FrontAccounting-2.4.7/C2/Purchase-and-Reports-in-FrontAccounting/Oriya

From Script | Spoken-Tutorial
Revision as of 23:34, 25 April 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:01 Purchases and Reports in FrontAccounting ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା :

Suppliers ଯୋଡ଼ିବା

00:13 ଗୋଟିଏ Purchase Order Entry ତିଆରି କରିବା
00:15 Suppliers invoice ତିଆରି କରିବା ଏବଂ transactions ଅନୁସାରେ ବିଭିନ୍ନ reports ପ୍ରସ୍ତୁତ କରିବା
00:24 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,

Ubuntu Linux OS ଭର୍ସନ୍ 16.04

00:32 ଏବଂ FrontAccounting ଭର୍ସନ୍ 2.4.7
00:37 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ ଏବଂ

ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ

00:47 ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ
00:53 ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍‌କୁ ଯାଆନ୍ତୁ
00:59 FrontAccounting ଇଣ୍ଟରଫେସ୍‌ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ
01:05 ଚାଲନ୍ତୁ Purchaseର ଅର୍ଥକୁ ବୁଝିବା
01:09 ଜଣେ ବ୍ୟକ୍ତି କିମ୍ବା ବ୍ୟବସାୟ ଦ୍ଵାରା କ୍ରୟ କରାଯାଇଥିବା ଗୋଟିଏ ଦ୍ରବ୍ୟ କିମ୍ବା ସେବାକୁ Purchase କୁହଯାଏ
01:17 ଗୋଟିଏ ବ୍ୟବସାୟରେ ଲକ୍ଷ୍ୟ ହାସଲ କରିବା ପାଇଁ ଦ୍ରବ୍ୟ ସଂଗ୍ରହ କରାଯାଏ
01:24 ବର୍ତ୍ତମାନ FrontAccounting ଇଣ୍ଟରଫେସ୍‌କୁ ଖୋଲନ୍ତୁ
01:28 ଗୋଟିଏ browser ଖୋଲନ୍ତୁ, localhost/account ଟାଇପ୍ କରିବା ପରେ Enter ଦାବନ୍ତୁ
01:36 login ପେଜ୍ ଦୃଶ୍ୟମାନ ହେବ
01:39 ୟୁଜର୍ ନେମ୍ ପାଇଁ admin ଏବଂ password ଟାଇପ୍ କରନ୍ତୁ.

ତା’ପରେ Login ବଟନ୍‌ରେ କ୍ଲିକ୍ କରନ୍ତୁ

01:47 FrontAccounting ଇଣ୍ଟରଫେସ୍ ଖୋଲିଯିବ

Purchases ଟାବ୍‌ରେ କ୍ଲିକ୍ କରନ୍ତୁ

01:53 FrontAccountingରେ Purchases ପାଇଁ ଥିବା ପ୍ରଣାଳୀକୁ ଚାଲନ୍ତୁ ଦେଖିବା
01:58 ଗୋଟିଏ Purchase Entry ପାଇଁ ନିମ୍ନଲିଖିତ ପଦାଙ୍କଗୁଡ଼ିକ ଅଛି:

Suppliers ଯୋଡ଼ିବା

02:04 ଗୋଟିଏ Purchase Order Entry ତିଆରି କରିବା
02:07 ଗୋଟିଏ Supplier ଓ Suppliers invoiceରୁ Receivable note ପ୍ରାପ୍ତ କରିବା
02:13 କିନ୍ତୁ ପ୍ରଥମେ ଚାଲନ୍ତୁ Supplierର ଅର୍ଥକୁ ବୁଝିବା
02:18 ଦ୍ରବ୍ୟ କିମ୍ବା ସେବା ଯୋଗାଉଥିବା ଜଣେ ବ୍ୟକ୍ତି କିମ୍ବା ବ୍ୟବସାୟକୁ Supplier କୁହାଯାଏ
02:24 FrontAccounting ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
02:27 Maintenance ପ୍ୟାନେଲ୍‌ରେ ଥିବା Suppliers ଲିଙ୍କରେ କ୍ଲିକ୍ କରନ୍ତୁ
02:32 ଗୋଟିଏ Supplier ସମ୍ବନ୍ଧୀତ ସମସ୍ତ ଜରୁରୀ ତଥ୍ୟକୁ ଏଠାରେ ପୂରଣ କରିବା ଆବଶ୍ୟକ.

ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ ଆବଶ୍ୟକୀୟ ବିବରଣୀକୁ ପୂରଣ କରିଛି

02:42 ତଳକୁ ସ୍କ୍ରୋଲ୍ କରନ୍ତୁ.

ୱିଣ୍ଡୋର ନିମ୍ନ ଭାଗରେ ଥିବା Add New Supplier Details ବଟନ୍‌ରେ କ୍ଲିକ୍ କରନ୍ତୁ

02:50 ସେଭ୍ ହୋଇଥିବା entry ପାଇଁ ଆମେ କନଫର୍ମେଶନ୍ ମେସେଜ୍‌କୁ ଦେଖିପାରିବା
02:55 ନୂଆ Purchase Order Entry ପାଇଁ ଆମକୁ ଏହି ପରିବର୍ତ୍ତନଗୁଡ଼ିକୁ ଲାଗୁ କରିବାକୁ ହେବ
03:00 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ୱିଣ୍ଡୋର ନିମ୍ନ ଭାଗରେ ଥିବା Update Supplier ବଟନ୍‌ରେ କ୍ଲିକ୍ କରନ୍ତୁ
03:06 supplier ଅପଡେଟ୍ ହୋଇଯାଇଛି ବୋଲି ସଫଳ ବାର୍ତ୍ତାରୁ ସୂଚନା ମିଳିବ
03:11 ତଲକୁ ସ୍କ୍ରୋଲ୍ କରନ୍ତୁ, ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ
03:17 ଚାଲନ୍ତୁ ଗୋଟିଏ Purchase Order Entry କରିବା.

ସିଷ୍ଟମ୍‌ରେ ସମସ୍ତ Purchase Ordersଜୁ ରେଜିଷ୍ଟର୍ କରିବା ପାଇଁ ଏହାର ବ୍ୟବହାର କରାଯାଇଛି

03:25 Transactions ପ୍ୟାନେଲ୍‌ରେ ଥିବା Purchase Order Entry ଲିଙ୍କରେ କ୍ଲିକ୍ କରନ୍ତୁ
03:30 Supplier ନେମ୍ ସହିତ ଅନ୍ୟାନ୍ୟ ସମ୍ପର୍କିତ ସୂଚନାର ବିବରଣୀଗୁଡ଼ିକୁ ଆମେ ଦେଖିପାରିବା
03:36 ଏହାର କାରଣ, ଆମେ ପୂର୍ବରୁ supplier ବିବରଣୀକୁ ଅପଡେଟ୍ କରିସାରିଛେ
03:42 Supplier’s reference ପ୍ରଦାନ କରିବା ବାଧ୍ୟତାମୂଳକ ଅଟେ
03:46 ତେଣୁ, Supplier’s reference ପାଇଁ ମୁଁ S001 ଟାଇପ୍ କରିବି
03:53 Item Description ଡ୍ରପ୍-ଡାଉନ୍ ମେନୁରେ Item ପାଇଁ Dell laptop ଚୟନ କରନ୍ତୁ
04:00 Quantity ଫିଲ୍ଡରେ ପରିମାଣ ପାଇଁ 2 ଟାଇପ୍ କରନ୍ତୁ
04:05 ଏହିପରି Required Delivery Dateକୁ ଚୟନ କରନ୍ତୁ
04:09 ଡିଫଲ୍ଟ ଭାବେ ଅର୍ଡର୍ ତାରିଖର 10 ଦିନ ପରେ ଏହାର ତାରିଖ ଦିଆଯିବ.

ମୁଁ ଏହାକୁ ସମାନ ରଖିବି

04:15 ବର୍ତ୍ତମାନ, Price before Tax ଫିଲ୍ଡରେ ମୁଁ Price ପାଇଁ 48,000 ଟାଇପ୍ କରିବି
04:22 entryକୁ ସେଭ୍ କରିବା ପାଇଁ ଧାଡ଼ିର ଡାହାଣ କଡ଼ରେ ଥିବା Add Item ବଟନ୍‌ରେ କ୍ଲିକ୍ କରନ୍ତୁ
04:28 GST ସଞ୍ଜୁକ୍ତ ଥିବା Amount Totalକୁ ଆମେ ଦେଖିବା
04:32 ବର୍ତ୍ତମାନ ୱିଣ୍ଡୋର ନିମ୍ନ ଭାଗରେ ଥିବା Place Order ବଟନ୍‌ରେ କ୍ଲିକ୍ କରନ୍ତୁ
04:37 Purchase Order ପ୍ଲେସ୍ କରାଯାଇଛି ବୋଲି ସଫଳ ବାର୍ତ୍ତାରେ ପ୍ରଦର୍ଶିତ ହେବ
04:42 ବର୍ତ୍ତମାନ Purchase Order ଅନୁସାରେ ଆମେ items ପ୍ରାପ୍ତ କରିବା ଆବଶ୍ୟକ
04:47 ୱିଣ୍ଡୋରେ ଥିବା Receive Items on this Purchase Order ଲିଙ୍କରେ କ୍ଲିକ୍ କରନ୍ତୁ
04:53 ଆମେ ଆମର Purchase Order ଦ୍ଵାରା ପ୍ରାପ୍ତ କରିଥିବା itemsର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିପାରିବା
04:58 ୱିଣ୍ଡୋର ନିମ୍ନ ଭାଗରେ ଥିବା Process Receive Items ବଟନ୍‌ରେ କ୍ଲିକ୍ କରନ୍ତୁ
05:03 Purchase Order delivery ପ୍ରୋସେସ୍ ହୋଇଯାଇଛି ବୋଲି ଗୋଟିଏ ମେସେଜ୍ ପ୍ରାପ୍ତ ହେବ
05:08 ତା’ର ନିମ୍ନରେ କିଛି ବିକଳ୍ପ ଥିବା ଆମେ ଦେଖିବାକୁ ପାଇବା
05:12 ଆପଣ ସେଗୁଡ଼ିକୁ ପରେ ଜାଣିବା ପାଇଁ ଚେଷ୍ଟା କରିପାରନ୍ତି
05:16 ଏହାପରେ ଆମେ ଗୋଟିଏ Purchase invoice ପାଇବା ଆବଶ୍ୟକ
05:21 ତେଣୁ, Entry purchase invoice for this receival ଲିଙ୍କରେ କ୍ଲିକ୍ କରନ୍ତୁ
05:27 Supplier invoiceକୁ ଏଣ୍ଟର୍ କରିବା ପାଇଁ ଆମେ ଏଠାରେ ବିବରଣୀଗୁଡ଼ିକୁ ପାଇବା
05:32 Supplier’s reference ପାଇଁ S001 ଟାଇପ୍ କରନ୍ତୁ
05:37 ଯଦି supplier reference ପ୍ରଦାନ କରା ନଯାଏ, ତେବେ ଗୋଟିଏ ଏରର୍ ଦେଖାଦେବ
05:42 ଧାଡ଼ିର ଡାହାଣ କଡ଼ରେ ଥିବା Add ବଟନ୍‌ରେ କ୍ଲିକ୍ କରନ୍ତୁ.

ତଳକୁ ସ୍କ୍ରୋଲ୍ କରନ୍ତୁ

05:47 GST ସଂଯୁକ୍ତ ଥିବା invoice ବିବରଣୀକୁ ଆମେ ଦେଖିପାରିବା
05:52 ୱିଣ୍ଡୋର ନିମ୍ନ ଭାଗରେ ଥିବା Enter Invoice ବଟନ୍‌ରେ କ୍ଲିକ୍ କରନ୍ତୁ
05:56 Supplier invoice ସଫଳତାର ସହ ପ୍ରୋସେସ୍ ହୋଇଛି ବୋଲି ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ
06:02 ତା’ପରେ invoice ଅନୁସାରେ Supplierଙ୍କୁ ଦେୟ ଦେବା ଆବଶ୍ୟକ
06:08 Entry supplier payment for this invoice ଲିଙ୍କରେ କ୍ଲିକ୍ କରନ୍ତୁ
06:13 Supplier Invoiceର ବିବରଣୀକୁ ଆମେ ଦେଖିପାରିବା, ଯେଉଁଥିରେ Supplierଙ୍କୁ ଦେବାକୁ ଥିବା ଦେୟ ବିଷୟରେ ଉଲ୍ଲେଖ ଅଛି
06:19 Supplierଙ୍କୁ ଦେବା ପାଇଁ କିଛି Bank Balance ମଧ୍ୟ ଥିବା ଆବଶ୍ୟକ
06:24 Memo ଫିଲ୍ଡରେ Being payment made to the supplier - S001 ଟାଇପ୍ କରନ୍ତୁ
06:31 ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Enter Payment ବଟନ୍‌ରେ କ୍ଲିକ୍ କରନ୍ତୁ
06:36 ଆମେ ସଫଳତାର ସହ Payment କରିସାରିଛେ ବୋଲି ଗୋଟିଏ କନଫର୍ମେଶନ୍ ବାର୍ତ୍ତା ଦୃଶ୍ୟମାନ ହେବ
06:41 ତା’ର ନିମ୍ନରେ କିଛି ବିକଳ୍ପ ଥିବା ଆମେ ଦେଖିବାକୁ ପାଇବା.

ଆପଣ ସେଗୁଡ଼ିକୁ ପରେ ଜାଣିବା ପାଇଁ ଚେଷ୍ଟା କରିପାରନ୍ତି

06:48 View the GL journal Entries for this Payment ଲିଙ୍କରେ କ୍ଲିକ୍ କରନ୍ତୁ
06:55 ୱିଣ୍ଡୋର ନିମ୍ନ ଭାଗରେ ଥିବା close ଲିଙ୍କରେ କ୍ଲିକ୍ କରନ୍ତୁ
06:59 ଗୋଟିଏ ଆସାଇନମେଣ୍ଟ ଭାବେ ନିମ୍ନଲିଖିତ କରନ୍ତୁ:

Suppliers ବିକଳ୍ପକୁ ବ୍ୟବହାର କରି Purchases ପାଇଁ ଗୋଟିଏ ନୂଆ Supplier ଯୋଡ଼ନ୍ତୁ

07:07 ଗୋଟିଏ ନୂଆ Purchase Order Entry କରନ୍ତୁ
07:10 ଗୋଟିଏ Supplier payment for this invoice ପ୍ରସ୍ତୁତ କରନ୍ତୁ
07:14 ଏବଂ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ରେଫର୍ କରନ୍ତୁ
07:20 ଏପର୍ଯ୍ୟନ୍ତ ଆମେ ଆମ କମ୍ପାନୀ ପାଇଁ Sales ଓ Purchases ସମ୍ବନ୍ଧୀତ ସାମାନ୍ୟ transactions କରିଛେ
07:27 ବର୍ତ୍ତମାନ ଏହି transactions ସମ୍ବନ୍ଧୀତ ବିଭିନ୍ନ reportsକୁ ଚାଲନ୍ତୁ ଦେଖିବା
07:33 Banking and General Ledger ଟାବ୍‌ରେ କ୍ଲିକ୍ କରନ୍ତୁ
07:37 Inquiries and Reports ପ୍ୟାନେଲ୍ ଅଧିନରେ ଥିବା Banking Reports ଲିଙ୍କରେ କ୍ଲିକ୍ କରନ୍ତୁ
07:43 ଡାହାଣ କଡ଼ ପ୍ୟାନେଲ୍‌ରେ ଥିବା Bank statement ଲିଙ୍କରେ କ୍ଲିକ୍ କରନ୍ତୁ
07:47 ଡାହାଣ କଡ଼ ପ୍ୟାନେଲ୍‌ରେ ଥିବା Bank Accounts ଫିଲ୍ଡରେ Current accountକୁ ଚୟନ କରନ୍ତୁ
07:52 report ଦେଖିବା ପାଇଁ transactionsର Start Date ଓ End Dateକୁ ଚୟନ କରନ୍ତୁ
07:58 ଡାହାଣ କଡ଼ କୋଣରେ ଥିବା Display:Bank statement ବଟନ୍‌ରେ କ୍ଲିକ୍ କରନ୍ତୁ
08:04 ଗୋଟିଏ କନସୋଲିଡେଟେଡ୍ Bank statement report ଦୃଶ୍ୟମାନ ହେବ
08:08 ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
08:10 ତା’ପରେ Sales ଟାବ୍‌ରେ କ୍ଲିକ୍ କରନ୍ତୁ
08:13 Inquiries and Reports ପ୍ୟାନେଲ୍‌ରେ ଥିବା Customer and Sales Reports ଲିଙ୍କରେ କ୍ଲିକ୍ କରନ୍ତୁ
08:19 ପରବର୍ତ୍ତୀ ୱିଣ୍ଡୋରେ Report Classes ଅଧିନରେ ଥିବା General Ledger ଲିଙ୍କରେ କ୍ଲିକ୍ କରନ୍ତୁ
08:26 ତା’ପରେ ଡାହାଣ କଡ଼ ପ୍ୟାନେଲ୍‌ରେ ଥିବା List of Journal Entries ଲିଙ୍କରେ କ୍ଲିକ୍ କରନ୍ତୁ
08:31 report ଦେଖିବା ପାଇଁ transactionsର Start Date ଓ End Dateକୁ ଚୟନ କରନ୍ତୁ
08:37 ଉପର ଡାହାଣ କଡ଼ କୋଣରେ ଥିବା Display:List of journal entries ବଟନ୍‌ରେ କ୍ଲିକ୍ କରନ୍ତୁ
08:44 companyରେ ଏଣ୍ଟର୍ କରାଯାଇଥିବା ସମସ୍ତ Journal Entriesକୁ ଆପଣ ଦେଖିପାରିବା
08:50 ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
08:52 Report classes ଅଧିନରେ ଥିବା General Ledger ଲିଙ୍କରେ କ୍ଲିକ୍ କରନ୍ତୁ
08:57 ଡାହାଣ କଡ଼ ପ୍ୟାନେଲ୍‌ରେ ଥିବା Trial Balance ଲିଙ୍କରେ କ୍ଲିକ୍ କରନ୍ତୁ
09:01 report ଦେଖିବା ପାଇଁ transactionsର Start Date ଓ End Dateକୁ ଚୟନ କରନ୍ତୁ
09:07 ଉପର ଡାହାଣପଟେ ଥିବା Display:Trial balance ବଟନ୍‌ରେ କ୍ଲିକ୍ କରନ୍ତୁ
09:12 ଆମେ ଅନୁରୂପ reportକୁ ଦେଖିପାରିବା
09:15 ଏହା ସମସ୍ତ General Ledger accounts ତାଲିକା ଉପରେ ଆଧାରିତ ଅଟେ
09:20 ୱିଣ୍ଡୋକୁ ବନ୍ଦ କରନ୍ତୁ
09:22 Report classes ଅଧୀନରେ ଥିବା General Ledger ଲିଙ୍କରେ କ୍ଲିକ୍ କରନ୍ତୁ
09:27 ଡାହାଣ ପ୍ୟାନେଲ୍‌ରେ ଥିବା Balance Sheet ଲିଙ୍କରେ କ୍ଲିକ୍ କରନ୍ତୁ
09:31 report ଦେଖିବା ପାଇଁ transactionsର Start Date ଓ End Dateକୁ ଚୟନ କରନ୍ତୁ
09:37 ଉପର ଡାହାଣ ପଟେ ଥିବା Display: Balance sheet ଲିଙ୍କରେ କ୍ଲିକ୍ କରନ୍ତୁ
09:42 ଆମେ Assets and Liabilitiesର ଅନୁରୂପ reportକୁ ଦେଖିପାରିବା
09:48 ୱିଣ୍ଡୋକୁ ବନ୍ଦ କରନ୍ତୁ
09:50 Report classes ଅଧୀନରେ ଥିବା Customer ଲିଙ୍କରେ କ୍ଲିକ୍ କରନ୍ତୁ
09:55 ଏଠାରେ ଆମେ Price listing, customer detail listing, Customer trial balanceକୁ ଦେଖିପାରିବା
10:02 ଏହି reportଗୁଡ଼ିକୁ ନିଜକୁ ନିଜେ ଖୋଜି ଦେଖନ୍ତୁ
10:05 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
10:11 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ

Suppliers ଯୋଡ଼ିବା

10:16 ଗୋଟିଏ Purchase Order Entry କରିବା
10:19 Suppliers invoice ତିଆରି କରିବା
10:22 ଏବଂ transactionsର ବିଭିନ୍ନ reportଗୁଡ଼ିକୁ ତିଆରି କରିବା
10:26 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:34 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:43 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
10:47 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ
10:53 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep