Firefox/C2/Searching-and-Auto-complete/Oriya

From Script | Spoken-Tutorial
Revision as of 11:43, 27 December 2012 by Manoranjan (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time ବିବରଣୀ
00:00 ମୋଜ଼ିଲ୍ଲା ଫାୟାରଫୋକ୍ସ (Mozilla Firefox) ର ସର୍ଚ ଏବଂ ଅଟୋ-କମପ୍ଲିଟ୍ (Search and Auto-complete) ବିଶେଷତ୍ବ ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ବାଗତ .
00:06 ଏହି ଟ୍ୟୁଟୋରିଆଲରେ ସର୍ଚ ବ୍ୟବହାର, ସର୍ଚ ଇଂଜ଼ିନେସ୍ ନିୟନ୍ତ୍ରଣ, ଫାଇଣ୍ଡି ବାର୍ ଗୁଡିକ କେମିତି ବ୍ୟବହାର କରାଯାଏ ତାହା ଶିଖିବା .
00:15 ଆଡ୍ରେସ ବାର୍ ରେ ଅଟୋ କମପ୍ଲିଟ୍ (Auto-complete) ର ବ୍ୟବହାର କର .
00:18 ଏହି ଟ୍ୟୁଟୋରିଆଲରେ, ଆମେ ଉବଣ୍ଟୁ 10.04 ରେ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା.
00:26 ଇଣ୍ତେରନେଟ୍ ରେ ସୁଚନା ଖୋଜିବା ସବୁଠାରୁ ଏକ ସାଧାରଣ ପ୍ରଚଳିତ .
00:31 ଆମେ କୋଣସି ବିଶେଷ ୱେବସାଇଟ କିମ୍ବା କିଛି ଅନ୍ୟ ସୁଚନା ଏଥିରେ ଖୋଜି ପାରିବା .
00:37 ମୋଜ଼ିଲ୍ଲା ଫାୟାରଫୋକ୍ସ ମାଧ୍ୟମରେ ଅନେକ କାର୍ଯ୍ୟ (functions) ଅଛି, ଯାହାକି ଇଣ୍ତେରନେଟ୍ ରେ ସୁଚନା ଖୋଜିବା ପାଇଁ ସହଜ କରେ .
00:44 ଆସ, କିଛି କାର୍ଯକାରୀ ଉପାୟଗୁଡିକୁ ଦେଖିବା .
00:47 ଏକ ଉପାୟ ହେଲା; ଅନ୍ୟ ୱେବସାଇଟଗୁଡିକୁ ଦେଖିକି ଖୋଜିବା .
00:50 ଆପଣ ଜାଣିଛନ୍ତି ଯେ, ସର୍ଚ ଇଂଜ଼ିନେସ୍ ମଧ୍ୟ ୱେବସାଇଟସ୍ ହିଁ ଅଟେ .
00:54 URL ବାର୍ ରେ ‘www.google.com’ ଟାଇପି କର .
00:59 ଗୁଗୁଲ୍ ହୋମପେଜ (google home page) ଆସିବ .
01:01 ଗୁଗୁଲ୍ ହୋମପେଜ (google home page) ର ସର୍ଚ ବୋକ୍ସ ରେ 'email ' ଟାଇପି କର. ଏବଂ ସର୍ଚ୍ ରେ କ୍ଲିକ କର .
01:07 ସର୍ଚ ଇଂଜ଼ିନେସ୍ ସବୁ ପରିଣାମକୁ ଦେଖାଇଥାଏ .
01:10 ଆମେ ଦେଖିବା ଯେ ସବୁଠାରୁ ଶ୍ରେଠ ପରିଣାମ ଟି g mail ପାଇଁ ଅଟେ, Email from Google .
01:16 କିନ୍ତୁ ମୋଜ଼ିଲ୍ଲା ଫାୟାରଫୋକ୍ସ ମାଧ୍ୟମରେ ଆପଣ ମଧ୍ୟ ଏହିଟିକୁ ଏକ ସରଳ ଉପାୟରେ କରିପାରିବେ .
01:20 ନେଭିଗେସନ ଟୁଲ୍ ବାର୍ ରେ URL ବାର୍ ର ପାଖକୁ ଏକ ସର୍ଚ୍ ବାର୍ ଫିଲ୍ଡ୍ ଅଛି .
01:26 ଏହା ପରିବର୍ତେ ଆପଣ ସର୍ଚ୍ ବାର୍ ଫିଲ୍ଡ୍ କୁ ସିଧା ଯିବା ପାଇଁ CTRL+K ପ୍ରେସ୍ କରିପାରିବେ .
01:33 ସର୍ଚ୍ ବାର୍ ରେ କ୍ଲିକ କର ଏବଂ ‘email’ ଟାଇପି କର .
01:36 magnifying glass icon ରେ କ୍ଲିକ କର ଯାହା ଏହାର ପାଖରେ ଅଛି .
01:40 ଆମେ ଖୋଜ଼ିବାର ପରିଣାମ କନ୍ଟେଟସ ଏରିଆ (contents area) ରେ ଦେଖିବା.
01:44 ଆମେ ଦେଖିବା ଯେ ସବୁଠାରୁ ଶୀର୍ଷ ପରିଣାମ g mail ପାଇଁ ଅଟେ, Email from Google .
01:50 ସର୍ଚ୍ ବାର୍ ର ବାମ ପାର୍ଶରେ ସର୍ଚ ଇଂଜ଼ିନେସ୍ ର ଚିହ୍ନ ଅଛି ଯାହା ପରିଣାମ ଦେଖାଇବା ପାଇଁ ବ୍ୟବହାର ହୋଇଛି .
01:58 ମୋଜ଼ିଲ୍ଲା ଫାୟାରଫୋକ୍ସ ରେ ସ୍ବାଭାବିକ ଭାବେ google କୁ ସର୍ଚ ଇଂଜ଼ିନେସ୍ ବ୍ୟବହାର କରାଯାଏ .
02:02 ଆମେ ଏହା ଦ୍ବାରା ଆବଧ୍ୟ ନୁହଁ, ପରନ୍ତୁ ଆମେ ଆମର ପସନ୍ଦର ସର୍ଚ ଇଂଜ଼ିନି ବାଛିପାରିବା .
02:08 ସର୍ଚ୍ ବାର୍ ଭିତରେ, google ର ସର୍ଚ ଇଂଜ଼ିନି ଚିହ୍ନ ଉପରେ କ୍ଲିକ କର .
02:12

ଆମେ ଦେଖିବା ଯେ ଏକ ଡ୍ରୋପ୍ ଡାଉନ ବୋକ୍ସ (drop down box) “Yahoo” ଏବଂ “Bing” ଲୋକପ୍ରିୟ ସର୍ଚ ଇଂଜ଼ିନେସ୍ ର ଚିହ୍ନ ସହିତ ପରଦା ଉପରେ ଦେଖାଦିଏ .

02:21 "yahoo" କୁ select କର ଡ୍ରୋପ୍ ଡାଉନ ବୋକ୍ସ (drop down box) ରୁ .
02:24 ଆମେ ଦେଖିବା କୁ ପାଇବା ଯେ ସର୍ଚ ବାର୍ ର ବାମ ରେ ଥିବା ଚିହ୍ନ "yahoo" କୁ ପରିବର୍ତନ ହୋଇଯାଇଛି .
02:30 ଆସ ବର୍ତମାନ, ସର୍ଚ ବାର୍ ରେ ଆଉଥରେ 'email' ଟାଇପି କର ଏବଂ magnifying glass ଉପରେ କ୍ଲିକ କର.
02:36 ଏଥର ଆମେ ଦେଖିବା ଯେ କନ୍ଟେଟସ ଏରିଆ (Contents area) ରେ ପରିଣାମ (results) "yahoo" ସର୍ଚ ଇଂଜ଼ିନିସ୍ ଠାରୁ ଆସିଛି .
02:42 ଧ୍ୟାନ ଦିଅ ଯେ ପରିଣାମ ଗୁଡିକ ଶେଷ ଥର ଠାରୁ ଟିକିଏ ଅଲଗା .
02:46 ସବୁଠାରୁ ଶୀର୍ଷ ପରିଣାମ ଏବେ g mail ନୁହେଁ. ଏହା ପରିବର୍ତେ ସବୁଠାରୁ ଶୀର୍ଷ ପରିଣାମ "yahoo" mail ଅଟେ.
02:53 ସର୍ଚ ବାର୍ ମଧ୍ୟରେ ସର୍ଚ ଇଂଜ଼ିନି ଚିହ୍ନ ଉପରେ ଆଉଥରେ କ୍ଲିକ କର .
02:57 ଡ୍ରୋପ୍ ଡାଉନ ବକ୍ସ ରେ, ମ୍ୟIନେଜ ସର୍ଚ ଇଂଜ଼ିନିସ୍ ‘Manage Search Engines' କୁ ବାଛ .
03:01 ଏହା ମ୍ୟIନେଜ ସର୍ଚ ଇଂଜ଼ିନି ଲିସ୍ଟ୍ ‘Manage Search Engine list' ନାମକ ଏକ ଡାଇଲୋଗ୍ ବୋକ୍ସ (dialog box) ଖୋଲିବା .
03:07 ତାଲିକା ରେ ଶେଷ ବିଷୟ ଉପରେ କ୍ଲିକ କର .
03:10 ଡାହାଣ ପାର୍ଶ ର ବଟୋନସ (buttons) ବର୍ତମାନ ସକ୍ରିୟ ଅଟେ I ‘Remove’ button ରିମୋଭ ବଟୋନ ଉପରେ କ୍ଲିକ କର.
03:16 ଆମେ ଦେଖିବାକୁ ପାଇବା ଯେ ଯେଉଁ ବିଷୟ ଟି ବାଛିଥିଲୁ ତାହା ତାଲିକାରେ ନାହିଁ .
03:21 ଡାଇଲୋଗ୍ ବୋକ୍ସ (dialog box) ବନଦ (close) କରିବା ପାଇଁ OK ଉପରେ କ୍ଲିକ କର .
03:24 ସର୍ଚ ବାର୍ ମଧ୍ୟରେ ଥିବା ସର୍ଚ ଇଂଜ଼ିନି ଚିହ୍ନ ଉପରେ ଆଉଥରେ କ୍ଲିକ କର .
03:29 ମ୍ୟIନେଜ ସର୍ଚ ଇଂଜ଼ିନିସ୍ “Manage Search Engines” ଉପରେ କ୍ଲିକ କର .
03:32 The Manage Search Engines list" ଡାଇଲୋଗ୍ ବକ୍ସ (dialog box) ଆସିବ .
03:37 ଡାଇଲୋଗ୍ (dialog) ର ନିମ୍ନ ଭାଗରେ ଏକ ଲିଂକ୍ ଅଛି, ଏହା Get more search engines…’ ନିମତ୍ତେ.
03:42 ଏହା ଉପରେ କ୍ଲିକ କର .
03:43 ଏକ ନୁଆ ବ୍ରାଉଜର୍ ଟାବ୍ ଖୋଲିବ .
03:46 ଏହା ଅଳ୍ପ ସଂଖ୍ୟକ ସର୍ଚ ଇଂଜ଼ିନିସ୍ ଗୁଡିକୁ ଦେଖାଏ ଯାହାକୁ ଆମେ ସର୍ଚ ବାର୍ ସହ ଯୋଡିପାରିବା.
03:51 ଆପଣକର ଆବଶ୍ୟକତା ଅନୁସାରେ ଯେକୌଣସି ସର୍ଚ ଇଂଜ଼ିନିସ୍ ଗୁଡିକୁ ଯୋଡିପାରିବେ .
03:55 ବର୍ତମାନ, ଟାବ୍ ର କୋଣରେ ଥିବା X ଉପରେ କ୍ଲିକ କରି ଏହି ଟାବ୍ କୁ ବନ୍ଦ କରିବା .
04:00 ଆମେ “Find bar” ସହାୟତା ରେ କନ୍ଟେଟସ ଏରିଆ (Contents area) ଭିତରେ ନିର୍ଦିଷ୍ଟ ଟେକ୍ସଟ କୁ ଖୋଜି ପାରିବା .
04:07 URL ବାର୍ ରେ ‘www.gmail.com’ ଟାଇପ କର ଏବଂ ଏଣ୍ଟର ପ୍ରେସ୍ କର .
04:13 ଯେବେ gmail ହୋମେ ପେଜ୍ ଟି ଲୋଡ୍ ହୋଇଯିବ ‘Edit’ ଉପରେ ଏବଂ ପରେ 'Find' ରେ କ୍ଲିକ କର.
04:19 ବ୍ରାଉଜର୍ ୱିନଡୋ (browser window) ର ନିମ୍ନ ଭାଗରେ ଏକ “Find bar” ଦେଖାଦିଏ .
04:22 “Find bar” ର ଟେକ୍ସଟ ବୋକ୍ସ (text box) ରେ ‘gmail’ ଟାଇପି କର .
04:28 ଯେପରି ଆମେ ଟାଇପି କର, ଆମେ ଦେଖ ଯେ ସେହି ଟେକ୍ସଟ ର ପ୍ରଥମ ଉଦାହରଣ, କନ୍ଟେଟସ ଖେତ୍ର ଭିତରେ ଚିନ୍ନିହତ ହୋଇଛି .
04:36 ‘Next' ଉପରେ କ୍ଲିକ କରିବା ଦ୍ବାରା ସବ୍ଦ ର ପରବର୍ତୀ ପର୍ଯ୍ୟାୟ କୁ ଯିବ .
04:41 ‘Previous’ ଉପରେ କ୍ଲିକ କରିବା ଦ୍ବାରା ସବ୍ଦ ର ପୁର୍ବବର୍ତୀ ପର୍ଯ୍ୟାୟ କୁ ଚାଲିଯିବ.
04:46 ‘Highlight all’ ଅପସନ ଉପରେ କ୍ଲିକ କର .
04:49 ଆମେ ଦେଖବା ଯେ ସର୍ଚ୍ ଟେକ୍ସଟ (search text) ର ସବୁ ଉଦାହରଣ କନ୍ଟେଟସ ଏରିଆ (contents area) ରେ ଚିହ୍ନଟ ଅଛି .
04:56 ମୋଜ଼ିଲ୍ଲା ଫାୟାରଫୋକ୍ସ ନିଜର ଅଟୋ-କମପ୍ଲିଟ୍ ଫୋନ୍କଶନ ଦ୍ବାରା URL ବାର୍ ରେ ୱେବ୍ ଆଡ୍ରେସ୍ସେସ୍ ଟାଇପି କୁ ସରଳ କରେ .
05:04 ଆମେ ଆଡ୍ରେସ୍ ବାର୍ ରେ ପୁରା ୱେବ୍ ଆଡ୍ରେସ୍ କୁ ଟାଇପି କାରିବା ଆବଶ୍ୟକ ନାହିଁ .
05:08 ଆଡ୍ରେସ୍ ବାର୍ ରେ ‘gma’ ଟାଇପି ପାଇଁ ଚେଷ୍ଟା କରିବା .
05:12 ଆମେ ଦେଖିବା, ଆମେ ଟାଇପ କରୁଥିବା ସବ୍ଦ କୁ ମୋଜ଼ିଲ୍ଲା ଫାୟାରଫୋକ୍ସ ସ୍ବୟଂଚାଳିତ ରୁପରେ କରିବା ପାଇଁ ଚେଷ୍ଟା କରେ .
05:17 ଏହା ‘gma’ ସହିତ ଆରମ୍ଭ କରିଥିବା ୱେବ୍ ସାଇଟ୍ ରେ ଏକ ଡ୍ରୋପ୍ ଡାଉନ ସୁଚୀ ଖୋଲିଥାଏ .
05:23 ଡ୍ରୋପ୍ ଡାଉନ ସୁଚୀ ରୁ ‘gmail’ ଲିଂକ୍ କୁ ବାଚ୍ଛ .
05:27 କନ୍ଟେଟସ ଏରିଆ (contents area) ରେ ‘gmail’ ୱେବ୍ ପେଜ୍ ଲୋଡ ହୁଏ .
05:30 ଯଦି ଏହି ବିଶେଷତ୍ବ ପସନ୍ଦ ନ ହୁଏ, ଏହାକୁ ଆମେ ବନ୍ଦ କରିପାରିବା .
05:34 Edit ଏବଂ ପରେ Preferences ଉପରେ କ୍ଲିକ କର .
05:37 ୱିନଡୋ ବ୍ୟବହାରି ମାନେ Tools ଏବଂ ପରେ Options ଉପରେ କ୍ଲିକ କରିପାରିବେ .
05:41 ମୁଖ୍ୟ ମେନ୍ୟୁ ଟ୍ୟାବସ (main menu tabs) ସୁଚୀ ରୁ “Privacy” ଟ୍ୟାବ୍ ବାଛ .
05:46 ଡାଇଲଗ ବକ୍ସ ର ସବୁଠାରୁ ତଳେ, ‘When using location bar, suggest’ ନାମକ ଏକ ଅପସନ ଅଛି .
05:53 ଏହାକୁ ବିସ୍ତାର ରେ ଦେଖିବା ପାଇଁ ଡ୍ରୋପ୍ ଡାଉନ ସୁଚୀ ର ଏରୋ (arrow) ଉପରେ କ୍ଲିକ କର .
05:56 ସୁଚୀପତ୍ର ରୁ ‘Nothing’ ମନୋନିତ କର .
05:59 ଡାଇଲଗ ବକ୍ସ କୁ ବନ୍ଦ କରିବା ପାଇଁ 'Close' ରେ କ୍ଲିକ କର .
06:03 ଚଳାନ୍ତୁ ଫେରିଯିବା ଆଡ୍ରେସ୍ ବାର୍ କୁ ଏବଂ ଟାଇପ୍ କରବା 'gma.' ଧ୍ୟାନ ଦିଅ ଯେ କୋଣସି ପ୍ରସ୍ତାବ ଆସିବ ନାହିଁ .
06:09 ଏହା ଏହି ଟ୍ୟୁଟୋରିଆଲ ର ମୋଜ଼ିଲ୍ଲା ଫାୟାରଫୋକ୍ସ (Mozilla Firefox) ସର୍ଚଇନ୍ଗ୍ ଏବଂ ଅଟୋ-କମପ୍ଲିଟ୍ (Search and Auto-complete) ବିଶେଷତ୍ବ କୁ ଶେଷ କରେ .
06:16 ଏହି ଟ୍ୟୁଟୋରିଆଲ ରେ, ଆମେ ସିଖିଲେ କେମିତି: ସର୍ଚ୍ ର ବ୍ୟବହାର, ସର୍ଚ ଇଂଜ଼ିନେ ନିୟନ୍ତ୍ରଣ, ଫାଇଣ୍ଡ୍ ବାର୍ (find bar) ର ବ୍ୟବହାର, atuo-complete କୁ ଆଡ୍ରେସ୍ ବାର୍ ରେ ବ୍ୟବହାର.
06:27 ଏହି ବ୍ୟାପକ ନିର୍ଦ୍ଧାରିତ କାର୍ଯ କରିବା ପାଇଁ ଚେଷ୍ଟା କର .
06:30 ସର୍ଚବାର୍ ରେ ସର୍ଚ ଇନଜିଂନୀ କୁ “Yahoo” ରେ ପରିବର୍ତନ କର .
06:34 ‘spoken tutorial’ ପାଇଁ ଖୋଜ .
06:36 ପ୍ରଥମ ପରିଣାମ ଉପରେ କ୍ଲିକ କର .
06:40 ଦେଖ ପୃଷ୍ଠା ରେ କେତେଥର 'ଭିଡେଓ' ସବ୍ଦ ଦେଖାଦିଏ .
06:44 ବର୍ତମାନ ୱେବ୍ ପେଜ ରେ ସବୁ 'ଭିଡେଓ' ସବ୍ଦ ଗୁଡିକୁ ପ୍ରମୁଖ ଚିହ୍ନଟ କରିବା ପାଇଁ 'HIghlight All' ଉପରେ କ୍ଲିକ କର .
06:51 ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ (video) ଦେଖ http://spoken-tutorial.org/What_is_a_Spoken_Tutorial
06:54 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ ।
06:58 ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ, ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ ।
07:02 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshops) ପରିଚାଳନ କରନ୍ତି ।
07:08 ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି ।
07:11 ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ ।
07:18 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ ।
07:22 ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. (M.H.R.D) ବିଭାଗର ଆଇ. ସି. ଟି. (I.C.T) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ।
07:30 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro
07:41 ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି ।
  ଯୋଗଦାନ ପାଇଁ  ଧନ୍ୟବାଦ୍.

Contributors and Content Editors

Manoranjan, PoojaMoolya, Pradeep