Difference between revisions of "Health-and-Nutrition/C2/Hand-expression-of-breastmilk/Oriya"

From Script | Spoken-Tutorial
Jump to: navigation, search
(Created page with " {|border=1 | <center>Time</center> |<center>Narration</center> |- |00:01 | ବନ୍ଧୁଗଣ, ସ୍ତନର କ୍ଷୀରକୁ ହାତରେ କାଢ଼ିବା...")
 
Line 6: Line 6:
 
|-
 
|-
 
|00:01
 
|00:01
| ବନ୍ଧୁଗଣ, ସ୍ତନର କ୍ଷୀରକୁ ହାତରେ କାଢ଼ିବା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
+
| ନମସ୍କାର,"ସ୍ତନ କ୍ଷୀରକୁ ହାତରେ କାଢ଼ିବା” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
  
 
|-
 
|-
 
|00:06
 
|00:06
|ଏହି ଟ୍ୟୁଟୋରିଆଲ୍‍ରେ ଆମେ, ସ୍ତନରୁ କ୍ଷୀର କାଢ଼ିବା ଦ୍ଵାରା ମିଳୁଥିବା ଉପକାରଗୁଡ଼ିକ
+
| ଏହି ଟ୍ୟୁଟୋରିଆଲରେ ଆମେ, ସ୍ତନରୁ କ୍ଷୀର କାଢ଼ିବା ଦ୍ଵାରା ମିଳୁଥିବା ଉପକାର
  
 
|-
 
|-
 
|00:11
 
|00:11
|ହାତ ସାହାଯ୍ୟରେ କିପରି ସ୍ତନର କ୍ଷୀର କାଢ଼ିବେ ଏବଂ
+
| ହାତ ସାହାଯ୍ୟରେ କିପରି ସ୍ତନର କ୍ଷୀର କାଢ଼ିବେ ଏବଂ
  
 
|-
 
|-
Line 22: Line 22:
 
|-
 
|-
 
|00:20
 
|00:20
| ସ୍ତନ ଏନ୍‍ଗର୍ଗମେଣ୍ଟରୁ ମୁକ୍ତି ପାଇବା ପାଇଁ ସ୍ତନରୁ କ୍ଷୀର କାଢ଼ିବା ପ୍ରକ୍ରିୟା ଉପକାରୀ ହୋ‍ଇଥାଏ;
+
| ସ୍ତନରୁ କ୍ଷୀର କାଢ଼ିବା ଦ୍ୱାରା ସ୍ତନ କଠିନତାରୁ ମୁକ୍ତି ମିଳିଥାଏ;
  
 
|-
 
|-
 
|00:25
 
|00:25
| ନିପଲ୍‍ରେ ହୋ‍ଇଥିବା ଘା ଏବଂ ନିପଲ୍ ଚାରି ପଟେ ଥିବା ଗାଢ଼ କଳା ଅଂଶର ଚର୍ମରେ ଦେଖା ଦେଉଥିବା ଶୁଷ୍କତାର ଚିକିତ୍ସା;
+
| ଚୁଚୁକ ଓ ତାହା ଚାରିପଟ ଗାଢ଼ କଳା ଅଂଶ ଚର୍ମରେ ଦେଖା ଯାଉଥିବା ଶୁଷ୍କତାର ଚିକିତ୍ସା;
  
 
|-
 
|-
 
|00:31
 
|00:31
| ଲାଚିଂ ସମୟରେ ଯଦି ମା’ଙ୍କର ଘା ହୋ‍ଇଥିବା ନିପଲ୍ ଅତି ଯନ୍ତ୍ରଣାଦୟକ ହେବା ସ୍ଥଳେ ଶିଶୁକୁ ଖୁଆଇବା ପାଇଁ
+
| ଲାଚିଂ ସମୟରେ ମା’ଙ୍କର ଯନ୍ତ୍ରଣାଦାୟକ ଚୁଚୁକରୁ ଶିଶୁକୁ ଖୁଆଇବା  
  
 
|-
 
|-
 
|00:38
 
|00:38
| ମା’ଙ୍କ ସ୍ତନରେ କ୍ଷୀରର ପରିମାଣ ବଢ଼ାଇବା କିମ୍ବା ବଜାୟ ରଖିବା ପାଇଁ;
+
| ମା’ଙ୍କ ସ୍ତନରେ କ୍ଷୀରର ପରିମାଣ ବଢ଼ାଇବା କିମ୍ବା ବଜାୟ ରଖିବା;
  
 
|-
 
|-
 
|00:42
 
|00:42
| ଯେତେବେଳେ ମା’ କାମକୁ ବାହାରି ଯିବେ, ସେତେବେଳେ ଶିଶୁ ପାଇଁ କ୍ଷୀର ଉପଲବ୍ଧ କରାଇବା;
+
| ମା’ କାମକୁ ବାହାରିବାବେଳେ ଶିଶୁ ପାଇଁ କ୍ଷୀର ଉପଲବ୍ଧ କରାଇବା;
  
 
|-
 
|-
 
|00:49
 
|00:49
| ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ଅଂଶକୁ ନରମ କରିବା ଦ୍ଵାରା ଶିଶୁ ସମ୍ପୂର୍ଣ୍ଣ ସ୍ତନରେ ସଂଯୁକ୍ତ ହେବାରେ ସହଜ ହେବ;
+
| ଚୁଚୁକ ଚାରିପଟ ଗାଢ଼ କଳା ଅଂଶକୁ ନରମ କରି ଶିଶୁକୁ ସମ୍ପୂର୍ଣ୍ଣ ସ୍ତନ ସହ ସଂଯୁକ୍ତ କରିବା;
  
 
|-
 
|-
 
|00:56
 
|00:56
| ଅନ୍ୟ ସ୍ତନରୁ କ୍ଷୀର ଦେବା ପୂର୍ବରୁ, କ୍ଷୀର ଖାଉଥିବା ସ୍ତନରୁ ଶିଶୁ ସମ୍ପୂର୍ଣ୍ଣ କ୍ଷୀର ଖାଇ ସାରିଛି କି ନାହିଁ ଯାଞ୍ଚ କରନ୍ତୁ
+
| ଅନ୍ୟ ସ୍ତନରୁ କ୍ଷୀର ଦେବା ପୂର୍ବରୁ, ପ୍ରଥମ ସ୍ତନରୁ ଶିଶୁ ସମ୍ପୂର୍ଣ୍ଣ କ୍ଷୀର ଖାଇ ସାରିଛି କି ନାହିଁ ଦେଖିବା
  
 
|-
 
|-
 
|01:05
 
|01:05
| ଶିଶୁ ପାଇଁ ଅନୁରୂପ ପୌଷ୍ଟିକ ଆହାର ତିଆରି କରିବା ପାଇଁ ପାଣି କିମ୍ବା ଗାଈ କ୍ଷୀର ବ୍ୟତିତ ମା’ କ୍ଷୀର ବ୍ୟବହାର କରନ୍ତୁ
+
| ଶିଶୁର ପୌଷ୍ଟିକ ଆହାର ପାଇଁ ପାଣି କିମ୍ବା ଗାଈ କ୍ଷୀର ବଦଳରେ ମା’ କ୍ଷୀର ବ୍ୟବହାର କରିବା
 
   
 
   
  
 
|-
 
|-
 
|01:14
 
|01:14
| ଏବଂ ନିମ୍ନଲିଖିତ ଶିଶୁମାନଙ୍କୁ କ୍ଷୀର ଖାଇବାରେ ସାହାଯ୍ୟ କରନ୍ତୁ – ପ୍ରସବ ସମୟ ପୂର୍ବରୁ ଜନ୍ମ ହୋ‍ଇଥିବା ଶିଶୁ
+
| ତଥା ନିମ୍ନଲିଖିତ ଶିଶୁମାନଙ୍କୁ କ୍ଷୀର ଖାଇବାରେ ସାହାଯ୍ୟ କରନ୍ତୁ – ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ
  
 
|-
 
|-
Line 67: Line 67:
 
|-
 
|-
 
|01:22
 
|01:22
| ଗ୍ରହଣ ଖଣ୍ଡିଆ କିମ୍ବା/ଏବଂ ପ୍ୟାଲେଟ୍ ଥିବା ଶିଶୁମାନେ ଏବଂ
+
| ଗ୍ରହଣ ଖଣ୍ଡିଆ କିମ୍ବା/ଏବଂ ପ୍ୟାଲେଟ୍ ଥିବା ଶିଶୁ
  
 
|-
 
|-
 
|01:27
 
|01:27
| ଯେଉଁ ଶିଶୁମାନଙ୍କୁ ସ୍ତନରେ ଗଭୀର ଭାବେ ଲାଚ୍ ହେବାରେ ଅସୁବିଧା ହୋ‍ଇଥାଏ
+
|ଏବଂ ସ୍ତନ ସହ ଗଭୀର ଭାବେ ଲାଚ୍ ହୋଇପାରୁନଥିବା ଶିଶୁମାନଙ୍କୁ
  
 
|-
 
|-
 
|01:32
 
|01:32
| ବର୍ତ୍ତମାନ ସ୍ତନରୁ କ୍ଷୀର କିପରି କଢ଼ାଯାଏ ଚାଲନ୍ତୁ ଶିଖିବା
+
| ଏବେ, ସ୍ତନରୁ କ୍ଷୀର କିପରି କଢ଼ାଯାଏ, ଚାଲନ୍ତୁ ଶିଖିବା
  
 
|-
 
|-
 
|01:37
 
|01:37
| ହାତରେ ସ୍ତନରୁ କ୍ଷୀର କାଢ଼ିବା ହେଉଛି ସବୁଠାରୁ ଭଲ ମାର୍ଗ ବୋଲି ପରାମର୍ଶ ଦିଆଯାଇଥାଏ
+
| ହାତରେ ସ୍ତନରୁ କ୍ଷୀର କାଢ଼ିବା ସବୁଠାରୁ ଭଲ ମାର୍ଗ ଭାବରେ ପରାମର୍ଶ ଦିଆଯାଇଥାଏ
  
 
|-
 
|-
 
|01:44
 
|01:44
| କାରଣ ଏହି ଉପାୟରେ ନିପଲ୍ ଚାରିପଟେ ଥିବା ଗାଢ଼ କଳା ଅଂଶରେ ବେଶୀ କାମ କରିବାକୁ ପଡ଼େ ନାହିଁ
+
| କାରଣ, ଏହି ଉପାୟରେ ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶରେ କମ୍ ଚାପ ପଡ଼ିଥାଏ
  
 
|-
 
|-
 
|01:51
 
|01:51
| ଏବଂ ଏହି ଉପାୟ ପାଇଁ କୌଣସି ଉପକରଣ ମଧ୍ୟ ଆବଶ୍ୟକ ହୁଏ ନାହିଁ. ତେଣୁ ମା’ ଏହାକୁ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ କରିପାରିବେ
+
| ଏଥିପାଇଁ କୌଣସି ଉପକରଣର ଆବଶ୍ୟକତା ନଥିବାରୁ, ମା’ ଏହାକୁ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ କରିପାରିବେ
  
 
|-
 
|-
 
|02:00
 
|02:00
| ହାତ ସାହାଯ୍ୟରେ କ୍ଷୀର କାଢ଼ିବା ହେଉଛି ଏପରି ଗୋଟିଏ କୌଶଳ, ଯାହାକୁ ଅଭ୍ୟାସ କରିବା ଦ୍ଵାରା ସେଥିରେ ଉନ୍ନତି ଆସିଥାଏ
+
| ଅଭ୍ୟାସ ଦ୍ୱାରା ହାତ ସାହାଯ୍ୟରେ କ୍ଷୀର କାଢ଼ିବା କୌଶଳରେ ଉନ୍ନତି ଆସିଥାଏ
  
 
|-
 
|-
 
|02:08
 
|02:08
| ସ୍ତନଗୁଡ଼ିକ ନରମ ଥିବା ସମୟରେ ହାତରେ କ୍ଷୀର କାଢ଼ିବା ସହଜ ହୋ‍ଇଥାଏ
+
| ସ୍ତନଗୁଡ଼ିକ ନରମ ଥିବା ସମୟରେ ହାତରେ କ୍ଷୀର କାଢ଼ିବା ସହଜ ହୋଇଥାଏ
  
 
|-
 
|-
 
|02:13
 
|02:13
| ତେଣୁ ମା’ ଏହି କୌଶଳକୁ ପ୍ରସବର ଦିନେ କିମ୍ବା ଦୁଇ ଦିନ ପରେ ଶିଖିଯିବା ଆବଶ୍ୟକ
+
| ତେଣୁ, ମା’ ଏହି କୌଶଳକୁ ପ୍ରସବର ଦିନେ - ଦୁଇ ଦିନ ପରେ ଶିଖିନେବା ଦରକାର
  
 
|-
 
|-
 
|02:21
 
|02:21
| ସ୍ତନରୁ କ୍ଷୀର କାଢ଼ିବା ପୂର୍ବରୁ କ୍ଷୀର ସଂଗ୍ରହ କରିବା ପାଇଁ ମା’ ନିଜ ପାଖରେ ଗୋଟିଏ ଷ୍ଟିଲ୍ କିମ୍ବା କାଚ ପାତ୍ର ରଖିବା ଆବଶ୍ୟକ
+
| ସ୍ତନରୁ କ୍ଷୀର କାଢ଼ିବା ପୂର୍ବରୁ କ୍ଷୀର ସଂଗ୍ରହ କରିବା ପାଇଁ ମା’ ନିଜ ପାଖରେ ଗୋଟିଏ ଷ୍ଟିଲ୍ କିମ୍ବା କାଚ ପାତ୍ର ରଖିବେ
  
 
|-
 
|-
 
| 02:29
 
| 02:29
| ଚ‍ଉଡ଼ା ମୁହଁ ଥିବା ଗୋଟିଏ କପ୍, ଗ୍ଲାସ୍, ଜଗ୍ କିମ୍ବା ଜାର୍ ଚୟନ କରିବା ଉଚିତ୍
+
| ଏଥିପାଇଁ ଗୋଟିଏ କପ୍, ଗ୍ଲାସ୍, ଜଗ୍ କିମ୍ବା ଚଉଡ଼ା ମୁହଁ ଥିବା ଜାର୍ ଭଲ
  
 
|-
 
|-
 
|02:36
 
|02:36
| ସେ ପାତ୍ରଟିକୁ ସାବୁନ୍ ଓ ପାଣିରେ ଧୋ‍ଇବା ଆବଶ୍ୟକ
+
| ପାତ୍ରଟିକୁ ସାବୁନ୍ ଓ ପାଣିରେ ପ୍ରଥମେ ଧୁଆଯିବ
  
 
|-
 
|-
 
|02:41
 
|02:41
| ଏହା ପରେ ସେ ପାତ୍ରକୁ ଫୁଟନ୍ତା ପାଣିରେ ରଖିବେ କିମ୍ବା ପାତ୍ର ମଧ୍ୟରେ କିଛି ଫୁଟନ୍ତା ପାଣି ରଖି କିଛି ସମୟ ପାଇଁ ଛାଡ଼ିଦେବେ
+
| ଏହାପରେ, ପାତ୍ରକୁ ଫୁଟନ୍ତା ପାଣିରେ ରଖିବେ କିମ୍ବା ପାତ୍ରରେ ଫୁଟା ପାଣି ରଖି କିଛି ସମୟ ପାଇଁ ଛାଡ଼ିବେ
  
 
|-
 
|-
 
|02:52
 
|02:52
| ତା’ପରେ ସେ ପାତ୍ରକୁ ସମ୍ପୂର୍ଣ୍ଣ ଶୁଖିବା ପାଇଁ ଛାଡ଼ିଦେବେ କିମ୍ବା ଗୋଟିଏ ବ୍ୟବହାର ହେଉ ନ ଥିବା ସଫା କନାରେ ପୋଛି ଶୁଖାଇ ଦେବେ
+
| ତା’ପରେ, ତାହାକୁ ସମ୍ପୂର୍ଣ୍ଣ ଶୁଖିବା ପାଇଁ ଛାଡ଼ିବେ କିମ୍ବା ଗୋଟିଏ ଅବ୍ୟବହୃତ ସଫା କନାରେ ପୋଛି ଶୁଖାଇବେ
  
 
|-
 
|-
 
|03:02
 
|03:02
| ପାତ୍ରକୁ କଦାପି ବ୍ୟବହାର ହେଉଥିବା କପଡ଼ାରେ ଶୁଖାଇବେ ନାହିଁ, ଯେପରି ରୋଷେଇ ଘରେ ବ୍ୟବହାର ହେଉଥିବା କପଡ଼ା
+
| ପାତ୍ରକୁ କଦାପି ବ୍ୟବହୃତ କପଡ଼ାରେ ପୋଛିବେ ନାହିଁ, ଯେପରି ରୋଷେଇ ଘରେ ବ୍ୟବହାର ହେଉଥିବା କପଡ଼ା
  
 
|-
 
|-
 
|03:10
 
|03:10
| ସଫା ହୋ‍ଇଥିବା ପାତ୍ର ସମ୍ପୂର୍ଣ୍ଣ ଶୁଖିବା ପରେ, ପରବର୍ତ୍ତି କାମ ହେଉଛି ସ୍ତନରୁ କ୍ଷୀରକୁ ପାତ୍ରରେ କାଢ଼ିବା
+
| ପାତ୍ରଟି ସମ୍ପୂର୍ଣ୍ଣ ଶୁଖିବା ପରେ, ପରବର୍ତ୍ତୀ କାମ ହେଉଛି ସ୍ତନରୁ କ୍ଷୀରକୁ ପାତ୍ରରେ କାଢ଼ିବା
  
 
|-
 
|-
 
|03:17
 
|03:17
| କ୍ଷୀର କ୍ଷରଣକୁ ସହଜ କରିବା ପାଇଁ ମା’ ରିଲାକ୍ସ ଅନୁଭବ କରିବା ସହିତ ନିଜର ଶିଶୁ ସହିତ ଆବେଗତାର ସହ ସଂଯୁକ୍ତ ରହିବା ଆବଶ୍ୟକ
+
| କ୍ଷୀର ବାହାରିବାକୁ ସହଜ କରିବା ପାଇଁ ମା’ଙ୍କୁ ଶାନ୍ତ ମନରେ ଶିଶୁ ବିଷୟରେ ଚିନ୍ତା କରିବା ଦରକାର
  
 
|-
 
|-
 
|03:26
 
|03:26
 
| ମା’ ନିମ୍ନଲିଖିତ କାମ କରିପାରିବେ:
 
| ମା’ ନିମ୍ନଲିଖିତ କାମ କରିପାରିବେ:
ସେ ଶାନ୍ତ ଭାବେ ଏବଂ ଏକାନ୍ତରେ କିମ୍ବା ଜଣେ ସାହାଯ୍ୟକାରୀ ବନ୍ଧୁଙ୍କ ସାଙ୍ଗରେ ବସିବେ
+
ସେ ଶାନ୍ତ ଭାବେ ଏକାନ୍ତରେ କିମ୍ବା ଜଣେ ଘନିଷ୍ଠ ବନ୍ଧୁଙ୍କ ସହିତ ବସିବେ
  
 
|-
 
|-
 
|03:34
 
|03:34
| କିଛି ମା’ ଅନ୍ୟ ମା’ମାନଙ୍କ ଗ୍ରୁପ୍‍ରେ ସହଜରେ କ୍ଷୀର କାଢ଼ିପାରିବେ, ଯେଉଁମାନେ ମଧ୍ୟ ସ୍ତନରୁ କ୍ଷୀର କାଢ଼ୁଥିବେ
+
| କିଛି ମା’ ସ୍ତନରୁ କ୍ଷୀର କାଢ଼ୁଥିବା ଅନ୍ୟ ମା’ମାନଙ୍କ ଗ୍ରୁପ୍‌ରେ ରହି ସହଜରେ କ୍ଷୀର କାଢ଼ିପାରିବେ
  
 
|-
 
|-
 
|03:41
 
|03:41
| ନିଜ ସହିତ ସ୍ପର୍ଷ ହେଉଥିବା ଅବସ୍ଥାରେ ସେ ନିଜର ଶିଶୁକୁ କୋଳରେ ଧରି ପାରିବେ
+
| ନିଜ ସହିତ ସ୍ପର୍ଶ ହେଉଥିବା ଅବସ୍ଥାରେ ସେ ନିଜର ଶିଶୁକୁ କୋଳରେ ଧରିପାରିବେ
  
 
|-
 
|-
 
|03:46
 
|03:46
| କିମ୍ବା ସେ ନିଜର ଶିଶୁଜୁ ଦେଖିପାରିବେ କିମ୍ବା ତା’ର ଶବ୍ଦ ଶୁଣିପାରିବେ
+
| କିମ୍ବା ସେ ନିଜର ଶିଶୁକୁ ଦେଖିପାରିବେ କିମ୍ବା ତା’ର ଶବ୍ଦ ଶୁଣିପାରିବେ
  
 
|-
 
|-
 
|03:53
 
|03:53
| ବେଳେବେଳେ ଶିଶୁର କେବଳ ଗୋଟିଏ ଫଟୋକୁ ଦେଖିବା କିମ୍ବା ତା’ର କପଡ଼ା ଶୁଙ୍ଘିବା ଦ୍ଵାରା ମଧ୍ୟ କାମ ସହଜ ହୋ‍ଇଥାଏ
+
| ବେଳେବେଳେ ଶିଶୁର କେବଳ ଫଟୋକୁ ଦେଖିବା କିମ୍ବା ତା’ର କପଡ଼ା ଶୁଙ୍ଘିବା ଦ୍ଵାରା ମଧ୍ୟ କାମ ସହଜ ହୋଇଥାଏ
  
 
|-
 
|-
 
|04:00
 
|04:00
| ସେ ଉଷୁମ୍ ମୃଦୁ ପାନୀୟ ପିଇପାରିବେ କିନ୍ତୁ ତାହା କଫି, ଗାଢ଼ ଚାହା, ଆଲକୋହଲ୍ କିମ୍ବା ଅନ୍ୟ କୌଣସି ଷ୍ଟିମୁଲାଣ୍ଟ ନ ହେବା ଆବଶ୍ୟକ
+
| ସେ ଉଷୁମ ପାନୀୟ ପିଇପାରିବେ, କିନ୍ତୁ ଚାହା, କଫୀ, ମଦ କିମ୍ବା ଅନ୍ୟ କୌଣସି ଉତ୍ତେଜକ ଜିନିଷ ନୁହେଁ
  
  
 
|-
 
|-
 
|04:12
 
|04:12
| କ୍ଷୀରର କ୍ଷରଣକୁ ସହଜ କରିବା ପାଇଁ ସେ ନିଜର ସ୍ତନକୁ ଉଷୁମ୍ ମଧ୍ୟ କରିପାରିବେ
+
| କ୍ଷୀରର କ୍ଷରଣକୁ ସହଜ କରିବା ପାଇଁ ସେ ନିଜର ସ୍ତନକୁ ଉଷୁମ ମଧ୍ୟ କରିପାରିବେ
  
 
|-
 
|-
 
|04:17
 
|04:17
| ନିଜର ସ୍ତନକୁ ଉଷୁମ୍ କରିବା ପାଇଁ ସେ ଗରମ ପାଣିରେ ଭିଜା ହୋ‍ଇଥିବା କପଡ଼ାକୁ ନିଜର ସ୍ତନ ଉପରେ ରଖିପାରିବେ କିମ୍ବା ଉଷୁମ୍ ପାଣିରେ ଗାଧୋ‍ଇବେ
+
| ଯେଉଁଥିପାଇଁ ସେ ଗରମ ପାଣିରେ ଭିଜା ହୋଇଥିବା କପଡ଼ାକୁ ନିଜର ସ୍ତନ ଉପରେ ରଖିପାରିବେ କିମ୍ବା ଉଷୁମ ପାଣିରେ ଗାଧୋଇବେ
  
 
|-
 
|-
 
|04:28
 
|04:28
| ସେ ନିଜର ନିପଲ୍‍କୁ ଏବଂ ତା’ର ଚାରିପଟେ ଥିବା ଗାଢ଼ କଳା ଅଂଶକୁ ଆସ୍ତେ କରି ଟାଣି କିମ୍ବା ନିଜ ଆଙ୍ଗୁଠି ଦ୍ଵାରା ସେଗୁଡ଼ିକୁ ଦଳି ଷ୍ଟିମୁଲେଟ୍ କରିପାରିବେ
+
| ସେ ନିଜର ଚୁଚୁକକୁ ଏବଂ ତା’ ଚାରିପଟେ ଥିବା ଗାଢ଼ କଳା ଅଂଶକୁ ହାଲୁକା ଭାବେ ଟାଣି କିମ୍ବା ନିଜ ଆଙ୍ଗୁଠି ଦ୍ଵାରା ଦଳି, ଉତ୍ତେଜିତ କରିପାରିବେ
  
 
|-
 
|-
Line 177: Line 177:
 
|-
 
|-
 
|04:44
 
|04:44
| ମା’ ନିଜର ପିଠିକୁ ମାଲିସ୍ କରିବା ପାଇଁ ଅନ୍ୟ ଜଣକର ସାହାଯ୍ୟ ନେଇପାରିବେ
+
| ମା’ ନିଜର ପିଠିକୁ ମାଲିସ୍ କରିବା ପାଇଁ ଅନ୍ୟଙ୍କ ସାହାଯ୍ୟ ନେଇପାରିବେ
  
 
|-
 
|-
Line 193: Line 193:
 
|-
 
|-
 
|05:07
 
|05:07
| ସାହାଯ୍ୟକାରୀ, ମା’ଙ୍କ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ମାଲିସ୍ କରିବେ
+
| ସହାୟକ, ମା’ଙ୍କ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ମାଲିସ୍ କରିବେ
  
 
|-
 
|-
 
|05:12
 
|05:12
| ସେ ନିଜର ବୁଢ଼ା ଆଙ୍ଗୁଠି ଆଗକୁ ବାହାରିବା ସହିତ ବନ୍ଦ ହୋ‍ଇଥିବା ମୁଠାକୁ ବ୍ୟବହାର କରିବା ଉଚିତ
+
| ସେ ନିଜର ବୁଢ଼ା ଆଙ୍ଗୁଠି ଆଗକୁ ବାହାର କରିବା ସହିତ ବନ୍ଦ ହୋଇଥିବା ମୁଠାକୁ ବ୍ୟବହାର କରିବେ
  
 
|-
 
|-
 
|05:17
 
|05:17
| ସେ ନିଜର ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ଶକ୍ତ ଭାବେ ଦାବି ଗୋଲ୍ ଗୋଲ୍ ଚାଳନା କରିବା ଆବଶ୍ୟକ
+
| ସେ ନିଜର ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ଶକ୍ତ ଭାବେ ଦାବି ଗୋଲ୍ ଗୋଲ୍ ଚାଳନା କରିବେ
  
 
|-
 
|-
 
|05:25
 
|05:25
| ସେ ନିଜର ମେରୁଦଣ୍ଡର ଉଭୟ ପଟେ ଏକା ସାଙ୍ଗରେ ମାଲିସ୍ କରିବା ଆବଶ୍ୟକ ଏବଂ ଏହା ବେକଠାରୁ ଆରମ୍ଭ କରି କାନ୍ଧର ଡେଣା ପର୍ଯ୍ୟନ୍ତ ହେବା ଆବଶ୍ୟକ
+
| ସେ ନିଜର ମେରୁଦଣ୍ଡର ଉଭୟ ପଟେ ଏକା ସାଙ୍ଗରେ ମାଲିସ୍ କରିବା ସହ ଏହା ବେକଠାରୁ ଆରମ୍ଭ କରି କାନ୍ଧର ଡେଣା ପର୍ଯ୍ୟନ୍ତ ହେବା ଆବଶ୍ୟକ
 
+
  
 
|-
 
|-
Line 218: Line 217:
 
|-
 
|-
 
|05:43
 
|05:43
| ସ୍ତନରୁ ଏହି କ୍ଷୀର କ୍ଷରଣ ହେବା ପ୍ରକ୍ରିୟାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ କିମ୍ବା ଲେଟ୍ ଡାଉନ୍ ରିଫ୍ଲେକ୍ସ କୁହାଯାଏ
+
| ସ୍ତନରୁ ଏହି କ୍ଷୀର କ୍ଷରଣ ହେବା ପ୍ରକ୍ରିୟାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ ବା ଲେଟ୍ ଡାଉନ୍ ରିଫ୍ଲେକ୍ସ କୁହାଯାଏ
  
 
|-
 
|-
 
|05:51
 
|05:51
| ଅକ୍ସିଟୋସିନ୍ ରିଫ୍ଲେକ୍ସ ଆରମ୍ଭ ହେବା ପରେ ମା’ ନିଜର ହାତଗୁଡ଼ିକୁ ଭଲ ଭାବେ ଧୋ‍ଇବା ସହିତ ଶୁଖାଇବା ଆବଶ୍ୟକ
+
| ଅକ୍ସିଟୋସିନ୍ ରିଫ୍ଲେକ୍ସ ଆରମ୍ଭ ହେବା ପରେ ମା’ ନିଜର ହାତଗୁଡ଼ିକୁ ଭଲ ଭାବେ ଧୋଇବା ସହିତ ଶୁଖାଇବେ
  
 
|-
 
|-
 
|05:59
 
|05:59
| ତା’ପରେ ମା’ ଆରାମ କରି ବସିବା ଆବଶ୍ୟକ
+
| ତା’ପରେ ମା’ ଆରାମରେ ବସିବେ
  
 
|-
 
|-
 
|06:04
 
|06:04
| ସେ ସାମ୍ନାକୁ ସାମାନ୍ୟ ଝୁଙ୍କିକରି ବସିବା ଆବଶ୍ୟକ
+
| ସେ ସାମ୍ନାକୁ ସାମାନ୍ୟ ଝୁଙ୍କିକରି ବସିବେ
  
 
|-
 
|-
 
|06:07
 
|06:07
| ସେ କ୍ଷୀର ରଖିବା ପାତ୍ରକୁ ସ୍ତନ ପାଖରେ ଧରି ରଖିବା ଆବଶ୍ୟକ
+
| କ୍ଷୀର ସଂଗ୍ରହ ପାତ୍ରକୁ ସ୍ତନ ପାଖରେ ଧରିବେ
  
 
|-
 
|-
 
|06:11
 
|06:11
| ବର୍ତ୍ତମାନ ସେ ନିଜର ସ୍ତନକୁ କଡ଼ ଆଡ଼ୁ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ C ଆକାରରେ ଧରିବା ଆବଶ୍ୟକ
+
| ଏବେ ସେ ନିଜର ସ୍ତନକୁ କଡ଼ ଆଡ଼ୁ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ C ଆକାରରେ ଧରିବେ
  
 
|-
 
|-
 
|06:20
 
|06:20
| ଯେକୌଣସି ସ୍ତନ ପାଇଁ ସେ ଯେକୌଣସି ହାତ ବ୍ୟବହାର କରିପାରିବେ ଏବଂ ପ୍ରଥମ ହାତ ହାଲିଆ ହୋ‍ଇଗଲେ ସେ ଅନ୍ୟ ହାତ ବ୍ୟବହାର କରିପାରିବେ
+
| ଯେକୌଣସି ସ୍ତନ ପାଇଁ ସେ ଯେକୌଣସି ହାତ ବ୍ୟବହାର କରିପାରିବେ ଏବଂ ପ୍ରଥମ ହାତ ଥକିଗଲେ ସେ ଅନ୍ୟ ହାତ ବ୍ୟବହାର କରିପାରିବେ
  
 
|-
 
|-
 
|06:29
 
|06:29
| ସ୍ତନକୁ ଧରିବା ବେଳେ ତାଙ୍କର ବୁଢ଼ା ଆଙ୍ଗୁଠି ସ୍ତନର ଉପରି ଭାଗରେ ରହିବା ଆବଶ୍ୟକ
+
| ସ୍ତନକୁ ଧରିବା ବେଳେ ତାଙ୍କର ବୁଢ଼ା ଆଙ୍ଗୁଠି ସ୍ତନର ଉପରି ଭାଗରେ ରହିବ
  
 
|-
 
|-
 
|06:35
 
|06:35
| ଏବଂ ତାଙ୍କର ଆଙ୍ଗୁଠିଗୁଡ଼ିକ ବୁଢ଼ା ଆଙ୍ଗୁଠିର ବିପରୀତ ଦିଗରେ ସ୍ତନର ନିମ୍ନ ଭାଗରେ ରହିବା ଆବଶ୍ୟକ
+
| ଏବଂ ତାଙ୍କର ଆଙ୍ଗୁଠିଗୁଡ଼ିକ ବୁଢ଼ା ଆଙ୍ଗୁଠିର ବିପରୀତ ଦିଗରେ ସ୍ତନର ନିମ୍ନ ଭାଗରେ ରହିବ
  
 
|-
 
|-
 
|06:42
 
|06:42
| ତାଙ୍କର ବୁଡା ଆଙ୍ଗୁଠି, ନିପଲ୍ ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
+
| ତାଙ୍କର ବୁଡା ଆଙ୍ଗୁଠି, ଚୁଚୁକ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଗୋଟିଏ ସିଧାରେ ରହିବା ଦରକାର
  
 
|-
 
|-
 
|06:48
 
|06:48
| ଏବଂ ନିପଲ୍, ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଳିଗୁଡ଼ିକ ମଧ୍ୟରେ ରହିବା ଆବଶ୍ୟକ
+
| ଏବଂ ଚୁଚୁକ, ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ରହିବା ଆବଶ୍ୟକ
  
 
|-
 
|-
 
|06:54
 
|06:54
| ତାଙ୍କର ନିପଲ୍ ଓ ବୁଢ଼ା ଆଙ୍ଗୁଠି ଏବଂ ନିପଲ୍ ଓ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ଦୁଇ ଆଙ୍ଗୁଳିର ବ୍ୟବଧାନ ରହିବା ଆବଶ୍ୟକ
+
| ତାଙ୍କର ଚୁଚୁକ ଓ ବୁଢ଼ା ଆଙ୍ଗୁଠି ଏବଂ ଚୁଚୁକ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ଦୁଇ ଆଙ୍ଗୁଳିର ବ୍ୟବଧାନ ରହିବ
  
 
|-
 
|-
 
|07:04
 
|07:04
| ଯଦି ଆଙ୍ଗୁଠିଗୁଡ଼ିକ ନିପଲ୍‍ର ଅତି ନିକଟରେ ରୁହନ୍ତି ତେବେ କ୍ଷୀର ବହୁ ସମୟ ପର୍ଯ୍ୟନ୍ତ କ୍ଷରଣ ହୋ‍ଇ ନପାରେ
+
| ଯଦି ଆଙ୍ଗୁଠିଗୁଡ଼ିକ ଚୁଚୁକର ଅତି ନିକଟରେ ରୁହନ୍ତି, ତେବେ କ୍ଷୀର ବହୁ ସମୟ ପର୍ଯ୍ୟନ୍ତ ବାହାରିନପାରେ
  
 
|-
 
|-
 
|07:10
 
|07:10
| ମା’ ସେତେବେଳେ ବହୁତ କ୍ଷୀର ବାହାର କରିପାରିବେ, ଯେତେବେଳେ ସେ ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ରଙ୍ଗ କ୍ଷେତ୍ର ତଳେ ଥିବା କ୍ଷୀର ଧାରଗୁଡ଼ିକୁ ଚପିବେ
+
| ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶ ତଳକୁ ଚାପିଲେ ଅଧିକ କ୍ଷୀର ବାହାରିପାରିବ
  
 
|-
 
|-
 
|07:19
 
|07:19
| ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ନିଜର ଡାହାଣ ହାତ ଦ୍ଵାରା ସଠିକତାର ସହ ଧରିଛନ୍ତି
+
| ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ନିଜର ଡାହାଣ ହାତରେ ଧରିଛନ୍ତି
  
 
|-
 
|-
 
|07:27
 
|07:27
| ବର୍ତ୍ତମାନ ସାମାନ୍ୟ ଓ ଲଗାତାର ଚାପ ଦେଇ ସେ ସ୍ତନକୁ ଛାତି ଅଡ଼କୁ ଚାପ ଦେବା ଆବଶ୍ୟକ
+
| ଏବେ ଲଗାତାର ହାଲୁକା ଚାପ ଦେଇ ସ୍ତନକୁ ଛାତି ଆଡ଼କୁ ଭିତରକୁ ଚାପନ୍ତୁ
  
 
|-
 
|-
 
|07:36
 
|07:36
| ତା’ପରେ ହାତକୁ ନକାଢ଼ି ନିଜର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ସ୍ତନକୁ ଧୀରେ ଧୀରେ ଚାପନ୍ତୁ
+
| ତା’ପରେ, ହାତକୁ ନ କାଢ଼ି ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ସ୍ତନକୁ ଧୀରେ ଧୀରେ ଚାପନ୍ତୁ
  
 
|-
 
|-
 
|07:44
 
|07:44
| ଏବଂ ତା’ପରେ ସ୍ତନ ଉପରେ ଚାପ ଦିଅନ୍ତୁ ନାହିଁ
+
| ଏବଂ ସ୍ତନ ଉପରୁ ଚାପ ହଟାଇଦିଅନ୍ତୁ
  
 
|-
 
|-
 
|07:48
 
|07:48
| ମା’ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବା ଆବଶ୍ୟକ -
+
| ମା’ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବା ଉଚିତ -
ପଛକୁ ଚାପିବା, ଚାପିବା ଓ ଛାଡ଼ିଦେବା
+
ପଛକୁ ଦାବିବା, ହାଲୁକା ଭାବେ ଚାପିବା ଓ ଛାଡ଼ିଦେବା
  
 
|-
 
|-
 
|07:56
 
|07:56
| ପ୍ରଥମ ସୋପାନରେ ଛାତି ଆଡ଼କୁ ଚାପିବା ଗୋଟିଏ ଜରୁରୀ ସୋପାନ ଅଟେ
+
| ଛାତି ଆଡ଼କୁ ଦାବିବାର ପ୍ରଥମ ସୋପାନ ଜରୁରୀ ଅଟେ
  
 
|-
 
|-
 
|08:02
 
|08:02
| କେବଳ ନିପଲ୍ ଆଡ଼କୁ ଚାପିବା ଦ୍ଵାରା ବହୁତ କମ୍ କ୍ଷୀର ମିଳିଥାଏ
+
| କେବଳ ଚୁଚୁକ ଆଡ଼କୁ ଚାପିବା ଦ୍ଵାରା ବହୁତ କମ୍ କ୍ଷୀର ମିଳିଥାଏ
  
 
|-
 
|-
 
|08:07
 
|08:07
| କିନ୍ତୁ ଯେତେବେଳେ ସ୍ତନକୁ ପଛ ଆଡ଼କୁ ଚାପ ଦିଆଯାଏ, ସେତେବେଳେ ଗହଳିଆ ସ୍ତନ ଟିସ୍ୟୁରେ ଥିବା କ୍ଷୀର କ୍ଷରଣ ହୋ‍ଇଥାଏ
+
| କିନ୍ତୁ, ସ୍ତନକୁ ପଛ ଆଡ଼କୁ ଚାପ ଦିଆଗଲେ, ଗହନ ସ୍ତନ ଟିସୁରେ ଥିବା କ୍ଷୀର ବାହାରିଥାଏ
  
 
|-
 
|-
 
|08:15
 
|08:15
| କିନ୍ତୁ ବେଶୀ ଭିତରକୁ ଚାପନ୍ତୁ ନାହିଁ କାରଣ ତାହ କ୍ଷୀରର ଧାରଗୁଡ଼ିକୁ ଅବରୋଧ କରିପାରେ
+
| କିନ୍ତୁ, ବେଶୀ ଭିତରକୁ ଚାପନ୍ତୁ ନାହିଁ, କାରଣ ଏଥିରୁ କ୍ଷୀର ଧାରଗୁଡ଼ିକ ଅଟକିପାରେ
  
 
|-
 
|-
 
|08:23
 
|08:23
| ଯେତେବେଳେ ମା’ ହାତରେ ସ୍ତନର କ୍ଷୀର କାଢ଼ିବା ଆରମ୍ଭ କରିବେ, ସେତେବେଳେ ପ୍ରଥମେ ଅଳ୍ପ କିଛି ବୁନ୍ଦା କ୍ଷୀର ବାହାରିପାରେ
+
| ହାତ ସାହାଯ୍ୟରେ କ୍ଷୀର କାଢ଼ିବା ଆରମ୍ଭ କରିବା ସମୟରେ ପ୍ରଥମେ ଅଳ୍ପ କିଛି ବୁନ୍ଦା ହିଁ ବାହାରିଥାଏ
  
 
|-
 
|-
 
|08:30
 
|08:30
| ଲେଟ୍ ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହେବା ସହିତ କ୍ଷୀର ବାହାରିବା ଆରମ୍ଭ ହୋ‍ଇଯାଏ
+
| ଲେଟ୍ ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହେବା ସହିତ କ୍ଷୀର ବାହାରିବା ଆରମ୍ଭ ହୋଇଯାଏ
  
 
|-
 
|-
 
|08:36
 
|08:36
| ପ୍ରଥମ କିଛି ଚେଷ୍ଟାରେ କ୍ଷୀର ବାହାରିବା କିମ୍ବା ଧୀର ଧୀରେ ବାହାରିବା ସାଧାରଣ କଥା ଅଟେ
+
| ପ୍ରଥମ ଚେଷ୍ଟାରେ ଠୋପା ଠୋପା କିମ୍ବା ଧୀରେ କ୍ଷୀର ବାହାରିବା ସାଧାରଣ କଥା ଅଟେ
  
 
|-
 
|-
 
|08:42
 
|08:42
| ପରେ ସ୍ତନ୍ୟପନ କରାଇବା ଦ୍ଵାରା କ୍ଷୀର ଧାର ଧାର ହୋ‍ଇ ବାହାରିପାରେ, ହାତରେ କ୍ଷୀର କାଢ଼ିବା ଗୋଟିଏ କଳା ଅଟେ, ଯାହା ଅଭ୍ୟାସ ଦ୍ଵାରା ସମ୍ଭବ ହୋ‍ଇଥାଏ
+
| ପରେ କ୍ଷୀରର ଧାର ବାହାରିଥାଏ. ହାତ ସାହାଯ୍ୟରେ କ୍ଷୀର କାଢ଼ିବା ଏପରି ଏକ କଳା ଅଟେ, ଯାହା ଅଭ୍ୟାସ ଦ୍ଵାରା ସମ୍ଭବ ହୋଇଥାଏ
  
 
|-
 
|-
 
|08:53
 
|08:53
| କୋଲଷ୍ଟ୍ରମ୍, ଜନ୍ମ ପରର ପ୍ରଥମ କ୍ଷୀର ଯାହା ବୁନ୍ଦା ଆକାରରେ କ୍ଷରଣ ହୋ‍ଇପାରେ କିନ୍ତୁ ନବଜାତ ପାଇଁ ଯଥେଷ୍ଟ ଅଟେ
+
| ଜନ୍ମ ପରର ପ୍ରଥମ କ୍ଷୀର କୋଲଷ୍ଟ୍ରମ୍, ଯାହା ବୁନ୍ଦା ବୁନ୍ଦା ହୋଇ ବାହାରିଥାଏ, କିନ୍ତୁ ନବଜାତ ପାଇଁ ଯଥେଷ୍ଟ ଅଟେ
  
 
|-
 
|-
 
|09:01
 
|09:01
| ବହଳିଆ, ହଳଦିଅ କ୍ଷୀରରେ ଶିଶୁ ପାଇଁ ପ୍ରଚୁର ପରିମାଣରେ ପ୍ରତିରକ୍ଷା ଉପାଦାନଗୁଡ଼ିକ ରହିଥାଏ
+
| ବହଳିଆ, ହଳଦିଆ କ୍ଷୀରରେ ଶିଶୁ ପାଇଁ ପ୍ରଚୁର ପରିମାଣରେ ପ୍ରତିରକ୍ଷା ଉପାଦାନ ରହିଥାଏ
  
 
|-
 
|-
 
|09:08
 
|09:08
| ଯେତେବେଳ ପର୍ଯ୍ୟନ୍ତ କ୍ଷୀରର କ୍ଷରଣ ମନ୍ଥର ହୋ‍ଇ ବୁନ୍ଦାରେ ପରିଣତ ନହୋ‍ଇଛି ମା’ ସେତେବେଳ ଯାଏଁ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବେ
+
| କ୍ଷୀର ବାହାରିବା କମ ହୋଇ ବୁନ୍ଦାରେ ପରିଣତ ହେବା ପର୍ଯ୍ୟନ୍ତ ମା’ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବେ
  
 
|-
 
|-
 
|09:16
 
|09:16
| ତା’ପରେ ସ୍ତନର ଅନ୍ୟ ଭାଗରୁ କ୍ଷୀର କାଢ଼ିବା ପାଇଁ ସେ ନିଜର ଆଙ୍ଗୁଠିଗୁଡ଼ିକୁ ଆଗ ଭଳି ରଖିବେ
+
| ତା’ପରେ, ସ୍ତନର ଅନ୍ୟ ଭାଗରୁ କ୍ଷୀର କାଢ଼ିବା ପାଇଁ ସେ ନିଜର ଆଙ୍ଗୁଠିଗୁଡ଼ିକର ସ୍ଥାନ ବଦଳାଇବେ
  
 
|-
 
|-
 
|09:23
 
|09:23
| ସ୍ତନର କେଉଁ ଅଂଶରେ କ୍ଷୀର ଅଛି ସେ ଅନୁଭବ କରିପାରିବେ ଏବଂ ସେହି ସ୍ଥାନଗୁଡ଼ିକରେ ଚାପ ଦେବେ
+
| ସ୍ତନର କେଉଁ ଅଂଶରେ କ୍ଷୀର ଅଛି, ତାହା ଅନୁଭବ କରି ସେହି ସ୍ଥାନଗୁଡ଼ିକରେ ଚାପ ଦେବେ
  
 
|-
 
|-
 
|09:30
 
|09:30
| ସେ ଗୋଟିଏ ସ୍ତନରୁ ଅତିକମ୍‍ରେ 3ରୁ 5 ମିନିଟ ପର୍ଯ୍ୟନ୍ତ କ୍ଷୀର କାଢ଼ିବେ, କ୍ଷୀରର କ୍ଷରଣ ମନ୍ଥର ହେବା ପର୍ଯ୍ୟନ୍ତ
+
| କ୍ଷୀର ବାହାରିବା କମ ନ ହେବା ଯାଏଁ ତାଙ୍କୁ ଗୋଟିଏ ସ୍ତନରୁ ଅତିକମରେ 3ରୁ 5 ମିନିଟ୍ ପର୍ଯ୍ୟନ୍ତ କ୍ଷୀର କାଢ଼ିବାକୁ ପଡ଼ିବ
  
 
|-
 
|-
 
|09:38
 
|09:38
| ତା’ପରେ ସେ ପୂର୍ବଭଳି ଅନ୍ୟ ସ୍ତନର ସମସ୍ତ କ୍ଷେତ୍ରରୁ କ୍ଷୀର କାଢ଼ିବେ
+
| ତା’ପରେ, ସେ ଅନ୍ୟ ସ୍ତନର ସମସ୍ତ କ୍ଷେତ୍ରରୁ ପୂର୍ବଭଳି କ୍ଷୀର କାଢ଼ିବେ
  
 
|-
 
|-
 
|09:45
 
|09:45
| ଏବଂ ତା’ପରେ ଦ୍ଵିତୀୟ ଥର ପାଇଁ ସେ ପୁନର୍ବାର ଉଭୟ ସ୍ତନରୁ କ୍ଷୀର କାଢ଼ିବେ
+
| ଏବଂ ତା’ପରେ, ଦ୍ଵିତୀୟ ଥର ପାଇଁ ସେ ପୁନର୍ବାର ଉଭୟ ସ୍ତନରୁ କ୍ଷୀର କାଢ଼ିବେ
  
 
|-
 
|-
Line 363: Line 362:
 
|-
 
|-
 
|09:57
 
|09:57
| ପ୍ରଥମ କିଛି ଦିନ ଏହା କରିବା ପାଇଁ ବେଶୀ ସମୟ ଲାଗିପାରେ ଏବଂ ଅଳ୍ପ କ୍ଷୀର ମଧ୍ୟ ବାହାରିପାରେ
+
| ପ୍ରଥମ କିଛି ଦିନ ଏଥିପାଇଁ ବେଶୀ ସମୟ ଲାଗିପାରେ ଏବଂ ଅଳ୍ପ କ୍ଷୀର ମଧ୍ୟ ବାହାରିପାରେ
  
 
|-
 
|-
Line 371: Line 370:
 
|-
 
|-
 
|10:12
 
|10:12
| ମନେରଖନ୍ତୁ, ସ୍ତନରୁ ହାତରେ କ୍ଷୀର କାଢ଼ିବା ଦ୍ଵାରା କିଛି କଷ୍ଟ ହୁଏ ନାହିଁ. ଯଦି କଷ୍ଟ ହେଉଛି ତେବେ କରିବା କୌଶଳରେ କିଛି ଭୁଲ ଅଛି
+
| ମନେରଖନ୍ତୁ, ସ୍ତନରୁ ହାତରେ କ୍ଷୀର କାଢ଼ିବାରେ କଷ୍ଟ ହୁଏ ନାହିଁ. ଯଦି କଷ୍ଟ ହେଉଛି ତେବେ କରିବା ଶୈଳୀରେ କିଛି ଭୁଲ ରହିଛି
  
 
|-
 
|-
 
|10:21
 
|10:21
| ସ୍ତନର ଟିସ୍ୟୁଗୁଡ଼ିକ ଅତି ସୂକ୍ଷ୍ମ ଅଟନ୍ତି
+
| ସ୍ତନର ଟିସୁଗୁଡ଼ିକ ଅତି ସୂକ୍ଷ୍ମ ଅଟନ୍ତି
  
 
|-
 
|-
 
|10:24
 
|10:24
| ଆଙ୍ଗୁଠିଗୁଡ଼ିକୁ ଚର୍ମ ଉପରୁ ନିପଲ୍ ଆଡ଼କୁ ଘଷନ୍ତୁ, ଖସାନ୍ତୁ କିମ୍ବା ଠେଲନ୍ତୁ ନାହିଁ. ଏହା ଦ୍ଵାରା ସ୍ତନରେ ଘା ହୋ‍ଇପାରେ
+
| ଆଙ୍ଗୁଠିଗୁଡ଼ିକୁ ଚର୍ମ ଉପରୁ ଚୁଚୁକ ଆଡ଼କୁ ଘଷନ୍ତୁ, ଖସାନ୍ତୁ କିମ୍ବା ଠେଲନ୍ତୁ ନାହିଁ. ଏହା ଦ୍ଵାରା ସ୍ତନରେ କ୍ଷତ ହୋଇପାରେ
  
 
|-
 
|-
 
|10:36
 
|10:36
| ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ଅଂଶର ଚର୍ମକୁ ଟାଇଟ୍ କିମ୍ବା ଭିଡ଼ନ୍ତୁ ନାହିଁ
+
| ଚୁଚୁକ ଚାରିପଟ ଗାଢ଼ କଳା ଅଂଶର ଚର୍ମକୁ ଚିପନ୍ତୁ ନାହିଁ କିମ୍ବା ଭିଡ଼ନ୍ତୁ ନାହିଁ
  
 
|-
 
|-
 
|10:42
 
|10:42
| ନିପଲ୍‍କୁ ଚିମୁଟନ୍ତୁ କିମ୍ବା ଟାଣନ୍ତୁ ନାହିଁ
+
| ଚୁଚୁକକୁ ଚିପନ୍ତୁ ନାହିଁ କିମ୍ବା ଦବାନ୍ତୁ ନାହିଁ
  
 
|-
 
|-
 
|10:46
 
|10:46
| ନିପଲ୍‍କୁ ଚାପିବା କିମ୍ବା ଟାଣିବା ଦ୍ଵାରା ପର୍ଯ୍ୟାପ୍ତ କ୍ଷୀର ବାହାରିବ ନାହିଁ
+
| ଚୁଚୁକକୁ ଚାପିଲେ କିମ୍ବା ଟାଣିଲେ ଅଧିକ କ୍ଷୀର ବାହାରିବ ନାହିଁ
  
 
|-
 
|-
 
|10:51
 
|10:51
| ଏହା କେବଳ ଶିଶୁ ନିପଲ୍‍କୁ ଚୁସିବା ସହିତ ସମାନ କାର୍ଯ୍ୟ ହେବ
+
| ଏହା କେବଳ ଶିଶୁ ଚୁଚୁକକୁ ଚୁଚୁମିବା ସହ ସମାନ ହେବ
  
 
|-
 
|-
 
|10:57
 
|10:57
| କ୍ଷୀର କାଢ଼ିସାରିବା ପରେ ମା’ ପାତ୍ରଟିକୁ ଗୋଟିଏ ସଫା କପଡ଼ା କିମ୍ବା ପ୍ଲେଟ୍ ଦ୍ଵାରା ଘୋଡ଼ାଇଦେବା ଆବଶ୍ୟକ
+
| କ୍ଷୀର କାଢ଼ିସାରିବା ପରେ ପାତ୍ରଟିକୁ ଗୋଟିଏ ସଫା କପଡ଼ା କିମ୍ବା ପ୍ଲେଟ୍ ଦ୍ଵାରା ଘୋଡ଼ାଇଦିଅନ୍ତୁ
  
 
|-
 
|-
 
|11:04
 
|11:04
| ତା’ପରେ ପରବର୍ତ୍ତି ବ୍ୟବହାର ପାଇଁ ସେ କ୍ଷୀରକୁ ଗୋଟିଏ ସୁରକ୍ଷୀତ ସ୍ଥାନରେ ରଖିବା ଆବଶ୍ୟକ
+
| ତା’ପରେ, ପରେ ବ୍ୟବହାର କରିବା ପାଇଁ କ୍ଷୀରକୁ ଗୋଟିଏ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ
  
 
|-
 
|-
 
|11:09
 
|11:09
| କ୍ଷୀରକୁ ସୁରକ୍ଷୀତ ଭାବେ ରଖିବା ଏବଂ ସେହି କ୍ଷୀରକୁ ଶିଶୁକୁ ଖୁଆଇବା ବିଷୟରେ ଅନ୍ୟ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଛି  
+
| କ୍ଷୀରକୁ ସୁରକ୍ଷିତ ଭାବେ ରଖିବା ଏବଂ ଶିଶୁକୁ ସେହି କ୍ଷୀରକୁ ଖୁଆଇବା ବିଷୟରେ ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି  
  
 
|-
 
|-
 
|11:19
 
|11:19
| ବର୍ତ୍ତମାନ, ମା’ କେତେ ଥର କ୍ଷୀର କାଢ଼ିବା ଆବଶ୍ୟକ ତାହା ଆଲୋଚନା କରିବା
+
| ଏବେ, ମା’ କେତେ ଥର କ୍ଷୀର କାଢ଼ିବା ଦରକାର ତାହା ଆଲୋଚନା କରିବା
  
 
|-
 
|-
 
|11:24
 
|11:24
| ଯଦି ଉଦ୍ଦେଶ୍ୟ କ୍ଷୀର କ୍ଷରଣର ପ୍ରକ୍ରିୟାକୁ ବଢ଼ାଇବା ଓ ପୂର୍ବବତ୍ ରଖିବା କିମ୍ବା ଅଳ୍ପ ଓଜନ ବା ଅସୁସ୍ଥ ନବଜାତକୁ ସ୍ତନ୍ୟପାନ କରାଇବା ଅଟେ, ତେବେ -
+
| ଯଦି ଏହାର ଉଦ୍ଦେଶ୍ୟ କ୍ଷୀର ଉତ୍ପାଦନକୁ ଆରମ୍ଭ କରିବା କିମ୍ୱା ମାତ୍ରାକୁ ବଜାୟ ରଖିବା
 +
କିମ୍ବା ଅଳ୍ପ ଓଜନ ବା ଅସୁସ୍ଥ ନବଜାତକୁ ସ୍ତନ୍ୟପାନ କରାଇବା ଅଟେ, ତେବେ -
  
 
|-
 
|-
 
|11:35
 
|11:35
| ସେ ପ୍ରସବ ପରେ ତତକ୍ଷାଣାତ୍ ଯଥା ସମ୍ଭବ କ୍ଷୀର କାଢ଼ିବା ଆରମ୍ଭ କରିବା ଆବଶ୍ୟକ
+
| ପ୍ରସବ ପରେ ତୁରନ୍ତ ହିଁ କ୍ଷୀର କାଢ଼ିଦେବା ଆରମ୍ଭ କରିବା ଦରକାର
  
 
|-
 
|-
 
|11:40
 
|11:40
| ସେ ପ୍ରଥମେ କୋଲଷ୍ଟ୍ରମ୍‍ର କେବଳ କିଛି ବୁନ୍ଦା କାଢ଼ିପାରନ୍ତି
+
| ପ୍ରଥମେ କୋଲଷ୍ଟ୍ରମ୍‌ର କେବଳ କିଛି ବୁନ୍ଦା ବାହାରିପାରେ
  
 
|-
 
|-
 
|11:45
 
|11:45
| ଏହା ସ୍ତନରେ କ୍ଷୀର କ୍ଷରଣର ପ୍ରକ୍ରିୟା ଆରମ୍ଭ କରିବାରେ ସାହାଯ୍ୟ କରିଥାଏ
+
| ସ୍ତନରୁ କ୍ଷୀର ବାହାରିବାରେ ଏହା ସାହାଯ୍ୟ କରିଥାଏ
  
 
|-
 
|-
 
|11:48
 
|11:48
| ଏହି କାର୍ଯ୍ୟ ପ୍ରସବ ପରେ ଶିଶୁ କ୍ଷୀର ଚୁସିବା ସହିତ ସମାନ ଅଟେ
+
| ଏହା, ପ୍ରସବ ପରେ ଶିଶୁ ସ୍ତନ ଚୁଚୁମିବା ସହ ସମାନ ଅଟେ
  
 
|-
 
|-
 
|11:54
 
|11:54
| ମା’ ଯେତେ ସମ୍ଭବ ଏବଂ ଯେତେଥର ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଉଥିବେ, ସେତେ ଥର କ୍ଷୀର କାଢ଼ିବା ଆବଶ୍ୟକ
+
| ମା’ ଯେତେ ସମ୍ଭବ ସେତେ କ୍ଷୀର କାଢ଼ିବା ଆବଶ୍ୟକ ଏବଂ ଯେତେଥର ତାଙ୍କର ଶିଶୁ ସ୍ତନ୍ୟପାନ କରାଇପାରିବେ
  
 
|-
 
|-
 
|12:02
 
|12:02
| ଏହି କାର୍ଯ୍ୟ ପ୍ରତି 2ରୁ 3 ଘଣ୍ଟା ବ୍ୟବଧାନରେ ହେବା ଆବଶ୍ୟକ, ରାତିରେ ମଧ୍ୟ
+
| ଏହାକୁ, ରାତି ସମେତ ପ୍ରତି 2ରୁ 3 ଘଣ୍ଟାରେ କରିବା ଆବଶ୍ୟକ
  
 
|-
 
|-
 
|12:08
 
|12:08
| ଯଦି କ୍ଷୀର କାଢ଼ିବା ମଧ୍ୟରେ ସମୟ ବ୍ୟବଧାନ ଅଧିକ ହୁଏ, ତେବେ ସେ ଯଥେଷ୍ଟ କ୍ଷୀର କାଢ଼ିବା ପାଇଁ ସକ୍ଷମ ହୋ‍ଇପାରିବେ ନାହିଁ
+
| ଯଦି କ୍ଷୀର ବାହାର କରିବା ବ୍ୟବଧାନ ଅଧିକ ହୁଏ, ତେବେ ଯଥେଷ୍ଟ କ୍ଷୀର ଉତ୍ପାଦନ ହୋଇପାରିବ  ନାହିଁ
  
 
|-
 
|-
 
|12:16
 
|12:16
| ତା’ପରେ ସ୍ତନରେ କ୍ଷୀରର ପରିମାଣ ବୃଦ୍ଧି କରିବା ଉଦ୍ଦେଶ୍ୟ ହୁଏ ଏବଂ କିଛି ସପ୍ତାହ ପରେ ଏହାର ମାତ୍ରା ହ୍ରାସ ହେଉଥିବା ମନେହୁଏ:
+
| ତା’ପରେ, ଯଦି ଉଦ୍ଦେଶ୍ୟ ମା’ଙ୍କର କ୍ଷୀରର ପରିମାଣ ବୃଦ୍ଧି କରିବା ଅଟେ ଏବଂ କିଛି ସପ୍ତାହ ପରେ ଏହାର ମାତ୍ରା ହ୍ରାସ ହେଉଥିବା ମନେହୁଏ:
  
 
|-
 
|-
 
|12:25
 
|12:25
| ଶିଶୁକୁ ସ୍ତନ୍ୟପାନ କରାଇସାରିବା ପରେ ପ୍ରତି 1ରୁ 2 ଘଣ୍ଟା ମଧ୍ୟରେ ସେ ସ୍ତନରୁ କ୍ଷୀର କାଢ଼ିବା ଆବଶ୍ୟକ ଏବଂ
+
| ଶିଶୁକୁ ସ୍ତନ୍ୟପାନ କରାଇସାରିବା ପରେ ପ୍ରତି 1ରୁ 2 ଘଣ୍ଟା ମଧ୍ୟରେ ସେ ସ୍ତନରୁ କ୍ଷୀର କାଢ଼ିଦେବେ ଏବଂ
  
 
|-
 
|-
 
|12:33
 
|12:33
| ଯଦି ଶିଶୁ 3 ଘଣ୍ଟାରୁ ଅଧିକ ସମୟ ଶୋ‍ଇବ ବୋଲି ଅନୁମାନ କରାଯାଏ ତେବେ, ସ୍ତନ୍ୟପାନ ମଧ୍ୟରେ କ୍ଷୀର କାଢ଼ିନେବା ଆବଶ୍ୟକ
+
| ଯଦି ଶିଶୁ 3 ଘଣ୍ଟାରୁ ଅଧିକ ସମୟ ଶୋଇବ ବୋଲି ଭାବନ୍ତି, ତେବେ ସ୍ତନ୍ୟପାନ ମଧ୍ୟରେ କ୍ଷୀର କାଢ଼ିଦିଅନ୍ତୁ
  
 
|-
 
|-
 
|12:43
 
|12:43
| ଏନ୍‍ଗର୍ଗମେଣ୍ଟ କିମ୍ବା କାର୍ଯ୍ୟସ୍ଥଳୀରେ କ୍ଷୀର ବାହାରି ଯିବା ଭଳି ଲକ୍ଷଣରୁ ମୁକ୍ତି ପାଇବା ଯଦି ଉଦ୍ଦେଶ୍ୟ ହୁଏ ତେବେ, ମା’ ଯେତିକି ଆବଶ୍ୟକ କେବଳ ସେତିକି କାଢ଼ିବା ଆବଶ୍ୟକ
+
| ସ୍ତନ କଠିନତା କିମ୍ବା କାର୍ଯ୍ୟସ୍ଥଳୀରେ କ୍ଷୀର ବାହାରି ଯିବା ଭଳି ଲକ୍ଷଣରୁ ମୁକ୍ତି ପାଇବା ଯଦି ଉଦ୍ଦେଶ୍ୟ ହୁଏ,
 
+
ତେବେ ମା’ ଯେତିକି ଆବଶ୍ୟକ କେବଳ ସେତିକି କାଢ଼ିବେ
  
 
|-
 
|-
 
|12:53
 
|12:53
| ଯଦି ନିପଲ୍‍ର ଚର୍ମକୁ ସୁସ୍ଥ ରଖିବା ଉଦ୍ଦେଶ୍ୟ ଥାଏ ତେବେ, ମା’ ନିପଲ୍ ଉପରେ ଘଷିବା ପାଇଁ କିଛି ବୁନ୍ଦା କ୍ଷୀର କାଢ଼ନ୍ତୁ
+
| ଯଦି ଚୁଚୁକର ଚର୍ମକୁ ସୁସ୍ଥ ରଖିବା ଉଦ୍ଦେଶ୍ୟ ଥାଏ,  
 +
ତେବେ ଚୁଚୁକ ଉପରେ ଘଷିବା ପାଇଁ କିଛି ବୁନ୍ଦା କ୍ଷୀର କାଢ଼ନ୍ତୁ
  
 
|-
 
|-
 
|13:02
 
|13:02
| ସେ ଏହି କାର୍ଯ୍ୟ ଗାଧୋ‍ଇବା ପରେ କିମ୍ବା ସ୍ତନ୍ୟପାନ କରାଇବା ପରେ କରିପାରିବେ
+
| ଏହାକୁ ସେ ଗାଧୋଇବା ପରେ ଏବଂ ସ୍ତନ୍ୟପାନ କରାଇବା ପରେ କରିବେ
  
 
|-
 
|-
 
|13:07
 
|13:07
| ମା’ କାମରେ ବାହାରେ ରହିବା ସମୟରେ ଶିଶୁ ପାଇଁ କ୍ଷୀର ରଖିବା ଯଦି ଉଦ୍ଦେଶ୍ୟ ହୁଏ ତେବେ,  
+
| ମା’ କାମରେ ବାହାରେ ରହିଥିବା ସମୟରେ ଶିଶୁ ପାଇଁ ଯଦି କ୍ଷୀର ରଖିବାକୁ ହୁଏ,  
  
 
|-
 
|-
 
|13:14
 
|13:14
| କ୍ଷୀର ଖୁଆଇବା କାର୍ଯ୍ୟ ଜାରି ରଖିବା ପାଇଁ ମା’ କାର୍ଯ୍ୟସ୍ଥଳୀରେ କ୍ଷୀର କାଢ଼ିନେବା ଆବଶ୍ୟକ
+
| ତେବେ ତାଙ୍କୁ କାର୍ଯ୍ୟସ୍ଥଳୀରେ କ୍ଷୀର କାଢ଼ିନେବା ଆବଶ୍ୟକ
  
 
|-
 
|-
|13:20
+
|13:20  
| ଏବଂ ମା’ କାର୍ଯ୍ୟକୁ ଯିବା ପୂର୍ବରୁ କ୍ଷୀର କାଢ଼ିଦେବା ଆବଶ୍ୟକ ଏବଂ ଶିଶୁକୁ ଦେବା ପାଇଁ ତାକୁ କ୍ୟାରର୍ ପାଖରେ ଛାଡ଼ିଦେବା ଆବଶ୍ୟକ
+
| ଏବଂ କାମକୁ ଯିବା ପୂର୍ବରୁ କ୍ଷୀର କାଢ଼ି ଆୟା ପାଖରେ ରଖିଦେବା ଉଚିତ
  
 
|-
 
|-
 
|13:29
 
|13:29
| ଏହା କରିବା ପାଇଁ ସେ ଗୋଟିଏ ସପ୍ତାହ ପୂର୍ବରୁ ଯୋଜନା ପ୍ରସ୍ତୁତ କରିପାରିବେ ଯଦି ତାଙ୍କର ଫ୍ରୀଜ୍ ଥାଏ
+
| ଯଦି ତାଙ୍କର ଫ୍ରୀଜ୍ ଥାଏ, ତେବେ ଏହା କରିବା ପାଇଁ କିଛି ସପ୍ତାହ ପୂର୍ବରୁ ଯୋଜନା କରିପାରିବେ  
  
 
|-
 
|-
 
|13:34
 
|13:34
| ସେ ଅଧିକ କ୍ଷୀର କାଢ଼ିପାରିବେ ଏବଂ ପରବର୍ତ୍ତି ବ୍ୟବହାର ପାଇଁ ରଖିପାରିବେ
+
| ସେ ଅଧିକ କ୍ଷୀର କାଢ଼ି ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ରଖିପାରିବେ
  
 
|-
 
|-
Line 496: Line 497:
 
|-
 
|-
 
|13:44
 
|13:44
| ପ୍ରତ୍ୟେକ ଥର ଖୁଆଇବା ପାଇଁ ମା’ ପାଖାପାଖି 60 ରୁ 90 ମିଲିଲିଟର୍ କ୍ଷୀର ଛାଡ଼ିପାରିବେ
+
| ପ୍ରତ୍ୟେକ ଥର ଖୁଆଇବା ପାଇଁ ମା’ ପ୍ରାୟ 60 ରୁ 90 ମିଲିଲିଟର୍ କ୍ଷୀର ରଖିବା ଉଚିତ
  
 
|-
 
|-
Line 504: Line 505:
 
|-
 
|-
 
|13:57
 
|13:57
| ମନେରଖନ୍ତୁ, ଯେତେ ଥର ଆପଣ ହାତରେ କାଢ଼ିବେ, କ୍ଷୀର କାଢ଼ିବା ସେତେ ସହଜ ହେବ ଏବଂ ସେତେ ଶୀଘ୍ର କ୍ଷୀର କ୍ଷରଣ ହେବ
+
| ମନେରଖନ୍ତୁ, ଯେତେ ଥର ଆପଣ ହାତରେ କାଢ଼ିବେ, କ୍ଷୀର ବାହାରିବା ସେତେ ସହଜ ଶୀଘ୍ର ହେବ
  
 
|-
 
|-
 
|14:07
 
|14:07
| ଏବଂ ମା’ଙ୍କ ଠାରେ ଅଧିକ କ୍ଷୀର ପ୍ରସ୍ତୁତ ହେବ
+
| ଏବଂ ମା’ଙ୍କଠାରେ ଅଧିକ କ୍ଷୀର ପ୍ରସ୍ତୁତ ହେବ
  
 
|-
 
|-
 
|14:11
 
|14:11
| ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ ଧନ୍ୟବାଦ
+
| ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
 
|}
 
|}

Revision as of 17:39, 27 August 2019

Time
Narration
00:01 ନମସ୍କାର,"ସ୍ତନ କ୍ଷୀରକୁ ହାତରେ କାଢ଼ିବା” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, ସ୍ତନରୁ କ୍ଷୀର କାଢ଼ିବା ଦ୍ଵାରା ମିଳୁଥିବା ଉପକାର
00:11 ହାତ ସାହାଯ୍ୟରେ କିପରି ସ୍ତନର କ୍ଷୀର କାଢ଼ିବେ ଏବଂ
00:15 ଜଣେ ମା’ କେତେ ଥର ସ୍ତନରୁ କ୍ଷୀର କାଢ଼ିପାରିବେ, ସେହି ବିଷୟରେ ଜାଣିବା
00:20 ସ୍ତନରୁ କ୍ଷୀର କାଢ଼ିବା ଦ୍ୱାରା ସ୍ତନ କଠିନତାରୁ ମୁକ୍ତି ମିଳିଥାଏ;
00:25 ଚୁଚୁକ ଓ ତାହା ଚାରିପଟ ଗାଢ଼ କଳା ଅଂଶ ଚର୍ମରେ ଦେଖା ଯାଉଥିବା ଶୁଷ୍କତାର ଚିକିତ୍ସା;
00:31 ଲାଚିଂ ସମୟରେ ମା’ଙ୍କର ଯନ୍ତ୍ରଣାଦାୟକ ଚୁଚୁକରୁ ଶିଶୁକୁ ଖୁଆଇବା
00:38 ମା’ଙ୍କ ସ୍ତନରେ କ୍ଷୀରର ପରିମାଣ ବଢ଼ାଇବା କିମ୍ବା ବଜାୟ ରଖିବା;
00:42 ମା’ କାମକୁ ବାହାରିବାବେଳେ ଶିଶୁ ପାଇଁ କ୍ଷୀର ଉପଲବ୍ଧ କରାଇବା;
00:49 ଚୁଚୁକ ଚାରିପଟ ଗାଢ଼ କଳା ଅଂଶକୁ ନରମ କରି ଶିଶୁକୁ ସମ୍ପୂର୍ଣ୍ଣ ସ୍ତନ ସହ ସଂଯୁକ୍ତ କରିବା;
00:56 ଅନ୍ୟ ସ୍ତନରୁ କ୍ଷୀର ଦେବା ପୂର୍ବରୁ, ପ୍ରଥମ ସ୍ତନରୁ ଶିଶୁ ସମ୍ପୂର୍ଣ୍ଣ କ୍ଷୀର ଖାଇ ସାରିଛି କି ନାହିଁ ଦେଖିବା
01:05 ଶିଶୁର ପୌଷ୍ଟିକ ଆହାର ପାଇଁ ପାଣି କିମ୍ବା ଗାଈ କ୍ଷୀର ବଦଳରେ ମା’ କ୍ଷୀର ବ୍ୟବହାର କରିବା


01:14 ତଥା ନିମ୍ନଲିଖିତ ଶିଶୁମାନଙ୍କୁ କ୍ଷୀର ଖାଇବାରେ ସାହାଯ୍ୟ କରନ୍ତୁ – ପ୍ରସବ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁ
01:18 ଅସୁସ୍ଥ ଥିବା ଶିଶୁ
01:20 ଦୁର୍ବଳ ମାଂସପେଶୀ ଥିବା ଶିଶୁ
01:22 ଗ୍ରହଣ ଖଣ୍ଡିଆ କିମ୍ବା/ଏବଂ ପ୍ୟାଲେଟ୍ ଥିବା ଶିଶୁ
01:27 ଏବଂ ସ୍ତନ ସହ ଗଭୀର ଭାବେ ଲାଚ୍ ହୋଇପାରୁନଥିବା ଶିଶୁମାନଙ୍କୁ
01:32 ଏବେ, ସ୍ତନରୁ କ୍ଷୀର କିପରି କଢ଼ାଯାଏ, ଚାଲନ୍ତୁ ଶିଖିବା
01:37 ହାତରେ ସ୍ତନରୁ କ୍ଷୀର କାଢ଼ିବା ସବୁଠାରୁ ଭଲ ମାର୍ଗ ଭାବରେ ପରାମର୍ଶ ଦିଆଯାଇଥାଏ
01:44 କାରଣ, ଏହି ଉପାୟରେ ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶରେ କମ୍ ଚାପ ପଡ଼ିଥାଏ
01:51 ଏଥିପାଇଁ କୌଣସି ଉପକରଣର ଆବଶ୍ୟକତା ନଥିବାରୁ, ମା’ ଏହାକୁ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ କରିପାରିବେ
02:00 ଅଭ୍ୟାସ ଦ୍ୱାରା ହାତ ସାହାଯ୍ୟରେ କ୍ଷୀର କାଢ଼ିବା କୌଶଳରେ ଉନ୍ନତି ଆସିଥାଏ
02:08 ସ୍ତନଗୁଡ଼ିକ ନରମ ଥିବା ସମୟରେ ହାତରେ କ୍ଷୀର କାଢ଼ିବା ସହଜ ହୋଇଥାଏ
02:13 ତେଣୁ, ମା’ ଏହି କୌଶଳକୁ ପ୍ରସବର ଦିନେ - ଦୁଇ ଦିନ ପରେ ଶିଖିନେବା ଦରକାର
02:21 ସ୍ତନରୁ କ୍ଷୀର କାଢ଼ିବା ପୂର୍ବରୁ କ୍ଷୀର ସଂଗ୍ରହ କରିବା ପାଇଁ ମା’ ନିଜ ପାଖରେ ଗୋଟିଏ ଷ୍ଟିଲ୍ କିମ୍ବା କାଚ ପାତ୍ର ରଖିବେ
02:29 ଏଥିପାଇଁ ଗୋଟିଏ କପ୍, ଗ୍ଲାସ୍, ଜଗ୍ କିମ୍ବା ଚଉଡ଼ା ମୁହଁ ଥିବା ଜାର୍ ଭଲ
02:36 ପାତ୍ରଟିକୁ ସାବୁନ୍ ଓ ପାଣିରେ ପ୍ରଥମେ ଧୁଆଯିବ
02:41 ଏହାପରେ, ପାତ୍ରକୁ ଫୁଟନ୍ତା ପାଣିରେ ରଖିବେ କିମ୍ବା ପାତ୍ରରେ ଫୁଟା ପାଣି ରଖି କିଛି ସମୟ ପାଇଁ ଛାଡ଼ିବେ
02:52 ତା’ପରେ, ତାହାକୁ ସମ୍ପୂର୍ଣ୍ଣ ଶୁଖିବା ପାଇଁ ଛାଡ଼ିବେ କିମ୍ବା ଗୋଟିଏ ଅବ୍ୟବହୃତ ସଫା କନାରେ ପୋଛି ଶୁଖାଇବେ
03:02 ପାତ୍ରକୁ କଦାପି ବ୍ୟବହୃତ କପଡ଼ାରେ ପୋଛିବେ ନାହିଁ, ଯେପରି ରୋଷେଇ ଘରେ ବ୍ୟବହାର ହେଉଥିବା କପଡ଼ା
03:10 ପାତ୍ରଟି ସମ୍ପୂର୍ଣ୍ଣ ଶୁଖିବା ପରେ, ପରବର୍ତ୍ତୀ କାମ ହେଉଛି ସ୍ତନରୁ କ୍ଷୀରକୁ ପାତ୍ରରେ କାଢ଼ିବା
03:17 କ୍ଷୀର ବାହାରିବାକୁ ସହଜ କରିବା ପାଇଁ ମା’ଙ୍କୁ ଶାନ୍ତ ମନରେ ଶିଶୁ ବିଷୟରେ ଚିନ୍ତା କରିବା ଦରକାର
03:26 ମା’ ନିମ୍ନଲିଖିତ କାମ କରିପାରିବେ:

ସେ ଶାନ୍ତ ଭାବେ ଓ ଏକାନ୍ତରେ କିମ୍ବା ଜଣେ ଘନିଷ୍ଠ ବନ୍ଧୁଙ୍କ ସହିତ ବସିବେ

03:34 କିଛି ମା’ ସ୍ତନରୁ କ୍ଷୀର କାଢ଼ୁଥିବା ଅନ୍ୟ ମା’ମାନଙ୍କ ଗ୍ରୁପ୍‌ରେ ରହି ସହଜରେ କ୍ଷୀର କାଢ଼ିପାରିବେ
03:41 ନିଜ ସହିତ ସ୍ପର୍ଶ ହେଉଥିବା ଅବସ୍ଥାରେ ସେ ନିଜର ଶିଶୁକୁ କୋଳରେ ଧରିପାରିବେ
03:46 କିମ୍ବା ସେ ନିଜର ଶିଶୁକୁ ଦେଖିପାରିବେ କିମ୍ବା ତା’ର ଶବ୍ଦ ଶୁଣିପାରିବେ
03:53 ବେଳେବେଳେ ଶିଶୁର କେବଳ ଫଟୋକୁ ଦେଖିବା କିମ୍ବା ତା’ର କପଡ଼ା ଶୁଙ୍ଘିବା ଦ୍ଵାରା ମଧ୍ୟ କାମ ସହଜ ହୋଇଥାଏ
04:00 ସେ ଉଷୁମ ପାନୀୟ ପିଇପାରିବେ, କିନ୍ତୁ ଚାହା, କଫୀ, ମଦ କିମ୍ବା ଅନ୍ୟ କୌଣସି ଉତ୍ତେଜକ ଜିନିଷ ନୁହେଁ


04:12 କ୍ଷୀରର କ୍ଷରଣକୁ ସହଜ କରିବା ପାଇଁ ସେ ନିଜର ସ୍ତନକୁ ଉଷୁମ ମଧ୍ୟ କରିପାରିବେ
04:17 ଯେଉଁଥିପାଇଁ ସେ ଗରମ ପାଣିରେ ଭିଜା ହୋଇଥିବା କପଡ଼ାକୁ ନିଜର ସ୍ତନ ଉପରେ ରଖିପାରିବେ କିମ୍ବା ଉଷୁମ ପାଣିରେ ଗାଧୋଇବେ
04:28 ସେ ନିଜର ଚୁଚୁକକୁ ଏବଂ ତା’ ଚାରିପଟେ ଥିବା ଗାଢ଼ କଳା ଅଂଶକୁ ହାଲୁକା ଭାବେ ଟାଣି କିମ୍ବା ନିଜ ଆଙ୍ଗୁଠି ଦ୍ଵାରା ଦଳି, ଉତ୍ତେଜିତ କରିପାରିବେ
04:38 ସେ ଗୋଲ୍ ଗୋଲ୍ କରି ନିଜର ସ୍ତନକୁ ହାଲୁକା ଭାବେ ମାଲିସ୍ କରିପାରିବେ
04:44 ମା’ ନିଜର ପିଠିକୁ ମାଲିସ୍ କରିବା ପାଇଁ ଅନ୍ୟଙ୍କ ସାହାଯ୍ୟ ନେଇପାରିବେ
04:47 ନିଜର ପିଠି ମାଲିସ୍ ପାଇଁ ମା’ ତଳେ ଏବଂ ଆଗକୁ ଝୁଙ୍କି କରି ବସିବେ,
04:53 ସାମ୍ନା ଟେବୁଲ ଉପରେ ନିଜର ବାହୁ ଦୁଇଟିକୁ ପରସ୍ପର ସହିତ ଯୋଡ଼ିକରି ରଖିବେ ଏବଂ ସେହି ବାହୁ ଉପରେ ନିଜର ମୁଣ୍ଡକୁ ରଖିବେ
05:01 ନିଜର ସ୍ତନ ଉପରୁ ଲୁଗା କାଢ଼ିଦେବେ ଏବଂ ଖୋଲା ଛାଡ଼ିଦେବେ
05:07 ସହାୟକ, ମା’ଙ୍କ ମେରୁଦଣ୍ଡର ଉଭୟ ପାର୍ଶ୍ଵରେ ମାଲିସ୍ କରିବେ
05:12 ସେ ନିଜର ବୁଢ଼ା ଆଙ୍ଗୁଠି ଆଗକୁ ବାହାର କରିବା ସହିତ ବନ୍ଦ ହୋଇଥିବା ମୁଠାକୁ ବ୍ୟବହାର କରିବେ
05:17 ସେ ନିଜର ବୁଢ଼ା ଆଙ୍ଗୁଠି ସାହାଯ୍ୟରେ ଶକ୍ତ ଭାବେ ଦାବି ଗୋଲ୍ ଗୋଲ୍ ଚାଳନା କରିବେ
05:25 ସେ ନିଜର ମେରୁଦଣ୍ଡର ଉଭୟ ପଟେ ଏକା ସାଙ୍ଗରେ ମାଲିସ୍ କରିବା ସହ ଏହା ବେକଠାରୁ ଆରମ୍ଭ କରି କାନ୍ଧର ଡେଣା ପର୍ଯ୍ୟନ୍ତ ହେବା ଆବଶ୍ୟକ
05:34 ସେ ଏହାକୁ ଦୁଇରୁ ତିନି ମିନିଟ ପର୍ଯ୍ୟନ୍ତ କରିବା ଆବଶ୍ୟକ
05:38 ଉପରୋକ୍ତ ସମସ୍ତ କାର୍ଯ୍ୟ ସ୍ତନରୁ କ୍ଷୀର କ୍ଷରଣ କରିବାରେ ସାହଯ୍ୟ କରିବ
05:43 ସ୍ତନରୁ ଏହି କ୍ଷୀର କ୍ଷରଣ ହେବା ପ୍ରକ୍ରିୟାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ ବା ଲେଟ୍ ଡାଉନ୍ ରିଫ୍ଲେକ୍ସ କୁହାଯାଏ
05:51 ଅକ୍ସିଟୋସିନ୍ ରିଫ୍ଲେକ୍ସ ଆରମ୍ଭ ହେବା ପରେ ମା’ ନିଜର ହାତଗୁଡ଼ିକୁ ଭଲ ଭାବେ ଧୋଇବା ସହିତ ଶୁଖାଇବେ
05:59 ତା’ପରେ ମା’ ଆରାମରେ ବସିବେ
06:04 ସେ ସାମ୍ନାକୁ ସାମାନ୍ୟ ଝୁଙ୍କିକରି ବସିବେ
06:07 କ୍ଷୀର ସଂଗ୍ରହ ପାତ୍ରକୁ ସ୍ତନ ପାଖରେ ଧରିବେ
06:11 ଏବେ ସେ ନିଜର ସ୍ତନକୁ କଡ଼ ଆଡ଼ୁ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ C ଆକାରରେ ଧରିବେ
06:20 ଯେକୌଣସି ସ୍ତନ ପାଇଁ ସେ ଯେକୌଣସି ହାତ ବ୍ୟବହାର କରିପାରିବେ ଏବଂ ପ୍ରଥମ ହାତ ଥକିଗଲେ ସେ ଅନ୍ୟ ହାତ ବ୍ୟବହାର କରିପାରିବେ
06:29 ସ୍ତନକୁ ଧରିବା ବେଳେ ତାଙ୍କର ବୁଢ଼ା ଆଙ୍ଗୁଠି ସ୍ତନର ଉପରି ଭାଗରେ ରହିବ
06:35 ଏବଂ ତାଙ୍କର ଆଙ୍ଗୁଠିଗୁଡ଼ିକ ବୁଢ଼ା ଆଙ୍ଗୁଠିର ବିପରୀତ ଦିଗରେ ସ୍ତନର ନିମ୍ନ ଭାଗରେ ରହିବ
06:42 ତାଙ୍କର ବୁଡା ଆଙ୍ଗୁଠି, ଚୁଚୁକ ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଗୋଟିଏ ସିଧାରେ ରହିବା ଦରକାର
06:48 ଏବଂ ଚୁଚୁକ, ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ରହିବା ଆବଶ୍ୟକ
06:54 ତାଙ୍କର ଚୁଚୁକ ଓ ବୁଢ଼ା ଆଙ୍ଗୁଠି ଏବଂ ଚୁଚୁକ ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟରେ ଦୁଇ ଆଙ୍ଗୁଳିର ବ୍ୟବଧାନ ରହିବ
07:04 ଯଦି ଆଙ୍ଗୁଠିଗୁଡ଼ିକ ଚୁଚୁକର ଅତି ନିକଟରେ ରୁହନ୍ତି, ତେବେ କ୍ଷୀର ବହୁ ସମୟ ପର୍ଯ୍ୟନ୍ତ ବାହାରିନପାରେ
07:10 ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶ ତଳକୁ ଚାପିଲେ ଅଧିକ କ୍ଷୀର ବାହାରିପାରିବ
07:19 ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ନିଜର ଡାହାଣ ହାତରେ ଧରିଛନ୍ତି
07:27 ଏବେ ଲଗାତାର ହାଲୁକା ଚାପ ଦେଇ ସ୍ତନକୁ ଛାତି ଆଡ଼କୁ ଭିତରକୁ ଚାପନ୍ତୁ
07:36 ତା’ପରେ, ହାତକୁ ନ କାଢ଼ି ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ସ୍ତନକୁ ଧୀରେ ଧୀରେ ଚାପନ୍ତୁ
07:44 ଏବଂ ସ୍ତନ ଉପରୁ ଚାପ ହଟାଇଦିଅନ୍ତୁ
07:48 ମା’ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବା ଉଚିତ -

ପଛକୁ ଦାବିବା, ହାଲୁକା ଭାବେ ଚାପିବା ଓ ଛାଡ଼ିଦେବା

07:56 ଛାତି ଆଡ଼କୁ ଦାବିବାର ପ୍ରଥମ ସୋପାନ ଜରୁରୀ ଅଟେ
08:02 କେବଳ ଚୁଚୁକ ଆଡ଼କୁ ଚାପିବା ଦ୍ଵାରା ବହୁତ କମ୍ କ୍ଷୀର ମିଳିଥାଏ
08:07 କିନ୍ତୁ, ସ୍ତନକୁ ପଛ ଆଡ଼କୁ ଚାପ ଦିଆଗଲେ, ଗହନ ସ୍ତନ ଟିସୁରେ ଥିବା କ୍ଷୀର ବାହାରିଥାଏ
08:15 କିନ୍ତୁ, ବେଶୀ ଭିତରକୁ ଚାପନ୍ତୁ ନାହିଁ, କାରଣ ଏଥିରୁ କ୍ଷୀର ଧାରଗୁଡ଼ିକ ଅଟକିପାରେ
08:23 ହାତ ସାହାଯ୍ୟରେ କ୍ଷୀର କାଢ଼ିବା ଆରମ୍ଭ କରିବା ସମୟରେ ପ୍ରଥମେ ଅଳ୍ପ କିଛି ବୁନ୍ଦା ହିଁ ବାହାରିଥାଏ
08:30 ଲେଟ୍ ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହେବା ସହିତ କ୍ଷୀର ବାହାରିବା ଆରମ୍ଭ ହୋଇଯାଏ
08:36 ପ୍ରଥମ ଚେଷ୍ଟାରେ ଠୋପା ଠୋପା କିମ୍ବା ଧୀରେ କ୍ଷୀର ବାହାରିବା ସାଧାରଣ କଥା ଅଟେ
08:42 ପରେ କ୍ଷୀରର ଧାର ବାହାରିଥାଏ. ହାତ ସାହାଯ୍ୟରେ କ୍ଷୀର କାଢ଼ିବା ଏପରି ଏକ କଳା ଅଟେ, ଯାହା ଅଭ୍ୟାସ ଦ୍ଵାରା ସମ୍ଭବ ହୋଇଥାଏ
08:53 ଜନ୍ମ ପରର ପ୍ରଥମ କ୍ଷୀର କୋଲଷ୍ଟ୍ରମ୍, ଯାହା ବୁନ୍ଦା ବୁନ୍ଦା ହୋଇ ବାହାରିଥାଏ, କିନ୍ତୁ ନବଜାତ ପାଇଁ ଯଥେଷ୍ଟ ଅଟେ
09:01 ବହଳିଆ, ହଳଦିଆ କ୍ଷୀରରେ ଶିଶୁ ପାଇଁ ପ୍ରଚୁର ପରିମାଣରେ ପ୍ରତିରକ୍ଷା ଉପାଦାନ ରହିଥାଏ
09:08 କ୍ଷୀର ବାହାରିବା କମ ହୋଇ ବୁନ୍ଦାରେ ପରିଣତ ହେବା ପର୍ଯ୍ୟନ୍ତ ମା’ ଏହି ତିନୋଟି ସୋପାନର ପୁନରାବୃତ୍ତି କରିବେ
09:16 ତା’ପରେ, ସ୍ତନର ଅନ୍ୟ ଭାଗରୁ କ୍ଷୀର କାଢ଼ିବା ପାଇଁ ସେ ନିଜର ଆଙ୍ଗୁଠିଗୁଡ଼ିକର ସ୍ଥାନ ବଦଳାଇବେ
09:23 ସ୍ତନର କେଉଁ ଅଂଶରେ କ୍ଷୀର ଅଛି, ତାହା ଅନୁଭବ କରି ସେହି ସ୍ଥାନଗୁଡ଼ିକରେ ଚାପ ଦେବେ
09:30 କ୍ଷୀର ବାହାରିବା କମ ନ ହେବା ଯାଏଁ ତାଙ୍କୁ ଗୋଟିଏ ସ୍ତନରୁ ଅତିକମରେ 3ରୁ 5 ମିନିଟ୍ ପର୍ଯ୍ୟନ୍ତ କ୍ଷୀର କାଢ଼ିବାକୁ ପଡ଼ିବ
09:38 ତା’ପରେ, ସେ ଅନ୍ୟ ସ୍ତନର ସମସ୍ତ କ୍ଷେତ୍ରରୁ ପୂର୍ବଭଳି କ୍ଷୀର କାଢ଼ିବେ
09:45 ଏବଂ ତା’ପରେ, ଦ୍ଵିତୀୟ ଥର ପାଇଁ ସେ ପୁନର୍ବାର ଉଭୟ ସ୍ତନରୁ କ୍ଷୀର କାଢ଼ିବେ
09:51 ସ୍ତନଗୁଡ଼ିକରୁ ଯଥେଷ୍ଟ କ୍ଷୀର କାଢ଼ିବା ପାଇଁ 20ରୁ 30 ମିନିଟ ସମୟ ଲାଗିବ
09:57 ପ୍ରଥମ କିଛି ଦିନ ଏଥିପାଇଁ ବେଶୀ ସମୟ ଲାଗିପାରେ ଏବଂ ଅଳ୍ପ କ୍ଷୀର ମଧ୍ୟ ବାହାରିପାରେ
10:07 ଅଳ୍ପ ସମୟ ମଧ୍ୟରେ କ୍ଷୀର କାଢ଼ିବା ପାଇଁ ଚେଷ୍ଟା କରନ୍ତୁ ନାହିଁ
10:12 ମନେରଖନ୍ତୁ, ସ୍ତନରୁ ହାତରେ କ୍ଷୀର କାଢ଼ିବାରେ କଷ୍ଟ ହୁଏ ନାହିଁ. ଯଦି କଷ୍ଟ ହେଉଛି ତେବେ କରିବା ଶୈଳୀରେ କିଛି ଭୁଲ ରହିଛି
10:21 ସ୍ତନର ଟିସୁଗୁଡ଼ିକ ଅତି ସୂକ୍ଷ୍ମ ଅଟନ୍ତି
10:24 ଆଙ୍ଗୁଠିଗୁଡ଼ିକୁ ଚର୍ମ ଉପରୁ ଚୁଚୁକ ଆଡ଼କୁ ଘଷନ୍ତୁ, ଖସାନ୍ତୁ କିମ୍ବା ଠେଲନ୍ତୁ ନାହିଁ. ଏହା ଦ୍ଵାରା ସ୍ତନରେ କ୍ଷତ ହୋଇପାରେ
10:36 ଚୁଚୁକ ଚାରିପଟ ଗାଢ଼ କଳା ଅଂଶର ଚର୍ମକୁ ଚିପନ୍ତୁ ନାହିଁ କିମ୍ବା ଭିଡ଼ନ୍ତୁ ନାହିଁ
10:42 ଚୁଚୁକକୁ ଚିପନ୍ତୁ ନାହିଁ କିମ୍ବା ଦବାନ୍ତୁ ନାହିଁ
10:46 ଚୁଚୁକକୁ ଚାପିଲେ କିମ୍ବା ଟାଣିଲେ ଅଧିକ କ୍ଷୀର ବାହାରିବ ନାହିଁ
10:51 ଏହା କେବଳ ଶିଶୁ ଚୁଚୁକକୁ ଚୁଚୁମିବା ସହ ସମାନ ହେବ
10:57 କ୍ଷୀର କାଢ଼ିସାରିବା ପରେ ପାତ୍ରଟିକୁ ଗୋଟିଏ ସଫା କପଡ଼ା କିମ୍ବା ପ୍ଲେଟ୍ ଦ୍ଵାରା ଘୋଡ଼ାଇଦିଅନ୍ତୁ
11:04 ତା’ପରେ, ପରେ ବ୍ୟବହାର କରିବା ପାଇଁ କ୍ଷୀରକୁ ଗୋଟିଏ ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ
11:09 କ୍ଷୀରକୁ ସୁରକ୍ଷିତ ଭାବେ ରଖିବା ଏବଂ ଶିଶୁକୁ ସେହି କ୍ଷୀରକୁ ଖୁଆଇବା ବିଷୟରେ ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
11:19 ଏବେ, ମା’ କେତେ ଥର କ୍ଷୀର କାଢ଼ିବା ଦରକାର ତାହା ଆଲୋଚନା କରିବା
11:24 ଯଦି ଏହାର ଉଦ୍ଦେଶ୍ୟ କ୍ଷୀର ଉତ୍ପାଦନକୁ ଆରମ୍ଭ କରିବା କିମ୍ୱା ମାତ୍ରାକୁ ବଜାୟ ରଖିବା

କିମ୍ବା ଅଳ୍ପ ଓଜନ ବା ଅସୁସ୍ଥ ନବଜାତକୁ ସ୍ତନ୍ୟପାନ କରାଇବା ଅଟେ, ତେବେ -

11:35 ପ୍ରସବ ପରେ ତୁରନ୍ତ ହିଁ କ୍ଷୀର କାଢ଼ିଦେବା ଆରମ୍ଭ କରିବା ଦରକାର
11:40 ପ୍ରଥମେ କୋଲଷ୍ଟ୍ରମ୍‌ର କେବଳ କିଛି ବୁନ୍ଦା ବାହାରିପାରେ
11:45 ସ୍ତନରୁ କ୍ଷୀର ବାହାରିବାରେ ଏହା ସାହାଯ୍ୟ କରିଥାଏ
11:48 ଏହା, ପ୍ରସବ ପରେ ଶିଶୁ ସ୍ତନ ଚୁଚୁମିବା ସହ ସମାନ ଅଟେ
11:54 ମା’ ଯେତେ ସମ୍ଭବ ସେତେ କ୍ଷୀର କାଢ଼ିବା ଆବଶ୍ୟକ ଏବଂ ଯେତେଥର ତାଙ୍କର ଶିଶୁ ସ୍ତନ୍ୟପାନ କରାଇପାରିବେ
12:02 ଏହାକୁ, ରାତି ସମେତ ପ୍ରତି 2ରୁ 3 ଘଣ୍ଟାରେ କରିବା ଆବଶ୍ୟକ
12:08 ଯଦି କ୍ଷୀର ବାହାର କରିବା ବ୍ୟବଧାନ ଅଧିକ ହୁଏ, ତେବେ ଯଥେଷ୍ଟ କ୍ଷୀର ଉତ୍ପାଦନ ହୋଇପାରିବ ନାହିଁ
12:16 ତା’ପରେ, ଯଦି ଉଦ୍ଦେଶ୍ୟ ମା’ଙ୍କର କ୍ଷୀରର ପରିମାଣ ବୃଦ୍ଧି କରିବା ଅଟେ ଏବଂ କିଛି ସପ୍ତାହ ପରେ ଏହାର ମାତ୍ରା ହ୍ରାସ ହେଉଥିବା ମନେହୁଏ:
12:25 ଶିଶୁକୁ ସ୍ତନ୍ୟପାନ କରାଇସାରିବା ପରେ ପ୍ରତି 1ରୁ 2 ଘଣ୍ଟା ମଧ୍ୟରେ ସେ ସ୍ତନରୁ କ୍ଷୀର କାଢ଼ିଦେବେ ଏବଂ
12:33 ଯଦି ଶିଶୁ 3 ଘଣ୍ଟାରୁ ଅଧିକ ସମୟ ଶୋଇବ ବୋଲି ଭାବନ୍ତି, ତେବେ ସ୍ତନ୍ୟପାନ ମଧ୍ୟରେ କ୍ଷୀର କାଢ଼ିଦିଅନ୍ତୁ
12:43 ସ୍ତନ କଠିନତା କିମ୍ବା କାର୍ଯ୍ୟସ୍ଥଳୀରେ କ୍ଷୀର ବାହାରି ଯିବା ଭଳି ଲକ୍ଷଣରୁ ମୁକ୍ତି ପାଇବା ଯଦି ଉଦ୍ଦେଶ୍ୟ ହୁଏ,

ତେବେ ମା’ ଯେତିକି ଆବଶ୍ୟକ କେବଳ ସେତିକି କାଢ଼ିବେ

12:53 ଯଦି ଚୁଚୁକର ଚର୍ମକୁ ସୁସ୍ଥ ରଖିବା ଉଦ୍ଦେଶ୍ୟ ଥାଏ,

ତେବେ ଚୁଚୁକ ଉପରେ ଘଷିବା ପାଇଁ କିଛି ବୁନ୍ଦା କ୍ଷୀର କାଢ଼ନ୍ତୁ

13:02 ଏହାକୁ ସେ ଗାଧୋଇବା ପରେ ଏବଂ ସ୍ତନ୍ୟପାନ କରାଇବା ପରେ କରିବେ
13:07 ମା’ କାମରେ ବାହାରେ ରହିଥିବା ସମୟରେ ଶିଶୁ ପାଇଁ ଯଦି କ୍ଷୀର ରଖିବାକୁ ହୁଏ,
13:14 ତେବେ ତାଙ୍କୁ କାର୍ଯ୍ୟସ୍ଥଳୀରେ କ୍ଷୀର କାଢ଼ିନେବା ଆବଶ୍ୟକ
13:20 ଏବଂ କାମକୁ ଯିବା ପୂର୍ବରୁ କ୍ଷୀର କାଢ଼ି ଆୟା ପାଖରେ ରଖିଦେବା ଉଚିତ
13:29 ଯଦି ତାଙ୍କର ଫ୍ରୀଜ୍ ଥାଏ, ତେବେ ଏହା କରିବା ପାଇଁ କିଛି ସପ୍ତାହ ପୂର୍ବରୁ ଯୋଜନା କରିପାରିବେ
13:34 ସେ ଅଧିକ କ୍ଷୀର କାଢ଼ି ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ରଖିପାରିବେ
13:39 ଶିଶୁକୁ ସ୍ତନ୍ୟପାନ କରାଇବା ପରେ ମଧ୍ୟ ମା’ କ୍ଷୀର କାଢ଼ିପାରିବେ
13:44 ପ୍ରତ୍ୟେକ ଥର ଖୁଆଇବା ପାଇଁ ମା’ ପ୍ରାୟ 60 ରୁ 90 ମିଲିଲିଟର୍ କ୍ଷୀର ରଖିବା ଉଚିତ
13:51 ମା’ ବାହାରେ ଥିବା ସମୟରେ ଶିଶୁର ଆବଶ୍ୟକତା ଅନୁସାରେ ଅଧିକ କ୍ଷୀର ଦିଆଯାଇପାରିବ
13:57 ମନେରଖନ୍ତୁ, ଯେତେ ଥର ଆପଣ ହାତରେ କାଢ଼ିବେ, କ୍ଷୀର ବାହାରିବା ସେତେ ସହଜ ଓ ଶୀଘ୍ର ହେବ
14:07 ଏବଂ ମା’ଙ୍କଠାରେ ଅଧିକ କ୍ଷୀର ପ୍ରସ୍ତୁତ ହେବ
14:11 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep