Difference between revisions of "Health-and-Nutrition/C2/Football-hold-for-breastfeeding/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | Time | Narration |- |00:01 | ବନ୍ଧୁଗଣ, ଫୁଟବଲ୍ ଧରିବା ଉପାୟରେ ସ୍ତନ୍ୟପାନ କରାଇବା ଉପ...")
 
Line 5: Line 5:
 
|-  
 
|-  
 
|00:01
 
|00:01
| ବନ୍ଧୁଗଣ, ଫୁଟବଲ୍ ଧରିବା ଉପାୟରେ ସ୍ତନ୍ୟପାନ କରାଇବା ଉପାୟ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
+
| ନମସ୍କାର, "ଫୁଟବଲ୍ ଧରିବା ଉପାୟରେ ସ୍ତନ୍ୟପାନ କରାଇବା" ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
 
+
 
 
|-  
 
|-  
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିବା: ଜଣେ ମା’ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ସକାଶେ ସଠିକ ଧରିବା ପଦ୍ଧତିକୁ ଚୟନ କରିବା,  
+
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଜଣେ ମା’ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସଠିକ ଧରିବା ପଦ୍ଧତିକୁ ଚୟନ କରିବା,  
  
 
|-  
 
|-  
 
| 00:15
 
| 00:15
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ଫୁଟବଲ୍ ଧରିବା ଉପାୟକୁ କ୍ରମାନୁସାରେ ଶିଖିବା
+
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ଫୁଟବଲ୍ ଧରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା
  
 
|-  
 
|-  
Line 21: Line 21:
 
|-  
 
|-  
 
| 00:24
 
| 00:24
| ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରର ଧରିବା ପଦ୍ଧତି ବ୍ୟବହାର କରନ୍ତି
+
| ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରରେ ଧରିଥା’ନ୍ତି
  
 
|-  
 
|-  
 
| 00:31
 
| 00:31
| ପୂର୍ବବର୍ତ୍ତି ଗୋଟିଏ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ତାଙ୍କର ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି ଗୋଟିଏ ଯେଉଁଥିରେ -  
+
| ପୂର୍ବବର୍ତ୍ତୀ ଗୋଟିଏ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ତାଙ୍କର ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି ଯେଉଁଥିରେ -  
  
 
|-  
 
|-  
 
| 00:41
 
| 00:41
| ସ୍ତନ୍ୟପାନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସମୟ ମା’ ଓ ଶିଶୁ ଉଭୟଙ୍କ ପାଇଁ ଆରାମଦାୟକ ହୋ‍ଇଥାଏ,  
+
| ସ୍ତନ୍ୟପାନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସମୟ ମା’ ଓ ଶିଶୁ ଉଭୟଙ୍କ ପାଇଁ ଆରାମଦାୟକ ହୋଇଥାଏ,  
  
 
|-  
 
|-  
 
| 00:48
 
| 00:48
| ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସକ୍ଷମ ହୋ‍ଇଥାଏ ଏବଂ ଯଥେଷ୍ଟ କ୍ଷୀର ପ୍ରାପ୍ତ କରିଥାଏ
+
| ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସକ୍ଷମ ହେବା ସହ ଯଥେଷ୍ଟ କ୍ଷୀର ପିଇଥାଏ
  
 
|-  
 
|-  
 
| 00:56
 
| 00:56
| ଧାରଣ କରିବାର ପଦ୍ଧତିଗୁଡ଼ିକ ମଧ୍ୟରୁ ଫୁଟବଲ୍ ନାମକ ଗୋଟିଏ ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା  
+
| ଫୁଟବଲ୍ ନାମକ ଗୋଟିଏ ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା  
  
 
|-  
 
|-  
 
| 01:01
 
| 01:01
| ଫୁଟବଲ୍ ଧାରଣ ପଦ୍ଧତି ବେଶେଷକରି ସେହି ମା’ଙ୍କ ପାଇଁ ଦରକାରୀ ହୋ‍ଇଥାଏ, ଯାହାଙ୍କର ଅପରେସନ୍ ଦ୍ଵାରା ପ୍ରସବ ହୋ‍ଇଥାଏ,  
+
| ଫୁଟବଲ୍ ଧରିବା ପଦ୍ଧତି, ବିଶେଷକରି ସେହି ମା’ମାନଙ୍କ ପାଇଁ ଦରକାରୀ ହୋଇଥାଏ, ଯାହାଙ୍କର ପ୍ରସବ ପାଇଁ ଅପରେସନ୍ ହୋଇଥାଏ,  
  
 
|-  
 
|-  
 
| 01:08
 
| 01:08
| ସ୍ତନର ଆକାର ବଡ଼ ହୋ‍ଇଥାଏ,  
+
| ସ୍ତନର ଆକାର ବଡ଼ ହୋଇଥାଏ,  
  
 
|-  
 
|-  
Line 57: Line 57:
 
|-  
 
|-  
 
| 01:15
 
| 01:15
| ସର୍ବଦା ମନେରଖନ୍ତୁ: ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ଜଣେ ମା’ ନିଜର ହାତକୁ ସଠିକତାର ସହ ସଫା କରିବା ସହିତ ଶୁଖାଇବା ଉଚିତ୍
+
| ସର୍ବଦା ମନେରଖନ୍ତୁ: ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ଜଣେ ମା’ ନିଜର ହାତକୁ ଭଲ ଭାବେରେ ସଫା କରି ଶୁଖାଇବେ
  
 
|-  
 
|-  
 
| 01:22
 
| 01:22
| ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବା ଉଚିତ୍
+
| ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବେ
  
 
|-  
 
|-  
 
| 01:27
 
| 01:27
| ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ବାହାରି ଥାଏ
+
| ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ
  
 
|-  
 
|-  
 
| 01:34
 
| 01:34
| ତେଣୁ ସେମାନେ ପ୍ରତିଦିନ ପିଉଥିବା ପାଣିର ପରିମାଣକୁ ବଢ଼ାଇବା ଆବଶ୍ୟକ
+
| ତେଣୁ, ସେମାନେ ଦୈନିକ ଅଧିକ ପାଣି ପିଇବା ଦରକାର
  
 
|-  
 
|-  
 
| 01:38
 
| 01:38
| ତା’ପରେ ଚାଲନ୍ତୁ ମା’ଙ୍କର ପୋଜିଶନ୍ ବିଷୟରେ ଆଲୋଚନା କରିବା  
+
| ତା’ପରେ ଚାଲନ୍ତୁ, ମା’ଙ୍କର ସ୍ଥିତି ବିଷୟରେ ଆଲୋଚନା କରିବା  
  
 
|-  
 
|-  
 
| 01:43
 
| 01:43
| ମା’ ଚଟାଣ କିମ୍ବା ଖଟ ଉପରେ ଗୋଡ଼କୁ ଛନ୍ଦି ବସିବା ଆବଶ୍ୟକ
+
| ମା’ ଚଟାଣ କିମ୍ବା ଖଟ ଉପରେ ଚକା ପକାଇ ବସିବା ଉଚିତ
  
 
|-  
 
|-  
 
| 01:48
 
| 01:48
| କିମ୍ବା ଗୋଟିଏ ଚୌକିରେ ବସିବା ସହିତ ପାଦକୁ ଚଟାଣରେ ସାମାନ୍ୟ ଭାବେ ରଖିବେ
+
| କିମ୍ବା ଚଟାଣରେ ପାଦକୁ ସମ୍ପୂର୍ଣ୍ଣ ଲଗାଇ ଗୋଟିଏ ଚୌକିରେ ବସିବେ
  
 
|-  
 
|-  
 
| 01:51
 
| 01:51
| ଯଦି ଚୌକି ଅଧିକ ଉଚ୍ଚ ହୋ‍ଇଥାଏ ଏବଂ ତାଙ୍କର ପାଦ ଚଟାଣ ପର୍ଯ୍ୟନ୍ତ ନ ପହଞ୍ଚେ ତେବେ, ସେ ନିଜର ପାଦକୁ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ଉପରେ ରଖିପାରିବେ  
+
| ଯଦି ଚୌକିର ଉଚ୍ଚତା ଅଧିକ ହୋଇଥିବା କାରଣରୁ ପାଦ ଚଟାଣରେ ନଲାଗେ, ତେବେ ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖିପାରିବେ  
  
 
|-  
 
|-  
 
| 02:02
 
| 02:02
| ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ତାଙ୍କର ପିଠି ସିଧା ରହିଛି ବୋଲି ସେ ସୁନିଶ୍ଚିତ କରିବା ଉଚିତ୍,
+
| ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ସିଧା ହୋଇ ବସନ୍ତୁ
  
 
|-  
 
|-  
 
|02:09
 
|02:09
| ତାଙ୍କର କାନ୍ଧ ଆରାମ ଅବସ୍ଥାର ରହିଥିବ, ଉଚ୍ଚ କିମ୍ବା ବଙ୍କା ନ ଥିବ
+
| କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ନୁହେଁ
  
 
|-  
 
|-  
 
| 02:13
 
| 02:13
| ଏବଂ ସେ ସମ୍ପୂର୍ଣ୍ଣ ସ୍ତନ୍ୟପାନ ସମୟରେ ଏହି ଆରାମଦାୟକ ପୋଜିଶନ୍‍ରେ ରହିବେ  
+
| ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ  
  
 
  |-  
 
  |-  
 
|02:19
 
|02:19
| ମା’ ସେହି ସ୍ତନ କଡ଼ରେ 3 ରୁ 4ଟି ତକିଆ ରଖିବା ଉଚିତ୍, ଯେଉଁଥିରୁ ସେ ସ୍ତନ୍ୟପାନ କରାନ୍ତି
+
| ମା’ ସ୍ତନ୍ୟପାନ କରାଉଥିବା ସ୍ତନ କଡ଼ରେ 3 ରୁ 4ଟି ତକିଆ ରଖିବେ
  
 
|-  
 
|-  
 
| 02:26
 
| 02:26
| ସବୁଠାରୁ ଉପରେ ଥିବା ତକିଆ ଅନ୍ୟ ତକିଆଗୁଡ଼ିକ ଉପରେ ଏବଂ ମା’ଙ୍କର ଜଙ୍ଘ ଉପରେ କୋଣାକାର ପୋଜିଶନ୍‍ରେ ରଖିବା ଉଚିତ୍
+
| ସବୁଠାରୁ ଉପର ତକିଆକୁ ଅନ୍ୟ ତକିଆ ମା’ଙ୍କର ଜଙ୍ଘ ଉପରେ କୋଣାକାର ସ୍ଥିତିରେ ରଖାଯିବା ଦରକାର
  
 
|-  
 
|-  
 
| 02:32
 
| 02:32
| ତା’ପରେ ମା’ ଯେଉଁ ସ୍ତନରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ତା’କୁ କାଢ଼ିବା ଉଚିତ୍
+
| ତା’ପରେ, ମା’ ସେହି ସ୍ତନକୁ କାଢ଼ିବେ, ଯେଉଁଥିରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି  
  
 
|-  
 
|-  
 
| 02:38
 
| 02:38
| ସେ ନିଜର ସ୍ତନ ଉପରେ ଯେପରି ବ୍ରା କିମ୍ବା ବ୍ଲାଉଜ୍‍ର ଚାପ ନ ପଡ଼େ ତାହା ସୁନିଶ୍ଚିତ କରିବା ଆବଶ୍ୟକ
+
| ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
  
 
|-  
 
|-  
 
| 02:45
 
| 02:45
| ଆରାମରେ ବସିବା ପରେ ଶିଶୁକୁ ମା’ ନିକଟକୁ ଆଣନ୍ତୁ  
+
| ଆରାମରେ ବସିବା ପରେ, ପିଲାଟିକୁ ପାଖକୁ ଆଣନ୍ତୁ  
  
 
|-  
 
|-  
 
| 02:49
 
| 02:49
| ମା’ ଶିଶୁର ପିଠିକୁ ତକିଆଗୁଡ଼ିକ ଉପରେ ରଖିବା ଉଚିତ୍
+
| ମା’ ଶିଶୁର ପିଠିକୁ ତକିଆଗୁଡ଼ିକ ଉପରେ ରଖିବେ
  
 
|-  
 
|-  
 
| 02:53
 
| 02:53
| ସେ ଶିଶୁର ମୁଣ୍ଡକୁ ସେହି ସମାନ ପାର୍ଶ୍ଵର ହାତ ଦ୍ଵାରା ଧରି ରଖିବା ଉଚିତ୍, ଯେଉଁ ପାର୍ଶ୍ଵର ସ୍ତନରୁ ସେ ସ୍ତନ୍ୟପାନ କରାଇବାକୁ ଚାହାନ୍ତି
+
| ଯେଉଁ ସ୍ତନରୁ କ୍ଷୀର ପିଆଇବେ, ସେହି ପଟ ହାତରେ ଶିଶୁର ମୁଣ୍ଡକୁ ଧରନ୍ତୁ
  
 
|-  
 
|-  
 
| 03:01
 
| 03:01
| ଶିଶୁର ଗୋଡ଼ଗୁଡ଼ିକ ମା’ଙ୍କର ସେହି ସମାନ କାଖ ମଧ୍ୟରେ ରହିବା ଉଚିତ୍, ଯେଉଁ ହାତଟି ତକିଆ ଉପରେ ରହିଥାଏ
+
| ତକିଆ ଉପରେ ଥିବା ହାତର କାଖ ତଳେ ଶିଶୁର ଗୋଡ଼ଗୁଡ଼ିକ ରହିବ
  
 
|-  
 
|-  
 
| 03:08
 
| 03:08
| ମା’ ସେହି ସମାନ ହାତ ଏବଂ ନିଜ ଶିଶୁର ଗୋଡ଼ଗୁଡ଼ିକୁ ତକିଆ ଉପରେ ରଖିବା ଉଚିତ୍
+
| ମା’ ସେହି ହାତ ଏବଂ ଶିଶୁର ଗୋଡ଼ଗୁଡ଼ିକୁ ତକିଆ ଉପରେ ରଖିବେ
  
 
|-  
 
|-  
 
| 03:13
 
| 03:13
| ଛବିରେ ଦେଖାଯାଉଥିବା ମା’ ନିଜର ଶୁଶୁକୁ ନିଜର ଡାହାଣପଟ ସ୍ତନରୁ ସ୍ତନ୍ୟପାନ କରାଉଛନ୍ତି  
+
| ଛବିରେ ଦେଖାଯାଉଥିବା ମା’ ନିଜର ଶିଶୁକୁ ଡାହାଣପଟ ସ୍ତନରୁ ସ୍ତନ୍ୟପାନ କରାଉଛନ୍ତି  
  
 
|-  
 
|-  
 
| 03:18
 
| 03:18
| ତେଣୁ, ଶିଶୁର ଗୋଡ଼ଗୁଡ଼ିକ ମା’ଙ୍କର ଡାହାଣପଟ କାଖ ମଧ୍ୟରେ ଅଛି
+
| ତେଣୁ, ଶିଶୁର ଗୋଡ଼ଗୁଡ଼ିକ ମା’ଙ୍କର ଡାହାଣପଟ କାଖ ତଳେ ରହିଛି
  
 
|-  
 
|-  
 
| 03:23
 
| 03:23
| ସେ ନିଜ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଏବଂ ଆଙ୍ଗୁଠିଗୁଡ଼ିକୁ ଶିଶୁ ମୁଣ୍ଡର ତଳ ଅଂଶକୁ ଧରିବା ପାଇଁ ବ୍ୟବହାର କରୁଛନ୍ତି
+
| ସେ ନିଜ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଏବଂ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଶିଶୁ ମୁଣ୍ଡ ତଳକୁ ଧରିଛନ୍ତି
  
 
|-  
 
|-  
 
| 03:31
 
| 03:31
| ମନେରଖନ୍ତୁ, ମା’ କଦାପି ନିଜର ପିଠିକୁ ବଙ୍କା କରି ସ୍ତନକୁ ଶିଶୁ ନିକଟକୁ ଆଣିବା ଉଚିତ୍ ନୁହେଁ
+
| ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ
  
 
|-  
 
|-  
 
| 03:37
 
| 03:37
| ଏହା ଦ୍ଵାରା ସେ ଅସହଜ ଅନୁଭବ କରିବେ ଏବଂ ପିଠି ଯନ୍ତ୍ରଣାର କାରଣ ହେବ  
+
| ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ  
  
 
|-  
 
|-  
 
|03:42
 
|03:42
| ସେ ସର୍ବଦା ନିଜର ପିଠିକୁ ସିଧା ରଖିବା ଉଚିତ୍ ଏବଂ ସ୍ତନ ପାଖରେ ପହଞ୍ଚିବା ପାଇଁ ଶିଶୁକୁ ଉଠାଇ ଧରିବେ
+
| ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ
  
 
|-  
 
|-  
 
| 03:48
 
| 03:48
| ତା’ପରେ ଚାଲନ୍ତୁ ଆମେ ଶିଶୁର ମୁଣ୍ଡକୁ ଧରି ରଖିବା ପାଇଁ ମାଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍‍କୁ ଦେଖିବା  
+
| ତା’ପରେ ଚାଲନ୍ତୁ, ଆମେ ଶିଶୁର ମୁଣ୍ଡକୁ ଧରିବା ପାଇଁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତି ଦେଖିବା  
  
 
|-  
 
|-  
Line 169: Line 169:
 
|-  
 
|-  
 
| 04:03
 
| 04:03
| ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଆଡ଼କୁ ସ୍ଥାନାନ୍ତର କରିବା ଉଚିତ୍ ନୁହେଁ  
+
| ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଆଡ଼କୁ ଆଣିବା ଉଚିତ ନୁହେଁ  
  
 
|-  
 
|-  
 
| 04:09
 
| 04:09
|ତାଙ୍କର କଚଟି ଶିଶୁର କାନ୍ଧର ପଛ ହାଡ଼ ମଝିରେ ରହିବା ଉଚିତ୍
+
| ତାଙ୍କର କଚଟି ଶିଶୁର ଦୁଇ କାନ୍ଧ ମଝିରେ ରହିବା ଉଚିତ
  
 
|-  
 
|-  
 
| 04:13
 
| 04:13
|ସେ ଶିଶୁର ମୁଣ୍ଡ ପଛପଟେ ନିଜ ହାତ ଦ୍ଵାରା ଚାପ ପକାଇବା ଉଚିତ୍ ନୁହେଁ. ଏହା ଦ୍ଵାରା ଶିଶୁଟି କ୍ଷୀର ଖାଇବା ସମୟରେ ଆରାମଦାୟକ ଅବସ୍ଥାରେ ରହିବ
+
| ସେ ଶିଶୁର ମୁଣ୍ଡ ପଛପଟେ ନିଜ ହାତ ଦ୍ଵାରା ଚାପ ପକାଇବା ଉଚିତ ନୁହେଁ. ଏହାଦ୍ଵାରା ଶିଶୁଟି ଆରାମଦାୟକ ଅବସ୍ଥାରେ କ୍ଷୀର ଖାଇପାରିବ
  
 
|-  
 
|-  
 
| 04:23
 
| 04:23
|ତା’ପରେ ଚାଲନ୍ତୁ ଶିଶୁର ଶରୀରକୁ କିପରି ସଠିକ୍ ପୋଜିଶନ୍‍ରେ ରଖିବେ, ତାହା ଶିଖିବା
+
| ଏବେ ଆସନ୍ତୁ, ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଜାଣିବା
  
 
|-  
 
|-  
 
| 04:27
 
| 04:27
| ଶିଶୁଟିର ମୁହଁ ମା’ଙ୍କ ମୁହଁ ସମ୍ମୁଖରେ ରହିବା ଉଚିତ୍
+
| ଶିଶୁଟିର ମୁହଁ, ମା’ଙ୍କ ମୁହଁ ସାମ୍ନାରେ ରହିବା ଉଚିତ
  
 
|-  
 
|-  
 
| 04:31
 
| 04:31
|ଶିଶୁର ଶରୀର ମା’ଙ୍କ ଶରୀରରେ ସାମାନ୍ୟ ଚାପି ହୋ‍ଇରହିବା ଆବଶ୍ୟକ
+
| ଶିଶୁର ଶରୀର ମା’ଙ୍କ ଶରୀରକୁ ହାଲୁକା ଭାବେ ସ୍ପର୍ଶ କରୁଥିବା ଦରକାର
  
 
|-  
 
|-  
 
| 04:36
 
| 04:36
|ସେମାନଙ୍କ ଶରୀର ମଧ୍ୟରେ ଦୂରତା ଯେତେ କମ୍ ହେବ, ଶିଶୁଟିକୁ ସ୍ତନ ପାଖରେ ପହଞ୍ଚିବା ପାଇଁ ସେତିକି ସହଜ ହେବ
+
| ସେମାନଙ୍କ ଶରୀର ମଧ୍ୟରେ ଦୂରତା କମ ହେଲେ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସହଜ ହେବ
  
 
|-  
 
|-  
 
| 04:41
 
| 04:41
|ଏବଂ ଏହା ଦ୍ଵାରା ନିବିଡ଼ତାର ସହ ସଂଯୁକ୍ତ ହେବା ପାଇଁ ଶିଶୁକୁ ସହଜ ହେବ
+
| ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ
  
 
|-  
 
|-  
 
| 04:47
 
| 04:47
|ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା
+
| ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା
  
 
|-  
 
|-  
 
| 04:51
 
| 04:51
|ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁ, ସେତେବେଳେ ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ସରଳରେଖାରେ ରୁହନ୍ତି
+
| ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାଏ
  
 
|-  
 
|-  
 
| 04:57
 
| 04:57
| ସେହିପରି ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
+
| ସେହିପରି ସ୍ତନ୍ୟପାନ ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଦରକାର
  
 
|-  
 
|-  
 
|05:06
 
|05:06
| ଏହା ଦ୍ଵାରା ଶିଶୁଟିକୁ କ୍ଷୀର ଢୋଲିବାରେ ସହଜ ହୋ‍ଇଥାଏ
+
| ଏହାଦ୍ଵାରା ଶିଶୁଟି କ୍ଷୀର ଢୋକିବାରେ ସହଜ ହୋଇଥାଏ
  
 
|-  
 
|-  
 
| 05:10
 
| 05:10
|ବର୍ତ୍ତମାନ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ପୋଜିଶନ୍‍ରେ ରଖିବା
+
| ଏବେ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା
  
 
|-  
 
|-  
 
| 05:16
 
| 05:16
|ମା’ ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସପୋର୍ଟ ଦେବା ଆବଶ୍ୟକ
+
| ମା’ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସାହାରା ଦେବା ଆବଶ୍ୟକ
  
 
|-  
 
|-  
 
| 05:22
 
| 05:22
|ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋ‍ଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ
+
| ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋଇ ରହିବା ଶିଶୁ ପାଇଁ କଷ୍ଟକର ହେବ
  
 
|-  
 
|-  
 
| 05:30
 
| 05:30
|ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ପୋଜିଶନ୍‌କୁ ଦେଖିବା
+
| ତା’ପରେ ଚାଲନ୍ତୁ, ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା
  
 
|-  
 
|-  
 
| 05:34
 
| 05:34
|ଶିଶୁର ନାକ ସ୍ତନର ନିପଲ୍ ସହିତ ଗୋଟିଏ ଲାଇନ୍‍ରେ ରହିବା ଆବଶ୍ୟକ
+
| ଶିଶୁର ନାକ ସ୍ତନର ଚୁଚୁକ ସିଧାରେ ରହିବା ଉଚିତ
  
 
|-  
 
|-  
 
| 05:39
 
| 05:39
|ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବା ଆବଶ୍ୟକ
+
| ଆଉ ଥୋଡ଼ି ଆଗକୁ ରହିବା ସହିତ ସ୍ତନ ନିକଟରେ ରହିବ
  
 
|-  
 
|-  
 
| 05:44
 
| 05:44
|ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋ‍ଇଥାଏ. ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ତଳ ମାଢ଼ିକୁ ବ୍ୟବହାର କରିବ
+
| ଏହାଦ୍ଵାରା ଶିଶୁ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ପାଟିରେ ନେଇପାରିବ ଏବଂ ତଳ ମାଢ଼ି ସାହାଯ୍ୟରେ ଭଲ ଭାବରେ ଅଧିକ କ୍ଷୀର ପିଇପାରିବ
  
 
|-  
 
|-  
 
|05:55
 
|05:55
|ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ନିପଲ୍‍ର ଚାରିପଟେ ଥିବା ଗାଢ଼ କଳା ଅଂଶ
+
| ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶ
  
 
|-  
 
|-  
 
| 06:00
 
| 06:00
|ବର୍ତ୍ତମାନ ଶିଶୁଟି ସଠିକ୍ ପୋଜିଶନ୍‍ରେ ରହିଛି, ଚାଲନ୍ତୁ ସ୍ତନକୁ ଧରି ରଖିବା ବିଷୟରେ ଜାଣିବା
+
| ଶିଶୁକୁ ସଠିକ୍ ସ୍ଥିତିରେ ଧରିବା ପରେ ଆମେ ସ୍ତନକୁ ଧରିବା ବିଷୟରେ ଜାଣିବା
  
 
|-  
 
|-  
 
| 06:07
 
| 06:07
|ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ସ୍ତନକୁ କଡ଼ରୁ C ପରି କପ୍ ଆକାରରେ ଧରି ରଖିବେ
+
| ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ସ୍ତନକୁ କଡ଼ରୁ ଅର୍ଦ୍ଧ ଚନ୍ଦ୍ର ଆକାରରେ ଧରିବେ
  
 
|-  
 
|-  
 
| 06:15
 
| 06:15
|ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିବେ
+
| ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ବାମ ହାତର ବ୍ୟବହାର କରିଛନ୍ତି
  
 
|-  
 
|-  
 
|06:21
 
|06:21
|ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍‍କୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ସ୍ତନର ନିପଲ୍‍କୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
+
| ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ଚୁଚୁକକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
  
 
|-  
 
|-  
 
| 06:30
 
| 06:30
|ମା’ ଏହି ଘଣ୍ଟାର 12ଟା ବାଜିଥିବା ପୋଜିଶନ୍‍ରେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବା ଉଚିତ୍
+
| ମା’ 12ଟା ବାଜିଥିବା ସ୍ଥିତିରେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବେ
  
 
|-  
 
|-  
 
| 06:35
 
| 06:35
|ଯେତେବେଳେ ତାଙ୍କର ବାମ ତର୍ଜନି ଓ ମଧ୍ୟମା ଆଙ୍ଗୁଠି 6ଟା ବାଜିବା ପୋଜିଶନ୍‍ରେ ରହିବା ଉଚିତ୍
+
| ତାଙ୍କର ବାମ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି 6ଟା ବାଜିବା ସ୍ଥିତିରେ ରହିବ
  
 
|-  
 
|-  
 
| 06:42
 
| 06:42
|ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ରହିଥିବା ଦିଗରେ ରହିବା ଆବଶ୍ୟକ  
+
| ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ରହିବା ଦିଗରେ ରହିବା ଆବଶ୍ୟକ  
  
 
|-  
 
|-  
 
| 06:47
 
| 06:47
|କାହିଁକି? ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା  
+
| କାହିଁକି? ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା  
  
 
|-  
 
|-  
 
| 06:52
 
| 06:52
|ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲି ଖୋଲିଥାଏ
+
|ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲୀ ଖୋଲିଥାଏ
  
 
|-  
 
|-  
 
| 06:58
 
| 06:58
| ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲି ଧରି ରଖୁ
+
| ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲୀ ଧରିରଖୁ
  
 
|-  
 
|-  
 
| 07:03
 
| 07:03
|ଏଠାରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ଓଠ ରହିଥିବା ଦିଗରେ ରଖାଯାଇଛି
+
|ଏଠାରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ଓଠ ରହିବା ଦିଗରେ ରଖାଯାଇଛି
  
 
|-  
 
|-  
 
| 07:10
 
| 07:10
|ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍‍କୁ ଭର୍ଟିକାଲି ଧରି ରଖିବା ତେବେ, ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
+
| ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକଲୀ ଧରି ରଖିବା, ତେବେ ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
  
 
|-  
 
|-  
 
|07:16
 
|07:16
|ସେହିପରି ଶିଶୁର ଓଠର କିପରି ଅଛି ଦେଖନ୍ତୁ
+
| ସେହିପରି ଶିଶୁର ଓଠକୁ ଦେଖନ୍ତୁ
  
 
|-  
 
|-  
 
| 07:21
 
| 07:21
|ଏଠାରେ ଓଠଗୁଡ଼ିକ ହରିଯଣ୍ଟାଲି ଅଛନ୍ତି
+
|ଏଠାରେ ଓଠଗୁଡ଼ିକ ହରିଯଣ୍ଟାଲି ଅଛି
  
 
|-  
 
|-  
 
| 07:24
 
| 07:24
| ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟ ହରିଯଣ୍ଟାଲି ରହିବେ
+
| ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟ ହରିଯଣ୍ଟାଲି ରହିବ
  
 
|-  
 
|-  
 
| 07:32
 
| 07:32
|ଏହା ଦ୍ଵାରା ଶିଶୁକୁ ନିମ୍ନ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେବା ପାଇଁ ସହଜ ହେବ
+
| ଏହାଦ୍ଵାରା ଶିଶୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେଇପାରିବ
  
 
|-  
 
|-  
 
| 07:39
 
| 07:39
|ଶିଶୁର ଓଠ ରହିଥିବା ଦିଗରେ ରହିବା ବ୍ୟତିତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ନିପଲ୍‍ଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ
+
| ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତୀତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଆବଶ୍ୟକ
  
 
|-  
 
|-  
 
| 07:50
 
| 07:50
|ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା ତେବେ, ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
+
| ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା, ତେବେ ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
  
 
|-  
 
|-  
 
| 08:00
 
| 08:00
|ଯଦି ଆମେ ଏହାକୁ ବହୁତ ଦୂରରୁ ଧରିବା ତେବେ, ଆମ ପାଟି ମଧ୍ୟରେ ଫିଟ୍ ହେବା ପାଇଁ ଏହା ସଠିକ୍ ଆକାରରେ ରହିବ ନାହିଁ
+
| ଏହାକୁ ବହୁତ ଦୂରରୁ ଧରିରଖିଲେ, ଆମ ପାଟି ମଧ୍ୟରେ ଏହା ଠିକ ଭାବେ ଖାପ ହେବ ନାହିଁ
  
 
|-  
 
|-  
 
| 08:07
 
| 08:07
|ତେଣୁ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିବା ଆବଶ୍ୟକ
+
| ତେଣୁ, ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିବାକୁ ପଡ଼ିବ
  
 
|-  
 
|-  
 
| 08:13
 
| 08:13
|ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ନିପଲ୍‍ଠାରୁ ତିନି ଆଙ୍ଗୁଠିର ଦୂରତା
+
| ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି
  
 
|-  
 
|-  
 
|08:21
 
|08:21
|ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ନିମ୍ନ ଅଂଶକୁ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦିଅନ୍ତି ନାହିଁ
+
| ଏହାଦ୍ୱାରା, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ କୌଣସି ବାଧା ଉପୁଜେନାହିଁ
  
 
|-  
 
|-  
 
|08:31
 
|08:31
|ମା’ କେବଳ ନିପଲ୍‍ରେ ଚାପ ଦେବେ ନାହିଁ ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
+
| ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ, ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
  
 
|-  
 
|-  
 
| 08:36
 
| 08:36
|ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନରେ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ  
+
| ବରଂ, ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ  
 
+
  
 
|-  
 
|-  
 
| 08:42
 
| 08:42
| ଏବଂ, ଶିଶୁଟି ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସ୍ତନର ଆକାର ସଠିକ୍ ଅଟେ
+
| ଏବଂ, ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ
  
 
|-  
 
|-  
Line 354: Line 353:
 
|-  
 
|-  
 
| 08:55
 
| 08:55
| ଏବଂ ଛବିରେ ଦେଖାଯାଇଥିବା ଭଳି ତାଙ୍କର 2ଟି ଆଙ୍ଗୁଠି ସ୍ତନର ନିମ୍ନ ଭାଗରେ ରହିବା ଆବଶ୍ୟକ
+
| ଏବଂ ଛବିରେ ଦେଖାଯାଇଥିବା ଭଳି ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଓଠ ଥିବା ଚୁଚୁକଠାରୁ ଦୁଇ ଆଙ୍ଗୁଠି ତଳେ ରହିବା ଦରକାର
  
 
|-  
 
|-  
 
|09:01
 
|09:01
|ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
+
| ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
  
 
|-
 
|-
 
|09:06
 
|09:06
| ବଡ଼ା ପାଓ କିମ୍ବା ବର୍ଗର୍‍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
+
| ବଡ଼ା ପାଓ କିମ୍ବା ବର୍ଗର୍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
  
 
|-  
 
|-  
 
| 09:12
 
| 09:12
|ସେହିପରି, ମା’ ସ୍ତନକୁ କଡ଼ରୁ C ଆକାରରେ ଧରି ସାମାନ୍ୟ ଚାପ ବେବା ଆବଶ୍ୟକ
+
| ସେହିପରି, ମା’ ସ୍ତନକୁ କଡ଼ରୁ C ଆକାରରେ ଧରି ସାମାନ୍ୟ ଚାପ ବେବେ
  
 
|-  
 
|-  
 
| 09:18
 
| 09:18
|ଏହା ଦ୍ଵାରା ପିଲାକୁ ସ୍ତନର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ
+
| ଏହାଦ୍ଵାରା ଶିଶୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିପାରିବ
  
 
|-  
 
|-  
 
| 09:23
 
| 09:23
|କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ କ‍ଇଁଚି ଆକାରରେ ଧରି ଚାପ ଦେବେ ନାହିଁ
+
| କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ କଇଁଚି ଆକାରରେ ଧରି ଚାପିବେନାହିଁ
  
 
|-  
 
|-  
 
| 09:30
 
| 09:30
|କ‍ଇଁଚି ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ  
+
| କଇଁଚି ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ  
  
 
|-  
 
|-  
 
| 09:36
 
| 09:36
|ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ପ୍ରୟୋଗକୁ ମଧ୍ୟ ସୁନିଶ୍ଚିତ କରନ୍ତୁ
+
| ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
  
 
|-  
 
|-  
 
| 09:43
 
| 09:43
|ଅନ୍ୟଥା, ନିପଲ୍ ଉପରକୁ କିମ୍ବା ତଳକୁ ସ୍ଥାନାନ୍ତର ହୋ‍ଇଯିବ ଏବଂ ଏହା ଦ୍ଵାରା ଭଲ ଆଟଚ୍‍ମେଣ୍ଟ ରହିବ ନାହିଁ
+
| ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ଘୁଞ୍ଚିଯିବ ଏବଂ ଶିଶୁ ସ୍ତନ ସହିତ ଲାଗି ରହିବାରେ ଅସୁବିଧା ହେବ
  
 
|-  
 
|-  
 
| 09:51
 
| 09:51
| ବେଳେ ବେଳେ ମା’ ନିଜର ଶିଶୁକୁ ବିଭିନ୍ନ ପୋଜିଶନ୍‍ରେ ଧରିବାକୁ ପସନ୍ଦ କରିଥାଆନ୍ତି  
+
| ବେଳେବେଳେ ମା’ ନିଜର ଶିଶୁକୁ ବିଭିନ୍ନ ସ୍ଥିତିରେ ଧରିବାକୁ ପସନ୍ଦ କରିଥାଆନ୍ତି  
  
 
|-  
 
|-  
Line 398: Line 397:
 
|-  
 
|-  
 
| 10:00
 
| 10:00
| ଶିଶୁଟିର ମୁଣ୍ଡକୁ କଡ଼ରୁ ସ୍ତନ ନିକଟକୁ ଆଣନ୍ତୁ, ନିମ୍ନ ଆଡ଼ୁ ନୁହେଁ  
+
| ଶିଶୁଟିର ମୁଣ୍ଡକୁ କଡ଼ରୁ ସ୍ତନ ନିକଟକୁ ଆଣନ୍ତୁ, ତଳ ଆଡ଼ୁ ନୁହେଁ  
  
 
|-  
 
|-  
 
| 10:07
 
| 10:07
| ଏଠାରେ ଶିଶୁଟିର ଓଠଗୁଡ଼ିକ ଭର୍ଟିକାଲ୍ ପୋଜିଶନ୍‍ରେ ଅଛି. ତେଣୁ, ମା’ ସ୍ତନକୁ U ଆକାରରେ ଧରିବା ପାଇଁ ନିଜର ଆଙ୍ଗୁଠିଗୁଡ଼ିକୁ ଭର୍ଟିକାଲି ଏହା ଉପରେ ରଖିବେ  
+
| ଏଠାରେ ଶିଶୁଟିର ଓଠଗୁଡ଼ିକ ଭର୍ଟିକଲ୍ ସ୍ଥିତିରେ ଅଛି. ତେଣୁ, ମା’ ସ୍ତନକୁ U ଆକାରରେ ଧରିବା ପାଇଁ ନିଜର ଆଙ୍ଗୁଠିଗୁଡ଼ିକୁ ଭର୍ଟିକଲୀ ଏହା ଉପରେ ରଖିବେ  
  
 
|-  
 
|-  
 
| 10:17
 
| 10:17
| ମନେରଖନ୍ତୁ, ଯେକୌଣସି ସ୍ତନ୍ୟପାନର ପୋଜିଶନ୍ ପାଇଁ ସ୍ତନକୁ ଧରି ରଖୁଥିବା ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠର ଦିଗରେ ରହିବ  
+
| ମନେରଖନ୍ତୁ, ଯେକୌଣସି ସ୍ତନ୍ୟପାନର ସ୍ଥିତି ପାଇଁ ସ୍ତନକୁ ଧରିଥିବା ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠର ଦିଗରେ ରହିବ  
  
 
|-  
 
|-  
 
| 10:28
 
| 10:28
| ବର୍ତ୍ତମାନ ଶିଶୁଟିକୁ ଫୁଟବଲ ଧରିବା ଉପାୟରେ ଧାରଣ କରାଯାଇଛି ଏବଂ ସ୍ତନ୍ୟପାନ ପାଇଁ ଲାଚ୍ ହେବା ସକାଶେ ପ୍ରସ୍ତୁତ ଅଟେ
+
| ଏବେ, ଶିଶୁଟିକୁ ଫୁଟବଲ ଧରିବା ଶୈଳୀରେ ଧରାଯାଇଛି ଏବଂ ସେ ସ୍ତନ୍ୟପାନ ପାଇଁ ଲାଚ୍ ହେବାକୁ ପ୍ରସ୍ତୁତ  
  
 
|-  
 
|-  
 
| 10:34
 
| 10:34
| ଲାଚିଂର ସଠିକ୍ କୌଶଳକୁ ଏହି ସମାନ ସିରିଜ୍‍ର ଅନ୍ୟ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଛି  
+
| ଲାଚିଂର ସଠିକ୍ କୌଶଳକୁ ଏହି ସିରିଜ୍‌ର ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି  
  
 
|-  
 
|-  
 
| 10:41
 
| 10:41
| ଶିଶୁଟି ଥରେ ସଠିକତାର ସହ ଲାଚ୍ ହେବା ପରେ ଏବଂ ଯଦି ସ୍ତନ ଅତ୍ୟଧିକ ବଡ଼ ଓ ଓଜନିଆ ହୋ‍ଇ ଥାଏ ତେବେ ମା’ ସ୍ତନକୁ ହାତରୁ କାଢ଼ି ଦେବା ସହିତ ସେହି ହାତଟିକୁ ଫ୍ରୀ ଛାଡ଼ିଦେବେ
+
| ଶିଶୁକୁ ସଠିକତାର ସହ ଧରିବା ପରେ ଯଦି ସ୍ତନ ଅଧିକ ଓଜନ ହୋଇଥାଏ, ତେବେ ମା’ ସ୍ତନରୁ ହାତ କାଡ଼ିଦେବେ
  
 
|-  
 
|-  
 
| 10:53
 
| 10:53
|ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ
+
| ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
  
 
|-  
 
|-  
 
| 10:57
 
| 10:57
| ଏହି ଟ୍ୟୁଟୋରିଆଲ୍‍ରେ ଆମେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସଠିକ ଧରିବା ପଦ୍ଧତି,  
+
| ଏହି ଟ୍ୟୁଟୋରିଆଲରେ ଆମେ ମା’ ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସଠିକ ଧରିବା ପଦ୍ଧତି,  
  
 
|-  
 
|-  
 
| 11:04
 
| 11:04
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ ଫୁଟବଲ୍ ଧରିବା ଉପାୟକୁ କ୍ରମାନୁସାରେ ଶିଖିଲେ
+
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ଫୁଟବଲ୍ ଧରିବା ଉପାୟକୁ କ୍ରମାନୁସାରେ ଶିଖିଲେ
  
 
|-  
 
|-  
 
| 11:12
 
| 11:12
|ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି  
+
| ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି  
  
 
|-  
 
|-  
 
| 11:18
 
| 11:18
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
  
 
|-  
 
|-  
 
| 11:26
 
| 11:26
|ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
+
| ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
  
 
|-  
 
|-  
 
| 11:30
 
| 11:30
|ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ
+
| ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
  
 
|-  
 
|-  
 
| 11:38
 
| 11:38
|ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ଅଟେ
+
| ଏହି ଟ୍ୟୁଟୋରିଆଲ୍ “ମା’ ଓ ଶିଶୁ ପୋଷଣ” ପ୍ରୋଜେକ୍ଟର ଏକ ଅଂଶ  
  
 
|-  
 
|-  
 
| 11:44
 
| 11:44
|ଏହି ଟ୍ୟୁଟୋରିଆଲ୍‍ର ଡୋମେନ୍ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଉପସ୍ଥିତ ଅଛନ୍ତି
+
| ଏହାର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି
  
 
|-  
 
|-  
 
| 11:50
 
| 11:50
|ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଶୀତଲ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ତସ୍ନୀମ୍ ଶେଖ୍, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ, ଧନ୍ୟବାଦ  
+
| ଏହି ଟ୍ୟୁଟୋରିଆଲ୍ ଅମିତ କୁମାରଙ୍କ ଦ୍ୱାରା ଅନୁବାଦିତ ହୋଇଛି. ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
  
 
|}
 
|}

Revision as of 17:50, 21 August 2019

Time Narration
00:01 ନମସ୍କାର, "ଫୁଟବଲ୍ ଧରିବା ଉପାୟରେ ସ୍ତନ୍ୟପାନ କରାଇବା" ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ଜଣେ ମା’ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସଠିକ ଧରିବା ପଦ୍ଧତିକୁ ଚୟନ କରିବା,
00:15 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ଫୁଟବଲ୍ ଧରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା
00:23 ଚାଲନ୍ତୁ ଆରମ୍ଭ କରିବା
00:24 ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ବିଭିନ୍ନ ପ୍ରକାରରେ ଧରିଥା’ନ୍ତି
00:31 ପୂର୍ବବର୍ତ୍ତୀ ଗୋଟିଏ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ତାଙ୍କର ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି ଯେଉଁଥିରେ -
00:41 ସ୍ତନ୍ୟପାନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସମୟ ମା’ ଓ ଶିଶୁ ଉଭୟଙ୍କ ପାଇଁ ଆରାମଦାୟକ ହୋଇଥାଏ,
00:48 ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବା ପାଇଁ ସକ୍ଷମ ହେବା ସହ ଯଥେଷ୍ଟ କ୍ଷୀର ପିଇଥାଏ
00:56 ଫୁଟବଲ୍ ନାମକ ଗୋଟିଏ ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଶିଖିବା
01:01 ଫୁଟବଲ୍ ଧରିବା ପଦ୍ଧତି, ବିଶେଷକରି ସେହି ମା’ମାନଙ୍କ ପାଇଁ ଦରକାରୀ ହୋଇଥାଏ, ଯାହାଙ୍କର ପ୍ରସବ ପାଇଁ ଅପରେସନ୍ ହୋଇଥାଏ,
01:08 ସ୍ତନର ଆକାର ବଡ଼ ହୋଇଥାଏ,
01:10 ଯିଏ ଛୋଟ ଶିଶୁ କିମ୍ବା ସମୟ ପୂର୍ବରୁ ପ୍ରସବ କରିଥାଆନ୍ତି କିମ୍ବା
01:14 ଯାଆଁଳା ଶିଶୁ ପ୍ରସବ କରିଥାଆନ୍ତି
01:15 ସର୍ବଦା ମନେରଖନ୍ତୁ: ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ଜଣେ ମା’ ନିଜର ହାତକୁ ଭଲ ଭାବେରେ ସଫା କରି ଶୁଖାଇବେ
01:22 ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବେ
01:27 ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ
01:34 ତେଣୁ, ସେମାନେ ଦୈନିକ ଅଧିକ ପାଣି ପିଇବା ଦରକାର
01:38 ତା’ପରେ ଚାଲନ୍ତୁ, ମା’ଙ୍କର ସ୍ଥିତି ବିଷୟରେ ଆଲୋଚନା କରିବା
01:43 ମା’ ଚଟାଣ କିମ୍ବା ଖଟ ଉପରେ ଚକା ପକାଇ ବସିବା ଉଚିତ
01:48 କିମ୍ବା ଚଟାଣରେ ପାଦକୁ ସମ୍ପୂର୍ଣ୍ଣ ଲଗାଇ ଗୋଟିଏ ଚୌକିରେ ବସିବେ
01:51 ଯଦି ଚୌକିର ଉଚ୍ଚତା ଅଧିକ ହୋଇଥିବା କାରଣରୁ ପାଦ ଚଟାଣରେ ନଲାଗେ, ତେବେ ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖିପାରିବେ
02:02 ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ସିଧା ହୋଇ ବସନ୍ତୁ
02:09 କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ନୁହେଁ
02:13 ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ
02:19 ମା’ ସ୍ତନ୍ୟପାନ କରାଉଥିବା ସ୍ତନ କଡ଼ରେ 3 ରୁ 4ଟି ତକିଆ ରଖିବେ
02:26 ସବୁଠାରୁ ଉପର ତକିଆକୁ ଅନ୍ୟ ତକିଆ ଓ ମା’ଙ୍କର ଜଙ୍ଘ ଉପରେ କୋଣାକାର ସ୍ଥିତିରେ ରଖାଯିବା ଦରକାର
02:32 ତା’ପରେ, ମା’ ସେହି ସ୍ତନକୁ କାଢ଼ିବେ, ଯେଉଁଥିରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି
02:38 ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
02:45 ଆରାମରେ ବସିବା ପରେ, ପିଲାଟିକୁ ପାଖକୁ ଆଣନ୍ତୁ
02:49 ମା’ ଶିଶୁର ପିଠିକୁ ତକିଆଗୁଡ଼ିକ ଉପରେ ରଖିବେ
02:53 ଯେଉଁ ସ୍ତନରୁ କ୍ଷୀର ପିଆଇବେ, ସେହି ପଟ ହାତରେ ଶିଶୁର ମୁଣ୍ଡକୁ ଧରନ୍ତୁ
03:01 ତକିଆ ଉପରେ ଥିବା ହାତର କାଖ ତଳେ ଶିଶୁର ଗୋଡ଼ଗୁଡ଼ିକ ରହିବ
03:08 ମା’ ସେହି ହାତ ଏବଂ ଶିଶୁର ଗୋଡ଼ଗୁଡ଼ିକୁ ତକିଆ ଉପରେ ରଖିବେ
03:13 ଛବିରେ ଦେଖାଯାଉଥିବା ମା’ ନିଜର ଶିଶୁକୁ ଡାହାଣପଟ ସ୍ତନରୁ ସ୍ତନ୍ୟପାନ କରାଉଛନ୍ତି
03:18 ତେଣୁ, ଶିଶୁର ଗୋଡ଼ଗୁଡ଼ିକ ମା’ଙ୍କର ଡାହାଣପଟ କାଖ ତଳେ ରହିଛି
03:23 ସେ ନିଜ ଡାହାଣ ହାତର ବୁଢ଼ା ଆଙ୍ଗୁଠି ଏବଂ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଶିଶୁ ମୁଣ୍ଡ ତଳକୁ ଧରିଛନ୍ତି
03:31 ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ
03:37 ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ
03:42 ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ
03:48 ତା’ପରେ ଚାଲନ୍ତୁ, ଆମେ ଶିଶୁର ମୁଣ୍ଡକୁ ଧରିବା ପାଇଁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତି ଦେଖିବା
03:56 ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଗୋଟିଏ କାନ ପଛପଟେ ଏବଂ ଅନ୍ୟ ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବ
04:03 ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଆଡ଼କୁ ଆଣିବା ଉଚିତ ନୁହେଁ
04:09 ତାଙ୍କର କଚଟି ଶିଶୁର ଦୁଇ କାନ୍ଧ ମଝିରେ ରହିବା ଉଚିତ
04:13 ସେ ଶିଶୁର ମୁଣ୍ଡ ପଛପଟେ ନିଜ ହାତ ଦ୍ଵାରା ଚାପ ପକାଇବା ଉଚିତ ନୁହେଁ. ଏହାଦ୍ଵାରା ଶିଶୁଟି ଆରାମଦାୟକ ଅବସ୍ଥାରେ କ୍ଷୀର ଖାଇପାରିବ
04:23 ଏବେ ଆସନ୍ତୁ, ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଜାଣିବା
04:27 ଶିଶୁଟିର ମୁହଁ, ମା’ଙ୍କ ମୁହଁ ସାମ୍ନାରେ ରହିବା ଉଚିତ
04:31 ଶିଶୁର ଶରୀର ମା’ଙ୍କ ଶରୀରକୁ ହାଲୁକା ଭାବେ ସ୍ପର୍ଶ କରୁଥିବା ଦରକାର
04:36 ସେମାନଙ୍କ ଶରୀର ମଧ୍ୟରେ ଦୂରତା କମ ହେଲେ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସହଜ ହେବ
04:41 ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ
04:47 ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା
04:51 ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାଏ
04:57 ସେହିପରି ସ୍ତନ୍ୟପାନ ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଦରକାର
05:06 ଏହାଦ୍ଵାରା ଶିଶୁଟି କ୍ଷୀର ଢୋକିବାରେ ସହଜ ହୋଇଥାଏ
05:10 ଏବେ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା
05:16 ମା’ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସାହାରା ଦେବା ଆବଶ୍ୟକ
05:22 ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋଇ ରହିବା ଶିଶୁ ପାଇଁ କଷ୍ଟକର ହେବ
05:30 ତା’ପରେ ଚାଲନ୍ତୁ, ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା
05:34 ଶିଶୁର ନାକ ସ୍ତନର ଚୁଚୁକ ସିଧାରେ ରହିବା ଉଚିତ
05:39 ଆଉ ଥୋଡ଼ି ଆଗକୁ ରହିବା ସହିତ ସ୍ତନ ନିକଟରେ ରହିବ
05:44 ଏହାଦ୍ଵାରା ଶିଶୁ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ପାଟିରେ ନେଇପାରିବ ଏବଂ ତଳ ମାଢ଼ି ସାହାଯ୍ୟରେ ଭଲ ଭାବରେ ଅଧିକ କ୍ଷୀର ପିଇପାରିବ
05:55 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶ
06:00 ଶିଶୁକୁ ସଠିକ୍ ସ୍ଥିତିରେ ଧରିବା ପରେ ଆମେ ସ୍ତନକୁ ଧରିବା ବିଷୟରେ ଜାଣିବା
06:07 ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ସ୍ତନକୁ କଡ଼ରୁ ଅର୍ଦ୍ଧ ଚନ୍ଦ୍ର ଆକାରରେ ଧରିବେ
06:15 ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ବାମ ହାତର ବ୍ୟବହାର କରିଛନ୍ତି
06:21 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ଚୁଚୁକକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
06:30 ମା’ 12ଟା ବାଜିଥିବା ସ୍ଥିତିରେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବେ
06:35 ତାଙ୍କର ବାମ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି 6ଟା ବାଜିବା ସ୍ଥିତିରେ ରହିବ
06:42 ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ରହିବା ଦିଗରେ ରହିବା ଆବଶ୍ୟକ
06:47 କାହିଁକି? ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା
06:52 ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲୀ ଖୋଲିଥାଏ
06:58 ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲୀ ଧରିରଖୁ
07:03 ଏଠାରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ଓଠ ରହିବା ଦିଗରେ ରଖାଯାଇଛି
07:10 ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକଲୀ ଧରି ରଖିବା, ତେବେ ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
07:16 ସେହିପରି ଶିଶୁର ଓଠକୁ ଦେଖନ୍ତୁ
07:21 ଏଠାରେ ଓଠଗୁଡ଼ିକ ହରିଯଣ୍ଟାଲି ଅଛି
07:24 ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟ ହରିଯଣ୍ଟାଲି ରହିବ
07:32 ଏହାଦ୍ଵାରା ଶିଶୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେଇପାରିବ
07:39 ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତୀତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଆବଶ୍ୟକ
07:50 ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା, ତେବେ ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
08:00 ଏହାକୁ ବହୁତ ଦୂରରୁ ଧରିରଖିଲେ, ଆମ ପାଟି ମଧ୍ୟରେ ଏହା ଠିକ ଭାବେ ଖାପ ହେବ ନାହିଁ
08:07 ତେଣୁ, ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିବାକୁ ପଡ଼ିବ
08:13 ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି
08:21 ଏହାଦ୍ୱାରା, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ କୌଣସି ବାଧା ଉପୁଜେନାହିଁ
08:31 ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ, ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
08:36 ବରଂ, ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ
08:42 ଏବଂ, ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ
08:50 ମନେରଖନ୍ତୁ- ମା’ଙ୍କର ବୁଢ଼ା ଆଙ୍ଗୁଠି ସ୍ତନର ଉପର ଭାଗରେ ରହିବା ଆବଶ୍ୟକ
08:55 ଏବଂ ଛବିରେ ଦେଖାଯାଇଥିବା ଭଳି ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଓଠ ଥିବା ଚୁଚୁକଠାରୁ ଦୁଇ ଆଙ୍ଗୁଠି ତଳେ ରହିବା ଦରକାର
09:01 ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
09:06 ବଡ଼ା ପାଓ କିମ୍ବା ବର୍ଗର୍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
09:12 ସେହିପରି, ମା’ ସ୍ତନକୁ କଡ଼ରୁ C ଆକାରରେ ଧରି ସାମାନ୍ୟ ଚାପ ବେବେ
09:18 ଏହାଦ୍ଵାରା ଶିଶୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିପାରିବ
09:23 କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ କଇଁଚି ଆକାରରେ ଧରି ଚାପିବେନାହିଁ
09:30 କଇଁଚି ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ
09:36 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
09:43 ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ଘୁଞ୍ଚିଯିବ ଏବଂ ଶିଶୁ ସ୍ତନ ସହିତ ଲାଗି ରହିବାରେ ଅସୁବିଧା ହେବ
09:51 ବେଳେବେଳେ ମା’ ନିଜର ଶିଶୁକୁ ବିଭିନ୍ନ ସ୍ଥିତିରେ ଧରିବାକୁ ପସନ୍ଦ କରିଥାଆନ୍ତି
09:56 ଏହି ଛବିରେ ଶିଶୁଟି ମା’ଙ୍କ ଆଡ଼କୁ ମୁହଁ କରିନାହିଁ
10:00 ଶିଶୁଟିର ମୁଣ୍ଡକୁ କଡ଼ରୁ ସ୍ତନ ନିକଟକୁ ଆଣନ୍ତୁ, ତଳ ଆଡ଼ୁ ନୁହେଁ
10:07 ଏଠାରେ ଶିଶୁଟିର ଓଠଗୁଡ଼ିକ ଭର୍ଟିକଲ୍ ସ୍ଥିତିରେ ଅଛି. ତେଣୁ, ମା’ ସ୍ତନକୁ U ଆକାରରେ ଧରିବା ପାଇଁ ନିଜର ଆଙ୍ଗୁଠିଗୁଡ଼ିକୁ ଭର୍ଟିକଲୀ ଏହା ଉପରେ ରଖିବେ
10:17 ମନେରଖନ୍ତୁ, ଯେକୌଣସି ସ୍ତନ୍ୟପାନର ସ୍ଥିତି ପାଇଁ ସ୍ତନକୁ ଧରିଥିବା ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠର ଦିଗରେ ରହିବ
10:28 ଏବେ, ଶିଶୁଟିକୁ ଫୁଟବଲ ଧରିବା ଶୈଳୀରେ ଧରାଯାଇଛି ଏବଂ ସେ ସ୍ତନ୍ୟପାନ ପାଇଁ ଲାଚ୍ ହେବାକୁ ପ୍ରସ୍ତୁତ
10:34 ଲାଚିଂର ସଠିକ୍ କୌଶଳକୁ ଏହି ସିରିଜ୍‌ର ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
10:41 ଶିଶୁକୁ ସଠିକତାର ସହ ଧରିବା ପରେ ଯଦି ସ୍ତନ ଅଧିକ ଓଜନ ନ ହୋଇଥାଏ, ତେବେ ମା’ ସ୍ତନରୁ ହାତ କାଡ଼ିଦେବେ
10:53 ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
10:57 ଏହି ଟ୍ୟୁଟୋରିଆଲରେ ଆମେ ମା’ ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ସଠିକ ଧରିବା ପଦ୍ଧତି,
11:04 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ଫୁଟବଲ୍ ଧରିବା ଉପାୟକୁ କ୍ରମାନୁସାରେ ଶିଖିଲେ
11:12 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
11:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
11:26 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:30 ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
11:38 ଏହି ଟ୍ୟୁଟୋରିଆଲ୍ “ମା’ ଓ ଶିଶୁ ପୋଷଣ” ପ୍ରୋଜେକ୍ଟର ଏକ ଅଂଶ
11:44 ଏହାର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି
11:50 ଏହି ଟ୍ୟୁଟୋରିଆଲ୍ ଅମିତ କୁମାରଙ୍କ ଦ୍ୱାରା ଅନୁବାଦିତ ହୋଇଛି. ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep