FrontAccounting-2.4.7/C2/Setup-for-Sales-in-FrontAccounting/Oriya

From Script | Spoken-Tutorial
Revision as of 21:32, 25 April 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Setup for Sales in FrontAccounting ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲ‌ରେ ଆମେ

Sales Types

00:12 Sales Persons
00:14 Sales Areasକୁ ସେଟ୍-ଅପ୍ କରିବା
00:16 Add and Manage Customers ଓ Customer Branches ବିଷୟରେ ଶିଖିବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,

Ubuntu Linux OS ଭର୍ସନ୍ 16.04

00:30 FrontAccounting ଭର୍ସନ୍ 2.4.7
00:35 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ ଏବଂ

ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ

00:45 ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ
00:52 ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍‌କୁ ଯାଆନ୍ତୁ
00:58 FrontAccounting ଇଣ୍ଟରଫେସ୍‌ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ
01:04 Sales, ବିକ୍ରୟ ସହିତ ଜଡ଼ିତ ଗୋଟିଏ କାର୍ଯ୍ୟକଳାପ ଅଟେ
01:08 ଏହା ଗୋଟିଏ ପ୍ରଦତ୍ତ ଅବଧିରେ ବିକ୍ରୟ ହୋଇଥିବା ଦ୍ରବ୍ୟ କିମ୍ବା ସେବାର ପରିମାଣ ଅଟେ
01:14 ବର୍ତ୍ତମାନ FrontAccounting ଇଣ୍ଟରଫେସ୍‌କୁ ଖୋଲନ୍ତୁ
01:19 ଗୋଟିଏ browser ଖୋଲନ୍ତୁ.

localhost/account ଟାଇପ୍ କରିବା ପରେ Enter ଦାବନ୍ତୁ

01:27 login ପେଜ୍ ଦୃଶ୍ୟମାନ ହେବ
01:30 ୟୁଜର୍ ନେମ୍ ପାଇଁ admin ଏବଂ password ଟାଇପ୍ କରନ୍ତୁ.

ତା’ପରେ Login ବଟନ୍‌ରେ କ୍ଲିକ୍ କରନ୍ତୁ

01:38 FrontAccounting ଇଣ୍ଟରଫେସ୍ ଖୋଲିଯିବ

Sales ଟାବ୍‌ରେ କ୍ଲିକ୍ କରନ୍ତୁ

01:44 Sales ଓ Customer ବିବରଣୀକୁ setup କରିବା ପାଇଁ Maintenance ପ୍ୟାନେଲ୍ ବ୍ୟବହାର କରାଯାଏ
01:50 ବର୍ତ୍ତମାନ ଚାଲନ୍ତୁ Salesରେ setup ପାଇଁ ଥିବା ପଦାଙ୍କଗୁଡ଼ିକୁ ଦେଖିବା
01:56 ପଦାଙ୍କ 1 - Setup Sales
01:59 ପଦାଙ୍କ 2 - Setup Customers
02:03 Setup Salesରେ ନିମ୍ନଲିଖିତ ବିକଳ୍ପଗୁଡ଼ିକୁ ସେଟ୍ କରିବା ଆବଶ୍ୟକ
02:08 Sales Types
02:10 Sales Persons ଓ Sales Areas

ଏହା କିପରି କରାଯାଏ, ଚାଲନ୍ତୁ ଶିଖିବା

02:18 FrontAccounting ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
02:22 Maintenance ପ୍ୟାନେଲ୍‌ରେ ଥିବା Sales Types ଲିଙ୍କରେ କ୍ଲିକ୍ କରନ୍ତୁ
02:27 ନିର୍ଦ୍ଦିଷ୍ଟ ଗ୍ରାହକମାନଙ୍କ ପାଇଁ ମୂଲ୍ୟର ସ୍ତରକୁ ପରିଭାଷିତ କରିବା ପାଇଁ ଏହା ସାହାଯ୍ୟ କରିଥାଏ
02:33 ଆମେ Retail ଓ Wholesaleକୁ Sales Types ଭାବେ ଦେଖିବାକୁ ପାଇବା
02:39 ଉଦାହରଣସ୍ଵରୂପ, ଆମ ବ୍ୟବସାୟର ଏକ ବଡ଼ ଅଂଶ Retail ବୋଲି ଗ୍ରହଣ କରନ୍ତୁ
02:45 ତେଣୁ ଆମେ ରିଟେଲ୍ ପ୍ରାଇସିଙ୍ଗକୁ Base ପ୍ରାଇସ୍ ଲିଷ୍ଟ ଭାବେ ରଖିପାରିବା
02:51 ଡିଫଲ୍ଟ ଭାବେ Tax included ଫିଲ୍ଡକୁ Yesରେ ସେଟ୍ କରାଯାଇଛି
02:56 ଏହାର ଅର୍ଥ taxକୁ ସର୍ବଦା salesରେ ସଂଯୁକ୍ତ କରାଯିବ
03:01 Wholesaleକୁ ଲୋକେଟ୍ କରନ୍ତୁ ଏବଂ Edit ଆଇକନ୍‌ରେ କ୍ଲିକ୍ କରନ୍ତୁ
03:06 Calculation Factor ଫିଲ୍ଡକୁ ଯାଆନ୍ତୁ
03:09 ଯଦି ଆପଣ ମୂଳ ମୂଲ୍ୟକୁ ଆଡଜଷ୍ଟ କରିବାକୁ ଚାହାନ୍ତି, ତେବେ ସେହି ମୂଲ୍ୟକୁ Calculation factorରେ ଟାଇପ୍ କରନ୍ତୁ
03:15 ଏହାକୁ ସେହିପରି ରଖନ୍ତୁ
03:18 ତା’ପରେ Tax included ଫିଲ୍ଡ ବିଷୟରେ ଜାଣିବା
03:22 ହିସାବ କରିବା ସମୟରେ ଯଦି taxes ଗୋଟିଏ କାରକ ହେବା ଉଚିତ୍ ତେବେ, ଏହି ବକ୍ସକୁ ଚୟନ କରନ୍ତୁ
03:28 Tax included ଚେକ୍-ବକ୍ସକୁ ଚେକ୍ କରନ୍ତୁ
03:32 ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Update ବଟନ୍‌ରେ କ୍ଲିକ୍ କରନ୍ତୁ
03:37 ବିବରଣୀଗୁଡ଼ିକ ଅପଡେଟ୍ ହୋଇଯାଇଛି ବୋଲି ସୂଚାଉଥିବା ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ
03:43 FrontAccounting ଇଣ୍ଟରଫେସ୍‌କୁ ଫେରିଯିବା ପାଇଁ Back ଲିଙ୍କରେ କ୍ଲିକ୍ କରନ୍ତୁ
03:48 ବର୍ତ୍ତମାନ, ଜଣେ ନୂଆ Sales Personଙ୍କୁ କିପରି ଯୋଡ଼ାଯାଏ, ଚାଲନ୍ତୁ ଜାଣିବା
03:53 Maintenance ପ୍ୟାନେଲ୍‌ରେ ଥିବା Sales Persons ଲିଙ୍କରେ କ୍ଲିକ୍ କରନ୍ତୁ
03:58 Sales Person ସମ୍ବନ୍ଧୀତ ଜରୁରୀ ତଥ୍ୟଗୁଡ଼ିକୁ ଏଠାରେ ପୂରଣ କରିବା ଆବଶ୍ୟକ
04:05 ଏଠାରେ ପ୍ରଦର୍ଶିତ ହେବା ଭଳି ବିବରଣୀଗୁଡ଼ିକୁ ପୂରଣ କରନ୍ତୁ
04:09 ଜଣେ Sales Personଙ୍କ ଦ୍ଵାରା Provision ଫିଲ୍ଡ ବ୍ୟବହାର ହୋଇଥାଏ
04:13 ନିଜେ କରୁଥିବା ବିକ୍ରି ଉପରେ ସେ ଗୋଟିଏ commission କିମ୍ବା provision ପାଆନ୍ତି
04:18 ତେଣୁ, Provision ଫିଲ୍ଡରେ ମୁଁ commission ପାଇଁ 5% ଟାଇପ୍ କରିବି
04:25 ତା’ପରେ Turnover Break Point Level ବିଷୟରେ ଜାଣିବା
04:29 ଏହା ଜଣେ Sales Personଙ୍କ ପାଇଁ ବ୍ୟବହାର କରାଯାଏ
04:32 ଯଦି break point ଠାରୁ ଆମାଉଣ୍ଟ ଅଧିକ ହୁଏ, ତେବେ ସେ provision ପାଇବା ପାଇଁ ଯୋଗ୍ୟ ହେବେ
04:37 ତେଣୁ, Break point ଫିଲ୍ଡରେ ମୁଁ one lakh ଟାଇପ୍ କରିବି
04:42 ଯଦି Sales Person, break pointରୁ ଅଧିକ ବିକ୍ରୟ କରନ୍ତି, ତେବେ ସେ 5% commission ପାଇବେ
04:50 ଆମ ପାଇଁ ଏହା one lakh rupees ଅଟେ
04:54 ଯଦି Sales Person, break pointରୁ କମ୍ ବିକ୍ରୟ କରନ୍ତି, ତେବେ Provision 2 ଫିଲ୍ଡ ବ୍ଯବହୃତ ହେବ
05:01 ମୁଁ ଏଠାରେ 3 ଟାଇପ୍ କରିବି.

ଏହାର ଅର୍ଥ, ଯଦି Sales Person, 1 lakhରୁ କମ୍ ବିକ୍ରୟ କରନ୍ତି, ତେବେ ସେ 3% commission ପାଇବେ

05:12 ୱିଣ୍ଡୋର ନିମ୍ନ ଭାଗରେ ଥିବା Add item ବଟନ୍‌ରେ କ୍ଲିକ୍ କରନ୍ତୁ
05:17 ତା’ପରେ FrontAccounting ଇଣ୍ଟରଫେସ୍‌କୁ ଫେରିଯିବା ପାଇଁ Back ଲିଙ୍କରେ କ୍ଲିକ୍ କରନ୍ତୁ
05:23 ବର୍ତ୍ତମାନ ଗୋଟିଏ ନୂଆ Sales Area ସୃଷ୍ଟି କରିବା ବିଷୟରେ ଶିଖିବା
05:28 Maintenance ପ୍ୟାନେଲ୍‌ରେ ଥିବା Sales Areas ଲିଙ୍କରେ କ୍ଲିକ୍ କରନ୍ତୁ
05:33 Sales Area ଆଧାରରେ, ଆମେ sales orders ତିଆରି କରିପାରିବା ଏବଂ dispatches ମଧ୍ୟ କରିପାରିବା
05:40 ଆମେ ସୃଷ୍ଟି କରିବା ପାଇଁ ଚାହୁଁଥିବା ନୂଆ Area Nameକୁ ଟାଇପ୍ କରନ୍ତୁ.

ମୁଁ South Mumbai ଟାଇପ୍ କରିବି

05:47 ୱିଣ୍ଡୋର ନିମ୍ନ ଭାଗରେ ଥିବା Add new ବଟନ୍‌ରେ କ୍ଲିକ୍ କରି ପରିବର୍ତ୍ତନଗୁଡ଼ିକୁ ସେଭ୍ କରନ୍ତୁ
05:53 ଅପଡେଟ୍ ଏଣ୍ଟ୍ରୀ ଥିବା ଟେବଲ୍‌କୁ ମଧ୍ୟ ଆପଣ ଦେଖିପାରିବେ
05:58 FrontAccounting ଇଣ୍ଟରଫେସ୍‌କୁ ଫେରିଯିବା ପାଇଁ Back ଲିଙ୍କରେ କ୍ଲିକ୍ କରନ୍ତୁ
06:03 ଗୋଟିଏ Sales Order କୋଟ୍ କରିବା ପୂର୍ବରୁ ନିମ୍ନଲିଖିତ set up କରନ୍ତୁ:
06:08 Add and Manage Customers ଓ Customer Branches
06:14 Customer ହେଉଛନ୍ତି ଜଣେ ବ୍ୟକ୍ତି କିମ୍ବା ବ୍ୟବସାୟ, ଯିଏ ଦ୍ରବ୍ୟ କିମ୍ବା ସେବା କ୍ରୟ କରନ୍ତି
06:21 ଆମର ଦ୍ରବ୍ୟ ବିକ୍ରୟ କରିବା ପାଇଁ customersକୁ ଯୋଡ଼ିବା ଆବଶ୍ୟକ
06:25 FrontAccounting ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
06:29 Maintenance ପ୍ୟାନେଲ୍‌ର ନିମ୍ନ ବାମ କଡ଼ରେ ଥିବା Add and Manage Customersରେ କ୍ଲିକ୍ କରନ୍ତୁ
06:36 ପ୍ରଦର୍ଶିତ ହେବା ଭଳି Customerଙ୍କର ଜରୁରୀ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ
06:42 Customer’s Currency ଡ୍ରପ୍-ଡାଉନ୍ ବକ୍ସରେ Indian Rupees ଚୟନ କରନ୍ତୁ
06:47 Sales Type or Price List ଡ୍ରପ୍-ଡାଉନ୍ ବକ୍ସରେ Retail ଚୟନ କରନ୍ତୁ
06:53 ପ୍ରଦର୍ଶିତ ହେବା ଭଳି Customerଙ୍କର ଯୋଗାଯୋଗ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ
06:58 Sales Personଙ୍କ ନାମ ପାଇଁ ମୁଁ Rahul ଚୟନ କରିଛି, ଯାହା ପୂର୍ବରୁ ସୃଷ୍ଟି ହୋଇସାରିଛି
07:05 ଡାହାଣ କଡ଼ରେ ଥିବା Sales କଲମ୍‌କୁ ଦେଖନ୍ତୁ
07:09 ସେହି customerଙ୍କ ପାଇଁ ପ୍ରଯୁଜ୍ୟ Discount, Credit ଓ ଅନ୍ୟାନ୍ୟ ସର୍ତ୍ତାବଳୀକୁ ପୂରଣ କରନ୍ତୁ
07:16 ଡିଫଲ୍ଟ ସେଟିଙ୍ଗଗୁଡ଼ିକରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ
07:20 ତଳକୁ ସ୍କ୍ରୋଲ୍ କରନ୍ତୁ.

ୱିଣ୍ଡୋର ନିମ୍ନ ଭାଗରେ ଥିବା Add New Customer ବଟନ୍‌ରେ କ୍ଲିକ୍ କରନ୍ତୁ

07:28 ଡିଫଲ୍ଟ branch ଯୋଡ଼ି ହୋଇଯାଇଛି ବୋଲି ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ
07:33 sales କିମ୍ବା delivery orders ଇସୁ କରିବା ପାଇଁ ଜଣେ customerଙ୍କର ନିଶ୍ଚିତ ରୂପେ ଗୋଟିଏ customer branch ରହିବା ଆବଶ୍ୟକ
07:40 ପ୍ରଥମେ ନୂଆ Sales Entry ପାଇଁ ଏହି ପରିବର୍ତ୍ତନଗୁଡ଼ିକୁ ଲାଗୁ କରିବା ଆବଶ୍ୟକ,.

ତଳକୁ ସ୍କ୍ରୋଲ୍ କରନ୍ତୁ

07:49 ୱିଣ୍ଡୋର ନିମ୍ନ ଭାଗରେ ଥିବା Update Customer ବଟନ୍‌ରେ କ୍ଲିକ୍ କରନ୍ତୁ
07:54 Customer ବିବରଣୀଗୁଡ଼ିକ ଅପଡେଟ୍ ହୋଇଯାଇଛି ବୋଲି ସଫଳ ବାର୍ତ୍ତା ଦ୍ଵାରା ସୂଚିତ ହେଉଛି
08:00 FrontAccounting ଇଣ୍ଟରଫେସ୍‌କୁ ଫେରିଯିବା ପାଇଁ Back ଲିଙ୍କରେ କ୍ଲିକ୍ କରନ୍ତୁ
08:05 ଡିଫଲ୍ଟ branch ଯୋଡ଼ି ହୋଇଛି କି ନାହିଁ ବର୍ତ୍ତମାନ ଚାଲନ୍ତୁ ଦେଖିବା
08:11 Maintenance ପ୍ୟାନେଲ୍‌ରେ ଥିବା Customer Branches ଲିଙ୍କରେ କ୍ଲିକ୍ କରନ୍ତୁ
08:16 customerରେ ଗୋଟିଏ ଡିଫଲ୍ଟ branch Global ଯୋଡ଼ି ହୋଇଯାଇଥିବା ଆପଣ ଦେଖିପାରିବେ
08:22 ପ୍ରଦତ୍ତ entryରେ ପରିବର୍ତ୍ତନ କରିବା ପାଇଁ ଡାହାଣ କଡ଼ରେ ଥିବା Edit ଆଇକନ୍‌ରେ କ୍ଲିକ୍ କରନ୍ତୁ
08:28 Sales ପ୍ୟାନେଲ୍‌ରେ ଥିବା Sales Area ଡ୍ରପ୍-ଡାଉନ୍ ବକ୍ସରେ South Mumbai ଚୟନ କରନ୍ତୁ
08:36 ଅନ୍ୟ ଫିଲ୍ଡ ଏଣ୍ଟ୍ରୀଗୁଡ଼ିକୁ ପରିବର୍ତ୍ତନ କରନ୍ତୁ ନାହିଁ
08:40 Mailing address ଓ Billing address, customer address ଭଳି ସମାନ ରହିବ
08:46 ଯଦି ଆପଣଙ୍କର ଗୋଟିଏ ଅଲଗା address ଥାଏ, ତେବେ ଏହାକୁ ଏଠାରେ ପରିବର୍ତ୍ତନ କରିପାରିବେ
08:50 ତା’ପରେ ଏହି ପରିବର୍ତ୍ତନକୁ ସେଭ୍ କରିବା ପାଇଁ ନିମ୍ନ ଭାଗରେ ଥିବା Update ବଟନ୍‌ରେ କ୍ଲିକ୍ କରନ୍ତୁ
08:56 branch ଅପଡେଟ୍ ହୋଇଯିବ’ଏବଂ ଉପର ଭାଗରେ ସଫଳ ବାର୍ତ୍ତା ଦୃଶ୍ୟମାନ ହେବ
09:01 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
09:07 ଏହି ଟ୍ୟୁଟୋରିଆଲରେ ଆମେ

Sales Types

09:13 Sales Persons
09:15 Sales Areas ସେଟ୍-ଅପ୍ କରିବା
09:17 Add and manage Customers ଓ Customer Branches ବିଷୟରେ ଜାଣିଲେ
09:23 ଗୋଟିଏ ଆସାଇନମେଣ୍ଟ ଭାବେ, ଆଉ ଗୋଟିଏ customer ଯୋଡ଼ନ୍ତୁ
09:28 ନୂଆ customer ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ରେଫର୍ କରନ୍ତୁ
09:34 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
09:42 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:52 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
09:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ
10:02 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep