Difference between revisions of "Health-and-Nutrition/C2/Kangaroo-Mother-Care/Oriya"

From Script | Spoken-Tutorial
Jump to: navigation, search
(Created page with " {|border=1 |<center>Time</center> |<center>Narration</center> |- |00:00 | ବନ୍ଧୁଗଣ, କଙ୍ଗାରୁ ମଦର୍ କେଆର୍ ଉପରେ ଥିବ...")
 
Line 1: Line 1:
 
 
{|border=1
 
{|border=1
  
Line 7: Line 6:
 
|-
 
|-
 
|00:00
 
|00:00
| ବନ୍ଧୁଗଣ, କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
+
| ନମସ୍କାର, “କଙ୍ଗାରୁ ମଦର୍ କେଆର୍” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
  
 
|-
 
|-
 
|00:05
 
|00:05
| ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିବା -
+
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା -
  
 
|-
 
|-
Line 19: Line 18:
 
|-
 
|-
 
|00:10
 
|00:10
| ଶାଖାଗୁଡ଼ିକ, ଆବଶ୍ୟକତା
+
| ଭିନ୍ନ ଭିନ୍ନ ଭାଗ, ମହତ୍ତ୍ୱ
  
 
|-
 
|-
 
|00:13
 
|00:13
| କଙ୍ଗାରୁ ମଦର୍ କେଆର୍ କିପରି କରାଯାଏ
+
| ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା
  
 
|-
 
|-
 
|00:17
 
|00:17
| ପ୍ରଥମେ ଚାଲନ୍ତୁ କଙ୍ଗାରୁ ମଦର୍ କେଆର୍ର ପରିଚୟରୁ ଆରମ୍ଭ କରିବା
+
| ପ୍ରଥମେ ଚାଲନ୍ତୁ କଙ୍ଗାରୁ ମଦର୍ କେଆର୍ ପରିଚୟରୁ ଆରମ୍ଭ କରିବା
  
 
|-
 
|-
 
|00:22
 
|00:22
| ନାମ ଅନୁସାରେ -
+
| ଯେପରି ନାମ କହୁଛି -
  
 
|-
 
|-
 
|00:24
 
|00:24
| ଏଥିରେ ମା’ଙ୍କ ଚର୍ମ ସହିତ ଶିଶୁର ଚର୍ମ ସ୍ପର୍ଶ କରିରଖିବା ଏହି କାର୍ଯ୍ୟରେ ସାମିଲ ଅଛି
+
| ଏଥିରେ ମା’ଙ୍କ ଚର୍ମ ସହିତ ଶିଶୁର ଚର୍ମକୁ ସ୍ପର୍ଶ କରି ରଖାଯାଏ
  
 
|-
 
|-
 
|00:29
 
|00:29
| ଏବଂ ଏହା KMC ଭାବେ ଜଣାଶୁଣା ଅଟେ
+
| ଏବଂ ଏହା KMC ଭାବେ ପରିଚିତ
  
 
|-
 
|-
 
|00:32
 
|00:32
| ମନେରଖନ୍ତୁ, ଶିଶୁ ଜନ୍ମ ହେବା କ୍ଷଣି KMC ପ୍ରଦାନ କରିବା ଆବଶ୍ୟକ
+
| ମନେରଖନ୍ତୁ, ଶିଶୁ ଜନ୍ମ ହେବା କ୍ଷଣି KMC ପ୍ରଦାନ କରିବା ଦରକାର
  
 
|-
 
|-
 
|00:39
 
|00:39
| ଏହା ବିଶେଷ କରି ଜନ୍ମ ସମୟରେ ଅଳ୍ପ ଓଜନ ଥିବା ଶିଶୁଙ୍କ ପାଇଁ ଆବଶ୍ୟକ ଅଟେ -  
+
| ଏହା ବିଶେଷକରି ସେହି ନିମ୍ନ ଜନ୍ମ ଓଜନ ଥିବା ଶିଶୁଙ୍କ ପାଇଁ ସୁପାରିସ କରାଯାଏ -  
  
 
|-
 
|-
 
|00:44
 
|00:44
| ଯାହାର ଜନ୍ମ ସମୟରେ ଓଜନ 2.5 କିଲୋଗ୍ରାମରୁ କମ୍ ଥିବ ଏବଂ  
+
| ଯାହାର ଓଜନ ଜନ୍ମ ସମୟରେ 2.5 କିଲୋଗ୍ରାମରୁ କମ ଥିବ ଏବଂ  
  
 
|-
 
|-
 
|00:48
 
|00:48
| ଯାହାକୁ ନିୟମିତ ଦେଖାଶୁଣା କରିବା ପାଇଁ କେହି ନଥିବେ
+
| ଯାହାକୁ ନିୟମିତ ଦେଖାଶୁଣା କରିବାର ଆବଶ୍ୟକତା ନଥିବ
  
 
|-
 
|-
 
|00:52
 
|00:52
| ହେଲେ ଏହାକୁ ସାଧାରଣ, ସୁସ୍ଥ ଏବଂ ଠିକ୍ ସମୟରେ ଜନ୍ମିତ ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ  
+
| ହେଲେ, ଏହାକୁ ସୁସ୍ଥ ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ  
  
 
|-
 
|-
 
|00:59
 
|00:59
| KMC ମୁଖ୍ୟତଃ ଦୁଇଟି ଶାଖାକୁ ନେଇ ଗଠିତ:  
+
| KMCର ମୁଖ୍ୟତଃ ଦୁଇଟି ଭାଗ ଅଛି:  
  
 
|-
 
|-
 
|01:03  
 
|01:03  
| ମା’ ଓ ତାଙ୍କର ଶିଶୁ ମଧ୍ୟରେ ନିୟମିତ ଓ ଲମ୍ବା ସମୟ ପାଇଁ ଚର୍ମ ସହିତ ଚର୍ମର ସ୍ପର୍ଶ
+
| ମା’ ଓ ଶିଶୁ ମଧ୍ୟରେ ନିୟମିତ ଦୀର୍ଘ ସମୟ ପାଇଁ ଚର୍ମ ସଂସ୍ପର୍ଶ
  
 
|-
 
|-
 
|01:09  
 
|01:09  
| ଏବଂ ନିଶ୍ଚିତ ସ୍ତନ୍ୟପାନ
+
| ଏବଂ କେବଳ ସ୍ତନ୍ୟପାନ କରାଇବା
  
 
|-
 
|-
 
|01:13
 
|01:13
| ଚାଲନ୍ତୁ ସେହି ଶାଖାଗୁଡ଼ିକ ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା କରିବା
+
| ଚାଲନ୍ତୁ ସେହି ଭାଗଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରିବା
  
 
|-
 
|-
 
|01:17  
 
|01:17  
| ପ୍ରଥମ ଶାଖା ହେଉଛି ଚର୍ମ ସହିତ ଚର୍ମର ସ୍ପର୍ଶ  
+
| ପ୍ରଥମ ଭାଗ ହେଉଛି ଚର୍ମ ସହିତ ଚର୍ମର ସ୍ପର୍ଶ  
  
 
|-
 
|-
 
|01:21
 
|01:21
| ଏହା ଦ୍ଵାରା ଲେଟ୍ ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହୋ‍ଇଥାଏ
+
| ଯେଉଁଥିରୁ ଲେଟ୍ ଡାଉନ୍ ରିଫ୍ଲେକ୍ସ ଉନ୍ନତ ହୋଇଥାଏ
  
 
|-
 
|-
 
|01:24  
 
|01:24  
| ଏବଂ ଶେଷରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି ହୋ‍ଇଥାଏ
+
| ଏବଂ ଯାହା କାରଣରୁ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି ହୋଇଥାଏ
  
 
|-
 
|-
 
|01:28  
 
|01:28  
| ଏହି ସିରିଜ୍‍ର ଅନ୍ୟ ଏକ ଟ୍ୟୁଟୋରିଆଲ୍‍ରେ ଲେଟ୍ ଡାଉନ୍ ରିଫ୍ଲେକ୍ସ ବିଷୟରେ ଆଲୋଚନା କରାଯାଇଛି
+
| ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ଲେଟ୍ ଡାଉନ୍ ରିଫ୍ଲେକ୍ସ ବିଷୟରେ କୁହାଯାଇଛି
  
 
|-
 
|-
 
|01:34  
 
|01:34  
| ଦ୍ଵିତୀୟ ଶାଖାଟି ହେଉଛି ନିଶ୍ଚିତ ସ୍ତନ୍ୟପାନ
+
| ଦ୍ଵିତୀୟ ଭାଗଟି ହେଉଛି ସ୍ତନ୍ୟପାନ କରାଇବା
  
 
|-
 
|-
 
|01:38  
 
|01:38  
| ଧ୍ୟାନ ଦିଅନ୍ତୁ ଯେ-  
+
| ଧ୍ୟାନ ଦିଅନ୍ତୁ ଯେ -  
  
 
|-
 
|-
 
|01:40  
 
|01:40  
| ପ୍ରଥମ 6 ମାସ ନିଶ୍ଚିତ ରୂପେ ସ୍ତନ୍ୟପାନ କରାଇବା ପାଇଁ ପରାମର୍ଶ ଦିଆଯାଇଥାଏ
+
| ପ୍ରଥମ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ର ହିଁ କ୍ଷୀର ଦିଆଯିବା ଉଚିତ
  
 
|-
 
|-
 
|01:45  
 
|01:45  
| ତା’ପରେ ଚାଲନ୍ତୁ କଙ୍ଗାରୁ କେଆର୍ର ଆବଶ୍ୟକତା ଉପରେ ଆଲୋଚନା କରିବା
+
| ଏହାପରେ ଆମେ କଙ୍ଗାରୁ କେଆର୍‌ର ମହତ୍ତ୍ୱ ଉପରେ ଆଲୋଚନା କରିବା
  
 
|-
 
|-
 
|01:50
 
|01:50
| KMC ସମୟରେ ଦୀର୍ଘ ସମୟ ପାଇଁ ଶିଶୁ ଚର୍ମ ସହିତ ଚର୍ମର ସମ୍ପର୍କରେ ରହିବା ଦ୍ଵାରା, ଶିଶୁ ଶରୀରର ତାପମାତ୍ରାକୁ ଆଗଭଳି ରଖିବାରେ ସାହାଯ୍ୟ ମିଳିଥାଏ
+
| KMCରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଶୁ ଚର୍ମ ସହିତ ମା’ ଚର୍ମର ସମ୍ପର୍କ ଦ୍ଵାରା ଶିଶୁ ଶରୀରର ତାପମାତ୍ରା ସଠିକ୍ ରହିଥାଏ
  
 
|-
 
|-
 
|01:57
 
|01:57
| ଏବଂ ଶିଶୁ ଅଧିକ ସୁରକ୍ଷିତ ମନେ କରିଥାଏ
+
| ଏବଂ ଶିଶୁ ଅଧିକ ସୁରକ୍ଷିତ ମନେକରିଥାଏ
  
 
|-
 
|-
 
|02:01
 
|02:01
| KMC ଦ୍ଵାରା ମଧ୍ୟ,  
+
| KMC ଦ୍ଵାରା,  
  
 
|-
 
|-
 
|02:03
 
|02:03
| ସଂକ୍ରମଣର ବାରମ୍ବାରତା ଏବଂ   
+
| ସଂକ୍ରମଣର ସମ୍ଭାବନା ଏବଂ   
  
 
|-
 
|-
 
|02:05
 
|02:05
| ଶିଶୁଙ୍କ ଠାରେ ଆପ୍‍ନିଆର ହାର ହ୍ରାସ ପାଇଥାଏ
+
| ଶିଶୁଙ୍କଠାରେ ଆପ୍‌ନିଆର ହାର ମଧ୍ୟ ହ୍ରାସ ପାଇଥାଏ
  
 
|-
 
|-
 
|02:09
 
|02:09
| ନିଶ୍ଵାସ ଓ ପ୍ରଶ୍ଵାସ ମଧ୍ୟରେ ଲମ୍ବା ବ୍ୟବଧାନକୁ ଆପ୍‍ନିଆ କୁହାଯାଏ
+
| ଆପ୍‌ନିଆରେ ଶିଶୁର ଶ୍ୱାସକ୍ରିୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିଯାଇଥାଏ
  
 
|-
 
|-
 
|02:13
 
|02:13
| ଏଗୁଡ଼ିକ ବ୍ୟତିତ,  
+
| ଏହା ଛଡ଼ା,  
  
 
|-
 
|-
Line 143: Line 142:
 
|-
 
|-
 
|02:20
 
|02:20
| ଏବଂ ଏହା ମା’ ଓ ଶିଶୁ ମଧ୍ୟରେ ସ୍ନେହର ବନ୍ଧନକୁ ସୁଦୃଢ଼ କରିଥାଏ
+
| ଏବଂ ଏହାଦ୍ୱାରା ମା’ ଓ ଶିଶୁ ମଧ୍ୟରେ ସ୍ନେହର ବନ୍ଧନ ସୁଦୃଢ଼ ହୋଇଥାଏ
  
 
|-
 
|-
 
|02:26
 
|02:26
| KMC ମଧ୍ୟ ଶିଶୁକୁ
+
| KMC ଶିଶୁକୁ ସାହାଯ୍ୟ କରିଥାଏ -
  
 
|-
 
|-
 
|02:28
 
|02:28
| ଅନ୍ୟ ପ୍ରଚଳିତ ମାଧ୍ୟମ ଅପେକ୍ଷା ଓଜନ ପ୍ରାପ୍ତ କରିବାରେ ସାହାଯ୍ୟ କରିଥାଏ, ଯେପରି -  
+
| ଅନ୍ୟ ପାରମ୍ପରିକ ଶୈଳୀ ତୁଳନାରେ ଓଜନ ବଢ଼ାଇବାରେ, ଯେପରି -  
  
 
|-
 
|-
 
|02:33
 
|02:33
| ଶିଶୁକୁ ଉତ୍ତମ ରୂପେ ଉଷୁମ୍ ରଖିବା  
+
| ଶିଶୁକୁ ଗରମ ରଖୁଥିବା ପେଟିରେ ରଖିବା  
  
 
|-
 
|-
 
|02:36
 
|02:36
| ଯାହା ଶିଶୁ ଓ ମା’ଙ୍କ ପାଇଁ ଚିନ୍ତାର କାରଣ ହୋ‍ଇଥାଏ
+
| ଯାହା ଶିଶୁ ଓ ମା’ଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ
  
 
|-   
 
|-   
 
|02:40
 
|02:40
| ଏହା ମା’ଙ୍କ ମଧ୍ୟରେ ସନ୍ତୁଷ୍ଟତା ଓ ଆତ୍ମବିଶ୍ଵାସ ମଧ୍ୟ ଆଣିଦେଇଥାଏ,
+
| ଏହାଦ୍ୱାରା ମା’ଙ୍କ ସନ୍ତୁଷ୍ଟି ଓ ଆତ୍ମବିଶ୍ଵାସ ବଢ଼ିଥାଏ
  
 
|-
 
|-
 
|02:45
 
|02:45
| ଯେହେତୁ ସେ ଶିଶୁ ପାଇଁ ଅଧିକ ଯତ୍ନ ନିଅନ୍ତି
+
| ଯେହେତୁ ସେ ନିଜ ଶିଶୁର ଅଧିକ ଯତ୍ନ ନିଅନ୍ତି
  
 
|-
 
|-
 
|02:49
 
|02:49
| ମଜା କଥା ହେଉଛି, ମା’ଙ୍କ ବ୍ୟତିତ KMC ମଧ୍ୟ
+
| ମଜା କଥା ହେଉଛି, ମା’ଙ୍କ ବ୍ୟତୀତ KMC  
  
 
|-
 
|-
Line 179: Line 178:
 
|-
 
|-
 
|02:56
 
|02:56
| ପରିବାର ଯେକୌଣସି ବୟସ୍କ ସଦସ୍ୟଙ୍କ ଦ୍ଵାରା ପ୍ରଦାନ କରାଯାଇପାରିବ
+
| ପରିବାର ଯେକୌଣସି ବୟସ୍କ ସଦସ୍ୟଙ୍କ ଦ୍ଵାରା ମଧ୍ୟ ପ୍ରଦାନ କରାଯାଇପାରିବ
  
 
|-
 
|-
 
|02:58
 
|02:58
| ବର୍ତ୍ତମାନ, KMC ପ୍ରଦାନକାରୀଙ୍କ ପାଇଁ ଅନୁସରଣ କରିବା ସକାଶେ ଥିବା ପରାମର୍ଶଗୁଡ଼ିକୁ ଆମେ ଆଲୋଚନା କରିବା:  
+
| ଏବେ, KMC ପ୍ରଦାତାଙ୍କ ଦ୍ୱାରା ପାଳନ କରାଯିବାକୁ ଥିବା ବିଷୟଗୁଡ଼ିକୁ ଆମେ ଆଲୋଚନା କରିବା:  
  
 
|-
 
|-
 
|03:04
 
|03:04
| KMC ପ୍ରଦାତା ନିଶ୍ଚିତ ରୂପେ ସୁସ୍ଥ ଏବଂ ରୋଗମୁକ୍ତ ଥିବେ  
+
| KMC ପ୍ରଦାତା ସୁସ୍ଥ ଏବଂ ରୋଗମୁକ୍ତ ଥିବେ  
  
 
|-
 
|-
 
|03:09
 
|03:09
| ସେ ନିଶ୍ଚିତ ରୂପେ ପରିଚ୍ଛନ୍ନତାର ମୌଳିକ ଅଭ୍ୟାସଗୁଡ଼ିକୁ ଅନୁସରଣ କରୁଥିବେ ଯେପରି -  
+
| ସେ ନିଜର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖୁଥିବା ଉଚିତ, ଯେପରି -  
  
 
|-
 
|-
 
|03:14
 
|03:14
| ହାତ ଧୋ‍ଇବା,
+
| ହାତ ଧୋଇବା,
  
 
|-
 
|-
 
|03:16
 
|03:16
| ନୀତିଦିନ ଗାଧୋ‍ଇବା, ହାତ ନଖ କାଟିବା,  
+
| ନିତିଦିନ ଗାଧୋଇବା, ହାତ ନଖ କାଟିବା,  
  
 
|-
 
|-
Line 215: Line 214:
 
|-
 
|-
 
|03:26
 
|03:26
| ଯେହେତୁ ଏଗୁଡ଼ିକ ପରିଚ୍ଛନ୍ନତା ବଜାୟ ରଖିବାରେ ବାଧକ ହୋ‍ଇପାରନ୍ତି
+
| ଯେହେତୁ ଏଗୁଡ଼ିକ ପରିଚ୍ଛନ୍ନତା ବଜାୟ ରଖିବାରେ ବାଧକ ହୋଇପାରନ୍ତି
  
 
|-
 
|-
 
|03:31
 
|03:31
| ଏବଂ ଏଗୁଡ଼ିକ ଦ୍ଵାରା ଶିଶୁ କ୍ଷତିଗ୍ରସ୍ତ ହୋ‍ଇପାରେ
+
| ଏବଂ ଏଗୁଡ଼ିକ ଦ୍ଵାରା ଶିଶୁ କ୍ଷତିଗ୍ରସ୍ତ ହୋଇପାରେ
  
 
|-
 
|-
Line 231: Line 230:
 
|-
 
|-
 
|03:46
 
|03:46
| ଉଦାହରଣ ସ୍ଵରୂପ, ସାଢ଼ି-ବ୍ଲାଉଜ୍ କିମ୍ବା ସାମ୍ନା ଖୋଲାଥିବା ଗାଉନ୍
+
| ଉଦାହରଣସ୍ଵରୂପ, ସାଢ଼ି-ବ୍ଲାଉଜ୍ କିମ୍ବା ସାମ୍ନା ଖୋଲାଥିବା ଗାଉନ୍
 
 
 
|-
 
|-
 
|03:51
 
|03:51
| ଧ୍ୟାନ ଦିଅନ୍ତୁ ଯେ, KMC ପ୍ରଦାତା, ସମ୍ପୂର୍ଣ୍ଣ KMC ପ୍ରଦାନ ସମୟରେ ଏହି ସାମ୍ନା ଖୋଲାଥିବା ଗାଉନ୍ କିମ୍ବା ବ୍ଲାଉଜ୍ ପିନ୍ଧିବା ଆବଶ୍ୟକ
+
| ଧ୍ୟାନ ଦିଅନ୍ତୁ ଯେ, KMC ପ୍ରଦାତା, ସମ୍ପୂର୍ଣ୍ଣ KMC ପ୍ରଦାନ ସମୟରେ ଏହି ସାମ୍ନା ଖୋଲାଥିବା ଗାଉନ୍ କିମ୍ବା ବ୍ଲାଉଜ୍ ପିନ୍ଧିବେ
  
 
|-
 
|-
 
|03:58
 
|03:58
| କଙ୍ଗାରୁ ବ୍ୟାଗ୍ କିମ୍ବା ବାଇଣ୍ଡର୍‍ଗୁଡ଼ିକୁ ବଜାରରୁ ମଧ୍ୟ କିଣି ପାରିବେ
+
| କଙ୍ଗାରୁ ବ୍ୟାଗ୍ କିମ୍ବା ବାଇଣ୍ଡର୍‌ଗୁଡ଼ିକୁ ବଜାରରୁ ମଧ୍ୟ କିଣିହେବ
  
 
|-
 
|-
 
|04:04
 
|04:04
| ଯଦି ଲମ୍ବା ସମୟ ପାଇଁ KMC ପ୍ରଦାନ କରିବାକୁ ଥାଏ ତେବେ, ଏଗୁଡ଼ିକ ଦରକାରୀ ହୋ‍ଇଥାଏ
+
| ଦୀର୍ଘ ସମୟ ପାଇଁ KMC ପ୍ରଦାନ କରିବାରେ ଏଗୁଡ଼ିକ ଦରକାରୀ ହୋଇଥାଏ
  
 
|-
 
|-
 
|04:09
 
|04:09
| ଅନୁରୂପେ ଭାବେ KMC ପ୍ରଦାତା ନରମ ସଫା ସୁତା କପଡ଼ା ବ୍ୟବହାର କରିପାରିବେ
+
| ଅନୁରୂପେ ଭାବେ, KMC ପ୍ରଦାତା ନରମ ସଫା ସୁତା କପଡ଼ା ବ୍ୟବହାର କରିପାରିବେ
  
 
|-
 
|-
Line 255: Line 254:
 
|-
 
|-
 
|04:19
 
|04:19
| ଗୋଟିଏ ଟୋପି ଓ ନ୍ୟାପି ପିନ୍ଧିବା ଆବଶ୍ୟକ  
+
| ଗୋଟିଏ ଟୋପି ଓ ନ୍ୟାପୀ ପିନ୍ଧିବା ଆବଶ୍ୟକ  
  
 
|-
 
|-
 
|04:22
 
|04:22
| ଯଦି ଶିଶୁ KMC ସମୟରେ ଝାଡ଼ା କିମ୍ବା ପରିସ୍ରା କରିଥାଏ ତେବେ -  
+
| ଯଦି ଶିଶୁ KMC ସମୟରେ ଝାଡ଼ା କିମ୍ବା ପରିସ୍ରା କରେ, ତେବେ -  
  
 
|-
 
|-
 
|04:27
 
|04:27
| ତାକୁ ଭଲ ଭାବେ ପରିଷ୍କାର ଶୁଖାଇବା ଆବଶ୍ୟକ
+
| ତାକୁ ଭଲ ଭାବେ ପରିଷ୍କାର କରି ଶୁଖାଇବା ଦରକାର
  
 
|-
 
|-
 
|04:30
 
|04:30
| ତା’ପରେ ଆମେ ଆଗକୁ ବଢ଼ିବା ସହିତ କଙ୍ଗାରୁ କେଆର୍‌ର କାର୍ଯ୍ୟ ପଦ୍ଧତି ବିଷୟରେ ଚାଲନ୍ତୁ ବିସ୍ତାର ରୂପେ ଆଲୋଚନା କରିବା  
+
| ଏବେ ଆମେ ଚାଲନ୍ତୁ କଙ୍ଗାରୁ କେଆ‌ର୍‌ର କାର୍ଯ୍ୟ ପଦ୍ଧତି ବିଷୟରେ ସବିଶେଷ ଆଲୋଚନା କରିବା  
  
 
|-
 
|-
 
|04:36
 
|04:36
| ପ୍ରଥମେ, ମା’ ସିଧା ହୋ‍ଇ ଛିଡ଼ା ହେବା ଆବଶ୍ୟକ
+
| ପ୍ରଥମେ, ମା’ ସିଧା ହୋଇ ଛିଡ଼ା ହେବେ
  
 
|-
 
|-
 
|04:40
 
|04:40
| ତା’ପରେ ସ୍ଵାସ୍ଥ୍ୟକର୍ମୀ କିମ୍ବା କୌଣସି ପରିବାରର ସଦସ୍ୟ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ଗୋଟିକ ପରେ ଗୋଟିଏ କରିବେ -
+
| ତା’ପରେ, ସ୍ଵାସ୍ଥ୍ୟକର୍ମୀ କିମ୍ବା ପରିବାରର କୌଣସି ସଦସ୍ୟ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ପର୍ଯ୍ୟାୟାନୁକ୍ରମେ କରିବେ -  
 
 
 
|-
 
|-
Line 283: Line 282:
 
|-
 
|-
 
|04:51
 
|04:51
| ଶିଶୁକୁ ମା’ଙ୍କର ଖୋଲା ଛାତି ମଧ୍ୟରେ ଶିଶୁର ମୁଣ୍ଡକୁ ଉପରକୁ କରିବା ଅବସ୍ଥାରେ ରଖନ୍ତୁ
+
| ଶିଶୁକୁ ମା’ଙ୍କର ଖୋଲା ଛାତି ମଧ୍ୟରେ ମୁଣ୍ଡ ଉପରକୁ କରି ରଖନ୍ତୁ
  
 
|-
 
|-
 
|04:56
 
|04:56
| ତା’ପରେ ଶିଶୁର ମୁଣ୍ଡକୁ ଗୋଟିଏ ପଟକୁ ଢଳାଇ ଦିଅନ୍ତୁ
+
| ତା’ପରେ, ଶିଶୁର ମୁଣ୍ଡକୁ ଗୋଟିଏ ପଟକୁ ଢଳାଇ ଦିଅନ୍ତୁ
  
 
|-
 
|-
 
|05:00
 
|05:00
| ଶିଶୁର ମୁଣ୍ଡ ପଛ ଆଡ଼କୁ ସାମାନ୍ୟ ମୋଡ଼ି ହୋ‍ଇଥିବା ସୁନିଶ୍ଚିତ କରନ୍ତୁ
+
| ତା’ ମୁଣ୍ଡ ପଛ ଆଡ଼କୁ ସାମାନ୍ୟ ମୋଡ଼ି ହୋଇଥିବା ସୁନିଶ୍ଚିତ କରନ୍ତୁ
  
 
|-
 
|-
 
|05:04
 
|05:04
| ଏହି ଅବସ୍ଥାରେ ଶିଶୁର ନାକ ପବନ ଆଡ଼କୁ ଖୋଲା ରହିବ
+
| ଏହାଦ୍ୱାରା ଶିଶୁର ନାକ ପବନ ଆଡ଼କୁ ଖୋଲା ରହିଥାଏ
 
   
 
   
 
|-
 
|-
 
|05:08
 
|05:08
| ଏବଂ ମା’ ଓ ତାଙ୍କର ଶିଶୁ ଆଖିକୁ ଆଖି ମିଳାଇ ପରସ୍ପରକୁ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ  
+
| ଏବଂ ମା’ ଓ ଶିଶୁ ପରସ୍ପରକୁ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ  
  
 
|-
 
|-
 
|05:14
 
|05:14
| ତା’ପରେ ଶିଶୁର ନିତମ୍ବକୁ ସାମାନ୍ୟ ବାହାରକୁ ମୋଡ଼ିଦିଅନ୍ତୁ  
+
| ତା’ପରେ, ଶିଶୁର ନିତମ୍ବକୁ ସାମାନ୍ୟ ବାହାରକୁ ମୋଡ଼ିଦିଅନ୍ତୁ  
  
 
|-
 
|-
 
|05:18
 
|05:18
| ମନେରଖନ୍ତୁ – ଶିଶୁର ବାହୁ ମା’ଙ୍କର ସ୍ତନ ଉପରେ ଏବଂ
+
| ମନେରଖନ୍ତୁ – ଶିଶୁର ବାହୁ ମା’ଙ୍କର ସ୍ତନ ଉପରେ
  
 
|-
 
|-
 
|05:23
 
|05:23
| ଗୋଡ଼ଗୁଡ଼ିକ ସ୍ତନ ତଳେ ଏବଂ
+
| ଏବଂ ଗୋଡ଼ଗୁଡ଼ିକ ସ୍ତନ ତଳେ
  
 
|-
 
|-
 
|05:27
 
|05:27
| ଶିଶୁର ତଳିପେଟ ଛାତି ଉପରେ ରହିବା ଆବଶ୍ୟକ  
+
| ତଥା ତଳିପେଟ ଛାତି ଉପରେ ରହିବା ଆବଶ୍ୟକ  
  
 
|-
 
|-
Line 323: Line 322:
 
|-
 
|-
 
|05:32
 
|05:32
| ଶିଶୁକୁ ଗୋଟିଏ କମ୍ବଳ ଦ୍ଵାରା ଘୋଡ଼ାଇ ଦିଅନ୍ତୁ, ଯଦି ଶୀତ ହେଉଥାଏ
+
| ଶୀତ ହେଉଥିଲେ ଶିଶୁକୁ ଗୋଟିଏ କମ୍ବଳରେ ଘୋଡ଼ାଇ ଦିଅନ୍ତୁ  
  
 
|-
 
|-
Line 331: Line 330:
 
|-
 
|-
 
|05:39
 
|05:39
| ତା’ପରେ ଶିଶୁ ଓ ମା’ଙ୍କର ଛାତି ଓ ତଳିପେଟରେ କପଡ଼ା ଗୁଡ଼ାଇ ଦିଅନ୍ତୁ  
+
| ତା’ପରେ, ଶିଶୁ ଓ ମା’ଙ୍କର ଛାତି ଓ ତଳିପେଟରେ କପଡ଼ା ଗୁଡ଼ାଇ ଦିଅନ୍ତୁ  
  
 
|-
 
|-
Line 351: Line 350:
 
|-
 
|-
 
|05:56
 
|05:56
| ଏବଂ ପିଠିରେ ଛନ୍ଦି ହେବା ଆବଶ୍ୟକ
+
| ପିଠିରେ ଛନ୍ଦି ହେବ
  
 
|-
 
|-
Line 371: Line 370:
 
|-
 
|-
 
|06:17
 
|06:17
| ମନେରଖନ୍ତୁ- ଯେହେତୁ ମା’ ଆରାମରେ ଅଛନ୍ତି ତେଣୁ ସେ ନିଜକୁ ନିଜେ କପଡ଼ା ଗୁଡ଼ାଇବା ଶିଖିବା ଆବଶ୍ୟକ
+
| ମନେରଖନ୍ତୁ- ମା’ ସହଜ ଅନୁଭବ କରିବା ପରେ, ସେ ନିଜକୁ ନିଜେ କପଡ଼ା ଗୁଡ଼ାଇବା ଶିଖିବା ଦରକାର
  
 
|-
 
|-
 
|06:24
 
|06:24
| ସମାନ ସିରିଜ୍‍ର ଅନ୍ୟ ଟ୍ୟୁଟୋରିଆଲ୍‍ରେ KMC ସମୟରେ ନିଜକୁ ନିଜେ କପଡ଼ା ବାନ୍ଧିବାର କୌଶଳ ବିଷୟରେ ବର୍ଣ୍ଣନା କରାଯିବ
+
| KMC ସମୟରେ ନିଜକୁ ନିଜେ କପଡ଼ା ବାନ୍ଧିବାର କୌଶଳ ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯିବ
  
 
|-
 
|-
Line 383: Line 382:
 
|-
 
|-
 
|06:37
 
|06:37
| ଯଦି କପଡ଼ା ବ୍ୟବହାର କରିବା ମା’ଙ୍କ ପାଇଁ ସୁବିଧାଜନକ ନହୁଏ ତେବେ, ସେ ଗୋଟିଏ ଷ୍ଟ୍ରେଚି ବ୍ୟାଣ୍ଡ ବ୍ୟବହାର କରିପାରିବେ
+
| ଯଦି କପଡ଼ା ବ୍ୟବହାର କରିବା ମା’ଙ୍କ ପାଇଁ ସୁବିଧାଜନକ ନହୁଏ, ତେବେ ସେ ଗୋଟିଏ ଷ୍ଟ୍ରେଚୀ ବ୍ୟାଣ୍ଡ ବ୍ୟବହାର କରିପାରିବେ
 
 
 
|-
 
|-
Line 391: Line 390:
 
|-
 
|-
 
|06:46
 
|06:46
| ଗୋଟିଏ ଷ୍ଟ୍ରେଚି ବ୍ୟାଣ୍ଡ ବ୍ୟବହାର କରିବା ସମୟରେ,  
+
| ଗୋଟିଏ ଷ୍ଟ୍ରେଚୀ ବ୍ୟାଣ୍ଡ ବ୍ୟବହାର କରିବା ସମୟରେ,  
 
 
 
|-
 
|-
Line 403: Line 402:
 
|-
 
|-
 
|06:57
 
|06:57
| ଏବଂ ପୂର୍ବେ ଆଲୋଚନା କରାଯାଇଥିବା ଭଳି ମା’ ଓ ଶିଶୁର ଆଖି ସହିତ ଆଖି ମିଳାଇବା ପାଇଁ
+
| ଏବଂ ପୂର୍ବେ ଆଲୋଚିତ ଭଳି ମା’ ଓ ଶିଶୁର ଆଖି ସହିତ ଆଖି ମିଳାଇବା ପାଇଁ
  
 
|-
 
|-
 
|06:59
 
|06:59
| ଶିଶୁର ମୁଣ୍ଡକୁ ସାମନ୍ୟ ଢଳାଇ ଦିଅନ୍ତୁ
+
| ଶିଶୁର ମୁଣ୍ଡକୁ ସାମନ୍ୟ ଢଳାଇଦିଅନ୍ତୁ
  
 
|-
 
|-
 
|07:04
 
|07:04
| ଗୁଡ଼ାଯାଇଥିବା କପଡ଼ା କିମ୍ବା ଷ୍ଟ୍ରେଚି ବ୍ୟାଣ୍ଡ ବହୁତ ଟାଇଟ୍ କିମ୍ବା ବହୁତ ଢ଼ିଲା ହେବା ଉଚିତ୍ ନୁହେଁ
+
| ଗୁଡ଼ାଯାଇଥିବା କପଡ଼ା କିମ୍ବା ଷ୍ଟ୍ରେଚୀ ବ୍ୟାଣ୍ଡ ବହୁତ ଟାଇଟ୍ କିମ୍ବା ବହୁତ ଢିଲା ହେବା ଉଚିତ ନୁହେଁ
  
 
|-
 
|-
 
|07:11
 
|07:11
| ଶିଶୁ ସ୍ଵଚ୍ଛନ୍ଦରେ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ଏହା ଯଥେଷ୍ଟ ଆରାମଦାୟକ ହେବା ଆବଶ୍ୟକ
+
| ଶିଶୁ ସ୍ଵଚ୍ଛନ୍ଦରେ ନିଶ୍ଵାସ ନେବା ପାଇଁ ଏହା ଯଥେଷ୍ଟ ଆରାମଦାୟକ ହେବା ଆବଶ୍ୟକ
  
 
|-
 
|-
Line 423: Line 422:
 
|-
 
|-
 
|07:20
 
|07:20
| ଚାଲିବା, ଛିଡ଼ା ହେବା, ବସିବା କିମ୍ବା
+
| ଚାଲିବା, ଛିଡ଼ା ହେବା, ବସିବା  
 
 
 
|-
 
|-
 
|07:23
 
|07:23
| ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାରେ ସକ୍ଷମ ହେବେ  
+
| କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାରେ ସକ୍ଷମ ହେବେ  
 
 
 
|-
 
|-
 
|07:26
 
|07:26
| ଯଦି ଜଣେ ମା’ ସମ୍ପୂର୍ଣ୍ଣ ଆରାମଦାୟକ ଅବସ୍ଥାରେ ରହିଥାନ୍ତି ତେବେ,
+
| ଯଦି ଜଣେ ମା’ ସମ୍ପୂର୍ଣ୍ଣ ଆରାମଦାୟକ ଅବସ୍ଥାରେ ରହିଥା’ନ୍ତି,
 
 
 
|-
 
|-
 
|07:29
 
|07:29
| ସେ କଙ୍ଗାରୁ କେଆର୍ ସମୟରେ ଆଉଜି ହୋ‍ଇ କିମ୍ବା ସାମାନ୍ୟ ଆଉଜି ହୋ‍ଇ ମଧ୍ୟ ଶୋ‍ଇ ପାରିବେ  
+
| ତେବେ ସେ କଙ୍ଗାରୁ କେଆର୍ ସମୟରେ ଆଉଜି ହୋଇ କିମ୍ବା ସାମାନ୍ୟ ଆଉଜି ହୋଇ ମଧ୍ୟ ଶୋଇ ପାରିବେ  
  
 
|-
 
|-
Line 443: Line 442:
 
|-
 
|-
 
|07:40
 
|07:40
| ଗୁଡ଼ାଯାଇ ଥିବା କପଡ଼ାକୁ ସାମାନ୍ୟ ଢ଼ିଲା କରି ଏବଂ
+
| ଗୁଡ଼ାଯାଇ ଥିବା କପଡ଼ାକୁ ସାମାନ୍ୟ ଢିଲା କରି ଏବଂ
 
 
 
|-
 
|-
 
|07:43
 
|07:43
| ଶିଶୁକୁ ସ୍ତନ୍ୟପାନ କରାଇବା ପୋଜିଶନ୍‍ରେ ରଖି
+
| ଶିଶୁକୁ ସ୍ତନ୍ୟପାନ କରାଇବା ସ୍ଥିତିରେ ରଖି
 
 
 
|-
 
|-
Line 455: Line 454:
 
|-
 
|-
 
|07:50
 
|07:50
| କିମ୍ବା ହାତରେ ସ୍ତନରୁ କ୍ଷୀର କାଢ଼ି ପାରିବେ ଏବଂ
+
| କିମ୍ବା ହାତରେ ସ୍ତନରୁ କ୍ଷୀର କାଢ଼ି
  
 
|-
 
|-
Line 467: Line 466:
 
|-
 
|-
 
|08:03
 
|08:03
| ଗୋଟିଏ ମାସରେ ଶିଶୁର 900ରୁ 1,000 ଗ୍ରାମ୍ ପର୍ଯ୍ୟନ୍ତ ଓଜନ ବୃଦ୍ଧି ହେବା ଆବଶ୍ୟକ
+
| ଗୋଟିଏ ମାସରେ ଶିଶୁର 900ରୁ 1,000 ଗ୍ରାମ୍ ପର୍ଯ୍ୟନ୍ତ ଓଜନ ବୃଦ୍ଧି ହେବା ଦରକାର
  
 
|-
 
|-
Line 475: Line 474:
 
|-
 
|-
 
|08:13
 
|08:13
| ରୁଟିନ୍ ଯାଞ୍ଚ ସମୟରେ ଶିଶୁର ଓଜନକୁ ଅନୁଧ୍ୟାନ କରିବା ଆବଶ୍ୟକ
+
| ନିୟମିତ ଯାଞ୍ଚ ସମୟରେ ଶିଶୁର ଓଜନକୁ ଦେଖିବା ଉଚିତ
 
 
 
|-
 
|-
 
|08:17
 
|08:17
| ଯଦି ଶିଶୁ ଯଥେଷ୍ଟ ଓଜନ ପ୍ରାପ୍ତ କରୁ ନଥାଏ ତେବେ,
+
| ଯଦି ଶିଶୁର ଓଜନ ବଢୁନଥାଏ,
 
 
 
|-
 
|-
 
|08:21
 
|08:21
| ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ୍ୟପାନ କରାଇବାର କୌଶଳକୁ ଅନୁଧ୍ୟାନ କରିବା ଆବଶ୍ୟକ କିମ୍ବା  
+
| ତେବେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ୍ୟପାନ କୌଶଳକୁ ଅନୁଧ୍ୟାନ କରିବେ କିମ୍ବା  
  
 
|-
 
|-
 
|08:25
 
|08:25
| ଶିଶୁ କେତେ ଥର ପରିସ୍ରା କରୁଛି ଯାଞ୍ଚ କରିବା ଆବଶ୍ୟକ
+
| ଶିଶୁ କେତେ ଥର ପରିସ୍ରା କରୁଛି, ତାହା ଯାଞ୍ଚ କରିବେ
  
 
|-
 
|-
Line 495: Line 494:
 
|-
 
|-
 
|08:32
 
|08:32
| ସମାନ ସିରିଜ୍‍ର ଅନ୍ୟ ଗୋଟିଏ ଟ୍ୟୁଟୋରିଆଲ୍‍ରେ ସଠିକ୍ ଲାଚିଂ ବିଷୟରେ ଆଲୋଚନା କରାଯାଇଛି  
+
| ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ସଠିକ୍ ଲାଚିଂ ବିଷୟରେ ଆଲୋଚନା କରାଯାଇଛି  
 
 
 
|-
 
|-
 
|08:39
 
|08:39
| ତା’ପରେ, ଗୁଡ଼ାଯାଇଥିବା କପଡ଼ାରୁ ଶିଶୁକୁ କିପରି କଢ଼ିବା ଚାଲନ୍ତୁ ଶିଖିବା  
+
| ତା’ପରେ, ଗୁଡ଼ାଯାଇଥିବା କପଡ଼ାରୁ ଶିଶୁକୁ କିପରି କଢ଼ିବେ, ଚାଲନ୍ତୁ ଶିଖିବା  
 
 
 
|-
 
|-
 
|08:44
 
|08:44
| ପ୍ରଥେମ ମା’ ସିଧା ହୋ‍ଇ ବସିବା ଆବଶ୍ୟକ
+
| ପ୍ରଥେମ ମା’ ସିଧା ହୋଇ ବସିବେ
 
 
 
|-
 
|-
 
|08:48
 
|08:48
| ତା’ପରେ ଗଣ୍ଠିକୁ ଗୋଟିଏ ହାତରେ ଖୋଲିବା ଆବଶ୍ୟକ ଏବଂ
+
| ତା’ପରେ, ଗଣ୍ଠିକୁ ଗୋଟିଏ ହାତରେ ଖୋଲିବେ
  
 
|-
 
|-
 
|08:53
 
|08:53
| ଶିଶୁର ନିତମ୍ବକୁ ଗୁଡ଼ାଯାଇ ଥିବା କପଡ଼ାର ବାହାରପଟୁ ଅନ୍ୟ ହତରେ ସପୋର୍ଟ ଦିଅନ୍ତୁ
+
| ଏବଂ ଗୁଡ଼ାଯାଇ ଥିବା କପଡ଼ାର ବାହାରପଟୁ ଶିଶୁର ନିତମ୍ବକୁ ଅନ୍ୟ ହାତରେ ଧରନ୍ତୁ
  
 
|-
 
|-
 
|08:58
 
|08:58
| ଏହା ପରେ, ସମାନ ହାତ ସାହାଯ୍ୟରେ ଯାହାକୁ ପୂର୍ବେ ଗଣ୍ଠି ଖୋଲିବାରେ ବ୍ୟବହାର କରାଯାଇଥିଲା, ଗୁଡ଼ାଯାଇଥିବା କପଡ଼ାକୁ ଢିଲା କରନ୍ତୁ  
+
| ଏହାପରେ, ଗଣ୍ଠି ଖୋଲୁଥିବା ହାତ ସାହାଯ୍ୟରେ, ଗୁଡ଼ାଯାଇଥିବା କପଡ଼ାକୁ ଢିଲା କରନ୍ତୁ  
  
 
|-
 
|-
 
|09:04
 
|09:04
| ତା’ପରେ ଶିଶୁର ନିତମ୍ବ ତଳେ ଥିବା କପଡ଼ା ଉପରେ ଥିବା ହାତକୁ ଶିଫ୍ଟ କରନ୍ତୁ ଏବଂ
+
| ଶିଶୁର ନିତମ୍ବ ତଳେ କପଡ଼ା ଉପରେ ଥିବା ହାତକୁ କାଢ଼ନ୍ତୁ
  
 
|-
 
|-
 
| 09:11
 
| 09:11
| କପଡ଼ାର ବାହାରୁ ଶିଶୁର ନିତମ୍ବକୁ ସପୋର୍ଟ ଦେବା ପାଇଁ ଅନ୍ୟ ହାତକୁ ବ୍ୟବହାର କରନ୍ତୁ
+
| ଏବଂ କପଡ଼ାର ବାହାରୁ ଶିଶୁର ନିତମ୍ବକୁ ଧରିବା ପାଇଁ ଅନ୍ୟ ହାତର ବ୍ୟବହାର କରନ୍ତୁ
  
 
|-
 
|-
 
|09:16
 
|09:16
| ତା’ପରେ ଶିଶୁକୁ ଉପରକୁ ଟେକି, ଗୁଡ଼ାଯାଇଥିବା କପଡ଼ାରୁ କାଢ଼ିଦିଅନ୍ତୁ
+
| ତା’ପରେ, ଶିଶୁକୁ ଉପରକୁ ଟେକି, ଗୁଡ଼ାଯାଇଥିବା କପଡ଼ାରୁ କାଢ଼ିଦିଅନ୍ତୁ
 
 
 
|-
 
|-
 
|09:21
 
|09:21
| ଏହା ପରେ ମନେରଖନ୍ତୁ, ଶିଶୁର ମୁଣ୍ଡକୁ
+
| ଏହାପରେ, ଶିଶୁର ମୁଣ୍ଡକୁ ଏପରି ଧରନ୍ତୁ ଯେ,
 
 
 
|-
 
|-
 
|09:26
 
|09:26
| ଗୋଟିଏ କାନ ପଛପଟେ ବୁଢ଼ା ଆଙ୍ଗୁଠି ଏବଂ  
+
| ବୁଢ଼ା ଆଙ୍ଗୁଠି ଗୋଟିଏ କାନ ପଛପଟେ ଏବଂ  
  
 
|-
 
|-
 
|09:28
 
|09:28
| ଅନ୍ୟ ଅଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରଖି ଧରନ୍ତୁ
+
| ଅନ୍ୟ ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବ
  
 
|-
 
|-
Line 547: Line 546:
 
|-
 
|-
 
|09:32
 
|09:32
| ଯଦି ଶିଶୁ ସତର୍କ ଏବଂ ସକ୍ରିୟ ରହେ ନାହିଁ ତେବେ, ମା’ ତୁରନ୍ତ ଡାକ୍ତର ଏବଂ  
+
| ମା’ ତୁରନ୍ତ ଡାକ୍ତର ଏବଂ ସ୍ଵାସ୍ଥ୍ୟକର୍ମୀଙ୍କୁ ଜଣାଇବା ଦରକାର -
 
 
 
|-
 
|-
 
|09:37
 
|09:37
| ସ୍ଵାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ
+
| ଯଦି ଶିଶୁ ସତର୍କ ଏବଂ ସକ୍ରିୟ ନଥାଏ
  
 
|-
 
|-
 
|09:41
 
|09:41
| ଯଦି ଶିଶୁ ଯୋର୍ ଯୋର୍‍ରେ ନିଶ୍ଵାସ ନେଉଛି କିମ୍ବା ନିଶ୍ଵାସ ପ୍ରଶ୍ଵାସ ମଧ୍ୟରେ ଲମ୍ବା ବ୍ୟବଧାନ ରହୁଛି
+
| ଯଦି ଶିଶୁ ଜୋର୍ ଜୋର୍‌ରେ ନିଶ୍ଵାସ ନେଉଥାଏ କିମ୍ବା ସେଥିରେ ଦୀର୍ଘ ବ୍ୟବଧାନ ରହୁଥାଏ
  
 
|-
 
|-
 
|09:46
 
|09:46
| ଯଦି ଶିଶୁର ଜିଭ କିମ୍ବା ଓଠ ନୀଳ ହୋଇଯାଉଛି
+
| ଯଦି ଶିଶୁର ଜିଭ କିମ୍ବା ଓଠ ନୀଳ ହୋଇଯାଉଥାଏ
 
 
 
|-
 
|-
 
|09:50
 
|09:50
| ଏବଂ ଯଦି ଶିଶୁର ପାଦ ଥଣ୍ଡା ଲାଗୁଛି
+
| ଏବଂ ଯଦି ଶିଶୁର ପାଦ ଥଣ୍ଡା ଲାଗୁଥାଏ
  
 
|-
 
|-
 
|09:53
 
|09:53
| ଏହା ସହିତ ଆମେ କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ
+
| ଏହା ସହିତ ଆମେ କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
 +
 
 
|-
 
|-
 
|09:58
 
|09:58
| ଆମ ସହିତ ଜଡ଼ିତ ହୋ‍ଇଥିବାରୁ ଧନ୍ୟବାଦ  
+
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ  
 
+
 
|}
 
|}

Revision as of 16:44, 28 August 2019

Time
Narration
00:00 ନମସ୍କାର, “କଙ୍ଗାରୁ ମଦର୍ କେଆର୍” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା -
00:08 କଙ୍ଗାରୁ ମଦର୍ କେଆର୍ କ’ଣ?
00:10 ଭିନ୍ନ ଭିନ୍ନ ଭାଗ, ମହତ୍ତ୍ୱ ଓ
00:13 ତାହାର ସମ୍ପୂର୍ଣ୍ଣ ପ୍ରକ୍ରିୟା
00:17 ପ୍ରଥମେ ଚାଲନ୍ତୁ କଙ୍ଗାରୁ ମଦର୍ କେଆର୍ ପରିଚୟରୁ ଆରମ୍ଭ କରିବା
00:22 ଯେପରି ନାମ କହୁଛି -
00:24 ଏଥିରେ ମା’ଙ୍କ ଚର୍ମ ସହିତ ଶିଶୁର ଚର୍ମକୁ ସ୍ପର୍ଶ କରି ରଖାଯାଏ
00:29 ଏବଂ ଏହା KMC ଭାବେ ପରିଚିତ
00:32 ମନେରଖନ୍ତୁ, ଶିଶୁ ଜନ୍ମ ହେବା କ୍ଷଣି KMC ପ୍ରଦାନ କରିବା ଦରକାର
00:39 ଏହା ବିଶେଷକରି ସେହି ନିମ୍ନ ଜନ୍ମ ଓଜନ ଥିବା ଶିଶୁଙ୍କ ପାଇଁ ସୁପାରିସ କରାଯାଏ -
00:44 ଯାହାର ଓଜନ ଜନ୍ମ ସମୟରେ 2.5 କିଲୋଗ୍ରାମରୁ କମ ଥିବ ଏବଂ
00:48 ଯାହାକୁ ନିୟମିତ ଦେଖାଶୁଣା କରିବାର ଆବଶ୍ୟକତା ନଥିବ
00:52 ହେଲେ, ଏହାକୁ ସୁସ୍ଥ ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ
00:59 KMCର ମୁଖ୍ୟତଃ ଦୁଇଟି ଭାଗ ଅଛି:
01:03 ମା’ ଓ ଶିଶୁ ମଧ୍ୟରେ ନିୟମିତ ଦୀର୍ଘ ସମୟ ପାଇଁ ଚର୍ମ ସଂସ୍ପର୍ଶ
01:09 ଏବଂ କେବଳ ସ୍ତନ୍ୟପାନ କରାଇବା
01:13 ଚାଲନ୍ତୁ ସେହି ଭାଗଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରିବା
01:17 ପ୍ରଥମ ଭାଗ ହେଉଛି ଚର୍ମ ସହିତ ଚର୍ମର ସ୍ପର୍ଶ
01:21 ଯେଉଁଥିରୁ ଲେଟ୍ ଡାଉନ୍ ରିଫ୍ଲେକ୍ସ ଉନ୍ନତ ହୋଇଥାଏ
01:24 ଏବଂ ଯାହା କାରଣରୁ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି ହୋଇଥାଏ
01:28 ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ଲେଟ୍ ଡାଉନ୍ ରିଫ୍ଲେକ୍ସ ବିଷୟରେ କୁହାଯାଇଛି
01:34 ଦ୍ଵିତୀୟ ଭାଗଟି ହେଉଛି ସ୍ତନ୍ୟପାନ କରାଇବା
01:38 ଧ୍ୟାନ ଦିଅନ୍ତୁ ଯେ -
01:40 ପ୍ରଥମ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ର ହିଁ କ୍ଷୀର ଦିଆଯିବା ଉଚିତ
01:45 ଏହାପରେ ଆମେ କଙ୍ଗାରୁ କେଆର୍‌ର ମହତ୍ତ୍ୱ ଉପରେ ଆଲୋଚନା କରିବା
01:50 KMCରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଶୁ ଚର୍ମ ସହିତ ମା’ ଚର୍ମର ସମ୍ପର୍କ ଦ୍ଵାରା ଶିଶୁ ଶରୀରର ତାପମାତ୍ରା ସଠିକ୍ ରହିଥାଏ
01:57 ଏବଂ ଶିଶୁ ଅଧିକ ସୁରକ୍ଷିତ ମନେକରିଥାଏ
02:01 KMC ଦ୍ଵାରା,
02:03 ସଂକ୍ରମଣର ସମ୍ଭାବନା ଏବଂ
02:05 ଶିଶୁଙ୍କଠାରେ ଆପ୍‌ନିଆର ହାର ମଧ୍ୟ ହ୍ରାସ ପାଇଥାଏ
02:09 ଆପ୍‌ନିଆରେ ଶିଶୁର ଶ୍ୱାସକ୍ରିୟା ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକିଯାଇଥାଏ
02:13 ଏହା ଛଡ଼ା,
02:15 KMC ଦ୍ଵାରା ସ୍ତନ୍ୟପାନର ବାରମ୍ବାରତା ଓ ଅବଧି ବୃଦ୍ଧି ପାଇଥାଏ
02:20 ଏବଂ ଏହାଦ୍ୱାରା ମା’ ଓ ଶିଶୁ ମଧ୍ୟରେ ସ୍ନେହର ବନ୍ଧନ ସୁଦୃଢ଼ ହୋଇଥାଏ
02:26 KMC ଶିଶୁକୁ ସାହାଯ୍ୟ କରିଥାଏ -
02:28 ଅନ୍ୟ ପାରମ୍ପରିକ ଶୈଳୀ ତୁଳନାରେ ଓଜନ ବଢ଼ାଇବାରେ, ଯେପରି -
02:33 ଶିଶୁକୁ ଗରମ ରଖୁଥିବା ପେଟିରେ ରଖିବା
02:36 ଯାହା ଶିଶୁ ଓ ମା’ଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ
02:40 ଏହାଦ୍ୱାରା ମା’ଙ୍କ ସନ୍ତୁଷ୍ଟି ଓ ଆତ୍ମବିଶ୍ଵାସ ବଢ଼ିଥାଏ
02:45 ଯେହେତୁ ସେ ନିଜ ଶିଶୁର ଅଧିକ ଯତ୍ନ ନିଅନ୍ତି
02:49 ମଜା କଥା ହେଉଛି, ମା’ଙ୍କ ବ୍ୟତୀତ KMC
02:54 ବାପା କିମ୍ବା
02:56 ପରିବାର ଯେକୌଣସି ବୟସ୍କ ସଦସ୍ୟଙ୍କ ଦ୍ଵାରା ମଧ୍ୟ ପ୍ରଦାନ କରାଯାଇପାରିବ
02:58 ଏବେ, KMC ପ୍ରଦାତାଙ୍କ ଦ୍ୱାରା ପାଳନ କରାଯିବାକୁ ଥିବା ବିଷୟଗୁଡ଼ିକୁ ଆମେ ଆଲୋଚନା କରିବା:
03:04 KMC ପ୍ରଦାତା ସୁସ୍ଥ ଏବଂ ରୋଗମୁକ୍ତ ଥିବେ
03:09 ସେ ନିଜର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖୁଥିବା ଉଚିତ, ଯେପରି -
03:14 ହାତ ଧୋଇବା,
03:16 ନିତିଦିନ ଗାଧୋଇବା, ହାତ ନଖ କାଟିବା,
03:18 ମୁଣ୍ଡ କୁଣ୍ଡାଇବା,
03:20 ଏବଂ କପଡ଼ା ସଫା ରଖିବା, ଇତ୍ୟାଦି
03:22 ସେ କୌଣସି ପ୍ରକାରର ଗହଣା, ଘଣ୍ଟା ଓ ସୁତା ପିନ୍ଧିବା ଉଚିତ ନୁହେଁ -
03:26 ଯେହେତୁ ଏଗୁଡ଼ିକ ପରିଚ୍ଛନ୍ନତା ବଜାୟ ରଖିବାରେ ବାଧକ ହୋଇପାରନ୍ତି
03:31 ଏବଂ ଏଗୁଡ଼ିକ ଦ୍ଵାରା ଶିଶୁ କ୍ଷତିଗ୍ରସ୍ତ ହୋଇପାରେ
03:35 ବର୍ତ୍ତମାନ, ପ୍ରଦାତା KMC ସମୟରେ ପିନ୍ଧିବା କପଡ଼ା ବିଷୟରେ ଚାଲନ୍ତୁ ଆଲୋଚନା କରିବା-
03:42 କପଡ଼ାର ଆଗପଟ ଖୋଲା ଓ ହାଲୁକା ହେବା ଆବଶ୍ୟକ
03:46 ଉଦାହରଣସ୍ଵରୂପ, ସାଢ଼ି-ବ୍ଲାଉଜ୍ କିମ୍ବା ସାମ୍ନା ଖୋଲାଥିବା ଗାଉନ୍
03:51 ଧ୍ୟାନ ଦିଅନ୍ତୁ ଯେ, KMC ପ୍ରଦାତା, ସମ୍ପୂର୍ଣ୍ଣ KMC ପ୍ରଦାନ ସମୟରେ ଏହି ସାମ୍ନା ଖୋଲାଥିବା ଗାଉନ୍ କିମ୍ବା ବ୍ଲାଉଜ୍ ପିନ୍ଧିବେ
03:58 କଙ୍ଗାରୁ ବ୍ୟାଗ୍ କିମ୍ବା ବାଇଣ୍ଡର୍‌ଗୁଡ଼ିକୁ ବଜାରରୁ ମଧ୍ୟ କିଣିହେବ
04:04 ଦୀର୍ଘ ସମୟ ପାଇଁ KMC ପ୍ରଦାନ କରିବାରେ ଏଗୁଡ଼ିକ ଦରକାରୀ ହୋଇଥାଏ
04:09 ଅନୁରୂପେ ଭାବେ, KMC ପ୍ରଦାତା ନରମ ସଫା ସୁତା କପଡ଼ା ବ୍ୟବହାର କରିପାରିବେ
04:16 ଯେତେବେଳେ କି ଶିଶୁ KMC ସମୟରେ -
04:19 ଗୋଟିଏ ଟୋପି ଓ ନ୍ୟାପୀ ପିନ୍ଧିବା ଆବଶ୍ୟକ
04:22 ଯଦି ଶିଶୁ KMC ସମୟରେ ଝାଡ଼ା କିମ୍ବା ପରିସ୍ରା କରେ, ତେବେ -
04:27 ତାକୁ ଭଲ ଭାବେ ପରିଷ୍କାର କରି ଶୁଖାଇବା ଦରକାର
04:30 ଏବେ ଆମେ ଚାଲନ୍ତୁ କଙ୍ଗାରୁ କେଆ‌ର୍‌ର କାର୍ଯ୍ୟ ପଦ୍ଧତି ବିଷୟରେ ସବିଶେଷ ଆଲୋଚନା କରିବା
04:36 ପ୍ରଥମେ, ମା’ ସିଧା ହୋଇ ଛିଡ଼ା ହେବେ
04:40 ତା’ପରେ, ସ୍ଵାସ୍ଥ୍ୟକର୍ମୀ କିମ୍ବା ପରିବାରର କୌଣସି ସଦସ୍ୟ ନିମ୍ନଲିଖିତ କାର୍ଯ୍ୟଗୁଡ଼ିକୁ ପର୍ଯ୍ୟାୟାନୁକ୍ରମେ କରିବେ -
04:48 ଶିଶୁର ନିମ୍ନ ଭାଗ ଓ ମୁଣ୍ଡକୁ ସପୋର୍ଟ ଦେବା ସହିତ-
04:51 ଶିଶୁକୁ ମା’ଙ୍କର ଖୋଲା ଛାତି ମଧ୍ୟରେ ମୁଣ୍ଡ ଉପରକୁ କରି ରଖନ୍ତୁ
04:56 ତା’ପରେ, ଶିଶୁର ମୁଣ୍ଡକୁ ଗୋଟିଏ ପଟକୁ ଢଳାଇ ଦିଅନ୍ତୁ
05:00 ତା’ ମୁଣ୍ଡ ପଛ ଆଡ଼କୁ ସାମାନ୍ୟ ମୋଡ଼ି ହୋଇଥିବା ସୁନିଶ୍ଚିତ କରନ୍ତୁ
05:04 ଏହାଦ୍ୱାରା ଶିଶୁର ନାକ ପବନ ଆଡ଼କୁ ଖୋଲା ରହିଥାଏ
05:08 ଏବଂ ମା’ ଓ ଶିଶୁ ପରସ୍ପରକୁ ଦେଖିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ
05:14 ତା’ପରେ, ଶିଶୁର ନିତମ୍ବକୁ ସାମାନ୍ୟ ବାହାରକୁ ମୋଡ଼ିଦିଅନ୍ତୁ
05:18 ମନେରଖନ୍ତୁ – ଶିଶୁର ବାହୁ ମା’ଙ୍କର ସ୍ତନ ଉପରେ
05:23 ଏବଂ ଗୋଡ଼ଗୁଡ଼ିକ ସ୍ତନ ତଳେ
05:27 ତଥା ତଳିପେଟ ଛାତି ଉପରେ ରହିବା ଆବଶ୍ୟକ
05:29 କପଡ଼ାରେ ଗୁଡ଼ାଇବା ପୂର୍ବରୁ -
05:32 ଶୀତ ହେଉଥିଲେ ଶିଶୁକୁ ଗୋଟିଏ କମ୍ବଳରେ ଘୋଡ଼ାଇ ଦିଅନ୍ତୁ
05:36 ଏହା ଦ୍ଵାରା ଶିଶୁ ଓ ମା’ ଉଷୁମ୍ ରହିବେ
05:39 ତା’ପରେ, ଶିଶୁ ଓ ମା’ଙ୍କର ଛାତି ଓ ତଳିପେଟରେ କପଡ଼ା ଗୁଡ଼ାଇ ଦିଅନ୍ତୁ
05:45 ଗୁଡ଼ାଇବା ସମୟରେ -
05:47 କପଡ଼ାର କେନ୍ଦ୍ର ଶିଶୁ ଉପରେ ଯେପରି ରହିବ, ଧ୍ୟାନ ଦିଅନ୍ତୁ
05:50 ଏବଂ କପଡ଼ାର ଉଭୟ ପ୍ରାନ୍ତ,
05:53 ମା’ଙ୍କର କାଖ ମଧ୍ୟଦେଇ
05:56 ପିଠିରେ ଛନ୍ଦି ହେବ
05:59 ଏହା ପରେ କପଡ଼ାର ଧାରଗୁଡ଼ିକୁ ସାମ୍ନାକୁ ଆଣନ୍ତୁ
06:03 କପଡ଼ାର ଏହି ଧାରଗୁଡ଼ିକୁ ଶିଶୁର ନିତମ୍ବ ତଳେ ସୁରକ୍ଷିତ ଭାବେ ଗଣ୍ଠି କରିଦିଅନ୍ତୁ
06:09 ଏହା ଆରାମଦାୟକ ଏବଂ ଶିଶୁକୁ ସପୋର୍ଟ ଦେବାରେ ସହାୟକ ହେବ
06:14 ଏହା ଦ୍ଵାରା ଶିଶୁ ଖସି ପଡ଼ିବାର ମଧ୍ୟ ଭୟ ନଥାଏ
06:17 ମନେରଖନ୍ତୁ- ମା’ ସହଜ ଅନୁଭବ କରିବା ପରେ, ସେ ନିଜକୁ ନିଜେ କପଡ଼ା ଗୁଡ଼ାଇବା ଶିଖିବା ଦରକାର
06:24 KMC ସମୟରେ ନିଜକୁ ନିଜେ କପଡ଼ା ବାନ୍ଧିବାର କୌଶଳ ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯିବ
06:32 ଏହା ଦ୍ଵାରା ମା’ଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହେବ ଏବଂ ସେ ଆତ୍ମନିର୍ଭରଶୀଳ ହେବେ
06:37 ଯଦି କପଡ଼ା ବ୍ୟବହାର କରିବା ମା’ଙ୍କ ପାଇଁ ସୁବିଧାଜନକ ନହୁଏ, ତେବେ ସେ ଗୋଟିଏ ଷ୍ଟ୍ରେଚୀ ବ୍ୟାଣ୍ଡ ବ୍ୟବହାର କରିପାରିବେ
06:43 ଏହା ବ୍ୟବହାର ପାଇଁ ସହଜ ଓ ଆରାମଦାୟକ ଅଟେ
06:46 ଗୋଟିଏ ଷ୍ଟ୍ରେଚୀ ବ୍ୟାଣ୍ଡ ବ୍ୟବହାର କରିବା ସମୟରେ,
06:49 ଶିଶୁର ମୁଣ୍ଡକୁ ସପୋର୍ଟ ଦେବା ପାଇଁ କାନ ଉପରେ ବ୍ୟାଣ୍ଡର ଧାରଗୁଡ଼ିକୁ ଆଡଜଷ୍ଟ କରନ୍ତୁ
06:54 ତା’ପରେ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ
06:57 ଏବଂ ପୂର୍ବେ ଆଲୋଚିତ ଭଳି ମା’ ଓ ଶିଶୁର ଆଖି ସହିତ ଆଖି ମିଳାଇବା ପାଇଁ
06:59 ଶିଶୁର ମୁଣ୍ଡକୁ ସାମନ୍ୟ ଢଳାଇଦିଅନ୍ତୁ
07:04 ଗୁଡ଼ାଯାଇଥିବା କପଡ଼ା କିମ୍ବା ଷ୍ଟ୍ରେଚୀ ବ୍ୟାଣ୍ଡ ବହୁତ ଟାଇଟ୍ କିମ୍ବା ବହୁତ ଢିଲା ହେବା ଉଚିତ ନୁହେଁ
07:11 ଶିଶୁ ସ୍ଵଚ୍ଛନ୍ଦରେ ନିଶ୍ଵାସ ନେବା ପାଇଁ ଏହା ଯଥେଷ୍ଟ ଆରାମଦାୟକ ହେବା ଆବଶ୍ୟକ
07:15 ମନେରଖନ୍ତୁ, KMC ଅବସ୍ଥାରେ ଶିଶୁକୁ ଧରିବା ବେଳେ, ମା’ ନିଶ୍ଚିତ ରୂପେ
07:20 ଚାଲିବା, ଛିଡ଼ା ହେବା, ବସିବା
07:23 କିମ୍ବା ଅନ୍ୟାନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାରେ ସକ୍ଷମ ହେବେ
07:26 ଯଦି ଜଣେ ମା’ ସମ୍ପୂର୍ଣ୍ଣ ଆରାମଦାୟକ ଅବସ୍ଥାରେ ରହିଥା’ନ୍ତି,
07:29 ତେବେ ସେ କଙ୍ଗାରୁ କେଆର୍ ସମୟରେ ଆଉଜି ହୋଇ କିମ୍ବା ସାମାନ୍ୟ ଆଉଜି ହୋଇ ମଧ୍ୟ ଶୋଇ ପାରିବେ
07:35 ବର୍ତ୍ତମାନ KMC ସମୟରେ ଶିଶୁକୁ ସ୍ତନ୍ୟପାନ କରିବା ବିଷୟରେ ଆଲୋଚନା କରିବା-
07:40 ଗୁଡ଼ାଯାଇ ଥିବା କପଡ଼ାକୁ ସାମାନ୍ୟ ଢିଲା କରି ଏବଂ
07:43 ଶିଶୁକୁ ସ୍ତନ୍ୟପାନ କରାଇବା ସ୍ଥିତିରେ ରଖି
07:46 ମା’ ଶିଶୁକୁ ସ୍ତନ୍ୟପାନ କରାଇପାରିବେ
07:50 କିମ୍ବା ହାତରେ ସ୍ତନରୁ କ୍ଷୀର କାଢ଼ି
07:54 ଶିଶୁକୁ ଗୋଟିଏ କପ୍ କିମ୍ବା ଚାମୁଚ ସାହାଯ୍ୟରେ ଖୁଆଇ ପାରିବେ
07:57 ମନେରଖନ୍ତୁ, ଶିଶୁର ପ୍ରତିଦିନ 25ରୁ 30 ଗ୍ରାମ ଓଜନ ବଢ଼ିବା ଆବଶ୍ୟକ
08:03 ଗୋଟିଏ ମାସରେ ଶିଶୁର 900ରୁ 1,000 ଗ୍ରାମ୍ ପର୍ଯ୍ୟନ୍ତ ଓଜନ ବୃଦ୍ଧି ହେବା ଦରକାର
08:10 ତେଣୁ, ମା’ କିମ୍ବା ସ୍ଵାସ୍ଥ୍ୟକର୍ମୀ,
08:13 ନିୟମିତ ଯାଞ୍ଚ ସମୟରେ ଶିଶୁର ଓଜନକୁ ଦେଖିବା ଉଚିତ
08:17 ଯଦି ଶିଶୁର ଓଜନ ବଢୁନଥାଏ,
08:21 ତେବେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କର ସ୍ତନ୍ୟପାନ କୌଶଳକୁ ଅନୁଧ୍ୟାନ କରିବେ କିମ୍ବା
08:25 ଶିଶୁ କେତେ ଥର ପରିସ୍ରା କରୁଛି, ତାହା ଯାଞ୍ଚ କରିବେ
08:28 ମା’ଙ୍କୁ ସଠିକ୍ ଲାଚିଂ ବିଷୟରେ ଶିକ୍ଷା ଦେବା ମଧ୍ୟ ଆବଶ୍ୟକ
08:32 ଏହି ସିରିଜ୍‌ର ଅନ୍ୟ ଏକ ଟ୍ୟୁଟୋରିଆଲରେ ସଠିକ୍ ଲାଚିଂ ବିଷୟରେ ଆଲୋଚନା କରାଯାଇଛି
08:39 ତା’ପରେ, ଗୁଡ଼ାଯାଇଥିବା କପଡ଼ାରୁ ଶିଶୁକୁ କିପରି କଢ଼ିବେ, ଚାଲନ୍ତୁ ଶିଖିବା
08:44 ପ୍ରଥେମ ମା’ ସିଧା ହୋଇ ବସିବେ
08:48 ତା’ପରେ, ଗଣ୍ଠିକୁ ଗୋଟିଏ ହାତରେ ଖୋଲିବେ
08:53 ଏବଂ ଗୁଡ଼ାଯାଇ ଥିବା କପଡ଼ାର ବାହାରପଟୁ ଶିଶୁର ନିତମ୍ବକୁ ଅନ୍ୟ ହାତରେ ଧରନ୍ତୁ
08:58 ଏହାପରେ, ଗଣ୍ଠି ଖୋଲୁଥିବା ହାତ ସାହାଯ୍ୟରେ, ଗୁଡ଼ାଯାଇଥିବା କପଡ଼ାକୁ ଢିଲା କରନ୍ତୁ
09:04 ଶିଶୁର ନିତମ୍ବ ତଳେ କପଡ଼ା ଉପରେ ଥିବା ହାତକୁ କାଢ଼ନ୍ତୁ
09:11 ଏବଂ କପଡ଼ାର ବାହାରୁ ଶିଶୁର ନିତମ୍ବକୁ ଧରିବା ପାଇଁ ଅନ୍ୟ ହାତର ବ୍ୟବହାର କରନ୍ତୁ
09:16 ତା’ପରେ, ଶିଶୁକୁ ଉପରକୁ ଟେକି, ଗୁଡ଼ାଯାଇଥିବା କପଡ଼ାରୁ କାଢ଼ିଦିଅନ୍ତୁ
09:21 ଏହାପରେ, ଶିଶୁର ମୁଣ୍ଡକୁ ଏପରି ଧରନ୍ତୁ ଯେ,
09:26 ବୁଢ଼ା ଆଙ୍ଗୁଠି ଗୋଟିଏ କାନ ପଛପଟେ ଏବଂ
09:28 ଅନ୍ୟ ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବ
09:30 KMC ସମୟରେ,
09:32 ମା’ ତୁରନ୍ତ ଡାକ୍ତର ଏବଂ ସ୍ଵାସ୍ଥ୍ୟକର୍ମୀଙ୍କୁ ଜଣାଇବା ଦରକାର -
09:37 ଯଦି ଶିଶୁ ସତର୍କ ଏବଂ ସକ୍ରିୟ ନଥାଏ
09:41 ଯଦି ଶିଶୁ ଜୋର୍ ଜୋର୍‌ରେ ନିଶ୍ଵାସ ନେଉଥାଏ କିମ୍ବା ସେଥିରେ ଦୀର୍ଘ ବ୍ୟବଧାନ ରହୁଥାଏ
09:46 ଯଦି ଶିଶୁର ଜିଭ କିମ୍ବା ଓଠ ନୀଳ ହୋଇଯାଉଥାଏ
09:50 ଏବଂ ଯଦି ଶିଶୁର ପାଦ ଥଣ୍ଡା ଲାଗୁଥାଏ
09:53 ଏହା ସହିତ ଆମେ କଙ୍ଗାରୁ ମଦର୍ କେଆର୍ ଉପରେ ଥିବା ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
09:58 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep