Difference between revisions of "Health-and-Nutrition/C2/Breast-conditions/Oriya"

From Script | Spoken-Tutorial
Jump to: navigation, search
(Created page with "{|border=1 | <center> '''Time''' </center> | <center> '''Narration''' </center> |- | 00:00 | ବନ୍ଧୁଗଣ, ସ୍ତନ୍ୟପାନ କରାଉଥିବା ମ...")
 
Line 1: Line 1:
{|border=1
+
  {|border=1
 
| <center> '''Time''' </center>
 
| <center> '''Time''' </center>
 
| <center> '''Narration''' </center>
 
| <center> '''Narration''' </center>
Line 5: Line 5:
 
|-
 
|-
 
| 00:00
 
| 00:00
| ବନ୍ଧୁଗଣ, ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ସ୍ତନର ଅବସ୍ଥା ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‍କୁ ସ୍ଵାଗତ
+
| ବନ୍ଧୁଗଣ, ସ୍ତନ୍ୟପାନ କରାଉଥିବା ମା’ମାନଙ୍କର “ସ୍ତନର ଅବସ୍ଥା” ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
  
 
|-
 
|-
 
| 00:06
 
| 00:06
| ଏହି ଟ୍ୟୁଟୋରିଆଲ୍‍ରେ ଆମେ ବ୍ରେଷ୍ଟ ଏନଗର୍ଗମେଣ୍ଟ ମାଷ୍ଟିଟିସ୍ ବିଷୟରେ ଶିଖିବା
+
| ଏହି ଟ୍ୟୁଟୋରିଆଲରେ ଆମେ ସ୍ତନ କଠିନତା ସ୍ତନ ପ୍ରଦାହ ବିଷୟରେ ଶିଖିବା
  
 
|-
 
|-
 
|00:13
 
|00:13
| ଚାଲନ୍ତୁ ବ୍ରେଷ୍ଟ ଏନଗର୍ଗମେଣ୍ଟରୁ ଆରମ୍ଭ କରିବା
+
| ଚାଲନ୍ତୁ ସ୍ତନ କଠିନତାରୁ ଆରମ୍ଭ କରିବା
  
 
|-  
 
|-  
 
| 00:17
 
| 00:17
| ସାଧାରଣତଃ ଏନଗର୍ଗମେଣ୍ଟ ପ୍ରସବର 3 ରୁ 5 ଦିନ ମଧ୍ୟରେ ଦେଖାଦେଇଥାଏ
+
| ସ୍ତନ କଠିନତା ସାଧାରଣତଃ ପ୍ରସବର 3 ରୁ 5 ଦିନ ମଧ୍ୟରେ ଦେଖାଦେଇଥାଏ
  
 
|-  
 
|-  
Line 25: Line 25:
 
|-
 
|-
 
|00:28
 
|00:28
| ମା’ ସ୍ତନର ଏନଗର୍ଗମେଣ୍ଟ ସ୍ତନର ପୂର୍ଣ୍ଣତା ମଧ୍ୟରେ ପାର୍ଥକ୍ୟ ଜାଣିବା ଉଚିତ୍
+
| ମା’ ସ୍ତନର କଠିନତା ଓ ପୂର୍ଣ୍ଣତା ମଧ୍ୟରେ ପାର୍ଥକ୍ୟ ଜାଣିବା ଉଚିତ
  
 
|-  
 
|-  
 
| 00:33
 
| 00:33
| ତେଣୁ ବର୍ତ୍ତମାନ ଆମେ ସ୍ତନର ଏନଗର୍ଗମେଣ୍ଟ ସ୍ତନର ପୂର୍ଣ୍ଣତା ମଧ୍ୟରେ ଥିବା ପାର୍ଥକ୍ୟକୁ ଆଲୋଚନା କରିବା
+
| ତେଣୁ, ବର୍ତ୍ତମାନ ଆମେ ସ୍ତନର କଠିନତା ଓ ପୂର୍ଣ୍ଣତା ମଧ୍ୟର ପାର୍ଥକ୍ୟକୁ ଆଲୋଚନା କରିବା
  
 
|-
 
|-
 
| 00:40
 
| 00:40
| ଏନଗର୍ଗମେଣ୍ଟ ଅବସ୍ଥାରେ ସ୍ତନ କଠିନ ହେବା ସହିତ, ଫୁଲି ଯାଇଥାଏ ଏବଂ ଯନ୍ତ୍ରଣାଦାୟକ ଭାବେ କ୍ଷୀର ଭର୍ତ୍ତି ହୋ‍ଇରହିଥାଏ
+
| ସ୍ତନ କଠିନତା ଅବସ୍ଥାରେ ସ୍ତନ କଠିନ ହେବା ସହିତ ଫୁଲି ଯାଇଥାଏ ଏବଂ ଯନ୍ତ୍ରଣାଦାୟକ ଭାବେ କ୍ଷୀର ଭର୍ତ୍ତି ହୋଇରହିଥାଏ
  
 
|-  
 
|-  
 
| 00:46
 
| 00:46
| ଏହା ଚମକଦାର୍ ଦେଖାଯାଏ ଏବଂ ଉପରି ଭାଗରେ ଶିରାଗୁଡ଼ିକ ଦେଖାଯାଏ
+
| ଏହା ଚମକଦାର୍ ଦେଖାଯିବା ସହ  ଉପରି ଭାଗରେ ଶିରାଗୁଡ଼ିକ ଦେଖାଯାଏ
  
 
|-  
 
|-  
 
| 00:52
 
| 00:52
| ମା’ଙ୍କୁ 24 ଘଣ୍ଟାରୁ ଅଧିକ ସମୟ ଜର ହୋ‍ଇଥିଲେ ଶିଶୁ ପାଇଁ ଲାଚିଂ କରିବା କଷ୍ଟକର ହୋ‍ଇଥାଏ
+
| ମା’ଙ୍କୁ 24 ଘଣ୍ଟାରୁ ଅଧିକ ସମୟ ଜର ହୋଇଥିଲେ ଶିଶୁ ପାଇଁ ସ୍ତନ୍ୟପାନ କଷ୍ଟକର ହୋଇଥାଏ
  
 
|-
 
|-
Line 49: Line 49:
 
|-  
 
|-  
 
| 01:04
 
| 01:04
| ପୂର୍ଣ୍ଣ ହୋ‍ଇଥିବା ସ୍ତନ ବଡ଼ ଦେଖାଯାଏ କିନ୍ତୁ ଚମକଦାର୍ ଦେଖାଯାଏ ନାହିଁ
+
| ପୂର୍ଣ୍ଣ ହୋଇଥିବା ସ୍ତନ ବଡ଼ ଦେଖାଯାଏ, କିନ୍ତୁ ଚମକଦାର୍ ଦେଖାଯାଏ ନାହିଁ
  
 
|-  
 
|-  
 
| 01:10
 
| 01:10
| ପୂର୍ଣ୍ଣ ହୋ‍ଇଥିବା ସ୍ତନ ଯନ୍ତ୍ରଣାଦାୟକ ହୁଏ ନାହିଁ ଏବଂ ସ୍ତନ ପୂର୍ଣ୍ଣ ଥିବା ଅବସ୍ଥାରେ ଜର ହୁଏ ନାହିଁ
+
| ପରିପୂର୍ଣ୍ଣ ଅବସ୍ଥାରେ ସ୍ତନ ଯନ୍ତ୍ରଣାଦାୟକ ହୁଏ ନାହିଁ କିମ୍ୱା ଜର ହୁଏ ନାହିଁ
  
 
|-
 
|-
 
| 01:17
 
| 01:17
| ବର୍ତ୍ତମାନ ଚାଲନ୍ତୁ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ଠାରେ ଦେଖାଦେଉଥିବା ସ୍ତନ ଏନଗର୍ଗମେଣ୍ଟର କାରଣଗୁଡ଼ିକୁ ଆଲୋଚନା କରିବା
+
| ଏବେ ଚାଲନ୍ତୁ, ସ୍ତନ୍ୟପାନ କରାଉଥିବା ମା’ମାନଙ୍କଠାରେ ସ୍ତନ କଠିନତାର କାରଣଗୁଡ଼ିକୁ ଆଲୋଚନା କରିବା
  
 
|-  
 
|-  
 
| 01:23
 
| 01:23
| ସ୍ତନ ଏନଗର୍ଗମେଣ୍ଟ ନିମ୍ନଲିଖିତ ଅବସ୍ଥାରେ ଦେଖାଦେଇପାରେ -   
+
| ସ୍ତନ କଠିନତା ନିମ୍ନଲିଖିତ ଅବସ୍ଥାରେ ଦେଖାଦେଇପାରେ -   
  
 
|-
 
|-
 
| 01:27
 
| 01:27
| ଯଦି ମା’ ପ୍ରସବର ଠିକ୍ ପରେ ଶିଶୁକୁ ସ୍ତନ୍ୟପାନ କରାଇ ନ ଥିବେ
+
| ଯଦି ମା’ ପ୍ରସବର ଠିକ୍ ପରେ ଶିଶୁକୁ ସ୍ତନ୍ୟପାନ କରାଇନଥିବେ
  
 
|-  
 
|-  
 
| 01:32
 
| 01:32
| ମା’ ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଉ ନ ଥିବେ
+
| ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଉନଥିବେ
  
 
|-  
 
|-  
 
| 01:36
 
| 01:36
| ସ୍ତନ୍ୟପାନ କରାଇବା ସମୟରେ ଶିଶୁ ମା’ ସହିତ ସଠିକତାର ସହ ଲାଚ୍ ହୋ‍ଇ ନ ଥିବ ଏବଂ
+
| ସ୍ତନ୍ୟପାନ କରାଇବା ସମୟରେ ଶିଶୁ ଠିକ ଭାବେ ସ୍ତନରେ ମୁହଁ ଲଗାଇନଥିବ ଏବଂ
  
 
|-  
 
|-  
Line 81: Line 81:
 
|-
 
|-
 
| 01:47
 
| 01:47
| ବର୍ତ୍ତମାନ ଏନଗର୍ଗମେଣ୍ଟର କିପରି ଚିକିତ୍ସା କରାଯାଇପାରିବ, ଚାଲନ୍ତୁ ଆଲୋଚନା କରିବା
+
| ସ୍ତନ କଠିନତାର ଚିକିତ୍ସା ବିଷୟରେ ଚାଲନ୍ତୁ ଏବେ ଆଲୋଚନା କରିବା
  
 
|-
 
|-
 
| 01:51
 
| 01:51
| ପ୍ରଥମେ ମା’ଙ୍କୁ ସଫା ପାଣିରେ ନିଜର ହାତକୁ ଧୋ‍ଇବା ପାଇଁ କୁହନ୍ତୁ
+
| ପ୍ରଥମେ ମା’ ସଫା ପାଣିରେ ନିଜ ହାତ ଧୋଇବେ
  
 
|-
 
|-
 
| 01:56
 
| 01:56
| ତା’ପରେ ଶିଶୁକୁ ମା’ଙ୍କ ନିକଟକୁ ଆଣନ୍ତୁ, ଯାହା ଦ୍ଵାରା ସେ ତା’କୁ ଶୁଙ୍ଘିବା ସହିତ ଛୁଇଁ ପାରିବେ
+
| ତା’ପରେ ଶିଶୁକୁ ମା’ଙ୍କ ନିକଟକୁ ଆଣନ୍ତୁ, ଯଦ୍ଵାରା ସେ ତା’କୁ ଦେଖିପାରିବେ, ଶୁଙ୍ଘିପାରିବେ ଓ ଛୁଇଁପାରିବେ
  
 
|-
 
|-
 
| 02:03
 
| 02:03
| ଯଦି ଶିଶୁଟି ଅଧିକ ଚଞ୍ଚଳ ଥାଏ ତେବେ, ମା’ ତା’ର ଟାୱେଲ୍‍କୁ ଶୁଙ୍ଘି ପାରିବେ
+
| ଯଦି ଶିଶୁଟି ଅଧିକ ଚଞ୍ଚଳ ଥାଏ, ତେବେ ମା’ ତା’ର ଟାୱେଲ୍‌କୁ ଶୁଙ୍ଘିପାରିବେ
  
 
|-
 
|-
 
| 02:08
 
| 02:08
| ତାହା କରିସାରିବା ପରେ ମା’ ଗୋଟିଏ ଗ୍ଲାସ୍ ପାଣି ପିଇବା ଉଚିତ୍
+
| ଏହାପରେ, ମା’ ଗୋଟିଏ ଗ୍ଲାସ୍ ପାଣି ପିଇବେ
  
 
|-
 
|-
 
| 02:12
 
| 02:12
| ତା’ପରେ ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ରଖିବେ କିମ୍ବା
+
| ତା’ପରେ ମା’, 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା ରଖିବେ କିମ୍ବା
  
 
|-
 
|-
 
| 02:18
 
| 02:18
| ମା’ ଉଷୁମ୍ ପାଣିରେ ଗାଧୋ‍ଇ ମଧ୍ୟ ପାରିବେ  
+
| ଉଷୁମ୍ ପାଣିରେ ଗାଧୋଇ ମଧ୍ୟ ପାରିବେ  
  
 
|-
 
|-
 
| 02:21
 
| 02:21
| ଏହା ଦ୍ଵାରା କ୍ଷୀର ସ୍ତନରୁ ସହଜରେ ବାହାରି ଆସିପାରିବ
+
| ଏହା ଦ୍ଵାରା ସ୍ତନରୁ କ୍ଷୀର ସହଜରେ ବାହାରିପାରିବ
  
 
|-
 
|-
 
| 02:24
 
| 02:24
| ତାହା କରିସାରିବା ପରେ ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ଆରାମ କରିବା ପାଇଁ କହିବେ କାରଣ ଅତ୍ୟଧିକ ଚାପଗ୍ରସ୍ତ ରହିଲେ ଲେଟ୍-ଡାଉନ୍ ରିଫ୍ଲେକ୍ସ ପ୍ରଭାବିତ ହେବ ଏବଂ
+
| ତାହାପରେ, ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ଆରାମ କରିବା ପାଇଁ କହିବେ, କାରଣ ଅତ୍ୟଧିକ ଚାପଗ୍ରସ୍ତ ରହିଲେ କ୍ଷୀର ବାହାରିବା ପ୍ରଭାବିତ ହେବ ଏବଂ
  
 
|-
 
|-
 
| 02:33
 
| 02:33
| କ୍ଷୀର ବାହାରିବ ନାହିଁ
+
| କ୍ଷୀର ସହଜରେ ବାହାରିବ ନାହିଁ
  
 
|-
 
|-
 
| 02:36
 
| 02:36
| ବର୍ତ୍ତମାନ, ସ୍ଵାସ୍ଥ୍ୟକର୍ମୀ କିମ୍ବା ପରିବାରର ଅନ୍ୟ କେହି ସଦସ୍ୟ ମା’ଙ୍କର ବେକ ଏବଂ ପିଠିର ଉପର ଅଂଶରେ ମାଲିସ୍ କରିବା ଆବଶ୍ୟକ
+
| ଏବେ, ସ୍ଵାସ୍ଥ୍ୟକର୍ମୀ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟ ମା’ଙ୍କର ବେକ ଏବଂ ପିଠି ମାଲିସ୍ କରିବା ଉଚିତ
  
 
|-
 
|-
 
| 02:43
 
| 02:43
| ଏହI ଦ୍ଵାରା ସ୍ତନର କ୍ଷୀର ବାହାରିବାରେ ସହଜ ହେବ
+
| ଯଦ୍ଵାରା କ୍ଷୀର ସହଜରେ ବାହାରିପାରିବ
  
 
|-
 
|-
 
| 02:46
 
| 02:46
| ଯେହେତୁ, ପିଠିର ଉପର ଭାଗ ଓ ସ୍ତନରେ ସମାନ ସ୍ନାୟୁ ରହିଛି
+
| କାରଣ, ପିଠିର ଉପର ଭାଗ ଓ ସ୍ତନରେ ସମାନ ସ୍ନାୟୁ ରହିଥାଏ
  
 
|-
 
|-
 
| 02:52
 
| 02:52
| ତା’ପରେ ମା’ ନିଜର ସ୍ତନକୁ ଧୀରେ ଧୀରେ ବୃତ୍ତାକାର ଗତିରେ ମାଲିସ୍ କରିବା ଆବଶ୍ୟକ
+
| ତା’ପରେ ମା’ ନିଜର ସ୍ତନକୁ ଧୀରେଧୀରେ ବୃତ୍ତାକାର ଗତିରେ ମାଲିସ୍ କରିବେ
  
 
|-
 
|-
 
| 02:57
 
| 02:57
| ମାଲିସ୍ କରିବା ଦ୍ଵାରା ତା’ଙ୍କୁ ଆରାମ ମିଳିବ ଏବଂ ଲେଟ୍-ଡାଉନ୍ ରିଫ୍ଲେକ୍ସ ସକ୍ରିୟ ହେବ
+
| ମାଲିସ୍ କରିବା ଦ୍ଵାରା ତା’ଙ୍କୁ ଆରାମ ମିଳିବ ଏବଂ କ୍ଷୀର ନିର୍ଗମନ ସକ୍ରିୟ ହେବ
  
 
|-
 
|-
 
| 03:03
 
| 03:03
| ଏହି ସମସ୍ତ କାର୍ଯ୍ୟ ଅକ୍ସିଟୋସିନ୍ କ୍ଷରଣ ହେବାରେ ସାହଯ୍ୟ କରିବେ
+
| ଏହି ସମସ୍ତ କାର୍ଯ୍ୟ ଅକ୍ସିଟୋସିନ୍ କ୍ଷରଣ ହେବାରେ ସାହଯ୍ୟ କରିବ
  
 
|-
 
|-
 
| 03:07
 
| 03:07
| ଏହାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ କିମ୍ବା ଲେଟ୍-ଡାଉନ୍ ରିଫ୍ଲେକ୍ସ କୁହାଯାଏ
+
| ଏହାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ ବା  ଲେଟ୍-ଡାଉନ୍ ରିଫ୍ଲେକ୍ସ କୁହାଯାଏ
  
 
|-
 
|-
 
| 03:12
 
| 03:12
| ଅକ୍ସିଟୋସିନ୍ ଗୋଟିଏ ହର୍ମୋନ୍ ଅଟେ, ଯାହା କ୍ଷୀରକୁ ବାହାରକୁ ଆଣିବାରେ ସାହାଯ୍ୟ କରିଥାଏ  
+
| ଅକ୍ସିଟୋସିନ୍ ଏକ ହର୍ମୋନ୍ ଅଟେ, ଯାହା କ୍ଷୀର ବାହାରକୁ ଆଣିବାରେ ସାହାଯ୍ୟ କରିଥାଏ  
  
 
|-
 
|-
 
| 03:17
 
| 03:17
| ତା’ପରେ ଆରିଓଲାକୁ ନରମ କରିବା ପାଇଁ ମା’ଙ୍କୁ କିଛି ପରିମାଣର କ୍ଷୀର ହାତରେ କାଢ଼ିଦେବା ଆବଶ୍ୟକ
+
| “ଚୁଚୁକ ବଳୟ”କୁ ନରମ କରିବା ପାଇଁ ମା’ଙ୍କୁ କିଛି କ୍ଷୀର ହାତ ସାହାଯ୍ୟରେ କାଢ଼ିଦେବା ଉଚିତ
  
 
|-
 
|-
 
| 03:23
 
| 03:23
| ଏହା ଦ୍ଵାରା ଶିଶୁକୁ ସ୍ତନ ସହିତ ସଠିକତାର ସହ ଲାଚ୍ ହେବାରେ ସହଜ ହେବ
+
| ଏହା ଦ୍ଵାରା ଶିଶୁ ପାଇଁ ଚୁଚୁକକୁ ମୁହଁରେ ପୂରାଇବା ସହଜ ହେବ
  
 
|-
 
|-
 
| 03:27
 
| 03:27
| ସ୍ତନରୁ କ୍ଷୀର କାଢ଼ିବା ସମୟରେ, ମା’ ଆରିଓଲାର ଚାରିପଟେ ଚାପ ପକାଇବା ଆବଶ୍ୟକ
+
| ସ୍ତନରୁ କ୍ଷୀର କାଢ଼ିବା ସମୟରେ, ମା’ଙ୍କୁ ଚୁଚୁକ ବଳୟର ଚାରିପଟେ ଚାପ ପକାଇବାକୁ ପଡ଼ିବ
  
 
|-
 
|-
 
| 03:33
 
| 03:33
| କ୍ଷୀର କାଢ଼ି ସାରିବା ପରେ ମା’ ଶିଶୁର ପାଟିରେ ଆରିଓଲାକୁ ଦେବା ଆବଶ୍ୟକ
+
| କ୍ଷୀର କାଢ଼ି ସାରିବାପରେ ମା’, ଶିଶୁର ପାଟିରେ ଚୁଚୁକ ଦେବାକୁ ହେବ
  
 
|-
 
|-
Line 173: Line 173:
 
|-
 
|-
 
| 03:46
 
| 03:46
| ସ୍ତନ୍ୟପାନ କରିବା ମଧ୍ୟରେ ମା’ ସ୍ତନ ଉପରେ ଥଣ୍ଡା ଓ ଓଦା କପଡ଼ାକୁ 5- 10 ମିନିଟ ରଖିବା ଆବଶ୍ୟକ କିମ୍ବା,
+
| ସ୍ତନ୍ୟପାନ କରାଇବା ମଧ୍ୟରେ ମା’ ସ୍ତନ ଉପରେ ଓଦା ଥଣ୍ଡା କପଡ଼ାକୁ 5- 10 ମିନିଟ ପର୍ଯ୍ୟନ୍ତ ରଖିବେ କିମ୍ବା
 
+
  
 
|-
 
|-
 
| 03:54
 
| 03:54
| ସ୍ତନ ଉପରେ ମା’ ଥଣ୍ଡା ବନ୍ଧାକୋବି ପତ୍ରକୁ ରଖିପାରିବେ  
+
| ସ୍ତନ ଉପରେ ଥଣ୍ଡା ବନ୍ଧାକୋବି ପତ୍ରକୁ ରଖିପାରିବେ  
  
 
|-
 
|-
Line 186: Line 185:
 
|-
 
|-
 
| 04:04
 
| 04:04
| ଏହା ସ୍ତନର କଠିନତା ଓ ଏଡେମାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ
+
| ଏହା ସ୍ତନର କଠିନତା ଓ ସ୍ଫୀତି ହ୍ରାସ କରିବାରେ ସାହାଯ୍ୟ କରିଥାଏ
  
 
|-
 
|-
 
| 04:09
 
| 04:09
| ତା’ପରେ ମା’ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ
+
| ତା’ପରେ, ମା’ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ
  
 
|-
 
|-
 
| 04:13
 
| 04:13
| ବର୍ତ୍ତମାନ, ଆମେ ସ୍ତନର ଏନ୍‍ଗର୍ଗମେଣ୍ଟକୁ କିପରି ରୋକିପାରିବା ତାହା ଚାଲନ୍ତୁ ଶିଖିବା  
+
| ଏବେ ଆମେ, ସ୍ତନର କଠିନତାକୁ କିପରି ରୋକିପାରିବା, ଚାଲନ୍ତୁ ଶିଖିବା  
  
 
|-
 
|-
 
| 04:17
 
| 04:17
| ପ୍ରଥମେ, ଶିଶୁ ଭୋକିଲା ଅଛି ବୋଲି ଦେଉଥିବା ସଙ୍କେତଗୁଡ଼ିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଯେପରି ଛାଟିପିଟି ହେବା,
+
| ପ୍ରଥମେ, ଶିଶୁର କ୍ଷୁଧା ସଙ୍କେତଗୁଡ଼ିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଯେପରି ଛାଟିପିଟି ହେବା,  
  
 
|-
 
|-
 
| 04:25
 
| 04:25
| ଯେଉଁଥିରେ ରୁଟିଙ୍ଗ ରିଫ୍ଲେକ୍ସ ବୃଦ୍ଧି ହୋ‍ଇଥାଏ-
+
| ରୁଟିଙ୍ଗ ରିଫ୍ଲେକ୍ସ ବୃଦ୍ଧି ହେବା-
  
 
|-
 
|-
 
| 04:28
 
| 04:28
| ରୁଟିଙ୍ଗ ରିଫ୍ଲେକ୍ସରେ ଶିଶୁ ସେହି ବସ୍ତୁ ଆଡ଼କୁ ନିଜର ମୁଣ୍ଡକୁ ବୁଲାଇଥାଏ ଯାହା ତା’ର ଗାଲ କିମ୍ବା ପାଟିକୁ ଛୁଇଁଥାଏ
+
| ରୁଟିଙ୍ଗ ରିଫ୍ଲେକ୍ସରେ ଶିଶୁ ସେହି ଜିନିଷ ଆଡ଼କୁ ମୁଣ୍ଡକୁ ବୁଲାଇଥାଏ, ଯାହା ତା’ର ଗାଲ କିମ୍ବା ପାଟିକୁ ଛୁଇଁଥାଏ
  
 
|-
 
|-
Line 218: Line 217:
 
|-
 
|-
 
| 04:43
 
| 04:43
| ଯେତେବେଳେ ଶିଶୁର ଭୋକିଲା ହେବାର ସଂକେତ ଦେଖିବେ ତତକ୍ଷଣାତ୍ ସ୍ତନ୍ୟପାନ କରାନ୍ତୁ ଏବଂ ଶିଶୁଟି କାନ୍ଦିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ
+
| ଶିଶୁର ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ସ୍ତନ୍ୟପାନ କରାନ୍ତୁ, କାନ୍ଦିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ
  
 
|-
 
|-
 
| 04:50
 
| 04:50
| ଶିଶୁଟି ଭଲ ଭାବରେ ଲାଚ୍ ହୋ‍ଇଥିବା ଏବଂ ଉତ୍ତମ ରୂପେ ସ୍ତନ୍ୟପାନ କରୁଛି ବୋଲି ସୁନିଶ୍ଚିତ ହୁଅନ୍ତୁ
+
| ଶିଶୁଟି ଭଲ ଭାବରେ ଚୁଚୁକକୁ ମୁହଁରେ ପୂରାଇଥିବା ଓ ସ୍ତନ୍ୟପାନ କରୁଥିବାର ସୁନିଶ୍ଚିତ ହୁଅନ୍ତୁ
  
 
|-
 
|-
 
| 04:55
 
| 04:55
| ମନେରଖନ୍ତୁ, ଅନ୍ୟ ସ୍ତନକୁ ଯିବା ପୂର୍ବରୁ ସ୍ତନ୍ୟପାନ କରାଉଥିବା ସ୍ତନଟିକୁ ସମ୍ପୂର୍ଣ୍ଣ ରୂପେ ଖୋଲା ରଖନ୍ତୁ
+
| ମନେରଖନ୍ତୁ, ଅନ୍ୟ ପଟକୁ ଯିବା ପୂର୍ବରୁ ପ୍ରଥମ ସ୍ତନରୁ ସମ୍ପୂର୍ଣ୍ଣ ରୂପେ କ୍ଷୀର ପାନ କରାନ୍ତୁ
  
 
|-
 
|-
 
| 05:02
 
| 05:02
| ତା’ପରେ ମାଷ୍ଟିଟିସ୍ ନାମକ ଅନ୍ୟ ଏକ ସ୍ତନର ଅବସ୍ଥା ବିଷୟରେ ଚାଲନ୍ତୁ ଜାଣିବା
+
| ତା’ପରେ, “ସ୍ତନ ପ୍ରଦାହ” ନାମକ ଅନ୍ୟ ଏକ ସ୍ତନର ଅବସ୍ଥା ବିଷୟରେ ଚାଲନ୍ତୁ ଜାଣିବା
  
 
|-
 
|-
 
| 05:08
 
| 05:08
| ଏହି ଅବସ୍ଥାରେ ସ୍ତନର ଗୋଟିଏ ଭାଗ ଲାଲ ହୋ‍ଇଯିବା ସହ ଫୁଲି ଯାଇଥାଏ ଓ ଟାଣ ହୋ‍ଇଯାଇଥାଏ
+
| ଏହି ଅବସ୍ଥାରେ ସ୍ତନର ଗୋଟିଏ ଭାଗ ଲାଲ ହୋଇଯିବା ସହ ଫୁଲିଯାଇଥାଏ ଓ ଟାଣ ହୋଇଯାଇଥାଏ
  
 
|-
 
|-
 
| 05:14
 
| 05:14
| ମା’ ଅସହ୍ୟ ଯନ୍ତ୍ରଣା ଅନୁଭବ କରନ୍ତି ଏବଂ ଜର ହେବା ସହ ଅସୁସ୍ଥ ଅନୁଭବ କରନ୍ତି
+
| ମା’ଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ ଏବଂ ସେ ଜର ହେବା ସହ ଅସୁସ୍ଥ ଅନୁଭବ କରନ୍ତି
  
 
|-
 
|-
 
| 05:18
 
| 05:18
| ଅନେକ ମା’ ପ୍ରଥମ 6 ସପ୍ତାହ ମଧ୍ୟରେ ମାଷ୍ଟିଟିସ୍ ଦ୍ଵାରା ପୀଡ଼ିତ ହୋ‍ଇଥାନ୍ତି
+
| ଅନେକ ମା’ ପ୍ରଥମ 6 ସପ୍ତାହ ମଧ୍ୟରେ ସ୍ତନ ପ୍ରଦାହ ଦ୍ଵାରା ପୀଡ଼ିତ ହୋଇଥା’ନ୍ତି
  
 
|-
 
|-
 
| 05:22
 
| 05:22
| କିନ୍ତୁ ଏହା ସ୍ତନ୍ୟପାନ ଅବଧି ମଧ୍ୟରେ ଯେତେବେଳେ ମଧ୍ୟ ଦେଖାଦେଇପାରେ
+
| କିନ୍ତୁ, ଏହା ସ୍ତନ୍ୟପାନର ଯେକୌଣସି ଅବଧି ମଧ୍ୟରେ ଦେଖାଦେଇପାରେ
  
 
|-
 
|-
 
| 05:27
 
| 05:27
| ବେଳେବେଳେ ସ୍ତନର ଏନ୍‍ଗର୍ଗମେଣ୍ଟ ଏହା ମଧ୍ୟରେ ଦ୍ଵନ୍ଦ୍ଵ ସୃଷ୍ଟି ହୋ‍ଇଥାଏ
+
| ବେଳେବେଳେ ସ୍ତନ ପ୍ରଦାହ କଠିନତା ମଧ୍ୟରେ ଭ୍ରମ ସୃଷ୍ଟି ହୋଇଥାଏ
  
 
|-
 
|-
 
| 05:31
 
| 05:31
| ହେଲେ,ଏନ୍‍ଗର୍ଗମେଣ୍ଟ ସମ୍ପୂର୍ଣ୍ଣ ସ୍ତନକୁ ଏବଂ ବେଳେବେଳେ ଉଭୟ ସ୍ତନକୁ ଆକ୍ରାନ୍ତ କରିଥାଏ
+
| ହେଲେ, ସ୍ତନର କଠିନତା ସମ୍ପୂର୍ଣ୍ଣ ସ୍ତନକୁ ଏବଂ ବେଳେବେଳେ ଉଭୟ ସ୍ତନକୁ ଆକ୍ରାନ୍ତ କରିଥାଏ
  
 
|-
 
|-
 
| 05:37
 
| 05:37
| ଯେତେବେଳେ କି ମାଷ୍ଟିଟିସ୍ ସ୍ତନର କିଛି ଅଂଶକୁ ଆକ୍ରାନ୍ତ କରିଥାଏ ଏବଂ ସାଧାରଣତଃ କେବଳ ଗୋଟିଏ ସ୍ତନରେ ଦେଖାଦେଇଥାଏ
+
| ଯେତେବେଳେ କି “ସ୍ତନ ପ୍ରଦାହ”, ସ୍ତନର ଗୋଟିଏ ଅଂଶକୁ ଏବଂ ସାଧାରଣତଃ କେବଳ ଗୋଟିଏ ସ୍ତନକୁ ପ୍ରଭାବିତ କରିଥାଏ
  
 
|-
 
|-
 
| 05:44
 
| 05:44
| ଏନ୍‍ଗର୍ଗ ହୋ‍ଇଥିବା ସ୍ତନ କିମ୍ବା ଧାରଗୁଡ଼ିକ ବନ୍ଦ ହେବା ଯୋଗୁଁ ମାଷ୍ଟିଟିସ୍ ଦେଖା ଦେ‍ଇପାରେ
+
| କଠିନ ସ୍ତନ କିମ୍ବା ଅବରୁଦ୍ଧ ନାଳୀ କାରଣରୁ ସ୍ତନ ପ୍ରଦାହ ଦେଖାଦେଇପାରେ
  
 
|-
 
|-
 
| 05:51
 
| 05:51
| ବର୍ତ୍ତମାନ, ଯଦି ବନ୍ଦ ହୋ‍ଇଥିବା ଧାରଗୁଡ଼ିକର ଚିକିତ୍ସା କରା ନ ଯାଏ ତେବେ, କିପରି ତାହା ମାଷ୍ଟିଟିସ୍‍ରେ ପରିଣତ ହୋ‍ଇଯାଏ, ଆମେ ଆଲୋଚନା କରିବା
+
| ଏବେ, ଅନୁପଚାରିତ ଅବରୁଦ୍ଧ ନାଳୀ କିପରି ଭାବେ “ସ୍ତନ ପ୍ରଦାହ”ରେ ପରିଣତ ହୋଇଥାଏ, ଆମେ ଆଲୋଚନା କରିବା
  
 
|-
 
|-
 
| 05:59
 
| 05:59
| ଧାର ବନ୍ଦ ହେବା ଗୋଟିଏ ଅବସ୍ଥା, ଯେଉଁଥିରେ ସ୍ତନର ସେହି ଭାଗରୁ କ୍ଷୀର କାଢ଼ି ହୋ‍ଇ ନ ଥାଏ
+
| ଅବରୁଦ୍ଧ ନାଳୀ ଏପରି ଏକ ସ୍ଥିତି ଅଟେ, ଯେଉଁଥିରେ ସ୍ତନରୁ କ୍ଷୀର କଢ଼ାନଯାଏ
  
 
|-
 
|-
 
| 06:04
 
| 06:04
| ସାଧାରଣତଃ ଏହି ଧାର ହେଉଛି ସ୍ତନର ସେହି ଭାଗ, ଯେଉଁଠାରେ ବହଳିଆ କ୍ଷୀର ଅଟକି ରହି ଯାଇଥାଏ
+
| ସାଧାରଣତଃ, ଏହି ନାଳୀ ବହଳିଆ କ୍ଷୀର ଦ୍ୱାରା ଅବରୁଦ୍ଧ ସ୍ତନର ଗୋଟିଏ ଅଂଶରେ ଥାଏ
  
 
|-
 
|-
 
| 06:11
 
| 06:11
| ଏହା ଦ୍ଵାରା ବିଣ୍ଡା ସୃଷ୍ଟି ହୋ‍ଇଥାଏ. ଏହି ବିଣ୍ଡା ଟାଣ ହୋ‍ଇଥାଏ ଏବଂ ଅନେକ ସମୟରେ ସେହି ବିଣ୍ଡା ଉପରର ଚମଡ଼ା ଲାଲ ହେବା ସହିତ ଦୃଶ୍ୟମାନ ହୋ‍ଇଥାଏ
+
| ଏଥିରୁ ଟେଳା ସୃଷ୍ଟି ହେବା ସହ ନରମ ହୋଇଥାଏ, କିନ୍ତୁ ଅଧିକାଂଶ ସମୟରେ ତା’ ଉପର ଚମଡ଼ା ଲାଲ ଦେଖାଦେଇଥାଏ
  
 
|-
 
|-
 
| 06:20
 
| 06:20
| ବନ୍ଦ ହୋ‍ଇଥିବା ଧାର ସ୍ତନର ଏନ୍‍ଗର୍ଗମେଣ୍ଟ ଦ୍ଵାରା କ୍ଷୀର କ୍ଷରଣ ହୋ‍ଇପାରେ ନାହିଁ
+
| ଅବରୁଦ୍ଧ ନାଳୀ ସ୍ତନ କଠିନତା, କ୍ଷୀର ପ୍ରବାହ ଅବରୋଧର କାରଣ ହୋଇଥାଏ
  
 
|-
 
|-
 
| 06:24
 
| 06:24
| ସ୍ତନର କିଛି ଅଂଶରେ ଯେତେବେଳେ କ୍ଷୀର, ଅବରୋଧିତ ଧାର ଏବଂ ସ୍ତନ ଏନ୍‍ଗର୍ଗମେଣ୍ଟ କାରଣରୁ ରହିଯାଇଥାଏ, ଏହାକୁ ଷ୍ଟାସିସ୍ କୁହାଯାଏ  
+
| ଯେତେବେଳେ, ଗୋଟିଏ ସ୍ତନର ଏକ ଭାଗରେ ଅବରୁଦ୍ଧ ନାଳୀରେ କ୍ଷୀର ଅଟକିଯାଏ ଏବଂ ସ୍ତନ କଠିନ ହୋଇଯାଏ, ଏହାକୁ "ଷ୍ଟାଇସିସ୍" କୁହାଯାଏ  
  
 
|-
 
|-
 
| 06:32
 
| 06:32
| ଯଦି ଷ୍ଟାସିସ୍‍କୁ କଢ଼ା ନ ଯାଏ ତେବେ ଏହା ସ୍ତନ ଟିସ୍ୟୁଗୁଡ଼ିକରେ ଜ୍ଵଳନ ସୃଷ୍ଟି କରିପାରେ. ଏହାକୁ ନନ୍-ଇନ୍‍ଇଫେକ୍ଟିଭ୍ ମାଷ୍ଟିଟିସ୍ କୁହାଯାଏ
+
| ଯଦି ଏହି ଷ୍ଟାଇସିସ୍‌କୁ କଢ଼ାନଯାଏ, ତେବେ ଏହା ସ୍ତନ ଟିସୁଗୁଡ଼ିକରେ ଜ୍ଵଳନ ସୃଷ୍ଟି କରିପାରେ. ଏହାକୁ ଅଣ-ସଂକ୍ରାମକ ସ୍ତନ ପ୍ରଦାହ କୁହାଯାଏ
  
 
|-
 
|-
 
| 06:42
 
| 06:42
| କିନ୍ତୁ ଯେତେବେଳେ ସ୍ତନ ବ୍ୟାକ୍ଟେରିଆ ଦ୍ଵାରା ସଂକ୍ରମିତ ହୋ‍ଇଯାଏ, ସେତେବେଳେ ଏହାକୁ ସଂକ୍ରମିତ ମାଷ୍ଟିଟିସ୍ କୁହାଯାଏ
+
| କିନ୍ତୁ ବ୍ୟାକ୍ଟେରିଆ ଦ୍ଵାରା ସ୍ତନ ସଂକ୍ରମିତ ହେଲେ, ତାହାକୁ ସଂକ୍ରମିତ ସ୍ତନ ପ୍ରଦାହ କୁହାଯାଏ
  
 
|-
 
|-
 
| 06:51
 
| 06:51
| ନିମ୍ନଲିଖିତ ଅବସ୍ଥାଗୁଡ଼ିକରେ ବ୍ୟାକ୍ଟେରିଆ ସହଜରେ ଫିସର୍ ମାଧ୍ୟମରେ ପ୍ରବେଶ କରିପାରନ୍ତି:
+
| ନିମ୍ନଲିଖିତ ଅବସ୍ଥାଗୁଡ଼ିକରେ ବ୍ୟାକ୍ଟେରିଆ ସହଜରେ ଫାଟ ମାଧ୍ୟମରେ ପ୍ରବେଶ କରିପାରନ୍ତି:
  
 
|-
 
|-
 
| 06:56
 
| 06:56
| ଯଦି ସ୍ତନରେ ଫିସର୍ ଥାଏ ତେବେ, ମାଷ୍ଟିଟିସ୍‍ର ଚିକିତ୍ସା ନ ହୋ‍ଇ ରହିଯାଇଥାଏ ଏବଂ ଚିକିତ୍ସାରେ ବିଳମ୍ବ ହୁଏ  
+
| ଯଦି ସ୍ତନରେ ଫାଟ ଥାଏ, ତେବେ ସ୍ତନ ପ୍ରଦାହ ଅନୁପଚାରିତ ରହିଯାଏ ଏବଂ ଚିକିତ୍ସାରେ ବିଳମ୍ବ ହୁଏ  
  
 
|-
 
|-
 
|07:06
 
|07:06
| ଧ୍ୟାନ ଦିଅନ୍ତୁ ଯେ, ମାଷ୍ଟିଟିସ୍‍ର ଚିକିତ୍ସା କରା ନ ଗଲେ ତାହା ସ୍ତନ ଆବ୍‍ସେସ୍‍ରେ ପରିଣତ ହୋ‍ଇଯାଏ
+
| ଧ୍ୟାନ ଦିଅନ୍ତୁ ଯେ, ସ୍ତନ ପ୍ରଦାହର ଚିକିତ୍ସା କରାନଗଲେ, ତାହା ବଥରେ ପରିଣତ ହୋଇଯାଏ
  
 
|-
 
|-
 
| 07:11
 
| 07:11
| ବର୍ତ୍ତମାନ ଚାଲନ୍ତୁ ମାଷ୍ଟିଟିସ୍‍ର କାରଣଗୁଡ଼ିକୁ ଆଲୋଚନା କରିବା
+
| ବର୍ତ୍ତମାନ ଚାଲନ୍ତୁ ସ୍ତନ ପ୍ରଦାହର କାରଣଗୁଡ଼ିକୁ ଆଲୋଚନା କରିବା
  
 
|-
 
|-
 
| 07:15
 
| 07:15
| ମାଷ୍ଟିଟିସ୍ ହେବାର ପ୍ରଥମ ଓ ମୂଳ କାରଣ ହେଉଛି ବାରମ୍ବାର ସ୍ତନ୍ୟପାନ ନ କରାଇବା
+
| ସ୍ତନ ପ୍ରଦାହ ହେବାର ପ୍ରଥମ ଓ ମୂଳ କାରଣ ହେଉଛି ବାରମ୍ବାର ସ୍ତନ୍ୟପାନ ନ କରାଇବା
  
 
|-
 
|-
 
| 07:21
 
| 07:21
| ଯଦି ସ୍ତନ୍ୟପାନ କରାଉଥିବା ମା’ ଜଣେ କର୍ମଜୀବି ମହିଳା ହୋ‍ଇଥାନ୍ତି ତେବେ, ସ୍ତନ୍ୟପାନ କରାଇବା କଷ୍ଟକର ହୋ‍ଇପଡ଼େ
+
| ସ୍ତନ୍ୟପାନ କରାଉଥିବା ମା’ ଜଣେ କର୍ମଜୀବୀ ମହିଳା ହୋଇଥିଲେ, ବାରମ୍ୱାର ସ୍ତନ୍ୟପାନ କରାଇବା କଷ୍ଟକର ହୋଇପଡ଼େ
  
 
|-
 
|-
 
| 07:27
 
| 07:27
| ମା’ କିମ୍ବା ଶିଶୁର ଅସୁସ୍ଥତା ବାରମ୍ବାର ସ୍ତନ୍ୟପାନ କରାଇବାରେ ବାଧକ ହେବାର  ଅନ୍ୟ କାରଣ ହୋ‍ଇପାରେ
+
| ମା’ କିମ୍ବା ଶିଶୁର ଅସୁସ୍ଥତା, ବାରମ୍ବାର ସ୍ତନ୍ୟପାନ ନ କରାଇବାର ଅନ୍ୟ କାରଣ ହୋଇପାରେ
  
 
|-
 
|-
 
| 07:33
 
| 07:33
| ଦ୍ଵିତୀୟ ହେଉଛି ନିପଲ୍ ଫିଡ଼ିଙ୍ଗ. ନିପଲ୍ ଫିଡିଙ୍ଗରେ ଶିଶୁଟି ସ୍ତନକୁ ସମ୍ପୂର୍ଣ୍ଣ ଖାଲି କରିପାରେ ନାହିଁ
+
| ଦ୍ଵିତୀୟ ହେଉଛି ନିପଲ୍ ଫିଡ଼ିଙ୍ଗ. ଏଥିରେ ଶିଶୁଟି ସ୍ତନକୁ ସମ୍ପୂର୍ଣ୍ଣ ଖାଲି କରିପାରେନାହିଁ
  
 
|-
 
|-
Line 334: Line 333:
 
|-
 
|-
 
| 07:43
 
| 07:43
| ଚତୁର୍ଥଟି ହେଉଛି ଶୀଘ୍ର ସ୍ତନ୍ୟପାନ ଛଡ଼ାଇ ଦେବା ଏବଂ ଶିଶୁ ମା’ କ୍ଷୀର ବ୍ୟତିତ ଅନ୍ୟ ଖାଦ୍ୟ ଖାଇବା ଆରମ୍ଭ କରିଦେବା
+
| ଚତୁର୍ଥଟି ହେଉଛି ଶୀଘ୍ର ସ୍ତନ୍ୟପାନ ଛଡ଼ାଇ ଅନ୍ୟ ଖାଦ୍ୟ ଖୁଆଇବା ଆରମ୍ଭ କରିଦେବା
  
 
|-
 
|-
 
| 07:50
 
| 07:50
| ପଞ୍ଚମଟି ହେଉଛି ଟାଇଟ୍ କପଡ଼ା- ଯଦି ମା’ ଟାଇଟ୍ କପଡ଼ା ବ୍ୟବହାର କରନ୍ତି ବିଶେଷକରି ରାତିରେ ମା’ ଟାଇଟ୍ ବ୍ରା ପିନ୍ଧିବା ଦ୍ଵାରା ଏହା ସ୍ତନ ଉପରେ ଚାପ ପକାଇଥାଏ ଏବଂ କ୍ଷୀରର ଧାରଗୁଡ଼ିକୁ ଅବରୋଧ କରିପାରେ
+
| ପଞ୍ଚମଟି ହେଉଛି ଟାଇଟ୍ କପଡ଼ା- ଯଦି ମା’ ବିଶେଷକରି ରାତିରେ ଟାଇଟ୍ ବ୍ରା ପିନ୍ଧନ୍ତି, ତେବେ ଏହା ସ୍ତନ ଉପରେ ଚାପ ପକାଇଥାଏ ଏବଂ କ୍ଷୀର ନାଳୀଗୁଡ଼ିକୁ ଅବରୋଧ କରିପାରେ
  
 
|-
 
|-
 
| 08:03
 
| 08:03
| ଷଷ୍ଠ ହେଉଛି ମାନସିକ ଚାପ – ଯଦି ମା’ ମାନସିକ ଚାପଗ୍ରସ୍ତ ହୁଅନ୍ତି ତେବେ, ଏହା ଲେଟ୍-ଡାଉନ୍ ରିଫ୍ଲେକ୍ସକୁ ପ୍ରଭାବିତ କରିବ
+
| ଷଷ୍ଠ ହେଉଛି ମାତୃତ୍ୱ ଚାପ – ଯଦି ମା’ କୌଣସି ପ୍ରକାରର ମାନସିକ ଚାପଗ୍ରସ୍ତ ଥିବେ, ତେବେ କ୍ଷୀର ବାହାରିବା ପ୍ରଭାବିତ ହେବ
  
 
|-
 
|-
 
| 08:12
 
| 08:12
| ସପ୍ତମ ହେଉଛି ନିପଲ୍ ଫିସର୍- ବ୍ୟକ୍ଟେରିଆକୁ ସ୍ତନ ଟିସ୍ୟୁରେ ପ୍ରବେଶ କରିବା ପାଇଁ ରାସ୍ତା ମିଳିଥାଏ ଏବଂ ମାଷ୍ଟିଟିସ୍ ହୋ‍ଇପାରେ
+
| ସପ୍ତମ ହେଉଛି ନିପଲ୍‌ରେ ଫାଟ ହେବା – ଯେଉଁଥିରୁ ବ୍ୟାକ୍ଟେରିଆ ସ୍ତନ ଟିସ୍ୟୁରେ ପ୍ରବେଶ କରିଥାଏ ଏବଂ ସ୍ତନ ପ୍ରଦାହ ହୋଇପାରେ
  
 
|-
 
|-
 
| 08:22
 
| 08:22
| ଚାଲନ୍ତୁ ମାଷ୍ଟିଟିସ୍‍ର ଚିକିତ୍ସା ଉପରେ ଆଲୋଚନା କରିବା
+
| ଚାଲନ୍ତୁ ସ୍ତନ ପ୍ରଦାହ ଚିକିତ୍ସା ଉପରେ ଆଲୋଚନା କରିବା
  
 
|-
 
|-
 
| 08:26
 
| 08:26
| ପ୍ରଥମେ କାରଣ ଖୋଜି ବାହାର କରନ୍ତୁ, ତା’ପରେ ଚିକିତ୍ସା ଆରମ୍ଭ କରନ୍ତୁ
+
| ପ୍ରଥମେ, କାରଣ ଖୋଜି ବାହାର କରିବା ପରେ ଚିକିତ୍ସା ଆରମ୍ଭ କରନ୍ତୁ
  
 
|-
 
|-
 
| 08:31
 
| 08:31
| ମା’ ସ୍ତନ୍ୟପାନ କରାଇବା ପୂର୍ବରୁ ଊଷୁମ୍ ସେକ ଦେବା ଆବଶ୍ୟକ
+
| ମା’, ସ୍ତନ୍ୟପାନ କରାଇବା ପୂର୍ବରୁ ଉଷୁମ ସେକ ନେବା ଆବଶ୍ୟକ
  
 
|-
 
|-
 
| 08:35
 
| 08:35
| କିମ୍ବା ଉଷୁମ୍ ପାଣିରେ ଗାଧୋ‍ଇବା ଆବଶ୍ୟକ
+
| କିମ୍ବା ଉଷୁମ୍ ପାଣିରେ ଗାଧୋଇବା ଉଚିତ
  
 
|-
 
|-
 
| 08:37
 
| 08:37
| ସେ ପ୍ରଥମେ ପ୍ରଭାବିତ ହୋ‍ଇଥିବା ସ୍ତନରୁ କ୍ଷୀର ଖୁଆଇବା ଆରମ୍ଭ କରିବା ଆବଶ୍ୟକ
+
| ସେ ପ୍ରଥମେ ପ୍ରଭାବିତ ସ୍ତନରୁ କ୍ଷୀର ଖୁଆଇବା ଦରକାର
  
 
|-
 
|-
 
| 08:42
 
| 08:42
| ଯଦି ଏହା ଦ୍ଵାରା ଯନ୍ତ୍ରଣା ବଢ଼ିବାରେ ଲାଗେ କିମ୍ବା ଲେଟ୍-ଡାଉନ୍ ରିଫ୍ଲେକ୍ସକୁ ପ୍ରଭାବିତ କରିଥାଏ ତେବେ, ପ୍ରଭାବିତ ହୋ‍ଇ ନ ଥିବା ସ୍ତନରୁ ଆରମ୍ଭ କରିବା ଆବଶ୍ୟକ
+
| ଯଦି ଏହା ଦ୍ଵାରା ଯନ୍ତ୍ରଣା ବଢ଼େ କିମ୍ବା କ୍ଷୀର ବାହାରିବା ପ୍ରଭାବିତ ହୁଏ, ତେବେ ଅପ୍ରଭାବିତ ସ୍ତନରୁ ଆରମ୍ଭ କରିବେ
  
 
|-
 
|-
Line 378: Line 377:
 
|-
 
|-
 
| 08:55
 
| 08:55
| ଯଦି ନିପଲ୍ କିମ୍ବା ଆରିଓଲାର ଉପରଭାଗରେ ଘା ହୋ‍ଇ ନ ଥାଏ ତେବେ, ମା’ ପ୍ରଭାବିତ ସ୍ତନରୁ ସ୍ତନ୍ୟପାନ କରାଇପାରିବେ
+
| ଯଦି ଚୁଚୁକ କିମ୍ବା ଚୁଚୁକ ବଳୟରେ କ୍ଷତ ହୋଇନଥାଏ, ତେବେ ମା’ ସେହି ସ୍ତନରୁ ସ୍ତନ୍ୟପାନ କରାଇପାରିବେ
  
 
|-
 
|-
 
|09:04
 
|09:04
| ମନେରଖନ୍ତୁ, ଯେତେବେଳେ ମା’ ମାଷ୍ଟିଟିସ୍ ହୋ‍ଇଥିବା ସ୍ତନରୁ ଶିଶୁକୁ ସ୍ତନ୍ୟପାନ କରାଇବା ଆରମ୍ଭ କରନ୍ତି -
+
| ମନେରଖନ୍ତୁ, ସ୍ତନ ପ୍ରଦାହ ହୋଇଥିବା ସ୍ତନରୁ ମା’ ଶିଶୁକୁ ସ୍ତନ୍ୟପାନ କରାଇବା ଆରମ୍ଭ କରିବା ସମୟରେ -
  
 
|-
 
|-
 
| 09:09
 
| 09:09
| ସେତେବେଳେ ସେ ଶିଶୁଠାରେ ସଂକ୍ରମଣର ସଂକେତକୁ ନିରିକ୍ଷଣ କରିବା ଆବଶ୍ୟକ, ଯେହେତୁ ଶିଶୁ ସଂକ୍ରମଣ ହେବାର ବିପଦ ରହିଥାଏ
+
| ଶିଶୁଠାରେ ସଂକ୍ରମଣର ସଂକେତକୁ ଦେଖିବା ଦରକାର, ଯେହେତୁ ଶିଶୁ ସଂକ୍ରମିତ ହେବାର ବିପଦ ଥାଏ
  
 
|-
 
|-
 
| 09:17
 
| 09:17
| କାରଣ ସ୍ତନ୍ୟପାନ କରାଉଥିବା ସ୍ତନରେ ଅନେକ କ୍ଷତିକାରକ ବ୍ୟକ୍ଟେରିଆ ରହିଥିବାର ସମ୍ଭାବନା ରହିଥାଏ
+
| କାରଣ ପ୍ରଭାବିତ ସ୍ତନର କ୍ଷୀରରେ କ୍ଷତିକାରକ ବ୍ୟକ୍ଟେରିଆ ଥାଇପାରେ
  
 
|-
 
|-
 
| 09:24
 
| 09:24
| ସ୍ତନକୁ ମାଲିସ୍ କରିବା ଦ୍ଵାରା ଭଲ କ୍ଷୀର କ୍ଷରଣ ହୋ‍ଇଥାଏ
+
| ସ୍ତନକୁ ମାଲିସ୍ କଲେ କ୍ଷୀର ଭଲ ଭାବେ କ୍ଷରଣ ହୋଇଥାଏ
  
 
|-
 
|-
 
| 09:28
 
| 09:28
| ଏହା ହାଲୁକା ମାଲିସ୍ ହେବା ଦରକାର, ଯାହା ପ୍ରଭାବିତ କ୍ଷେତ୍ରରୁ ନିପଲ୍ ଆଡ଼କୁ ହେବା ଆବଶ୍ୟକ
+
| ହାଲୁକା ଭାବରେ ପ୍ରଭାବିତ ସ୍ଥାନରୁ ଚୁଚୁକ ଆଡ଼କୁ ମାଲିସ କରନ୍ତୁ
  
 
|-
 
|-
 
| 09:34
 
| 09:34
| ଏବଂ ମା’ ଯଥେଷ୍ଟ ଆରାମ କରିବା ଆବଶ୍ୟକ
+
| ଏବଂ ମା’ଙ୍କୁ ଯଥେଷ୍ଟ ଆରାମ କରିବା ଆବଶ୍ୟକ
  
 
|-
 
|-
 
| 09:37
 
| 09:37
| ଯଦି ଲକ୍ଷଣ ଅଧିକ ଯନ୍ତ୍ରଣାଦାୟକ ହୁଏ ତେବେ, ଡାକ୍ତରଙ୍କର ପରାମର୍ଶ ନେବା ଆବଶ୍ୟକ
+
| ଲକ୍ଷଣ ଅଧିକ ଯନ୍ତ୍ରଣାଦାୟକ ହେଲେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ
  
 
|-
 
|-
 
| 09:40
 
| 09:40
| ବ୍ରେଷ୍ଟ ଆବ୍‌ସେସ୍‌ରେ, ଆବସେସ୍ ଓ ଆଣ୍ଟିବାୟୋଟିକ୍‌ଗୁଡ଼ିକୁ ଅପରେଶନ୍ ଦ୍ଵାରା କାଢ଼ିବାକୁ ପଡ଼ିଥାଏ
+
| ଅସ୍ତ୍ରୋପଚାର ଦ୍ୱାରା ସ୍ତନ ବଥକୁ କାଢ଼ିବାକୁ ହେବ ଏବଂ ମା’ଙ୍କୁ ଔଷଧ ଖାଇବାକୁ ପଡ଼ିବ
  
 
|-
 
|-
 
| 09:47
 
| 09:47
| ଏଗୁଡ଼ିକ ବ୍ୟତିତ ମା’ ନିଜର ଶରୀରରକୁ ଆରାମ୍ ଦେବା ଏବଂ ଗଭୀର ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ବିଶେଷ ଯତ୍ନଶୀଳ ହେବା ଆବଶ୍ୟକ
+
| ଏହା ବ୍ୟତୀତ ମା’ଙ୍କୁ ଆରାମ କରିବା ସହ ଗଭୀର ନିଶ୍ଵାସ ପ୍ରଶ୍ଵାସ ନେବାକୁ ହେବ
  
 
|-
 
|-
 
| 09:55
 
| 09:55
| ମୃଦୁ ସଙ୍ଗୀତ ଶୁଣିବା ଏବଂ ନିଜର ଶିଶୁ ବିଷୟରେ ଚିନ୍ତା କରିବା, ଯାହା ଦ୍ଵାରା ଲେଟ୍-ଡାଉନ୍ ରିଫ୍ଲେକ୍ସ ଆରମ୍ଭ ହେବାରେ ସହଜ ହୋ‍ଇଥାଏ
+
| ମୃଦୁ ସଙ୍ଗୀତ ଶୁଣିଲେ ଏବଂ ନିଜ ଶିଶୁ ବିଷୟରେ ଚିନ୍ତା କଲେ, କ୍ଷୀର ନିର୍ଗମନ ସହଜ ହୋଇଥାଏ
  
 
|-
 
|-
 
| 10:04
 
| 10:04
| ମନେରଖନ୍ତୁ, ମାଷ୍ଟିଟିସ୍‍କୁ ରୋକିବା ପାଇଁ ସଠିକ ଲାଚିଙ୍ଗ ହେବା ଜରୁରୀ ଅଟେ
+
| ମନେରଖନ୍ତୁ, ସ୍ତନ ପ୍ରଦାହକୁ ରୋକିବା ପାଇଁ ପାଟିରେ ଠିକ ଭାବେ ଧରିବା ଜରୁରୀ ଅଟେ
  
 
|-
 
|-
 
| 10:09
 
| 10:09
| ଏହା ଦ୍ଵାରା ଧାର ଅବରୋଧ ହେବ ନାହିଁ ଏବଂ ଶିଶୁ ଯଥେଷ୍ଟ କ୍ଷୀର ପାନ କରିପାରିବ
+
| ଏହାଦ୍ଵାରା ନାଳୀ ଅବରୋଧ ହେବ ନାହିଁ ଏବଂ ଶିଶୁ ଯଥେଷ୍ଟ କ୍ଷୀର ପାନ କରିପାରିବ
  
 
|-
 
|-
Line 434: Line 433:
 
|-
 
|-
 
| 10:24
 
| 10:24
| ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ସ୍ତନର ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲ୍‍ର ସମାପ୍ତିକୁ ଆମେ ଆସିଯାଇଛେ
+
| ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ସ୍ତନର ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ
  
 
|-
 
|-
 
| 10:31
 
| 10:31
| ଏହି ଟ୍ୟୁଟୋରିଆଲ୍‍ରେ ଆମେ ବ୍ରେଷ୍ଟ ଏନ୍‌ଗର୍ଗମେଣ୍ଟ ମାଷ୍ଟିଟିସ୍ ବିଷୟରେ ଶିଖିଲେ
+
| ଏହି ଟ୍ୟୁଟୋରିଆଲରେ ଆମେ ସ୍ତନ କଠିନତା ସ୍ତନ ପ୍ରଦାହ ବିଷୟରେ ଶିଖିଲେ
  
 
|-
 
|-
 
| 10:37
 
| 10:37
|ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି  
+
| ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି  
  
 
|-
 
|-
 
| 10:43
 
| 10:43
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର NMEICT, MHRD ଦ୍ଵାରା ଅନୁଦାନ ପ୍ରାପ୍ତ.
+
| ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.
ଏହି ମିସନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ  
+
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ  
  
 
|-
 
|-
 
| 10:56
 
| 10:56
|ଏହି ଟ୍ୟୁଟୋରିଆଲ୍ କୃତଜ୍ଞତା ପୂର୍ବକ WHEELS Global Foundation ଦ୍ଵାରା ଆଂଶିକ ରୂପେ ଅନୁଦାନ ପ୍ରାପ୍ତ
+
| ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
  
 
|-
 
|-
 
| 11:03
 
| 11:03
|ଏହି ଟ୍ୟୁଟୋରିଆଲ୍ ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟର ଅଂଶ ବିଶେଷ ଅଟେ
+
| ଏହି ଟ୍ୟୁଟୋରିଆଲ୍, “ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟ”ର ଏକ ଅଂଶ  
  
 
|-
 
|-
 
| 11:07
 
| 11:07
|ଏହି ଟ୍ୟୁଟୋରିଆଲ୍‍ର ଡୋମେନ ସମୀକ୍ଷକ ଭାବେ Dr. Rupal Dalal, MD Pediatrics ଏବଂ Dr. Taru Jindal, MS Obstetrics and Gynecology ଉପସ୍ଥିତ ଅଛନ୍ତି
+
| ଏହି ଟ୍ୟୁଟୋରିଆଲର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଏବଂ ଡାକ୍ତର ତରୁଣ ଜିନ୍ଦଲ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଉପସ୍ଥିତ ଅଛନ୍ତି
  
 
|-
 
|-
 
| 11:20
 
| 11:20
|ଆଇଆଇଟି ବମ୍ବେ ତରଫରୁ ଆନିମେଟର୍ ଆରତି ଆନ୍‍ବାଲାଗନ୍ ଯୋଶୀଙ୍କ ସହିତ ମୁଁ ପୋଷଣ ବିଶେଷଜ୍ଞ ରଜନି ସାୱନ୍ତ, ଆପଣଙ୍କଠାରୁ ବିଦୟ ନେଉଛୁ. ଆମ ସହିତ ଜଡ଼ିତ ହୋ‍ଇଥିବାରୁ, ଧନ୍ୟବାଦ
+
| ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର, ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ
 
|}
 
|}

Revision as of 16:37, 8 August 2019

Time
Narration
00:00 ବନ୍ଧୁଗଣ, ସ୍ତନ୍ୟପାନ କରାଉଥିବା ମା’ମାନଙ୍କର “ସ୍ତନର ଅବସ୍ଥା” ଉପରେ ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ସ୍ତନ କଠିନତା ଓ ସ୍ତନ ପ୍ରଦାହ ବିଷୟରେ ଶିଖିବା
00:13 ଚାଲନ୍ତୁ ସ୍ତନ କଠିନତାରୁ ଆରମ୍ଭ କରିବା
00:17 ସ୍ତନ କଠିନତା ସାଧାରଣତଃ ପ୍ରସବର 3 ରୁ 5 ଦିନ ମଧ୍ୟରେ ଦେଖାଦେଇଥାଏ
00:23 ଏହା ଏକା ସମୟରେ ଉଭୟ ସ୍ତନରେ ଦେଖାଦେଇଥାଏ
00:28 ମା’ ସ୍ତନର କଠିନତା ଓ ପୂର୍ଣ୍ଣତା ମଧ୍ୟରେ ପାର୍ଥକ୍ୟ ଜାଣିବା ଉଚିତ
00:33 ତେଣୁ, ବର୍ତ୍ତମାନ ଆମେ ସ୍ତନର କଠିନତା ଓ ପୂର୍ଣ୍ଣତା ମଧ୍ୟର ପାର୍ଥକ୍ୟକୁ ଆଲୋଚନା କରିବା
00:40 ସ୍ତନ କଠିନତା ଅବସ୍ଥାରେ ସ୍ତନ କଠିନ ହେବା ସହିତ ଫୁଲି ଯାଇଥାଏ ଏବଂ ଯନ୍ତ୍ରଣାଦାୟକ ଭାବେ କ୍ଷୀର ଭର୍ତ୍ତି ହୋଇରହିଥାଏ
00:46 ଏହା ଚମକଦାର୍ ଦେଖାଯିବା ସହ ଉପରି ଭାଗରେ ଶିରାଗୁଡ଼ିକ ଦେଖାଯାଏ
00:52 ମା’ଙ୍କୁ 24 ଘଣ୍ଟାରୁ ଅଧିକ ସମୟ ଜର ହୋଇଥିଲେ ଶିଶୁ ପାଇଁ ସ୍ତନ୍ୟପାନ କଷ୍ଟକର ହୋଇଥାଏ
01:01 ଯେତେବେଳେ କି ପୂର୍ଣ୍ଣ ସ୍ତନଗୁଡ଼ିକ ସାଧାରଣ ଅବସ୍ଥାରେ ଥାଏ
01:04 ପୂର୍ଣ୍ଣ ହୋଇଥିବା ସ୍ତନ ବଡ଼ ଦେଖାଯାଏ, କିନ୍ତୁ ଚମକଦାର୍ ଦେଖାଯାଏ ନାହିଁ
01:10 ପରିପୂର୍ଣ୍ଣ ଅବସ୍ଥାରେ ସ୍ତନ ଯନ୍ତ୍ରଣାଦାୟକ ହୁଏ ନାହିଁ କିମ୍ୱା ଜର ହୁଏ ନାହିଁ
01:17 ଏବେ ଚାଲନ୍ତୁ, ସ୍ତନ୍ୟପାନ କରାଉଥିବା ମା’ମାନଙ୍କଠାରେ ସ୍ତନ କଠିନତାର କାରଣଗୁଡ଼ିକୁ ଆଲୋଚନା କରିବା
01:23 ସ୍ତନ କଠିନତା ନିମ୍ନଲିଖିତ ଅବସ୍ଥାରେ ଦେଖାଦେଇପାରେ -
01:27 ଯଦି ମା’ ପ୍ରସବର ଠିକ୍ ପରେ ଶିଶୁକୁ ସ୍ତନ୍ୟପାନ କରାଇନଥିବେ
01:32 ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଉନଥିବେ
01:36 ସ୍ତନ୍ୟପାନ କରାଇବା ସମୟରେ ଶିଶୁ ଠିକ ଭାବେ ସ୍ତନରେ ମୁହଁ ଲଗାଇନଥିବ ଏବଂ
01:42 ମା’ ହଠାତ୍ ସ୍ତନ୍ୟପାନ କରାଇବା ବନ୍ଦ କରିଦେଇଥିବେ
01:47 ସ୍ତନ କଠିନତାର ଚିକିତ୍ସା ବିଷୟରେ ଚାଲନ୍ତୁ ଏବେ ଆଲୋଚନା କରିବା
01:51 ପ୍ରଥମେ ମା’ ସଫା ପାଣିରେ ନିଜ ହାତ ଧୋଇବେ
01:56 ତା’ପରେ ଶିଶୁକୁ ମା’ଙ୍କ ନିକଟକୁ ଆଣନ୍ତୁ, ଯଦ୍ଵାରା ସେ ତା’କୁ ଦେଖିପାରିବେ, ଶୁଙ୍ଘିପାରିବେ ଓ ଛୁଇଁପାରିବେ
02:03 ଯଦି ଶିଶୁଟି ଅଧିକ ଚଞ୍ଚଳ ଥାଏ, ତେବେ ମା’ ତା’ର ଟାୱେଲ୍‌କୁ ଶୁଙ୍ଘିପାରିବେ
02:08 ଏହାପରେ, ମା’ ଗୋଟିଏ ଗ୍ଲାସ୍ ପାଣି ପିଇବେ
02:12 ତା’ପରେ ମା’, 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ନିଜର ସ୍ତନ ଉପରେ ଗୋଟିଏ ଉଷୁମ୍ କପଡ଼ା ରଖିବେ କିମ୍ବା
02:18 ଉଷୁମ୍ ପାଣିରେ ଗାଧୋଇ ମଧ୍ୟ ପାରିବେ
02:21 ଏହା ଦ୍ଵାରା ସ୍ତନରୁ କ୍ଷୀର ସହଜରେ ବାହାରିପାରିବ
02:24 ତାହାପରେ, ସ୍ଵାସ୍ଥ୍ୟକର୍ମୀ ମା’ଙ୍କୁ ଆରାମ କରିବା ପାଇଁ କହିବେ, କାରଣ ଅତ୍ୟଧିକ ଚାପଗ୍ରସ୍ତ ରହିଲେ କ୍ଷୀର ବାହାରିବା ପ୍ରଭାବିତ ହେବ ଏବଂ
02:33 କ୍ଷୀର ସହଜରେ ବାହାରିବ ନାହିଁ
02:36 ଏବେ, ସ୍ଵାସ୍ଥ୍ୟକର୍ମୀ କିମ୍ବା ପରିବାରର ଅନ୍ୟ କୌଣସି ସଦସ୍ୟ ମା’ଙ୍କର ବେକ ଏବଂ ପିଠି ମାଲିସ୍ କରିବା ଉଚିତ
02:43 ଯଦ୍ଵାରା କ୍ଷୀର ସହଜରେ ବାହାରିପାରିବ
02:46 କାରଣ, ପିଠିର ଉପର ଭାଗ ଓ ସ୍ତନରେ ସମାନ ସ୍ନାୟୁ ରହିଥାଏ
02:52 ତା’ପରେ ମା’ ନିଜର ସ୍ତନକୁ ଧୀରେଧୀରେ ବୃତ୍ତାକାର ଗତିରେ ମାଲିସ୍ କରିବେ
02:57 ମାଲିସ୍ କରିବା ଦ୍ଵାରା ତା’ଙ୍କୁ ଆରାମ ମିଳିବ ଏବଂ କ୍ଷୀର ନିର୍ଗମନ ସକ୍ରିୟ ହେବ
03:03 ଏହି ସମସ୍ତ କାର୍ଯ୍ୟ ଅକ୍ସିଟୋସିନ୍ କ୍ଷରଣ ହେବାରେ ସାହଯ୍ୟ କରିବ
03:07 ଏହାକୁ ଅକ୍ସିଟୋସିନ୍ ରିଫ୍ଲେକ୍ସ ବା ଲେଟ୍-ଡାଉନ୍ ରିଫ୍ଲେକ୍ସ କୁହାଯାଏ
03:12 ଅକ୍ସିଟୋସିନ୍ ଏକ ହର୍ମୋନ୍ ଅଟେ, ଯାହା କ୍ଷୀର ବାହାରକୁ ଆଣିବାରେ ସାହାଯ୍ୟ କରିଥାଏ
03:17 “ଚୁଚୁକ ବଳୟ”କୁ ନରମ କରିବା ପାଇଁ ମା’ଙ୍କୁ କିଛି କ୍ଷୀର ହାତ ସାହାଯ୍ୟରେ କାଢ଼ିଦେବା ଉଚିତ
03:23 ଏହା ଦ୍ଵାରା ଶିଶୁ ପାଇଁ ଚୁଚୁକକୁ ମୁହଁରେ ପୂରାଇବା ସହଜ ହେବ
03:27 ସ୍ତନରୁ କ୍ଷୀର କାଢ଼ିବା ସମୟରେ, ମା’ଙ୍କୁ ଚୁଚୁକ ବଳୟର ଚାରିପଟେ ଚାପ ପକାଇବାକୁ ପଡ଼ିବ
03:33 କ୍ଷୀର କାଢ଼ି ସାରିବାପରେ ମା’, ଶିଶୁର ପାଟିରେ ଚୁଚୁକ ଦେବାକୁ ହେବ
03:43 ଉଭୟ ପଟରୁ ସ୍ତନ୍ୟପାନ କରାଇବା ପାଇଁ ଚେଷ୍ଟା କରନ୍ତୁ
03:46 ସ୍ତନ୍ୟପାନ କରାଇବା ମଧ୍ୟରେ ମା’ ସ୍ତନ ଉପରେ ଓଦା ଥଣ୍ଡା କପଡ଼ାକୁ 5- 10 ମିନିଟ ପର୍ଯ୍ୟନ୍ତ ରଖିବେ କିମ୍ବା
03:54 ସ୍ତନ ଉପରେ ଥଣ୍ଡା ବନ୍ଧାକୋବି ପତ୍ରକୁ ରଖିପାରିବେ
03:58 ସେ ଏହି ବନ୍ଧାକୋବି ପତ୍ରଗୁଡ଼ିକୁ ଫ୍ରୀଜ୍ କିମ୍ବା ମାଟି ପାତ୍ର ଭିତରେ ସାଇତି ରଖିପାରିବେ
04:04 ଏହା ସ୍ତନର କଠିନତା ଓ ସ୍ଫୀତି ହ୍ରାସ କରିବାରେ ସାହାଯ୍ୟ କରିଥାଏ
04:09 ତା’ପରେ, ମା’ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ
04:13 ଏବେ ଆମେ, ସ୍ତନର କଠିନତାକୁ କିପରି ରୋକିପାରିବା, ଚାଲନ୍ତୁ ଶିଖିବା
04:17 ପ୍ରଥମେ, ଶିଶୁର କ୍ଷୁଧା ସଙ୍କେତଗୁଡ଼ିକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ, ଯେପରି ଛାଟିପିଟି ହେବା,
04:25 ରୁଟିଙ୍ଗ ରିଫ୍ଲେକ୍ସ ବୃଦ୍ଧି ହେବା-
04:28 ରୁଟିଙ୍ଗ ରିଫ୍ଲେକ୍ସରେ ଶିଶୁ ସେହି ଜିନିଷ ଆଡ଼କୁ ମୁଣ୍ଡକୁ ବୁଲାଇଥାଏ, ଯାହା ତା’ର ଗାଲ କିମ୍ବା ପାଟିକୁ ଛୁଇଁଥାଏ
04:36 ଆଙ୍ଗୁଠିଗୁଡ଼ିକୁ ଚୁଚୁମିବା
04:39 ଶେଷରେ ଶିଶୁଟି କାନ୍ଦିବା ଆରମ୍ଭ କରିଥାଏ
04:43 ଶିଶୁର ଭୋକିଲା ହେବାର ସଂକେତ ଦେଖିବା କ୍ଷଣି ସ୍ତନ୍ୟପାନ କରାନ୍ତୁ, କାନ୍ଦିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ
04:50 ଶିଶୁଟି ଭଲ ଭାବରେ ଚୁଚୁକକୁ ମୁହଁରେ ପୂରାଇଥିବା ଓ ସ୍ତନ୍ୟପାନ କରୁଥିବାର ସୁନିଶ୍ଚିତ ହୁଅନ୍ତୁ
04:55 ମନେରଖନ୍ତୁ, ଅନ୍ୟ ପଟକୁ ଯିବା ପୂର୍ବରୁ ପ୍ରଥମ ସ୍ତନରୁ ସମ୍ପୂର୍ଣ୍ଣ ରୂପେ କ୍ଷୀର ପାନ କରାନ୍ତୁ
05:02 ତା’ପରେ, “ସ୍ତନ ପ୍ରଦାହ” ନାମକ ଅନ୍ୟ ଏକ ସ୍ତନର ଅବସ୍ଥା ବିଷୟରେ ଚାଲନ୍ତୁ ଜାଣିବା
05:08 ଏହି ଅବସ୍ଥାରେ ସ୍ତନର ଗୋଟିଏ ଭାଗ ଲାଲ ହୋଇଯିବା ସହ ଫୁଲିଯାଇଥାଏ ଓ ଟାଣ ହୋଇଯାଇଥାଏ
05:14 ମା’ଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ ଏବଂ ସେ ଜର ହେବା ସହ ଅସୁସ୍ଥ ଅନୁଭବ କରନ୍ତି
05:18 ଅନେକ ମା’ ପ୍ରଥମ 6 ସପ୍ତାହ ମଧ୍ୟରେ ସ୍ତନ ପ୍ରଦାହ ଦ୍ଵାରା ପୀଡ଼ିତ ହୋଇଥା’ନ୍ତି
05:22 କିନ୍ତୁ, ଏହା ସ୍ତନ୍ୟପାନର ଯେକୌଣସି ଅବଧି ମଧ୍ୟରେ ଦେଖାଦେଇପାରେ
05:27 ବେଳେବେଳେ ସ୍ତନ ପ୍ରଦାହ ଓ କଠିନତା ମଧ୍ୟରେ ଭ୍ରମ ସୃଷ୍ଟି ହୋଇଥାଏ
05:31 ହେଲେ, ସ୍ତନର କଠିନତା ସମ୍ପୂର୍ଣ୍ଣ ସ୍ତନକୁ ଏବଂ ବେଳେବେଳେ ଉଭୟ ସ୍ତନକୁ ଆକ୍ରାନ୍ତ କରିଥାଏ
05:37 ଯେତେବେଳେ କି “ସ୍ତନ ପ୍ରଦାହ”, ସ୍ତନର ଗୋଟିଏ ଅଂଶକୁ ଏବଂ ସାଧାରଣତଃ କେବଳ ଗୋଟିଏ ସ୍ତନକୁ ପ୍ରଭାବିତ କରିଥାଏ
05:44 କଠିନ ସ୍ତନ କିମ୍ବା ଅବରୁଦ୍ଧ ନାଳୀ କାରଣରୁ ସ୍ତନ ପ୍ରଦାହ ଦେଖାଦେଇପାରେ
05:51 ଏବେ, ଅନୁପଚାରିତ ଅବରୁଦ୍ଧ ନାଳୀ କିପରି ଭାବେ “ସ୍ତନ ପ୍ରଦାହ”ରେ ପରିଣତ ହୋଇଥାଏ, ଆମେ ଆଲୋଚନା କରିବା
05:59 ଅବରୁଦ୍ଧ ନାଳୀ ଏପରି ଏକ ସ୍ଥିତି ଅଟେ, ଯେଉଁଥିରେ ସ୍ତନରୁ କ୍ଷୀର କଢ଼ାନଯାଏ
06:04 ସାଧାରଣତଃ, ଏହି ନାଳୀ ବହଳିଆ କ୍ଷୀର ଦ୍ୱାରା ଅବରୁଦ୍ଧ ସ୍ତନର ଗୋଟିଏ ଅଂଶରେ ଥାଏ
06:11 ଏଥିରୁ ଟେଳା ସୃଷ୍ଟି ହେବା ସହ ନରମ ହୋଇଥାଏ, କିନ୍ତୁ ଅଧିକାଂଶ ସମୟରେ ତା’ ଉପର ଚମଡ଼ା ଲାଲ ଦେଖାଦେଇଥାଏ
06:20 ଅବରୁଦ୍ଧ ନାଳୀ ଓ ସ୍ତନ କଠିନତା, କ୍ଷୀର ପ୍ରବାହ ଅବରୋଧର କାରଣ ହୋଇଥାଏ
06:24 ଯେତେବେଳେ, ଗୋଟିଏ ସ୍ତନର ଏକ ଭାଗରେ ଅବରୁଦ୍ଧ ନାଳୀରେ କ୍ଷୀର ଅଟକିଯାଏ ଏବଂ ସ୍ତନ କଠିନ ହୋଇଯାଏ, ଏହାକୁ "ଷ୍ଟାଇସିସ୍" କୁହାଯାଏ
06:32 ଯଦି ଏହି ଷ୍ଟାଇସିସ୍‌କୁ କଢ଼ାନଯାଏ, ତେବେ ଏହା ସ୍ତନ ଟିସୁଗୁଡ଼ିକରେ ଜ୍ଵଳନ ସୃଷ୍ଟି କରିପାରେ. ଏହାକୁ ଅଣ-ସଂକ୍ରାମକ ସ୍ତନ ପ୍ରଦାହ କୁହାଯାଏ
06:42 କିନ୍ତୁ ବ୍ୟାକ୍ଟେରିଆ ଦ୍ଵାରା ସ୍ତନ ସଂକ୍ରମିତ ହେଲେ, ତାହାକୁ ସଂକ୍ରମିତ ସ୍ତନ ପ୍ରଦାହ କୁହାଯାଏ
06:51 ନିମ୍ନଲିଖିତ ଅବସ୍ଥାଗୁଡ଼ିକରେ ବ୍ୟାକ୍ଟେରିଆ ସହଜରେ ଫାଟ ମାଧ୍ୟମରେ ପ୍ରବେଶ କରିପାରନ୍ତି:
06:56 ଯଦି ସ୍ତନରେ ଫାଟ ଥାଏ, ତେବେ ସ୍ତନ ପ୍ରଦାହ ଅନୁପଚାରିତ ରହିଯାଏ ଏବଂ ଚିକିତ୍ସାରେ ବିଳମ୍ବ ହୁଏ
07:06 ଧ୍ୟାନ ଦିଅନ୍ତୁ ଯେ, ସ୍ତନ ପ୍ରଦାହର ଚିକିତ୍ସା କରାନଗଲେ, ତାହା ବଥରେ ପରିଣତ ହୋଇଯାଏ
07:11 ବର୍ତ୍ତମାନ ଚାଲନ୍ତୁ ସ୍ତନ ପ୍ରଦାହର କାରଣଗୁଡ଼ିକୁ ଆଲୋଚନା କରିବା
07:15 ସ୍ତନ ପ୍ରଦାହ ହେବାର ପ୍ରଥମ ଓ ମୂଳ କାରଣ ହେଉଛି ବାରମ୍ବାର ସ୍ତନ୍ୟପାନ ନ କରାଇବା
07:21 ସ୍ତନ୍ୟପାନ କରାଉଥିବା ମା’ ଜଣେ କର୍ମଜୀବୀ ମହିଳା ହୋଇଥିଲେ, ବାରମ୍ୱାର ସ୍ତନ୍ୟପାନ କରାଇବା କଷ୍ଟକର ହୋଇପଡ଼େ
07:27 ମା’ କିମ୍ବା ଶିଶୁର ଅସୁସ୍ଥତା, ବାରମ୍ବାର ସ୍ତନ୍ୟପାନ ନ କରାଇବାର ଅନ୍ୟ କାରଣ ହୋଇପାରେ
07:33 ଦ୍ଵିତୀୟ ହେଉଛି ନିପଲ୍ ଫିଡ଼ିଙ୍ଗ. ଏଥିରେ ଶିଶୁଟି ସ୍ତନକୁ ସମ୍ପୂର୍ଣ୍ଣ ଖାଲି କରିପାରେନାହିଁ
07:40 ତୃତୀୟଟି ହେଉଛି ଅଧିକ କ୍ଷୀର ହେବା
07:43 ଚତୁର୍ଥଟି ହେଉଛି ଶୀଘ୍ର ସ୍ତନ୍ୟପାନ ଛଡ଼ାଇ ଅନ୍ୟ ଖାଦ୍ୟ ଖୁଆଇବା ଆରମ୍ଭ କରିଦେବା
07:50 ପଞ୍ଚମଟି ହେଉଛି ଟାଇଟ୍ କପଡ଼ା- ଯଦି ମା’ ବିଶେଷକରି ରାତିରେ ଟାଇଟ୍ ବ୍ରା ପିନ୍ଧନ୍ତି, ତେବେ ଏହା ସ୍ତନ ଉପରେ ଚାପ ପକାଇଥାଏ ଏବଂ କ୍ଷୀର ନାଳୀଗୁଡ଼ିକୁ ଅବରୋଧ କରିପାରେ
08:03 ଷଷ୍ଠ ହେଉଛି ମାତୃତ୍ୱ ଚାପ – ଯଦି ମା’ କୌଣସି ପ୍ରକାରର ମାନସିକ ଚାପଗ୍ରସ୍ତ ଥିବେ, ତେବେ କ୍ଷୀର ବାହାରିବା ପ୍ରଭାବିତ ହେବ
08:12 ସପ୍ତମ ହେଉଛି ନିପଲ୍‌ରେ ଫାଟ ହେବା – ଯେଉଁଥିରୁ ବ୍ୟାକ୍ଟେରିଆ ସ୍ତନ ଟିସ୍ୟୁରେ ପ୍ରବେଶ କରିଥାଏ ଏବଂ ସ୍ତନ ପ୍ରଦାହ ହୋଇପାରେ
08:22 ଚାଲନ୍ତୁ ସ୍ତନ ପ୍ରଦାହ ଚିକିତ୍ସା ଉପରେ ଆଲୋଚନା କରିବା
08:26 ପ୍ରଥମେ, କାରଣ ଖୋଜି ବାହାର କରିବା ପରେ ଚିକିତ୍ସା ଆରମ୍ଭ କରନ୍ତୁ
08:31 ମା’, ସ୍ତନ୍ୟପାନ କରାଇବା ପୂର୍ବରୁ ଉଷୁମ ସେକ ନେବା ଆବଶ୍ୟକ
08:35 କିମ୍ବା ଉଷୁମ୍ ପାଣିରେ ଗାଧୋଇବା ଉଚିତ
08:37 ସେ ପ୍ରଥମେ ପ୍ରଭାବିତ ସ୍ତନରୁ କ୍ଷୀର ଖୁଆଇବା ଦରକାର
08:42 ଯଦି ଏହା ଦ୍ଵାରା ଯନ୍ତ୍ରଣା ବଢ଼େ କିମ୍ବା କ୍ଷୀର ବାହାରିବା ପ୍ରଭାବିତ ହୁଏ, ତେବେ ଅପ୍ରଭାବିତ ସ୍ତନରୁ ଆରମ୍ଭ କରିବେ
08:50 ମନେରଖନ୍ତୁ, ବାରମ୍ବାର ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ଅଟେ
08:55 ଯଦି ଚୁଚୁକ କିମ୍ବା ଚୁଚୁକ ବଳୟରେ କ୍ଷତ ହୋଇନଥାଏ, ତେବେ ମା’ ସେହି ସ୍ତନରୁ ସ୍ତନ୍ୟପାନ କରାଇପାରିବେ
09:04 ମନେରଖନ୍ତୁ, ସ୍ତନ ପ୍ରଦାହ ହୋଇଥିବା ସ୍ତନରୁ ମା’ ଶିଶୁକୁ ସ୍ତନ୍ୟପାନ କରାଇବା ଆରମ୍ଭ କରିବା ସମୟରେ -
09:09 ଶିଶୁଠାରେ ସଂକ୍ରମଣର ସଂକେତକୁ ଦେଖିବା ଦରକାର, ଯେହେତୁ ଶିଶୁ ସଂକ୍ରମିତ ହେବାର ବିପଦ ଥାଏ
09:17 କାରଣ ପ୍ରଭାବିତ ସ୍ତନର କ୍ଷୀରରେ କ୍ଷତିକାରକ ବ୍ୟକ୍ଟେରିଆ ଥାଇପାରେ
09:24 ସ୍ତନକୁ ମାଲିସ୍ କଲେ କ୍ଷୀର ଭଲ ଭାବେ କ୍ଷରଣ ହୋଇଥାଏ
09:28 ହାଲୁକା ଭାବରେ ପ୍ରଭାବିତ ସ୍ଥାନରୁ ଚୁଚୁକ ଆଡ଼କୁ ମାଲିସ କରନ୍ତୁ
09:34 ଏବଂ ମା’ଙ୍କୁ ଯଥେଷ୍ଟ ଆରାମ କରିବା ଆବଶ୍ୟକ
09:37 ଲକ୍ଷଣ ଅଧିକ ଯନ୍ତ୍ରଣାଦାୟକ ହେଲେ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ
09:40 ଅସ୍ତ୍ରୋପଚାର ଦ୍ୱାରା ସ୍ତନ ବଥକୁ କାଢ଼ିବାକୁ ହେବ ଏବଂ ମା’ଙ୍କୁ ଔଷଧ ଖାଇବାକୁ ପଡ଼ିବ
09:47 ଏହା ବ୍ୟତୀତ ମା’ଙ୍କୁ ଆରାମ କରିବା ସହ ଗଭୀର ନିଶ୍ଵାସ ପ୍ରଶ୍ଵାସ ନେବାକୁ ହେବ
09:55 ମୃଦୁ ସଙ୍ଗୀତ ଶୁଣିଲେ ଏବଂ ନିଜ ଶିଶୁ ବିଷୟରେ ଚିନ୍ତା କଲେ, କ୍ଷୀର ନିର୍ଗମନ ସହଜ ହୋଇଥାଏ
10:04 ମନେରଖନ୍ତୁ, ସ୍ତନ ପ୍ରଦାହକୁ ରୋକିବା ପାଇଁ ପାଟିରେ ଠିକ ଭାବେ ଧରିବା ଜରୁରୀ ଅଟେ
10:09 ଏହାଦ୍ଵାରା ନାଳୀ ଅବରୋଧ ହେବ ନାହିଁ ଏବଂ ଶିଶୁ ଯଥେଷ୍ଟ କ୍ଷୀର ପାନ କରିପାରିବ
10:14 ସ୍ତନର ଏହି ସମସ୍ତ ଅବସ୍ଥାରୁ ରକ୍ଷା ପାଇବା ପାଇଁ, ଶିଶୁ ସଠିକ୍ ଭାବେ ସଂଯୁକ୍ତ ହେବା ଏବଂ ବାରମ୍ବାର ସ୍ତନ୍ୟପାନ କରାଇବା ଆବଶ୍ୟକ
10:24 ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ସ୍ତନର ଅବସ୍ଥା ଉପରେ ଥିବା ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆମେ ଆସିଯାଇଛେ
10:31 ଏହି ଟ୍ୟୁଟୋରିଆଲରେ ଆମେ ସ୍ତନ କଠିନତା ଓ ସ୍ତନ ପ୍ରଦାହ ବିଷୟରେ ଶିଖିଲେ
10:37 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
10:43 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

10:56 ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
11:03 ଏହି ଟ୍ୟୁଟୋରିଆଲ୍, “ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟ”ର ଏକ ଅଂଶ
11:07 ଏହି ଟ୍ୟୁଟୋରିଆଲର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଏବଂ ଡାକ୍ତର ତରୁଣ ଜିନ୍ଦଲ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଉପସ୍ଥିତ ଅଛନ୍ତି
11:20 ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର, ଆପଣଙ୍କଠାରୁ ବିଦୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Indiantranslators2012, Pradeep