Difference between revisions of "Health-and-Nutrition/C2/Breast-crawl/Oriya"

From Script | Spoken-Tutorial
Jump to: navigation, search
(Created page with " {| border = 1 | ''' Time ''' | '''Narration''' |- | 00:00 | ବନ୍ଧୁଗଣ, ବ୍ରେଷ୍ଟ କ୍ରଲ୍ ଉପରେ ଥିବା ସ୍ପୋକନ୍...")
 
Line 6: Line 6:
 
|-  
 
|-  
 
| 00:00
 
| 00:00
| ବନ୍ଧୁଗଣ, ବ୍ରେଷ୍ଟ କ୍ରଲ୍ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
+
| ବନ୍ଧୁଗଣ, “ବ୍ରେଷ୍ଟ କ୍ରଲ୍” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
  
 
|-  
 
|-  
 
| 00:05
 
| 00:05
| ଏହି ଟ୍ୟୁଟୋରିଆଲ୍‍ରେ ଆମେ ଶିଖିବା: ବ୍ରେଷ୍ଟ କ୍ରଲ୍ କ’ଣ,  
+
| ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ବ୍ରେଷ୍ଟ କ୍ରଲ୍ କ’ଣ,  
  
 
|-  
 
|-  
 
| 00:10  
 
| 00:10  
| ବ୍ରେଷ୍ଟ କ୍ରଲ୍ ପାଇଁ ଥିବା ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ  
+
| "ବ୍ରେଷ୍ଟ କ୍ରଲ୍" ପାଇଁ ଥିବା ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ  
  
 
|-  
 
|-  
 
| 00:13
 
| 00:13
| ବ୍ରେଷ୍ଟ କ୍ରଲ୍‌ର ଗୁରୁତ୍ଵ ବିଷୟରେ ଜାଣିବା  
+
| "ବ୍ରେଷ୍ଟ କ୍ରଲ୍‌"ର ଗୁରୁତ୍ଵ ବିଷୟରେ ଜାଣିବା  
  
 
|-  
 
|-  
 
| 00:18
 
| 00:18
| ଚାଲନ୍ତୁ ପ୍ରଥମେ, ବ୍ରେଷ୍ଟ କ୍ରଲ୍‌ କ’ଣ ଜାଣିବା?  
+
| ଚାଲନ୍ତୁ ପ୍ରଥମେ, "ବ୍ରେଷ୍ଟ କ୍ରଲ୍‌" କ’ଣ ଜାଣିବା?  
  
 
|-  
 
|-  
Line 30: Line 30:
 
|-  
 
|-  
 
| 00:28
 
| 00:28
| ପ୍ରସବର ଠିକ୍ ପରେ, ଶିଶୁକୁ ମା’ର ଶୁନ୍ୟଥିବା ତଳିପେଟ ଉପରେ ରଖିବା ଦ୍ଵାରା ସେ ମା’ର ସ୍ତନକୁ ଖୋଜିପାରେ ଏବଂ ସ୍ତନ୍ୟପାନ ଆରମ୍ଭ କରିଥାଏ  
+
| ପ୍ରସବର ଠିକ୍ ପରେ, ଶିଶୁକୁ ମା’ର ଖୋଲା ତଳିପେଟ ଉପରେ ରଖିବା ଦ୍ଵାରା ସେ ମା’ର ସ୍ତନକୁ ଖୋଜିପାରେ ଏବଂ ସ୍ତନ୍ୟପାନ ଆରମ୍ଭ କରିଥାଏ  
  
 
|-  
 
|-  
 
| 00:40
 
| 00:40
| ଏହି ସମସ୍ତ ପ୍ରକ୍ରିୟାକୁ ବ୍ରେଷ୍ଟ କ୍ରଲ୍‌ କୁହାଯାଏ  
+
| ଏହି ସମସ୍ତ ପ୍ରକ୍ରିୟାକୁ "ବ୍ରେଷ୍ଟ କ୍ରଲ୍‌" କୁହାଯାଏ  
  
 
|-  
 
|-  
 
| 00:46
 
| 00:46
| ଏହା ଧ୍ୟାନ ଦେବା କଥା ଯେ ଠିକ୍ ସମୟରେ ଜନ୍ମିତ ତଥା ସୁସ୍ଥ ଶିଶୁମାନଙ୍କ ପାଇଁ ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟା ପ୍ରୟୋଗ କରାଯାଇପାରେ ଯେଉଁମାନଙ୍କର ପ୍ରାକୃତିକ ଉପାୟରେ କିମ୍ବା ଅସ୍ତ୍ରୋପଚାର ଦ୍ଵାରା ପ୍ରସବ ହୋ‍ଇଥାଏ
+
| ଏହା ଧ୍ୟାନ ଦେବା କଥା ଯେ, ଠିକ୍ ସମୟରେ ଜନ୍ମିତ ତଥା ସୁସ୍ଥ ଶିଶୁମାନଙ୍କ ପାଇଁ ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟା ପ୍ରୟୋଗ କରାଯାଇପାରେ, ଯେଉଁମାନଙ୍କର ପ୍ରାକୃତିକ ଉପାୟରେ କିମ୍ବା ଅସ୍ତ୍ରୋପଚାର ଦ୍ଵାରା ପ୍ରସବ ହୋଇଥାଏ
  
 
|-  
 
|-  
Line 46: Line 46:
 
|-
 
|-
 
| 01:03
 
| 01:03
| ଜନ୍ମ ସମୟରେ କମ୍ ଓଜନ ଥିବା ଅସୁସ୍ଥ ଶିଶୁମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଏ ନାହିଁ ଯେହେତୁ ସେମାନଙ୍କ ଠାରେ ଶ୍ଵାସ ପ୍ରଶ୍ଵାସ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ଥାଏ ଯେପରି ଶ୍ଵାସରୁଦ୍ଧ ହୋ‍ଇଯିବା
+
| ଜନ୍ମ ସମୟରେ କମ୍ ଓଜନ ଥିବା ଅସୁସ୍ଥ ଶିଶୁମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଏ ନାହିଁ, ଯେହେତୁ ସେମାନଙ୍କଠାରେ ଅଣନିଶ୍ୱାସୀ ହେବା ଭଳି ଶ୍ଵାସକ୍ରିୟା ସମସ୍ୟା ଦେଖାଦେଇଥାଏ
  
 
|-
 
|-
 
| 01:15
 
| 01:15
| ବର୍ତ୍ତମାନ ଆମେ ବ୍ରେଷ୍ଟ କ୍ରଲ୍‌ର କାର୍ଯ୍ୟକାରୀ ପ୍ରକ୍ରିୟା ବିଷୟରେ ଶିଖିବା ଏବଂ ତା’ପରେ ଏହାର ଗୁରୁତ୍ଵ ବିଷୟରେ ଜାଣିବା
+
| ବର୍ତ୍ତମାନ ଆମେ, ବ୍ରେଷ୍ଟ କ୍ରଲ୍‌ର କାର୍ଯ୍ୟକାରୀ ପ୍ରକ୍ରିୟା ବିଷୟରେ ଶିଖିବା ଏବଂ ତା’ପରେ ଏହାର ଗୁରୁତ୍ଵ ବିଷୟରେ ଜାଣିବା
  
 
|-
 
|-
Line 58: Line 58:
 
|-  
 
|-  
 
|01:29  
 
|01:29  
| ତା’ପର କାର୍ଯ୍ୟ ହେଉଛି, ମା’ର ଶୁନ୍ୟଥିବା ତଳିପେଟ ଉପରେ ଶିଶୁକୁ ରଖି ସଫା କରିବା  
+
| ତା’ପର କାର୍ଯ୍ୟ ହେଉଛି, ମା’ର ଖୋଲା ତଳିପେଟ ଉପରେ ଶିଶୁକୁ ରଖି ସଫା କରିବା  
  
 
|-  
 
|-  
Line 66: Line 66:
 
|-  
 
|-  
 
| 01:42
 
| 01:42
| ମନେରଖନ୍ତୁ ଶିଶୁର ହାତଗୁଡ଼ିକ ଓଦା ରହିବା ଉଚିତ୍
+
| ମନେରଖନ୍ତୁ, ଶିଶୁର ହାତଗୁଡ଼ିକ ଓଦା ରହିବା ଉଚିତ
  
 
|-  
 
|-  
Line 82: Line 82:
 
|-  
 
|-  
 
| 02:01
 
| 02:01
| ଶିଶୁକୁ ଶୁଖାଇସାରିବା ପରେ, ଧାଇ ଫୁଲ ନାଡ଼ରେ ହେଉଥିବା ସ୍ପନ୍ଦନକୁ ଅନୁଭବ କରିବା ଉଚିତ୍
+
| ଶିଶୁକୁ ଶୁଖାଇସାରିବା ପରେ, ଧାଇ ଫୁଲ ନାଡ଼ରେ ହେଉଥିବା ସ୍ପନ୍ଦନକୁ ଅନୁଭବ କରିବା ଉଚିତ
  
 
|-
 
|-
 
| 02:08
 
| 02:08
| ଏଥିରେ ସ୍ପନ୍ଦନ ବନ୍ଦ ହୋ‍ଇଗଲେ, ସେ ଫୁଲ ନାଡ଼ଟିକୁ କାଟିଦେବା ଉଚିତ୍
+
| ସ୍ପନ୍ଦନ ବନ୍ଦ ହୋଇଗଲେ, ସେ ଫୁଲ ନାଡ଼ଟିକୁ କାଟିଦେବେ
  
 
|-  
 
|-  
 
| 02:13
 
| 02:13
| ତା’ପରେ ଶିଶୁକୁ ନିଜ ମା’ର ଖିଲିଥିବା ତଳିପେଟ ଉପରେ ପୁଣି ଏପରି ଭାବରେ କରନ୍ତୁ ଯେପରି ଶିଶୁର ପେଟ, ମା’ର ପେଟକୁ ଛୁଇଁବ  
+
| ତା’ପରେ, ଶିଶୁକୁ ନିଜ ମା’ର ଖୋଲା ତଳିପେଟ ଉପରେ ପୁଣି ଏପରି ଭାବରେ ରଖନ୍ତୁ, ଯେପରି ଶିଶୁର ପେଟ, ମା’ର ପେଟକୁ ଛୁଇଁବ  
  
 
|-
 
|-
 
| 02:22
 
| 02:22
| ଶିଶୁର ମୁଣ୍ଡକୁ, ମା’ର ସଫା ହୋ‍ଇ ନ ଥିବା ସ୍ତନଯୁଗଳ ମଧ୍ୟରେ ରଖିବା ଉଚିତ୍
+
| ଶିଶୁର ମୁଣ୍ଡକୁ, ମା’ର ସଫା ହୋଇନଥିବା ସ୍ତନଯୁଗଳ ମଧ୍ୟରେ ରଖିବା ଉଚିତ
  
 
|-  
 
|-  
 
| 02:26
 
| 02:26
| ଶିଶୁର ପାଟି ତା’ର ମା’ର ସ୍ତନ ତଳେ ରହିବା ଉଚିତ୍
+
| ଶିଶୁର ପାଟି ତା’ର ମା’ର ସ୍ତନ ତଳେ ରହିବା ଉଚିତ
  
 
|-
 
|-
Line 106: Line 106:
 
|-  
 
|-  
 
| 02:37
 
| 02:37
| ଯେହେତୁ ଗୋଟିଏ ନବଜାତ ଶିଶୁ ପାଇଁ ଆଗକୁ ବଢ଼ିବା ଗୋଟିଏ ପ୍ରାକୃତିକ ପ୍ରବୃତ୍ତି ଅଟେ ତେଣୁ, ସେ ସହଜରେ ମା’ର ସ୍ତନ ଆଡ଼କୁ ସହଜରେ ଗୁରୁଣ୍ଡି କରି ଯିବା ଆରମ୍ଭ କରିଦେବ
+
| ଯେହେତୁ ଗୋଟିଏ ନବଜାତ ଶିଶୁ ପାଇଁ ଆଗକୁ ବଢ଼ିବା ଗୋଟିଏ ପ୍ରାକୃତିକ ପ୍ରବୃତ୍ତି ଅଟେ, ତେଣୁ ସେ ସହଜରେ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡିବା ଆରମ୍ଭ କରିବ
  
 
|-  
 
|-  
 
| 02:46  
 
| 02:46  
| ପରବର୍ତ୍ତି କାମ ହେଉଛି, ମା’ ଓ ଶିଶୁକୁ ଉଷୁମ୍ ରଖିବା ପାଇଁ ଉଭୟଙ୍କୁ ଏକାଠି ଗୋଟିଏ ଶୁଖିଲା କପଡ଼ା ଦ୍ଵାରା ଘୋଡ଼ାଇ ଦେବା  
+
| ପରବର୍ତ୍ତୀ କାମ ହେଉଛି, ମା’ ଓ ଶିଶୁକୁ ଉଷୁମ୍ ରଖିବା ପାଇଁ ଉଭୟଙ୍କୁ ଏକାଠି ଗୋଟିଏ ଶୁଖିଲା କପଡ଼ା ଦ୍ଵାରା ଘୋଡ଼ାଇ ଦେବା  
  
 
|-
 
|-
Line 118: Line 118:
 
|-
 
|-
 
| 02:57
 
| 02:57
| ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆମେ ପରବର୍ତ୍ତି ଛବିଗୁଡ଼ିକରେ ଟୋପି ଓ କପଡ଼ାକୁ ପ୍ରଦର୍ଶିତ କରିନାହୁଁ  
+
| ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆମେ ପରବର୍ତ୍ତୀ ଛବିଗୁଡ଼ିକରେ ଟୋପି ଓ କପଡ଼ାକୁ ପ୍ରଦର୍ଶିତ କରିନାହୁଁ  
  
 
|-
 
|-
Line 130: Line 130:
 
|-  
 
|-  
 
| 03:18
 
| 03:18
| ଚାଲନ୍ତୁ ଶିଶୁର କ୍ଷମତାଗୁଡ଼ିକୁ ଆଲୋଚନା କରିବା ଯାହା ବ୍ରେଷ୍ଟ କ୍ରଲ୍‌ ପାଇଁ ସାହାଯ୍ୟକାରୀ ହୋ‍ଇଥାଏ
+
| ଚାଲନ୍ତୁ ଶିଶୁର କ୍ଷମତାଗୁଡ଼ିକୁ ଆଲୋଚନା କରିବା, ଯାହା ବ୍ରେଷ୍ଟ କ୍ରଲ୍‌ ପାଇଁ ସାହାଯ୍ୟକାରୀ ହୋଇଥାଏ
  
 
|-  
 
|-  
 
| 03:24
 
| 03:24
| ପ୍ରସବ ପରେ ଶିଶୁଟି ଅତ୍ୟନ୍ତ ସତର୍କ ଏବଂ ସ୍ତନ୍ୟପାନ କରିବା ଜାଣିଥାଏ
+
| ପ୍ରସବ ପରେ ଶିଶୁଟି ଅତ୍ୟନ୍ତ ସତର୍କ ଓ ସ୍ୱାଭାବିକ ଥାଏ
  
 
|-
 
|-
 
| 03:29
 
| 03:29
| ତା’ର ସଫା ହୋ‍ଇ ନ ଥିବା ହାତର ଗନ୍ଧ, ତାକୁ ଲାଳ ଗଡ଼ାଇବା ପାଇଁ ଉତ୍ତେଜିତ କରିଥାଏ  
+
| ତା’ର ସଫା ହୋଇ ନ ଥିବା ହାତର ଗନ୍ଧ, ତାକୁ ଲାଳ ଗଡ଼ାଇବା ପାଇଁ ଉତ୍ତେଜିତ କରିଥାଏ  
  
 
|-  
 
|-  
 
| 03:35
 
| 03:35
| ଶିଶୁଟିର ଦୃଷ୍ଟିଶକ୍ତି କ୍ଷୀଣ ହୋ‍ଇଥିଲେ ମଧ୍ୟ, ସେ ନିଜ ମା’ର ମୁହଁ ଓ ଆରିଓଲାକୁ ଦେଖିପାରେ  
+
| ସୀମିତ ଦୃଷ୍ଟିଶକ୍ତି ଥିଲେ ମଧ୍ୟ, ସେ ନିଜ ମା’ର ମୁହଁ ଓ ଚୁଚୁକ ବଳୟକୁ ଦେଖିପାରେ  
  
 
|-  
 
|-  
 
| 03:43
 
| 03:43
| ଆରିଓଲା ହେଉଛି ସ୍ତନର ଅଗ୍ରଭାଗର ଚାରିପଟେ ଥିବା ଗାଢ଼ କଳା ଅଂଶ
+
| ଚୁଚୁକ ବଳୟ ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ ଅଂଶ
  
 
|-  
 
|-  
 
| 03:47
 
| 03:47
| ପରିଣାମ ସ୍ଵରୂପ, ଶିଶୁଟି ନିଜର ହାତ ଓ ଗୋଡ଼କୁ ବ୍ୟବହାର କରି ଗତି କରିବା ଆରମ୍ଭ କରେ. ସେ ଧୀରେ ଧୀରେ ନିଜ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡି କରି ଗତି କରିବା ଆରମ୍ଭ କରେ  
+
| ପରିଣାମସ୍ଵରୂପ, ଶିଶୁଟି ନିଜର ହାତ ଓ ଗୋଡ଼କୁ ବ୍ୟବହାର କରି ଗତି କରିବା ଆରମ୍ଭ କରେ. ସେ ଧୀରେଧୀରେ ନିଜ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡିବା ଆରମ୍ଭ କରେ  
  
 
|-
 
|-
Line 162: Line 162:
 
|-  
 
|-  
 
| 04:12
 
| 04:12
| ଏହି ସମୟରେ ସେ ପ୍ରଥମ କରି ସ୍ତନ୍ୟପାନ ଆରମ୍ଭ ନ କରିବା ପାର୍ଯ୍ୟନ୍ତ ମା’ ଓ ଶିଶୁକୁ ସେମାନଙ୍କ କାମରେ ବାଧା ଦିଅନ୍ତୁ ନାହିଁ  
+
| ସେ ପ୍ରଥମ କରି ସ୍ତନ୍ୟପାନ ଆରମ୍ଭ ନ କରିବା ପର୍ଯ୍ୟନ୍ତ ମା’ ଓ ଶିଶୁକୁ ସେମାନଙ୍କ କାମରେ ବାଧା ଦିଅନ୍ତୁ ନାହିଁ  
  
 
|-
 
|-
 
| 04:20
 
| 04:20
| ଉଭୟ ଧାଇ ଓ ମା’କୁ ଏହି ପ୍ରକ୍ରିୟା ସମୟରେ ଧୈର୍ଯ୍ୟ ଧରିବା ଉଚିତ୍
+
| ଉଭୟ ଧାଇ ଓ ମା’କୁ ଏହି ପ୍ରକ୍ରିୟା ସମୟରେ ଧୈର୍ଯ୍ୟ ଧରିବାକୁ ପଡ଼ିବ
  
 
|-
 
|-
 
| 04:27
 
| 04:27
| ପ୍ରଥମ ଥର ପାଇଁ ସ୍ତନ୍ୟପାନ କରିବା ସକାଶେ ଗୋଟିଏ ଶିଶୁକୁ ମା’ର ସ୍ତନ ନିକଟରେ ପହଞ୍ଚିବା ପାଇଁ ପାଖାପାଖି 30-60 ମିନିଟ୍ ସମୟ ଲାଗିଥାଏ  
+
| ପ୍ରଥମ ସ୍ତନ୍ୟପାନ ପାଇଁ ଗୋଟିଏ ଶିଶୁକୁ ମା’ର ସ୍ତନ ନିକଟରେ ପହଞ୍ଚିବାକୁ ପ୍ରାୟ 30-60 ମିନିଟ୍ ସମୟ ଲାଗିଥାଏ  
  
 
|-  
 
|-  
 
| 04:35
 
| 04:35
| ସ୍ତନ୍ୟପାନର ପ୍ରାରମ୍ଭିକ ଅବସ୍ଥାରେ ଶିଶୁଟି ନିଜର ମୁଖକୁ ପୂରାପୂରି ଖୋଲିବା ସହିତ ମା’ର ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ କରିଥାଏ
+
| ସ୍ତନ୍ୟପାନର ପ୍ରାରମ୍ଭିକ ଅବସ୍ଥାରେ ଶିଶୁଟି ନିଜର ପାଟିକୁ ପୂରାପୂରି ଖୋଲିବା ସହିତ ମା’ର ସ୍ତନ ସହ ନିବିଡ଼ ଭାବେ ସଂଯୁକ୍ତ ହୋଇଥାଏ
  
 
|-
 
|-
 
| 04:45
 
| 04:45
| ସ୍ତନ୍ୟପାନ ସରିବା ପରେ ଶିଶୁଟିକୁ ଗୋଟିଏ ଘଣ୍ଟା କିମ୍ବା କିଛି ଅଧିକ ସମୟ ପୂର୍ବାବସ୍ଥାରେ ରଖନ୍ତୁ  
+
| ସ୍ତନ୍ୟପାନ ସରିବା ପରେ ଶିଶୁଟିକୁ ଗୋଟିଏ ଘଣ୍ଟା କିମ୍ବା କିଛି ସମୟ ପୂର୍ବାବସ୍ଥାରେ ରଖନ୍ତୁ  
  
 
|-  
 
|-  
 
| 04:52
 
| 04:52
| ଏହା କରିବା ଦ୍ଵାରା ମା’ ଓ ଶିଶୁ ମଧ୍ୟରେ ଆକର୍ଷଣ ବୃଦ୍ଧି ହୋ‍ଇଥାଏ  
+
| ଏହା ଦ୍ଵାରା ମା’ ଓ ଶିଶୁ ମଧ୍ୟରେ ସମ୍ୱନ୍ଧ ବୃଦ୍ଧି ହୋଇଥାଏ  
  
 
|-
 
|-
 
| 04:58
 
| 04:58
| ହେଲେ, ଯଦି ମା’ କୌଣସି ଔଷଧ ସେବନ କରି ଥାଆନ୍ତି ତେବେ, ଦୟାକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ  
+
| ହେଲେ, ଯଦି ମା’ କୌଣସି ଔଷଧ ଖାଇଥାଆନ୍ତି, ତେବେ ଦୟାକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ  
  
 
|-  
 
|-  
 
| 05:05
 
| 05:05
| ବେଳେ ବେଳେ ପ୍ରସବ ପରେ ଏପରି ହୋ‍ଇଥାଏ ଯେ, ପ୍ରସବ ପରେ ମା’ଙ୍କୁ ପ୍ରସବ କୋଠରୀରୁ ଅନ୍ୟ ଏକ କୋଠରୀକୁ ସ୍ଥାନାନ୍ତର କରାଯାଇଥାଏ
+
| ବେଳେବେଳେ ପ୍ରସବ ପରେ ମା’ଙ୍କୁ ପ୍ରସବ କୋଠରୀରୁ ଅନ୍ୟ ଏକ କୋଠରୀକୁ ନିଆଯାଇଥାଏ
  
 
|-  
 
|-  
 
|05:13
 
|05:13
| ଏପରି କ୍ଷେତ୍ରରେ, ମା’ଙ୍କୁ ଅନ୍ୟ ଏକ କୋଠରୀକୁ ସ୍ଥାନାନ୍ତର କରିବା ପରେ, ପୂର୍ବରୁ ଆଲୋଚନା କରାଯାଇଥିବା ଭଳି ତୁରନ୍ତ ଶିଶୁକୁ ମା’ର ତଳିପେଟରେ ରଖି ମା’ ଓ ଶିଶୁର ଚର୍ମ ସହିତ ଚର୍ମର ସ୍ପର୍ଶ କରାନ୍ତୁ  
+
| ଏପରି କ୍ଷେତ୍ରରେ, ମା’ଙ୍କୁ ଅନ୍ୟ ଏକ କୋଠରୀକୁ ନିଆଯିବା ପରେ, ପୂର୍ବ ଆଲୋଚିତ ଅନୁସାରେ ତୁରନ୍ତ ଶିଶୁକୁ ମା’ର ତଳିପେଟରେ ରଖି ଉଭୟଙ୍କ ଚର୍ମ ସ୍ପର୍ଶ କରାନ୍ତୁ  
  
 
|-  
 
|-  
 
| 05:29
 
| 05:29
| ବର୍ତ୍ତମାନ ଚାଲନ୍ତୁ ଅପରେସନ୍ ଦ୍ଵାରା ଜନ୍ମ ହୋ‍ଇଥିବା ଶିଶୁମାନଙ୍କର ବ୍ରେଷ୍ଟ କ୍ରଲ୍‌ ବିଷୟରେ ଆଲୋଚନା କରିବା  
+
| ବର୍ତ୍ତମାନ ଆମେ, ଅସ୍ତ୍ରୋପଚାର ଦ୍ଵାରା ଜନ୍ମ ହୋଇଥିବା ଶିଶୁମାନଙ୍କର “ବ୍ରେଷ୍ଟ କ୍ରଲ୍‌” ବିଷୟରେ ଆଲୋଚନା କରିବା  
  
 
|-
 
|-
 
| 05:35
 
| 05:35
| ଏହା କରିବା ପାଇଁ ଶିଶୁମାନଙ୍କୁ ମା’ମାନଙ୍କର ତଳିପେଟ ବ୍ୟତିତ ଛାତି ଉପରେ ରଖାଯିବା ଉଚିତ୍ ଯେପରି ଶିଶୁର ଗୋଡ଼ଗୁଡ଼ିକ ମା’ର ମୁଣ୍ଡ ଦିଗରେ ରହିବ
+
| ଏଥିପାଇଁ, ଶିଶୁର ଗୋଡ଼ଗୁଡ଼ିକ ମା’ର ମୁଣ୍ଡ ଦିଗରେ ରଖି, ମା’ର ତଳିପେଟ ବଦଳରେ ଛାତି ଉପରେ ଶିଶୁକୁ ରଖନ୍ତୁ
  
 
|-
 
|-
 
| 05:47
 
| 05:47
| ଛାତି ଓ ପେଟ ମା’ର କାନ୍ଧ ଉପରେ ଏବଂ ପାଟି ସ୍ତନ ଉପରେ ରହିବା ଉଚିତ୍
+
| ଶିଶୁର ଛାତି ଓ ପେଟ ମା’ର କାନ୍ଧ ଉପରେ ଏବଂ ପାଟି ସ୍ତନ ଉପରେ ରହିବା ଉଚିତ
  
 
|-  
 
|-  
 
| 05:54
 
| 05:54
| ଅପରେଶନ୍ ଥିଏଟର୍‍ରେ ଶିଶୁଟି ଯେତେ ସମୟ ସ୍ତନ୍ୟପାନ କରିପାରିବ ସେତେ ସମୟ ତାକୁ ଛାଡ଼ିଦିଅନ୍ତୁ
+
| ଅପରେଶନ୍ ଥିଏଟର୍‌ରେ ଶିଶୁଟି ଯେତେ ସମୟ ସ୍ତନ୍ୟପାନ କରିପାରିବ, ତାକୁ କରିବାକୁ ଦିଅନ୍ତୁ
  
 
|-  
 
|-  
 
| 05:59
 
| 05:59
| ମନେରଖନ୍ତୁ ପ୍ରସବର ତୁରନ୍ତ ପରେ ନବଜାତକ ପାଇଁ ଥିବା ଯେକୌଣସି ଯତ୍ନ ମଧ୍ୟରୁ ଚର୍ମ ସହିତ ଚର୍ମର ସ୍ପର୍ଶ ହେବା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ  
+
| ମନେରଖନ୍ତୁ, ପ୍ରସବର ତୁରନ୍ତ ପରେ ନବଜାତ ପାଇଁ ଚର୍ମ ସହିତ ଚର୍ମର ସ୍ପର୍ଶ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ  
  
 
|-  
 
|-  
 
| 06:09
 
| 06:09
| ଧ୍ୟାନ ଦିଅନ୍ତୁ ଯେ, ବ୍ରେଷ୍ଟ କ୍ରଲ୍‌ ସମ୍ପୂର୍ଣ୍ଣ ହେବା ପରେ ହିଁ ନବଜାତ ପାଇଁ ଥିବା ପ୍ରସବ ପରବର୍ତ୍ତି ଯତ୍ନ ପ୍ରଦାନ କରିବା ଉଚିତ୍
+
| ଧ୍ୟାନ ଦିଅନ୍ତୁ ଯେ, “ବ୍ରେଷ୍ଟ କ୍ରଲ୍‌” ପରେ ହିଁ ନବଜାତକୁ ପ୍ରସବ ପରବର୍ତ୍ତୀ ଯତ୍ନ ଦିଆଯିବା ଉଚିତ
  
 
|-  
 
|-  
 
| 06:17
 
| 06:17
| ବର୍ତ୍ତମାନ ଚାଲନ୍ତୁ ନବଜାତ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍‌ର ଗୁରୁତ୍ଵ ଉପରେ ଆଲୋଚନା କରିବା  
+
| ଏବେ ଆମେ, ନବଜାତ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍‌ର ଗୁରୁତ୍ଵ ଉପରେ ଆଲୋଚନା କରିବା  
  
 
|-  
 
|-  
 
| 06:23
 
| 06:23
| ବ୍ରେଷ୍ଟ କ୍ରଲ୍‌, ଶିଶୁକୁ ମା’ର ପ୍ରଥମ କ୍ଷୀର ଖାଇବା ପାଇଁ ସକ୍ଷମ କରିଥାଏ, ଯାହାକୁ କୋଲଷ୍ଟ୍ରମ୍ କୁହାଯାଏ  
+
| ବ୍ରେଷ୍ଟ କ୍ରଲ୍‌ ଦ୍ୱାରା ଶିଶୁଟି ମା’ର ପ୍ରଥମ କ୍ଷୀର ଖାଇପାରିଥାଏ, ଯାହାକୁ କୋଲୋଷ୍ଟ୍ରମ୍ କୁହାଯାଏ  
  
 
|-
 
|-
 
| 06:29
 
| 06:29
| ଏହା ସାମାନ୍ୟ ହଳଦିଆ ଓ ବହଳିଆ ହୋ‍ଇଥାଏ
+
| ଏହା ସାମାନ୍ୟ ହଳଦିଆ ଓ ବହଳିଆ ହୋଇଥାଏ
  
 
|-  
 
|-  
 
| 06:33
 
| 06:33
| ଧ୍ୟାନ ଦିଅନ୍ତୁ ଯେ, ପ୍ରସବ ପରେ ପ୍ରତ୍ୟେକ ସ୍ତନ୍ୟପାନ ପରେ କୋଲଷ୍ଟ୍ରମ୍‌ର ପରିମାଣ ଧୀରେ ଧୀରେ ବୃଦ୍ଧି ପାଇଥାଏ  
+
| ଧ୍ୟାନ ଦିଅନ୍ତୁ ଯେ, ପ୍ରସବ ପରେ ପ୍ରତ୍ୟେକ ସ୍ତନ୍ୟପାନରେ ଶିଶୁ ପିଉଥିବା କୋଲୋଷ୍ଟ୍ରମ୍‌ର ପରିମାଣ ଧୀରେଧୀରେ ବୃଦ୍ଧି ପାଇଥାଏ  
  
 
|-  
 
|-  
Line 258: Line 258:
 
|-
 
|-
 
| 07:09
 
| 07:09
| ତେଣୁ, ଶିଶୁଟିକୁ କୋଲଷ୍ଟ୍ରମ୍ ବ୍ୟତିତ ଅନ୍ୟ କୌଣସି ଖାଦ୍ୟ ଖୁଆଇବା ଉଚିତ୍ ନୁହେଁ  
+
| ତେଣୁ, ଶିଶୁଟିକୁ କୋଲୋଷ୍ଟ୍ରମ୍ ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ଖୁଆଇବା ଉଚିତ ନୁହେଁ  
  
 
|-  
 
|-  
 
|  07:15
 
|  07:15
| କୋଲଷ୍ଟ୍ରମ୍‌କୁ ଗୋଟିଏ ଶିଶୁ ପାଇଁ ପ୍ରଥମ ଟିକାକରଣ ଭାବେ ଗ୍ରହଣ କରାଯାଏ ଏବଂ ସଂକ୍ରମଣ ପ୍ରତିହତକାରୀ ପ୍ରୋଟିନ୍‍କୁ ଧାରଣ କରିଥାଏ ଯାହା ଗୋଟିଏ ଶିଶୁର ରୋଗ ପ୍ରତିରୋଧକାରୀ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ  
+
| କୋଲୋଷ୍ଟ୍ରମ୍‌କୁ ଗୋଟିଏ ଶିଶୁ ପାଇଁ ପ୍ରଥମ ଟିକାକରଣ ଭାବେ ଗ୍ରହଣ କରାଯାଏ ଏବଂ ଏଥିରେ ସଂକ୍ରମଣ ପ୍ରତିରୋଧକ ପ୍ରୋଟିନ୍ ଥାଏ, ଯାହା ଗୋଟିଏ ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ
  
 
|-  
 
|-  
 
| 07:27
 
| 07:27
| ପ୍ରସବ ପରେ ଗୋଟିଏ ଶିଶୁ ପାଇଁ ଏହା ପ୍ରଥମ ଶକ୍ତିର ଉତ୍ସ ଅଟେ  
+
| ପ୍ରସବ ପରେ ଗୋଟିଏ ଶିଶୁ ପାଇଁ ଏହା ଶକ୍ତିର ପ୍ରଥମ ଉତ୍ସ ଅଟେ  
  
 
|-  
 
|-  
 
| 07:33
 
| 07:33
| କୋଲଷ୍ଟ୍ରମ୍, ଶିଶୁର ରକ୍ତରେ ଗ୍ଲୁକୋଜ୍‌ର ସ୍ତରକୁ କମ୍ ହେବାକୁ ଦିଏ ନାହିଁ
+
| କୋଲୋଷ୍ଟ୍ରମ୍, ଶିଶୁର ରକ୍ତରେ ଶର୍କରା ସ୍ତରକୁ କମ୍ ହେବାକୁ ଦିଏନାହିଁ
  
 
|-  
 
|-  
 
| 07:37
 
| 07:37
| ଗୋଟିଏ ଶିଶୁର ଶରୀରରେ ଅନ୍ୟ ଶାରୀରିକ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରିବା ପାଇଁ ଏହା ସାହାଯ୍ୟ କରିଥାଏ  
+
| ଅନ୍ୟ ଶାରୀରିକ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରିବା ପାଇଁ ଏହା ସାହାଯ୍ୟ କରିଥାଏ  
  
 
|-  
 
|-  
Line 286: Line 286:
 
|-  
 
|-  
 
| 07:50
 
| 07:50
| ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟାରେ ମା’ ସହିତ ଚର୍ମ ସହିତ ଚର୍ମର ସ୍ପର୍ଶ ହେଉଥିବାରୁ ଶିଶୁଟି ଉଷୁମ୍ ମଧ୍ୟ ରହିଥାଏ  
+
| ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟାରେ ମା’ ସହିତ ଚର୍ମର ସ୍ପର୍ଶ କାରଣରୁ ଶିଶୁଟି ଉଷୁମ୍ ମଧ୍ୟ ରହିଥାଏ  
  
 
|-  
 
|-  
Line 294: Line 294:
 
|-  
 
|-  
 
| 08:04
 
| 08:04
| ବ୍ରେଷ୍ଟ କ୍ରଲ୍‌ ଦ୍ଵାରା ମା’ଙ୍କର ସୁସ୍ଥ ବ୍ୟାକ୍ଟେରିଆ ଶିଶୁଟିକୁ ସଂକ୍ରମିତ ହୋ‍ଇଥାଏ
+
| ବ୍ରେଷ୍ଟ କ୍ରଲ୍‌ ଦ୍ଵାରା ମା’ର ସୁସ୍ଥ ବ୍ୟାକ୍ଟେରିଆ ଶିଶୁର ଶରୀରକୁ ଯାଇଥାଏ
  
 
|-  
 
|-  
 
| 08:08
 
| 08:08
| ଏହି ବ୍ୟାକ୍ଟେରିଆଗୁଡ଼ିକ ଶିଶୁଟିର ଗଳା ମଧ୍ୟଦେଇ ପ୍ରବେଶ କରନ୍ତି ଏବଂ ସଂକ୍ରମଣରୁ ରକ୍ଷା କରନ୍ତି  
+
| ଏହି ବ୍ୟାକ୍ଟେରିଆଗୁଡ଼ିକ ଶିଶୁଟିର ଆନ୍ତକୁ ଯାଇ ସଂକ୍ରମଣରୁ ରକ୍ଷା କରନ୍ତି  
  
 
|-  
 
|-  
 
| 08:13
 
| 08:13
| ପରିଶେଷରେ ଏହା ଶିଶୁର ରୋଗ ପ୍ରତିରୋଧକାରୀ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ  
+
| ପରିଶେଷରେ, ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ  
  
 
|-  
 
|-  
 
| 08:18
 
| 08:18
| ବ୍ରେଷ୍ଟ କ୍ରଲ୍‌ ମଧ୍ୟ ଗୋଟିଏ ଶିଶୁକୁ ସ୍ନେହ ଓ ସୁରକ୍ଷା ପ୍ରଦାନ କରିଥାଏ ଏବଂ ମା’ ଓ ଶିଶୁ ମଧ୍ୟରେ ଆକର୍ଷଣ ସୃଷ୍ଟି କରିଥାଏ  
+
| “ବ୍ରେଷ୍ଟ କ୍ରଲ୍‌" ଗୋଟିଏ ଶିଶୁକୁ ସ୍ନେହ ଓ ସୁରକ୍ଷାର ଭାବନା ଦେଇଥାଏ ଏବଂ ମା’ ଓ ଶିଶୁ ମଧ୍ୟରେ ବନ୍ଧନ ଆରମ୍ଭ କରିଥାଏ  
  
 
|-  
 
|-  
Line 314: Line 314:
 
|-  
 
|-  
 
| 08:34
 
| 08:34
| ଶିଶୁଟି ଗୋଡ଼ ଚାଳନା କରିବା ଦ୍ଵାରା ମା’ଙ୍କର ଗର୍ଭାଶୟ ଉପରେ ଚାପ ପଡ଼ିଥାଏ. ଏହି ଚାପ ୟୁଟେରାଇନ୍ ସଂକୁଚନ ଏବଂ ପ୍ଲାସେଣ୍ଟା ନିଶ୍କାସନରେ ସାହାଯ୍ୟ କରିଥାଏ  
+
| ଶିଶୁଟି ଗୋଡ଼ ଚାଳନା କଲେ ମା’ର ଗର୍ଭାଶୟ ଉପରେ ଚାପ ପଡ଼ିଥାଏ. ଏହି ଚାପ ୟୁଟେରିନ୍ ସଂକୁଚନ ଏବଂ ପ୍ଲେସେଣ୍ଟା ନିଷ୍କାସନରେ ସାହାଯ୍ୟ କରିଥାଏ  
  
 
|-  
 
|-  
 
| 08:45
 
| 08:45
| ସ୍ତନ୍ୟପାନ କରାଇବା ଦ୍ଵାରା ମା’ଙ୍କ ଶରୀରରେ ଅକ୍ସିଟୋସିନ୍‌ର ପରିମାଣରେ ବୃଦ୍ଧି ହୋ‍ଇଥାଏ
+
| ସ୍ତନ୍ୟପାନ କରାଇବା ଦ୍ଵାରା ମା’ଙ୍କ ଶରୀରରେ ଅକ୍ସିଟୋସିନ୍‌ର ପରିମାଣରେ ବୃଦ୍ଧି ହୋଇଥାଏ
  
 
|-  
 
|-  
 
| 08:51
 
| 08:51
| ଅକ୍ସିଟୋସିନ୍‌ର ପରିମାଣ ବୃଦ୍ଧି ହେବା ଦ୍ଵାରା ପ୍ଲାସେଣ୍ଟା ନିଷ୍କାସନରେ ମଧ୍ୟ ସାହାଯ୍ୟ ମିଳିଥାଏ  
+
| ଅକ୍ସିଟୋସିନ୍‌ର ପରିମାଣ ବୃଦ୍ଧି ହେବା ଦ୍ଵାରା ପ୍ଲେସେଣ୍ଟା ନିଷ୍କାସନରେ ମଧ୍ୟ ସାହାଯ୍ୟ ମିଳିଥାଏ  
  
 
|-  
 
|-  
 
| 08:56
 
| 08:56
| ଅତଏବ, ବ୍ରେଷ୍ଟ କ୍ରଲ୍‌ ରକ୍ତହୀନତାକୁ ହ୍ରାସ କରିଥାଏ ଏବଂ ମା’ମାନଙ୍କ ଠାରେ ଦେଖାଦେଉଥିବା ଆନେମିଆକୁ ପ୍ରତିହତ କରିଥାଏ
+
| ଅତଏବ, ବ୍ରେଷ୍ଟ କ୍ରଲ୍‌ ରକ୍ତହୀନତାକୁ ହ୍ରାସ କରିଥାଏ ଏବଂ ମା’ମାନଙ୍କଠାରେ ଦେଖାଦେଉଥିବା ଆନିମିଆକୁ ରୋକିଥାଏ
  
 
|-  
 
|-  
 
| 09:03
 
| 09:03
| ଆନେମିଆ ହେଉଛି ଗୋଟିଏ ଅବସ୍ଥା, ଯେଉଁଥିରେ ଲୋହିତ ରକ୍ତ କଣିକାର ପରିମାଣ ହ୍ରାସ ହେବାକୁ ଲାଗିଥାଏ
+
| ଆନିମିଆ କାରଣରୁ ଲୋହିତ ରକ୍ତ କଣିକାର ପରିମାଣ ହ୍ରାସ ହୋଇଥାଏ
  
 
|-  
 
|-  
 
| 09:08
 
| 09:08
| ଏହା ହେବା ଦ୍ଵାରା ମା’ମାନେ ହାଲିଆ ଓ ଦୁର୍ବଳତା ଅନୁଭବ କରନ୍ତି  
+
| ଏହା ଦ୍ଵାରା ମା’ମାନେ ହାଲିଆ ଓ ଦୁର୍ବଳତା ଅନୁଭବ କରନ୍ତି  
  
 
|-  
 
|-  
 
| 09:13
 
| 09:13
| ତେଣୁ, ଉଭୟ ମା’ ଓ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍‌ ଗୋଟିଏ ଉଚ୍ଚକୋଟୀର ପ୍ରାକୃତିକ ପ୍ରକ୍ରିୟା ଅଟେ  
+
| ତେଣୁ, ଉଭୟ ମା’ ଓ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍‌ ଗୋଟିଏ ଉଚ୍ଚ କୋଟୀର ପ୍ରାକୃତିକ ପ୍ରକ୍ରିୟା ଅଟେ  
  
 
|-  
 
|-  
 
| 09:21
 
| 09:21
| ଏହା ସହିତ ଆମେ ବ୍ରେଷ୍ଟ କ୍ରଲ୍‌ ଉପରେ ଥିବା ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆସିଯାଇଛେ
+
| ଏହା ସହିତ ଆମେ ବ୍ରେଷ୍ଟ କ୍ରଲ୍‌ ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
  
 
|-  
 
|-  
 
| 09:26
 
| 09:26
| ଏହି ଟ୍ୟୁଟୋରିଆଲ୍‌ରେ ଆମେ ଶିଖିଲେ: ବ୍ରେଷ୍ଟ କ୍ରଲ୍‌ କ’ଣ,  
+
| ଏହି ଟ୍ୟୁଟୋରିଆଲରେ ଆମେ: ବ୍ରେଷ୍ଟ କ୍ରଲ୍‌ କ’ଣ,  
  
 
|-  
 
|-  
 
| 09:30
 
| 09:30
| ବ୍ରେଷ୍ଟ କ୍ରଲ୍‌ ପାଇଁ ଥିବା କାର୍ଯ୍ୟକାରୀ ପ୍ରକ୍ରିୟାକୁ ଜାଣିବା ଏବଂ ବ୍ରେଷ୍ଟ କ୍ରଲ୍‌ର ଗୁରୁତ୍ଵ
+
| ବ୍ରେଷ୍ଟ କ୍ରଲ୍‌ ପାଇଁ ଥିବା କାର୍ଯ୍ୟକାରୀ ପ୍ରକ୍ରିୟା ଏବଂ ବ୍ରେଷ୍ଟ କ୍ରଲ୍‌ର ଗୁରୁତ୍ଵ ବିଷୟରେ ଜାଣିଲେ
  
 
|-  
 
|-  
Line 358: Line 358:
 
|-  
 
|-  
 
| 09:43
 
| 09:43
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
  
 
|-  
 
|-  
 
| 09:49
 
| 09:49
|ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ
+
|ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
  
 
|-  
 
|-  
 
| 09:54
 
| 09:54
|ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ
+
| ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
  
 
|-  
 
|-  
 
| 10:01
 
| 10:01
|ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ବିଶେଷ ଅଟେ. ଏହି ଟ୍ୟୁଟୋରିଆଲ୍‍ର ଡୋମେନ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଉପସ୍ଥିତ ଅଛନ୍ତି  
+
|ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ. ଏହାର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି
  
 
|-  
 
|-  
 
| 10:12
 
| 10:12
|ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଆର୍ଥି ଆନବାଲାଗନ୍ ସହିତ ମୁଁ ପୋଷଣ ବିଶେଷଜ୍ଞ ରଜନି ସାୱନ୍ତ, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ, ଧନ୍ୟବାଦ
+
|ଏହି ଟ୍ୟୁଟୋରିଆଲ୍ ଅମିତ କୁମାରଙ୍କ ଦ୍ୱାରା ଅନୁବାଦିତ ହୋଇଛି. ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Revision as of 17:23, 9 August 2019

Time Narration
00:00 ବନ୍ଧୁଗଣ, “ବ୍ରେଷ୍ଟ କ୍ରଲ୍” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: ବ୍ରେଷ୍ଟ କ୍ରଲ୍ କ’ଣ,
00:10 "ବ୍ରେଷ୍ଟ କ୍ରଲ୍" ପାଇଁ ଥିବା ସମ୍ପୂର୍ଣ୍ଣ ପ୍ରକ୍ରିୟା ଏବଂ
00:13 "ବ୍ରେଷ୍ଟ କ୍ରଲ୍‌"ର ଗୁରୁତ୍ଵ ବିଷୟରେ ଜାଣିବା
00:18 ଚାଲନ୍ତୁ ପ୍ରଥମେ, "ବ୍ରେଷ୍ଟ କ୍ରଲ୍‌" କ’ଣ ଜାଣିବା?
00:23 ଗୋଟିଏ ଶିଶୁ ଜନ୍ମ ସମୟରୁ ହିଁ ପ୍ରାକୃତିକ ରୂପେ ସ୍ତନ୍ୟପାନ କରିବା ଜାଣିଥାଏ
00:28 ପ୍ରସବର ଠିକ୍ ପରେ, ଶିଶୁକୁ ମା’ର ଖୋଲା ତଳିପେଟ ଉପରେ ରଖିବା ଦ୍ଵାରା ସେ ମା’ର ସ୍ତନକୁ ଖୋଜିପାରେ ଏବଂ ସ୍ତନ୍ୟପାନ ଆରମ୍ଭ କରିଥାଏ
00:40 ଏହି ସମସ୍ତ ପ୍ରକ୍ରିୟାକୁ "ବ୍ରେଷ୍ଟ କ୍ରଲ୍‌" କୁହାଯାଏ
00:46 ଏହା ଧ୍ୟାନ ଦେବା କଥା ଯେ, ଠିକ୍ ସମୟରେ ଜନ୍ମିତ ତଥା ସୁସ୍ଥ ଶିଶୁମାନଙ୍କ ପାଇଁ ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟା ପ୍ରୟୋଗ କରାଯାଇପାରେ, ଯେଉଁମାନଙ୍କର ପ୍ରାକୃତିକ ଉପାୟରେ କିମ୍ବା ଅସ୍ତ୍ରୋପଚାର ଦ୍ଵାରା ପ୍ରସବ ହୋଇଥାଏ
00:58 ଏବଂ ଯେଉଁମାନେ ଜନ୍ମ ପରେ ଭଲ ଭାବେ କାନ୍ଦି ଥାଆନ୍ତି
01:03 ଜନ୍ମ ସମୟରେ କମ୍ ଓଜନ ଥିବା ଅସୁସ୍ଥ ଶିଶୁମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଏ ନାହିଁ, ଯେହେତୁ ସେମାନଙ୍କଠାରେ ଅଣନିଶ୍ୱାସୀ ହେବା ଭଳି ଶ୍ଵାସକ୍ରିୟା ସମସ୍ୟା ଦେଖାଦେଇଥାଏ
01:15 ବର୍ତ୍ତମାନ ଆମେ, ବ୍ରେଷ୍ଟ କ୍ରଲ୍‌ର କାର୍ଯ୍ୟକାରୀ ପ୍ରକ୍ରିୟା ବିଷୟରେ ଶିଖିବା ଏବଂ ତା’ପରେ ଏହାର ଗୁରୁତ୍ଵ ବିଷୟରେ ଜାଣିବା
01:22 ପ୍ରଥମେ, ପ୍ରସବ କୋଠରୀର ତାପମାତ୍ରା ପାଖାପାଖି 26 ଡିଗ୍ରୀ ସେଲସିୟସ୍ ରହିଥିବା ସୁନିଶ୍ଚିତ କରନ୍ତୁ
01:29 ତା’ପର କାର୍ଯ୍ୟ ହେଉଛି, ମା’ର ଖୋଲା ତଳିପେଟ ଉପରେ ଶିଶୁକୁ ରଖି ସଫା କରିବା
01:35 ସମ୍ପୂର୍ଣ୍ଣ ଶରୀରକୁ ଭଲ ଭାବେ ସଫା କରିବେ, କେବଳ ହାତଗୁଡ଼ିକୁ ଗୋଟିଏ ସଫା ଓ ଶୁଖିଲା କପଡ଼ା ଦ୍ଵାରା ସଫା କରିବେ
01:42 ମନେରଖନ୍ତୁ, ଶିଶୁର ହାତଗୁଡ଼ିକ ଓଦା ରହିବା ଉଚିତ
01:46 ସଫା କରିବା ସମୟରେ ଶିଶୁର ତ୍ଵଚା ଉପରେ ଥିବା ସୁରକ୍ଷାତ୍ମକ ଧଳା ଆବରଣକୁ କଦାପି କାଢ଼ିବେ ନାହିଁ
01:53 ଏହା ଶିଶୁକୁ ଥଣ୍ଡା ଜଳବାୟୁରୁ ସୁରକ୍ଷା ପ୍ରଦାନ କରିଥାଏ
01:56 ଶିଶୁକୁ ସଫା କରିସାରିବା ପରେ ଓଦା କପଡ଼ାକୁ କାଢ଼ିଦିଅନ୍ତୁ
02:01 ଶିଶୁକୁ ଶୁଖାଇସାରିବା ପରେ, ଧାଇ ଫୁଲ ନାଡ଼ରେ ହେଉଥିବା ସ୍ପନ୍ଦନକୁ ଅନୁଭବ କରିବା ଉଚିତ
02:08 ସ୍ପନ୍ଦନ ବନ୍ଦ ହୋଇଗଲେ, ସେ ଫୁଲ ନାଡ଼ଟିକୁ କାଟିଦେବେ
02:13 ତା’ପରେ, ଶିଶୁକୁ ନିଜ ମା’ର ଖୋଲା ତଳିପେଟ ଉପରେ ପୁଣି ଏପରି ଭାବରେ ରଖନ୍ତୁ, ଯେପରି ଶିଶୁର ପେଟ, ମା’ର ପେଟକୁ ଛୁଇଁବ
02:22 ଶିଶୁର ମୁଣ୍ଡକୁ, ମା’ର ସଫା ହୋଇନଥିବା ସ୍ତନଯୁଗଳ ମଧ୍ୟରେ ରଖିବା ଉଚିତ
02:26 ଶିଶୁର ପାଟି ତା’ର ମା’ର ସ୍ତନ ତଳେ ରହିବା ଉଚିତ
02:30 ବର୍ତ୍ତମାନ ଶିଶୁଟି ବ୍ରେଷ୍ଟ କ୍ରଲ୍‌ ପାଇଁ ସଠିକ୍ ଅବସ୍ଥାରେ ରହିଛି
02:37 ଯେହେତୁ ଗୋଟିଏ ନବଜାତ ଶିଶୁ ପାଇଁ ଆଗକୁ ବଢ଼ିବା ଗୋଟିଏ ପ୍ରାକୃତିକ ପ୍ରବୃତ୍ତି ଅଟେ, ତେଣୁ ସେ ସହଜରେ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡିବା ଆରମ୍ଭ କରିବ
02:46 ପରବର୍ତ୍ତୀ କାମ ହେଉଛି, ମା’ ଓ ଶିଶୁକୁ ଉଷୁମ୍ ରଖିବା ପାଇଁ ଉଭୟଙ୍କୁ ଏକାଠି ଗୋଟିଏ ଶୁଖିଲା କପଡ଼ା ଦ୍ଵାରା ଘୋଡ଼ାଇ ଦେବା
02:54 ଶିଶୁଟିକୁ ଗୋଟିଏ ଟୋପି ପିନ୍ଧାନ୍ତୁ
02:57 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆମେ ପରବର୍ତ୍ତୀ ଛବିଗୁଡ଼ିକରେ ଟୋପି ଓ କପଡ଼ାକୁ ପ୍ରଦର୍ଶିତ କରିନାହୁଁ
03:04 ଯାହା ଦ୍ଵାରା ବ୍ରେଷ୍ଟ କ୍ରଲ୍‌ ସମୟରେ ଶିଶୁର ଅବସ୍ଥିତିକୁ ସଠିକତାର ସହ ନିରୀକ୍ଷଣ କରିବାରେ ସାହାଯ୍ୟ ମିଳିବ
03:10 ଶିଶୁଟିକୁ ଗୋଟିଏ କପଡ଼ା ଦ୍ଵାରା ଘୋଡ଼ାଇ ଦେବା ପରେ, ମା’ ନିଜ ହାତ ସାହାଯ୍ୟରେ ତାକୁ ପଛପଟୁ ସପୋର୍ଟ ଦେବା ପାଇଁ କୁହନ୍ତୁ
03:18 ଚାଲନ୍ତୁ ଶିଶୁର କ୍ଷମତାଗୁଡ଼ିକୁ ଆଲୋଚନା କରିବା, ଯାହା ବ୍ରେଷ୍ଟ କ୍ରଲ୍‌ ପାଇଁ ସାହାଯ୍ୟକାରୀ ହୋଇଥାଏ
03:24 ପ୍ରସବ ପରେ ଶିଶୁଟି ଅତ୍ୟନ୍ତ ସତର୍କ ଓ ସ୍ୱାଭାବିକ ଥାଏ
03:29 ତା’ର ସଫା ହୋଇ ନ ଥିବା ହାତର ଗନ୍ଧ, ତାକୁ ଲାଳ ଗଡ଼ାଇବା ପାଇଁ ଉତ୍ତେଜିତ କରିଥାଏ
03:35 ସୀମିତ ଦୃଷ୍ଟିଶକ୍ତି ଥିଲେ ମଧ୍ୟ, ସେ ନିଜ ମା’ର ମୁହଁ ଓ ଚୁଚୁକ ବଳୟକୁ ଦେଖିପାରେ
03:43 ଚୁଚୁକ ବଳୟ ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ ଅଂଶ
03:47 ପରିଣାମସ୍ଵରୂପ, ଶିଶୁଟି ନିଜର ହାତ ଓ ଗୋଡ଼କୁ ବ୍ୟବହାର କରି ଗତି କରିବା ଆରମ୍ଭ କରେ. ସେ ଧୀରେଧୀରେ ନିଜ ମା’ର ସ୍ତନ ଆଡ଼କୁ ଗୁରୁଣ୍ଡିବା ଆରମ୍ଭ କରେ
03:57 ହେଲେ, କିଛି ଶିଶୁ ତୁରନ୍ତ ଗୁରୁଣ୍ଡିବା ଆରମ୍ଭ କରିଦିଅନ୍ତି ଏବଂ କେତେକଙ୍କୁ ସମୟ ଲାଗିଥାଏ
04:04 ସ୍ତନ ନିକଟରେ ପହଞ୍ଚିବା ପରେ, ଶିଶୁଟି ପ୍ରଥମେ ସ୍ତନକୁ ନିଜ ହାତରେ ଜାବୁଡ଼ି ଧରିବା ପାଇଁ ଚେଷ୍ଟା କରିଥାଏ
04:12 ସେ ପ୍ରଥମ କରି ସ୍ତନ୍ୟପାନ ଆରମ୍ଭ ନ କରିବା ପର୍ଯ୍ୟନ୍ତ ମା’ ଓ ଶିଶୁକୁ ସେମାନଙ୍କ କାମରେ ବାଧା ଦିଅନ୍ତୁ ନାହିଁ
04:20 ଉଭୟ ଧାଇ ଓ ମା’କୁ ଏହି ପ୍ରକ୍ରିୟା ସମୟରେ ଧୈର୍ଯ୍ୟ ଧରିବାକୁ ପଡ଼ିବ
04:27 ପ୍ରଥମ ସ୍ତନ୍ୟପାନ ପାଇଁ ଗୋଟିଏ ଶିଶୁକୁ ମା’ର ସ୍ତନ ନିକଟରେ ପହଞ୍ଚିବାକୁ ପ୍ରାୟ 30-60 ମିନିଟ୍ ସମୟ ଲାଗିଥାଏ
04:35 ସ୍ତନ୍ୟପାନର ପ୍ରାରମ୍ଭିକ ଅବସ୍ଥାରେ ଶିଶୁଟି ନିଜର ପାଟିକୁ ପୂରାପୂରି ଖୋଲିବା ସହିତ ମା’ର ସ୍ତନ ସହ ନିବିଡ଼ ଭାବେ ସଂଯୁକ୍ତ ହୋଇଥାଏ
04:45 ସ୍ତନ୍ୟପାନ ସରିବା ପରେ ଶିଶୁଟିକୁ ଗୋଟିଏ ଘଣ୍ଟା କିମ୍ବା କିଛି ସମୟ ପୂର୍ବାବସ୍ଥାରେ ରଖନ୍ତୁ
04:52 ଏହା ଦ୍ଵାରା ମା’ ଓ ଶିଶୁ ମଧ୍ୟରେ ସମ୍ୱନ୍ଧ ବୃଦ୍ଧି ହୋଇଥାଏ
04:58 ହେଲେ, ଯଦି ମା’ କୌଣସି ଔଷଧ ଖାଇଥାଆନ୍ତି, ତେବେ ଦୟାକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ
05:05 ବେଳେବେଳେ ପ୍ରସବ ପରେ ମା’ଙ୍କୁ ପ୍ରସବ କୋଠରୀରୁ ଅନ୍ୟ ଏକ କୋଠରୀକୁ ନିଆଯାଇଥାଏ
05:13 ଏପରି କ୍ଷେତ୍ରରେ, ମା’ଙ୍କୁ ଅନ୍ୟ ଏକ କୋଠରୀକୁ ନିଆଯିବା ପରେ, ପୂର୍ବ ଆଲୋଚିତ ଅନୁସାରେ ତୁରନ୍ତ ଶିଶୁକୁ ମା’ର ତଳିପେଟରେ ରଖି ଉଭୟଙ୍କ ଚର୍ମ ସ୍ପର୍ଶ କରାନ୍ତୁ
05:29 ବର୍ତ୍ତମାନ ଆମେ, ଅସ୍ତ୍ରୋପଚାର ଦ୍ଵାରା ଜନ୍ମ ହୋଇଥିବା ଶିଶୁମାନଙ୍କର “ବ୍ରେଷ୍ଟ କ୍ରଲ୍‌” ବିଷୟରେ ଆଲୋଚନା କରିବା
05:35 ଏଥିପାଇଁ, ଶିଶୁର ଗୋଡ଼ଗୁଡ଼ିକ ମା’ର ମୁଣ୍ଡ ଦିଗରେ ରଖି, ମା’ର ତଳିପେଟ ବଦଳରେ ଛାତି ଉପରେ ଶିଶୁକୁ ରଖନ୍ତୁ
05:47 ଶିଶୁର ଛାତି ଓ ପେଟ ମା’ର କାନ୍ଧ ଉପରେ ଏବଂ ପାଟି ସ୍ତନ ଉପରେ ରହିବା ଉଚିତ
05:54 ଅପରେଶନ୍ ଥିଏଟର୍‌ରେ ଶିଶୁଟି ଯେତେ ସମୟ ସ୍ତନ୍ୟପାନ କରିପାରିବ, ତାକୁ କରିବାକୁ ଦିଅନ୍ତୁ
05:59 ମନେରଖନ୍ତୁ, ପ୍ରସବର ତୁରନ୍ତ ପରେ ନବଜାତ ପାଇଁ ଚର୍ମ ସହିତ ଚର୍ମର ସ୍ପର୍ଶ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ
06:09 ଧ୍ୟାନ ଦିଅନ୍ତୁ ଯେ, “ବ୍ରେଷ୍ଟ କ୍ରଲ୍‌” ପରେ ହିଁ ନବଜାତକୁ ପ୍ରସବ ପରବର୍ତ୍ତୀ ଯତ୍ନ ଦିଆଯିବା ଉଚିତ
06:17 ଏବେ ଆମେ, ନବଜାତ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍‌ର ଗୁରୁତ୍ଵ ଉପରେ ଆଲୋଚନା କରିବା
06:23 ବ୍ରେଷ୍ଟ କ୍ରଲ୍‌ ଦ୍ୱାରା ଶିଶୁଟି ମା’ର ପ୍ରଥମ କ୍ଷୀର ଖାଇପାରିଥାଏ, ଯାହାକୁ କୋଲୋଷ୍ଟ୍ରମ୍ କୁହାଯାଏ
06:29 ଏହା ସାମାନ୍ୟ ହଳଦିଆ ଓ ବହଳିଆ ହୋଇଥାଏ
06:33 ଧ୍ୟାନ ଦିଅନ୍ତୁ ଯେ, ପ୍ରସବ ପରେ ପ୍ରତ୍ୟେକ ସ୍ତନ୍ୟପାନରେ ଶିଶୁ ପିଉଥିବା କୋଲୋଷ୍ଟ୍ରମ୍‌ର ପରିମାଣ ଧୀରେଧୀରେ ବୃଦ୍ଧି ପାଇଥାଏ
06:43 ଶିଶୁ ପ୍ରଥମ ଦିନରେ 5 ମିଲିଲିଟର୍ ପାନ କରିଥାଏ,
06:47 ଦ୍ଵିତୀୟ ଦିନରେ 10 ମିଲିଲିଟର୍,
06:50 ତୃତୀୟ ଦିନରେ 25 ମିଲିଲିଟର୍,
06:53 ଚତୁର୍ଥ ଦିନରେ 40 ମିଲିଲିଟର୍ ଏବଂ ପଞ୍ଚମ ଦିନରେ 55 ମିଲିଲିଟର୍, ଏହିପରି ପ୍ରତ୍ୟେକ ସ୍ତନରୁ ପ୍ରତ୍ୟେକ ଥର ସ୍ତନ୍ୟପାନ ସମୟରେ ପାନ କରିଥାଏ
07:05 ଗୋଟିଏ ନବଜାତ ଶିଶୁ ପାଇଁ ଏହା ଯଥେଷ୍ଟ ଅଟେ
07:09 ତେଣୁ, ଶିଶୁଟିକୁ କୋଲୋଷ୍ଟ୍ରମ୍ ବ୍ୟତୀତ ଅନ୍ୟ କୌଣସି ଖାଦ୍ୟ ଖୁଆଇବା ଉଚିତ ନୁହେଁ
07:15 କୋଲୋଷ୍ଟ୍ରମ୍‌କୁ ଗୋଟିଏ ଶିଶୁ ପାଇଁ ପ୍ରଥମ ଟିକାକରଣ ଭାବେ ଗ୍ରହଣ କରାଯାଏ ଏବଂ ଏଥିରେ ସଂକ୍ରମଣ ପ୍ରତିରୋଧକ ପ୍ରୋଟିନ୍ ଥାଏ, ଯାହା ଗୋଟିଏ ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ
07:27 ପ୍ରସବ ପରେ ଗୋଟିଏ ଶିଶୁ ପାଇଁ ଏହା ଶକ୍ତିର ପ୍ରଥମ ଉତ୍ସ ଅଟେ
07:33 କୋଲୋଷ୍ଟ୍ରମ୍, ଶିଶୁର ରକ୍ତରେ ଶର୍କରା ସ୍ତରକୁ କମ୍ ହେବାକୁ ଦିଏନାହିଁ
07:37 ଅନ୍ୟ ଶାରୀରିକ ପ୍ରକ୍ରିୟାକୁ କାର୍ଯ୍ୟକ୍ଷମ କରିବା ପାଇଁ ଏହା ସାହାଯ୍ୟ କରିଥାଏ
07:42 ଏହା ମାନସିକ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ
07:46 ଏହା ଶିଶୁକୁ ତା’ର ପ୍ରଥମ ମଳତ୍ୟାଗରେ ସାହାଯ୍ୟ କରିଥାଏ
07:50 ବ୍ରେଷ୍ଟ କ୍ରଲ୍‌ ପ୍ରକ୍ରିୟାରେ ମା’ ସହିତ ଚର୍ମର ସ୍ପର୍ଶ କାରଣରୁ ଶିଶୁଟି ଉଷୁମ୍ ମଧ୍ୟ ରହିଥାଏ
07:57 ଶିଶୁଟି ନିଜ ମା’ର ସ୍ତନ ସହିତ ନିବିଡ଼ତାର ସହ ଲାଗିରହିବା ନିଜକୁ ନିଜେ ଶିଖିଥାଏ
08:04 ବ୍ରେଷ୍ଟ କ୍ରଲ୍‌ ଦ୍ଵାରା ମା’ର ସୁସ୍ଥ ବ୍ୟାକ୍ଟେରିଆ ଶିଶୁର ଶରୀରକୁ ଯାଇଥାଏ
08:08 ଏହି ବ୍ୟାକ୍ଟେରିଆଗୁଡ଼ିକ ଶିଶୁଟିର ଆନ୍ତକୁ ଯାଇ ସଂକ୍ରମଣରୁ ରକ୍ଷା କରନ୍ତି
08:13 ପରିଶେଷରେ, ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ
08:18 “ବ୍ରେଷ୍ଟ କ୍ରଲ୍‌" ଗୋଟିଏ ଶିଶୁକୁ ସ୍ନେହ ଓ ସୁରକ୍ଷାର ଭାବନା ଦେଇଥାଏ ଏବଂ ମା’ ଓ ଶିଶୁ ମଧ୍ୟରେ ବନ୍ଧନ ଆରମ୍ଭ କରିଥାଏ
08:29 ବ୍ରେଷ୍ଟ କ୍ରଲ୍‌ ଦ୍ଵାରା ମା’ ମଧ୍ୟ ଉପକୃତ ହୁଅନ୍ତି
08:34 ଶିଶୁଟି ଗୋଡ଼ ଚାଳନା କଲେ ମା’ର ଗର୍ଭାଶୟ ଉପରେ ଚାପ ପଡ଼ିଥାଏ. ଏହି ଚାପ ୟୁଟେରିନ୍ ସଂକୁଚନ ଏବଂ ପ୍ଲେସେଣ୍ଟା ନିଷ୍କାସନରେ ସାହାଯ୍ୟ କରିଥାଏ
08:45 ସ୍ତନ୍ୟପାନ କରାଇବା ଦ୍ଵାରା ମା’ଙ୍କ ଶରୀରରେ ଅକ୍ସିଟୋସିନ୍‌ର ପରିମାଣରେ ବୃଦ୍ଧି ହୋଇଥାଏ
08:51 ଅକ୍ସିଟୋସିନ୍‌ର ପରିମାଣ ବୃଦ୍ଧି ହେବା ଦ୍ଵାରା ପ୍ଲେସେଣ୍ଟା ନିଷ୍କାସନରେ ମଧ୍ୟ ସାହାଯ୍ୟ ମିଳିଥାଏ
08:56 ଅତଏବ, ବ୍ରେଷ୍ଟ କ୍ରଲ୍‌ ରକ୍ତହୀନତାକୁ ହ୍ରାସ କରିଥାଏ ଏବଂ ମା’ମାନଙ୍କଠାରେ ଦେଖାଦେଉଥିବା ଆନିମିଆକୁ ରୋକିଥାଏ
09:03 ଆନିମିଆ କାରଣରୁ ଲୋହିତ ରକ୍ତ କଣିକାର ପରିମାଣ ହ୍ରାସ ହୋଇଥାଏ
09:08 ଏହା ଦ୍ଵାରା ମା’ମାନେ ହାଲିଆ ଓ ଦୁର୍ବଳତା ଅନୁଭବ କରନ୍ତି
09:13 ତେଣୁ, ଉଭୟ ମା’ ଓ ଶିଶୁ ପାଇଁ ବ୍ରେଷ୍ଟ କ୍ରଲ୍‌ ଗୋଟିଏ ଉଚ୍ଚ କୋଟୀର ପ୍ରାକୃତିକ ପ୍ରକ୍ରିୟା ଅଟେ
09:21 ଏହା ସହିତ ଆମେ ବ୍ରେଷ୍ଟ କ୍ରଲ୍‌ ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
09:26 ଏହି ଟ୍ୟୁଟୋରିଆଲରେ ଆମେ: ବ୍ରେଷ୍ଟ କ୍ରଲ୍‌ କ’ଣ,
09:30 ବ୍ରେଷ୍ଟ କ୍ରଲ୍‌ ପାଇଁ ଥିବା କାର୍ଯ୍ୟକାରୀ ପ୍ରକ୍ରିୟା ଏବଂ ବ୍ରେଷ୍ଟ କ୍ରଲ୍‌ର ଗୁରୁତ୍ଵ ବିଷୟରେ ଜାଣିଲେ
09:37 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
09:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
09:49 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
09:54 ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
10:01 ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ. ଏହାର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି
10:12 ଏହି ଟ୍ୟୁଟୋରିଆଲ୍ ଅମିତ କୁମାରଙ୍କ ଦ୍ୱାରା ଅନୁବାଦିତ ହୋଇଛି. ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep