
08:04 ଏହି ଟ୍ୟୁଟୋରିଆଲର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଏବଂ ଡାକ୍ତର ତରୁଣ ଜିନ୍ଦଲ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଉପସ୍ଥିତ ଅଛନ୍ତି

ଆଇଆଇଟି ବମ୍ବେ ତରଫରୁ ଅମିତ କୁମାରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep