Firefox/C2/Tabbed-Browsing-Blocking-Pop-ups/Oriya

From Script | Spoken-Tutorial
Revision as of 11:45, 27 December 2012 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time ବିବରଣୀ
00:00 ମୋଜ଼ିଲ୍ଲା ଫାୟାରଫୋକ୍ସ ଉପରେ ଏହି ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ବାଗତ .
00:04 ଏହି ଟ୍ୟୁଟୋରିଆଲରେ, ଆମେ ଟ୍ୟାବ୍ଡ ବ୍ରାଉଜିଂଗ୍ (Tabbed Browsing), ସ୍ଟୋରିଂଗ୍ କନ୍ଟେଟ ଓଫ୍ ଲାଇନ୍(Storing content offline), ବ୍ଲୋକିଂଗ୍ ପୋପ୍-ଅପସ (Blocking Pop-ups) ସମ୍ବନ୍ଧରେ ଜାଣିବା
00:13 ଏହି ଟ୍ୟୁଟୋରିଆଲରେ, ଆମେ ଉବଣ୍ଟୁ 10.04 ରେ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା.
00:21 ମୋଜ଼ିଲ୍ଲା ଫାୟାରଫୋକ୍ସ ଆପଣକୁ ଏକ ସମାନ ବ୍ରାଉଜ଼ର ୱିନଡୋ (browser window) ଭିତରେ ବିଭିନ୍ନ ୱେବ୍ ପେଜ଼ସେ କୁ ଲୋଡ କରିବା ପାଇଁ ଅନୁମତି ଦିଏ .
00:29 ଟ୍ୟାବ୍ଡ ବ୍ରାଉଜିଂଗ୍ ର ସବୁଠାରୁ ବଡ଼ ସୁବିଧା ହେଲା, ଏହା ବିଭିନ୍ନ ବ୍ରାଉଜ଼ର ୱିନଡୋଜ କୁ ପ୍ରଦଶ୍ରୀତ କରି ଅନାବଶ୍ୟକ ବ୍ରାଉଜର ଗୁଡିକୁ ଲୋପ କରି ଦିଏ .
00:36 ତେଣୁ ଏହା ଆପଣକଂ ଡେସକଟୋପ୍ କୁ ଅନାବଶ୍ୟକ ଜିନିଷ ଠାରୁ ମୁକ୍ତ ରଖିବା ପାଇଁ ସାହାଯ୍ୟ (help) କରେ .
00:40 ପ୍ରତେକ ଟ୍ୟାବ ବ୍ରାଉଜର୍ ପ୍ରଦଶ୍ରୀତ ସମୟରେ ସମ୍ପୁର୍ଣ ଭାବରେ ପରଦା ଉପରେ ଦେଖାଯାଇଥାଏ .
00:45 ଏହା ଖୋଲାଥିବା ବ୍ରାଉଜର୍ ୱିନଡୋଜ ର ବାରମ୍ବାର ଆକାର ପରିବର୍ତନ ଏବଂ ସ୍ତାନନ୍ତର ର ଆବଶ୍ୟକତା କୁ ଦୂର କରେ .
00:52 ଟ୍ୟାବଡ ବ୍ରାଉଜିଂଗ, ଟିଲେଡ଼ ୱିନଡୋ ବ୍ରାଉଜିଂଗ (tiled-window browsing) ଠାରୁ ସ୍ବୁଳ୍ପ ମେମୋରୀ (memory) ଏବଂ ସ୍ବୁଳ୍ପ ଅପେରଟିଂଗ୍ ସିଷ୍ଟମ ର ସମ୍ବଳ କୁ ବ୍ୟବହାର କରେ ,
01:00 ଯଦି ବ୍ୟବହାରି ମାନଂକ ଦ୍ବାର ବେଶି କିଛି ଟ୍ୟାବସ ଖୋଲା ନ ଥାଏ .
01:05 ମନେକର, ଆପଣ ଏକ ବିଶେଷ ୱେବ୍ ପେଜେ ରେ ଅଛନ୍ତି .
01:08 ଏଠାରେ ଏକ ଲିଂକ୍ (link) ଅଛି “Firefox for Desktop”.
01:11 ଆପଣ ଏହି ଲିଂକ୍ କୁ ଏକ ନୁଆ ଟ୍ୟାବରେ ଖୋଲିପାରିବେ .
01:14 ଏହା କରିବା ପାଇଁ, ଲିଂକ୍ ଉପରେ ରାଇଟ୍ କ୍ଲିକ (right click) କର .
01:17 କନଟେକ୍ସଟ ମେନ୍ୟୁ (context menu) ରେ ‘Open link in new tab’ ଉପରେ କ୍ଲିକ କର .
01:21 ଆପଣ ଦେଖିବାକୁ ପାଇବେ ଯେ ସେହି ବ୍ରାଉଜର୍ ରେ ଦର୍ଶାଇ ଯାଇଥିବା ଟ୍ୟାବ ର ଡାହାଣକୁ ଏକ ନୁଆ ଟ୍ୟାବ ଖୋଲାଅଛି .
01:28 ତେଣୁ, ଆପଣକଂର ୱିନଡୋ କୁ ବନ୍ଦ କରିବା କିମ୍ବା ବିନା ପ୍ରସ୍ଥାନ ରେ, ଆପଣ ଅନ୍ୟ ଏକ ୱେବ୍ ପେଜେ ସେହି ଏକା ୱିନଡୋ ରେ ଖୋଲିପାରିବେ.
01:34 ଆପଣ File ଏବଂ New Tab ଉପରେ କ୍ଲିକ କରି ଏକ ନୁଆ ଟ୍ୟାବ ଖୋଲିପାରିବେ .
01:40 ଏଥିପାଇଁ ସରଳ ଉପାୟ ହେଲା (shortcut keys) CTRL+T କୁ ଦବାଇବା .
01:44 ଧ୍ୟାନ ଦେବା ଉଚିତ, ଆପଣ ଏକ ନୁଆ ଟ୍ୟାବ ଖୋଲିବା ଖନିକେ ମାତ୍ରେ, ଏଇଟି ତୁରନ୍ତ ସକ୍ରିୟ ହୋଇଯାଇଥାଏ .
01:50 ବର୍ତମାନ URL ବାର୍ କୁ ଯାଅ ଏବଂ ‘www.google.com’ ଟାଇପି କର .
01:56 ଏବେ ଆପଣକଂ ପାଖରେ ତିନୋଟି ଟ୍ୟାବସ୍ ସହିତ, ଯଥାକ୍ରମରେ ତିନୋଟି ୱେବ୍ ପେଜେସେ ଖୋଲାଥିବା .
02:01 ଆପଣ ସବୁଠାରୁ ଡାହାଣ ଟ୍ୟାବ ର ଡାହାଣରେ ଥିବା ‘+’ ବଟୋନ୍ (button) ରେ କ୍ଲିକ କରି ଏକ ନୁଆ ଟ୍ୟାବ ଖୋଲିପାରିବେ .
02:08 ଆମେ ଆବଶ୍ୟକ ଅନୁସାରେ ଟ୍ୟାବସ୍ ଗୁଡିକୁ ସଜାଇ ରଖିପାରିବା .
02:11 ମାଉସ ବଟୋନ୍ (mouse button) ଟିପ ଛଡା ନ କରି ଟ୍ୟାବ ଉପରେ କ୍ଲିକ କର, ଏହା ଆବଶ୍ୟକ ସ୍ଥାନ କୁ ନେଇଯିବ .
02:17 ବର୍ତମାନ ମାଉସ ବଟୋନ୍ (mouse button) କୁ ଛାଡି ଦିଏ .
02:20 ଟ୍ୟାବ ଏବେ ଯଥା ସ୍ଥାନ ରେ ଅଛି .
02:23 ଚାଲ କିଛି ଗୁଡିଏ ମୌଳିକ ଅପେରସନସ (operations) ଦେଖିବା ଯେଉଁଗୁଡିକୁ ମୋଜ଼ିଲ୍ଲା ଫାୟାରଫୋକ୍ସ ଦ୍ବାର କାର୍ଯକାରୀ ହୋଇଥାଏ .
02:29 ଚାଲ, ସର୍ଚ୍ ଇନିଜିଂନୀ (search engine) କୁ ଗୁଗୁଲ୍ (google) ରେ ପରିବର୍ତନ କରିବା
02:32 ସର୍ଚ୍ ବାର୍ ରେ ‘email wikipedia’ ଟାଇପି କର ଏବଂ ସର୍ଚ୍ ବାର୍ ର ଡାହାଣ କୁ magnifying glass ଉପରେ କ୍ଲିକ କର .
02:40 ଅନୁପଯୋଗୀ Wikipedia ପେଜେ ଟି ପ୍ରଥମ ଖୋଜିବାର ପରିଣାମ ଅଟେ.
02:44 ଚାଲ ଲିଂକ୍ ଉପରେ କ୍ଲିକ କରି ଏହି ପେଜେ ଖୋଲିବା .
02:48 ଏବେ, File ରେ କ୍ଲିକ କର ଏବଂ ତାହାପରେ “Save Page As” ରେ କ୍ଲିକ କର
02:52 ‘search.html’ ନାମ ର ଏକ ଫାଇଲି ଡେସକଟୋପ୍ (Desktop) ରେ ସେଭ୍ କର
02:59 ବର୍ତମାନ File ଏବଂ New Tab ଉପରେ କ୍ଲିକ କରି ବ୍ରାଉଜର୍ ୱିନଡୋ ରେ ଏକ ନୁଆ ଟ୍ୟାବ ଖୋଲ .
03:05 ଏବେ ଏହି ନୁଆ ଟ୍ୟାବ ୱିନଡୋରେ ଆପଣ ସେଭ୍ କରିଥିବା ପେଜେ ଖୋଲ .
03:10 File ଏବଂ Open File ଉପରେ କ୍ଲିକ କର .
03:12 ବ୍ରାଉଜ କର ଏବଂ ସେଭ ହୋଇଥିବା ଫାଇଲ କୁ ଖୋଲ .
03:17 URL bar ରେ ଆପଣ ଦେଖିବେ ଯେ, ଠିକଣା ଏକ ଇଣ୍ତେର୍ ନେଟ୍ ଠିକଣା ନୁଂହେ କିନ୍ତୁ ଆପନଂକ computer ରେ ଏକ ସ୍ଥାନୀୟ ଜାଗା ଅଟେ .
03:25 ଏବେ ଆପଣ ଏହି ପେଜେ ପଢିପାରିବେ, ଯେ ପର୍ଯ୍ୟନ୍ତ ଆପଣ ଅଫଲାଇନ୍ (offline) ଅଛନ୍ତି .
03:29 Pop-ups ଗୁଡିକୁ ୱିନଡୋଜ (windows) ଅଟେ, ଯାହାକି ଆପଣକଂ ଅନୁମତି ବିନା ସ୍ବୟଂକ୍ରିୟ ଭାବରେ ଦେଖା ଦିଏ .
03:34 ଫାୟାରଫୋକ୍, Preferences ୱିନଡୋ ଭିତରେ କନ୍ଟେଟ ଟ୍ୟାବ (Content tab) ମାଧ୍ୟମରେ ଉଭୟ pop-ups and pop-unders କୁ ନିୟନ୍ତ୍ରଣ କରିବାରେ ସହାୟିକ ହୋଇଥାଏ .
03:42 ୱିନଡୋଜ ଖୋଲା ଥିବା ସମୟରେ, ଏହା ଅପସନସ ୱିନଡୋ (Options window) ଭିତରେ ରହିବ .
03:46 ସ୍ବାଭାବିକ ଭାବରେ, Pop-up blocking ଆରମ୍ଭ ହୋଇଥାଏ .
03:50 Edit ଏବଂ Preferences ଉପରେ କ୍ଲିକ କର .
03:52 ୱିନଡୋ ବ୍ୟବହାରି ମାନେ Tools ଏବଂ Options ଉପରେ କ୍ଲିକ କର .
03:56 ସ୍ବାଭାବିକ ଭାବରେ କନ୍ଟେଟ ଟ୍ୟାବ (Content tab) ରେ ପ୍ରଥମ ଅପସନ ‘Block pop-up windows’ ଯାଂଚ ହୋଇଥାଏ .
04:02 ଯଦି ତାହା ନୁଂହେ, ତେବେ ଏହି ଅପସନ କୁ ଯାଂଚ ବାଛ .
04:05 ଏହି ଡାଇଲୋଗ୍ ବକ୍ସ ରେ ବିଭିନ୍ନ ଅପସନସ (options) ବିଷୟରେ ଅନ୍ୟ ଟ୍ୟୁଟୋରିଆଲ ରେ ଆଲୋଚନା ହେବ .
04:11 Close button ଉପରେ କ୍ଲିକ କର .
04:13 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .
04:16 ଏଠାରେ ଆମେ ଯାହା ଶିଖିଲେ ଏହାର ସଂକ୍ଷିପ୍ତ ବିବରଣୀ :
04:19 ଟ୍ୟାବଡ ବ୍ରାଉଜିଂଗ (Tabbed Browsing) , ସ୍ଟୋରିଂଗ୍ କନ୍ଟେଟ ଓଫ୍ ଲାଇନ୍(Storing content offline), ବ୍ଲୋକିଂଗ୍ ପୋପ୍-ଅପସ (Blocking Pop-ups)
04:25 ଏହି ବ୍ୟାପକ ନିର୍ଦ୍ଧାରିତ କାର୍ଯ କରିବା ପାଇଁ ଚେଷ୍ଟା କର .
04:29 ଏକ ନୁଆ ଟ୍ୟାବ ଖୋଲ .
04:30 ସର୍ଚ୍ ଇନିଜିଂନୀ କୁ ଗୂଗଲ (google) ରେ ପରିବର୍ତନ କର .
04:33 'The history of email' ପାଇଁ ଖୋଜ .
04:36 ପ୍ରଥମ ପରିଣାମ କୁ ସେଭ କର ଏବଂ ଏକ ଓଫ୍ ଲାଇନ୍ ଡକ୍ୟୁମେନ୍ଟ୍ (offline document) ଭଳି ଦେଖିବା ପାଇଁ ଏହାକୁ ଏକ ନୁଆ ଟ୍ୟାବ ରେ ଖୋଲ .
04:43 ସର୍ଚ୍ ଇନିଜିଂନୀ କୁ 'bing' ରେ ପରିବର୍ତନ କର .
04:46 ପୁଣି ଥରେ 'The history of email' ପାଇଁ ଖୋଜ .
04:49 ‘History of Email & Ray Tomlinson’ ଲିଂକ୍ ସେଭ କର ଏବଂଏକ ଓଫ୍ ଲାଇନ୍ ଡକ୍ୟୁମେନ୍ଟ୍ (offline document) ଭଳି ଦେଖିବା ପାଇଁ ଏହାକୁ ଏକ ନୁଆ ଟ୍ୟାବ ରେ ଖୋଲ .
04:58 ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ (video) ଦେଖ http://spoken-tutorial.org/What_is_a_Spoken_Tutorial
05:02 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ
05:04 ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
05:09 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshops) ପରିଚାଳନ କରନ୍ତି
05:14 ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି
05:18 ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ
05:25 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ
05:29 ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. (M.H.R.D.) ବିଭାଗର ଆଇ. ସି. ଟି. (I.C.T.) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ
05:37 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro.
05:48 ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି .

ଯୋଗୋଦାନ ପାଇଁ ଧନ୍ୟବାଦ .

Contributors and Content Editors

Manoranjan, Nancyvarkey, PoojaMoolya, Pradeep