FrontAccounting-2.4.7/C2/Place-Sales-Order-in-FrontAccounting/Oriya

From Script | Spoken-Tutorial
Revision as of 22:03, 25 April 2020 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 Place Sales Order in FrontAccounting ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

Sales Quotation Entry

00:13 Sales Order Entry
00:15 Make Delivery ଓ

Sales Order Inquiry

00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,

Ubuntu Linux OS ଭର୍ସନ୍ 16.04

00:28 FrontAccounting ଭର୍ସନ୍ 2.4.7
00:32 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ ଏବଂ

ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ

00:42 ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ
00:48 ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍‌କୁ ଯାଆନ୍ତୁ
00:54 FrontAccounting ଇଣ୍ଟରଫେସ୍ ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ
01:00 ବର୍ତ୍ତମାନ FrontAccounting ଇଣ୍ଟରଫେସ୍‌କୁ ଖୋଲନ୍ତୁ
01:04 ଗୋଟିଏ browser ଖୋଲନ୍ତୁ. localhost/account ଟାଇପ୍ କରିବା ପରେ Enter ଦାବନ୍ତୁ
01:13 login ପେଜ୍ ଦୃଶ୍ୟମାନ ହେବ
01:16 ୟୁଜର୍ ନେମ୍ ପାଇଁ admin ଏବଂ password ଟାଇପ୍ କରନ୍ତୁ.
01:21 ତା’ପରେ Login ବଟନ୍‌ରେ କ୍ଲିକ୍ କରନ୍ତୁ
01:24 FrontAccounting ଇଣ୍ଟରଫେସ୍ ଖୋଲିଯିବ
01:27 ସେଲ୍ସ ପାଇଁ ଆବଶ୍ୟକ ସମସ୍ତ ପଦାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ହୋଇସାରିଛି
01:31 ବର୍ତ୍ତମାନେ ଆମେ ଗୋଟିଏ Sales Quotation Entry କରିବା ପାଇଁ ପ୍ରସ୍ତୁତ
01:35 Sales ଟାବ୍‌ରେ କ୍ଲିକ୍ କରନ୍ତୁ

Transactions ପ୍ୟାନେଲ୍‌ରେ ଥିବା Sales Quotation Entry ଲିଙ୍କରେ କ୍ଲିକ୍ କରନ୍ତୁ

01:43 ଡ୍ରପ୍-ଡାଉନ୍ ବକ୍ସରେ Customerଙ୍କ ନାମ ଏବଂ ଅନ୍ୟାନ୍ୟ ସମ୍ପର୍କିତ ସୂଚନା ଦେଖିବାକୁ ମିଳିବ
01:50 କାରଣ, ଆମେ ପୂର୍ବରୁ Add and Manage Customersରେ ବିବରଣୀଗୁଡ଼ିକୁ ଅପଡେଟ୍ କରିସାରିଥିଲେ
01:57 Customer ‘Amit’ଙ୍କ ପାଇଁ ଗୋଟିଏ ନୂଆ sales quotation entry ପ୍ରସ୍ତୁତ କରନ୍ତୁ
02:03 ଧ୍ୟାନ ଦିଅନ୍ତୁ ଯେ, Reference ସଂଖ୍ୟା auto generated ଅଟେ
02:07 ଅନ୍ୟ ସମସ୍ତ ଫିଲ୍ଡର ଏଣ୍ଟ୍ରୀଗୁଡ଼ିକୁ ପରିବର୍ତ୍ତନ କରନ୍ତୁ ନାହିଁ
02:11 Sales Quotation Items ପ୍ୟାନେଲ୍‌ରେ ଥିବା ଡ୍ରପ୍-ଡାଉନ୍ ମେନୁରେ Item Description ଉପରେ କ୍ଲିକ୍ କରନ୍ତୁ.

Item ପାଇଁ Dell laptopକୁ ଚୟନ କରନ୍ତୁ

02:22 Dell laptop ପାଇଁ Item Code ଓ sales price ଏଠାରେ ଦୃଶ୍ୟମାନ ହେବ
02:28 ଏହାର କାରଣ, ଆମେ ପୂର୍ବ ଟ୍ୟୁଟୋରିଆଲରେ ଏହା ପ୍ରସ୍ତୁତ କରିସାରିଛେ
02:33 Quantity ଫିଲ୍ଡରେ quantity ପାଇଁ 1 ଟାଇପ୍ କରନ୍ତୁ
02:38 ଯଦି ଆପଣ customerଙ୍କୁ discount ଦେବାକୁ ଚାହାନ୍ତି, ତେବେ customer ଫିଲ୍ଡରେ ପର୍ସେଣ୍ଟେଜ୍ ଟାଇପ୍ କରନ୍ତୁ
02:45 ମୁଁ ମୋ customerଙ୍କୁ 0.10 % discount ଦେବି
02:51 ବର୍ତ୍ତମାନ entryକୁ ସେଭ୍ କରିବା ପାଇଁ ଧାଡ଼ିର ଡାହାଣ କଡ଼ରେ ଥିବା Add Item ବଟନ୍‌ରେ କ୍ଲିକ୍ କରନ୍ତୁ
02:58 ଧ୍ୟାନ ଦିଅନ୍ତୁ ଯେ, ଏହି Sales Orderର Amount Totalରେ 12% GST ସଂଯୁକ୍ତ ଅଛି
03:06 Customerଙ୍କୁ itemsର shipment ପାଇଁ ଲାଗୁଥିବା ଚାର୍ଜକୁ ଯୋଡ଼ିବା ପାଇଁ Shipping Charge ଫିଲ୍ଡ ଅଛି
03:13 ତେଣୁ, Shipping Charge ଫିଲ୍ଡରେ ମୁଁ Rs.200 ଟାଇପ୍ କରିବି
03:19 ପ୍ୟାନେଲ୍‌ର ନିମ୍ନ ଭାଗରେ ଥିବା Update ବଟନ୍ ରେ କ୍ଲିକ୍ କରନ୍ତୁ
03:23 Subtotal ଓ Amount Totalରେ ହେଉଥିବା ପରିବର୍ତ୍ତନକୁ ଆମେ ଦେଖିପାରିବା
03:28 ତଲକୁ ସ୍କ୍ରୋଲ୍ କରନ୍ତୁ.

ୱିଣ୍ଡୋର ନିମ୍ନ ଭାଗରେ ଥିବା Place Quotation ବଟନ୍‌ରେ କ୍ଲିକ୍ କରନ୍ତୁ

03:35 quotationକୁ ବର୍ତ୍ତମାନ ପ୍ଲେସ୍ କରାଯାଇଛି ବୋଲି ସଫଳ ବାର୍ତ୍ତାରେ ପ୍ରଦର୍ଶିତ ହେଉଛି
03:40 ତା’ପରେ ଏହି quotation ଅନୁସାରେ ଗୋଟିଏ order, place କରାଯିବା ଆବଶ୍ୟକ
03:46 ତେଣୁ, Make Sales Order Against This Quotation ଲିଙ୍କରେ କ୍ଲିକ୍ କରନ୍ତୁ
03:52 Sales Order Entry ପାଇଁ ଗୋଟିଏ ୱିଣ୍ଡୋ ଖୋଲିବ
03:56 ଏଠାରେ itemର ସମ୍ପୂର୍ଣ୍ଣ ବିବରଣୀ ଦେଖିପାରିବେ
04:00 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ୱିଣ୍ଡୋର ନିମ୍ନ ଭାଗରେ ଥିବା Place Order ବଟନ୍‌ରେ କ୍ଲିକ୍ କରନ୍ତୁ
04:06 ଆମେ ସଫଳତାର ସହ order ପ୍ଲେସ୍ କରିସାରିଛେ ବୋଲି କନଫର୍ମେଶନ୍ ବାର୍ତ୍ତା ଦ୍ଵାରା ସୂଚିତ ହେଉଛି
04:12 ପରବର୍ତ୍ତୀ ପଦାଙ୍କ ହେଉଛି, ଡେଲିଭରୀ କରିବା
04:15 ତେଣୁ, Make Delivery Against This Order ଲିଙ୍କରେ କ୍ଲିକ୍ କରନ୍ତୁ
04:21 Deliver Items for a Sales Order ନାମକ ଗୋଟିଏ ୱିଣ୍ଡୋ ଖୋଲିଯିବ
04:27 ଡେଲିଭର୍ ହେବାକୁ ଥିବା itemsର ବିବରଣୀ ଏଥିରେ ପ୍ରଦର୍ଶିତ ହେବ
04:32 ୱିଣ୍ଡୋର ନିମ୍ନ ଭାଗରେ ଥିବା Process Dispatch ବଟନ୍‌ରେ କ୍ଲିକ୍ କରନ୍ତୁ
04:37 delivery ପାଇଁ ଏଣ୍ଟ୍ରୀକୁ ସୁନିଶ୍ଚିତ କରୁଥିବା ଗୋଟିଏ କନଫର୍ମେଶନ୍ ବାର୍ତ୍ତା ଦୃଶ୍ୟମାନ ହେବ
04:43 ନିମ୍ନଲିଖିତ ବିକଳ୍ପଗୁଡ଼ିକୁ ନିଜକୁ ନିଜେ ଖୋଜି ଜାଣନ୍ତୁ
04:47 Sales ଟାବ୍‌ରେ କ୍ଲିକ୍ କରନ୍ତୁ
04:50 ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇଥିବା ଗୋଟିଏ Sales Entryର statusକୁ ଯାଞ୍ଚ କରନ୍ତୁ
04:55 Inquiries and Reports ପ୍ୟାନେଲ୍ ଅଧିନରେ ଥିବା Sales Order Inquiry ଲିଙ୍କରେ କ୍ଲିକ୍ କରନ୍ତୁ
05:01 ଏଠାରେ ପ୍ରଦତ୍ତ ଟେଵ୍ବଲ୍‌ରେ ଏହି entryର ବିବରଣୀକୁ ଆମେ ଦେଖିପାରିବା
05:06 ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ
05:10 ତା’ପରେ ଚାଲନ୍ତୁ customer payment ବିଷୟରେ ଜାଣିବା
05:14 Transactions ପ୍ୟାନେଲ୍ ର ଡାହାଣ କଡ଼ରେ ଥିବା Customer Payments ଲିଙ୍କରେ କ୍ଲିକ୍ କରନ୍ତୁ
05:20 customer Amitର Rs.53147 ଦେୟ ଅଛି.

Amount ଫିଲ୍ଡରେ ଧନରାଶି ଏଣ୍ଟର୍ କରନ୍ତୁ

05:31 Amount of Discount ଫିଲ୍ଡରେ Rs.2000 ଏଣ୍ଟର୍ କରନ୍ତୁ
05:37 ପୁନର୍ବାର Amount ଫିଲ୍ଡରେ କ୍ଲିକ୍ କରନ୍ତୁ
05:40 discount ପରେ ଆମେ ଧନରାଶିରେ ହୋଇଥିବା ପରିବର୍ତ୍ତନକୁ ଦେଖିପାରିବା
05:44 Memo ଫିଲ୍ଡରେ ଗୋଟିଏ ବର୍ଣ୍ଣାନା ଲେଖନ୍ତୁ
05:47 Amount received from Amit for sale of Dell laptop ଟାଇପ୍ କରନ୍ତୁ
05:53 ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Add payment ବଟନ୍‌ରେ କ୍ଲିକ୍ କରନ୍ତୁ
05:58 ଆମେ Customer payment has been successfully entered ନାମକ ବାର୍ତ୍ତାକୁ ଦେଖିପାରିବା
06:04 ଏହାର ନିମ୍ନରେ ବିଭିନ୍ନ transactions ପାଇଁ ଥିବା ବିଭିନ୍ନ linksକୁ ଆମେ ଦେଖିପାରିବା
06:09 paymentର ବିବରଣୀକୁ ଦେଖିବା ପାଇଁ View this customer payment ଲିଙ୍କରେ କ୍ଲିକ୍ କରନ୍ତୁ
06:15 ଶେଷରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Close ଲିଙ୍କରେ କ୍ଲିକ୍ କରନ୍ତୁ
06:20 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
06:26 ଏହି ଟ୍ୟୁଟୋରିଆଲରେ ଆମେ

Sales Quotation Entry Sales Order Entry

06:33 Make Delivery ଓ Sales Order Inquiry କରିବା ଶିଖିଲେ
06:38 ଗୋଟିଏ ଆସାଇନମେଣ୍ଟ ଭାବେ ଗୋଟିଏ ନୂଆ Sales Quotation Entry କରନ୍ତୁ
06:42 ସମ୍ପୂର୍ଣ୍ଣ ବିବରଣୀ ପାଇଁ Assignment ଲିଙ୍କକୁ ରେଫର୍ କରନ୍ତୁ
06:47 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
06:55 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:05 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
07:09 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ
07:15 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep