Firefox/C2/Firefox-interface-and-toolbars/Oriya

From Script | Spoken-Tutorial
Revision as of 18:16, 27 November 2012 by Sneha (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time ବିବରଣୀ
00:00 ମୋଜ଼ିଲ୍ଲା ଫାୟାରଫୋକ୍ସ ଇଣ୍ଟରଫେସ ଏବଂ ଟୁଲ୍ ବାରସ୍ ବିଷୟରେ ସ୍ପୋକେନ୍ ଟ୍ୟୁଟୋରିଆଲକୁ ସ୍ବାଗତ.
00:05 ଏହି ଟ୍ୟୁଟୋରିଆଲରେ ଆମେ ଫାୟାରଫୋକ୍ସ ଇଣ୍ଟରଫେସ ଏବଂ ଟୁଲ୍ ବାରସ୍ ସମ୍ବନ୍ଧରେ ଜାଣିବା
00:11 ଏହି ଟ୍ୟୁଟୋରିଆଲରେ ଆମେ ଉବଣ୍ଟୁ 10.04 ପାଇଁ ଫାୟାରଫୋକ୍ସ version 7.0 କୁ ବ୍ୟବହାର କରିବା
00:19 ଏବେ ଆମେ ଫାୟାରଫୋକ୍ସ ଇଣ୍ଟରଫେସକୁ ନିରେଖୀ ଦେଖିବା .
00:23 ଫାୟାରଫୋକ୍ସରେ ସବୁ ବିଶେଷ ଗୁଣ ଅଛି ଯାହା ଏକ ଆଧୁନିକ ବ୍ରାଉଜର୍ ରେ ହେବା ଦରକାର .
00:28 ମୋଜ଼ିଲ୍ଲା ଫାୟାରଫୋକ୍ସ ର ସଫଳ ପୁର୍ବକ ବ୍ୟବହାର ସୀଖିବା ପାଇଁ, ଏହାର ପ୍ରତେକ ଗୁଣ ବିଷୟରେ ସୁପରିଚତ ହେବା ଉଚିତ
00:34 ମୋଜ଼ିଲ୍ଲା ଫାୟାରଫୋକ୍ସ ଇଣ୍ଟରଫେସ କୁ ଛଅଟି ବିଶିଷ୍ଠ ଖେତ୍ରରେ ବିଭାଜନ କରିପାରିବା, ସେଗୁଡିକ ହେଲା;
00:41 ମେନ୍ୟୁ ବାର୍ (menu bar), ନେଭିଗେସନ୍ ଟୂଲ୍ ବାର୍ (Navigation toolbar), ବୂକ୍ ମାର୍କ୍ସ ବାର୍ (Bookmarks bar), ସାଇଡ୍ ବାର୍ (Side bar), ସ୍ଟେଟସ ବାର୍ (Status bar), ଏବଂ କନ୍ଟେଟ ଏରେଆ (Content area)
00:53 ଚାଲ ଏଥିରେ ପ୍ରତ୍ୟେକଟିକୁ ଦେଖିବା ଏବଂ ଏହା କଣ କରେ ଶିଖିବା
00:57 ଏଥର ଫାଇଲ ମେନ୍ୟୁ ଉପରେ କ୍ଲିକ କର ଏବଂ ପରେ ନ୍ୟୁୟୁ ୱିନଡୋ ରେ କ୍ଲିକ କର
01:01 ଏହାପରେ ଏକ ନ୍ୟୁୟୁ ଉବୁଣ୍ଟୁ ନଜରକୁ ଆସିବ
01:05 କିଛି ଲୋକକୁ ତାକଂର ବ୍ରାଉଜର୍ ରେ ଥିବା ଛୋଟ ଅଖ୍ୟର ଗୁଡିକୁ ଦେଖିବା ପାଇଁ ଅସୁବିଧା ହୋଇଥାଏ
01:08 ତେଣୁ, View-Zoom ଏବଂ Zoom in ଉପରେ କ୍ଲିକ କରି ପେଜ କୁ ଜୁମ କର .
01:14 କିମ୍ବା ଏହା ପରିବର୍ତେ Ctrl + + ପ୍ରେସ୍ କର
01:18 ଏହା ଟେକ୍ସଟ ଦେଖିବାର ପୃଷ୍ଠାକୁ ବଡ କରିଦେବ
01:21 ମୋଜ଼ିଲ୍ଲା ଫାୟାରଫୋକ୍ସ ର କେଉଁ ବରଜ଼ନ ଟି ଆମେ ବ୍ୟବହାର କରୁଛୁ ଏହା ଜାଣିବା ପାଇଁ Help ଏବଂ About ଉପରେ କ୍ଲିକ କର
01:27 ସ୍ବାଭାବିକ ଭାବରେ ଫାୟାରଫୋକ୍ସ ଏକ ହୋମପେଜ ପ୍ରଦଶ୍ରିତ କରିବ .
01:32 ଆପଣକଂର ପସଂଦର ୱେବପେଜ କୁ ହୋମପେଜ ରୁପରେ ସେଟ୍ କରିବା ପାଇଁ Edit ଏବଂ Preferences ଉପରେ କ୍ଲିକ କରନ୍ତୁ .
01:39 ଯେଉଁମାନେ ୱିନଡୋ କୁ ବ୍ୟବହାର କରନ୍ତି, ସେମାନେ ଦୟାକରି Tools ଏବଂ Options ଉପରେ କ୍ଲିକ କରନ୍ତୁ .
01:42 General ଟ୍ୟାବ୍ ରେ, ହୋମପେଜ ଫିଲିଡ୍ ଉପରେ କ୍ଲିକ କର, ଏବଂ ‘www.yahoo.com’ ଟାଇପି କର କିମ୍ବା ଆପଣକଂର ଯେକୌଣସି ପସଂଦର ୱେବପେଜ ଟାଇପି କର .
01:52 ଏଥର ଡାହାଣ ହାତ ତଳ କୋଣରେ ଥିବା Close botton ଉପରେ କ୍ଲିକ କରି ଫାୟାରଫୋକ୍ସ ପ୍ରେଫେରେଏନେସ (Preferences) ୱିନଡୋ କୁ ବନ୍ଦ କରି ପାରିବ .
02:00 ୱେବପେଜ ଭିତରେ ବିଶେଷ ସବ୍ଦ ଗୁଡିକୁ ଖୋଜିବା ପାଇଁ ଆମେ ଏଡିଟ୍ ମେନ୍ୟୁ ବ୍ୟବହାର କରିପାରିବ.
02:05 ଆଡ୍ରେସ ବାର୍ ରେ ଟାଇପି କର ‘www.google.com’
02:12 Edit କୁ ଯାଇ Find ଉପରେ କ୍ଲିକ କର .
02:14 ବ୍ରାଉଜର୍ ୱିନଡୋ ର ତଳେ ଏକ ଛୋଟ ଟୁଲ୍ ବାର ଦେଖିପାରିବେ .
02:19 ଟେକ୍ସଟବୋକ୍ସ ରେ ‘Gujarati’ ଟାଇପି କର.
02:23 ଆପଣ ଦେଖିବେ ଯେ ପେଜ ଉପରେ ‘Gujarati’ ସବ୍ଦ ପ୍ରମୁଖ ଭାବରେ ଚିନ୍ନିହତ ହୋଇଛି .
02:28 ଏହି ଫୋନ୍କଶନ (function) ଟି ବଡ ଟେକ୍ସଟ ଗୁଡିକୁ ୱେବ୍ ପେଜ ରେ ଖୋଜିବାରେ ବହୁତ ଉପଯୋଗୀ .
02:33 ଆସ ଏହାକୁ ବର୍ତମାନ ବନ୍ଦ କରିଦେବା .
02:35 ନାମରୁ ବୁଝା ପଡେ ଯେ, ନେଭିଗେସନ ଟୁଲ୍ ବାର୍ ଟି ଇଣ୍ତେରନେଟ୍ ମାଧ୍ୟମରେ ବିଭିନ୍ନ ଜିନିଷକୁ ଦର୍ଶାଇ ପାରେ .
02:41 ନେଭିଗେସନ ଟୁଲ୍ ବାର୍ ଏକ ବଡ ଟେକ୍ସଟ ବୋକ୍ସ ଅଟେ ଯେଉଁଠାରେ ଆପଣ ଦେଖିବାକୁ ଚାଂହୁଥିବା ୱେବ୍ ପେଜ ର ଆଡ୍ରେସ୍ କୁ ଟାଇପି କରନ୍ତି .
02:48 ଏହାକୁ ମଧ୍ୟ URL ବାର୍ କିମ୍ବା ଆଡ୍ରେସ୍ ବାର୍ (Address Bar) କହନ୍ତି .
02:52 URL ଉପରେ କ୍ଲିକ କର ଏବଂ ଯେଉଁ ଆଡ୍ରେସ୍ ଆଗରୁ ସେଠାରେ ଅଛି ତାକୁ ମିଟାଇ (delet) ଦିଅନ୍ତୁ .
02:57 ବର୍ତମାନ ସେଠାରେ 'www.google.com’ ଟାଇପି କର .
03:02 ଏଣ୍ଟର କି ପ୍ରେସ୍ (press) କର .
03:03 ବର୍ତମାନ ଆପଣ ଗୁଗୁଲ୍ ହୋମପେଜ ରେ ପ୍ରବେଶ କରିସାରିଛନ୍ତି .
03:06 ବର୍ତମାନ ଯଦି back arrow ଆଇକନ ଉପରେ କ୍ଲିକ କରିଚାଲନ୍ତି ଆପଣଂକୁ ସେହି ପେଜକୁ ଫେରିଯିବେ ଯେଉଁଠାରେ ଆପଣ ଆଗରୁ ଥିଲେ
03:12 ସେହିପରି ଭାବରେ ଗୁଗୁଲ୍ ହୋମପେଜକୁ ପୁଣିଥରେ ଫେରିଯିବା ପାଇଁ forward arrow ଉପରେ କ୍ଲିକ କରାଯାଇଥାଏ .
03:17 ଦେଖନ୍ତୁ URL ବାର୍ ର ଡାହାଣକୁ ଘର ପରି ଆକାର ସଦୃଶ ଏକ ଆଇକନ ଅଛି .
03:22 ଆପଣ ଯେଉଁ ହୋମପେଜ ରେ ରୁହନ୍ତୁ ନା କାହିଁକି, ଏହି button ସେଠାରୁ ଆପଣଂକୁ ସ୍ବାଭାବିକ ଭାବରେ ହୋମପେଜ କୁ ନେଇଯIଏ .
03:28 ଆପଣ କିଛି ବିଶେଷ ୱେବସାଇଟ୍ କିମ୍ବା ସର୍ଚ୍ ଇନିଜିଂନୀ (search engine) ବ୍ରାଉସିଂଗ୍ କରୁଥିବା ସମୟରେ ଏହି ଫୋନ୍କଶନ ବହୁତ ଉପଯୋଗୀ .
03:34 ଆସ ଏବେ ହୋମପେଜ button ଉପରେ କ୍ଲିକ କରିବା .
03:36 ମନେରଖିଥିବେ ଯେ,ଆମେ ହୋମପେଜ କୁ ‘www.yahoo.com’ ରେ ପରିବର୍ତନ କରିଥିଲେ .
03:42 ହୋମପେଜ button ଉପରେ କ୍ଲିକ କରିବା ଦ୍ବାରା ପରିଣାମ ସ୍ବରୁପ,ଏହା ଆମକୁ yahoo ହୋମପେଜକୁ ନେଇ ଆସିଥାଏ .
03:49 ବର୍ତମାନ ଆମେ ବୁକ୍ ମାର୍କ୍ସ ବାର୍ କୁ ଦେଖିବା.
03:51 ବୁକ୍ ମାର୍କ୍ସ ଆପନଂକୁ ସେହି ପେଜସ୍ ଗୁଡିକୁ ଯିବା ପାଇଁ ସାହାଯ୍ୟ କରେ ଯେଉଁ ଗୁଡିକୁ ଆପଣ ବାରମ୍ବାର ପରିଦର୍ଶନ (visit) କରିଥାନ୍ତି .
03:57 URL ବାର୍ ରେ ‘www.gmail.com’ ଟାଇପି କର.
04:03 ପେଜ ଲୋଡ୍ ହେଲା ପରେ, URL ବାର୍ ର ଡାହାଣକୁ ଥିବା ଷ୍ଟାର ସିମ୍ବଲ (star symbol) ଉପରେ କ୍ଲିକ କର .
04:10 ଆପଣ ଦେଖିବେ ଯେ ଷ୍ଟାର ଚିହ୍ନଟି ହଳଦିଆ ରଂଗ ହୋଇଯାଉଛି .
04:13 ଆଉଥରେ ଷ୍ଟାର ଉପରେ କ୍ଲିକ କର .
04:14 ଏବେ ଏକ ଡାଇଲଗ ବକ୍ସ ଆସିବ .
04:17 ଦିଆଯାଇଥିବା 'Folder' ଡ୍ରୋପ୍ ଡାଉନ ମେନ୍ୟୁ ରୁ ବୁକ୍ ମାର୍କ୍ସ ଟୂଲ୍ ବାର୍ ଟିକୁ ବାଚ୍ଛ.
04:23 ଧ୍ୟାନ ଦେବା ଯେ Gmail ବୁକ୍ ମାର୍କ ବର୍ତମାନ ଟୂଲ୍ ବାର୍ ସହିତ ମିଶିଗଲା.
04:28 Yahoo ହୋମପେଜ କୁ ଯିବା ପାଇଁ ହୋମପେଜ ଆଇକନ (Home page icon) ଉପରେ କ୍ଲିକ କର .
04:33 Gmail ବୁକ୍ ମାର୍କ ଉପରେ କ୍ଲିକ କର. ଏହା ଅପନଂକୁ Gmail ଲୋଗ୍-ଇନ୍ ପେଜ କୁ ନେଇ ଯିବ .
04:39 ଆପଣ ସେହି ସାଇଟ୍ସ ଯିବା ପାଇଁ ବୁକ୍ ମାର୍କ୍ସ ବାର୍ ବ୍ୟବହାର କରିପାରିବେ ଯେଉଁଠାରେ ଆପଣ ବାରମ୍ବାର ଯାଆନ୍ତି, କିନ୍ତୁ ଚାହଁIନ୍ତି ନାହିଁ ଏହା ଅପନଂକର ହୋମପେଜ ହେଉ .
04:46 ତାପରେ ଆମେ ସାଇଡ୍ ବାର୍ (side bar) କୁ ଦେଖିବା .
04:49 View ଏବଂ ସାଇଡ୍-ବାର୍ ଉପରେ କ୍ଲିକ କର ଏବଂ ପରେ History ଉପରେ କ୍ଲିକ କର .
04:54 ଆପଣ ଦେଖିବେ ଯେ ବାର୍ ର ବାମ ପାର୍ଶରେ ବର୍ତମାନ ତିନୋଟି ଅପସନ ଅଛି - today, yesterday ଏବଂ older than 6 months .
05:02 ପ୍ରଦର୍ଶିତ ଅପସନ ସେହି କମପ୍ୟୁଟର‌ ରେ ଫାୟାରଫୋକ୍ସ ଉପଯୋଗୀ ର ମଧ୍ୟାନ୍ତର (intervals) କୁ ବର୍ଣନା କରେ .
05:09 ମେନ୍ୟୁ କୁ ବିସ୍ତାରିତ କରିବାକୁ Today ଆଇକନ ର ନିକଟତର ଥିବା ପ୍ଲୁସ୍ (plus) ଚିହ୍ନ ଉପରେ କ୍ଲିକ କର .
05:15 ଗୁଗୁଲ୍ ହୋମପେଜ କୁ ସିଧାସଳଖ ଯିବା ପାଇଁ ଗୁଗୁଲ୍ ଲିକଂ ଚିହ୍ନଟ କର .
05:19 ଦେଖ ଏହା କିପରି ସହଜ ସେହି ସାଇଟ କୁ ଯିବାକୁ ଯେଉଁ ଠାରେ ଆପଣ ପୁର୍ବରୁ ଦେଖିଥିଲେ .
05:25 ସାଇଡ୍-ବାର୍ ର ନିଜର ଏକ ଖୋଜିବା ପ୍ରଣାଳୀ (search function) ଅଛି .
05:29 ଆପଣ ଯେଉଁ ସାଇଟ କୁ ଖୋଜିବା ପାଇଁ ଚାହନ୍ତି ସେହି ସାଇଟ ର ନାମ ସର୍ଚ୍ ବକ୍ସ ରେ ଟାଇପ କରିପାରିବ .
05:34 ତାହାପରେ ଏହାକୁ ପାଇବା ପାଇଁ ଆପଣକଂର ହିସ୍ଟରୀ (History) ମଧ୍ୟରେ ଖୋଜିବ .
05:37 ସର୍ଚ୍ ବକ୍ସରେ ଗୁଗୁଲ୍ (Google) ଟାଇପ କର .
05:39 ଯାହା ଫଳରେ, ସର୍ବ ପ୍ରଥମେ ଗୁଗୁଲ୍ ହୋମପେଜ ଆସେ .
05:43 ସାଇଡ୍-ବାର୍ ର ଡାହଣ ହାତ ଉପର କୋଣରେ ଛୋଟ 'x' ରେ କ୍ଲିକ କରି ଆପଣ ସାଇଡ୍-ବାର୍ କୁ ଅଦୃଶ କରିପାରିବେ .
05:51 ଚାଲ ଦେଖିବା ଷ୍ଟେଟସ୍ ବାର୍ (status bar) କଣ କରେ .
05:55 ବ୍ରାଉଜର୍ ୱିନଡୋ ର ତଳ ଖେତ୍ର ରେ ଷ୍ଟେଟସ୍ ବାର୍ ଅଛି ଯାହାକି ଆପନଂକୁ ଆପଣକଂର ସାଇଟ୍ ଲୋଡିଂଗ୍ ହେବାର ଷ୍ଟେଟସ୍ ଦେଖାଏ .
06:02 URL ବାର୍ କୁ ଯାଅ, ‘www.wired.com’ ଟାଇପ କର ଏବଂ ଏଣ୍ଟର key ପ୍ରେସ୍ କର .
06:10 ଷ୍ଟେଟସ୍ ବାର୍ କୁ ଶୀଘ୍ର ଦେଖ. ଏହା ଆପନଂକୁ ସେହି ୱେବପେଜ ଲୋଡିଂଗ୍ (loading) ହେବାର ଷ୍ଟେଟସ୍ (status) ଦେଖାଏ .
06:16 ଷ୍ଟେଟସ୍ ବାର୍ ମାଧ୍ୟମରେ ଆପଣ କାହିଁକି ଏକ ବିଶେଷ ସାଇଟ୍ ଲୋଡିଂଗ୍ ହେଇପାରୁ ନାହିଁ, ସାଇଟ୍ ଲୋଡିଂଗ୍ ର ନିର୍ଧାରିତ ସମୟ, ଇତ୍ୟାଦି ଜାଣି ପାରିବେ .
06:25 ଶେଷରେ, ଚାଲ Content area କୁ ଦେଖିବା
06:28 ଏଠାରେ ଆପଣ ୱେବପେଜ ର ବିଷୟ ବସ୍ତୁ ଦେଖ ଦେଖିବାକୁ ପାଇବେ .
06:33 ଏହା ଆମ ଟ୍ୟୁଟୋରିଆଲ ର ଶେଷ ପର୍ଯ୍ୟାୟ .
06:35 ଏହି ଟ୍ୟୁଟୋରିଆଲ ରେ, ଆମେ ଫାୟାରଫୋକ୍ସ ଇଣ୍ଟରଫେସ, ଟୂଲ୍ ବାର୍ ସମ୍ବନ୍ଧରେ ଶିଖ୍ୟା ଲାଭ କଲୁ .
06:43 ଏହି ବ୍ୟାପକ ନିର୍ଦ୍ଧାରିତ କାର୍ଯଟିକୁ ନିଜେ କରିବା ପାଇଁ ଚେଷ୍ଟା କର .
06:46 ଆପଣକଂ ହୋମପେଜ କୁ ‘www.spoken-tutorial.org’ କୁ ପରିବର୍ତ୍ତନ କର ଏବଂ ଏହାକୁ ଖୋଜି ଦେଖ .
06:54 ତାହାପରେ, ବ୍ରାଉଜର୍ ର ହିସ୍ଟରୀ ଫୋନ୍କଶନ (History function) କୁ ଉପଯୋଗ କରି 'yahoo' ୱେବସାଇଟ୍ କୁ ଯାଅ .
07:00 ନିମ୍ନଲିଖିତ ଲିକଂ ରେ ଉପଲବ୍ଧ ଥିବା ଭିଡିଓ (video) ଦେଖ http://spoken-tutorial.org/What_is_a_Spoken_Tutorial
07:05 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ର ସଂକ୍ଷିପ୍ତରେ ବିବରଣୀ
07:07 ଯଦି ଆପଣକଂର ଭଲ ବେଣ୍ଡଉଇଥ୍ (bandwidth) ନ ଥାଏ ତେବେ ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ ।
07:12 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟିମ୍ (Team) ସ୍ପୋକେନ୍ ଟ୍ୟୁଟୋରିଆଲ ମାଧ୍ୟମରେ ବିଭିନ୍ନ କର୍ମଶାଳା (workshops) ପରିଚାଳନ କରନ୍ତି ।
07:17 ସେହିମାନଂକୁ ପ୍ରମାଣ ପତ୍ର ଦିଆଯାଏ ଯେଉଁମାନେ ଅନଲାଇନ୍ ପରୀକ୍ଷା ରେ ପାସ୍ କରନ୍ତି
07:21 ଅଧିକ ଜାଣିବା ପାଇଁ ଦୟାକରି contact@spoken-tutorial.org ରେ ଲେଖନ୍ତୁ ।
07:27 ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ୍ ଟକ ଟୁ ଏ ଟିଚର ପ୍ରୋଜେକ୍ଟ୍ (Talk to a Teacher project) ର ଭାଗ ଅଟେ ।
07:31 ଏହା ଭାରତ ସରକାରକଂର ଏମ. ଏଚ. ଆର. ଡି. (M.H.R.D.) ବିଭାଗର ଆଇ. ସି. ଟି. (I.C.T.) ମାଧ୍ୟମରେ ଜ଼ାତୀୟ ସ୍ବାଖ୍ୟରତା ମିଶନ୍ ଦ୍ବାରା ସମର୍ଥିତ ।
07:39 ଏହି ମିଶନ୍ ବିଷୟରେ ଅଧିକ ବିବରଣୀ ଦିଆଯାଇଥିବା ଲିଂକ୍ ରେ ଉପଲବ୍ଧ ଅଛି http://spoken-tutorial.org/NMEICT-Intro.
07:50 ଏହି ଟ୍ୟୁଟୋରିଆଲ ଟି ମନୋରଜଂନ ମଲ୍ଲିକ୍ ଦ୍ବାରା ଅନୁବାଦିତ ହୋଇଛି । ଆଇ.ଆଇ.ଟି. ବମ୍ବେ ତରଫରୁ ମୁଁ ଆପଣକଂଠାରୁ ବିଦାୟ ନେଉଛି .

ଯୋଗୋଦାନ ପାଇଁ ଧନ୍ୟବାଦ

Contributors and Content Editors

PoojaMoolya, Pratik kamble, Sneha