OpenFOAM/C3/Generating-Mesh-using-snappyHexMesh/Oriya

From Script | Spoken-Tutorial
Revision as of 13:34, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, openFoamରେ ଥିବା generating mesh using snappyHexMesh ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

snappyHexMesh ୟୁଟିଲିଟୀକୁ ବ୍ୟବହାର କରି mesh ସୃଷ୍ଟି କରିବା ଗୋଟିଏ flangeର ତାପ ବଣ୍ଟନକୁ Simulate କରିବା

00:18 ଗୋଟିଏ ପ୍ରାକ୍ ଆବଶ୍ୟକତା ଭାବେ mesh ସୃଷ୍ଟି କରିବା ପାଇଁ ଆପଣ snappyHexMeshDictରେ ଥିବା ପାରାମିଟରଗୁଡିକୁ ଜାଣିଥିବା ଆବଶ୍ୟକ.

ଅଧିକ ବିବରଣୀ ପାଇଁ OpenFOAMରେ introduction to snappyHexMesh ଉପରେ ଥିବା ଟ୍ୟୁଟୋରିଆଲକୁ ଅନୁସରଣ କରନ୍ତୁ

00:31 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 12.04.

OpenFOAM ଭର୍ସନ୍ 2.2.2 ParaView ଭର୍ସନ୍ 3.12.0 ବ୍ୟବହାର କରୁଛି

00:46 basic ଡାଇରେକ୍ଟୋରୀସ୍ଥିତ laplacianFoamରେ ଥିବା flangeର ବିଦ୍ୟମାନ କେସକୁ ସମାଧାନ କରୁଛୁ.

laplacianFoam solver ସରଳ Laplace ସମୀକରଣଗୁଡିକୁ ସମାଧାନ କରିଥାଏ

00:58 ବର୍ତ୍ତମାନ, home ଫୋଲ୍ଡରକୁ ଯିବା ସହିତ OpenFoam-2.2.2 ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ
01:05 ଆପଣ ଟ୍ୟୁଟୋରିଆଲଗୁଡିକୁ ଦେଖିପାରିବେ. ଏହା ଉପରେ କ୍ଲିକ୍ କରନ୍ତୁ
01:09 ତା’ପରେ mesh ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ
01:12 ଆପଣ snappyHexMesh ଫୋଲ୍ଡରକୁ ଦେଖିବା ସହିତ ଏହା ଉପରେ କ୍ଲିକ୍ କରନ୍ତୁ
01:17 ଏହି ଫୋଲ୍ଡରରେ flange_1 ନାମକ ଗୋଟିଏ ନୂତନ ଫୋଲ୍ଡର୍ ସୃଷ୍ଟି କରନ୍ତୁ
01:24 ବର୍ତ୍ତମାନ ଦୁଇଟି ଲେବଲ୍ ପଛକୁ ଆସନ୍ତୁ
01:27 basic ଫୋଲ୍ଡରକୁ ଖୋଲନ୍ତୁ. ଆପଣ laplacianFoam ଫୋଲ୍ଡରକୁ ଦେଖିପାରିବେ. ଏହା ଉପରେ କ୍ଲିକ୍ କରନ୍ତୁ
01:36 ଆପଣ flange କେସକୁ ଦେଖିପାରିବା ସହିତ ଫୋଲ୍ଡରକୁ ଖୋଲିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ
01:42 ତିନୋଟି ଫୋଲ୍ଡର୍ 0, constant ଓ systemକୁ କପୀ କରନ୍ତୁ
01:46 ବର୍ତ୍ତମାନ, ତିନୋଟି ଲେବଲ୍ ପଛକୁ ଆସନ୍ତୁ. କପୀ ହୋଇଥିବା ଫୋଲ୍ଡରଗୁଡିକୁ flange_1 ଫୋଲ୍ଡର୍ ମଧ୍ୟରେ Paste କରନ୍ତୁ
01:56 ବର୍ତ୍ତମାନ, ଗୋଟିଏ ଲେବଲ୍ ପଛକୁ ଆସନ୍ତୁ. Flange ଫୋଲ୍ଡର୍ ଉପରେ କ୍ଲିକ୍ କରିବା ସହିତ ଆପଣ constant ଓ system ଫୋଲ୍ଡରକୁ ଦେଖିପାରିବେ
02:05 system ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ
02:08 ଏହି ଫୋଲ୍ଡରରୁ snappyHexMeshDict ଓ surfaceFeatureExtractDictକୁ କପୀ କରନ୍ତୁ. ବର୍ତ୍ତମାନ ଦୁଇଟି ଲେବଲ୍ ପଛକୁ ଆସନ୍ତୁ
02:18 flange_1 ଫୋଲ୍ଡରର system ଡାଇରେକ୍ଟୋରୀ ମଧ୍ୟରେ ଏହି ଦୁଇଟି ଫାଇଲକୁ paste କରନ୍ତୁ
02:27 ବର୍ତ୍ତମାନ ଗୋଟିଏ ଲେବଲ୍ ପଛକୁ ଆସନ୍ତୁ. Constant ଫୋଳ୍ଡର୍ ଉପରେ କ୍ଲିକ୍ କରିବା ସହିତ ଏହା ମଧ୍ୟରେ triSurface ନାମକ ଗୋଟିଏ ଫୋଲ୍ଡର୍ ସୃଷ୍ଟି କରନ୍ତୁ
02:40 ବର୍ତ୍ତମାନ ଚାରୋଟି ଲେବଲ୍ ପଛକୁ ଆସନ୍ତୁ
02:44 resources ଫୋଲ୍ଡରକୁ ଖୋଲନ୍ତୁ
02:48 ଆପଣ geometry ଫୋଲ୍ଡରକୁ ଦେଖିପାରିବେ. ବର୍ତ୍ତମାନ geometry ଫୋଲ୍ଡରକୁ ଖୋଲନ୍ତୁ
02:53 ଏଥିରେ ଆପଣ flange.stl.gz ଫାଇଲକୁ ଦେଖିପାରିବେ, ଏହାକୁ ଏକ୍ସଟ୍ରାକ୍ଟ କରନ୍ତୁ
03:04 flange_1 ଫୋଲ୍ଡରର constant ଡାଇରେକ୍ଟୋରୀ ମଧ୍ୟରେ triSurface ଫୋଲ୍ଡର୍ ପାଇଁ path ପ୍ରଦାନ କରନ୍ତୁ. ବର୍ତ୍ତମାନ ଏହାକୁ ବନ୍ଦ କରନ୍ତୁ
03:16 command terminalକୁ ଖୋଲିବା ସହିତ ପ୍ରଦର୍ଶିତ ହେବା ଭଳି flange_1 ପାଇଁ pathକୁ ପ୍ରବେଶ କରନ୍ତୁ. ଟାଇପ୍ କରନ୍ତୁ: cd ସ୍ପେସ୍ OpenFOAM-2.2.2/tutorials/mesh/snappyHexMesh/flange_1 ଏବଂ Enter ଦାବନ୍ତୁ
03:42 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ
03:46 ଏଠାରେ 0, constant ଓ system ନାମକ ତିନୋଟି ଫୋଲ୍ଡର୍ ଅଛି. cd ସ୍ପେସ୍ constant ଟାଇପ୍ କରିବା ସହିତ Enter ଦାବନ୍ତୁ
03:55 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ polymesh ଓ triSurface ଫୋଲ୍ଡରକୁ ଦେଖିପାରିବେ. ଟାଇପ୍ କରନ୍ତୁ: cd ସ୍ପେସ୍ polymesh ଏବଂ Enter ଦାବନ୍ତୁ
04:09 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ blockMeshDict ଫାଇଲକୁ ଦେଖିପାରିବେ
04:16 ଫାଇଲର କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: gedit space blockMeshDict ଏବଂ Enter ଦାବନ୍ତୁ
04:26 ଏହା blockMeshDict ଫାଇଲକୁ ଖୋଲିବ. ଏହି ଫାଇଲ୍ hex mesh ଓ boundary patches ପାଇଁ କୋ-ଅର୍ଡିନେଟଗୁଡିକୁ ଧାରଣ କରିଥାଏ
04:36 ବର୍ତ୍ତମାନ ଏହକୁ ବନ୍ଦ କରିବା ସହିତ କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: cd(ସ୍ପେସ୍) .. (ଡଟ୍) (ଡଟ୍) ଏବଂ Enter ଦାବନ୍ତୁ. ପୁନର୍ବାର ଟାଇପ୍ କରନ୍ତୁ: cd (ସ୍ପେସ୍) .. (ଡଟ୍)(ଡଟ୍) ଏବଂ Enter ଦାବନ୍ତୁ
04:48 ବର୍ତ୍ତମାନ ଟାଇପ୍ କରନ୍ତୁ: cd ସ୍ପେସ୍ system ଏବଂ Enter ଦାବନ୍ତୁ
04:53 ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ surfaceFeatureExtractDict ଫାଇଲକୁ ଦେଖିପାରିବେ
05:01 ଫାଇଲର କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: gedit ସ୍ପେସ୍ surfaceFeatureExtractDict ଏବଂ Enter ଦାବନ୍ତୁ(ଧ୍ୟାନଦିଅନ୍ତୁ ଯେ ଏଠାରେ F, E ଓ D କ୍ୟାପିଟାଲରେ ରହିବେ)
05:15 ଏହା surfaceFeatureExtractDict ଫାଇଲକୁ ଖୋଲିଦେବ
05:19 ଏହି ଫାଇଲ୍ ଜୋମେଟ୍ରୀର ଫିଚର edgeଗୁଡିକ ସମ୍ବନ୍ଧିତ ତଥ୍ୟକୁ ଧାରଣ କରିବ. included angleକୁ 150 ଭାବେ ନିଅନ୍ତୁ
05:29 ବର୍ତ୍ତମାନ ଏହାକୁ ବନ୍ଦ କରନ୍ତୁ. କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ: gedit ସ୍ପେସ୍ snappyHexMeshDict ଏବଂ Enter ଦାବନ୍ତୁ(ଧ୍ୟାନଦିଅନ୍ତୁ ଯେ ଏଠାରେ H, M ଓ D କ୍ୟାପିଟାଲରେ ରହିବେ)
05:45 ଏହା snappyHexMeshDict ଫାଇଲକୁ ଖୋଲିବ. ଏହି ଫାଇଲ୍ snappyHexMesh ସମ୍ବନ୍ଧିତ ସମସ୍ତ ନିର୍ଦ୍ଦେଶାବଳୀଗୁଡିକୁ ଧାରଣ କରିଥାଏ
05:53 snappyHexMeshDictରେ ମୁଁ କିଛି ପରିବର୍ତ୍ତନ କରିସାରିଛି. STL ଫାଇଲ୍ ଭଳି ମୁଁ flange.stlକୁ ସମାନ ଭାବେ ନାମିତ କରିଛି ଯାହା constant/trisurface ଡାରେକ୍ଟୋରୀରେ ଅଛି
06:11 castellatedMeshControlsରେ Explicit feature edge refinement ପାଇଁ ମୁଁ flange.eMesh ଫାଇଲ୍ ନେମ୍ ପ୍ରଦାନ କରିଛି. ଏହି ଫାଇଲ୍ surfaceFeatureExtract ୟୁଟିଲିଟୀ ଦ୍ଵାରା ପ୍ରାପ୍ତ ହୋଇଛି
06:23 snappyHexMeshରେ ବାକିଥିବା ବିବରଣୀଗୁଡିକ ଆବଶ୍ୟକତାନୁସାରେ ପରିବର୍ତ୍ତନ ହୋଇଯାଇଛି
06:30 ବର୍ତ୍ତମାନ ଏହାକୁ ବନ୍ଦ କରିବା ସହିତ କମାଣ୍ଡ ଟର୍ମିନଲରେ ଟାଇପ୍ କରନ୍ତୁ, cd (ସ୍ପେସ୍) .. (ଡଟ୍) (ଡଟ୍) ଏବଂ Enter ଦାବନ୍ତୁ
06:38 cd ସ୍ପେସ୍ 0 (ଯିରୋ) ଟାଇପ୍ କରିବା ସହିତ Enter ଦାବନ୍ତୁ
06:44 ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ T ଫାଇଲକୁ ଦେଖିପାରିବେ
06:50 ବର୍ତ୍ତମାନ gedit ସ୍ପେସ୍ T ଟାଇପ୍ କରିବା ସହିତ Enter ଦାବନ୍ତୁ
06:55 ଏହା T ଫାଇଲକୁ ଖୋଲିଦେବ. ପ୍ରତ୍ୟେକ patch ପାଇଁ ପ୍ରାରମ୍ଭିକ ଅବସ୍ଥାଗୁଡିକୁ ଦେଖିପାରିବେ
07:04 ବର୍ତ୍ତମାନ flangeର ସମସ୍ତ patches ପାଇଁ ପ୍ରାରମ୍ଭିକ ଅବସ୍ଥାଗୁଡିକୁ ପ୍ରଦାନ କରିବାକୁ ହେବ
07:11 patch 1 ପାଇଁ ଥିବା ପ୍ରାରମ୍ଭିକ ଅବସ୍ଥାଗୁଡିକୁ Copy କରିବା ସହିତ ସମାନ T ଫାଇଲରେ patch 4 ପରେ ଏହାକୁ paste କରନ୍ତୁ. ବର୍ତ୍ତମାନ ଏହି patch 1 ପରେ flange_କୁ ଟାଇପ୍ କରନ୍ତୁ
07:28 ସେହିପରି, ଏହାକୁ patch 2, 3 ଓ 4 ପାଇଁ କରିପାରିବେ. ଏହି T ଫାଇଲକୁ ସେଭ୍ କରିବା ସହିତ ବନ୍ଦ କରନ୍ତୁ
07:37 ଏବଂ କମାଣ୍ଡ ଟର୍ମିନଲରେ cd (ସ୍ପେସ୍) .. (ଡଟ୍) (ଡଟ୍) ଟାଇପ୍ କରିବା ସହିତ Enter ଦାବନ୍ତୁ
07:43 ବର୍ତ୍ତମାନ ଜୋମେଟ୍ରୀକୁ mesh କରିବା ଆବଶ୍ୟକ. ଏଥି ପାଇଁ କମାଣ୍ଡ ଟର୍ମିନଲରେ blockMesh ଟାଇପ୍ କରିବା ସହିତ Enter ଦାବନ୍ତୁ. Meshing ସମ୍ପୂର୍ଣ୍ଣ ହୋଇଛି
07:55 ବର୍ତ୍ତମାନ surfaceFeatureExtract ଟାଇପ୍ କରିବା ସହିତ Enter ଦାବନ୍ତୁ(ଧ୍ୟାନଦିଅନ୍ତୁ ଯେ ଏଠାରେ F ଓ E କ୍ୟାପିଟାଲରେ ରହିବେ). Surface feature extraction ସମ୍ପୂର୍ଣ୍ଣ ହୋଇଛି
08:09 ବର୍ତ୍ତମାନ snappyHexMesh -(dash) overwrite ଟାଇପ୍ କରିବା ସହିତ Enter ଦାବନ୍ତୁ. - (dash) overwrite କମାଣ୍ଡ ଶେଷ ଫୋଲ୍ଡରଗୁଡିକରୁ ଫାଇଲଗୁଡିକୁ କପୀ କରିବା ପାଇଁ ପ୍ରତିହତ କରିବ
08:24 ଯଦି ନୁହେଁ ତେବେ ପରିଣାମ meshes ପରବର୍ତ୍ତୀ ଫୋଲ୍ଡରଗୁଡିକରେ ରହିବେ ସମ୍ଭବତଃ ଫୋଲ୍ଡରଗୁଡିକ 1, 2 ଓ 3 ହୋଇପାରନ୍ତି
08:31 Meshing କିଛି ସମୟ ନେଇପାରେ. ବର୍ତ୍ତମାନ meshing ସମ୍ପୂର୍ଣ୍ଣ ହୋଇଛି
08:36 ତାପମାତ୍ରାର ବଣ୍ଟନକୁ ସିମୁଲେଟ୍ କରିବା ପାଇଁ laplacianFoam solverକୁ ବ୍ୟବହାର କରାଯାଉଛି
08:42 କମାଣ୍ଡ ଟର୍ମିନଲରେ laplacianFoam ଟାଇପ୍ କରିବା ସହିତ Enter ଦାବନ୍ତୁ(ଧ୍ୟାନଦିଅନ୍ତୁ ଯେ ଏଠାରେ F କ୍ୟାପିଟାଲରେ ରହିବ)
08:51 Iterations ରନ୍ ହେଉଥିବା ଆପଣ ଦେଖିପାରିବେ
08:55 ଥରେ ସମାଧାନ ସମ୍ପୂର୍ଣ୍ଣ ହେଲାପରେ geometry ଓ ପରିଣାମଗୁଡିକୁ ଦେଖିବା ପାଇଁ paraFoam ଟାଇପ୍ କରିବା ସହିତ Enter ଦାବନ୍ତୁ. ଏହା Paraview ୱିଣ୍ଡୋକୁ ଖୋଲିଦେବ
09:07 Paraview ୱିଣ୍ଡୋର ବାମପଟେ ଥିବା Applyରେ କ୍ଲିକ୍ କରନ୍ତୁ. ଏଠାରେ geometryକୁ ଦେଖାଯାଇପାରିବ
09:15 Object Inspector ମେନୁରେ ଥିବା properties ପ୍ୟାନେଲକୁ ତଳକୁ ସ୍କ୍ରୋଲ୍ କରନ୍ତୁ. Volume Fieldsରେ T ପାଇଁ ଥିବା ବକ୍ସକୁ ଚେକ୍ କରିବା ସହିତ Applyରେ କ୍ଲିକ୍ କରନ୍ତୁ
09:25 ବର୍ତ୍ତମାନ Active variable control ଡ୍ରପ୍-ଡାଉନ୍ ମେନୁର ଉପରିଭାଗକୁ ଯା’ନ୍ତୁ. solid colorରୁ କ୍ୟାପିଟାଲ୍ Tରେ ପରିବର୍ତ୍ତନ କରନ୍ତୁ ଯାହା flange ପାଇଁ ପ୍ରାରମ୍ଭିକ ଅବସ୍ଥା ଅଟେ
09:37 ବର୍ତ୍ତମାନ Paraview ୱିଣ୍ଡୋର ଉପରିଭାଗରେ VCR କଣ୍ଟ୍ରୋଲଗୁଡିକୁ ଦେଖିପାରିବେ. Play ବଟନରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ ଗୋଟିଏ flangeର ତାପମାତ୍ରା ବଣ୍ଟନ ପାଇଁ ଏହା ଅନ୍ତିମ ପରିଣାମ ଅଟେ
09:58 Active variable control ମେନୁର ଉପରି ଭାଗ ବାମପଟେ କ୍ଲିକ୍ କରିବା ସହିତ color legendରେ Toggle କରନ୍ତୁ. ତାପମାତ୍ରା T ପାଇଁ ଏହା colour legend ଅଟେ
10:09 ବର୍ତ୍ତମାନ slideକୁ ଫେରିଆସନ୍ତୁ
10:12 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଗୋଟିଏ ଆସାଇନମେଣ୍ଟ ଭାବେ-
10:16 snappyHexMeshDictରେ କିଛି ପାରାମିଟରକୁ ପରିବର୍ତ୍ତନ କରନ୍ତୁ ଯେପରି:

Refinement ପାରାମିଟରଗୁଡିକ locationInMesh କୋ-ଅର୍ଡିନେଟଗୁଡିକ snapControls ପ୍ରଭୃତି

10:26 ଆପଣ 0(ଯିରୋ) ଫୋଲ୍ଡରରେ ତାପମାତ୍ରାକୁ ମଧ୍ୟ ପରିବର୍ତ୍ତନ କରିବା ସହିତ ପରିଣାମଗୁଡିକୁ Paraviewରେ ଦେଖନ୍ତୁ
10:33 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: OpenFoamରେ ଥିବା snappyHexMesh ୟୁଟିଲିଟୀକୁ ବ୍ୟବହାର କରି ମେଶ୍ ସୃଷ୍ଟି କରିବା. ଗୋଟିଏ flangeର ତାପମାତ୍ରା ବଣ୍ଟନକୁ ସିମୁଲେଟ୍ କରିବା
10:44 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial

ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ

10:57 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ

11:14 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
11:29 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep