Difference between revisions of "Drupal/C4/Hosting-a-Drupal-website/Oriya"

From Script | Spoken-Tutorial
Jump to: navigation, search
(Created page with "{| border=1 | <center>Time</center> | <center>Narration</center> |- |00:01 | Hosting a Drupal Website ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କ...")
 
 
Line 9: Line 9:
 
|-
 
|-
 
|00:06
 
|00:06
| ଏହି ଟ୍ୟୁଟୋରିଆଲରେ ଆମେ, ଆମର ୱେବସାଇଟ ପାଇଁ ଆମ କୋଡ୍ ଓ ଡେଟାବେସ୍ ପ୍ରସ୍ତୁତ କରିବା  
+
| ଏହି ଟ୍ୟୁଟୋରିଆଲରେ ଆମେ, ଆମର ୱେବସାଇଟ ପାଇଁ କୋଡ୍ ଓ ଡେଟାବେସ୍ ପ୍ରସ୍ତୁତ କରିବା  
  
 
|-
 
|-
Line 29: Line 29:
 
|-
 
|-
 
|00:37
 
|00:37
| cPanel ପରି ଏକ ୱେବ୍ ହୋଷ୍ଟିଙ୍ଗ୍ ପେନେଲ୍ ଏବଂ ଏକ ଡୋମେନ୍ ନେମ୍ ଦରକାର
+
| cPanel ପରି ଏକ ୱେବ୍ ହୋଷ୍ଟିଙ୍ଗ୍ ପେନେଲ୍ ଏବଂ ଏକ ଡୋମେନ୍ ନେମ୍ ଦରକାର ହେବ
  
 
|-
 
|-
Line 49: Line 49:
 
|-
 
|-
 
|01:06
 
|01:06
| ଏହି ସେବା ପ୍ରଦାତାମାନେ, ଏକ ଅଟୋ ଇଷ୍ଟଲର୍ ସ୍କ୍ରିପ୍ଟ ସହିତ cPanel ଭିତ୍ତିକ ଅଟନ୍ତି
+
| ଏହି ସେବା ପ୍ରଦାତାମାନେ, ଏକ ଅଟୋ ଇନଷ୍ଟଲର୍ ସ୍କ୍ରିପ୍ଟ ସହିତ cPanel ଭିତ୍ତିକ ଅଟନ୍ତି
 
|-
 
|-
 
|01:12
 
|01:12
Line 56: Line 56:
 
|-
 
|-
 
|01:17
 
|01:17
| ଗୋଟିଏ ୱେବସାଇଟ୍ ହୋଷ୍ଟ କରିବା ପାଇଁ ଆପଣଙ୍କୁ, ନିଜ ଲୋକଲ୍ Drupal Websiteର କୋଡ୍ ଓ ଡେଟବେସ୍ ଦରକାର ହେବ
+
| ଗୋଟିଏ ୱେବସାଇଟ୍ ହୋଷ୍ଟ କରିବା ପାଇଁ ଆପଣଙ୍କୁ, ନିଜ ଲୋକଲ୍ Drupal Websiteର କୋଡ୍ ଓ ଡେଟାବେସ୍ ଦରକାର ହେବ
  
 
|-
 
|-
Line 80: Line 80:
 
|-
 
|-
 
|01:52
 
|01:52
| ଏବେ, Clear All Caches ବଟନ୍ ଉପରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, Cacheଗୁଡ଼ିକ ଖାଲି ଗଲା
+
| ଏବେ, Clear All Caches ବଟନ୍ ଉପରେ କ୍ଲିକ୍ କରନ୍ତୁ.  ଦେଖନ୍ତୁ, Cacheଗୁଡ଼ିକ ଖାଲି ହୋଇଗଲା
  
 
|-
 
|-
Line 88: Line 88:
 
|-
 
|-
 
|02:06
 
|02:06
| ଆମେ, Drupal ଇନଷ୍ଟଲ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ
+
| Drupal ଇନଷ୍ଟଲ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ
  
 
|-
 
|-
Line 108: Line 108:
 
|-
 
|-
 
|02:32
 
|02:32
| ଆମେ ବର୍ତ୍ତମାନ ଆମର ଡେଟବେସ୍ ପ୍ରସ୍ତୁତ କରିବା.  ଆମ ଲୋକଲ୍ ୱେବସାଇଟର phpMyAdmin ଖୋଲନ୍ତୁ
+
| ଆମେ ବର୍ତ୍ତମାନ ଆମର ଡେଟାବେସ୍ ପ୍ରସ୍ତୁତ କରିବା.  ଆମ ଲୋକଲ୍ ୱେବସାଇଟର phpMyAdmin ଖୋଲନ୍ତୁ
  
 
|-
 
|-
Line 128: Line 128:
 
|-
 
|-
 
|03:01
 
|03:01
| ତଳକୁ ସ୍କ୍ରୋଲ୍ କରି ତଳେ ଥିବା GO ବଟନ୍ ଉପରେ କ୍ଲିକ୍ କରନ୍ତୁ  
+
| ତଳକୁ ସ୍କ୍ରୋଲ୍ କରି, ତଳେ ଥିବା GO ବଟନ୍ ଉପରେ କ୍ଲିକ୍ କରନ୍ତୁ  
  
 
|-
 
|-
Line 164: Line 164:
 
|-
 
|-
 
|03:53
 
|03:53
| cPanel Usdernameରେ ଆମକୁ, ଆମର Username ଦେବକୁ ହେବ
+
| cPanel Usernameରେ ଆମକୁ, ଆମର Username ଦେବାକୁ ହେବ
  
 
|-
 
|-
Line 180: Line 180:
 
|-
 
|-
 
|04:11
 
|04:11
| ତାହାପରେ Next ବଟନ୍ ଉପରେ କ୍ଲିକ୍ କରନ୍ତୁ  
+
| Next ବଟନ୍ ଉପରେ କ୍ଲିକ୍ କରନ୍ତୁ  
  
 
|-
 
|-
Line 258: Line 258:
 
|-
 
|-
 
|05:50
 
|05:50
| Username ଓ Passwordକୁଇ କପୀ କରି ପେଷ୍ଟ କରନ୍ତୁ
+
| Username ଓ Passwordକୁ କପୀ କରି ପେଷ୍ଟ କରନ୍ତୁ
  
 
|-
 
|-
Line 363: Line 363:
 
|-
 
|-
 
|08:01
 
|08:01
| ଏବେ ଆମେ public_html ଫିଲ୍ଡରରେ ଅଛେ.  ଉପର ପେନେଲରେ ଥିବା Upload ବଟନ୍ ଉପରେ କ୍ଲିକ୍ କରନ୍ତୁ
+
| ଏବେ ଆମେ public_html ଫୋଲ୍ଡରରେ ଅଛେ.  ଉପର ପେନେଲରେ ଥିବା Upload ବଟନ୍ ଉପରେ କ୍ଲିକ୍ କରନ୍ତୁ
  
 
|-
 
|-
Line 400: Line 400:
 
|-
 
|-
 
|08:55
 
|08:55
| ଏଠାରେ ଆମେ, Default ଫୋଲ୍ଡର୍ ର ପର୍ମିସନ୍ ବଳାଇଭା
+
| ଏଠାରେ ଆମେ, Default ଫୋଲ୍ଡର୍ ର ପର୍ମିସନ୍ ବଳାଇବା
  
 
|-
 
|-
Line 525: Line 525:
 
|-
 
|-
 
|11:57
 
|11:57
|  ସ୍ପୋକନ୍ ଟ୍ୟୁଟୋରିଆଲ୍, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଏବଂ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ବିତ୍ତପୋଷିତ ହୋଇଛି
+
|  ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଏବଂ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ବିତ୍ତପୋଷିତ ହୋଇଛି
  
 
|-
 
|-

Latest revision as of 21:04, 21 June 2017

Time
Narration
00:01 Hosting a Drupal Website ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, ଆମର ୱେବସାଇଟ ପାଇଁ କୋଡ୍ ଓ ଡେଟାବେସ୍ ପ୍ରସ୍ତୁତ କରିବା
00:13 ଆମର Drupal Websiteକୁ ହୋଷ୍ଟ କରିବା ଓ ଏହି ୱେବସାଇଟରେ ଆମର ଲୋକଲ୍ କଣ୍ଟେଣ୍ଟକୁ ଅପଲୋଡ୍ କରିବା ବିଷୟରେ ଶିଖିବା
00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ 16.04 ଓ ଫାୟାରଫକ୍ସ ୱେବ୍ ବ୍ରାଉଜର୍ ବ୍ୟବହାର କରୁଛି
00:28 ଆପଣ ନିଜ ପସନ୍ଦର ବ୍ରାଉଜର୍ ବ୍ୟବହାର କରିପାରିବେ
00:32 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଏକ ଚାଲୁଥିବା ଇଣ୍ଟରନେଟ୍ କନେକ୍ସନ୍,
00:37 cPanel ପରି ଏକ ୱେବ୍ ହୋଷ୍ଟିଙ୍ଗ୍ ପେନେଲ୍ ଏବଂ ଏକ ଡୋମେନ୍ ନେମ୍ ଦରକାର ହେବ
00:43 Drupalର ମୌଳିକ ଜ୍ଞାନ ମଧ୍ୟ ଥିବା ଦରକାର
00:47 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:53 ପ୍ରଥମେ ଚାଲନ୍ତୁ, Drupal Web Hosting Services ବିଷୟରେ ଜାଣିବା
00:57 Godaddy, Bigrock ଓ HostCats ପରି ଅନେକ ୱେବ୍ ହୋଷ୍ଟିଙ୍ଗ୍ ସର୍ଭିସେସ୍ ଉପଲବ୍ଧ ଅଛି
01:06 ଏହି ସେବା ପ୍ରଦାତାମାନେ, ଏକ ଅଟୋ ଇନଷ୍ଟଲର୍ ସ୍କ୍ରିପ୍ଟ ସହିତ cPanel ଭିତ୍ତିକ ଅଟନ୍ତି
01:12 ଏହି ପ୍ରଦାତାମାନଙ୍କଠାରୁ କିଛି ସ୍ଥାନ କିଣିବା ପାଇଁ ଜଣକୁ ପୈଠ କରିବାକୁ ପଡ଼ିବ
01:17 ଗୋଟିଏ ୱେବସାଇଟ୍ ହୋଷ୍ଟ କରିବା ପାଇଁ ଆପଣଙ୍କୁ, ନିଜ ଲୋକଲ୍ Drupal Websiteର କୋଡ୍ ଓ ଡେଟାବେସ୍ ଦରକାର ହେବ
01:24 ଆମର ଲୋକଲ୍ Drupal Website ଖୋଲନ୍ତୁ, ଯାହାକୁ ଆମେ ହୋଷ୍ଟ କରିବା
01:29 ପ୍ରଥମେ Cache ଖାଲି କରିଦିଅନ୍ତୁ. ତାହା କରିବା ପାଇଁ, Configuration ମେନୁରେ କ୍ଲିକ୍ କରନ୍ତୁ
01:35 Development ଭିତରେ, Performance ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
01:40 ଏଠାରେ, Aggregate CSS files ଓ Aggregate JavaScript files ବିକଳ୍ପରୁ ଚେକ୍ ମାର୍କ୍ସ କାଢ଼ିଦିଅନ୍ତୁ
01:48 Save configuration ବଟନ୍ ଉପରେ କ୍ଲିକ୍ କରନ୍ତୁ
01:52 ଏବେ, Clear All Caches ବଟନ୍ ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, Cacheଗୁଡ଼ିକ ଖାଲି ହୋଇଗଲା
02:00 ଆମେ ବର୍ତ୍ତମାନ ଆମର କୋଡ୍ ପ୍ରସ୍ତୁତ ରଖିବା. ତାହା କରିବା ପାଇଁ File Browser ଖୋଲନ୍ତୁ
02:06 Drupal ଇନଷ୍ଟଲ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ
02:11 ଏବେ, apps -> drupal -> htdocs ଫୋଲ୍ଡର୍ କୁ ଯାଆନ୍ତୁ
02:16 ଏହି htdocs ଫୋଲ୍ଡର୍ ଭିତରେ, ଆମର Local Websiteର କୋଡ୍ ଅଛି. ଏହାକୁ କମ୍ପ୍ରେସ୍ ବା ZIP କରନ୍ତୁ
02:25 ମୁଁ ଏହାକୁ, ମୋ ମେସିନ୍ ରେ ଥିବା Downloads ଫୋଲ୍ଡର୍ ରେ ସେଭ୍ କରିବି
02:30 ଏବେ ଆମର କୋଡ୍ ପ୍ରସ୍ତୁତ
02:32 ଆମେ ବର୍ତ୍ତମାନ ଆମର ଡେଟାବେସ୍ ପ୍ରସ୍ତୁତ କରିବା. ଆମ ଲୋକଲ୍ ୱେବସାଇଟର phpMyAdmin ଖୋଲନ୍ତୁ
02:41 bitnami_drupal8 ନାମକ ଡେଟାବେସ୍ ଉପରେ କ୍ଲିକ୍ କରନ୍ତୁ
02:46 ଉପର ପେନେଲ୍ ରେ ଥିବା Export ବଟନ୍ ଉପରେ କ୍ଲିକ୍ କରନ୍ତୁ
02:50 ତା’ପରେ Export Methodକୁ Custom ଭାବେ ଚୟନ କରନ୍ତୁ
02:54 Object creation options ସେକ୍ସନ୍ ରେ ଥିବା Add DROP TABLE ବିକଳ୍ପରେ ଏକ ଚେକ୍ ମାର୍କ ଦିଅନ୍ତୁ
03:01 ତଳକୁ ସ୍କ୍ରୋଲ୍ କରି, ତଳେ ଥିବା GO ବଟନ୍ ଉପରେ କ୍ଲିକ୍ କରନ୍ତୁ
03:06 ଫାଇଲ୍ କୁ ସେଭ୍ କରିବା ପାଇଁ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
03:09 ଡିଫଲ୍ଟ Downloads ଫୋଲ୍ଡର୍ ଖୋଲି ଏକ୍ସପୋର୍ଟ ହୋଇଥିବା sql ଓ htdocs zip ଫାଇଲଗୁଡ଼ିକୁ ଦେଖନ୍ତୁ
03:18 ଏହାପରେ ଚାଲନ୍ତୁ, ଏକ cPanel ସେଟ୍ କରିବା ବିଷୟରେ ଶିଖିବା. ଏହା କରିବା ପାଇଁ, Set Up ବଟନ୍ ଉପରେ କ୍ଲିକ୍ କରନ୍ତୁ
03:25 ଏଠାରେ ଆମକୁ ଆମର Domain ନାମ ଚୟନ କରିବାକୁ ହେବ. ମୁଁ, codingfordrupal.info ନାମକ Domain ଆଣିସାରିଛି
03:33 ଆପଣଙ୍କୁ ଏଠାରେ, ନିଜର Domain ନାମ ବ୍ୟବହାର କରିବାକୁ ପଡ଼ିବ
03:37 ଏହି ଟ୍ୟୁଟୋରିଆଲର Additional Material ଲିଙ୍କରେ, କିପରି ଏକ ଡୋମେନ୍ କିଣିବେ, ତାହାର ବିବରଣୀ ଦିଆଯାଇଛି
03:43 Next ବଟନ୍ କ୍ଲିକ୍ କରନ୍ତୁ
03:46 ଏଠାରେ ଆମକୁ ଗୋଟିଏ Data Center ଚୟନ କରିବାକୁ ହେବ. ମୁଁ Asia ଉପରେ କ୍ଲିକ୍ କରି Next ବଟନ୍ କ୍ଲିକ୍ କରିବି
03:53 cPanel Usernameରେ ଆମକୁ, ଆମର Username ଦେବାକୁ ହେବ
03:58 Password ପାଇଁ, ମୁଁ କେବଳ Generate a Password ବଟନ୍ ଉପରେ କ୍ଲିକ୍ କରିବି
04:03 ଆପଣ, ନିଜ ପସନ୍ଦର ଯେକୌଣସି Username ଓ Password ଟାଇପ୍ କରିପାରିବେ
04:07 ଭବିଷ୍ୟତରେ ବ୍ୟବହାର ପାଇଁ Login ବିବରଣୀ ଲେଖିରଖନ୍ତୁ
04:11 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:14 ଏହାପରେ, ଆମର ୱେବସାଇଟ୍ ତିଆରି କରିବା ପାଇଁ ଆମେ Wordpress ଚାହୁଁଛୁ କି ବୋଲି ଏହା ପଚାରିବ
04:20 ଆମେ, ଏକ Drupal ୱେବସାଇଟ୍ ହୋଷ୍ଟ କରିବାକୁ ଯାଉଛେ
04:23 ତେଣୁ, No, not now ଉପରେ କ୍ଲିକ୍ କରି Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
04:28 ସେଟ୍ଅପ୍ ସମ୍ପୂର୍ଣ୍ଣ କରିବାକୁ ଏହା ଅନେକ ସମୟ ନେଇପାରେ
04:32 ଥରେ ସେଟ୍ଅପ୍ ସମ୍ପୂର୍ଣ୍ଣ ହୋଇଗଲା ପରେ, ଆମେ ଏହିପରି ଗୋଟିଏ ୱିଣ୍ଡୋ ଦେଖିବା.

ଏଠାରେ, Manage ବଟନ୍ ଉପରେ କ୍ଲିକ୍ କରନ୍ତୁ

04:40 ଆମର cPanel ମୁଖ୍ୟ ୱିଣ୍ଡୋ ଏବେ ଖୋଲିଯାଇଛି. ଆମେ, Website Name, IP Address ଆଦି ଦେଖିପାରୁଛେ
04:48 ଦୟାକରି ଏହି ପେଜ୍ କୁ ଦେଖନ୍ତୁ ଏବଂ ପୁଙ୍ଖାନୁପୁଙ୍ଖ ଭାବେ ବିକଳ୍ପଗୁଡ଼ିକୁ ଏକ୍ସପ୍ଲୋର୍ କରନ୍ତୁ
04:53 ଏହାପରେ ଆମକୁ, cPanelରେ ଏକ ଡେଟାବେସ୍ ତିଆରି କରିବାକୁ ହେବ
04:57 File Browser ଖୋଲି, ଆମେ Bitnami Drupal Stack ଇନଷ୍ଟଲ୍ କରିଥିବା ଫୋଲ୍ଡର୍ କୁ ଯାଆନ୍ତୁ
05:04 ଏବେ, apps -> drupal -> htdocs -> sites -> default -> settings.phpକୁ ଯାଆନ୍ତୁ
05:13 settings.php ଫାଇଲ୍, ଗୋଟିଏ ଏଡିଟର୍ ରେ ଖୋଲିବ
05:18 ଫାଇଲର ଶେଷକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ. ଏଠାରେ ଆପଣ, ଡେଟାବେସ୍ ର ବିବରଣୀ ଦେଖିପାରିବେ
05:24 cPanel ରେ ଡେଟାବେସ୍ ତିଆରି କରିବା ପାଇଁ ଆପଣଙ୍କୁ ଏହିସବୁ ବିବରଣୀ ବ୍ୟବହାର କରିବାକୁ ହେବ
05:30 cPanelର ମୁଖ୍ୟ ୱିଣ୍ଡୋକୁ ଯାଆନ୍ତୁ
05:33 Databaseରେ ଥିବା MySQL Database Wizard ଉପରେ କ୍ଲିକ୍ କରନ୍ତୁ
05:37 ଏବେ, settings.php ଫାଇଲରୁ ଡେଟାବେସ୍ ର ନାମକୁ କପୀ କରନ୍ତୁ
05:42 ଏବଂ MySQL Database Wizardରେ ଡେଟାବେସ୍ ର ନାମ ଭାବରେ ଏହାକୁ ପେଷ୍ଟ କରନ୍ତୁ
05:47 Next Step ବଟନ୍ କ୍ଲିକ୍ କରନ୍ତୁ
05:50 Username ଓ Passwordକୁ କପୀ କରି ପେଷ୍ଟ କରନ୍ତୁ
05:55 Create User ବଟନ୍ କ୍ଲିକ୍ କରନ୍ତୁ
05:57 ALL PRIVILEGES ବିକଳ୍ପ ଉପରେ ଚେକ୍ ମାର୍କ ଦିଅନ୍ତୁ
06:01 Next Step ବଟନ୍ କ୍ଲିକ୍ କରନ୍ତୁ
06:04 Return to MySQL Databases ଉପରେ କ୍ଲିକ୍ କରନ୍ତୁ
06:08 ଏଠାରେ, ଆମେ ତିଆରି କରିଥିବା Database ଓ Userକୁ ଦେଖିପାରିବା
06:13 ଏହାପରେ ଚାଲନ୍ତୁ, ଏକ cPanelରେ Drupal ଇନଷ୍ଟଲ୍ କରିବା ବିଷୟରେ ଶିଖିବା. ଉପର ପେନେଲରେ ଥିବା Home ବଟନ୍ ଉପରେ କ୍ଲିକ୍ କରନ୍ତୁ
06:21 Web Applicationsରେ ଥିବା Drupal ଉପରେ କ୍ଲିକ୍ କରନ୍ତୁ
06:24 ଡାହାଣ ପଟେ ଥିବା install this application ବଟନ୍ ଉପରେ କ୍ଲିକ୍ କରନ୍ତୁ
06:29 Locationରେ ଆପଣ ଡୋମେନ୍ ନାମ ଦେଖିପାରିବେ
06:33 Versionରେ, ନିଜର ଲୋକଲ୍ ମେସିନ୍ ରେ ଇନଷ୍ଟଲ୍ କରିଥିବା ଭର୍ସନ୍ ର ଚୟନ କରନ୍ତୁ.

ମୁଁ 8.2.6 ଚୟନ କରିବି

06:41 Settingsରେ ଆମକୁ, Administrator ପାଇଁ ନିଜ ପସନ୍ଦର Username ଓ Password ଦେବାକୁ ହେବ
06:48 ଭବିଷ୍ୟତରେ ବ୍ୟବହାର ପାଇଁ Login ବିବରଣୀ ଲେଖିରଖନ୍ତୁ
06:52 Advanced ସେକ୍ସନ୍ ରେ ଆମେ, Database, email ଓ Backupକୁ ସେଟ୍ କରିପାରିବା
06:58 ମୁଁ Let me manage these settingsର ଚୟନ କରିବି
07:02 Database Managementରେ Let me choose an existing database ଚୟନ କରନ୍ତୁ
07:07 Database Nameରେ, ଆମେ ପୂର୍ବରୁ ତିଆରି କରିଥିବା ଡେଟାବେସ୍ ର ଚୟନ କରନ୍ତୁ
07:12 Database Username ଓ Passwordରେ, settings.php ଫାଇଲରୁ ବିବରଣୀ ଦିଅନ୍ତୁ
07:19 Table Prefixରେ, ଫିଲ୍ଡକୁ ଖାଲି ରଖନ୍ତୁ
07:23 ଏବେ Install ବଟନ୍ ଉପରେ କ୍ଲିକ୍ କରନ୍ତୁ
07:26 ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହୋଇଗଲା ପରେ, ଆମେ ଏଠାରେ ଆମର ୱେବସାଇଟ୍ ନାମ ଦେଖିପାରିବା. ତାହା ଉପରେ କ୍ଲିକ୍ କରନ୍ତୁ
07:33 ଆମ ୱେବସାଇଟ୍ ସଫଳତାପୂର୍ବକ ହୋଷ୍ଟ ହୋଇଗଲା
07:36 କିନ୍ତୁ, ଲୋକଲ୍ କଣ୍ଟେଣ୍ଟ ସହିତ ଏହାକୁ ଅପଡେଟ୍ କରିବାକୁ ହେବ. ତେଣୁ, ଏହି ୱେବସାଇଟରେ ଆମର ଲୋକଲ୍ କଣ୍ଟେଣ୍ଟକୁ ଅପଲୋଡ୍ କରିବା ବିଷୟରେ ଚାଲନ୍ତୁ ଶିଖିବା
07:45 cPanelର ମୁଖ୍ୟ ୱିଣ୍ଡୋକୁ ଯାଇ ଉପର ପେନେଲ୍ ରେ ଥିବା Home ବଟନ୍ ଉପରେ କ୍ଲିକ୍ କରନ୍ତୁ
07:51 ଆମେ, cPanelର File manager ଖୋଲିବା
07:55 Web Root ବିକଳ୍ପ ଚୟନ କରାଯାଇଥିବାର ସୁନିଶ୍ଚିତ କରନ୍ତୁ. GO ବଟନ୍ ରେ କ୍ଲିକ୍ କରନ୍ତୁ
08:01 ଏବେ ଆମେ public_html ଫୋଲ୍ଡରରେ ଅଛେ. ଉପର ପେନେଲରେ ଥିବା Upload ବଟନ୍ ଉପରେ କ୍ଲିକ୍ କରନ୍ତୁ
08:09 Browse ବଟନ୍ ଉପରେ କ୍ଲିକ୍ କରି Downloads ଫୋଲ୍ଡରରୁ htdocs.zip ଫାଇଲ୍ ଚୟନ କରନ୍ତୁ.

ଫାଇଲଟି ଏବେ ସଫଳତାପୂର୍ବକ ଅପଲୋଡ୍ ହୋଇଗଲା

08:19 ଯଦି ଆପଣଙ୍କ ପାଖରେ ଏକ ବଡ଼ ଆକାରର ଫାଇଲ୍ ଅଛି, ତେବେ ଦୟାକରି ଅପଲୋଡିଙ୍ଗ୍ ପାଇଁ Filezilla କିମ୍ୱା ଅନ୍ୟ କୌଣସି SSH Clientର ବ୍ୟବହାର କରନ୍ତୁ
08:27 ଏବେ, ଏହି ୱିଣ୍ଡୋକୁ ବନ୍ଦ କରିଦିଅନ୍ତୁ
08:29 File Manager ୱିଣ୍ଡୋରେ, htdocs.zip ଫାଇଲକୁ ଯାଇ ତାହା ଉପରେ କ୍ଲିକ୍ କରନ୍ତୁ
08:36 ଏବେ, ଉପର ପେନେଲ୍ ରେ ଥିବା Extract ବଟନ୍ ଉପରେ କ୍ଲିକ୍ କରି ଏହି ଫାଇଲକୁ ଏକ୍ସଟ୍ରାକ୍ଟ କରନ୍ତୁ
08:41 ଦୃଶ୍ୟମାନ ପପ୍-ଅପ୍ ୱିଣ୍ଡୋରେ ଥିବା Extract File ବଟନ୍ କ୍ଲିକ୍ କରନ୍ତୁ
08:47 ଫାଇଲଟି ଏକ୍ସଟ୍ରାକ୍ଟ ହୋଇଗଲା ପରେ, htdocs ଫୋଲ୍ଡର୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
08:52 ଏବେ, Sites ଫୋଲ୍ଡର୍ କୁ ଯାଆନ୍ତୁ
08:55 ଏଠାରେ ଆମେ, Default ଫୋଲ୍ଡର୍ ର ପର୍ମିସନ୍ ବଳାଇବା
08:59 ତାହା କରିବା ପାଇଁ, Permissions କଲମ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାକୁ ବଦଳାଇ 755 କରନ୍ତୁ.

ଏହା, Userକୁ Write Permission ଦେବ

09:08 ତା’ପରେ ଡିଫଲ୍ଟ ଫୋଲ୍ଡର୍ କୁ ଯାଆନ୍ତୁ ଏବଂ settings.php ଫାଇଲ୍ ର Permissions ବଦଳାନ୍ତୁ
09:16 ପୁଣିଥରେ, Permissions କଲମ୍ ଉପରେ କ୍ଲିକ୍ କରନ୍ତୁ ଓ ତାହାକୁ ବଦଳାଇ 600 କରନ୍ତୁ.
09:22 ଏହା, Userକୁ Write Permission ଦେବ, ଯେଉଁଥିରୁ ଆମେ Settings.php ଫାଇଲ୍ କୁ ଏଡିଟ୍ କରିପାରିବା
09:29 Settings.php ଫାଇଲ୍ ଖୋଲିବା ପାଇଁ , ଉପର ପେନେଲ୍ ରେ ଥିବା Code Editor ବଟନ୍ ଉପରେ କ୍ଲିକ୍ କରନ୍ତୁ
09:35 Edit ବଟନ୍ ରେ କ୍ଲିକ୍ କରନ୍ତୁ
09:37 ଫାଇଲର ଶେଷକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ. ଏଠାରେ ଆପଣ, ଡେଟାବେସ୍ ର ବିବରଣୀ ଦେଖିପାରିବେ
09:43 Unix_socket ଲାଇନ୍ କୁ କାଢ଼ିଦିଅନ୍ତୁ
09:46 ଏବେ, ଉପର ପେନେଲରେ ଥିବା Save Changes ବଟନ୍ ଉପରେ କ୍ଲିକ୍ କରନ୍ତୁ
09:50 ଉପର ପେନେଲରେ ଥିବା Up One Level ବଟନ୍ ଉପରେ କ୍ଲିକ୍ କରନ୍ତୁ
09:54 ପୁଣିଥରେ, Up One Level ବଟନ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ଆମେ, ଏହି କଣ୍ଟେଣ୍ଟକୁ public_html ଫୋଲ୍ଡର୍ କୁ ନେବା
10:04 ଫାଇଲ୍ସ ଓ ଫୋଲ୍ଡର୍ସକୁ ଚୟନ କରିବା ପାଇଁ, Select All ବଟନ୍ ଉପରେ କ୍ଲିକ୍ କରନ୍ତୁ
10:09 ଉପର ପେନେଲରେ ଥିବା Move ବଟନ୍ ଉପରେ କ୍ଲିକ୍ କରନ୍ତୁ
10:12 File Pathରୁ htdocs କାଢ଼ିଦିଅନ୍ତୁ
10:16 Move Files ବଟନ୍ କ୍ଲିକ୍ କରନ୍ତୁ
10:18 ପାର୍ଶ୍ୱ ପେନେଲରେ ଥିବା public_html ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ
10:24 ଏବେ, ଆମର ଲୋକଲ୍ ୱେବସାଇଟ୍ ସହିତ public_html ଫୋଲ୍ଡର୍ ଟି ବଦଳିଗଲା
10:32 ଏହାପରେ ଆମେ, ଆମର ଲାଇଭ୍ ୱେବସାଇଟକୁ ଆମ ଲୋକଲ୍ ଡେଟାବେସ୍ ଇମ୍ପୋର୍ଟ କରିବା. ତାହା କରିବା ପାଇଁ, cPanelର ମୁଖ୍ୟ ୱିଣ୍ଡୋକୁ ଯାଆନ୍ତୁ
10:41 Databasesରେ, phpMyAdmin ଉପରେ କ୍ଲିକ୍ କରନ୍ତୁ
10:45 ପାର୍ଶ୍ୱ ପେନେଲ୍ ରେ, ଆମେ ପୂର୍ବରୁ ତିଆରି କରିଥିବା ଡେଟାବେସ୍ ଉପରେ କ୍ଲିକ୍ କରନ୍ତୁ
10:50 ଉପର ପେନେଲରେ ଥିବା Import ବଟନ୍ ଉପରେ କ୍ଲିକ୍ କରନ୍ତୁ
10:54 ତାହାପରେ Browse ବଟନ୍ ଉପରେ କ୍ଲିକ୍ କରନ୍ତୁ
10:56 ଏବେ, ଲୋକଲ୍ Drupalରୁ ଆମେ ଏକ୍ସପୋର୍ଟ କରିଥିବା sql ଫାଇଲ୍ ଚୟନ କରନ୍ତୁ
11:02 ଶେଷରେ, GO ବଟନ୍ କ୍ଲିକ୍ କରନ୍ତୁ. sql ଫାଇଲଟି ସଫଳତାପୂର୍ବକ ଇମ୍ପୋର୍ଟ ହୋଇଯାଇଥିବାର ଆପଣ ଦେଖିବାକୁ ପାଇବେ
11:10 ବର୍ତ୍ତମାନ, ବ୍ରାଉଜର୍ ରେ ଏକ ନୂଆ ଟାବ୍ ଖୋଲି, ଆଡ୍ରେସ୍ ବାର୍ ରେ ନିଜର ଡୋମେନ୍ ନାମ ଟାଇପ୍ କରନ୍ତୁ.

ଆମର Drupal ୱେବସାଇଟ୍ ସଫଳତାପୂର୍ବକ ହୋଷ୍ଟ ହୋଇଗଲା

11:20 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
11:24 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,

ଆମର ୱେବସାଇଟ୍ ପାଇଁ କୋଡ୍ ଓ ଡେଟାବେସ୍ ପ୍ରସ୍ତୁତ କରିବା, ଆମର Drupal ୱେବସାଇଟ୍ ହୋଷ୍ଟ କରିବା ଏବଂ ଏହି ୱେବସାଇଟରେ ଆମର ଲୋକଲ୍ କଣ୍ଟେଣ୍ଟ ଅପଲୋଡ୍ କରିବା

11:38 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
11:46 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:57 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଏବଂ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ବିତ୍ତପୋଷିତ ହୋଇଛି
12:09 IIT ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep