Difference between revisions of "Health-and-Nutrition/C2/Cradle-Hold-for-Breastfeeding/Oriya"

From Script | Spoken-Tutorial
Jump to: navigation, search
Line 1: Line 1:
{|border=1
+
  {|border=1
  
 
|<center>Time</center>
 
|<center>Time</center>
Line 6: Line 6:
 
|-
 
|-
 
|00:01
 
|00:01
| ବନ୍ଧୁଗଣ, ସ୍ତନ୍ୟପାନ ପାଇଁ କ୍ରେଡଲ୍ ହୋଲ୍‌ଡ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
+
| ନମସ୍କାର, ସ୍ତନ୍ୟପାନ ପାଇଁ “କ୍ରେଡଲ୍ ହୋଲ୍ଡ" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
  
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିବା:  
+
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:  
  
 
|-
 
|-
 
|00:09
 
|00:09
| ସ୍ତନ୍ୟପାନ ପାଇଁ ମା’ ଶିଶୁକୁ ସଠିକ୍ ରୂପେ ଧରିବାର କୌଶଳକୁ ଚୟନ କରିବା,
+
| ଜଣେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବାର ସଠିକ୍ ପଦ୍ଧତିର ଚୟନ,
  
 
|-
 
|-
 
|00:15
 
|00:15
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତୀକରଣ ଏବଂ
+
| ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ
  
 
|-
 
|-
 
|00:18
 
|00:18
| କ୍ରେଡଲ୍ ହୋଲ୍‌ଡ କିପରି କରାଯାଏ
+
| କ୍ରସ୍ କ୍ରେଡଲ୍ ହୋଲ୍ଡ ପାଇଁ ଥିବା ପ୍ରକ୍ରିୟାର ପର୍ଯ୍ୟାୟ
  
 
|-
 
|-
Line 28: Line 28:
 
|ଚାଲନ୍ତୁ ଆରମ୍ଭ କରିବା.
 
|ଚାଲନ୍ତୁ ଆରମ୍ଭ କରିବା.
 
ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି.
 
ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି.
ପୂର୍ବ ଟ୍ୟୁଟୋରିଆଲ୍‌ରେ ଆଲୋଚନା କରାଯାଇଥିବା ଭଳି -
+
ପୂର୍ବ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି -
 
ମା’ ଓ ତା’ଙ୍କର ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଧରି ରଖିବାର ସବୁଠାରୁ ଭଲ ଉପାୟ ହେଉଛି,  
 
ମା’ ଓ ତା’ଙ୍କର ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଧରି ରଖିବାର ସବୁଠାରୁ ଭଲ ଉପାୟ ହେଉଛି,  
  
 
|-
 
|-
 
|00:39
 
|00:39
| ଯେଉଁଥିରେ ଉଭୟ ମା’ ଓ ପିଲା ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିଥାନ୍ତି
+
| ଯେଉଁଥିରେ ଉଭୟ ମା’ ଓ ପିଲା ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ
  
 
|-
 
|-
|00:45
+
|00:45
| ପିଲାଟି ମା’ଙ୍କର ସ୍ତନରେ ସମ୍ପୂର୍ଣ୍ଣ ଭାବେ ଲାଗି ରହିବା ପାଇଁ ସକ୍ଷମ ହୋ‍ଇଥାଏ ଏବଂ
+
|
 +
| ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ
  
 
|-
 
|-
 
|00:50
 
|00:50
| ପର୍ଯ୍ୟାପ୍ତ କ୍ଷୀର ପିଇପାରିଥାଏ
+
| ଏବଂ ପର୍ଯ୍ୟାପ୍ତ କ୍ଷୀର ପିଇପାରିବ
  
 
|-
 
|-
 
|00:54
 
|00:54
|ଚାଲନ୍ତୁ, ଏହି ଧରିବା ପଦ୍ଧତି ମଧ୍ୟରୁ କ୍ରାଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା
+
|ଚାଲନ୍ତୁ, ଆମେ କ୍ରେଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା
  
 
|-
 
|-
 
|00:59
 
|00:59
| ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଶ୍ଚିତ ରୂପେ ନିଜର ହାତକୁ ସାବୁନ୍ ଓ ପାଣିରେ ଠିକ୍ ଭାବରେ ଧୋ‍ଇବେ
+
| ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଜ ହାତକୁ ସାବୁନ୍ ଓ ପାଣିରେ ଠିକ୍ ଭାବରେ ଧୋଇବେ
  
 
|-
 
|-
Line 58: Line 59:
 
|-
 
|-
 
|01:10
 
|01:10
| ତା’ପରେ ସେ ଗୋଟିଏ ଗ୍ଲାସ୍ ଫୁଟା ଯାଇଥିବା ଥଣ୍ଡା ପାଣି ପିଇବା ଉଚିତ୍
+
| ତା’ପରେ, ଗୋଟିଏ ଗ୍ଲାସ୍ ଫୁଟା ଯାଇଥିବା ଥଣ୍ଡା ପାଣି ପିଇବେ
  
 
|-
 
|-
 
|01:15
 
|01:15
|ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋ‍ଇଥାଏ
+
|ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ
  
 
|-
 
|-
 
|01:22
 
|01:22
|ତେଣୁ, ସେମାନଙ୍କର ଦୈନିକ ପାଣି ପିଇବା ପରିମାଣରେ ବୃଦ୍ଧି ହେବା ଆବଶ୍ୟକ
+
| ତେଣୁ, ତାଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ
  
 
|-
 
|-
 
|01:27
 
|01:27
|ତା’ପରେ, ଚାଲନ୍ତୁ ମା’ଙ୍କର ପୋଜିଶନ୍ ବିଷୟରେ ଆଲୋଚନା କରିବା
+
|ତା’ପରେ, ଚାଲନ୍ତୁ ମା’ଙ୍କର ସ୍ଥିତି ବିଷୟରେ ଆଲୋଚନା କରିବା
  
 
|-
 
|-
 
|01:31
 
|01:31
|ମା’ ଚଟାଣରେ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ
+
|ମା’ ଚଟାଣ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ
  
 
|-
 
|-
 
|01:36
 
|01:36
|କିମ୍ବା ଗୋଟିଏ ଚୌକିରେ ଗୋଡ଼କୁ ସିଧାକରି ବସିବେ
+
| କିମ୍ବା ଚଟାଣରେ ପାଦକୁ ସମ୍ପୂର୍ଣ୍ଣ ଲଗାଇ ଗୋଟିଏ ଚୌକିରେ ବସିବେ
  
 
|-
 
|-
 
|01:41
 
|01:41
|ଯଦି ଚୌକିର ଉଚ୍ଚତା ଅଧିକ ହୋ‍ଇଥାଏ ଏବଂ ପାଦ ଚଟାଣରେ ନ ଲାଗିବା ସ୍ଥଳେ,
+
| ଯଦି ଚୌକିର ଉଚ୍ଚତା ଅଧିକ ହୋଇଥିବା କାରଣରୁ ପାଦ ଚଟାଣରେ ନଲାଗେ,
  
 
|-
 
|-
 
|01:47
 
|01:47
| ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖି ତାଉପରେ ପାଦ ରଖିପାରିବେ
+
| ତେବେ ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖିପାରିବେ
  
 
|-
 
|-
 
|01:53
 
|01:53
|ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ନିଶ୍ଚିତ ରୂପେ ସିଧା ହୋ‍ଇ ବସନ୍ତୁ,
+
| ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ସିଧା ହୋଇ ବସନ୍ତୁ,
  
 
|-
 
|-
 
|02:00
 
|02:00
|ତାଙ୍କର କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋ‍ଇ ରହିବ ନାହିଁ
+
| କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ନୁହେଁ
  
 
|-
 
|-
 
|02:05
 
|02:05
|ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟ ସେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ
+
| ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ
  
 
|-
 
|-
 
|02:12
 
|02:12
| ବର୍ତ୍ତମାନ ମା’ ଯେଉଁ ସ୍ତନରୁ ପିଲାକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ
+
| ମା’ ଯେଉଁ ସ୍ତନରୁ ପିଲାକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ
  
 
|-
 
|-
 
|02:18
 
|02:18
|ନିଜର ବ୍ରା କିମ୍ବା ବ୍ଲାଉଜ୍‍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
+
| ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
  
 
|-
 
|-
 
|02:25
 
|02:25
|ଆରାମରେ ବସିବା ପରେ, ପିଲାଟିକୁ ମା’ ପାଖକୁ ଆଣନ୍ତୁ
+
| ଆରାମରେ ବସିବା ପରେ, ପିଲାଟିକୁ ପାଖକୁ ଆଣନ୍ତୁ
  
 
|-
 
|-
 
|02:29
 
|02:29
|ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହୁଁଛନ୍ତି ସେହି କଡ଼ର ହାତରେ ସେ ଶିଶୁକୁ ଧରିବେ
+
| ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହୁଁଛନ୍ତି, ସେହି ପଟେ ଶିଶୁକୁ ଧରିବେ
  
 
|-
 
|-
 
|02:37
 
|02:37
| ସେହି ହାତର ବଙ୍କା ହୋ‍ଇଥିବା କହୁଣୀ ଅଂଶରେ ଶିଶୁର ମୁଣ୍ଡ ନିଶ୍ଚିତ ରୂପେ ଆରାମଦାୟକ ଅବସ୍ଥାରେ ରହିବା ଆବଶ୍ୟକ
+
| ସେହି ହାତର କହୁଣୀରେ ଶିଶୁର ମୁଣ୍ଡ ଆରାମଦାୟକ ଅବସ୍ଥାରେ ରହିବ
  
 
|-
 
|-
 
|02:44
 
|02:44
|ସେହି ସମାନ ବାହୁରେ ମା’ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିବେ
+
| ସେହି ବାହୁରେ ମା’ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିବେ
  
 
|-
 
|-
 
|02:51
 
|02:51
|ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି.
+
| ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି.
  
 
|-
 
|-
 
|02:56
 
|02:56
| ତେଣୁ ସେ ତାଙ୍କର ଡାହାଣ ହାତ ସାହାଯ୍ୟରେ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିଛନ୍ତି ଏବଂ
+
| ତେଣୁ, ସେ ତାଙ୍କର ଡାହାଣ ହାତ ସାହାଯ୍ୟରେ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିଛନ୍ତି ଏବଂ
  
 
|-
 
|-
 
|03:04
 
|03:04
| ଡାହାଣ ହାତର ବଙ୍କା ହୋ‍ଇଥିବା କହୁଣିରେ ଶିଶୁର ମୁଣ୍ଡ ରହିଛି
+
| ଡାହାଣ ହାତର କହୁଣୀରେ ଶିଶୁର ମୁଣ୍ଡ ରହିଛି
  
 
|-
 
|-
 
|03:10
 
|03:10
|ଯଦି ଶିଶୁଟିକୁ ଧରିବା ପାଇଁ ମା’ ଅତିରିକ୍ତ ସହାୟତା ଆବଶ୍ୟକ କରନ୍ତି ତେବେ, ସେ ଶିଶୁର ପଛ ପଟେ ନିଜର କୋଳ ଉପରେ ଗୋଟିଏ ତକିଆ ରଖିପାରିବେ
+
| ଯଦି ଶିଶୁଟିକୁ ଧରିବା ପାଇଁ ମା’ଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ସେ ଶିଶୁର ତଳେ ନିଜ କୋଳ ଉପରେ ଗୋଟିଏ ତକିଆ ରଖିପାରିବେ
  
 
|-
 
|-
 
|03:19
 
|03:19
|ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ
+
| ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ
  
 
|-
 
|-
 
|03:25
 
|03:25
|ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ
+
| ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ
  
 
|-
 
|-
 
|03:30
 
|03:30
|ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ
+
| ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ
  
 
|-
 
|-
 
|03:36
 
|03:36
| ତା’ପରେ ଶିଶୁର ଶରୀରରକୁ ସଠିକ୍ ପୋଜିସନ୍‌ରେ ରଖିବା ବିଷୟରେ ଜାଣିବା
+
| ତା’ପରେ ଶିଶୁର ଶରୀରରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଜାଣିବା
  
 
|-
 
|-
Line 162: Line 163:
 
|-
 
|-
 
|03:47
 
|03:47
| ସେମାନଙ୍କ ମଧ୍ୟରେ ବ୍ୟବଧାନ ଯେତେ କମ୍ ହେବ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସେତେ ସହଜ ହେବ
+
| ସେମାନଙ୍କ ଶରୀର ମଧ୍ୟରେ ଦୂରତା କମ ହେଲେ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସହଜ ହେବ
  
 
|-
 
|-
Line 170: Line 171:
 
|-
 
|-
 
|04:00
 
|04:00
| ତା’ପରେ ଦ୍ଵିତୀୟ ଜରୁରୀ କଥା ହେଉଛି, ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ସେ କିପରି ଧରିରଖିବେ
+
| ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା
  
 
|-
 
|-
 
|04:08
 
|04:08
| ଆପଣ ଲକ୍ଷ୍ୟ କରିଥିବେ ଯେ, ଆମେ ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାନ୍ତି
+
| ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାଏ
  
 
|-
 
|-
 
|04:16
 
|04:16
| କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ ଅନେକ ମା’ଙ୍କ ଦ୍ଵାରା ଶିଶୁର ମୁଣ୍ଡ ଗୋଟିଏ କଡ଼କୁ ଢ଼ଳି କରି ରଖିଥିବା ଦେଖାଯାଏ
+
| କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ, ଅଧିକାଂଶ ମା’ମାନେ ଶିଶୁର ମୁଣ୍ଡକୁ ସ୍ତନ ଆଡ଼କୁ ମୋଡ଼ିଥା’ନ୍ତି
  
 
|-
 
|-
 
|04:23
 
|04:23
| ଏହା ଦ୍ଵାରା ଶିଶୁ ଭଲ ଭାବେ ସ୍ତନ୍ୟପାନ କରିପାରେ ନାହିଁ
+
| ଏହା ଦ୍ଵାରା ଶିଶୁ ଭଲ ଭାବେ ସ୍ତନ୍ୟପାନ କରିପାରେନାହିଁ
  
 
|-
 
|-
 
|04:28
 
|04:28
|ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
+
| ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
  
 
|-
 
|-
 
|04:35
 
|04:35
|ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋ‍ଇଥାଏ
+
|ଏହାଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋଇଥାଏ
  
 
|-
 
|-
 
|04:41
 
|04:41
|ବର୍ତ୍ତମାନ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ପୋଜିଶନ୍‍ରେ ରଖିବା
+
| ଏବେ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ସ୍ଥିତିରେ ରଖିବେ
  
 
|-
 
|-
 
|04:46
 
|04:46
| ମା’ ଶିଶୁର ମୁଣ୍ଡ, ବେକ ଓ ପଛ ଭାଗକୁ ସପୋର୍ଟ ଦେବା ଆବଶ୍ୟକ
+
| ମା’ ଶିଶୁର ମୁଣ୍ଡ, ବେକ ଓ ପଛ ଭାଗକୁ ଧରିବା ଦରକାର
  
 
|-
 
|-
 
|04:51
 
|04:51
|ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋ‍ଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ
+
| ଅନ୍ୟଥା, ସ୍ତନ ସହିତ ଯୋଡ଼ିହୋଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ
  
 
|-
 
|-
 
|04:58
 
|04:58
|ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ପୋଜିଶନ୍‌କୁ ଦେଖିବା
+
| ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା
  
 
|-
 
|-
 
|05:03
 
|05:03
|ଶିଶୁର ନାକ ସ୍ତନର ଅଗ୍ରଭାଗ ସହିତ ଗୋଟିଏ ଲାଇନ୍‍ରେ ରହିବ
+
| ଶିଶୁର ନାକ ସ୍ତନର ଚୁଚୁକ ସିଧାରେ ରହିବା ଉଚିତ
  
 
|-
 
|-
 
|05:07
 
|05:07
|ଏବଂ ତା’ର ଥୋଡ଼ି ଆଗକୁ ରହିବା ସହିତ ସ୍ତନର ଅତି ନିକଟରେ ରହିବ
+
| ଆଉ ଥୋଡ଼ି ଆଗକୁ ରହିବା ସହିତ ସ୍ତନ ନିକଟରେ ରହିବ
  
 
|-
 
|-
 
|05:13
 
|05:13
|ଏହା ଦ୍ଵାରା ଲାଚିଙ୍ଗ ସମୟରେ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ନେଇ ପାରୁଥିବା ସୁନିଶ୍ଚିତ ହୋ‍ଇଥାଏ
+
| ଏହାଦ୍ଵାରା ଶିଶୁ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ପାଟିରେ ନେଇପାରିବ
  
 
|-
 
|-
 
|05:19
 
|05:19
|ଏବଂ ସେ ଭଲ ଭାବରେ ଅଧିକ କ୍ଷୀର ପିଇବା ପାଇଁ ତଳ ମାଢ଼ିକୁ ବ୍ୟବହାର କରିବ
+
| ଏବଂ ତଳ ମାଢ଼ି ସାହାଯ୍ୟରେ ଭଲ ଭାବରେ ଅଧିକ କ୍ଷୀର ପିଇପାରିବ
  
 
|-
 
|-
 
|05:26
 
|05:26
|ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ସ୍ତନର ଅଗ୍ରଭାଗର ଚାରିପଟେ ଥିବା ଗାଢ଼ କଳା ଅଂଶ
+
| ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକର ଚାରିପଟେ ଥିବା ଗାଢ଼ କଳା ଅଂଶ
  
 
|-
 
|-
 
|05:32
 
|05:32
|ବର୍ତ୍ତମାନ ଶିଶୁଟି ସଠିକ୍ ପୋଜିଶନ୍‍ରେ ରହିଛି,  
+
| ବର୍ତ୍ତମାନ ଶିଶୁଟି ସଠିକ୍ ସ୍ଥିତିରେ ରହିଛି,  
  
 
|-
 
|-
 
|05:35
 
|05:35
| ଚାଲନ୍ତୁ ସ୍ତନକୁ ଧରି ରଖିବା ବିଷୟରେ ଜାଣିବା
+
| ଚାଲନ୍ତୁ ସ୍ତନକୁ ଧରିବା ବିଷୟରେ ଜାଣିବା
  
 
|-
 
|-
 
|05:39
 
|05:39
| ଖାଲି ଥିବା ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ
+
| ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ
  
 
|-
 
|-
 
|05:48
 
|05:48
|ଏହି ଛବିରେ ଥିବା ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିବେ
+
|ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିଛନ୍ତି
  
 
|-
 
|-
 
|05:55
 
|05:55
|ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ପୋଜିଶନ୍‍କୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ସ୍ତନର ଅଗ୍ରଭାଗକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
+
| ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ଚୁଚୁକକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
  
 
|-
 
|-
 
|06:04
 
|06:04
|ମା’ ଏହି ଘଣ୍ଟାରେ 3ଟା ବାଜିଥିବା ପୋଜିଶନ୍‍ରେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବା ଉଚିତ୍
+
| ଘଣ୍ଟାରେ 3ଟା ବାଜିଥିବା ସ୍ଥିତିରେ ମା’ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବେ
  
 
|-
 
|-
 
|06:10
 
|06:10
| ତାଙ୍କର ଡାହାଣ ତର୍ଜନି ଓ ମଧ୍ୟମା ଆଙ୍ଗୁଠି 9ଟା ବାଜିବା ପୋଜିଶନ୍‍ରେ ରହିବା ଉଚିତ୍
+
| ତାଙ୍କର ଡାହାଣ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି 9ଟା ବାଜିବା ସ୍ଥିତିରେ ରହିବ
  
 
|-
 
|-
 
|06:18
 
|06:18
|ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋ‍ଇ ରହିବା ଆବଶ୍ୟକ
+
| ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋଇ ରହିବା ଆବଶ୍ୟକ
 
କାହିଁକି?
 
କାହିଁକି?
  
 
|-
 
|-
 
|06:25
 
|06:25
|ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା
+
| ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା
  
 
|-
 
|-
 
|06:30
 
|06:30
|ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲି ଖୋଲିଥାଏ
+
| ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲୀ ଖୋଲିଥାଏ
  
 
|-
 
|-
 
|06:35
 
|06:35
| ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲି ଧରି ରଖୁ
+
| ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲୀ ଧରିରଖୁ
  
 
|-
 
|-
 
|06:40
 
|06:40
|ଏଠାରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି
+
| ଏଠାରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି
  
 
|-
 
|-
 
|06:46
 
|06:46
|ଯଦି ଆମେ ବଡ଼ା ପାଓ କିମ୍ବା ବର୍ଗର୍‍କୁ ଭର୍ଟିକାଲି ଧରି ରଖିବା ତେବେ, ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
+
| ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକଲୀ ଧରି ରଖିଲେ ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
  
 
|-
 
|-
 
|06:53
 
|06:53
|ସେହିପରି ଶିଶୁର ଓଠର ଡାଇରେକ୍ସନ୍‍କୁ ଦେଖନ୍ତୁ
+
| ସେହିପରି ଶିଶୁର ଓଠକୁ ଦେଖନ୍ତୁ
ଏଠାରେ ଓଠଗୁଡ଼ିକ ଭର୍ଟିକାଲି ଅଛନ୍ତି
+
ଏଠାରେ ଓଠଗୁଡ଼ିକ ଭର୍ଟିକଲୀ ଅଛି
  
 
|-
 
|-
 
|07:00
 
|07:00
| ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକାଲି ରହିବେ
+
| ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକଲୀ ରହିବ
  
 
|-
 
|-
 
|07:06
 
|07:06
|ଏହା ଦ୍ଵାରା ଶିଶୁକୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେବା ପାଇଁ ସହଜ ହେବ
+
| ଏହାଦ୍ଵାରା ଶିଶୁ  ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେଇପାରିବ
  
 
|-
 
|-
 
|07:13
 
|07:13
|ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତିତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକ ସର୍ବଦା ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ
+
| ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତୀତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଆବଶ୍ୟକ
  
 
|-
 
|-
 
|07:23
 
|07:23
|ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା ତେବେ, ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
+
| ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା, ତେବେ ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
  
 
|-
 
|-
 
|07:34
 
|07:34
|ଯଦି ଆମେ ଏହାକୁ ବହୁତ ଦୂରରୁ ଧରିବା ତେବେ, ଆମ ପାଟି ମଧ୍ୟରେ ଫିଟ୍ ହେବା ପାଇଁ ଏହା ସଠିକ୍ ଆକାରରେ ରହିବ ନାହିଁ
+
| ଏହାକୁ ବହୁତ ଦୂରରୁ ଧରିରଖିଲେ, ପାଟି ମଧ୍ୟରେ ତାହା ଠିକ ଭାବେ ଖାପ ହେବ ନାହିଁ
  
 
|-
 
|-
 
|07:41
 
|07:41
|ତେଣୁ ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ଧରି ରଖିବା ଆବଶ୍ୟକ
+
| ତେଣୁ, ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିବାକୁ ପଡ଼ିବ
  
 
|-
 
|-
 
|07:47
 
|07:47
|ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠିର ଦୂରତା
+
| ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି
  
 
|-
 
|-
 
|07:55
 
|07:55
|ଏହି ଦୂରତା ସୁନିଶ୍ଚିତ କରିଥାଏ ଯେ, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ ଶିଶୁର ପାଟିକୁ ଆଙ୍ଗୁଠିଗୁଡ଼ିକ ବାଧା ଦେବେ ନାହିଁ
+
| ଏହାଦ୍ୱାରା, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ କୌଣସି ବାଧା ଉପୁଜେ ନାହିଁ
  
 
|-
 
|-
 
|08:05
 
|08:05
|ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
+
| ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ, ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
  
 
|-
 
|-
 
|08:11
 
|08:11
|ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନରେ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ ଏବଂ  
+
| ବରଂ, ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ ଏବଂ  
  
 
|-
 
|-
 
|08:17
 
|08:17
|ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ ଅଟେ
+
| ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ
  
 
|-
 
|-
 
|08:23
 
|08:23
|ମା’ଙ୍କର ବୁଢ଼ା ଆଙ୍ଗୁଠି ସେହି ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି ଦୂରରେ ରହିବା ଆବଶ୍ୟକ, ଯେଉଁଥିରେ ଶିଶୁର ଓଠ ରହିଥିବ
+
| ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଓଠ ଥିବା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଦରକାର
  
 
|-
 
|-
 
|08:30
 
|08:30
|ଏବଂ ତାଙ୍କର ଦୁଇଟି ଆଙ୍ଗୁଠି ସେହି ସ୍ତନର କଡ଼ରେ ରହିବା ଆବଶ୍ୟକ, ଯେଉଁଥିରେ ଶିଶୁର ନାକ ରହିଥିବ
+
| ଏବଂ ତାଙ୍କର ଦୁଇଟି ଆଙ୍ଗୁଠି, ଶିଶୁର ନାକ ଥିବା ସ୍ତନର କଡ଼ରେ ରହିବା ଆବଶ୍ୟକ
  
 
|-
 
|-
 
|08:36
 
|08:36
|ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
+
| ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
  
 
|-
 
|-
 
|08:41
 
|08:41
| ବଡ଼ା ପାଓ କିମ୍ବା ବର୍ଗର୍‍କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
+
| ବଡ଼ା ପାଓ କିମ୍ବା ବର୍ଗର୍‌କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
  
 
|-
 
|-
 
|08:48
 
|08:48
|ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ବେବା ଆବଶ୍ୟକ
+
| ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ଦେବେ
  
 
|-
 
|-
 
|08:54
 
|08:54
|ଏହା ଦ୍ଵାରା ଶିଶୁକୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିବା ପାଇଁ ସହଜ ହେବ
+
| ଏହାଦ୍ଵାରା ଶିଶୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିପାରିବ
  
 
|-
 
|-
 
|09:01
 
|09:01
|କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ଦେବେ ନାହିଁ
+
| କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ନାହିଁ
  
 
|-
 
|-
 
|09:07
 
|09:07
|V ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ
+
| V ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ
  
 
|-
 
|-
 
|09:14
 
|09:14
|ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
+
| ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
  
 
|-
 
|-
 
|09:21
 
|09:21
|ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ସ୍ଥାନାନ୍ତର ହୋ‍ଇଯିବ ଏବଂ  
+
| ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ଘୁଞ୍ଚିଯିବ ଏବଂ  
  
 
|-
 
|-
Line 376: Line 377:
 
|-
 
|-
 
|09:32
 
|09:32
|ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣନ୍ତୁ ନାହିଁ
+
| ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣନ୍ତୁ ନାହିଁ
  
 
|-
 
|-
 
|09:39
 
|09:39
|ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ
+
| ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ
  
 
|-
 
|-
 
|09:43
 
|09:43
|ବର୍ତ୍ତମାନ ଶିଶୁଟି କ୍ରାଡଲ୍ ହୋଲ୍ଡରେ ରହିଛି ଏବଂ ଶିଶୁଟି ସ୍ତନ୍ୟପାନ ପାଇଁ ପ୍ରସ୍ତୁତ ଅଟେ
+
| ବର୍ତ୍ତମାନ, ଶିଶୁଟି କ୍ରେଡଲ୍ ହୋଲ୍ଡରେ ରହିବା ସହ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ  
  
 
|-
 
|-
 
|09:49
 
|09:49
|ସ୍ତନ ସହିତ ଶିଶୁର ସଠିକ ଆଟାଚ୍‌ମେଣ୍ଟକୁ ସମାନ ସିରିଜ୍‍ର ଅନ୍ୟ ଟ୍ୟୁଟୋରିଆଲ୍‍ରେ ବର୍ଣ୍ଣନା କରାଯାଇଛି
+
| ଦୃଢ଼ ଭାବେ ଧରିବାର ସଠିକ୍ କୌଶଳ ଏହି ସିରିଜ୍‌ର ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
  
 
|-
 
|-
 
|09:58
 
|09:58
|ଶିଶୁକୁ ସଠିକତାର ସହ ଧରିଲେ ଏବଂ ଯଦି ସ୍ତନ ଅଧିକ ଓଜନ ନ ହୋ‍ଇଥାଏ ତେବେ  
+
| ଶିଶୁକୁ ସଠିକତାର ସହ ଧରିବା ପରେ ଯଦି ସ୍ତନ ଅଧିକ ଓଜନ ନ ହୋଇଥାଏ, ତେବେ  
  
 
|-
 
|-
 
|10:05
 
|10:05
| ମା’ ସ୍ତନକୁ ହାତରୁ ଛାଡିଦେବା ଆବଶ୍ୟକ ଏବଂ  
+
| ମା’ ସ୍ତନରୁ ହାତ କାଡ଼ିଦେବେ ଏବଂ  
  
 
|-
 
|-
 
|10:09
 
|10:09
| ସପୋର୍ଟ ଦେବା ପାଇଁ ହାତକୁ ଶିଶୁର ପିଠି ତଳେ ରଖନ୍ତୁ
+
| ସପୋର୍ଟ ଦେବା ପାଇଁ ହାତକୁ ଶିଶୁର ପିଠି ତଳେ ରଖିବେ
  
 
|-
 
|-
 
|10:14
 
|10:14
|ଏହି ପୋଜିଶନ୍‍ରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଆବଶ୍ୟକ
+
| ଏହି ସ୍ଥିତିରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଦରକାର
  
 
|-
 
|-
 
|10:21
 
|10:21
|ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ
+
| ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ
  
 
|-
 
|-
 
|10:26
 
|10:26
|ଏହା ସହିତ ଆମେ ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ
+
|ଏହା ସହିତ ଆମେ ଏହି ଟ୍ୟୁଟୋରିଲର ସମାପ୍ତିକୁ ଆସିଯାଇଛେ
  
 
|-
 
|-
 
|10:29
 
|10:29
| ଆମ ସହିତ ଜଡ଼ିତ ହୋ‍ଇଥିବାରୁ ଧନ୍ୟବାଦ
+
| ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ
  
 
|}
 
|}

Revision as of 18:46, 20 August 2019

Time
Narration
00:01 ନମସ୍କାର, ସ୍ତନ୍ୟପାନ ପାଇଁ “କ୍ରେଡଲ୍ ହୋଲ୍ଡ" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
00:09 ଜଣେ ମା’ ଓ ତାଙ୍କର ଶିଶୁକୁ ସ୍ତନ୍ୟପାନ କରାଇବାର ସଠିକ୍ ପଦ୍ଧତିର ଚୟନ,
00:15 ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ
00:18 କ୍ରସ୍ କ୍ରେଡଲ୍ ହୋଲ୍ଡ ପାଇଁ ଥିବା ପ୍ରକ୍ରିୟାର ପର୍ଯ୍ୟାୟ
00:22 ଚାଲନ୍ତୁ ଆରମ୍ଭ କରିବା.

ସାରା ବିଶ୍ଵରେ ମା’ମାନେ ସେମାନଙ୍କର ଶିଶୁମାନଙ୍କୁ ବିଭିନ୍ନ ଉପାୟରେ ଧରି ସ୍ତନ୍ୟପାନ କରାନ୍ତି. ପୂର୍ବ ଟ୍ୟୁଟୋରିଆଲରେ ଆଲୋଚନା କରାଯାଇଥିବା ଭଳି - ମା’ ଓ ତା’ଙ୍କର ପିଲାକୁ ସ୍ତନ୍ୟପାନ କରାଇବା ପାଇଁ ଧରି ରଖିବାର ସବୁଠାରୁ ଭଲ ଉପାୟ ହେଉଛି,

00:39 ଯେଉଁଥିରେ ଉଭୟ ମା’ ଓ ପିଲା ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଆରାମ ଅନୁଭବ କରିବେ
00:45 ଶିଶୁଟି ମା’ଙ୍କର ସ୍ତନ ସହ ସମ୍ପୂର୍ଣ୍ଣ ଭାବେ ଲାଗି ରହୁଥିବ
00:50 ଏବଂ ପର୍ଯ୍ୟାପ୍ତ କ୍ଷୀର ପିଇପାରିବ
00:54 ଚାଲନ୍ତୁ, ଆମେ କ୍ରେଡଲ୍ ହୋଲ୍ଡ ନାମକ ଗୋଟିଏ ପଦ୍ଧତି ବିଷୟରେ ଜାଣିବା
00:59 ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ, ମା’ ନିଜ ହାତକୁ ସାବୁନ୍ ଓ ପାଣିରେ ଠିକ୍ ଭାବରେ ଧୋଇବେ
01:05 ଏବଂ ଭଲ ଭାବରେ ଶୁଖାଇବେ
01:10 ତା’ପରେ, ଗୋଟିଏ ଗ୍ଲାସ୍ ଫୁଟା ଯାଇଥିବା ଥଣ୍ଡା ପାଣି ପିଇବେ
01:15 ସ୍ତନ୍ୟପାନ କରାଉଥିବା ମା’ଙ୍କର ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ
01:22 ତେଣୁ, ତାଙ୍କର ଦୈନିକ ଅଧିକ ପାଣି ପିଇବା ଆବଶ୍ୟକ
01:27 ତା’ପରେ, ଚାଲନ୍ତୁ ମା’ଙ୍କର ସ୍ଥିତି ବିଷୟରେ ଆଲୋଚନା କରିବା
01:31 ମା’ ଚଟାଣ କିମ୍ବା ଶେଯ ଉପରେ ଚକା ପକାଇ ବସିବା ଉଚିତ
01:36 କିମ୍ବା ଚଟାଣରେ ପାଦକୁ ସମ୍ପୂର୍ଣ୍ଣ ଲଗାଇ ଗୋଟିଏ ଚୌକିରେ ବସିବେ
01:41 ଯଦି ଚୌକିର ଉଚ୍ଚତା ଅଧିକ ହୋଇଥିବା କାରଣରୁ ପାଦ ଚଟାଣରେ ନଲାଗେ,
01:47 ତେବେ ଚଟାଣରେ ଗୋଟିଏ ଛୋଟ ଷ୍ଟୁଲ୍ କିମ୍ବା ତକିଆ ରଖିପାରିବେ
01:53 ବସିବା ସମୟରେ ପିଠି ଯନ୍ତ୍ରଣାକୁ ଏଡ଼ାଇବା ପାଇଁ ସିଧା ହୋଇ ବସନ୍ତୁ,
02:00 କାନ୍ଧ ଆରାମଦାୟକ ଅବସ୍ଥାରେ ରହିବ, ଉଠିକରି କିମ୍ବା ବଙ୍କା ହୋଇ ନୁହେଁ
02:05 ଏବଂ ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟରେ ଏହିପରି ଆରାମଦାୟକ ଅବସ୍ଥାରେ ରହିବେ
02:12 ମା’ ଯେଉଁ ସ୍ତନରୁ ପିଲାକୁ ଖୁଆଇବାକୁ ଚାହୁଁଛନ୍ତି, ସେଇଟିକୁ କାଢ଼ିଦେବେ
02:18 ବ୍ରା କିମ୍ବା ବ୍ଲାଉଜ୍ର ଚାପ ଯେପରି ସ୍ତନ ଉପରେ ନପଡ଼େ, ତାହା ସୁନିଶ୍ଚିତ କରିବେ
02:25 ଆରାମରେ ବସିବା ପରେ, ପିଲାଟିକୁ ପାଖକୁ ଆଣନ୍ତୁ
02:29 ମା’ ଯେଉଁ ସ୍ତନରୁ କ୍ଷୀର ଖୁଆଇବାକୁ ଚାହୁଁଛନ୍ତି, ସେହି ପଟେ ଶିଶୁକୁ ଧରିବେ
02:37 ସେହି ହାତର କହୁଣୀରେ ଶିଶୁର ମୁଣ୍ଡ ଆରାମଦାୟକ ଅବସ୍ଥାରେ ରହିବ
02:44 ସେହି ବାହୁରେ ମା’ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିବେ
02:51 ଏହି ଛବିରେ ଥିବା ମା’ ତାଙ୍କର ଶିଶୁକୁ ଡାହାଣପଟ ସ୍ତନରୁ କ୍ଷୀର ଖୁଆଉଛନ୍ତି.
02:56 ତେଣୁ, ସେ ତାଙ୍କର ଡାହାଣ ହାତ ସାହାଯ୍ୟରେ ଶିଶୁର ମୁଣ୍ଡ, ବେକ ଓ ପଛଭାଗକୁ ଧରିଛନ୍ତି ଏବଂ
03:04 ଡାହାଣ ହାତର କହୁଣୀରେ ଶିଶୁର ମୁଣ୍ଡ ରହିଛି
03:10 ଯଦି ଶିଶୁଟିକୁ ଧରିବା ପାଇଁ ମା’ଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ସେ ଶିଶୁର ତଳେ ନିଜ କୋଳ ଉପରେ ଗୋଟିଏ ତକିଆ ରଖିପାରିବେ
03:19 ମନେରଖନ୍ତୁ, ମା’ କଦାପି ନିଜ ପିଠିକୁ ବଙ୍କାକରି ସ୍ତନକୁ ଶିଶୁ ପାଖକୁ ଆଣିବେ ନାହିଁ
03:25 ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ଏବଂ ପିଠିରେ ଯନ୍ତ୍ରଣା ହେବ
03:30 ସେ ସର୍ବଦା ନିଜର ପିଠିକୁ ସିଧାକରି ରଖିବେ ଏବଂ ଶିଶୁକୁ ସ୍ତନ ପାଖକୁ ଆଣିବେ
03:36 ତା’ପରେ ଶିଶୁର ଶରୀରରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଜାଣିବା
03:42 ଶିଶୁର ପେଟ ଉପରେ ମା’ଙ୍କ ଶରୀରର ସାମାନ୍ୟ ଚାପ ପଡ଼ିବା ଆବଶ୍ୟକ
03:47 ସେମାନଙ୍କ ଶରୀର ମଧ୍ୟରେ ଦୂରତା କମ ହେଲେ ଶିଶୁକୁ ସ୍ତନ ପାଖରେ ପହଞ୍ଚିବା ସହଜ ହେବ
03:54 ଏବଂ ଏହା ଦ୍ଵାରା ଦୃଢ଼ତାର ସହ ଯୋଡ଼ିହେବା ପାଇଁ ଶିଶୁକୁ ସହଜ ହେବ
04:00 ଦ୍ଵିତୀୟ କଥା ହେଉଛି ଶିଶୁର ଶରୀରକୁ ସିଧା କରି ରଖିବା
04:08 ଖାଇବା ସମୟରେ ଆମର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିଥାଏ
04:16 କିନ୍ତୁ ସ୍ତନ୍ୟପାନ କରାଇବା ସମୟରେ, ଅଧିକାଂଶ ମା’ମାନେ ଶିଶୁର ମୁଣ୍ଡକୁ ସ୍ତନ ଆଡ଼କୁ ମୋଡ଼ିଥା’ନ୍ତି
04:23 ଏହା ଦ୍ଵାରା ଶିଶୁ ଭଲ ଭାବେ ସ୍ତନ୍ୟପାନ କରିପାରେନାହିଁ
04:28 ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ଗୋଟିଏ ସରଳରେଖାରେ ରହିବା ଆବଶ୍ୟକ
04:35 ଏହାଦ୍ଵାରା ଶିଶୁକୁ କ୍ଷୀର ଢୋକିବା ପାଇଁ ସହଜ ହୋଇଥାଏ
04:41 ଏବେ ତୃତୀୟ କଥା ହେଉଛି, ଶିଶୁର ଶରୀରକୁ କେଉଁ ସ୍ଥିତିରେ ରଖିବେ
04:46 ମା’ ଶିଶୁର ମୁଣ୍ଡ, ବେକ ଓ ପଛ ଭାଗକୁ ଧରିବା ଦରକାର
04:51 ଅନ୍ୟଥା, ସ୍ତନ ସହିତ ଯୋଡ଼ିହୋଇ ରହିବା ପାଇଁ ଶିଶୁଟିକୁ ଅନେକ କଷ୍ଟ କରିବାକୁ ପଡ଼ିବ
04:58 ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା
05:03 ଶିଶୁର ନାକ ସ୍ତନର ଚୁଚୁକ ସିଧାରେ ରହିବା ଉଚିତ
05:07 ଆଉ ଥୋଡ଼ି ଆଗକୁ ରହିବା ସହିତ ସ୍ତନ ନିକଟରେ ରହିବ
05:13 ଏହାଦ୍ଵାରା ଶିଶୁ ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ପାଟିରେ ନେଇପାରିବ
05:19 ଏବଂ ତଳ ମାଢ଼ି ସାହାଯ୍ୟରେ ଭଲ ଭାବରେ ଅଧିକ କ୍ଷୀର ପିଇପାରିବ
05:26 ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକର ଚାରିପଟେ ଥିବା ଗାଢ଼ କଳା ଅଂଶ
05:32 ବର୍ତ୍ତମାନ ଶିଶୁଟି ସଠିକ୍ ସ୍ଥିତିରେ ରହିଛି,
05:35 ଚାଲନ୍ତୁ ସ୍ତନକୁ ଧରିବା ବିଷୟରେ ଜାଣିବା
05:39 ଅନ୍ୟ ହାତର ଆଙ୍ଗୁଠିଗୁଡ଼ିକୁ ବ୍ୟବହାର କରି ମା’ ସ୍ତନକୁ ତଳଆଡ଼ୁ U ପରି କପ୍ ଆକାରରେ ଧରି ରଖିବେ
05:48 ଏହି ଛବିରେ ମା’ ତାଙ୍କର ଡାହାଣପଟ ସ୍ତନକୁ ଧରି ରଖିବା ପାଇଁ ନିଜର ବାମ ହାତକୁ ବ୍ୟବହାର କରିଛନ୍ତି
05:55 ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ବୁଝିବା ପାଇଁ, ମା’ଙ୍କର ଡାହାଣପଟ ଚୁଚୁକକୁ ଗୋଟିଏ ଘଣ୍ଟାର କେନ୍ଦ୍ର ଭାବେ ଅନୁମାନ କରନ୍ତୁ
06:04 ଘଣ୍ଟାରେ 3ଟା ବାଜିଥିବା ସ୍ଥିତିରେ ମା’ ନିଜ ବାମ ହାତର ବୁଢ଼ା ଆଙ୍ଗୁଠିକୁ ରଖିବେ
06:10 ତାଙ୍କର ଡାହାଣ ତର୍ଜନୀ ଓ ମଧ୍ୟମା ଆଙ୍ଗୁଠି 9ଟା ବାଜିବା ସ୍ଥିତିରେ ରହିବ
06:18 ଆଙ୍ଗୁଠିଗୁଡ଼ିକ ସର୍ବଦା ଶିଶୁର ଓଠ ସହିତ ସମାନ୍ତର ହୋଇ ରହିବା ଆବଶ୍ୟକ

କାହିଁକି?

06:25 ଗୋଟିଏ ସରଳ ଉଦାହରଣ ସାହାଯ୍ୟରେ ଚାଲନ୍ତୁ ଏହାକୁ ବୁଝିବା
06:30 ଆମେ ଗୋଟିଏ ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଆମର ଓଠ ହରିଯଣ୍ଟାଲୀ ଖୋଲିଥାଏ
06:35 ବଡ଼ା ପାଓ କିମ୍ବା ବର୍ଗରର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଏହାକୁ ହରିଯଣ୍ଟାଲୀ ଧରିରଖୁ
06:40 ଏଠାରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକୁ ଓଠ ସହିତ ସମାନ୍ତର କରି ରଖାଯାଇଛି
06:46 ବଡ଼ା ପାଓ କିମ୍ବା ବର୍ଗର୍କୁ ଭର୍ଟିକଲୀ ଧରି ରଖିଲେ ଆମେ ଗୋଟିଏ ବଡ଼ ଖଣ୍ଡ ଖାଇପାରିବା ନାହିଁ
06:53 ସେହିପରି ଶିଶୁର ଓଠକୁ ଦେଖନ୍ତୁ

ଏଠାରେ ଓଠଗୁଡ଼ିକ ଭର୍ଟିକଲୀ ଅଛି

07:00 ତେଣୁ, ସ୍ତନ ଉପରେ ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ମଧ୍ୟ ଭର୍ଟିକଲୀ ରହିବ
07:06 ଏହାଦ୍ଵାରା ଶିଶୁ ଆରିଓଲାର ଗୋଟିଏ ବଡ଼ ଅଂଶକୁ ପାଟିରେ ନେଇପାରିବ
07:13 ଶିଶୁର ଓଠ ସହିତ ସମାନ୍ତର ରହିବା ବ୍ୟତୀତ, ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସର୍ବଦା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଆବଶ୍ୟକ
07:23 ପୁନର୍ବାର, ବଡ଼ା ପାଓ କିମ୍ବା ବର୍ଗର୍ ଖାଇବା ସମୟରେ ଯଦି ଆମେ ଏହାକୁ ଖୁବ୍ ନିକଟରୁ ଧରି ରଖିବା, ତେବେ ବଡ଼ ଖଣ୍ଡ ନେବା ସମୟରେ ଆଙ୍ଗୁଠିଗୁଡ଼ିକ ପାଟିକୁ ବାଧା ଦେବେ
07:34 ଏହାକୁ ବହୁତ ଦୂରରୁ ଧରିରଖିଲେ, ପାଟି ମଧ୍ୟରେ ତାହା ଠିକ ଭାବେ ଖାପ ହେବ ନାହିଁ
07:41 ତେଣୁ, ବଡ଼ ଖଣ୍ଡ ନେବା ପାଇଁ ଆମେ ଏହାକୁ ସଠିକ ଦୂରତାରେ ରଖିବାକୁ ପଡ଼ିବ
07:47 ସେହିପରି, ଏହି ଛବିରେ ଦେଖାଯାଇଥିବା ଭଳି ଶିଶୁ ପାଇଁ ସଠିକ୍ ଦୂରତା ହେଉଛି, ସ୍ତନର ଅଗ୍ରଭାଗଠାରୁ ତିନି ଆଙ୍ଗୁଠି
07:55 ଏହାଦ୍ୱାରା, ଆରିଓଲାର ଏକ ବଡ଼ ଅଂଶ ପାଟିରେ ନେବା ସମୟରେ କୌଣସି ବାଧା ଉପୁଜେ ନାହିଁ
08:05 ମା’ କେବଳ ସ୍ତନର ଅଗ୍ରଭାଗରେ ଚାପ ଦେବେ ନାହିଁ, ଯାହା ଦ୍ଵାରା ଖୁବ୍ କମ୍ କ୍ଷୀର ବାହାରିଥାଏ,
08:11 ବରଂ, ଅଧିକ କ୍ଷୀର ବାହାରିବା ପାଇଁ ମା’ ଆରିଓଲାର ନିମ୍ନ ବୃହତ ଅଂଶରେ ଥିବା କ୍ଷୀର ଧାରଗୁଡ଼ିକ ଉପରେ ଚାପ ଦେବେ ଏବଂ
08:17 ଶିଶୁ ଦୃଢ଼ ଭାବେ ଲାଗି ରହିବା ପାଇଁ ସ୍ତନର ଆକାର ସଠିକ୍ କରିବେ
08:23 ମା’ଙ୍କର ବୁଢ଼ା ଆଙ୍ଗୁଠି ଶିଶୁର ଓଠ ଥିବା ଚୁଚୁକଠାରୁ ତିନି ଆଙ୍ଗୁଠି ତଳେ ରହିବା ଦରକାର
08:30 ଏବଂ ତାଙ୍କର ଦୁଇଟି ଆଙ୍ଗୁଠି, ଶିଶୁର ନାକ ଥିବା ସ୍ତନର କଡ଼ରେ ରହିବା ଆବଶ୍ୟକ
08:36 ବଡ଼ା ପାଓ କିମ୍ବା ବର୍ଗର୍ ଉଦାହରଣକୁ ଫେରିଆସନ୍ତୁ
08:41 ବଡ଼ା ପାଓ କିମ୍ବା ବର୍ଗର୍‌କୁ ସଠିକ୍ ଭାବେ ଧରିବା ପରେ, ଗୋଟିଏ ବଡ଼ ଖଣ୍ଡ ନେବା ପାଇଁ ଆମେ ସାମାନ୍ୟ ଚାପ ଦେଇଥାଉ
08:48 ସେହିପରି, ମା’ ସ୍ତନକୁ ତଳପଟୁ U ଆକାରରେ ଧରି ସାମାନ୍ୟ ଚାପ ଦେବେ
08:54 ଏହାଦ୍ଵାରା ଶିଶୁ ଆରିଓଲାର ଏକ ବଡ଼ ଅଂଶକୁ ପାଟିରେ ଧରିପାରିବ
09:01 କିନ୍ତୁ ମନେରଖନ୍ତୁ, ମା’ କଦାପି ନିଜର ସ୍ତନକୁ ଗୋଟିଏ V ଆକାରରେ ଚାପିବେ ନାହିଁ
09:07 V ଆକାରର ଚାପ ସ୍ତନକୁ ପିଞ୍ଚ କରିବ ଏବଂ ନିପଲ୍ ଫିଡିଙ୍ଗର କାରଣ ହେବ
09:14 ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ଦ୍ଵାରା ସ୍ତନ ଉପରେ ସମାନ ଚାପ ଦିଅନ୍ତୁ
09:21 ଅନ୍ୟଥା, ସ୍ତନର ଅଗ୍ରଭାଗ ବାମକୁ କିମ୍ବା ଡାହାଣକୁ ଘୁଞ୍ଚିଯିବ ଏବଂ
09:27 ଶିଶୁ ସ୍ତନ ସହିତ ଲାଗି ରହିବାରେ ଅସୁବିଧା ହେବ
09:32 ମନେରଖନ୍ତୁ, କଦାପି ସ୍ତନକୁ କଡ଼ରୁ ଠେଲି ଶିଶୁର ମୁହଁ ପାଖକୁ ଆଣନ୍ତୁ ନାହିଁ
09:39 ସର୍ବଦା ଶିଶୁକୁ ସ୍ତନ ନିକଟକୁ ଆଣନ୍ତୁ
09:43 ବର୍ତ୍ତମାନ, ଶିଶୁଟି କ୍ରେଡଲ୍ ହୋଲ୍ଡରେ ରହିବା ସହ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ
09:49 ଦୃଢ଼ ଭାବେ ଧରିବାର ସଠିକ୍ କୌଶଳ ଏହି ସିରିଜ୍‌ର ଅନ୍ୟ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
09:58 ଶିଶୁକୁ ସଠିକତାର ସହ ଧରିବା ପରେ ଯଦି ସ୍ତନ ଅଧିକ ଓଜନ ନ ହୋଇଥାଏ, ତେବେ
10:05 ମା’ ସ୍ତନରୁ ହାତ କାଡ଼ିଦେବେ ଏବଂ
10:09 ସପୋର୍ଟ ଦେବା ପାଇଁ ହାତକୁ ଶିଶୁର ପିଠି ତଳେ ରଖିବେ
10:14 ଏହି ସ୍ଥିତିରେ ମା’ ନିଜର ଉଭୟ ବାହୁକୁ ଶରୀରର ବହୁତ ନିକଟକୁ ଆଣିବା ଦରକାର
10:21 ସ୍ତନ୍ୟପାନ ସମୟରେ ଏହା ତାଙ୍କ ପାଇଁ ଆରାମଦାୟକ ହେବ
10:26 ଏହା ସହିତ ଆମେ ଏହି ଟ୍ୟୁଟୋରିଲର ସମାପ୍ତିକୁ ଆସିଯାଇଛେ
10:29 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep