OpenFOAM/C3/Exporting-geometry-from-Salome-to-OpenFOAM/Oriya

From Script | Spoken-Tutorial
Revision as of 13:21, 4 November 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 ବନ୍ଧୁଗଣ, Exporting the geometry from Salome to OpenFOAM ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:09 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Salomeରେ ମେଶ୍ ହୋଇଥିବା ଜୋମେଟ୍ରୀର ଅଂଶଗୁଡିକୁ ଗ୍ରୁପ୍ କରିବା

OpenFOAMରେ ଜୋମେଟ୍ରୀକୁ export କରିବା. simulation ପାଇଁ ଗୋଟିଏ case directory ସୃଷ୍ଟି କରିବା ଏବଂ ParaViewରେ ଜୋମେଟ୍ରୀକୁ ଦେଖିବା

00:26 ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ Linux Operating System Ubuntu ଭର୍ସନ୍ 12.10, OpenFOAM ଭର୍ସନ୍ 2.1.1, ParaView ଭର୍ସନ୍ 3.12.0, Salome ଭର୍ସନ୍ 6.6.0 ବ୍ୟବହାର କରୁଛି
00:41 ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ପାଇଁ ଶିକ୍ଷ୍ୟାର୍ଥୀ ନିଶ୍ଚିତରୂପେ ପ୍ରଥମେ Creating and meshing a Curved-Pipe Geometry in Salome ଉପରେ ଥିବା ଟ୍ୟୁଟୋରିଆଲକୁ ଅନୁସରଣ କରିବା ଆବଶ୍ୟକ
00:52 ପୂର୍ବ ଟ୍ୟୁଟୋରିଆଲରେ ପ୍ରଦର୍ଶିତ ହେବା ଭଳି Salomeକୁ ଖୋଲନ୍ତୁ. file >> Openକୁ ଯା’ନ୍ତୁ. Desktopକୁ ଯିବା ସହିତ Curved-geometry.hdfରେ କ୍ଲିକ୍ କରନ୍ତୁ
01:04 Openକୁ ଦାବନ୍ତୁ. Modules ଡ୍ରପ୍-ଡାଉନ୍ ବିକଳ୍ପରେ ଥିବା mesh-moduleକୁ ଯା’ନ୍ତୁ
01:12 object Browserରେ ଥିବା Mesh treeକୁ ଖୋଲନ୍ତୁ
01:17 Mesh_1 ଉପରେ ରାଇଟ୍ କ୍ଲିକ୍ କରିବା ସହିତ Show ଉପରେ କ୍ଲିକ୍ କରନ୍ତୁ. geometry ଉପରେ meshକୁ ଦେଖନ୍ତୁ ଯାହା ଦୃଶ୍ୟମାନ ହେଉଛି
01:28 python କନସୋଲ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
01:32 ବର୍ତ୍ତମାନ, ମେଶ୍ ହୋଇଥିବା ଜୋମେଟ୍ରୀର ଅଂଶଗୁଡିକୁ ନାମିତ କରିବାକୁ ହେବ ଯେହେତୁ ଏଗୁଡିକ ଆମର OpenFOAMରେ ଆବଶ୍ୟକ ହେବ
01:39 ଏହି mesh ଉପରେ Groups ସୃଷ୍ଟି କରିବା ପାଇଁ, Mesh_1 ଉପରେ ରାଇଟ୍ କ୍ଲିକ୍ କରିବା ସହିତ Create Group ଉପରେ କ୍ଲିକ୍ କରନ୍ତୁ
01:48 Element Typeକୁ Face ଭାବେ ଚୟନ କରନ୍ତୁ. Group typeକୁ Group on Geometry ଭାବେ ଚୟନ କରନ୍ତୁ
01:57 Geometrical Objectର ସମ୍ମୁଖରେ ଥିବା ବଟନ୍ ଉପରେ କ୍ଲିକ୍ କରିବା ସହିତ Direct Geometrical Selectionକୁ ଚୟନ କରନ୍ତୁ
02:07 Object Browserରେ Geometry treeକୁ ଖୋଲନ୍ତୁ. pipe_1 treeକୁ ଖୋଲନ୍ତୁ ଏବଂ Geometry treeରେ ଥିବା inlet ଗୃପକୁ ଚୟନ କରନ୍ତୁ ଯାହା ଆମେ ପୂର୍ବ ଟ୍ୟୁଟୋରିଆଲରେ ସୃଷ୍ଟି କରିଛେ
02:22 colorକୁ ରେଡ୍ ଭାବେ ଚୟନ କରିପାରିବେ
02:26 groupକୁ inlet ଭାବେ ନାମିତ କରନ୍ତୁ. Apply and close ଉପରେ କ୍ଲିକ୍ କରନ୍ତୁ. Inlet ଗୃପ୍ ଟ୍ରୀରେ ଦୃଶ୍ୟମାନ ହେବ
02:37 ସେହିପରି, outlet ଗୃପ୍ ସୃଷ୍ଟି କରନ୍ତୁ. ମୁଁ outlet ଗୃପ୍ ସୃଷ୍ଟି କରିସାରିଛି
02:44 ବର୍ତ୍ତମାନ, ସମଗ୍ର ଆଉଟର୍ ସରଫେସର group ସୃଷ୍ଟି କରିବା ପାଇଁ mesh_1 ଉପରେ ରାଇଟ୍ କ୍ଲିକ୍ କରିବା ସହିତ >> Create groupରେ କ୍ଲିକ୍ କରନ୍ତୁ
02:53 Element Typeକୁ Face ଭାବେ ଏବଂ Group Typeକୁ Group on filter ଭାବେ ଚୟନ କରନ୍ତୁ
03:00 Set filter ଉପରେ କ୍ଲିକ୍ କରିବା ସହିତ Add ବଟନ୍ ଉପରେ କ୍ଲିକ୍ କରନ୍ତୁ. Criterion ମେନୁର ନିମ୍ନରେ ଥିବା ଡ୍ରପ୍-ଡାଉନରେ Free Facesକୁ ଚୟନ କରିବା ସହିତ Apply and Close ଉପରେ କ୍ଲିକ୍ କରନ୍ତୁ
03:17 ଆପଣ colorକୁ ବ୍ଲୁରେ ପରିବର୍ତ୍ତନ କରିପାରିବେ
03:23 ପୁନର୍ବାର Apply and Close ଉପରେ କ୍ଲିକ୍ କରନ୍ତୁ. Group_1 ସୃଷ୍ଟି ହୋଇସାରିଛି
03:31 ବର୍ତ୍ତମାନ, ଉପରିଭାଗରେ ଥିବା mesh ମେନୁସ୍ଥିତ Cut groupsରେ କ୍ଲିକ୍ କରନ୍ତୁ. Main objectକୁ Group_1 ଭାବେ ଏବଂ Tool objectକୁ inlet ଭାବେ ଚୟନ କରନ୍ତୁ
03:45 ଆପଣଙ୍କ କୀବୋର୍ଡ ଉପରେ shift କୀକୁ ଦାବି ଧରିବା ସହିତ Tool objectକୁ outlet ଭାବେ ମଧ୍ୟ ଚୟନ କରନ୍ତୁ
03:54 Result nameକୁ walls ଭାବେ ଟାଇପ୍ କରନ୍ତୁ
03:58 ଆପଣ colorକୁ ପର୍ପଲ୍ ଭାବେ ଚୟନ କରିପାରିବେ. Apply and Close ଉପରେ କ୍ଲିକ୍ କରିବା ସହିତ walls ଗୃପ୍ ସୃଷ୍ଟି ହୋଇଥିବା ଦେଖିପାରିବେ
04:10 Group_1ରେ ରାଇଟ୍ କ୍ଲିକ୍ କରିବା ସହିତ ଏହି ଗୃପକୁ delete କରନ୍ତୁ ଯେହେତୁ ଆମେ ଏହାକୁ OpenFOAMରେ ଦେଖିବାକୁ ଚାହୁଁ ନାହୁଁ
04:20 ବିକଳ୍ପ save document ଉପରେ କ୍ଲିକ୍ କରିବା ସହିତ କାର୍ଯ୍ୟକୁ ସେଭ୍ କରନ୍ତୁ
04:24 ବର୍ତ୍ତମାନ mesh_1ରେ ରାଇଟ୍ କ୍ଲିକ୍ କରିବା ସହିତ Export >> Unv Fileକୁ ଯା’ନ୍ତୁ
04:33 ଫାଇଲକୁ bentpipe ଭାବେ ନାମିତ କରନ୍ତୁ. ମୁଁ ଏହି ଫାଇଲକୁ ଡେସ୍କଟପ୍ ଉପରେ ସେଭ୍ କରୁଛି. Salome ବନ୍ଦ କରିବା ସହିତ ଡେସ୍କଟପ୍ ଉପରେ bentpipe.unv ଫାଇଲକୁ ଦେଖିବାକୁ ପାଇବେ
04:50 ଡେସ୍କଟପ୍ ଉପରେ bentpipe ନାମକ ଏକ ଫୋଲ୍ଡର୍ ସୃଷ୍ଟି କରନ୍ତୁ
04:55 ବର୍ତ୍ତମାନ bentpipe.unv ଫାଇଲକୁ ଏହି ଫୋଲ୍ଡର୍ ମଧ୍ୟକୁ ଆଣନ୍ତୁ
05:01 OpenFOAMରେ icoFoam solverକୁ ବ୍ୟବହାର କରି ଏହି ଜୋମେଟ୍ରି ଉପରେ ସିମୁଲେଶନ୍ କାର୍ଯ୍ୟ କରିବା ପାଇଁ OpenFOAMରେ ଥିବା icoFoam ଫୋଲ୍ଡରକୁ ଯା’ନ୍ତୁ
05:10 ଏହି ଫୋଲ୍ଡର୍ ଥିବା ସ୍ଥାନକୁ ଜାଣିବା ପାଇଁ lid driven cavity ଉପରେ ଥିବା ଟ୍ୟୁଟୋରିଆଲକୁ ଯା’ନ୍ତୁ
05:15 ଡେସ୍କଟପ୍ ଉପରେ ଥିବା ଏହି icoFoam ଫୋଲ୍ଡର୍ ମଧ୍ୟରେ bentpipe ଫୋଲ୍ଡରକୁ Copy ଓ Paste କରନ୍ତୁ
05:22 cavity ଫୋଲ୍ଡରରେ ଥିବା system ଫୋଲ୍ଡରକୁ ମଧ୍ୟ ଏହି bentpipe ଫୋଲ୍ଡରରେ କପୀ କରନ୍ତୁ
05:32 ବର୍ତ୍ତମାନ command terminal ମାଧ୍ୟମରେ bentpipe ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ. ମୁଁ bentpipe ଫୋଲ୍ଡର୍ ମଧ୍ୟରେ ଅଛି
05:41 ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ system ଫୋଲ୍ଡର୍ ଏବଂ bentpipe.unv ଫାଇଲକୁ ଦେଖିପାରିବେ
05:49 ବର୍ତ୍ତମାନ ଟାଇପ୍ କରନ୍ତୁ: ideasUnvToFoam ସ୍ପେସ୍ bentpipe ଡଟ୍ unv. ଧ୍ୟାନଦିଅନ୍ତୁ ଯେ U, T ଓ F କ୍ୟାପିଟାଲରେ ରହିବେ ଏବଂ Enter ଦାବନ୍ତୁ
06:11 ବର୍ତ୍ତମାନ ls ଟାଇପ୍ କରନ୍ତୁ. Constant ଫୋଲ୍ଡର୍ ସୃଷ୍ଟି ହୋଇଥିବା ଆପଣ ଦେଖିପାରିବେ. ଟାଇପ୍ କରନ୍ତୁ, cd (ସ୍ପେସ୍) Constant
06:23 cd (ସ୍ପେସ୍) polyMesh ଟାଇପ୍ କରନ୍ତୁ. Ls ଟାଇପ୍ କରିବା ସହିତ Enter ଦାବନ୍ତୁ
06:31 geometry ଫାଇଲଗୁଡିକ ସୃଷ୍ଟି ହୋଇଥିବା ଆପଣ ଦେଖିପାରିବେ. polyMesh ଫୋଲ୍ଡରରୁ ବାହାରିଆସନ୍ତୁ
06:38 constant ଫୋଲ୍ଡରରୁ ବାହାରି ଆସନ୍ତୁ
06:42 ବର୍ତ୍ତମାନ, geometry scaleକୁ ସେଣ୍ଟିମିଟରରେ ରୂପାନ୍ତର କରିବା ପାଇଁ ଟାଇପ୍ କରନ୍ତୁ: transformPoints (ସ୍ପେସ୍) -scale ସ୍ପେସ୍ ସିଙ୍ଗଲ୍ କ୍ଵୋଟ୍ ସିଙ୍ଗଲ୍ ବ୍ରାକେଟ୍ ମଧ୍ୟରେ ’(0.01 ସ୍ପେସ୍ 0.01 ସ୍ପେସ୍ 0.01)’ ଏବଂ Enter ଦାବନ୍ତୁ. Geometry ସେଣ୍ଟିମିଟରରେ ରୂପାନ୍ତର ହୋଇଯାଇଛି
07:17 ଟର୍ମିନଲକୁ ମିନିମାଇଜ୍ କରିବା ସହିତ bentpipe ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ
07:23 constant folder ମଧ୍ୟକୁ ଯା’ନ୍ତୁ. transportProperties ଫାଇଲ୍ ସେଠାରେ ନଥିବା ଆପଣ ଦେଖିପାରିବେ
07:30 transportProperties ଫାଇଲକୁ cavity ଫୋଲ୍ଡରରୁ କପୀ କରିବା ସହିତ constant ଫୋଲ୍ଡର୍ ମଧ୍ୟରେ ଏହାକୁ save କରନ୍ତୁ
07:37 ମୁଁ transport Properties ଫାଇଲକୁ କପୀ କରିସାରିଛି. ବର୍ତ୍ତମାନ constant ଫୋଲ୍ଡରରୁ ବାହାରିଆସନ୍ତୁ
07:44 P ଓ U ଫାଇଲ୍ ଥିବା 0 (ଯିରୋ) ଫୋଲ୍ଡର୍ ଆମର ଆବଶ୍ୟକ. cavity ଫୋଲ୍ଡରରୁ 0 (ଯିରୋ) ଫୋଲ୍ଡରକୁ କପୀ କରନ୍ତୁ
07:55 ମୁଁ 0 (ଯିରୋ) ଫୋଲ୍ଡରକୁ କପୀ କରିସାରିଛି. 0(ଯିରୋ) ଫୋଲ୍ଡର୍ ମଧ୍ୟକୁ ଯା’ନ୍ତୁ
08:02 p ଫାଇଲକୁ ଖୋଲନ୍ତୁ. ଆମେ Salomeରେ ସୃଷ୍ଟି କରିବା ଭଳି inlet, outlet ଓ walls ପାଇଁ boundary patchesର ପ୍ରଦାନକୁ ସୁନିଶ୍ଚିତ କରନ୍ତୁ
08:15 movingWallକୁ ଇରେଜ୍ କରିବ ସହିତ inlet ଟାଇପ୍ କରନ୍ତୁ. fixedWallsକୁ ଇରେଜ୍ କରିବା ସହିତ outlet ଟାଇପ୍ କରନ୍ତୁ
08:25 frontAndBackକୁ ଇରେଜ୍ କରିବା ସହିତ walls ଟାଇପ୍ କରନ୍ତୁ. ଫାଇଲକୁ Save କରିବା ସହିତ Close କରନ୍ତୁ
08:34 ସେହିପରି, U ଫାଇଲରେ ପରିବର୍ତ୍ତନଗୁଡିକୁ କରନ୍ତୁ. ଉପଯୁକ୍ତ boundary conditionଗୁଡିକ ପାଇଁ ଆପଣ Hagen-Poiseuille flow ଉପରେ ଥିବା ଟ୍ୟୁଟୋରିଆଲକୁ ରେଫର୍ କରିପାରିବେ
08:46 ମୁଁ ପରିବର୍ତ୍ତନଗୁଡିକୁ ସମ୍ପନ୍ନ କରିବା ସହିତ ଉପଯୁକ୍ତ boundary conditionଗୁଡିକ ପ୍ରଦାନ କରିଛି
08:51 ଆପଣ Hagen-Poiseuille flow ଉପରେ ଥିବା ଟ୍ୟୁଟୋରିଆଲକୁ ରେଫର୍ କରିବା ସହିତ transportProperties ଓ ControlDict ଫାଇଲଗୁଡିକରେ ମଧ୍ୟ ପରିବର୍ତ୍ତନ କରିପାରିବେ
09:00 Home ଫୋଲ୍ଡରକୁ ବନ୍ଦ କରନ୍ତୁ
09:03 ବର୍ତ୍ତମାନ ଟର୍ମିନଲକୁ ଯିବା ସହିତ paraFoam ଟାଇପ୍ କରନ୍ତୁ. ଏହା ParaViewକୁ ଖୋଲିଦେବ. Object Inspector ମେନୁ ଉପରେ ଥିବା Applyରେ କ୍ଲିକ୍ କରନ୍ତୁ
09:16 ଡ୍ରପ୍-ଡାଉନ୍ ମେନୁ ଉପରେ ଥିବା Surface with Edgesରେ କ୍ଲିକ୍ କରନ୍ତୁ. ନିକଟରୁ ଦେଖିବା ପାଇଁ ଯୁମ୍ ଇନ୍ କରନ୍ତୁ
09:28 ଆପଣ hexahedral meshକୁ ଦେଖିପାରିବେ. Salome- Inlet outlet ଓ wallsରେ ନାମିତ କଲାଭଳି ଆମେ groups ସୃଷ୍ଟି ହୋଇଥିବା ମଧ୍ୟ ଦେଖିପାରିବା
09:38 surface ମଧ୍ୟରେ ଥିବା Volume ଅଟୋମାଟିକାଲୀ internal mesh ଭାବେ ଗୃପ୍ ହୋଇଯାଇଛି

ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: Salomeରେ କିପରି ମେଶ୍ ହୋଇଥିବା ଜୋମେଟ୍ରୀ ଅଂଶଗୁଡିକୁ group କରିବା geometryକୁ କିପରି OpenFOAMକୁ export କରିବା. simulation ପାଇଁ କିପରି ଗୋଟିଏ case directory ସୃଷ୍ଟି କରିବା ଏବଂ ParaViewରେ geometryକୁ ଦେଖିବା

10:00 ଆସାଇନମେଣ୍ଟ ଭାବେ ବର୍ଣ୍ଣନା କରଯିବା ଭଳି ଫାଇଲଗୁଡିକରେ ଉପଯୁକ୍ତ ପରିବର୍ତ୍ତନଗୁଡିକ କରି ସିମୁଲେଶନକୁ Run କରନ୍ତୁ. ନିଜେ ସୃଷ୍ଟି କରିଥିବା geometriesକୁ Export କରନ୍ତୁ. ଏବଂ ସେହି geometries ଉପରେ simulationsକୁ ରନ୍ କରନ୍ତୁ
10:14 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial

ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ

10:24 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି

ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ

10:40 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ
10:58 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep